Linux/C3/More-on-grep-command/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, More on grep ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:07 କିଛି ଅଧିକ grep କମାଣ୍ଡଗୁଡିକ
00:10 କିଛି ଉଦାହରଣ ମାଧ୍ୟମରେ
00:13 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:16 Ubuntu Linux 12.04 ଅପରେଟିଙ୍ଗ ସିଷ୍ଟମ୍
00:20 ଏବଂ GNU BASH ଭର୍ସନ୍ 4.2.24
00:24 ଦୟାକରି ଧ୍ୟାନଦିଅନ୍ତୁ ଯେ ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିଶ କରାଯାଉଛି
00:31 ପ୍ରାକ୍ ଆବଶ୍ୟକତା ଭାବେ:
00:33 ଆପଣ Linux ଟର୍ମିନଲର ମୌଳିକତା ଜାଣିଥିବା ଆବଶ୍ୟକ
00:36 grep ଉପରେ ଜ୍ଞାନ ଥିବା ଆବଶ୍ୟକ
00:39 ସମ୍ପର୍କୀତ ଟ୍ୟୂଟୋରିଆଲଗୁଡିକ ପାଇଁ, ଦୟାକରି ପ୍ରଦର୍ଶିତ ହୋଇଥିବା ଆମ ୱେବସାଇଟକୁ ଯା’ନ୍ତୁ: http://spoken-tutorial.org
00:45 ଏକରୁ ଅଧିକ ପ୍ୟାଟର୍ନଗୁଡିକୁ ମେଳ କରିପାରିବା
00:49 ତା’ପରେ ବିକଳ୍ପ hyphen eକୁ ବ୍ୟବହାର କରନ୍ତୁ
00:53 ସମାନ ଫାଇଲ୍ grepdemo.txtକୁ ବ୍ୟବହାର କରନ୍ତୁ
00:58 ଧରିନିଅନ୍ତୁ, ଆମେ ସେମାନଙ୍କର ତଥ୍ୟ ଜାଣିବାକୁ ଚାହୁଁ ଯେଉଁମାନେ civil କିମ୍ବା electronicsରେ ଅଛନ୍ତି
01:05 ଟର୍ମିନଲ୍ ଉପରେ ଟାଇପ୍ କରନ୍ତୁ:
01:07 grep ସ୍ପେସ୍ hyphen e ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ electronics ସ୍ପେସ୍ hyphen e ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ civil ସ୍ପେସ୍ grepdemo.txt
01:24 Enter ଦାବନ୍ତୁ. ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
01:28 ଧରିନିଅନ୍ତୁ, ଆପଣ ସେହି ଲୋକମାନଙ୍କୁ ଦେଖିବାକୁ ଚାହାଁନ୍ତି ଯେଉଁମାନଙ୍କର ଟାଇଟଲ୍ choudhury ଅଟେ
01:33 ସମସ୍ୟା ହେଉଛି ବିଭିନ୍ନ ଲୋକ ସେମାନଙ୍କର ଟାଇଟଲକୁ ବିଭିନ୍ନ ଉପାୟରେ ଉଚ୍ଚାରଣ କରନ୍ତି
01:38 ତେଣୁ ସମାଧାନ କ’ଣ ଅଟେ?
01:42 ଏହି କ୍ଷେତ୍ରରେ ଆମେ ବିକଳ୍ପ hyphen eକୁ ବିକଳ୍ପ hyphen i ସହିତ ବ୍ୟବହାର କରିପାରିବା
01:48 ଟାଇପ୍ କରନ୍ତୁ: grep ସ୍ପେସ୍ hyphen ie ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ chaudhury ସ୍ପେସ୍ hyphen ie ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ chowdhari ସ୍ପେସ୍ grepdemo.txt
02:12 Enter ଦାବନ୍ତୁ
02:14 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
02:16 କିନ୍ତୁ ଏହିପରି ଅନେକ ମାର୍ଗ ଥାଇପାରେ ଯାହା ସାହାଯ୍ୟରେ ଆମେ ନାମଗୁଡିକୁ ଲେଖିପାରିବା
02:23 ବିକଳ୍ପ hyphen eକୁ ଆମେ କେତେ ଥର ପ୍ରଦାନ କରିପାରିବା?
02:26 ନିଶ୍ଚିତରୂପେ ଗୋଟିଏ ଭଲ ମାର୍ଗ ଥିବ ଏବଂ ସେହି ମାର୍ଗ Regular expressions ମାଧ୍ୟମରେ ଅଟେ
02:33 ଗୋଟିଏ regular expression, ଟେକ୍ସଟ ପାଇଁ ଷ୍ଟ୍ରିଙ୍ଗଗୁଡିକୁ ମେଳ କରିବା ସକାଷେ ଏକ ସଂକ୍ଷିପ୍ତ ଓ ସହଜ ମାଧ୍ୟମ ଉପଲବ୍ଧ କରାଇଥାଏ
02:41 ଯେପରି ନିର୍ଦ୍ଦିଷ୍ଟ ଅକ୍ଷରଗୁଡିକ, ଶବ୍ଦଗୁଡିକ କିମ୍ବା ଅକ୍ଷରଗୁଡିକର ପ୍ୟାଟର୍ନ ପାଇଁ
02:47 ଏଠାରେ ଅନେକ ରେଗୁଲାର୍ ଏକ୍ସପ୍ରେସନ୍ କ୍ୟାରେକ୍ଟରଗୁଡିକ ଅଛନ୍ତି
02:52 ଚାଲନ୍ତୁ ସେଗୁଡିକୁ ଗୋଟିକ ପରେ ଗୋଟିଏ ଦେଖିବା
02:55 କ୍ୟାରେକ୍ଟର୍ ଶ୍ରେଣୀ:
02:57 ଗୋଟିଏ ସ୍କୋୟାର୍ ବ୍ରାକେଟ୍ ଯୁଗଳ ମଧ୍ୟରେ ଗୋଟିଏ ଗ୍ରୁପର କ୍ୟାରେକ୍ଟରଗୁଡିକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଏହା ଅନୁମତି ଦେଇଥାଏ
03:03 କ୍ୟାରେକ୍ଟରଗୁଡିକର ଗ୍ରୁପରୁ କେବଳ ଗୋଟିଏ ମାତ୍ର ମେଳ ହେଉଛି
03:08 ଉଦାହରଣସ୍ଵରୂପ [abc], ଯାହାର ଅର୍ଥ ହେଉଛି ଏହି ରେଗୁଲାର୍ ଏକ୍ସପ୍ରେସନ୍ a କିମ୍ବା b କିମ୍ବା c ସହିତ ମେଳ ହେବ
03:18 chaudhuryକୁ ମେଳ କରିବା ପାଇଁ ପ୍ରମ୍ପ୍ଟରେ ଟାଇପ୍ କରିପାରିବେ:
03:23 grep ସ୍ପେସ୍ hyphen i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ch ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ao ସ୍କୋୟାର୍ ବ୍ରାକେଟ୍ ଶେଷ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ uw ସ୍କୋୟାର୍ ବ୍ରାକେଟ୍ ଶେଷ dh ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ua ସ୍କୋୟାର୍ ବ୍ରାକେଟ୍ ଶେଷ r ସ୍କୋୟାର୍ ବ୍ରାକେଟ୍ ଆରମ୍ଭ yi ସ୍କୋୟାର୍ ବ୍ରାକେଟ୍ ଶେଷ ସ୍ପେସ୍ grepdemo.txt
03:54 Enter ଦାବନ୍ତୁ
03:56 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
03:59 ଏବେ ପର୍ଯ୍ୟନ୍ତ ଏହା ଡବଲ୍ e ସହିତ ଥିବା choudhuree ସହିତ ମେଳ ହେଉ ନାହିଁ
04:03 ଯଦି ଆପଣ ଗୋଟିଏ ବିଶାଳ ପରିସରକୁ ନିଦ୍ଦିଷ୍ଟ କରିବାକୁ ଚାହାଁନ୍ତି ତେବେ ଲେଖନ୍ତୁ:
04:08 ପରିସରର ପ୍ରଥମ ଅକ୍ଷର ଡାଶ୍ ଶେଷ ଅକ୍ଷର
04:13 ମନେକର ଯେକୌଣସି ସଂଖ୍ୟାକୁ ମେଳ କରିବା ପାଇଁ ସିଧାସଳଖ ଲେଖନ୍ତୁ 0-9
04:20 ଏହି କ୍ୟାରେକ୍ଟରଗୁଡିକର ଗ୍ରୁପରୁ ଗୋଟିଏ ମେଳ ହୋଇଯାଇଛି
04:24 ଆଷ୍ଟେରିସ୍କ: asterisk, 0 କିମ୍ବା ଏହାର ପୂର୍ବବର୍ତ୍ତୀ ଅକ୍ଷରର ଦୃଶ୍ୟମାନତାକୁ ସୂଚିତ କରିବ
04:33 ଉଦାହରଣସ୍ଵରୂପ ab asterisk, a, ab, abb, abbb ପ୍ରଭୃତିକୁ ମେଳ କରିପାରିବ
04:44 ତେଣୁ, ଛାତ୍ରମାନଙ୍କର ନାମ ମେଳ କରିବା ପାଇଁ ଯାହାର ନାମ Mira ଅଟେ,
04:48 ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ:
04:51 grep ସ୍ପେସ୍ hyphen i ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ m ସ୍କୋୟାର୍ ବ୍ରାକେଟ୍ ଆରମ୍ଭ ei ସ୍କୋୟାର୍ ବ୍ରାକେଟ୍ ଶେଷ asterisk r a a asterisk ସ୍ପେସ୍ grepdemo.txt
05:12 Enter ଦାବନ୍ତୁ
05:14 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
05:16 ରେଗୁଲାର୍ ଏକ୍ସପ୍ରେସନ୍ dot ଯେକୌଣସି ଗୋଟିଏ ଅକ୍ଷର ସହିତ ମେଳ ହେବ
05:21 କହିବାକୁ ଗଲେ, ଆମେ ଯେକୌଣସି ଚାରି ଅକ୍ଷର ବିଶିଷ୍ଟ ଶବ୍ଦ ଏବଂ Mରେ ଆରମ୍ଭ ହେଉଥିବ, ଖୋଜିବାକୁ ଚାହୁଁଛୁ
05:29 ସିଧାସଳଖ ଟାଇପ୍ କରନ୍ତୁ:
05:31 grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ M... ସ୍ପେସ୍ କ୍ଵୋଟ୍ ପରେ ସ୍ପେସ୍ grepdemo.txt
05:44 Enter ଦାବନ୍ତୁ
05:46 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
05:48 ଏଠାରେ, କ୍ଵୋଟ୍ ମଧ୍ୟରେ ଥିବା space ଜରୁରୀ ଅଟେ ଯେହେତୁ ଏହା ପାଞ୍ଚୋଟି କିମ୍ବା ଅଧିକ ଶବ୍ଦଗୁଡିକୁ ମେଳ କରିବ
05:56 ଆମେ ସୁନିଶ୍ଚିତ ହୋଇପାରୁ ଯେ ଲାଇନର କେଉଁ ସ୍ଥାନରୁ ଆମ ପ୍ୟାଟର୍ନକୁ ଖୋଜିବାକୁ ଚାହୁଁଛୁ
06:01 ଏହା ଲାଇନର ଆରମ୍ଭରୁ ହୋଇପାରେ
06:04 ସେଥି ପାଇଁ caret ଚିହ୍ନ ଅଛି
06:07 ବର୍ତ୍ତମାନ ଯଦି ସେହି ଏଣ୍ଟ୍ରୀଗୁଡିକୁ ପ୍ରାପ୍ତ କରିବାକୁ ଚାହାଁନ୍ତି ଯାହାର ରୋଲ୍ ନମ୍ବର୍ Aରୁ ଆରମ୍ଭ ହୋଇଛି
06:14 ଆମେ ଜାଣିଛେ ଯେ ଫାଇଲରେ ରୋଲ୍ ପ୍ରଥମ ଫିଲ୍ଡ ଅଟେ
06:19 ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ caret ଚିହ୍ନ A, grepdemo.txt
06:29 Enter ଦାବନ୍ତୁ
06:32 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
06:35 ସେହିପରି ଫାଇଲର ଶେଷରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା ପାଇଁ dollar ଚିହ୍ନ ଅଛି
06:41 7000 ଠାରୁ 8999 ମଧ୍ୟରେ ଥିବା ଭତ୍ତାଗୁଡିକୁ ପ୍ରାପ୍ତ କରିବା ପାଇଁ ଲେଖନ୍ତୁ:
06:50 grep ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ ସ୍କୋୟାର୍ ବ୍ରାକେଟ୍ ଆରମ୍ଭ 78 ସ୍କୋୟାର୍ ବ୍ରାକେଟ୍ ଶେଷ...ଡଲାର୍ ଚିହ୍ନ କ୍ଵୋଟ୍ ପରେ ସ୍ପେସ୍ grepdemo.txt
07:06 Enter ଦାବନ୍ତୁ
07:08 ଆଉଟପୁଟ୍ ପ୍ରଦର୍ଶିତ ହୋଇଛି
07:11 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:13 ସଂକ୍ଷିପ୍ତରେ
07:16 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
07:18 ଏକରୁ ଅଧିକ ପ୍ୟାଟର୍ନକୁ ମେଳ କରିବା
07:20 ଭିନ୍ନ ଉଚ୍ଚାରଣ ଥିବା ଗୋଟିଏ ଶବ୍ଦକୁ ଯାଞ୍ଚ କରିବା
07:24 କ୍ୟାରେକ୍ଟର ଶ୍ରେଣୀ, asteriskର ବ୍ୟବହାର
07:28 dotକୁ ବ୍ୟବହାର କରି ଯେକୌଣସି କ୍ୟାରେକ୍ଟରକୁ ମେଳ କରିବା
07:32 ଫାଇଲର ଆରମ୍ଭରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା
07:35 ଫାଇଲର ଶେଷରେ ଗୋଟିଏ ପ୍ୟାଟର୍ନକୁ ମେଳ କରିବା
07:40 ଗୋଟିଏ ଆସାଇନମେଣ୍ଟ ଭାବେ, ପାଞ୍ଚ ଅକ୍ଷର ବିଶିଷ୍ଟ ଏବଂ Yରୁ ଆରମ୍ଭ ହୋଇଥିବା ଏଣ୍ଟ୍ରୀଗୁଡିକର ତାଲିକା କରନ୍ତୁ
07:48 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
07:51 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:05 * ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:08 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:15 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:20 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:36 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep