Difference between revisions of "Linux/C2/Basic-Commands/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !ବିବରଣୀ |- |0:00 |ପ୍ରିୟ ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍…')
 
Line 1: Line 1:
 
{| border=1
 
{| border=1
 
!Time
 
!Time
!ବିବରଣୀ
+
!Narration
 
|-
 
|-
 
|0:00
 
|0:00
|ପ୍ରିୟ ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .  
+
|ପ୍ରିୟ ବଂଧୁଗଣ , ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .  
 
|-
 
|-
 
|0:05
 
|0:05
Line 10: Line 10:
 
|-
 
|-
 
|0:10
 
|0:10
| ମୁଁ  ଉବଣ୍ତୁ 10.04 ର ବ୍ୟବହାର କରୁଛି .
+
| ମୁଁ  Ubuntu (ଉବଣ୍ତୁ) 10.04 ର ବ୍ୟବହାର କରୁଛି .
 
|-
 
|-
 
|0:12
 
|0:12
|ଆମେ ମାନିବା ଯେ ଲିନକ୍ସ ଅପେରଟିଂଗ୍ ସହିତ ଆରମ୍ଭ କିପରି କରିବାକୁ ହୁଏ, ଏହା ଆପଣ ଜାଣନ୍ତି.  
+
|ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ ସହିତ କିପରି କାମ ଆରମ୍ଭ କରିବାକୁ ହୁଏ, ଏହା ଆପଣ ଜାଣନ୍ତି .
 
|-
 
|-
 
|0:17
 
|0:17
|ଯଦି ଆପଣ ଆଗ୍ରହୀ ଅଟନ୍ତି, ଏହା http://spoken-tutorial.org  ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି .
+
|ଯଦି ଆପଣ ଆଗ୍ରହୀ, ଏହା http://spoken-tutorial.org  ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ .
 
|-
 
|-
 
|0:26
 
|0:26
|ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ତେର୍ ପ୍ରିଟେର୍ (command interpreter) କଣ ଅଟେ .
+
|ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ଟର୍‌ପ୍ରିଟର୍‌ (command interpreter) କଣ .
 
|-
 
|-
 
|0:33
 
|0:33
|ପରେ, ଆମେ ଶିଖିବା ମେନ୍ କମାଣ୍ଡ (man command) ଲିନକ୍ସ ରେ ବ୍ୟବହାର କରି ହେଲପ୍ କିପରି ପାଇବାକୁ ହୁଏ .  
+
|ତାପରେ, ଆମେ ଶିଖିବା ମ୍ୟାନ୍ କମାଣ୍ଡ (man command) ବ୍ୟବହାର କରି ଲିନକ୍ସ ରେ କିପରି ହେଲପ୍ ପାଇବାକୁ ହୁଏ .
 
|-
 
|-
 
|0:39
 
|0:39
| ବର୍ତମାନ, ପ୍ରଥମ ପ୍ରଶ୍ନ, "କମାଣ୍ଡସ (commands) କଣ ଅଟେ" .  
+
| ବର୍ତମାନ, ପ୍ରଥମ ପ୍ରଶ୍ନ ହେଲା, "କମାଣ୍ଡସ (commands) କଣ?".
 
|-
 
|-
 
|0:43
 
|0:43
|ଅତି ସାଧାରଣ ସବଦରେ, ଆମେ କହିପାରିବେ, ଲିନକ୍ସ କମାଣ୍ଡସ (Linux commands) ଏଭଳି ସବ୍ଦ ଅଟେ ଯାହା କିଇଡ (keyed) କାରଣ ହେତୁ କିଛି କାର୍ଯ ଦେଖାଇଥାଏ .
+
|ଅତି ସରଳ ଭାଷାରେ ଆମେ କହିପାରିବା ଯେ, ଲିନକ୍ସ କମାଣ୍ଡ (Linux command)ଗୁଡ଼ିକ ଏଭଳି ସବୁ ଶବ୍ଦ ଯାହା କୀଡ‌‍ (keyed) କଲେ କିଛି କାର୍ଯ୍ୟ ଦେଖାଇଥାଏ .
 
|-
 
|-
 
|0:52
 
|0:52
|ଲିନକ୍ସ କମାଣ୍ଡ କଦାଚିତ୍ ଲମ୍ବାରେ ଚାରି ଅକ୍ଷର ଠାରୁ ବେଶୀ ଅଟେ ଯେଭଳି, Is , who , ps, ଆଦି .  
+
|ଲିନକ୍ସ କମାଣ୍ଡ ଗୁଡ଼ିକ କଦାଚିତ୍ ଲମ୍ବାରେ ଚାରି ଅକ୍ଷରରୁ ବେଶୀ - ଯେଭଳି, Is , who , ps, ଆଦି .  
 
|-
 
|-
 
|0:59
 
|0:59
|କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୁଏ ଏବଂ ସେଗୁଡିକ ସେନସିଟିଭ କେସ୍ ଅଟନ୍ତି । ଚାଲନ୍ତୁ ଏକ ଉଦାହରଣ ଦେଖିବା .  
+
|କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୋ‌ଇଥାଏ ଏବଂ ସେଗୁଡିକ କେସ୍ ସେନସିଟିଭ । ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା .
 
|-
 
|-
 
|1:05
 
|1:05
|ଆପ୍ଲିକେସନ (applications menu) ମେନ୍ୟୁ କୁ ଯିବା .  
+
|ଆପ୍ଲିକେସନ (applications menu) ମେନ୍ୟୁ କୁ ଯାଅ .  
 
|-
 
|-
 
|1:08
 
|1:08
| ଆକ୍ସେସାରୀଜ (accessories) କୁ ବାଛ ଏବଂ ଉପଲବ୍ଧ ଅପ୍ସନସସ (options) ଠାରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
+
| ଆକ୍ସେସାରୀଜ (accessories) କୁ ସିଲେକ୍ଟ୍‌ କର ଏବଂ ଉପଲବ୍ଧ ଅପ୍ସନସ‌ (options) ରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
 
|-
 
|-
 
|1:14
 
|1:14
|କିମ୍ବା ଟର୍ମିନାଲ୍ ଓଣ୍ଡୋ  ଖୋଲିବା ପାଇଁ ଆପଣକଂ କିବୋଡ (keyboard) ରେ Ctrl Alt T ପ୍ରେସ୍ କର .  
+
|କିମ୍ବା ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ କିବୋର୍ଡ଼୍‌ (keyboard) ରେ Ctrl Alt T ପ୍ରେସ୍ କର .  
 
|-
 
|-
 
|1:20
 
|1:20
|ଏବେ ଆମେ ଏକ ପ୍ରୋମପଟ୍ ($) ଦେଖିପାରିବା ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ର୍ ସର ଅଛି. ଯେଉଁଠାରେ ଆମେ କମାଣ୍ଡ ଟାଇପ୍  କରିବା ଦରକାର .   
+
|ଏବେ ଆମେ ଏକ ପ୍ରୋମପଟ୍ (prompt) ($) ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ସର ଦେଖିପାରିବା . ଏହି ଜାଗାରେ ଆମେ କମାଣ୍ଡ ଟାଇପ୍  କରିବା ଦରକାର .   
 
|-
 
|-
 
|1:29
 
|1:29
| ସବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .  
+
| ଶବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
 
|-
 
|-
 
|1:34
 
|1:34
|ଆମେ ଲୋଗ୍ଗେଡ଼ ଇନ୍ (logged in) ୟୂଜରସ୍ କଂର (users) ନାମ ଦେଖିପାରିବା. ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ,  ଯାହା ଦେଖାଏ ସିଷ୍ଟମ ରେ  କିଏ ଲୋଗ୍ଗେଡ଼ ଇନ୍  ଅଛନ୍ତି .  
+
|ଆମେ ଲଗ୍‌-ଇନ୍ (log in) କରିଥିବା ୟୂଜର୍‌ (users) ମାନଙ୍କର ନାମ ଦେଖିପାରିବା . ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ,  ଯାହା ଦେଖାଏ ସିଷ୍ଟମ ରେ  କିଏ କିଏ ଲୋଗ୍ଗେଡ଼ ଇନ୍  ଅଛନ୍ତି .  
 
|-
 
|-
 
|1:47
 
|1:47
|କିନ୍ତୁ ଯେଉଁ ଏନ୍ଟିଟି (entity) କିଛି ଗୁଡିଏ କମାଣ୍ଡସ (commands) ପରିବର୍ତନ ହେଇଛି ସେଗୁଡିକ କିଛି ନୁହେଁ କେବଳ କାର୍ଯ ରେ କିଛି ଅଖ୍ୟର ଅଟେ ?  
+
|କିନ୍ତୁ କେଉଁ ଏନ୍ଟିଟି (entity) ଏସବୁ କମାଣ୍ଡସ (commands)ଗୁଡ଼ିକୁ ରୂପାନ୍ତର କରୁଛି , ସେଗୁଡିକ କିଛି ନୁହେଁ ଯାହାକି କେବଳ କିଛି ଅକ୍ଷରର କାର୍ଯ୍ୟରେ ରୂପାନ୍ତର ?
 
|-
 
|-
 
|1:54
 
|1:54
|ଏହା କମାଣ୍ଡ ଇଣ୍ଟରପ୍ରେଟର୍ (Command Interpreter) ର କାର୍ଯ ଅଟେ, ଯାହାକୁ ଶେଏଲ୍  (sheel) କହନ୍ତି.
+
|ଏହା ହେଉଛି କମାଣ୍ଡ-ଇଣ୍ଟରପ୍ରିଟର୍ (Command Interpreter) ର କାର୍ଯ୍ୟ , ଯାହାକୁ ଶେଲ୍ (shell) ମଧ୍ୟ କୁହାଯାଏ .
 
|-
 
|-
 
|1:59
 
|1:59
|ଆମେ ଶେଏଲ୍ (shell) କୁ ପ୍ରୋଗ୍ରାମ ଭଳି ବର୍ଣନା କରିପାରିବା, ଯାହା ଆମର ଏବଂ ଲିନକ୍ସ ସିଷ୍ଟମ ମଧ୍ୟରେ ଇଣ୍ଟର୍ ଫେସ୍ (interface) ରୁପରେ କାମ କରେ.  
+
|ଆମେ ଶେଲ୍ (shell) କୁ ଏକ ପ୍ରୋଗ୍ରାମ ବୋଲି ବର୍ଣନା କରିପାରିବା, ଯାହା ଲିନକ୍ସ ସିଷ୍ଟମ ଏବଂ ଆମ ମଧ୍ୟରେ ଇଣ୍ଟର୍‌ଫେସ୍ (interface) ରୂପେ କାମ କରେ .
 
|-
 
|-
 
|2:08
 
|2:08
|ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ ପାଇଁ  କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .  
+
|ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ କରିବା ପାଇଁ  କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .  
 
|-
 
|-
 
|2:13
 
|2:13
|ଲିନକ୍ସ ରେ ବହୁବିଧ ଶେଲେସ୍ ଇନ୍ ଷ୍ଟଲଡ (shells installed) କରିବା ସମ୍ଭବ ହୁଏ, ଏବଂ ଯେଉଁଗୁଡିକ ଉପଯୋଗୀ  କର୍ତା ସେମାନକଂ ପସଂଦର ଏହାକୁ ବାଛିଥାନ୍ତି .  
+
|ଲିନକ୍ସ ରେ ବହୁବିଧ ଶେଲ୍‌ସ୍ ଇନ୍‌ଷ୍ଟଲ (shells installed) କରାଇବା ସମ୍ଭବ ହୋ‌ଇଥାଏ, ଏବଂ ଅଲଗା ଅଲଗା ୟୁଜର୍‌ ପସଂଦ ଅନୁସାରେ ଏହାକୁ ବାଛିଥାନ୍ତି .  
 
|-
 
|-
 
|2:22
 
|2:22
|ଲିନକ୍ସ ରେ, ସାଧାରଣ ମାନର ଶେଲ ସବୁବେଳେ /bin/sh ରୁପରେ ଇନ୍ ଷ୍ଟଲଡ (installed) ଅଟେ, ଯାହାକୁ ବେଶ୍ (bash) କହନ୍ତି, the GNU Bourne-Again SHell, from the GNU suite of tools .  
+
|ଲିନକ୍ସ ରେ, ସାଧାରଣ ମାନର ଷ୍ଟାଣ୍ଡାର୍ଡ୍‌ ଶେଲ ଯାହା ସବୁବେଳେ /bin/sh ରୂପେ ଇନ୍‌ଷ୍ଟଲଡ (installed) ହୋ‌ଇଥାଏ, ଯାହାକୁ କୁହାଯାଏ ବାଶ୍ (bash), the GNU Bourne-Again SHell, from the GNU suite of tools .  
 
|-
 
|-
 
|2:35
 
|2:35
|ଯେଉଁ କମାଣ୍ଡସ (commands) କୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଅଟେ ଏବଂ  ସାମାନ୍ୟ ଭିନ୍ନତା ସହିତଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବେ .  
+
|ଯେଉଁ କମାଣ୍ଡ (command) ସବୁକୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଏବଂ  ସାମାନ୍ୟ ଭିନ୍ନତା ସହିତ ଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବ .  
 
|-
 
|-
 
|2:44
 
|2:44
|ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ପ୍ରଦଶ୍ରନ ପାଇଁ ବେଶ୍ (bash)  କୁ ଶେଲ୍ (shell) ରୁପରେ ବ୍ୟବହାର କରି ପାରିବା .
+
|ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ଶେଲ୍ (shell) ରୁପରେ ପ୍ରଦର୍ଶନ ପାଇଁ ବାଶ୍ (bash) କୁ ବ୍ୟବହାର କରିବା .
 
|-
 
|-
 
|2:51
 
|2:51
|ଏହାର କାରଣ ଯେ, ବେଶ୍ (besh) ସବୁଠାରୁ ଲୋକପ୍ରିୟ ଶେଏଲ୍ (shell) ଅଟେ ଏବଂ ପ୍ରାୟ ସବୁ ୟୁନ୍କୁସ୍ (UNIX) କୁ portable ଅଟେ.
+
| କାରଣ, ବାଶ୍ (bash) ସବୁଠାରୁ ଲୋକପ୍ରିୟ ଶେଲ୍ (shell) ଏବଂ ଏହା ପ୍ରାୟ ସବୁ ୟୁନିକ୍ସ୍‌ (UNIX) କୁ portable .
 
|-
 
|-
 
|2:58
 
|2:58
| ଅନ୍ୟ ଶେଲେସ୍ (shells) Bourne shell ର ଅନ୍ତରଭୁକ୍ତ ଯିଏ କି ମୋଳିକ UNIX Shell, C Shell ଏବଂ Korn shell ଅଟେ .
+
| ଅନ୍ୟ ଶେଲ୍‌ (shell)ଗୁଡ଼ିକ ମଧ୍ୟରେ ଅନ୍ତର୍‍ଭୁକ୍ତ Bourne shell ଯାହା ମୋଳିକ UNIX Shell, C Shell ଏବଂ Korn shell  .
 
|-
 
|-
 
|3:08
 
|3:08
|କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁତାହା  ତାହା ଦେଖିବାକୁ .  
+
|କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁ - ତାହା ଦେଖିବାକୁ .  
 
|-
 
|-
 
|3:11
 
|3:11
| ଟର୍ମିନାଲ୍ (terminal) କୁ ଯାଅ ଏବଂ command echo space dollar in capital SHELL ଟାଇପ୍ କର ଏବଂ ଏନ୍ଟର୍  ଦବାଅ .
+
|ଟର୍ମିନାଲ୍ (terminal) କୁ ଯାଅ ଏବଂ echo space dollar capital ରେ SHELL କମାଣ୍ଡ୍‌ ଟାଇପ୍ କର ଏବଂ ଏନ୍ଟର୍  ଦବାଅ
 
|-
 
|-
 
|3:27
 
|3:27
|ସାଧାରଣ ଭାବରେ, /bin/bash ଆଉଟ ପୁଟ୍ (output) ଅଟେ ଯାହା ଆମକୁ ବେଶ୍ ଶେଲ୍ (besh shell ) ଦିଏ .  
+
|ସାଧାରଣତଃ , ଆଉଟ ପୁଟ୍ (output) ହୋ‌ଇଥଏ /bin/bash , ଯାହା ଆମକୁ ବାଶ୍ ଶେଲ୍ (bash shell) ଦିଏ .  
 
|-
 
|-
 
|3:34
 
|3:34
|ସେଠାରେ ବହୁତ ପ୍ରକାରର ଉପାୟ ଅଛି ଯାହାଦ୍ବାର ଆମେ ଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିପାରିବା, ଯେଉଁଗୁଡିକ  ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ବିସ୍ତାରିତ ହୋଇପାରିବ .  
+
|ବିଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିବା ପାଇଁ ଅନେକ ପ୍ରକାର ଉପାୟ ଅଛି, ସେଗୁଡିକୁ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ଅନ୍ତର୍ଭୂକ୍ତ ହେବ .  
 
|-
 
|-
 
|3:42
 
|3:42
|କମାଣ୍ଡସ (commands) ପ୍ରକୃତରେ ଫାଇଲସ୍ ଅଟେ ଯେଉଁଥିରେ ପ୍ରୋଗ୍ରାମସ୍ ହୁଏ, ଯାହା ବାରମ୍ବାର C ରେ ଲେଖାହୋଇଥାଏ .  
+
|କମାଣ୍ଡ (command) ଗୁଡ଼ିକ ପ୍ରକୃତରେ ଫାଇଲସ୍ ଯେଉଁଥିରେ ପ୍ରୋଗ୍ରାମସ୍ ଥାଏ, ଯାହା ଅଧିକାଂଶତଃ C ରେ ଲେଖାହୋଇଥାଏ .
 
|-
 
|-
 
|3:47
 
|3:47
|ଏହି ଫାଇଲସ୍  directories ରେ ଅନ୍ତରଭୁକ୍ତ ଅଟେ. କମାଣ୍ଡ (command) କେଉଁଠାରେ ସଂଚୟ ହୁଏ, ଏହାକୁ ପାଇବା ପାଇଁ ଆମେ ଟାଇପ୍  କମାଣ୍ଡ (type command) ର ବ୍ୟବହାର କରିପାରିବ.  
+
|ଏହି ଫାଇଲଗୁଡ଼ିକ directories ରେ ରହିଥାଏ . କମାଣ୍ଡ (command) କେଉଁଠାରେ ଗଚ୍ଛିତ (store)  ହୁଏ ଜାଣିବା ପାଇଁ ଆମେ ଟାଇପ୍  କମାଣ୍ଡ (type command) ର ବ୍ୟବହାର କରିପାରିବା.  
 
|-
 
|-
 
|3:55
 
|3:55
|command prompt ରେ Type--space-- ps ଟାଇପ୍  କର ଏବଂ ଏନ୍ଟର୍ ଦବାଅ .   
+
|command prompt ରେ ଟାଇପ୍ କର Type--space-- ps ଏବଂ ଏନ୍ଟର୍ ଦବାଅ .   
 
|-
 
|-
 
|4:03
 
|4:03
|ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଏକ ସଂଚୟ ଫାଇଲ୍  ଅଟେ .  
+
|ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଷ୍ଟୋର‌‍ ହୋ‌ଇଛି .  
 
|-
 
|-
 
|4:09
 
|4:09
|ଯେବେ ଆମେ କମାଣ୍ଡ prompt (command prompt ) ରେ କମାଣ୍ଡ ଦିଅନ୍ତି, ତେବେ ଶେଏଲ୍ (shell ) directories ସୁଚୀ ରେ, କମାଣ୍ଡ ର ନାମରେ ଏକ ସମକଖ୍ୟ ଫାଇଲ୍ ପାଇଁ ଖୋଜେ.   
+
|ଯେବେ ଆମେ କମାଣ୍ଡ prompt (command prompt)ରେ କମାଣ୍ଡ ଦେଉଁ, ଶେଲ୍ (shell) directories ସୁଚୀରେ, କମାଣ୍ଡ-ନାମ ର ଏକ ଅନୁରୂପ ଫାଇଲ୍ ପାଇଁ ଖୋଜେ .   
 
|-
 
|-
 
|4:18
 
|4:18
|ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ. ନାହିଁତ “command not found” error ଦେଇଥାଏ.
+
|ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ . ନାହିଁତ “command not found” error ଦେଇଥାଏ .
 
|-
 
|-
 
|4:27
 
|4:27
|ଖୋଯା ହୋଇଥିବା directories ର ସୁଚୀ PATH variable ଦ୍ବାର ନିର୍ଦିଷ୍ଟ ଭାବରେ କୁହାଯାଇଛି, ଯାହାକୁ ଆମେ ପଛରେ ଦେଖିବା.  
+
|ଖୋଜା ଯାଇଥିବା directories ର ତାଲିକା (list) PATH variable ଦ୍ବାରା ନିର୍ଦିଷ୍ଟ ଭାବରେ ଉଲ୍ଲେଖିତ ହୁଏ , ଯାହାକୁ ଆମେ ପଛରେ ଦେଖିବା.  
 
|-
 
|-
 
|4:34
 
|4:34
|ବର୍ତମାନ ପାଇଁ, ଯଦି ଆମେ ଏହି ସୁଚୀ କୁ ଦେଖିବାକୁ ଚାହିଁବା, ତବେ କେବଳ echo space dollar PATH, କମାଣ୍ଡ (command) ଟାଇପ୍ କର.  
+
|ବର୍ତମାନ ପାଇଁ, ଯଦି ଆମେ ଏହି ତାଲିକାକୁ ଦେଖିବାକୁ ଚାହୁଁ , ତବେ ଏହି କମାଣ୍ଡ (command) ଟାଇପ୍ କର echo space dollar PATH .
 
|-
 
|-
 
|4:44
 
|4:44
|ବଡ ଅଖ୍ୟର ରେ ଏବଂ ଏନ୍ଟର୍ ଦବାଅ   
+
|ବଡ ଅକ୍ଷରରେ ଏବଂ ଏନ୍ଟର୍ ଦବାଅ   
 
|-
 
|-
 
|4:52
 
|4:52
|ଯେବେ କମାଣ୍ଡସ (commands ) ବିଷୟରେ କହନ୍ତି, ସେଠାରେ ଏକ ଗୁରୁତ୍ତପୁର୍ଣ ଜିନିଷ ଅଛି ଯାହା ଆମେ ଜାଣିବାକୁ ଚାହାନ୍ତି .  
+
|କମାଣ୍ଡ (command)ଗୁଡ଼ିକ ବିଷୟରେ କହିବାବେଳେ, ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର .  
 
|-
 
|-
 
|4:57
 
|4:57
|ଲିନକ୍ସ କମାଣ୍ଡସ (linux commands ) ଦୁଇ ପ୍ରକାର ଅଟେ: External commands ଏବଂ internal commands.  
+
|ଲିନକ୍ସ କମାଣ୍ଡ (linux command) ଗୁଡ଼ିକ ଦୁଇ ପ୍ରକାର ଅଟେ : External commands ଏବଂ internal commands.  
 
|-
 
|-
 
|5:02
 
|5:02
|ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ବିଦ୍ୟମାନ ଥାଏ.
+
|ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ରହିଥାଏ .
 
|-
 
|-
 
|5:07
 
|5:07
|ଲିନକ୍ସ ରେ ଅଧିକାଂଶ କମାଣ୍ଡସ (commands ) ଏହି ପ୍ରକାର ଅଟେ. କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର କାର୍ଯ ସମ୍ପାଦନ ଶେଏଲ୍ (shell) ରେ ଲେଖାହୋଇଛି ଏବଂ ସେମାନେ ଅଲଗା ଫାଇଲ୍ ଭାବରେ ବିଦ୍ୟମାନ ନୁହେଁ .  
+
|ଲିନକ୍ସ ରେ ଅଧିକାଂଶ କମାଣ୍ଡ (commands)ଏହି ପ୍ରକାରର . କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ମଧ୍ୟରେ ଲେଖାହୋଇଥାଏ ଏବଂ ସେଗୁଡ଼ିକ ଅଲଗା ଫାଇଲ୍ ଭାବରେ ରହି ନ ଥାଏ .  
 
|-
 
|-
 
|5:18
 
|5:18
|ଏଗୁଡିକ internal commands ଅଟେ .  
+
|ଏଗୁଡିକ ହେଲା internal commands .
 
|-
 
|-
 
|5:20
 
|5:20
|ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଏକ  internal commands ଅଟେ .  
+
|ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଗୋଟିଏ internal command .  
 
|-
 
|-
 
|5:25
 
|5:25
|ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command) ଟାଇପ୍ କର.
+
|ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command)ରେ ଟାଇପ୍ କର.
 
|-
 
|-
 
|5:33
 
|5:33
Line 148: Line 148:
 
|-
 
|-
 
|5:40
 
|5:40
|ଆଉଟ୍ ପୁଟ୍ (output) ଇକୋ ଭଳି ଏକ shell built-in ଦେଖାଏ.
+
|ଆଉଟ୍ ପୁଟ୍ (output) ଇକୋ ଏକ built-in shell ଭଳି ଦେଖାଏ .
 
|-
 
|-
 
|5:43
 
|5:43
|ଅତଃ: ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର କାର୍ଯ ସମ୍ପାଦନ ଶେଏଲ୍ (shell) ର internal ଅଟେ. ତେଣୁ ଏହା କୁ internal command କହନ୍ତି.  
+
|ତେଣୁ ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର ଇମ୍ପ୍ଲିମେଣ୍ଟେଶନ୍‌  ଶେଲ୍ (shell) ର internal ଅଟେ . ତେଣୁ ଏହା କୁ internal command କୁହାଯାଏ .  
 
|-
 
|-
 
|5:56
 
|5:56
|ଅନ୍ୟ ଏକ ଗୁରୁତ୍ତ ପୁର୍ଣ ଜିନିଷ ଯାହା ଆମେ ବୂଝିବା ଦରକାର, ଏହା କମାଣ୍ଡ (command) ଗଠନ ପ୍ରଣାଳୀ ଅଟେ.
+
|ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ବୂଝିବା ଦରକାର ହେଉଛି କମାଣ୍ଡ (command) ଗୁଡ଼ିକର structure (ଗଠନ-ପ୍ରଣାଳୀ) .
 
|-
 
|-
 
|6:01
 
|6:01
|କମାଣ୍ଡସ (commands) ଏକ କିମ୍ବା ଏକ ଠାରୁ ଅଧିକ ସବ୍ଦ ହୋଇପାରିବ, ଯାହାକି  white spaces ଦ୍ବାର ଅଲଗା ହୋଇପାରିବ .  
+
|କମାଣ୍ଡ (command) ଗୁଡ଼ିକ ଏକ ଶବ୍ଦର କିମ୍ବା white spaces ଦ୍ବାର ଅଲଗା ହୋଇଥିବା ଏକାଧିକ ଶବ୍ଦର ହୋଇପାରିବ .  
 
|-
 
|-
 
|6:08
 
|6:08
|ଦିତୀୟ କେସ (case) ରେ, ପ୍ରଥମ ସବ୍ଦ  କମାଣ୍ଡ (command) ର ପ୍ରକୃତ ନାମ ଅଟେ ଯାହାକି ଅନ୍ୟ ସବ୍ଦ ର ଯୁକ୍ତି ସମୁହ ଅଟେ.
+
|ଦ୍ୱିତୀୟ କେସ (case)ରେ, ପ୍ରଥମ ଶବ୍ଦଟି କମାଣ୍ଡ (command) ର ପ୍ରକୃତ ନାମ , ଯେବେକି ଅନ୍ୟ ଶବ୍ଦଗୁଡ଼ିକ ଆର୍ଗୁମେଣ୍ଟ୍‌ (arguments) .
 
|-
 
|-
 
|6:16
 
|6:16
|ଯୁକ୍ତି, options or expressions କିମ୍ବା file names ହୋଇପାରିବ .  
+
|ଆର୍ଗୁମେଣ୍ଟ୍‌ସ୍‌ (arguments), options କିମ୍ବା expressions କିମ୍ବା file names ହୋଇପାରିବ .  
 
|-
 
|-
 
|6:20
 
|6:20
|ନିର୍ଦିଷ୍ଟ ଭାବରେ ଅପସନ ର ଆଧାର ଉପରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ କରିପାରିବ .  
+
|ନିର୍ଦିଷ୍ଟ ଅପସନ ର ଆଧାରରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ୍ୟ କରିପାରିବ .  
 
|-
 
|-
 
|6:26
 
|6:26
|ସାଧାରଣତ: ସେମାନକଂର ପ୍ରଥମ ଏକ କିମ୍ବା double minus ଚିନ୍ନ ଦ୍ବାରା ଅଗ୍ରଗତି ଅଟେ ଯାହାକି  short and long option କହନ୍ତି .  
+
|ସାଧାରଣତଃ ସେଗୁଡ଼ିକର ଆଗରେ ଏକ ସିଙ୍ଗଲ୍‌ କିମ୍ବା double minus ଚିହ୍ନ ଦିଆଯାଇଥାଏ ଯାହାକୁ ଯଥାକ୍ରମେ short ଏବଂ long option କହନ୍ତି .  
 
|-
 
|-
 
|6:35
 
|6:35
|ଟର୍ମିନାଲ୍ ୱିନଡୋ (terminal window) କୁ ଯିଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେମାନକଂର ଆଉଟ୍ ପୁଟସ୍ (outputs) ଦେଖ .  
+
|ଟର୍ମିନାଲ୍ ୱିନଡୋ (terminal window) କୁ ଯାଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେଗୁଡ଼ିକର ଆଉଟ୍ ପୁଟସ୍ (outputs) ଦେଖ .  
 
|-
 
|-
 
|6:40
 
|6:40
| ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.  
+
| ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
 
|-
 
|-
 
|6:44
 
|6:44
|ପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ତାପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|6:49
 
|6:49
| ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .  
+
| ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
 
|-
 
|-
 
|6:55
 
|6:55
Line 187: Line 187:
 
|-
 
|-
 
|7:04
 
|7:04
|ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.  
+
|ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
 
|-
 
|-
 
|7:11
 
|7:11
| ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
 
|-
 
|-
 
|7:19
 
|7:19
|ପୁଣିଥରେ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
+
|ପୁଣିଥରେ, ଟର୍ମିନାଲ୍ (terminal) କୁ ମୁକ୍ତ କରିବାପାଇଁ clear ଟାଇପ୍ କର .
 
|-
 
|-
 
|7:23
 
|7:23
Line 199: Line 199:
 
|-
 
|-
 
|7:32
 
|7:32
|ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଅଟେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command) ର ଗତିବିଧି ପରିବର୍ତନ ହୁଏ .  
+
|ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଯେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command)ର ଆଚରଣ ପରିବର୍ତନ ହୁଏ .  
 
|-
 
|-
 
|7:40
 
|7:40
|ଲିନକ୍ସ ରେ ଆମର ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.  
+
|ଲିନକ୍ସ ରେ ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.  
 
|-
 
|-
 
|7:45
 
|7:45
|ପ୍ରତେକକଂର ବହୁତ ଅଲଗା ଅଲଗା  ଅପସନସ୍ (options) ଅଛି.   
+
|ପ୍ରତେକର ଅନେକ ଅଲଗା ଅଲଗା  ଅପସନସ୍ (options) ଅଛି.   
 
|-
 
|-
 
|7:48
 
|7:48
|କମାଣ୍ଡସ (commands) କୁ ଏକା ସାଥିରେ ସଂଯୁକ୍ତ କରିପାରିବା ଯାହାକୁ ଆମେ ପରେ ଦେଖିବା. ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମୁଣ୍ଡ (mind) ରେ ରଖିବା ?  
+
|କମାଣ୍ଡସ (command) ଗୁଡ଼ିକୁ ମଧ୍ୟ ଏକା ସାଥିରେ ସଂଯୁକ୍ତ କରିପାରିବା, ଯାହାକୁ ଆମେ ପରେ ଦେଖିବା . ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମନେ ରଖିବା ?  
 
|-
 
|-
 
|7:55
 
|7:55
|ପ୍ରକୃତରେ ଆପଣକଂର ଏହା ଦରକାର ନାହିଁ. କାରଣ ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
+
|ପ୍ରକୃତରେ ଏହା ଦରକାର ନାହିଁ . କାରଣ, ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
 
|-
 
|-
 
|8:01
 
|8:01
|man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଲିଖିତ ପ୍ରମାଣ ପ୍ରଦାନ କରେ .
+
|man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଡକ୍ୟୁମେଣ୍ଟ୍‌  ପ୍ରଦାନ କରେ .
 
|-
 
|-
 
|8:08
 
|8:08
|ଉଦାହରଣ ପାଇଁ, ls command ସମ୍ବନ୍ଧରେ ଜାଣିବା ପାଇଁ, ଆପଣଂକୁ  ଟର୍ମିନାଲ୍ କୁ ଯିବାକୁ ପଡିବ .
+
|ଉଦାହରଣ ସ୍ୱରୂପ, ls command ସମ୍ବନ୍ଧରେ ଜାଣିବା ପାଇଁ, ତୁମକୁ ଟର୍ମିନାଲ୍ କୁ ଯିବାକୁ ପଡିବ .
 
|-
 
|-
 
|8:16
 
|8:16
| ତର୍କ ଭଳି ls ସହିତ man command ଟାଇପ୍ କର, ଯାହା type man space ls ଏବଂ ଏଣ୍ଟର୍ ଦବାଅ .  
+
| ls ଆର୍ଗୁମେଣ୍ଟ୍‌ ସହିତ man command ଟାଇପ୍ କର, ଅର୍ଥାତ୍‌ man space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
 
|-
 
|-
 
|8:30
 
|8:30
|ବାହାରକୁ ଆସିବାକୁ q ଦବାଅ.  
+
|ବାହାରକୁ ଆସିବାକୁ q ଦବାଅ .
 
|-
 
|-
 
|8:35
 
|8:35
|man, ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) ଅଟେ. ପ୍ରତେକ ତର୍କ ଯାହା man କୁ ଦିଆଯାଇଛି, ସେଗୁଡିକ ସାଧାରଣତ: ଏକ ପ୍ରୋଗ୍ରାମର ନାମ, utility କିମ୍ବା function .
+
|man ହେଉଛି ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) . man କୁ ଦିଆଯାଉଥିବା ପ୍ରତେକ ଆର୍ଗୁମେଣ୍ଟ୍‌ ସାଧାରଣତଃ ଏକ ପ୍ରୋଗ୍ରାମର, utility କିମ୍ବା function ର ନାମ .
 
|-
 
|-
 
|8:43
 
|8:43
|ମ୍ୟାନୁଆଲ ପେଜ (manual page) ପ୍ରତେକ ତର୍କ ଗୁଡିକ ସହିତ ସଂଯୁକ୍ତ ହୋଇଛି ଯାହା ପାଇଛୁ ଏବଂ ଦର୍ଶାଯାଇଛି .  
+
| ଆର୍ଗୁମେଣ୍ଟ୍‌ ଗୁଡ଼ିକ ସହ ସମ୍ପର୍କିତ ମ୍ୟାନୁଆଲ ପେଜ (manual page) ତାପରେ ପ୍ରଦର୍ଶିତ ହୁଏ.
 
|-
 
|-
 
|8:49
 
|8:49
|ଯଦି ଏକ section ପ୍ରଦାନ ହୋଇଛି, ଏହା man କୁ  ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
+
|ଯଦି ଏକ section ଦିଆ ହୋଇଛି, ଏହା man କୁ  ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
 
|-
 
|-
 
|8:55
 
|8:55
|ସ୍ବାଭାବିକ ଭାବରେ ସବୁ ଉପଲବ୍ଧ sections ରେ ଖୋଜେ, ଯାହା ଏକ ପୁର୍ବ ନିର୍ଧାରିତ କାର୍ଯ ଏବଂ ପାଇଥିବା first page ରେ କେବଳ ଦେଖାଏ, ଯଦିଓ ପେଜେ ବିଭିନ୍ନ sections ରେ ବିଦ୍ୟମାନ .  
+
| ଡିଫଲ୍ଟ୍‌ ହେଉଛି ଏକ ପୁର୍ବ-ନିର୍ଦ୍ଧାରିତ କ୍ରମରେ ସବୁ ଉପଲବ୍ଧ sections ରେ ଖୋଜିବା ଏବଂ ପାଇଥିବା ପେଜ୍‌ ଗୁଡ଼ିକରୁ କେବଳ first page ଦେଖାଇବା, ଯଦିଓ ପେଜ୍‌ଟି ଅନେକ sections ରେ ରହିଥାଏ .  
 
|-
 
|-
 
|9:07
 
|9:07
|ଆପଣ man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବା .  
+
| man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବ .
 
|-
 
|-
 
|9:14
 
|9:14
Line 244: Line 244:
 
|-
 
|-
 
|9:23
 
|9:23
|ବାହାରକୁ ଆସିବାକୁ q ଦବାଅ .
+
|ଏହାର ବାହାରକୁ ଆସିବାକୁ q ଦବାଅ .
 
|-
 
|-
 
|9:26
 
|9:26
| man command ର କେତେକ ଅପସନସ୍ (options) ଅଛି .
+
| man command ର ଅନେକ ଅପସନସ୍ (options) ଅଛି .
 
|-
 
|-
 
|9:30
 
|9:30
|ଏଠାରେ, ମୁଁ ଆପନଂକୁ ସବୁଠୁଁ ବ୍ୟବହାରି ହୋଇଥିବ ଜିନିଷ ସମ୍ବନ୍ଧରେ କହିବି. କେବେ କେବେ ଆମେ ଜାଣୁ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନୁ. ତେବେ ଆମେ କଣ କରିବା ?
+
|ଏଠାରେ, ମୁଁ ତୁମମାନଙ୍କୁ ସବୁଠୁଁ ଦରକାରୀ କଥା କହିବି . କେବେ କେବେ ଆମେ ଜାଣିଥାଉ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନାହୁଁ . ତେବେ ଆମେ କଣ କରିବା ?
 
|-
 
|-
 
|9:41
 
|9:41
|man, -k ପ୍ରଦାନ କରେ ଯାହା ଏକ keyword ନିଏ ଏବଂ କମାଣ୍ଡସ୍ (commands) ର ସୁଚୀ ଏବଂ ସେମାନକଂର ସଂଖିପ୍ତ ଉଦେଶ୍ୟ କୁ ବତାଏ .  
+
|man, -k ଅପ୍‌ସନ୍‌ ପ୍ରଦାନ କରେ ଯାହା ଏକ keyword ନେଇ କମାଣ୍ଡ (command) ଗୁଡ଼ିକର ଏକ ତାଲିକା ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଉଦେଶ୍ୟ ରିଟର୍ନ (return) କରେ .
 
|-
 
|-
 
|9:50
 
|9:50
|ଉଦାହରଣ ପାଇଁ, ଏକ directory ତିଆରି କର, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
+
|ଉଦାହରଣ ସ୍ୱରୂପ, ଏକ directory ସୃଷ୍ଟି କରିବା, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
 
|-
 
|-
 
|9:56
 
|9:56
| ତେଣୁ, ଆମେ command prompt କୁ ପାର ଏବଂ man space minus k space directories ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .  
+
|ତେଣୁ, ଆମେ command prompt କୁ ଯିବା ଏବଂ man space minus k space directories ଟାଇପ୍ କରି ଏଣ୍ଟର୍ ଦବାଇବା .
 
|-
 
|-
 
|10:12
 
|10:12
|ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ଖୋଜି କରି ଦେଖିବା ଯେ ପ୍ରକୃତରେ ଆମେ କଣ ଚାହୁଁ .
+
|ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ସର୍ଚ୍‌ କରି ଦେଖିବା ଯେ ପ୍ରକୃତରେ ଆମର କଣ ଆବଶ୍ୟକ .
 
|-
 
|-
 
|10:17
 
|10:17
| ଏକା ଜିନିଷ apropos command ର ବ୍ୟବହାର କରି ପ୍ରାପ୍ତ କରିପାରିବା .  
+
|ସେହି ଏକା ଜିନିଷ apropos command ର ବ୍ୟବହାର କରି ବି ପାଇପାରିବା .
 
|-
 
|-
 
|10:21
 
|10:21
|command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) କୁ ଦେଖିବା ପାଇଁ ଏଣ୍ଟର୍ ଦବାଅ .
+
|command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) ଦେଖିବା ପାଇଁ ଏଣ୍ଟର୍ ଦବାଅ .
 
|-
 
|-
 
|10:36
 
|10:36
|କେବେ କେବେ ବହୁତ ଅଧିକ ସବିଶେଷ ତଥ୍ୟ ଆମେ ଚାହୁଁନା. ଆମେ କେବେଳ ଜାଣିବାକୁ ଚାହୁଁ କମାଣ୍ଡ (command) କଣ କରେ .  
+
|କେବେ କେବେ ଆମେ ବହୁତ ଅଧିକ ସବିଶେଷ ତଥ୍ୟ ଚାହୁଁନା . ଆମେ କେବେଳ ଜାଣିବା ଦରକାର ଯେ ଏକ କମାଣ୍ଡ (command) କଣ କରେ .  
 
|-
 
|-
 
|10:40
 
|10:40
|ସେହି ସ୍ତିତି ରେ, ଆମେ what is command କିମ୍ବା man –f ର ବ୍ୟବହାର କରିପାରିବା. ଦୁହେଁ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .  
+
|ସେହି ସ୍ଥିତିରେ, ଆମେ whatis command କିମ୍ବା man –f ର ବ୍ୟବହାର କରିପାରିବା . ଦୁଇଟିଯାକ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .  
 
|-
 
|-
 
|10:52
 
|10:52
Line 280: Line 280:
 
|-
 
|-
 
|10:58
 
|10:58
|ବର୍ତମାନ, what is space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
+
|ବର୍ତମାନ, whatis space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
 
|-
 
|-
 
|11:06
 
|11:06
|କିଛି କମାଣ୍ଡସ (commands) ର କେତେକ ଅପସନ୍ସସ (options) ଅଛି. ଆମେ ବିଭିନ୍ନ ଅପସନ୍ସସ (options) ର ଏକ ସୁଚୀ କୁ ପ୍ରାପ୍ତ କରିବାକୁ ଚାହିଁ  ପାର ଯାହା ଏକ କମାଣ୍ଡର ଅଛି .  
+
|କେତେକ କମାଣ୍ଡସ (commands) ର ଏକାଧିକ ଅପସନ୍ସସ (options) ଅଛି . ଆମେ ଏକ କମାଣ୍ଡର ଥିବ ବିଭିନ୍ନ ଅପସନ୍ସସ (options) ର ଏକ ତାଲିକା ପ୍ରାପ୍ତ କରିବାକୁ ଚାହିଁପା୍ରୁ .  
 
|-
 
|-
 
|11:13
 
|11:13
|ପରେ, ଆମେ minus help option ବ୍ୟବହାର କରିବା .  
+
|ତାପରେ, ଆମେ minus help option ବ୍ୟବହାର କରିବା .
 
|-
 
|-
 
|11:18
 
|11:18
|command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .  
+
|command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
 
|-
 
|-
 
|11:29
 
|11:29
|ମୁଁ ଉପରକୁ scroll କରିବି, ଯାହା ଫଳରେ ଆପଣ ସବୁ ଅପସନ୍ସସ (options) ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବେ .  
+
|ମୁଁ ଉପରକୁ scroll କରିବି, ଯାହା ଫଳରେ ତୁମେ ସବୁ ଅପସନ୍ସସ (options) ଏହି ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବ .
 
|-
 
|-
 
|11:45
 
|11:45
|ଲିନକ୍ସ  ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି. ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଥାଏ .  
+
|ଲିନକ୍ସ  ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାକ୍ଷରତା ମିଶନ୍ ଦ୍ବାରା ସମର୍ଥିତ .
 
|-
 
|-
 
|11:56
 
|11:56
Line 301: Line 301:
 
|-
 
|-
 
|12:00
 
|12:00
| ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
+
| ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଉପସ୍ଥିତି ପାଇଁ ଧନ୍ୟବାଦ
ଉପସ୍ତିଥ ପାଇଁ ଧନ୍ୟବାଦ|}
+
|}

Revision as of 16:41, 22 October 2013

Time Narration
0:00 ପ୍ରିୟ ବଂଧୁଗଣ , ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:05 ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା .
0:10 ମୁଁ Ubuntu (ଉବଣ୍ତୁ) 10.04 ର ବ୍ୟବହାର କରୁଛି .
0:12 ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ ସହିତ କିପରି କାମ ଆରମ୍ଭ କରିବାକୁ ହୁଏ, ଏହା ଆପଣ ଜାଣନ୍ତି .
0:17 ଯଦି ଆପଣ ଆଗ୍ରହୀ, ଏହା http://spoken-tutorial.org ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ .
0:26 ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ଟର୍‌ପ୍ରିଟର୍‌ (command interpreter) କଣ .
0:33 ତାପରେ, ଆମେ ଶିଖିବା ମ୍ୟାନ୍ କମାଣ୍ଡ (man command) ବ୍ୟବହାର କରି ଲିନକ୍ସ ରେ କିପରି ହେଲପ୍ ପାଇବାକୁ ହୁଏ .
0:39 ବର୍ତମାନ, ପ୍ରଥମ ପ୍ରଶ୍ନ ହେଲା, "କମାଣ୍ଡସ (commands) କଣ?".
0:43 ଅତି ସରଳ ଭାଷାରେ ଆମେ କହିପାରିବା ଯେ, ଲିନକ୍ସ କମାଣ୍ଡ (Linux command)ଗୁଡ଼ିକ ଏଭଳି ସବୁ ଶବ୍ଦ ଯାହା କୀଡ‌‍ (keyed) କଲେ କିଛି କାର୍ଯ୍ୟ ଦେଖାଇଥାଏ .
0:52 ଲିନକ୍ସ କମାଣ୍ଡ ଗୁଡ଼ିକ କଦାଚିତ୍ ଲମ୍ବାରେ ଚାରି ଅକ୍ଷରରୁ ବେଶୀ - ଯେଭଳି, Is , who , ps, ଆଦି .
0:59 କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୋ‌ଇଥାଏ ଏବଂ ସେଗୁଡିକ କେସ୍ ସେନସିଟିଭ । ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା .
1:05 ଆପ୍ଲିକେସନ (applications menu) ମେନ୍ୟୁ କୁ ଯାଅ .
1:08 ଆକ୍ସେସାରୀଜ (accessories) କୁ ସିଲେକ୍ଟ୍‌ କର ଏବଂ ଉପଲବ୍ଧ ଅପ୍ସନସ‌ (options) ରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
1:14 କିମ୍ବା ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ କିବୋର୍ଡ଼୍‌ (keyboard) ରେ Ctrl Alt T ପ୍ରେସ୍ କର .
1:20 ଏବେ ଆମେ ଏକ ପ୍ରୋମପଟ୍ (prompt) ($) ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ସର ଦେଖିପାରିବା . ଏହି ଜାଗାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର .
1:29 ଶବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
1:34 ଆମେ ଲଗ୍‌-ଇନ୍ (log in) କରିଥିବା ୟୂଜର୍‌ (users) ମାନଙ୍କର ନାମ ଦେଖିପାରିବା . ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ କିଏ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି .
1:47 କିନ୍ତୁ କେଉଁ ଏନ୍ଟିଟି (entity) ଏସବୁ କମାଣ୍ଡସ (commands)ଗୁଡ଼ିକୁ ରୂପାନ୍ତର କରୁଛି , ସେଗୁଡିକ କିଛି ନୁହେଁ ଯାହାକି କେବଳ କିଛି ଅକ୍ଷରର କାର୍ଯ୍ୟରେ ରୂପାନ୍ତର ?
1:54 ଏହା ହେଉଛି କମାଣ୍ଡ-ଇଣ୍ଟରପ୍ରିଟର୍ (Command Interpreter) ର କାର୍ଯ୍ୟ , ଯାହାକୁ ଶେଲ୍ (shell) ମଧ୍ୟ କୁହାଯାଏ .
1:59 ଆମେ ଶେଲ୍ (shell) କୁ ଏକ ପ୍ରୋଗ୍ରାମ ବୋଲି ବର୍ଣନା କରିପାରିବା, ଯାହା ଲିନକ୍ସ ସିଷ୍ଟମ ଏବଂ ଆମ ମଧ୍ୟରେ ଇଣ୍ଟର୍‌ଫେସ୍ (interface) ରୂପେ କାମ କରେ .
2:08 ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ କରିବା ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .
2:13 ଲିନକ୍ସ ରେ ବହୁବିଧ ଶେଲ୍‌ସ୍ ଇନ୍‌ଷ୍ଟଲ (shells installed) କରାଇବା ସମ୍ଭବ ହୋ‌ଇଥାଏ, ଏବଂ ଅଲଗା ଅଲଗା ୟୁଜର୍‌ ପସଂଦ ଅନୁସାରେ ଏହାକୁ ବାଛିଥାନ୍ତି .
2:22 ଲିନକ୍ସ ରେ, ସାଧାରଣ ମାନର ଷ୍ଟାଣ୍ଡାର୍ଡ୍‌ ଶେଲ ଯାହା ସବୁବେଳେ /bin/sh ରୂପେ ଇନ୍‌ଷ୍ଟଲଡ (installed) ହୋ‌ଇଥାଏ, ଯାହାକୁ କୁହାଯାଏ ବାଶ୍ (bash), the GNU Bourne-Again SHell, from the GNU suite of tools .
2:35 ଯେଉଁ କମାଣ୍ଡ (command) ସବୁକୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଏବଂ ସାମାନ୍ୟ ଭିନ୍ନତା ସହିତ ଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବ .
2:44 ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ଶେଲ୍ (shell) ରୁପରେ ପ୍ରଦର୍ଶନ ପାଇଁ ବାଶ୍ (bash) କୁ ବ୍ୟବହାର କରିବା .
2:51 କାରଣ, ବାଶ୍ (bash) ସବୁଠାରୁ ଲୋକପ୍ରିୟ ଶେଲ୍ (shell) ଏବଂ ଏହା ପ୍ରାୟ ସବୁ ୟୁନିକ୍ସ୍‌ (UNIX) କୁ portable .
2:58 ଅନ୍ୟ ଶେଲ୍‌ (shell)ଗୁଡ଼ିକ ମଧ୍ୟରେ ଅନ୍ତର୍‍ଭୁକ୍ତ Bourne shell ଯାହା ମୋଳିକ UNIX Shell, C Shell ଏବଂ Korn shell .
3:08 କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁ - ତାହା ଦେଖିବାକୁ .
3:11 ଟର୍ମିନାଲ୍ (terminal) କୁ ଯାଅ ଏବଂ echo space dollar capital ରେ SHELL କମାଣ୍ଡ୍‌ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
3:27 ସାଧାରଣତଃ , ଆଉଟ ପୁଟ୍ (output) ହୋ‌ଇଥଏ /bin/bash , ଯାହା ଆମକୁ ବାଶ୍ ଶେଲ୍ (bash shell) ଦିଏ .
3:34 ବିଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିବା ପାଇଁ ଅନେକ ପ୍ରକାର ଉପାୟ ଅଛି, ସେଗୁଡିକୁ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ଅନ୍ତର୍ଭୂକ୍ତ ହେବ .
3:42 କମାଣ୍ଡ (command) ଗୁଡ଼ିକ ପ୍ରକୃତରେ ଫାଇଲସ୍ ଯେଉଁଥିରେ ପ୍ରୋଗ୍ରାମସ୍ ଥାଏ, ଯାହା ଅଧିକାଂଶତଃ C ରେ ଲେଖାହୋଇଥାଏ .
3:47 ଏହି ଫାଇଲଗୁଡ଼ିକ directories ରେ ରହିଥାଏ . କମାଣ୍ଡ (command) କେଉଁଠାରେ ଗଚ୍ଛିତ (store) ହୁଏ ଜାଣିବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବା.
3:55 command prompt ରେ ଟାଇପ୍ କର Type--space-- ps ଏବଂ ଏନ୍ଟର୍ ଦବାଅ .
4:03 ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଷ୍ଟୋର‌‍ ହୋ‌ଇଛି .
4:09 ଯେବେ ଆମେ କମାଣ୍ଡ prompt (command prompt)ରେ କମାଣ୍ଡ ଦେଉଁ, ଶେଲ୍ (shell) directories ସୁଚୀରେ, କମାଣ୍ଡ-ନାମ ର ଏକ ଅନୁରୂପ ଫାଇଲ୍ ପାଇଁ ଖୋଜେ .
4:18 ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ . ନାହିଁତ “command not found” error ଦେଇଥାଏ .
4:27 ଖୋଜା ଯାଇଥିବା directories ର ତାଲିକା (list) PATH variable ଦ୍ବାରା ନିର୍ଦିଷ୍ଟ ଭାବରେ ଉଲ୍ଲେଖିତ ହୁଏ , ଯାହାକୁ ଆମେ ପଛରେ ଦେଖିବା.
4:34 ବର୍ତମାନ ପାଇଁ, ଯଦି ଆମେ ଏହି ତାଲିକାକୁ ଦେଖିବାକୁ ଚାହୁଁ , ତବେ ଏହି କମାଣ୍ଡ (command) ଟାଇପ୍ କର echo space dollar PATH .
4:44 ବଡ ଅକ୍ଷରରେ ଏବଂ ଏନ୍ଟର୍ ଦବାଅ
4:52 କମାଣ୍ଡ (command)ଗୁଡ଼ିକ ବିଷୟରେ କହିବାବେଳେ, ଏକ ଗୁରୁତ୍ତ୍ୱପୂର୍ଣ୍ଣ ଜିନିଷ ଆମେ ଜାଣିବା ଦରକାର .
4:57 ଲିନକ୍ସ କମାଣ୍ଡ (linux command) ଗୁଡ଼ିକ ଦୁଇ ପ୍ରକାର ଅଟେ : External commands ଏବଂ internal commands.
5:02 ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ରହିଥାଏ .
5:07 ଲିନକ୍ସ ରେ ଅଧିକାଂଶ କମାଣ୍ଡ (commands)ଏହି ପ୍ରକାରର . କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ମଧ୍ୟରେ ଲେଖାହୋଇଥାଏ ଏବଂ ସେଗୁଡ଼ିକ ଅଲଗା ଫାଇଲ୍ ଭାବରେ ରହି ନ ଥାଏ .
5:18 ଏଗୁଡିକ ହେଲା internal commands .
5:20 ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଗୋଟିଏ internal command .
5:25 ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command)ରେ ଟାଇପ୍ କର.
5:33 space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:40 ଆଉଟ୍ ପୁଟ୍ (output) ଇକୋ ଏକ built-in shell ଭଳି ଦେଖାଏ .
5:43 ତେଣୁ ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର ଇମ୍ପ୍ଲିମେଣ୍ଟେଶନ୍‌ ଶେଲ୍ (shell) ର internal ଅଟେ . ତେଣୁ ଏହା କୁ internal command କୁହାଯାଏ .
5:56 ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ଆମେ ବୂଝିବା ଦରକାର ହେଉଛି କମାଣ୍ଡ (command) ଗୁଡ଼ିକର structure (ଗଠନ-ପ୍ରଣାଳୀ) .
6:01 କମାଣ୍ଡ (command) ଗୁଡ଼ିକ ଏକ ଶବ୍ଦର କିମ୍ବା white spaces ଦ୍ବାର ଅଲଗା ହୋଇଥିବା ଏକାଧିକ ଶବ୍ଦର ହୋଇପାରିବ .
6:08 ଦ୍ୱିତୀୟ କେସ (case)ରେ, ପ୍ରଥମ ଶବ୍ଦଟି କମାଣ୍ଡ (command) ର ପ୍ରକୃତ ନାମ , ଯେବେକି ଅନ୍ୟ ଶବ୍ଦଗୁଡ଼ିକ ଆର୍ଗୁମେଣ୍ଟ୍‌ (arguments) .
6:16 ଆର୍ଗୁମେଣ୍ଟ୍‌ସ୍‌ (arguments), options କିମ୍ବା expressions କିମ୍ବା file names ହୋଇପାରିବ .
6:20 ନିର୍ଦିଷ୍ଟ ଅପସନ ର ଆଧାରରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ୍ୟ କରିପାରିବ .
6:26 ସାଧାରଣତଃ ସେଗୁଡ଼ିକର ଆଗରେ ଏକ ସିଙ୍ଗଲ୍‌ କିମ୍ବା double minus ଚିହ୍ନ ଦିଆଯାଇଥାଏ ଯାହାକୁ ଯଥାକ୍ରମେ short ଏବଂ long option କହନ୍ତି .
6:35 ଟର୍ମିନାଲ୍ ୱିନଡୋ (terminal window) କୁ ଯାଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେଗୁଡ଼ିକର ଆଉଟ୍ ପୁଟସ୍ (outputs) ଦେଖ .
6:40 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
6:44 ତାପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:49 ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
6:55 ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:04 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
7:11 ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:19 ପୁଣିଥରେ, ଟର୍ମିନାଲ୍ (terminal) କୁ ମୁକ୍ତ କରିବାପାଇଁ clear ଟାଇପ୍ କର .
7:23 ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:32 ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଯେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command)ର ଆଚରଣ ପରିବର୍ତନ ହୁଏ .
7:40 ଲିନକ୍ସ ରେ ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.
7:45 ପ୍ରତେକର ଅନେକ ଅଲଗା ଅଲଗା ଅପସନସ୍ (options) ଅଛି.
7:48 କମାଣ୍ଡସ (command) ଗୁଡ଼ିକୁ ମଧ୍ୟ ଏକା ସାଥିରେ ସଂଯୁକ୍ତ କରିପାରିବା, ଯାହାକୁ ଆମେ ପରେ ଦେଖିବା . ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମନେ ରଖିବା ?
7:55 ପ୍ରକୃତରେ ଏହା ଦରକାର ନାହିଁ . କାରଣ, ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
8:01 man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଡକ୍ୟୁମେଣ୍ଟ୍‌ ପ୍ରଦାନ କରେ .
8:08 ଉଦାହରଣ ସ୍ୱରୂପ, ls command ସମ୍ବନ୍ଧରେ ଜାଣିବା ପାଇଁ, ତୁମକୁ ଟର୍ମିନାଲ୍ କୁ ଯିବାକୁ ପଡିବ .
8:16 ls ଆର୍ଗୁମେଣ୍ଟ୍‌ ସହିତ man command ଟାଇପ୍ କର, ଅର୍ଥାତ୍‌ man space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
8:30 ବାହାରକୁ ଆସିବାକୁ q ଦବାଅ .
8:35 man ହେଉଛି ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) . man କୁ ଦିଆଯାଉଥିବା ପ୍ରତେକ ଆର୍ଗୁମେଣ୍ଟ୍‌ ସାଧାରଣତଃ ଏକ ପ୍ରୋଗ୍ରାମର, utility କିମ୍ବା function ର ନାମ .
8:43 ଆର୍ଗୁମେଣ୍ଟ୍‌ ଗୁଡ଼ିକ ସହ ସମ୍ପର୍କିତ ମ୍ୟାନୁଆଲ ପେଜ (manual page) ତାପରେ ପ୍ରଦର୍ଶିତ ହୁଏ.
8:49 ଯଦି ଏକ section ଦିଆ ହୋଇଛି, ଏହା man କୁ ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
8:55 ଡିଫଲ୍ଟ୍‌ ହେଉଛି ଏକ ପୁର୍ବ-ନିର୍ଦ୍ଧାରିତ କ୍ରମରେ ସବୁ ଉପଲବ୍ଧ sections ରେ ଖୋଜିବା ଏବଂ ପାଇଥିବା ପେଜ୍‌ ଗୁଡ଼ିକରୁ କେବଳ first page ଦେଖାଇବା, ଯଦିଓ ପେଜ୍‌ଟି ଅନେକ sections ରେ ରହିଥାଏ .
9:07 man command ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବ .
9:14 ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ .
9:23 ଏହାର ବାହାରକୁ ଆସିବାକୁ q ଦବାଅ .
9:26 man command ର ଅନେକ ଅପସନସ୍ (options) ଅଛି .
9:30 ଏଠାରେ, ମୁଁ ତୁମମାନଙ୍କୁ ସବୁଠୁଁ ଦରକାରୀ କଥା କହିବି . କେବେ କେବେ ଆମେ ଜାଣିଥାଉ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନାହୁଁ . ତେବେ ଆମେ କଣ କରିବା ?
9:41 man, -k ଅପ୍‌ସନ୍‌ ପ୍ରଦାନ କରେ ଯାହା ଏକ keyword ନେଇ କମାଣ୍ଡ (command) ଗୁଡ଼ିକର ଏକ ତାଲିକା ଏବଂ ସେଗୁଡ଼ିକର ସଂକ୍ଷିପ୍ତ ଉଦେଶ୍ୟ ରିଟର୍ନ (return) କରେ .
9:50 ଉଦାହରଣ ସ୍ୱରୂପ, ଏକ directory ସୃଷ୍ଟି କରିବା, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
9:56 ତେଣୁ, ଆମେ command prompt କୁ ଯିବା ଏବଂ man space minus k space directories ଟାଇପ୍ କରି ଏଣ୍ଟର୍ ଦବାଇବା .
10:12 ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ସର୍ଚ୍‌ କରି ଦେଖିବା ଯେ ପ୍ରକୃତରେ ଆମର କଣ ଆବଶ୍ୟକ .
10:17 ସେହି ଏକା ଜିନିଷ apropos command ର ବ୍ୟବହାର କରି ବି ପାଇପାରିବା .
10:21 command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) ଦେଖିବା ପାଇଁ ଏଣ୍ଟର୍ ଦବାଅ .
10:36 କେବେ କେବେ ଆମେ ବହୁତ ଅଧିକ ସବିଶେଷ ତଥ୍ୟ ଚାହୁଁନା . ଆମେ କେବେଳ ଜାଣିବା ଦରକାର ଯେ ଏକ କମାଣ୍ଡ (command) କଣ କରେ .
10:40 ସେହି ସ୍ଥିତିରେ, ଆମେ whatis command କିମ୍ବା man –f ର ବ୍ୟବହାର କରିପାରିବା . ଦୁଇଟିଯାକ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .
10:52 ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
10:58 ବର୍ତମାନ, whatis space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:06 କେତେକ କମାଣ୍ଡସ (commands) ର ଏକାଧିକ ଅପସନ୍ସସ (options) ଅଛି . ଆମେ ଏକ କମାଣ୍ଡର ଥିବ ବିଭିନ୍ନ ଅପସନ୍ସସ (options) ର ଏକ ତାଲିକା ପ୍ରାପ୍ତ କରିବାକୁ ଚାହିଁପା୍ରୁ .
11:13 ତାପରେ, ଆମେ minus help option ବ୍ୟବହାର କରିବା .
11:18 command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:29 ମୁଁ ଉପରକୁ scroll କରିବି, ଯାହା ଫଳରେ ତୁମେ ସବୁ ଅପସନ୍ସସ (options) ଏହି ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବ .
11:45 ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି . ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଅଂଶ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାକ୍ଷରତା ମିଶନ୍ ଦ୍ବାରା ସମର୍ଥିତ .
11:56 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro.
12:00 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଉପସ୍ଥିତି ପାଇଁ ଧନ୍ୟବାଦ

Contributors and Content Editors

Devraj, Manoranjan, PoojaMoolya, Pradeep