C-and-Cpp/C2/Scope-Of-Variables/Oriya
From Script | Spoken-Tutorial
Time | Narration |
00:01 | C ଓ C++ରେ Scope of variables ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:11 | Scope of variable କ’ଣ? |
00:13 | ଏକ Global variable କ’ଣ? |
00:16 | ଏକ Local variable କ’ଣ? |
00:19 | କିଛି ଉଦାହରଣ |
00:22 | ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା | |
00:27 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ |
00:30 | ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୦୪ ଏବଂ gcc ଓ g++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି | |
00:41 | scope of variablesର ପରିଚୟ ସହିତ ଆରମ୍ଭ କରିବା | |
00:47 | ଏହା, କୋଡ୍ ର କ୍ଷେତ୍ର ଅଟେ, ଯାହା ମଧ୍ୟରେ ଭେରିଏବଲ୍ ଆକ୍ସେସ୍ କରାଯାଇପାରିବ | |
00:54 | ଏହାର ପ୍ରକାର ଓ ଘୋଷଣାର ସ୍ଥାନ ଉପରେ ଭିତ୍ତିକରି ଏହାକୁ ଦୁଇଟି ବର୍ଗାରେ ବିଭାଜିତ କରାଯାଇଛି: |
00:59 | Global Variable ଓ |
01:02 | Local Variable. |
01:05 | ଏକ ଉଦାହରଣ ଦେଖିବା | |
01:07 | ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି | |
01:10 | ମୁଁ ଏହାକୁ ଖୋଲୁଛି | |
01:14 | ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି scope.c | |
01:19 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି | |
01:23 | ଏହା ହେଉଛି ଆମ header file | |
01:26 | ଏଠାରେ ଆମେ ଦୁଇଟି ଗ୍ଲୋବାଲ୍ ଭେରିଏବଲ୍ସ a ଓ b ଘୋଷିତ କରିଛେ | |
01:32 | ଆଉ “୫ ଓ ୨” ଭାଲ୍ୟୁ ଦେଇ ସେଗୁଡ଼ିକୁ “ଇନିଶିଲାଇଜ୍” କରିଛେ | |
01:39 | ଆପଣଙ୍କ ପ୍ରୋଗ୍ରାମ୍ ରେ ସମସ୍ତ ଫଙ୍କସନ୍ ପାଇଁ ଏକ ଗ୍ଲୋବାଲ୍ ଭେରିଏବଲ୍ ଅଛି | |
01:44 | ଏହା ମେନ୍() ଫଙ୍କସନ୍ ଉପରେ ଯେକୌଣସି ଫଙ୍କସନ୍ ବାହାରେ ଘୋଷିତ ହୋଇଥାଏ | |
01:51 | ଏହିଗୁଡ଼ିକର ଏକ global scope ଥାଏ | |
01:53 | ଆମେ ଏଠାରେ “ଆର୍ଗୁମେଣ୍ଟସ୍” ବିନା ଏକ “ଫଙ୍କସନ୍” “ଆଡ୍” ଘୋଷିତ କରିଛେ | |
01:59 | ଏଠାରେ “ଆଡ୍” ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ’ସମ୍’ ହେଉଛି ଏକ ଲୋକାଲ୍ ଭେରିଏବଲ୍ | |
02:07 | ଗୋଟିଏ ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ଲୋକାଲ୍ ଭେରିଏବଲ୍ କେବଳ ତା’ରି ପାଇଁ ହିଁ ଉପଲବ୍ଧ ଥାଏ | |
02:13 | ଏହି ଭେରିଏବଲ୍ ଗୁଡ଼ିକ ଗୋଟିଏ ବ୍ଲକ୍ ଭିତରେ ଘୋଷିତ ହୋଇଛି | |
02:16 | ଏଥିରେ local scope ଅଛି | |
02:19 | ’Sum’ ଭେରିଏବଲ୍ ଭିତରେ a ଓ bର ସମଷ୍ଟି ଷ୍ଟୋର୍ ହେବ | ଏଠାରେ ଆମେ sum ପ୍ରିଣ୍ଟ କରିବା | |
02:29 | ଏହା ହେଉଛି ଆମର main() function | |
02:33 | add ଫଙ୍କସନ୍ ଦର୍ଶାଯାଇ ତା’ପରେ ଏକଜେକ୍ୟୁଟ୍ ହୋଇଥାଏ | |
02:38 | ଆଉ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍ | |
02:40 | ଏବେ ସେଭ୍ ରେ କ୍ଲିକ୍ କରନ୍ତୁ | |
02:43 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | |
02:45 | ଆପଣଙ୍କ କୀ’ବୋର୍ଡରେ Ctrl, Alt ଓ Tକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | |
02:55 | କମ୍ପାଇଲ୍ କରିବା ପାଇଁ,gcc ସ୍ପେସ୍ scope.c ସ୍ପେସ୍ ହାଇଫେନ୍ o ସ୍ପେସ୍ sco ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:05 | ଏକଜେକ୍ୟୁଟ୍ କରିବା ପାଇଁ,./sco (ଡଟ୍ ସ୍ଲାଶ୍ sco) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:10 | ଆଉଟପୁଟ୍ ପ୍ରଦର୍ଶିତ ହେଲା |
03:13 | Sum of a and b is 7 |
03:16 | C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଏବେ ଆମେ ଦେଖିବା | |
03:20 | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | ପ୍ରଥମେ, କୀ’ବୋର୍ଡରେ Shift, Ctrl & S ଦବାନ୍ତୁ | |
03:31 | ଏବେ .cpp (ଡଟ୍ cpp) ଏକ୍ସଟେନ୍ସନ୍ ସହ ଫାଇଲ୍ କୁ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ | |
03:41 | iostream ଭାବରେ ହେଡର୍ ଫାଇଲ୍ କୁ ଚେଞ୍ଜ୍ କରନ୍ତୁ | |
03:47 | ଏବେ, “Using” ଷ୍ଟେଟମେଣ୍ଟ୍ ବ୍ୟବହାର କରି ସେଭ୍ ରେ କ୍ଲିକ୍ କରନ୍ତୁ | |
03:58 | C++ରେ global variable ଓ local variable ଘୋଷଣା ସମାନ ଅଟେ | |
04:03 | ତେଣୁ, କିଛି ବଦଳାଇବାର ଆବଶ୍ୟକତା ନାହିଁ | |
04:07 | “ପ୍ରିଣ୍ଟf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ | |
04:13 | format specifier ଓ '\n' ଡିଲିଟ୍ କରନ୍ତୁ | |
04:17 | ଏବେ, କମା ଡିଲିଟ୍ କରନ୍ତୁ | |
04:19 | ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ | |
04:22 | କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ | |
04:26 | ଆଉ, ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ ଏନ୍ (\n) ଟାଇପ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ | |
04:35 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା | |
04:39 | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
04:42 | କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ ସ୍କୋପ୍ ଡଟ୍ cpp ସ୍ପେସ୍ ହାଇଫେନ୍ (-)o ସ୍ପେସ୍ sco1 ଟାଇପ୍ କରନ୍ତୁ | |
04:52 | ଆମେ, 'scope.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ sco ଓଭର୍ ରାଇଟ୍ କରିବାକୁ ଚାହୁଁନଥିବାରୁ ଏଠାରେ ଆମେ sco1 ରଖିଛେ | |
05:04 | ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ | |
05:07 | ଏକଜେକ୍ୟୁଟ୍ କରିବା ପାଇଁ ./sco1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:14 | Sum of a and b is 7 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା | |
05:19 | ଏହା, ଆମ C କୋଡ୍ ସହ ସମାନ ଥିବାର ଆମେ ଦେଖିପାରୁଛେ | |
05:27 | ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆସିପାରେ | |
05:31 | ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | ଧରନ୍ତୁ, ମୁଁ ଏଠାରେ ପୁଣିଥରେ “a” ଭେରିଏବଲ୍ ଘୋଷଣା କରିବି | |
05:41 | “int a” ଓ ଏକ ସେମିକଲନ୍ ଟାଇପ୍ କରି, |
05:45 | ସେଭ୍ ରେ କ୍ଲିକ୍ କରନ୍ତୁ | ମେନ୍() ଫଙ୍କସନ୍ ଉପରକୁ ଓ “add” ଫଙ୍କସନ୍ ପରେ ଆମେ ଭେରିଏବଲ୍ ‘a’ ଘୋଷିତ କରିଛେ | |
05:55 | ଦେଖିବା କ’ଣ ହେଉଛି | |
05:57 | ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
06:01 | ଏବେ, ପୂର୍ବପରି କମ୍ପାଇଲ୍ କରନ୍ତୁ | |
06:05 | redefinition of 'int a' , 'int a' previously defined here ଭାବରେ ଆମେ ଏରର୍ ଦେଖୁ | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | |
06:18 | “a” ହେଉଛି ଏକ ଗ୍ଲୋବାଲ୍ ଭେରିଏବଲ୍ | |
06:20 | ଏଥିରେ ଏକ global scope ଅଛି | |
06:22 | ଆମେ ଦୁଇଥର ଭେରିଏବଲ୍ ଘୋଷିତ କରିପାରିବା ନାହିଁ, କାରଣ ତାହା ପୂର୍ବରୁ ଗ୍ଲୋବାଲୀ ଘୋଷିତ ହୋଇସାରିଛି | |
06:27 | ଆମେ କେବଳ variable aକୁ ଲୋକାଲ୍ ଭେରିଏବଲ୍ ଭାବରେ ଘୋଷିତ କରିପାରିବା | |
06:34 | ଏରର୍ ଫିକ୍ସ କରିବା | |
06:36 | ଏହାକୁ ଡିଲିଟ୍ କରନ୍ତୁ | |
06:39 | ସେଭ୍ ରେ କ୍ଲିକ୍ କରନ୍ତୁ | |
06:41 | ପୁଣି ଏକଜେକ୍ୟୁଟ୍ କରିବା |,ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ | |
06:45 | ଏବେ, ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ | |
06:49 | ହଁ, ଏହା କାମ କରୁଛି | |
06:52 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
06:56 | ସଂକ୍ଷେପରେ |
06:58 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
07:00 | Scope of variable, |
07:02 | Global variable, ଯେପରି : int a=5 & |
07:07 | ଏବଂ local variable ,ଯେପରି :int sum |
07:12 | ଏକ ଆସାନମେଣ୍ଟ ଭାବରେ, |
07:14 | ଦୁଇଟି ସଂଖ୍ୟାର ଭିନ୍ନତା ପ୍ରିଣ୍ଟ କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ | |
07:19 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
07:22 | ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
07:25 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
07:30 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : |
07:32 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
07:35 | ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
07:40 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
07:47 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
07:52 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
08:00 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି | |
08:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |
08:08 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |