Firefox/C2/Introduction/Oriya

From Script | Spoken-Tutorial
Jump to: navigation, search
Time Narration
00:00 ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ଆପଣକୁଂ ସ୍ବାଗତ
00:05 ଏହି ଟ୍ୟୁଟୋରିଆଲ ରେ ଆମେ ନିମ୍ନଲିଖିତ ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା
00:10 ମୋଜ଼ିଲ୍ଲା ଫାୟାରଫୋକ୍ସ କ'ଣ
00:12 ଫାୟାରଫୋକ୍ସ କାହିଁକି ଦରକାର
00:14 ବେରଜନ୍ (versions), ସିଷ୍ଟମର ଆବଶ୍ୟକତା, ଫାୟାରଫୋକ୍ସ ଡାଉନଲୋଡ ଏବଂ ଇନ୍ଷ୍ଟଲ କରିବା, ୱେବସାଇଟ୍ ଦେଖିବା
00:21 ମୋଜ଼ିଲ୍ଲା ଫାୟାରଫୋକ୍ସ କିମ୍ବା simply Firefox ଏକ ମାଗଣା ଓ ‘ଓପେନ ସୋର୍ସ’ ୱେବ୍ ବ୍ରାଉଜର୍ ( web browser) ଅଟେ
00:27 ଏହା ଉବୁଣ୍ଟୁ ଲିନକ୍ସ ପାଇଁ ଏକ ଡିଫଲ୍ଟ ୱେବ୍ ବ୍ରାଉଜର୍ ଯାହାକି ଇଣ୍ଟରନେଟ୍ ପାଇଁ ଏକ ୱିନଡୋ (window) ଭାବରେ ସହାୟକ କରୁଛି
00:33 ଏହା ମାଧ୍ୟମରେ ଇଣ୍ଟରନେଟ୍ ୱେବ୍ ପେଜସ୍ କୁ ଦେଖିବା ଏବଂ ବିଭିନ୍ନ ଜିନିଷକୁ ଖୋଜିବାର ସାହାଯ୍ୟ କରେ ।
00:39 ଏହା Google,Yahoo Search କିମ୍ବା Bing ଭଳି search engines (ଖୋଜିବା ଯନ୍ତ୍ର) କୁ ଉପଯୋଗ କରି ୱେବ୍ ପେଜସ୍ କୁ ଖୋଜେ
00:47 ଫାୟାରଫୋକ୍ସର 'ମୋଜ଼ିଲ୍ଲା ଅନୁଷ୍ଠାନ' ଏକ ଲାଭ ନିରପେଖ୍ୟ ସଂଗଠନ, ଏହା ସ୍ବୟଂସେବକ କାର୍ଯ୍ୟକର୍ତ୍ତାକଂ ଦ୍ବାରା ବିକଶିତ ।
00:54 ମୋଜ଼ିଲ୍ଲା ବିଷୟରେ ବିସ୍ତୃତ ଭାବରେ ଜାଣିବା ପାଇଁ mozilla.org ଖୋଲିବା।
00:59 ଫାୟାରଫୋକ୍ସ Windows, Mac OSX, ଏବଂ Linux ଓପେରଟିଂଗ୍ ସିଷ୍ଟମରେ କାମ କରେ
01:05 ଉବଣ୍ଟୁ ପାଇଁ ଅନ୍ୟ କିଛି ଲୋକପ୍ରିୟ web browsers ଅଛି; ଉଦାହରଣ Konqueror, Google Chrome ଏବଂ Opera |
01:12 ଏହି ଟ୍ୟୁଟୋରିଆଲ ରେ ଆମେ ଉବଣ୍ଟୁ 10.04 ପାଇଁ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା
01:20 ଫାୟାରଫୋକ୍ସ ସାମୂହିକଭାବେ ଗତି, ଗୋପନୀୟତା ଏବଂ ନୂତନ ଟେକ୍ନୋଲୋଜି କୁ ନେଇ ଭଲ ଭାବରେ ବ୍ରାଉସିଂଗ୍ (browsing) କରିବାରେ ସାହାଯ୍ୟ କରେ ।
01:27 ଏହାର କେତେକ ବିଶେଷ ଗୁଣ ଅଛି ଯଥା tabbed windows, ଅନ୍ତନିର୍ମିତ ବନାନ ନିୟନ୍ତ୍ରଣ, ପୋପ୍-ଅପ (pop-up) blocker, integrated web search,Phishing ସୁରଖ୍ୟା
01:39 ଫାୟାରଫୋକ୍ସ ଦୃତ web ବ୍ରାଉସିଂଗ୍ ସହିତ ଶୀଘ୍ର ଗ୍ରାଫିକ୍ସ (graphics) ପ୍ରତିପାଦନ ଏବଂ ଉନ୍ନତ ପେଜ ଲୋଅଡିଂଗ୍ (page loading) ସୁବିଧା ପ୍ରଦାନ କରେ ।
01:45 ଏହା ମଧ୍ୟ ନକଲି ୱେବସାଇଟ, spyware ଏବଂ ଭାଇରସସେ (viruses), ତରୋଜନ୍ସ୍ (trojans) କିମ୍ବା ଅନ୍ୟ malware ଠାରୁ ରଖ୍ୟା ପାଇଁ କେତେକ ସୁରଖ୍ୟା ଏବଂ ଗୋପନୀୟତା ସୁବିଧା ପ୍ରଦାନ କରେ।
01:56 ବ୍ୟବହାରୀ ମାନକଂ ସୁବିଧା ପାଇଁ ଏଦ-ଓନସ୍ (add-ons) ମାଧ୍ୟମରେ ଅନେକ ବିଷୟକୁ ଅନ୍ତରଭୁକ୍ତ କରାଯାଇପାରେ ।
02:06 ଫାୟାରଫୋକ୍ସ କୁ Linux OS ରେ ଚଲାଇବା ପାଇଁ ଆବଶ୍ୟକ (Requirements) ସିଷ୍ଟମ (system) ଗୁଡ଼ିକ ହେଲା ଯଥା : Fedora, Ubuntu,Red Hat,Debian ଏବଂ ସୁସି (SUSE)
02:16 ଆପଣ ଫାୟାରଫୋକ୍ସ କୁ ଉବଣ୍ଟୁ 10.04 ରେ ଚଲାଇବା ପାଇଁ ନିମ୍ନଲିଖିତ ପ୍ରକ୍ରିୟା ଓ ସଂଗ୍ରାହବଳି ଦରକାର।
02:24 GTK+ 2.10 କିମ୍ବା ଉନ୍ନତ ଭର୍ଜନ
02:29 GLib 2.12 କିମ୍ବା ଉନ୍ନତ ଭର୍ଜନ
02:32 libstdc++ 4.3 କିମ୍ବା ଉନ୍ନତ ଭର୍ଜନ
02:37 Pango 1.14 କିମ୍ବା ଉନ୍ନତ ଭର୍ଜନ
02:40 X.Org 1.7 କିମ୍ବା ଉନ୍ନତ ଭର୍ଜନ
02:44 ଏହା ସହିତ ସୁପାରିଶ କରାଯାଇଥିବା ହାର୍ଡ଼ଓବର (hardware) ହେଲା Pentium 4 କିମ୍ବା ଅଧିକ 512MB ର ରାମ୍ (Ram), ଏବଂ 200MB ର ହାର୍ଡ଼ଡ୍ରିବେ ସ୍ପସେ (hard drive space)।
02:55 ସିଷ୍ଟମର ଆବଶ୍ୟକତା ସମ୍ବନ୍ଧରେ ସମ୍ପୃର୍ଣ ସୂଚନା ପାଇଁ ପରଦା ଉପରେ ଦେଖାଯାଉଥିବା ଫାୟାରଫୋକ୍ସ ୱେବସାଇଟ କୁ ଯିବା
03:32 ବର୍ତମାନ ପରଦା ଉପରେ ଦେଖାଯାଇଥିବା ଅଫିସିଆଲ୍ ୱେବସାଇଟ ମୋଜ଼ିଲ୍ଲା ଡ଼ୋଟ୍ କୋମ (mozilla.com) କୁ ଯାଇକରି ମୋଜ଼ିଲ୍ଲା ଫାୟାରଫୋକ୍ସ କୁ ଡାଉନଲୋଡ ଏବଂ ଇଂସ୍ଟଲ କର।
03:11 ଏଠାରେ ଆମେ ସବୁବେଳେ ଫାୟାରଫୋକ୍ସ ର ନବୀନତମ ଭର୍ସନ (version) ପାଇ ପାରିବା
03:15 କିମ୍ବା ଆମେ ଅଧିକ ଅପସନସ (options) ପାଇଁ ସବୁଜ ଅଂଚଳ ର ନିମ୍ନରେ ଥିବା ଲିକଂ ‘All Systems and Languages” ଉପରେ କ୍ଲିକ୍ କରିପାରିବା ।
03:23 ଧ୍ୟାନ ଦେବା କି ମୋଜ଼ିଲ୍ଲା ଆନୁମାନିକ ଭାବେ ସତୁରୀଟି ଭାଷାରେ ଫାୟାରଫୋକ୍ସ ପ୍ରଦାନ କରେ ।
03:28 ଏଠାରେ ଆମେ ବିଭିନ୍ନ ପ୍ରକାରର ଆଂଚଳିକ ସଂସ୍କରଣ ଯଥା ହିନ୍ଦୀ ଓ ବଙ୍ଗାଳୀ ରେ ଡାଉନଲୋଡ କରିପରିବା ।
03:33 ଦିଆଯାଇଥିବା ବିଭିନ୍ନ ପ୍ରକାରର ଆଇକନସ (icons) ଉପରେ ରେ କ୍ଲିକ କରି ଆମେ ଏହି ଅପରେଟିଙ୍ଗ ସିଷ୍ଟମ ଯଥା Windows, Mac or Linux ପସନ୍ଦ କରିପାରିବା
03:42 ଉବୁଣ୍ଟୁ ଲିନକ୍ସ ରେ ପ୍ରଥମେ ଫାଇଲ କୁ ସେଭ କରିବା ପାଇଁ ଏକ ଠିକଣା ସ୍ଥାନ ବାଛ (ସ୍ବାଭାବିକ ଭାବରେ, ଏହା ଆପଣକଂର ହୋମ ଫୋଲଡର୍ (home folder) ରେ ଥିବା downloads ଡାଇରେକ୍ଟରୀକୁ ମନୋନିତ କରିଥାଏ) ।
03:51 ବର୍ତମାନ 'ସେଭ ଫାଇଲ୍' (save file) ଅପସନ କୁ select କର ଏବଂ ପୋପ୍-ଅପ ୱିନଡୋ (popup window) ରେ ଦେଖାଯାଉଥିବା "Ok" ବୋଟୋମ (bottom) ଉପରେ କ୍ଲିକ କର ।
03:58 ଏହା ହୋମ ଡାଇରେକ୍ଟରୀ ଅଧିନରେ ଥିବା Downloads ଡାଇରେକ୍ଟରୀ ରେ ଫାୟାରଫୋକ୍ସ ସଂଗ୍ରହ କୁ ସେଭ୍ (save) କରିବ ।
04:06 ଟରମିନାଲ୍ ୱିନଡୋ (Terminal Window) ଖୋଲନ୍ତୁ ଏବଂ ନିମ୍ନଲିଖିତ କମାଣ୍ଡ (command) ଟାଇପ୍ କରି ଆପଣକଂର Downloads ଡାଇରେକ୍ଟରୀକୁ ଯାଆନ୍ତୁ :cd ~/Downloads (cd ସ୍ପେସେ ଟିଲ୍ଡି ସ୍ଲାଶ୍ ଡାଉନଲୋଡ)
04:17 ବର୍ତମାନ ଏଣ୍ଟର କି (enter key) ପ୍ରେସ୍ସ୍ (press) କର ।
04:19 ନିମ୍ନଲିଖିତ କମାଣ୍ଡ ଟାଇପ୍ କରି ଡାଉନଲୋଡ ହୋଇଥିବା ଫାଇଲ୍ (file) ର ବିଷୟ ବସ୍ତୁ ପ୍ରାପ୍ତ କର:tar xjf firefox-7.0.1.tar.bz2
04:35 ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର ।
04:38 ଏହା ଫାୟାରଫୋକ୍ସ 7.0 କୁ ଚଳାଇବା ପାଇଁ ଆବଶ୍ୟକ ଫାଇଲ୍ ଗୁଡିକକୁ ପ୍ରାପ୍ତ କରିବା ଆରମ୍ଭ କରିବ ।
04:44 ଟେରମିନାଲ୍ ୱିନଡୋ (Terminal Window) ରେ ନିମ୍ନଲିଖିତ କମାଣ୍ଡ cd firefox ଟାଇପ୍ କରି ଫାୟାରଫୋକ୍ସ ଡାଇରେକ୍ଟରୀ କୁ ଯାଅ
04:52 ବର୍ତମାନ ଏଣ୍ଟର କି ପ୍ରେସ୍ସ୍ କର ।
04:54 ଏହା ଅପଣକୁ ଫାୟାରଫୋକ୍ସ ଡାଇରେକ୍ଟରୀ କୁ ନେଇ ଯିବ ।
04:58 ଫାୟାରଫୋକ୍ସ ବ୍ରାଉଜର (browser) କୁ ଆରମ୍ଭ କରିବା ପାଇଁ ନିମ୍ନଲିଖିତ କମାଣ୍ଡ ଟାଇପ୍ କର ./firefox (ଡଟ୍ ସ୍ଲାଶ୍ ଫାୟାରଫୋକ୍ସ) ଏବଂଏଣ୍ଟର ପ୍ରେସ୍ସ୍ କର ।
05:06 କିମ୍ବା ଆପଣ ନିମ୍ନଲିଖିତ କମାଣ୍ଡ ବ୍ୟବହାର କରି ଫାୟାରଫୋକ୍ସ ଆରମ୍ଭ କରି ପାରିବ, ଯେତେବେଳେ ଆପଣକଂର କରେଣ୍ଟ ଡାଇରେକ୍ଟରୀ ହୋମ୍ ଡାଇରେକ୍ଟରୀ ନୁହେଁ ।
05:15 ଟିଲ୍ଡି ସ୍ଲାଶ୍, ଡାଉନଲୋଡସ ସ୍ଲାଶ୍, ଫାୟାରଫୋକ୍ସ ସ୍ଲାଶ୍, ଫାୟାରଫୋକ୍ସ (tilde/Downloads/firefox/firefox)
05:21 ଡିଫଲ୍ଟ ହୋମ୍ ପେଜ କିପରି ସେଟ୍ ଅପ୍ (set up) ହୁଏ ଆମେ ଏହା, ପରେ ଜାଣିବା ।
05:25 ବର୍ତମାନ ପାଇଁ, ଉଦାହରଣ ସ୍ବରପ, ଆମେ Rediff.com ୱେବସାଇଟ କୁ ଯିବା, ଯେଉଁଥିରେ ନବୀନତମ ଖବର ଏବଂ ସୂଚନା ଉପଲବ୍ଧି ଥାଏ ।
05:33 ମେନ୍ୟୁ ବାର୍ (menu bar) ର ତଳେଥିବା ଆଡ୍ରେସ ବାର୍ ରେ ଟାଇପି କର : www.rediff.com
05:40 Rediff.com ୱେବସାଇଟ ର ହୋମପେଜ ରେ ବିଷୟ ବସ୍ତୁ ପ୍ରଦର୍ଶିତ ହେଇଛି ।
05:47 ଏବେ ଏହି ପେଜ ଠାରୁ ଆମେ ବିଭିନ୍ନ ପ୍ରକାରର ଲିକଂସ କୁ ଯାଇ ପାରିବା ଏବଂ ସେମାନକଂ ପେଜସ୍ ର ବିଷୟ ବସ୍ତୁକୁ ଦେଖି ପାରିବା ।
05:53 ଆସ, ହେଡ୍ ଲାଇନେସ୍ (Headlines) ଟ୍ୟାବ୍ ର ତଳେ ଥିବା ପ୍ରଥମ ଲିକଂ ଉପରେ କ୍ଲିକ କରିବା ।
05:58 ଏପରି ଭାବରେ ଫାୟାରଫୋକ୍ସ ବ୍ୟବହାର ଦ୍ବାରା ଆମେ ୱେବସାଇଟ ଗୁଡିକୁ ଦେଖିପାରିବା ଏବଂ ପରେ ସେଠାରୁ ବିଭିନ୍ନ ପେଜସ୍ କୁ ଯାଇପାରିବା ।
06:05 ଭବିଷ୍ୟତରେ ଟ୍ୟୁଟୋରିଆଲ ମାଧ୍ୟମରେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ତାହାର ବିଭିନ୍ନ ବିଶେଷ ଗୁଣ ସମ୍ବନ୍ଧରେ ଆମେ ବହୁତ ଶିଖିବା ।
06:12 ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ ଦେଖ http://spoken-tutorial.org/What_is_a_Spoken_Tutorial
06:16 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ ।
06:19 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ ।
06:24 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି ।
06:29 ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି ।
06:33 ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ ।
06:39 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ ।
06:44 ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. ବିଭାଗର ଆଇ. ସି. ଟି. ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ।
06:51 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
07:02 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
07:08 ଯୋଗଦାନ ପାଇଁ ଧନ୍ୟବାଦ ।

Contributors and Content Editors

Devraj, PoojaMoolya, Pratik kamble, Sneha