Difference between revisions of "BASH/C3/Recursive-function/Oriya"

From Script | Spoken-Tutorial
Jump to: navigation, search
(Created page with "{| border= 1 | '''Time''' | '''Narration''' |- | 00:01 | ବନ୍ଧୁଗଣ, Recursive function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ...")
 
 
Line 232: Line 232:
 
|-
 
|-
 
| 04:12
 
| 04:12
| # nର ଭାଲ୍ୟୁକୁ ୟୁଜର୍ ଠାରୁ ନିଆଯାଇଛି, ଯାହା n ଅଟେ
+
| nର ଭାଲ୍ୟୁକୁ ୟୁଜର୍ ଠାରୁ ନିଆଯାଇଛି, ଯାହା n ଅଟେ
  
 
|-
 
|-
 
|  04:17
 
|  04:17
| # ଯଦି ଏଣ୍ଟର୍ ହୋଇଥିବା ଭାଲ୍ୟୁ ଯିରୋ ସହିତ ସମାନ ହୁଏ, ତେବେ ଏହା ଏକ ବାର୍ତ୍ତା ପ୍ରିଣ୍ଟ୍ କରିବ
+
| ଯଦି ଏଣ୍ଟର୍ ହୋଇଥିବା ଭାଲ୍ୟୁ ଯିରୋ ସହିତ ସମାନ ହୁଏ, ତେବେ ଏହା ଏକ ବାର୍ତ୍ତା ପ୍ରିଣ୍ଟ୍ କରିବ
  
 
|-
 
|-
 
|  04:24
 
|  04:24
| # ନତୁବା, ଏହା ଫଙ୍କ୍ସନ୍ factorialକୁ ଚାଲିଯିବ
+
| ନତୁବା, ଏହା ଫଙ୍କ୍ସନ୍ factorialକୁ ଚାଲିଯିବ
  
 
|-
 
|-
 
|  04:29
 
|  04:29
| # ଏଠାରେ, ଯଦି ଭାଲ୍ୟୁ ଏକ ସହିତ ସମାନ ହୁଏ, ତେବେ ଏହା ଭାଲ୍ୟୁ ଭାବେ one ପ୍ରିଣ୍ଟ୍ କରିବ
+
| ଏଠାରେ, ଯଦି ଭାଲ୍ୟୁ ଏକ ସହିତ ସମାନ ହୁଏ, ତେବେ ଏହା ଭାଲ୍ୟୁ ଭାବେ one ପ୍ରିଣ୍ଟ୍ କରିବ
  
 
|-
 
|-
 
|  04:36
 
|  04:36
| # ଯଦି ନୁହେଁ, ଭାଲ୍ୟୁ one ସହିତ ସମାନ ହେଲା ପର୍ଯ୍ୟନ୍ତ ଏହା ଏକ recursive call କରିବ  
+
| ଯଦି ନୁହେଁ, ଭାଲ୍ୟୁ one ସହିତ ସମାନ ହେଲା ପର୍ଯ୍ୟନ୍ତ ଏହା ଏକ recursive call କରିବ  
  
 
|-
 
|-
 
|04:44   
 
|04:44   
| # ତା’ପରେ, ସମସ୍ତ ଭାଲ୍ୟୁ ଗୁଣିତ ଓ ପ୍ରଦର୍ଶିତ ହେବ
+
| ତା’ପରେ, ସମସ୍ତ ଭାଲ୍ୟୁ ଗୁଣିତ ଓ ପ୍ରଦର୍ଶିତ ହେବ
 
|-
 
|-
 
| 04:49
 
| 04:49
Line 286: Line 286:
  
 
|-
 
|-
|  05:18.
+
|  05:18
 
| Slidesକୁ ଫେରିଆସନ୍ତୁ
 
| Slidesକୁ ଫେରିଆସନ୍ତୁ
  
Line 303: Line 303:
 
|-
 
|-
 
| 05:28
 
| 05:28
| ଏକ ଆସାଇନମେଣ୍ଟ ଭାବେ
+
| ଏକ ଆସାଇନମେଣ୍ଟ ଭାବେ ଏପରି ଏକ ପ୍ରୋଗ୍ରାମ ଲେଖନ୍ତୁ, ଯେଉଁଥିରେ recursive function, N ସଂଖ୍ୟାର ଯୋଗଫଳକୁ ଗଣନା କରିବ
 
+
|-
+
|  05:29
+
| ଏପରି ଏକ ପ୍ରୋଗ୍ରାମ ଲେଖନ୍ତୁ, ଯେଉଁଥିରେ recursive function, N ସଂଖ୍ୟାର ଯୋଗଫଳକୁ ଗଣନା କରିବ
+
  
 
|-
 
|-
Line 327: Line 323:
 
|-
 
|-
 
|  05:53
 
|  05:53
|* ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
+
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
  
 
|-
 
|-

Latest revision as of 10:48, 15 May 2017

Time Narration
00:01 ବନ୍ଧୁଗଣ, Recursive function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:10 କିଛି ଉଦାହରଣ ସାହାଯ୍ୟରେ Recursive function କ’ଣ
00:15 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:20 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:27 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:29 ଉବୁଣ୍ଟୁ ଲିନକ୍ସ 12.04 OS
00:33 ଓ GNU BASH ଭର୍ସନ 4.2
00:37 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:44 ଚାଲନ୍ତୁ ଦେଖିବା, ଗୋଟିଏ recursive function କ’ଣ
00:48 Recursive function ହେଉଛି, ଯାହା ନିଜକୁ କଲ୍ କରିଥାଏ
00:52 ଜଟିଳ ଆଲଗୋରିଦମର ସରଳୀକରଣ ପାଇଁ recursion ହେଉଛି ଏକ ଉପଯୋଗୀ କୌଶଳ
00:59 factorial.sh ନାମକ ଫାଇଲ୍ ଖୋଲନ୍ତୁ
01:04 ମୁଁ ଏହି ଫାଇଲରେ କୋଡ୍ ଟାଇପ୍ କରିସାରିଛି
01:07 ଏହା ହେଉଛି shebang ଲାଇନ୍
01:10 ଫଙ୍କ୍ସନ୍ ନାମ ହେଉଛି factorial()
01:12 ଏହା ଭିତରେ ଆମେ, ଏକ ବାର୍ତ୍ତା Inside factorial function ପ୍ରିଣ୍ଟ କରିବା
01:19 ଏହି ଷ୍ଟେଟମେଣ୍ଟ୍, ୟୁଜରର inputକୁ ପଢେ ଏବଂ ଭାଲ୍ୟୁକୁ ଭେରିଏବଲ୍ nରେ ଷ୍ଟୋର୍ କରେ
01:26 ଏଠାରେ, ଆମର if-else କଣ୍ଡିଶନ୍ ଅଛି
01:30 If କଣ୍ଡିଶନ୍, nର ଭାଲ୍ୟୁ ଯିରୋ ସହିତ ସମାନ କି ନାହିଁ ଯାଞ୍ଚ କରେ
01:36 ଯଦି True ହୋଇଥିବ, ଏହା factorial value of n is 1 ବାର୍ତ୍ତା ପ୍ରଦର୍ଶିତ କରିବ
01:42 ଏହା ହେଉଛି if ଷ୍ଟେଟମେଣ୍ଟର else ଭାଗ
01:46 ଏହା factorial function କୁ କଲ୍ କରିଥାଏ
01:50 ଏବଂ fi ହେଉଛି, if-else ଷ୍ଟେଟମେଣ୍ଟର ଶେଷ
01:55 factorial.sh ଫାଇଲକୁ ରନ୍ କରନ୍ତୁ
01:59 କୀବୋର୍ଡରେ, CTRL, ALT ଓ T କୀକୁ ଏକସଙ୍ଗେ ଦାବି ଟର୍ମିନଲ ଖୋଲନ୍ତୁ
02:07 ଟାଇପ୍ କରନ୍ତୁ: Chmod ସ୍ପେସ୍ ପ୍ଲସ୍ x ସ୍ପେସ୍ factorial ଡଟ୍ sh
02:15 Enter ଦାବନ୍ତୁ
02:17 ଡଟ୍ ସ୍ଲାଶ୍ factorial ଡଟ୍ sh ଟାଇପ୍ କରନ୍ତୁ
02:21 Enter ଦାବନ୍ତୁ
02:24 ଆମେ ଦେଖିବା, Enter the number
02:26 ମୁଁ ଯିରୋ ଏଣ୍ଟର୍ କରିବି
02:29 ନିମ୍ନ ଭାବେ ଆଉଟପୁଟ ପ୍ରଦର୍ଶିତ ହେବ :
02:31 factorial value of 0 is 1
02:35 ବର୍ତ୍ତମାନ, ଅପ୍-ଆରୋ କୀ ଦାବନ୍ତୁ. ପୂର୍ବ କମାଣ୍ଡକୁ ମନେପକାନ୍ତୁ
02:40 Enter ଦାବନ୍ତୁ
02:42 ଏଥରକ ମୁଁ, 5 ଏଣ୍ଟର୍ କରିବି
02:45 ବର୍ତ୍ତମାନ, ନିମ୍ନ ଭାବେ ଆଉଟପୁଟ ପ୍ରଦର୍ଶିତ ହେବ:
02:47 Inside factorial function
02:51 ଚାଲନ୍ତୁ, factorial functionରେ କିଛି ଅଧିକ ଲଜିକ୍ ଯୋଗ କରିବା
02:56 ଆମେ, ଗୋଟିଏ ସଂଖ୍ୟାର factorial ଗଣନା କରିବା
03:01 ଆମର କୋଡ୍ କୁ ଫେରିଆସନ୍ତୁ
03:03 ବର୍ତ୍ତମାନ, echo ଷ୍ଟେଟମେଣ୍ଟ inside the factorial function କୁ ବଦଳାଇ code block କରନ୍ତୁ
03:10 Save କ୍ଲିକ କରନ୍ତୁ
03:13 Temp ହେଉଛି ଏକ ଭେରିଏବଲ୍ ଏବଂ ୟୁଜର୍ ଏଣ୍ଟର୍ କରିଥିବା ଭାଲ୍ୟୁକୁ ଷ୍ଟୋର୍ କରେ
03:19 ଭେରିଏବଲର ଭାଲ୍ୟୁ, 1 ସହିତ ସମାନ କି ନୁହେଁ, ତାହା if କଣ୍ଡିଶନ୍ ଯାଞ୍ଚ କରେ
03:25 ଯଦି True ହୋଇଥିବ, ଏହା 1 ପ୍ରିଣ୍ଟ୍ କରିବ
03:29 ଏହା, if ଷ୍ଟେଟମେଣ୍ଟର else ଭାଗ ଅଟେ
03:33 ଏହା, temp ଭେରିଏବଲ ଭାଲ୍ୟୁରୁ ଏକ କମ୍ କରେ
03:37 ଏବଂ ଭେରିଏବଲ୍ f ରେ ପରିଣାମକୁ ଷ୍ଟୋର୍ କରେ
03:42 ଭେରିଏବଲ୍ f, factorial functionର ଆଉଟପୁଟକୁ ଷ୍ଟୋର୍ କରେ
03:46 ଏହା ଏକ recursive call ଅଟେ
03:50 ଭେରିଏବଲ୍ f ଓ tempର ଭାଲ୍ୟୁ ଗୁଣିତ ହୁଏ ଏବଂ f ରେ ଷ୍ଟୋର୍ ହୁଏ
03:57 ତା’ପରେ ଆମେ, f ର ଭାଲ୍ୟୁ କୁ ପ୍ରିଣ୍ଟ୍ କରିବା
04:00 If-else ଷ୍ଟେଟମେଣ୍ଟ ଓ functionର ସମାପ୍ତି
04:05 ବର୍ତ୍ତମାନ, slides କୁ ଫେରିଆସନ୍ତୁ
04:08 ଚାଲନ୍ତୁ, ଆମେ ପ୍ରୋଗ୍ରାମ୍ ର ଫ୍ଲୋକୁ ବୁଝିବା
04:12 nର ଭାଲ୍ୟୁକୁ ୟୁଜର୍ ଠାରୁ ନିଆଯାଇଛି, ଯାହା n ଅଟେ
04:17 ଯଦି ଏଣ୍ଟର୍ ହୋଇଥିବା ଭାଲ୍ୟୁ ଯିରୋ ସହିତ ସମାନ ହୁଏ, ତେବେ ଏହା ଏକ ବାର୍ତ୍ତା ପ୍ରିଣ୍ଟ୍ କରିବ
04:24 ନତୁବା, ଏହା ଫଙ୍କ୍ସନ୍ factorialକୁ ଚାଲିଯିବ
04:29 ଏଠାରେ, ଯଦି ଭାଲ୍ୟୁ ଏକ ସହିତ ସମାନ ହୁଏ, ତେବେ ଏହା ଭାଲ୍ୟୁ ଭାବେ one ପ୍ରିଣ୍ଟ୍ କରିବ
04:36 ଯଦି ନୁହେଁ, ଭାଲ୍ୟୁ one ସହିତ ସମାନ ହେଲା ପର୍ଯ୍ୟନ୍ତ ଏହା ଏକ recursive call କରିବ
04:44 ତା’ପରେ, ସମସ୍ତ ଭାଲ୍ୟୁ ଗୁଣିତ ଓ ପ୍ରଦର୍ଶିତ ହେବ
04:49 ବର୍ତ୍ତମାନ, ଟର୍ମିନଲ କୁ ଫେରିଆସନ୍ତୁ
04:52 ଅପ୍-ଆରୋ କୀ ଦାବନ୍ତୁ
04:54 ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ factorial ଡଟ୍ sh କୁ ମନେପକାନ୍ତୁ
04:58 Enter ଦାବନ୍ତୁ
05:00 ବର୍ତ୍ତମାନ, ମୁଁ input value ଭାବେ 5 ଏଣ୍ଟର୍ କରିବି
05:05 ଆମେ ସଂଖ୍ୟା 5 ର factorial ପାଇବା
05:08 ଯାହା ହେଉଛି 120
05:11 ଆମେ ଟର୍ମିନାଲ୍ ରେ ପ୍ରୋଗ୍ରାମର ଫ୍ଲୋକୁ ଦେଖିପାରିବା. ପ୍ରୋଗ୍ରାମର ବିଶ୍ଳେଷଣ କରନ୍ତୁ ଓ ଫ୍ଲୋକୁ ଦେଖନ୍ତୁ
05:18 Slidesକୁ ଫେରିଆସନ୍ତୁ
05:20 ସଂକ୍ଷିପ୍ତରେ
05:21 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
05:23 କିଛି ଉଦାହରଣ ସାହାଯ୍ୟରେ Recursive ଫଙ୍କ୍ସନ୍
05:28 ଏକ ଆସାଇନମେଣ୍ଟ ଭାବେ ଏପରି ଏକ ପ୍ରୋଗ୍ରାମ ଲେଖନ୍ତୁ, ଯେଉଁଥିରେ recursive function, N ସଂଖ୍ୟାର ଯୋଗଫଳକୁ ଗଣନା କରିବ
05:36 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
05:39 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
05:43 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:53 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
05:58 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
06:06 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:10 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:18 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
06:24 ଆଇଆଇଟି ବମ୍ୱେ ତରଫରୁ
06:29 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
06:33 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep