Difference between revisions of "Linux/C2/Basics-of-System-Administration/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
{| border=1  
+
{| border = 1
!Time  
+
|'''Time'''
!Narration  
+
|'''Narration'''
 +
 
 
|-
 
|-
 
| 00:02
 
| 00:02
 
|  ଲିନକ୍ସରେ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ର ବେସିକ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସ୍ୱାଗତ.
 
|  ଲିନକ୍ସରେ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ର ବେସିକ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସ୍ୱାଗତ.
 +
 
|-
 
|-
 
| 00:09
 
| 00:09
 
|  ଏହି ଟ୍ୟୁଟୋରିଆଲ୍‍ରେ ଆମେ ନିମ୍ନଲିଖିତଗୁଡ଼ିକ ଶିଖିବା:
 
|  ଏହି ଟ୍ୟୁଟୋରିଆଲ୍‍ରେ ଆମେ ନିମ୍ନଲିଖିତଗୁଡ଼ିକ ଶିଖିବା:
 +
 
|-
 
|-
 
| 00:13
 
| 00:13
|  ଆଡ୍‍ୟୁଜର୍ (adduser)
+
|  ଆଡ୍‍ୟୁଜର୍ (adduser), su
|-
+
 
| 00:14
+
|  su
+
 
|-
 
|-
 
| 00:16
 
| 00:16
|  ୟୁଜର୍ମଡ୍‍ (usermod)
+
|  ୟୁଜର୍ମଡ୍‍ (usermod),ୟୁଜର୍‍ଡେଲ୍ (userdel)
|-
+
 
| 00:17
+
ୟୁଜର୍‍ଡେଲ୍ (userdel)
+
 
|-
 
|-
 
| 00:18
 
| 00:18
|  id
+
|  id, du
|-
+
 
| 00:19
+
|  du
+
 
|-
 
|-
 
| 00:20
 
| 00:20
 
|  df
 
|  df
 +
 
|-
 
|-
 
| 00:22
 
| 00:22
 
|  ଏଠାରେ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
 
|  ଏଠାରେ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
 +
 
|-
 
|-
 
| 00:27
 
| 00:27
 
|  ଏକ ପ୍ରାକ୍-ଆବଶ୍ୟକତା ଭାବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ.
 
|  ଏକ ପ୍ରାକ୍-ଆବଶ୍ୟକତା ଭାବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ.
 +
 
|-
 
|-
 
| 00:35
 
| 00:35
 
|  ଯାହା ଏହି ୱେବ୍‍ସାଇଟ୍‍ରେ ଉପଲବ୍ଧ ଅଛି  
 
|  ଯାହା ଏହି ୱେବ୍‍ସାଇଟ୍‍ରେ ଉପଲବ୍ଧ ଅଛି  
 +
 
|-
 
|-
 
| 00:39
 
| 00:39
 
|  ପ୍ରଦର୍ଶିତ କମାଣ୍ଡ ଏକ୍‍ଜେକ୍ୟୁଟ୍‍ କରିବା ପାଇଁ ଜଣଙ୍କର ଆଡ୍‍ମିନ୍ ଆକ୍ସେସ୍ ଥିବା ଦରକାର.
 
|  ପ୍ରଦର୍ଶିତ କମାଣ୍ଡ ଏକ୍‍ଜେକ୍ୟୁଟ୍‍ କରିବା ପାଇଁ ଜଣଙ୍କର ଆଡ୍‍ମିନ୍ ଆକ୍ସେସ୍ ଥିବା ଦରକାର.
 +
 
|-
 
|-
 
| 00:47
 
| 00:47
 
|  ଆସନ୍ତୁ, ଏକ ନୂଆ ୟୁଜର୍ କିପରି କ୍ରିଏଟ୍ କରାଯାଏ, ଶିଖିବା.
 
|  ଆସନ୍ତୁ, ଏକ ନୂଆ ୟୁଜର୍ କିପରି କ୍ରିଏଟ୍ କରାଯାଏ, ଶିଖିବା.
 +
 
|-
 
|-
 
| 00:53
 
| 00:53
 
|  ଅଥେଣ୍ଟିକେଶନ୍ ସମେତ “ଆଡ୍‍ୟୁଜର୍” କମାଣ୍ଡ ଆମପାଇଁ ଏକ ନୂଆ ୟୁଜର୍ ଲଗ୍ଇନ୍ କ୍ରିଏଟ୍ କରିବ.
 
|  ଅଥେଣ୍ଟିକେଶନ୍ ସମେତ “ଆଡ୍‍ୟୁଜର୍” କମାଣ୍ଡ ଆମପାଇଁ ଏକ ନୂଆ ୟୁଜର୍ ଲଗ୍ଇନ୍ କ୍ରିଏଟ୍ କରିବ.
 +
 
|-
 
|-
 
| 01:01
 
| 01:01
 
|  “ସୁଡୋ” କମାଣ୍ଡ ସହାୟତାରେ ଆମେ ଯେକୌଣସି ୟୁଜର୍ ଆକାଉଣ୍ଟ ଆଡ୍ କରିପାରିବା.
 
|  “ସୁଡୋ” କମାଣ୍ଡ ସହାୟତାରେ ଆମେ ଯେକୌଣସି ୟୁଜର୍ ଆକାଉଣ୍ଟ ଆଡ୍ କରିପାରିବା.
 +
 
|-
 
|-
 
| 01:06
 
| 01:06
 
|  “ସୁଡୋ” କମାଣ୍ଡ ବିଷୟରେ ମୁଁ ଆପଣଙ୍କୁ ଏକ ସଂକ୍ଷିପ୍ତ ବର୍ଣ୍ଣନା ଦେଉଛି.
 
|  “ସୁଡୋ” କମାଣ୍ଡ ବିଷୟରେ ମୁଁ ଆପଣଙ୍କୁ ଏକ ସଂକ୍ଷିପ୍ତ ବର୍ଣ୍ଣନା ଦେଉଛି.
 +
 
|-
 
|-
 
| 01:11
 
| 01:11
 
|  ସୁପର୍ ୟୁଜର୍ ଭାବରେ ଏକ କମାଣ୍ଡ ଏକ୍‍ଜେକ୍ୟୁଟ୍ କରିବା ପାଇଁ ସୁଡୋ କମାଣ୍ଡ ଆଡ୍‍ମିନିଷ୍ଟ୍ରେଟିଭ୍ ୟୁଜର୍‍କୁ ଅନୁମତି ଦେଇଥାଏ.
 
|  ସୁପର୍ ୟୁଜର୍ ଭାବରେ ଏକ କମାଣ୍ଡ ଏକ୍‍ଜେକ୍ୟୁଟ୍ କରିବା ପାଇଁ ସୁଡୋ କମାଣ୍ଡ ଆଡ୍‍ମିନିଷ୍ଟ୍ରେଟିଭ୍ ୟୁଜର୍‍କୁ ଅନୁମତି ଦେଇଥାଏ.
 +
 
|-
 
|-
 
| 01:19
 
| 01:19
 
|  ଏହି ଟ୍ୟୁଟୋରିଆଲ୍‍ରେ ଆଗକୁ ବଢ଼ିବା ସହ ଆମେ ସୁଡୋ କମାଣ୍ଡରେ ଥିବା ଅନେକ ଅପ୍ସନ୍ ବିଷୟରେ ଜାଣିବା.
 
|  ଏହି ଟ୍ୟୁଟୋରିଆଲ୍‍ରେ ଆଗକୁ ବଢ଼ିବା ସହ ଆମେ ସୁଡୋ କମାଣ୍ଡରେ ଥିବା ଅନେକ ଅପ୍ସନ୍ ବିଷୟରେ ଜାଣିବା.
 +
 
|-
 
|-
 
| 01:27
 
| 01:27
 
|  ଏବେ, “ନ୍ୟୁ ୟୁଜର୍” କ୍ରିଏଟ୍ କରିବା ବିଷୟରେ ଜାଣିବା.
 
|  ଏବେ, “ନ୍ୟୁ ୟୁଜର୍” କ୍ରିଏଟ୍ କରିବା ବିଷୟରେ ଜାଣିବା.
 +
 
|-
 
|-
 
| 01:32
 
| 01:32
 
|  କୀ’-ବୋର୍ଡରେ “Ctrl, Alt ଓ t” ଏକାସାଙ୍ଗରେ ଦାବି “ଟର୍ମିନାଲ୍” ଖୋଲନ୍ତୁ.
 
|  କୀ’-ବୋର୍ଡରେ “Ctrl, Alt ଓ t” ଏକାସାଙ୍ଗରେ ଦାବି “ଟର୍ମିନାଲ୍” ଖୋଲନ୍ତୁ.
 +
 
|-
 
|-
 
| 01:45
 
| 01:45
 
|  ମୁଁ ଏଠି “ଟର୍ମିନାଲ୍” ଆରମ୍ଭ କରିସାରିଛି.
 
|  ମୁଁ ଏଠି “ଟର୍ମିନାଲ୍” ଆରମ୍ଭ କରିସାରିଛି.
 +
 
|-
 
|-
 
| 01:49
 
| 01:49
 
|  ଏଠି “ସୁଡୋ ସ୍ପେସ୍ ଆଡ୍‍ୟୁଜର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  ଏଠି “ସୁଡୋ ସ୍ପେସ୍ ଆଡ୍‍ୟୁଜର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 01:58
 
| 01:58
 
|  ଏକ ପାସ୍‍ୱର୍ଡ ଦେବାପାଇଁ ଆପଣଙ୍କୁ କୁହାଯିବ.
 
|  ଏକ ପାସ୍‍ୱର୍ଡ ଦେବାପାଇଁ ଆପଣଙ୍କୁ କୁହାଯିବ.
 +
 
|-
 
|-
 
| 02:01
 
| 02:01
 
|  ମୁଁ ଏଠି “ଆଡ୍‍ମିନ୍” ପାସ୍‍ୱର୍ଡ ଦେଇ ଏଣ୍ଟର୍ ଦାବିବି.
 
|  ମୁଁ ଏଠି “ଆଡ୍‍ମିନ୍” ପାସ୍‍ୱର୍ଡ ଦେଇ ଏଣ୍ଟର୍ ଦାବିବି.
 +
 
|-
 
|-
 
| 02:07
 
| 02:07
 
|  ଟର୍ମିନାଲ୍‍ରେ ଟାଇପ୍ କରାଯାଇଥିବା ପାସ୍‍ୱର୍ଡ ଦେଖାଯାଏ ନାହିଁ.
 
|  ଟର୍ମିନାଲ୍‍ରେ ଟାଇପ୍ କରାଯାଇଥିବା ପାସ୍‍ୱର୍ଡ ଦେଖାଯାଏ ନାହିଁ.
 +
 
|-
 
|-
 
| 02:11
 
| 02:11
 
|  ତେଣୁ, ପାସ୍‍ୱର୍ଡକୁ ସାବଧାନତାପୂର୍ବକ ଟାଇପ୍ କରିବାକୁ ହେବ.
 
|  ତେଣୁ, ପାସ୍‍ୱର୍ଡକୁ ସାବଧାନତାପୂର୍ବକ ଟାଇପ୍ କରିବାକୁ ହେବ.
 +
 
|-
 
|-
 
| 02:16
 
| 02:16
 
|  ଥରେ ହୋଇଗଲା ପରେ “ଆଡ୍‍ୟୁଜର୍ : ଓନ୍‍ଲୀ ୱନ୍ ଅର୍ ଟୁ ନେମ୍ସ ଆଲାଉଡ୍” ମେସେଜ୍ ଦେଖାଦେବ.
 
|  ଥରେ ହୋଇଗଲା ପରେ “ଆଡ୍‍ୟୁଜର୍ : ଓନ୍‍ଲୀ ୱନ୍ ଅର୍ ଟୁ ନେମ୍ସ ଆଲାଉଡ୍” ମେସେଜ୍ ଦେଖାଦେବ.
 +
 
|-
 
|-
 
| 02:27
 
| 02:27
 
|  “ଡକ୍” ନାମରେ ଏକ ନୂଆ ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା.
 
|  “ଡକ୍” ନାମରେ ଏକ ନୂଆ ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା.
 +
 
|-
 
|-
 
| 02:34
 
| 02:34
 
|  ନିମ୍ନଲିଖିତ କମାଣ୍ଡ:
 
|  ନିମ୍ନଲିଖିତ କମାଣ୍ଡ:
 +
 
|-
 
|-
 
| 02:36
 
| 02:36
 
|  ସୁଡୋ ସ୍ପେସ୍ ଆଡ୍‍ୟୁଜର୍ ସ୍ପେସ୍ ଡକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  ସୁଡୋ ସ୍ପେସ୍ ଆଡ୍‍ୟୁଜର୍ ସ୍ପେସ୍ ଡକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 02:45
 
| 02:45
 
|  “ଡକ୍” ନାମରେ ଏକ ନୂଆ ୟୁଜର୍ କ୍ରିଏଟ୍ ହୋଇଗଲା.
 
|  “ଡକ୍” ନାମରେ ଏକ ନୂଆ ୟୁଜର୍ କ୍ରିଏଟ୍ ହୋଇଗଲା.
 +
 
|-
 
|-
 
| 02:49
 
| 02:49
 
|  ନୂଆ ୟୁଜର୍ କ୍ରିଏଟ୍ ହେବା ପ୍ରକ୍ରିୟାରେ, ସେହି ୟୁଜର୍ ପାଇଁ ପୃଥକ୍ ଭାବେ ଏକ “ହୋମ୍” ଡାଇରେକ୍ଟୋରୀ ମଧ୍ୟ କ୍ରିଏଟ୍ ହୋଇଛି.
 
|  ନୂଆ ୟୁଜର୍ କ୍ରିଏଟ୍ ହେବା ପ୍ରକ୍ରିୟାରେ, ସେହି ୟୁଜର୍ ପାଇଁ ପୃଥକ୍ ଭାବେ ଏକ “ହୋମ୍” ଡାଇରେକ୍ଟୋରୀ ମଧ୍ୟ କ୍ରିଏଟ୍ ହୋଇଛି.
 +
 
|-
 
|-
 
| 02:58
 
| 02:58
 
|  “ଡକ୍” ୟୁଜର୍ ପାଇଁ ଏକ ନୂଆ ପାସ୍‍ୱର୍ଡ ଦେବାକୁ ମଧ୍ୟ ଆମକୁ କୁହାଯିବ.
 
|  “ଡକ୍” ୟୁଜର୍ ପାଇଁ ଏକ ନୂଆ ପାସ୍‍ୱର୍ଡ ଦେବାକୁ ମଧ୍ୟ ଆମକୁ କୁହାଯିବ.
 +
 
|-
 
|-
 
| 03:05
 
| 03:05
 
|  ନିଜ ପସନ୍ଦର ପାସ୍‍ୱର୍ଡ ଦିଅନ୍ତୁ. ମୋ ମାମଲାରେ ମୁଁ ପାସ୍‍ୱର୍ଡ ଭାବରେ “ଡକ୍” ଟାଇପ୍ କରି ଏଣ୍ଟର୍ ଦାବିବି.
 
|  ନିଜ ପସନ୍ଦର ପାସ୍‍ୱର୍ଡ ଦିଅନ୍ତୁ. ମୋ ମାମଲାରେ ମୁଁ ପାସ୍‍ୱର୍ଡ ଭାବରେ “ଡକ୍” ଟାଇପ୍ କରି ଏଣ୍ଟର୍ ଦାବିବି.
 +
 
|-
 
|-
 
| 03:17
 
| 03:17
 
|  ନୂଆ ପାସ୍‍ୱର୍ଡକୁ ପୁଣିଥରେ ଟାଇପ୍ କରନ୍ତୁ.
 
|  ନୂଆ ପାସ୍‍ୱର୍ଡକୁ ପୁଣିଥରେ ଟାଇପ୍ କରନ୍ତୁ.
 +
 
|-
 
|-
 
| 03:20
 
| 03:20
 
|  ସୁରକ୍ଷା କାରଣ ଓ ସୁନିଶ୍ଚିତତା ପାଇଁ ପାସ୍‍ୱର୍ଡ ଦୁଇଥର ଦେବାକୁ କୁହାଯାଏ.
 
|  ସୁରକ୍ଷା କାରଣ ଓ ସୁନିଶ୍ଚିତତା ପାଇଁ ପାସ୍‍ୱର୍ଡ ଦୁଇଥର ଦେବାକୁ କୁହାଯାଏ.
 +
 
|-
 
|-
 
| 03:26
 
| 03:26
 
|  ଏବେ, ନୂଆ ୟୁଜର୍ ପାଇଁ ଆମ ପାସ୍ୱର୍ଡ ଅପ୍‍ଡେଟ୍ ହୋଇଗଲା.
 
|  ଏବେ, ନୂଆ ୟୁଜର୍ ପାଇଁ ଆମ ପାସ୍ୱର୍ଡ ଅପ୍‍ଡେଟ୍ ହୋଇଗଲା.
 +
 
|-
 
|-
 
| 03:31
 
| 03:31
 
|  ଅନ୍ୟାନ୍ୟ ବିବରଣୀ ପାଇଁ ମଧ୍ୟ ଆମକୁ କୁହାଯିବ.
 
|  ଅନ୍ୟାନ୍ୟ ବିବରଣୀ ପାଇଁ ମଧ୍ୟ ଆମକୁ କୁହାଯିବ.
 +
 
|-
 
|-
 
| 03:35
 
| 03:35
 
|  ମାତ୍ର, ବର୍ତ୍ତମାନ ପାଇଁ ମୁଁ କେବଳ “ଫୁଲ୍ ନେମ୍” ଭାବରେ “ଡକ୍” ଟାଇପ୍ କରି ବାକିସବୁକୁ ଏଣ୍ଟର୍ ଦାବି ଖାଲି ଛାଡ଼ିଦେବି.
 
|  ମାତ୍ର, ବର୍ତ୍ତମାନ ପାଇଁ ମୁଁ କେବଳ “ଫୁଲ୍ ନେମ୍” ଭାବରେ “ଡକ୍” ଟାଇପ୍ କରି ବାକିସବୁକୁ ଏଣ୍ଟର୍ ଦାବି ଖାଲି ଛାଡ଼ିଦେବି.
 +
 
|-
 
|-
 
| 03:46
 
| 03:46
|  ଏଣ୍ଟର୍
+
|  ଏଣ୍ଟର୍,ଏହାକୁ ମୁଁ “ୱାଇ” ଦାବି କନ୍‍ଫର୍ମ କରିବି.
|-
+
 
| 03:47
+
ଏହାକୁ ମୁଁ “ୱାଇ” ଦାବି କନ୍‍ଫର୍ମ କରିବି.
+
 
|-
 
|-
 
| 03:51
 
| 03:51
 
|  ଏହା, ସମସ୍ତ ସୂଚନା ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅଟେ.
 
|  ଏହା, ସମସ୍ତ ସୂଚନା ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅଟେ.
 +
 
|-
 
|-
 
| 03:55
 
| 03:55
 
|  ଏବେ, ୟୁଜର୍ ଆକାଉଣ୍ଟ କ୍ରିଏଟ୍ ହେଲାକି ନାହିଁ ଯାଞ୍ଚ କରିବା.
 
|  ଏବେ, ୟୁଜର୍ ଆକାଉଣ୍ଟ କ୍ରିଏଟ୍ ହେଲାକି ନାହିଁ ଯାଞ୍ଚ କରିବା.
 +
 
|-
 
|-
 
| 04:00
 
| 04:00
 
|  ଏହା କରିବା ପାଇଁ କମାଣ୍ଡ ପ୍ରମ୍ପ୍ଟରେ
 
|  ଏହା କରିବା ପାଇଁ କମାଣ୍ଡ ପ୍ରମ୍ପ୍ଟରେ
 +
 
|-
 
|-
 
| 04:04
 
| 04:04
 
|  “ls ସ୍ପେସ୍ /(ସ୍ଲାଶ୍) ହୋମ୍”  ଟାଇପ୍ କରି
 
|  “ls ସ୍ପେସ୍ /(ସ୍ଲାଶ୍) ହୋମ୍”  ଟାଇପ୍ କରି
 +
 
|-
 
|-
 
| 04:09
 
| 04:09
 
|  ଏଣ୍ଟର୍ ଦାବନ୍ତୁ.
 
|  ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 04:11
 
| 04:11
 
|  ହୋମ୍ ଫୋଲ୍ଡର୍‍ରେ ୟୁଜର୍ ତାଲିକା ଦେଖାଇବା ପାଇଁ “ls” କମାଣ୍ଡ ବ୍ୟବହୃତ ହୋଇଥାଏ.
 
|  ହୋମ୍ ଫୋଲ୍ଡର୍‍ରେ ୟୁଜର୍ ତାଲିକା ଦେଖାଇବା ପାଇଁ “ls” କମାଣ୍ଡ ବ୍ୟବହୃତ ହୋଇଥାଏ.
 +
 
|-
 
|-
 
| 04:17
 
| 04:17
 
|  ଆଉ ଏଇଠି ଅଛି ନୂଆ ଭାବେ କ୍ରିଏଟ୍ ହୋଇଥିବା ଆମ “ଡକ୍” ନାମକ ୟୁଜର୍.
 
|  ଆଉ ଏଇଠି ଅଛି ନୂଆ ଭାବେ କ୍ରିଏଟ୍ ହୋଇଥିବା ଆମ “ଡକ୍” ନାମକ ୟୁଜର୍.
 +
 
|-
 
|-
 
| 04:23
 
| 04:23
 
|  ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
 
|  ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
 +
 
|-
 
|-
 
| 04:26
 
| 04:26
 
|  ପରବର୍ତ୍ତୀ କମାଣ୍ଡ ହେଉଛି “su”.
 
|  ପରବର୍ତ୍ତୀ କମାଣ୍ଡ ହେଉଛି “su”.
 +
 
|-
 
|-
 
| 04:30
 
| 04:30
 
|  “su”ର ଅର୍ଥ ହେଉଛି “ସ୍ୱିଚ୍ ୟୁଜର୍”.
 
|  “su”ର ଅର୍ଥ ହେଉଛି “ସ୍ୱିଚ୍ ୟୁଜର୍”.
 +
 
|-
 
|-
 
| 04:34
 
| 04:34
 
|  ସାଂପ୍ରତିକ ୟୁଜର୍‍ରୁ ଅନ୍ୟଏକ ୟୁଜର୍‍କୁ ଯିବାପାଇଁ ଏହି କମାଣ୍ଡ ଉପଯୋଗୀ ଅଟେ.
 
|  ସାଂପ୍ରତିକ ୟୁଜର୍‍ରୁ ଅନ୍ୟଏକ ୟୁଜର୍‍କୁ ଯିବାପାଇଁ ଏହି କମାଣ୍ଡ ଉପଯୋଗୀ ଅଟେ.
 +
 
|-
 
|-
 
| 04:39
 
| 04:39
 
|  ଚାଲନ୍ତୁ, ଏବେ ଟର୍ମିନାଲ୍‍କୁ ଯିବା.
 
|  ଚାଲନ୍ତୁ, ଏବେ ଟର୍ମିନାଲ୍‍କୁ ଯିବା.
 +
 
|-
 
|-
 
| 04:43
 
| 04:43
 
|  ଟର୍ମିନାଲ୍‍ରେ କମାଣ୍ଡ
 
|  ଟର୍ମିନାଲ୍‍ରେ କମାଣ୍ଡ
 +
 
|-
 
|-
 
| 04:45
 
| 04:45
 
|  “su ସ୍ପେସ୍ ହାଇଫେନ୍ ସ୍ପେସ୍ ଡକ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “su ସ୍ପେସ୍ ହାଇଫେନ୍ ସ୍ପେସ୍ ଡକ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 04:53
 
| 04:53
 
|  ଏକ ପାସ୍‍ୱର୍ଡ ପାଇଁ ଆପଣଙ୍କୁ କୁହାଯିବ.
 
|  ଏକ ପାସ୍‍ୱର୍ଡ ପାଇଁ ଆପଣଙ୍କୁ କୁହାଯିବ.
 +
 
|-
 
|-
 
| 04:56
 
| 04:56
 
|  ମୁଁ ଏଠାରେ ୟୁଜର୍ “ଡକ୍”ର ପାସ୍‍ୱର୍ଡ ହିଁ ଟାଇପ୍ କରିବି, ଯାହା ହେଉଛି “ଡକ୍” ନିଜେ.
 
|  ମୁଁ ଏଠାରେ ୟୁଜର୍ “ଡକ୍”ର ପାସ୍‍ୱର୍ଡ ହିଁ ଟାଇପ୍ କରିବି, ଯାହା ହେଉଛି “ଡକ୍” ନିଜେ.
 +
 
|-
 
|-
 
| 05:04
 
| 05:04
 
|  ଦେଖନ୍ତୁ, ଟର୍ମିନାଲ୍ ପୂର୍ବ ୟୁଜର୍‍ରୁ ନୂଆ ୟୁଜର୍‍କୁ ଚାଲିଗଲା, ଯାହା ଆମ ମାମଲାରେ ହେଉଛି “ଡକ୍”.
 
|  ଦେଖନ୍ତୁ, ଟର୍ମିନାଲ୍ ପୂର୍ବ ୟୁଜର୍‍ରୁ ନୂଆ ୟୁଜର୍‍କୁ ଚାଲିଗଲା, ଯାହା ଆମ ମାମଲାରେ ହେଉଛି “ଡକ୍”.
 +
 
|-
 
|-
 
| 05:14
 
| 05:14
 
|  ଏହି ୟୁଜର୍‍ରୁ ଲଗ୍ଆଉଟ୍ କରିବା ପାଇଁ
 
|  ଏହି ୟୁଜର୍‍ରୁ ଲଗ୍ଆଉଟ୍ କରିବା ପାଇଁ
 +
 
|-
 
|-
 
| 05:17
 
| 05:17
 
|  “ଲଗ୍ଆଉଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “ଲଗ୍ଆଉଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 05:22
 
| 05:22
 
|  ଏବେ ଟର୍ମିନାଲ୍, ସାମ୍ପ୍ରତିକ ୟୁଜର୍ “ଡକ୍”ରୁ ଲଗ୍ଆଉଟ୍ କରିଯାଇ, ପୂର୍ବ ୟୁଜର୍ ଆକାଉଣ୍ଟ “vinhai”କୁ ଚାଲିଆସିଛି.
 
|  ଏବେ ଟର୍ମିନାଲ୍, ସାମ୍ପ୍ରତିକ ୟୁଜର୍ “ଡକ୍”ରୁ ଲଗ୍ଆଉଟ୍ କରିଯାଇ, ପୂର୍ବ ୟୁଜର୍ ଆକାଉଣ୍ଟ “vinhai”କୁ ଚାଲିଆସିଛି.
 +
 
|-
 
|-
 
| 05:31
 
| 05:31
 
|  ଚାଲନ୍ତୁ, “ୟୁଜର୍‍ମଡ୍” କମାଣ୍ଡ ବିଷୟରେ ଜାଣିବା.
 
|  ଚାଲନ୍ତୁ, “ୟୁଜର୍‍ମଡ୍” କମାଣ୍ଡ ବିଷୟରେ ଜାଣିବା.
 +
 
|-
 
|-
 
| 05:35
 
| 05:35
 
|  “ୟୁଜର୍‍ମଡ୍” କମାଣ୍ଡଟି
 
|  “ୟୁଜର୍‍ମଡ୍” କମାଣ୍ଡଟି
 +
 
|-
 
|-
 
| 05:37
 
| 05:37
 
|  ସୁପର୍ ୟୁଜର୍ ବା ରୁଟ୍ ୟୁଜର୍‍କୁ ଅନ୍ୟ ୟୁଜର୍ ଆକାଉଣ୍ଟ ମୋଡିଫାଏ କରିବାକୁ ସକ୍ଷମ କରିଥାଏ, ଯେପରି
 
|  ସୁପର୍ ୟୁଜର୍ ବା ରୁଟ୍ ୟୁଜର୍‍କୁ ଅନ୍ୟ ୟୁଜର୍ ଆକାଉଣ୍ଟ ମୋଡିଫାଏ କରିବାକୁ ସକ୍ଷମ କରିଥାଏ, ଯେପରି
 +
 
|-
 
|-
 
| 05:46
 
| 05:46
 
|  ପାସ୍‍ୱର୍ଡକୁ ନୋ ପାସ୍‍ୱର୍ଡ କିମ୍ୱା ଏମ୍ପଟୀ ପାସ୍‍ୱର୍ଡକୁ ପରିବର୍ତ୍ତନ କରିବା.
 
|  ପାସ୍‍ୱର୍ଡକୁ ନୋ ପାସ୍‍ୱର୍ଡ କିମ୍ୱା ଏମ୍ପଟୀ ପାସ୍‍ୱର୍ଡକୁ ପରିବର୍ତ୍ତନ କରିବା.
 +
 
|-
 
|-
 
| 05:50
 
| 05:50
 
|  ୟୁଜର୍ ଆକାଉଣ୍ଟ ଡିଜାବଲ୍ ହେବା ତାରିଖ ଦେଖାଇବା.
 
|  ୟୁଜର୍ ଆକାଉଣ୍ଟ ଡିଜାବଲ୍ ହେବା ତାରିଖ ଦେଖାଇବା.
 +
 
|-
 
|-
 
| 05:55
 
| 05:55
 
|  ଏହି କମାଣ୍ଡ ଟ୍ରାଏ କରି ଦେଖିବା.
 
|  ଏହି କମାଣ୍ଡ ଟ୍ରାଏ କରି ଦେଖିବା.
 +
 
|-
 
|-
 
| 05:57
 
| 05:57
 
|  ଏବେ, ଚାଲନ୍ତୁ ଟର୍ମିନାଲ୍‍କୁ ସ୍ୱିଚ୍ କରିବା.
 
|  ଏବେ, ଚାଲନ୍ତୁ ଟର୍ମିନାଲ୍‍କୁ ସ୍ୱିଚ୍ କରିବା.
 +
 
|-
 
|-
 
| 05:59
 
| 05:59
 
|  ୟୁଜର୍ ଆକାଉଣ୍ଟ ଡକ୍ ପାଇଁ ସମାପ୍ତି ତାରିଖ କିପରି ସେଟ୍ କରିବାକୁ ହୁଏ, ଦେଖନ୍ତୁ.
 
|  ୟୁଜର୍ ଆକାଉଣ୍ଟ ଡକ୍ ପାଇଁ ସମାପ୍ତି ତାରିଖ କିପରି ସେଟ୍ କରିବାକୁ ହୁଏ, ଦେଖନ୍ତୁ.
 +
 
|-
 
|-
 
| 06:05
 
| 06:05
 
|  ଏହି କମାଣ୍ଡ ପ୍ରମ୍ପ୍ଟରେ
 
|  ଏହି କମାଣ୍ଡ ପ୍ରମ୍ପ୍ଟରେ
 +
 
|-
 
|-
 
| 06:09
 
| 06:09
 
|  ସୁଡୋ ସ୍ପେସ୍ ୟୁଜର୍‍ମଡ୍ –(ହାଇଫେନ୍)e ସ୍ପେସ୍ ୨୦୧୨-(ହାଇଫେନ୍)୧୨-(ହାଇଫେନ୍)୨୭ ସ୍ପେସ୍ ଡକ୍ ଟାଇପ୍ କରି
 
|  ସୁଡୋ ସ୍ପେସ୍ ୟୁଜର୍‍ମଡ୍ –(ହାଇଫେନ୍)e ସ୍ପେସ୍ ୨୦୧୨-(ହାଇଫେନ୍)୧୨-(ହାଇଫେନ୍)୨୭ ସ୍ପେସ୍ ଡକ୍ ଟାଇପ୍ କରି
 +
 
|-
 
|-
 
| 06:33
 
| 06:33
 
|  ଏଣ୍ଟର୍ ଦାବନ୍ତୁ.
 
|  ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 06:37
 
| 06:37
 
|  ଅପ୍ସନ୍ “-e” ସହାୟତାରେ କମାଣ୍ଡରେ ଉଲ୍ଲେଖ ହୋଇଥିବା ପରି ୟୁଜର୍ ଆକାଉଣ୍ଟ ସମାପ୍ତି ତାରିଖ ସେଟ୍ କରାଗଲା.
 
|  ଅପ୍ସନ୍ “-e” ସହାୟତାରେ କମାଣ୍ଡରେ ଉଲ୍ଲେଖ ହୋଇଥିବା ପରି ୟୁଜର୍ ଆକାଉଣ୍ଟ ସମାପ୍ତି ତାରିଖ ସେଟ୍ କରାଗଲା.
 +
 
|-
 
|-
 
| 06:46
 
| 06:46
 
|  ବର୍ତ୍ତମାନ, “ଡକ୍” ୟୁଜର୍ ଆକାଉଣ୍ଟ ପାଇଁ ଏକ ସମାପ୍ତି ତାରିଖ ସେଟ୍ ହୋଇଗଲା.
 
|  ବର୍ତ୍ତମାନ, “ଡକ୍” ୟୁଜର୍ ଆକାଉଣ୍ଟ ପାଇଁ ଏକ ସମାପ୍ତି ତାରିଖ ସେଟ୍ ହୋଇଗଲା.
 +
 
|-
 
|-
 
| 06:52
 
| 06:52
 
|  ଏବେ, “uid” ଓ “gid” କମାଣ୍ଡ ବିଷୟରେ ଜାଣିବା.
 
|  ଏବେ, “uid” ଓ “gid” କମାଣ୍ଡ ବିଷୟରେ ଜାଣିବା.
 +
 
|-
 
|-
 
| 06:57
 
| 06:57
 
|  ସମସ୍ତ ୟୁଜର୍ ଓ ଗ୍ରୁପ୍‍ଗୁଡ଼ିକର ପରିଚୟ ଯାଞ୍ଚ କରିବା ପାଇଁ “id-କମାଣ୍ଡ” ବ୍ୟବହାର କରାଯାଏ.
 
|  ସମସ୍ତ ୟୁଜର୍ ଓ ଗ୍ରୁପ୍‍ଗୁଡ଼ିକର ପରିଚୟ ଯାଞ୍ଚ କରିବା ପାଇଁ “id-କମାଣ୍ଡ” ବ୍ୟବହାର କରାଯାଏ.
 +
 
|-
 
|-
 
| 07:04
 
| 07:04
 
|  ୟୁଜର୍‍ର ପରିଚୟ ଜାଣିବା ପାଇଁ ଆମେ, “id ସ୍ପେସ୍ –(ହାଇଫେନ୍)u” ବ୍ୟବହାର କରିବା.
 
|  ୟୁଜର୍‍ର ପରିଚୟ ଜାଣିବା ପାଇଁ ଆମେ, “id ସ୍ପେସ୍ –(ହାଇଫେନ୍)u” ବ୍ୟବହାର କରିବା.
 +
 
|-
 
|-
 
| 07:12
 
| 07:12
 
|  ଗ୍ରୁପ୍ର ପରିଚୟ ଜାଣିବା ପାଇଁ ଏହା, “id ସ୍ପେସ୍ –(ହାଇଫେନ୍)g” ଅଟେ.
 
|  ଗ୍ରୁପ୍ର ପରିଚୟ ଜାଣିବା ପାଇଁ ଏହା, “id ସ୍ପେସ୍ –(ହାଇଫେନ୍)g” ଅଟେ.
 +
 
|-
 
|-
 
| 07:20
 
| 07:20
 
|  ଚାଲନ୍ତୁ, ଏବେ ଏହା ଦେଖିବା.
 
|  ଚାଲନ୍ତୁ, ଏବେ ଏହା ଦେଖିବା.
 +
 
|-
 
|-
 
| 07:22
 
| 07:22
 
|  ଟର୍ମିନାଲ୍‍ରେ
 
|  ଟର୍ମିନାଲ୍‍ରେ
 +
 
|-
 
|-
 
| 07:25
 
| 07:25
 
|  “id” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “id” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 07:29
 
| 07:29
 
|  ଆମେ ବ୍ୟବହାର କରୁଥିବା ସିଷ୍ଟମ୍‍ରେ ଏବେ ଆମେ ୟୁଜର୍ ID ଓ ଗ୍ରୁପ୍ ID ଦେଖିପାରୁଛେ.
 
|  ଆମେ ବ୍ୟବହାର କରୁଥିବା ସିଷ୍ଟମ୍‍ରେ ଏବେ ଆମେ ୟୁଜର୍ ID ଓ ଗ୍ରୁପ୍ ID ଦେଖିପାରୁଛେ.
 +
 
|-
 
|-
 
| 07:37
 
| 07:37
 
|  କେବଳ ୟୁଜର୍ id ପ୍ରାପ୍ତ କରିବା ପାଇଁ ଆମେ “-(ହାଇଫେନ୍)u” ଅପ୍ସନ୍ ବ୍ୟବହାର କରୁ
 
|  କେବଳ ୟୁଜର୍ id ପ୍ରାପ୍ତ କରିବା ପାଇଁ ଆମେ “-(ହାଇଫେନ୍)u” ଅପ୍ସନ୍ ବ୍ୟବହାର କରୁ
 +
 
|-
 
|-
 
| 07:43
 
| 07:43
 
|  “id ସ୍ପେସ୍ -(ହାଇଫେନ୍)u” କମାଣ୍ଡ ଟାଇପ୍ କରି
 
|  “id ସ୍ପେସ୍ -(ହାଇଫେନ୍)u” କମାଣ୍ଡ ଟାଇପ୍ କରି
 +
 
|-
 
|-
 
| 07:49
 
| 07:49
|  ଏଣ୍ଟର୍ ଦାବନ୍ତୁ.
+
|  ଏଣ୍ଟର୍ ଦାବନ୍ତୁ,ଆମେ ଏବେ ୟୁଜର୍‍ର କେବଳ idଗୁଡ଼ିକ ହିଁ ଦେଖିପାରୁଛେ.
|-
+
 
| 07:50
+
ଆମେ ଏବେ ୟୁଜର୍‍ର କେବଳ idଗୁଡ଼ିକ ହିଁ ଦେଖିପାରୁଛେ.
+
 
|-
 
|-
 
| 07:55
 
| 07:55
 
|  ମାତ୍ର, ଯଦି ଆମେ ୟୁଜର୍‍ମାନଙ୍କ ନାମ ଜାଣିବାକୁ ଚାହିଁବା, ତେବେ?
 
|  ମାତ୍ର, ଯଦି ଆମେ ୟୁଜର୍‍ମାନଙ୍କ ନାମ ଜାଣିବାକୁ ଚାହିଁବା, ତେବେ?
 +
 
|-
 
|-
 
| 08:00
 
| 08:00
 
|  ତାହା ଜାଣିବାକୁ ଆମେ,  
 
|  ତାହା ଜାଣିବାକୁ ଆମେ,  
 +
 
|-
 
|-
 
| 08:02
 
| 08:02
 
|  ଟର୍ମିନାଲ୍‍ରେ “id-(ହାଇଫେନ୍)n ସ୍ପେସ୍ –(ହାଇଫେନ୍)u” ଟାଇପ୍ କରି ଏଣ୍ଟର୍ ଦାବିବା.
 
|  ଟର୍ମିନାଲ୍‍ରେ “id-(ହାଇଫେନ୍)n ସ୍ପେସ୍ –(ହାଇଫେନ୍)u” ଟାଇପ୍ କରି ଏଣ୍ଟର୍ ଦାବିବା.
 +
 
|-
 
|-
 
| 08:13
 
| 08:13
 
|  ଏବେ ଆମେ, ୟୁଜର୍‍ମାନଙ୍କ idଗୁଡ଼ିକ ବଦଳରେ ସେମାନଙ୍କର ନାମ ଦେଖିପାରୁଛେ.
 
|  ଏବେ ଆମେ, ୟୁଜର୍‍ମାନଙ୍କ idଗୁଡ଼ିକ ବଦଳରେ ସେମାନଙ୍କର ନାମ ଦେଖିପାରୁଛେ.
 +
 
|-
 
|-
 
| 08:20
 
| 08:20
 
|  ଆସନ୍ତୁ, ଗ୍ରୁପ୍ ids କମାଣ୍ଡଗୁଡ଼ିକ ବିଷୟରେ ଜାଣିବା.
 
|  ଆସନ୍ତୁ, ଗ୍ରୁପ୍ ids କମାଣ୍ଡଗୁଡ଼ିକ ବିଷୟରେ ଜାଣିବା.
 +
 
|-
 
|-
 
| 08:24
 
| 08:24
 
|  “id ସ୍ପେସ୍ –(ହାଇଫେନ୍)g” ଟାଇପ୍ କରନ୍ତୁ.
 
|  “id ସ୍ପେସ୍ –(ହାଇଫେନ୍)g” ଟାଇପ୍ କରନ୍ତୁ.
 +
 
|-
 
|-
 
| 08:29
 
| 08:29
 
|  ଏଠାରେ ଆମେ ଗ୍ରୁପ୍ idଗୁଡ଼ିକ ଦେଖିପାରୁଛେ.
 
|  ଏଠାରେ ଆମେ ଗ୍ରୁପ୍ idଗୁଡ଼ିକ ଦେଖିପାରୁଛେ.
 +
 
|-
 
|-
 
| 08:32
 
| 08:32
 
|  ସମସ୍ତ ସାମ୍ପ୍ରତିକ ୟୁଜର୍‍ଙ୍କ ଗ୍ରୁପ୍ idଗୁଡ଼ିକ ଦେଖିବାକୁ  
 
|  ସମସ୍ତ ସାମ୍ପ୍ରତିକ ୟୁଜର୍‍ଙ୍କ ଗ୍ରୁପ୍ idଗୁଡ଼ିକ ଦେଖିବାକୁ  
 +
 
|-
 
|-
 
| 08:38
 
| 08:38
 
|  “id ସ୍ପେସ୍ –(ହାଇଫେନ୍) କ୍ୟାପିଟାଲ୍ରେ G” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “id ସ୍ପେସ୍ –(ହାଇଫେନ୍) କ୍ୟାପିଟାଲ୍ରେ G” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 08:46
 
| 08:46
 
|  ଧ୍ୟାନପୂର୍ବକ ଦେଖନ୍ତୁ ଯେ ମୁଁ, Gକୁ କ୍ୟାପିଟାଲ୍ ଲେଟର୍‍ରେ ଟାଇପ୍ କରିଛି.
 
|  ଧ୍ୟାନପୂର୍ବକ ଦେଖନ୍ତୁ ଯେ ମୁଁ, Gକୁ କ୍ୟାପିଟାଲ୍ ଲେଟର୍‍ରେ ଟାଇପ୍ କରିଛି.
 +
 
|-
 
|-
 
| 08:50
 
| 08:50
 
|  ନିଜେ ହିଁ ପରିଣାମ ଦେଖନ୍ତୁ.
 
|  ନିଜେ ହିଁ ପରିଣାମ ଦେଖନ୍ତୁ.
 +
 
|-
 
|-
 
| 08:53
 
| 08:53
 
|  ଏକ ୟୁଜର୍ ଆକାଉଣ୍ଟ କିପରି ଡିଲିଟ୍ କରାଯାଏ, ଆସନ୍ତୁ ଦେଖିବା.
 
|  ଏକ ୟୁଜର୍ ଆକାଉଣ୍ଟ କିପରି ଡିଲିଟ୍ କରାଯାଏ, ଆସନ୍ତୁ ଦେଖିବା.
 +
 
|-
 
|-
 
| 08:57
 
| 08:57
 
|  ଏଥିପାଇଁ “ୟୁଜର୍‍ଡେଲ୍” କମାଣ୍ଡ ବ୍ୟବହାର କରିବା.
 
|  ଏଥିପାଇଁ “ୟୁଜର୍‍ଡେଲ୍” କମାଣ୍ଡ ବ୍ୟବହାର କରିବା.
 +
 
|-
 
|-
 
| 09:00
 
| 09:00
 
|  “ୟୁଜର୍‍ଡେଲ୍” କମାଣ୍ଡ ସାହାଯ୍ୟରେ ଆମେ ଏକ ୟୁଜର୍ ଆକାଉଣ୍ଟକୁ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା.
 
|  “ୟୁଜର୍‍ଡେଲ୍” କମାଣ୍ଡ ସାହାଯ୍ୟରେ ଆମେ ଏକ ୟୁଜର୍ ଆକାଉଣ୍ଟକୁ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା.
 +
 
|-
 
|-
 
| 09:07
 
| 09:07
 
|  ଚାଲନ୍ତୁ, ଏହାକୁ ଟର୍ମିନାଲ୍‍ରେ ଦେଖିବା.
 
|  ଚାଲନ୍ତୁ, ଏହାକୁ ଟର୍ମିନାଲ୍‍ରେ ଦେଖିବା.
 +
 
|-
 
|-
 
| 09:09
 
| 09:09
 
|  “ସୁଡୋ ସ୍ପେସ୍ ୟୁଜର୍ଡେଲ୍‍ ସ୍ପେସ୍ –(ହାଇଫେନ୍)r ସ୍ପେସ୍ ଡକ୍” ଟାଇପ୍ କରନ୍ତୁ.
 
|  “ସୁଡୋ ସ୍ପେସ୍ ୟୁଜର୍ଡେଲ୍‍ ସ୍ପେସ୍ –(ହାଇଫେନ୍)r ସ୍ପେସ୍ ଡକ୍” ଟାଇପ୍ କରନ୍ତୁ.
 +
 
|-
 
|-
 
| 09:22
 
| 09:22
 
|  ମୁଁ –(ହାଇଫେନ୍)r ଅପ୍ସନ୍ ବ୍ୟବହାର କରିଛି.
 
|  ମୁଁ –(ହାଇଫେନ୍)r ଅପ୍ସନ୍ ବ୍ୟବହାର କରିଛି.
 +
 
|-
 
|-
 
| 09:25
 
| 09:25
 
|  ଏହା, ହୋମ୍ ଡାଇରେକ୍ଟୋରୀ ସହ ୟୁଜର୍‍କୁ ରିମୁଭ୍ କରିବା ପାଇଁ ଅଟେ.
 
|  ଏହା, ହୋମ୍ ଡାଇରେକ୍ଟୋରୀ ସହ ୟୁଜର୍‍କୁ ରିମୁଭ୍ କରିବା ପାଇଁ ଅଟେ.
 +
 
|-
 
|-
 
| 09:30
 
| 09:30
 
|  ଏଣ୍ଟର୍ ଦାବି ଦେଖିବା କ’ଣ ହେଉଛି.
 
|  ଏଣ୍ଟର୍ ଦାବି ଦେଖିବା କ’ଣ ହେଉଛି.
 +
 
|-
 
|-
 
| 09:34
 
| 09:34
 
|  ୟୁଜର୍ “ଡକ୍” ଡିଲିଟ୍ ହୋଇଯାଇଛି.
 
|  ୟୁଜର୍ “ଡକ୍” ଡିଲିଟ୍ ହୋଇଯାଇଛି.
 +
 
|-
 
|-
 
| 09:38
 
| 09:38
 
|  ଟାଇପ୍ କରି ଏହା ଦେଖନ୍ତୁ.
 
|  ଟାଇପ୍ କରି ଏହା ଦେଖନ୍ତୁ.
 +
 
|-
 
|-
 
| 09:41
 
| 09:41
 
|  “ls ସ୍ପେସ୍ /(ସ୍ଲାଶ୍)ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “ls ସ୍ପେସ୍ /(ସ୍ଲାଶ୍)ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 09:47
 
| 09:47
 
|  ୟୁଜର୍ ଆକାଉଣ୍ଟ “ଡକ୍” ଡିଲିଟ୍ ହୋଇଯାଇଥିବାର ଆମେ ଦେଖିବା.
 
|  ୟୁଜର୍ ଆକାଉଣ୍ଟ “ଡକ୍” ଡିଲିଟ୍ ହୋଇଯାଇଥିବାର ଆମେ ଦେଖିବା.
 +
 
|-
 
|-
 
| 09:53
 
| 09:53
 
|  ଏବେ ଚାଲନ୍ତୁ ପୁଣି ସ୍ଲାଇଡ୍ସକୁ ଫେରିଯିବା.
 
|  ଏବେ ଚାଲନ୍ତୁ ପୁଣି ସ୍ଲାଇଡ୍ସକୁ ଫେରିଯିବା.
 +
 
|-
 
|-
 
| 09:56
 
| 09:56
 
|  ଲିନକ୍ସ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ରେ ଆଉ କେତେକ ଉପଯୋଗୀ କମାଣ୍ଡ ହେଉଛି “df” ଓ “du”.
 
|  ଲିନକ୍ସ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ରେ ଆଉ କେତେକ ଉପଯୋଗୀ କମାଣ୍ଡ ହେଉଛି “df” ଓ “du”.
 +
 
|-
 
|-
 
| 10:03
 
| 10:03
 
|  ଡିସ୍କରେ ଉପଲବ୍ଧ ଥିବା ଖାଲି ସ୍ଥାନ ବିଷୟରେ “df” କମାଣ୍ଡ ରିପୋର୍ଟ ଦିଏ.
 
|  ଡିସ୍କରେ ଉପଲବ୍ଧ ଥିବା ଖାଲି ସ୍ଥାନ ବିଷୟରେ “df” କମାଣ୍ଡ ରିପୋର୍ଟ ଦିଏ.
 +
 
|-
 
|-
 
| 10:08
 
| 10:08
 
|  ଏବଂ ଗୋଟିଏ ଫାଇଲ୍ କେତେ ସ୍ଥାନ ନେଉଛି, ତାହାର ରିପୋର୍ଟ “du” କମାଣ୍ଡ ଦିଏ.
 
|  ଏବଂ ଗୋଟିଏ ଫାଇଲ୍ କେତେ ସ୍ଥାନ ନେଉଛି, ତାହାର ରିପୋର୍ଟ “du” କମାଣ୍ଡ ଦିଏ.
 +
 
|-
 
|-
 
| 10:13
 
| 10:13
 
|  ଏହି ଦୁଇ କମାଣ୍ଡକୁ ନିଜେ ଟ୍ରାଏ କରନ୍ତୁ ଓ ଏକ ଆସାଇନ୍‍ମେଣ୍ଟ ଭାବରେ ନିଜେ ଆଉଟ୍‍ପୁଟ୍ ଦେଖନ୍ତୁ.
 
|  ଏହି ଦୁଇ କମାଣ୍ଡକୁ ନିଜେ ଟ୍ରାଏ କରନ୍ତୁ ଓ ଏକ ଆସାଇନ୍‍ମେଣ୍ଟ ଭାବରେ ନିଜେ ଆଉଟ୍‍ପୁଟ୍ ଦେଖନ୍ତୁ.
 +
 
|-
 
|-
 
| 10:19
 
| 10:19
 
|  ଚାଲନ୍ତୁ, ଟର୍ମିନାଲ୍‍କୁ ଫେରିଯାଇ “df” କମାଣ୍ଡ ସହିତ ବ୍ୟବହୃତ କିଛି ଉପଯୋଗୀ ଅପ୍ସନ୍ସ ଦେଖିବା.
 
|  ଚାଲନ୍ତୁ, ଟର୍ମିନାଲ୍‍କୁ ଫେରିଯାଇ “df” କମାଣ୍ଡ ସହିତ ବ୍ୟବହୃତ କିଛି ଉପଯୋଗୀ ଅପ୍ସନ୍ସ ଦେଖିବା.
 +
 
|-
 
|-
 
| 10:26
 
| 10:26
 
|  Df ସ୍ପେସ୍ –(ହାଇଫେନ୍)h ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ.
 
|  Df ସ୍ପେସ୍ –(ହାଇଫେନ୍)h ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ.
 +
 
|-
 
|-
 
| 10:33
 
| 10:33
 
|  ଏହା, ଫାଇଲ୍ ସିଷ୍ଟମ୍‍ର ସାଇଜ୍ ଓ ବ୍ୟବହୃତ ସ୍ପେସ୍ ଦେଖାଉଛି.
 
|  ଏହା, ଫାଇଲ୍ ସିଷ୍ଟମ୍‍ର ସାଇଜ୍ ଓ ବ୍ୟବହୃତ ସ୍ପେସ୍ ଦେଖାଉଛି.
 +
 
|-
 
|-
 
| 10:38
 
| 10:38
 
|  ଜଣେ ମଣିଷ ପଢ଼ିପାରିବା ଭଳି ଫର୍ମାଟ୍‍ରେ ଥିବା ସ୍ଥାନକୁ ମଧ୍ୟ ଦେଖାଉଛି.
 
|  ଜଣେ ମଣିଷ ପଢ଼ିପାରିବା ଭଳି ଫର୍ମାଟ୍‍ରେ ଥିବା ସ୍ଥାନକୁ ମଧ୍ୟ ଦେଖାଉଛି.
 +
 
|-
 
|-
 
| 10:46
 
| 10:46
 
|  ଏବେ, “du” କମାଣ୍ଡ ସହିତ କିଛି ଅପ୍ସନ୍ ଦେଖିବା.
 
|  ଏବେ, “du” କମାଣ୍ଡ ସହିତ କିଛି ଅପ୍ସନ୍ ଦେଖିବା.
 +
 
|-
 
|-
 
| 10:50
 
| 10:50
 
|  ଏହି ପଏଣ୍ଟରେ ମୁଁ ଭାବୁଛି ଯେ, ଆପଣ ନିଜ ହୋମ୍ ଫୋଲ୍ଡର୍‍ରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଥିବେ.
 
|  ଏହି ପଏଣ୍ଟରେ ମୁଁ ଭାବୁଛି ଯେ, ଆପଣ ନିଜ ହୋମ୍ ଫୋଲ୍ଡର୍‍ରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଥିବେ.
 +
 
|-
 
|-
 
| 10:57
 
| 10:57
 
|  ଯଦି ନୁହେଁ, ତେବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ଟ୍ୟୁଟୋରିଆଲ୍‍କୁ ରେଫର୍ କରନ୍ତୁ.
 
|  ଯଦି ନୁହେଁ, ତେବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ଟ୍ୟୁଟୋରିଆଲ୍‍କୁ ରେଫର୍ କରନ୍ତୁ.
 +
 
|-
 
|-
 
| 11:04
 
| 11:04
 
|  ମୁଁ, କମାଣ୍ଡଗୁଡ଼ିକୁ ଏକ୍‍ଜେକ୍ୟୁଟ୍ କରିବା ପାଇଁ ମୋ ହୋମ୍ ଡାଇରେକ୍ଟୋରୀରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଛି.
 
|  ମୁଁ, କମାଣ୍ଡଗୁଡ଼ିକୁ ଏକ୍‍ଜେକ୍ୟୁଟ୍ କରିବା ପାଇଁ ମୋ ହୋମ୍ ଡାଇରେକ୍ଟୋରୀରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଛି.
 +
 
|-
 
|-
 
| 11:11
 
| 11:11
 
|  ଟର୍ମିନାଲ୍‍ରେ “ହୋମ୍ ଫୋଲ୍ଡର୍”କୁ ଯାଆନ୍ତୁ,
 
|  ଟର୍ମିନାଲ୍‍ରେ “ହୋମ୍ ଫୋଲ୍ଡର୍”କୁ ଯାଆନ୍ତୁ,
 +
 
|-
 
|-
 
| 11:15
 
| 11:15
 
|  “cd ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 
|  “cd ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
 +
 
|-
 
|-
 
| 11:20
 
| 11:20
 
|  ତା’ପରେ du ସ୍ପେସ୍ –(ହାଇଫେନ୍)s ସ୍ପେସ୍ * (ଆଷ୍ଟ୍ରିକ୍ସ). (ଡଟ୍) txt ଟାଇପ୍ କରି ଏଣ୍ଟର୍ ଦବାନ୍ତୁ.
 
|  ତା’ପରେ du ସ୍ପେସ୍ –(ହାଇଫେନ୍)s ସ୍ପେସ୍ * (ଆଷ୍ଟ୍ରିକ୍ସ). (ଡଟ୍) txt ଟାଇପ୍ କରି ଏଣ୍ଟର୍ ଦବାନ୍ତୁ.
 +
 
|-
 
|-
 
| 11:33
 
| 11:33
 
|  ଫାଇଲ୍ ସାଇଜ୍ ସହିତ ଏହି କମାଣ୍ଡ ଡାଇରେକ୍ଟୋରୀରେ ଥିବା txt ଫାଇଲ୍‍ଗୁଡ଼ିକର ରିପୋର୍ଟ ଦେବ.
 
|  ଫାଇଲ୍ ସାଇଜ୍ ସହିତ ଏହି କମାଣ୍ଡ ଡାଇରେକ୍ଟୋରୀରେ ଥିବା txt ଫାଇଲ୍‍ଗୁଡ଼ିକର ରିପୋର୍ଟ ଦେବ.
 +
 
|-
 
|-
 
| 11:43  
 
| 11:43  
 
|  ଏକ ଆସାଇନ୍‍ମେଣ୍ଟ ଭାବରେ କମାଣ୍ଡ ପ୍ରମ୍ପ୍ଟରେ,
 
|  ଏକ ଆସାଇନ୍‍ମେଣ୍ଟ ଭାବରେ କମାଣ୍ଡ ପ୍ରମ୍ପ୍ଟରେ,
 +
 
|-
 
|-
 
| 11:47
 
| 11:47
 
|  “du ସ୍ପେସ୍ -(ହାଇଫେନ୍)ch ସ୍ପେସ୍ *.(ଆଷ୍ଟ୍ରିକ୍ସ ଡଟ୍)txt” ଟାଇପ୍ କରି ଦେଖନ୍ତୁ କ’ଣ ହେଉଛି.
 
|  “du ସ୍ପେସ୍ -(ହାଇଫେନ୍)ch ସ୍ପେସ୍ *.(ଆଷ୍ଟ୍ରିକ୍ସ ଡଟ୍)txt” ଟାଇପ୍ କରି ଦେଖନ୍ତୁ କ’ଣ ହେଉଛି.
 +
 
|-
 
|-
 
| 11:59
 
| 11:59
 
|  ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
 
|  ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
 +
 
|-
 
|-
 
| 12:01
 
| 12:01
 
|  ଆମେ ଯାହା ଶିଖିଲେ:
 
|  ଆମେ ଯାହା ଶିଖିଲେ:
 +
 
|-
 
|-
 
| 12:03
 
| 12:03
 
|  ନୂଆ ୟୁଜର୍ କ୍ରିଏଟ୍ କରିବାକୁ “ଆଡ୍‍ୟୁଜର୍” କମାଣ୍ଡ.
 
|  ନୂଆ ୟୁଜର୍ କ୍ରିଏଟ୍ କରିବାକୁ “ଆଡ୍‍ୟୁଜର୍” କମାଣ୍ଡ.
 +
 
|-
 
|-
 
| 12:06
 
| 12:06
 
|  ଗୋଟିଏରୁ ଅନ୍ୟଏକ ୟୁଜର୍‍କୁ ସ୍ୱିଚ୍ କରିବାକୁ “su” କମାଣ୍ଡ.
 
|  ଗୋଟିଏରୁ ଅନ୍ୟଏକ ୟୁଜର୍‍କୁ ସ୍ୱିଚ୍ କରିବାକୁ “su” କମାଣ୍ଡ.
 +
 
|-
 
|-
 
| 12:09
 
| 12:09
 
|  ୟୁଜର୍ ଆକାଉଣ୍ଟ ସେଟିଙ୍ଗ୍ସ ଚେଞ୍ଜ ପାଇଁ “ୟୁଜର୍‍ମଡ୍” କମାଣ୍ଡ
 
|  ୟୁଜର୍ ଆକାଉଣ୍ଟ ସେଟିଙ୍ଗ୍ସ ଚେଞ୍ଜ ପାଇଁ “ୟୁଜର୍‍ମଡ୍” କମାଣ୍ଡ
 +
 
|-
 
|-
 
| 12:12
 
| 12:12
 
|  ୟୁଜର୍ ଆକାଉଣ୍ଟ ଡିଲିଟ୍ କରିବାକୁ “ୟୁଜର୍‍ଡେଲ୍” କମାଣ୍ଡ
 
|  ୟୁଜର୍ ଆକାଉଣ୍ଟ ଡିଲିଟ୍ କରିବାକୁ “ୟୁଜର୍‍ଡେଲ୍” କମାଣ୍ଡ
 +
 
|-
 
|-
 
| 12:15
 
| 12:15
 
|  ୟୁଜର୍ id ଓ ଗ୍ରୁପ୍ id ସୂଚନା ଜାଣିବାକୁ id କମାଣ୍ଡ
 
|  ୟୁଜର୍ id ଓ ଗ୍ରୁପ୍ id ସୂଚନା ଜାଣିବାକୁ id କମାଣ୍ଡ
 +
 
|-
 
|-
 
| 12:20
 
| 12:20
 
|  ଫାଇଲ୍ ସିଷ୍ଟମ୍ ସାଇଜ୍ ଓ ଉପଲବ୍ଧତା ପାଇଁ “df” କମାଣ୍ଡ
 
|  ଫାଇଲ୍ ସିଷ୍ଟମ୍ ସାଇଜ୍ ଓ ଉପଲବ୍ଧତା ପାଇଁ “df” କମାଣ୍ଡ
 +
 
|-
 
|-
 
| 12:24
 
| 12:24
 
|  ଫାଇଲ୍ ଦ୍ୱାରା ଅଧିକୃତ ସ୍ଥାନ ଜାଣିବା ପାଇଁ “du” କମାଣ୍ଡ
 
|  ଫାଇଲ୍ ଦ୍ୱାରା ଅଧିକୃତ ସ୍ଥାନ ଜାଣିବା ପାଇଁ “du” କମାଣ୍ଡ
 +
 
|-
 
|-
 
| 12:27
 
| 12:27
 
|  ଏହା ଆମକୁ “ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍‍ର ବେସିକ୍” ଉପରେ ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆଣେ.
 
|  ଏହା ଆମକୁ “ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍‍ର ବେସିକ୍” ଉପରେ ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆଣେ.
 +
 
|-
 
|-
| 12.33
+
| 12:33
 
|  ଏହି urlରେ ଥିବା ଭିଡିଓ
 
|  ଏହି urlରେ ଥିବା ଭିଡିଓ
 +
 
|-
 
|-
 
| 12:37
 
| 12:37
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସାରାଂଶିତ କରେ.
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସାରାଂଶିତ କରେ.
 +
 
|-
 
|-
 
| 12:40
 
| 12:40
 
|  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‍ଥ୍‍ ନାହିଁ, ଏହାକୁ ଡାଉନ୍‍ଲୋଡ୍ କରି ଦେଖିପାରିବେ.
 
|  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‍ଥ୍‍ ନାହିଁ, ଏହାକୁ ଡାଉନ୍‍ଲୋଡ୍ କରି ଦେଖିପାରିବେ.
 +
 
|-
 
|-
 
| 12:44
 
| 12:44
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଉ | ଅନ୍‍ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଉ | ଅଧିକ ବିବରଣୀ ପାଇଁ ସମ୍ପର୍କ କରନ୍ତୁ.
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ଆମେ କର୍ମଶାଳାମାନ ଚଲାଉ | ଅନ୍‍ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଉ | ଅଧିକ ବିବରଣୀ ପାଇଁ ସମ୍ପର୍କ କରନ୍ତୁ.
 +
 
|-
 
|-
 
| 12:53
 
| 12:53
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.  
 
|  ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.  
 +
 
|-
 
|-
 
| 13:03  
 
| 13:03  
 
|  ଏହା ଉପରେ ଅଧିକ ସୂଚନା ଏହି urlରେ ଉପଲବ୍ଧ.
 
|  ଏହା ଉପରେ ଅଧିକ ସୂଚନା ଏହି urlରେ ଉପଲବ୍ଧ.
 +
 
|-
 
|-
 
| 13:08
 
| 13:08
|  ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
+
|  ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.
+
 
+
 
|}
 
|}

Latest revision as of 16:55, 10 April 2017

Time Narration
00:02 ଲିନକ୍ସରେ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ର ବେସିକ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସ୍ୱାଗତ.
00:09 ଏହି ଟ୍ୟୁଟୋରିଆଲ୍‍ରେ ଆମେ ନିମ୍ନଲିଖିତଗୁଡ଼ିକ ଶିଖିବା:
00:13 ଆଡ୍‍ୟୁଜର୍ (adduser), su
00:16 ୟୁଜର୍ମଡ୍‍ (usermod),ୟୁଜର୍‍ଡେଲ୍ (userdel)
00:18 id, du
00:20 df
00:22 ଏଠାରେ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି.
00:27 ଏକ ପ୍ରାକ୍-ଆବଶ୍ୟକତା ଭାବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ.
00:35 ଯାହା ଏହି ୱେବ୍‍ସାଇଟ୍‍ରେ ଉପଲବ୍ଧ ଅଛି
00:39 ପ୍ରଦର୍ଶିତ କମାଣ୍ଡ ଏକ୍‍ଜେକ୍ୟୁଟ୍‍ କରିବା ପାଇଁ ଜଣଙ୍କର ଆଡ୍‍ମିନ୍ ଆକ୍ସେସ୍ ଥିବା ଦରକାର.
00:47 ଆସନ୍ତୁ, ଏକ ନୂଆ ୟୁଜର୍ କିପରି କ୍ରିଏଟ୍ କରାଯାଏ, ଶିଖିବା.
00:53 ଅଥେଣ୍ଟିକେଶନ୍ ସମେତ “ଆଡ୍‍ୟୁଜର୍” କମାଣ୍ଡ ଆମପାଇଁ ଏକ ନୂଆ ୟୁଜର୍ ଲଗ୍ଇନ୍ କ୍ରିଏଟ୍ କରିବ.
01:01 “ସୁଡୋ” କମାଣ୍ଡ ସହାୟତାରେ ଆମେ ଯେକୌଣସି ୟୁଜର୍ ଆକାଉଣ୍ଟ ଆଡ୍ କରିପାରିବା.
01:06 “ସୁଡୋ” କମାଣ୍ଡ ବିଷୟରେ ମୁଁ ଆପଣଙ୍କୁ ଏକ ସଂକ୍ଷିପ୍ତ ବର୍ଣ୍ଣନା ଦେଉଛି.
01:11 ସୁପର୍ ୟୁଜର୍ ଭାବରେ ଏକ କମାଣ୍ଡ ଏକ୍‍ଜେକ୍ୟୁଟ୍ କରିବା ପାଇଁ ସୁଡୋ କମାଣ୍ଡ ଆଡ୍‍ମିନିଷ୍ଟ୍ରେଟିଭ୍ ୟୁଜର୍‍କୁ ଅନୁମତି ଦେଇଥାଏ.
01:19 ଏହି ଟ୍ୟୁଟୋରିଆଲ୍‍ରେ ଆଗକୁ ବଢ଼ିବା ସହ ଆମେ ସୁଡୋ କମାଣ୍ଡରେ ଥିବା ଅନେକ ଅପ୍ସନ୍ ବିଷୟରେ ଜାଣିବା.
01:27 ଏବେ, “ନ୍ୟୁ ୟୁଜର୍” କ୍ରିଏଟ୍ କରିବା ବିଷୟରେ ଜାଣିବା.
01:32 କୀ’-ବୋର୍ଡରେ “Ctrl, Alt ଓ t” ଏକାସାଙ୍ଗରେ ଦାବି “ଟର୍ମିନାଲ୍” ଖୋଲନ୍ତୁ.
01:45 ମୁଁ ଏଠି “ଟର୍ମିନାଲ୍” ଆରମ୍ଭ କରିସାରିଛି.
01:49 ଏଠି “ସୁଡୋ ସ୍ପେସ୍ ଆଡ୍‍ୟୁଜର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
01:58 ଏକ ପାସ୍‍ୱର୍ଡ ଦେବାପାଇଁ ଆପଣଙ୍କୁ କୁହାଯିବ.
02:01 ମୁଁ ଏଠି “ଆଡ୍‍ମିନ୍” ପାସ୍‍ୱର୍ଡ ଦେଇ ଏଣ୍ଟର୍ ଦାବିବି.
02:07 ଟର୍ମିନାଲ୍‍ରେ ଟାଇପ୍ କରାଯାଇଥିବା ପାସ୍‍ୱର୍ଡ ଦେଖାଯାଏ ନାହିଁ.
02:11 ତେଣୁ, ପାସ୍‍ୱର୍ଡକୁ ସାବଧାନତାପୂର୍ବକ ଟାଇପ୍ କରିବାକୁ ହେବ.
02:16 ଥରେ ହୋଇଗଲା ପରେ “ଆଡ୍‍ୟୁଜର୍ : ଓନ୍‍ଲୀ ୱନ୍ ଅର୍ ଟୁ ନେମ୍ସ ଆଲାଉଡ୍” ମେସେଜ୍ ଦେଖାଦେବ.
02:27 “ଡକ୍” ନାମରେ ଏକ ନୂଆ ୟୁଜର୍ ଆକାଉଣ୍ଟ କ୍ରିଏଟ୍ କରିବା.
02:34 ନିମ୍ନଲିଖିତ କମାଣ୍ଡ:
02:36 ସୁଡୋ ସ୍ପେସ୍ ଆଡ୍‍ୟୁଜର୍ ସ୍ପେସ୍ ଡକ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
02:45 “ଡକ୍” ନାମରେ ଏକ ନୂଆ ୟୁଜର୍ କ୍ରିଏଟ୍ ହୋଇଗଲା.
02:49 ନୂଆ ୟୁଜର୍ କ୍ରିଏଟ୍ ହେବା ପ୍ରକ୍ରିୟାରେ, ସେହି ୟୁଜର୍ ପାଇଁ ପୃଥକ୍ ଭାବେ ଏକ “ହୋମ୍” ଡାଇରେକ୍ଟୋରୀ ମଧ୍ୟ କ୍ରିଏଟ୍ ହୋଇଛି.
02:58 “ଡକ୍” ୟୁଜର୍ ପାଇଁ ଏକ ନୂଆ ପାସ୍‍ୱର୍ଡ ଦେବାକୁ ମଧ୍ୟ ଆମକୁ କୁହାଯିବ.
03:05 ନିଜ ପସନ୍ଦର ପାସ୍‍ୱର୍ଡ ଦିଅନ୍ତୁ. ମୋ ମାମଲାରେ ମୁଁ ପାସ୍‍ୱର୍ଡ ଭାବରେ “ଡକ୍” ଟାଇପ୍ କରି ଏଣ୍ଟର୍ ଦାବିବି.
03:17 ନୂଆ ପାସ୍‍ୱର୍ଡକୁ ପୁଣିଥରେ ଟାଇପ୍ କରନ୍ତୁ.
03:20 ସୁରକ୍ଷା କାରଣ ଓ ସୁନିଶ୍ଚିତତା ପାଇଁ ପାସ୍‍ୱର୍ଡ ଦୁଇଥର ଦେବାକୁ କୁହାଯାଏ.
03:26 ଏବେ, ନୂଆ ୟୁଜର୍ ପାଇଁ ଆମ ପାସ୍ୱର୍ଡ ଅପ୍‍ଡେଟ୍ ହୋଇଗଲା.
03:31 ଅନ୍ୟାନ୍ୟ ବିବରଣୀ ପାଇଁ ମଧ୍ୟ ଆମକୁ କୁହାଯିବ.
03:35 ମାତ୍ର, ବର୍ତ୍ତମାନ ପାଇଁ ମୁଁ କେବଳ “ଫୁଲ୍ ନେମ୍” ଭାବରେ “ଡକ୍” ଟାଇପ୍ କରି ବାକିସବୁକୁ ଏଣ୍ଟର୍ ଦାବି ଖାଲି ଛାଡ଼ିଦେବି.
03:46 ଏଣ୍ଟର୍,ଏହାକୁ ମୁଁ “ୱାଇ” ଦାବି କନ୍‍ଫର୍ମ କରିବି.
03:51 ଏହା, ସମସ୍ତ ସୂଚନା ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅଟେ.
03:55 ଏବେ, ୟୁଜର୍ ଆକାଉଣ୍ଟ କ୍ରିଏଟ୍ ହେଲାକି ନାହିଁ ଯାଞ୍ଚ କରିବା.
04:00 ଏହା କରିବା ପାଇଁ କମାଣ୍ଡ ପ୍ରମ୍ପ୍ଟରେ
04:04 “ls ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି
04:09 ଏଣ୍ଟର୍ ଦାବନ୍ତୁ.
04:11 ହୋମ୍ ଫୋଲ୍ଡର୍‍ରେ ୟୁଜର୍ ତାଲିକା ଦେଖାଇବା ପାଇଁ “ls” କମାଣ୍ଡ ବ୍ୟବହୃତ ହୋଇଥାଏ.
04:17 ଆଉ ଏଇଠି ଅଛି ନୂଆ ଭାବେ କ୍ରିଏଟ୍ ହୋଇଥିବା ଆମ “ଡକ୍” ନାମକ ୟୁଜର୍.
04:23 ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
04:26 ପରବର୍ତ୍ତୀ କମାଣ୍ଡ ହେଉଛି “su”.
04:30 “su”ର ଅର୍ଥ ହେଉଛି “ସ୍ୱିଚ୍ ୟୁଜର୍”.
04:34 ସାଂପ୍ରତିକ ୟୁଜର୍‍ରୁ ଅନ୍ୟଏକ ୟୁଜର୍‍କୁ ଯିବାପାଇଁ ଏହି କମାଣ୍ଡ ଉପଯୋଗୀ ଅଟେ.
04:39 ଚାଲନ୍ତୁ, ଏବେ ଟର୍ମିନାଲ୍‍କୁ ଯିବା.
04:43 ଟର୍ମିନାଲ୍‍ରେ କମାଣ୍ଡ
04:45 “su ସ୍ପେସ୍ ହାଇଫେନ୍ ସ୍ପେସ୍ ଡକ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
04:53 ଏକ ପାସ୍‍ୱର୍ଡ ପାଇଁ ଆପଣଙ୍କୁ କୁହାଯିବ.
04:56 ମୁଁ ଏଠାରେ ୟୁଜର୍ “ଡକ୍”ର ପାସ୍‍ୱର୍ଡ ହିଁ ଟାଇପ୍ କରିବି, ଯାହା ହେଉଛି “ଡକ୍” ନିଜେ.
05:04 ଦେଖନ୍ତୁ, ଟର୍ମିନାଲ୍ ପୂର୍ବ ୟୁଜର୍‍ରୁ ନୂଆ ୟୁଜର୍‍କୁ ଚାଲିଗଲା, ଯାହା ଆମ ମାମଲାରେ ହେଉଛି “ଡକ୍”.
05:14 ଏହି ୟୁଜର୍‍ରୁ ଲଗ୍ଆଉଟ୍ କରିବା ପାଇଁ
05:17 “ଲଗ୍ଆଉଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
05:22 ଏବେ ଟର୍ମିନାଲ୍, ସାମ୍ପ୍ରତିକ ୟୁଜର୍ “ଡକ୍”ରୁ ଲଗ୍ଆଉଟ୍ କରିଯାଇ, ପୂର୍ବ ୟୁଜର୍ ଆକାଉଣ୍ଟ “vinhai”କୁ ଚାଲିଆସିଛି.
05:31 ଚାଲନ୍ତୁ, “ୟୁଜର୍‍ମଡ୍” କମାଣ୍ଡ ବିଷୟରେ ଜାଣିବା.
05:35 “ୟୁଜର୍‍ମଡ୍” କମାଣ୍ଡଟି
05:37 ସୁପର୍ ୟୁଜର୍ ବା ରୁଟ୍ ୟୁଜର୍‍କୁ ଅନ୍ୟ ୟୁଜର୍ ଆକାଉଣ୍ଟ ମୋଡିଫାଏ କରିବାକୁ ସକ୍ଷମ କରିଥାଏ, ଯେପରି
05:46 ପାସ୍‍ୱର୍ଡକୁ ନୋ ପାସ୍‍ୱର୍ଡ କିମ୍ୱା ଏମ୍ପଟୀ ପାସ୍‍ୱର୍ଡକୁ ପରିବର୍ତ୍ତନ କରିବା.
05:50 ୟୁଜର୍ ଆକାଉଣ୍ଟ ଡିଜାବଲ୍ ହେବା ତାରିଖ ଦେଖାଇବା.
05:55 ଏହି କମାଣ୍ଡ ଟ୍ରାଏ କରି ଦେଖିବା.
05:57 ଏବେ, ଚାଲନ୍ତୁ ଟର୍ମିନାଲ୍‍କୁ ସ୍ୱିଚ୍ କରିବା.
05:59 ୟୁଜର୍ ଆକାଉଣ୍ଟ ଡକ୍ ପାଇଁ ସମାପ୍ତି ତାରିଖ କିପରି ସେଟ୍ କରିବାକୁ ହୁଏ, ଦେଖନ୍ତୁ.
06:05 ଏହି କମାଣ୍ଡ ପ୍ରମ୍ପ୍ଟରେ
06:09 ସୁଡୋ ସ୍ପେସ୍ ୟୁଜର୍‍ମଡ୍ –(ହାଇଫେନ୍)e ସ୍ପେସ୍ ୨୦୧୨-(ହାଇଫେନ୍)୧୨-(ହାଇଫେନ୍)୨୭ ସ୍ପେସ୍ ଡକ୍ ଟାଇପ୍ କରି
06:33 ଏଣ୍ଟର୍ ଦାବନ୍ତୁ.
06:37 ଅପ୍ସନ୍ “-e” ସହାୟତାରେ କମାଣ୍ଡରେ ଉଲ୍ଲେଖ ହୋଇଥିବା ପରି ୟୁଜର୍ ଆକାଉଣ୍ଟ ସମାପ୍ତି ତାରିଖ ସେଟ୍ କରାଗଲା.
06:46 ବର୍ତ୍ତମାନ, “ଡକ୍” ୟୁଜର୍ ଆକାଉଣ୍ଟ ପାଇଁ ଏକ ସମାପ୍ତି ତାରିଖ ସେଟ୍ ହୋଇଗଲା.
06:52 ଏବେ, “uid” ଓ “gid” କମାଣ୍ଡ ବିଷୟରେ ଜାଣିବା.
06:57 ସମସ୍ତ ୟୁଜର୍ ଓ ଗ୍ରୁପ୍‍ଗୁଡ଼ିକର ପରିଚୟ ଯାଞ୍ଚ କରିବା ପାଇଁ “id-କମାଣ୍ଡ” ବ୍ୟବହାର କରାଯାଏ.
07:04 ୟୁଜର୍‍ର ପରିଚୟ ଜାଣିବା ପାଇଁ ଆମେ, “id ସ୍ପେସ୍ –(ହାଇଫେନ୍)u” ବ୍ୟବହାର କରିବା.
07:12 ଗ୍ରୁପ୍ର ପରିଚୟ ଜାଣିବା ପାଇଁ ଏହା, “id ସ୍ପେସ୍ –(ହାଇଫେନ୍)g” ଅଟେ.
07:20 ଚାଲନ୍ତୁ, ଏବେ ଏହା ଦେଖିବା.
07:22 ଟର୍ମିନାଲ୍‍ରେ
07:25 “id” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
07:29 ଆମେ ବ୍ୟବହାର କରୁଥିବା ସିଷ୍ଟମ୍‍ରେ ଏବେ ଆମେ ୟୁଜର୍ ID ଓ ଗ୍ରୁପ୍ ID ଦେଖିପାରୁଛେ.
07:37 କେବଳ ୟୁଜର୍ id ପ୍ରାପ୍ତ କରିବା ପାଇଁ ଆମେ “-(ହାଇଫେନ୍)u” ଅପ୍ସନ୍ ବ୍ୟବହାର କରୁ
07:43 “id ସ୍ପେସ୍ -(ହାଇଫେନ୍)u” କମାଣ୍ଡ ଟାଇପ୍ କରି
07:49 ଏଣ୍ଟର୍ ଦାବନ୍ତୁ,ଆମେ ଏବେ ୟୁଜର୍‍ର କେବଳ idଗୁଡ଼ିକ ହିଁ ଦେଖିପାରୁଛେ.
07:55 ମାତ୍ର, ଯଦି ଆମେ ୟୁଜର୍‍ମାନଙ୍କ ନାମ ଜାଣିବାକୁ ଚାହିଁବା, ତେବେ?
08:00 ତାହା ଜାଣିବାକୁ ଆମେ,
08:02 ଟର୍ମିନାଲ୍‍ରେ “id-(ହାଇଫେନ୍)n ସ୍ପେସ୍ –(ହାଇଫେନ୍)u” ଟାଇପ୍ କରି ଏଣ୍ଟର୍ ଦାବିବା.
08:13 ଏବେ ଆମେ, ୟୁଜର୍‍ମାନଙ୍କ idଗୁଡ଼ିକ ବଦଳରେ ସେମାନଙ୍କର ନାମ ଦେଖିପାରୁଛେ.
08:20 ଆସନ୍ତୁ, ଗ୍ରୁପ୍ ids କମାଣ୍ଡଗୁଡ଼ିକ ବିଷୟରେ ଜାଣିବା.
08:24 “id ସ୍ପେସ୍ –(ହାଇଫେନ୍)g” ଟାଇପ୍ କରନ୍ତୁ.
08:29 ଏଠାରେ ଆମେ ଗ୍ରୁପ୍ idଗୁଡ଼ିକ ଦେଖିପାରୁଛେ.
08:32 ସମସ୍ତ ସାମ୍ପ୍ରତିକ ୟୁଜର୍‍ଙ୍କ ଗ୍ରୁପ୍ idଗୁଡ଼ିକ ଦେଖିବାକୁ
08:38 “id ସ୍ପେସ୍ –(ହାଇଫେନ୍) କ୍ୟାପିଟାଲ୍ରେ G” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
08:46 ଧ୍ୟାନପୂର୍ବକ ଦେଖନ୍ତୁ ଯେ ମୁଁ, Gକୁ କ୍ୟାପିଟାଲ୍ ଲେଟର୍‍ରେ ଟାଇପ୍ କରିଛି.
08:50 ନିଜେ ହିଁ ପରିଣାମ ଦେଖନ୍ତୁ.
08:53 ଏକ ୟୁଜର୍ ଆକାଉଣ୍ଟ କିପରି ଡିଲିଟ୍ କରାଯାଏ, ଆସନ୍ତୁ ଦେଖିବା.
08:57 ଏଥିପାଇଁ “ୟୁଜର୍‍ଡେଲ୍” କମାଣ୍ଡ ବ୍ୟବହାର କରିବା.
09:00 “ୟୁଜର୍‍ଡେଲ୍” କମାଣ୍ଡ ସାହାଯ୍ୟରେ ଆମେ ଏକ ୟୁଜର୍ ଆକାଉଣ୍ଟକୁ ସ୍ଥାୟୀ ଭାବେ ଡିଲିଟ୍ କରିପାରିବା.
09:07 ଚାଲନ୍ତୁ, ଏହାକୁ ଟର୍ମିନାଲ୍‍ରେ ଦେଖିବା.
09:09 “ସୁଡୋ ସ୍ପେସ୍ ୟୁଜର୍ଡେଲ୍‍ ସ୍ପେସ୍ –(ହାଇଫେନ୍)r ସ୍ପେସ୍ ଡକ୍” ଟାଇପ୍ କରନ୍ତୁ.
09:22 ମୁଁ –(ହାଇଫେନ୍)r ଅପ୍ସନ୍ ବ୍ୟବହାର କରିଛି.
09:25 ଏହା, ହୋମ୍ ଡାଇରେକ୍ଟୋରୀ ସହ ୟୁଜର୍‍କୁ ରିମୁଭ୍ କରିବା ପାଇଁ ଅଟେ.
09:30 ଏଣ୍ଟର୍ ଦାବି ଦେଖିବା କ’ଣ ହେଉଛି.
09:34 ୟୁଜର୍ “ଡକ୍” ଡିଲିଟ୍ ହୋଇଯାଇଛି.
09:38 ଟାଇପ୍ କରି ଏହା ଦେଖନ୍ତୁ.
09:41 “ls ସ୍ପେସ୍ /(ସ୍ଲାଶ୍)ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
09:47 ୟୁଜର୍ ଆକାଉଣ୍ଟ “ଡକ୍” ଡିଲିଟ୍ ହୋଇଯାଇଥିବାର ଆମେ ଦେଖିବା.
09:53 ଏବେ ଚାଲନ୍ତୁ ପୁଣି ସ୍ଲାଇଡ୍ସକୁ ଫେରିଯିବା.
09:56 ଲିନକ୍ସ ସିଷ୍ଟମ୍ ଆଡ୍‍ମିନିଷ୍ଟ୍ରେଶନ୍‍ରେ ଆଉ କେତେକ ଉପଯୋଗୀ କମାଣ୍ଡ ହେଉଛି “df” ଓ “du”.
10:03 ଡିସ୍କରେ ଉପଲବ୍ଧ ଥିବା ଖାଲି ସ୍ଥାନ ବିଷୟରେ “df” କମାଣ୍ଡ ରିପୋର୍ଟ ଦିଏ.
10:08 ଏବଂ ଗୋଟିଏ ଫାଇଲ୍ କେତେ ସ୍ଥାନ ନେଉଛି, ତାହାର ରିପୋର୍ଟ “du” କମାଣ୍ଡ ଦିଏ.
10:13 ଏହି ଦୁଇ କମାଣ୍ଡକୁ ନିଜେ ଟ୍ରାଏ କରନ୍ତୁ ଓ ଏକ ଆସାଇନ୍‍ମେଣ୍ଟ ଭାବରେ ନିଜେ ଆଉଟ୍‍ପୁଟ୍ ଦେଖନ୍ତୁ.
10:19 ଚାଲନ୍ତୁ, ଟର୍ମିନାଲ୍‍କୁ ଫେରିଯାଇ “df” କମାଣ୍ଡ ସହିତ ବ୍ୟବହୃତ କିଛି ଉପଯୋଗୀ ଅପ୍ସନ୍ସ ଦେଖିବା.
10:26 Df ସ୍ପେସ୍ –(ହାଇଫେନ୍)h ଟାଇପ୍ କରି ଏଣ୍ଟର୍ ପ୍ରେସ୍ କରନ୍ତୁ.
10:33 ଏହା, ଫାଇଲ୍ ସିଷ୍ଟମ୍‍ର ସାଇଜ୍ ଓ ବ୍ୟବହୃତ ସ୍ପେସ୍ ଦେଖାଉଛି.
10:38 ଜଣେ ମଣିଷ ପଢ଼ିପାରିବା ଭଳି ଫର୍ମାଟ୍‍ରେ ଥିବା ସ୍ଥାନକୁ ମଧ୍ୟ ଦେଖାଉଛି.
10:46 ଏବେ, “du” କମାଣ୍ଡ ସହିତ କିଛି ଅପ୍ସନ୍ ଦେଖିବା.
10:50 ଏହି ପଏଣ୍ଟରେ ମୁଁ ଭାବୁଛି ଯେ, ଆପଣ ନିଜ ହୋମ୍ ଫୋଲ୍ଡର୍‍ରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଥିବେ.
10:57 ଯଦି ନୁହେଁ, ତେବେ “ଲିନକ୍ସରେ ସାଧାରଣ ପ୍ରୟୋଜନ ୟୁଟିଲିଟିଜ୍” ଉପରେ ଟ୍ୟୁଟୋରିଆଲ୍‍କୁ ରେଫର୍ କରନ୍ତୁ.
11:04 ମୁଁ, କମାଣ୍ଡଗୁଡ଼ିକୁ ଏକ୍‍ଜେକ୍ୟୁଟ୍ କରିବା ପାଇଁ ମୋ ହୋମ୍ ଡାଇରେକ୍ଟୋରୀରେ କିଛି ଟେକ୍ସଟ୍ ଫାଇଲ୍ କ୍ରିଏଟ୍ କରିସାରିଛି.
11:11 ଟର୍ମିନାଲ୍‍ରେ “ହୋମ୍ ଫୋଲ୍ଡର୍”କୁ ଯାଆନ୍ତୁ,
11:15 “cd ସ୍ପେସ୍ /(ସ୍ଲାଶ୍) ହୋମ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ.
11:20 ତା’ପରେ du ସ୍ପେସ୍ –(ହାଇଫେନ୍)s ସ୍ପେସ୍ * (ଆଷ୍ଟ୍ରିକ୍ସ). (ଡଟ୍) txt ଟାଇପ୍ କରି ଏଣ୍ଟର୍ ଦବାନ୍ତୁ.
11:33 ଫାଇଲ୍ ସାଇଜ୍ ସହିତ ଏହି କମାଣ୍ଡ ଡାଇରେକ୍ଟୋରୀରେ ଥିବା txt ଫାଇଲ୍‍ଗୁଡ଼ିକର ରିପୋର୍ଟ ଦେବ.
11:43 ଏକ ଆସାଇନ୍‍ମେଣ୍ଟ ଭାବରେ କମାଣ୍ଡ ପ୍ରମ୍ପ୍ଟରେ,
11:47 “du ସ୍ପେସ୍ -(ହାଇଫେନ୍)ch ସ୍ପେସ୍ *.(ଆଷ୍ଟ୍ରିକ୍ସ ଡଟ୍)txt” ଟାଇପ୍ କରି ଦେଖନ୍ତୁ କ’ଣ ହେଉଛି.
11:59 ଚାଲନ୍ତୁ, ସ୍ଲାଇଡ୍ସକୁ ଫେରିଯିବା.
12:01 ଆମେ ଯାହା ଶିଖିଲେ:
12:03 ନୂଆ ୟୁଜର୍ କ୍ରିଏଟ୍ କରିବାକୁ “ଆଡ୍‍ୟୁଜର୍” କମାଣ୍ଡ.
12:06 ଗୋଟିଏରୁ ଅନ୍ୟଏକ ୟୁଜର୍‍କୁ ସ୍ୱିଚ୍ କରିବାକୁ “su” କମାଣ୍ଡ.
12:09 ୟୁଜର୍ ଆକାଉଣ୍ଟ ସେଟିଙ୍ଗ୍ସ ଚେଞ୍ଜ ପାଇଁ “ୟୁଜର୍‍ମଡ୍” କମାଣ୍ଡ
12:12 ୟୁଜର୍ ଆକାଉଣ୍ଟ ଡିଲିଟ୍ କରିବାକୁ “ୟୁଜର୍‍ଡେଲ୍” କମାଣ୍ଡ
12:15 ୟୁଜର୍ id ଓ ଗ୍ରୁପ୍ id ସୂଚନା ଜାଣିବାକୁ id କମାଣ୍ଡ
12:20 ଫାଇଲ୍ ସିଷ୍ଟମ୍ ସାଇଜ୍ ଓ ଉପଲବ୍ଧତା ପାଇଁ “df” କମାଣ୍ଡ
12:24 ଫାଇଲ୍ ଦ୍ୱାରା ଅଧିକୃତ ସ୍ଥାନ ଜାଣିବା ପାଇଁ “du” କମାଣ୍ଡ
12:27 ଏହା ଆମକୁ “ସିଷ୍ଟମ୍ ଆଡ୍ମିନିଷ୍ଟ୍ରେଶନ୍‍ର ବେସିକ୍” ଉପରେ ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆଣେ.
12:33 ଏହି urlରେ ଥିବା ଭିଡିଓ
12:37 ସ୍ପୋକେନ୍ ଟ୍ୟୁଟୋରିଆଲ୍‍କୁ ସାରାଂଶିତ କରେ.
12:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‍ଥ୍‍ ନାହିଁ, ଏହାକୁ ଡାଉନ୍‍ଲୋଡ୍ କରି ଦେଖିପାରିବେ.
12:44 ଅନ୍‍ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଉ | ଅଧିକ ବିବରଣୀ ପାଇଁ ସମ୍ପର୍କ କରନ୍ତୁ.
12:53 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ.
13:03 ଏହା ଉପରେ ଅଧିକ ସୂଚନା ଏହି urlରେ ଉପଲବ୍ଧ.
13:08 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ.

Contributors and Content Editors

PoojaMoolya, Pradeep