PERL/C2/Functions-in-Perl/Oriya
From Script | Spoken-Tutorial
| Time | Narration |
| 00:01 | ପର୍ଲରେ ଫଙ୍କ୍ସନ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା- |
| 00:10 | Perl functions,arguments ସହିତ functions |
| 00:13 | return values ସହିତ function |
| 00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
| 00:18 | Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ |
| 00:22 | Perl 5.14.2 ଓ |
| 00:24 | gedit Text Editor |
| 00:27 | ଆପଣ ଯେକୌଣସି text editor ବ୍ୟବହାର କରିପାରିବେ |
| 00:31 | Perlରେ variables, comments, loops, conditional statements ଓ Data Structures ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ |
| 00:41 | ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ |
| 00:47 | ପ୍ରଥମେ କିଛି ସରଳ Perl functions ଦେଖିବା |
| 00:51 | Perlରେ functionsକୁ subroutines ମଧ୍ୟ କୁହାଯାଏ, ଯାହାକୁ sub keyword ସହ ଡିକ୍ଲେର୍ କରାଯାଏ |
| 00:57 | ଡିକ୍ଲେର୍ କରାଯାଇଥିବା ଏକ functionର ପରିଭାଷା କର୍ଲୀ ବ୍ରାକେଟ୍ ଭିତରେ ଲେଖାଯାଏ |
| 01:03 | ଏହି function କୌଣସି arguments ନିଏନାହିଁ |
| 01:07 | ଓ ଏହା କିଛି ରିଟର୍ନ କରେନାହିଁ |
| 01:10 | ଧ୍ୟାନଦିଅନ୍ତୁ: functionର ପରିଭାଷା ସ୍କ୍ରିପ୍ଟ ଭିତରେ ଯେକୌଣସି ସ୍ଥାନରେ କିମ୍ବା ଅନ୍ୟ moduleରେ ଲେଖାଯାଇପାରିବ |
| 01:17 | ଏହି function ବ୍ୟବହାର କରିବା ପାଇଁ ଏହି moduleକୁ ନିଶ୍ଚିତ ଭାବେ ସ୍କ୍ରିପ୍ଟରେ ମିଶାଇବାକୁ ପଡ଼ିବ |
| 01:24 | ସ୍କ୍ରିପ୍ଟରେ module ଫାଇଲ୍ ମିଶାଇବା ପାଇଁ ନିମ୍ନ ସିଣ୍ଟାକ୍ସ ବ୍ୟବହାର କରିବାକୁ ପଡ଼ିବ- |
| 01:31 | use ModuleFileName semicolon |
| 01:35 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହାକୁ ବୁଝିବା |
| 01:39 | ଆପଣଙ୍କ ଟେକ୍ସଟ୍ ଏଡିଟର୍ରେ ଏକ ଫାଇଲ୍ ଖୋଲନ୍ତୁ ଓ ତାକୁ simpleFunction dot pl ନାମ ଦିଅନ୍ତୁ |
| 01:46 | geditରେ ଏହା ହେଉଛି ମୋର simpleFunction dot pl ଫାଇଲ୍ |
| 01:51 | ସ୍କ୍ରିନ୍ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ |
| 01:55 | ଏଠାରେ ଆମେ କେବଳ ଏକ function କଲ୍ କରୁଛେ, ଯାହାକୁ ଆମେ ପରିଭାଷିତ କରିଛେ |
| 02:00 | ତାହାପରେ ଏକଜେକ୍ୟୁସନ୍ କଣ୍ଟ୍ରୋଲ୍, ସେହି functionକୁ ପାସ୍ କରାଗଲା |
| 02:06 | ଏହା ହେଉଛି functionର ଘୋଷଣା ଓ ପରିଭାଷା |
| 02:10 | ଏହି function, ଦିଆଯାଇଥିବା ଟେକ୍ସଟ୍ ପ୍ରିଣ୍ଟ କରିବ |
| 02:14 | ଫାଇଲ୍ ସେଭ୍ କରନ୍ତୁ |
| 02:17 | ତାହାପରେ ଟର୍ମିନାଲ୍କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ ପାଇଁ ଟାଇପ୍ କରନ୍ତୁ |
| 02:24 | perl simpleFunction dot pl |
| 02:28 | ଓ ଏଣ୍ଟର ଦାବନ୍ତୁ |
| 02:30 | ଆଉଟପୁଟ୍ ଟର୍ମିନାଲ୍ରେ ପ୍ରଦର୍ଶିତ ହେଲା |
| 02:38 | ଏବେ, arguments ସହିତ ଏକ function ଦେଖିବା |
| 02:44 | ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ଏହି ଫଙ୍କସନ୍କୁ ବୁଝିବା |
| 02:48 | ଆପଣଙ୍କ text editorରେ functionWithArgs dot pl ନାମରେ ଏକ ଫାଇଲ୍ ଖୋଲନ୍ତୁ |
| 02:57 | ଏହା ହେଉଛି geditରେ ମୋର functionWithArgs ସ୍କ୍ରିପ୍ଟ |
| 03:02 | ସ୍କ୍ରିନ୍ରେ ପ୍ରଦର୍ଶିତ ନିମ୍ନ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
| 03:07 | ଏଠାରେ ଆମେ arguments 10 ଓ 20 ସହିତ ଏକ ଫଙ୍କସନ୍ କଲ୍ କରୁଛେ |
| 03:13 | ପାସ୍ କରାଯାଇଥିବା arguments, $var1 ଓ $var2 ରେ ମିଶେ |
| 03:20 | @_ ହେଉଛି ଏକ ସ୍ୱତନ୍ତ୍ର Perl variable. ଏହାର ବିବରଣୀ ଆମେ ଭବିଷ୍ୟତର ଟ୍ୟୁଟୋରିଆଲ୍ସରେ ଦେଖିବା |
| 03:29 | ଏହି function, ଦୁଇଟି variablesର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ପ୍ରିଣ୍ଟ କରେ |
| 03:37 | ଫାଇଲ୍ ସେଭ୍ କରନ୍ତୁ |
| 03:42 | @_ ହେଉଛି ଏକ ସ୍ୱତନ୍ତ୍ର Perl array |
| 03:46 | ଏହି array, ପାସ୍ କରାଯାଇଥିବା argumentsକୁ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଏ |
| 03:51 | ସେହିପରି, ଆମେ variables ରେ ପାସ୍ ହୋଇଥିବା argumentsକୁ ଧରିପାରିବା, |
| 03:56 | ଯେପରି - $var1 space = space shift @_ semicolon |
| 04:04 | $var2 space = space shift @_ semicolon |
| 04:12 | shift @_ , @_ arrayରୁ ପ୍ରଥମ ପୋଜିସନ୍ କାଢ଼ିଥାଏ |
| 04:21 | ଓ ଏହାକୁ ଏକ variableକୁ ଆସାଇନ୍ କରେ |
| 04:24 | ଅନ୍ୟ ମାର୍ଗ ହେଉଛି; $var1 space = space dollar underscrore open square bracket zero close square bracket semicolon |
| 04:38 | $var2 space = space dollar underscrore open square bracket 1 close square bracket semicolon |
| 04:49 | ଉପରୋକ୍ତ ମାର୍ଗ ହେଉଛି index ବ୍ୟବହାର କରି @_ arrayର elements ପାଇବା ସହ ସମାନ |
| 04:59 | ଏବେ ଟର୍ମିନାଲ୍କୁ ଫେରିଆସନ୍ତୁ ଓ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ |
| 05:06 | perl functionWithArgs dot pl ଓ ଏଣ୍ଟର ଦାବନ୍ତୁ |
| 05:14 | ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା |
| 05:23 | ଏବେ, ସିଙ୍ଗଲ୍ ଭାଲ୍ୟୁ ରିଟର୍ନ କରୁଥିବା ଏକ functions ଦେଖିବା |
| 05:32 | ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
| 05:35 | geditରେ funcWithSingleRtrnVal dot pl ସ୍କ୍ରିପ୍ଟକୁ ଫେରିଯିବା |
| 05:46 | ଆପଣଙ୍କ text editorରେ ଏକ ଫାଇଲ୍ ଖୋଲନ୍ତୁ ଓ ନିମ୍ନ ପ୍ରଦର୍ଶିତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
| 05:52 | ଏଠାରେ ଆମେ parameters 10 ଓ 20 ସହିତ addVariables function କଲ୍ କରୁଛେ |
| 06:01 | ଏହି functionର ରିଟର୍ନ ଭାଲ୍ୟୁ $addition variable ଭିତରେ ମିଶେ |
| 06:09 | ଏହି function ପାସ୍ ହୋଇଥିବା parameters ର ଯୋଗକ୍ରିୟା ସମ୍ପାଦନ କରି ଉତ୍ତର ରିଟର୍ନ କରେ |
| 06:15 | ଫାଇଲ୍ ସେଭ୍ କରନ୍ତୁ |
| 06:17 | ଏବେ ସ୍କ୍ରିପ୍ଟ ଏକଜେକ୍ୟୁଟ୍ କରିବା |
| 06:20 | ତେଣୁ ଟର୍ମିନାଲ୍କୁ ଫେରିଆସନ୍ତୁ ଓ |
| 06:24 | perl funcWithSingleRtrnVal dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ |
| 06:35 | ଆଉଟପୁଟ୍ ଟର୍ମିନାଲ୍ରେ ପ୍ରଦର୍ଶିତ ହେଲା |
| 06:43 | ଏବେ multiple ଭାଲ୍ୟୁ ରିଟର୍ନ କରୁଥିବା ଏକ function ଦେଖିବା |
| 06:48 | ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା |
| 06:53 | geditରେ ମୁଁ ଏକ ଫାଇଲ୍ ଖୋଲି ତାକୁ funcWithMultipleRtrnVals dot pl ନାଁ ଦେଇଛି |
| 07:04 | ଆପଣଙ୍କ text editorରେ ମଧ୍ୟ ଏହିପରି କରନ୍ତୁ |
| 07:08 | ଏବେ ନିମ୍ନ ପ୍ରଦର୍ଶିତ କୋଡ୍ର ଭାଗକୁ ଟାଇପ୍ କରନ୍ତୁ |
| 07:13 | ଏଠାରେ ଆମେ parameters 10 ଓ 20 ସହିତ addVariables function କଲ୍ କରୁଛେ |
| 07:21 | ଏହି functionର ରିଟର୍ନ ଭାଲ୍ୟୁଗୁଡ଼ିକ $var1, $var2 ଓ $addition ଭେରିଏବଲ୍ ରେ ମିଶନ୍ତି |
| 07:31 | ଏହି function, ଯୋଗକ୍ରିୟା ସମ୍ପାଦନ କରେ ଓ ପାସ୍ କରାଯାଇଥିବା parameters ଓ ପ୍ରୟୋଗିତ ଉତ୍ତର ରିଟର୍ନ କରେ |
| 07:42 | ଏକ functionରୁ ଗୋଟିଏ array କିପରି ରିଟର୍ନ କରିପାରିବା, ଏହି ଉଦାହରଣ ବର୍ଣ୍ଣନା କରେ |
| 07:53 | ସେହିପରି, ଏକ functionରୁ ଗୋଟିଏ hash କିପରି ରିଟର୍ନ କରାଯାଇପାରିବ, ଏହା ପ୍ରଦର୍ଶିତ କରେ |
| 08:00 | ଫାଇଲ୍ ସେଭ୍ କରନ୍ତୁ |
| 08:03 | ଏବେ ଟର୍ମିନାଲ୍ରେ Perl script ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ |
| 08:10 | perl funcWithMultipleRtrnVals dot pl |
| 08:18 | ଓ ଏଣ୍ଟର ଦାବନ୍ତୁ |
| 08:20 | ଆଉଟପୁଟ୍, ଟର୍ମିନାଲ୍ରେ ପ୍ରଦର୍ଶିତ ହେଲା |
| 08:32 | Perl ବିଭିନ୍ନ inbuilt functions ଯୋଗାଇଥାଏ |
| 08:36 | ଆମେ ପୂର୍ବ ଟ୍ୟୁଟୋରିଆଲ୍ଗୁଡ଼ିକରେ ସେଗୁଡ଼ିକ ମଧ୍ୟରୁ କିଛି ଶିଖିଛେ, ଯେପରି- Arrays, Hash, sort, scalar, each, keys ଇତ୍ୟାଦି |
| 08:49 | ଅନ୍ୟ ଯେକୌଣସି function କଲ୍ କରିବା, ଆମେ ପରିଭାଷିତ କରିଥିବା inbuilt functions କଲ୍ କରିବା ସହ ସମାନ |
| 08:57 | ଯେପରି: sort open bracket @arrayName close bracket semicolon |
| 09:04 | ଆମେ ବ୍ୟବହାର କରିଥିବା ନମୁନା ପ୍ରୋଗ୍ରାମ୍ଗୁଡ଼ିକରେ କିଛି inbuilt functions ମିଶାଇବାକୁ ଚେଷ୍ଟା କରନ୍ତୁ |
| 09:10 | ଓ ସେଗୁଡ଼ିକର ଆଉଟପୁଟ୍ ଦେଖନ୍ତୁ |
| 09:13 | ସଂକ୍ଷିପ୍ତରେ |
| 09:15 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - |
| 09:17 | ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି Perlରେ Functions |
| 09:19 | arguments ସହିତ functions ଓ |
| 09:22 | ଭାଲ୍ୟୁ ରିଟର୍ନ କରୁଥିବା functions |
| 09:27 | ଏକ ଆସାଇନ୍ମେଣ୍ଟ ଭାବେ - |
| 09:29 | ତିନୋଟି arguments ନେଉଥିବା ଏକ function ଲେଖନ୍ତୁ |
| 09:33 | ଏହି arguments ରେ କିଛି କାର୍ଯ୍ୟ କରନ୍ତୁ |
| 09:37 | arguments ରେ ସମ୍ପାଦିତ କାର୍ଯ୍ୟର ଫଳାଫଳ ରିଟର୍ନ କରନ୍ତୁ ଓ ତାହାକୁ ପ୍ରିଣ୍ଟ କରନ୍ତୁ |
| 09:43 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 09:47 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 09:51 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 09:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:02 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:07 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (Contact@spoken-tutorial.org) |
| 10:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:19 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:28 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
| 10:40 | ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ ଉପଭୋଗ କରିଥିବେ |
| 10:43 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 10:46 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |