BASH/C3/More-on-Redirection/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, More on redirection ଉପରେ ସ୍ପୋକେନ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା : ଉଭୟ ଷ୍ଟାଣ୍ଡାର୍ଡ ଏରର ଓ ଆଉଟପୁଟ ର Redirection
00:13 କିଛି ଉଦାହରଣ ସାହାଯ୍ୟରେ
00:15 Redirected output କୁ ଯୋଡ଼ିବା ବିଷୟରେ
00:19 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Bash ରେ Shell Scripting ଉପରେ ଜ୍ଞାନ ଥିବା ଦରକାର
00:25 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ
00:30 ଏହି ଟ୍ୟୁଟୋରିଆଲ ପାଇଁ ମୁଁ ବ୍ୟବହାର କରୁଛି, ଉବୁଣ୍ଟୁ ଲିନକ୍ସ 12.04 OS
00:35 GNU BASH ଭର୍ସନ 4.2
00:39 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିଶ କରାଯାଉଛି
00:46 ପୂର୍ବ ଟ୍ୟୂଟୋରିଆଲରେ ଆମେ, ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଷ୍ଟାଣ୍ଡାର୍ଡ ଏରର୍ସ ବିଷୟରେ ଶିଖିଛେ
00:52 ଉଭୟ stderr ଓ stdout, ଗୋଟିଏ ଫାଇଲକୁ ରିଡାଇରେକ୍ଟ କରାଯାଇପାରେ
00:58 ଏହା ବିଭିନ୍ନ ଉପାୟରେ କରାଯାଇପାରେ
01:01 ଏହି ଟ୍ୟୁଟୋରିଆଲରେ ଆମେ, redirectionର ଦୁଇଟି ମହତ୍ୱପୂର୍ଣ୍ଣ ମେଥଡ ବିଷୟରେ ଶିଖିବା
01:08 ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଏରର୍ କୁ ରିଡାଇରେକ୍ଟ କରିବାର ପ୍ରଥମ ଉପାୟ ହେଉଛି, &>(ଆମ୍ପର୍ସାଣ୍ଡ) ଓ ଗ୍ରେଟର୍ ଦ୍ୟାନ୍ ଚିହ୍ନର ବ୍ୟବହାର
01:18 ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଆମ୍ପରସାଣ୍ଡ୍ greater than ସ୍ପେସ୍ filename
01:25 Redirect.sh ନାମକ ଫାଇଲ୍ ଖୋଲନ୍ତୁ
01:30 ଏହି ଫାଇଲରେ ମୁଁ କିଛି code ଟାଇପ୍ କରିଛି
01:32 ଏହା ହେଉଛି shebang ଲାଇନ୍
01:36 ls, /usr ଓ /user ନାମକ ଦୁଇ ଡାଇରେକ୍ଟୋରୀର ବିଷୟବସ୍ତୁକୁ ତାଲିକାଭୁକ୍ତ କରିଥାଏ
01:44 ଧ୍ୟାନଦିଅନ୍ତୁ, /user ବୋଲି କୌଣସି ଡାଇରେକ୍ଟୋରୀ ନାହିଁ
01:48 ତେଣୁ, ls କମାଣ୍ଡ୍ ଏକ error ଦେବ
01:52 &(ଆମ୍ପର୍ସାଣ୍ଡ) ଓ ତା’ପରେ ଗ୍ରେଟର୍ ଦ୍ୟାନ୍ ଚିହ୍ନ, stdout ଓ stderrକୁ out_(ଅଣ୍ଡରସ୍କୋର)file.txt ପ୍ରତି ରିଡାଇରେକ୍ଟ କରିବ
02:03 ଫାଇଲକୁ save କରନ୍ତୁ
02:05 redirect.sh ଫାଇଲ କୁ ରନ୍ କରନ୍ତୁ
02:07 Ctrl+Alt+T କୀକୁ ଏକାସଙ୍ଗରେ ଦାବି ଟର୍ମିନଲକୁ ଖୋଲନ୍ତୁ
02:15 ଟାଇପ୍ କରନ୍ତୁ chmod ସ୍ପେସ୍ ପ୍ଲସ୍ x ସ୍ପେସ୍ riderect ଡଟ୍ sh
02:23 Enter ଦାବନ୍ତୁ
02:25 ଟାଇପ୍ କରନ୍ତୁ : ଡଟ୍ ସ୍ଲାଶ୍ redirect ଡଟ୍ sh
02:28 Enter ଦାବନ୍ତୁ
02:30 out_(ଅଣ୍ଡରସ୍କୋର)file.(ଡଟ୍)txtକୁ ଖୋଲି ଆମେ output ଦେଖିପାରିବା
02:36 ଟାଇପ୍ କରନ୍ତୁ : cat ସ୍ପେସ୍ out_( ଅଣ୍ଡରସ୍କୋର )file.( ଡଟ୍ )txt
02:42 ଆମେ, ଉଭୟ error ଓ outputକୁ ଦେଖିପାରିବା
02:48 /user ଡାଇରେକ୍ଟୋରୀ ପାଇଁ ଏରର୍, ଏହି ଫାଇଲରେ ରେକର୍ଡ ହୋଇଛି
02:51 ଏହା, ଏଠାରେ କୌଣସି /user ଡାଇରେକ୍ଟୋରୀ ନମିଳିବାର ସୁଚନା ଦିଏ
02:56 /usr ପାଇଁ ଡାଇରେକ୍ଟୋରୀ କଣ୍ଟେଣ୍ଟ ପ୍ରଦର୍ଶିତ ହେଲା
03:00 ଦୟାକରି ଧ୍ୟାନଦିଅନ୍ତୁ ଯେ, /usr ଡାଇରେକ୍ଟୋରୀର କଣ୍ଟେଣ୍ଟ, ଆପଣଙ୍କ ସିଷ୍ଟମରେ ଭିନ୍ନ ହୋଇପାରେ
03:06 ଏବେ, ଫାଇଲ କୁ ଡିଲିଟ୍ କରିଦିଅନ୍ତୁ. ଟର୍ମିନଲରେ ଟାଇପ୍ କରନ୍ତୁ: rm ସ୍ପେସ୍ out_( ଅଣ୍ଡରସ୍କୋର )file. ( ଡଟ୍ )txt
03:15 ଅନ୍ୟ ଉପାୟଟି ହେଉଛି, filename ପରେ, 2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1ର ବ୍ୟବହାର
03:24 ସିଣ୍ଟାକ୍ସ ହେଉଛି, command ସ୍ପେସ୍ ଗ୍ରେଟର୍ ଦ୍ୟାନ୍ filename ସ୍ପେସ୍ 2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1
03:33 ଏହାକୁ, ସ୍ଲାଶ୍ dev ସ୍ଲାଶ୍ ନଲ୍( /dev/null) ଫାଇଲକୁ ମଧ୍ୟ ରିଡାଇରେକ୍ଟ କରିହେବ
03:39 ଚାଲନ୍ତୁ, ସ୍ଲାଶ୍ dev ସ୍ଲାଶ୍ null ( /dev/null) ଫାଇଲ ବିଷୟରେ କିଛି ଅଧିକ ଶିଖିବା
03:45 ଏହା ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ
03:48 ଏହା ଏକ ନଲ୍ ଫାଇଲ୍ କିମ୍ୱା ଏପରି ଏକ ସ୍ଥାନ ଅଟେ, ଯେଉଁଠି ଆମେ ସବୁକିଛି ରଖିପାରିବା
03:52 ଏଥିରେ output ଓ error ମେସେଜ ଅନ୍ତର୍ଭୁକ୍ତ ରହିଛି
03:57 ଏହାକୁ bit bucket ମଧ୍ୟ କୁହାଯାଏ
04:00 ବର୍ତ୍ତମାନ, gedit ରେ ଥିବା codeକୁ ଫେରିଆସନ୍ତୁ
04:04 ଏବେ, ଉଭୟ standard output ଓ errorକୁ ନଲ୍ ଫାଇଲ ପ୍ରତି ରିଡାଇରେକ୍ଟ କରିବା
04:11 ମୁଁ ଏହି କୋଡ୍ ଲାଇନକୁ କପୀ କରିବି ଓ ତାକୁ ଏଠାରେ ପେଷ୍ଟ୍ କରିବି
04:16 ମୁଁ ଉଭୟ output ଓ error ମେସେଜଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେବାକୁ ଚାହେଁ
04:21 ତେଣୁ, ମୁଁ, କପୀ ହୋଇଥିବା କୋଡ୍ ର ଏହି ଅଂଶକୁ ବଦଳାଇବି. >(ଗ୍ରେଟର୍ ଦ୍ୟାନ୍ )ର ଅର୍ଥ ହେଉଛି truncate ବା write
04:30 ସ୍ଲାଶ୍ dev ସ୍ଲାସ୍ ନଲ୍, ହେଉଛି ନଲ୍ ଫାଇଲ୍ . 2>&1(2 ଗ୍ରେଟର୍ ଦ୍ୟାନ୍ ଆମ୍ପର୍ସାଣ୍ଡ 1)
04:37 ସଂଖ୍ୟା 2, ଷ୍ଟାଣ୍ଡାର୍ଡ ଏରର୍ କୁ ସଂଖ୍ୟା 1 ଦ୍ୱାରା ଚିହ୍ନିତ କରି ଷ୍ଟାଣ୍ଡାର୍ଡ ଆଉଟପୁଟକୁ ରିଡାଇରେକ୍ଟ କରିବ
04:45 Save ଉପରେ କ୍ଲିକ୍ କରନ୍ତୁ. Codeକୁ save କରନ୍ତୁ
04:48 redirect.sh ଫାଇଲକୁ ରନ୍ କରନ୍ତୁ
04:52 ଟର୍ମିନଲକୁ ଯା’ନ୍ତୁ
04:54 Up-arrow କୀ ସହିତ ପୂର୍ବ କମାଣ୍ଡକୁ ମନେପକାନ୍ତୁ. ଡଟ୍ ସ୍ଲାଶ୍ redirect.sh ଏବଂ enter ଦାବନ୍ତୁ
05:03 cat out_( ଅଣ୍ଡରସ୍କୋର )file.( ଡଟ୍ )txt ଟାଇପକରି ଆଉଟପୁଟ ଦେଖିହେବ
05:11 Slidesକୁ ଫେରିଆସନ୍ତୁ
05:15 ଆମେ, ଷାଣ୍ଡାର୍ଡ ଆଉଟପୁଟ ବା ଏରର କୁ ଗୋଟିଏ ଫାଇଲରେ କ୍ୟାପଚର୍ କରିବା ସହିତ ଯୋଗ ମଧ୍ୟ କରିପାରିବା
05:21 ଆଉଟପୁଟ ବା ଏରରକୁ, ଫାଇଲର ଶେଷରେ ଯୋଡି ହେବ
05:26 ଯଦି ଫାଇଲ୍ ନ’ଥାଏ, ଏହା ଏକ ନୂଆ ଫାଇଲ୍ ତିଆରି କରିବ
05:31 ସିଣ୍ଟାକ୍ସ ହେଉଛି, କମାଣ୍ଡ ସ୍ପେସ୍ greater than greater than ସ୍ପେସ୍ ଓ ତା’ପରେ filename ରହିବ
05:41 ଏହାକୁ ଏକ ଉଦାହରଣ ସାହଯ୍ୟରେ ବୁଝିବା
05:45 redirect.( ଡଟ୍ )sh ଫାଇଲ୍ ଖୋଲନ୍ତୁ
05:49 ଏଠାରେ ଟାଇପ କରନ୍ତୁ: ଡେଟ୍ ସ୍ପେସ୍ greater than greater than ସ୍ପେସ୍ out_( ଅଣ୍ଡରସ୍କୋର୍ )ଫାଇଲ୍.(ଡଟ୍ )txt
06:00 ଡେଟ୍ କମାଣ୍ଡ୍, system dateକୁ ଆଉଟପୁଟ ଭାବେ ପ୍ରଦର୍ଶିତ କରିବ
06:06 ଆମେ ଏହି କମାଣ୍ଡକୁ ଟର୍ମିନଲରେ date ଟାଇପ କରି ପରୀକ୍ଷା କରିପାରିବା
06:11 Terminal କୁ ଫେରିଆସନ୍ତୁ. Date ଟାଇପ କରନ୍ତୁ. ଆପଣ ଦେଖିପାରିବେ ଯେ, system date ଅର୍ଥାତ୍ ସାମ୍ପ୍ରତିକ ତାରିଖ ପ୍ରଦର୍ଶିତ ହେଲା
06:23 Date କମାଣ୍ଡର ଆଉଟପୁଟ, out_(ଅଣ୍ଡରସ୍କୋର )file.( ଡଟ୍ )txt ଫାଇଲ୍ ସହିତ ଯୋଡି ହୋଇଯିବ
06:31 ଆମେ ଏହି ଫାଇଲକୁ, ls କମାଣ୍ଡର ଷ୍ଟାଣ୍ଡାର୍ଡ ଆଉଟପୁଟ ଓ ଏରର କୁ କ୍ୟାପଚର୍ କରିବା ପାଇଁ ବ୍ୟବହାର କରୁ
06:39 Save କ୍ଲିକ୍ କରନ୍ତୁ. ଟର୍ମିନଲକୁ ଫେରିଆସନ୍ତୁ
06:43 ବର୍ତ୍ତମାନ, up-arrow କୀ ଦାବନ୍ତୁ. ପୂର୍ବ କମାଣ୍ଡ ଡଟ୍ ସ୍ଲାଶ୍ redirect ଡଟ୍ shକୁ ମନେପକାନ୍ତୁ
06:50 ଏବଂ enter ଦାବନ୍ତୁ
06:52 ଆମେ, out_( ଅଣ୍ଡରସ୍କୋର ) file.( ଡଟ୍ )txt କୁ ଖୋଲି ଆଉଟପୁଟ ଯାଞ୍ଚ କରିବା
06:59 ଟାଇପ୍ କରନ୍ତୁ : cat ସ୍ପେସ୍ out_( ଅଣ୍ଡରସ୍କୋର )file.( ଡଟ୍ )txt
07:05 ଦେଖନ୍ତୁ, ଡେଟ୍ କମାଣ୍ଡର ଆଉଟପୁଟ, ଫାଇଲର ଶେଷରେ ଯୋଡି ହୋଇଯାଇଛି
07:12 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:15 ସଂକ୍ଷିପ୍ତରେ
07:17 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
07:19 ଉଭୟ standard error ଓ output ର ରିଡାଇରେକ୍ସନ୍ ଏବଂ redirected output କୁ ଯୋଡିବା
07:27 ଏକ ଆସାଇନମେଣ୍ଟ ଭାବେ
07:29 କିଛି କଣ୍ଟେଣ୍ଟ ଥାଇ X_( ଅଣ୍ଡରସ୍କୋର )file.( ଡଟ୍ )txt ଫାଇଲ୍ ତିଆରି କରନ୍ତୁ
07:34 ଉଭୟ ଫାଇଲ୍, out_( ଅଣ୍ଡରସ୍କୋର୍ )file.( ଡଟ୍ )txt ଓ X_( ଅଣ୍ଡରସ୍କୋର୍ )file.( ଡଟ୍ )txt ର କଣ୍ଟେଣ୍ଟଗୁଡିକୁ ଏକ ନୂଆ ଫାଇଲକୁ ରିଡାଇରେକ୍ଟ କରନ୍ତୁ
07:44 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ
07:47 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:51 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:06 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:13 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro

08:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:37 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble