Difference between revisions of "BASH/C3/More-on-Redirection/Oriya"
From Script | Spoken-Tutorial
(Created page with "{| Border=1 |'''Timee''' |'''Narration''' |- | 00:01 | ବନ୍ଧୁଗଣ, More on redirection ଉପରେ ସ୍ପୋକେନ ଟ୍ୟୁଟୋରିଆଲକୁ...") |
|||
Line 1: | Line 1: | ||
{| Border=1 | {| Border=1 | ||
− | |''' | + | |'''Time''' |
|'''Narration''' | |'''Narration''' | ||
Revision as of 14:19, 24 April 2017
Time | Narration |
00:01 | ବନ୍ଧୁଗଣ, More on redirection ଉପରେ ସ୍ପୋକେନ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା : ଉଭୟ ଷ୍ଟାଣ୍ଡାର୍ଡ ଏରର ଓ ଆଉଟପୁଟ ର Redirection |
00:13 | କିଛି ଉଦାହରଣ ସାହାଯ୍ୟରେ |
00:15 | Redirected output କୁ ଯୋଡ଼ିବା ବିଷୟରେ |
00:19 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର |
00:25 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:30 | ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ ଲିନକ୍ସ 12.04 OS |
00:35 | GNU BASH ଭର୍ସନ 4.2 |
00:39 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି |
00:46 | ପୂର୍ବ ଟ୍ୟୂଟୋରିଆଲରେ ଆମେ, ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଷ୍ଟାଣ୍ଡାର୍ଡ ଏରର୍ସ ବିଷୟରେ ଶିଖିଛେ |
00:52 | ଉଭୟ stderr ଓ stdout, ଗୋଟିଏ ଫାଇଲକୁ ରିଡାଇରେକ୍ଟ କରାଯାଇପାରେ |
00:58 | ଏହା ବିଭିନ୍ନ ଉପାୟରେ କରାଯାଇପାରେ |
01:01 | ଏହି ଟ୍ୟୁଟୋରିଆଲରେ ଆମେ, redirectionର ଦୁଇଟି ମହତ୍ୱପୂର୍ଣ୍ଣ ମେଥଡ ବିଷୟରେ ଶିଖିବା |
01:08 | ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଏରର୍ କୁ ରିଡାଇରେକ୍ଟ କରିବାର ପ୍ରଥମ ଉପାୟ ହେଉଛି, &>(ଆମ୍ପର୍ସାଣ୍ଡ) ଓ ଗ୍ରେଟର୍ ଦ୍ୟାନ୍ ଚିହ୍ନର ବ୍ୟବହାର |
01:18 | ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଆମ୍ପରସାଣ୍ଡ୍ greater than ସ୍ପେସ୍ filename |
01:25 | Redirect.sh ନାମକ ଫାଇଲ୍ ଖୋଲନ୍ତୁ |
01:30 | ଏହି ଫାଇଲରେ ମୁଁ କିଛି code ଟାଇପ୍ କରିଛି |
01:32 | ଏହା ହେଉଛି shebang ଲାଇନ୍ |
01:36 | ls, /usr ଓ /user ନାମକ ଦୁଇ ଡାଇରେକ୍ଟୋରୀର ବିଷୟବସ୍ତୁକୁ ତାଲିକାଭୁକ୍ତ କରିଥାଏ |
01:44 | ଧ୍ୟାନଦିଅନ୍ତୁ, /user ବୋଲି କୌଣସି ଡାଇରେକ୍ଟୋରୀ ନାହିଁ |
01:48 | ତେଣୁ, ls କମାଣ୍ଡ୍ ଏକ error ଦେବ |
01:52 | &(ଆମ୍ପର୍ସାଣ୍ଡ) ଓ ତା’ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ, stdout ଓ stderrକୁ out_(ଅଣ୍ଡରସ୍କୋର)file.txt ପ୍ରତି ରିଡାଇରେକ୍ଟ କରିବ |
02:03 | ଫାଇଲକୁ save କରନ୍ତୁ |
02:05 | redirect.sh ଫାଇଲ କୁ ରନ୍ କରନ୍ତୁ |
02:07 | Ctrl+Alt+T କୀକୁ ଏକାସଙ୍ଗରେ ଦାବି ଟର୍ମିନଲକୁ ଖୋଲନ୍ତୁ |
02:15 | ଟାଇପ୍ କରନ୍ତୁ chmod ସ୍ପେସ୍ ପ୍ଲସ୍ x ସ୍ପେସ୍ riderect ଡଟ୍ sh |
02:23 | Enter ଦାବନ୍ତୁ |
02:25 | ଟାଇପ୍ କରନ୍ତୁ : ଡଟ୍ ସ୍ଲାଶ୍ redirect ଡଟ୍ sh |
02:28 | Enter ଦାବନ୍ତୁ |
02:30 | out_(ଅଣ୍ଡରସ୍କୋର)file.(ଡଟ୍)txtକୁ ଖୋଲି ଆମେ output ଦେଖିପାରିବା |
02:36 | ଟାଇପ୍ କରନ୍ତୁ : cat ସ୍ପେସ୍ out_( ଅଣ୍ଡରସ୍କୋର )file.( ଡଟ୍ )txt |
02:42 | ଆମେ, ଉଭୟ error ଓ outputକୁ ଦେଖିପାରିବା |
02:48 | /user ଡାଇରେକ୍ଟୋରୀ ପାଇଁ ଏରର୍, ଏହି ଫାଇଲରେ ରେକର୍ଡ ହୋଇଛି |
02:51 | ଏହା, ଏଠାରେ କୌଣସି /user ଡାଇରେକ୍ଟୋରୀ ନମିଳିବାର ସୁଚନା ଦିଏ |
02:56 | /usr ପାଇଁ ଡାଇରେକ୍ଟୋରୀ କଣ୍ଟେଣ୍ଟ ପ୍ରଦର୍ଶିତ ହେଲା |
03:00 | ଦୟାକରି ଧ୍ୟାନଦିଅନ୍ତୁ ଯେ, /usr ଡାଇରେକ୍ଟୋରୀର କଣ୍ଟେଣ୍ଟ, ଆପଣଙ୍କ ସିଷ୍ଟମରେ ଭିନ୍ନ ହୋଇପାରେ |
03:06 | ଏବେ, ଫାଇଲ କୁ ଡିଲିଟ୍ କରିଦିଅନ୍ତୁ. ଟର୍ମିନଲରେ ଟାଇପ୍ କରନ୍ତୁ: rm ସ୍ପେସ୍ out_( ଅଣ୍ଡରସ୍କୋର ). ( ଡଟ୍ )txt |
03:15 | ଅନ୍ୟ ଉପାୟଟି ହେଉଛି, filename ପରେ, 2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1ର ବ୍ୟବହାର |
03:24 | ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଗ୍ରେଟର୍ ଦ୍ୟାନ୍ filename ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1 |
03:33 | ଏହାକୁ, ସ୍ଲାଶ୍ dev ସ୍ଲାଶ୍ ନଲ୍( /dev/null) ଫାଇଲକୁ ମଧ୍ୟ ରିଡାଇରେକ୍ଟ କରିହେବ |
03:39 | ଚାଲନ୍ତୁ, ସ୍ଲାଶ୍ dev ସ୍ଲାଶ୍ null ( /dev/null) ଫାଇଲ ବିଷୟରେ କିଛି ଅଧିକ ଶିଖିବା |
03:45 | ଏହା ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ |
03:48 | ଏହା ଏକ ନଲ୍ ଫାଇଲ୍ କିମ୍ୱା ଏପରି ଏକ ସ୍ଥାନ ଅଟେ, ଯେଉଁଠି ଆମେ ସବୁକିଛି ରଖିପାରିବା |
03:52 | ଏଥିରେ output ଓ error ମେସେଜ ଅନ୍ତର୍ଭୁକ୍ତ ରହିଛି |
03:57 | ଏହାକୁ bit bucket ମଧ୍ୟ କୁହାଯାଏ |
04:00 | ବର୍ତ୍ତମାନ, gedit ରେ ଥିବା codeକୁ ଫେରିଆସନ୍ତୁ |
04:04 | ଏବେ, ଉଭୟ standard output ଓ errorକୁ ନଲ୍ ଫାଇଲ ପ୍ରତି ରିଡାଇରେକ୍ଟ କରିବା |
04:11 | ମୁଁ ଏହି କୋଡ୍ ଲାଇନକୁ କପୀ କରିବି ଓ ତାକୁ ଏଠାରେ ପେଷ୍ଟ୍ କରିବି |
04:16 | ମୁଁ ଉଭୟ output ଓ error ମେସେଜଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେବାକୁ ଚାହେଁ |
04:21 | ତେଣୁ, ମୁଁ, କପୀ ହୋଇଥିବା କୋଡ୍ ର ଏହି ଅଂଶକୁ ବଦଳାଇବି. >(ଗ୍ରେଟର୍ ଦ୍ୟାନ୍ )ର ଅର୍ଥ ହେଉଛି truncate ବା write |
04:30 | ସ୍ଲାଶ୍ dev ସ୍ଲାସ୍ ନଲ୍, ହେଉଛି ନଲ୍ ଫାଇଲ୍ . 2>&1(2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1) |
04:37 | ସଂଖ୍ୟା 2, ଷ୍ଟାଣ୍ଡାର୍ଡ ଏରର୍ କୁ ସଂଖ୍ୟା 1 ଦ୍ୱାରା ଚିହ୍ନିତ କରି ଷ୍ଟାଣ୍ଡାର୍ଡ ଆଉଟପୁଟକୁ ରିଡାଇରେକ୍ଟ କରିବ |
04:45 | Save ଉପରେ କ୍ଲିକ୍ କରନ୍ତୁ. Codeକୁ save କରନ୍ତୁ |
04:48 | redirect.sh ଫାଇଲକୁ ରନ୍ କରନ୍ତୁ |
04:52 | ଟର୍ମିନଲକୁ ଯା’ନ୍ତୁ |
04:54 | Up-arrow କୀ ସହିତ ପୂର୍ବ କମାଣ୍ଡକୁ ମନେପକାନ୍ତୁ. ଡଟ୍ ସ୍ଲାଶ୍ redirect.sh ଏବଂ enter ଦାବନ୍ତୁ |
05:03 | cat out_( ଅଣ୍ଡରସ୍କୋର )file.( ଡଟ୍ )txt ଟାଇପକରି ଆଉଟପୁଟ ଦେଖିହେବ |
05:11 | Slidesକୁ ଫେରିଆସନ୍ତୁ |
05:15 | ଆମେ, ଷାଣ୍ଡାର୍ଡ ଆଉଟପୁଟ ବା ଏରର କୁ ଗୋଟିଏ ଫାଇଲରେ କ୍ୟାପଚର୍ କରିବା ସହିତ ଯୋଗ ମଧ୍ୟ କରିପାରିବା |
05:21 | ଆଉଟପୁଟ ବା ଏରରକୁ, ଫାଇଲର ଶେଷରେ ଯୋଡି ହେବ |
05:26 | ଯଦି ଫାଇଲ୍ ନ’ଥାଏ, ଏହା ଏକ ନୂଆ ଫାଇଲ୍ ତିଆରି କରିବ |
05:31 | ସିଣ୍ଟାକ୍ସ ହେଉଛି, କମାଣ୍ଡ ସ୍ପେସ୍ greater than greater than ସ୍ପେସ୍ ଓ ତା’ପରେ filename ରହିବ |
05:41 | ଏହାକୁ ଏକ ଉଦାହରଣ ସାହଯ୍ୟରେ ବୁଝିବା |
05:45 | redirect.( ଡଟ୍ )sh ଫାଇଲ୍ ଖୋଲନ୍ତୁ |
05:49 | ଏଠାରେ ଟାଇପ କରନ୍ତୁ: ଡେଟ୍ ସ୍ପେସ୍ greater than greater than ସ୍ପେସ୍ out_( ଅଣ୍ଡରସ୍କୋର୍ )ଫାଇଲ୍.(ଡଟ୍ )txt |
06:00 | ଡେଟ୍ କମାଣ୍ଡ୍, system dateକୁ ଆଉଟପୁଟ ଭାବେ ପ୍ରଦର୍ଶିତ କରିବ |
06:06 | ଆମେ ଏହି କମାଣ୍ଡକୁ ଟର୍ମିନଲରେ date ଟାଇପ କରି ପରୀକ୍ଷା କରିପାରିବା |
06:11 | Terminal କୁ ଫେରିଆସନ୍ତୁ. Date ଟାଇପ କରନ୍ତୁ. ଆପଣ ଦେଖିପାରିବେ ଯେ, system date ଅର୍ଥାତ୍ ସାମ୍ପ୍ରତିକ ତାରିଖ ପ୍ରଦର୍ଶିତ ହେଲା |
06:23 | Date କମାଣ୍ଡର ଆଉଟପୁଟ, out_(ଅଣ୍ଡରସ୍କୋର )file.( ଡଟ୍ )txt ଫାଇଲ୍ ସହିତ ଯୋଡି ହୋଇଯିବ |
06:31 | ଆମେ ଏହି ଫାଇଲକୁ, ls କମାଣ୍ଡର ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଏରର କୁ କ୍ୟାପଚର୍ କରିବା ପାଇଁ ବ୍ୟବହାର କରୁ |
06:39 | Save କ୍ଲିକ୍ କରନ୍ତୁ. ଟର୍ମିନଲକୁ ଫେରିଆସନ୍ତୁ |
06:43 | ବର୍ତ୍ତମାନ, up-arrow କୀ ଦାବନ୍ତୁ. ପୂର୍ବ କମାଣ୍ଡ ଡଟ୍ ସ୍ଲାଶ୍ redirect ଡଟ୍ shକୁ ମନେପକାନ୍ତୁ |
06:50 | ଏବଂ enter ଦାବନ୍ତୁ |
06:52 | ଆମେ, out_( ଅଣ୍ଡରସ୍କୋର ) file.( ଡଟ୍ )txt କୁ ଖୋଲି ଆଉଟପୁଟ ଯାଞ୍ଚ କରିବା |
06:59 | ଟାଇପ୍ କରନ୍ତୁ : cat ସ୍ପେସ୍ out_( ଅଣ୍ଡରସ୍କୋର )file.( ଡଟ୍ )txt |
07:05 | ଦେଖନ୍ତୁ, ଡେଟ୍ କମାଣ୍ଡର ଆଉଟପୁଟ, ଫାଇଲର ଶେଷରେ ଯୋଡି ହୋଇଯାଇଛି |
07:12 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:15 | ସଂକ୍ଷିପ୍ତରେ |
07:17 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ |
07:19 | ଉଭୟ standard error ଓ output ର ରିଡାଇରେକ୍ସନ୍ ଏବଂ redirected output କୁ ଯୋଡିବା |
07:27 | ଏକ ଆସାଇନମେଣ୍ଟ ଭାବେ |
07:29 | କିଛି କଣ୍ଟେଣ୍ଟ ଥାଇ X_( ଅଣ୍ଡରସ୍କୋର )file.( ଡଟ୍ )txt ଫାଇଲ୍ ତିଆରି କରନ୍ତୁ |
07:34 | ଉଭୟ ଫାଇଲ୍, out_( ଅଣ୍ଡରସ୍କୋର୍ )file.( ଡଟ୍ )txt ଓ X_( ଅଣ୍ଡରସ୍କୋର୍ )file.( ଡଟ୍ )txt ର କଣ୍ଟେଣ୍ଟଗୁଡିକୁ ଏକ ନୂଆ ଫାଇଲକୁ ରିଡାଇରେକ୍ଟ କରନ୍ତୁ |
07:44 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
07:47 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:51 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:06 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:13 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:17 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
08:30 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
08:37 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |