Difference between revisions of "Firefox/C2/Setting-General-Privacy-Options/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 1: | Line 1: | ||
− | |||
− | |||
{|border=1 | {|border=1 | ||
||'''Time''' | ||'''Time''' | ||
||'''Narration''' | ||'''Narration''' | ||
+ | |||
|- | |- | ||
||00:00 | ||00:00 | ||
− | || ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | + | ||ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
+ | |||
|- | |- | ||
||00:04 | ||00:04 | ||
− | || ଏଠାରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା | | + | ||ଏଠାରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା | |
+ | |||
|- | |- | ||
||00:11 | ||00:11 | ||
− | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | | + | ||ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
+ | |||
|- | |- | ||
||00:18 | ||00:18 | ||
− | || ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ | | + | ||ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ | |
+ | |||
|- | |- | ||
||00:24 | ||00:24 | ||
− | || ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ | | + | ||ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ | |
+ | |||
|- | |- | ||
||00:29 | ||00:29 | ||
− | || ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ | | + | ||ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ | |
+ | |||
|- | |- | ||
||00:33 | ||00:33 | ||
− | || ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା | | + | ||ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା | |
+ | |||
|- | |- | ||
||00:37 | ||00:37 | ||
− | || ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | | + | ||ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | |
+ | |||
|- | |- | ||
||00:42 | ||00:42 | ||
− | || ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି | | + | ||ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି | |
+ | |||
|- | |- | ||
||00:50 | ||00:50 | ||
− | || ପ୍ରତ୍ୟେକର କାର୍ଯ୍ୟ ଭିନ୍ନ | | + | ||ପ୍ରତ୍ୟେକର କାର୍ଯ୍ୟ ଭିନ୍ନ | |
+ | |||
|- | |- | ||
||00:53 | ||00:53 | ||
− | || ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା | | + | ||ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା | |
+ | |||
|- | |- | ||
||01:04 | ||01:04 | ||
− | || ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା | | + | ||ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା | |
+ | |||
|- | |- | ||
||01:08 | ||01:08 | ||
− | || ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ | | + | ||ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ | |
+ | |||
|- | |- | ||
||01:16 | ||01:16 | ||
− | || ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି | | + | ||ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି | |
+ | |||
|- | |- | ||
||01:22 | ||01:22 | ||
||’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ | | ||’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ | | ||
+ | |||
|- | |- | ||
||01:29 | ||01:29 | ||
− | || ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||01:33 | ||01:33 | ||
− | || ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | | + | ||ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | |
+ | |||
|- | |- | ||
||01:36 | ||01:36 | ||
− | || ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ | + | ||ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ |
+ | |||
|- | |- | ||
||01:40 | ||01:40 | ||
− | || ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ | | + | ||ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ | |
+ | |||
|- | |- | ||
||01:42 | ||01:42 | ||
− | || ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା | | + | ||ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା | |
+ | |||
|- | |- | ||
||01:46 | ||01:46 | ||
− | || ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା | | + | ||ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା | |
+ | |||
|- | |- | ||
||01:51 | ||01:51 | ||
− | || ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ | | + | ||ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||01:54 | ||01:54 | ||
− | || ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | | + | ||ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | |
+ | |||
|- | |- | ||
||01:58 | ||01:58 | ||
− | || ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | | + | ||ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:02 | ||02:02 | ||
||’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ | | ||’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ | | ||
+ | |||
|- | |- | ||
||02:09 | ||02:09 | ||
− | || ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ | | + | ||ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ | |
+ | |||
|- | |- | ||
||02:12 | ||02:12 | ||
− | || ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ | | + | ||ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ | |
+ | |||
|- | |- | ||
||02:18 | ||02:18 | ||
− | || ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:24 | ||02:24 | ||
− | || ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ | | + | ||ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ | |
+ | |||
|- | |- | ||
||02:28 | ||02:28 | ||
− | || ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ | | + | ||ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:34 | ||02:34 | ||
− | || ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି | + | ||ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି |
+ | |||
|- | |- | ||
||02:38 | ||02:38 | ||
− | || ‘Save Link As’ ଉପରେ କ୍ଲିକ୍ କରନ୍ତୁ | | + | ||‘Save Link As’ ଉପରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||02:40 | ||02:40 | ||
− | || ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ | + | ||ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ |
+ | |||
|- | |- | ||
||02:46 | ||02:46 | ||
||’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ | | ||’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ | | ||
+ | |||
|- | |- | ||
||02:51 | ||02:51 | ||
− | || ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି | | + | ||ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି | |
+ | |||
|- | |- | ||
||02:56 | ||02:56 | ||
− | || ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି | | + | ||ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି | |
+ | |||
|- | |- | ||
||03:02 | ||03:02 | ||
− | || ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ | | + | ||ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ | |
+ | |||
|- | |- | ||
||03:11 | ||03:11 | ||
− | || ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ | | + | ||ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ | |
+ | |||
|- | |- | ||
||03:13 | ||03:13 | ||
− | || ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ | | + | ||ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ | |
+ | |||
|- | |- | ||
||03:19 | ||03:19 | ||
− | || ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି | | + | ||ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି | |
+ | |||
|- | |- | ||
||03:25 | ||03:25 | ||
− | || ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା | | + | ||ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା | |
+ | |||
|- | |- | ||
||03:30 | ||03:30 | ||
− | || ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ | | + | ||ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ | |
+ | |||
|- | |- | ||
||03:37 | ||03:37 | ||
− | || ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି | | + | ||ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି | |
+ | |||
|- | |- | ||
||03:41 | ||03:41 | ||
− | || ‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ | | + | ||‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ | |
+ | |||
|- | |- | ||
||03:45 | ||03:45 | ||
− | || ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ | | + | ||ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ | |
+ | |||
|- | |- | ||
||03:53 | ||03:53 | ||
− | || ‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ | | + | ||‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ | |
+ | |||
|- | |- | ||
||04:01 | ||04:01 | ||
− | || ଲୋକେଶନ୍ ବାର୍ କୁ ଆସିବା | | + | ||ଲୋକେଶନ୍ ବାର୍ କୁ ଆସିବା | |
+ | |||
|- | |- | ||
||04:04 | ||04:04 | ||
− | || ‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା | | + | ||‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା | |
+ | |||
|- | |- | ||
||04:11 | ||04:11 | ||
− | || ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ | | + | ||ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ | |
+ | |||
|- | |- | ||
||04:19 | ||04:19 | ||
− | || ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||04:23 | ||04:23 | ||
− | || ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ | | + | ||ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ | |
+ | |||
|- | |- | ||
||04:26 | ||04:26 | ||
− | || ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି | | + | ||ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି | |
+ | |||
|- | |- | ||
||04:32 | ||04:32 | ||
− | || ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ | | + | ||ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ | |
+ | |||
|- | |- | ||
||04:36 | ||04:36 | ||
− | || ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା | | + | ||ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା | |
+ | |||
|- | |- | ||
||04:45 | ||04:45 | ||
− | || ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି | | + | ||ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି | |
+ | |||
|- | |- | ||
||04:49 | ||04:49 | ||
− | || ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି | | + | ||ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି | |
+ | |||
|- | |- | ||
||04:57 | ||04:57 | ||
− | || ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା | | + | ||ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା | |
+ | |||
|- | |- | ||
||05:03 | ||05:03 | ||
− | || କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||05:09 | ||05:09 | ||
− | || ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ | | + | ||ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ | |
+ | |||
|- | |- | ||
||05:11 | ||05:11 | ||
− | || ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ | | + | ||ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ | |
+ | |||
|- | |- | ||
||05:15 | ||05:15 | ||
− | || ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ | | + | ||ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ | |
+ | |||
|- | |- | ||
||05:21 | ||05:21 | ||
− | || ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ | | + | ||ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ | |
+ | |||
|- | |- | ||
||05:26 | ||05:26 | ||
− | || ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ | | + | ||ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ | |
+ | |||
|- | |- | ||
||05:31 | ||05:31 | ||
− | || ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ | | + | ||ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||05:38 | ||05:38 | ||
− | || ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ | | + | ||ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ | |
+ | |||
|- | |- | ||
||05:42 | ||05:42 | ||
− | || କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||05:49 | ||05:49 | ||
− | || ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | | + | ||ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
||05:55 | ||05:55 | ||
− | || ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | | + | ||ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | |
+ | |||
|- | |- | ||
||05:58 | ||05:58 | ||
− | || ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା | | + | ||ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା | |
+ | |||
|- | |- | ||
||06:05 | ||06:05 | ||
− | || ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | + | ||ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
+ | |||
|- | |- | ||
||06:08 | ||06:08 | ||
− | || ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ | | + | ||ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ | |
+ | |||
|- | |- | ||
||06:15 | ||06:15 | ||
− | || କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ | + | ||କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ |
+ | |||
|- | |- | ||
||06:19 | ||06:19 | ||
− | || ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ | | + | ||ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ | |
+ | |||
|- | |- | ||
||06:21 | ||06:21 | ||
− | || ‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ | | + | ||‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ | |
+ | |||
|- | |- | ||
||06:28 | ||06:28 | ||
||’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ | | ||’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ | | ||
+ | |||
|- | |- | ||
||06:30 | ||06:30 | ||
− | || ‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ | | + | ||‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ | |
+ | |||
|- | |- | ||
||06:38 | ||06:38 | ||
− | || ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | | + | ||ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
+ | |||
|- | |- | ||
||06:41 | ||06:41 | ||
− | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | + | ||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
+ | |||
|- | |- | ||
||06:45 | ||06:45 | ||
− | || ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | + | ||ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
+ | |||
|- | |- | ||
||06:48 | ||06:48 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
+ | |||
|- | |- | ||
||06:50 | ||06:50 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
+ | |||
|- | |- | ||
||06:54 | ||06:54 | ||
− | || ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | | + | ||ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
+ | |||
|- | |- | ||
||06:58 | ||06:58 | ||
− | || ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | | + | ||ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
+ | |||
|- | |- | ||
||07:04 | ||07:04 | ||
− | || ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | + | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
+ | |||
|- | |- | ||
||07:07 | ||07:07 | ||
− | || ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | | + | ||ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
+ | |||
|- | |- | ||
||07:12 | ||07:12 | ||
− | || ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | | + | ||ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
+ | |||
|- | |- | ||
||07:27 | ||07:27 | ||
− | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |} |
Latest revision as of 16:05, 4 April 2017
Time | Narration |
00:00 | ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:04 | ଏଠାରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା | |
00:11 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ | |
00:18 | ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ | |
00:24 | ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ | |
00:29 | ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ | |
00:33 | ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା | |
00:37 | ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | |
00:42 | ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି | |
00:50 | ପ୍ରତ୍ୟେକର କାର୍ଯ୍ୟ ଭିନ୍ନ | |
00:53 | ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା | |
01:04 | ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା | |
01:08 | ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ | |
01:16 | ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି | |
01:22 | ’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ | |
01:29 | ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
01:33 | ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | |
01:36 | ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ |
01:40 | ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ | |
01:42 | ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା | |
01:46 | ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା | |
01:51 | ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ | |
01:54 | ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ | |
01:58 | ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
02:02 | ’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ | |
02:09 | ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ | |
02:12 | ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ | |
02:18 | ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
02:24 | ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ | |
02:28 | ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ | |
02:34 | ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି |
02:38 | ‘Save Link As’ ଉପରେ କ୍ଲିକ୍ କରନ୍ତୁ | |
02:40 | ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ |
02:46 | ’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ | |
02:51 | ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି | |
02:56 | ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି | |
03:02 | ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ | |
03:11 | ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ | |
03:13 | ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ | |
03:19 | ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି | |
03:25 | ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା | |
03:30 | ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ | |
03:37 | ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି | |
03:41 | ‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ | |
03:45 | ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ | |
03:53 | ‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ | |
04:01 | ଲୋକେଶନ୍ ବାର୍ କୁ ଆସିବା | |
04:04 | ‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା | |
04:11 | ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ | |
04:19 | ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
04:23 | ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ | |
04:26 | ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି | |
04:32 | ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ | |
04:36 | ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା | |
04:45 | ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି | |
04:49 | ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି | |
04:57 | ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା | |
05:03 | କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ | |
05:09 | ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ | |
05:11 | ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ | |
05:15 | ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ | |
05:21 | ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ | |
05:26 | ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ | |
05:31 | ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ | |
05:38 | ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ | |
05:42 | କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
05:49 | ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ | |
05:55 | ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ | |
05:58 | ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା | |
06:05 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
06:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ | |
06:15 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ |
06:19 | ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ | |
06:21 | ‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ | |
06:28 | ’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ | |
06:30 | ‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ | |
06:38 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
06:41 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | |
06:45 | ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
06:48 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
06:50 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ | |
06:54 | ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ | |
06:58 | ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ | |
07:04 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
07:07 | ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
07:12 | ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ | |
07:27 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |