Difference between revisions of "C-and-Cpp/C2/Scope-Of-Variables/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 || '''Time''' || '''Narration''' |- | 00:01 || '''C ଓ C++ରେ Scope of variables''' ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କ...")
 
 
Line 2: Line 2:
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
 
| 00:01
 
| 00:01
|| '''C ଓ C++ରେ Scope of variables''' ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+
||'''C ଓ C++ରେ Scope of variables''' ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
 
| 00:08
 
| 00:08
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
 
|-
 
|-
 
| 00:11
 
| 00:11
||* Scope of variable କ’ଣ?
+
||Scope of variable କ’ଣ?
 +
 
 
|-
 
|-
 
| 00:13
 
| 00:13
||* ଏକ Global variable କ’ଣ?
+
||ଏକ Global variable କ’ଣ?
 +
 
 
|-
 
|-
 
| 00:16
 
| 00:16
||* ଏକ Local variable କ’ଣ?
+
||ଏକ Local variable କ’ଣ?
 +
 
 
|-
 
|-
 
| 00:19
 
| 00:19
|| କିଛି ଉଦାହରଣ
+
||କିଛି ଉଦାହରଣ
 +
 
 
|-
 
|-
 
| 00:22
 
| 00:22
|| ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
+
||ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
 +
 
 
|-
 
|-
|00:27
+
| 00:27
|| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ   
+
||ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ   
 +
 
 
|-
 
|-
 
| 00:30
 
| 00:30
 
||ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୦୪ ଏବଂ '''gcc''' ଓ '''g++ କମ୍ପାଇଲର୍''' ଭର୍ସନ୍  ୪.୬.୧ ବ୍ୟବହାର କରୁଛି |
 
||ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୦୪ ଏବଂ '''gcc''' ଓ '''g++ କମ୍ପାଇଲର୍''' ଭର୍ସନ୍  ୪.୬.୧ ବ୍ୟବହାର କରୁଛି |
 +
 
|-
 
|-
| 00:41
+
| 00:41
|| scope of variablesର ପରିଚୟ ସହିତ ଆରମ୍ଭ କରିବା |
+
||scope of variablesର ପରିଚୟ ସହିତ ଆରମ୍ଭ କରିବା |
 +
 
 
|-
 
|-
 
| 00:47
 
| 00:47
|| ଏହା, କୋଡ୍ ର କ୍ଷେତ୍ର ଅଟେ, ଯାହା ମଧ୍ୟରେ ଭେରିଏବଲ୍ ଆକ୍ସେସ୍ କରାଯାଇପାରିବ |
+
||ଏହା, କୋଡ୍ ର କ୍ଷେତ୍ର ଅଟେ, ଯାହା ମଧ୍ୟରେ ଭେରିଏବଲ୍ ଆକ୍ସେସ୍ କରାଯାଇପାରିବ |
 +
 
 
|-
 
|-
 
| 00:54
 
| 00:54
|| ଏହାର ପ୍ରକାର ଓ ଘୋଷଣାର ସ୍ଥାନ ଉପରେ ଭିତ୍ତିକରି ଏହାକୁ ଦୁଇଟି ବର୍ଗାରେ ବିଭାଜିତ କରାଯାଇଛି:
+
||ଏହାର ପ୍ରକାର ଓ ଘୋଷଣାର ସ୍ଥାନ ଉପରେ ଭିତ୍ତିକରି ଏହାକୁ ଦୁଇଟି ବର୍ଗାରେ ବିଭାଜିତ କରାଯାଇଛି:
 +
 
 
|-
 
|-
 
| 00:59
 
| 00:59
 
||Global Variable ଓ
 
||Global Variable ଓ
 +
 
|-
 
|-
 
| 01:02
 
| 01:02
 
||Local Variable.  
 
||Local Variable.  
 +
 
|-
 
|-
|01:05
+
| 01:05
|| ଏକ ଉଦାହରଣ ଦେଖିବା |
+
||ଏକ ଉଦାହରଣ ଦେଖିବା |
 +
 
 
|-
 
|-
 
| 01:07
 
| 01:07
|| ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
+
||ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
 +
 
 
|-
 
|-
 
| 01:10
 
| 01:10
|| ମୁଁ ଏହାକୁ ଖୋଲୁଛି |
+
||ମୁଁ ଏହାକୁ ଖୋଲୁଛି |
 +
 
 
|-
 
|-
 
| 01:14
 
| 01:14
|| ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''scope.c''' |
+
||ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି '''scope.c''' |
 +
 
 
|-
 
|-
 
| 01:19
 
| 01:19
|| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
+
||ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
 +
 
 
|-
 
|-
 
| 01:23
 
| 01:23
 
||ଏହା ହେଉଛି ଆମ '''header file''' |
 
||ଏହା ହେଉଛି ଆମ '''header file''' |
 +
 
|-
 
|-
|01:26
+
| 01:26
|| ଏଠାରେ ଆମେ ଦୁଇଟି ଗ୍ଲୋବାଲ୍ ଭେରିଏବଲ୍ସ '''a ଓ b''' ଘୋଷିତ କରିଛେ |
+
||ଏଠାରେ ଆମେ ଦୁଇଟି ଗ୍ଲୋବାଲ୍ ଭେରିଏବଲ୍ସ '''a ଓ b''' ଘୋଷିତ କରିଛେ |
 +
 
 
|-
 
|-
 
| 01:32
 
| 01:32
|| ଆଉ “୫ ଓ ୨” ଭାଲ୍ୟୁ ଦେଇ ସେଗୁଡ଼ିକୁ “ଇନିଶିଲାଇଜ୍” କରିଛେ |
+
||ଆଉ “୫ ଓ ୨” ଭାଲ୍ୟୁ ଦେଇ ସେଗୁଡ଼ିକୁ “ଇନିଶିଲାଇଜ୍” କରିଛେ |
 +
 
 
|-
 
|-
 
| 01:39
 
| 01:39
|| ଆପଣଙ୍କ ପ୍ରୋଗ୍ରାମ୍ ରେ ସମସ୍ତ ଫଙ୍କସନ୍ ପାଇଁ ଏକ ଗ୍ଲୋବାଲ୍ ଭେରିଏବଲ୍ ଅଛି |
+
||ଆପଣଙ୍କ ପ୍ରୋଗ୍ରାମ୍ ରେ ସମସ୍ତ ଫଙ୍କସନ୍ ପାଇଁ ଏକ ଗ୍ଲୋବାଲ୍ ଭେରିଏବଲ୍ ଅଛି |
 +
 
 
|-
 
|-
 
| 01:44
 
| 01:44
|| ଏହା ମେନ୍() ଫଙ୍କସନ୍ ଉପରେ ଯେକୌଣସି ଫଙ୍କସନ୍ ବାହାରେ ଘୋଷିତ ହୋଇଥାଏ |
+
||ଏହା ମେନ୍() ଫଙ୍କସନ୍ ଉପରେ ଯେକୌଣସି ଫଙ୍କସନ୍ ବାହାରେ ଘୋଷିତ ହୋଇଥାଏ |
 +
 
 
|-
 
|-
 
| 01:51
 
| 01:51
 
||ଏହିଗୁଡ଼ିକର ଏକ '''global scope''' ଥାଏ |
 
||ଏହିଗୁଡ଼ିକର ଏକ '''global scope''' ଥାଏ |
 +
 
|-
 
|-
 
| 01:53
 
| 01:53
|| ଆମେ ଏଠାରେ “ଆର୍ଗୁମେଣ୍ଟସ୍” ବିନା ଏକ “ଫଙ୍କସନ୍” “ଆଡ୍” ଘୋଷିତ କରିଛେ |
+
||ଆମେ ଏଠାରେ “ଆର୍ଗୁମେଣ୍ଟସ୍” ବିନା ଏକ “ଫଙ୍କସନ୍” “ଆଡ୍” ଘୋଷିତ କରିଛେ |
 +
 
 
|-
 
|-
|01:59  
+
| 01:59  
|| ଏଠାରେ “ଆଡ୍” ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ’ସମ୍’ ହେଉଛି ଏକ ଲୋକାଲ୍ ଭେରିଏବଲ୍ |
+
||ଏଠାରେ “ଆଡ୍” ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ’ସମ୍’ ହେଉଛି ଏକ ଲୋକାଲ୍ ଭେରିଏବଲ୍ |
 +
 
 
|-
 
|-
 
| 02:07
 
| 02:07
|| ଗୋଟିଏ ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ଲୋକାଲ୍ ଭେରିଏବଲ୍ କେବଳ ତା’ରି ପାଇଁ ହିଁ ଉପଲବ୍ଧ ଥାଏ |
+
||ଗୋଟିଏ ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ଲୋକାଲ୍ ଭେରିଏବଲ୍ କେବଳ ତା’ରି ପାଇଁ ହିଁ ଉପଲବ୍ଧ ଥାଏ |
 +
 
 
|-
 
|-
 
| 02:13
 
| 02:13
|| ଏହି ଭେରିଏବଲ୍ ଗୁଡ଼ିକ ଗୋଟିଏ ବ୍ଲକ୍ ଭିତରେ ଘୋଷିତ ହୋଇଛି |
+
||ଏହି ଭେରିଏବଲ୍ ଗୁଡ଼ିକ ଗୋଟିଏ ବ୍ଲକ୍ ଭିତରେ ଘୋଷିତ ହୋଇଛି |
 +
 
 
|-
 
|-
 
| 02:16
 
| 02:16
 
||ଏଥିରେ '''local scope''' ଅଛି |
 
||ଏଥିରେ '''local scope''' ଅଛି |
 +
 
|-
 
|-
 
| 02:19
 
| 02:19
 
||’Sum’ ଭେରିଏବଲ୍ ଭିତରେ a ଓ bର ସମଷ୍ଟି ଷ୍ଟୋର୍ ହେବ | ଏଠାରେ ଆମେ sum ପ୍ରିଣ୍ଟ କରିବା |
 
||’Sum’ ଭେରିଏବଲ୍ ଭିତରେ a ଓ bର ସମଷ୍ଟି ଷ୍ଟୋର୍ ହେବ | ଏଠାରେ ଆମେ sum ପ୍ରିଣ୍ଟ କରିବା |
 +
 
|-
 
|-
 
| 02:29
 
| 02:29
|| ଏହା ହେଉଛି ଆମର '''main()''' function |
+
||ଏହା ହେଉଛି ଆମର '''main()''' function |
 +
 
 
|-
 
|-
 
| 02:33
 
| 02:33
|| '''add''' ଫଙ୍କସନ୍ ଦର୍ଶାଯାଇ ତା’ପରେ ଏକଜେକ୍ୟୁଟ୍ ହୋଇଥାଏ |
+
||'''add''' ଫଙ୍କସନ୍ ଦର୍ଶାଯାଇ ତା’ପରେ ଏକଜେକ୍ୟୁଟ୍ ହୋଇଥାଏ |
 +
 
 
|-
 
|-
 
| 02:38
 
| 02:38
|| ଆଉ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍ |
+
||ଆଉ ଏହା ହେଉଛି ଆମର '''return''' ଷ୍ଟେଟମେଣ୍ଟ୍ |
 +
 
 
|-
 
|-
|02:40
+
| 02:40
|| ଏବେ ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏବେ ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 02:43
 
| 02:43
|| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
+
||ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 02:45
 
| 02:45
|| ଆପଣଙ୍କ କୀ’ବୋର୍ଡରେ '''Ctrl, Alt''' ଓ '''T'''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
+
||ଆପଣଙ୍କ କୀ’ବୋର୍ଡରେ '''Ctrl, Alt''' ଓ '''T'''କୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
 +
 
 
|-
 
|-
 
| 02:55
 
| 02:55
|| କମ୍ପାଇଲ୍ କରିବା ପାଇଁ
+
||କମ୍ପାଇଲ୍ କରିବା ପାଇଁ,'''gcc ସ୍ପେସ୍ scope.c ସ୍ପେସ୍ ହାଇଫେନ୍ o ସ୍ପେସ୍ sco''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
|-
+
 
| 02:56
+
||'''gcc ସ୍ପେସ୍ scope.c ସ୍ପେସ୍ ହାଇଫେନ୍ o ସ୍ପେସ୍ sco''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
 
|-
 
|-
 
| 03:05
 
| 03:05
|| ଏକଜେକ୍ୟୁଟ୍ କରିବା ପାଇଁ,
+
||ଏକଜେକ୍ୟୁଟ୍ କରିବା ପାଇଁ,'''./sco''' (ଡଟ୍ ସ୍ଲାଶ୍ sco) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
|-
+
 
| 03:06
+
|| '''./sco''' (ଡଟ୍ ସ୍ଲାଶ୍ sco) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
 
|-
 
|-
 
| 03:10
 
| 03:10
|| ଆଉଟପୁଟ୍ ପ୍ରଦର୍ଶିତ ହେଲା
+
||ଆଉଟପୁଟ୍ ପ୍ରଦର୍ଶିତ ହେଲା
 +
 
 
|-
 
|-
 
| 03:13
 
| 03:13
 
||'''Sum of a and b is 7'''
 
||'''Sum of a and b is 7'''
 +
 
|-
 
|-
 
| 03:16
 
| 03:16
|| C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଏବେ ଆମେ ଦେଖିବା |
+
||C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଏବେ ଆମେ ଦେଖିବା |
 +
 
 
|-
 
|-
| 03:20
+
| 03:20
|| ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | ପ୍ରଥମେ, କୀ’ବୋର୍ଡରେ '''Shift, Ctrl''' & '''S''' ଦବାନ୍ତୁ |
+
||ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | ପ୍ରଥମେ, କୀ’ବୋର୍ଡରେ '''Shift, Ctrl''' & '''S''' ଦବାନ୍ତୁ |
 +
 
 
|-
 
|-
 
| 03:31
 
| 03:31
|| ଏବେ '''.cpp ''' (ଡଟ୍ cpp) ଏକ୍ସଟେନ୍ସନ୍ ସହ ଫାଇଲ୍ କୁ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |  
+
||ଏବେ '''.cpp ''' (ଡଟ୍ cpp) ଏକ୍ସଟେନ୍ସନ୍ ସହ ଫାଇଲ୍ କୁ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |  
 +
 
 
|-
 
|-
| 03:41
+
| 03:41
|| '''iostream''' ଭାବରେ ହେଡର୍ ଫାଇଲ୍ କୁ ଚେଞ୍ଜ୍ କରନ୍ତୁ |
+
||'''iostream''' ଭାବରେ ହେଡର୍ ଫାଇଲ୍ କୁ ଚେଞ୍ଜ୍ କରନ୍ତୁ |
 +
 
 
|-
 
|-
 
| 03:47
 
| 03:47
|| ଏବେ, “Using” ଷ୍ଟେଟମେଣ୍ଟ୍ ବ୍ୟବହାର କରି ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏବେ, “Using” ଷ୍ଟେଟମେଣ୍ଟ୍ ବ୍ୟବହାର କରି ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 03:58
 
| 03:58
|| C++ରେ global variable ଓ local variable ଘୋଷଣା ସମାନ ଅଟେ |
+
||C++ରେ global variable ଓ local variable ଘୋଷଣା ସମାନ ଅଟେ |
 +
 
 
|-
 
|-
 
| 04:03
 
| 04:03
|| ତେଣୁ, କିଛି ବଦଳାଇବାର ଆବଶ୍ୟକତା ନାହିଁ |
+
||ତେଣୁ, କିଛି ବଦଳାଇବାର ଆବଶ୍ୟକତା ନାହିଁ |
 +
 
 
|-
 
|-
| 04:07
+
| 04:07
|| “ପ୍ରିଣ୍ଟf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
+
||“ପ୍ରିଣ୍ଟf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
 +
 
 
|-
 
|-
| 04:13
+
| 04:13
|| '''format specifier''' ଓ '\n' ଡିଲିଟ୍ କରନ୍ତୁ |
+
||'''format specifier''' ଓ '\n' ଡିଲିଟ୍ କରନ୍ତୁ |
 +
 
 
|-
 
|-
 
| 04:17
 
| 04:17
|| ଏବେ, କମା ଡିଲିଟ୍ କରନ୍ତୁ |
+
||ଏବେ, କମା ଡିଲିଟ୍ କରନ୍ତୁ |
 +
 
 
|-
 
|-
| 04:19
+
| 04:19
|| ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
+
||ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 04:22
 
| 04:22
|| କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
+
||କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
 +
 
 
|-
 
|-
 
| 04:26
 
| 04:26
|| ଆଉ, ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ ଏନ୍ (\n) ଟାଇପ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଆଉ, ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ ଏନ୍ (\n) ଟାଇପ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
| 04:35
 
| 04:35
|| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
+
||ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
 +
 
 
|-
 
|-
 
| 04:39
 
| 04:39
|| ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
 
| 04:42
 
| 04:42
|| କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ ସ୍କୋପ୍ ଡଟ୍ cpp ସ୍ପେସ୍ ହାଇଫେନ୍ (-)o ସ୍ପେସ୍ sco1 ''' ଟାଇପ୍ କରନ୍ତୁ |
+
||କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ ସ୍କୋପ୍ ଡଟ୍ cpp ସ୍ପେସ୍ ହାଇଫେନ୍ (-)o ସ୍ପେସ୍ sco1 ''' ଟାଇପ୍ କରନ୍ତୁ |
 +
 
 
|-
 
|-
 
| 04:52
 
| 04:52
|| ଆମେ, 'scope.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ '''sco''' ଓଭର୍ ରାଇଟ୍ କରିବାକୁ ଚାହୁଁନଥିବାରୁ ଏଠାରେ ଆମେ '''sco1''' ରଖିଛେ |
+
||ଆମେ, 'scope.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ '''sco''' ଓଭର୍ ରାଇଟ୍ କରିବାକୁ ଚାହୁଁନଥିବାରୁ ଏଠାରେ ଆମେ '''sco1''' ରଖିଛେ |
 +
 
 
|-
 
|-
 
| 05:04
 
| 05:04
|| ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
+
||ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
 
|-
 
|-
 
| 05:07
 
| 05:07
|| ଏକଜେକ୍ୟୁଟ୍ କରିବା ପାଇଁ '''./sco1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
+
||ଏକଜେକ୍ୟୁଟ୍ କରିବା ପାଇଁ '''./sco1''' ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|05:14
 
|05:14
|| '''Sum of a and b is 7''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
+
||'''Sum of a and b is 7''' ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
 +
 
 
|-
 
|-
| 05:19
+
| 05:19
|| ଏହା, ଆମ C କୋଡ୍ ସହ ସମାନ ଥିବାର ଆମେ ଦେଖିପାରୁଛେ |
+
||ଏହା, ଆମ C କୋଡ୍ ସହ ସମାନ ଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
| 05:27
+
| 05:27
|| ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆସିପାରେ |
+
||ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆସିପାରେ |
 +
 
 
|-
 
|-
 
| 05:31
 
| 05:31
|| ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | ଧରନ୍ତୁ, ମୁଁ ଏଠାରେ ପୁଣିଥରେ “a” ଭେରିଏବଲ୍ ଘୋଷଣା କରିବି |
+
||ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | ଧରନ୍ତୁ, ମୁଁ ଏଠାରେ ପୁଣିଥରେ “a” ଭେରିଏବଲ୍ ଘୋଷଣା କରିବି |
 +
 
 
|-
 
|-
 
| 05:41
 
| 05:41
|| “int a” ଓ ଏକ ସେମିକଲନ୍ ଟାଇପ୍ କରି,
+
||“int a” ଓ ଏକ ସେମିକଲନ୍ ଟାଇପ୍ କରି,
 +
 
 
|-
 
|-
| 05:45
+
| 05:45
|| ସେଭ୍ ରେ କ୍ଲିକ୍ କରନ୍ତୁ | ମେନ୍() ଫଙ୍କସନ୍ ଉପରକୁ ଓ “add” ଫଙ୍କସନ୍ ପରେ ଆମେ ଭେରିଏବଲ୍ ‘a’ ଘୋଷିତ କରିଛେ |
+
||ସେଭ୍ ରେ କ୍ଲିକ୍ କରନ୍ତୁ | ମେନ୍() ଫଙ୍କସନ୍ ଉପରକୁ ଓ “add” ଫଙ୍କସନ୍ ପରେ ଆମେ ଭେରିଏବଲ୍ ‘a’ ଘୋଷିତ କରିଛେ |
 +
 
 
|-
 
|-
| 05:55
+
| 05:55
|| ଦେଖିବା କ’ଣ ହେଉଛି |
+
||ଦେଖିବା କ’ଣ ହେଉଛି |
 +
 
 
|-
 
|-
 
| 05:57
 
| 05:57
|| ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
|-
+
 
|06:01
+
|| ଏବେ, ପୂର୍ବପରି କମ୍ପାଇଲ୍ କରନ୍ତୁ |
+
 
|-
 
|-
|06:05
+
| 06:01
|| '''redefinition of 'int a' ''' , ''' 'int a' previously defined here''' ଭାବରେ ଆମେ ଏରର୍ ଦେଖୁ | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
+
||ଏବେ, ପୂର୍ବପରି କମ୍ପାଇଲ୍ କରନ୍ତୁ |
 +
 
 
|-
 
|-
|06:18
+
| 06:05
|| “a” ହେଉଛି ଏକ ଗ୍ଲୋବାଲ୍ ଭେରିଏବଲ୍ |
+
||'''redefinition of 'int a' ''' , ''' 'int a' previously defined here''' ଭାବରେ ଆମେ ଏରର୍ ଦେଖୁ | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
 +
 
 
|-
 
|-
|06:20
+
| 06:18
|| ଏଥିରେ ଏକ '''global scope''' ଅଛି |
+
||“a” ହେଉଛି ଏକ ଗ୍ଲୋବାଲ୍ ଭେରିଏବଲ୍ |
 +
 
 
|-
 
|-
|06:22
+
| 06:20
|| ଆମେ ଦୁଇଥର ଭେରିଏବଲ୍ ଘୋଷିତ କରିପାରିବା ନାହିଁ, କାରଣ ତାହା ପୂର୍ବରୁ ଗ୍ଲୋବାଲୀ ଘୋଷିତ ହୋଇସାରିଛି |
+
||ଏଥିରେ ଏକ '''global scope''' ଅଛି |
 +
 
 
|-
 
|-
|06:27
+
| 06:22
|| ଆମେ କେବଳ '''variable a'''କୁ ଲୋକାଲ୍ ଭେରିଏବଲ୍ ଭାବରେ ଘୋଷିତ କରିପାରିବା |
+
||ଆମେ ଦୁଇଥର ଭେରିଏବଲ୍ ଘୋଷିତ କରିପାରିବା ନାହିଁ, କାରଣ ତାହା ପୂର୍ବରୁ ଗ୍ଲୋବାଲୀ ଘୋଷିତ ହୋଇସାରିଛି |
 +
 
 
|-
 
|-
|06:34
+
| 06:27
|| ଏରର୍ ଫିକ୍ସ କରିବା |
+
||ଆମେ କେବଳ '''variable a'''କୁ ଲୋକାଲ୍ ଭେରିଏବଲ୍ ଭାବରେ ଘୋଷିତ କରିପାରିବା |
 +
 
 
|-
 
|-
| 06:36
+
| 06:34
|| ଏହାକୁ ଡିଲିଟ୍ କରନ୍ତୁ |
+
||ଏରର୍ ଫିକ୍ସ କରିବା |
 +
 
 
|-
 
|-
| 06:39
+
| 06:36
|| ସେଭ୍ ରେ କ୍ଲିକ୍ କରନ୍ତୁ |
+
||ଏହାକୁ ଡିଲିଟ୍ କରନ୍ତୁ |
 +
 
 
|-
 
|-
| 06:41
+
| 06:39
|| ପୁଣି ଏକଜେକ୍ୟୁଟ୍ କରିବା |
+
||ସେଭ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
|06:42
+
| 06:41
|| ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
+
||ପୁଣି ଏକଜେକ୍ୟୁଟ୍ କରିବା |,ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
 +
 
 
|-
 
|-
| 06:45
+
| 06:45
|| ଏବେ, ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
+
||ଏବେ, ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
 +
 
 
|-
 
|-
 
| 06:49
 
| 06:49
|| ହଁ, ଏହା କାମ କରୁଛି |
+
||ହଁ, ଏହା କାମ କରୁଛି |
 +
 
 
|-
 
|-
|06:52
+
| 06:52
|| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
+
||ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
 +
 
 
|-
 
|-
 
|  06:56
 
|  06:56
|| ସଂକ୍ଷେପରେ
+
||ସଂକ୍ଷେପରେ
 +
 
 
|-
 
|-
| 06:58
+
| 06:58
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,  
+
||ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,  
 +
 
 
|-
 
|-
| 07:00  
+
| 07:00  
|| Scope of variable,
+
||Scope of variable,
 +
 
 
|-
 
|-
| 07:02
+
| 07:02
|| Global variable, ଯେପରି : int a=5 &
+
||Global variable, ଯେପରି : int a=5 &
 +
 
 
|-
 
|-
| 07:07
+
| 07:07
|| ଏବଂ  local variable ,ଯେପରି :int sum
+
||ଏବଂ  local variable ,ଯେପରି :int sum
 +
 
 
|-
 
|-
| 07:12
+
| 07:12
|| ଏକ ଆସାନମେଣ୍ଟ ଭାବରେ,  
+
||ଏକ ଆସାନମେଣ୍ଟ ଭାବରେ,  
 +
 
 
|-
 
|-
|07:14
+
| 07:14
|| ଦୁଇଟି ସଂଖ୍ୟାର ଭିନ୍ନତା ପ୍ରିଣ୍ଟ କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
+
||ଦୁଇଟି ସଂଖ୍ୟାର ଭିନ୍ନତା ପ୍ରିଣ୍ଟ କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
 +
 
 
|-
 
|-
 
| 07:19
 
| 07:19
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
+
||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
 +
 
 
|-
 
|-
|07:22
+
| 07:22
|| ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
+
||ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
 +
 
 
|-
 
|-
|07:25
+
| 07:25
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
 
|-
 
|-
 
| 07:30
 
| 07:30
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
 +
 
 
|-
 
|-
|07:32
+
| 07:32
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
 +
 
 
|-
 
|-
|07:35
+
| 07:35
|| ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
+
||ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
 +
 
 
|-
 
|-
|07:40
+
| 07:40
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
+
||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
 +
 
 
|-
 
|-
 
| 07:47
 
| 07:47
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
 +
 
 
|-
 
|-
|07:52
+
| 07:52
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
+
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
|08:00
+
| 08:00
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
+
||ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
 
| 08:04  
 
| 08:04  
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
 
 
|-
 
|-
|08:08
+
| 08:08
|| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
+
||ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|}
 
|}

Latest revision as of 11:36, 3 April 2017

Time Narration
00:01 C ଓ C++ରେ Scope of variables ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:11 Scope of variable କ’ଣ?
00:13 ଏକ Global variable କ’ଣ?
00:16 ଏକ Local variable କ’ଣ?
00:19 କିଛି ଉଦାହରଣ
00:22 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ
00:30 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୦୪ ଏବଂ gccg++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି |
00:41 scope of variablesର ପରିଚୟ ସହିତ ଆରମ୍ଭ କରିବା |
00:47 ଏହା, କୋଡ୍ ର କ୍ଷେତ୍ର ଅଟେ, ଯାହା ମଧ୍ୟରେ ଭେରିଏବଲ୍ ଆକ୍ସେସ୍ କରାଯାଇପାରିବ |
00:54 ଏହାର ପ୍ରକାର ଓ ଘୋଷଣାର ସ୍ଥାନ ଉପରେ ଭିତ୍ତିକରି ଏହାକୁ ଦୁଇଟି ବର୍ଗାରେ ବିଭାଜିତ କରାଯାଇଛି:
00:59 Global Variable ଓ
01:02 Local Variable.
01:05 ଏକ ଉଦାହରଣ ଦେଖିବା |
01:07 ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
01:10 ମୁଁ ଏହାକୁ ଖୋଲୁଛି |
01:14 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି scope.c |
01:19 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
01:23 ଏହା ହେଉଛି ଆମ header file |
01:26 ଏଠାରେ ଆମେ ଦୁଇଟି ଗ୍ଲୋବାଲ୍ ଭେରିଏବଲ୍ସ a ଓ b ଘୋଷିତ କରିଛେ |
01:32 ଆଉ “୫ ଓ ୨” ଭାଲ୍ୟୁ ଦେଇ ସେଗୁଡ଼ିକୁ “ଇନିଶିଲାଇଜ୍” କରିଛେ |
01:39 ଆପଣଙ୍କ ପ୍ରୋଗ୍ରାମ୍ ରେ ସମସ୍ତ ଫଙ୍କସନ୍ ପାଇଁ ଏକ ଗ୍ଲୋବାଲ୍ ଭେରିଏବଲ୍ ଅଛି |
01:44 ଏହା ମେନ୍() ଫଙ୍କସନ୍ ଉପରେ ଯେକୌଣସି ଫଙ୍କସନ୍ ବାହାରେ ଘୋଷିତ ହୋଇଥାଏ |
01:51 ଏହିଗୁଡ଼ିକର ଏକ global scope ଥାଏ |
01:53 ଆମେ ଏଠାରେ “ଆର୍ଗୁମେଣ୍ଟସ୍” ବିନା ଏକ “ଫଙ୍କସନ୍” “ଆଡ୍” ଘୋଷିତ କରିଛେ |
01:59 ଏଠାରେ “ଆଡ୍” ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ’ସମ୍’ ହେଉଛି ଏକ ଲୋକାଲ୍ ଭେରିଏବଲ୍ |
02:07 ଗୋଟିଏ ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ଲୋକାଲ୍ ଭେରିଏବଲ୍ କେବଳ ତା’ରି ପାଇଁ ହିଁ ଉପଲବ୍ଧ ଥାଏ |
02:13 ଏହି ଭେରିଏବଲ୍ ଗୁଡ଼ିକ ଗୋଟିଏ ବ୍ଲକ୍ ଭିତରେ ଘୋଷିତ ହୋଇଛି |
02:16 ଏଥିରେ local scope ଅଛି |
02:19 ’Sum’ ଭେରିଏବଲ୍ ଭିତରେ a ଓ bର ସମଷ୍ଟି ଷ୍ଟୋର୍ ହେବ | ଏଠାରେ ଆମେ sum ପ୍ରିଣ୍ଟ କରିବା |
02:29 ଏହା ହେଉଛି ଆମର main() function |
02:33 add ଫଙ୍କସନ୍ ଦର୍ଶାଯାଇ ତା’ପରେ ଏକଜେକ୍ୟୁଟ୍ ହୋଇଥାଏ |
02:38 ଆଉ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍ |
02:40 ଏବେ ସେଭ୍ ରେ କ୍ଲିକ୍ କରନ୍ତୁ |
02:43 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:45 ଆପଣଙ୍କ କୀ’ବୋର୍ଡରେ Ctrl, AltTକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:55 କମ୍ପାଇଲ୍ କରିବା ପାଇଁ,gcc ସ୍ପେସ୍ scope.c ସ୍ପେସ୍ ହାଇଫେନ୍ o ସ୍ପେସ୍ sco ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:05 ଏକଜେକ୍ୟୁଟ୍ କରିବା ପାଇଁ,./sco (ଡଟ୍ ସ୍ଲାଶ୍ sco) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:10 ଆଉଟପୁଟ୍ ପ୍ରଦର୍ଶିତ ହେଲା
03:13 Sum of a and b is 7
03:16 C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଏବେ ଆମେ ଦେଖିବା |
03:20 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | ପ୍ରଥମେ, କୀ’ବୋର୍ଡରେ Shift, Ctrl & S ଦବାନ୍ତୁ |
03:31 ଏବେ .cpp (ଡଟ୍ cpp) ଏକ୍ସଟେନ୍ସନ୍ ସହ ଫାଇଲ୍ କୁ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
03:41 iostream ଭାବରେ ହେଡର୍ ଫାଇଲ୍ କୁ ଚେଞ୍ଜ୍ କରନ୍ତୁ |
03:47 ଏବେ, “Using” ଷ୍ଟେଟମେଣ୍ଟ୍ ବ୍ୟବହାର କରି ସେଭ୍ ରେ କ୍ଲିକ୍ କରନ୍ତୁ |
03:58 C++ରେ global variable ଓ local variable ଘୋଷଣା ସମାନ ଅଟେ |
04:03 ତେଣୁ, କିଛି ବଦଳାଇବାର ଆବଶ୍ୟକତା ନାହିଁ |
04:07 “ପ୍ରିଣ୍ଟf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
04:13 format specifier ଓ '\n' ଡିଲିଟ୍ କରନ୍ତୁ |
04:17 ଏବେ, କମା ଡିଲିଟ୍ କରନ୍ତୁ |
04:19 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
04:22 କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
04:26 ଆଉ, ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ ଏନ୍ (\n) ଟାଇପ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
04:35 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
04:39 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
04:42 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ ସ୍କୋପ୍ ଡଟ୍ cpp ସ୍ପେସ୍ ହାଇଫେନ୍ (-)o ସ୍ପେସ୍ sco1 ଟାଇପ୍ କରନ୍ତୁ |
04:52 ଆମେ, 'scope.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ sco ଓଭର୍ ରାଇଟ୍ କରିବାକୁ ଚାହୁଁନଥିବାରୁ ଏଠାରେ ଆମେ sco1 ରଖିଛେ |
05:04 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
05:07 ଏକଜେକ୍ୟୁଟ୍ କରିବା ପାଇଁ ./sco1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:14 Sum of a and b is 7 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
05:19 ଏହା, ଆମ C କୋଡ୍ ସହ ସମାନ ଥିବାର ଆମେ ଦେଖିପାରୁଛେ |
05:27 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆସିପାରେ |
05:31 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | ଧରନ୍ତୁ, ମୁଁ ଏଠାରେ ପୁଣିଥରେ “a” ଭେରିଏବଲ୍ ଘୋଷଣା କରିବି |
05:41 “int a” ଓ ଏକ ସେମିକଲନ୍ ଟାଇପ୍ କରି,
05:45 ସେଭ୍ ରେ କ୍ଲିକ୍ କରନ୍ତୁ | ମେନ୍() ଫଙ୍କସନ୍ ଉପରକୁ ଓ “add” ଫଙ୍କସନ୍ ପରେ ଆମେ ଭେରିଏବଲ୍ ‘a’ ଘୋଷିତ କରିଛେ |
05:55 ଦେଖିବା କ’ଣ ହେଉଛି |
05:57 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:01 ଏବେ, ପୂର୍ବପରି କମ୍ପାଇଲ୍ କରନ୍ତୁ |
06:05 redefinition of 'int a' , 'int a' previously defined here ଭାବରେ ଆମେ ଏରର୍ ଦେଖୁ | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
06:18 “a” ହେଉଛି ଏକ ଗ୍ଲୋବାଲ୍ ଭେରିଏବଲ୍ |
06:20 ଏଥିରେ ଏକ global scope ଅଛି |
06:22 ଆମେ ଦୁଇଥର ଭେରିଏବଲ୍ ଘୋଷିତ କରିପାରିବା ନାହିଁ, କାରଣ ତାହା ପୂର୍ବରୁ ଗ୍ଲୋବାଲୀ ଘୋଷିତ ହୋଇସାରିଛି |
06:27 ଆମେ କେବଳ variable aକୁ ଲୋକାଲ୍ ଭେରିଏବଲ୍ ଭାବରେ ଘୋଷିତ କରିପାରିବା |
06:34 ଏରର୍ ଫିକ୍ସ କରିବା |
06:36 ଏହାକୁ ଡିଲିଟ୍ କରନ୍ତୁ |
06:39 ସେଭ୍ ରେ କ୍ଲିକ୍ କରନ୍ତୁ |
06:41 ପୁଣି ଏକଜେକ୍ୟୁଟ୍ କରିବା |,ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:45 ଏବେ, ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
06:49 ହଁ, ଏହା କାମ କରୁଛି |
06:52 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:56 ସଂକ୍ଷେପରେ
06:58 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
07:00 Scope of variable,
07:02 Global variable, ଯେପରି : int a=5 &
07:07 ଏବଂ local variable ,ଯେପରି :int sum
07:12 ଏକ ଆସାନମେଣ୍ଟ ଭାବରେ,
07:14 ଦୁଇଟି ସଂଖ୍ୟାର ଭିନ୍ନତା ପ୍ରିଣ୍ଟ କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
07:19 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:22 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:30 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
07:32 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
07:35 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
07:40 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:47 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:00 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
08:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
08:08 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep