Difference between revisions of "KTurtle/C3/Programming-Concepts/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by one other user not shown)
Line 34: Line 34:
 
|00:24  
 
|00:24  
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10  ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି  
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10  ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି  
 +
 
|-
 
|-
 
|00:37
 
|00:37
Line 41: Line 42:
 
|00:43
 
|00:43
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org  
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org  
 +
 
|-
 
|-
 
|00:49
 
|00:49
 
| ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା   
 
| ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା   
 +
 
|-
 
|-
 
|00:55
 
|00:55
 
| କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ  
 
| କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ  
 +
 
|-
 
|-
 
|01:00
 
|01:00
 
| Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite  
 
| Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite  
 +
 
|-
 
|-
 
|01:10
 
|01:10
 
| Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ  
 
| Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ  
 +
 
|-
 
|-
 
|01:15
 
|01:15
Line 60: Line 66:
 
|01:21
 
|01:21
 
| Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ  
 
| Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ  
 +
 
|-
 
|-
 
|01:27
 
|01:27
 
| କେଟର୍ଟଲ୍ ରେ  
 
| କେଟର୍ଟଲ୍ ରେ  
 +
 
|-
 
|-
 
|01:29
 
|01:29
Line 69: Line 77:
 
|-
 
|-
 
|01:34
 
|01:34
| * (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ  
+
| (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ  
 +
 
 
|-
 
|-
 
|01:41
 
|01:41
Line 81: Line 90:
 
|01:50
 
|01:50
 
| ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍  
 
| ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍  
 +
 
|-
 
|-
 
|01:58
 
|01:58
 
| ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ  
 
| ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ  
 +
 
|-
 
|-
 
|02:02
 
|02:02
Line 91: Line 102:
 
|02:07
 
|02:07
 
| Type ରେ, Education ଓ KTurtle ଚୟନ କରନ୍ତୁ   
 
| Type ରେ, Education ଓ KTurtle ଚୟନ କରନ୍ତୁ   
 +
 
|-
 
|-
 
|02:13
 
|02:13
 
| କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା  
 
| କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା  
 +
 
|-
 
|-
 
|02:20
 
|02:20
 
| ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା  
 
| ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା  
 +
 
|-
 
|-
 
|02:24
 
|02:24
 
| ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ  
 
| ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ  
 +
 
|-
 
|-
 
|02:30
 
|02:30
 
| KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ  
 
| KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ  
 +
 
|-
 
|-
 
|02:41
 
|02:41
 
| ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି  
 
| ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି  
 +
 
|-
 
|-
 
|02:46
 
|02:46
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ  
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ  
 +
 
|-
 
|-
 
|02:55
 
|02:55
Line 116: Line 134:
 
|03:15
 
|03:15
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 +
 
|-
 
|-
 
|03:19
 
|03:19
Line 122: Line 141:
 
|-
 
|-
 
|03:29
 
|03:29
| Reset
+
| Reset,Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ
  
|-
 
|03:30
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ
 
 
|-
 
|-
 
|03:38
 
|03:38
Line 134: Line 150:
 
|03:58
 
|03:58
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍  
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍  
 +
 
|-
 
|-
 
|04:03
 
|04:03
 
| ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ  
 
| ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ  
 +
 
|-
 
|-
 
|04:11
 
|04:11
Line 144: Line 162:
 
|04:17
 
|04:17
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ  
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ  
 +
 
|-
 
|-
 
|04:20
 
|04:20
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ  
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ  
 +
 
|-
 
|-
 
|04:27
 
|04:27
Line 162: Line 182:
 
|04:48
 
|04:48
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 +
 
|-
 
|-
 
|04:53
 
|04:53
 
| ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
 
| ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
 +
 
|-
 
|-
 
|04:56
 
|04:56
 
| ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:03
 
|05:03
 
| ଏହା, Execution Speedsର ଏକ ତାଲିକା ଦେଖାଇବ  
 
| ଏହା, Execution Speedsର ଏକ ତାଲିକା ଦେଖାଇବ  
 +
 
|-
 
|-
 
|05:07
 
|05:07
 
| Full speed(No highlighting and inspector),
 
| Full speed(No highlighting and inspector),
 +
 
|-
 
|-
 
|05:10
 
|05:10
 
| Full speed,  
 
| Full speed,  
| Slow,  
+
Slow,  
| Slower,
+
Slower,
| Slowest ଓ
+
Slowest ଓ
| Step-by-Step
+
Step-by-Step
 +
 
 
|-
 
|-
 
|05:17
 
|05:17
 
| କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ
 
| କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ
 +
 
|-
 
|-
 
|05:21
 
|05:21
 
| ଏକ ଇନପୁଟ୍ ବାର୍ ଦେଖାଦେବ  
 
| ଏକ ଇନପୁଟ୍ ବାର୍ ଦେଖାଦେବ  
 +
 
|-
 
|-
 
|05:23
 
|05:23
 
| i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 
| i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|05:29
 
|05:29
 
| କାନଭାସରେ 15 ର ବର୍ଗ  = 225 ପ୍ରଦର୍ଶିତ ହେଲା
 
| କାନଭାସରେ 15 ର ବର୍ଗ  = 225 ପ୍ରଦର୍ଶିତ ହେଲା
 +
 
|-
 
|-
 
|05:35
 
|05:35
 
| ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା
 
| ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା
 +
 
|-
 
|-
 
|05:42
 
|05:42
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି  
 +
 
|-
 
|-
 
|05:46
 
|05:46
Line 206: Line 238:
 
|05:56
 
|05:56
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ  
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ  
 +
 
|-
 
|-
 
|06:03
 
|06:03
 
| ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
 
| ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
 +
 
|-
 
|-
 
|06:07
 
|06:07
 
| ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ
 
| ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ
 +
 
|-
 
|-
 
|06:09
 
|06:09
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 +
 
|-
 
|-
 
|06:13
 
|06:13
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 +
 
|-
 
|-
 
|06:18
 
|06:18
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ
 +
 
|-
 
|-
 
|06:25
 
|06:25
 
| ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
 
| ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|06:31
 
|06:31
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ  
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ  
 +
 
|-
 
|-
 
|06:37
 
|06:37
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
 +
 
|-
 
|-
 
|06:43
 
|06:43
 
| ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ  
 
| ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ  
 +
 
|-
 
|-
 
|06:52
 
|06:52
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 +
 
|-
 
|-
 
|06:57
 
|06:57
Line 243: Line 286:
 
|07:00
 
|07:00
 
| i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 
| i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|07:05
 
|07:05
 
| n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା  
 
| n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା  
 +
 
|-
 
|-
 
|07:18
 
|07:18
 
| ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା
 
| ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା
 +
 
|-
 
|-
 
|07:27
 
|07:27
Line 260: Line 306:
 
|07:43
 
|07:43
 
| ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|07:49
 
|07:49
Line 267: Line 314:
 
|07:52
 
|07:52
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 +
 
|-
 
|-
 
|07:57
 
|07:57
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 +
 
|-
 
|-
 
|08:02
 
|08:02
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
 +
 
|-
 
|-
 
|08:07
 
|08:07
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
 +
 
|-
 
|-
 
|08:12
 
|08:12
 
| ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print  sqrt $i ପ୍ରିଣ୍ଟ କରେ  
 
| ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print  sqrt $i ପ୍ରିଣ୍ଟ କରେ  
 +
 
|-
 
|-
 
|08:19
 
|08:19
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 +
 
|-
 
|-
 
|08:24
 
|08:24
 
| ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
 
| ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
 +
 
|-
 
|-
 
|08:28
 
|08:28
 
| i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 
| i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|08:34
 
|08:34
Line 295: Line 350:
 
|08:39
 
|08:39
 
| ଏବେ ପୁଣିଥରେ ରନ୍ କରନ୍ତୁ
 
| ଏବେ ପୁଣିଥରେ ରନ୍ କରନ୍ତୁ
 +
 
|-
 
|-
 
|08:42
 
|08:42
 
| i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 
| i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|08:49
 
|08:49
 
| ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number
 
| ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number
 +
 
|-
 
|-
 
|08:56
 
|08:56
 
| ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ
 
| ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ
 +
 
|-
 
|-
 
|09:02
 
|09:02
 
| ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା
 
| ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା
 +
 
|-
 
|-
 
|09:08
 
|09:08
Line 314: Line 374:
 
|09:19
 
|09:19
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ  
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ  
 +
 
|-
 
|-
 
|09:25
 
|09:25
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|09:31
 
|09:31
 
| ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
 
| ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
 +
 
|-
 
|-
 
|09:35
 
|09:35
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 +
 
|-
 
|-
 
|09:38
 
|09:38
 
| ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ  
 
| ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ  
 +
 
|-
 
|-
 
|09:42
 
|09:42
 
| ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ
 
| ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ
 +
 
|-
 
|-
 
|09:48
 
|09:48
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
 +
 
|-
 
|-
 
|09:53
 
|09:53
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ
 
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ
 +
 
|-
 
|-
 
|09:59
 
|09:59
 
| ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ
 
| ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ
 +
 
|-
 
|-
 
|10:07
 
|10:07
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ  
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ  
 +
 
|-
 
|-
 
|10:13
 
|10:13
 
| ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ  
 
| ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ  
 +
 
|-
 
|-
 
|10:19
 
|10:19
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 
| Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
 +
 
|-
 
|-
 
|10:23
 
|10:23
Line 354: Line 426:
 
|10:27
 
|10:27
 
| i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 
| i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
 
|10:34
 
|10:34
 
| କାନଭାସରେ 343 ର ଘନମୂଳ  = 7 ପ୍ରଦର୍ଶିତ ହେଲା
 
| କାନଭାସରେ 343 ର ଘନମୂଳ  = 7 ପ୍ରଦର୍ଶିତ ହେଲା
 +
 
|-
 
|-
 
|10:40
 
|10:40
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|10:43
 
|10:43
 
| ସଂକ୍ଷିପ୍ତରେ  
 
| ସଂକ୍ଷିପ୍ତରେ  
 +
 
|-
 
|-
 
|10:46
 
|10:46
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
|-
 
|-
 
|10:49
 
|10:49
Line 381: Line 458:
 
|10:57
 
|10:57
 
| କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା
 
| କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା
 +
 
|-
 
|-
 
|11:02
 
|11:02
 
| ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ...
 
| ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ...
 +
 
|-
 
|-
 
|11:08
 
|11:08
Line 391: Line 470:
 
|11:11
 
|11:11
 
| ଗୋଟିଏ ସଂଖ୍ୟାର nth root
 
| ଗୋଟିଏ ସଂଖ୍ୟାର nth root
 +
 
|-
 
|-
 
|11:15
 
|11:15
Line 402: Line 482:
 
|11:22
 
|11:22
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|11:27
 
|11:27
Line 417: Line 498:
 
|11:35
 
|11:35
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
|-
 
|-
 
|11:44
 
|11:44
Line 424: Line 506:
 
|11:48
 
|11:48
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|11:55
 
|11:55
Line 431: Line 514:
 
|11:59
 
|11:59
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
|-
+
|}

Latest revision as of 10:15, 10 April 2017

Time Narration
00:01 ନମସ୍କାର ବନ୍ଧୁଗଣ
00:03 କେଟର୍ଟଲ୍ ରେ "ପରୋଗ୍ରାମିଙ୍ଗ୍ କନସେପ୍ଟ" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି
00:12 କେଟର୍ଟଲ୍ ରେ ଏକ ପ୍ରୋଗ୍ରାମ୍ ଲେଖିବା
00:15 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବାକୁ ଭେରିବଲ୍ସ ବ୍ୟବହାର କରିବା
00:18 କାନଭାସ ଉପରେ ପ୍ରିଣ୍ଟ କରିବାକୁ ପ୍ରିଣ୍ଟ କମାଣ୍ଡ ବ୍ୟବହାର କରିବା
00:22 ଏକ ଲାଇନ୍ କମେଣ୍ଟ କରିବା
00:24 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
00:37 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:43 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:49 ଆଗକୁ ବଢ଼ିବା ପୂର୍ବରୁ ଆମେ, କେଟର୍ଟଲ୍ ବିଷୟରେ କିଛି ମୌଳିକ ସୂଚନା ଆଲୋଚନା କରିବା
00:55 କାନଭାସ୍ ଉପରେ ପ୍ରଦର୍ଶିତ ଟର୍ଟଲ୍ କୁ Sprite କୁହାଯାଏ
01:00 Sprite ହେଉଛୀ ଏକ ଛୋଟ ଛବି, ଯାହା ସ୍କ୍ରୀନ୍ ଚାରିପଟେ ବୁଲେ, ଯେପରି କର୍ସର୍ ହେଉଛି ଏକ Sprite
01:10 Sprite Hide କମାଣ୍ଡ ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
01:15 ଯଦି ଟର୍ଟଲ୍ ଲୁଚିକରି ଥାଏ, Sprite Show ତାହାକୁ ଦେଖାଏ
01:21 Clear କମାଣ୍ଡ, କାନଭାସରୁ ସମସ୍ତ ଡ୍ରଇଙ୍ଗ୍ କ୍ଲିନ୍ କରେ
01:27 କେଟର୍ଟଲ୍ ରେ
01:29 $ ଚିହ୍ନ ହେଉଛି ଭେରିବଲ୍ସର ଏକ ଧାରକ
01:34 (ଆଷ୍ଟ୍ରିକ୍ସ), ଦୁଇଟି ସଂଖ୍ୟାର ଗୁଣନ ପାଇଁ ବ୍ୟବହୃତ ହୁଏ
01:41 ^ (କ୍ୟାରେଟ୍), ସଂଖ୍ୟାର ଶକ୍ତି ବୃଦ୍ଧି କରେ
01:45 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
01:50 ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ sqrt ହେଉଛି ଏକ ଇନବିଲ୍ଟ ଫଙ୍କଶନ୍
01:58 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
02:02 ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ
02:07 Type ରେ, Education ଓ KTurtle ଚୟନ କରନ୍ତୁ
02:13 କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା
02:20 ଆମେ ଟର୍ମିନାଲ୍ ବ୍ୟବହାର କରି ମଧ୍ୟ କେଟର୍ଟଲ୍ ଖୋଲିପାରିବା
02:24 ଟର୍ମିନାଲ୍ ଖୋଲିବାକୁ ଏକାସାଙ୍ଗରେ CTRL+ALT+T ଦାବନ୍ତୁ
02:30 KTurtle ଟାଇପ୍ କରି ଏଣ୍ଟର୍ ଦାବିଲେ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲେ
02:41 ମୁଁ ଏବେ ପ୍ରୋଗ୍ରାମ୍ କୋଡ୍ ଟାଇପ୍ କରି ବୁଝାଉଛି
02:46 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
02:55 #program to find square of a number ଏଣ୍ଟର୍ ଦାବନ୍ତୁ
03:15 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
03:19 ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ କୁ Execute କରାଯିବ ନାହିଁ ଏଣ୍ଟର୍ ଦାବନ୍ତୁ
03:29 Reset,Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ ଏଣ୍ଟର୍ ଦାବନ୍ତୁ
03:38 ଡବଲ୍ କ୍ୱୋଟ୍ସ ମଧ୍ୟରେ "$i=ask". Enter a number for I and click OK
03:58 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
04:03 ask କମାଣ୍ଡ, ଭେରିଏବଲ୍ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
04:11 Font Size ସ୍ପେସ୍ 28
04:17 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size ସେଟ୍ କରେ
04:20 Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
04:27 print $i*$i
04:36 ଗୋଟିଏ ସଂଖ୍ୟାର ବର୍ଗକୁ print $i*$i ଗଣନା ଓ ପ୍ରିଣ୍ଟ କରେ. ଏଣ୍ଟର୍ ଦାବନ୍ତୁ
04:45 Sprite Hide
04:48 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
04:53 ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
04:56 ଏଡିତର୍ ରେ କୋଡ୍ execution ଆରମ୍ଭ କରିବାଖୁ ଟୂଲ୍ ବାର୍ ଉପରେ ଥିବା Run ବଟନ୍ ଉପରେ କ୍ଲିକ୍ କରନ୍ତୁ
05:03 ଏହା, Execution Speedsର ଏକ ତାଲିକା ଦେଖାଇବ
05:07 Full speed(No highlighting and inspector),
05:10 Full speed,

Slow, Slower, Slowest ଓ Step-by-Step

05:17 କୋଡ୍ କୁ Slow ସ୍ପୀଡ୍ ରେ ଚଲାନ୍ତୁ
05:21 ଏକ ଇନପୁଟ୍ ବାର୍ ଦେଖାଦେବ
05:23 i ପାଇଁ 15 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:29 କାନଭାସରେ 15 ର ବର୍ଗ = 225 ପ୍ରଦର୍ଶିତ ହେଲା
05:35 ଏବେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ସଂଖ୍ୟାର nth power ଜାଣିବା
05:42 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
05:46 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:56 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
06:03 ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
06:07 ପ୍ରୋଗ୍ରାମ୍ ର ସ୍ପଷ୍ଟୀକରଣ
06:09 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
06:13 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
06:18 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $n ହେଉଛି ଭେ ରିଏବଲ୍ସ
06:25 ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ ପଚାରେ. ଏଣ୍ଟର୍ ଦାବନ୍ତୁ
06:31 ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
06:37 Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
06:43 ଗୋଟିଏ ସଂଖ୍ୟାର nth powerକୁ Print ($i^$n) ଗଣନା ଓ ପ୍ରିଣ୍ଟ କରେ
06:52 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
06:57 ପ୍ରୋଗ୍ରାମ୍ କୁ ଚଲାନ୍ତୁ
07:00 i ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:05 n ପାଇଁ 4 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ କାନଭାସ୍ ଉପରେ 5^4=625 ପ୍ରଦର୍ଶିତ ହେଲା
07:18 ଏହାପରେ, ଗୋଟିଏ ସଂଖ୍ୟାର ବର୍ଗମୂଳ ଖୋଜିବା ପାଇଁ ଏକ ପ୍ରୋଗ୍ରାମ୍ ରେ ଇନବିଲ୍ଟ sqrt ଫଙ୍କଶନ୍ ବ୍ୟବହାର କରିବା
07:27 ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
07:35 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
07:43 ମୁଁ ପ୍ରୋଗ୍ରାମ୍ କୁ ଯୁମ୍ କରିବି, ତାହା ସାମାନ୍ୟ ଝାପସା ଦେଖାଯାଇପାରେ
07:49 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
07:52 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
07:57 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
08:02 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ହେଉଛି ଏକ ଭେ ରିଏବଲ୍
08:07 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
08:12 ଗୋଟିଏ ସଂଖ୍ୟାର ବର୍ଗମୂଳକୁ Print sqrt $i ପ୍ରିଣ୍ଟ କରେ
08:19 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
08:24 ଏବେ, ପ୍ରୋଗ୍ରାମ୍ କୁ ଚଲାନ୍ତୁ
08:28 i ପାଇଁ 169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:34 କାନଭାସରେ 169 ର ବର୍ଗମୂଳ = 13 ପ୍ରଦର୍ଶିତ ହେଲା
08:39 ଏବେ ପୁଣିଥରେ ରନ୍ କରନ୍ତୁ
08:42 i ପାଇଁ -169 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:49 ଯଦି ଆମେ ଏକ ନେଗେଟିଭ୍ ନମ୍ୱର୍ ଏଣ୍ଟର୍ କରୁ, ତେବେ ଆଉଟପୁଟ୍ NaN ହେବ, ଯାହାର ଅର୍ଥ Not a Number
08:56 ଯେହେତୁ ନେଗେଟିଭ୍ ନମ୍ୱର୍ ର ବର୍ଗମୂଳ ଏକ ପ୍ରକୃତ ନମ୍ୱର୍ ନୁହେଁ
09:02 ଏହାପରେ, ଏକ ପ୍ରୋଗ୍ରାମ୍ ମାଧ୍ୟମରେ ଗୋଟିଏ ପଜିଟିଭ୍ ନମ୍ୱର୍ ର ଘନମୂଳ ନିଦର୍ଧାରଣ କରିବା
09:08 ମୁଁ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
09:19 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ କୁ ପ୍ରୋଗ୍ରାମ୍ କପୀ କରନ୍ତୁ
09:25 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
09:31 ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
09:35 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
09:38 ଧ୍ୟାନଦିଅନ୍ତୁ ଯେ, ଏହା ହେଉଛି ଏକ ସିଙ୍ଗଲ୍ ଲାଇନ୍ କମେଣ୍ଟ
09:42 ପ୍ରତ୍ୟେକ କମେଣ୍ଟ # (ହାଶ୍) ଚିହ୍ନ ଆଗକୁ ରହିବା ଉଚିତ
09:48 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
09:53 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $i ଓ $C ହେଉଛି ଭେ ରିଏବଲ୍ସ
09:59 ଗୋଟିଏ ସଂଖ୍ୟାର ଘନମୂଳକୁ $C=($i)^(1/3) ଗଣନା କରେ
10:07 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 28 ସେଟ୍ କରେ
10:13 ଗୋଟିଏ ସଂଖ୍ୟାର ଘନମୂଳକୁ Print $C ପ୍ରିଣ୍ଟ କରେ
10:19 Sprite Hide ଟର୍ଟଲ୍ କୁ କାନଭାସ୍ ରୁ ଲୁଚାଇଦିଏ
10:23 ପ୍ରୋଗ୍ରାମ୍ କୁ ଚଲାନ୍ତୁ
10:27 i ପାଇଁ 343 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
10:34 କାନଭାସରେ 343 ର ଘନମୂଳ = 7 ପ୍ରଦର୍ଶିତ ହେଲା
10:40 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
10:43 ସଂକ୍ଷିପ୍ତରେ
10:46 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:49 ପ୍ରୋଗ୍ରାମିଙ୍ଗ୍ କନସେପ୍ଟ
10:52 sqrt ଫଙ୍କଶନ୍ ର ବ୍ୟବହାର
10:55 ପ୍ରିଣ୍ଟ କମାଣ୍ଡର ବ୍ୟବହାର
10:57 କେଟର୍ଟଲ୍ ଏଡିଟର୍ ଓ କାନଭାସ୍ ବ୍ୟବହାର କରିବା
11:02 ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ପାଇବା ପାଇଁ ବେସିକ୍ ପ୍ରୋଗ୍ରାମିଙ୍ଗ୍ କମାଣ୍ଡଗୁଡ଼ିକୁ ବ୍ୟବହାର କରନ୍ତୁ ...
11:08 ଗୋଟିଏ ସଂଖ୍ୟାର ଘନ
11:11 ଗୋଟିଏ ସଂଖ୍ୟାର nth root
11:15 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
11:19 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:22 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
11:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:29 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:32 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:35 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:44 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:48 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:55 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
11:59 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep