Difference between revisions of "Linux/C2/Basic-Commands/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(2 intermediate revisions by 2 users not shown) | |||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
+ | |- | ||
|00:00 | |00:00 | ||
|| ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
|00:05 | |00:05 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା | | || ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା | | ||
+ | |||
|- | |- | ||
|00:10 | |00:10 | ||
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | | || ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | | ||
+ | |||
|- | |- | ||
|00:12 | |00:12 | ||
|| ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି | | || ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି | | ||
+ | |||
|- | |- | ||
|00:17 | |00:17 | ||
|| ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍[http://spoken-tutorial.org/ http://spoken-tutorial.org]ରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି | | || ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍[http://spoken-tutorial.org/ http://spoken-tutorial.org]ରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି | | ||
+ | |||
|- | |- | ||
|00:26 | |00:26 | ||
|| କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | || କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | | ||
+ | |||
|- | |- | ||
|00:33 | |00:33 | ||
|| ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା | | || ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା | | ||
+ | |||
|- | |- | ||
|00:39 | |00:39 | ||
|| ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?” | || ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?” | ||
+ | |||
|- | |- | ||
|00:43 | |00:43 | ||
|| ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ | | || ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ | | ||
+ | |||
|- | |- | ||
|00:52 | |00:52 | ||
|| ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି | || ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି | ||
+ | |||
|- | |- | ||
|00:59 | |00:59 | ||
|| କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା | | || କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା | | ||
+ | |||
|- | |- | ||
|01:05 | |01:05 | ||
|| ଆପ୍ଲିକେସନ୍ସ ମେନୁକୁ ଯିବା | || ଆପ୍ଲିକେସନ୍ସ ମେନୁକୁ ଯିବା | ||
+ | |||
|- | |- | ||
|01:08 | |01:08 | ||
|| ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି | || ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି | ||
+ | |||
|- | |- | ||
|01:14 | |01:14 | ||
|| କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | | || କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | | ||
+ | |||
|- | |- | ||
|01:20 | |01:20 | ||
|| ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା | | || ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା | | ||
+ | |||
|- | |- | ||
|01:29 | |01:29 | ||
|| ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | || ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|01:34 | |01:34 | ||
|| ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ | | || ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ | | ||
+ | |||
|- | |- | ||
|01:47 | |01:47 | ||
|| ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ? | || ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ? | ||
+ | |||
|- | |- | ||
|01:54 | |01:54 | ||
|| ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ | | || ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ | | ||
+ | |||
|- | |- | ||
|01:59 | |01:59 | ||
|| ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ, | || ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ, | ||
+ | |||
|- | |- | ||
|02:08 | |02:08 | ||
|| ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ | || ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ | ||
+ | |||
|- | |- | ||
|02:13 | |02:13 | ||
|| ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ | | || ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ | | ||
+ | |||
|- | |- | ||
|02:22 | |02:22 | ||
|| ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ | | || ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ | | ||
+ | |||
|- | |- | ||
|02:35 | |02:35 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ | | || ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ | | ||
+ | |||
|- | |- | ||
|02:44 | |02:44 | ||
|| ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ | | || ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ | | ||
+ | |||
|- | |- | ||
|02:51 | |02:51 | ||
|| କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ | | || କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ | | ||
+ | |||
|- | |- | ||
|02:58 | |02:58 | ||
|| ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ | | || ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ | | ||
+ | |||
|- | |- | ||
|03:08 | |03:08 | ||
|| ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ | || ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ | ||
+ | |||
|- | |- | ||
|03:11 | |03:11 | ||
|| ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|03:27 | |03:27 | ||
|| ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ | | || ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ | | ||
+ | |||
|- | |- | ||
|03:34 | |03:34 | ||
|| ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ | | || ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ | | ||
+ | |||
|- | |- | ||
|03:42 | |03:42 | ||
|| କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ | | || କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ | | ||
+ | |||
|- | |- | ||
|03:47 | |03:47 | ||
|| ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା | | || ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
|03:55 | |03:55 | ||
− | | | କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | + | || କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
+ | |||
|- | |- | ||
|04:03 | |04:03 | ||
|| ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ | | || ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ | | ||
+ | |||
|- | |- | ||
|04:09 | |04:09 | ||
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ | | ||କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ | | ||
+ | |||
|- | |- | ||
|04:18 | |04:18 | ||
|| ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ | | || ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ | | ||
+ | |||
|- | |- | ||
|04:27 | |04:27 | ||
|| ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ | | || ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ | | ||
+ | |||
|- | |- | ||
− | + | |04:34 | |
|| ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ | || ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ | ||
+ | |||
|- | |- | ||
|04:44 | |04:44 | ||
|| ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | || ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|04:52 | |04:52 | ||
|| କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର | | || କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର | | ||
+ | |||
|- | |- | ||
|04:57 | |04:57 | ||
|| ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ | | || ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ | | ||
+ | |||
|- | |- | ||
|05:02 | |05:02 | ||
|| ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ | | || ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ | | ||
+ | |||
|- | |- | ||
|05:07 | |05:07 | ||
|| ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି | | || ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି | | ||
+ | |||
|- | |- | ||
|05:18 | |05:18 | ||
|| ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ | | || ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ | | ||
+ | |||
|- | |- | ||
|05:20 | |05:20 | ||
|| ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ | | || ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ | | ||
+ | |||
|- | |- | ||
|05:25 | |05:25 | ||
|| ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ | || ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ | ||
+ | |||
|- | |- | ||
|05:33 | |05:33 | ||
|| ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | || ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|05:40 | |05:40 | ||
|| ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ | | || ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ | | ||
+ | |||
|- | |- | ||
|05:43 | |05:43 | ||
|| ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ | | || ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ | | ||
+ | |||
|- | |- | ||
|05:56 | |05:56 | ||
|| ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ | | || ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ | | ||
+ | |||
|- | |- | ||
|06:01 | |06:01 | ||
|| କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ | | || କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ | | ||
+ | |||
|- | |- | ||
|06:08 | |06:08 | ||
|| ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ | | || ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ | | ||
+ | |||
|- | |- | ||
|06:16 | |06:16 | ||
|| ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ | | || ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ | | ||
+ | |||
|- | |- | ||
|06:20 | |06:20 | ||
|| ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ | | || ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ | | ||
+ | |||
|- | |- | ||
|06:26 | |06:26 | ||
|| ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ | | || ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ | | ||
+ | |||
|- | |- | ||
|06:35 | |06:35 | ||
|| ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ | | || ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ | | ||
+ | |||
|- | |- | ||
|06:40 | |06:40 | ||
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | | || ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | | ||
+ | |||
|- | |- | ||
|06:44 | |06:44 | ||
|| ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:49 | |06:49 | ||
|| ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:55 | |06:55 | ||
|| Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ | | || Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ | | ||
+ | |||
|- | |- | ||
|07:04 | |07:04 | ||
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | | || ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | | ||
+ | |||
|- | |- | ||
|07:11 | |07:11 | ||
|| ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|07:19 | |07:19 | ||
|| ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ | | || ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ | | ||
+ | |||
|- | |- | ||
|07:23 | |07:23 | ||
|| ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|07:32 | |07:32 | ||
|| ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ | | || ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ | | ||
+ | |||
|- | |- | ||
|07:40 | |07:40 | ||
|| ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ, | || ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ, | ||
+ | |||
|- | |- | ||
|07:45 | |07:45 | ||
|| ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ | | || ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ | | ||
+ | |||
|- | |- | ||
|07:48 | |07:48 | ||
|| କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା? | || କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା? | ||
+ | |||
|- | |- | ||
|07:55 | |07:55 | ||
|| ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି | | || ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି | | ||
+ | |||
|- | |- | ||
|08:01 | |08:01 | ||
|| ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ | | || ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ | | ||
+ | |||
|- | |- | ||
|08:08 | |08:08 | ||
|| ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ | || ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ | ||
+ | |||
|- | |- | ||
|08:16 | |08:16 | ||
|| ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ | | || ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ | | ||
+ | |||
|- | |- | ||
|08:30 | |08:30 | ||
|| ଏଥିରୁ ବାହାରିବାକୁ q ଦାବନ୍ତୁ | | || ଏଥିରୁ ବାହାରିବାକୁ q ଦାବନ୍ତୁ | | ||
+ | |||
|- | |- | ||
|08:35 | |08:35 | ||
|| ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ | | || ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ | | ||
+ | |||
|- | |- | ||
|08:43 | |08:43 | ||
|| ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ | | || ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ | | ||
+ | |||
|- | |- | ||
|08:49 | |08:49 | ||
|| ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ | | || ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ | | ||
+ | |||
|- | |- | ||
|08:55 | |08:55 | ||
|| ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ | | || ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ | | ||
+ | |||
|- | |- | ||
|09:07 | |09:07 | ||
|| କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ | | || କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ | | ||
+ | |||
|- | |- | ||
|09:14 | |09:14 | ||
|| ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|09:23 | |09:23 | ||
|| ଏଥିରୁ ବାହାରିବାକୁ q ଦାବନ୍ତୁ | | || ଏଥିରୁ ବାହାରିବାକୁ q ଦାବନ୍ତୁ | | ||
+ | |||
|- | |- | ||
|09:26 | |09:26 | ||
|| ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | | || ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | | ||
+ | |||
|- | |- | ||
|09:30 | |09:30 | ||
|| ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା? | || ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା? | ||
+ | |||
|- | |- | ||
|09:41 | |09:41 | ||
|| ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ | | || ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ | | ||
+ | |||
|- | |- | ||
|09:50 | |09:50 | ||
|| ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ, | || ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ, | ||
+ | |||
|- | |- | ||
|09:56 | |09:56 | ||
|| ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା | | || ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
|10:12 | |10:12 | ||
|| ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା | | || ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା | | ||
+ | |||
|- | |- | ||
|10:17 | |10:17 | ||
|| ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ | | || ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ | | ||
+ | |||
|- | |- | ||
|10:21 | |10:21 | ||
|| ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|10:36 | |10:36 | ||
|| ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର | | || ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର | | ||
+ | |||
|- | |- | ||
|10:40 | |10:40 | ||
|| ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି | | || ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି | | ||
+ | |||
|- | |- | ||
|10:52 | |10:52 | ||
|| ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ | || ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
|10:58 | |10:58 | ||
|| ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | || ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|11:06 | |11:06 | ||
|| କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ | | || କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ | | ||
+ | |||
|- | |- | ||
|11:13 | |11:13 | ||
|| ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ | | || ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ | | ||
+ | |||
|- | |- | ||
|11:18 | |11:18 | ||
|| କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|11:29 | |11:29 | ||
|| ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ | | || ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ | | ||
+ | |||
|- | |- | ||
|11:45 | |11:45 | ||
|| ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
|11:56 | |11:56 | ||
|| ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି | | || ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି | | ||
+ | |||
|- | |- | ||
|12:00 | |12:00 | ||
− | || | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
|} | |} |
Latest revision as of 15:59, 10 April 2017
Time | Narration |
00:00 | ବନ୍ଧୁଗଣ, ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ କିଛି ମୌଳିକ କମାଣ୍ଡ୍ ପଢିବା | |
00:10 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | |
00:12 | ମୁଁ ଭାବୁଛି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଆରମ୍ଭ କରିବା ଆପଣ ଜାଣିଛନ୍ତି | |
00:17 | ଆପଣ ଯଦି ଆଗ୍ରହୀ, ଏହା ୱେବ୍ ସାଇଟ୍http://spoken-tutorial.orgରେ ଅନ୍ୟ ସ୍ପୋକେନ୍ ଟ୍ୟୁଟୋରିଆଲ୍ ମାଧ୍ୟମରେ ଉପଲବ୍ଧ ଅଛି | |
00:26 | କମାଣ୍ଡ୍ ଗୁଡ଼ିକ କ’ଣ ଓ କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ କ’ଣ ତାହା ଆମେ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା | |
00:33 | ତା’ପରେ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ଲିନକ୍ସ୍ ରେ କିପରି ସାହାଯ୍ୟ ପାଇବା ତାହା ଶିଖିବା | |
00:39 | ଏବେ ପ୍ରଥମ ପ୍ରଶ୍ନଟି ହେଉଛି, “କମାଣ୍ଡ୍ ଗୁଡ଼ିକ କ’ଣ?” |
00:43 | ସରଳ ଶବ୍ଦରେ କହିବାକୁ ଗଲେ ଲିନକ୍ସ୍ କମାଣ୍ଡ୍ ହେଉଛି ଏପରି ଶବ୍ଦ ଯାହାକୁ କି’ ବ୍ୟବହାର କରି କଲେ କିଛି କାର୍ଯ୍ୟ ହୋଇଥାଏ | |
00:52 | ଲିନକ୍ସ୍ କମାଣ୍ଡ୍ ଗୁଡିକ ଚାରୋଟି କ୍ୟାରେକ୍ଟର୍ ରୁ ଅଧିକ ନଥାଏ ଯେମିତି କି ls, who, ps ଇତ୍ୟାଦି |
00:59 | କମାଣ୍ଡ୍ ଗୁଡିକ ଲୋୟର୍ କେସ୍ ରେ ଥାଏ ଓ ସେଗୁଡିକ କେସ୍ ସେନ୍ସିଟିଭ୍ ଅଟେ | ଏକ ଉଦାହରଣ ଦେଖିବା | |
01:05 | ଆପ୍ଲିକେସନ୍ସ ମେନୁକୁ ଯିବା |
01:08 | ଆକ୍ସେସୋରିଜ୍ କୁ ସିଲେକ୍ଟ କରି ଉପଲବ୍ଧ ଥିବା ଅପ୍ସନ୍ ରୁ ଟର୍ମିନାଲ୍ ରେ କ୍ଲିକ୍ କରି |
01:14 | କିମ୍ବା କି’ବୋର୍ଡରେ ctrl alt t ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ | |
01:20 | ଏବେ ଏକ ପ୍ରମ୍ପ୍ଟ ($) ଓ ତା’ ପାଖରେ ଥିବା କର୍ସର୍ ଧପ୍ ଧପ୍ ହେଉଥିବାର ଦେଖନ୍ତୁ | ଏଠାରେ ଆମେ କମାଣ୍ଡ୍ ଟାଇପ୍ କରିବା | |
01:29 | ଅକ୍ଷରରେ who ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:34 | ଲଗ୍ ଇନ୍ ହୋଇଥିବା ୟୁଜର୍ ଙ୍କ ନାମ ଆମେ ଦେଖିପାରିବା | ମୁଁ who କମାଣ୍ଡ୍ ଏକଜିକ୍ୟୁଟ୍ କରିଛି ଯାହା ସିଷ୍ଟମ୍ ରେ ଯେଉଁମାନେ ଲଗ୍ ଇନ୍ କରିଛନ୍ତି ତାହା ଦେଖାଏ | |
01:47 | ହେଲେ, କେଉଁ ଏଣ୍ଟିଟୀ ଏହିସବୁ କମାଣ୍ଡ୍ କୁ କାର୍ଯ୍ୟରେ ପରିବର୍ତ୍ତିତ କରୁଛି, ଯେଉଁଗୁଡ଼ିକ କେତେକ ଅକ୍ଷର ଛଡ଼ା ଆଉକିଛି ନୁହେଁ? |
01:54 | ଏହା କମାଣ୍ଡ୍ ଇଣ୍ଟର୍-ପ୍ରିଟର୍ ର କାମ, ଏହାକୁ ଶେଲ୍ ମଧ୍ୟ କୁହାଯାଏ | |
01:59 | ଶେଲ୍ କୁ ଏକ ପ୍ରୋଗ୍ରାମ୍ କୁହାଯାଇପାରେ, ଯାହା ଲିନକ୍ସ୍ ସିଷ୍ଟମ୍ ଓ ଆମ ମଧ୍ୟରେ ଏକ ଇଣ୍ଟର୍ଫେସ୍ ରୂପେ କାମ କରେ, |
02:08 | ଏକଜିକ୍ୟୁଟ୍ ନିମନ୍ତେ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କମାଣ୍ଡ୍ ଏଣ୍ଟର୍ କରିବାକୁ ସୁବିଧା ସହିତ |
02:13 | ଏକାଧିକ ଶେଲ୍ ଇନଷ୍ଟଲ୍ ହେବା ଓ ବିଭିନ୍ନ ୟୁଜର୍ ନିଜ ପସନ୍ଦ ଅନୁଯାୟୀ ଏଥିରୁ ଗୋଟିଏ ବାଛିପାରିବା ଲିନକ୍ସ୍ ରେ ସମ୍ପୂର୍ଣ୍ଣ ସମ୍ଭବ | |
02:22 | ଲିନକ୍ସ୍ ରେ /bin/sh ଭାବରେ ସର୍ବଦା ଇନଷ୍ଟଲ୍ ହେଉଥିବା ଷ୍ଟାଣ୍ଡାର୍ଡ ଶେଲ୍ ଟିକୁ ଟୁଲ୍ସ୍ ର GNU ସୁଟ୍ ରୁ, GNU ବୋର୍ନ-ଏଗେନ୍ ଶେଲ୍, ବାଶ୍ କୁହାଯାଏ | |
02:35 | ଏହି ଟ୍ୟୁଟୋରିଆଲ୍ ରେ ଆମେ କଭର୍ କରିବାକୁ ଯାଉଥିବା କମାଣ୍ଡ୍ ଗୁଡିକ ଜେନେରିକ୍ ଅଟେ ଓ ସାମାନ୍ୟ ଭିନ୍ନତା ସହ ଅଧିକାଂଶ ଲିନକ୍ସ୍ ଶେଲ୍ସରେ ଚାଲିପାରେ | |
02:44 | ଏହି ଟ୍ୟୁଟୋରିଆଲ୍ ରେ ପ୍ରଦର୍ଶନ ପାଇଁ ଶେଲ୍ ଭାବରେ ଆମେ ବାଶ୍ ବ୍ୟବହାର କରିବୁ | |
02:51 | କାରଣ, ବାଶ୍ ହେଉଛି ସବୁଠାରୁ ଲୋକପ୍ରିୟ ଶେଲ୍ ଓ ସମସ୍ତ ୟୁନିକ୍ସ୍ ପାଇଁ ପୋର୍ଟେବଲ୍ ଅଟେ | |
02:58 | ଅନ୍ୟ ଶେଲ୍ ରେ ବୋର୍ନ ଶେଲ୍ ଥାଏ, ଯାହା ମୂଳ ୟୁନିକ୍ସ୍ ଶେଲ୍ ଅଟେ, ସି’ ଶେଲ୍ ଓ କର୍ନ ଶେଲ୍ | |
03:08 | ଆମେ ବ୍ୟବହାର କରୁଥିବା ଶେଲ୍ ଦେଖିବାକୁ |
03:11 | ଟର୍ମିନାଲ୍ କୁ ଯାଇ କ୍ୟାପିଟାଲ୍ ଅକ୍ଷରରେ ଶେଲ୍ ରେ ଇକୋ ସ୍ପେସ୍ ଡଲାର କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:27 | ସାଧାରଣତଃ ଆଉଟ୍-ପୁଟ୍ ଟି /bin/bash ଥାଏ ଯାହା ଆମକୁ ବାଶ୍ ଶେଲ୍ ଦିଏ | |
03:34 | ବିଭିନ୍ନ ଶେଲ୍ ଆକ୍ଟିଭେଟ୍ କରିବାର କେତେକ ଉପାୟ ଅଛି | ଏକ ଆଡଭାନ୍ସ୍ ଟ୍ୟୁଟୋରିଆଲ୍ ରେ ତାହା ଆଲୋଚନା କରାଯିବ | |
03:42 | କମାଣ୍ଡଗୁଡିକ ହେଉଛି ପ୍ରୋଗ୍ରାମ ଥିବା ଫାଇଲ୍ସ, ଯାହା ପ୍ରାୟତଃ C ରେ ଲେଖା ହୋଇଥାଏ | |
03:47 | ଏହି ଫାଇଲ୍ ଗୁଡିକ ଡିରେକ୍ଟୋରୀରେ ରହିଥାଏ | କମାଣ୍ଡ୍ କେଉଁଠାରେ ରହିଛି ଜାଣିବାକୁ ଆମେ ଟାଇପ୍ କମାଣ୍ଡ୍ ବ୍ୟବହାର କରିପାରିବା | |
03:55 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ Type--space—ps ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:03 | ପ୍ରକୃତରେ ps /bin ଡିରେକ୍ଟୋରୀରେ ଥିବା ଫାଇଲ୍ ବୋଲି ଏହା ଦର୍ଶାଏ | |
04:09 | କମାଣ୍ଡ୍ ପ୍ରମ୍ପ୍ଟ୍ ରେ କମାଣ୍ଡ୍ ରେ ଟାଇପ୍ କଲେ ଶେଲ୍ ଟି ଡିରେକ୍ଟୋରୀ ତାଲିକାରେ ଥିବା କମାଣ୍ଡ୍ ନାମଗୁଡିକ ସହିତ ମେଳ ଖାଉଥିବା ଫାଇଲ୍ ଖୋଜେ | |
04:18 | ଏହା ମିଳିଗଲେ, ସେହି ଫାଇଲ୍ ଅନୁରୂପ ପ୍ରୋଗ୍ରାମ ଏକଜିକ୍ୟୁଟ୍ ହୁଏ, ନଚେତ “command not found” ଏରର୍ ଆସେ | |
04:27 | ଆମେ ପରେ ଦେଖିବା ଯେ, ସର୍ଚ୍ଚ ହୋଇଥିବା ଡିରେକ୍ଟୋରୀଗୁଡିକ PATH ଭେରିଏବଲ୍ ଦ୍ୱାରା ନିର୍ଦ୍ଦିଷ୍ଟ ହୁଏ | |
04:34 | ଏବେ, ଏହି ତାଲିକା ଦେଖିବାକୁ ଚାହିଁଲେ ଇକୋ ସ୍ପେସ୍ ଡଲାର୍ PATH କମାଣ୍ଡ୍ କ୍ୟାପିଟାଲ୍ ରେ |
04:44 | ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:52 | କମାଣ୍ଡ ବିଷୟରେ କହିବାକୁ ଗଲେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର | |
04:57 | ଲିନକ୍ସ୍ କମାଣ୍ଡ୍ ଦୁଇ ପ୍ରକାରର: ଏକ୍ସଟର୍ନାଲ୍ କମାଣ୍ଡ ଓ ଇଣ୍ଟର୍ନାଲ୍ କମାଣ୍ଡ | |
05:02 | ପୃଥକ୍ ଫାଇଲ୍/ପ୍ରୋଗ୍ରାମ୍ ଭାବରେ ଥିବା କମାଣ୍ଡ୍ ଗୁଡିକୁ ଏକ୍ସଟର୍ନାଲ୍ କମାଣ୍ଡ୍ କୁହାଯାଏ | |
05:07 | ଲିନକ୍ସ୍ ରେ ଅଧିକାଂଶ କମାଣ୍ଡ୍ ଏହି ପ୍ରକାରର | କିନ୍ତୁ, ଏପରି କିଛି କମାଣ୍ଡ ଅଛି ଯାହାର ପ୍ରୟୋଗ ଶେଲ୍ ରେ ଲେଖା ହୋଇଥାଏ ଓ ତାହା ପୃଥକ୍ ଫାଇଲ୍ ଭାବରେ ରୁହେନି | |
05:18 | ଏହିଗୁଡ଼ିକ ଇଣ୍ଟର୍ନାଲ୍ କମାଣ୍ଡ୍ସ ଅଟେ | |
05:20 | ଇକୋ କମାଣ୍ଡ୍, ଯାହାକୁ ଆମେ ପରେ ଦେଖିବା, ପ୍ରକୃତରେ ହେଉଛି ଏକ ଇଣ୍ଟର୍ନାଲ୍ କମାଣ୍ଡ୍ | |
05:25 | ଟର୍ମିନାଲ୍ କୁ ଯାଆନ୍ତୁ ଓ କମାଣ୍ଡ ଟାଇପ୍ କରନ୍ତୁ |
05:33 | ସ୍ପେସ୍ ଇକୋ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:40 | ଆଉଟ୍ ପୁଟ୍, ଇକୋକୁ ଶେଲ୍ ବିଲ୍ଟ୍-ଇନ୍ ଭାବରେ ଦର୍ଶାଏ | |
05:43 | ଫାଇଲ୍ ନାମ ଦେବା ପରିବର୍ତ୍ତେ ଇକୋ କମାଣ୍ଡ୍ ର ପ୍ରୟୋଗ ଶେଲ୍ ରେ ଇଣ୍ଟର୍ନାଲ୍ ଥାଏ ବୋଲି ଏହା ଦର୍ଶାଉଥିବାରୁ ଏହାକୁ ଇଣ୍ଟର୍ନାଲ୍ କମାଣ୍ଡ୍ କୁହାଯାଏ | |
05:56 | ଆମେ ବୁଝିବାକୁ ଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କମାଣ୍ଡ୍ ଗଠନ | |
06:01 | କମାଣ୍ଡ୍, ଗୋଟିଏ ଶବ୍ଦ ବା ହ୍ୱାଇଟ୍ ସ୍ପେସେସ୍ ଦ୍ୱାରା ବିଭକ୍ତ ଏକାଧିକ ଶବ୍ଦ ହୋଇପାରେ | |
06:08 | ଦ୍ୱିତୀୟ ମାମଲାରେ, ପ୍ରଥମ ଶବ୍ଦଟି କମାଣ୍ଡ୍ ର ପ୍ରକୃତ ନାମ ହୋଇଥିବାବେଳେ ଅନ୍ୟଗୁଡିକ ଆର୍ଗ୍ୟୁମେଣ୍ଟ୍ ହୋଇଥାଏ | |
06:16 | ଆର୍ଗ୍ୟୁମେଣ୍ଟ୍ ଗୁଡିକ ଅପ୍ସନ୍ କିମ୍ୱା ଏକ୍ସପ୍ରେସନ୍ କିମ୍ୱା ଫାଇଲ୍ ନାମ ହୋଇପାରେ | |
06:20 | ନିର୍ଦ୍ଦିଷ୍ଟ ହୋଇଥିବା ଅପ୍ସନ୍ ଉପରେ ଭିତ୍ତି କରି ଏକ କମାଣ୍ଡ୍ ବିଭିନ୍ନ କାର୍ଯ୍ୟ କରିପାରେ | |
06:26 | ସେଗୁଡିକର ଆରମ୍ଭରେ ଗୋଟିଏ ବା ଦୁଇଟି ମାଇନସ୍ ଚିହ୍ନ(-) ଥାଏ, ଏହାକୁ ଯଥାକ୍ରମେ ସର୍ଟ ଓ ଲଙ୍ଗ୍ ଅପ୍ସନ୍ କୁହାଯାଏ | |
06:35 | ଟର୍ମିନାଲ୍ ୱିଣ୍ଡୋ କୁ ଯାଇ, କମାଣ୍ଡ୍ ଟାଇପ୍ କରି ଆଉଟ୍-ପୁଟ୍ ଦେଖନ୍ତୁ | |
06:40 | ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | |
06:44 | ତା’ପରେ Is ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:49 | ପୁଣି clear ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:55 | Is ସ୍ପେସ୍ ମାଇନସ୍ a ଟାଇପ୍ କରି ଏଣ୍ଟର ଦାବନ୍ତୁ | |
07:04 | ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ clear ଟାଇପ୍ କରନ୍ତୁ | |
07:11 | ଏବେ, Is ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:19 | ଟର୍ମିନାଲ୍ କ୍ଲିଅର୍ କରିବାକୁ ପୁଣି clear ଟାଇପ୍ କରନ୍ତୁ | |
07:23 | ଏବେ, Is ସ୍ପେସ୍ ମାଇନସ୍ d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:32 | ଅପ୍ସନ୍ ବଦଳିବା ସହିତ କମାଣ୍ଡ୍ ର ବ୍ୟଵହାର କିପରି ବଦଳିଥାଏ ତାହା ବୁଝିବା ବର୍ତ୍ତମାନ ପାଇଁ ଯଥେଷ୍ଟ | |
07:40 | ଲିନକ୍ସ୍ ରେ ଅନେକ ସଂଖ୍ୟକ କମାଣ୍ଡ୍ ଥାଏ, |
07:45 | ଯାହା ମଧ୍ୟରୁ ପ୍ରତ୍ୟେକର ଭିନ୍ନ ଅପ୍ସନ୍ ଥାଏ | |
07:48 | କମାଣ୍ଡ୍ ଗୁଡିକୁ ଏକାଠି ସଂଯୋଗ ମଧ୍ୟ କରିହୁଏ, ଯାହା ଆମେ ପରେ ଦେଖିବା | ତେବେ ଏତେ ସବୁ ଆମେ କିପରି ମନେରଖିବା? |
07:55 | ପ୍ରକୃତରେ ଆପଣଙ୍କୁ ମନେରଖିବା ଦରକାର ନାହିଁ | କାରଣ ଲିନକ୍ସ୍ ରେ ଉତ୍ତମ ଅନ୍ ଲାଇନ୍ ସାହାଯ୍ୟର ସୁବିଧା ରହିଛି | |
08:01 | ସିଷ୍ଟମ୍ ରେ ଥିବା ପ୍ରତ୍ୟେକ ଉପଲବ୍ଧ କମାଣ୍ଡ୍ ବିଷୟରେ ମ୍ୟାନ୍ କମାଣ୍ଡ୍ ଡକ୍ୟୁମେଣ୍ଟେଶନ୍ ଦେଇଥାଏ | |
08:08 | ଉଦାହରଣ ସ୍ୱରୂପ, ମନେକରନ୍ତୁ Is କମାଣ୍ଡ୍ , ଆପଣଙ୍କୁ କେବଳ ଟର୍ମିନାଲ୍ କୁ ଯାଇ |
08:16 | ଆର୍ଗ୍ୟୁମେଣ୍ଟ୍ ରୂପେ Is ସହିତ ମ୍ୟାନ୍ କମାଣ୍ଡ୍ ଟାଇପ୍ କରିବାକୁ ଅର୍ଥାତ୍ ମ୍ୟାନ୍ ସ୍ପେସ୍ Is ଟାଇପ୍ କରି ଏଣ୍ଟର୍ ଦାବିବାକୁ ପଡେ | |
08:30 | ଏଥିରୁ ବାହାରିବାକୁ q ଦାବନ୍ତୁ | |
08:35 | ମ୍ୟାନ୍ ହେଉଛି ସିଷ୍ଟମ୍ ର ମାନୁଆଲ୍ ପେଜର୍ | ମ୍ୟାନ୍ ରେ ଦିଆଯାଇଥିବା ପ୍ରତି ଆର୍ଗ୍ୟୁମେଣ୍ଟ୍ ସାଧାରଣତଃ ଏକ ପ୍ରୋଗ୍ରାମ୍, ୟୁଟିଲିଟି ବା ଫଙ୍କସନ୍ ର ନାମ ଅଟେ | |
08:43 | ଏହି ପ୍ରତ୍ୟେକ ଆର୍ଗ୍ୟୁମେଣ୍ଟ୍ ସହିତ ସଂଯୁକ୍ତ ଥିବା ମାନୁଆଲ୍ ପେଜ୍ ତା’ପରେ ମିଳିଯାଏ ଓ ଦେଖାଯାଏ | |
08:49 | ସେକ୍ସନ୍ ଦିଆଯାଇଥିଲେ ମାନୁଆଲ୍ ର ସେହି ସେକ୍ସନ୍ ରେ ଦେଖିବାକୁ ମ୍ୟାନ୍ ଡାଇରେକ୍ଟ୍ କରେ | |
08:55 | ପୂର୍ବ ନିର୍ଦ୍ଧାରିତ କ୍ରମ ଅନୁସରଣ କରି ମିଳିଥିବା ପ୍ରଥମ ପେଜ୍ ଏପରିକି ବିଭିନ୍ନ ବିଭାଗରେ ଥିବା ପେଜ୍ ଦେଖାଇ ଉପଲବ୍ଧ ଥିବା ସମସ୍ତ ସେକ୍ସନ୍ ସର୍ଚ୍ଚ କରିବା ଡିଫଲ୍ଟ୍ ଅଟେ | |
09:07 | କମାଣ୍ଡ୍ ମ୍ୟାନ୍ ବିଷୟରେ ଅଧିକ ଜାଣିବାକୁ ଆପଣ ମ୍ୟାନ୍ କମାଣ୍ଡ୍ ବ୍ୟବହାର କରିପାରିବେ | |
09:14 | ଟର୍ମିନାଲ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମ୍ୟାନ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:23 | ଏଥିରୁ ବାହାରିବାକୁ q ଦାବନ୍ତୁ | |
09:26 | ମ୍ୟାନ୍ କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | |
09:30 | ମୁଁ ଏବେ ସବୁଠାରୁ ଆବଶ୍ୟକ ବିଷୟରେ କହିବି | ଆମେ କ’ଣ କରିବାକୁ ଚାହୁଁଛେ ବେଳେବେଳେ ତହା ଆମେ ଜାଣିଥାଉ, କିନ୍ତୁ ସଠିକ୍ କମାଣ୍ଡ୍ ଜାଣିନଥାଉ | ତେବେ ଆମେ କ’ଣ କରିବା? |
09:41 | ମ୍ୟାନ୍ ରେ –k ଅପ୍ସନ୍ ଥାଏ ଯାହା ଏକ କି’ ୱର୍ଡ୍ ନିଏ ଏବଂ ଏକ କମାଣ୍ଡ ତାଲିକା ଓ ତା’ର ସଂକ୍ଷିପ୍ତ ଉଦ୍ଦେଶ୍ୟକୁ ଦେଖାଏ | |
09:50 | ଉଦାହରଣ ସ୍ୱରୂପ, ଏକ ଡିରେକ୍ଟୋରୀ କ୍ରିଏଟ୍ କରିବା ପାଇଁ ଆମେ ସଠିକ କମାଣ୍ଡ୍ ଜାଣିନେ, |
09:56 | ତେଣୁ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ମ୍ୟାନ୍ ସ୍ପେସ୍ ମାଇନସ୍ k ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବିବା | |
10:12 | ଆମେ ପ୍ରକୃତରେ କ’ଣ ଚାହୁଁଛେ ତାହା ଦେଖିବାକୁ ଏହିସବୁ କମାଣ୍ଡ୍ ରେ ସର୍ଚ୍ଚ କରିପାରିବା | |
10:17 | ଆପ୍ରୋପୋସ୍ କମାଣ୍ଡ୍ ବ୍ୟବହାର କରି ଏହା ମିଳିପାରେ | |
10:21 | ଆଉଟ୍ ପୁଟ୍ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ଅପ୍ରୋପୋସ୍ ସ୍ପେସ୍ ଡିରେକ୍ଟୋରିଜ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
10:36 | ବେଳେବେଳେ ଆମକୁ ଅଧିକ ବିବରଣୀ ଦରକାର ନଥାଏ | କମାଣ୍ଡ୍ କ’ଣ କରେ କେବଳ ତାହା ଜାଣିବା ଦରକାର | |
10:40 | ସେପରି ପରିସ୍ଥିତିରେ ଆମେ what is command ବା man –f ବ୍ୟବହାର କରିପାରିବା | ଉଭୟ, ଗୋଟିଏ ଧାଡିରେ କମାଣ୍ଡ୍ ର ବର୍ଣ୍ଣନା ଦିଅନ୍ତି | |
10:52 | ଟର୍ମିନାଲ୍ ୱିଣ୍ଡୋ କ୍ଲିଅର୍ କରିବାକୁ ଟର୍ମିନାଲ୍ କୁ ଯାଇ କ୍ଲିଅର୍ ଟାଇପ୍ କରନ୍ତୁ |
10:58 | ବର୍ତ୍ତମାନ what is ସ୍ପେସ୍ ls ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:06 | କିଛି କମାଣ୍ଡ୍ ର ବହୁ ଅପ୍ସନ୍ ଥାଏ | କମାଣ୍ଡ୍ ରେ ଥିବା ବିଭିନ୍ନ ଅପ୍ସନ୍ ଆମକୁ ଦେଖିବାକୁ ପଡିପାରେ | |
11:13 | ତା’ପରେ ଆମେ ମାଇନସ୍ ମାଇନସ୍ ହେଲ୍ପ ଅପ୍ସନ୍ ବ୍ୟବହାର କରୁ | |
11:18 | କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଯାଇ ls ସ୍ପେସ୍ ମାଇନସ୍ ମାଇନସ୍ ହେଲ୍ପ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
11:29 | ମୁଁ ଉପରକୁ ସ୍କ୍ରୋଲ୍ କରିବି, ଯାହାଫଳରେ ଆପଣ ଏହି ମାନୁଆଲ୍ ପେଜ୍ ରେ ସମସ୍ତ ଅପ୍ସନ୍ ଦେଖିପାରିବେ | |
11:45 | ଲିନକ୍ସ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଏହି ଭାଗ ପାଇଁ ଏତିକି | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
11:56 | ନିମ୍ନ ଲିଙ୍କ୍ ରେ ଏହି ବିଷୟ ଉପରେ ଅଧିକ ସୂଚନା ଉପଲବ୍ଧ ଅଛି | |
12:00 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |