Difference between revisions of "LibreOffice-Suite-Impress/C4/Presentation-Notes/Oriya"

From Script | Spoken-Tutorial
Jump to: navigation, search
(Created page with "=Resources for recording= Presentation Notes {| border=1 || '''Time''' || '''Narration''' |- ||00.00 || ଲିବର୍ ଅଫିସ୍...")
 
 
(One intermediate revision by one other user not shown)
Line 1: Line 1:
=Resources for recording=
 
[[Media:Presentation Notes.zip |Presentation Notes]]
 
  
 
{| border=1
 
{| border=1
Line 7: Line 5:
  
 
|-
 
|-
||00.00  
+
||00:00  
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
||00.06
+
||00:06
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା
 +
 
|-
 
|-
|| 00.12
+
|| 00:12
 
|| ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ:
 
|| ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ:
 +
 
|-
 
|-
||  00.14
+
||  00:14
 
|| ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍‌ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ
 
|| ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍‌ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ
 +
 
|-
 
|-
|| 00.20
+
|| 00:20
 
||  ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍‌ଙ୍କୁ ସାହାଯ୍ୟ କରିବାକୁ
 
||  ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍‌ଙ୍କୁ ସାହାଯ୍ୟ କରିବାକୁ
 +
 
|-
 
|-
||00.27
+
||00:27
 
|| Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 
|| Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 +
 
|-
 
|-
||00.33
+
||00:33
 
|| ବାମପଟେ ଥିବା Slides ପେନ୍‌ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
 
|| ବାମପଟେ ଥିବା Slides ପେନ୍‌ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
 +
 
|-
 
|-
||00.38
+
||00:38
 
|| ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ
 
|| ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ
 +
 
|-
 
|-
|| 00.40
+
|| 00:40
 
||  To achieve 30% shift to OpenSource software within 1 year
 
||  To achieve 30% shift to OpenSource software within 1 year
 +
 
|-
 
|-
|| 00.46
+
|| 00:46
 
||  To achieve 95% shift to OpenSource Software within 5 years
 
||  To achieve 95% shift to OpenSource Software within 5 years
 +
 
|-
 
|-
|| 00.53
+
|| 00:53
 
|| ପେଜ୍‌ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ
 
|| ପେଜ୍‌ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ
 +
 
|-
 
|-
|| 01.01
+
|| 01:01
 
|| ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 01.04
+
|| 01:04
 
|| ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା
 
|| ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା
 +
 
|-
 
|-
|| 01.12
+
|| 01:12
 
|| Click to Add Notesରେ କ୍ଲିକ୍ କରନ୍ତୁ
 
|| Click to Add Notesରେ କ୍ଲିକ୍ କରନ୍ତୁ
 +
 
|-
 
|-
||  01.15
+
||  01:15
 
|| ଆପଣ ଏହି ବକ୍ସ ଏଡିଟ୍ କରିପାରିବେ
 
|| ଆପଣ ଏହି ବକ୍ସ ଏଡିଟ୍ କରିପାରିବେ
 +
 
|-
 
|-
|| 01.19
+
|| 01:19
 
|| ଏହି ବକ୍ସରେ ଟାଇପ୍ କରନ୍ତୁ;
 
|| ଏହି ବକ୍ସରେ ଟାଇପ୍ କରନ୍ତୁ;
 +
 
|-
 
|-
|| 01.22
+
|| 01:22
 
||  Management would like to explore cost saving from shifting to Open Source Software
 
||  Management would like to explore cost saving from shifting to Open Source Software
 +
 
|-
 
|-
|| 01.28
+
|| 01:28
 
||  Open source software has now become a viable option to proprietary software.
 
||  Open source software has now become a viable option to proprietary software.
 +
 
|-
 
|-
|| 01.35
+
|| 01:35
 
||  Open source software will free the company from arbitrary software updates of proprietary software. <Pause>
 
||  Open source software will free the company from arbitrary software updates of proprietary software. <Pause>
 +
 
|-
 
|-
|| 01.46
+
|| 01:46
 
|| ଆମେ ଆମର ପ୍ରଥମ Note ତିଆରି କରିଦେଲେ
 
|| ଆମେ ଆମର ପ୍ରଥମ Note ତିଆରି କରିଦେଲେ
 +
 
|-
 
|-
|| 01.49
+
|| 01:49
 
|| ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା
 
|| ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା
 +
 
|-
 
|-
|| 01.54
+
|| 01:54
 
|| ଟେକ୍ସଟ୍ ସିଲେକ୍ଟ କରନ୍ତୁ
 
|| ଟେକ୍ସଟ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 01.56
+
|| 01:56
 
|| ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ
 
|| ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ
 +
 
|-
 
|-
|| 02.05
+
|| 02:05
|| ତା’ପରେ Font Size ଡ୍ରପ୍ ଡାଉନ୍ରେ 18 ସିଲେକ୍ଟ କରନ୍ତୁ
+
|| ତା’ପରେ Font Size ଡ୍ରପ୍ ଡାଉନ୍‌ରେ 18 ସିଲେକ୍ଟ କରନ୍ତୁ
 +
 
 
|-
 
|-
|| 02.10
+
|| 02:10
 
|| ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍‌ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା
 
|| ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍‌ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା
 +
 
|-
 
|-
|| 02.18
+
|| 02:18
 
|| ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍‌ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା
 
|| ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍‌ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା
 +
 
|-
 
|-
|| 02.25
+
|| 02:25
 
|| Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ
 
|| Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ
 +
 
|-
 
|-
|| 02.33
+
|| 02:33
 
|| Notes Master ଭ୍ୟୁ ଦେଖାଦେବ
 
|| Notes Master ଭ୍ୟୁ ଦେଖାଦେବ
 +
 
|-
 
|-
|| 02.36
+
|| 02:36
 
|| ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି
 
|| ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି
 +
 
|-
 
|-
|| 02.40
+
|| 02:40
 
|| ଏହାର ଅର୍ଥ, ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master
 
|| ଏହାର ଅର୍ଥ, ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master
 +
 
|-
 
|-
|| 02.47
+
|| 02:47
 
||  Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି
 
||  Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି
 +
 
|-
 
|-
|| 02.51
+
|| 02:51
 
||  ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ,  ଯାହା ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ
 
||  ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ,  ଯାହା ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ
 +
 
|-
 
|-
|| 02.58
+
|| 02:58
 
|| Slides ପେନ୍‌ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 
|| Slides ପେନ୍‌ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 03.01
+
|| 03:01
 
|| Notes ପ୍ଲେସ୍ ହୋଲ୍‌ଡର୍‌ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ
 
|| Notes ପ୍ଲେସ୍ ହୋଲ୍‌ଡର୍‌ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 03.08
+
|| 03:08
 
|| ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ
 
|| ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ
 +
 
|-
 
|-
|| 03.16
+
|| 03:16
 
|| ମେନ୍ ମେନୁରୁ, Format ଓ  Character  ଉପରେ କ୍ଲିକ୍ କରନ୍ତୁ
 
|| ମେନ୍ ମେନୁରୁ, Format ଓ  Character  ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 03.21
+
|| 03:21
 
|| Character ଡାୟଲଗ୍ ବକ୍ସ ଖୋଲିଲା
 
|| Character ଡାୟଲଗ୍ ବକ୍ସ ଖୋଲିଲା
 +
 
|-
 
|-
|| 03.24
+
|| 03:24
 
|| Font Effect ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| Font Effect ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 03.28
+
|| 03:28
 
|| Font Color ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ
 
|| Font Color ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ
 +
 
|-
 
|-
|| 03.35
+
|| 03:35
 
|| Notes ରେ ଏକ ଲୋଗୋ ଭାବରେ
 
|| Notes ରେ ଏକ ଲୋଗୋ ଭାବରେ
 +
 
|-
 
|-
|| 03.38
+
|| 03:38
 
|| ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା
 
|| ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା
 +
 
|-
 
|-
|| 03.40
+
|| 03:40
 
|| Drawing ଟୁଲ୍‌ବାର୍‌ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ
 
|| Drawing ଟୁଲ୍‌ବାର୍‌ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ
 +
 
|-
 
|-
|| 03.48
+
|| 03:48
 
|| ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍‌କୁ ଇନ୍ସର୍ଟ କରନ୍ତୁ
 
|| ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍‌କୁ ଇନ୍ସର୍ଟ କରନ୍ତୁ
 +
 
|-
 
|-
|| 03.53
+
|| 03:53
 
|| ଟ୍ରାୟାଙ୍ଗଲ୍‌କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ
 
|| ଟ୍ରାୟାଙ୍ଗଲ୍‌କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ
 +
 
|-
 
|-
|| 03.59
+
|| 03:59
 
|| Area ଡାୟଲଗ୍ ବକ୍ସ ଦେଖାଦେଲା
 
|| Area ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
|| 04.02
+
|| 04:02
 
|| Area ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| Area ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.05
+
|| 04:05
 
|| Fill ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7  ଚୟନ କରନ୍ତୁ
 
|| Fill ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7  ଚୟନ କରନ୍ତୁ
 +
 
|-
 
|-
|| 04.12
+
|| 04:12
 
|| ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ
 
|| ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ
 +
 
|-
 
|-
|| 04.18
+
|| 04:18
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
|| 04.20
+
|| 04:20
 
|| Master View ଟୁଲ୍‌ବାର୍‌ରେ Close Master View କ୍ଲିକ୍ କରନ୍ତୁ
 
|| Master View ଟୁଲ୍‌ବାର୍‌ରେ Close Master View କ୍ଲିକ୍ କରନ୍ତୁ
 +
 
|-
 
|-
|| 04.25
+
|| 04:25
 
|| ମେନ୍ ପେନ୍‌ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| ମେନ୍ ପେନ୍‌ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.29
+
|| 04:29
 
|| ବାମପଟେ ଥିବା Slides ପେନ୍‌ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
 
|| ବାମପଟେ ଥିବା Slides ପେନ୍‌ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
 +
 
|-
 
|-
|| 04.35
+
|| 04:35
 
|| ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍‌ଗୁଡ଼ିକ ଫର୍ମାଟ୍ ହୋଇଗଲା
 
|| ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍‌ଗୁଡ଼ିକ ଫର୍ମାଟ୍ ହୋଇଗଲା
 +
 
|-
 
|-
|| 04.42
+
|| 04:42
 
|| ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା
 
|| ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା
 +
 
|-
 
|-
|| 04.48
+
|| 04:48
 
|| Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍‌କୁ ଦବାନ୍ତୁ ଓ ସ୍କ୍ରୀନ୍‌ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ
 
|| Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍‌କୁ ଦବାନ୍ତୁ ଓ ସ୍କ୍ରୀନ୍‌ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ
 +
 
|-
 
|-
|| 04.56
+
|| 04:56
 
|| Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ
 
|| Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ
 +
 
|-
 
|-
|| 05.02
+
|| 05:02
 
|| ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
 
|| ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 05.06
+
|| 05:06
 
|| ବାମ ମାଉସ୍ ବଟନ୍‌କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ
 
|| ବାମ ମାଉସ୍ ବଟନ୍‌କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ
 +
 
|-
 
|-
|| 05.13
+
|| 05:13
 
|| ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ
 
|| ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ
 +
 
|-
 
|-
|| 05.18
+
|| 05:18
 
|| ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା
 
|| ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା
 +
 
|-
 
|-
|| 05.22
+
|| 05:22
 
|| ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ
 
|| ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ
 +
 
|-  
 
|-  
|| 05.27
+
|| 05:27
 
|| Print ଡାୟଲଗ୍ ବକ୍ସ ଦେଖାଦେଲା
 
|| Print ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
|| 05.30
+
|| 05:30
 
|| ପ୍ରିଣ୍ଟର୍‌ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍‌ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
 
|| ପ୍ରିଣ୍ଟର୍‌ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍‌ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 05.35
+
|| 05:35
 
|| Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ
 
|| Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ
 +
 
|-
 
|-
|| 05.40
+
|| 05:40
 
|| Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape  ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 
|| Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape  ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
|| 05.48
+
|| 05:48
 
|| Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ
 
|| Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ
 +
 
|-
 
|-
|| 05.53
+
|| 05:53
 
|| ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ
 
|| ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 05.58
+
|| 05:58
 
|| Contentରେ ଥିବା
 
|| Contentରେ ଥିବା
 +
 
|-
 
|-
|| 06.00
+
|| 06:00
 
|| Slide Name ବକ୍ସ ଚେକ୍ କରନ୍ତୁ
 
|| Slide Name ବକ୍ସ ଚେକ୍ କରନ୍ତୁ
 +
 
|-
 
|-
|| 06.02
+
|| 06:02
 
|| Date & Time ବକ୍ସ ଚେକ୍ କରନ୍ତୁ
 
|| Date & Time ବକ୍ସ ଚେକ୍ କରନ୍ତୁ
 +
 
|-
 
|-
|| 06.05
+
|| 06:05
 
|| Original Color ବକ୍ସ ଚେକ୍ କରନ୍ତୁ
 
|| Original Color ବକ୍ସ ଚେକ୍ କରନ୍ତୁ
 +
 
|-
 
|-
||06.08
+
||06:08
 
|| Print କ୍ଲିକ୍ କରନ୍ତୁ
 
|| Print କ୍ଲିକ୍ କରନ୍ତୁ
 +
 
|-
 
|-
|| 06.11
+
|| 06:11
 
|| ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ସ୍ଲାଇଡ୍‌ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ
 
|| ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ସ୍ଲାଇଡ୍‌ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ
 +
 
|-
 
|-
||06.18
+
||06:18
 
|| ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 
|| ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 +
 
|-
 
|-
|| 06.21
+
|| 06:21
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ
 +
 
|-
 
|-
|| 06.27
+
|| 06:27
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 +
 
|-
 
|-
|| 06.30
+
|| 06:30
 
||  ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 
||  ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 +
 
|-
 
|-
|| 06.32
+
|| 06:32
 
||  Notes Place Holderରେ କଣ୍ଟେଣ୍ଟ ଓ
 
||  Notes Place Holderରେ କଣ୍ଟେଣ୍ଟ ଓ
 +
 
|-
 
|-
|| 06.36  
+
|| 06:36  
 
||  ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ
 
||  ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ
 +
 
|-
 
|-
|| 06.38
+
|| 06:38
 
||  କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ
 
||  କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ
 +
 
|-
 
|-
|| 06.44
+
|| 06:44
 
||  ରେକ୍ଟାଙ୍ଗଲ୍‌କୁ ସବୁଜ ରଙ୍ଗ କରନ୍ତୁ
 
||  ରେକ୍ଟାଙ୍ଗଲ୍‌କୁ ସବୁଜ ରଙ୍ଗ କରନ୍ତୁ
 +
 
|-
 
|-
|| 06.48
+
|| 06:48
 
||  Slide Text Holder ସହ ତୁଳନା କରି Notes Place Holderର ସାଇଜ୍‌କୁ ଆଡ୍‌ଜଷ୍ଟ କରନ୍ତୁ
 
||  Slide Text Holder ସହ ତୁଳନା କରି Notes Place Holderର ସାଇଜ୍‌କୁ ଆଡ୍‌ଜଷ୍ଟ କରନ୍ତୁ
 +
 
|-
 
|-
|| 06.54
+
|| 06:54
 
||  black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ
 
||  black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ
 +
 
|-
 
|-
|| 06.59
+
|| 06:59
 
||  ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ
 
||  ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ
 +
 
|-
 
|-
||07.03
+
||07:03
 
|| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
|| 07.09
+
|| 07:09
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 +
 
|-
 
|-
||07.13
+
||07:13
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
|| 07.22
+
|| 07:22
 
||  ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 
||  ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
||07.28
+
||07:28
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
|| 07.41
+
|| 07:41
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
||07.51
+
||07:51
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|-
 
|-
 
|}
 
|}

Latest revision as of 14:33, 10 April 2017

Time Narration
00:00 ଲିବର୍ ଅଫିସ୍ ଇମ୍ପ୍ରେସ୍‌ରେ Presentation Notes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିବା
00:12 ଦୁଇଟି ଉଦ୍ଦେଶ୍ୟ ପାଇଁ ନୋଟ୍ସ ବ୍ୟବହାର କରାଯାଏ:
00:14 ଦର୍ଶକଙ୍କ ପାଇଁ ପ୍ରତ୍ୟେକ ସ୍ଲାଇଡ୍‌ରେ ଅତିରିକ୍ତ ମ୍ୟାଟେରିଆଲ୍ କିମ୍ୱା ରେଫରେନ୍ସ ଭାବରେ
00:20 ଦର୍ଶକଙ୍କ ପାଇଁ ସ୍ଲାଇଡ୍ ଉପସ୍ଥାପନ କରୁଥିବା ସମୟରେ ରେଫରେନ୍ସ ନୋଟ୍ସ ସହିତ ପ୍ରେଜେଣ୍ଟର୍‌ଙ୍କୁ ସାହାଯ୍ୟ କରିବାକୁ
00:27 Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:33 ବାମପଟେ ଥିବା Slides ପେନ୍‌ରୁ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
00:38 ଟେକ୍ସଟ୍ ପରିବର୍ତ୍ତନ କରନ୍ତୁ
00:40 To achieve 30% shift to OpenSource software within 1 year
00:46 To achieve 95% shift to OpenSource Software within 5 years
00:53 ପେଜ୍‌ରେ କିଛି ନୋଟ୍ସ ଆଡ୍ କରନ୍ତୁ, ଯେଉଁଥିରୁ ଯେତେବେଳେ ଏହାକୁ ପ୍ରିଣ୍ଟ କରାଯିବ, ପାଠକଙ୍କୁ କିଛି ରେଫରେନ୍ସ ମ୍ୟାଟେରିଆଲ୍ ମିଳିବ
01:01 ନୋଟ୍ସ ଏଡିଟ୍ କରିବାକୁ, Notes ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
01:04 ସ୍ଲାଇଡ୍ ତଳେ ଏକ Notes ଟେକ୍ସଟ୍ ବକ୍ସ ଦେଖାଦେବ. ଏଠାରେ ଆମେ ନୋଟ୍ସ ଟାଇପ୍ କରିପାରିବା
01:12 Click to Add Notesରେ କ୍ଲିକ୍ କରନ୍ତୁ
01:15 ଆପଣ ଏହି ବକ୍ସ ଏଡିଟ୍ କରିପାରିବେ
01:19 ଏହି ବକ୍ସରେ ଟାଇପ୍ କରନ୍ତୁ;
01:22 Management would like to explore cost saving from shifting to Open Source Software
01:28 Open source software has now become a viable option to proprietary software.
01:35 Open source software will free the company from arbitrary software updates of proprietary software. <Pause>
01:46 ଆମେ ଆମର ପ୍ରଥମ Note ତିଆରି କରିଦେଲେ
01:49 ଏବେ, Notesରେ ଥିବା ଟେକ୍ସଟ୍ ଫର୍ମାଟ୍ ବିଷୟରେ ଶିଖିବା
01:54 ଟେକ୍ସଟ୍ ସିଲେକ୍ଟ କରନ୍ତୁ
01:56 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Type ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ TlwgMono ସିଲେକ୍ଟ କରନ୍ତୁ
02:05 ତା’ପରେ Font Size ଡ୍ରପ୍ ଡାଉନ୍‌ରେ 18 ସିଲେକ୍ଟ କରନ୍ତୁ
02:10 ସେହି Task Barରୁ Bullet ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ୍‌ରେ ଏବେ ବୁଲେଟ୍ ପଏଣ୍ଟସ୍ ଆସିଗଲା
02:18 ଏକ ଷ୍ଟାଣ୍ଡାର୍ଡ ଫର୍ମାଟ୍‌ରେ ସମସ୍ତ ନୋଟ୍ସ ସେଟ୍ କରିବାକୁ ଏକ Notes Master କ୍ରିଏଟ୍ କରିବା ବିଷୟରେ ଶିଖିବା
02:25 Main ମେନୁରୁ View କ୍ଲିକ୍ କରନ୍ତୁ ଓ ତା’ପରେ Master କ୍ଲିକ୍ କରି Notes Master କ୍ଲିକ୍ କରନ୍ତୁ
02:33 Notes Master ଭ୍ୟୁ ଦେଖାଦେବ
02:36 ଦେଖନ୍ତୁ, ଏଠାରେ ଦୁଇଟି ସ୍ଲାଇଡ୍ ପ୍ରଦର୍ଶିତ ହେଉଛି
02:40 ଏହାର ଅର୍ଥ, ପ୍ରେଜେଣ୍ଟେଶନ୍‌ରେ ବ୍ୟବହୃତ ପ୍ରତ୍ୟେକ Master Slide ପାଇଁ ଗୋଟିଏ ହେଉଛି Notes Master
02:47 Notes Master Slide ହେଉଛି ଏକ ଟେମ୍ପଲେଟ୍ ଭଳି
02:51 ଆପଣ ଏଠାରେ ଫର୍ମାଟିଙ୍ଗ୍ ପ୍ରିଫରେନ୍ସେସ୍ ସେଟ୍ କରିପାରିବେ, ଯାହା ତାହାପରେ ପ୍ରେଜେଣ୍ଟେଶନ୍‌ରେ ଥିବା ସମସ୍ତ ନୋଟ୍ସରେ ଲାଗୁ ହେବ
02:58 Slides ପେନ୍‌ରୁ ପ୍ରଥମ ସ୍ଲାଇଡ୍ ସିଲେକ୍ଟ କରନ୍ତୁ
03:01 Notes ପ୍ଲେସ୍ ହୋଲ୍‌ଡର୍‌ରେ କ୍ଲିକ୍ କରି ସେଥିରେ ପ୍ରଦର୍ଶିତ ଟେକ୍ସଟ୍ ସିଲେକ୍ଟ କରନ୍ତୁ
03:08 ଇମ୍ପ୍ରେସ୍ ୱିଣ୍ଡୋର ଉପର ବାମପଟ କୋଣରୁ Font Size ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି 32 ସିଲେକ୍ଟ କରନ୍ତୁ
03:16 ମେନ୍ ମେନୁରୁ, Format ଓ Character ଉପରେ କ୍ଲିକ୍ କରନ୍ତୁ
03:21 Character ଡାୟଲଗ୍ ବକ୍ସ ଖୋଲିଲା
03:24 Font Effect ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
03:28 Font Color ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Red ସିଲେକ୍ଟ କରନ୍ତୁ. OK କ୍ଲିକ୍ କରନ୍ତୁ
03:35 Notes ରେ ଏକ ଲୋଗୋ ଭାବରେ
03:38 ଏକ ଟ୍ରାୟାଙ୍ଗଲ୍ ଆଡ୍ କରିବା
03:40 Drawing ଟୁଲ୍‌ବାର୍‌ରୁ Basic Shapes ଉପରେ କ୍ଲିକ୍ କରି Isosceles Triangle ସିଲେକ୍ଟ କରନ୍ତୁ
03:48 ନୋଟ୍ସ ଟେକ୍ସଟ୍ ବକ୍ସର ଉପର ବାମପଟ କୋଣରେ ଟ୍ରାୟାଙ୍ଗଲ୍‌କୁ ଇନ୍ସର୍ଟ କରନ୍ତୁ
03:53 ଟ୍ରାୟାଙ୍ଗଲ୍‌କୁ ସିଲେକ୍ଟ କରନ୍ତୁ ଓ କଣ୍ଟେକ୍ସଟ୍ ମେନୁ ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. Area କ୍ଲିକ୍ କରନ୍ତୁ
03:59 Area ଡାୟଲଗ୍ ବକ୍ସ ଦେଖାଦେଲା
04:02 Area ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04:05 Fill ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରି Colorରେ କ୍ଲିକ୍ କରନ୍ତୁ. ଏବେ Blue 7 ଚୟନ କରନ୍ତୁ
04:12 ଏହି ଫର୍ମାଟିଙ୍ଗ୍ ଓ ଲୋଗୋ, କ୍ରିଏଟ୍ କରାଯାଇଥିବା ସମସ୍ତ ନୋଟ୍ସ ପାଇଁ ଡିଫଲ୍ଟ ହେବ
04:18 OK କ୍ଲିକ୍ କରନ୍ତୁ
04:20 Master View ଟୁଲ୍‌ବାର୍‌ରେ Close Master View କ୍ଲିକ୍ କରନ୍ତୁ
04:25 ମେନ୍ ପେନ୍‌ରେ Notes ଟ୍ୟାବ୍ କ୍ଲିକ୍ କରନ୍ତୁ
04:29 ବାମପଟେ ଥିବା Slides ପେନ୍‌ରେ Overview ଶୀର୍ଷକ ସ୍ଲାଇଡ୍ ଚୟନ କରନ୍ତୁ
04:35 ଦେଖନ୍ତୁ, Master Notesରେ ଥିବା ଭଳି ନୋଟ୍‌ଗୁଡ଼ିକ ଫର୍ମାଟ୍ ହୋଇଗଲା
04:42 ଏବେ, Notes Place Holder ଓ Slide Place Holder କିପରି ରିସାଇଜ୍ କରାଯାଏ, ଶିଖିବା
04:48 Slide Place Holder ସିଲେକ୍ଟ କରି ବାମ ମାଉସ୍ ବଟନ୍‌କୁ ଦବାନ୍ତୁ ଓ ସ୍କ୍ରୀନ୍‌ର ଉପର ପର୍ଯ୍ୟନ୍ତ ନେଇଯାଆନ୍ତୁ
04:56 Notes Place Holderକୁ ରିସାଇଜ୍ କରିବା ପାଇଁ ଏହା ଅଧିକ ସ୍ଥାନ ସୃଷ୍ଟି କରେ
05:02 ଏବେ, Notes Text Place Holderର ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
05:06 ବାମ ମାଉସ୍ ବଟନ୍‌କୁ ଚାପି ଧରି ସାଇଜ୍ ବଢ଼ାଇବା ପାଇଁ ଉପର ଆଡ଼କୁ ଡ୍ରାଗ୍ କରନ୍ତୁ
05:13 ଆବଶ୍ୟକତା ଅନୁସାରେ Place Holdersକୁ କିପରି ରିସାଇଜ୍ କରାଯାଏ, ତାହା ଆମେ ଶିଖିଲେ
05:18 ଏବେ ନୋଟ୍ସ କିପରି ପ୍ରିଣ୍ଟ କରାଯାଏ, ଶିଖିବା
05:22 ମେନ୍ ମେନୁରୁ Fileରେ କ୍ଲିକ୍ କରି Print ସିଲେକ୍ଟ କରନ୍ତୁ
05:27 Print ଡାୟଲଗ୍ ବକ୍ସ ଦେଖାଦେଲା
05:30 ପ୍ରିଣ୍ଟର୍‌ଗୁଡ଼ିକର ତାଲିକାରୁ, ଆପଣଙ୍କ କମ୍ପ୍ୟୁଟର୍‌ରେ କନେକ୍ଟ ହୋଇଥିବା ପ୍ରିଣ୍ଟର୍ ସିଲେକ୍ଟ କରନ୍ତୁ
05:35 Number of Copies ଫିଲ୍ଡରେ 2 ଏଣ୍ଟର୍ କରନ୍ତୁ
05:40 Propertiesରେ କ୍ଲିକ୍ କରନ୍ତୁ ଓ Orientationରେ ଥିବା Landscape ସିଲେକ୍ଟ କରି OK କ୍ଲିକ୍ କରନ୍ତୁ
05:48 Print Documentରେ ଥିବା ଡ୍ରପ୍ ଡାଉନ୍ ମେନୁରୁ Notes ସିଲେକ୍ଟ କରନ୍ତୁ
05:53 ଏବେ LibreOffice impress ଟ୍ୟାବ୍ ସିଲେକ୍ଟ କରନ୍ତୁ
05:58 Contentରେ ଥିବା
06:00 Slide Name ବକ୍ସ ଚେକ୍ କରନ୍ତୁ
06:02 Date & Time ବକ୍ସ ଚେକ୍ କରନ୍ତୁ
06:05 Original Color ବକ୍ସ ଚେକ୍ କରନ୍ତୁ
06:08 Print କ୍ଲିକ୍ କରନ୍ତୁ
06:11 ଯଦି ଆପଣଙ୍କର ପ୍ରିଣ୍ଟର୍ ଠିକ୍ ଭାବେ କନ୍‌ଫିଗର୍ ହୋଇଥିବ, ସ୍ଲାଇଡ୍‌ଗୁଡ଼ିକ ଏବେ ପ୍ରିଣ୍ଟ ହେବା ଉଚିତ
06:18 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06:21 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ନୋଟ୍ସ ଓ ସେଗୁଡ଼ିକ ପ୍ରିଣ୍ଟ କରିବା ବିଷୟରେ ଶିଖିଲେ
06:27 ଏକ ଆସାଇନ୍‌ମେଣ୍ଟ ଭାବେ
06:30 ଏକ ନୂଆ ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
06:32 Notes Place Holderରେ କଣ୍ଟେଣ୍ଟ ଓ
06:36 ଗୋଟିଏ ରେକ୍ଟାଙ୍ଗଲ୍ ଆଡ୍ କରନ୍ତୁ
06:38 କଣ୍ଟେଣ୍ଟର ଫଣ୍ଟକୁ 36 ଓ ରଙ୍ଗ ନୀଳ କରନ୍ତୁ
06:44 ରେକ୍ଟାଙ୍ଗଲ୍‌କୁ ସବୁଜ ରଙ୍ଗ କରନ୍ତୁ
06:48 Slide Text Holder ସହ ତୁଳନା କରି Notes Place Holderର ସାଇଜ୍‌କୁ ଆଡ୍‌ଜଷ୍ଟ କରନ୍ତୁ
06:54 black and white Portrait formatରେ ନୋଟ୍ସ ପ୍ରିଣ୍ଟ କରନ୍ତୁ
06:59 ନୋଟ୍ସର 5ଟି Coppies ପ୍ରିଣ୍ଟ କରନ୍ତୁ
07:03 ନିମ୍ନ ଲିଙ୍କ୍‌ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
07:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:22 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07:28 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:41 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep