Difference between revisions of "C-and-Cpp/C3/Strings/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 | '''C ଓ C++'''ରେ '''Strings''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |...")
 
 
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| '''C ଓ C++'''ରେ '''Strings''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
+
|'''C ଓ C++'''ରେ '''Strings''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
 +
 
 
|-
 
|-
| 00:08
+
|00:08
| *'''Strings''' କ’ଣ
+
|'''Strings''' କ’ଣ
 +
 
 
|-
 
|-
| 00:10
+
|00:10
| * '''String'''ର ଘୋଷଣା
+
|'''String'''ର ଘୋଷଣା
 +
 
 
|-
 
|-
| 00:13
+
|00:13
| * '''String'''ର ଇନିସିଆଲାଇଜେସନ୍
+
|'''String'''ର ଇନିସିଆଲାଇଜେସନ୍
 +
 
 
|-
 
|-
| 00:15
+
|00:15
| * '''String''' ଉପରେ କିଛି ଉଦାହରଣ
+
|'''String''' ଉପରେ କିଛି ଉଦାହରଣ
 +
 
 
|-
 
|-
| 00:17
+
|00:17
| ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
+
|ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
 +
 
 
|-
 
|-
| 00:22
+
|00:22
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:25
+
|00:25
 
|'''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.04,
 
|'''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.04,
 +
 
|-
 
|-
 
|00:29
 
|00:29
| '''gcc ''' ଏବଂ '''g++ Compiler''' ଭର୍ସନ୍ 4.6.1
+
|'''gcc ''' ଏବଂ '''g++ Compiler''' ଭର୍ସନ୍ 4.6.1
 +
 
 
|-
 
|-
 
|00:35
 
|00:35
| '''string'''ର ପରିଚୟରୁ ଆରମ୍ଭ କରିବା
+
|'''string'''ର ପରିଚୟରୁ ଆରମ୍ଭ କରିବା
 +
 
 
|-
 
|-
 
|00:38
 
|00:38
 
|'''String''' ହେଉଛି କ୍ୟାରେକ୍ଟର୍ସର ଏକ ସିକ୍ୱେନ୍ସ, ଯାହାକୁ ସିଙ୍ଗଲ୍ ଡାଟା ଆଇଟମ୍ ଭାବେ ଟ୍ରିଟ୍ କରାଯାଏ
 
|'''String''' ହେଉଛି କ୍ୟାରେକ୍ଟର୍ସର ଏକ ସିକ୍ୱେନ୍ସ, ଯାହାକୁ ସିଙ୍ଗଲ୍ ଡାଟା ଆଇଟମ୍ ଭାବେ ଟ୍ରିଟ୍ କରାଯାଏ
 +
 
|-
 
|-
| 00:44
+
|00:44
 
|Size of '''string '''= length of '''string''' + 1.  
 
|Size of '''string '''= length of '''string''' + 1.  
 +
 
|-
 
|-
| 00:49
+
|00:49
| '''string''' କେମିତି ଘୋଷିତ କରାଯାଏ, ଦେଖିବା
+
|'''string''' କେମିତି ଘୋଷିତ କରାଯାଏ, ଦେଖିବା
 +
 
 
|-
 
|-
| 00:52
+
|00:52
| ଏଥିପାଇଁ ସିଣ୍ଟାକ୍ସ ହେଉଛି
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି
 +
 
 
|-
 
|-
| 00:55
+
|00:55
 
|'''char''', '''string'''ର ନାମ ଓ '''size'''
 
|'''char''', '''string'''ର ନାମ ଓ '''size'''
 +
 
|-
 
|-
 
|00:59
 
|00:59
 
|'''char''' ହେଉଛି ଡାଟା ଟାଇପ୍, name of the '''string''' ହେଉଛି '''string'''ର ନାମ ଓ ଆମେ ଏଠାରେ ସାଇଜ୍ ଦେଇପାରିବା
 
|'''char''' ହେଉଛି ଡାଟା ଟାଇପ୍, name of the '''string''' ହେଉଛି '''string'''ର ନାମ ଓ ଆମେ ଏଠାରେ ସାଇଜ୍ ଦେଇପାରିବା
 +
 
|-
 
|-
| 01:06
+
|01:06
| ଉଦାହରଣସ୍ୱରୂପ: ଏଠାରେ ଆମେ '''size 10''' ସହିତ '''character string names''' ଘୋଷିତ କରିଛେ
+
|ଉଦାହରଣସ୍ୱରୂପ: ଏଠାରେ ଆମେ '''size 10''' ସହିତ '''character string names''' ଘୋଷିତ କରିଛେ
 +
 
 
|-
 
|-
| 01:13
+
|01:13
| ଏବେ ଆମେ ଏକ ଉଦାହରଣ ଦେଖିବା
+
|ଏବେ ଆମେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 01:15
+
|01:15
| ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
+
|ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
 +
 
 
|-
 
|-
 
|01:19
 
|01:19
| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''string.c'''
+
|ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''string.c'''
 +
 
 
|-
 
|-
 
|01:23
 
|01:23
| ଏହି ପ୍ରୋଗ୍ରାମ୍ରେ, ଆମେ ୟୁଜର୍ ଠାରୁ ଇନପୁଟ୍ ଭାବେ ଏକ '''string''' ନେଇ ତାକୁ ପ୍ରିଣ୍ଟ୍ କରିବା
+
|ଏହି ପ୍ରୋଗ୍ରାମ୍ରେ, ଆମେ ୟୁଜର୍ ଠାରୁ ଇନପୁଟ୍ ଭାବେ ଏକ '''string''' ନେଇ ତାକୁ ପ୍ରିଣ୍ଟ୍ କରିବା
 +
 
 
|-
 
|-
 
|01:29
 
|01:29
| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
+
|ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
 +
 
 
|-
 
|-
 
|01:32
 
|01:32
| ଏଗୁଡ଼ିକ ହେଉଛି ଆମ ହେଡର୍ ଫାଇଲ୍ସ
+
|ଏଗୁଡ଼ିକ ହେଉଛି ଆମ ହେଡର୍ ଫାଇଲ୍ସ
 +
 
 
|-
 
|-
| 01:34
+
|01:34
| ଏଠାରେ '''string''' ୟୁଟିଲିଟିଜ୍ ହ୍ୟାଣ୍ଡଲିଙ୍ଗ୍ ର ଡିକ୍ଲାରେସନ୍ସ, ଫଙ୍କସନ୍ସ, କନଷ୍ଟାଣ୍ଟକୁ '''string.h''' ମିଶାଏ
+
|ଏଠାରେ '''string''' ୟୁଟିଲିଟିଜ୍ ହ୍ୟାଣ୍ଡଲିଙ୍ଗ୍ ର ଡିକ୍ଲାରେସନ୍ସ, ଫଙ୍କସନ୍ସ, କନଷ୍ଟାଣ୍ଟକୁ '''string.h''' ମିଶାଏ
 +
 
 
|-
 
|-
| 01:43
+
|01:43
| ଯେବେବି ଆମେ '''string functions''' ଉପରେ କାମ କରିବା ଏହି ହେଡର୍ ଫାଇଲ୍କୁ ମିଶାଇବା ଉଚିତ
+
|ଯେବେବି ଆମେ '''string functions''' ଉପରେ କାମ କରିବା ଏହି ହେଡର୍ ଫାଇଲ୍କୁ ମିଶାଇବା ଉଚିତ
 +
 
 
|-
 
|-
| 01:47
+
|01:47
| ଏହା ହେଉଛି '''main()''' ଫଙ୍କସନ୍
+
|ଏହା ହେଉଛି '''main()''' ଫଙ୍କସନ୍
 +
 
 
|-
 
|-
 
|01:49
 
|01:49
| ଏଠାରେ ଆମେ ସାଇଜ୍ '''30''' ସହ '''string strname ''' ଘୋଷିତ କରୁଛେ
+
|ଏଠାରେ ଆମେ ସାଇଜ୍ '''30''' ସହ '''string strname ''' ଘୋଷିତ କରୁଛେ
 +
 
 
|-
 
|-
 
|01:55
 
|01:55
| ଏଠାରେ ଆମେ ୟୁଜର୍ ଠାରୁ ଏକ '''string''' ଗ୍ରହଣ କରୁଛେ
+
|ଏଠାରେ ଆମେ ୟୁଜର୍ ଠାରୁ ଏକ '''string''' ଗ୍ରହଣ କରୁଛେ
 +
 
 
|-
 
|-
 
|01:58
 
|01:58
| ଏକ '''string'''କୁ ପଢ଼ିବା ପାଇଁ ଆମେ, ଫର୍ମାଟ୍ ସ୍ପେସିଫାୟର୍ '''%s''' ସହିତ '''scanf()''' ଫଙ୍କସନ୍ ବ୍ୟବହାର କରିପାରିବା
+
|ଏକ '''string'''କୁ ପଢ଼ିବା ପାଇଁ ଆମେ, ଫର୍ମାଟ୍ ସ୍ପେସିଫାୟର୍ '''%s''' ସହିତ '''scanf()''' ଫଙ୍କସନ୍ ବ୍ୟବହାର କରିପାରିବା
 +
 
 
|-
 
|-
 
|02:05
 
|02:05
| ଷ୍ଟ୍ରିଙ୍ଗ୍ ସହ ସ୍ପେସ୍ ମିଶାଇବା ପାଇଁ ଆମେ caret sign ଏବଂ \n (ବ୍ୟାକସ୍ଲାଶ୍ n) ବ୍ୟବହାର କରୁଛେ
+
|ଷ୍ଟ୍ରିଙ୍ଗ୍ ସହ ସ୍ପେସ୍ ମିଶାଇବା ପାଇଁ ଆମେ caret sign ଏବଂ \n (ବ୍ୟାକସ୍ଲାଶ୍ n) ବ୍ୟବହାର କରୁଛେ
 +
 
 
|-
 
|-
| 02:11
+
|02:11
| ଏହାପରେ '''string''' ପ୍ରିଣ୍ଟ୍ କରିବା
+
|ଏହାପରେ '''string''' ପ୍ରିଣ୍ଟ୍ କରିବା
 +
 
 
|-
 
|-
| 02:13
+
|02:13
| ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
+
|ଓ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ
 +
 
 
|-
 
|-
| 02:16
+
|02:16
| ଏବେ '''ସେଭ୍''' କ୍ଲିକ୍ କରନ୍ତୁ
+
|ଏବେ '''ସେଭ୍''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:18
+
|02:18
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 02:20
+
|02:20
| କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଏବଂ '''T'''  ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଏବଂ '''T'''  ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 02:30
+
|02:30
| କମ୍ପାଇଲ୍ କରିବା ପାଇଁ, '''gcc''' ସ୍ପେସ୍ '''string.c''' ସ୍ପେସ୍ '''-o''' ସ୍ପେସ୍ ''' str ''' ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ, '''gcc''' ସ୍ପେସ୍ '''string.c''' ସ୍ପେସ୍ '''-o''' ସ୍ପେସ୍ ''' str ''' ଟାଇପ୍ କରନ୍ତୁ
 +
 
 
|-
 
|-
| 02:37
+
|02:37
| ଓ '''ଏଣ୍ଟର''' ଦାବନ୍ତୁ
+
|ଓ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:40
+
|02:40
| ଏକଜେକ୍ୟୁଟ୍ କରିବା ପାଇଁ, '''./str ''' (ଡଟ୍ ସ୍ଲାସ୍ str) ଟାଇପ୍ କରନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ, '''./str ''' (ଡଟ୍ ସ୍ଲାସ୍ str) ଟାଇପ୍ କରନ୍ତୁ
 +
 
 
|-
 
|-
| 02:43
+
|02:43
| ଏବେ '''ଏଣ୍ଟର''' ଦାବନ୍ତୁ
+
|ଏବେ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:46
+
|02:46
| ଏଠାରେ '''Enter the string''' ଡିସପ୍ଲେ ହେବ
+
|ଏଠାରେ '''Enter the string''' ଡିସପ୍ଲେ ହେବ
 +
 
 
|-
 
|-
| 02:49
+
|02:49
| ମୁଁ "Talk To A Teacher" ଟାଇପ୍ କରିବି
+
|ମୁଁ "Talk To A Teacher" ଟାଇପ୍ କରିବି
 +
 
 
|-
 
|-
| 02:56
+
|02:56
| ଏବେ '''ଏଣ୍ଟର''' ଦାବନ୍ତୁ
+
|ଏବେ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 02:58
+
|02:58
| ଆଉଟପୁଟ୍ ''' The string is Talk To A Teacher''' ଭାବେ ପ୍ରଦର୍ଶିତ ହେବ
+
|ଆଉଟପୁଟ୍ ''' The string is Talk To A Teacher''' ଭାବେ ପ୍ରଦର୍ଶିତ ହେବ
 +
 
 
|-
 
|-
| 03:03
+
|03:03
| ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
+
|ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
 +
 
 
|-
 
|-
| 03:06
+
|03:06
| ଏପର୍ଯ୍ୟନ୍ତ ଆମେ ଏକ '''string'''ର ଡିକ୍ଲାରେସନ୍ ବିଷୟରେ ଆଲୋଚନା କଲେ
+
|ଏପର୍ଯ୍ୟନ୍ତ ଆମେ ଏକ '''string'''ର ଡିକ୍ଲାରେସନ୍ ବିଷୟରେ ଆଲୋଚନା କଲେ
 +
 
 
|-
 
|-
| 03:10
+
|03:10
| ଏବେ '''string''' କେମିତି ଇନିସିଆଲାଇଜ୍ କରାଯାଏ, ଆଲୋଚନା କରିବା
+
|ଏବେ '''string''' କେମିତି ଇନିସିଆଲାଇଜ୍ କରାଯାଏ, ଆଲୋଚନା କରିବା
 +
 
 
|-
 
|-
| 03:13
+
|03:13
| ଏଥିପାଇଁ ସିଣ୍ଟାକ୍ସ ହେଉଛି,
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି,
 +
 
 
|-
 
|-
| 03:16
+
|03:16
 
|'''char var_name[size] = “string”; '''
 
|'''char var_name[size] = “string”; '''
 +
 
|-
 
|-
| 03:20
+
|03:20
| ଉଦାହରଣ: ଏଠାରେ ଆମେ ସାଇଜ୍ '''10''' ସହ ଏକ '''character string  “names”''' ଡିକ୍ଲାୟାର୍ କରିଛେ ତଥା '''string''' ହେଉଛି “Priya”
+
|ଉଦାହରଣ: ଏଠାରେ ଆମେ ସାଇଜ୍ '''10''' ସହ ଏକ '''character string  “names”''' ଡିକ୍ଲାୟାର୍ କରିଛେ ତଥା '''string''' ହେଉଛି “Priya”
 +
 
 
|-
 
|-
| 03:28
+
|03:28
| ଆଉଏକ ସିଣ୍ଟାକ୍ସ ହେଉଛି,
+
|ଆଉଏକ ସିଣ୍ଟାକ୍ସ ହେଉଛି,
 +
 
 
|-
 
|-
| 03:31
+
|03:31
| '''char var_name[ ] = {'S', 't', 'r', 'i', 'n', 'g'}''' ସିଙ୍ଗଲ୍ କ୍ୱୋଟ୍ସରେ
+
|'''char var_name[ ] = {'S', 't', 'r', 'i', 'n', 'g'}''' ସିଙ୍ଗଲ୍ କ୍ୱୋଟ୍ସରେ
 +
 
 
|-
 
|-
| 03:36
+
|03:36
| ଉଦାହରଣ: '''char names[10] = {'P', 'r', 'i', 'y', 'a'}''' ସିଙ୍ଗଲ କ୍ୱୋଟ୍ସରେ
+
|ଉଦାହରଣ: '''char names[10] = {'P', 'r', 'i', 'y', 'a'}''' ସିଙ୍ଗଲ କ୍ୱୋଟ୍ସରେ
 +
 
 
|-
 
|-
| 03:42
+
|03:42
| ପ୍ରଥମ ସିଣ୍ଟାକ୍ସ କେମିତି ବ୍ୟବହାର କରାଯାଏ, ଏକ ଉଦାହରଣ ସହ ଦେଖିବା
+
|ପ୍ରଥମ ସିଣ୍ଟାକ୍ସ କେମିତି ବ୍ୟବହାର କରାଯାଏ, ଏକ ଉଦାହରଣ ସହ ଦେଖିବା
 +
 
 
|-
 
|-
| 03:48
+
|03:48
| ଏଡିଟର୍କୁ ଫେରିଆସନ୍ତୁ. ଆମେ ସମାନ ଉଦାହରଣ ବ୍ୟବହାର କରିବା
+
|ଏଡିଟର୍କୁ ଫେରିଆସନ୍ତୁ. ଆମେ ସମାନ ଉଦାହରଣ ବ୍ୟବହାର କରିବା
 +
 
 
|-
 
|-
| 03:52
+
|03:52
| ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''shift, ctrl''' ଏବଂ '''s''' କୀ ଦାବନ୍ତୁ
+
|ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''shift, ctrl''' ଏବଂ '''s''' କୀ ଦାବନ୍ତୁ
 +
 
 
|-
 
|-
| 03:58
+
|03:58
| ଏବେ '''stringinitialize''' ନାମରେ ଫାଇଲ୍ କୁ ସେଭ୍ କରନ୍ତୁ
+
|ଏବେ '''stringinitialize''' ନାମରେ ଫାଇଲ୍ କୁ ସେଭ୍ କରନ୍ତୁ
 +
 
 
|-
 
|-
| 04:03
+
|04:03
| '''ସେଭ୍''' କ୍ଲିକ୍ କରନ୍ତୁ
+
|'''ସେଭ୍''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:06
+
|04:06
| '''string''' ଇନିସିଆଲାଇଜ୍ କରିବା
+
|'''string''' ଇନିସିଆଲାଇଜ୍ କରିବା
 +
 
 
|-
 
|-
| 04:08
+
|04:08
| ତେଣୁ ପଞ୍ଚମ ଧାଡ଼ିରେ, ଟାଇପ୍ କରନ୍ତୁ
+
|ତେଣୁ ପଞ୍ଚମ ଧାଡ଼ିରେ, ଟାଇପ୍ କରନ୍ତୁ
 +
 
 
|-
 
|-
| 04:11
+
|04:11
| '''= and ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ “Spoken-Tutorial”; '''
+
|'''= and ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ “Spoken-Tutorial”; '''
 +
 
 
|-
 
|-
| 04:20
+
|04:20
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:22
+
|04:22
| ଏବେ ଏହି ଦୁଇ ଲାଇନ୍କୁ କାଢ଼ିଦିଅନ୍ତୁ, କାରଣ ଆମେ କେବଳ '''string'''କୁ ପ୍ରିଣ୍ଟ୍ କରିବାକୁ ଯାଉଛେ
+
|ଏବେ ଏହି ଦୁଇ ଲାଇନ୍କୁ କାଢ଼ିଦିଅନ୍ତୁ, କାରଣ ଆମେ କେବଳ '''string'''କୁ ପ୍ରିଣ୍ଟ୍ କରିବାକୁ ଯାଉଛେ
|-
+
 
| 04:27
+
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
 
|-
 
|-
| 04:30
+
|04:27
| ଏକଜେକ୍ୟୁଟ୍ କରିବା
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:31
+
|04:30
| '''terminal'''କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା,'''terminal'''କୁ ଫେରିଆସନ୍ତୁ
 +
 
 
|-
 
|-
| 04:33
+
|04:33
| କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
 +
 
 
|-
 
|-
| 04:35
+
|04:35
 
|'''gcc ସ୍ପେସ୍ stringinitialize.c ସ୍ପେସ୍ -o ସ୍ପେସ୍ str2'''
 
|'''gcc ସ୍ପେସ୍ stringinitialize.c ସ୍ପେସ୍ -o ସ୍ପେସ୍ str2'''
 +
 
|-
 
|-
| 04:44
+
|04:44
| ଏଠାରେ '''str2''' ଅଛି, କାରଣ '''string.c''' ଫାଇଲ୍ ପାଇଁ ଆମେ ଆଉଟପୁଟ୍ ପାରାମିଟର '''str''' କୁ ଓଭର୍ରାଇଟ୍ କରିବାକୁ ଚାହୁଁନେ
+
|ଏଠାରେ '''str2''' ଅଛି, କାରଣ '''string.c''' ଫାଇଲ୍ ପାଇଁ ଆମେ ଆଉଟପୁଟ୍ ପାରାମିଟର '''str''' କୁ ଓଭର୍ରାଇଟ୍ କରିବାକୁ ଚାହୁଁନେ
 +
 
 
|-
 
|-
| 04:54
+
|04:54
| ଏବେ '''ଏଣ୍ଟର''' ଦାବନ୍ତୁ
+
|ଏବେ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 04:56
+
|04:56
| ଏକଜେକ୍ୟୁଟ୍ କରିବା ପାଇଁ '''./str2''' (ଡଟ୍ ସ୍ଲାସ୍ str2) ଟାଇପ୍ କରନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ '''./str2''' (ଡଟ୍ ସ୍ଲାସ୍ str2) ଟାଇପ୍ କରନ୍ତୁ
 +
 
 
|-
 
|-
| 05:00
+
|05:00
| ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: ''' "The string is Spoken-Tutorial" '''
+
|ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: ''' "The string is Spoken-Tutorial" '''
 +
 
 
|-
 
|-
| 05:06
+
|05:06
| ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
+
|ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
 +
 
 
|-
 
|-
| 05:09
+
|05:09
| ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
+
|ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
 +
 
 
|-
 
|-
| 05:11
+
|05:11
| ଧରନ୍ତୁ, ଏଠାରେ stringର ବନାନକୁ ଆମେ '''sting''' ଭାବେ ଟାଇପ୍ କରିବା
+
|ଧରନ୍ତୁ, ଏଠାରେ stringର ବନାନକୁ ଆମେ '''sting''' ଭାବେ ଟାଇପ୍ କରିବା
 +
 
 
|-
 
|-
| 05:16
+
|05:16
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
|-
+
 
| 05:18
+
| ଏକଜେକ୍ୟୁଟ୍ କରିବା
+
 
|-
 
|-
| 05:19
+
|05:18
| '''terminal'''କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା,'''terminal'''କୁ ଫେରିଆସନ୍ତୁ
 +
 
 
|-
 
|-
| 05:21
+
|05:21
| ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
 +
 
 
|-
 
|-
| 05:23
+
|05:23
| ଏକ ଫେଟାଲ୍ ଏରର୍ ଦେଖାଦେବ
+
|ଏକ ଫେଟାଲ୍ ଏରର୍ ଦେଖାଦେବ
 +
 
 
|-
 
|-
| 05:25
+
|05:25
 
|'''sting.h: No such file or directory '''
 
|'''sting.h: No such file or directory '''
 +
 
|-
 
|-
| 05:28
+
|05:28
 
|'''compilation terminated'''
 
|'''compilation terminated'''
 +
 
|-
 
|-
| 05:30
+
|05:30
| ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
+
|ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
 +
 
 
|-
 
|-
| 05:32
+
|05:32
| ଏହାର କାରଣ ହେଉଛି, କମ୍ପାଇଲର୍ '''sting.h''' ନାମରେ ହେଡର୍ ଫାଇଲ୍ ଖୋଜିପାରୁନାହିଁ
+
|ଏହାର କାରଣ ହେଉଛି, କମ୍ପାଇଲର୍ '''sting.h''' ନାମରେ ହେଡର୍ ଫାଇଲ୍ ଖୋଜିପାରୁନାହିଁ
 +
 
 
|-
 
|-
| 05:39
+
|05:39
| ତେଣୁ ଏହା ଏରର୍ ଦେଉଛି
+
|ତେଣୁ ଏହା ଏରର୍ ଦେଉଛି
 +
 
 
|-
 
|-
| 05:41
+
|05:41
| ଏରର୍ ଫିକ୍ସ କରିବା
+
|ଏରର୍ ଫିକ୍ସ କରିବା
 +
 
 
|-
 
|-
| 05:43
+
|05:43
| ଏଠାରେ '''r''' ଟାଇପ୍ କରନ୍ତୁ
+
|ଏଠାରେ '''r''' ଟାଇପ୍ କରନ୍ତୁ
 +
 
 
|-
 
|-
| 05:45
+
|05:45
| ଏବେ '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|ଏବେ '''ସେଭ୍''' ରେ କ୍ଲିକ୍ କରନ୍ତୁ,ପୁଣି ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 05:46
+
|05:47
| ପୁଣି ଏକଜେକ୍ୟୁଟ୍ କରିବା
+
|ଆମ '''terminal'''କୁ ଫେରିଆସନ୍ତୁ
 +
 
 
|-
 
|-
| 05:47
+
|05:50
| ଆମ '''terminal'''କୁ ଫେରିଆସନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 05:50
+
|05:54
| ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
+
|ହଁ, ଏହା କାମ କରୁଛି!
 +
 
 
|-
 
|-
| 05:54
+
|05:56
| ହଁ, ଏହା କାମ କରୁଛି!
+
|ଏବେ ଅନ୍ୟଏକ ସାଧାରଣ ଏରର୍ ଦେଖିବା
 +
 
 
|-
 
|-
| 05:56
+
|05:59
| ଏବେ ଅନ୍ୟଏକ ସାଧାରଣ ଏରର୍ ଦେଖିବା
+
|ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
 +
 
 
|-
 
|-
| 05:59
+
|06:02
| ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
+
|ଧରାଯାଉ, ଏଠାରେ ମୁଁ '''char''' ସ୍ଥାନରେ '''int''' ଟାଇପ୍ କରିବି
 +
 
 
|-
 
|-
| 06:02
+
|06:06
| ଧରାଯାଉ, ଏଠାରେ ମୁଁ '''char''' ସ୍ଥାନରେ '''int''' ଟାଇପ୍ କରିବି
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା
 +
 
 
|-
 
|-
| 06:06
+
|06:09
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''terminal'''କୁ ଫେରିଆସନ୍ତୁ
 +
 
 
|-
 
|-
| 06:07
+
|06:11
| କ’ଣ ଘଟୁଛି ଦେଖିବା
+
|ପ୍ରମ୍ପ୍ଟ କ୍ଲିୟର୍ କରିବା
 +
 
 
|-
 
|-
| 06:09
+
|06:15
| '''terminal'''କୁ ଫେରିଆସନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
 +
 
 
|-
 
|-
| 06:11
+
|06:17
| ପ୍ରମ୍ପ୍ଟ କ୍ଲିୟର୍ କରିବା
+
|ଏକ ଏରର୍ ଦେଖାଦେବ
 +
 
 
|-
 
|-
| 06:15
+
|06:19
| ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
+
|-
+
| 06:17
+
| ଏକ ଏରର୍ ଦେଖାଦେବ
+
|-
+
| 06:19
+
 
|'''Wide character array initialized from non-wide string '''
 
|'''Wide character array initialized from non-wide string '''
 +
 
|-
 
|-
| 06:24
+
|06:24
 
|'''format %s expects argument of type 'char' but  argument 2 has type 'int' '''
 
|'''format %s expects argument of type 'char' but  argument 2 has type 'int' '''
 +
 
|-
 
|-
| 06:32
+
|06:32
| ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
+
|ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
 +
 
 
|-
 
|-
| 06:36
+
|06:36
| ଏହାର କାରଣ ହେଉଛି, ଆମେ '''string''' ପାଇଁ '''format specifier''' ଭାବେ ''' %s''' ବ୍ୟବହାର କରିଛେ
+
|ଏହାର କାରଣ ହେଉଛି, ଆମେ '''string''' ପାଇଁ '''format specifier''' ଭାବେ ''' %s''' ବ୍ୟବହାର କରିଛେ
 +
 
 
|-
 
|-
| 06:42
+
|06:42
| ଓ ଆମେ ଏକ '''integer''' ଡାଟା ଟାଇପ୍ ସାହାଯ୍ୟରେ ଏହାକୁ ଇନିସିଆଲାଇଜ୍ କରୁଛେ
+
|ଓ ଆମେ ଏକ '''integer''' ଡାଟା ଟାଇପ୍ ସାହାଯ୍ୟରେ ଏହାକୁ ଇନିସିଆଲାଇଜ୍ କରୁଛେ
 +
 
 
|-
 
|-
| 06:47
+
|06:47
| ଏରର୍ ଫିକ୍ସ କରିବା
+
|ଏରର୍ ଫିକ୍ସ କରିବା
 +
 
 
|-
 
|-
| 06:49
+
|06:49
| ଏଠାରେ '''char''' ଟାଇପ୍ କରନ୍ତୁ
+
|ଏଠାରେ '''char''' ଟାଇପ୍ କରନ୍ତୁ
 +
 
 
|-
 
|-
| 06:51
+
|06:51
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:53
+
|06:53
| ଏକଜେକ୍ୟୁଟ୍ କରିବା. '''terminal'''କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା. '''terminal'''କୁ ଫେରିଆସନ୍ତୁ
 +
 
 
|-
 
|-
| 06:56
+
|06:56
| ପୂର୍ବ ଭଳି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 07:00
+
|07:00
| ହଁ, ଏହା କାମ କରୁଛି!
+
|ହଁ, ଏହା କାମ କରୁଛି!
 +
 
 
|-
 
|-
| 07:03
+
|07:03
| ଏବେ ଏହି ପ୍ରୋଗ୍ରାମ୍ କୁ '''C++'''ରେ କେମିତି ଏକଜେକ୍ୟୁଟ୍ କରାଯାଏ, ଦେଖିବା
+
|ଏବେ ଏହି ପ୍ରୋଗ୍ରାମ୍ କୁ '''C++'''ରେ କେମିତି ଏକଜେକ୍ୟୁଟ୍ କରାଯାଏ, ଦେଖିବା
 +
 
 
|-
 
|-
| 07:08
+
|07:08
| ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
+
|ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
 +
 
 
|-
 
|-
| 07:11
+
|07:11
| ଆମ '''string.c''' ଫାଇଲ୍ ଖୋଲିବା
+
|ଆମ '''string.c''' ଫାଇଲ୍ ଖୋଲିବା
 +
 
 
|-
 
|-
| 07:15
+
|07:15
| ଏଠାରେ ଆମେ କୋଡ୍ ଏଡିଟ୍ କରିବା
+
|ଏଠାରେ ଆମେ କୋଡ୍ ଏଡିଟ୍ କରିବା
 +
 
 
|-
 
|-
| 07:18
+
|07:18
| ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''shift, ctrl''' ଏବଂ '''S''' କୀ ପ୍ରେସ୍ କରନ୍ତୁ
+
|ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''shift, ctrl''' ଏବଂ '''S''' କୀ ପ୍ରେସ୍ କରନ୍ତୁ
 +
 
 
|-
 
|-
| 07:25
+
|07:25
| ଏବେ '''.cpp''' (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
+
|ଏବେ '''.cpp''' (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
 +
 
 
|-
 
|-
| 07:29
+
|07:29
| ଓ '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|ଓ '''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:33
+
|07:33
| ଏବେ ଆମେ ହେଡର୍ ଫାଇଲ୍ କୁ ''' iostream ''' ଭାବେ ଚେଞ୍ଜ କରିବା
+
|ଏବେ ଆମେ ହେଡର୍ ଫାଇଲ୍ କୁ ''' iostream ''' ଭାବେ ଚେଞ୍ଜ କରିବା
 +
 
 
|-
 
|-
| 07:38
+
|07:38
| '''using statement''' ମିଶାନ୍ତୁ
+
|'''using statement''' ମିଶାନ୍ତୁ
 +
 
 
|-
 
|-
| 07:43
+
|07:43
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:47
+
|07:47
| ବର୍ତ୍ତମାନ ଆମେ ଏହି ଘୋଷଣାକୁ ଡିଲିଟ୍ କରି
+
|ବର୍ତ୍ତମାନ ଆମେ ଏହି ଘୋଷଣାକୁ ଡିଲିଟ୍ କରି
 +
 
 
|-
 
|-
| 07:50
+
|07:50
| ଏକ '''string variable''' ଘୋଷଣା କରିବା
+
|ଏକ '''string variable''' ଘୋଷଣା କରିବା
 +
 
 
|-
 
|-
| 07:53
+
|07:53
| '''string ସ୍ପେସ୍ strname''' ଓ ଏକ '''semicolon''' ଟାଇପ୍ କରନ୍ତୁ
+
|'''string ସ୍ପେସ୍ strname''' ଓ ଏକ '''semicolon''' ଟାଇପ୍ କରନ୍ତୁ
 +
 
 
|-
 
|-
| 07:59
+
|07:59
 
| '''ସେଭ୍''' ରେ କ୍ଲିକ୍ କରନ୍ତୁ
 
| '''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
|-
 
|-
| 08:02
+
|08:02
| '''printf''' ଷ୍ଟେଟମେଣ୍ଟ କୁ '''cout''' ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
+
|'''printf''' ଷ୍ଟେଟମେଣ୍ଟ କୁ '''cout''' ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
 +
 
 
|-
 
|-
| 08:07
+
|08:07
| ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
+
|ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:11
+
|08:11
| '''scanf''' ଷ୍ଟେଟମେଣ୍ଟ ଡିଲିଟ୍ କରନ୍ତୁ ଓ '''getline opening bracket closing bracket''' ଟାଇପ୍ କରି ବ୍ରାକେଟ୍ ଭିତରେ '''(cin, strname)''' ଟାଇପ୍ କରନ୍ତୁ
+
|'''scanf''' ଷ୍ଟେଟମେଣ୍ଟ ଡିଲିଟ୍ କରନ୍ତୁ ଓ '''getline opening bracket closing bracket''' ଟାଇପ୍ କରି ବ୍ରାକେଟ୍ ଭିତରେ '''(cin, strname)''' ଟାଇପ୍ କରନ୍ତୁ
 +
 
 
|-
 
|-
| 08:24
+
|08:24
| ଶେଷରେ '''semicolon''' ଟାଇପ୍ କରନ୍ତୁ
+
|ଶେଷରେ '''semicolon''' ଟାଇପ୍ କରନ୍ତୁ
 +
 
 
|-
 
|-
| 08:28
+
|08:28
| ଏବେ ପୁଣିଥରେ, '''printf''' ଷ୍ଟେଟମେଣ୍ଟ କୁ '''cout''' ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
+
|ଏବେ ପୁଣିଥରେ, '''printf''' ଷ୍ଟେଟମେଣ୍ଟ କୁ '''cout''' ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
 +
 
 
|-
 
|-
| 08:36
+
|08:36
| '''format specifier''' ଓ '''\n ''' ଡିଲିଟ୍ କରନ୍ତୁ
+
|'''format specifier''' ଓ '''\n ''' ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:40
+
|08:40
| ଏବେ '''comma''' ଡିଲିଟ୍ କରନ୍ତୁ
+
|ଏବେ '''comma''' ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:42
+
|08:42
| ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ, ଏଠାରୁ ବ୍ରାକେଟ୍ ଡିଲିଟ୍ କରନ୍ତୁ
+
|ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ, ଏଠାରୁ ବ୍ରାକେଟ୍ ଡିଲିଟ୍ କରନ୍ତୁ
 +
 
 
|-
 
|-
| 08:49
+
|08:49
| ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ ଓ ଡବଲ୍ କ୍ୱୋଟ୍ସ ଭିତରେ ''' \n ''' ଟାଇପ୍ କରନ୍ତୁ
+
|ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ ଓ ଡବଲ୍ କ୍ୱୋଟ୍ସ ଭିତରେ ''' \n ''' ଟାଇପ୍ କରନ୍ତୁ
 +
 
 
|-
 
|-
| 08:54
+
|08:54
| ଓ '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|ଓ '''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:58
+
|08:58
| ଏଠାରେ ଆମେ ଏକ '''string variable 'strname' ''' ଘୋଷିତ କରିଛେ
+
|ଏଠାରେ ଆମେ ଏକ '''string variable 'strname' ''' ଘୋଷିତ କରିଛେ
 +
 
 
|-
 
|-
| 09:03
+
|09:03
| ଯେହେତୁ ଆମେ '''C++''' ରେ '''format specifier''' ବ୍ୟବହାର କରୁନେ, କମ୍ପାଇଲର୍, 'strname' ଏକ '''string variable''' ବୋଲି ଜାଣିବା ଉଚିତ  
+
|ଯେହେତୁ ଆମେ '''C++''' ରେ '''format specifier''' ବ୍ୟବହାର କରୁନେ, କମ୍ପାଇଲର୍, 'strname' ଏକ '''string variable''' ବୋଲି ଜାଣିବା ଉଚିତ  
 +
 
 
|-
 
|-
| 09:13
+
|09:13
| ଏଠାରେ ଆମେ ଇନପୁଟ୍ କ୍ରମରୁ ଅକ୍ଷର ବାହାର କରିବା ପାଇଁ '''getline''' ବ୍ୟବହାର କଲୁ
+
|ଏଠାରେ ଆମେ ଇନପୁଟ୍ କ୍ରମରୁ ଅକ୍ଷର ବାହାର କରିବା ପାଇଁ '''getline''' ବ୍ୟବହାର କଲୁ
 +
 
 
|-
 
|-
| 09:18
+
|09:18
| ଏହା ସେଗୁଡ଼ିକୁ ଏକ '''string''' ଭାବେ ଷ୍ଟୋର୍ କରେ
+
|ଏହା ସେଗୁଡ଼ିକୁ ଏକ '''string''' ଭାବେ ଷ୍ଟୋର୍ କରେ
 +
 
 
|-
 
|-
| 09:22
+
|09:22
| ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
+
|ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
 +
 
 
|-
 
|-
| 09:27
+
|09:27
| ମୁଁ ପ୍ରମ୍ପ୍ଟ କ୍ଲିୟର୍ କରିଦେଉଛି
+
|ମୁଁ ପ୍ରମ୍ପ୍ଟ କ୍ଲିୟର୍ କରିଦେଉଛି
 +
 
 
|-
 
|-
| 09:30
+
|09:30
| କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ
 +
 
 
|-
 
|-
| 09:32
+
|09:32
 
|'''g++ ସ୍ପେସ୍ string.cpp ସ୍ପେସ୍ -o ସ୍ପେସ୍ str3'''
 
|'''g++ ସ୍ପେସ୍ string.cpp ସ୍ପେସ୍ -o ସ୍ପେସ୍ str3'''
 +
 
|-
 
|-
| 09:39
+
|09:39
| ଓ '''ଏଣ୍ଟର''' ଦାବନ୍ତୁ
+
|ଓ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 09:41
+
|09:41
| ଏକଜେକ୍ୟୁଟ୍ କରିବା ପାଇଁ, '''./str3 '''(ଡଟ୍ ସ୍ଲାସ୍ str3) ଟାଇପ୍ କରନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ, '''./str3 '''(ଡଟ୍ ସ୍ଲାସ୍ str3) ଟାଇପ୍ କରନ୍ତୁ
 +
 
 
|-
 
|-
| 09:46
+
|09:46
| '''ଏଣ୍ଟର''' ଦାବନ୍ତୁ
+
|'''ଏଣ୍ଟର''' ଦାବନ୍ତୁ,ଏହା '''Enter the string''' ଭାବେ ପ୍ରଦର୍ଶିତ ହେବ
 +
 
 
|-
 
|-
| 09:47
+
|09:50
| ଏହା '''Enter the string''' ଭାବେ ପ୍ରଦର୍ଶିତ ହେବ
+
|ମୁଁ '''Talk To A Teacher ''' ଏଣ୍ଟର କରିବି
 +
 
 
|-
 
|-
| 09:50
+
|09:55
| ମୁଁ '''Talk To A Teacher ''' ଏଣ୍ଟର କରିବି
+
|ଏବେ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 09:55
+
|09:57
| ଏବେ '''ଏଣ୍ଟର''' ଦାବନ୍ତୁ
+
|ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
 +
 
 
|-
 
|-
| 09:57
+
|09:59
| ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
+
|"The string is Talk To A Teacher"
 +
 
 
|-
 
|-
| 09:59
+
|10:03
| "The string is Talk To A Teacher"
+
|ଦେଖନ୍ତୁ, ଆଉଟପୁଟ୍ ଆମ C କୋଡ୍ ପରି ସମାନ ଅଟେ
 +
 
 
|-
 
|-
| 10:03
+
|10:07
| ଦେଖନ୍ତୁ, ଆଉଟପୁଟ୍ ଆମ C କୋଡ୍ ପରି ସମାନ ଅଟେ
+
|ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
 +
 
 
|-
 
|-
| 10:07
+
|10:10
| ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
+
|ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
 +
 
 
|-
 
|-
| 10:10
+
|10:13
| ସଂକ୍ଷିପ୍ତରେ
+
|'''Strings''','''String'''ର ଡିକ୍ଲାରେସନ୍
 +
 
 
|-
 
|-
| 10:11
+
|10:16
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
+
|-
+
| 10:13
+
| *'''Strings'''
+
|-
+
| 10:14
+
| *'''String'''ର ଡିକ୍ଲାରେସନ୍
+
|-
+
| 10:16
+
 
|'''ଯେପରି: char strname[30] '''
 
|'''ଯେପରି: char strname[30] '''
 +
 
|-
 
|-
 
|10:20
 
|10:20
| * '''string'''ର ଇନିସିଆଲାଇଜେସନ୍
+
|'''string'''ର ଇନିସିଆଲାଇଜେସନ୍,ଯେପରି: '''char strname[30] = “Talk To A Teacher”'''
|-
+
 
| 10:21
+
| ଯେପରି: '''char strname[30] = “Talk To A Teacher”'''
+
 
|-
 
|-
| 10:26
+
|10:26
| ଏକ ଆସାଇନ୍ମେଣ୍ଟ୍ ଭାବେ,
+
|ଏକ ଆସାଇନ୍ମେଣ୍ଟ୍ ଭାବେ,
 +
 
 
|-
 
|-
| 10:28
+
|10:28
| ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି ଏକ '''string''' ପ୍ରିଣ୍ଟ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି ଏକ '''string''' ପ୍ରିଣ୍ଟ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 10:34
+
|10:34
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 10:37
+
|10:37
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 10:40
+
|10:40
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
 
|10:44
 
|10:44
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 10:46
+
|10:46
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 10:49
+
|10:49
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 10:54
+
|10:54
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
 
|11:01
 
|11:01
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
 
|11:04
 
|11:04
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 11:12
+
|11:12
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 11:16
+
|11:16
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 11:20
+
|11:20
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 16:24, 3 April 2017

Time Narration
00:01 C ଓ C++ରେ Strings ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
00:08 Strings କ’ଣ
00:10 Stringର ଘୋଷଣା
00:13 Stringର ଇନିସିଆଲାଇଜେସନ୍
00:15 String ଉପରେ କିଛି ଉଦାହରଣ
00:17 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04,
00:29 gcc ଏବଂ g++ Compiler ଭର୍ସନ୍ 4.6.1
00:35 stringର ପରିଚୟରୁ ଆରମ୍ଭ କରିବା
00:38 String ହେଉଛି କ୍ୟାରେକ୍ଟର୍ସର ଏକ ସିକ୍ୱେନ୍ସ, ଯାହାକୁ ସିଙ୍ଗଲ୍ ଡାଟା ଆଇଟମ୍ ଭାବେ ଟ୍ରିଟ୍ କରାଯାଏ
00:44 Size of string = length of string + 1.
00:49 string କେମିତି ଘୋଷିତ କରାଯାଏ, ଦେଖିବା
00:52 ଏଥିପାଇଁ ସିଣ୍ଟାକ୍ସ ହେଉଛି
00:55 char, stringର ନାମ ଓ size
00:59 char ହେଉଛି ଡାଟା ଟାଇପ୍, name of the string ହେଉଛି stringର ନାମ ଓ ଆମେ ଏଠାରେ ସାଇଜ୍ ଦେଇପାରିବା
01:06 ଉଦାହରଣସ୍ୱରୂପ: ଏଠାରେ ଆମେ size 10 ସହିତ character string names ଘୋଷିତ କରିଛେ
01:13 ଏବେ ଆମେ ଏକ ଉଦାହରଣ ଦେଖିବା
01:15 ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି, ଏହାକୁ ଖୋଲିବା
01:19 ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି string.c
01:23 ଏହି ପ୍ରୋଗ୍ରାମ୍ରେ, ଆମେ ୟୁଜର୍ ଠାରୁ ଇନପୁଟ୍ ଭାବେ ଏକ string ନେଇ ତାକୁ ପ୍ରିଣ୍ଟ୍ କରିବା
01:29 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:32 ଏଗୁଡ଼ିକ ହେଉଛି ଆମ ହେଡର୍ ଫାଇଲ୍ସ
01:34 ଏଠାରେ string ୟୁଟିଲିଟିଜ୍ ହ୍ୟାଣ୍ଡଲିଙ୍ଗ୍ ର ଡିକ୍ଲାରେସନ୍ସ, ଫଙ୍କସନ୍ସ, କନଷ୍ଟାଣ୍ଟକୁ string.h ମିଶାଏ
01:43 ଯେବେବି ଆମେ string functions ଉପରେ କାମ କରିବା ଏହି ହେଡର୍ ଫାଇଲ୍କୁ ମିଶାଇବା ଉଚିତ
01:47 ଏହା ହେଉଛି main() ଫଙ୍କସନ୍
01:49 ଏଠାରେ ଆମେ ସାଇଜ୍ 30 ସହ string strname ଘୋଷିତ କରୁଛେ
01:55 ଏଠାରେ ଆମେ ୟୁଜର୍ ଠାରୁ ଏକ string ଗ୍ରହଣ କରୁଛେ
01:58 ଏକ stringକୁ ପଢ଼ିବା ପାଇଁ ଆମେ, ଫର୍ମାଟ୍ ସ୍ପେସିଫାୟର୍ %s ସହିତ scanf() ଫଙ୍କସନ୍ ବ୍ୟବହାର କରିପାରିବା
02:05 ଷ୍ଟ୍ରିଙ୍ଗ୍ ସହ ସ୍ପେସ୍ ମିଶାଇବା ପାଇଁ ଆମେ caret sign ଏବଂ \n (ବ୍ୟାକସ୍ଲାଶ୍ n) ବ୍ୟବହାର କରୁଛେ
02:11 ଏହାପରେ string ପ୍ରିଣ୍ଟ୍ କରିବା
02:13 ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ
02:16 ଏବେ ସେଭ୍ କ୍ଲିକ୍ କରନ୍ତୁ
02:18 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:20 କୀ’ବୋର୍ଡରେ ଏକକାଳୀନ Ctrl, Alt ଏବଂ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
02:30 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ string.c ସ୍ପେସ୍ -o ସ୍ପେସ୍ str ଟାଇପ୍ କରନ୍ତୁ
02:37 ଏଣ୍ଟର ଦାବନ୍ତୁ
02:40 ଏକଜେକ୍ୟୁଟ୍ କରିବା ପାଇଁ, ./str (ଡଟ୍ ସ୍ଲାସ୍ str) ଟାଇପ୍ କରନ୍ତୁ
02:43 ଏବେ ଏଣ୍ଟର ଦାବନ୍ତୁ
02:46 ଏଠାରେ Enter the string ଡିସପ୍ଲେ ହେବ
02:49 ମୁଁ "Talk To A Teacher" ଟାଇପ୍ କରିବି
02:56 ଏବେ ଏଣ୍ଟର ଦାବନ୍ତୁ
02:58 ଆଉଟପୁଟ୍ The string is Talk To A Teacher ଭାବେ ପ୍ରଦର୍ଶିତ ହେବ
03:03 ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
03:06 ଏପର୍ଯ୍ୟନ୍ତ ଆମେ ଏକ stringର ଡିକ୍ଲାରେସନ୍ ବିଷୟରେ ଆଲୋଚନା କଲେ
03:10 ଏବେ string କେମିତି ଇନିସିଆଲାଇଜ୍ କରାଯାଏ, ଆଲୋଚନା କରିବା
03:13 ଏଥିପାଇଁ ସିଣ୍ଟାକ୍ସ ହେଉଛି,
03:16 char var_name[size] = “string”;
03:20 ଉଦାହରଣ: ଏଠାରେ ଆମେ ସାଇଜ୍ 10 ସହ ଏକ character string “names” ଡିକ୍ଲାୟାର୍ କରିଛେ ତଥା string ହେଉଛି “Priya”
03:28 ଆଉଏକ ସିଣ୍ଟାକ୍ସ ହେଉଛି,
03:31 char var_name[ ] = {'S', 't', 'r', 'i', 'n', 'g'} ସିଙ୍ଗଲ୍ କ୍ୱୋଟ୍ସରେ
03:36 ଉଦାହରଣ: char names[10] = {'P', 'r', 'i', 'y', 'a'} ସିଙ୍ଗଲ କ୍ୱୋଟ୍ସରେ
03:42 ପ୍ରଥମ ସିଣ୍ଟାକ୍ସ କେମିତି ବ୍ୟବହାର କରାଯାଏ, ଏକ ଉଦାହରଣ ସହ ଦେଖିବା
03:48 ଏଡିଟର୍କୁ ଫେରିଆସନ୍ତୁ. ଆମେ ସମାନ ଉଦାହରଣ ବ୍ୟବହାର କରିବା
03:52 ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ s କୀ ଦାବନ୍ତୁ
03:58 ଏବେ stringinitialize ନାମରେ ଫାଇଲ୍ କୁ ସେଭ୍ କରନ୍ତୁ
04:03 ସେଭ୍ କ୍ଲିକ୍ କରନ୍ତୁ
04:06 string ଇନିସିଆଲାଇଜ୍ କରିବା
04:08 ତେଣୁ ପଞ୍ଚମ ଧାଡ଼ିରେ, ଟାଇପ୍ କରନ୍ତୁ
04:11 = and ଓ ଡବଲ୍ କ୍ୱୋଟ୍ସ ମଧ୍ୟରେ “Spoken-Tutorial”;
04:20 ସେଭ୍ ରେ କ୍ଲିକ୍ କରନ୍ତୁ
04:22 ଏବେ ଏହି ଦୁଇ ଲାଇନ୍କୁ କାଢ଼ିଦିଅନ୍ତୁ, କାରଣ ଆମେ କେବଳ stringକୁ ପ୍ରିଣ୍ଟ୍ କରିବାକୁ ଯାଉଛେ
04:27 ସେଭ୍ ରେ କ୍ଲିକ୍ କରନ୍ତୁ
04:30 ଏକଜେକ୍ୟୁଟ୍ କରିବା,terminalକୁ ଫେରିଆସନ୍ତୁ
04:33 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ
04:35 gcc ସ୍ପେସ୍ stringinitialize.c ସ୍ପେସ୍ -o ସ୍ପେସ୍ str2
04:44 ଏଠାରେ str2 ଅଛି, କାରଣ string.c ଫାଇଲ୍ ପାଇଁ ଆମେ ଆଉଟପୁଟ୍ ପାରାମିଟର str କୁ ଓଭର୍ରାଇଟ୍ କରିବାକୁ ଚାହୁଁନେ
04:54 ଏବେ ଏଣ୍ଟର ଦାବନ୍ତୁ
04:56 ଏକଜେକ୍ୟୁଟ୍ କରିବା ପାଇଁ ./str2 (ଡଟ୍ ସ୍ଲାସ୍ str2) ଟାଇପ୍ କରନ୍ତୁ
05:00 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ: "The string is Spoken-Tutorial"
05:06 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
05:09 ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
05:11 ଧରନ୍ତୁ, ଏଠାରେ stringର ବନାନକୁ ଆମେ sting ଭାବେ ଟାଇପ୍ କରିବା
05:16 ସେଭ୍ ରେ କ୍ଲିକ୍ କରନ୍ତୁ
05:18 ଏକଜେକ୍ୟୁଟ୍ କରିବା,terminalକୁ ଫେରିଆସନ୍ତୁ
05:21 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
05:23 ଏକ ଫେଟାଲ୍ ଏରର୍ ଦେଖାଦେବ
05:25 sting.h: No such file or directory
05:28 compilation terminated
05:30 ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
05:32 ଏହାର କାରଣ ହେଉଛି, କମ୍ପାଇଲର୍ sting.h ନାମରେ ହେଡର୍ ଫାଇଲ୍ ଖୋଜିପାରୁନାହିଁ
05:39 ତେଣୁ ଏହା ଏରର୍ ଦେଉଛି
05:41 ଏରର୍ ଫିକ୍ସ କରିବା
05:43 ଏଠାରେ r ଟାଇପ୍ କରନ୍ତୁ
05:45 ଏବେ ସେଭ୍ ରେ କ୍ଲିକ୍ କରନ୍ତୁ,ପୁଣି ଏକଜେକ୍ୟୁଟ୍ କରିବା
05:47 ଆମ terminalକୁ ଫେରିଆସନ୍ତୁ
05:50 ପୂର୍ବ ଭଳି କମ୍ପାଇଲ୍ ଏବଂ ଏକଜେକ୍ୟୁଟ୍ କରନ୍ତୁ
05:54 ହଁ, ଏହା କାମ କରୁଛି!
05:56 ଏବେ ଅନ୍ୟଏକ ସାଧାରଣ ଏରର୍ ଦେଖିବା
05:59 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
06:02 ଧରାଯାଉ, ଏଠାରେ ମୁଁ char ସ୍ଥାନରେ int ଟାଇପ୍ କରିବି
06:06 ସେଭ୍ ରେ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା
06:09 terminalକୁ ଫେରିଆସନ୍ତୁ
06:11 ପ୍ରମ୍ପ୍ଟ କ୍ଲିୟର୍ କରିବା
06:15 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
06:17 ଏକ ଏରର୍ ଦେଖାଦେବ
06:19 Wide character array initialized from non-wide string
06:24 format %s expects argument of type 'char' but argument 2 has type 'int'
06:32 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
06:36 ଏହାର କାରଣ ହେଉଛି, ଆମେ string ପାଇଁ format specifier ଭାବେ  %s ବ୍ୟବହାର କରିଛେ
06:42 ଓ ଆମେ ଏକ integer ଡାଟା ଟାଇପ୍ ସାହାଯ୍ୟରେ ଏହାକୁ ଇନିସିଆଲାଇଜ୍ କରୁଛେ
06:47 ଏରର୍ ଫିକ୍ସ କରିବା
06:49 ଏଠାରେ char ଟାଇପ୍ କରନ୍ତୁ
06:51 ସେଭ୍ ରେ କ୍ଲିକ୍ କରନ୍ତୁ
06:53 ଏକଜେକ୍ୟୁଟ୍ କରିବା. terminalକୁ ଫେରିଆସନ୍ତୁ
06:56 ପୂର୍ବ ଭଳି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ
07:00 ହଁ, ଏହା କାମ କରୁଛି!
07:03 ଏବେ ଏହି ପ୍ରୋଗ୍ରାମ୍ କୁ C++ରେ କେମିତି ଏକଜେକ୍ୟୁଟ୍ କରାଯାଏ, ଦେଖିବା
07:08 ଆମ ପ୍ରୋଗ୍ରାମ୍କୁ ଫେରିଆସନ୍ତୁ
07:11 ଆମ string.c ଫାଇଲ୍ ଖୋଲିବା
07:15 ଏଠାରେ ଆମେ କୋଡ୍ ଏଡିଟ୍ କରିବା
07:18 ପ୍ରଥମେ କୀ’ବୋର୍ଡରେ ଏକକାଳୀନ shift, ctrl ଏବଂ S କୀ ପ୍ରେସ୍ କରନ୍ତୁ
07:25 ଏବେ .cpp (ଡଟ୍ ସିପିପି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ
07:29 ସେଭ୍ ରେ କ୍ଲିକ୍ କରନ୍ତୁ
07:33 ଏବେ ଆମେ ହେଡର୍ ଫାଇଲ୍ କୁ iostream ଭାବେ ଚେଞ୍ଜ କରିବା
07:38 using statement ମିଶାନ୍ତୁ
07:43 ସେଭ୍ ରେ କ୍ଲିକ୍ କରନ୍ତୁ
07:47 ବର୍ତ୍ତମାନ ଆମେ ଏହି ଘୋଷଣାକୁ ଡିଲିଟ୍ କରି
07:50 ଏକ string variable ଘୋଷଣା କରିବା
07:53 string ସ୍ପେସ୍ strname ଓ ଏକ semicolon ଟାଇପ୍ କରନ୍ତୁ
07:59 ସେଭ୍ ରେ କ୍ଲିକ୍ କରନ୍ତୁ
08:02 printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
08:07 ଏଠାରୁ କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରନ୍ତୁ
08:11 scanf ଷ୍ଟେଟମେଣ୍ଟ ଡିଲିଟ୍ କରନ୍ତୁ ଓ getline opening bracket closing bracket ଟାଇପ୍ କରି ବ୍ରାକେଟ୍ ଭିତରେ (cin, strname) ଟାଇପ୍ କରନ୍ତୁ
08:24 ଶେଷରେ semicolon ଟାଇପ୍ କରନ୍ତୁ
08:28 ଏବେ ପୁଣିଥରେ, printf ଷ୍ଟେଟମେଣ୍ଟ କୁ cout ଷ୍ଟେଟମେଣ୍ଟ ସହ ରିପ୍ଲେସ୍ କରନ୍ତୁ
08:36 format specifier\n ଡିଲିଟ୍ କରନ୍ତୁ
08:40 ଏବେ comma ଡିଲିଟ୍ କରନ୍ତୁ
08:42 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ, ଏଠାରୁ ବ୍ରାକେଟ୍ ଡିଲିଟ୍ କରନ୍ତୁ
08:49 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ ଓ ଡବଲ୍ କ୍ୱୋଟ୍ସ ଭିତରେ \n ଟାଇପ୍ କରନ୍ତୁ
08:54 ସେଭ୍ ରେ କ୍ଲିକ୍ କରନ୍ତୁ
08:58 ଏଠାରେ ଆମେ ଏକ string variable 'strname' ଘୋଷିତ କରିଛେ
09:03 ଯେହେତୁ ଆମେ C++ ରେ format specifier ବ୍ୟବହାର କରୁନେ, କମ୍ପାଇଲର୍, 'strname' ଏକ string variable ବୋଲି ଜାଣିବା ଉଚିତ
09:13 ଏଠାରେ ଆମେ ଇନପୁଟ୍ କ୍ରମରୁ ଅକ୍ଷର ବାହାର କରିବା ପାଇଁ getline ବ୍ୟବହାର କଲୁ
09:18 ଏହା ସେଗୁଡ଼ିକୁ ଏକ string ଭାବେ ଷ୍ଟୋର୍ କରେ
09:22 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
09:27 ମୁଁ ପ୍ରମ୍ପ୍ଟ କ୍ଲିୟର୍ କରିଦେଉଛି
09:30 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ
09:32 g++ ସ୍ପେସ୍ string.cpp ସ୍ପେସ୍ -o ସ୍ପେସ୍ str3
09:39 ଏଣ୍ଟର ଦାବନ୍ତୁ
09:41 ଏକଜେକ୍ୟୁଟ୍ କରିବା ପାଇଁ, ./str3 (ଡଟ୍ ସ୍ଲାସ୍ str3) ଟାଇପ୍ କରନ୍ତୁ
09:46 ଏଣ୍ଟର ଦାବନ୍ତୁ,ଏହା Enter the string ଭାବେ ପ୍ରଦର୍ଶିତ ହେବ
09:50 ମୁଁ Talk To A Teacher ଏଣ୍ଟର କରିବି
09:55 ଏବେ ଏଣ୍ଟର ଦାବନ୍ତୁ
09:57 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
09:59 "The string is Talk To A Teacher"
10:03 ଦେଖନ୍ତୁ, ଆଉଟପୁଟ୍ ଆମ C କୋଡ୍ ପରି ସମାନ ଅଟେ
10:07 ଏବେ ସ୍ଲାଇଡ୍ସକୁ ଫେରିଆସନ୍ତୁ
10:10 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
10:13 Strings,Stringର ଡିକ୍ଲାରେସନ୍
10:16 ଯେପରି: char strname[30]
10:20 stringର ଇନିସିଆଲାଇଜେସନ୍,ଯେପରି: char strname[30] = “Talk To A Teacher”
10:26 ଏକ ଆସାଇନ୍ମେଣ୍ଟ୍ ଭାବେ,
10:28 ଦ୍ୱିତୀୟ ସିଣ୍ଟାକ୍ସ ବ୍ୟବହାର କରି ଏକ string ପ୍ରିଣ୍ଟ କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
10:34 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:37 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:46 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:54 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
11:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:04 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:12 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:16 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
11:20 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep