Difference between revisions of "KTurtle/C2/Introduction-to-KTurtle/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | ନମସ୍କାର ବନ୍ଧୁଗଣ "Introduction to KTurtle" ଉପରେ ଏହି ଟ୍ୟୁଟୋରିଆ...")
 
 
(One intermediate revision by one other user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| ନମସ୍କାର ବନ୍ଧୁଗଣ "Introduction to KTurtle" ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ  
 
| ନମସ୍କାର ବନ୍ଧୁଗଣ "Introduction to KTurtle" ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ  
 +
 
|-
 
|-
 
|00:07
 
|00:07
Line 19: Line 21:
 
|-
 
|-
 
|00:19
 
|00:19
| ଏଡିଟର୍‍  
+
| ଏଡିଟର୍‍ ,କାନଭାସ୍‍  
 
+
|-
+
|00:20
+
| କାନଭାସ୍‍  
+
  
 
|-
 
|-
 
|00:21
 
|00:21
| ମେନୁ ବାର୍‍  
+
| ମେନୁ ବାର୍‍ ,ଟୁଲ୍‍ ବାର୍‍  
 
+
|-
+
|00:22
+
| ଟୁଲ୍‍ ବାର୍‍  
+
  
 
|-
 
|-
Line 68: Line 62:
 
|00:59
 
|00:59
 
| କେଟର୍ଟଲ୍‍ ନିମ୍ନଲିଙ୍କରେ ଡାଉନଲୋଡ୍‍ ପାଇଁ ଉପଲବ୍ଧା '''http://edu.kde.org/kturtle/'''  
 
| କେଟର୍ଟଲ୍‍ ନିମ୍ନଲିଙ୍କରେ ଡାଉନଲୋଡ୍‍ ପାଇଁ ଉପଲବ୍ଧା '''http://edu.kde.org/kturtle/'''  
 +
 
|-
 
|-
 
|01:12
 
|01:12
Line 85: Line 80:
  
 
|-
 
|-
|01.31
+
|01:31
 
| ଆମେ ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ବ୍ୟବହାର କରି କେଟର୍ଟଲ୍‍ ଇନଷ୍ଟଲ୍‍ କରିପାରିବା
 
| ଆମେ ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ବ୍ୟବହାର କରି କେଟର୍ଟଲ୍‍ ଇନଷ୍ଟଲ୍‍ କରିପାରିବା
  
Line 91: Line 86:
 
|01:36
 
|01:36
 
| ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ଉପରେ ଅଧିକ ସୂଚନା ପାଇଁ  
 
| ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ଉପରେ ଅଧିକ ସୂଚନା ପାଇଁ  
'''
+
 
 
|-
 
|-
 
|01:40
 
|01:40
Line 174: Line 169:
 
|-
 
|-
 
|03:10
 
|03:10
କିମ୍ୱା କିଛି କୋଡ୍‍ କପୀ/ପେଷ୍ଟ କରିବା ହେଉଛି ଅନ୍ୟ ଏକ ମାର୍ଗ  
+
| କିମ୍ୱା କିଛି କୋଡ୍‍ କପୀ/ପେଷ୍ଟ କରିବା ହେଉଛି ଅନ୍ୟ ଏକ ମାର୍ଗ  
  
 
|-
 
|-
 
|03:13
 
|03:13
 
| ଉଦାହରଣସ୍ୱରୂପ,  ଅନ୍ୟ କେଟର୍ଟଲ୍‍ ଫାଇଲ୍ସରୁ
 
| ଉଦାହରଣସ୍ୱରୂପ,  ଅନ୍ୟ କେଟର୍ଟଲ୍‍ ଫାଇଲ୍ସରୁ
 +
 
|-
 
|-
 
|03:18
 
|03:18
Line 186: Line 182:
 
|03:24
 
|03:24
 
| ଏଡିଟରରୁ ଯେଉଁ କମାଣ୍ଡ ପାଇବ, କାନଭାସ୍‍ ଉପରେ ଟର୍ଟଲ୍‍ ତଦନୁସାରେ ଆଙ୍କିବ  
 
| ଏଡିଟରରୁ ଯେଉଁ କମାଣ୍ଡ ପାଇବ, କାନଭାସ୍‍ ଉପରେ ଟର୍ଟଲ୍‍ ତଦନୁସାରେ ଆଙ୍କିବ  
 +
 
|-
 
|-
 
|03:32
 
|03:32
Line 204: Line 201:
 
|-
 
|-
 
|03:48
 
|03:48
| Slow,
+
| Slow,Slower,  
 
+
|-
+
|03:49
+
| Slower,  
+
  
 
|-
 
|-
 
|03:51
 
|03:51
| Slowest ଓ  
+
| Slowest ଓ,Step-by-Step  
 
+
|-
+
|03:52
+
| Step-by-Step  
+
  
 
|-
 
|-
 
|03:55
 
|03:55
 
| Abort ଓ Pause ଅପ୍ସନ୍ସ, କ୍ରମାନ୍ୱୟରେ Executionsକୁ ବନ୍ଦ ଓ ବିରାମ କରିଥାଏ
 
| Abort ଓ Pause ଅପ୍ସନ୍ସ, କ୍ରମାନ୍ୱୟରେ Executionsକୁ ବନ୍ଦ ଓ ବିରାମ କରିଥାଏ
 +
 
|-
 
|-
 
|04:03
 
|04:03
Line 228: Line 218:
 
|04:06
 
|04:06
 
| ଟର୍ଟଲ୍‍, କାନଭାସରେ ଏକ "ଫୁଲ" ଆଙ୍କିଲା
 
| ଟର୍ଟଲ୍‍, କାନଭାସରେ ଏକ "ଫୁଲ" ଆଙ୍କିଲା
 +
 
|-
 
|-
 
|04:11
 
|04:11
Line 255: Line 246:
 
|04:32
 
|04:32
 
| ଏହା, ସ୍କ୍ରୀନ୍‍ ରେ ଥିବା ଗୋଟିଏ ପୋଜିଶନକୁ ସିଧାସଳଖ ଡେଇଁପାରେ  
 
| ଏହା, ସ୍କ୍ରୀନ୍‍ ରେ ଥିବା ଗୋଟିଏ ପୋଜିଶନକୁ ସିଧାସଳଖ ଡେଇଁପାରେ  
 +
 
|-
 
|-
 
|04:38
 
|04:38
 
| ମୁଁ ଯଦି ଟେକ୍ସଟକୁ ଯୁମ୍‍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ମୁଁ ଯଦି ଟେକ୍ସଟକୁ ଯୁମ୍‍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|04:44
 
|04:44
Line 293: Line 286:
 
|05:15
 
|05:15
 
| Turn Right 120  
 
| Turn Right 120  
 +
 
|-
 
|-
 
|05:18
 
|05:18
Line 308: Line 302:
 
|05:31
 
|05:31
 
| ଯାହା,କୋଡ୍‍ ର ବଡ଼ ବ୍ଲକ୍ସକୁ ପଢ଼ିବାରେ ସହଜ କରିଥାଏ
 
| ଯାହା,କୋଡ୍‍ ର ବଡ଼ ବ୍ଲକ୍ସକୁ ପଢ଼ିବାରେ ସହଜ କରିଥାଏ
 +
 
|-
 
|-
 
|05:36
 
|05:36
 
| ମୁଁ ଏବେ କୋଡ୍‍ ବୁଝାଇବି  
 
| ମୁଁ ଏବେ କୋଡ୍‍ ବୁଝାଇବି  
 +
 
|-
 
|-
 
|05:38
 
|05:38
Line 326: Line 322:
 
|05:56
 
|05:56
 
| ଦେଖନ୍ତୁ, ଏକ ତ୍ରିଭୁଜ ଆଙ୍କିବା ପାଇଁ ଏହି ଦୁଇ କମାଣ୍ଡକୁ ତିନିଥର ପୁନରାବୃତ୍ତି କରାଯାଇଛି  
 
| ଦେଖନ୍ତୁ, ଏକ ତ୍ରିଭୁଜ ଆଙ୍କିବା ପାଇଁ ଏହି ଦୁଇ କମାଣ୍ଡକୁ ତିନିଥର ପୁନରାବୃତ୍ତି କରାଯାଇଛି  
 +
 
|-
 
|-
 
|06:03
 
|06:03
Line 337: Line 334:
 
|06:16
 
|06:16
 
| ଏଠାରେ ତ୍ରିଭୁଜ ଆଙ୍କି ହୋଗଲା
 
| ଏଠାରେ ତ୍ରିଭୁଜ ଆଙ୍କି ହୋଗଲା
 +
 
|-
 
|-
 
|06:19
 
|06:19
Line 348: Line 346:
 
|06:30
 
|06:30
 
| ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍‍ କରିଦେବି
 
| ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍‍ କରିଦେବି
 +
 
|-
 
|-
 
|06:33
 
|06:33
 
| ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍‍ ଟେକ୍ସଟକୁ ଯୂମ୍‍ କରୁଛି
 
| ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍‍ ଟେକ୍ସଟକୁ ଯୂମ୍‍ କରୁଛି
 +
 
|-
 
|-
 
|06:38
 
|06:38
Line 377: Line 377:
 
|-
 
|-
 
|07:12
 
|07:12
| Repeat ସ୍ପେସ୍‍ 3, କର୍ଲୀ ବ୍ରେସେସ୍‍ ମଧ୍ୟରେ {
+
| Repeat ସ୍ପେସ୍‍ 3, କର୍ଲୀ ବ୍ରେସେସ୍‍ ମଧ୍ୟରେ  
  
 
|-
 
|-
Line 386: Line 386:
 
|07:23
 
|07:23
 
| Turn Left 120  
 
| Turn Left 120  
}
+
 
|-
 
|-
 
|07:27
 
|07:27
 
| ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
 
| ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
 +
 
|-
 
|-
 
|07:30
 
|07:30
 
| Reset କମାଣ୍ଡ, ଟର୍ଟଲ୍‍ କୁ ତାହାର ଡିଫଲ୍ଟ ପୋଜିଶନ୍‍ ରେ ସେଟ୍‍ କରେ
 
| Reset କମାଣ୍ଡ, ଟର୍ଟଲ୍‍ କୁ ତାହାର ଡିଫଲ୍ଟ ପୋଜିଶନ୍‍ ରେ ସେଟ୍‍ କରେ
 +
 
|-
 
|-
 
|07:34
 
|07:34
 
| Canvas Size 200, 200, କାନଭାସର ଓସାର ଓ ଉଚ୍ଚତାକୁ 200 ପିକ୍ସେଲରେ ସେଟ୍‍ କରେ
 
| Canvas Size 200, 200, କାନଭାସର ଓସାର ଓ ଉଚ୍ଚତାକୁ 200 ପିକ୍ସେଲରେ ସେଟ୍‍ କରେ
 +
 
|-
 
|-
 
|07:42
 
|07:42
Line 403: Line 406:
 
|07:48
 
|07:48
 
| 0,255,0 ହେଉଛି ଏକ RGB କମ୍ୱିନେଶନ୍‍, ଯେଉଁଠାରେ କେବଳ ସବୁଜର ମୂଲ୍ୟ 255 ସେଟ୍‍ ହୋଇଛି ଓ ଅନ୍ୟଗୁଡ଼ିକ 0ରେ  
 
| 0,255,0 ହେଉଛି ଏକ RGB କମ୍ୱିନେଶନ୍‍, ଯେଉଁଠାରେ କେବଳ ସବୁଜର ମୂଲ୍ୟ 255 ସେଟ୍‍ ହୋଇଛି ଓ ଅନ୍ୟଗୁଡ଼ିକ 0ରେ  
 +
 
|-
 
|-
 
|08:03
 
|08:03
 
| ଏହା କାନଭାସକୁ ସବୁଜ ରଙ୍ଗ କରିଥାଏ  
 
| ଏହା କାନଭାସକୁ ସବୁଜ ରଙ୍ଗ କରିଥାଏ  
 +
 
|-
 
|-
 
|08:07
 
|08:07
Line 413: Line 418:
 
|08:14
 
|08:14
 
| RGB କମ୍ୱିନେଶନ୍‍ ଯେଉଁଠାରେ ନୀଳର ମୂଲ୍ୟକୁ 255ରେ ସେଟ୍‍ କରାଯାଇଛି  
 
| RGB କମ୍ୱିନେଶନ୍‍ ଯେଉଁଠାରେ ନୀଳର ମୂଲ୍ୟକୁ 255ରେ ସେଟ୍‍ କରାଯାଇଛି  
 +
 
|-
 
|-
 
|08:20
 
|08:20
 
| Pen Width 2, ପେନ୍‍ ର ଓସାରକୁ 2 ପିକ୍ସେଲ୍‍ ରେ ସେଟ୍‍ କରେ  
 
| Pen Width 2, ପେନ୍‍ ର ଓସାରକୁ 2 ପିକ୍ସେଲ୍‍ ରେ ସେଟ୍‍ କରେ  
 +
 
|-
 
|-
 
|08:27
 
|08:27
Line 423: Line 430:
 
|08:33
 
|08:33
 
| ଏହା କର୍ଲୀ ବ୍ରାକେଟ୍‍ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର କମାଣ୍ଡଗୁଡ଼ିକୁ ରିପିଟ୍‍ କରିଥାଏ   
 
| ଏହା କର୍ଲୀ ବ୍ରାକେଟ୍‍ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର କମାଣ୍ଡଗୁଡ଼ିକୁ ରିପିଟ୍‍ କରିଥାଏ   
 +
 
|-
 
|-
 
|08:39
 
|08:39
Line 438: Line 446:
 
|08:59
 
|08:59
 
| ତ୍ରିଭୁଜର 3 ପାର୍ଶ୍ୱ ଆଙ୍କି ହୋଇଗଲା  
 
| ତ୍ରିଭୁଜର 3 ପାର୍ଶ୍ୱ ଆଙ୍କି ହୋଇଗଲା  
 +
 
|-
 
|-
 
|09:02
 
|09:02
Line 449: Line 458:
 
|09:09
 
|09:09
 
| କାନଭାସ ରଙ୍ଗ ସବୁଜ ହୋଇଯାଏ ଏବଂ ଟର୍ଟଲ୍‍ ଏକ ତ୍ରିଭୁଜ ଆଙ୍କେ
 
| କାନଭାସ ରଙ୍ଗ ସବୁଜ ହୋଇଯାଏ ଏବଂ ଟର୍ଟଲ୍‍ ଏକ ତ୍ରିଭୁଜ ଆଙ୍କେ
 +
 
|-
 
|-
 
|09:20
 
|09:20
Line 480: Line 490:
 
|09:57
 
|09:57
 
| ସଂ‍କ୍ଷେପରେ
 
| ସଂ‍କ୍ଷେପରେ
 +
 
|-
 
|-
 
|09:59
 
|09:59
Line 499: Line 510:
 
|10:13
 
|10:13
 
| ଏକ ତ୍ରିଭୁଜ ଆଙ୍କିବା
 
| ଏକ ତ୍ରିଭୁଜ ଆଙ୍କିବା
 +
 
|-
 
|-
 
|10:15
 
|10:15
Line 509: Line 521:
 
|-
 
|-
 
|10:26
 
|10:26
| * ନିଜ ପସନ୍ଦର ବ୍ୟାକଗ୍ରାଉଣ୍ଡ ରଙ୍ଗ, ପେନ୍‍ ଓସାର ଓ ପେନ୍‍ ରଙ୍ଗ ସେଟ୍‍ କରନ୍ତୁ  
+
| ନିଜ ପସନ୍ଦର ବ୍ୟାକଗ୍ରାଉଣ୍ଡ ରଙ୍ଗ, ପେନ୍‍ ଓସାର ଓ ପେନ୍‍ ରଙ୍ଗ ସେଟ୍‍ କରନ୍ତୁ  
  
 
|-
 
|-
 
|10:32
 
|10:32
 
| RGB କମ୍ୱିନେଶନ୍‍ ରେ ମୂଲ୍ୟ ପରିବର୍ତ୍ତନ କରନ୍ତୁ
 
| RGB କମ୍ୱିନେଶନ୍‍ ରେ ମୂଲ୍ୟ ପରିବର୍ତ୍ତନ କରନ୍ତୁ
 +
 
|-
 
|-
 
|10:37
 
|10:37
Line 525: Line 538:
 
|10:44
 
|10:44
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|10:48
 
|10:48
Line 540: Line 554:
 
|10:56
 
|10:56
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ  
 +
 
|-
 
|-
 
|11:03
 
|11:03
Line 558: Line 573:
 
|-
 
|-
 
|11:24
 
|11:24
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|}
|-
+

Latest revision as of 09:46, 10 April 2017

Time Narration
00:01 ନମସ୍କାର ବନ୍ଧୁଗଣ "Introduction to KTurtle" ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ, ମୁଁ ଆପଣଙ୍କୁ "କେଟର୍ଟଲ୍‍" ଆରମ୍ଭ କରିବା ବିଷୟରେ କହିବି
00:14 ଏହି ଟ୍ୟୁଟୋରିଆଲ୍‍ ରେ ଆପଣ ନିମ୍ନଲିଖିତ ଶିଖିବେ,
00:17 କେଟର୍ଟଲ୍‍ ୱିଣ୍ଡୋ
00:19 ଏଡିଟର୍‍ ,କାନଭାସ୍‍
00:21 ମେନୁ ବାର୍‍ ,ଟୁଲ୍‍ ବାର୍‍
00:24 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
00:26 "ଟର୍ଟଲ୍‍" ଘୁଞ୍ଚାଇବା
00:28 ରେଖା ଆଙ୍କିବା ଓ ଦିଗ ପରିବର୍ତ୍ତନ କରିବା
00:32 ଏକ ତ୍ରିଭୁଜ ଆଙ୍କିବା
00:34 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍‍ 12.04 ଓ କେଟର୍ଟଲ୍‍ ଭର୍ସନ୍‍ 0.8.1 ବିଟା ବ୍ୟବହାର କରୁଛି.
00:47 କେଟର୍ଟଲ୍‍ କ’ଣ?
00:49 କେଟର୍ଟଲ୍‍ ହେଉଛି, ବେସିକ୍‍ ପ୍ରୋଗ୍ରାମିଙ୍ଗ୍‍ ଶିଖିବା ପାଇଁ ଏକ ଫ୍ରୀ ଟୂଲ୍‍
00:53 କମ୍ପ୍ୟୁଟର୍‍ ସହାୟତାରେ ଇଣ୍ଟରାକ୍ଟିଭ୍‍ ଶି‍କ୍ଷା ପାଇଁ ଏହା ଉପଯୋଗୀ
00:59 କେଟର୍ଟଲ୍‍ ନିମ୍ନଲିଙ୍କରେ ଡାଉନଲୋଡ୍‍ ପାଇଁ ଉପଲବ୍ଧା http://edu.kde.org/kturtle/
01:12 କେଟର୍ଟଲ୍‍, ପ୍ରୋଗ୍ରାମିଙ୍ଗକୁ ସହଜ ଓ ସୁଗମ କରିଥାଏ
01:18 ଏହା ପିଲାମାନଙ୍କୁ ଗଣିତର ମୌଳିକ ଶିଖାଇଥାଏ
01:22 ପ୍ରୋଗ୍ରାମରଙ୍କ ମାତୃଭାଷାକୁ କମାଣ୍ଡ ଅନୁବାଦ କରିଥାଏ
01:27 କମାଣ୍ଡଗୁଡ଼ିକୁ ଦୃଶ୍ୟରେ ବଦଳାଇଥାଏ
01:31 ଆମେ ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ବ୍ୟବହାର କରି କେଟର୍ଟଲ୍‍ ଇନଷ୍ଟଲ୍‍ କରିପାରିବା
01:36 ସିନାପ୍ଟିକ୍‍ ପ୍ୟାକେଜ୍‍ ମ୍ୟାନେଜର୍‍ ଉପରେ ଅଧିକ ସୂଚନା ପାଇଁ
01:40 ଦୟାକରି ଆମ ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ (http://spoken-tutorial.org)
01:46 ନୂଆ କେଟର୍ଟଲ୍‍ ଆପ୍ଲିକେଶନ୍‍ ଖୋଲନ୍ତୁ
01:50 ଡାଶ୍‍ ହୋମ୍‍ ରେ କ୍ଲିକ୍‍ କରନ୍ତୁ
01:52 ସର୍ଚ ବାର୍‍ ରେ KTurtle ଟାଇପ୍‍ କରି
01:55 KTurtle ଆଇକନ୍‍ ଉପରେ କ୍ଲିକ୍‍ କରନ୍ତୁ
01:59 ଏକ କେଟର୍ଟଲ୍‍ ୱିଣ୍ଡୋ ଏହିପରି ଦେଖାଯାଏ
02:02 ଏହା ହେଉଛି ମେନୁ ବାର୍‍
02:04 ଉପରେ ଥିବା ମେନୁ ବାର୍‍ ରେ,
02:06 ଆପଣ ମେନୁ ଆଇଟମ୍ସ ପାଇପାରିବେ, ଯେପରି
02:08 File, Edit, Canvas, Run, Tools, Settings ଓ help ଅପ୍ସନ୍ସ
02:17 ଟୂଲ୍‍ ବାର୍‍ ରେ, ବ୍ୟବହୃତ ଅଧିକାଂଶ ଆକ୍ସନ୍ସ ପାଇପାରିବେ
02:23 ବାମ ପଟେ Editor ଅଛି, ଯେଉଁଠାରେ ଆପଣ Turtle Script କମାଣ୍ଡ ଟାଇପ୍‍ କରିପାରିବେ
02:30 ଏଡିଟରର ଅଧିକାଂଶ ଫଙ୍କଶନ୍‍, File ଓ Edit ମେନୁରେ ମିଳେ
02:37 ଏଡିଟରରେ କୋଡ୍‍ ଏଣ୍ଟର୍‍ କରିବା ପାଇଁ ବିଭିନ୍ନ ମାର୍ଗ ଅଛି
02:42 ଏକ ଉଦାହରଣ ବ୍ୟବହାର କରିବା ହେଉଛି ସହଜ ମାର୍ଗ
02:46 File ମେନୁକୁ ଯାଇ Examples ସିଲେକ୍ଟ କରନ୍ତୁ
02:50 ଏଠାରେ ମୁଁ ଏକ Flower ସିଲେକ୍ଟ କରିବି
02:53 ଚୟନିତ ଉଦାହରଣର କୋଡ୍‍, ଏଡିଟରରେ ଖୋଲିବ
02:58 କୋଡ୍‍ ରନ୍‍ କରିବାକୁ, ମେନୁ ବାର୍‍ କିମ୍ୱା ଟୂଲ୍‍ ବାର୍‍ ରୁ Run ବଟନ୍‍ ଉପରେ କ୍ଲିକ୍‍ କରନ୍ତୁ
03:04 ଏଡିଟରରେ ନିଜସ୍ୱ କୋଡ୍‍ ସିଧାସଳଖ ଟାଇପ୍‍ କରିବା
03:10 କିମ୍ୱା କିଛି କୋଡ୍‍ କପୀ/ପେଷ୍ଟ କରିବା ହେଉଛି ଅନ୍ୟ ଏକ ମାର୍ଗ
03:13 ଉଦାହରଣସ୍ୱରୂପ, ଅନ୍ୟ କେଟର୍ଟଲ୍‍ ଫାଇଲ୍ସରୁ
03:18 କାନଭାସ୍‍ ଡାହାଣପଟେ ଅଛି, ଯେଉଁଠାରେ ଟର୍ଟଲ୍‍ ଡ୍ରଇଙ୍ଗ୍‍ ତିଆରି କରେ
03:24 ଏଡିଟରରୁ ଯେଉଁ କମାଣ୍ଡ ପାଇବ, କାନଭାସ୍‍ ଉପରେ ଟର୍ଟଲ୍‍ ତଦନୁସାରେ ଆଙ୍କିବ
03:32 ଟୂଲ୍‍ ବାର୍‍ ରେ ଥିବା Run ଅପ୍ସନ୍‍, ଏଡିଟରରେ କମାଣ୍ଡଗୁଡ଼ିକର Execution ଆରମ୍ଭ କରିବ
03:39 ଏହା, Execution Speedsର ଏକ ତାଲିକା ପ୍ରସ୍ତୁତ କରିବ
03:43 Full speed(No highlighting and inspector),
03:46 Full speed,
03:48 Slow,Slower,
03:51 Slowest ଓ,Step-by-Step
03:55 Abort ଓ Pause ଅପ୍ସନ୍ସ, କ୍ରମାନ୍ୱୟରେ Executionsକୁ ବନ୍ଦ ଓ ବିରାମ କରିଥାଏ
04:03 ଏବେ ଏହି କୋଡ୍‍ କୁ Run କରନ୍ତୁ
04:06 ଟର୍ଟଲ୍‍, କାନଭାସରେ ଏକ "ଫୁଲ" ଆଙ୍କିଲା
04:11 ଯେତେବେଳେ ଆପଣ ଏକ ନୂଆ ଟର୍ଟଲ୍‍ ଆପ୍ଲିକେଶନ୍‍ ଖୋଲନ୍ତି
04:15 ଡିଫଲ୍ଟ ଭାବରେ ଟର୍ଟଲ୍‍ କାନଭାସ୍‍ ମଝିରେ ଥାଏ
04:19 ଏବେ ଟର୍ଟଲ୍‍ କୁ ଚଲାନ୍ତୁ
04:22 ଟର୍ଟଲ୍‍ ତିନି ପ୍ରକାର ଚାଲିପାରେ:
04:25 ଏହା ପଛକୁ ଚାଲିପାରେ
04:29 ଏହା ଡାହାଣ କିମ୍ୱା ବାମକୁ ଚାଲିପାରେ
04:32 ଏହା, ସ୍କ୍ରୀନ୍‍ ରେ ଥିବା ଗୋଟିଏ ପୋଜିଶନକୁ ସିଧାସଳଖ ଡେଇଁପାରେ
04:38 ମୁଁ ଯଦି ଟେକ୍ସଟକୁ ଯୁମ୍‍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
04:44 ଏକ ସରଳ ଉଦାହରଣ ଦେଖିବା
04:48 ଆପଣଙ୍କ ଏଡିଟରରେ ନିମ୍ନ କମାଣ୍ଡଗୁଡ଼ିକ ଟାଇପ୍‍ କରନ୍ତୁ:
04:52 Reset
04:55 Forward 100
04:58 Turn Right 120
05:02 Forward 100
05:07 Turn Right 120
05:11 Forward 100
05:15 Turn Right 120
05:18 ଦେଖନ୍ତୁ, ଆମେ ଟାଇପ୍‍ କରିବା ଅନୁସାରେ କୋଡ୍‍ ର ରଙ୍ଗ ବଦଳୁଛି
05:23 ଏହି ଫିଚର୍‍ କୁ Highlighting କୁହାଯାଏ
05:26 ବିଭିନ୍ନ ପ୍ରକାରର କମାଣ୍ଡ ଭିନ୍ନ ଭିନ୍ନ ପ୍ରକାରରେ ହାଇଲାଇଟ୍‍ ହୋଇଛି
05:31 ଯାହା,କୋଡ୍‍ ର ବଡ଼ ବ୍ଲକ୍ସକୁ ପଢ଼ିବାରେ ସହଜ କରିଥାଏ
05:36 ମୁଁ ଏବେ କୋଡ୍‍ ବୁଝାଇବି
05:38 Reset କମାଣ୍ଡ, ଟର୍ଟଲ୍‍ କୁ ଡିଫଲ୍ଟ ପୋଜିଶନ୍‍ କୁ ସେଟ୍‍ କରେ
05:42 Forward 100 କମାଣ୍ଡ ଟର୍ଟଲ୍‍ କୁ 100 ପିକ୍ସେଲ୍ସ ଦ୍ୱାରା ଆଗକୁ ଘୁଞ୍ଚାଏ
05:49 Turn Right 120 କମାଣ୍ଡ ଟର୍ଟଲ୍‍ କୁ, ବାମପଟକୁ 120 ଡିଗ୍ରୀ ବୁଲାଏ
05:56 ଦେଖନ୍ତୁ, ଏକ ତ୍ରିଭୁଜ ଆଙ୍କିବା ପାଇଁ ଏହି ଦୁଇ କମାଣ୍ଡକୁ ତିନିଥର ପୁନରାବୃତ୍ତି କରାଯାଇଛି
06:03 ଏବେ କୋଡ୍‍ Execute କରନ୍ତୁ
06:06 ମୁଁ Slow Stepର ଚୟନ କରିବି, ଯେଉଁଥିରୁ କମାଣ୍ଡଗୁଡ଼ିକ Execute ହେବାବେଳେ ଆମେ ବୁଝିପାରିବା
06:16 ଏଠାରେ ତ୍ରିଭୁଜ ଆଙ୍କି ହୋଗଲା
06:19 ଚାଲନ୍ତୁ ଆଉ ଏକ ଉଦାହରଣ ଦେଖିବା ଓ ନିଜର କାନଭାସକୁ କିପରି ସୁନ୍ଦର କରିବା, ତାହା ମଧ୍ୟ ଶିଖିବା
06:26 Repeat କମାଣ୍ଡ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
06:30 ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍‍ କରିଦେବି
06:33 ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍‍ ଟେକ୍ସଟକୁ ଯୂମ୍‍ କରୁଛି
06:38 ଆପଣଙ୍କ ଏଡିଟରରେ ନିମ୍ନ କମାଣ୍ଡ ଟାଇପ୍‍ କରନ୍ତୁ
06:41 Reset
06:44 Canvas Size ସ୍ପେସ୍‍ 200, 200
06:51 Canvas Color ସ୍ପେସ୍‍ ୦,୨୫୫,୦
07:00 Pen Color ସ୍ପେସ୍‍ 0,0,255
07:08 Pen Width ସ୍ପେସ୍‍ 2
07:12 Repeat ସ୍ପେସ୍‍ 3, କର୍ଲୀ ବ୍ରେସେସ୍‍ ମଧ୍ୟରେ
07:19 Forward 100
07:23 Turn Left 120
07:27 ମୁଁ ଏବେ କୋଡ୍‍ ବର୍ଣ୍ଣନା କରୁଛି
07:30 Reset କମାଣ୍ଡ, ଟର୍ଟଲ୍‍ କୁ ତାହାର ଡିଫଲ୍ଟ ପୋଜିଶନ୍‍ ରେ ସେଟ୍‍ କରେ
07:34 Canvas Size 200, 200, କାନଭାସର ଓସାର ଓ ଉଚ୍ଚତାକୁ 200 ପିକ୍ସେଲରେ ସେଟ୍‍ କରେ
07:42 Canvas Color 0,255,0 କାନଭାସକୁ ସବୁଜ କରେ
07:48 0,255,0 ହେଉଛି ଏକ RGB କମ୍ୱିନେଶନ୍‍, ଯେଉଁଠାରେ କେବଳ ସବୁଜର ମୂଲ୍ୟ 255 ସେଟ୍‍ ହୋଇଛି ଓ ଅନ୍ୟଗୁଡ଼ିକ 0ରେ
08:03 ଏହା କାନଭାସକୁ ସବୁଜ ରଙ୍ଗ କରିଥାଏ
08:07 Pen Color 0,0,255 ପେନ୍‍ ର ରଙ୍ଗକୁ ନୀଳରେ ସେଟ୍‍ କରେ
08:14 RGB କମ୍ୱିନେଶନ୍‍ ଯେଉଁଠାରେ ନୀଳର ମୂଲ୍ୟକୁ 255ରେ ସେଟ୍‍ କରାଯାଇଛି
08:20 Pen Width 2, ପେନ୍‍ ର ଓସାରକୁ 2 ପିକ୍ସେଲ୍‍ ରେ ସେଟ୍‍ କରେ
08:27 Repeat କମାଣ୍ଡ ପରେ ଏକ ସଂଖ୍ୟା ଓ କର୍ଲୀ ବ୍ରାକେଟ୍‍ ମଧ୍ୟରେ କମାଣ୍ଡଗୁଡ଼ିକର ଏକ ତାଲିକା ଥାଏ
08:33 ଏହା କର୍ଲୀ ବ୍ରାକେଟ୍‍ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର କମାଣ୍ଡଗୁଡ଼ିକୁ ରିପିଟ୍‍ କରିଥାଏ
08:39 ଏଠାରେ କର୍ଲୀ ବ୍ରାକେଟ୍‍ ମଧ୍ୟରେ Forward 100 ଓ Turn Left 120 କମାଣ୍ଡଗୁଡ଼ିକ ଅଛି
08:47 Repeat କମାଣ୍ଡ 3 ପରେ ଅଛି, କାରଣ ଗୋଟିଏ ତ୍ରିଭୁଜରେ 3ଟି ପାର୍ଶ୍ୱ ଥାଏ
08:54 ଏହିସବୁ କମାଣ୍ଡ, ଏକ Loopରେ 3ଥର ଚାଲେ
08:59 ତ୍ରିଭୁଜର 3 ପାର୍ଶ୍ୱ ଆଙ୍କି ହୋଇଗଲା
09:02 ଏବେ ଏହି କୋଡ୍‍ କୁ Run କରନ୍ତୁ
09:05 ପ୍ରୋଗ୍ରାମର Execution ପାଇଁ ମୁଁ Slow ସିଲେକ୍ଟ କରିବି
09:09 କାନଭାସ ରଙ୍ଗ ସବୁଜ ହୋଇଯାଏ ଏବଂ ଟର୍ଟଲ୍‍ ଏକ ତ୍ରିଭୁଜ ଆଙ୍କେ
09:20 ଏବେ ଫାଇଲ୍‍ ସେଭ୍‍ କରନ୍ତୁ
09:23 File ମେନୁ > Save As ସିଲେକ୍ଟ କରନ୍ତୁ
09:27 Save As ଡାୟଲଗ୍‍ ବକ୍ସ ଖୋଲିଲା
09:30 ଫାଇଲ୍‍ ସେଭ୍‍ କରିବା ପାଇଁ ମୁଁ Document ଫୋଲ୍ଡର୍‍ ସିଲେକ୍ଟ କରିବି
09:34 ମୁଁ ଫାଇଲ୍‍ ନାମ ଭାବେ Triangle ଦେଇ Save ବଟନ୍‍ ଉପରେ କ୍ଲିକ୍‍ କରିବି
09:41 ଦେଖନ୍ତୁ, ଫାଇଲର ନାମ Top Panelରେ ଦେଖାଦେଉଛି ଏବଂ ଏହା, ଅନ୍ୟ ସମସ୍ତ ଟର୍ଟଲ୍‍ ଫାଇଲଗୁଡ଼ିକ ପରି "ଡଟ୍‍ ଟର୍ଟଲ୍‍" ଭାବରେ ସେଭ୍‍ ହୁଏ
09:53 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:57 ସଂ‍କ୍ଷେପରେ
09:59 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:02 କେଟର୍ଟଲ୍‍ ର ଏଡିଟର୍‍, କାନଭାସ, ମେନୁବାର୍‍ ଓ ଟୂଲ୍‍ ବାର୍‍
10:07 ଟର୍ଟଲ୍‍ କୁ ଘୁଞ୍ଚାଇବା
10:09 ରେଖା ଆଙ୍କିବା ଓ ଦିଗ ପରିବର୍ତ୍ତନ କରିବା
10:13 ଏକ ତ୍ରିଭୁଜ ଆଙ୍କିବା
10:15 ଏକ ଆସାଇନମେଣ୍ଟ ଭାବେ, କମାଣ୍ଡଗୁଡ଼ିକ ବ୍ୟବହାର କରି ଏକ ବର୍ଗକ୍ଷେୁତ୍ର ଆଙ୍କନ୍ତୁ
10:21 Forward, Backward, Turn Left, Turn Right ଓ Repeat
10:26 ନିଜ ପସନ୍ଦର ବ୍ୟାକଗ୍ରାଉଣ୍ଡ ରଙ୍ଗ, ପେନ୍‍ ଓସାର ଓ ପେନ୍‍ ରଙ୍ଗ ସେଟ୍‍ କରନ୍ତୁ
10:32 RGB କମ୍ୱିନେଶନ୍‍ ରେ ମୂଲ୍ୟ ପରିବର୍ତ୍ତନ କରନ୍ତୁ
10:37 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
10:40 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:44 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:50 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:53 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:56 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:03 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:08 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:15 ଏହି ମିଶନ୍‍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧi
11:20 ଆଇଆଇଟି ବମ୍ୱେ ତରଫରୁ
11:24 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep