Difference between revisions of "C-and-Cpp/C4/Understanding-Pointers/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 | “C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍...")
 
 
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| “C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
+
|“C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
 +
 
 
|-
 
|-
| 00:08
+
|00:08
| *ପଏଣ୍ଟର୍ସ
+
|ପଏଣ୍ଟର୍ସ
 +
 
 
|-
 
|-
| 00:10
+
|00:10
| *ପଏଣ୍ଟର୍ସ କ୍ରିଏଟ୍‍ କରିବା
+
|ପଏଣ୍ଟର୍ସ କ୍ରିଏଟ୍‍ କରିବା
 +
 
 
|-
 
|-
| 00:12
+
|00:12
| *ଏବଂ ପଏଣ୍ଟର୍ସ ଉପରେ କାର୍ଯ୍ୟମାନ
+
|ଏବଂ ପଏଣ୍ଟର୍ସ ଉପରେ କାର୍ଯ୍ୟମାନ
 +
 
 
|-
 
|-
| 00:14
+
|00:14
| ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
+
|ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
 +
 
 
|-
 
|-
| 00:18
+
|00:18
| ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍ ୧୧.୧୦
+
|ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍ ୧୧.୧୦
 +
 
 
|-
 
|-
| 00:25
+
|00:25
| '''gcc ଏବଂ g++ କମ୍ପାଇଲର୍''' ଭର୍ସନ୍ ୪.୬.୧
+
|'''gcc ଏବଂ g++ କମ୍ପାଇଲର୍''' ଭର୍ସନ୍ ୪.୬.୧
 +
 
 
|-
 
|-
| 00:31
+
|00:31
| ଆସନ୍ତୁ ପଏଣ୍ଟର୍ସର ପରିଚୟରୁ ଆରମ୍ଭ କରିବା
+
|ଆସନ୍ତୁ ପଏଣ୍ଟର୍ସର ପରିଚୟରୁ ଆରମ୍ଭ କରିବା
 +
 
 
|-
 
|-
 
|00:34
 
|00:34
| ପଏଣ୍ଟର୍ସ ମେମୋରୀରେ ସ୍ଥାନ ଇଙ୍ଗିତ କରେ
+
|ପଏଣ୍ଟର୍ସ ମେମୋରୀରେ ସ୍ଥାନ ଇଙ୍ଗିତ କରେ
 +
 
 
|-
 
|-
|00.38
+
|00:38
| ପଏଣ୍ଟର୍ସ ମେମୋରୀ ଆଡ୍ରେସ ଷ୍ଟୋର କରେ
+
|ପଏଣ୍ଟର୍ସ ମେମୋରୀ ଆଡ୍ରେସ ଷ୍ଟୋର କରେ
 +
 
 
|-
 
|-
| 00:41
+
|00:41
| ସେହି ଆଡ୍ରେସରେ ଷ୍ଟୋର ଥିବା ଭାଲ୍ୟୁ ମଧ୍ୟ ଦିଏ
+
|ସେହି ଆଡ୍ରେସରେ ଷ୍ଟୋର ଥିବା ଭାଲ୍ୟୁ ମଧ୍ୟ ଦିଏ
 +
 
 
|-
 
|-
| 00:45
+
|00:45
| ଏବେ, ପଏଣ୍ଟର୍ସ ଉପରେ ଏକ ଉଦାହରଣ ଦେଖିବା
+
|ଏବେ, ପଏଣ୍ଟର୍ସ ଉପରେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 00:48
+
|00:48
| ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''pointers_demo.c'''
+
|ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''pointers_demo.c'''
 +
 
 
|-
 
|-
| 00:54
+
|00:54
| ଏବେ କୋଡ ଦେଖିବା
+
|ଏବେ କୋଡ ଦେଖିବା
 +
 
 
|-
 
|-
| 00:56
+
|00:56
| '''stdio.h''' ହେଉଛି ଆମର ହେଡର୍ ଫାଇଲ୍
+
|'''stdio.h''' ହେଉଛି ଆମର ହେଡର୍ ଫାଇଲ୍
 +
 
 
|-
 
|-
| 01:00
+
|01:00
| ଏହା ହେଉଛି ଆମର '''main()''' ଫଙ୍କସନ୍
+
|ଏହା ହେଉଛି ଆମର '''main()''' ଫଙ୍କସନ୍
 
|-
 
|-
| 01:03
+
 
| ଆମ ପାଖରେ ଭାଲ୍ୟୁ '''10''' ସହିତ '''long integer num''' ଅଛି
+
|01:03
 +
|ଆମ ପାଖରେ ଭାଲ୍ୟୁ '''10''' ସହିତ '''long integer num''' ଅଛି
 +
 
 
|-
 
|-
| 01:09
+
|01:09
| ଏହାପରେ ଆମେ ଏକ '''ptr''' ପଏଣ୍ଟର ଘୋଷିତ କରୁ
+
|ଏହାପରେ ଆମେ ଏକ '''ptr''' ପଏଣ୍ଟର ଘୋଷିତ କରୁ
 +
 
 
|-
 
|-
| 01:12
+
|01:12
| ଗୋଟିଏ ପଏଣ୍ଟର୍ ଘୋଷିତ କରିବାକୁ ଆଷ୍ଟେରିସ୍କ ଚିହ୍ନ ବ୍ୟବହୃତ ହୁଏ
+
|ଗୋଟିଏ ପଏଣ୍ଟର୍ ଘୋଷିତ କରିବାକୁ ଆଷ୍ଟେରିସ୍କ ଚିହ୍ନ ବ୍ୟବହୃତ ହୁଏ
 +
 
 
|-
 
|-
| 01:16
+
|01:16
| ଏହି ପଏଣ୍ଟର୍ '''long  int''' ଟାଇପ୍କୁ ସୂଚିତ କରିପାରେ
+
|ଏହି ପଏଣ୍ଟର୍ '''long  int''' ଟାଇପ୍କୁ ସୂଚିତ କରିପାରେ
 +
 
 
|-
 
|-
| 01:20
+
|01:20
| 'printf' ଷ୍ଟେଟମେଣ୍ଟରେ, ଭେରିଏବଲ୍ ର ମେମୋରୀ ଆଡ୍ରେସ ରିଟ୍ରାଇଭ କରିବା ପାଇଁ ଆମ୍ପର୍ସେଣ୍ଡ ବ୍ୟବହୃତ ହୁଏ
+
|'printf' ଷ୍ଟେଟମେଣ୍ଟରେ, ଭେରିଏବଲ୍ ର ମେମୋରୀ ଆଡ୍ରେସ ରିଟ୍ରାଇଭ କରିବା ପାଇଁ ଆମ୍ପର୍ସେଣ୍ଡ ବ୍ୟବହୃତ ହୁଏ
 +
 
 
|-
 
|-
 
|01:28
 
|01:28
| ତେଣୁ, '''ଆମ୍ପର୍ସେଣ୍ଡ num (&num)''', '''num'''ର ମେମୋରୀ ଆଡ୍ରେସ ଦେବ
+
|ତେଣୁ, '''ଆମ୍ପର୍ସେଣ୍ଡ num (&num)''', '''num'''ର ମେମୋରୀ ଆଡ୍ରେସ ଦେବ
 +
 
 
|-
 
|-
| 01:33
+
|01:33
| ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ ନମ୍ ର ଆଡ୍ରେସ୍ ପ୍ରିଣ୍ଟ୍ କରିବ
+
|ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ ନମ୍ ର ଆଡ୍ରେସ୍ ପ୍ରିଣ୍ଟ୍ କରିବ
 +
 
 
|-
 
|-
| 01:37
+
|01:37
| ଏହିଠାରେ, “num”ର ଆଡ୍ରେସକୁ ptr ଷ୍ଟୋର୍ କରେ
+
|ଏହିଠାରେ, “num”ର ଆଡ୍ରେସକୁ ptr ଷ୍ଟୋର୍ କରେ
 +
 
 
|-
 
|-
| 01:41
+
|01:41
| ଏହି ଷ୍ଟେଟମେଣ୍ଟ '''ptr''' ର ଆଡ୍ରେସ ପ୍ରିଣ୍ଟ୍ କରିବ
+
|ଏହି ଷ୍ଟେଟମେଣ୍ଟ '''ptr''' ର ଆଡ୍ରେସ ପ୍ରିଣ୍ଟ୍ କରିବ
 +
 
 
|-
 
|-
| 01:45
+
|01:45
| '''sizeof()''' ଫଙ୍କସନ୍ '''ptr'''ର ସାଇଜ ଦେବ
+
|'''sizeof()''' ଫଙ୍କସନ୍ '''ptr'''ର ସାଇଜ ଦେବ
 +
 
 
|-
 
|-
 
|01:49
 
|01:49
| ଏହା '''ptr'''ର ଭାଲ୍ୟୁ ଦେବ
+
|ଏହା '''ptr'''ର ଭାଲ୍ୟୁ ଦେବ
 +
 
 
|-
 
|-
 
|01:51
 
|01:51
| ତାହା ହେଉଛି '''num'''ର ମେମୋରୀ ଆଡ୍ରେସ
+
|ତାହା ହେଉଛି '''num'''ର ମେମୋରୀ ଆଡ୍ରେସ
 +
 
 
|-
 
|-
 
|01:54
 
|01:54
| ଏବଂ ଏଠାରେ '''asterisk ptr''' ଆଡ୍ରେସରେ ଭାଲ୍ୟୁ ଦେବ
+
|ଏବଂ ଏଠାରେ '''asterisk ptr''' ଆଡ୍ରେସରେ ଭାଲ୍ୟୁ ଦେବ
 +
 
 
|-
 
|-
 
|01:59
 
|01:59
| ତେଣୁ, ଆଷ୍ଟେରିସ୍କ ବ୍ୟବହାରରେ ମେମୋରୀ ଆଡ୍ରେସ ମିଳିବ ନାହିଁ
+
|ତେଣୁ, ଆଷ୍ଟେରିସ୍କ ବ୍ୟବହାରରେ ମେମୋରୀ ଆଡ୍ରେସ ମିଳିବ ନାହିଁ
 +
 
 
|-
 
|-
 
|02:03
 
|02:03
| ବରଂ ଏହା ଭାଲ୍ୟୁ ଦେବ
+
|ବରଂ ଏହା ଭାଲ୍ୟୁ ଦେବ
 +
 
 
|-
 
|-
 
|02:06
 
|02:06
| '''long int''' ପାଇଁ '''%ld''' ହେଉଛି ଏକ ଫର୍ମାଟ୍ ସ୍ପେସିଫାୟର
+
|'''long int''' ପାଇଁ '''%ld''' ହେଉଛି ଏକ ଫର୍ମାଟ୍ ସ୍ପେସିଫାୟର
 +
 
 
|-
 
|-
 
|02:10
 
|02:10
| ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ୍ କରିବା
+
|ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
 
|02:13
 
|02:13
| କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T''' ଦବାଇ ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ
+
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T''' ଦବାଇ ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|02:21
 
|02:21
| କମ୍ପାଇଲ୍ କରିବା ପାଇଁ '''gcc ସ୍ପେସ୍  pointers ଅଣ୍ଡର୍ସ୍କୋର୍ demo ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ point''' ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ '''gcc ସ୍ପେସ୍  pointers ଅଣ୍ଡର୍ସ୍କୋର୍ demo ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ point''' ଟାଇପ୍ କରନ୍ତୁ
 +
 
 
|-
 
|-
 
|02:32
 
|02:32
| “ଏଣ୍ଟର” ଦାବନ୍ତୁ
+
|“ଏଣ୍ଟର” ଦାବନ୍ତୁ
 +
 
 
|-
 
|-
 
|02:34
 
|02:34
| '''ଡଟ୍ ସ୍ଲାଶ୍ point''' ଟାଇପ୍ କରି “ଏଣ୍ଟର” ଦାବନ୍ତୁ
+
|'''ଡଟ୍ ସ୍ଲାଶ୍ point''' ଟାଇପ୍ କରି “ଏଣ୍ଟର” ଦାବନ୍ତୁ
 +
 
 
|-
 
|-
 
|02:39
 
|02:39
| ଆଉଟପୁଟ ପ୍ରଦର୍ଶିତ ହେବ
+
|ଆଉଟପୁଟ ପ୍ରଦର୍ଶିତ ହେବ
 +
 
 
|-
 
|-
| 02:42
+
|02:42
| num ଆଡ୍ରେସ ଏବଂ ptr ଭାଲ୍ୟୁ ସମାନ ଥିବାର ଆମେ ଦେଖିପାରିବା
+
|num ଆଡ୍ରେସ ଏବଂ ptr ଭାଲ୍ୟୁ ସମାନ ଥିବାର ଆମେ ଦେଖିପାରିବା
 +
 
 
|-
 
|-
| 02:48
+
|02:48
| ଯେଉଁଠାରେକି num ଏବଂ ptrର ମେମୋରୀ ଆଡ୍ରେସ ଅଲଗା
+
|ଯେଉଁଠାରେକି num ଏବଂ ptrର ମେମୋରୀ ଆଡ୍ରେସ ଅଲଗା
 +
 
 
|-
 
|-
| 02:53
+
|02:53
| ପଏଣ୍ଟର୍ ସାଇଜ ହେଉଛି '''8 bytes'''
+
|ପଏଣ୍ଟର୍ ସାଇଜ ହେଉଛି '''8 bytes'''
 +
 
 
|-
 
|-
| 02:57
+
|02:57
| ଏବଂ '''ptr''' ଦ୍ୱାରା ସୂଚିତ ଭାଲ୍ୟୁ ମଧ୍ୟ ୧୦ ଅଟେ, ଯାହା '''num'''କୁ ଦିଆଯାଇଛି
+
|ଏବଂ '''ptr''' ଦ୍ୱାରା ସୂଚିତ ଭାଲ୍ୟୁ ମଧ୍ୟ ୧୦ ଅଟେ, ଯାହା '''num'''କୁ ଦିଆଯାଇଛି
 +
 
 
|-
 
|-
| 03:03
+
|03:03
| ଏବେ ସମାନ ପ୍ରୋଗ୍ରାମକୁ C++ ରେ ଦେଖିବା
+
|ଏବେ ସମାନ ପ୍ରୋଗ୍ରାମକୁ C++ ରେ ଦେଖିବା
 +
 
 
|-
 
|-
| 03:07
+
|03:07
| ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''pointer underscore demo.cpp'''
+
|ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି '''pointer underscore demo.cpp'''
 +
 
 
|-
 
|-
| 03:13
+
|03:13
| ଏଠାରେ ଆମେ କିଛିଟା ପରିବର୍ତ୍ତନ କରିଛୁ, ଯେମିତି '''iostream''' ଭାବେ ହେଡର୍ ଫାଇଲ୍
+
|ଏଠାରେ ଆମେ କିଛିଟା ପରିବର୍ତ୍ତନ କରିଛୁ, ଯେମିତି '''iostream''' ଭାବେ ହେଡର୍ ଫାଇଲ୍
 +
 
 
|-
 
|-
| 03:19
+
|03:19
| ଏହାପରେ ଆମେ '''std namespace''' ବ୍ୟବହାର କରୁଛୁ
+
|ଏହାପରେ ଆମେ '''std namespace''' ବ୍ୟବହାର କରୁଛୁ
 +
 
 
|-
 
|-
| 03:23
+
|03:23
| ଏବଂ ଏଠାରେ ଆମର '''printf()''' ଫଙ୍କସନ୍ ସ୍ଥାନରେ '''cout''' ଫଙ୍କସନ୍ ଅଛି
+
|ଏବଂ ଏଠାରେ ଆମର '''printf()''' ଫଙ୍କସନ୍ ସ୍ଥାନରେ '''cout''' ଫଙ୍କସନ୍ ଅଛି
 +
 
 
|-
 
|-
| 03:28
+
|03:28
| ବାକି ସବୁ ଜିନିଷ ସମାନ
+
|ବାକି ସବୁ ଜିନିଷ ସମାନ
 +
 
 
|-
 
|-
| 03:30
+
|03:30
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲକୁ ଫେରିଯିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲକୁ ଫେରିଯିବା
 +
 
 
|-
 
|-
| 03:34
+
|03:34
| କମ୍ପାଇଲ୍ କରିବା ପାଇଁ '''g++ ସ୍ପେସ୍ pointers_demo.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ point1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ '''g++ ସ୍ପେସ୍ pointers_demo.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ point1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 03:50
+
|03:50
| '''ଡଟ୍ ସ୍ଲାଶ୍ point1''' ଟାଇପ୍ କରନ୍ତୁ, '''ଏଣ୍ଟର''' ଦାବନ୍ତୁ
+
|'''ଡଟ୍ ସ୍ଲାଶ୍ point1''' ଟାଇପ୍ କରନ୍ତୁ, '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 03:55
+
|03:55
| ଦେଖନ୍ତୁ, C ପ୍ରୋଗ୍ରାମ ଭଳି ଏହି ଆଉଟପୁଟ୍ ସମାନ ଅଟେ
+
|ଦେଖନ୍ତୁ, C ପ୍ରୋଗ୍ରାମ ଭଳି ଏହି ଆଉଟପୁଟ୍ ସମାନ ଅଟେ
 +
 
 
|-
 
|-
| 04:00
+
|04:00
| ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
| 04:03
+
|04:03
| ସ୍ଲାଇଡକୁ ଫେରିଯିବା
+
|ସ୍ଲାଇଡକୁ ଫେରିଯିବା
 +
 
 
|-
 
|-
| 04:05
+
|04:05
| ସଂକ୍ଷିପ୍ତରେ
+
|ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ, ଆମେ ଶିଖିଲେ:
 +
 
 
|-
 
|-
| 04:06
+
|04:08
| ଏହି ଟ୍ୟୁଟୋରିଆଲରେ, ଆମେ ଶିଖିଲେ:
+
|ପଏଣ୍ଟର ବିଷୟରେ
 +
 
 
|-
 
|-
| 04:08
+
|04:10
| ପଏଣ୍ଟର ବିଷୟରେ
+
|ପଏଣ୍ଟର କ୍ରିଏଟ୍‍ କରିବା
 +
 
 
|-
 
|-
| 04:10
+
|04:12
| ପଏଣ୍ଟର କ୍ରିଏଟ୍‍ କରିବା
+
|ଏବଂ ଏକ ପଏଣ୍ଟରର କାର୍ଯ୍ୟ
 +
 
 
|-
 
|-
| 04:12
+
|04:14
| ଏବଂ ଏକ ପଏଣ୍ଟରର କାର୍ଯ୍ୟ
+
|ଏକ ଆସାଇନମେଣ୍ଟ ଭାବେ, ଗୋଟିଏ C ଏବଂ C++ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 04:14
+
|04:18
| ଏକ ଆସାଇନମେଣ୍ଟ ଭାବେ, ଗୋଟିଏ C ଏବଂ C++ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଭେରିଏବଲ୍ ଏବଂ ପଏଣ୍ଟର୍ ଘୋଷଣା କରିବା ପାଇଁ
 +
 
 
|-
 
|-
| 04:18
+
|04:21
| ଭେରିଏବଲ୍ ଏବଂ ପଏଣ୍ଟର୍ ଘୋଷଣା କରିବା ପାଇଁ
+
|ପଏଣ୍ଟରରେ ଭେରିଏବଲ୍ ଆଡ୍ରେସ ଷ୍ଟୋର କରନ୍ତୁ
 +
 
 
|-
 
|-
| 04:21
+
|04:24
| ପଏଣ୍ଟରରେ ଭେରିଏବଲ୍ ଆଡ୍ରେସ ଷ୍ଟୋର କରନ୍ତୁ
+
|ଏବଂ ପଏଣ୍ଟରର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ
 +
 
 
|-
 
|-
| 04:24
+
|04:27
| ଏବଂ ପଏଣ୍ଟରର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 04:27
+
|04:30
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 04:30
+
|04:33
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 04:33
+
|04:37
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 04:37
+
|04:39
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
|-
+
 
| 04:39
+
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
 
|-
 
|-
 
|04:43
 
|04:43
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 04:47
+
|04:47
| ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 04:53
+
|04:53
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 04:58
+
|04:58
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 05:06
+
|05:06
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 05:10
+
|05:10
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 05:14
+
|05:14
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 17:27, 3 April 2017

Time Narration
00:01 “C ଏବଂ C++ରେ ପଏଣ୍ଟର୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:08 ପଏଣ୍ଟର୍ସ
00:10 ପଏଣ୍ଟର୍ସ କ୍ରିଏଟ୍‍ କରିବା
00:12 ଏବଂ ପଏଣ୍ଟର୍ସ ଉପରେ କାର୍ଯ୍ୟମାନ
00:14 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:18 ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି “ଉବୁଣ୍ଟୁ ଅପରେଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍ ୧୧.୧୦
00:25 gcc ଏବଂ g++ କମ୍ପାଇଲର୍ ଭର୍ସନ୍ ୪.୬.୧
00:31 ଆସନ୍ତୁ ପଏଣ୍ଟର୍ସର ପରିଚୟରୁ ଆରମ୍ଭ କରିବା
00:34 ପଏଣ୍ଟର୍ସ ମେମୋରୀରେ ସ୍ଥାନ ଇଙ୍ଗିତ କରେ
00:38 ପଏଣ୍ଟର୍ସ ମେମୋରୀ ଆଡ୍ରେସ ଷ୍ଟୋର କରେ
00:41 ସେହି ଆଡ୍ରେସରେ ଷ୍ଟୋର ଥିବା ଭାଲ୍ୟୁ ମଧ୍ୟ ଦିଏ
00:45 ଏବେ, ପଏଣ୍ଟର୍ସ ଉପରେ ଏକ ଉଦାହରଣ ଦେଖିବା
00:48 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି pointers_demo.c
00:54 ଏବେ କୋଡ ଦେଖିବା
00:56 stdio.h ହେଉଛି ଆମର ହେଡର୍ ଫାଇଲ୍
01:00 ଏହା ହେଉଛି ଆମର main() ଫଙ୍କସନ୍
01:03 ଆମ ପାଖରେ ଭାଲ୍ୟୁ 10 ସହିତ long integer num ଅଛି
01:09 ଏହାପରେ ଆମେ ଏକ ptr ପଏଣ୍ଟର ଘୋଷିତ କରୁ
01:12 ଗୋଟିଏ ପଏଣ୍ଟର୍ ଘୋଷିତ କରିବାକୁ ଆଷ୍ଟେରିସ୍କ ଚିହ୍ନ ବ୍ୟବହୃତ ହୁଏ
01:16 ଏହି ପଏଣ୍ଟର୍ long int ଟାଇପ୍କୁ ସୂଚିତ କରିପାରେ
01:20 'printf' ଷ୍ଟେଟମେଣ୍ଟରେ, ଭେରିଏବଲ୍ ର ମେମୋରୀ ଆଡ୍ରେସ ରିଟ୍ରାଇଭ କରିବା ପାଇଁ ଆମ୍ପର୍ସେଣ୍ଡ ବ୍ୟବହୃତ ହୁଏ
01:28 ତେଣୁ, ଆମ୍ପର୍ସେଣ୍ଡ num (&num), numର ମେମୋରୀ ଆଡ୍ରେସ ଦେବ
01:33 ଏହି ଷ୍ଟେଟମେଣ୍ଟ, ଭେରିଏବଲ୍ ନମ୍ ର ଆଡ୍ରେସ୍ ପ୍ରିଣ୍ଟ୍ କରିବ
01:37 ଏହିଠାରେ, “num”ର ଆଡ୍ରେସକୁ ptr ଷ୍ଟୋର୍ କରେ
01:41 ଏହି ଷ୍ଟେଟମେଣ୍ଟ ptr ର ଆଡ୍ରେସ ପ୍ରିଣ୍ଟ୍ କରିବ
01:45 sizeof() ଫଙ୍କସନ୍ ptrର ସାଇଜ ଦେବ
01:49 ଏହା ptrର ଭାଲ୍ୟୁ ଦେବ
01:51 ତାହା ହେଉଛି numର ମେମୋରୀ ଆଡ୍ରେସ
01:54 ଏବଂ ଏଠାରେ asterisk ptr ଆଡ୍ରେସରେ ଭାଲ୍ୟୁ ଦେବ
01:59 ତେଣୁ, ଆଷ୍ଟେରିସ୍କ ବ୍ୟବହାରରେ ମେମୋରୀ ଆଡ୍ରେସ ମିଳିବ ନାହିଁ
02:03 ବରଂ ଏହା ଭାଲ୍ୟୁ ଦେବ
02:06 long int ପାଇଁ %ld ହେଉଛି ଏକ ଫର୍ମାଟ୍ ସ୍ପେସିଫାୟର
02:10 ଏବେ ପ୍ରୋଗ୍ରାମ ଏକଜେକ୍ୟୁଟ୍ କରିବା
02:13 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ ୱିଣ୍ଡୋ ଖୋଲନ୍ତୁ
02:21 କମ୍ପାଇଲ୍ କରିବା ପାଇଁ gcc ସ୍ପେସ୍ pointers ଅଣ୍ଡର୍ସ୍କୋର୍ demo ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ point ଟାଇପ୍ କରନ୍ତୁ
02:32 “ଏଣ୍ଟର” ଦାବନ୍ତୁ
02:34 ଡଟ୍ ସ୍ଲାଶ୍ point ଟାଇପ୍ କରି “ଏଣ୍ଟର” ଦାବନ୍ତୁ
02:39 ଆଉଟପୁଟ ପ୍ରଦର୍ଶିତ ହେବ
02:42 num ଆଡ୍ରେସ ଏବଂ ptr ଭାଲ୍ୟୁ ସମାନ ଥିବାର ଆମେ ଦେଖିପାରିବା
02:48 ଯେଉଁଠାରେକି num ଏବଂ ptrର ମେମୋରୀ ଆଡ୍ରେସ ଅଲଗା
02:53 ପଏଣ୍ଟର୍ ସାଇଜ ହେଉଛି 8 bytes
02:57 ଏବଂ ptr ଦ୍ୱାରା ସୂଚିତ ଭାଲ୍ୟୁ ମଧ୍ୟ ୧୦ ଅଟେ, ଯାହା numକୁ ଦିଆଯାଇଛି
03:03 ଏବେ ସମାନ ପ୍ରୋଗ୍ରାମକୁ C++ ରେ ଦେଖିବା
03:07 ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି pointer underscore demo.cpp
03:13 ଏଠାରେ ଆମେ କିଛିଟା ପରିବର୍ତ୍ତନ କରିଛୁ, ଯେମିତି iostream ଭାବେ ହେଡର୍ ଫାଇଲ୍
03:19 ଏହାପରେ ଆମେ std namespace ବ୍ୟବହାର କରୁଛୁ
03:23 ଏବଂ ଏଠାରେ ଆମର printf() ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ଅଛି
03:28 ବାକି ସବୁ ଜିନିଷ ସମାନ
03:30 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା. ଟର୍ମିନାଲକୁ ଫେରିଯିବା
03:34 କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ pointers_demo.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ point1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
03:50 ଡଟ୍ ସ୍ଲାଶ୍ point1 ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ
03:55 ଦେଖନ୍ତୁ, C ପ୍ରୋଗ୍ରାମ ଭଳି ଏହି ଆଉଟପୁଟ୍ ସମାନ ଅଟେ
04:00 ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04:03 ସ୍ଲାଇଡକୁ ଫେରିଯିବା
04:05 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ, ଆମେ ଶିଖିଲେ:
04:08 ପଏଣ୍ଟର ବିଷୟରେ
04:10 ପଏଣ୍ଟର କ୍ରିଏଟ୍‍ କରିବା
04:12 ଏବଂ ଏକ ପଏଣ୍ଟରର କାର୍ଯ୍ୟ
04:14 ଏକ ଆସାଇନମେଣ୍ଟ ଭାବେ, ଗୋଟିଏ C ଏବଂ C++ ପ୍ରୋଗ୍ରାମ୍ ଲେଖନ୍ତୁ
04:18 ଭେରିଏବଲ୍ ଏବଂ ପଏଣ୍ଟର୍ ଘୋଷଣା କରିବା ପାଇଁ
04:21 ପଏଣ୍ଟରରେ ଭେରିଏବଲ୍ ଆଡ୍ରେସ ଷ୍ଟୋର କରନ୍ତୁ
04:24 ଏବଂ ପଏଣ୍ଟରର ଭାଲ୍ୟୁ ପ୍ରିଣ୍ଟ କରନ୍ତୁ
04:27 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
04:30 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
04:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
04:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
04:39 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
04:43 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
04:47 ଅଧିକ ବିବରଣୀ ପାଇଁ, ଦୟାକରି ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
04:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
04:58 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
05:06 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
05:10 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
05:14 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep