Difference between revisions of "Linux/C3/More-on-grep-command/Oriya"
From Script | Spoken-Tutorial
(Created page with "{| border =1 | '''Time''' | '''Narration''' |- | 00:01 | ବନ୍ଧୁଗଣ, More on grep ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍...") |
|||
Line 25: | Line 25: | ||
|- | |- | ||
| 00:16 | | 00:16 | ||
− | | Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ | + | | Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ |
|- | |- | ||
Line 181: | Line 181: | ||
|- | |- | ||
| 04:13 | | 04:13 | ||
+ | | ମନେକର ଯେକୌଣସି ସଂଖ୍ୟାକୁ ମେଳ କରିବା ପାଇଁ ସିଧାସଳଖ ଲେଖନ୍ତୁ 0-9 | ||
− | |||
|- | |- | ||
| 04:20 | | 04:20 |
Latest revision as of 16:23, 11 October 2017
Time | Narration |
00:01 | ବନ୍ଧୁଗଣ, More on grep ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: |
00:07 | କିଛି ଅଧିକ grep କମାଣ୍ଡଗୁଡିକ |
00:10 | କିଛି ଉଦାହରଣ ମାଧ୍ୟମରେ |
00:13 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି |
00:16 | Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍ |
00:20 | ଏବଂ GNU BASH ଭର୍ସନ୍ 4.2.24 |
00:24 | ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି |
00:31 | ପ୍ରାକ୍ ଆବଶ୍ୟକତା ଭାବେ: |
00:33 | ଆପଣ Linux ଟର୍ମିନଲର ମୌଳିକତା ଜାଣିଥିବା ଆବଶ୍ୟକ |
00:36 | grep ଉପରେ ଜ୍ଞାନ ଥିବା ଆବଶ୍ୟକ |
00:39 | ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ, ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ: http://spoken-tutorial.org |
00:45 | ଏକରୁ ଅଧିକ ପ୍ୟାଟର୍ନଗୁଡିକୁ ମେଳ କରିପାରିବା |
00:49 | ତା’ପରେ ବିକଳ୍ପ hyphen eକୁ ବ୍ୟବହାର କରନ୍ତୁ |
00:53 | ସମାନ ଫାଇଲ୍ grepdemo.txtକୁ ବ୍ୟବହାର କରନ୍ତୁ |
00:58 | ଧରିନିଅନ୍ତୁ, ଆମେ ସେମାନଙ୍କର ତଥ୍ୟ ଜାଣିବାକୁ ଚାହୁଁ ଯେଉଁମାନେ civil କିମ୍ବା electronicsରେ ଅଛନ୍ତି |
01:05 | ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ: |
01:07 | grep ସ୍ପେସ୍ hyphen e ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ electronics ସ୍ପେସ୍ hyphen e ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ civil ସ୍ପେସ୍ grepdemo.txt |
01:24 | Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
01:28 | ଧରିନିଅନ୍ତୁ, ଆପଣ ସେହି ଲୋକମାନଙ୍କୁ ଦେଖିବାକୁ ଚାହାଁନ୍ତି ଯେଉଁମାନଙ୍କର ଟାଇଟଲ୍ choudhury ଅଟେ |
01:33 | ସମସ୍ୟା ହେଉଛି ବିଭିନ୍ନ ଲୋକ ସେମାନଙ୍କର ଟାଇଟଲକୁ ବିଭିନ୍ନ ଉପାୟରେ ଉଚ୍ଚାରଣ କରନ୍ତି |
01:38 | ତେଣୁ ସମାଧାନ କ’ଣ ଅଟେ? |
01:42 | ଏହି କ୍ଷେତ୍ରରେ ଆମେ ବିକଳ୍ପ hyphen eକୁ ବିକଳ୍ପ hyphen i ସହିତ ବ୍ୟବହାର କରିପାରିବା |
01:48 | ଟାଇପ୍ କରନ୍ତୁ: grep ସ୍ପେସ୍ hyphen ie ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ chaudhury ସ୍ପେସ୍ hyphen ie ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ chowdhari ସ୍ପେସ୍ grepdemo.txt |
02:12 | Enter ଦାବନ୍ତୁ |
02:14 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
02:16 | କିନ୍ତୁ ଏହିପରି ଅନେକ ମାର୍ଗ ଥାଇପାରେ ଯାହା ସାହାଯ୍ୟରେ ଆମେ ନାମଗୁଡିକୁ ଲେଖିପାରିବା |
02:23 | ବିକଳ୍ପ hyphen eକୁ ଆମେ କେତେ ଥର ପ୍ରଦାନ କରିପାରିବା? |
02:26 | ନିଶ୍ଚିତରୂପେ ଗୋଟିଏ ଭଲ ମାର୍ଗ ଥିବ ଏବଂ ସେହି ମାର୍ଗ Regular expressions ମାଧ୍ୟମରେ ଅଟେ |
02:33 | ଗୋଟିଏ regular expression, ଟେକ୍ସଟ ପାଇଁ ଷ୍ଟ୍ରିଙ୍ଗଗୁଡିକୁ ମେଳ କରିବା ସକାଷେ ଏକ ସଂକ୍ଷିପ୍ତ ଓ ସହଜ ମାଧ୍ୟମ ଉପଲବ୍ଧ କରାଇଥାଏ |
02:41 | ଯେପରି ନିର୍ଦ୍ଦିଷ୍ଟ ଅକ୍ଷରଗୁଡିକ, ଶବ୍ଦଗୁଡିକ କିମ୍ବା ଅକ୍ଷରଗୁଡିକର ପ୍ୟାଟର୍ନ ପାଇଁ |
02:47 | ଏଠାରେ ଅନେକ ରେଗୁଲାର୍ ଏକ୍ସପ୍ରେସନ୍ କ୍ୟାରେକ୍ଟରଗୁଡିକ ଅଛନ୍ତି |
02:52 | ଚାଲନ୍ତୁ ସେଗୁଡିକୁ ଗୋଟିକ ପରେ ଗୋଟିଏ ଦେଖିବା |
02:55 | କ୍ୟାରେକ୍ଟର୍ ଶ୍ରେଣୀ: |
02:57 | ଗୋଟିଏ ସ୍କୋୟାର୍ ବ୍ରାକେଟ୍ ଯୁଗଳ ମଧ୍ୟରେ ଗୋଟିଏ ଗ୍ରୁପର କ୍ୟାରେକ୍ଟରଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏହା ଅନୁମତି ଦେଇଥାଏ |
03:03 | କ୍ୟାରେକ୍ଟରଗୁଡିକର ଗ୍ରୁପରୁ କେବଳ ଗୋଟିଏ ମାତ୍ର ମେଳ ହେଉଛି |
03:08 | ଉଦାହରଣସ୍ଵରୂପ [abc], ଯାହାର ଅର୍ଥ ହେଉଛି ଏହି ରେଗୁଲାର୍ ଏକ୍ସପ୍ରେସନ୍ a କିମ୍ବା b କିମ୍ବା c ସହିତ ମେଳ ହେବ |
03:18 | chaudhuryକୁ ମେଳ କରିବା ପାଇଁ ପ୍ରମ୍ପ୍ଟରେ ଟାଇପ୍ କରିପାରିବେ: |
03:23 | grep ସ୍ପେସ୍ hyphen i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ch ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ao ସ୍କୋୟାର୍ ବ୍ରାକେଟ୍ ଶେଷ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ uw ସ୍କୋୟାର୍ ବ୍ରାକେଟ୍ ଶେଷ dh ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ua ସ୍କୋୟାର୍ ବ୍ରାକେଟ୍ ଶେଷ r ସ୍କୋୟାର୍ ବ୍ରାକେଟ୍ ଆରମ୍ଭ yi ସ୍କୋୟାର୍ ବ୍ରାକେଟ୍ ଶେଷ ସ୍ପେସ୍ grepdemo.txt |
03:54 | Enter ଦାବନ୍ତୁ |
03:56 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
03:59 | ଏବେ ପର୍ଯ୍ୟନ୍ତ ଏହା ଡବଲ୍ e ସହିତ ଥିବା choudhuree ସହିତ ମେଳ ହେଉ ନାହିଁ |
04:03 | ଯଦି ଆପଣ ଗୋଟିଏ ବିଶାଳ ପରିସରକୁ ନିଦ୍ଦିଷ୍ଟ କରିବାକୁ ଚାହାଁନ୍ତି ତେବେ ଲେଖନ୍ତୁ: |
04:08 | ପରିସରର ପ୍ରଥମ ଅକ୍ଷର ଡାଶ୍ ଶେଷ ଅକ୍ଷର |
04:13 | ମନେକର ଯେକୌଣସି ସଂଖ୍ୟାକୁ ମେଳ କରିବା ପାଇଁ ସିଧାସଳଖ ଲେଖନ୍ତୁ 0-9 |
04:20 | ଏହି କ୍ୟାରେକ୍ଟରଗୁଡିକର ଗ୍ରୁପରୁ ଗୋଟିଏ ମେଳ ହୋଇଯାଇଛି |
04:24 | ଆଷ୍ଟେରିସ୍କ: asterisk, 0 କିମ୍ବା ଏହାର ପୂର୍ବବର୍ତ୍ତୀ ଅକ୍ଷରର ଦୃଶ୍ୟମାନତାକୁ ସୂଚିତ କରିବ |
04:33 | ଉଦାହରଣସ୍ଵରୂପ ab asterisk, a, ab, abb, abbb ପ୍ରଭୃତିକୁ ମେଳ କରିପାରିବ |
04:44 | ତେଣୁ, ଛାତ୍ରମାନଙ୍କର ନାମ ମେଳ କରିବା ପାଇଁ ଯାହାର ନାମ Mira ଅଟେ, |
04:48 | ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: |
04:51 | grep ସ୍ପେସ୍ hyphen i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ m ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ei ସ୍କୋୟାର୍ ବ୍ରାକେଟ୍ ଶେଷ asterisk r a a asterisk ସ୍ପେସ୍ grepdemo.txt |
05:12 | Enter ଦାବନ୍ତୁ |
05:14 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
05:16 | ରେଗୁଲାର୍ ଏକ୍ସପ୍ରେସନ୍ dot ଯେକୌଣସି ଗୋଟିଏ ଅକ୍ଷର ସହିତ ମେଳ ହେବ |
05:21 | କହିବାକୁ ଗଲେ, ଆମେ ଯେକୌଣସି ଚାରି ଅକ୍ଷର ବିଶିଷ୍ଟ ଶବ୍ଦ ଏବଂ Mରେ ଆରମ୍ଭ ହେଉଥିବ, ଖୋଜିବାକୁ ଚାହୁଁଛୁ |
05:29 | ସିଧାସଳଖ ଟାଇପ୍ କରନ୍ତୁ: |
05:31 | grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ M... ସ୍ପେସ୍ କ୍ଵୋଟ୍ ପରେ ସ୍ପେସ୍ grepdemo.txt |
05:44 | Enter ଦାବନ୍ତୁ |
05:46 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
05:48 | ଏଠାରେ, କ୍ଵୋଟ୍ ମଧ୍ୟରେ ଥିବା space ଜରୁରୀ ଅଟେ ଯେହେତୁ ଏହା ପାଞ୍ଚୋଟି କିମ୍ବା ଅଧିକ ଶବ୍ଦଗୁଡିକୁ ମେଳ କରିବ |
05:56 | ଆମେ ସୁନିଶ୍ଚିତ ହୋଇପାରୁ ଯେ ଲାଇନର କେଉଁ ସ୍ଥାନରୁ ଆମ ପ୍ୟାଟର୍ନକୁ ଖୋଜିବାକୁ ଚାହୁଁଛୁ |
06:01 | ଏହା ଲାଇନର ଆରମ୍ଭରୁ ହୋଇପାରେ |
06:04 | ସେଥି ପାଇଁ caret ଚିହ୍ନ ଅଛି |
06:07 | ବର୍ତ୍ତମାନ ଯଦି ସେହି ଏଣ୍ଟ୍ରୀଗୁଡିକୁ ପ୍ରାପ୍ତ କରିବାକୁ ଚାହାଁନ୍ତି ଯାହାର ରୋଲ୍ ନମ୍ବର୍ Aରୁ ଆରମ୍ଭ ହୋଇଛି |
06:14 | ଆମେ ଜାଣିଛେ ଯେ ଫାଇଲରେ ରୋଲ୍ ପ୍ରଥମ ଫିଲ୍ଡ ଅଟେ |
06:19 | ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ caret ଚିହ୍ନ A, grepdemo.txt |
06:29 | Enter ଦାବନ୍ତୁ |
06:32 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
06:35 | ସେହିପରି ଫାଇଲର ଶେଷରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା ପାଇଁ dollar ଚିହ୍ନ ଅଛି |
06:41 | 7000 ଠାରୁ 8999 ମଧ୍ୟରେ ଥିବା ଭତ୍ତାଗୁଡିକୁ ପ୍ରାପ୍ତ କରିବା ପାଇଁ ଲେଖନ୍ତୁ: |
06:50 | grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ 78 ସ୍କୋୟାର୍ ବ୍ରାକେଟ୍ ଶେଷ...ଡଲାର୍ ଚିହ୍ନ କ୍ଵୋଟ୍ ପରେ ସ୍ପେସ୍ grepdemo.txt |
07:06 | Enter ଦାବନ୍ତୁ |
07:08 | ଆଉଟପୁଟ୍ ପ୍ରଦର୍ଶିତ ହୋଇଛି |
07:11 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:13 | ସଂକ୍ଷିପ୍ତରେ |
07:16 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
07:18 | ଏକରୁ ଅଧିକ ପ୍ୟାଟର୍ନକୁ ମେଳ କରିବା |
07:20 | ଭିନ୍ନ ଉଚ୍ଚାରଣ ଥିବା ଗୋଟିଏ ଶବ୍ଦକୁ ଯାଞ୍ଚ କରିବା |
07:24 | କ୍ୟାରେକ୍ଟର ଶ୍ରେଣୀ, asteriskର ବ୍ୟବହାର |
07:28 | dotକୁ ବ୍ୟବହାର କରି ଯେକୌଣସି କ୍ୟାରେକ୍ଟରକୁ ମେଳ କରିବା |
07:32 | ଫାଇଲର ଆରମ୍ଭରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା |
07:35 | ଫାଇଲର ଶେଷରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା |
07:40 | ଗୋଟିଏ ଆସାଇନମେଣ୍ଟ ଭାବେ, ପାଞ୍ଚ ଅକ୍ଷର ବିଶିଷ୍ଟ ଏବଂ Yରୁ ଆରମ୍ଭ ହୋଇଥିବା ଏଣ୍ଟ୍ରୀଗୁଡିକର ତାଲିକା କରନ୍ତୁ |
07:48 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:51 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:05 | * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
08:08 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:15 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:20 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:26 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:36 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |