Difference between revisions of "PERL/C2/Functions-in-Perl/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- | 00:01 | ପର୍ଲରେ ଫଙ୍କ୍‌‍ସନ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ...")
 
 
Line 6: Line 6:
 
| 00:01
 
| 00:01
 
| ପର୍ଲରେ ଫଙ୍କ୍‌‍ସନ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
 
| ପର୍ଲରେ ଫଙ୍କ୍‌‍ସନ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
 +
 
|-
 
|-
 
| 00:06
 
| 00:06
 
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
 
| ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
 +
 
|-
 
|-
 
|00:10
 
|00:10
|'''Perl functions'''
+
|'''Perl functions''','''arguments''' ସହିତ '''functions'''
|-
+
 
|00:11
+
| '''arguments''' ସହିତ '''functions'''
+
 
|-
 
|-
 
|00:13
 
|00:13
 
|'''return values''' ସହିତ '''function'''
 
|'''return values''' ସହିତ '''function'''
 +
 
|-
 
|-
 
|00:16
 
|00:16
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
| 00:18
 
| 00:18
 
|'''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍
 
|'''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍
 +
 
|-
 
|-
 
| 00:22
 
| 00:22
 
|'''Perl 5.14.2''' ଓ
 
|'''Perl 5.14.2''' ଓ
 +
 
|-
 
|-
 
| 00:24
 
| 00:24
 
| '''gedit''' Text Editor  
 
| '''gedit''' Text Editor  
 +
 
|-
 
|-
 
|00:27
 
|00:27
 
| ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
 +
 
|-
 
|-
 
|00:31
 
|00:31
 
| '''Perl'''ରେ '''variables, comments, loops, conditional statements''' ଓ '''Data Structures''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 
| '''Perl'''ରେ '''variables, comments, loops, conditional statements''' ଓ '''Data Structures''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
 
|-
 
|-
 
| 00:41
 
| 00:41
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
|00:47
 
|00:47
 
| ପ୍ରଥମେ କିଛି ସରଳ '''Perl functions''' ଦେଖିବା
 
| ପ୍ରଥମେ କିଛି ସରଳ '''Perl functions''' ଦେଖିବା
 +
 
|-
 
|-
 
|00:51
 
|00:51
 
| Perlରେ functionsକୁ '''subroutines''' ମଧ୍ୟ କୁହାଯାଏ, ଯାହାକୁ '''sub keyword''' ସହ ଡିକ୍ଲେର୍ କରାଯାଏ
 
| Perlରେ functionsକୁ '''subroutines''' ମଧ୍ୟ କୁହାଯାଏ, ଯାହାକୁ '''sub keyword''' ସହ ଡିକ୍ଲେର୍ କରାଯାଏ
 +
 
|-
 
|-
 
| 00:57
 
| 00:57
 
| ଡିକ୍ଲେର୍ କରାଯାଇଥିବା ଏକ '''function'''ର ପରିଭାଷା କର୍ଲୀ ବ୍ରାକେଟ୍ ଭିତରେ ଲେଖାଯାଏ
 
| ଡିକ୍ଲେର୍ କରାଯାଇଥିବା ଏକ '''function'''ର ପରିଭାଷା କର୍ଲୀ ବ୍ରାକେଟ୍ ଭିତରେ ଲେଖାଯାଏ
 +
 
|-
 
|-
 
|01:03
 
|01:03
 
| ଏହି '''function''' କୌଣସି '''arguments''' ନିଏନାହିଁ
 
| ଏହି '''function''' କୌଣସି '''arguments''' ନିଏନାହିଁ
 +
 
|-
 
|-
 
|01:07
 
|01:07
 
| ଓ ଏହା କିଛି ରିଟର୍ନ କରେନାହିଁ
 
| ଓ ଏହା କିଛି ରିଟର୍ନ କରେନାହିଁ
 +
 
|-
 
|-
 
|01:10
 
|01:10
 
| ଧ୍ୟାନଦିଅନ୍ତୁ: '''function'''ର ପରିଭାଷା ସ୍କ୍ରିପ୍ଟ ଭିତରେ ଯେକୌଣସି ସ୍ଥାନରେ କିମ୍ବା ଅନ୍ୟ '''module'''ରେ ଲେଖାଯାଇପାରିବ
 
| ଧ୍ୟାନଦିଅନ୍ତୁ: '''function'''ର ପରିଭାଷା ସ୍କ୍ରିପ୍ଟ ଭିତରେ ଯେକୌଣସି ସ୍ଥାନରେ କିମ୍ବା ଅନ୍ୟ '''module'''ରେ ଲେଖାଯାଇପାରିବ
 +
 
|-
 
|-
 
|01:17
 
|01:17
 
| ଏହି '''function''' ବ୍ୟବହାର କରିବା ପାଇଁ ଏହି '''module'''କୁ ନିଶ୍ଚିତ ଭାବେ ସ୍କ୍ରିପ୍ଟରେ ମିଶାଇବାକୁ ପଡ଼ିବ
 
| ଏହି '''function''' ବ୍ୟବହାର କରିବା ପାଇଁ ଏହି '''module'''କୁ ନିଶ୍ଚିତ ଭାବେ ସ୍କ୍ରିପ୍ଟରେ ମିଶାଇବାକୁ ପଡ଼ିବ
 +
 
|-
 
|-
 
|01:24
 
|01:24
 
| ସ୍କ୍ରିପ୍ଟରେ '''module''' ଫାଇଲ୍ ମିଶାଇବା ପାଇଁ ନିମ୍ନ ସିଣ୍ଟାକ୍ସ ବ୍ୟବହାର କରିବାକୁ ପଡ଼ିବ-
 
| ସ୍କ୍ରିପ୍ଟରେ '''module''' ଫାଇଲ୍ ମିଶାଇବା ପାଇଁ ନିମ୍ନ ସିଣ୍ଟାକ୍ସ ବ୍ୟବହାର କରିବାକୁ ପଡ଼ିବ-
 +
 
|-
 
|-
 
|01:31
 
|01:31
 
| '''use ModuleFileName semicolon'''
 
| '''use ModuleFileName semicolon'''
 +
 
|-
 
|-
 
| 01:35
 
| 01:35
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହାକୁ ବୁଝିବା
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହାକୁ ବୁଝିବା
 +
 
|-
 
|-
 
|01:39
 
|01:39
 
| ଆପଣଙ୍କ ଟେକ୍ସଟ୍ ଏଡିଟର୍‌‍ରେ ଏକ ଫାଇଲ୍ ଖୋଲନ୍ତୁ ଓ ତାକୁ '''simpleFunction dot pl''' ନାମ ଦିଅନ୍ତୁ
 
| ଆପଣଙ୍କ ଟେକ୍ସଟ୍ ଏଡିଟର୍‌‍ରେ ଏକ ଫାଇଲ୍ ଖୋଲନ୍ତୁ ଓ ତାକୁ '''simpleFunction dot pl''' ନାମ ଦିଅନ୍ତୁ
 +
 
|-
 
|-
 
|01:46
 
|01:46
 
| '''gedit'''ରେ ଏହା ହେଉଛି  ମୋର '''simpleFunction dot pl''' ଫାଇଲ୍
 
| '''gedit'''ରେ ଏହା ହେଉଛି  ମୋର '''simpleFunction dot pl''' ଫାଇଲ୍
 +
 
|-
 
|-
 
| 01:51
 
| 01:51
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 +
 
|-
 
|-
 
|01:55
 
|01:55
 
| ଏଠାରେ ଆମେ କେବଳ ଏକ '''function''' କଲ୍‍ କରୁଛେ, ଯାହାକୁ ଆମେ ପରିଭାଷିତ କରିଛେ
 
| ଏଠାରେ ଆମେ କେବଳ ଏକ '''function''' କଲ୍‍ କରୁଛେ, ଯାହାକୁ ଆମେ ପରିଭାଷିତ କରିଛେ
 +
 
|-
 
|-
 
|02:00
 
|02:00
 
| ତାହାପରେ ଏକଜେକ୍ୟୁସନ୍ କଣ୍ଟ୍ରୋଲ୍, ସେହି '''function'''କୁ ପାସ୍‍ କରାଗଲା
 
| ତାହାପରେ ଏକଜେକ୍ୟୁସନ୍ କଣ୍ଟ୍ରୋଲ୍, ସେହି '''function'''କୁ ପାସ୍‍ କରାଗଲା
 +
 
|-
 
|-
 
|02:06
 
|02:06
 
| ଏହା ହେଉଛି '''function'''ର ଘୋଷଣା ଓ ପରିଭାଷା
 
| ଏହା ହେଉଛି '''function'''ର ଘୋଷଣା ଓ ପରିଭାଷା
 +
 
|-
 
|-
 
|02:10
 
|02:10
 
| ଏହି '''function''', ଦିଆଯାଇଥିବା ଟେକ୍ସଟ୍ ପ୍ରିଣ୍ଟ କରିବ
 
| ଏହି '''function''', ଦିଆଯାଇଥିବା ଟେକ୍ସଟ୍ ପ୍ରିଣ୍ଟ କରିବ
 +
 
|-
 
|-
 
|02:14
 
|02:14
 
| ଫାଇଲ୍ ସେଭ୍ କରନ୍ତୁ
 
| ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|02:17
 
|02:17
 
| ତାହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ
 
| ତାହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
|02:24
 
|02:24
 
|'''perl simpleFunction dot pl'''  
 
|'''perl simpleFunction dot pl'''  
 +
 
|-
 
|-
 
|02:28
 
|02:28
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|02:30
 
|02:30
 
| ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 
| ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|02:38
 
|02:38
 
| ଏବେ, '''arguments''' ସହିତ ଏକ '''function''' ଦେଖିବା
 
| ଏବେ, '''arguments''' ସହିତ ଏକ '''function''' ଦେଖିବା
 +
 
|-
 
|-
 
|02:44
 
|02:44
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହି ଫଙ୍କସନ୍‌‍କୁ ବୁଝିବା
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହି ଫଙ୍କସନ୍‌‍କୁ ବୁଝିବା
 +
 
|-
 
|-
 
|  02:48
 
|  02:48
 
| ଆପଣଙ୍କ text editorରେ '''functionWithArgs dot pl''' ନାମରେ ଏକ ଫାଇଲ୍ ଖୋଲନ୍ତୁ
 
| ଆପଣଙ୍କ text editorରେ '''functionWithArgs dot pl''' ନାମରେ ଏକ ଫାଇଲ୍ ଖୋଲନ୍ତୁ
 +
 
|-
 
|-
 
|  02:57
 
|  02:57
 
| ଏହା ହେଉଛି '''gedit'''ରେ ମୋର  '''functionWithArgs''' ସ୍କ୍ରିପ୍ଟ
 
| ଏହା ହେଉଛି '''gedit'''ରେ ମୋର  '''functionWithArgs''' ସ୍କ୍ରିପ୍ଟ
 +
 
|-
 
|-
 
| 03:02
 
| 03:02
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|03:07
 
|03:07
 
| ଏଠାରେ ଆମେ '''arguments''' 10 ଓ 20 ସହିତ ଏକ ଫଙ୍କସନ୍ କଲ୍ କରୁଛେ
 
| ଏଠାରେ ଆମେ '''arguments''' 10 ଓ 20 ସହିତ ଏକ ଫଙ୍କସନ୍ କଲ୍ କରୁଛେ
 +
 
|-
 
|-
 
| 03:13
 
| 03:13
 
| ପାସ୍‍ କରାଯାଇଥିବା '''arguments''', ''' $var1''' ଓ ''' $var2''' ରେ ମିଶେ
 
| ପାସ୍‍ କରାଯାଇଥିବା '''arguments''', ''' $var1''' ଓ ''' $var2''' ରେ ମିଶେ
 +
 
|-
 
|-
 
| 03:20
 
| 03:20
 
|@_ ହେଉଛି ଏକ ସ୍ୱତନ୍ତ୍ର '''Perl variable'''. ଏହାର ବିବରଣୀ ଆମେ ଭବିଷ୍ୟତର ଟ୍ୟୁଟୋରିଆଲ୍ସରେ ଦେଖିବା
 
|@_ ହେଉଛି ଏକ ସ୍ୱତନ୍ତ୍ର '''Perl variable'''. ଏହାର ବିବରଣୀ ଆମେ ଭବିଷ୍ୟତର ଟ୍ୟୁଟୋରିଆଲ୍ସରେ ଦେଖିବା
 +
 
|-
 
|-
 
|03:29
 
|03:29
 
| ଏହି '''function''', ଦୁଇଟି '''variables'''ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ପ୍ରିଣ୍ଟ କରେ
 
| ଏହି '''function''', ଦୁଇଟି '''variables'''ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ପ୍ରିଣ୍ଟ କରେ
 +
 
|-
 
|-
 
|03:37
 
|03:37
 
| ଫାଇଲ୍ ସେଭ୍ କରନ୍ତୁ
 
| ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|  03:42
 
|  03:42
 
| ''' @_''' ହେଉଛି ଏକ ସ୍ୱତନ୍ତ୍ର Perl array
 
| ''' @_''' ହେଉଛି ଏକ ସ୍ୱତନ୍ତ୍ର Perl array
 +
 
|-
 
|-
 
|03:46
 
|03:46
 
| ଏହି '''array''', ପାସ୍‍ କରାଯାଇଥିବା '''arguments'''କୁ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଏ
 
| ଏହି '''array''', ପାସ୍‍ କରାଯାଇଥିବା '''arguments'''କୁ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଏ
 +
 
|-
 
|-
 
|  03:51
 
|  03:51
 
| ସେହିପରି, ଆମେ '''variables''' ରେ ପାସ୍‍ ହୋଇଥିବା '''arguments'''କୁ ଧରିପାରିବା,  
 
| ସେହିପରି, ଆମେ '''variables''' ରେ ପାସ୍‍ ହୋଇଥିବା '''arguments'''କୁ ଧରିପାରିବା,  
 +
 
|-
 
|-
 
|  03:56
 
|  03:56
 
|  ଯେପରି - '''$var1 space = space  shift @_  semicolon'''
 
|  ଯେପରି - '''$var1 space = space  shift @_  semicolon'''
 +
 
|-
 
|-
 
|  04:04
 
|  04:04
 
|'''$var2 space  = space  shift @_  semicolon'''
 
|'''$var2 space  = space  shift @_  semicolon'''
 +
 
|-
 
|-
 
| 04:12
 
| 04:12
 
| '''shift @_ , @_ array'''ରୁ ପ୍ରଥମ ପୋଜିସନ୍ କାଢ଼ିଥାଏ
 
| '''shift @_ , @_ array'''ରୁ ପ୍ରଥମ ପୋଜିସନ୍ କାଢ଼ିଥାଏ
 +
 
|-
 
|-
 
| 04:21
 
| 04:21
 
| ଓ ଏହାକୁ ଏକ '''variable'''କୁ ଆସାଇନ୍ କରେ
 
| ଓ ଏହାକୁ ଏକ '''variable'''କୁ ଆସାଇନ୍ କରେ
 +
 
|-
 
|-
 
|04:24
 
|04:24
 
| ଅନ୍ୟ ମାର୍ଗ ହେଉଛି; '''$var1 space  =  space dollar underscrore open square bracket zero close square bracket semicolon'''
 
| ଅନ୍ୟ ମାର୍ଗ ହେଉଛି; '''$var1 space  =  space dollar underscrore open square bracket zero close square bracket semicolon'''
 +
 
|-
 
|-
 
|04:38
 
|04:38
 
| '''$var2 space  =  space dollar underscrore open square bracket 1 close square bracket semicolon'''
 
| '''$var2 space  =  space dollar underscrore open square bracket 1 close square bracket semicolon'''
 +
 
|-
 
|-
 
|04:49
 
|04:49
 
| ଉପରୋକ୍ତ ମାର୍ଗ ହେଉଛି '''index''' ବ୍ୟବହାର କରି '''@_ array'''ର '''elements''' ପାଇବା ସହ ସମାନ
 
| ଉପରୋକ୍ତ ମାର୍ଗ ହେଉଛି '''index''' ବ୍ୟବହାର କରି '''@_ array'''ର '''elements''' ପାଇବା ସହ ସମାନ
 +
 
|-
 
|-
 
|04:59
 
|04:59
 
| ଏବେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
 
| ଏବେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
|05:06
 
|05:06
 
|'''perl functionWithArgs dot pl''' ଓ ଏଣ୍ଟର ଦାବନ୍ତୁ
 
|'''perl functionWithArgs dot pl''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|05:14
 
|05:14
 
| ଆଉଟପୁଟ୍ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
 
| ଆଉଟପୁଟ୍ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
| 05:23
 
| 05:23
 
| ଏବେ, ସିଙ୍ଗଲ୍ ଭାଲ୍ୟୁ ରିଟର୍ନ କରୁଥିବା ଏକ '''functions''' ଦେଖିବା
 
| ଏବେ, ସିଙ୍ଗଲ୍ ଭାଲ୍ୟୁ ରିଟର୍ନ କରୁଥିବା ଏକ '''functions''' ଦେଖିବା
 +
 
|-
 
|-
 
|05:32
 
|05:32
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
 
|-
 
|-
 
|05:35
 
|05:35
 
| '''gedit'''ରେ '''funcWithSingleRtrnVal dot pl''' ସ୍କ୍ରିପ୍ଟକୁ ଫେରିଯିବା
 
| '''gedit'''ରେ '''funcWithSingleRtrnVal dot pl''' ସ୍କ୍ରିପ୍ଟକୁ ଫେରିଯିବା
 +
 
|-
 
|-
 
|05:46
 
|05:46
 
| ଆପଣଙ୍କ text editorରେ ଏକ ଫାଇଲ୍ ଖୋଲନ୍ତୁ ଓ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 
| ଆପଣଙ୍କ text editorରେ ଏକ ଫାଇଲ୍ ଖୋଲନ୍ତୁ ଓ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|05:52
 
|05:52
 
| ଏଠାରେ ଆମେ '''parameters''' 10 ଓ 20 ସହିତ '''addVariables function''' କଲ୍ କରୁଛେ
 
| ଏଠାରେ ଆମେ '''parameters''' 10 ଓ 20 ସହିତ '''addVariables function''' କଲ୍ କରୁଛେ
 +
 
|-
 
|-
 
|06:01
 
|06:01
 
| ଏହି '''function'''ର ରିଟର୍ନ ଭାଲ୍ୟୁ '''$addition variable''' ଭିତରେ ମିଶେ
 
| ଏହି '''function'''ର ରିଟର୍ନ ଭାଲ୍ୟୁ '''$addition variable''' ଭିତରେ ମିଶେ
 +
 
|-
 
|-
 
|06:09
 
|06:09
 
| ଏହି '''function''' ପାସ୍ ହୋଇଥିବା ''' parameters '''ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ରିଟର୍ନ କରେ
 
| ଏହି '''function''' ପାସ୍ ହୋଇଥିବା ''' parameters '''ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ରିଟର୍ନ କରେ
 +
 
|-
 
|-
 
|06:15
 
|06:15
 
| ଫାଇଲ୍ ସେଭ୍ କରନ୍ତୁ
 
| ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|06:17
 
|06:17
 
| ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
 
| ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
 +
 
|-
 
|-
 
|  06:20
 
|  06:20
 
| ତେଣୁ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ
 
| ତେଣୁ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ
 +
 
|-
 
|-
 
|  06:24
 
|  06:24
 
|'''perl funcWithSingleRtrnVal dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
|'''perl funcWithSingleRtrnVal dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
|06:35
 
|06:35
 
| ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 
| ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|  06:43
 
|  06:43
 
| ଏବେ multiple ଭାଲ୍ୟୁ ରିଟର୍ନ କରୁଥିବା ଏକ function ଦେଖିବା
 
| ଏବେ multiple ଭାଲ୍ୟୁ ରିଟର୍ନ କରୁଥିବା ଏକ function ଦେଖିବା
 +
 
|-
 
|-
 
| 06:48
 
| 06:48
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
 
|-
 
|-
 
|  06:53
 
|  06:53
 
| '''gedit'''ରେ ମୁଁ ଏକ ଫାଇଲ୍ ଖୋଲି ତାକୁ '''funcWithMultipleRtrnVals dot pl''' ନାଁ ଦେଇଛି
 
| '''gedit'''ରେ ମୁଁ ଏକ ଫାଇଲ୍ ଖୋଲି ତାକୁ '''funcWithMultipleRtrnVals dot pl''' ନାଁ ଦେଇଛି
 +
 
|-
 
|-
 
|  07:04
 
|  07:04
 
| ଆପଣଙ୍କ text editorରେ ମଧ୍ୟ ଏହିପରି କରନ୍ତୁ
 
| ଆପଣଙ୍କ text editorରେ ମଧ୍ୟ ଏହିପରି କରନ୍ତୁ
 +
 
|-
 
|-
 
|  07:08
 
|  07:08
 
| ଏବେ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 
| ଏବେ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|07:13
 
|07:13
 
| ଏଠାରେ ଆମେ parameters 10 ଓ 20 ସହିତ '''addVariables''' function କଲ୍ କରୁଛେ
 
| ଏଠାରେ ଆମେ parameters 10 ଓ 20 ସହିତ '''addVariables''' function କଲ୍ କରୁଛେ
 +
 
|-
 
|-
 
|  07:21
 
|  07:21
 
| ଏହି '''function'''ର ରିଟର୍ନ ଭାଲ୍ୟୁଗୁଡ଼ିକ ''' $var1, $var2 ଓ  $addition''' ଭେରିଏବଲ୍ ରେ ମିଶନ୍ତି
 
| ଏହି '''function'''ର ରିଟର୍ନ ଭାଲ୍ୟୁଗୁଡ଼ିକ ''' $var1, $var2 ଓ  $addition''' ଭେରିଏବଲ୍ ରେ ମିଶନ୍ତି
 +
 
|-
 
|-
 
|  07:31
 
|  07:31
 
| ଏହି '''function''', ଯୋଗକ୍ରିୟା ସମ୍ପାଦନ କରେ ଓ ପାସ୍ କରାଯାଇଥିବା parameters ଓ ପ୍ରୟୋଗିତ ଉତ୍ତର ରିଟର୍ନ କରେ
 
| ଏହି '''function''', ଯୋଗକ୍ରିୟା ସମ୍ପାଦନ କରେ ଓ ପାସ୍ କରାଯାଇଥିବା parameters ଓ ପ୍ରୟୋଗିତ ଉତ୍ତର ରିଟର୍ନ କରେ
 +
 
|-
 
|-
 
|07:42
 
|07:42
 
| ଏକ '''function'''ରୁ ଗୋଟିଏ '''array''' କିପରି ରିଟର୍ନ କରିପାରିବା, ଏହି ଉଦାହରଣ ବର୍ଣ୍ଣନା କରେ
 
| ଏକ '''function'''ରୁ ଗୋଟିଏ '''array''' କିପରି ରିଟର୍ନ କରିପାରିବା, ଏହି ଉଦାହରଣ ବର୍ଣ୍ଣନା କରେ
 +
 
|-
 
|-
 
| 07:53
 
| 07:53
 
| ସେହିପରି, ଏକ '''function'''ରୁ ଗୋଟିଏ '''hash''' କିପରି ରିଟର୍ନ କରାଯାଇପାରିବ, ଏହା ପ୍ରଦର୍ଶିତ କରେ
 
| ସେହିପରି, ଏକ '''function'''ରୁ ଗୋଟିଏ '''hash''' କିପରି ରିଟର୍ନ କରାଯାଇପାରିବ, ଏହା ପ୍ରଦର୍ଶିତ କରେ
 +
 
|-
 
|-
 
|08:00
 
|08:00
 
| ଫାଇଲ୍ ସେଭ୍ କରନ୍ତୁ
 
| ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|08:03
 
|08:03
 
| ଏବେ ଟର୍ମିନା‍ଲ୍‌‍ରେ ''' Perl''' script ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
 
| ଏବେ ଟର୍ମିନା‍ଲ୍‌‍ରେ ''' Perl''' script ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
 +
 
|-
 
|-
 
| 08:10
 
| 08:10
 
| '''perl funcWithMultipleRtrnVals dot pl'''  
 
| '''perl funcWithMultipleRtrnVals dot pl'''  
 +
 
|-
 
|-
 
| 08:18
 
| 08:18
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  08:20
 
|  08:20
 
| ଆଉଟପୁଟ୍, ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 
| ଆଉଟପୁଟ୍, ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|  08:32
 
|  08:32
 
|'''Perl''' ବିଭିନ୍ନ '''inbuilt functions''' ଯୋଗାଇଥାଏ
 
|'''Perl''' ବିଭିନ୍ନ '''inbuilt functions''' ଯୋଗାଇଥାଏ
 +
 
|-
 
|-
 
|08:36
 
|08:36
 
| ଆମେ ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ସେଗୁଡ଼ିକ ମଧ୍ୟରୁ କିଛି ଶିଖିଛେ, ଯେପରି- '''Arrays, Hash, sort, scalar, each, keys''' ଇତ୍ୟାଦି
 
| ଆମେ ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ସେଗୁଡ଼ିକ ମଧ୍ୟରୁ କିଛି ଶିଖିଛେ, ଯେପରି- '''Arrays, Hash, sort, scalar, each, keys''' ଇତ୍ୟାଦି
 +
 
|-
 
|-
 
|08:49
 
|08:49
 
| ଅନ୍ୟ ଯେକୌଣସି function କଲ୍ କରିବା, ଆମେ ପରିଭାଷିତ କରିଥିବା '''inbuilt functions''' କଲ୍ କରିବା ସହ ସମାନ
 
| ଅନ୍ୟ ଯେକୌଣସି function କଲ୍ କରିବା, ଆମେ ପରିଭାଷିତ କରିଥିବା '''inbuilt functions''' କଲ୍ କରିବା ସହ ସମାନ
 +
 
|-
 
|-
 
|08:57
 
|08:57
 
| ଯେପରି: '''sort open bracket @arrayName close bracket semicolon'''
 
| ଯେପରି: '''sort open bracket @arrayName close bracket semicolon'''
 +
 
|-
 
|-
 
|09:04
 
|09:04
 
| ଆମେ ବ୍ୟବହାର କରିଥିବା ନମୁନା ପ୍ରୋଗ୍ରାମ୍‌ଗୁଡ଼ିକରେ କିଛି '''inbuilt functions''' ମିଶାଇବାକୁ ଚେଷ୍ଟା କରନ୍ତୁ
 
| ଆମେ ବ୍ୟବହାର କରିଥିବା ନମୁନା ପ୍ରୋଗ୍ରାମ୍‌ଗୁଡ଼ିକରେ କିଛି '''inbuilt functions''' ମିଶାଇବାକୁ ଚେଷ୍ଟା କରନ୍ତୁ
 +
 
|-
 
|-
 
|09:10
 
|09:10
 
| ଓ ସେଗୁଡ଼ିକର ଆଉଟପୁଟ୍ ଦେଖନ୍ତୁ
 
| ଓ ସେଗୁଡ଼ିକର ଆଉଟପୁଟ୍ ଦେଖନ୍ତୁ
 +
 
|-
 
|-
 
|09:13
 
|09:13
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|09:15
 
|09:15
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 +
 
|-
 
|-
 
|09:17
 
|09:17
 
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''Perl'''ରେ '''Functions'''
 
| ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''Perl'''ରେ '''Functions'''
 +
 
|-
 
|-
 
|09:19
 
|09:19
 
| '''arguments''' ସହିତ '''functions''' ଓ
 
| '''arguments''' ସହିତ '''functions''' ଓ
 +
 
|-
 
|-
 
|09:22
 
|09:22
 
| ଭାଲ୍ୟୁ ରିଟର୍ନ କରୁଥିବା '''functions'''
 
| ଭାଲ୍ୟୁ ରିଟର୍ନ କରୁଥିବା '''functions'''
 +
 
|-
 
|-
 
|09:27
 
|09:27
 
| ଏକ ଆସାଇନ୍ମେଣ୍ଟ ଭାବେ -
 
| ଏକ ଆସାଇନ୍ମେଣ୍ଟ ଭାବେ -
 +
 
|-
 
|-
 
|09:29
 
|09:29
 
| ତିନୋଟି '''arguments''' ନେଉଥିବା ଏକ '''function''' ଲେଖନ୍ତୁ
 
| ତିନୋଟି '''arguments''' ନେଉଥିବା ଏକ '''function''' ଲେଖନ୍ତୁ
 +
 
|-
 
|-
 
|09:33
 
|09:33
 
| ଏହି '''arguments''' ରେ କିଛି କାର୍ଯ୍ୟ କରନ୍ତୁ
 
| ଏହି '''arguments''' ରେ କିଛି କାର୍ଯ୍ୟ କରନ୍ତୁ
 +
 
|-
 
|-
 
|09:37
 
|09:37
 
| '''arguments''' ରେ ସମ୍ପାଦିତ କାର୍ଯ୍ୟର ଫଳାଫଳ ରିଟର୍ନ କରନ୍ତୁ ଓ ତାହାକୁ ପ୍ରିଣ୍ଟ କରନ୍ତୁ
 
| '''arguments''' ରେ ସମ୍ପାଦିତ କାର୍ଯ୍ୟର ଫଳାଫଳ ରିଟର୍ନ କରନ୍ତୁ ଓ ତାହାକୁ ପ୍ରିଣ୍ଟ କରନ୍ତୁ
 +
 
|-
 
|-
 
|09:43
 
|09:43
 
| ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|09:47
 
|09:47
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|09:51
 
|09:51
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 09:56
 
| 09:56
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
|-
+
 
 +
|-
 
|10:02
 
|10:02
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|10:07
 
|10:07
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (Contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (Contact@spoken-tutorial.org)
 +
 
|-
 
|-
 
| 10:14
 
| 10:14
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|10:19
 
|10:19
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|10:28
 
|10:28
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍‍ ଡଟ୍ ଓଆର୍‌‍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍‍ ଡଟ୍ ଓଆର୍‌‍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
| 10:40
 
| 10:40
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍‍ ଉପଭୋଗ କରିଥିବେ
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍‍ ଉପଭୋଗ କରିଥିବେ
 +
 
|-
 
|-
 
|10:43
 
|10:43
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
 
|10:46
 
|10:46
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 18:29, 10 April 2017

Time Narration
00:01 ପର୍ଲରେ ଫଙ୍କ୍‌‍ସନ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌‍କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌‍ରେ ଆମେ ଶିଖିବା-
00:10 Perl functions,arguments ସହିତ functions
00:13 return values ସହିତ function
00:16 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
00:18 Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍
00:22 Perl 5.14.2
00:24 gedit Text Editor
00:27 ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
00:31 Perlରେ variables, comments, loops, conditional statementsData Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:41 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍‌‍ସାଇଟ୍‌‍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:47 ପ୍ରଥମେ କିଛି ସରଳ Perl functions ଦେଖିବା
00:51 Perlରେ functionsକୁ subroutines ମଧ୍ୟ କୁହାଯାଏ, ଯାହାକୁ sub keyword ସହ ଡିକ୍ଲେର୍ କରାଯାଏ
00:57 ଡିକ୍ଲେର୍ କରାଯାଇଥିବା ଏକ functionର ପରିଭାଷା କର୍ଲୀ ବ୍ରାକେଟ୍ ଭିତରେ ଲେଖାଯାଏ
01:03 ଏହି function କୌଣସି arguments ନିଏନାହିଁ
01:07 ଓ ଏହା କିଛି ରିଟର୍ନ କରେନାହିଁ
01:10 ଧ୍ୟାନଦିଅନ୍ତୁ: functionର ପରିଭାଷା ସ୍କ୍ରିପ୍ଟ ଭିତରେ ଯେକୌଣସି ସ୍ଥାନରେ କିମ୍ବା ଅନ୍ୟ moduleରେ ଲେଖାଯାଇପାରିବ
01:17 ଏହି function ବ୍ୟବହାର କରିବା ପାଇଁ ଏହି moduleକୁ ନିଶ୍ଚିତ ଭାବେ ସ୍କ୍ରିପ୍ଟରେ ମିଶାଇବାକୁ ପଡ଼ିବ
01:24 ସ୍କ୍ରିପ୍ଟରେ module ଫାଇଲ୍ ମିଶାଇବା ପାଇଁ ନିମ୍ନ ସିଣ୍ଟାକ୍ସ ବ୍ୟବହାର କରିବାକୁ ପଡ଼ିବ-
01:31 use ModuleFileName semicolon
01:35 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହାକୁ ବୁଝିବା
01:39 ଆପଣଙ୍କ ଟେକ୍ସଟ୍ ଏଡିଟର୍‌‍ରେ ଏକ ଫାଇଲ୍ ଖୋଲନ୍ତୁ ଓ ତାକୁ simpleFunction dot pl ନାମ ଦିଅନ୍ତୁ
01:46 geditରେ ଏହା ହେଉଛି ମୋର simpleFunction dot pl ଫାଇଲ୍
01:51 ସ୍କ୍ରିନ୍‌‍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
01:55 ଏଠାରେ ଆମେ କେବଳ ଏକ function କଲ୍‍ କରୁଛେ, ଯାହାକୁ ଆମେ ପରିଭାଷିତ କରିଛେ
02:00 ତାହାପରେ ଏକଜେକ୍ୟୁସନ୍ କଣ୍ଟ୍ରୋଲ୍, ସେହି functionକୁ ପାସ୍‍ କରାଗଲା
02:06 ଏହା ହେଉଛି functionର ଘୋଷଣା ଓ ପରିଭାଷା
02:10 ଏହି function, ଦିଆଯାଇଥିବା ଟେକ୍ସଟ୍ ପ୍ରିଣ୍ଟ କରିବ
02:14 ଫାଇଲ୍ ସେଭ୍ କରନ୍ତୁ
02:17 ତାହାପରେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ
02:24 perl simpleFunction dot pl
02:28 ଓ ଏଣ୍ଟର ଦାବନ୍ତୁ
02:30 ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
02:38 ଏବେ, arguments ସହିତ ଏକ function ଦେଖିବା
02:44 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହି ଫଙ୍କସନ୍‌‍କୁ ବୁଝିବା
02:48 ଆପଣଙ୍କ text editorରେ functionWithArgs dot pl ନାମରେ ଏକ ଫାଇଲ୍ ଖୋଲନ୍ତୁ
02:57 ଏହା ହେଉଛି geditରେ ମୋର functionWithArgs ସ୍କ୍ରିପ୍ଟ
03:02 ସ୍କ୍ରିନ୍‌‍ରେ ପ୍ରଦର୍ଶିତ ନିମ୍ନ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
03:07 ଏଠାରେ ଆମେ arguments 10 ଓ 20 ସହିତ ଏକ ଫଙ୍କସନ୍ କଲ୍ କରୁଛେ
03:13 ପାସ୍‍ କରାଯାଇଥିବା arguments, $var1 $var2 ରେ ମିଶେ
03:20 @_ ହେଉଛି ଏକ ସ୍ୱତନ୍ତ୍ର Perl variable. ଏହାର ବିବରଣୀ ଆମେ ଭବିଷ୍ୟତର ଟ୍ୟୁଟୋରିଆଲ୍ସରେ ଦେଖିବା
03:29 ଏହି function, ଦୁଇଟି variablesର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ପ୍ରିଣ୍ଟ କରେ
03:37 ଫାଇଲ୍ ସେଭ୍ କରନ୍ତୁ
03:42 @_ ହେଉଛି ଏକ ସ୍ୱତନ୍ତ୍ର Perl array
03:46 ଏହି array, ପାସ୍‍ କରାଯାଇଥିବା argumentsକୁ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଏ
03:51 ସେହିପରି, ଆମେ variables ରେ ପାସ୍‍ ହୋଇଥିବା argumentsକୁ ଧରିପାରିବା,
03:56 ଯେପରି - $var1 space = space shift @_ semicolon
04:04 $var2 space = space shift @_ semicolon
04:12 shift @_ , @_ arrayରୁ ପ୍ରଥମ ପୋଜିସନ୍ କାଢ଼ିଥାଏ
04:21 ଓ ଏହାକୁ ଏକ variableକୁ ଆସାଇନ୍ କରେ
04:24 ଅନ୍ୟ ମାର୍ଗ ହେଉଛି; $var1 space = space dollar underscrore open square bracket zero close square bracket semicolon
04:38 $var2 space = space dollar underscrore open square bracket 1 close square bracket semicolon
04:49 ଉପରୋକ୍ତ ମାର୍ଗ ହେଉଛି index ବ୍ୟବହାର କରି @_ arrayelements ପାଇବା ସହ ସମାନ
04:59 ଏବେ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
05:06 perl functionWithArgs dot pl ଓ ଏଣ୍ଟର ଦାବନ୍ତୁ
05:14 ଆଉଟପୁଟ୍ ସ୍କ୍ରିନ୍‌‍ରେ ପ୍ରଦର୍ଶିତ ହେଲା
05:23 ଏବେ, ସିଙ୍ଗଲ୍ ଭାଲ୍ୟୁ ରିଟର୍ନ କରୁଥିବା ଏକ functions ଦେଖିବା
05:32 ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
05:35 geditରେ funcWithSingleRtrnVal dot pl ସ୍କ୍ରିପ୍ଟକୁ ଫେରିଯିବା
05:46 ଆପଣଙ୍କ text editorରେ ଏକ ଫାଇଲ୍ ଖୋଲନ୍ତୁ ଓ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
05:52 ଏଠାରେ ଆମେ parameters 10 ଓ 20 ସହିତ addVariables function କଲ୍ କରୁଛେ
06:01 ଏହି functionର ରିଟର୍ନ ଭାଲ୍ୟୁ $addition variable ଭିତରେ ମିଶେ
06:09 ଏହି function ପାସ୍ ହୋଇଥିବା parameters ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ରିଟର୍ନ କରେ
06:15 ଫାଇଲ୍ ସେଭ୍ କରନ୍ତୁ
06:17 ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା
06:20 ତେଣୁ ଟର୍ମିନାଲ୍‌‍କୁ ଫେରିଆସନ୍ତୁ ଓ
06:24 perl funcWithSingleRtrnVal dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
06:35 ଆଉଟପୁଟ୍ ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
06:43 ଏବେ multiple ଭାଲ୍ୟୁ ରିଟର୍ନ କରୁଥିବା ଏକ function ଦେଖିବା
06:48 ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
06:53 geditରେ ମୁଁ ଏକ ଫାଇଲ୍ ଖୋଲି ତାକୁ funcWithMultipleRtrnVals dot pl ନାଁ ଦେଇଛି
07:04 ଆପଣଙ୍କ text editorରେ ମଧ୍ୟ ଏହିପରି କରନ୍ତୁ
07:08 ଏବେ ନିମ୍ନ ପ୍ରଦର୍ଶିତ କୋଡ୍‌‍ର ଭାଗକୁ ଟାଇପ୍ କରନ୍ତୁ
07:13 ଏଠାରେ ଆମେ parameters 10 ଓ 20 ସହିତ addVariables function କଲ୍ କରୁଛେ
07:21 ଏହି functionର ରିଟର୍ନ ଭାଲ୍ୟୁଗୁଡ଼ିକ $var1, $var2 ଓ $addition ଭେରିଏବଲ୍ ରେ ମିଶନ୍ତି
07:31 ଏହି function, ଯୋଗକ୍ରିୟା ସମ୍ପାଦନ କରେ ଓ ପାସ୍ କରାଯାଇଥିବା parameters ଓ ପ୍ରୟୋଗିତ ଉତ୍ତର ରିଟର୍ନ କରେ
07:42 ଏକ functionରୁ ଗୋଟିଏ array କିପରି ରିଟର୍ନ କରିପାରିବା, ଏହି ଉଦାହରଣ ବର୍ଣ୍ଣନା କରେ
07:53 ସେହିପରି, ଏକ functionରୁ ଗୋଟିଏ hash କିପରି ରିଟର୍ନ କରାଯାଇପାରିବ, ଏହା ପ୍ରଦର୍ଶିତ କରେ
08:00 ଫାଇଲ୍ ସେଭ୍ କରନ୍ତୁ
08:03 ଏବେ ଟର୍ମିନା‍ଲ୍‌‍ରେ Perl script ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ
08:10 perl funcWithMultipleRtrnVals dot pl
08:18 ଓ ଏଣ୍ଟର ଦାବନ୍ତୁ
08:20 ଆଉଟପୁଟ୍, ଟର୍ମିନାଲ୍‌‍ରେ ପ୍ରଦର୍ଶିତ ହେଲା
08:32 Perl ବିଭିନ୍ନ inbuilt functions ଯୋଗାଇଥାଏ
08:36 ଆମେ ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ସେଗୁଡ଼ିକ ମଧ୍ୟରୁ କିଛି ଶିଖିଛେ, ଯେପରି- Arrays, Hash, sort, scalar, each, keys ଇତ୍ୟାଦି
08:49 ଅନ୍ୟ ଯେକୌଣସି function କଲ୍ କରିବା, ଆମେ ପରିଭାଷିତ କରିଥିବା inbuilt functions କଲ୍ କରିବା ସହ ସମାନ
08:57 ଯେପରି: sort open bracket @arrayName close bracket semicolon
09:04 ଆମେ ବ୍ୟବହାର କରିଥିବା ନମୁନା ପ୍ରୋଗ୍ରାମ୍‌ଗୁଡ଼ିକରେ କିଛି inbuilt functions ମିଶାଇବାକୁ ଚେଷ୍ଟା କରନ୍ତୁ
09:10 ଓ ସେଗୁଡ଼ିକର ଆଉଟପୁଟ୍ ଦେଖନ୍ତୁ
09:13 ସଂକ୍ଷିପ୍ତରେ
09:15 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
09:17 ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି Perlରେ Functions
09:19 arguments ସହିତ functions
09:22 ଭାଲ୍ୟୁ ରିଟର୍ନ କରୁଥିବା functions
09:27 ଏକ ଆସାଇନ୍ମେଣ୍ଟ ଭାବେ -
09:29 ତିନୋଟି arguments ନେଉଥିବା ଏକ function ଲେଖନ୍ତୁ
09:33 ଏହି arguments ରେ କିଛି କାର୍ଯ୍ୟ କରନ୍ତୁ
09:37 arguments ରେ ସମ୍ପାଦିତ କାର୍ଯ୍ୟର ଫଳାଫଳ ରିଟର୍ନ କରନ୍ତୁ ଓ ତାହାକୁ ପ୍ରିଣ୍ଟ କରନ୍ତୁ
09:43 ନିମ୍ନ ଲିଙ୍କ୍‌‍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:47 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:51 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:02 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:07 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌‍ଜିକୁ ଲେଖନ୍ତୁ (Contact@spoken-tutorial.org)
10:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:19 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:28 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍‍ ଡଟ୍ ଓଆର୍‌‍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:40 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍‍ ଉପଭୋଗ କରିଥିବେ
10:43 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:46 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep