KTurtle/C2/Introduction-to-KTurtle/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର ବନ୍ଧୁଗଣ "Introduction to KTurtle" ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ, ମୁଁ ଆପଣଙ୍କୁ "କେଟର୍ଟଲ୍" ଆରମ୍ଭ କରିବା ବିଷୟରେ କହିବି |
00:14 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ, |
00:17 | କେଟର୍ଟଲ୍ ୱିଣ୍ଡୋ |
00:19 | ଏଡିଟର୍ ,କାନଭାସ୍ |
00:21 | ମେନୁ ବାର୍ ,ଟୁଲ୍ ବାର୍ |
00:24 | ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା |
00:26 | "ଟର୍ଟଲ୍" ଘୁଞ୍ଚାଇବା |
00:28 | ରେଖା ଆଙ୍କିବା ଓ ଦିଗ ପରିବର୍ତ୍ତନ କରିବା |
00:32 | ଏକ ତ୍ରିଭୁଜ ଆଙ୍କିବା |
00:34 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି. |
00:47 | କେଟର୍ଟଲ୍ କ’ଣ? |
00:49 | କେଟର୍ଟଲ୍ ହେଉଛି, ବେସିକ୍ ପ୍ରୋଗ୍ରାମିଙ୍ଗ୍ ଶିଖିବା ପାଇଁ ଏକ ଫ୍ରୀ ଟୂଲ୍ |
00:53 | କମ୍ପ୍ୟୁଟର୍ ସହାୟତାରେ ଇଣ୍ଟରାକ୍ଟିଭ୍ ଶିକ୍ଷା ପାଇଁ ଏହା ଉପଯୋଗୀ |
00:59 | କେଟର୍ଟଲ୍ ନିମ୍ନଲିଙ୍କରେ ଡାଉନଲୋଡ୍ ପାଇଁ ଉପଲବ୍ଧା http://edu.kde.org/kturtle/ |
01:12 | କେଟର୍ଟଲ୍, ପ୍ରୋଗ୍ରାମିଙ୍ଗକୁ ସହଜ ଓ ସୁଗମ କରିଥାଏ |
01:18 | ଏହା ପିଲାମାନଙ୍କୁ ଗଣିତର ମୌଳିକ ଶିଖାଇଥାଏ |
01:22 | ପ୍ରୋଗ୍ରାମରଙ୍କ ମାତୃଭାଷାକୁ କମାଣ୍ଡ ଅନୁବାଦ କରିଥାଏ |
01:27 | କମାଣ୍ଡଗୁଡ଼ିକୁ ଦୃଶ୍ୟରେ ବଦଳାଇଥାଏ |
01:31 | ଆମେ ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି କେଟର୍ଟଲ୍ ଇନଷ୍ଟଲ୍ କରିପାରିବା |
01:36 | ସିନାପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ସୂଚନା ପାଇଁ |
01:40 | ଦୟାକରି ଆମ ୱେବସାଇଟରେ ଥିବା ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସ ଦେଖନ୍ତୁ (http://spoken-tutorial.org) |
01:46 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
01:50 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ |
01:52 | ସର୍ଚ ବାର୍ ରେ KTurtle ଟାଇପ୍ କରି |
01:55 | KTurtle ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:59 | ଏକ କେଟର୍ଟଲ୍ ୱିଣ୍ଡୋ ଏହିପରି ଦେଖାଯାଏ |
02:02 | ଏହା ହେଉଛି ମେନୁ ବାର୍ |
02:04 | ଉପରେ ଥିବା ମେନୁ ବାର୍ ରେ, |
02:06 | ଆପଣ ମେନୁ ଆଇଟମ୍ସ ପାଇପାରିବେ, ଯେପରି |
02:08 | File, Edit, Canvas, Run, Tools, Settings ଓ help ଅପ୍ସନ୍ସ |
02:17 | ଟୂଲ୍ ବାର୍ ରେ, ବ୍ୟବହୃତ ଅଧିକାଂଶ ଆକ୍ସନ୍ସ ପାଇପାରିବେ |
02:23 | ବାମ ପଟେ Editor ଅଛି, ଯେଉଁଠାରେ ଆପଣ Turtle Script କମାଣ୍ଡ ଟାଇପ୍ କରିପାରିବେ |
02:30 | ଏଡିଟରର ଅଧିକାଂଶ ଫଙ୍କଶନ୍, File ଓ Edit ମେନୁରେ ମିଳେ |
02:37 | ଏଡିଟରରେ କୋଡ୍ ଏଣ୍ଟର୍ କରିବା ପାଇଁ ବିଭିନ୍ନ ମାର୍ଗ ଅଛି |
02:42 | ଏକ ଉଦାହରଣ ବ୍ୟବହାର କରିବା ହେଉଛି ସହଜ ମାର୍ଗ |
02:46 | File ମେନୁକୁ ଯାଇ Examples ସିଲେକ୍ଟ କରନ୍ତୁ |
02:50 | ଏଠାରେ ମୁଁ ଏକ Flower ସିଲେକ୍ଟ କରିବି |
02:53 | ଚୟନିତ ଉଦାହରଣର କୋଡ୍, ଏଡିଟରରେ ଖୋଲିବ |
02:58 | କୋଡ୍ ରନ୍ କରିବାକୁ, ମେନୁ ବାର୍ କିମ୍ୱା ଟୂଲ୍ ବାର୍ ରୁ Run ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:04 | ଏଡିଟରରେ ନିଜସ୍ୱ କୋଡ୍ ସିଧାସଳଖ ଟାଇପ୍ କରିବା |
03:10 | କିମ୍ୱା କିଛି କୋଡ୍ କପୀ/ପେଷ୍ଟ କରିବା ହେଉଛି ଅନ୍ୟ ଏକ ମାର୍ଗ |
03:13 | ଉଦାହରଣସ୍ୱରୂପ, ଅନ୍ୟ କେଟର୍ଟଲ୍ ଫାଇଲ୍ସରୁ |
03:18 | କାନଭାସ୍ ଡାହାଣପଟେ ଅଛି, ଯେଉଁଠାରେ ଟର୍ଟଲ୍ ଡ୍ରଇଙ୍ଗ୍ ତିଆରି କରେ |
03:24 | ଏଡିଟରରୁ ଯେଉଁ କମାଣ୍ଡ ପାଇବ, କାନଭାସ୍ ଉପରେ ଟର୍ଟଲ୍ ତଦନୁସାରେ ଆଙ୍କିବ |
03:32 | ଟୂଲ୍ ବାର୍ ରେ ଥିବା Run ଅପ୍ସନ୍, ଏଡିଟରରେ କମାଣ୍ଡଗୁଡ଼ିକର Execution ଆରମ୍ଭ କରିବ |
03:39 | ଏହା, Execution Speedsର ଏକ ତାଲିକା ପ୍ରସ୍ତୁତ କରିବ |
03:43 | Full speed(No highlighting and inspector), |
03:46 | Full speed, |
03:48 | Slow,Slower, |
03:51 | Slowest ଓ,Step-by-Step |
03:55 | Abort ଓ Pause ଅପ୍ସନ୍ସ, କ୍ରମାନ୍ୱୟରେ Executionsକୁ ବନ୍ଦ ଓ ବିରାମ କରିଥାଏ |
04:03 | ଏବେ ଏହି କୋଡ୍ କୁ Run କରନ୍ତୁ |
04:06 | ଟର୍ଟଲ୍, କାନଭାସରେ ଏକ "ଫୁଲ" ଆଙ୍କିଲା |
04:11 | ଯେତେବେଳେ ଆପଣ ଏକ ନୂଆ ଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତି |
04:15 | ଡିଫଲ୍ଟ ଭାବରେ ଟର୍ଟଲ୍ କାନଭାସ୍ ମଝିରେ ଥାଏ |
04:19 | ଏବେ ଟର୍ଟଲ୍ କୁ ଚଲାନ୍ତୁ |
04:22 | ଟର୍ଟଲ୍ ତିନି ପ୍ରକାର ଚାଲିପାରେ: |
04:25 | ଏହା ପଛକୁ ଚାଲିପାରେ |
04:29 | ଏହା ଡାହାଣ କିମ୍ୱା ବାମକୁ ଚାଲିପାରେ |
04:32 | ଏହା, ସ୍କ୍ରୀନ୍ ରେ ଥିବା ଗୋଟିଏ ପୋଜିଶନକୁ ସିଧାସଳଖ ଡେଇଁପାରେ |
04:38 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
04:44 | ଏକ ସରଳ ଉଦାହରଣ ଦେଖିବା |
04:48 | ଆପଣଙ୍କ ଏଡିଟରରେ ନିମ୍ନ କମାଣ୍ଡଗୁଡ଼ିକ ଟାଇପ୍ କରନ୍ତୁ: |
04:52 | Reset |
04:55 | Forward 100 |
04:58 | Turn Right 120 |
05:02 | Forward 100 |
05:07 | Turn Right 120 |
05:11 | Forward 100 |
05:15 | Turn Right 120 |
05:18 | ଦେଖନ୍ତୁ, ଆମେ ଟାଇପ୍ କରିବା ଅନୁସାରେ କୋଡ୍ ର ରଙ୍ଗ ବଦଳୁଛି |
05:23 | ଏହି ଫିଚର୍ କୁ Highlighting କୁହାଯାଏ |
05:26 | ବିଭିନ୍ନ ପ୍ରକାରର କମାଣ୍ଡ ଭିନ୍ନ ଭିନ୍ନ ପ୍ରକାରରେ ହାଇଲାଇଟ୍ ହୋଇଛି |
05:31 | ଯାହା,କୋଡ୍ ର ବଡ଼ ବ୍ଲକ୍ସକୁ ପଢ଼ିବାରେ ସହଜ କରିଥାଏ |
05:36 | ମୁଁ ଏବେ କୋଡ୍ ବୁଝାଇବି |
05:38 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ |
05:42 | Forward 100 କମାଣ୍ଡ ଟର୍ଟଲ୍ କୁ 100 ପିକ୍ସେଲ୍ସ ଦ୍ୱାରା ଆଗକୁ ଘୁଞ୍ଚାଏ |
05:49 | Turn Right 120 କମାଣ୍ଡ ଟର୍ଟଲ୍ କୁ, ବାମପଟକୁ 120 ଡିଗ୍ରୀ ବୁଲାଏ |
05:56 | ଦେଖନ୍ତୁ, ଏକ ତ୍ରିଭୁଜ ଆଙ୍କିବା ପାଇଁ ଏହି ଦୁଇ କମାଣ୍ଡକୁ ତିନିଥର ପୁନରାବୃତ୍ତି କରାଯାଇଛି |
06:03 | ଏବେ କୋଡ୍ Execute କରନ୍ତୁ |
06:06 | ମୁଁ Slow Stepର ଚୟନ କରିବି, ଯେଉଁଥିରୁ କମାଣ୍ଡଗୁଡ଼ିକ Execute ହେବାବେଳେ ଆମେ ବୁଝିପାରିବା |
06:16 | ଏଠାରେ ତ୍ରିଭୁଜ ଆଙ୍କି ହୋଗଲା |
06:19 | ଚାଲନ୍ତୁ ଆଉ ଏକ ଉଦାହରଣ ଦେଖିବା ଓ ନିଜର କାନଭାସକୁ କିପରି ସୁନ୍ଦର କରିବା, ତାହା ମଧ୍ୟ ଶିଖିବା |
06:26 | Repeat କମାଣ୍ଡ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ |
06:30 | ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍ କରିଦେବି |
06:33 | ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରୁଛି |
06:38 | ଆପଣଙ୍କ ଏଡିଟରରେ ନିମ୍ନ କମାଣ୍ଡ ଟାଇପ୍ କରନ୍ତୁ |
06:41 | Reset |
06:44 | Canvas Size ସ୍ପେସ୍ 200, 200 |
06:51 | Canvas Color ସ୍ପେସ୍ ୦,୨୫୫,୦ |
07:00 | Pen Color ସ୍ପେସ୍ 0,0,255 |
07:08 | Pen Width ସ୍ପେସ୍ 2 |
07:12 | Repeat ସ୍ପେସ୍ 3, କର୍ଲୀ ବ୍ରେସେସ୍ ମଧ୍ୟରେ |
07:19 | Forward 100 |
07:23 | Turn Left 120 |
07:27 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
07:30 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
07:34 | Canvas Size 200, 200, କାନଭାସର ଓସାର ଓ ଉଚ୍ଚତାକୁ 200 ପିକ୍ସେଲରେ ସେଟ୍ କରେ |
07:42 | Canvas Color 0,255,0 କାନଭାସକୁ ସବୁଜ କରେ |
07:48 | 0,255,0 ହେଉଛି ଏକ RGB କମ୍ୱିନେଶନ୍, ଯେଉଁଠାରେ କେବଳ ସବୁଜର ମୂଲ୍ୟ 255 ସେଟ୍ ହୋଇଛି ଓ ଅନ୍ୟଗୁଡ଼ିକ 0ରେ |
08:03 | ଏହା କାନଭାସକୁ ସବୁଜ ରଙ୍ଗ କରିଥାଏ |
08:07 | Pen Color 0,0,255 ପେନ୍ ର ରଙ୍ଗକୁ ନୀଳରେ ସେଟ୍ କରେ |
08:14 | RGB କମ୍ୱିନେଶନ୍ ଯେଉଁଠାରେ ନୀଳର ମୂଲ୍ୟକୁ 255ରେ ସେଟ୍ କରାଯାଇଛି |
08:20 | Pen Width 2, ପେନ୍ ର ଓସାରକୁ 2 ପିକ୍ସେଲ୍ ରେ ସେଟ୍ କରେ |
08:27 | Repeat କମାଣ୍ଡ ପରେ ଏକ ସଂଖ୍ୟା ଓ କର୍ଲୀ ବ୍ରାକେଟ୍ ମଧ୍ୟରେ କମାଣ୍ଡଗୁଡ଼ିକର ଏକ ତାଲିକା ଥାଏ |
08:33 | ଏହା କର୍ଲୀ ବ୍ରାକେଟ୍ ମଧ୍ୟରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଥର କମାଣ୍ଡଗୁଡ଼ିକୁ ରିପିଟ୍ କରିଥାଏ |
08:39 | ଏଠାରେ କର୍ଲୀ ବ୍ରାକେଟ୍ ମଧ୍ୟରେ Forward 100 ଓ Turn Left 120 କମାଣ୍ଡଗୁଡ଼ିକ ଅଛି |
08:47 | Repeat କମାଣ୍ଡ 3 ପରେ ଅଛି, କାରଣ ଗୋଟିଏ ତ୍ରିଭୁଜରେ 3ଟି ପାର୍ଶ୍ୱ ଥାଏ |
08:54 | ଏହିସବୁ କମାଣ୍ଡ, ଏକ Loopରେ 3ଥର ଚାଲେ |
08:59 | ତ୍ରିଭୁଜର 3 ପାର୍ଶ୍ୱ ଆଙ୍କି ହୋଇଗଲା |
09:02 | ଏବେ ଏହି କୋଡ୍ କୁ Run କରନ୍ତୁ |
09:05 | ପ୍ରୋଗ୍ରାମର Execution ପାଇଁ ମୁଁ Slow ସିଲେକ୍ଟ କରିବି |
09:09 | କାନଭାସ ରଙ୍ଗ ସବୁଜ ହୋଇଯାଏ ଏବଂ ଟର୍ଟଲ୍ ଏକ ତ୍ରିଭୁଜ ଆଙ୍କେ |
09:20 | ଏବେ ଫାଇଲ୍ ସେଭ୍ କରନ୍ତୁ |
09:23 | File ମେନୁ > Save As ସିଲେକ୍ଟ କରନ୍ତୁ |
09:27 | Save As ଡାୟଲଗ୍ ବକ୍ସ ଖୋଲିଲା |
09:30 | ଫାଇଲ୍ ସେଭ୍ କରିବା ପାଇଁ ମୁଁ Document ଫୋଲ୍ଡର୍ ସିଲେକ୍ଟ କରିବି |
09:34 | ମୁଁ ଫାଇଲ୍ ନାମ ଭାବେ Triangle ଦେଇ Save ବଟନ୍ ଉପରେ କ୍ଲିକ୍ କରିବି |
09:41 | ଦେଖନ୍ତୁ, ଫାଇଲର ନାମ Top Panelରେ ଦେଖାଦେଉଛି ଏବଂ ଏହା, ଅନ୍ୟ ସମସ୍ତ ଟର୍ଟଲ୍ ଫାଇଲଗୁଡ଼ିକ ପରି "ଡଟ୍ ଟର୍ଟଲ୍" ଭାବରେ ସେଭ୍ ହୁଏ |
09:53 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:57 | ସଂକ୍ଷେପରେ |
09:59 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
10:02 | କେଟର୍ଟଲ୍ ର ଏଡିଟର୍, କାନଭାସ, ମେନୁବାର୍ ଓ ଟୂଲ୍ ବାର୍ |
10:07 | ଟର୍ଟଲ୍ କୁ ଘୁଞ୍ଚାଇବା |
10:09 | ରେଖା ଆଙ୍କିବା ଓ ଦିଗ ପରିବର୍ତ୍ତନ କରିବା |
10:13 | ଏକ ତ୍ରିଭୁଜ ଆଙ୍କିବା |
10:15 | ଏକ ଆସାଇନମେଣ୍ଟ ଭାବେ, କମାଣ୍ଡଗୁଡ଼ିକ ବ୍ୟବହାର କରି ଏକ ବର୍ଗକ୍ଷେୁତ୍ର ଆଙ୍କନ୍ତୁ |
10:21 | Forward, Backward, Turn Left, Turn Right ଓ Repeat |
10:26 | ନିଜ ପସନ୍ଦର ବ୍ୟାକଗ୍ରାଉଣ୍ଡ ରଙ୍ଗ, ପେନ୍ ଓସାର ଓ ପେନ୍ ରଙ୍ଗ ସେଟ୍ କରନ୍ତୁ |
10:32 | RGB କମ୍ୱିନେଶନ୍ ରେ ମୂଲ୍ୟ ପରିବର୍ତ୍ତନ କରନ୍ତୁ |
10:37 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
10:40 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:44 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:48 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:53 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:56 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
11:03 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:08 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:15 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧi |
11:20 | ଆଇଆଇଟି ବମ୍ୱେ ତରଫରୁ |
11:24 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |