Difference between revisions of "PERL/C2/Array-functions/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- | 00:01 | '''Perl'''ରେ '''Array Functions''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ...")
 
 
Line 6: Line 6:
 
| 00:01
 
| 00:01
 
| '''Perl'''ରେ '''Array Functions''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| '''Perl'''ରେ '''Array Functions''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
| 00:06
 
| 00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ '''Array functions''' ବିଷୟରେ ଶିଖିବା, ଯେପରି-
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ '''Perl'''ରେ '''Array functions''' ବିଷୟରେ ଶିଖିବା, ଯେପରି-
 +
 
|-
 
|-
 
|00:11
 
|00:11
|'''push'''
+
|'''push''','''pop''','''shift'''
|-
+
 
|00:11
+
| '''pop'''
+
|-
+
|00:12
+
|'''shift'''
+
 
|-
 
|-
 
| 00:14
 
| 00:14
| '''unshift'''
+
| '''unshift''','''split'''
|-
+
 
| 00:15
+
|'''split'''
+
 
|-
 
|-
 
| 00:16
 
| 00:16
| '''splice'''
+
| '''splice''',ଓ '''join'''
|-
+
 
| 00:17
+
| ଓ '''join'''
+
 
|-
 
|-
 
| 00:18
 
| 00:18
| '''sort'''
+
| '''sort''','''qw'''
|-
+
 
| 00:19
+
| '''qw'''
+
 
|-
 
|-
 
|00:20
 
|00:20
 
| ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 
| ମୁଁ '''Ubuntu Linux12.04''' ଅପରେଟିଙ୍ଗ ସିଷ୍ଟମ୍ ଓ '''Perl 5.14.2''' ବ୍ୟବହାର କରୁଛି
 +
 
|-
 
|-
 
|00:28
 
|00:28
 
| ମୁଁ '''gedit''' Text Editor ମଧ୍ୟ ବ୍ୟବହାର କରିବି
 
| ମୁଁ '''gedit''' Text Editor ମଧ୍ୟ ବ୍ୟବହାର କରିବି
 +
 
|-
 
|-
 
| 00:32
 
| 00:32
 
| ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
 
| ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
 +
 
|-
 
|-
 
|00:36
 
|00:36
 
| '''Perl'''ରେ '''Variables,  Data Structures ଓ  Arrays''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 
| '''Perl'''ରେ '''Variables,  Data Structures ଓ  Arrays''' ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
 +
 
|-
 
|-
 
|00:43
 
|00:43
 
| '''Comments, loops ଓ conditional statements''' ଉପରେ ଧାରଣା ଥିଲେ ଆହୁରି ଭଲ
 
| '''Comments, loops ଓ conditional statements''' ଉପରେ ଧାରଣା ଥିଲେ ଆହୁରି ଭଲ
 +
 
|-
 
|-
 
|00:48
 
|00:48
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 
| ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
 +
 
|-
 
|-
 
|00:54
 
|00:54
 
|'''Perl''' ନିର୍ଦ୍ଦିଷ୍ଟ inbuilt '''functions''' ଯୋଗାଇଥାଏ
 
|'''Perl''' ନିର୍ଦ୍ଦିଷ୍ଟ inbuilt '''functions''' ଯୋଗାଇଥାଏ
 +
 
|-
 
|-
 
|00:57
 
|00:57
 
| ଏକ '''Array''' ଉପରେ ଏହି '''function'''ଗୁଡ଼ିକ ବିଭିନ୍ନ ଅପରେସନ୍ ସମ୍ପାଦନ କରିପାରନ୍ତି
 
| ଏକ '''Array''' ଉପରେ ଏହି '''function'''ଗୁଡ଼ିକ ବିଭିନ୍ନ ଅପରେସନ୍ ସମ୍ପାଦନ କରିପାରନ୍ତି
 +
 
|-
 
|-
 
| 01:02
 
| 01:02
 
| ଏକ '''Array'''ର ଶେଷ ପୋଜିସନ୍ ରୁ କେମିତି ଏଲିମେଣ୍ଟ କାଢ଼ିବା ଓ ମିଶାଇବା, ଚାଲନ୍ତୁ ପ୍ରଥମେ ତାହା ଶିଖିବା
 
| ଏକ '''Array'''ର ଶେଷ ପୋଜିସନ୍ ରୁ କେମିତି ଏଲିମେଣ୍ଟ କାଢ଼ିବା ଓ ମିଶାଇବା, ଚାଲନ୍ତୁ ପ୍ରଥମେ ତାହା ଶିଖିବା
 +
 
|-
 
|-
 
|01:08
 
|01:08
 
|ଏଥିରେ '''push function''' ବ୍ୟବହାର କରାଯାଇପାରେ
 
|ଏଥିରେ '''push function''' ବ୍ୟବହାର କରାଯାଇପାରେ
 +
 
|-
 
|-
 
|01:10
 
|01:10
 
| ଯାହା ଏକ '''Array'''ର ଶେଷ ପୋଜିସନ୍ ରେ ଏକ ଏଲିମେଣ୍ଟ ମିଶାଏ
 
| ଯାହା ଏକ '''Array'''ର ଶେଷ ପୋଜିସନ୍ ରେ ଏକ ଏଲିମେଣ୍ଟ ମିଶାଏ
 +
 
|-
 
|-
 
|01:15
 
|01:15
 
| ଓ '''pop function''' ମଧ୍ୟ ବ୍ୟବହାର କରାଯାଇପାରେ, ଯାହା ଏକ '''Array'''ର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନିଏ  
 
| ଓ '''pop function''' ମଧ୍ୟ ବ୍ୟବହାର କରାଯାଇପାରେ, ଯାହା ଏକ '''Array'''ର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନିଏ  
 +
 
|-
 
|-
 
|01:21
 
|01:21
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''push''' ଓ '''pop''' function ବୁଝିବା
 
| ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''push''' ଓ '''pop''' function ବୁଝିବା
 +
 
|-
 
|-
 
|01:26
 
|01:26
 
| ଟର୍ମିନାଲ୍ ଖୋଲନ୍ତୁ ଓ '''gedit perlArray dot pl space ampersand''' ଟାଇପ୍ କରନ୍ତୁ
 
| ଟର୍ମିନାଲ୍ ଖୋଲନ୍ତୁ ଓ '''gedit perlArray dot pl space ampersand''' ଟାଇପ୍ କରନ୍ତୁ
 +
 
|-
 
|-
 
|01:33
 
|01:33
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
| 01:36
 
| 01:36
 
| ଏହା '''gedit'''ରେ ''' perlArray dot pl''' ଫାଇଲ୍ ଖୋଲିବ
 
| ଏହା '''gedit'''ରେ ''' perlArray dot pl''' ଫାଇଲ୍ ଖୋଲିବ
 +
 
|-
 
|-
 
|01:41
 
|01:41
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
 +
 
|-
 
|-
 
|01:45
 
|01:45
 
| ଏଠାରେ ଆମେ ଦୀର୍ଘତା 3 ସହ ଏକ '''Array''' ଡିକ୍ଲେର୍ କରିଛେ
 
| ଏଠାରେ ଆମେ ଦୀର୍ଘତା 3 ସହ ଏକ '''Array''' ଡିକ୍ଲେର୍ କରିଛେ
 +
 
|-
 
|-
 
| 01:50
 
| 01:50
 
| '''push function''' ଏହି ଆରେର ଶେଷ ପୋଜିସନ୍ ରେ, ଅର୍ଥାତ୍ 3 ପରେ ଏକ ଏଲିମେଣ୍ଟ ପୂରାଇବ;
 
| '''push function''' ଏହି ଆରେର ଶେଷ ପୋଜିସନ୍ ରେ, ଅର୍ଥାତ୍ 3 ପରେ ଏକ ଏଲିମେଣ୍ଟ ପୂରାଇବ;
 +
 
|-
 
|-
 
|01:57
 
|01:57
 
| ଯେଉଁଠାରେକି, '''pop function''' ଏହି ଆରେର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନେବ
 
| ଯେଉଁଠାରେକି, '''pop function''' ଏହି ଆରେର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନେବ
 +
 
|-
 
|-
 
|02:04
 
|02:04
 
| ଆମ ମାମଲାରେ '''Array'''ରୁ 4 କାଢ଼ିଦିଆଯିବ
 
| ଆମ ମାମଲାରେ '''Array'''ରୁ 4 କାଢ଼ିଦିଆଯିବ
 +
 
|-
 
|-
 
|02:08
 
|02:08
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
 
|-
 
|-
 
|02:11
 
|02:11
 
|'''push function''' ଦୁଇଟି '''arguments''' ନିଏ
 
|'''push function''' ଦୁଇଟି '''arguments''' ନିଏ
 +
 
|-
 
|-
 
|02:14
 
|02:14
 
|'''push function''' ପାଇଁ '''1st argument''' ହେଉଛି '''Array''', ଯେଉଁଥିରେ ଏକ '''element''' ମିଶାଯିବ
 
|'''push function''' ପାଇଁ '''1st argument''' ହେଉଛି '''Array''', ଯେଉଁଥିରେ ଏକ '''element''' ମିଶାଯିବ
 +
 
|-
 
|-
 
|02:20
 
|02:20
 
|''' 2nd argument''' ହେଉଛି '''element''', ଯାହା '''Array''' ଭିତରକୁ ଠେଲାଯିବ
 
|''' 2nd argument''' ହେଉଛି '''element''', ଯାହା '''Array''' ଭିତରକୁ ଠେଲାଯିବ
 +
 
|-
 
|-
 
|02:25
 
|02:25
 
| '''pop function'''ର ସିଣ୍ଟାକ୍ସ ନିମ୍ନରେ ଦିଆଗଲା-
 
| '''pop function'''ର ସିଣ୍ଟାକ୍ସ ନିମ୍ନରେ ଦିଆଗଲା-
 +
 
|-
 
|-
 
|02:29
 
|02:29
 
|'''pop function''' କେବଳ ଗୋଟିଏ '''argument''' ନିଏ
 
|'''pop function''' କେବଳ ଗୋଟିଏ '''argument''' ନିଏ
 +
 
|-
 
|-
 
|02:32
 
|02:32
 
| ଏହି '''Array'''ରୁ ଏକ '''element''' ବାହାରିବା ଆବଶ୍ୟକ
 
| ଏହି '''Array'''ରୁ ଏକ '''element''' ବାହାରିବା ଆବଶ୍ୟକ
 +
 
|-
 
|-
 
|02:36
 
|02:36
 
| ଧ୍ୟାନଦିଅନ୍ତୁ: ଏହି ଫଙ୍କସନ୍ ଦ୍ୱୟ '''Array'''ର ଶେଷ ପୋଜିସନ୍ ରେ କାମ କରନ୍ତି
 
| ଧ୍ୟାନଦିଅନ୍ତୁ: ଏହି ଫଙ୍କସନ୍ ଦ୍ୱୟ '''Array'''ର ଶେଷ ପୋଜିସନ୍ ରେ କାମ କରନ୍ତି
 +
 
|-
 
|-
 
|02:41
 
|02:41
 
| '''pop function''' ଦ୍ୱାରା କଢ଼ାଯାଇଥିବା '''element''', ଅନ୍ୟ '''variable''' ଭିତରେ ସଂଗ୍ରହ କରିଯାଇପାରିବ
 
| '''pop function''' ଦ୍ୱାରା କଢ଼ାଯାଇଥିବା '''element''', ଅନ୍ୟ '''variable''' ଭିତରେ ସଂଗ୍ରହ କରିଯାଇପାରିବ
 +
 
|-
 
|-
 
|02:46
 
|02:46
 
| ଏଥିପାଇଁ ସିଣ୍ଟାକ୍ସ ହେଉଛି '''$variable space = space pop open bracket @myArray close bracket'''
 
| ଏଥିପାଇଁ ସିଣ୍ଟାକ୍ସ ହେଉଛି '''$variable space = space pop open bracket @myArray close bracket'''
 +
 
|-
 
|-
 
|02:57
 
|02:57
 
| ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ କରନ୍ତୁ
 
| ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ କରନ୍ତୁ
 +
 
|-
 
|-
 
|03:01
 
|03:01
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
|  03:07
 
|  03:07
 
| ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେଲା
 
| ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
| 03:11
 
| 03:11
 
| ଏବେ, '''Array'''ର '''1st position'''ରୁ ଏକ '''element''' କିପରି ମିଶାଯାଏ/କଢ଼ାଯାଏ, ଦେଖିବା
 
| ଏବେ, '''Array'''ର '''1st position'''ରୁ ଏକ '''element''' କିପରି ମିଶାଯାଏ/କଢ଼ାଯାଏ, ଦେଖିବା
 +
 
|-
 
|-
 
| 03:18
 
| 03:18
 
| ଏହାକୁ '''unshift function''' ବ୍ୟବହାର କରି
 
| ଏହାକୁ '''unshift function''' ବ୍ୟବହାର କରି
 +
 
|-
 
|-
 
|03:20
 
|03:20
 
|ହାସଲ କରାଯାଇପାରିବ- ଯାହା '''Array'''ର '''1st position'''ରେ ଏକ '''element''' ମିଶାଏ
 
|ହାସଲ କରାଯାଇପାରିବ- ଯାହା '''Array'''ର '''1st position'''ରେ ଏକ '''element''' ମିଶାଏ
 +
 
|-
 
|-
 
|03:25
 
|03:25
 
|''' shift function''' ଏକ '''Array'''ରୁ ପ୍ରଥମ '''element''' ବାହାର କରେ
 
|''' shift function''' ଏକ '''Array'''ରୁ ପ୍ରଥମ '''element''' ବାହାର କରେ
 +
 
|-
 
|-
 
|  03:31
 
|  03:31
 
| ଏହାକୁ ନମୁନା ପ୍ରୋଗ୍ରାମ୍ ସାହାଯ୍ୟରେ ବୁଝିବା
 
| ଏହାକୁ ନମୁନା ପ୍ରୋଗ୍ରାମ୍ ସାହାଯ୍ୟରେ ବୁଝିବା
 +
 
|-
 
|-
 
|03:35
 
|03:35
 
| ମୁଁ ତିଆରି କରିସାରିଥିବା '''perlArray dot pl''' ଫାଇଲ୍ ଖୋଲିବି
 
| ମୁଁ ତିଆରି କରିସାରିଥିବା '''perlArray dot pl''' ଫାଇଲ୍ ଖୋଲିବି
 +
 
|-
 
|-
 
|  03:39
 
|  03:39
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|  03:43
 
|  03:43
 
| first positionରେ, ଅର୍ଥାତ୍ 1 ପୂର୍ବରୁ '''unshift''' function ଏକ '''element''' ଭର୍ତ୍ତି କରିବ
 
| first positionରେ, ଅର୍ଥାତ୍ 1 ପୂର୍ବରୁ '''unshift''' function ଏକ '''element''' ଭର୍ତ୍ତି କରିବ
 +
 
|-
 
|-
 
|  03:52
 
|  03:52
 
| first positionରୁ '''shift'''  function ଏକ '''element''' କାଢ଼ିଦେବ
 
| first positionରୁ '''shift'''  function ଏକ '''element''' କାଢ଼ିଦେବ
 +
 
|-
 
|-
 
| 03:57
 
| 03:57
 
| ଆମ ମାମଲାରେ, '''zero'''କୁ ବାହାର କରାଯିବ
 
| ଆମ ମାମଲାରେ, '''zero'''କୁ ବାହାର କରାଯିବ
 +
 
|-
 
|-
 
| 04:00
 
| 04:00
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 
| ଫାଇଲ୍ ସେଭ୍ କରିବା ପାଇଁ '''ctrl+s''' ଦାବନ୍ତୁ
 +
 
|-
 
|-
 
|04:03
 
|04:03
 
| '''unshift function''' ଦୁଇଟି '''argument''' ନିଏ-
 
| '''unshift function''' ଦୁଇଟି '''argument''' ନିଏ-
 +
 
|-
 
|-
 
|04:06
 
|04:06
 
|'''1st argument''' ହେଉଛି '''Array''', ଯେଉଁଥିରେ ଏକ '''element''' ମିଶାଯିବ
 
|'''1st argument''' ହେଉଛି '''Array''', ଯେଉଁଥିରେ ଏକ '''element''' ମିଶାଯିବ
 +
 
|-
 
|-
 
|04:10
 
|04:10
 
|'''2nd argument''' ହେଉଛି '''element''', ଯାହାକୁ '''Array''' ଭିତରେ ମିଶାଯିବ
 
|'''2nd argument''' ହେଉଛି '''element''', ଯାହାକୁ '''Array''' ଭିତରେ ମିଶାଯିବ
 +
 
|-
 
|-
 
|04:15
 
|04:15
 
|'''shift function''' କେବଳ ଗୋଟିଏ '''argument''' ନିଏ -
 
|'''shift function''' କେବଳ ଗୋଟିଏ '''argument''' ନିଏ -
 +
 
|-
 
|-
 
|04:18
 
|04:18
 
| ଏହି '''Array'''ରୁ '''element''' କଢ଼ାଯିବା ଦରକାର
 
| ଏହି '''Array'''ରୁ '''element''' କଢ଼ାଯିବା ଦରକାର
 +
 
|-
 
|-
 
| 04:22
 
| 04:22
 
| ଧ୍ୟାନଦିଅନ୍ତୁ: ଉଭୟ ଫଙ୍କସନ୍ ଗୋଟିଏ '''Array'''ର '''first position'''ରେ କାମ କରିବେ
 
| ଧ୍ୟାନଦିଅନ୍ତୁ: ଉଭୟ ଫଙ୍କସନ୍ ଗୋଟିଏ '''Array'''ର '''first position'''ରେ କାମ କରିବେ
 +
 
|-
 
|-
 
| 04:27
 
| 04:27
 
| '''shift function''' ଦ୍ୱାରା କଢ଼ାଯାଇଥିବା '''element'''କୁ ଅନ୍ୟ '''variable''' ଭିତରେ ଆମେ ସଂଗ୍ରହ କରିପାରିବା
 
| '''shift function''' ଦ୍ୱାରା କଢ଼ାଯାଇଥିବା '''element'''କୁ ଅନ୍ୟ '''variable''' ଭିତରେ ଆମେ ସଂଗ୍ରହ କରିପାରିବା
 +
 
|-
 
|-
 
|04:33
 
|04:33
 
| ଏଥିପାଇଁ ସିଣ୍ଟାକ୍ସ ହେଉଛି - '''$variable space =  space shift open bracket @myArray close bracket'''
 
| ଏଥିପାଇଁ ସିଣ୍ଟାକ୍ସ ହେଉଛି - '''$variable space =  space shift open bracket @myArray close bracket'''
 +
 
|-
 
|-
 
|04:44
 
|04:44
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|04:48
 
|04:48
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
|04:54
 
|04:54
 
| ଟର୍ମିନାଲ୍ ଉପରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
 
| ଟର୍ମିନାଲ୍ ଉପରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
 +
 
|-
 
|-
 
|04:59
 
|04:59
 
| ଏବେ ଏକ '''Array'''ର ନିର୍ଦ୍ଦିଷ୍ଟ ପୋଜିସନ୍ ରୁ ଗୋଟିଏ '''element''' କେମିତି ବାହାର କରାଯାଏ, ଦେଖିବା
 
| ଏବେ ଏକ '''Array'''ର ନିର୍ଦ୍ଦିଷ୍ଟ ପୋଜିସନ୍ ରୁ ଗୋଟିଏ '''element''' କେମିତି ବାହାର କରାଯାଏ, ଦେଖିବା
 +
 
|-
 
|-
 
|05:05
 
|05:05
 
|'''Array'''ର ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ରୁ '''splice function''' ଗୋଟିଏ '''element''' ବାହାର କରେ
 
|'''Array'''ର ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ରୁ '''splice function''' ଗୋଟିଏ '''element''' ବାହାର କରେ
 +
 
|-
 
|-
 
|05:11
 
|05:11
 
| ଏହି '''function'''ର '''return value''' ହେଉଛି ବାହାରିଥିବା ଏଲିମେଣ୍ଟର ଏକ '''Array'''
 
| ଏହି '''function'''ର '''return value''' ହେଉଛି ବାହାରିଥିବା ଏଲିମେଣ୍ଟର ଏକ '''Array'''
 +
 
|-
 
|-
 
|05:17
 
|05:17
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 
| ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
 
|-
 
|-
 
|  05:21
 
|  05:21
 
| ପୂର୍ବରୁ ଆମେ ତିଆରି କରିଥିବା '''perlArray dot pl''' ଫାଇଲ୍ କୁ ଆସନ୍ତୁ
 
| ପୂର୍ବରୁ ଆମେ ତିଆରି କରିଥିବା '''perlArray dot pl''' ଫାଇଲ୍ କୁ ଆସନ୍ତୁ
 +
 
|-
 
|-
 
|  05:26
 
|  05:26
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|05:30
 
|05:30
 
| '''elements''' କାଢ଼ିବାକୁ ଚାହୁଁଥିବା ସ୍ଥାନରେ ଆମେ '''index''' ପ୍ରଦାନ କରିବା ଦରକାର ଓ
 
| '''elements''' କାଢ଼ିବାକୁ ଚାହୁଁଥିବା ସ୍ଥାନରେ ଆମେ '''index''' ପ୍ରଦାନ କରିବା ଦରକାର ଓ
 +
 
|-
 
|-
 
|  05:35
 
|  05:35
 
| ଯେପର୍ଯ୍ୟନ୍ତ ଆମେ '''elements''' କାଢ଼ିବାକୁ ଚାହିଁବା, ସେପର୍ଯ୍ୟନ୍ତ '''offset''' ଯୋଗାଇବା
 
| ଯେପର୍ଯ୍ୟନ୍ତ ଆମେ '''elements''' କାଢ଼ିବାକୁ ଚାହିଁବା, ସେପର୍ଯ୍ୟନ୍ତ '''offset''' ଯୋଗାଇବା
 +
 
|-
 
|-
 
| 05:39
 
| 05:39
 
| ଆମ ମାମଲାରେ '''elements''' 5 ଓ 6  ବାହାର କରାଯିବ
 
| ଆମ ମାମଲାରେ '''elements''' 5 ଓ 6  ବାହାର କରାଯିବ
 +
 
|-
 
|-
 
|  05:44
 
|  05:44
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ '''Perl script''' ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|  05:49
 
|  05:49
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 
| '''perl perlArray dot pl''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
|-
 
|-
 
|05:55
 
|05:55
 
| ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହୁଏ
 
| ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହୁଏ
 +
 
|-
 
|-
 
|  05:59
 
|  05:59
 
| ଏବେ '''Arrays'''ର ଅନ୍ୟ କିଛି '''inbuilt functions''' ଦେଖିବା
 
| ଏବେ '''Arrays'''ର ଅନ୍ୟ କିଛି '''inbuilt functions''' ଦେଖିବା
 +
 
|-
 
|-
 
|  06:04
 
|  06:04
 
| ଏକ ନିର୍ଦ୍ଦିଷ୍ଟ '''delimiter'''ରେ '''string'''କୁ ଭାଗ କରିବା ପାଇଁ '''split function''' ବ୍ୟବହାର କରାଯାଏ
 
| ଏକ ନିର୍ଦ୍ଦିଷ୍ଟ '''delimiter'''ରେ '''string'''କୁ ଭାଗ କରିବା ପାଇଁ '''split function''' ବ୍ୟବହାର କରାଯାଏ
 +
 
|-
 
|-
 
|06:10
 
|06:10
 
| ଏହି '''function'''ର ରିଟର୍ନ ଭାଲ୍ୟୁ ହେଉଛି ଏକ '''Array'''
 
| ଏହି '''function'''ର ରିଟର୍ନ ଭାଲ୍ୟୁ ହେଉଛି ଏକ '''Array'''
 +
 
|-
 
|-
 
| 06:14
 
| 06:14
 
| ଏହି '''Array'''ର ଏଲିମେଣ୍ଟଗୁଡ଼ିକ ହେଉଛନ୍ତି '''string'''ର ବିଭାଜିତ ଅଂଶ
 
| ଏହି '''Array'''ର ଏଲିମେଣ୍ଟଗୁଡ଼ିକ ହେଉଛନ୍ତି '''string'''ର ବିଭାଜିତ ଅଂଶ
 +
 
|-
 
|-
 
|06:19
 
|06:19
 
| ନିର୍ଦ୍ଦିଷ୍ଟ '''delimiter''' ବ୍ୟବହାର କରି '''Array'''ର ଏଲିମେଣ୍ଟଗୁଡ଼ିକୁ '''join function''' ମିଶାଏ
 
| ନିର୍ଦ୍ଦିଷ୍ଟ '''delimiter''' ବ୍ୟବହାର କରି '''Array'''ର ଏଲିମେଣ୍ଟଗୁଡ଼ିକୁ '''join function''' ମିଶାଏ
 +
 
|-
 
|-
 
|06:25
 
|06:25
 
| ଏହା ମିଶାଯାଇଥିବା ଏଲିମେଣ୍ଟଗୁଡ଼ିକର ଷ୍ଟ୍ରିଙ୍ଗ୍ ରିଟର୍ନ କରେ
 
| ଏହା ମିଶାଯାଇଥିବା ଏଲିମେଣ୍ଟଗୁଡ଼ିକର ଷ୍ଟ୍ରିଙ୍ଗ୍ ରିଟର୍ନ କରେ
 +
 
|-
 
|-
 
| 06:28
 
| 06:28
 
| '''sort function''', alphabetical/numerical କ୍ରମରେ '''Array'''କୁ ସଜାଏ
 
| '''sort function''', alphabetical/numerical କ୍ରମରେ '''Array'''କୁ ସଜାଏ
 +
 
|-
 
|-
 
| 06:34
 
| 06:34
 
| '''qw function''' '''white space''' ଦ୍ୱାରା ଅଲଗା କରାଯାଇଥାଏ ଶବ୍ଦଗୁଡ଼ିକର ଏକ '''Array''' ରିଟର୍ନ କରେ  
 
| '''qw function''' '''white space''' ଦ୍ୱାରା ଅଲଗା କରାଯାଇଥାଏ ଶବ୍ଦଗୁଡ଼ିକର ଏକ '''Array''' ରିଟର୍ନ କରେ  
 +
 
|-
 
|-
 
|  06:40
 
|  06:40
 
| ସମସ୍ତ '''functions'''କୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 
| ସମସ୍ତ '''functions'''କୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
 +
 
|-
 
|-
 
|  06:45
 
|  06:45
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
 
| ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
 +
 
|-
 
|-
 
|06:48
 
|06:48
 
| ''' gedit arrayFunctions dot pl space ampersand''' ଓ ଏଣ୍ଟର ଦାବନ୍ତୁ
 
| ''' gedit arrayFunctions dot pl space ampersand''' ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|06:55
 
|06:55
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 
| ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
 +
 
|-
 
|-
 
|07:00
 
|07:00
 
| ଏହି ମାମଲାରେ ''' variable string'''ର ପ୍ରତ୍ୟେକ ଶବ୍ଦ '''Array'''ର ଏକ '''element''' ହେବ
 
| ଏହି ମାମଲାରେ ''' variable string'''ର ପ୍ରତ୍ୟେକ ଶବ୍ଦ '''Array'''ର ଏକ '''element''' ହେବ
 +
 
|-
 
|-
 
|07:07
 
|07:07
 
| ଏଠାରେ, '''newArray'''ର ପ୍ରତ୍ୟେକ ଏଲିମେଣ୍ଟ '''comma''' ଦ୍ୱାରା ମିଶାଯିବ
 
| ଏଠାରେ, '''newArray'''ର ପ୍ରତ୍ୟେକ ଏଲିମେଣ୍ଟ '''comma''' ଦ୍ୱାରା ମିଶାଯିବ
 +
 
|-
 
|-
 
|07:12
 
|07:12
 
|'''Array'''ର ଏଲିମେଣ୍ଟଗୁଡ଼ିକୁ '''sort function''' alphabetical କ୍ରମରେ ସଜାଇବ
 
|'''Array'''ର ଏଲିମେଣ୍ଟଗୁଡ଼ିକୁ '''sort function''' alphabetical କ୍ରମରେ ସଜାଇବ
 +
 
|-
 
|-
 
|07:19
 
|07:19
 
|'''qw function''' ସ୍ପେସ୍ ଦ୍ୱାରା ଅଲଗା କରାଯାଇଥିବା ଶବ୍ଦଗୁଡ଼ିକର ଏକ '''Array''' ତିଆରି କରେ
 
|'''qw function''' ସ୍ପେସ୍ ଦ୍ୱାରା ଅଲଗା କରାଯାଇଥିବା ଶବ୍ଦଗୁଡ଼ିକର ଏକ '''Array''' ତିଆରି କରେ
 +
 
|-
 
|-
 
|07:25
 
|07:25
 
| ପ୍ରତ୍ୟେକ '''function'''କୁ ଚାଲନ୍ତୁ ବୁଝିବା
 
| ପ୍ରତ୍ୟେକ '''function'''କୁ ଚାଲନ୍ତୁ ବୁଝିବା
 +
 
|-
 
|-
 
|07:28
 
|07:28
 
|'''split function''' ଦୁଇଟି '''arguments''' ନିଏ
 
|'''split function''' ଦୁଇଟି '''arguments''' ନିଏ
 +
 
|-
 
|-
 
|07:31
 
|07:31
 
|'''1st argument''' ହେଉଛି '''delimiter''', ଯାହାଦ୍ୱାରା '''string''' ଦୁଇଭାଗ ହେବା ଦରକାର
 
|'''1st argument''' ହେଉଛି '''delimiter''', ଯାହାଦ୍ୱାରା '''string''' ଦୁଇଭାଗ ହେବା ଦରକାର
 +
 
|-
 
|-
 
|07:36
 
|07:36
 
|ଦ୍ୱିତୀୟଟି ହେଉଛି '''string''', ଯାହା ବିଭାଜିତ ହେବା ଆବଶ୍ୟକ
 
|ଦ୍ୱିତୀୟଟି ହେଉଛି '''string''', ଯାହା ବିଭାଜିତ ହେବା ଆବଶ୍ୟକ
 +
 
|-
 
|-
 
|07:39
 
|07:39
 
|'''forward slash, single କିମ୍ୱା double quotes'''ରେ '''Delimiters''' ନିର୍ଦ୍ଦିଷ୍ଟ ହୋଇପାରିବ
 
|'''forward slash, single କିମ୍ୱା double quotes'''ରେ '''Delimiters''' ନିର୍ଦ୍ଦିଷ୍ଟ ହୋଇପାରିବ
 +
 
|-
 
|-
 
|07:45
 
|07:45
 
|''' join function''' ଦୁଇଟି '''arguments''' ନିଏ
 
|''' join function''' ଦୁଇଟି '''arguments''' ନିଏ
 +
 
|-
 
|-
 
|07:48
 
|07:48
 
|ପ୍ରଥମଟି ହେଉଛି '''delimiter''', ଯାହାଦ୍ୱାରା '''Array elements''' ମିଶାଯିବା ଦରକାର
 
|ପ୍ରଥମଟି ହେଉଛି '''delimiter''', ଯାହାଦ୍ୱାରା '''Array elements''' ମିଶାଯିବା ଦରକାର
 +
 
|-
 
|-
 
|07:53
 
|07:53
 
|ଦ୍ୱିତୀୟଟି ହେଉଛି '''Array'''
 
|ଦ୍ୱିତୀୟଟି ହେଉଛି '''Array'''
 +
 
|-
 
|-
 
|07:55
 
|07:55
 
|'''single କିମ୍ୱା double quotes'''ରେ '''Delimiters'''କୁ ନିର୍ଦ୍ଦିଷ୍ଟ କରାଯାଇପାରିବ
 
|'''single କିମ୍ୱା double quotes'''ରେ '''Delimiters'''କୁ ନିର୍ଦ୍ଦିଷ୍ଟ କରାଯାଇପାରିବ
 +
 
|-
 
|-
 
|07:58
 
|07:58
 
| '''sort function''' ଏକ single '''argument''' ନିଏ, ଯାହା ହେଉଛି '''Array''', ଯାହାକୁ ସଜାଇବା ଆବଶ୍ୟକ
 
| '''sort function''' ଏକ single '''argument''' ନିଏ, ଯାହା ହେଉଛି '''Array''', ଯାହାକୁ ସଜାଇବା ଆବଶ୍ୟକ
 +
 
|-
 
|-
 
|08:05
 
|08:05
 
|'''qw function''' ସ୍ପେସ୍ ଦ୍ୱାରା ଅଲଗା ହୋଇଥିବା ଶବ୍ଦଗୁଡ଼ିକର ଏକ '''Array''' ରିଟର୍ନ କରେ
 
|'''qw function''' ସ୍ପେସ୍ ଦ୍ୱାରା ଅଲଗା ହୋଇଥିବା ଶବ୍ଦଗୁଡ଼ିକର ଏକ '''Array''' ରିଟର୍ନ କରେ
 +
 
|-
 
|-
 
|08:11
 
|08:11
 
| ଯଦି '''qw''' ବ୍ୟବହାର କରି ଲେଖାଯାଇଥିବ, ତେବେ ଶବ୍ଦକୁ '''quotes'''ରେ ଉଲ୍ଲେଖ କରିବା ଜରୁରୀ ନୁହେଁ
 
| ଯଦି '''qw''' ବ୍ୟବହାର କରି ଲେଖାଯାଇଥିବ, ତେବେ ଶବ୍ଦକୁ '''quotes'''ରେ ଉଲ୍ଲେଖ କରିବା ଜରୁରୀ ନୁହେଁ
 +
 
|-
 
|-
 
|08:17
 
|08:17
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ''' Perl script''' ଏକଜେକ୍ୟୁଟ୍ କରନ୍ତୁ
 
| ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ''' Perl script''' ଏକଜେକ୍ୟୁଟ୍ କରନ୍ତୁ
 +
 
|-
 
|-
 
|08:23
 
|08:23
 
|'''perl arrayFunctions dot pl''' ଟାଇପ୍ କରନ୍ତୁ
 
|'''perl arrayFunctions dot pl''' ଟାଇପ୍ କରନ୍ତୁ
 +
 
|-
 
|-
 
|08:26
 
|08:26
 
| ଓ ଏଣ୍ଟର ଦାବନ୍ତୁ
 
| ଓ ଏଣ୍ଟର ଦାବନ୍ତୁ
 +
 
|-
 
|-
 
|08:29
 
|08:29
 
| ନିମ୍ନ ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା
 
| ନିମ୍ନ ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା
 +
 
|-
 
|-
 
|08:33
 
|08:33
| ସଂକ୍ଷିପ୍ତରେ
+
| ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ -
|-
+
 
|08:34
+
| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ -
+
 
|-
 
|-
 
|08:36
 
|08:36
 
| ଏକ '''Array'''ରେ ଏଲିମେଣ୍ଟ ମିଶାଇବା ଓ କାଢ଼ିବା
 
| ଏକ '''Array'''ରେ ଏଲିମେଣ୍ଟ ମିଶାଇବା ଓ କାଢ଼ିବା
 +
 
|-
 
|-
 
|08:40
 
|08:40
 
| basic functions, ଯାହା ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''Array''' ରେ ସମ୍ପାଦିତ କରାଯାଇପାରିବ
 
| basic functions, ଯାହା ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି '''Array''' ରେ ସମ୍ପାଦିତ କରାଯାଇପାରିବ
 +
 
|-
 
|-
 
|08:46
 
|08:46
 
| ଆସାଇନମେଣ୍ଟ ଭାବେ -
 
| ଆସାଇନମେଣ୍ଟ ଭାବେ -
 +
 
|-
 
|-
 
|08:48
 
|08:48
 
|'script.spoken-tutorial.org/index.php/Perl'
 
|'script.spoken-tutorial.org/index.php/Perl'
 +
 
|-
 
|-
 
|08:54
 
|08:54
 
| ଉପରୋକ୍ତ ''' stringକୁ '/ ' (ଫର୍ୱାର୍ଡ ସ୍ଲାଶ୍)''' '''delimiter'''ରେ ବିଭାଜିତ କରନ୍ତୁ
 
| ଉପରୋକ୍ତ ''' stringକୁ '/ ' (ଫର୍ୱାର୍ଡ ସ୍ଲାଶ୍)''' '''delimiter'''ରେ ବିଭାଜିତ କରନ୍ତୁ
 +
 
|-
 
|-
 
|08:59
 
|08:59
 
| ନୂଆ ତିଆରି ହୋଇଥିବା ଏକ '''Array'''ର ଆରମ୍ଭରେ ''' https:// ''' ମିଶାନ୍ତୁ
 
| ନୂଆ ତିଆରି ହୋଇଥିବା ଏକ '''Array'''ର ଆରମ୍ଭରେ ''' https:// ''' ମିଶାନ୍ତୁ
 +
 
|-
 
|-
 
|09:06
 
|09:06
 
| '''Array'''ରୁ ''' element “Perl” ''' ବାହାର କରନ୍ତୁ
 
| '''Array'''ରୁ ''' element “Perl” ''' ବାହାର କରନ୍ତୁ
 +
 
|-
 
|-
 
|09:09
 
|09:09
 
| number '''Array''' ଡିକ୍ଲେର୍ କରି କ୍ରମବଦ୍ଧ କରନ୍ତୁ
 
| number '''Array''' ଡିକ୍ଲେର୍ କରି କ୍ରମବଦ୍ଧ କରନ୍ତୁ
 +
 
|-
 
|-
 
|09:12
 
|09:12
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|09:15
 
|09:15
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|09:19
 
|09:19
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
| 09:24
 
| 09:24
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|09:30
 
|09:30
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|09:34
 
|09:34
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
| 09:40
 
| 09:40
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|09:44
 
|09:44
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|09:51
 
|09:51
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
| 10:02
 
| 10:02
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 
|  ଆଶା କରୁଛି, ଆପଣ ଏହି '''Perl''' ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
 +
 
|-
 
|-
 
|10:04
 
|10:04
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି  
 +
 
|-
 
|-
 
|10:06
 
|10:06
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Latest revision as of 18:22, 10 April 2017

Time Narration
00:01 Perlରେ Array Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ Array functions ବିଷୟରେ ଶିଖିବା, ଯେପରି-
00:11 push,pop,shift
00:14 unshift,split
00:16 splice,ଓ join
00:18 sort,qw
00:20 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:28 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:32 ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
00:36 Perlରେ Variables, Data Structures ଓ Arrays ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:43 Comments, loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ
00:48 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:54 Perl ନିର୍ଦ୍ଦିଷ୍ଟ inbuilt functions ଯୋଗାଇଥାଏ
00:57 ଏକ Array ଉପରେ ଏହି functionଗୁଡ଼ିକ ବିଭିନ୍ନ ଅପରେସନ୍ ସମ୍ପାଦନ କରିପାରନ୍ତି
01:02 ଏକ Arrayର ଶେଷ ପୋଜିସନ୍ ରୁ କେମିତି ଏଲିମେଣ୍ଟ କାଢ଼ିବା ଓ ମିଶାଇବା, ଚାଲନ୍ତୁ ପ୍ରଥମେ ତାହା ଶିଖିବା
01:08 ଏଥିରେ push function ବ୍ୟବହାର କରାଯାଇପାରେ
01:10 ଯାହା ଏକ Arrayର ଶେଷ ପୋଜିସନ୍ ରେ ଏକ ଏଲିମେଣ୍ଟ ମିଶାଏ
01:15 pop function ମଧ୍ୟ ବ୍ୟବହାର କରାଯାଇପାରେ, ଯାହା ଏକ Arrayର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନିଏ
01:21 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି pushpop function ବୁଝିବା
01:26 ଟର୍ମିନାଲ୍ ଖୋଲନ୍ତୁ ଓ gedit perlArray dot pl space ampersand ଟାଇପ୍ କରନ୍ତୁ
01:33 ଓ ଏଣ୍ଟର ଦାବନ୍ତୁ
01:36 ଏହା geditରେ perlArray dot pl ଫାଇଲ୍ ଖୋଲିବ
01:41 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
01:45 ଏଠାରେ ଆମେ ଦୀର୍ଘତା 3 ସହ ଏକ Array ଡିକ୍ଲେର୍ କରିଛେ
01:50 push function ଏହି ଆରେର ଶେଷ ପୋଜିସନ୍ ରେ, ଅର୍ଥାତ୍ 3 ପରେ ଏକ ଏଲିମେଣ୍ଟ ପୂରାଇବ;
01:57 ଯେଉଁଠାରେକି, pop function ଏହି ଆରେର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନେବ
02:04 ଆମ ମାମଲାରେ Arrayରୁ 4 କାଢ଼ିଦିଆଯିବ
02:08 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:11 push function ଦୁଇଟି arguments ନିଏ
02:14 push function ପାଇଁ 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ
02:20 2nd argument ହେଉଛି element, ଯାହା Array ଭିତରକୁ ଠେଲାଯିବ
02:25 pop functionର ସିଣ୍ଟାକ୍ସ ନିମ୍ନରେ ଦିଆଗଲା-
02:29 pop function କେବଳ ଗୋଟିଏ argument ନିଏ
02:32 ଏହି Arrayରୁ ଏକ element ବାହାରିବା ଆବଶ୍ୟକ
02:36 ଧ୍ୟାନଦିଅନ୍ତୁ: ଏହି ଫଙ୍କସନ୍ ଦ୍ୱୟ Arrayର ଶେଷ ପୋଜିସନ୍ ରେ କାମ କରନ୍ତି
02:41 pop function ଦ୍ୱାରା କଢ଼ାଯାଇଥିବା element, ଅନ୍ୟ variable ଭିତରେ ସଂଗ୍ରହ କରିଯାଇପାରିବ
02:46 ଏଥିପାଇଁ ସିଣ୍ଟାକ୍ସ ହେଉଛି $variable space = space pop open bracket @myArray close bracket
02:57 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ କରନ୍ତୁ
03:01 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
03:07 ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେଲା
03:11 ଏବେ, Array1st positionରୁ ଏକ element କିପରି ମିଶାଯାଏ/କଢ଼ାଯାଏ, ଦେଖିବା
03:18 ଏହାକୁ unshift function ବ୍ୟବହାର କରି
03:20 ହାସଲ କରାଯାଇପାରିବ- ଯାହା Array1st positionରେ ଏକ element ମିଶାଏ
03:25 shift function ଏକ Arrayରୁ ପ୍ରଥମ element ବାହାର କରେ
03:31 ଏହାକୁ ନମୁନା ପ୍ରୋଗ୍ରାମ୍ ସାହାଯ୍ୟରେ ବୁଝିବା
03:35 ମୁଁ ତିଆରି କରିସାରିଥିବା perlArray dot pl ଫାଇଲ୍ ଖୋଲିବି
03:39 ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
03:43 first positionରେ, ଅର୍ଥାତ୍ 1 ପୂର୍ବରୁ unshift function ଏକ element ଭର୍ତ୍ତି କରିବ
03:52 first positionରୁ shift function ଏକ element କାଢ଼ିଦେବ
03:57 ଆମ ମାମଲାରେ, zeroକୁ ବାହାର କରାଯିବ
04:00 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:03 unshift function ଦୁଇଟି argument ନିଏ-
04:06 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ
04:10 2nd argument ହେଉଛି element, ଯାହାକୁ Array ଭିତରେ ମିଶାଯିବ
04:15 shift function କେବଳ ଗୋଟିଏ argument ନିଏ -
04:18 ଏହି Arrayରୁ element କଢ଼ାଯିବା ଦରକାର
04:22 ଧ୍ୟାନଦିଅନ୍ତୁ: ଉଭୟ ଫଙ୍କସନ୍ ଗୋଟିଏ Arrayfirst positionରେ କାମ କରିବେ
04:27 shift function ଦ୍ୱାରା କଢ଼ାଯାଇଥିବା elementକୁ ଅନ୍ୟ variable ଭିତରେ ଆମେ ସଂଗ୍ରହ କରିପାରିବା
04:33 ଏଥିପାଇଁ ସିଣ୍ଟାକ୍ସ ହେଉଛି - $variable space = space shift open bracket @myArray close bracket
04:44 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
04:48 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
04:54 ଟର୍ମିନାଲ୍ ଉପରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
04:59 ଏବେ ଏକ Arrayର ନିର୍ଦ୍ଦିଷ୍ଟ ପୋଜିସନ୍ ରୁ ଗୋଟିଏ element କେମିତି ବାହାର କରାଯାଏ, ଦେଖିବା
05:05 Arrayର ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ରୁ splice function ଗୋଟିଏ element ବାହାର କରେ
05:11 ଏହି functionreturn value ହେଉଛି ବାହାରିଥିବା ଏଲିମେଣ୍ଟର ଏକ Array
05:17 ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
05:21 ପୂର୍ବରୁ ଆମେ ତିଆରି କରିଥିବା perlArray dot pl ଫାଇଲ୍ କୁ ଆସନ୍ତୁ
05:26 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
05:30 elements କାଢ଼ିବାକୁ ଚାହୁଁଥିବା ସ୍ଥାନରେ ଆମେ index ପ୍ରଦାନ କରିବା ଦରକାର ଓ
05:35 ଯେପର୍ଯ୍ୟନ୍ତ ଆମେ elements କାଢ଼ିବାକୁ ଚାହିଁବା, ସେପର୍ଯ୍ୟନ୍ତ offset ଯୋଗାଇବା
05:39 ଆମ ମାମଲାରେ elements 5 ଓ 6 ବାହାର କରାଯିବ
05:44 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
05:49 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
05:55 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହୁଏ
05:59 ଏବେ Arraysର ଅନ୍ୟ କିଛି inbuilt functions ଦେଖିବା
06:04 ଏକ ନିର୍ଦ୍ଦିଷ୍ଟ delimiterରେ stringକୁ ଭାଗ କରିବା ପାଇଁ split function ବ୍ୟବହାର କରାଯାଏ
06:10 ଏହି functionର ରିଟର୍ନ ଭାଲ୍ୟୁ ହେଉଛି ଏକ Array
06:14 ଏହି Arrayର ଏଲିମେଣ୍ଟଗୁଡ଼ିକ ହେଉଛନ୍ତି stringର ବିଭାଜିତ ଅଂଶ
06:19 ନିର୍ଦ୍ଦିଷ୍ଟ delimiter ବ୍ୟବହାର କରି Arrayର ଏଲିମେଣ୍ଟଗୁଡ଼ିକୁ join function ମିଶାଏ
06:25 ଏହା ମିଶାଯାଇଥିବା ଏଲିମେଣ୍ଟଗୁଡ଼ିକର ଷ୍ଟ୍ରିଙ୍ଗ୍ ରିଟର୍ନ କରେ
06:28 sort function, alphabetical/numerical କ୍ରମରେ Arrayକୁ ସଜାଏ
06:34 qw function white space ଦ୍ୱାରା ଅଲଗା କରାଯାଇଥାଏ ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ
06:40 ସମସ୍ତ functionsକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
06:45 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
06:48 gedit arrayFunctions dot pl space ampersand ଓ ଏଣ୍ଟର ଦାବନ୍ତୁ
06:55 ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
07:00 ଏହି ମାମଲାରେ variable stringର ପ୍ରତ୍ୟେକ ଶବ୍ଦ Arrayର ଏକ element ହେବ
07:07 ଏଠାରେ, newArrayର ପ୍ରତ୍ୟେକ ଏଲିମେଣ୍ଟ comma ଦ୍ୱାରା ମିଶାଯିବ
07:12 Arrayର ଏଲିମେଣ୍ଟଗୁଡ଼ିକୁ sort function alphabetical କ୍ରମରେ ସଜାଇବ
07:19 qw function ସ୍ପେସ୍ ଦ୍ୱାରା ଅଲଗା କରାଯାଇଥିବା ଶବ୍ଦଗୁଡ଼ିକର ଏକ Array ତିଆରି କରେ
07:25 ପ୍ରତ୍ୟେକ functionକୁ ଚାଲନ୍ତୁ ବୁଝିବା
07:28 split function ଦୁଇଟି arguments ନିଏ
07:31 1st argument ହେଉଛି delimiter, ଯାହାଦ୍ୱାରା string ଦୁଇଭାଗ ହେବା ଦରକାର
07:36 ଦ୍ୱିତୀୟଟି ହେଉଛି string, ଯାହା ବିଭାଜିତ ହେବା ଆବଶ୍ୟକ
07:39 forward slash, single କିମ୍ୱା double quotesରେ Delimiters ନିର୍ଦ୍ଦିଷ୍ଟ ହୋଇପାରିବ
07:45 join function ଦୁଇଟି arguments ନିଏ
07:48 ପ୍ରଥମଟି ହେଉଛି delimiter, ଯାହାଦ୍ୱାରା Array elements ମିଶାଯିବା ଦରକାର
07:53 ଦ୍ୱିତୀୟଟି ହେଉଛି Array
07:55 single କିମ୍ୱା double quotesରେ Delimitersକୁ ନିର୍ଦ୍ଦିଷ୍ଟ କରାଯାଇପାରିବ
07:58 sort function ଏକ single argument ନିଏ, ଯାହା ହେଉଛି Array, ଯାହାକୁ ସଜାଇବା ଆବଶ୍ୟକ
08:05 qw function ସ୍ପେସ୍ ଦ୍ୱାରା ଅଲଗା ହୋଇଥିବା ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ
08:11 ଯଦି qw ବ୍ୟବହାର କରି ଲେଖାଯାଇଥିବ, ତେବେ ଶବ୍ଦକୁ quotesରେ ଉଲ୍ଲେଖ କରିବା ଜରୁରୀ ନୁହେଁ
08:17 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
08:23 perl arrayFunctions dot pl ଟାଇପ୍ କରନ୍ତୁ
08:26 ଓ ଏଣ୍ଟର ଦାବନ୍ତୁ
08:29 ନିମ୍ନ ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା
08:33 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ -
08:36 ଏକ Arrayରେ ଏଲିମେଣ୍ଟ ମିଶାଇବା ଓ କାଢ଼ିବା
08:40 basic functions, ଯାହା ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି Array ରେ ସମ୍ପାଦିତ କରାଯାଇପାରିବ
08:46 ଆସାଇନମେଣ୍ଟ ଭାବେ -
08:48 'script.spoken-tutorial.org/index.php/Perl'
08:54 ଉପରୋକ୍ତ stringକୁ '/ ' (ଫର୍ୱାର୍ଡ ସ୍ଲାଶ୍) delimiterରେ ବିଭାଜିତ କରନ୍ତୁ
08:59 ନୂଆ ତିଆରି ହୋଇଥିବା ଏକ Arrayର ଆରମ୍ଭରେ https:// ମିଶାନ୍ତୁ
09:06 Arrayରୁ element “Perl” ବାହାର କରନ୍ତୁ
09:09 number Array ଡିକ୍ଲେର୍ କରି କ୍ରମବଦ୍ଧ କରନ୍ତୁ
09:12 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:30 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:34 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
09:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:44 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:51 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:02 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
10:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:06 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep