BASH/C3/Recursive-function/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Recursive function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
| 00:10 | କିଛି ଉଦାହରଣ ସାହାଯ୍ୟରେ Recursive function କ’ଣ |
| 00:15 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
| 00:20 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
| 00:27 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
| 00:29 | ଉବୁଣ୍ଟୁ ଲିନକ୍ସ 12.04 OS |
| 00:33 | ଓ GNU BASH ଭର୍ସନ 4.2 |
| 00:37 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
| 00:44 | ଚାଲନ୍ତୁ ଦେଖିବା, ଗୋଟିଏ recursive function କ’ଣ |
| 00:48 | Recursive function ହେଉଛି, ଯାହା ନିଜକୁ କଲ୍ କରିଥାଏ |
| 00:52 | ଜଟିଳ ଆଲଗୋରିଦମର ସରଳୀକରଣ ପାଇଁ recursion ହେଉଛି ଏକ ଉପଯୋଗୀ କୌଶଳ |
| 00:59 | factorial.sh ନାମକ ଫାଇଲ୍ ଖୋଲନ୍ତୁ |
| 01:04 | ମୁଁ ଏହି ଫାଇଲରେ କୋଡ୍ ଟାଇପ୍ କରିସାରିଛି |
| 01:07 | ଏହା ହେଉଛି shebang ଲାଇନ୍ |
| 01:10 | ଫଙ୍କ୍ସନ୍ ନାମ ହେଉଛି factorial() |
| 01:12 | ଏହା ଭିତରେ ଆମେ, ଏକ ବାର୍ତ୍ତା Inside factorial function ପ୍ରିଣ୍ଟ କରିବା |
| 01:19 | ଏହି ଷ୍ଟେଟମେଣ୍ଟ୍, ୟୁଜରର inputକୁ ପଢେ ଏବଂ ଭାଲ୍ୟୁକୁ ଭେରିଏବଲ୍ nରେ ଷ୍ଟୋର୍ କରେ |
| 01:26 | ଏଠାରେ, ଆମର if-else କଣ୍ଡିଶନ୍ ଅଛି |
| 01:30 | If କଣ୍ଡିଶନ୍, nର ଭାଲ୍ୟୁ ଯିରୋ ସହିତ ସମାନ କି ନାହିଁ ଯାଞ୍ଚ କରେ |
| 01:36 | ଯଦି True ହୋଇଥିବ, ଏହା factorial value of n is 1 ବାର୍ତ୍ତା ପ୍ରଦର୍ଶିତ କରିବ |
| 01:42 | ଏହା ହେଉଛି if ଷ୍ଟେଟମେଣ୍ଟର else ଭାଗ |
| 01:46 | ଏହା factorial function କୁ କଲ୍ କରିଥାଏ |
| 01:50 | ଏବଂ fi ହେଉଛି, if-else ଷ୍ଟେଟମେଣ୍ଟର ଶେଷ |
| 01:55 | factorial.sh ଫାଇଲକୁ ରନ୍ କରନ୍ତୁ |
| 01:59 | କୀବୋର୍ଡରେ, CTRL, ALT ଓ T କୀକୁ ଏକସଙ୍ଗେ ଦାବି ଟର୍ମିନଲ ଖୋଲନ୍ତୁ |
| 02:07 | ଟାଇପ୍ କରନ୍ତୁ: Chmod ସ୍ପେସ୍ ପ୍ଲସ୍ x ସ୍ପେସ୍ factorial ଡଟ୍ sh |
| 02:15 | Enter ଦାବନ୍ତୁ |
| 02:17 | ଡଟ୍ ସ୍ଲାଶ୍ factorial ଡଟ୍ sh ଟାଇପ୍ କରନ୍ତୁ |
| 02:21 | Enter ଦାବନ୍ତୁ |
| 02:24 | ଆମେ ଦେଖିବା, Enter the number |
| 02:26 | ମୁଁ ଯିରୋ ଏଣ୍ଟର୍ କରିବି |
| 02:29 | ନିମ୍ନ ଭାବେ ଆଉଟପୁଟ ପ୍ରଦର୍ଶିତ ହେବ : |
| 02:31 | factorial value of 0 is 1 |
| 02:35 | ବର୍ତ୍ତମାନ, ଅପ୍-ଆରୋ କୀ ଦାବନ୍ତୁ. ପୂର୍ବ କମାଣ୍ଡକୁ ମନେପକାନ୍ତୁ |
| 02:40 | Enter ଦାବନ୍ତୁ |
| 02:42 | ଏଥରକ ମୁଁ, 5 ଏଣ୍ଟର୍ କରିବି |
| 02:45 | ବର୍ତ୍ତମାନ, ନିମ୍ନ ଭାବେ ଆଉଟପୁଟ ପ୍ରଦର୍ଶିତ ହେବ: |
| 02:47 | Inside factorial function |
| 02:51 | ଚାଲନ୍ତୁ, factorial functionରେ କିଛି ଅଧିକ ଲଜିକ୍ ଯୋଗ କରିବା |
| 02:56 | ଆମେ, ଗୋଟିଏ ସଂଖ୍ୟାର factorial ଗଣନା କରିବା |
| 03:01 | ଆମର କୋଡ୍ କୁ ଫେରିଆସନ୍ତୁ |
| 03:03 | ବର୍ତ୍ତମାନ, echo ଷ୍ଟେଟମେଣ୍ଟ inside the factorial function କୁ ବଦଳାଇ code block କରନ୍ତୁ |
| 03:10 | Save କ୍ଲିକ କରନ୍ତୁ |
| 03:13 | Temp ହେଉଛି ଏକ ଭେରିଏବଲ୍ ଏବଂ ୟୁଜର୍ ଏଣ୍ଟର୍ କରିଥିବା ଭାଲ୍ୟୁକୁ ଷ୍ଟୋର୍ କରେ |
| 03:19 | ଭେରିଏବଲର ଭାଲ୍ୟୁ, 1 ସହିତ ସମାନ କି ନୁହେଁ, ତାହା if କଣ୍ଡିଶନ୍ ଯାଞ୍ଚ କରେ |
| 03:25 | ଯଦି True ହୋଇଥିବ, ଏହା 1 ପ୍ରିଣ୍ଟ୍ କରିବ |
| 03:29 | ଏହା, if ଷ୍ଟେଟମେଣ୍ଟର else ଭାଗ ଅଟେ |
| 03:33 | ଏହା, temp ଭେରିଏବଲ ଭାଲ୍ୟୁରୁ ଏକ କମ୍ କରେ |
| 03:37 | ଏବଂ ଭେରିଏବଲ୍ f ରେ ପରିଣାମକୁ ଷ୍ଟୋର୍ କରେ |
| 03:42 | ଭେରିଏବଲ୍ f, factorial functionର ଆଉଟପୁଟକୁ ଷ୍ଟୋର୍ କରେ |
| 03:46 | ଏହା ଏକ recursive call ଅଟେ |
| 03:50 | ଭେରିଏବଲ୍ f ଓ tempର ଭାଲ୍ୟୁ ଗୁଣିତ ହୁଏ ଏବଂ f ରେ ଷ୍ଟୋର୍ ହୁଏ |
| 03:57 | ତା’ପରେ ଆମେ, f ର ଭାଲ୍ୟୁ କୁ ପ୍ରିଣ୍ଟ୍ କରିବା |
| 04:00 | If-else ଷ୍ଟେଟମେଣ୍ଟ ଓ functionର ସମାପ୍ତି |
| 04:05 | ବର୍ତ୍ତମାନ, slides କୁ ଫେରିଆସନ୍ତୁ |
| 04:08 | ଚାଲନ୍ତୁ, ଆମେ ପ୍ରୋଗ୍ରାମ୍ ର ଫ୍ଲୋକୁ ବୁଝିବା |
| 04:12 | nର ଭାଲ୍ୟୁକୁ ୟୁଜର୍ ଠାରୁ ନିଆଯାଇଛି, ଯାହା n ଅଟେ |
| 04:17 | ଯଦି ଏଣ୍ଟର୍ ହୋଇଥିବା ଭାଲ୍ୟୁ ଯିରୋ ସହିତ ସମାନ ହୁଏ, ତେବେ ଏହା ଏକ ବାର୍ତ୍ତା ପ୍ରିଣ୍ଟ୍ କରିବ |
| 04:24 | ନତୁବା, ଏହା ଫଙ୍କ୍ସନ୍ factorialକୁ ଚାଲିଯିବ |
| 04:29 | ଏଠାରେ, ଯଦି ଭାଲ୍ୟୁ ଏକ ସହିତ ସମାନ ହୁଏ, ତେବେ ଏହା ଭାଲ୍ୟୁ ଭାବେ one ପ୍ରିଣ୍ଟ୍ କରିବ |
| 04:36 | ଯଦି ନୁହେଁ, ଭାଲ୍ୟୁ one ସହିତ ସମାନ ହେଲା ପର୍ଯ୍ୟନ୍ତ ଏହା ଏକ recursive call କରିବ |
| 04:44 | ତା’ପରେ, ସମସ୍ତ ଭାଲ୍ୟୁ ଗୁଣିତ ଓ ପ୍ରଦର୍ଶିତ ହେବ |
| 04:49 | ବର୍ତ୍ତମାନ, ଟର୍ମିନଲ କୁ ଫେରିଆସନ୍ତୁ |
| 04:52 | ଅପ୍-ଆରୋ କୀ ଦାବନ୍ତୁ |
| 04:54 | ପୂର୍ବ କମାଣ୍ଡ୍, ଡଟ୍ ସ୍ଲାଶ୍ factorial ଡଟ୍ sh କୁ ମନେପକାନ୍ତୁ |
| 04:58 | Enter ଦାବନ୍ତୁ |
| 05:00 | ବର୍ତ୍ତମାନ, ମୁଁ input value ଭାବେ 5 ଏଣ୍ଟର୍ କରିବି |
| 05:05 | ଆମେ ସଂଖ୍ୟା 5 ର factorial ପାଇବା |
| 05:08 | ଯାହା ହେଉଛି 120 |
| 05:11 | ଆମେ ଟର୍ମିନାଲ୍ ରେ ପ୍ରୋଗ୍ରାମର ଫ୍ଲୋକୁ ଦେଖିପାରିବା. ପ୍ରୋଗ୍ରାମର ବିଶ୍ଳେଷଣ କରନ୍ତୁ ଓ ଫ୍ଲୋକୁ ଦେଖନ୍ତୁ |
| 05:18 | Slidesକୁ ଫେରିଆସନ୍ତୁ |
| 05:20 | ସଂକ୍ଷିପ୍ତରେ |
| 05:21 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 05:23 | କିଛି ଉଦାହରଣ ସାହାଯ୍ୟରେ Recursive ଫଙ୍କ୍ସନ୍ |
| 05:28 | ଏକ ଆସାଇନମେଣ୍ଟ ଭାବେ ଏପରି ଏକ ପ୍ରୋଗ୍ରାମ ଲେଖନ୍ତୁ, ଯେଉଁଥିରେ recursive function, N ସଂଖ୍ୟାର ଯୋଗଫଳକୁ ଗଣନା କରିବ |
| 05:36 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 05:39 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
| 05:43 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 05:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 05:53 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 05:58 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 06:06 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 06:10 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 06:18 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
| 06:24 | ଆଇଆଇଟି ବମ୍ୱେ ତରଫରୁ |
| 06:29 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
| 06:33 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |