Difference between revisions of "C-and-Cpp/C4/File-Handling-In-C/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 || “Cରେ ଫାଇଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗ...")
 
 
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
|| “Cରେ ଫାଇଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
+
||“Cରେ ଫାଇଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
 +
 
 
|-
 
|-
| 00:05
+
|00:05
|| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
+
||ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
 +
 
 
|-
 
|-
| 00:08
+
|00:08
||* ଫାଇଲ୍‍ କେମିତି ଖୋଲାଯାଏ
+
||ଫାଇଲ୍‍ କେମିତି ଖୋଲାଯାଏ
 +
 
 
|-
 
|-
| 00:10
+
|00:10
||* ଫାଇଲ୍‍ ରୁ ଡାଟା କେମିତି ପଢ଼ାଯାଏ
+
||ଫାଇଲ୍‍ ରୁ ଡାଟା କେମିତି ପଢ଼ାଯାଏ
 +
 
 
|-
 
|-
| 00:12
+
|00:12
||* ଫାଇଲ୍‍ ରେ କେମିତି ଡାଟା ଲେଖାଯାଏ
+
||ଫାଇଲ୍‍ ରେ କେମିତି ଡାଟା ଲେଖାଯାଏ
 +
 
 
|-
 
|-
| 00:15
+
|00:15
||* କିଛି ଉଦାହରଣ
+
||କିଛି ଉଦାହରଣ
 +
 
 
|-
 
|-
| 00:17
+
|00:17
|| ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
+
||ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:20
+
|00:20
|| “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍‍ ୧୧.୧୦,
+
||“ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍‍ ୧୧.୧୦,
 +
 
 
|-
 
|-
| 00:24
+
|00:24
|| “ଜିସିସି (gcc) କମ୍ପାଇଲର୍‍” ଭର୍ସନ୍‍ ୪.୬.୧
+
||“ଜିସିସି (gcc) କମ୍ପାଇଲର୍‍” ଭର୍ସନ୍‍ ୪.୬.୧
 +
 
 
|-
 
|-
| 00:28
+
|00:28
|| ଫାଇଲ୍ସ ର ପରିଚୟ ସହ ଆରମ୍ଭ କରିବା
+
||ଫାଇଲ୍ସ ର ପରିଚୟ ସହ ଆରମ୍ଭ କରିବା
 +
 
 
|-
 
|-
| 00:31
+
|00:31
|| ଫାଇଲ୍‍ ହେଉଛି ଡାଟାର ସଂଗ୍ରହ
+
||ଫାଇଲ୍‍ ହେଉଛି ଡାଟାର ସଂଗ୍ରହ
 +
 
 
|-
 
|-
 
|00:34
 
|00:34
|| ଏହା ଗୋଟିଏ ଡାଟାବେସ, ଗୋଟିଏ ପ୍ରୋଗ୍ରାମ୍‍ , ଗୋଟିଏ ଅକ୍ଷର କିମ୍ବା ଅନ୍ୟକିଛି ହୋଇପାରେ
+
||ଏହା ଗୋଟିଏ ଡାଟାବେସ, ଗୋଟିଏ ପ୍ରୋଗ୍ରାମ୍‍ , ଗୋଟିଏ ଅକ୍ଷର କିମ୍ବା ଅନ୍ୟକିଛି ହୋଇପାରେ
 +
 
 
|-
 
|-
 
|00:39
 
|00:39
|| ଆମେ ଗୋଟିଏ ଫାଇଲ୍‍  ତିଆରି କରି ତାହାକୁ C ସାହାଯ୍ୟରେ ଆକ୍ସେସ୍ କରିପାରିବା
+
||ଆମେ ଗୋଟିଏ ଫାଇଲ୍‍  ତିଆରି କରି ତାହାକୁ C ସାହାଯ୍ୟରେ ଆକ୍ସେସ୍ କରିପାରିବା
 +
 
 
|-
 
|-
 
|00:44
 
|00:44
|| ବର୍ତ୍ତମାନ “ସି” ରେ “ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍” ଉପରେ ଏକ ଉଦାହରଣ ଦେଖିବା
+
||ବର୍ତ୍ତମାନ “ସି” ରେ “ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍” ଉପରେ ଏକ ଉଦାହରଣ ଦେଖିବା
 +
 
 
|-
 
|-
| 00:48
+
|00:48
|| ମୋ ପାଖରେ ଗୋଟିଏ ଲିଖିତ ପ୍ରୋଗ୍ରାମ୍‍  ଅଛି
+
||ମୋ ପାଖରେ ଗୋଟିଏ ଲିଖିତ ପ୍ରୋଗ୍ରାମ୍‍  ଅଛି
 +
 
 
|-
 
|-
| 00:50
+
|00:50
|| ଆସନ୍ତୁ ନଜର ପକାଇବା
+
||ଆସନ୍ତୁ ନଜର ପକାଇବା,ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି “ଫାଇଲ୍‍  ଡଟ୍‍  ସି”
 +
 
 
|-
 
|-
| 00:51
+
|00:55
|| ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି “ଫାଇଲ୍‍  ଡଟ୍‍  ସି”
+
||ଏହି ପ୍ରୋଗ୍ରାମ୍‍ ରେ ଆମେ ଗୋଟିଏ ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖିବା
 +
 
 
|-
 
|-
| 00:55
+
|01:01
|| ଏହି ପ୍ରୋଗ୍ରାମ୍‍ ରେ ଆମେ ଗୋଟିଏ ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖିବା
+
||ବର୍ତ୍ତମାନ କୋଡ୍‍  ଏକ୍ସପ୍ଲେନ୍‍ କରୁଛି
 +
 
 
|-
 
|-
| 01:01
+
|01:03
|| ବର୍ତ୍ତମାନ କୋଡ୍‍ ଏକ୍ସପ୍ଲେନ୍‍ କରୁଛି
+
||ଏହା ହେଉଛି ଆମର “ହେଡର୍‍ ଫାଇଲ୍‍ ”
 +
 
 
|-
 
|-
| 01:03
+
|01:05
|| ଏହା ହେଉଛି ଆମର “ହେଡର୍‍  ଫାଇଲ୍‍ ”
+
||ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
|-
+
 
| 01:05
+
|| ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
+
 
|-
 
|-
 
|01:07
 
|01:07
|| “ଫାଇଲ୍‍ ”  ଭେରିଏଲ୍‍ ଡିଫାଇନ୍‍ କରିବା ପାଇଁ ଆମେ “ଫାଇଲ୍‍ ” ଟାଇପ ବ୍ୟବହାର କରିବା
+
||“ଫାଇଲ୍‍ ”  ଭେରିଏଲ୍‍ ଡିଫାଇନ୍‍ କରିବା ପାଇଁ ଆମେ “ଫାଇଲ୍‍ ” ଟାଇପ ବ୍ୟବହାର କରିବା
 +
 
 
|-
 
|-
| 01:12
+
|01:12
|| '''header stdio.h''' ରେ ଥିବା “ଫାଇଲ୍‍  ଭେରିଏବଲ୍‍” ଡିଫାଇଣ୍ଡ ହୋଇଛି
+
||'''header stdio.h''' ରେ ଥିବା “ଫାଇଲ୍‍  ଭେରିଏବଲ୍‍” ଡିଫାଇଣ୍ଡ ହୋଇଛି
 +
 
 
|-
 
|-
| 01:19
+
|01:19
|| “ଫାଇଲ୍‍  ଭେରିଏବଲ୍‍” ର ଗୋଟିଏ ପଏଣ୍ଟର ହେଉଛି  '''*fp''
+
||“ଫାଇଲ୍‍  ଭେରିଏବଲ୍‍” ର ଗୋଟିଏ ପଏଣ୍ଟର ହେଉଛି  '''*fp''
 +
 
 
|-
 
|-
| 01:22
+
|01:22
|| ଏହା “ଫାଇଲ୍‍ ” ବିଷୟରେ ସବୁ ତଥ୍ୟ ଷ୍ଟୋର କରିବ,
+
||ଏହା “ଫାଇଲ୍‍ ” ବିଷୟରେ ସବୁ ତଥ୍ୟ ଷ୍ଟୋର କରିବ,
 +
 
 
|-
 
|-
| 01:26
+
|01:26
|| ଯେପରି, ନାମ, ଷ୍ଟାଟସ ଏବଂ ସାମ୍ପ୍ରତିକ ସୂଚନା
+
||ଯେପରି, ନାମ, ଷ୍ଟାଟସ ଏବଂ ସାମ୍ପ୍ରତିକ ସୂଚନା
 +
 
 
|-
 
|-
 
|01:31
 
|01:31
|| ଆମ ସ୍ଲାଇଡ୍ସକୁ ଫେରିଯିବା
+
||ଆମ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
 
|01:33
 
|01:33
|| ବର୍ତ୍ତମାନ ଆମେ ଫାଇଲ୍‍  ଓପନ କରିବା ପାଇଁ ସିଣ୍ଟାକ୍ସ ଦେଖିବା
+
||ବର୍ତ୍ତମାନ ଆମେ ଫାଇଲ୍‍  ଓପନ କରିବା ପାଇଁ ସିଣ୍ଟାକ୍ସ ଦେଖିବା
 +
 
 
|-
 
|-
 
|01:37
 
|01:37
|| ଏଠାରେ '''fopen()''' ଫଙ୍କସନ୍‍ ଗୋଟିଏ  ଷ୍ଟ୍ରିମ୍‍ ଓପନ କରେ
+
||ଏଠାରେ '''fopen()''' ଫଙ୍କସନ୍‍ ଗୋଟିଏ  ଷ୍ଟ୍ରିମ୍‍ ଓପନ କରେ
 +
 
 
|-
 
|-
 
|01:42
 
|01:42
|| ଏହାପରେ ଏହା “ଫାଇଲ୍‍ ”କୁ ଷ୍ଟ୍ରିମ୍‍ ସହିତ ଯୋଡ଼େ
+
||ଏହାପରେ ଏହା “ଫାଇଲ୍‍ ”କୁ ଷ୍ଟ୍ରିମ୍‍ ସହିତ ଯୋଡ଼େ
 +
 
 
|-
 
|-
 
|01:44
 
|01:44
|| ଫାଇଲ୍‍  ନାମ ହେଉଛି ସେହି ଫାଇଲ୍‍ ର ନାଁ ଯାହାକୁ ଆମେ ଓପନ୍‍ କିମ୍ବା କ୍ରିଏଟ୍‍ କରିବାକୁ ଚାହୁଁ
+
||ଫାଇଲ୍‍  ନାମ ହେଉଛି ସେହି ଫାଇଲ୍‍ ର ନାଁ ଯାହାକୁ ଆମେ ଓପନ୍‍ କିମ୍ବା କ୍ରିଏଟ୍‍ କରିବାକୁ ଚାହୁଁ
 +
 
 
|-
 
|-
 
|01:49
 
|01:49
|| ଆମେ ଫାଇଲ୍‍  ନେମ ସହିତ ପାଥ୍‍ ଦେଇ ପାରିବା
+
||ଆମେ ଫାଇଲ୍‍  ନେମ ସହିତ ପାଥ୍‍ ଦେଇ ପାରିବା
 +
 
 
|-
 
|-
| 01:53
+
|01:53
 
||ଏବଂ ଆମେ ଏକ୍ସଟେନ୍ସନ୍‍ ମଧ୍ୟ ଦେଇପାରିବା
 
||ଏବଂ ଆମେ ଏକ୍ସଟେନ୍ସନ୍‍ ମଧ୍ୟ ଦେଇପାରିବା
 +
 
|-
 
|-
| 01:56
+
|01:56
|| ଏଠାରେ ଆମେ ଫାଇଲ୍‍ ର ମୋଡ୍‍ ଦେଇପାରିବା
+
||ଏଠାରେ ଆମେ ଫାଇଲ୍‍ ର ମୋଡ୍‍ ଦେଇପାରିବା
 +
 
 
|-
 
|-
 
|01:59
 
|01:59
|| ବିଭିନ୍ନ ପ୍ରକାର ମୋଡ୍‍ ଦେଖିବା:
+
||ବିଭିନ୍ନ ପ୍ରକାର ମୋଡ୍‍ ଦେଖିବା:
 +
 
 
|-
 
|-
 
| 02:02
 
| 02:02
|| "w"- ପଢ଼ିବା ଓ ଲେଖିବା ପାଇଁ “ଫାଇଲ୍‍ ” ତିଆରି କରେ
+
||"w"- ପଢ଼ିବା ଓ ଲେଖିବା ପାଇଁ “ଫାଇଲ୍‍ ” ତିଆରି କରେ
 +
 
 
|-
 
|-
 
| 02:06
 
| 02:06
|| "r"- ପଢ଼ିବା ପାଇଁ “ଫାଇଲ୍‍ ” ଖୋଲେ
+
||"r"- ପଢ଼ିବା ପାଇଁ “ଫାଇଲ୍‍ ” ଖୋଲେ
 +
 
 
|-
 
|-
| 02:09
+
|02:09
|| "a"- “ଫାଇଲ୍‍ ” ର ଶେଷରେ ଲେଖିଥାଏ
+
||"a"- “ଫାଇଲ୍‍ ” ର ଶେଷରେ ଲେଖିଥାଏ
 +
 
 
|-
 
|-
| 02:12
+
|02:12
|| ଏବେ ଆମେ ପ୍ରୋଗ୍ରାମ୍‍ କୁ ଫେରିଯିବା
+
||ଏବେ ଆମେ ପ୍ରୋଗ୍ରାମ୍‍ କୁ ଫେରିଯିବା
 +
 
 
|-
 
|-
| 02:15
+
|02:15
|| ଏଠାରେ, ଆମେ “ରାଇଟ” ମୋଡ୍‍ରେ ଏକ “ସାମ୍ପଲ୍‍  ଡଟ୍‍  ଟିଏକ୍ସଟି” ('''Sample.txt''') ଫାଇଲ୍‍  ତିଆରି କରିବା
+
||ଏଠାରେ, ଆମେ “ରାଇଟ” ମୋଡ୍‍ରେ ଏକ “ସାମ୍ପଲ୍‍  ଡଟ୍‍  ଟିଏକ୍ସଟି” ('''Sample.txt''') ଫାଇଲ୍‍  ତିଆରି କରିବା
 +
 
 
|-
 
|-
| 02:20
+
|02:20
|| ପାଥ୍‍ ଦିଆଯାଇଥିବା ଆମେ ଦେଖିପାରୁଛେ
+
||ପାଥ୍‍ ଦିଆଯାଇଥିବା ଆମେ ଦେଖିପାରୁଛେ
 +
 
 
|-
 
|-
| 02:23
+
|02:23
|| ଆମ ଫାଇଲ୍‍  “ଡେସ୍କଟପ୍‍” ଉପରେ କ୍ରିଏଟ ହେବ
+
||ଆମ ଫାଇଲ୍‍  “ଡେସ୍କଟପ୍‍” ଉପରେ କ୍ରିଏଟ ହେବ
 +
 
 
|-
 
|-
| 02:27
+
|02:27
|| ଏହାପରେ ଆମେ, “ଫାଇଲ୍‍” ଭିତରେ ଷ୍ଟେଟମେଣ୍ଟ ଲେଖିବା
+
||ଏହାପରେ ଆମେ, “ଫାଇଲ୍‍” ଭିତରେ ଷ୍ଟେଟମେଣ୍ଟ ଲେଖିବା
 +
 
 
|-
 
|-
| 02:30
+
|02:30
|| "Welcome to the spoken-tutorial" ଏବଂ
+
||"Welcome to the spoken-tutorial" ଏବଂ
 +
 
 
|-
 
|-
| 02:32
+
|02:32
|| "This is an test example".
+
||"This is an test example".
 +
 
 
|-
 
|-
| 02:34
+
|02:34
|| ପ୍ରଦତ୍ତ ଆଉଟପୁଟ ଷ୍ଟ୍ରିମ୍‍ରେ “ଏଫପ୍ରିଣ୍ଟଏଫ()” ('''fprintf()''') ଆଉଟପୁଟ ଲେଖେ
+
||ପ୍ରଦତ୍ତ ଆଉଟପୁଟ ଷ୍ଟ୍ରିମ୍‍ରେ “ଏଫପ୍ରିଣ୍ଟଏଫ()” ('''fprintf()''') ଆଉଟପୁଟ ଲେଖେ
 +
 
 
|-
 
|-
| 02:39
+
|02:39
|| ଷ୍ଟ୍ରିମ୍‍ ସହ ମିଳିତ ଫାଇଲ୍‍ କୁ “ଏଫକ୍ଲୋଜ()”('''fclose() ''') ବନ୍ଦ କରେ
+
||ଷ୍ଟ୍ରିମ୍‍ ସହ ମିଳିତ ଫାଇଲ୍‍ କୁ “ଏଫକ୍ଲୋଜ()”('''fclose() ''') ବନ୍ଦ କରେ
 +
 
 
|-
 
|-
| 02:43
+
|02:43
|| ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
+
||ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
 +
 
 
|-
 
|-
| 02:46
+
|02:46
|| ଏବେ “ସେଭ୍‍”ରେ କ୍ଲିକ୍‍ କରନ୍ତୁ
+
||ଏବେ “ସେଭ୍‍”ରେ କ୍ଲିକ୍‍ କରନ୍ତୁ
 +
 
 
|-
 
|-
| 02:48
+
|02:48
|| ପ୍ରୋଗ୍ରାମ୍‍  ଏକଜେକ୍ୟୁଟ୍‍ କରିବା
+
||ପ୍ରୋଗ୍ରାମ୍‍  ଏକଜେକ୍ୟୁଟ୍‍ କରିବା
 +
 
 
|-
 
|-
| 02:50
+
|02:50
|| କିବୋର୍ଡରେ ଏକକାଳୀନ “କଣ୍ଟ୍ରୋଲ, ଅଲ୍ଟ” ଏବଂ “ଟି” ('''Ctrl, Alt''' ଓ '''T''') କୀ’ ଦବାଇ “ଟର୍ମିନାଲ ୱିଣ୍ଡୋ” ଖୋଲନ୍ତୁ
+
||କିବୋର୍ଡରେ ଏକକାଳୀନ “କଣ୍ଟ୍ରୋଲ, ଅଲ୍ଟ” ଏବଂ “ଟି” ('''Ctrl, Alt''' ଓ '''T''') କୀ’ ଦବାଇ “ଟର୍ମିନାଲ ୱିଣ୍ଡୋ” ଖୋଲନ୍ତୁ
 +
 
 
|-
 
|-
| 02:59
+
|02:59
|| କମ୍ପାଇଲ ପାଇଁ
+
||କମ୍ପାଇଲ ପାଇଁ,“ଜିସିସି ସ୍ପେସ୍‍ ଫାଇଲ୍‍ ଡଟ୍‍ ସ୍ପେସ୍‍ ହାଇଫେନ୍‍ ଓ ସ୍ପେସ୍‍ ଫାଇଲ୍‍” ଟାଇପ କରନ୍ତୁ
 +
 
 
|-
 
|-
| 03:00
+
|03:06
|| “ଜିସିସି ସ୍ପେସ୍‍ ଫାଇଲ୍‍ ଡଟ୍‍ ସ୍ପେସ୍‍ ହାଇଫେନ୍‍ ଓ ସ୍ପେସ୍‍ ଫାଇଲ୍‍” ଟାଇପ କରନ୍ତୁ
+
||“ଏଣ୍ଟର” ଦାବନ୍ତୁ,ଏକଜେକ୍ୟୁଟ ପାଇଁ, “ଡଟ୍‍  ସ୍ଲାସ ଫାଇଲ୍‍ ” (./file) ଟାଇପ କରନ୍ତୁ
 +
 
 
|-
 
|-
| 03:06
+
|03:11
|| “ଏଣ୍ଟର” ଦାବନ୍ତୁ
+
||“ଏଣ୍ଟର” ପ୍ରେସ୍‍ କରନ୍ତୁ
 +
 
 
|-
 
|-
| 03:07
+
|03:13
|| ଏକଜେକ୍ୟୁଟ ପାଇଁ, “ଡଟ୍‍  ସ୍ଲାସ ଫାଇଲ୍‍ (./file) ଟାଇପ କରନ୍ତୁ
+
||“ଫାଇଲ୍‍ ଏକଜେକ୍ୟୁଟ ହୋଇଗଲା
 +
 
 
|-
 
|-
| 03:11
+
|03:15
|| “ଏଣ୍ଟର” ପ୍ରେସ୍‍ କରନ୍ତୁ
+
||ବର୍ତ୍ତମାନ ଆମେ ତାହାକୁ ଦେଖିବା
 +
 
 
|-
 
|-
| 03:13
+
|03:17
|| “ଫାଇଲ୍‍ ” ଏକଜେକ୍ୟୁଟ ହୋଇଗଲା
+
||ଆମେ “ହୋମ୍‍” ଫୋଲ୍ଡର୍‍ ଖୋଲିବା
 +
 
 
|-
 
|-
| 03:15
+
|03:20
|| ବର୍ତ୍ତମାନ ଆମେ ତାହାକୁ ଦେଖିବା
+
||“ହୋମ୍‍ ” ଫୋଲ୍ଡର୍‍  ଅପ୍ସନ୍‍ ରେ କ୍ଲିକ୍‍ କରନ୍ତୁ
 +
 
 
|-
 
|-
| 03:17
+
|03:22
|| ଆମେ “ହୋମ୍‍” ଫୋଲ୍ଡର୍‍ ଖୋଲିବା
+
||ବର୍ତ୍ତମାନ “ଡେସ୍କଟପ୍‍” ଅପ୍ସନ୍‍ ରେ କ୍ଲିକ କରନ୍ତୁ
 +
 
 
|-
 
|-
| 03:20
+
|03:25
|| “ହୋମ୍‍ ” ଫୋଲ୍ଡର୍‍ ଅପ୍ସନ୍‍ ରେ କ୍ଲିକ୍‍ କରନ୍ତୁ
+
||ଏହା ହେଉଛି ଆମ “ସାମ୍ପଲ୍‍ ଡଟ୍‍  ଟିଏକ୍ସଟି” ଫାଇଲ୍‍
 +
 
 
|-
 
|-
| 03:22
+
|03:29
|| ବର୍ତ୍ତମାନ “ଡେସ୍କଟପ୍‍” ଅପ୍ସନ୍‍ ରେ କ୍ଲିକ କରନ୍ତୁ
+
||ଆମ ଫାଇଲ୍‍  ସଫଳତାପୂର୍ବକ କ୍ରିଏଟ୍‍ ହୋଇଥିବାର ଏହା ଦେଖାଏ
 +
 
 
|-
 
|-
| 03:25
+
|03:32
|| ଏହା ହେଉଛି ଆମ “ସାମ୍ପଲ୍‍  ଡଟ୍‍  ଟିଏକ୍ସଟି” ଫାଇଲ୍‍
+
||ଏବେ ଚାଲନ୍ତୁ ଖୋଲିବା
 +
 
 
|-
 
|-
| 03:29
+
|03:34
|| ଆମ ଫାଇଲ୍‍  ସଫଳତାପୂର୍ବକ କ୍ରିଏଟ୍‍ ହୋଇଥିବାର ଏହା ଦେଖାଏ
+
||ଫାଇଲ୍‍  ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
 +
 
 
|-
 
|-
| 03:32
+
|03:36
|| ଏବେ ଚାଲନ୍ତୁ ଖୋଲିବା
+
||ଆମେ ଏଠାରେ ମେସେଜେସ୍‍ ଦେଖିପାରିବା
 +
 
 
|-
 
|-
| 03:34
+
|03:39
|| ଫାଇଲ୍‍  ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
+
|-
+
| 03:36
+
|| ଆମେ ଏଠାରେ ମେସେଜେସ୍‍ ଦେଖିପାରିବା
+
|-
+
| 03:39
+
 
||'''Welcome to the Spoken Tutorial. '''
 
||'''Welcome to the Spoken Tutorial. '''
 +
 
|-
 
|-
| 03:41
+
|03:41
 
||'''This is an test example. '''
 
||'''This is an test example. '''
 +
 
|-
 
|-
| 03:44
+
|03:44
|| ଆମେ ଏହିପରି ଫାଇଲ୍‍  ତିଆରି କରି ତା’ ଭିତରେ ଡାଟା ଲେଖୁ
+
||ଆମେ ଏହିପରି ଫାଇଲ୍‍  ତିଆରି କରି ତା’ ଭିତରେ ଡାଟା ଲେଖୁ
 +
 
 
|-
 
|-
| 03:48
+
|03:48
|| ବର୍ତ୍ତମାନ ଗୋଟିଏ “ଫାଇଲ୍‍ ” ରୁ କେମିତି ଡାଟା ପଢ଼ିହୁଏ, ଦେଖିବା
+
||ବର୍ତ୍ତମାନ ଗୋଟିଏ “ଫାଇଲ୍‍ ” ରୁ କେମିତି ଡାଟା ପଢ଼ିହୁଏ, ଦେଖିବା
 +
 
 
|-
 
|-
| 03:52
+
|03:52
|| ମୁଁ ପ୍ରୋଗ୍ରାମ୍‍  ତିଆରି କରିସାରିଛି
+
||ମୁଁ ପ୍ରୋଗ୍ରାମ୍‍  ତିଆରି କରିସାରିଛି
 +
 
 
|-
 
|-
| 03:54
+
|03:54
|| ମୁଁ ଏହାକୁ ଖୋଲିବି
+
||ମୁଁ ଏହାକୁ ଖୋଲିବି
 +
 
 
|-
 
|-
| 03:56
+
|03:56
|| ଏହି ପ୍ରୋଗ୍ରାମ୍‍ ରେ ଆମେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଡାଟା ପଢ଼ିବା  ଏବଂ କନ୍ସୋଲ୍ ରେ ଡାଟା ପ୍ରିଣ୍ଟ କରିବା
+
||ଏହି ପ୍ରୋଗ୍ରାମ୍‍ ରେ ଆମେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଡାଟା ପଢ଼ିବା  ଏବଂ କନ୍ସୋଲ୍ ରେ ଡାଟା ପ୍ରିଣ୍ଟ କରିବା
 +
 
 
|-
 
|-
| 04:03
+
|04:03
|| ବର୍ତ୍ତମାନ କୋଡ୍‍ ବର୍ଣ୍ଣନା କରୁଛି
+
||ବର୍ତ୍ତମାନ କୋଡ୍‍ ବର୍ଣ୍ଣନା କରୁଛି
 +
 
 
|-
 
|-
| 04:05
+
|04:05
|| ଏହା ହେଉଛି ଆମର “ହେଡର୍‍ ଫାଇଲ୍‍”
+
||ଏହା ହେଉଛି ଆମର “ହେଡର୍‍ ଫାଇଲ୍‍”
 +
 
 
|-
 
|-
| 04:08
+
|04:08
|| ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
+
||ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
 +
 
 
|-
 
|-
| 04:10
+
|04:10
|| ଏଠାରେ ଏକ “ଫାଇଲ୍‍  ଭେରିଏବଲ୍‍” ପାଇଁ ଗୋଟିଏ “ପଏଣ୍ଟର” ଏବଂ ଗୋଟିଏ “ଫାଇଲ୍‍  ଭେରିଏବଲ୍‍”  ଡିଫାଇନ୍‍ ହୋଇଛି
+
||ଏଠାରେ ଏକ “ଫାଇଲ୍‍  ଭେରିଏବଲ୍‍” ପାଇଁ ଗୋଟିଏ “ପଏଣ୍ଟର” ଏବଂ ଗୋଟିଏ “ଫାଇଲ୍‍  ଭେରିଏବଲ୍‍”  ଡିଫାଇନ୍‍ ହୋଇଛି
 +
 
 
|-
 
|-
| 04:15
+
|04:15
|| ଏହାପରେ ଆମେ ଗୋଟିଏ “ କ୍ୟାରେକ୍ଟର୍‍  ଭେରିଏବଲ୍‍ C” ଘୋଷିତ କରିଛୁ
+
||ଏହାପରେ ଆମେ ଗୋଟିଏ “ କ୍ୟାରେକ୍ଟର୍‍  ଭେରିଏବଲ୍‍ C” ଘୋଷିତ କରିଛୁ
 +
 
 
|-
 
|-
| 04:19
+
|04:19
|| ଏଠାରେ ଆମେ “ରିଡ୍‍” ମୋଡ୍‍ ରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍  ଖୋଲିବା
+
||ଏଠାରେ ଆମେ “ରିଡ୍‍” ମୋଡ୍‍ ରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍  ଖୋଲିବା
 +
 
 
|-
 
|-
| 04:24
+
|04:24
|| '''fp.''' ରେ ଆଉଟପୁଟ ଷ୍ଟୋର୍‍ ହୋଇଛି
+
||'''fp.''' ରେ ଆଉଟପୁଟ ଷ୍ଟୋର୍‍ ହୋଇଛି
 +
 
 
|-
 
|-
| 04:27
+
|04:27
|| ଏହାପରେ ଆମେ କଣ୍ଡିସନ୍‍ ଚେକ୍‍ କରିବା-
+
||ଏହାପରେ ଆମେ କଣ୍ଡିସନ୍‍ ଚେକ୍‍ କରିବା-
 +
 
 
|-
 
|-
| 04:29
+
|04:29
|"ଯଦି '''fp''' '''NULL''' " ସମାନ ଅଟେ
+
||"ଯଦି '''fp''' '''NULL''' " ସମାନ ଅଟେ
 +
 
 
|-
 
|-
| 04:32
+
|04:32
|| ଯଦି କଣ୍ଡିସନ୍‍ “ଟ୍ରୁ ବା ସତ୍ୟ” ହୋଇଥିବ, ତେବେ ଆମେ ମେସେଜ୍‍ ପ୍ରିଣ୍ଟ କରିବା:
+
||ଯଦି କଣ୍ଡିସନ୍‍ “ଟ୍ରୁ ବା ସତ୍ୟ” ହୋଇଥିବ, ତେବେ ଆମେ ମେସେଜ୍‍ ପ୍ରିଣ୍ଟ କରିବା:
 +
 
 
|-
 
|-
| 04:36
+
|04:36
|''' "File doesn't exist." '''
+
||''' "File doesn't exist." '''
 +
 
 
|-
 
|-
| 04:38
+
|04:38
|| ନହେଲେ, ଏହା ଅନ୍ୟ କଣ୍ଡିସନ୍‍ ଖୋଜିବ
+
||ନହେଲେ, ଏହା ଅନ୍ୟ କଣ୍ଡିସନ୍‍ ଖୋଜିବ
 +
 
 
|-
 
|-
| 04:41
+
|04:41
|'''ଯେତେବେଳେକି C, ଏଓ ସମକକ୍ଷ ନାହିଁ'''
+
||'''ଯେତେବେଳେକି C, ଏଓ ସମକକ୍ଷ ନାହିଁ'''
 +
 
 
|-
 
|-
| 04:46
+
|04:46
|| “ଇଓଏଫ”(EOF) ହେଉଛି ଫାଇଲ୍‍ ର “ଶେଷ ଭାଗ”
+
||“ଇଓଏଫ”(EOF) ହେଉଛି ଫାଇଲ୍‍ ର “ଶେଷ ଭାଗ”
 +
 
 
|-
 
|-
| 04:49
+
|04:49
|| ଏହା ଇନପୁଟ୍‍ ର ଶେଷକୁ ଦର୍ଶାଏ  
+
||ଏହା ଇନପୁଟ୍‍ ର ଶେଷକୁ ଦର୍ଶାଏ  
 +
 
 
|-
 
|-
| 04:52
+
|04:52
|| ଏହା ହେଉଛି ଏକ କଣ୍ଡିସନ୍‍, ଯେଉଁଠି ଏକ ଡାଟା ସୋର୍ସରୁ ଆଉ ଡାଟା ରିଡ କରାଯାଇପାରିବନାହିଁ
+
||ଏହା ହେଉଛି ଏକ କଣ୍ଡିସନ୍‍, ଯେଉଁଠି ଏକ ଡାଟା ସୋର୍ସରୁ ଆଉ ଡାଟା ରିଡ କରାଯାଇପାରିବନାହିଁ
 +
 
 
|-
 
|-
| 04:57
+
|04:57
|| ଯଦି କଣ୍ଡିସନ୍‍ ଟ୍ରୁ ଅଟେ, ତେବେ ଏହା କନସୋଲ୍‍ ଉପରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ କ୍ୟାରେକ୍ଟର୍ସ ଡିସପ୍ଲେ କରିବ
+
||ଯଦି କଣ୍ଡିସନ୍‍ ଟ୍ରୁ ଅଟେ, ତେବେ ଏହା କନସୋଲ୍‍ ଉପରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ କ୍ୟାରେକ୍ଟର୍ସ ଡିସପ୍ଲେ କରିବ
 +
 
 
|-
 
|-
| 05:06
+
|05:06
|| ଏଠାରେ ଗୋଟିଏ ସ୍ପେସିଫାଏଡ୍‍ ଫାଇଲ୍‍ କିମ୍ବା  ଷ୍ଟ୍ରିମ୍‍ରୁ “ଜିଇଟିସି”(getc) ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
+
||ଏଠାରେ ଗୋଟିଏ ସ୍ପେସିଫାଏଡ୍‍ ଫାଇଲ୍‍ କିମ୍ବା  ଷ୍ଟ୍ରିମ୍‍ରୁ “ଜିଇଟିସି”(getc) ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
 +
 
 
|-
 
|-
| 05:12
+
|05:12
|| ଏବେ, “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଏହା ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
+
||ଏବେ, “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଏହା ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
 +
 
 
|-
 
|-
| 05:17
+
|05:17
|| “କନସୋଲ” ରେ ଏକ “କ୍ୟାରେକ୍ଟର୍‍” ଡିସପ୍ଲେ ପାଇଁ putchar ବ୍ୟବହୃତ ହୋଇଛି
+
||“କନସୋଲ” ରେ ଏକ “କ୍ୟାରେକ୍ଟର୍‍” ଡିସପ୍ଲେ ପାଇଁ putchar ବ୍ୟବହୃତ ହୋଇଛି
 +
 
 
|-
 
|-
| 05:22
+
|05:22
|| ତାହାପରେ ଭେରିଏବଲ୍‍ C ରେ ଏହା “କ୍ୟାରେକ୍ଟର୍ସ” ଷ୍ଟୋର୍‍ କରିବ
+
||ତାହାପରେ ଭେରିଏବଲ୍‍ C ରେ ଏହା “କ୍ୟାରେକ୍ଟର୍ସ” ଷ୍ଟୋର୍‍ କରିବ
 +
 
 
|-
 
|-
| 05:25
+
|05:25
|| ଫାଇଲ୍‍ କ୍ଲୋଜ୍‍ କରନ୍ତୁ
+
||ଫାଇଲ୍‍ କ୍ଲୋଜ୍‍ କରନ୍ତୁ
 +
 
 
|-
 
|-
| 05:28
+
|05:28
|| ଏବଂ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
+
||ଏବଂ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
 +
 
 
|-
 
|-
| 05:30
+
|05:30
|| “ସେଭ୍‍” କ୍ଲିକ୍‍ କରନ୍ତୁ
+
||“ସେଭ୍‍” କ୍ଲିକ୍‍ କରନ୍ତୁ
 +
 
 
|-
 
|-
| 05:32
+
|05:32
|| ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
+
||ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
 +
 
 
|-
 
|-
| 05:35
+
|05:35
|| “ଟର୍ମିନାଲ”କୁ ଫେରିଆସନ୍ତୁ
+
||“ଟର୍ମିନାଲ”କୁ ଫେରିଆସନ୍ତୁ
 +
 
 
|-
 
|-
| 05:37
+
|05:37
|| କମ୍ପାଇଲ କରିବା ପାଇଁ,
+
||କମ୍ପାଇଲ କରିବା ପାଇଁ,'''gcc ସ୍ପେସ୍ readfile ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ read '''
 +
 
 
|-
 
|-
| 05:38
+
|05:45
||'''gcc ସ୍ପେସ୍ readfile ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ read '''
+
||“ଏଣ୍ଟର୍‍” ଦାବନ୍ତୁ
 +
 
 
|-
 
|-
| 05:45
+
|05:47
|| “ଏଣ୍ଟର୍‍” ଦାବନ୍ତୁ
+
||ଏକଜେକ୍ୟୁଟ ପାଇଁ “ଡଟ୍‍ ସ୍ଲାସ୍‍ ରିଡ୍‍”(./read) ଟାଇପ କରନ୍ତୁ
 +
 
 
|-
 
|-
| 05:47
+
|05:52
|| ଏକଜେକ୍ୟୁଟ ପାଇଁ “ଡଟ୍‍ ସ୍ଲାସ୍‍ ରିଡ୍‍”(./read) ଟାଇପ କରନ୍ତୁ
+
||ଆଉଟପୁଟ ଏହିପରି ଡିସପ୍ଲେ ହେବ:
 +
 
 
|-
 
|-
| 05:52
+
|05:54
|| ଆଉଟପୁଟ ଏହିପରି ଡିସପ୍ଲେ ହେବ:
+
||'''Welcome to the Spoken-Tutorial. '''
 +
 
 
|-
 
|-
| 05:54
+
|05:56
|'''Welcome to the Spoken-Tutorial. '''
+
||'''This is an test example. '''
|-
+
 
| 05:56
+
|'''This is an test example. '''
+
|-
+
| 05:59
+
|| ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|-
+
| 06:01
+
|| ସ୍ଲାଇଡ୍ସକୁ ଫେରିଆସନ୍ତୁ
+
|-
+
| 06:03
+
|| ସଂକ୍ଷେପରେ
+
 
|-
 
|-
| 06:04
+
|05:59
|| ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
+
||ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
| 06:06
+
|06:01
||*ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍,
+
||ସ୍ଲାଇଡ୍ସକୁ ଫେରିଆସନ୍ତୁ
 +
 
 
|-
 
|-
| 06:08
+
|06:03
||*ଗୋଟିଏ ଫାଇଲ୍‍ ରେ ଡାଟା ଲେଖିବା
+
||ସଂକ୍ଷେପରେ,ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
 +
 
 
|-
 
|-
| 06:10
+
|06:06
|| ଯେପରି''' fp = fopen(“Sample.txt”, “w”); '''
+
||ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍,
 +
 
 
|-
 
|-
| 06:17
+
|06:08
||*ଗୋଟିଏ ଫାଇଲ୍ ରୁ ଡାଟା ପଢ଼ିବା
+
||ଗୋଟିଏ ଫାଇଲ୍‍ ରେ ଡାଟା ଲେଖିବା
 +
 
 
|-
 
|-
| 06:18
+
|06:10
||ଯେପରି''' fp = fopen(“Sample.txt”, “r”); '''
+
||ଯେପରି''' fp = fopen(“Sample.txt”, “w”); '''
 +
 
 
|-
 
|-
| 06:25
+
|06:17
|| ଏକ ଆସାଇନମେଣ୍ଟ ଭାବରେ-
+
||ଗୋଟିଏ ଫାଇଲ୍ ରୁ ଡାଟା ପଢ଼ିବା,ଯେପରି''' fp = fopen(“Sample.txt”, “r”); '''
 +
 
 
|-
 
|-
| 06:26
+
|06:25
|| “ଟେଷ୍ଟ” ଫାଇଲ୍  ତିଆରି ପାଇଁ ଏକ ପ୍ରୋଗ୍ରାମ୍  ଲେଖନ୍ତୁ
+
||ଏକ ଆସାଇନମେଣ୍ଟ ଭାବରେ-,“ଟେଷ୍ଟ” ଫାଇଲ୍  ତିଆରି ପାଇଁ ଏକ ପ୍ରୋଗ୍ରାମ୍  ଲେଖନ୍ତୁ
 +
 
 
|-
 
|-
| 06:30
+
|06:30
|| “ଟେଷ୍ଟ” ଫାଇଲ୍ ରେ ଆପଣଙ୍କ ନାମ ଓ ଠିକଣା ଲେଖନ୍ତୁ
+
||“ଟେଷ୍ଟ” ଫାଇଲ୍ ରେ ଆପଣଙ୍କ ନାମ ଓ ଠିକଣା ଲେଖନ୍ତୁ
 +
 
 
|-
 
|-
| 06:33
+
|06:33
|| C ପ୍ରୋଗ୍ରାମ୍  ସାହାଯ୍ୟରେ ଏହାକୁ କନସୋଲ୍ ଉପରେ ଡିସପ୍ଲେ କରନ୍ତୁ
+
||C ପ୍ରୋଗ୍ରାମ୍  ସାହାଯ୍ୟରେ ଏହାକୁ କନସୋଲ୍ ଉପରେ ଡିସପ୍ଲେ କରନ୍ତୁ
 +
 
 
|-
 
|-
| 06:37
+
|06:37
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
||ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 06:40
+
|06:40
|| ଏହା ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ
+
||ଏହା ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 06:43
+
|06:43
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍  ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
 +
 
 
|-
 
|-
| 06:47
+
|06:47
|| ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
+
||ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
 +
 
 
|-
 
|-
| 06:50
+
|06:50
|| ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
+
||ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
 
|-
 
|-
 
|06:53
 
|06:53
|| ଅନଲାଇନ ଟେଷ୍ଟ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
||ଅନଲାଇନ ଟେଷ୍ଟ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 06:57
+
|06:57
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
+
||ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
 +
 
 
|-
 
|-
| 07:03
+
|07:03
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 07:07
+
|07:07
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 07:14
+
|07:14
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 07:18
+
|07:18
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
 
|-
 
|-
| 07:22
+
|07:22
|| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
||ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 17:51, 3 April 2017

Time Narration
00:01 “Cରେ ଫାଇଲ୍ସ” ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
00:08 ଫାଇଲ୍‍ କେମିତି ଖୋଲାଯାଏ
00:10 ଫାଇଲ୍‍ ରୁ ଡାଟା କେମିତି ପଢ଼ାଯାଏ
00:12 ଫାଇଲ୍‍ ରେ କେମିତି ଡାଟା ଲେଖାଯାଏ
00:15 କିଛି ଉଦାହରଣ
00:17 ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:20 “ଉବୁଣ୍ଟୁ ଅପରେଟିଙ୍ଗ୍‍ ସିଷ୍ଟମ୍‍” ଭର୍ସନ୍‍ ୧୧.୧୦,
00:24 “ଜିସିସି (gcc) କମ୍ପାଇଲର୍‍” ଭର୍ସନ୍‍ ୪.୬.୧
00:28 ଫାଇଲ୍ସ ର ପରିଚୟ ସହ ଆରମ୍ଭ କରିବା
00:31 ଫାଇଲ୍‍ ହେଉଛି ଡାଟାର ସଂଗ୍ରହ
00:34 ଏହା ଗୋଟିଏ ଡାଟାବେସ, ଗୋଟିଏ ପ୍ରୋଗ୍ରାମ୍‍ , ଗୋଟିଏ ଅକ୍ଷର କିମ୍ବା ଅନ୍ୟକିଛି ହୋଇପାରେ
00:39 ଆମେ ଗୋଟିଏ ଫାଇଲ୍‍ ତିଆରି କରି ତାହାକୁ C ସାହାଯ୍ୟରେ ଆକ୍ସେସ୍ କରିପାରିବା
00:44 ବର୍ତ୍ତମାନ “ସି” ରେ “ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍” ଉପରେ ଏକ ଉଦାହରଣ ଦେଖିବା
00:48 ମୋ ପାଖରେ ଗୋଟିଏ ଲିଖିତ ପ୍ରୋଗ୍ରାମ୍‍ ଅଛି
00:50 ଆସନ୍ତୁ ନଜର ପକାଇବା,ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି “ଫାଇଲ୍‍ ଡଟ୍‍ ସି”
00:55 ଏହି ପ୍ରୋଗ୍ରାମ୍‍ ରେ ଆମେ ଗୋଟିଏ ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖିବା
01:01 ବର୍ତ୍ତମାନ କୋଡ୍‍ ଏକ୍ସପ୍ଲେନ୍‍ କରୁଛି
01:03 ଏହା ହେଉଛି ଆମର “ହେଡର୍‍ ଫାଇଲ୍‍ ”
01:05 ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
01:07 “ଫାଇଲ୍‍ ” ଭେରିଏଲ୍‍ ଡିଫାଇନ୍‍ କରିବା ପାଇଁ ଆମେ “ଫାଇଲ୍‍ ” ଟାଇପ ବ୍ୟବହାର କରିବା
01:12 header stdio.h ରେ ଥିବା “ଫାଇଲ୍‍ ଭେରିଏବଲ୍‍” ଡିଫାଇଣ୍ଡ ହୋଇଛି
01:19 “ଫାଇଲ୍‍ ଭେରିଏବଲ୍‍” ର ଗୋଟିଏ ପଏଣ୍ଟର ହେଉଛି '*fp
01:22 ଏହା “ଫାଇଲ୍‍ ” ବିଷୟରେ ସବୁ ତଥ୍ୟ ଷ୍ଟୋର କରିବ,
01:26 ଯେପରି, ନାମ, ଷ୍ଟାଟସ ଏବଂ ସାମ୍ପ୍ରତିକ ସୂଚନା
01:31 ଆମ ସ୍ଲାଇଡ୍ସକୁ ଫେରିଯିବା
01:33 ବର୍ତ୍ତମାନ ଆମେ ଫାଇଲ୍‍ ଓପନ କରିବା ପାଇଁ ସିଣ୍ଟାକ୍ସ ଦେଖିବା
01:37 ଏଠାରେ fopen() ଫଙ୍କସନ୍‍ ଗୋଟିଏ ଷ୍ଟ୍ରିମ୍‍ ଓପନ କରେ
01:42 ଏହାପରେ ଏହା “ଫାଇଲ୍‍ ”କୁ ଷ୍ଟ୍ରିମ୍‍ ସହିତ ଯୋଡ଼େ
01:44 ଫାଇଲ୍‍ ନାମ ହେଉଛି ସେହି ଫାଇଲ୍‍ ର ନାଁ ଯାହାକୁ ଆମେ ଓପନ୍‍ କିମ୍ବା କ୍ରିଏଟ୍‍ କରିବାକୁ ଚାହୁଁ
01:49 ଆମେ ଫାଇଲ୍‍ ନେମ ସହିତ ପାଥ୍‍ ଦେଇ ପାରିବା
01:53 ଏବଂ ଆମେ ଏକ୍ସଟେନ୍ସନ୍‍ ମଧ୍ୟ ଦେଇପାରିବା
01:56 ଏଠାରେ ଆମେ ଫାଇଲ୍‍ ର ମୋଡ୍‍ ଦେଇପାରିବା
01:59 ବିଭିନ୍ନ ପ୍ରକାର ମୋଡ୍‍ ଦେଖିବା:
02:02 "w"- ପଢ଼ିବା ଓ ଲେଖିବା ପାଇଁ “ଫାଇଲ୍‍ ” ତିଆରି କରେ
02:06 "r"- ପଢ଼ିବା ପାଇଁ “ଫାଇଲ୍‍ ” ଖୋଲେ
02:09 "a"- “ଫାଇଲ୍‍ ” ର ଶେଷରେ ଲେଖିଥାଏ
02:12 ଏବେ ଆମେ ପ୍ରୋଗ୍ରାମ୍‍ କୁ ଫେରିଯିବା
02:15 ଏଠାରେ, ଆମେ “ରାଇଟ” ମୋଡ୍‍ରେ ଏକ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” (Sample.txt) ଫାଇଲ୍‍ ତିଆରି କରିବା
02:20 ପାଥ୍‍ ଦିଆଯାଇଥିବା ଆମେ ଦେଖିପାରୁଛେ
02:23 ଆମ ଫାଇଲ୍‍ “ଡେସ୍କଟପ୍‍” ଉପରେ କ୍ରିଏଟ ହେବ
02:27 ଏହାପରେ ଆମେ, “ଫାଇଲ୍‍” ଭିତରେ ଷ୍ଟେଟମେଣ୍ଟ ଲେଖିବା
02:30 "Welcome to the spoken-tutorial" ଏବଂ
02:32 "This is an test example".
02:34 ପ୍ରଦତ୍ତ ଆଉଟପୁଟ ଷ୍ଟ୍ରିମ୍‍ରେ “ଏଫପ୍ରିଣ୍ଟଏଫ()” (fprintf()) ଆଉଟପୁଟ ଲେଖେ
02:39 ଷ୍ଟ୍ରିମ୍‍ ସହ ମିଳିତ ଫାଇଲ୍‍ କୁ “ଏଫକ୍ଲୋଜ()”(fclose() ) ବନ୍ଦ କରେ
02:43 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
02:46 ଏବେ “ସେଭ୍‍”ରେ କ୍ଲିକ୍‍ କରନ୍ତୁ
02:48 ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
02:50 କିବୋର୍ଡରେ ଏକକାଳୀନ “କଣ୍ଟ୍ରୋଲ, ଅଲ୍ଟ” ଏବଂ “ଟି” (Ctrl, AltT) କୀ’ ଦବାଇ “ଟର୍ମିନାଲ ୱିଣ୍ଡୋ” ଖୋଲନ୍ତୁ
02:59 କମ୍ପାଇଲ ପାଇଁ,“ଜିସିସି ସ୍ପେସ୍‍ ଫାଇଲ୍‍ ଡଟ୍‍ ସ୍ପେସ୍‍ ହାଇଫେନ୍‍ ଓ ସ୍ପେସ୍‍ ଫାଇଲ୍‍” ଟାଇପ କରନ୍ତୁ
03:06 “ଏଣ୍ଟର” ଦାବନ୍ତୁ,ଏକଜେକ୍ୟୁଟ ପାଇଁ, “ଡଟ୍‍ ସ୍ଲାସ ଫାଇଲ୍‍ ” (./file) ଟାଇପ କରନ୍ତୁ
03:11 “ଏଣ୍ଟର” ପ୍ରେସ୍‍ କରନ୍ତୁ
03:13 “ଫାଇଲ୍‍ ” ଏକଜେକ୍ୟୁଟ ହୋଇଗଲା
03:15 ବର୍ତ୍ତମାନ ଆମେ ତାହାକୁ ଦେଖିବା
03:17 ଆମେ “ହୋମ୍‍” ଫୋଲ୍ଡର୍‍ ଖୋଲିବା
03:20 “ହୋମ୍‍ ” ଫୋଲ୍ଡର୍‍ ଅପ୍ସନ୍‍ ରେ କ୍ଲିକ୍‍ କରନ୍ତୁ
03:22 ବର୍ତ୍ତମାନ “ଡେସ୍କଟପ୍‍” ଅପ୍ସନ୍‍ ରେ କ୍ଲିକ କରନ୍ତୁ
03:25 ଏହା ହେଉଛି ଆମ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍
03:29 ଆମ ଫାଇଲ୍‍ ସଫଳତାପୂର୍ବକ କ୍ରିଏଟ୍‍ ହୋଇଥିବାର ଏହା ଦେଖାଏ
03:32 ଏବେ ଚାଲନ୍ତୁ ଖୋଲିବା
03:34 ଫାଇଲ୍‍ ଉପରେ ଡବଲ୍‍ କ୍ଲିକ୍‍ କରନ୍ତୁ
03:36 ଆମେ ଏଠାରେ ମେସେଜେସ୍‍ ଦେଖିପାରିବା
03:39 Welcome to the Spoken Tutorial.
03:41 This is an test example.
03:44 ଆମେ ଏହିପରି ଫାଇଲ୍‍ ତିଆରି କରି ତା’ ଭିତରେ ଡାଟା ଲେଖୁ
03:48 ବର୍ତ୍ତମାନ ଗୋଟିଏ “ଫାଇଲ୍‍ ” ରୁ କେମିତି ଡାଟା ପଢ଼ିହୁଏ, ଦେଖିବା
03:52 ମୁଁ ପ୍ରୋଗ୍ରାମ୍‍ ତିଆରି କରିସାରିଛି
03:54 ମୁଁ ଏହାକୁ ଖୋଲିବି
03:56 ଏହି ପ୍ରୋଗ୍ରାମ୍‍ ରେ ଆମେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଡାଟା ପଢ଼ିବା ଏବଂ କନ୍ସୋଲ୍ ରେ ଡାଟା ପ୍ରିଣ୍ଟ କରିବା
04:03 ବର୍ତ୍ତମାନ କୋଡ୍‍ ବର୍ଣ୍ଣନା କରୁଛି
04:05 ଏହା ହେଉଛି ଆମର “ହେଡର୍‍ ଫାଇଲ୍‍”
04:08 ଏହା ହେଉଛି ଆମର “ମେନ୍‍()” ଫଙ୍କସନ୍‍
04:10 ଏଠାରେ ଏକ “ଫାଇଲ୍‍ ଭେରିଏବଲ୍‍” ପାଇଁ ଗୋଟିଏ “ପଏଣ୍ଟର” ଏବଂ ଗୋଟିଏ “ଫାଇଲ୍‍ ଭେରିଏବଲ୍‍” ଡିଫାଇନ୍‍ ହୋଇଛି
04:15 ଏହାପରେ ଆମେ ଗୋଟିଏ “ କ୍ୟାରେକ୍ଟର୍‍ ଭେରିଏବଲ୍‍ C” ଘୋଷିତ କରିଛୁ
04:19 ଏଠାରେ ଆମେ “ରିଡ୍‍” ମୋଡ୍‍ ରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ଖୋଲିବା
04:24 fp. ରେ ଆଉଟପୁଟ ଷ୍ଟୋର୍‍ ହୋଇଛି
04:27 ଏହାପରେ ଆମେ କଣ୍ଡିସନ୍‍ ଚେକ୍‍ କରିବା-
04:29 "ଯଦି fp NULL " ସମାନ ଅଟେ
04:32 ଯଦି କଣ୍ଡିସନ୍‍ “ଟ୍ରୁ ବା ସତ୍ୟ” ହୋଇଥିବ, ତେବେ ଆମେ ମେସେଜ୍‍ ପ୍ରିଣ୍ଟ କରିବା:
04:36 "File doesn't exist."
04:38 ନହେଲେ, ଏହା ଅନ୍ୟ କଣ୍ଡିସନ୍‍ ଖୋଜିବ
04:41 ଯେତେବେଳେକି C, ଏଓ ସମକକ୍ଷ ନାହିଁ
04:46 “ଇଓଏଫ”(EOF) ହେଉଛି ଫାଇଲ୍‍ ର “ଶେଷ ଭାଗ”
04:49 ଏହା ଇନପୁଟ୍‍ ର ଶେଷକୁ ଦର୍ଶାଏ
04:52 ଏହା ହେଉଛି ଏକ କଣ୍ଡିସନ୍‍, ଯେଉଁଠି ଏକ ଡାଟା ସୋର୍ସରୁ ଆଉ ଡାଟା ରିଡ କରାଯାଇପାରିବନାହିଁ
04:57 ଯଦି କଣ୍ଡିସନ୍‍ ଟ୍ରୁ ଅଟେ, ତେବେ ଏହା କନସୋଲ୍‍ ଉପରେ “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ କ୍ୟାରେକ୍ଟର୍ସ ଡିସପ୍ଲେ କରିବ
05:06 ଏଠାରେ ଗୋଟିଏ ସ୍ପେସିଫାଏଡ୍‍ ଫାଇଲ୍‍ କିମ୍ବା ଷ୍ଟ୍ରିମ୍‍ରୁ “ଜିଇଟିସି”(getc) ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
05:12 ଏବେ, “ସାମ୍ପଲ୍‍ ଡଟ୍‍ ଟିଏକ୍ସଟି” ଫାଇଲ୍‍ ରୁ ଏହା ଗୋଟିଏ “କ୍ୟାରେକ୍ଟର୍‍” ରିଟର୍ନ କରିବ
05:17 “କନସୋଲ” ରେ ଏକ “କ୍ୟାରେକ୍ଟର୍‍” ଡିସପ୍ଲେ ପାଇଁ putchar ବ୍ୟବହୃତ ହୋଇଛି
05:22 ତାହାପରେ ଭେରିଏବଲ୍‍ C ରେ ଏହା “କ୍ୟାରେକ୍ଟର୍ସ” ଷ୍ଟୋର୍‍ କରିବ
05:25 ଫାଇଲ୍‍ କ୍ଲୋଜ୍‍ କରନ୍ତୁ
05:28 ଏବଂ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
05:30 “ସେଭ୍‍” କ୍ଲିକ୍‍ କରନ୍ତୁ
05:32 ପ୍ରୋଗ୍ରାମ୍‍ ଏକଜେକ୍ୟୁଟ୍‍ କରିବା
05:35 “ଟର୍ମିନାଲ”କୁ ଫେରିଆସନ୍ତୁ
05:37 କମ୍ପାଇଲ କରିବା ପାଇଁ,gcc ସ୍ପେସ୍ readfile ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ read
05:45 “ଏଣ୍ଟର୍‍” ଦାବନ୍ତୁ
05:47 ଏକଜେକ୍ୟୁଟ ପାଇଁ “ଡଟ୍‍ ସ୍ଲାସ୍‍ ରିଡ୍‍”(./read) ଟାଇପ କରନ୍ତୁ
05:52 ଆଉଟପୁଟ ଏହିପରି ଡିସପ୍ଲେ ହେବ:
05:54 Welcome to the Spoken-Tutorial.
05:56 This is an test example.
05:59 ଏହା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:01 ସ୍ଲାଇଡ୍ସକୁ ଫେରିଆସନ୍ତୁ
06:03 ସଂକ୍ଷେପରେ,ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
06:06 ଫାଇଲ୍‍ ହ୍ୟାଣ୍ଡଲିଙ୍ଗ୍,
06:08 ଗୋଟିଏ ଫାଇଲ୍‍ ରେ ଡାଟା ଲେଖିବା
06:10 ଯେପରି fp = fopen(“Sample.txt”, “w”);
06:17 ଗୋଟିଏ ଫାଇଲ୍ ରୁ ଡାଟା ପଢ଼ିବା,ଯେପରି fp = fopen(“Sample.txt”, “r”);
06:25 ଏକ ଆସାଇନମେଣ୍ଟ ଭାବରେ-,“ଟେଷ୍ଟ” ଫାଇଲ୍ ତିଆରି ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ
06:30 “ଟେଷ୍ଟ” ଫାଇଲ୍ ରେ ଆପଣଙ୍କ ନାମ ଓ ଠିକଣା ଲେଖନ୍ତୁ
06:33 C ପ୍ରୋଗ୍ରାମ୍ ସାହାଯ୍ୟରେ ଏହାକୁ କନସୋଲ୍ ଉପରେ ଡିସପ୍ଲେ କରନ୍ତୁ
06:37 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:40 ଏହା ସ୍ପୋକନ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ
06:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍‍ ନାହିଁ, ଏହାକୁ ଡାଉନଲୋଡ୍‍ କରି ଦେଖିପାରିବେ
06:47 ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟ ଟିମ୍‍:
06:50 ସ୍ପୋକନ୍‍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:53 ଅନଲାଇନ ଟେଷ୍ଟ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:57 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:07 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:14 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:18 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:22 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep