Difference between revisions of "PERL/C2/Blocks-in-Perl/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- | 00:01 | ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍...") |
PoojaMoolya (Talk | contribs) |
||
Line 6: | Line 6: | ||
| 00:01 | | 00:01 | ||
| ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ | | ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ | ||
+ | |||
|- | |- | ||
| 00:06 | | 00:06 | ||
| ଏହି ଟ୍ୟୁଟୋରିଆଲ୍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା | | ଏହି ଟ୍ୟୁଟୋରିଆଲ୍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା | ||
+ | |||
|- | |- | ||
|00:13 | |00:13 | ||
| ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି | | ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି | ||
+ | |||
|- | |- | ||
|00:21 | |00:21 | ||
| ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି | | ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି | ||
+ | |||
|- | |- | ||
|00:26 | |00:26 | ||
| ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ | | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ | ||
+ | |||
|- | |- | ||
|00:31 | |00:31 | ||
| ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍ | | ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍ | ||
+ | |||
|- | |- | ||
| 00:38 | | 00:38 | ||
| “ପର୍ଲ” ରେ “ଡାଟା ଷ୍ଟ୍ରକ୍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ | | “ପର୍ଲ” ରେ “ଡାଟା ଷ୍ଟ୍ରକ୍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ | ||
+ | |||
|- | |- | ||
| 00:44 | | 00:44 | ||
| ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ | | ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ | ||
+ | |||
|- | |- | ||
| 00:50 | | 00:50 | ||
| “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ | | “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ | ||
+ | |||
|- | |- | ||
|00:53 | |00:53 | ||
| ଏହି “ବ୍ଲକ୍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍ର ବିଭିନ୍ନ ସୋପାନରେ ଏକ୍ଜେକ୍ୟୁଟ୍ ହୁଏ | | ଏହି “ବ୍ଲକ୍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍ର ବିଭିନ୍ନ ସୋପାନରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|00:59 | |00:59 | ||
| ଏହି ବ୍ଲକ୍ଗୁଡ଼ିକ ହେଲା: | | ଏହି ବ୍ଲକ୍ଗୁଡ଼ିକ ହେଲା: | ||
+ | |||
|- | |- | ||
| 01:01 | | 01:01 | ||
− | | '''BEGIN''' | + | | '''BEGIN''','''END''' |
− | + | ||
− | + | ||
− | + | ||
− | + | ||
|- | |- | ||
|01:03 | |01:03 | ||
− | |''' UNITCHECK''' | + | |''' UNITCHECK''', ''' CHECK. ''' |
− | + | ||
− | + | ||
− | + | ||
− | + | ||
|- | |- | ||
|01:05 | |01:05 | ||
− | |''' INIT ''' | + | |''' INIT ''', ଆସନ୍ତୁ ”ବିଗିନ୍” ବ୍ଲକ୍କୁ ବୁଝିବା ସହ ଆରମ୍ଭ କରିବା |
− | |||
− | |||
− | |||
|- | |- | ||
|01:10 | |01:10 | ||
| “ବିଗିନ୍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍ଜେକ୍ୟୁଟ୍ ହୁଏ | | “ବିଗିନ୍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|01:15 | |01:15 | ||
| ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ | | ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|01:22 | |01:22 | ||
| “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା | | “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା | ||
+ | |||
|- | |- | ||
|01:26 | |01:26 | ||
| ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍ଜେକ୍ୟୁଟ୍ ହେବ | | ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍ଜେକ୍ୟୁଟ୍ ହେବ | ||
+ | |||
|- | |- | ||
| 01:31 | | 01:31 | ||
| ତାହା “First Define First Execute” ଢାଞ୍ଚାରେ ଅଛି | | ତାହା “First Define First Execute” ଢାଞ୍ଚାରେ ଅଛି | ||
+ | |||
|- | |- | ||
|01:35 | |01:35 | ||
| “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି | | “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି | ||
+ | |||
|- | |- | ||
|01:40 | |01:40 | ||
| କ୍ୟାପିଟାଲ୍ ଲେଟର୍ରେ”ବିଗିନ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | | କ୍ୟାପିଟାଲ୍ ଲେଟର୍ରେ”ବିଗିନ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
| 01:45 | | 01:45 | ||
| “ଏଣ୍ଟର” ଦବାନ୍ତୁ | | “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|01:47 | |01:47 | ||
| କମ୍ପାଇଲେସନ୍ ସମୟରେ ଏକ୍ଜେକ୍ୟୁଟ୍ ହେବାକୁଥିବା କୋଡ୍ର ଭାଗ | | କମ୍ପାଇଲେସନ୍ ସମୟରେ ଏକ୍ଜେକ୍ୟୁଟ୍ ହେବାକୁଥିବା କୋଡ୍ର ଭାଗ | ||
+ | |||
|- | |- | ||
|01:51 | |01:51 | ||
− | | “ଏଣ୍ଟର” ଦବାନ୍ତୁ | + | | “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
− | + | ||
− | + | ||
− | + | ||
|- | |- | ||
|01:55 | |01:55 | ||
| ଚାଲନ୍ତୁ ”ବିଗିନ୍” ବ୍ଲକ୍ର ଏକ ଉଦାହରଣ ଦେଖିବା | | ଚାଲନ୍ତୁ ”ବିଗିନ୍” ବ୍ଲକ୍ର ଏକ ଉଦାହରଣ ଦେଖିବା | ||
+ | |||
|- | |- | ||
|01:59 | |01:59 | ||
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ | | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ | ||
+ | |||
|- | |- | ||
|02:02 | |02:02 | ||
| ''' gedit beginBlock dot pl ''' space '''ampersand''' | | ''' gedit beginBlock dot pl ''' space '''ampersand''' | ||
+ | |||
|- | |- | ||
|02:08 | |02:08 | ||
| ଓ “ଏଣ୍ଟର” ଦବାନ୍ତୁ | | ଓ “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|02:10 | |02:10 | ||
| ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ | | ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ | ||
+ | |||
|- | |- | ||
|02:15 | |02:15 | ||
| ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ | | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ | ||
+ | |||
|- | |- | ||
|02:20 | |02:20 | ||
| ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି | | ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି | ||
+ | |||
|- | |- | ||
|02:24 | |02:24 | ||
| ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ | | ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ | ||
+ | |||
|- | |- | ||
| 02:31 | | 02:31 | ||
| ସେହିପରି ମୁଁ ପ୍ରତ୍ୟେକ “ବିଗିନ୍” ବ୍ଲକ୍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ଲେଖିଛି | | ସେହିପରି ମୁଁ ପ୍ରତ୍ୟେକ “ବିଗିନ୍” ବ୍ଲକ୍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ଲେଖିଛି | ||
+ | |||
|- | |- | ||
| 02:37 | | 02:37 | ||
| ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ | | ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ | ||
+ | |||
|- | |- | ||
| 02:42 | | 02:42 | ||
| ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ | | ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ | ||
+ | |||
|- | |- | ||
|02:49 | |02:49 | ||
| ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ | | ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ | ||
+ | |||
|- | |- | ||
| 02:53 | | 02:53 | ||
| ଏହାପରେ ଟର୍ମିନାଲ୍କୁ ଯାଇ ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରନ୍ତୁ | | ଏହାପରେ ଟର୍ମିନାଲ୍କୁ ଯାଇ ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରନ୍ତୁ | ||
+ | |||
|- | |- | ||
| 02:58 | | 02:58 | ||
|''' perl beginBlock dot pl''' | |''' perl beginBlock dot pl''' | ||
+ | |||
|- | |- | ||
|03:01 | |03:01 | ||
| ଓ “ଏଣ୍ଟର” ଦବାନ୍ତୁ | | ଓ “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|03:04 | |03:04 | ||
| ଆପଣ ଟର୍ମିନାଲ୍ରେ ପ୍ରଦର୍ଶିତ ଆଉଟ୍ପୁଟ୍ ପାଇବେ | | ଆପଣ ଟର୍ମିନାଲ୍ରେ ପ୍ରଦର୍ଶିତ ଆଉଟ୍ପୁଟ୍ ପାଇବେ | ||
+ | |||
|- | |- | ||
| 03:09 | | 03:09 | ||
| ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ | | ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ | ||
+ | |||
|- | |- | ||
|03:16 | |03:16 | ||
| ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ | | ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ | ||
+ | |||
|- | |- | ||
| 03:25 | | 03:25 | ||
| “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍ଜେକ୍ୟୁଟ୍ ହୁଏ | | “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
| 03:31 | | 03:31 | ||
| ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ: | | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ: | ||
+ | |||
|- | |- | ||
| 03:34 | | 03:34 | ||
| “ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ | | “ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
| 03:40 | | 03:40 | ||
| ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ | | ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ | ||
+ | |||
|- | |- | ||
| 03:46 | | 03:46 | ||
| “ବିଗିନ୍ ବ୍ଲକ୍” ସବୁବେଳେ '''First In First Out''' ପଦ୍ଧତିରେ ଏକ୍ଜେକ୍ୟୁଟ୍ ହୁଏ | | “ବିଗିନ୍ ବ୍ଲକ୍” ସବୁବେଳେ '''First In First Out''' ପଦ୍ଧତିରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|03:52 | |03:52 | ||
| ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍ଜେକ୍ୟୁସନ୍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍ଗୁଡ଼ିକୁ ମିଶାଇବା | | ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍ଜେକ୍ୟୁସନ୍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍ଗୁଡ଼ିକୁ ମିଶାଇବା | ||
+ | |||
|- | |- | ||
|04:01 | |04:01 | ||
| ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା | | ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା | ||
+ | |||
|- | |- | ||
|04:04 | |04:04 | ||
| “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ | | “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|04:09 | |04:09 | ||
| ପର୍ଲ, ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍ଜେକ୍ୟୁଟ୍ ହୁଏ | | ପର୍ଲ, ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|04:17 | |04:17 | ||
| ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା | | ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା | ||
+ | |||
|- | |- | ||
|04:21 | |04:21 | ||
| ଏହି ବ୍ଲକ୍ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍ଜେକ୍ୟୁଟ୍ ହୁଅନ୍ତି | | ଏହି ବ୍ଲକ୍ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍ଜେକ୍ୟୁଟ୍ ହୁଅନ୍ତି | ||
+ | |||
|- | |- | ||
| 04:26 | | 04:26 | ||
| ତାହା “'''Last define First execute” ଢାଞ୍ଚାରେ ଅଛି | | ତାହା “'''Last define First execute” ଢାଞ୍ଚାରେ ଅଛି | ||
+ | |||
|- | |- | ||
|04:30 | |04:30 | ||
| “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି | | “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି | ||
+ | |||
|- | |- | ||
|04:35 | |04:35 | ||
| କ୍ୟାପିଟାଲ ଲେଟର୍ରେ “END” ଓପନ୍ କର୍ଲୀ ବ୍ରାକେଟ୍ | | କ୍ୟାପିଟାଲ ଲେଟର୍ରେ “END” ଓପନ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|04:39 | |04:39 | ||
− | | “ଏଣ୍ଟର୍” ଦବାନ୍ତୁ | + | | “ଏଣ୍ଟର୍” ଦବାନ୍ତୁ,ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
− | + | ||
− | + | ||
− | + | ||
|- | |- | ||
|04:45 | |04:45 | ||
− | | “ଏଣ୍ଟର୍” ଦବାନ୍ତୁ | + | | “ଏଣ୍ଟର୍” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
− | + | ||
− | + | ||
− | + | ||
|- | |- | ||
|04:49 | |04:49 | ||
| ଏବେ ଏଣ୍ଡ୍ ବ୍ଲକ୍ସର ଏକ ଉଦାହରଣ ଦେଖିବା | | ଏବେ ଏଣ୍ଡ୍ ବ୍ଲକ୍ସର ଏକ ଉଦାହରଣ ଦେଖିବା | ||
+ | |||
|- | |- | ||
|04:53 | |04:53 | ||
| ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ | | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ | ||
+ | |||
|- | |- | ||
| 04:56 | | 04:56 | ||
|''' gedit endBlock dot pl space ampersand''' | |''' gedit endBlock dot pl space ampersand''' | ||
+ | |||
|- | |- | ||
| 05:00 | | 05:00 | ||
| ଓ “ଏଣ୍ଟର” ଦବାନ୍ତୁ | | ଓ “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|05:03 | |05:03 | ||
| ଏହା “endBlock dot pl” ଫାଇଲ୍କୁ “gedit”ରେ ଖୋଲିବ | | ଏହା “endBlock dot pl” ଫାଇଲ୍କୁ “gedit”ରେ ଖୋଲିବ | ||
+ | |||
|- | |- | ||
| 05:08 | | 05:08 | ||
| ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ | | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ | ||
+ | |||
|- | |- | ||
| 05:13 | | 05:13 | ||
| ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି | | ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି | ||
+ | |||
|- | |- | ||
| 05:17 | | 05:17 | ||
| ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ | | ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ | ||
+ | |||
|- | |- | ||
| 05:23 | | 05:23 | ||
| ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ ଲେଖିଛୁ | | ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ ଲେଖିଛୁ | ||
+ | |||
|- | |- | ||
| 05:29 | | 05:29 | ||
| ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ | | ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ | ||
+ | |||
|- | |- | ||
|05:34 | |05:34 | ||
| ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ | | ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ | ||
+ | |||
|- | |- | ||
| 05:41 | | 05:41 | ||
| ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ | | ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ | ||
+ | |||
|- | |- | ||
| 05:45 | | 05:45 | ||
| ଏହାପରେ ଟର୍ମିନାଲ୍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍ଜେକ୍ୟୁସନ୍ ପାଇଁ ଟାଇପ୍ କରନ୍ତୁ | | ଏହାପରେ ଟର୍ମିନାଲ୍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍ଜେକ୍ୟୁସନ୍ ପାଇଁ ଟାଇପ୍ କରନ୍ତୁ | ||
+ | |||
|- | |- | ||
|05:50 | |05:50 | ||
|''' perl endBlock dot pl''' | |''' perl endBlock dot pl''' | ||
+ | |||
|- | |- | ||
| 05:53 | | 05:53 | ||
| ଓ “ଏଣ୍ଟର” ଦବାନ୍ତୁ | | ଓ “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|05:55 | |05:55 | ||
| ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍ପୁଟ୍ ପାଇବେ | | ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍ପୁଟ୍ ପାଇବେ | ||
+ | |||
|- | |- | ||
|06:00 | |06:00 | ||
| ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି | | ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି | ||
+ | |||
|- | |- | ||
| 06:06 | | 06:06 | ||
| ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ | | ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ | ||
+ | |||
|- | |- | ||
| 06:13 | | 06:13 | ||
| ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍ଜେକ୍ୟୁଟ୍ ହେବ | | ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍ଜେକ୍ୟୁଟ୍ ହେବ | ||
+ | |||
|- | |- | ||
| 06:20 | | 06:20 | ||
| ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ | | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ | ||
+ | |||
|- | |- | ||
| 06:23 | | 06:23 | ||
| “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ | | “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|06:29 | |06:29 | ||
| ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍ର ସ୍ଥାନ ଅଟେ ଓ | | ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍ର ସ୍ଥାନ ଅଟେ ଓ | ||
+ | |||
|- | |- | ||
|06:36 | |06:36 | ||
| “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍ଜେକ୍ୟୁଟ୍ ହୁଏ | | “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍ଜେକ୍ୟୁଟ୍ ହୁଏ | ||
+ | |||
|- | |- | ||
|06:41 | |06:41 | ||
| ତେଣୁ, “END” ବ୍ଲକ୍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍ରେ ତିଆରି ହୋଇଥିବା ଅବ୍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା | | ତେଣୁ, “END” ବ୍ଲକ୍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍ରେ ତିଆରି ହୋଇଥିବା ଅବ୍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା | ||
+ | |||
|- | |- | ||
|06:49 | |06:49 | ||
| ସେହିପରି, “ପର୍ଲ”ରେ “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି | | ସେହିପରି, “ପର୍ଲ”ରେ “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି | ||
+ | |||
|- | |- | ||
|06:55 | |06:55 | ||
| ଏହି ବ୍ଲକ୍ଗୁଡ଼ିକ ଡେଭ୍ଲପର୍ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ | | ଏହି ବ୍ଲକ୍ଗୁଡ଼ିକ ଡେଭ୍ଲପର୍ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ | ||
+ | |||
|- | |- | ||
|07:02 | |07:02 | ||
| ତେଣୁ, ମୁଁ ଏହି ବ୍ଲକ୍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି | | ତେଣୁ, ମୁଁ ଏହି ବ୍ଲକ୍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି | ||
+ | |||
|- | |- | ||
|07:06 | |07:06 | ||
| “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ଗୁଡ଼ିକ ବହୁତ ଉପଯୋଗୀ | | “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ଗୁଡ଼ିକ ବହୁତ ଉପଯୋଗୀ | ||
+ | |||
|- | |- | ||
|07:10 | |07:10 | ||
| ମୁଖ୍ୟ ପ୍ରୋଗ୍ରାମ୍ର କମ୍ପାଇଲେଶନ୍ ଓ ଏକ୍ଜେକ୍ୟୁସନ୍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ | | ମୁଖ୍ୟ ପ୍ରୋଗ୍ରାମ୍ର କମ୍ପାଇଲେଶନ୍ ଓ ଏକ୍ଜେକ୍ୟୁସନ୍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ | ||
+ | |||
|- | |- | ||
|07:18 | |07:18 | ||
| ଓ କମ୍ପାଇଲେସନ୍ ପରେ ଓ ଏକ୍ଜେକ୍ୟୁସନ୍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ | | ଓ କମ୍ପାଇଲେସନ୍ ପରେ ଓ ଏକ୍ଜେକ୍ୟୁସନ୍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ | ||
+ | |||
|- | |- | ||
|07:24 | |07:24 | ||
| “ୟୁନିଟ୍ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ | | “ୟୁନିଟ୍ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ | ||
+ | |||
|- | |- | ||
|07:31 | |07:31 | ||
| ଯେଉଁଠାରେକି’ “ଇନ୍ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ | | ଯେଉଁଠାରେକି’ “ଇନ୍ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ | ||
+ | |||
|- | |- | ||
|07:37 | |07:37 | ||
| “ୟୁନିଟ୍ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | | “ୟୁନିଟ୍ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | ||
+ | |||
|- | |- | ||
|07:41 | |07:41 | ||
|କ୍ୟାପିଟାଲ୍ ଲେଟର୍ରେ “ୟୁନିଟ୍ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | |କ୍ୟାପିଟାଲ୍ ଲେଟର୍ରେ “ୟୁନିଟ୍ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|07:46 | |07:46 | ||
| “ଏଣ୍ଟର” ଦବାନ୍ତୁ | | “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|07:48 | |07:48 | ||
| ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ | | ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ | ||
+ | |||
|- | |- | ||
|07:50 | |07:50 | ||
| “ଏଣ୍ଟର” ଦବାନ୍ତୁ | | “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|07:52 | |07:52 | ||
| କ୍ଲୋଜ୍ କର୍ଲୀ ବ୍ରାକେଟ୍ | | କ୍ଲୋଜ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|07:54 | |07:54 | ||
| “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | | “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | ||
+ | |||
|- | |- | ||
|07:58 | |07:58 | ||
|କ୍ୟାପିଟାଲ୍ ଲେଟର୍ରେ “ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | |କ୍ୟାପିଟାଲ୍ ଲେଟର୍ରେ “ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|08:03 | |08:03 | ||
− | | “ଏଣ୍ଟର” ଦବାନ୍ତୁ | + | | “ଏଣ୍ଟର” ଦବାନ୍ତୁ,ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
− | + | ||
− | + | ||
− | + | ||
|- | |- | ||
|08:07 | |08:07 | ||
− | | “ଏଣ୍ଟର” ଦବାନ୍ତୁ | + | | “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
− | + | ||
− | + | ||
− | + | ||
|- | |- | ||
|08:11 | |08:11 | ||
| “ଇନ୍ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | | “ଇନ୍ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି | ||
+ | |||
|- | |- | ||
|08:15 | |08:15 | ||
|କ୍ୟାପିଟାଲ୍ ଲେଟର୍ରେ “ଇନ୍ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | |କ୍ୟାପିଟାଲ୍ ଲେଟର୍ରେ “ଇନ୍ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|08:20 | |08:20 | ||
− | | “ଏଣ୍ଟର” ଦବାନ୍ତୁ | + | | “ଏଣ୍ଟର” ଦବାନ୍ତୁ,ଇନିଶିଆଲାଇଜ୍ ହେବାକୁ ଥିବା କୋଡ୍ର ଭାଗ |
− | + | ||
− | + | ||
− | + | ||
|- | |- | ||
|08:24 | |08:24 | ||
| “ଏଣ୍ଟର” ଦବାନ୍ତୁ | | “ଏଣ୍ଟର” ଦବାନ୍ତୁ | ||
+ | |||
|- | |- | ||
|08:26 | |08:26 | ||
| କ୍ଲୋଜ୍ କର୍ଲୀ ବ୍ରାକେଟ୍ | | କ୍ଲୋଜ୍ କର୍ଲୀ ବ୍ରାକେଟ୍ | ||
+ | |||
|- | |- | ||
|08:28 | |08:28 | ||
| ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି | | ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି | ||
+ | |||
|- | |- | ||
|08:36 | |08:36 | ||
− | | ସଂକ୍ଷିପ୍ତରେ | + | | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ |
− | + | ||
− | + | ||
− | + | ||
|- | |- | ||
|08:40 | |08:40 | ||
|ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି | |ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି | ||
+ | |||
|- | |- | ||
|08:44 | |08:44 | ||
| ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ | | ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ | ||
+ | |||
|- | |- | ||
|08:48 | |08:48 | ||
|“ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ର ପରିଚୟ | |“ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ର ପରିଚୟ | ||
+ | |||
|- | |- | ||
|08:52 | |08:52 | ||
| ଏକ ଆସାଇନ୍ମେଣ୍ଟ ଭାବେ- | | ଏକ ଆସାଇନ୍ମେଣ୍ଟ ଭାବେ- | ||
+ | |||
|- | |- | ||
|08:54 | |08:54 | ||
| ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍ ଟାଇପ୍ କରନ୍ତୁ; | | ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍ ଟାଇପ୍ କରନ୍ତୁ; | ||
+ | |||
|- | |- | ||
|08:58 | |08:58 | ||
| ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରି ଆଉଟ୍ପୁଟ୍ ଦେଖନ୍ତୁ | | ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରି ଆଉଟ୍ପୁଟ୍ ଦେଖନ୍ତୁ | ||
+ | |||
|- | |- | ||
|09:02 | |09:02 | ||
| ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓ ଦେଖନ୍ତୁ | | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓ ଦେଖନ୍ତୁ | ||
+ | |||
|- | |- | ||
|09:06 | |09:06 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|09:09 | |09:09 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ | ||
+ | |||
|- | |- | ||
| 09:14 | | 09:14 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|09:20 | |09:20 | ||
| ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|09:24 | |09:24 | ||
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) | | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) | ||
+ | |||
|- | |- | ||
| 09:32 | | 09:32 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|09:37 | |09:37 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|09:45 | |09:45 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ | ||
+ | |||
|- | |- | ||
| 09:57 | | 09:57 | ||
| ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ | | ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ | ||
+ | |||
|- | |- | ||
|10:00 | |10:00 | ||
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ||
+ | |||
|- | |- | ||
|10:02 | |10:02 | ||
|ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
+ | |||
|} | |} |
Latest revision as of 18:37, 10 April 2017
Time | Narration |
00:01 | ପର୍ଲରେ “ବ୍ଲକ୍” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ପର୍ଲରେ ଉପଲବ୍ଧ ବିଭିନ୍ନ ପ୍ରକାରର “ବ୍ଲକ୍ସ” ବିଷୟରେ ଶିଖିବା |
00:13 | ମୁଁ “ଉବୁଣ୍ଟୁ ଲିନକ୍ସ ୧୨.୦୪” ଅପରେଟିଙ୍ଗ୍ ସିଷ୍ଟମ୍ ଓ “ପର୍ଲ ୫.୧୪.୨” ବ୍ୟବହାର କରୁଛି |
00:21 | ମୁଁ “ଜିଏଡିଟ୍” ଟେକ୍ସଟ୍ ଏଡିଟର୍ ମଧ୍ୟ ବ୍ୟବହାର କରିବି |
00:26 | ଆପଣ ଯେକୌଣସି ଟେକ୍ସଟ୍ ଏଡିଟର୍ ବ୍ୟବହାର କରିପାରିବେ |
00:31 | ପ୍ରାକ୍-ଆବଶ୍ୟକତା ଅନୁଯାୟୀ “ପର୍ଲ” ରେ “ଭେରିଏବଲ୍ସ, କମେଣ୍ଟସ୍” ଉପରେ ଆପଣଙ୍କ ମୌଳିକ ଧାରଣା ଥିବା ଉଚିତ୍ |
00:38 | “ପର୍ଲ” ରେ “ଡାଟା ଷ୍ଟ୍ରକ୍ଚର୍”ଉପରେ ଧାରଣା ଥିଲେ ଆହୁରି ଭଲ |
00:44 | ଦୟାକରି “ସ୍ପୋକନ୍ ଟ୍ୟୁଟୋରିଆଲ୍” ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
00:50 | “ପର୍ଲ” ୫ଟି ସ୍ପେଶାଲ୍ “ବ୍ଲକ୍” ପ୍ରଦାନ କରେ |
00:53 | ଏହି “ବ୍ଲକ୍ଗୁଡ଼ିକ” “ପର୍ଲ” ପ୍ରୋଗ୍ରାମ୍ର ବିଭିନ୍ନ ସୋପାନରେ ଏକ୍ଜେକ୍ୟୁଟ୍ ହୁଏ |
00:59 | ଏହି ବ୍ଲକ୍ଗୁଡ଼ିକ ହେଲା: |
01:01 | BEGIN,END |
01:03 | UNITCHECK, CHECK. |
01:05 | INIT , ଆସନ୍ତୁ ”ବିଗିନ୍” ବ୍ଲକ୍କୁ ବୁଝିବା ସହ ଆରମ୍ଭ କରିବା |
01:10 | “ବିଗିନ୍” ବ୍ଲକ୍ କମ୍ପାଇଲେଶନ୍ ସମୟରେ ଏକ୍ଜେକ୍ୟୁଟ୍ ହୁଏ |
01:15 | ଏହି ବ୍ଲକ୍ ଭିତରେ ଲେଖାଥିବା ଯେକୌଣସି କୋଡ୍ କମ୍ପାଇଲେଶନ୍ ସମୟରେ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ |
01:22 | “ପର୍ଲ” ସ୍କ୍ରିପ୍ଟ ରେ ଆମେ ଅନେକ ”ବିଗିନ୍” ବ୍ଲକ୍ସ ରଖିପାରିବା |
01:26 | ଘୋଷଣା କ୍ରମରେ ଏହି ବ୍ଲକ୍ଗୁଡ଼ିକ ଏକ୍ଜେକ୍ୟୁଟ୍ ହେବ |
01:31 | ତାହା “First Define First Execute” ଢାଞ୍ଚାରେ ଅଛି |
01:35 | “ବିଗିନ୍ ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି |
01:40 | କ୍ୟାପିଟାଲ୍ ଲେଟର୍ରେ”ବିଗିନ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
01:45 | “ଏଣ୍ଟର” ଦବାନ୍ତୁ |
01:47 | କମ୍ପାଇଲେସନ୍ ସମୟରେ ଏକ୍ଜେକ୍ୟୁଟ୍ ହେବାକୁଥିବା କୋଡ୍ର ଭାଗ |
01:51 | “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
01:55 | ଚାଲନ୍ତୁ ”ବିଗିନ୍” ବ୍ଲକ୍ର ଏକ ଉଦାହରଣ ଦେଖିବା |
01:59 | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ |
02:02 | gedit beginBlock dot pl space ampersand |
02:08 | ଓ “ଏଣ୍ଟର” ଦବାନ୍ତୁ |
02:10 | ଏହା “ଜିଏଡିଟ୍”ରେ “ବିଗିନ୍ ବ୍ଲକ୍ ଡଟ୍ ପିଏଲ୍” ଫାଇଲ୍ ଖୋଲିବ |
02:15 | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
02:20 | ଦେଖନ୍ତୁ, ମୁଁ ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି |
02:24 | ଏଠାରେ ଆମେ ”ବିଗିନ୍” ବ୍ଲକ୍ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛେ |
02:31 | ସେହିପରି ମୁଁ ପ୍ରତ୍ୟେକ “ବିଗିନ୍” ବ୍ଲକ୍ରେ ଗୋଟିଏ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ଲେଖିଛି |
02:37 | ଧ୍ୟାନଦିଅନ୍ତୁ, ମୁଁ “ବିଗିନ୍” ବ୍ଲକ୍ ପରେ ସେମିକଲନ୍ ଦେଇନାହିଁ |
02:42 | ସେମିକଲନ୍ ଦେଲେ ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ |
02:49 | ଫାଇଲ୍ ସେଭ୍ କରିବା ପାଇଁ “କଣ୍ଟ୍ରୋଲ+ଏସ୍” ଦବାନ୍ତୁ |
02:53 | ଏହାପରେ ଟର୍ମିନାଲ୍କୁ ଯାଇ ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରନ୍ତୁ |
02:58 | perl beginBlock dot pl |
03:01 | ଓ “ଏଣ୍ଟର” ଦବାନ୍ତୁ |
03:04 | ଆପଣ ଟର୍ମିନାଲ୍ରେ ପ୍ରଦର୍ଶିତ ଆଉଟ୍ପୁଟ୍ ପାଇବେ |
03:09 | ଧ୍ୟାନଦିଅନ୍ତୁ, ପ୍ରଥମ ”ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ପ୍ରଥମେ ପ୍ରିଣ୍ଟ୍ ହେବ ଓ |
03:16 | ସ୍କ୍ରିପ୍ଟରେ ପ୍ରଥମ “ପ୍ରିଣ୍ଟ ଷ୍ଟେଟମେଣ୍ଟ” ପ୍ରକୃତରେ “ବିଗିନ୍ ବ୍ଲକ୍ ଷ୍ଟେଟ୍ମେଣ୍ଟ” ପରେ ପ୍ରିଣ୍ଟ୍ ହୁଏ |
03:25 | “ବିଗିନ୍ ବ୍ଲକ୍ସ” ସେଗୁଡ଼ିକର ଘୋଷଣା କ୍ରମରେ ଏକ୍ଜେକ୍ୟୁଟ୍ ହୁଏ |
03:31 | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ: |
03:34 | “ବିଗିନ୍” ବ୍ଲକ୍ ଭିତରେ ଲେଖାଥିବା କୋଡ୍ ପ୍ରଥମେ ଏକ୍ଜେକ୍ୟୁଟ୍ ହୁଏ |
03:40 | ପର୍ଲ ସ୍କ୍ରିପ୍ଟରେ ଏହା “ବିଗିନ୍” ବ୍ଲକ୍ର ନିରପେକ୍ଷ ସ୍ଥାନ ଅଟେ |
03:46 | “ବିଗିନ୍ ବ୍ଲକ୍” ସବୁବେଳେ First In First Out ପଦ୍ଧତିରେ ଏକ୍ଜେକ୍ୟୁଟ୍ ହୁଏ |
03:52 | ତେଣୁ ଏହି “ବ୍ଲକ୍”ର ଗୋଟିଏ ବ୍ୟବହାର ହେଉଛି ପ୍ରକୃତ ଏକ୍ଜେକ୍ୟୁସନ୍ ଆରମ୍ଭ ହେବା ପୂର୍ବରୁ ପର୍ଲ ସ୍କ୍ରିପ୍ଟରେ ଥିବା ଫାଇଲ୍ଗୁଡ଼ିକୁ ମିଶାଇବା |
04:01 | ଏବେ ଆସନ୍ତୁ “ଏଣ୍ଡ୍ ବ୍ଲକ୍”କୁ ବୁଝିବା |
04:04 | “END ବ୍ଲକ୍” ପର୍ଲ ପ୍ରୋଗ୍ରାମ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ |
04:09 | ପର୍ଲ, ପ୍ରୋଗ୍ରାମ ଏକ୍ଜେକ୍ୟୁସନ୍ କରିସାରିବା ପରେ ଏହି ବ୍ଲକ୍ ଭିତରେ ଲେଖାଥିବା କୋଡ୍ ଏକ୍ଜେକ୍ୟୁଟ୍ ହୁଏ |
04:17 | ଗୋଟିଏ “ପର୍ଲ ସ୍କ୍ରିପ୍ଟ” ଭିତରେ ଆମେ ଅନେକ “END ବ୍ଲକ୍ସ” ପାଇପାରିବା |
04:21 | ଏହି ବ୍ଲକ୍ଗୁଡ଼ିକ ଘୋଷଣାର ବିପରୀତ କ୍ରମରେ ଏକ୍ଜେକ୍ୟୁଟ୍ ହୁଅନ୍ତି |
04:26 | ତାହା “Last define First execute” ଢାଞ୍ଚାରେ ଅଛି |
04:30 | “END ବ୍ଲକ୍” ପାଇଁ ସିଣ୍ଟାକ୍ସ ହେଉଛି |
04:35 | କ୍ୟାପିଟାଲ ଲେଟର୍ରେ “END” ଓପନ୍ କର୍ଲୀ ବ୍ରାକେଟ୍ |
04:39 | “ଏଣ୍ଟର୍” ଦବାନ୍ତୁ,ପର୍ଲ ସ୍କ୍ରିପ୍ଟର ଶେଷରେ ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
04:45 | “ଏଣ୍ଟର୍” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
04:49 | ଏବେ ଏଣ୍ଡ୍ ବ୍ଲକ୍ସର ଏକ ଉଦାହରଣ ଦେଖିବା |
04:53 | ଟର୍ମିନାଲ୍ ଖୋଲି ଟାଇପ୍ କରନ୍ତୁ |
04:56 | gedit endBlock dot pl space ampersand |
05:00 | ଓ “ଏଣ୍ଟର” ଦବାନ୍ତୁ |
05:03 | ଏହା “endBlock dot pl” ଫାଇଲ୍କୁ “gedit”ରେ ଖୋଲିବ |
05:08 | ସ୍କ୍ରିନ୍ରେ ପ୍ରଦର୍ଶିତ ନିନ୍ମୋକ୍ତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
05:13 | ଚାଲନ୍ତୁ ଦେଖିବା ମୁଁ ଏହି ସ୍କ୍ରିପ୍ଟ ଭିତରେ କ’ଣ ଲେଖିଛି |
05:17 | ଏଠାରେ ଆମେ “END” ବ୍ଲକ୍ସ ପୂର୍ବରୁ ଓ ପରେ କିଛି ଟେକ୍ସଟ୍ ପ୍ରିଣ୍ଟ କରିଛୁ |
05:23 | ସେହିପରି, ଆମେ ପ୍ରତ୍ୟେକ “END” ବ୍ଲକ୍ରେ ଗୋଟିଏ ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ ଲେଖିଛୁ |
05:29 | ଧ୍ୟାନଦିଅନ୍ତୁ, ମୁଁ “END” ବ୍ଲକ୍ ପରେ “ସେମିକଲନ୍” ଦେଇନାହିଁ |
05:34 | ଯଦି ଆମେ ସେମିକଲନ୍ ଦେବା, ତେବେ କମ୍ପାଇଲେସନ୍ରେ ସିଣ୍ଟାକ୍ସ ଏରର୍ ଦେଖାଦେବ |
05:41 | ଫାଇଲ୍ ସେଭ୍ କରିବା ପାଇଁ “Ctrl+s” ଦବାନ୍ତୁ |
05:45 | ଏହାପରେ ଟର୍ମିନାଲ୍କୁ ଯାଆନ୍ତୁ ଓ ସ୍କ୍ରିପ୍ଟ ଏକ୍ଜେକ୍ୟୁସନ୍ ପାଇଁ ଟାଇପ୍ କରନ୍ତୁ |
05:50 | perl endBlock dot pl |
05:53 | ଓ “ଏଣ୍ଟର” ଦବାନ୍ତୁ |
05:55 | ଆପଣ ଟର୍ମିନାଲ୍ ଉପରେ ପ୍ରଦର୍ଶିତ ରୂପେ ଆଉଟ୍ପୁଟ୍ ପାଇବେ |
06:00 | ଧ୍ୟାନଦିଅନ୍ତୁ, “END” ବ୍ଲକ୍ ଭିତରେ ଲେଖାଥିବା ଧାଡ଼ିଟି ଶେଷରେ ପ୍ରିଣ୍ଟ୍ ହୋଇଛି |
06:06 | ସ୍କ୍ରିପ୍ଟରେ ଶେଷ “ପ୍ରିଣ୍ଟ ଷ୍ଟେଟ୍ମେଣ୍ଟ” ପ୍ରକୃତରେ “END ବ୍ଲକ୍ ଷ୍ଟେଟ୍ମେଣ୍ଟ” ପୂର୍ବରୁ ପ୍ରିଣ୍ଟ୍ ହେବ ଓ |
06:13 | ସେଗୁଡ଼ିକର ଘୋଷଣାର ବିପରୀତ କ୍ରମରେ “END” ବ୍ଲକ୍ ଏକ୍ଜେକ୍ୟୁଟ୍ ହେବ |
06:20 | ଏହି ଉଦାହରଣରୁ ଏହା ସ୍ପଷ୍ଟ ଯେ |
06:23 | “END” ବ୍ଲକ୍ସ ଭିତରେ ଲେଖାଥିବା କୋଡ୍ ଶେଷରେ ଏକ୍ଜେକ୍ୟୁଟ୍ ହୁଏ |
06:29 | ଏହା ନିର୍ବିଶେଷରେ “ପର୍ଲ” ସ୍କ୍ରିପ୍ଟ ଭିତରେ ଥିବା “END” ବ୍ଲକ୍ର ସ୍ଥାନ ଅଟେ ଓ |
06:36 | “END” ବ୍ଲକ୍ “Last In First Out” ପ୍ରଣାଳୀରେ ଏକ୍ଜେକ୍ୟୁଟ୍ ହୁଏ |
06:41 | ତେଣୁ, “END” ବ୍ଲକ୍ର ଗୋଟିଏ ବ୍ୟବହାର ହେଲା ପ୍ରସ୍ଥାନ ପୂର୍ବରୁ ପ୍ରୋଗ୍ରାମ୍ରେ ତିଆରି ହୋଇଥିବା ଅବ୍ଜେକ୍ଟଗୁଡ଼ିକୁ ନଷ୍ଟ କରିଦେବା |
06:49 | ସେହିପରି, “ପର୍ଲ”ରେ “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ ଅଛି |
06:55 | ଏହି ବ୍ଲକ୍ଗୁଡ଼ିକ ଡେଭ୍ଲପର୍ଙ୍କ ଦ୍ୱାରା କ୍ୱଚିତ୍ ବ୍ୟବହୃତ ହୁଏ ଓ ବୁଝିବା ପାଇଁ ଜଟିଳ ଅଟେ |
07:02 | ତେଣୁ, ମୁଁ ଏହି ବ୍ଲକ୍ଗୁଡ଼ିକ ବିଷୟରେ ଆପଣଙ୍କୁ ସମ୍ୟକ୍ ଧାରଣା ଦେବି |
07:06 | “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ଗୁଡ଼ିକ ବହୁତ ଉପଯୋଗୀ |
07:10 | ମୁଖ୍ୟ ପ୍ରୋଗ୍ରାମ୍ର କମ୍ପାଇଲେଶନ୍ ଓ ଏକ୍ଜେକ୍ୟୁସନ୍ ଫେଜ୍ ମଧ୍ୟରେ ପରିବର୍ତ୍ତନକୁ ଜାଣିବା ପାଇଁ |
07:18 | ଓ କମ୍ପାଇଲେସନ୍ ପରେ ଓ ଏକ୍ଜେକ୍ୟୁସନ୍ ପୂର୍ବରୁ କିଛି ପରୀକ୍ଷା ଅଥବା ପ୍ରାଥମିକତା ପ୍ରଦର୍ଶନ କରିବା ପାଇଁ |
07:24 | “ୟୁନିଟ୍ଚେକ୍” ଓ “ଚେକ୍” ବ୍ଲକ୍ସ “Last in First out” ପଦ୍ଧତିରେ ରନ୍ କରେ |
07:31 | ଯେଉଁଠାରେକି’ “ଇନ୍ଇଟ୍” ବ୍ଲକ୍ “Last in First out” ପଦ୍ଧତିରେ ରନ୍ କରେ |
07:37 | “ୟୁନିଟ୍ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
07:41 | କ୍ୟାପିଟାଲ୍ ଲେଟର୍ରେ “ୟୁନିଟ୍ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
07:46 | “ଏଣ୍ଟର” ଦବାନ୍ତୁ |
07:48 | ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
07:50 | “ଏଣ୍ଟର” ଦବାନ୍ତୁ |
07:52 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
07:54 | “ଚେକ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
07:58 | କ୍ୟାପିଟାଲ୍ ଲେଟର୍ରେ “ଚେକ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
08:03 | “ଏଣ୍ଟର” ଦବାନ୍ତୁ,ଏକ୍ଜେକ୍ୟୁଟ୍ ହେବାକୁ ଥିବା କୋଡ୍ର ଭାଗ |
08:07 | “ଏଣ୍ଟର” ଦବାନ୍ତୁ,କ୍ଲୋଜ୍ କର୍ଲୀ ବ୍ରାକେଟ୍ |
08:11 | “ଇନ୍ଇଟ୍” ବ୍ଲକ୍ ପାଇଁ ସିଣ୍ଟାକ୍ସ ହେଉଛି |
08:15 | କ୍ୟାପିଟାଲ୍ ଲେଟର୍ରେ “ଇନ୍ଇଟ୍” ସ୍ପେସ୍ ଓପନ୍ କର୍ଲୀ ବ୍ରାକେଟ୍ |
08:20 | “ଏଣ୍ଟର” ଦବାନ୍ତୁ,ଇନିଶିଆଲାଇଜ୍ ହେବାକୁ ଥିବା କୋଡ୍ର ଭାଗ |
08:24 | “ଏଣ୍ଟର” ଦବାନ୍ତୁ |
08:26 | କ୍ଲୋଜ୍ କର୍ଲୀ ବ୍ରାକେଟ୍ |
08:28 | ଭଲଭାବେ ବୁଝିବାକୁ, ଆପଣ ନିଜ “ପର୍ଲ” ସ୍କ୍ରିପ୍ଟରେ ଏହି ବ୍ଲକ୍ଗୁଡ଼ିକୁ ପ୍ରୟୋଗ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି |
08:36 | ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ |
08:40 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି |
08:44 | ବିସ୍ତୃତ ଭାବେ “BEGIN” ଓ “END” ବ୍ଲକ୍ସ ଓ |
08:48 | “ୟୁନିଟ୍ଚେକ୍, ଚେକ୍” ଓ “ଇନ୍ଇଟ୍” ବ୍ଲକ୍ର ପରିଚୟ |
08:52 | ଏକ ଆସାଇନ୍ମେଣ୍ଟ ଭାବେ- |
08:54 | ଏକ ପର୍ଲ ସ୍କ୍ରିପ୍ଟ ଭିତରେ ନିନ୍ମୋକ୍ତ କୋଡ୍ ଟାଇପ୍ କରନ୍ତୁ; |
08:58 | ସ୍କ୍ରିପ୍ଟ ଏକ୍ଜେକ୍ୟୁଟ୍ କରି ଆଉଟ୍ପୁଟ୍ ଦେଖନ୍ତୁ |
09:02 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓ ଦେଖନ୍ତୁ |
09:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ |
09:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:20 | ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:24 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org) |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:37 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ Introରେ ଉପଲବ୍ଧ |
09:57 | ଆଶା କରୁଛି ଆପଣ ଏହି ପର୍ଲ ଟ୍ୟୁଟୋରିଆଲ୍କୁ ଉପଭୋଗ କରିଥିବେ |
10:00 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
10:02 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |