Difference between revisions of "Firefox/C2/Introduction/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(2 intermediate revisions by 2 users not shown) | |||
Line 1: | Line 1: | ||
{|Border=1 | {|Border=1 | ||
− | + | |'''Time''' | |
− | + | |'''Narration''' | |
|- | |- | ||
||00:00 | ||00:00 | ||
− | || | + | ||ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ଆପଣକୁଂ ସ୍ବାଗତ |
|- | |- | ||
||00:05 | ||00:05 | ||
− | || | + | ||ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା |
+ | |||
|- | |- | ||
||00:10 | ||00:10 | ||
− | || | + | ||ମୋଜ଼ିଲ୍ଲା ଫାୟାରଫୋକ୍ସ କ'ଣ |
|- | |- | ||
||00:12 | ||00:12 | ||
− | || | + | ||ଫାୟାରଫୋକ୍ସ କାହିଁକି ଦରକାର |
|- | |- | ||
||00:14 | ||00:14 | ||
− | || | + | ||ବେରଜନ୍ (versions), ସିଷ୍ଟମର ଆବଶ୍ୟକତା, ଫାୟାରଫୋକ୍ସ ଡାଉନଲୋଡ ଏବଂ ଇନ୍ଷ୍ଟଲ କରିବା, ୱେବସାଇଟ୍ ଦେଖିବା |
|- | |- | ||
||00:21 | ||00:21 | ||
− | || | + | ||ମୋଜ଼ିଲ୍ଲା ଫାୟାରଫୋକ୍ସ କିମ୍ବା simply Firefox ଏକ ମାଗଣା ଓ ‘ଓପେନ ସୋର୍ସ’ ୱେବ୍ ବ୍ରାଉଜର୍ ( web browser) ଅଟେ |
|- | |- | ||
||00:27 | ||00:27 | ||
− | || | + | ||ଏହା ଉବୁଣ୍ଟୁ ଲିନକ୍ସ ପାଇଁ ଏକ ଡିଫଲ୍ଟ ୱେବ୍ ବ୍ରାଉଜର୍ ଯାହାକି ଇଣ୍ଟରନେଟ୍ ପାଇଁ ଏକ ୱିନଡୋ (window) ଭାବରେ ସହାୟକ କରୁଛି |
|- | |- | ||
||00:33 | ||00:33 | ||
− | || | + | ||ଏହା ମାଧ୍ୟମରେ ଇଣ୍ଟରନେଟ୍ ୱେବ୍ ପେଜସ୍ କୁ ଦେଖିବା ଏବଂ ବିଭିନ୍ନ ଜିନିଷକୁ ଖୋଜିବାର ସାହାଯ୍ୟ କରେ । |
|- | |- | ||
||00:39 | ||00:39 | ||
− | || | + | ||ଏହା Google,Yahoo Search କିମ୍ବା Bing ଭଳି search engines (ଖୋଜିବା ଯନ୍ତ୍ର) କୁ ଉପଯୋଗ କରି ୱେବ୍ ପେଜସ୍ କୁ ଖୋଜେ |
|- | |- | ||
||00:47 | ||00:47 | ||
− | || | + | ||ଫାୟାରଫୋକ୍ସର 'ମୋଜ଼ିଲ୍ଲା ଅନୁଷ୍ଠାନ' ଏକ ଲାଭ ନିରପେଖ୍ୟ ସଂଗଠନ, ଏହା ସ୍ବୟଂସେବକ କାର୍ଯ୍ୟକର୍ତ୍ତାକଂ ଦ୍ବାରା ବିକଶିତ । |
|- | |- | ||
||00:54 | ||00:54 | ||
− | || | + | ||ମୋଜ଼ିଲ୍ଲା ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ mozilla.org ଖୋଲିବା। |
|- | |- | ||
||00:59 | ||00:59 | ||
− | || | + | ||ଫାୟାରଫୋକ୍ସ Windows, Mac OSX, ଏବଂ Linux ଓପେରଟିଂଗ୍ ସିଷ୍ଟମରେ କାମ କରେ |
|- | |- | ||
||01:05 | ||01:05 | ||
− | || | + | ||ଉବଣ୍ଟୁ ପାଇଁ ଅନ୍ୟ କିଛି ଲୋକପ୍ରିୟ web browsers ଅଛି; ଉଦାହରଣ Konqueror, Google Chrome ଏବଂ Opera | |
|- | |- | ||
||01:12 | ||01:12 | ||
− | || | + | ||ଏହି ଟ୍ୟୁଟୋରିଆଲ ରେ ଆମେ ଉବଣ୍ଟୁ 10.04 ପାଇଁ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା |
|- | |- | ||
||01:20 | ||01:20 | ||
− | || | + | ||ଫାୟାରଫୋକ୍ସ ସାମୂହିକଭାବେ ଗତି, ଗୋପନୀୟତା ଏବଂ ନୂତନ ଟେକ୍ନୋଲୋଜି କୁ ନେଇ ଭଲ ଭାବରେ ବ୍ରାଉସିଂଗ୍ (browsing) କରିବାରେ ସାହାଯ୍ୟ କରେ । |
|- | |- | ||
||01:27 | ||01:27 | ||
− | || | + | ||ଏହାର କେତେକ ବିଶେଷ ଗୁଣ ଅଛି ଯଥା tabbed windows, ଅନ୍ତନିର୍ମିତ ବନାନ ନିୟନ୍ତ୍ରଣ, ପୋପ୍-ଅପ (pop-up) blocker, integrated web search,Phishing ସୁରଖ୍ୟା |
|- | |- | ||
||01:39 | ||01:39 | ||
− | || | + | ||ଫାୟାରଫୋକ୍ସ ଦୃତ web ବ୍ରାଉସିଂଗ୍ ସହିତ ଶୀଘ୍ର ଗ୍ରାଫିକ୍ସ (graphics) ପ୍ରତିପାଦନ ଏବଂ ଉନ୍ନତ ପେଜ ଲୋଅଡିଂଗ୍ (page loading) ସୁବିଧା ପ୍ରଦାନ କରେ । |
|- | |- | ||
||01:45 | ||01:45 | ||
− | || | + | ||ଏହା ମଧ୍ୟ ନକଲି ୱେବସାଇଟ, spyware ଏବଂ ଭାଇରସସେ (viruses), ତରୋଜନ୍ସ୍ (trojans) କିମ୍ବା ଅନ୍ୟ malware ଠାରୁ ରଖ୍ୟା ପାଇଁ କେତେକ ସୁରଖ୍ୟା ଏବଂ ଗୋପନୀୟତା ସୁବିଧା ପ୍ରଦାନ କରେ। |
|- | |- | ||
||01:56 | ||01:56 | ||
− | || | + | ||ବ୍ୟବହାରୀ ମାନକଂ ସୁବିଧା ପାଇଁ ଏଦ-ଓନସ୍ (add-ons) ମାଧ୍ୟମରେ ଅନେକ ବିଷୟକୁ ଅନ୍ତରଭୁକ୍ତ କରାଯାଇପାରେ । |
|- | |- | ||
||02:06 | ||02:06 | ||
− | || | + | ||ଫାୟାରଫୋକ୍ସ କୁ Linux OS ରେ ଚଲାଇବା ପାଇଁ ଆବଶ୍ୟକ (Requirements) ସିଷ୍ଟମ (system) ଗୁଡ଼ିକ ହେଲା ଯଥା : Fedora, Ubuntu,Red Hat,Debian ଏବଂ ସୁସି (SUSE) |
|- | |- | ||
||02:16 | ||02:16 | ||
− | || | + | ||ଆପଣ ଫାୟାରଫୋକ୍ସ କୁ ଉବଣ୍ଟୁ 10.04 ରେ ଚଲାଇବା ପାଇଁ ନିମ୍ନଲିଖିତ ପ୍ରକ୍ରିୟା ଓ ସଂଗ୍ରାହବଳି ଦରକାର। |
|- | |- | ||
||02:24 | ||02:24 | ||
− | ||GTK+ 2.10 | + | ||GTK+ 2.10 କିମ୍ବା ଉନ୍ନତ ଭର୍ଜନ |
|- | |- | ||
||02:29 | ||02:29 | ||
− | ||GLib 2.12 | + | ||GLib 2.12 କିମ୍ବା ଉନ୍ନତ ଭର୍ଜନ |
|- | |- | ||
||02:32 | ||02:32 | ||
− | ||libstdc++ 4.3 | + | ||libstdc++ 4.3 କିମ୍ବା ଉନ୍ନତ ଭର୍ଜନ |
|- | |- | ||
||02:37 | ||02:37 | ||
− | ||Pango 1.14 | + | ||Pango 1.14 କିମ୍ବା ଉନ୍ନତ ଭର୍ଜନ |
|- | |- | ||
||02:40 | ||02:40 | ||
− | ||X.Org 1.7 | + | ||X.Org 1.7 କିମ୍ବା ଉନ୍ନତ ଭର୍ଜନ |
|- | |- | ||
||02:44 | ||02:44 | ||
− | || | + | ||ଏହା ସହିତ ସୁପାରିଶ କରାଯାଇଥିବା ହାର୍ଡ଼ଓବର (hardware) ହେଲା Pentium 4 କିମ୍ବା ଅଧିକ 512MB ର ରାମ୍ (Ram), ଏବଂ 200MB ର ହାର୍ଡ଼ଡ୍ରିବେ ସ୍ପସେ (hard drive space)। |
|- | |- | ||
||02:55 | ||02:55 | ||
− | || | + | ||ସିଷ୍ଟମର ଆବଶ୍ୟକତା ସମ୍ବନ୍ଧରେ ସମ୍ପୃର୍ଣ ସୂଚନା ପାଇଁ ପରଦା ଉପରେ ଦେଖାଯାଉଥିବା ଫାୟାରଫୋକ୍ସ ୱେବସାଇଟ କୁ ଯିବା |
|- | |- | ||
||03:32 | ||03:32 | ||
− | || | + | ||ବର୍ତମାନ ପରଦା ଉପରେ ଦେଖାଯାଇଥିବା ଅଫିସିଆଲ୍ ୱେବସାଇଟ ମୋଜ଼ିଲ୍ଲା ଡ଼ୋଟ୍ କୋମ (mozilla.com) କୁ ଯାଇକରି ମୋଜ଼ିଲ୍ଲା ଫାୟାରଫୋକ୍ସ କୁ ଡାଉନଲୋଡ ଏବଂ ଇଂସ୍ଟଲ କର। |
|- | |- | ||
||03:11 | ||03:11 | ||
− | || | + | ||ଏଠାରେ ଆମେ ସବୁବେଳେ ଫାୟାରଫୋକ୍ସ ର ନବୀନତମ ଭର୍ସନ (version) ପାଇ ପାରିବା |
|- | |- | ||
||03:15 | ||03:15 | ||
− | || | + | ||କିମ୍ବା ଆମେ ଅଧିକ ଅପସନସ (options) ପାଇଁ ସବୁଜ ଅଂଚଳ ର ନିମ୍ନରେ ଥିବା ଲିକଂ ‘All Systems and Languages” ଉପରେ କ୍ଲିକ୍ କରିପାରିବା । |
|- | |- | ||
||03:23 | ||03:23 | ||
− | || | + | ||ଧ୍ୟାନ ଦେବା କି ମୋଜ଼ିଲ୍ଲା ଆନୁମାନିକ ଭାବେ ସତୁରୀଟି ଭାଷାରେ ଫାୟାରଫୋକ୍ସ ପ୍ରଦାନ କରେ । |
|- | |- | ||
||03:28 | ||03:28 | ||
− | || | + | ||ଏଠାରେ ଆମେ ବିଭିନ୍ନ ପ୍ରକାରର ଆଂଚଳିକ ସଂସ୍କରଣ ଯଥା ହିନ୍ଦୀ ଓ ବଙ୍ଗାଳୀ ରେ ଡାଉନଲୋଡ କରିପରିବା । |
|- | |- | ||
||03:33 | ||03:33 | ||
− | || | + | ||ଦିଆଯାଇଥିବା ବିଭିନ୍ନ ପ୍ରକାରର ଆଇକନସ (icons) ଉପରେ ରେ କ୍ଲିକ କରି ଆମେ ଏହି ଅପରେଟିଙ୍ଗ ସିଷ୍ଟମ ଯଥା Windows, Mac or Linux ପସନ୍ଦ କରିପାରିବା |
+ | |||
|- | |- | ||
||03:42 | ||03:42 | ||
− | || | + | ||ଉବୁଣ୍ଟୁ ଲିନକ୍ସ ରେ ପ୍ରଥମେ ଫାଇଲ କୁ ସେଭ କରିବା ପାଇଁ ଏକ ଠିକଣା ସ୍ଥାନ ବାଛ (ସ୍ବାଭାବିକ ଭାବରେ, ଏହା ଆପଣକଂର ହୋମ ଫୋଲଡର୍ (home folder) ରେ ଥିବା downloads ଡାଇରେକ୍ଟରୀକୁ ମନୋନିତ କରିଥାଏ) । |
|- | |- | ||
||03:51 | ||03:51 | ||
− | || | + | ||ବର୍ତମାନ 'ସେଭ ଫାଇଲ୍' (save file) ଅପସନ କୁ select କର ଏବଂ ପୋପ୍-ଅପ ୱିନଡୋ (popup window) ରେ ଦେଖାଯାଉଥିବା "Ok" ବୋଟୋମ (bottom) ଉପରେ କ୍ଲିକ କର । |
+ | |||
|- | |- | ||
||03:58 | ||03:58 | ||
− | || | + | ||ଏହା ହୋମ ଡାଇରେକ୍ଟରୀ ଅଧିନରେ ଥିବା Downloads ଡାଇରେକ୍ଟରୀ ରେ ଫାୟାରଫୋକ୍ସ ସଂଗ୍ରହ କୁ ସେଭ୍ (save) କରିବ । |
|- | |- | ||
||04:06 | ||04:06 | ||
− | || | + | ||ଟରମିନାଲ୍ ୱିନଡୋ (Terminal Window) ଖୋଲନ୍ତୁ ଏବଂ ନିମ୍ନଲିଖିତ କମାଣ୍ଡ (command) ଟାଇପ୍ କରି ଆପଣକଂର Downloads ଡାଇରେକ୍ଟରୀକୁ ଯାଆନ୍ତୁ :cd ~/Downloads (cd ସ୍ପେସେ ଟିଲ୍ଡି ସ୍ଲାଶ୍ ଡାଉନଲୋଡ) |
|- | |- | ||
||04:17 | ||04:17 | ||
− | || | + | ||ବର୍ତମାନ ଏଣ୍ଟର କି (enter key) ପ୍ରେସ୍ସ୍ (press) କର । |
|- | |- | ||
||04:19 | ||04:19 | ||
− | ||tar xjf firefox-7.0.1.tar.bz2 | + | ||ନିମ୍ନଲିଖିତ କମାଣ୍ଡ ଟାଇପ୍ କରି ଡାଉନଲୋଡ ହୋଇଥିବା ଫାଇଲ୍ (file) ର ବିଷୟ ବସ୍ତୁ ପ୍ରାପ୍ତ କର:tar xjf firefox-7.0.1.tar.bz2 |
|- | |- | ||
||04:35 | ||04:35 | ||
− | || | + | ||ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର । |
|- | |- | ||
||04:38 | ||04:38 | ||
− | || | + | ||ଏହା ଫାୟାରଫୋକ୍ସ 7.0 କୁ ଚଳାଇବା ପାଇଁ ଆବଶ୍ୟକ ଫାଇଲ୍ ଗୁଡିକକୁ ପ୍ରାପ୍ତ କରିବା ଆରମ୍ଭ କରିବ । |
|- | |- | ||
||04:44 | ||04:44 | ||
− | || | + | ||ଟେରମିନାଲ୍ ୱିନଡୋ (Terminal Window) ରେ ନିମ୍ନଲିଖିତ କମାଣ୍ଡ cd firefox ଟାଇପ୍ କରି ଫାୟାରଫୋକ୍ସ ଡାଇରେକ୍ଟରୀ କୁ ଯାଅ |
|- | |- | ||
||04:52 | ||04:52 | ||
− | || | + | ||ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର । |
|- | |- | ||
||04:54 | ||04:54 | ||
− | || | + | ||ଏହା ଅପଣକୁ ଫାୟାରଫୋକ୍ସ ଡାଇରେକ୍ଟରୀ କୁ ନେଇ ଯିବ । |
|- | |- | ||
||04:58 | ||04:58 | ||
− | || | + | ||ଫାୟାରଫୋକ୍ସ ବ୍ରାଉଜର (browser) କୁ ଆରମ୍ଭ କରିବା ପାଇଁ ନିମ୍ନଲିଖିତ କମାଣ୍ଡ ଟାଇପ୍ କର ./firefox (ଡଟ୍ ସ୍ଲାଶ୍ ଫାୟାରଫୋକ୍ସ) ଏବଂଏଣ୍ଟର ପ୍ରେସ୍ସ୍ କର । |
|- | |- | ||
||05:06 | ||05:06 | ||
− | || | + | ||କିମ୍ବା ଆପଣ ନିମ୍ନଲିଖିତ କମାଣ୍ଡ ବ୍ୟବହାର କରି ଫାୟାରଫୋକ୍ସ ଆରମ୍ଭ କରି ପାରିବ, ଯେତେବେଳେ ଆପଣକଂର କରେଣ୍ଟ ଡାଇରେକ୍ଟରୀ ହୋମ୍ ଡାଇରେକ୍ଟରୀ ନୁହେଁ । |
|- | |- | ||
||05:15 | ||05:15 | ||
− | || | + | ||ଟିଲ୍ଡି ସ୍ଲାଶ୍, ଡାଉନଲୋଡସ ସ୍ଲାଶ୍, ଫାୟାରଫୋକ୍ସ ସ୍ଲାଶ୍, ଫାୟାରଫୋକ୍ସ (tilde/Downloads/firefox/firefox) |
|- | |- | ||
||05:21 | ||05:21 | ||
− | || | + | ||ଡିଫଲ୍ଟ ହୋମ୍ ପେଜ କିପରି ସେଟ୍ ଅପ୍ (set up) ହୁଏ ଆମେ ଏହା, ପରେ ଜାଣିବା । |
|- | |- | ||
||05:25 | ||05:25 | ||
− | || | + | ||ବର୍ତମାନ ପାଇଁ, ଉଦାହରଣ ସ୍ବରପ, ଆମେ Rediff.com ୱେବସାଇଟ କୁ ଯିବା, ଯେଉଁଥିରେ ନବୀନତମ ଖବର ଏବଂ ସୂଚନା ଉପଲବ୍ଧି ଥାଏ । |
|- | |- | ||
||05:33 | ||05:33 | ||
− | || | + | ||ମେନ୍ୟୁ ବାର୍ (menu bar) ର ତଳେଥିବା ଆଡ୍ରେସ ବାର୍ ରେ ଟାଇପି କର : www.rediff.com |
− | |- | + | |- |
||05:40 | ||05:40 | ||
− | ||Rediff.com | + | ||Rediff.com ୱେବସାଇଟ ର ହୋମପେଜ ରେ ବିଷୟ ବସ୍ତୁ ପ୍ରଦର୍ଶିତ ହେଇଛି । |
|- | |- | ||
||05:47 | ||05:47 | ||
− | || | + | ||ଏବେ ଏହି ପେଜ ଠାରୁ ଆମେ ବିଭିନ୍ନ ପ୍ରକାରର ଲିକଂସ କୁ ଯାଇ ପାରିବା ଏବଂ ସେମାନକଂ ପେଜସ୍ ର ବିଷୟ ବସ୍ତୁକୁ ଦେଖି ପାରିବା । |
|- | |- | ||
||05:53 | ||05:53 | ||
− | || | + | ||ଆସ, ହେଡ୍ ଲାଇନେସ୍ (Headlines) ଟ୍ୟାବ୍ ର ତଳେ ଥିବା ପ୍ରଥମ ଲିକଂ ଉପରେ କ୍ଲିକ କରିବା । |
− | + | ||
|- | |- | ||
||05:58 | ||05:58 | ||
− | || | + | ||ଏପରି ଭାବରେ ଫାୟାରଫୋକ୍ସ ବ୍ୟବହାର ଦ୍ବାରା ଆମେ ୱେବସାଇଟ ଗୁଡିକୁ ଦେଖିପାରିବା ଏବଂ ପରେ ସେଠାରୁ ବିଭିନ୍ନ ପେଜସ୍ କୁ ଯାଇପାରିବା । |
|- | |- | ||
||06:05 | ||06:05 | ||
− | || | + | ||ଭବିଷ୍ୟତରେ ଟ୍ୟୁଟୋରିଆଲ ମାଧ୍ୟମରେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ତାହାର ବିଭିନ୍ନ ବିଶେଷ ଗୁଣ ସମ୍ବନ୍ଧରେ ଆମେ ବହୁତ ଶିଖିବା । |
|- | |- | ||
||06:12 | ||06:12 | ||
− | || | + | ||ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ ଦେଖ http://spoken-tutorial.org/What_is_a_Spoken_Tutorial |
|- | |- | ||
||06:16 | ||06:16 | ||
− | || | + | ||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ । |
|- | |- | ||
||06:19 | ||06:19 | ||
− | || | + | ||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ । |
|- | |- | ||
||06:24 | ||06:24 | ||
− | || | + | ||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି । |
|- | |- | ||
||06:29 | ||06:29 | ||
− | || | + | ||ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି । |
|- | |- | ||
||06:33 | ||06:33 | ||
− | || | + | ||ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ । |
|- | |- | ||
||06:39 | ||06:39 | ||
− | || | + | ||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ । |
+ | |||
+ | |- | ||
+ | ||06:44 | ||
+ | ||ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. ବିଭାଗର ଆଇ. ସି. ଟି. ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ । | ||
|- | |- | ||
||06:51 | ||06:51 | ||
− | || | + | ||ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro. |
|- | |- | ||
||07:02 | ||07:02 | ||
− | || | + | ||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । |
− | + | ||
+ | |- | ||
+ | ||07:08 | ||
+ | ||ଯୋଗଦାନ ପାଇଁ ଧନ୍ୟବାଦ । | ||
+ | |} |
Latest revision as of 15:25, 4 April 2017
Time | Narration |
00:00 | ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ଆପଣକୁଂ ସ୍ବାଗତ |
00:05 | ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା |
00:10 | ମୋଜ଼ିଲ୍ଲା ଫାୟାରଫୋକ୍ସ କ'ଣ |
00:12 | ଫାୟାରଫୋକ୍ସ କାହିଁକି ଦରକାର |
00:14 | ବେରଜନ୍ (versions), ସିଷ୍ଟମର ଆବଶ୍ୟକତା, ଫାୟାରଫୋକ୍ସ ଡାଉନଲୋଡ ଏବଂ ଇନ୍ଷ୍ଟଲ କରିବା, ୱେବସାଇଟ୍ ଦେଖିବା |
00:21 | ମୋଜ଼ିଲ୍ଲା ଫାୟାରଫୋକ୍ସ କିମ୍ବା simply Firefox ଏକ ମାଗଣା ଓ ‘ଓପେନ ସୋର୍ସ’ ୱେବ୍ ବ୍ରାଉଜର୍ ( web browser) ଅଟେ |
00:27 | ଏହା ଉବୁଣ୍ଟୁ ଲିନକ୍ସ ପାଇଁ ଏକ ଡିଫଲ୍ଟ ୱେବ୍ ବ୍ରାଉଜର୍ ଯାହାକି ଇଣ୍ଟରନେଟ୍ ପାଇଁ ଏକ ୱିନଡୋ (window) ଭାବରେ ସହାୟକ କରୁଛି |
00:33 | ଏହା ମାଧ୍ୟମରେ ଇଣ୍ଟରନେଟ୍ ୱେବ୍ ପେଜସ୍ କୁ ଦେଖିବା ଏବଂ ବିଭିନ୍ନ ଜିନିଷକୁ ଖୋଜିବାର ସାହାଯ୍ୟ କରେ । |
00:39 | ଏହା Google,Yahoo Search କିମ୍ବା Bing ଭଳି search engines (ଖୋଜିବା ଯନ୍ତ୍ର) କୁ ଉପଯୋଗ କରି ୱେବ୍ ପେଜସ୍ କୁ ଖୋଜେ |
00:47 | ଫାୟାରଫୋକ୍ସର 'ମୋଜ଼ିଲ୍ଲା ଅନୁଷ୍ଠାନ' ଏକ ଲାଭ ନିରପେଖ୍ୟ ସଂଗଠନ, ଏହା ସ୍ବୟଂସେବକ କାର୍ଯ୍ୟକର୍ତ୍ତାକଂ ଦ୍ବାରା ବିକଶିତ । |
00:54 | ମୋଜ଼ିଲ୍ଲା ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ mozilla.org ଖୋଲିବା। |
00:59 | ଫାୟାରଫୋକ୍ସ Windows, Mac OSX, ଏବଂ Linux ଓପେରଟିଂଗ୍ ସିଷ୍ଟମରେ କାମ କରେ |
01:05 | ଉବଣ୍ଟୁ ପାଇଁ ଅନ୍ୟ କିଛି ଲୋକପ୍ରିୟ web browsers ଅଛି; ଉଦାହରଣ Konqueror, Google Chrome ଏବଂ Opera | |
01:12 | ଏହି ଟ୍ୟୁଟୋରିଆଲ ରେ ଆମେ ଉବଣ୍ଟୁ 10.04 ପାଇଁ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା |
01:20 | ଫାୟାରଫୋକ୍ସ ସାମୂହିକଭାବେ ଗତି, ଗୋପନୀୟତା ଏବଂ ନୂତନ ଟେକ୍ନୋଲୋଜି କୁ ନେଇ ଭଲ ଭାବରେ ବ୍ରାଉସିଂଗ୍ (browsing) କରିବାରେ ସାହାଯ୍ୟ କରେ । |
01:27 | ଏହାର କେତେକ ବିଶେଷ ଗୁଣ ଅଛି ଯଥା tabbed windows, ଅନ୍ତନିର୍ମିତ ବନାନ ନିୟନ୍ତ୍ରଣ, ପୋପ୍-ଅପ (pop-up) blocker, integrated web search,Phishing ସୁରଖ୍ୟା |
01:39 | ଫାୟାରଫୋକ୍ସ ଦୃତ web ବ୍ରାଉସିଂଗ୍ ସହିତ ଶୀଘ୍ର ଗ୍ରାଫିକ୍ସ (graphics) ପ୍ରତିପାଦନ ଏବଂ ଉନ୍ନତ ପେଜ ଲୋଅଡିଂଗ୍ (page loading) ସୁବିଧା ପ୍ରଦାନ କରେ । |
01:45 | ଏହା ମଧ୍ୟ ନକଲି ୱେବସାଇଟ, spyware ଏବଂ ଭାଇରସସେ (viruses), ତରୋଜନ୍ସ୍ (trojans) କିମ୍ବା ଅନ୍ୟ malware ଠାରୁ ରଖ୍ୟା ପାଇଁ କେତେକ ସୁରଖ୍ୟା ଏବଂ ଗୋପନୀୟତା ସୁବିଧା ପ୍ରଦାନ କରେ। |
01:56 | ବ୍ୟବହାରୀ ମାନକଂ ସୁବିଧା ପାଇଁ ଏଦ-ଓନସ୍ (add-ons) ମାଧ୍ୟମରେ ଅନେକ ବିଷୟକୁ ଅନ୍ତରଭୁକ୍ତ କରାଯାଇପାରେ । |
02:06 | ଫାୟାରଫୋକ୍ସ କୁ Linux OS ରେ ଚଲାଇବା ପାଇଁ ଆବଶ୍ୟକ (Requirements) ସିଷ୍ଟମ (system) ଗୁଡ଼ିକ ହେଲା ଯଥା : Fedora, Ubuntu,Red Hat,Debian ଏବଂ ସୁସି (SUSE) |
02:16 | ଆପଣ ଫାୟାରଫୋକ୍ସ କୁ ଉବଣ୍ଟୁ 10.04 ରେ ଚଲାଇବା ପାଇଁ ନିମ୍ନଲିଖିତ ପ୍ରକ୍ରିୟା ଓ ସଂଗ୍ରାହବଳି ଦରକାର। |
02:24 | GTK+ 2.10 କିମ୍ବା ଉନ୍ନତ ଭର୍ଜନ |
02:29 | GLib 2.12 କିମ୍ବା ଉନ୍ନତ ଭର୍ଜନ |
02:32 | libstdc++ 4.3 କିମ୍ବା ଉନ୍ନତ ଭର୍ଜନ |
02:37 | Pango 1.14 କିମ୍ବା ଉନ୍ନତ ଭର୍ଜନ |
02:40 | X.Org 1.7 କିମ୍ବା ଉନ୍ନତ ଭର୍ଜନ |
02:44 | ଏହା ସହିତ ସୁପାରିଶ କରାଯାଇଥିବା ହାର୍ଡ଼ଓବର (hardware) ହେଲା Pentium 4 କିମ୍ବା ଅଧିକ 512MB ର ରାମ୍ (Ram), ଏବଂ 200MB ର ହାର୍ଡ଼ଡ୍ରିବେ ସ୍ପସେ (hard drive space)। |
02:55 | ସିଷ୍ଟମର ଆବଶ୍ୟକତା ସମ୍ବନ୍ଧରେ ସମ୍ପୃର୍ଣ ସୂଚନା ପାଇଁ ପରଦା ଉପରେ ଦେଖାଯାଉଥିବା ଫାୟାରଫୋକ୍ସ ୱେବସାଇଟ କୁ ଯିବା |
03:32 | ବର୍ତମାନ ପରଦା ଉପରେ ଦେଖାଯାଇଥିବା ଅଫିସିଆଲ୍ ୱେବସାଇଟ ମୋଜ଼ିଲ୍ଲା ଡ଼ୋଟ୍ କୋମ (mozilla.com) କୁ ଯାଇକରି ମୋଜ଼ିଲ୍ଲା ଫାୟାରଫୋକ୍ସ କୁ ଡାଉନଲୋଡ ଏବଂ ଇଂସ୍ଟଲ କର। |
03:11 | ଏଠାରେ ଆମେ ସବୁବେଳେ ଫାୟାରଫୋକ୍ସ ର ନବୀନତମ ଭର୍ସନ (version) ପାଇ ପାରିବା |
03:15 | କିମ୍ବା ଆମେ ଅଧିକ ଅପସନସ (options) ପାଇଁ ସବୁଜ ଅଂଚଳ ର ନିମ୍ନରେ ଥିବା ଲିକଂ ‘All Systems and Languages” ଉପରେ କ୍ଲିକ୍ କରିପାରିବା । |
03:23 | ଧ୍ୟାନ ଦେବା କି ମୋଜ଼ିଲ୍ଲା ଆନୁମାନିକ ଭାବେ ସତୁରୀଟି ଭାଷାରେ ଫାୟାରଫୋକ୍ସ ପ୍ରଦାନ କରେ । |
03:28 | ଏଠାରେ ଆମେ ବିଭିନ୍ନ ପ୍ରକାରର ଆଂଚଳିକ ସଂସ୍କରଣ ଯଥା ହିନ୍ଦୀ ଓ ବଙ୍ଗାଳୀ ରେ ଡାଉନଲୋଡ କରିପରିବା । |
03:33 | ଦିଆଯାଇଥିବା ବିଭିନ୍ନ ପ୍ରକାରର ଆଇକନସ (icons) ଉପରେ ରେ କ୍ଲିକ କରି ଆମେ ଏହି ଅପରେଟିଙ୍ଗ ସିଷ୍ଟମ ଯଥା Windows, Mac or Linux ପସନ୍ଦ କରିପାରିବା |
03:42 | ଉବୁଣ୍ଟୁ ଲିନକ୍ସ ରେ ପ୍ରଥମେ ଫାଇଲ କୁ ସେଭ କରିବା ପାଇଁ ଏକ ଠିକଣା ସ୍ଥାନ ବାଛ (ସ୍ବାଭାବିକ ଭାବରେ, ଏହା ଆପଣକଂର ହୋମ ଫୋଲଡର୍ (home folder) ରେ ଥିବା downloads ଡାଇରେକ୍ଟରୀକୁ ମନୋନିତ କରିଥାଏ) । |
03:51 | ବର୍ତମାନ 'ସେଭ ଫାଇଲ୍' (save file) ଅପସନ କୁ select କର ଏବଂ ପୋପ୍-ଅପ ୱିନଡୋ (popup window) ରେ ଦେଖାଯାଉଥିବା "Ok" ବୋଟୋମ (bottom) ଉପରେ କ୍ଲିକ କର । |
03:58 | ଏହା ହୋମ ଡାଇରେକ୍ଟରୀ ଅଧିନରେ ଥିବା Downloads ଡାଇରେକ୍ଟରୀ ରେ ଫାୟାରଫୋକ୍ସ ସଂଗ୍ରହ କୁ ସେଭ୍ (save) କରିବ । |
04:06 | ଟରମିନାଲ୍ ୱିନଡୋ (Terminal Window) ଖୋଲନ୍ତୁ ଏବଂ ନିମ୍ନଲିଖିତ କମାଣ୍ଡ (command) ଟାଇପ୍ କରି ଆପଣକଂର Downloads ଡାଇରେକ୍ଟରୀକୁ ଯାଆନ୍ତୁ :cd ~/Downloads (cd ସ୍ପେସେ ଟିଲ୍ଡି ସ୍ଲାଶ୍ ଡାଉନଲୋଡ) |
04:17 | ବର୍ତମାନ ଏଣ୍ଟର କି (enter key) ପ୍ରେସ୍ସ୍ (press) କର । |
04:19 | ନିମ୍ନଲିଖିତ କମାଣ୍ଡ ଟାଇପ୍ କରି ଡାଉନଲୋଡ ହୋଇଥିବା ଫାଇଲ୍ (file) ର ବିଷୟ ବସ୍ତୁ ପ୍ରାପ୍ତ କର:tar xjf firefox-7.0.1.tar.bz2 |
04:35 | ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର । |
04:38 | ଏହା ଫାୟାରଫୋକ୍ସ 7.0 କୁ ଚଳାଇବା ପାଇଁ ଆବଶ୍ୟକ ଫାଇଲ୍ ଗୁଡିକକୁ ପ୍ରାପ୍ତ କରିବା ଆରମ୍ଭ କରିବ । |
04:44 | ଟେରମିନାଲ୍ ୱିନଡୋ (Terminal Window) ରେ ନିମ୍ନଲିଖିତ କମାଣ୍ଡ cd firefox ଟାଇପ୍ କରି ଫାୟାରଫୋକ୍ସ ଡାଇରେକ୍ଟରୀ କୁ ଯାଅ |
04:52 | ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର । |
04:54 | ଏହା ଅପଣକୁ ଫାୟାରଫୋକ୍ସ ଡାଇରେକ୍ଟରୀ କୁ ନେଇ ଯିବ । |
04:58 | ଫାୟାରଫୋକ୍ସ ବ୍ରାଉଜର (browser) କୁ ଆରମ୍ଭ କରିବା ପାଇଁ ନିମ୍ନଲିଖିତ କମାଣ୍ଡ ଟାଇପ୍ କର ./firefox (ଡଟ୍ ସ୍ଲାଶ୍ ଫାୟାରଫୋକ୍ସ) ଏବଂଏଣ୍ଟର ପ୍ରେସ୍ସ୍ କର । |
05:06 | କିମ୍ବା ଆପଣ ନିମ୍ନଲିଖିତ କମାଣ୍ଡ ବ୍ୟବହାର କରି ଫାୟାରଫୋକ୍ସ ଆରମ୍ଭ କରି ପାରିବ, ଯେତେବେଳେ ଆପଣକଂର କରେଣ୍ଟ ଡାଇରେକ୍ଟରୀ ହୋମ୍ ଡାଇରେକ୍ଟରୀ ନୁହେଁ । |
05:15 | ଟିଲ୍ଡି ସ୍ଲାଶ୍, ଡାଉନଲୋଡସ ସ୍ଲାଶ୍, ଫାୟାରଫୋକ୍ସ ସ୍ଲାଶ୍, ଫାୟାରଫୋକ୍ସ (tilde/Downloads/firefox/firefox) |
05:21 | ଡିଫଲ୍ଟ ହୋମ୍ ପେଜ କିପରି ସେଟ୍ ଅପ୍ (set up) ହୁଏ ଆମେ ଏହା, ପରେ ଜାଣିବା । |
05:25 | ବର୍ତମାନ ପାଇଁ, ଉଦାହରଣ ସ୍ବରପ, ଆମେ Rediff.com ୱେବସାଇଟ କୁ ଯିବା, ଯେଉଁଥିରେ ନବୀନତମ ଖବର ଏବଂ ସୂଚନା ଉପଲବ୍ଧି ଥାଏ । |
05:33 | ମେନ୍ୟୁ ବାର୍ (menu bar) ର ତଳେଥିବା ଆଡ୍ରେସ ବାର୍ ରେ ଟାଇପି କର : www.rediff.com |
05:40 | Rediff.com ୱେବସାଇଟ ର ହୋମପେଜ ରେ ବିଷୟ ବସ୍ତୁ ପ୍ରଦର୍ଶିତ ହେଇଛି । |
05:47 | ଏବେ ଏହି ପେଜ ଠାରୁ ଆମେ ବିଭିନ୍ନ ପ୍ରକାରର ଲିକଂସ କୁ ଯାଇ ପାରିବା ଏବଂ ସେମାନକଂ ପେଜସ୍ ର ବିଷୟ ବସ୍ତୁକୁ ଦେଖି ପାରିବା । |
05:53 | ଆସ, ହେଡ୍ ଲାଇନେସ୍ (Headlines) ଟ୍ୟାବ୍ ର ତଳେ ଥିବା ପ୍ରଥମ ଲିକଂ ଉପରେ କ୍ଲିକ କରିବା । |
05:58 | ଏପରି ଭାବରେ ଫାୟାରଫୋକ୍ସ ବ୍ୟବହାର ଦ୍ବାରା ଆମେ ୱେବସାଇଟ ଗୁଡିକୁ ଦେଖିପାରିବା ଏବଂ ପରେ ସେଠାରୁ ବିଭିନ୍ନ ପେଜସ୍ କୁ ଯାଇପାରିବା । |
06:05 | ଭବିଷ୍ୟତରେ ଟ୍ୟୁଟୋରିଆଲ ମାଧ୍ୟମରେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ତାହାର ବିଭିନ୍ନ ବିଶେଷ ଗୁଣ ସମ୍ବନ୍ଧରେ ଆମେ ବହୁତ ଶିଖିବା । |
06:12 | ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ ଦେଖ http://spoken-tutorial.org/What_is_a_Spoken_Tutorial |
06:16 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ । |
06:19 | ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ । |
06:24 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି । |
06:29 | ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି । |
06:33 | ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ । |
06:39 | ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ । |
06:44 | ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. ବିଭାଗର ଆଇ. ସି. ଟି. ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ । |
06:51 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro. |
07:02 | ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । |
07:08 | ଯୋଗଦାନ ପାଇଁ ଧନ୍ୟବାଦ । |