PERL/C2/Array-functions/Oriya

From Script | Spoken-Tutorial
Jump to: navigation, search
Time Narration
00:01 Perlରେ Array Functions ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ Perlରେ Array functions ବିଷୟରେ ଶିଖିବା, ଯେପରି-
00:11 push,pop,shift
00:14 unshift,split
00:16 splice,ଓ join
00:18 sort,qw
00:20 ମୁଁ Ubuntu Linux12.04 ଅପରେଟିଙ୍ଗ ସିଷ୍ଟମ୍ ଓ Perl 5.14.2 ବ୍ୟବହାର କରୁଛି
00:28 ମୁଁ gedit Text Editor ମଧ୍ୟ ବ୍ୟବହାର କରିବି
00:32 ଆପଣ ଯେକୌଣସି text editor ବ୍ୟବହାର କରିପାରିବେ
00:36 Perlରେ Variables, Data Structures ଓ Arrays ଉପରେ ଆପଣଙ୍କର ମୌଳିକ ଧାରଣା ଥିବା ଆବଶ୍ୟକ
00:43 Comments, loops ଓ conditional statements ଉପରେ ଧାରଣା ଥିଲେ ଆହୁରି ଭଲ
00:48 ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ସାଇଟ୍ରେ ଥିବା ଏହି ସମ୍ପର୍କିତ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ଦେଖନ୍ତୁ
00:54 Perl ନିର୍ଦ୍ଦିଷ୍ଟ inbuilt functions ଯୋଗାଇଥାଏ
00:57 ଏକ Array ଉପରେ ଏହି functionଗୁଡ଼ିକ ବିଭିନ୍ନ ଅପରେସନ୍ ସମ୍ପାଦନ କରିପାରନ୍ତି
01:02 ଏକ Arrayର ଶେଷ ପୋଜିସନ୍ ରୁ କେମିତି ଏଲିମେଣ୍ଟ କାଢ଼ିବା ଓ ମିଶାଇବା, ଚାଲନ୍ତୁ ପ୍ରଥମେ ତାହା ଶିଖିବା
01:08 ଏଥିରେ push function ବ୍ୟବହାର କରାଯାଇପାରେ
01:10 ଯାହା ଏକ Arrayର ଶେଷ ପୋଜିସନ୍ ରେ ଏକ ଏଲିମେଣ୍ଟ ମିଶାଏ
01:15 pop function ମଧ୍ୟ ବ୍ୟବହାର କରାଯାଇପାରେ, ଯାହା ଏକ Arrayର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନିଏ
01:21 ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି pushpop function ବୁଝିବା
01:26 ଟର୍ମିନାଲ୍ ଖୋଲନ୍ତୁ ଓ gedit perlArray dot pl space ampersand ଟାଇପ୍ କରନ୍ତୁ
01:33 ଓ ଏଣ୍ଟର ଦାବନ୍ତୁ
01:36 ଏହା geditରେ perlArray dot pl ଫାଇଲ୍ ଖୋଲିବ
01:41 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ଟାଇପ୍ କରନ୍ତୁ
01:45 ଏଠାରେ ଆମେ ଦୀର୍ଘତା 3 ସହ ଏକ Array ଡିକ୍ଲେର୍ କରିଛେ
01:50 push function ଏହି ଆରେର ଶେଷ ପୋଜିସନ୍ ରେ, ଅର୍ଥାତ୍ 3 ପରେ ଏକ ଏଲିମେଣ୍ଟ ପୂରାଇବ;
01:57 ଯେଉଁଠାରେକି, pop function ଏହି ଆରେର ଶେଷ ପୋଜିସନ୍ ରୁ ଏକ ଏଲିମେଣ୍ଟ କାଢ଼ିନେବ
02:04 ଆମ ମାମଲାରେ Arrayରୁ 4 କାଢ଼ିଦିଆଯିବ
02:08 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
02:11 push function ଦୁଇଟି arguments ନିଏ
02:14 push function ପାଇଁ 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ
02:20 2nd argument ହେଉଛି element, ଯାହା Array ଭିତରକୁ ଠେଲାଯିବ
02:25 pop functionର ସିଣ୍ଟାକ୍ସ ନିମ୍ନରେ ଦିଆଗଲା-
02:29 pop function କେବଳ ଗୋଟିଏ argument ନିଏ
02:32 ଏହି Arrayରୁ ଏକ element ବାହାରିବା ଆବଶ୍ୟକ
02:36 ଧ୍ୟାନଦିଅନ୍ତୁ: ଏହି ଫଙ୍କସନ୍ ଦ୍ୱୟ Arrayର ଶେଷ ପୋଜିସନ୍ ରେ କାମ କରନ୍ତି
02:41 pop function ଦ୍ୱାରା କଢ଼ାଯାଇଥିବା element, ଅନ୍ୟ variable ଭିତରେ ସଂଗ୍ରହ କରିଯାଇପାରିବ
02:46 ଏଥିପାଇଁ ସିଣ୍ଟାକ୍ସ ହେଉଛି $variable space = space pop open bracket @myArray close bracket
02:57 ଏବେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ କରନ୍ତୁ
03:01 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
03:07 ଆଉଟପୁଟ୍ ଟର୍ମିନାଲ୍ ରେ ପ୍ରଦର୍ଶିତ ହେଲା
03:11 ଏବେ, Array1st positionରୁ ଏକ element କିପରି ମିଶାଯାଏ/କଢ଼ାଯାଏ, ଦେଖିବା
03:18 ଏହାକୁ unshift function ବ୍ୟବହାର କରି
03:20 ହାସଲ କରାଯାଇପାରିବ- ଯାହା Array1st positionରେ ଏକ element ମିଶାଏ
03:25 shift function ଏକ Arrayରୁ ପ୍ରଥମ element ବାହାର କରେ
03:31 ଏହାକୁ ନମୁନା ପ୍ରୋଗ୍ରାମ୍ ସାହାଯ୍ୟରେ ବୁଝିବା
03:35 ମୁଁ ତିଆରି କରିସାରିଥିବା perlArray dot pl ଫାଇଲ୍ ଖୋଲିବି
03:39 ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
03:43 first positionରେ, ଅର୍ଥାତ୍ 1 ପୂର୍ବରୁ unshift function ଏକ element ଭର୍ତ୍ତି କରିବ
03:52 first positionରୁ shift function ଏକ element କାଢ଼ିଦେବ
03:57 ଆମ ମାମଲାରେ, zeroକୁ ବାହାର କରାଯିବ
04:00 ଫାଇଲ୍ ସେଭ୍ କରିବା ପାଇଁ ctrl+s ଦାବନ୍ତୁ
04:03 unshift function ଦୁଇଟି argument ନିଏ-
04:06 1st argument ହେଉଛି Array, ଯେଉଁଥିରେ ଏକ element ମିଶାଯିବ
04:10 2nd argument ହେଉଛି element, ଯାହାକୁ Array ଭିତରେ ମିଶାଯିବ
04:15 shift function କେବଳ ଗୋଟିଏ argument ନିଏ -
04:18 ଏହି Arrayରୁ element କଢ଼ାଯିବା ଦରକାର
04:22 ଧ୍ୟାନଦିଅନ୍ତୁ: ଉଭୟ ଫଙ୍କସନ୍ ଗୋଟିଏ Arrayfirst positionରେ କାମ କରିବେ
04:27 shift function ଦ୍ୱାରା କଢ଼ାଯାଇଥିବା elementକୁ ଅନ୍ୟ variable ଭିତରେ ଆମେ ସଂଗ୍ରହ କରିପାରିବା
04:33 ଏଥିପାଇଁ ସିଣ୍ଟାକ୍ସ ହେଉଛି - $variable space = space shift open bracket @myArray close bracket
04:44 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
04:48 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
04:54 ଟର୍ମିନାଲ୍ ଉପରେ ଆଉଟପୁଟ୍ ହାଇଲାଇଟ୍‍ ହୋଇଛି
04:59 ଏବେ ଏକ Arrayର ନିର୍ଦ୍ଦିଷ୍ଟ ପୋଜିସନ୍ ରୁ ଗୋଟିଏ element କେମିତି ବାହାର କରାଯାଏ, ଦେଖିବା
05:05 Arrayର ଏକ ନିର୍ଦ୍ଦିଷ୍ଟ ପୋଜିସନ୍ ରୁ splice function ଗୋଟିଏ element ବାହାର କରେ
05:11 ଏହି functionreturn value ହେଉଛି ବାହାରିଥିବା ଏଲିମେଣ୍ଟର ଏକ Array
05:17 ଏହାକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
05:21 ପୂର୍ବରୁ ଆମେ ତିଆରି କରିଥିବା perlArray dot pl ଫାଇଲ୍ କୁ ଆସନ୍ତୁ
05:26 ସ୍କ୍ରିନ୍ ରେ ପ୍ରଦର୍ଶିତ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
05:30 elements କାଢ଼ିବାକୁ ଚାହୁଁଥିବା ସ୍ଥାନରେ ଆମେ index ପ୍ରଦାନ କରିବା ଦରକାର ଓ
05:35 ଯେପର୍ଯ୍ୟନ୍ତ ଆମେ elements କାଢ଼ିବାକୁ ଚାହିଁବା, ସେପର୍ଯ୍ୟନ୍ତ offset ଯୋଗାଇବା
05:39 ଆମ ମାମଲାରେ elements 5 ଓ 6 ବାହାର କରାଯିବ
05:44 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
05:49 perl perlArray dot pl ଟାଇପ୍ କରି ଏଣ୍ଟର ଦାବନ୍ତୁ
05:55 ଟର୍ମିନାଲ୍ ରେ ଆଉଟପୁଟ୍ ପ୍ରଦର୍ଶିତ ହୁଏ
05:59 ଏବେ Arraysର ଅନ୍ୟ କିଛି inbuilt functions ଦେଖିବା
06:04 ଏକ ନିର୍ଦ୍ଦିଷ୍ଟ delimiterରେ stringକୁ ଭାଗ କରିବା ପାଇଁ split function ବ୍ୟବହାର କରାଯାଏ
06:10 ଏହି functionର ରିଟର୍ନ ଭାଲ୍ୟୁ ହେଉଛି ଏକ Array
06:14 ଏହି Arrayର ଏଲିମେଣ୍ଟଗୁଡ଼ିକ ହେଉଛନ୍ତି stringର ବିଭାଜିତ ଅଂଶ
06:19 ନିର୍ଦ୍ଦିଷ୍ଟ delimiter ବ୍ୟବହାର କରି Arrayର ଏଲିମେଣ୍ଟଗୁଡ଼ିକୁ join function ମିଶାଏ
06:25 ଏହା ମିଶାଯାଇଥିବା ଏଲିମେଣ୍ଟଗୁଡ଼ିକର ଷ୍ଟ୍ରିଙ୍ଗ୍ ରିଟର୍ନ କରେ
06:28 sort function, alphabetical/numerical କ୍ରମରେ Arrayକୁ ସଜାଏ
06:34 qw function white space ଦ୍ୱାରା ଅଲଗା କରାଯାଇଥାଏ ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ
06:40 ସମସ୍ତ functionsକୁ ଏକ ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି ବୁଝିବା
06:45 ଟର୍ମିନାଲ୍ କୁ ଫେରିଆସନ୍ତୁ ଓ ଟାଇପ୍ କରନ୍ତୁ
06:48 gedit arrayFunctions dot pl space ampersand ଓ ଏଣ୍ଟର ଦାବନ୍ତୁ
06:55 ସ୍କ୍ରିନ୍ ରେ ପ୍ରଦର୍ଶିତ ନିମ୍ନ କୋଡ୍ ର ଭାଗକୁ ଟାଇପ୍ କରନ୍ତୁ
07:00 ଏହି ମାମଲାରେ variable stringର ପ୍ରତ୍ୟେକ ଶବ୍ଦ Arrayର ଏକ element ହେବ
07:07 ଏଠାରେ, newArrayର ପ୍ରତ୍ୟେକ ଏଲିମେଣ୍ଟ comma ଦ୍ୱାରା ମିଶାଯିବ
07:12 Arrayର ଏଲିମେଣ୍ଟଗୁଡ଼ିକୁ sort function alphabetical କ୍ରମରେ ସଜାଇବ
07:19 qw function ସ୍ପେସ୍ ଦ୍ୱାରା ଅଲଗା କରାଯାଇଥିବା ଶବ୍ଦଗୁଡ଼ିକର ଏକ Array ତିଆରି କରେ
07:25 ପ୍ରତ୍ୟେକ functionକୁ ଚାଲନ୍ତୁ ବୁଝିବା
07:28 split function ଦୁଇଟି arguments ନିଏ
07:31 1st argument ହେଉଛି delimiter, ଯାହାଦ୍ୱାରା string ଦୁଇଭାଗ ହେବା ଦରକାର
07:36 ଦ୍ୱିତୀୟଟି ହେଉଛି string, ଯାହା ବିଭାଜିତ ହେବା ଆବଶ୍ୟକ
07:39 forward slash, single କିମ୍ୱା double quotesରେ Delimiters ନିର୍ଦ୍ଦିଷ୍ଟ ହୋଇପାରିବ
07:45 join function ଦୁଇଟି arguments ନିଏ
07:48 ପ୍ରଥମଟି ହେଉଛି delimiter, ଯାହାଦ୍ୱାରା Array elements ମିଶାଯିବା ଦରକାର
07:53 ଦ୍ୱିତୀୟଟି ହେଉଛି Array
07:55 single କିମ୍ୱା double quotesରେ Delimitersକୁ ନିର୍ଦ୍ଦିଷ୍ଟ କରାଯାଇପାରିବ
07:58 sort function ଏକ single argument ନିଏ, ଯାହା ହେଉଛି Array, ଯାହାକୁ ସଜାଇବା ଆବଶ୍ୟକ
08:05 qw function ସ୍ପେସ୍ ଦ୍ୱାରା ଅଲଗା ହୋଇଥିବା ଶବ୍ଦଗୁଡ଼ିକର ଏକ Array ରିଟର୍ନ କରେ
08:11 ଯଦି qw ବ୍ୟବହାର କରି ଲେଖାଯାଇଥିବ, ତେବେ ଶବ୍ଦକୁ quotesରେ ଉଲ୍ଲେଖ କରିବା ଜରୁରୀ ନୁହେଁ
08:17 ଏହାପରେ ଟର୍ମିନାଲ୍ କୁ ଫେରିଆସନ୍ତୁ ଓ Perl script ଏକଜେକ୍ୟୁଟ୍ କରନ୍ତୁ
08:23 perl arrayFunctions dot pl ଟାଇପ୍ କରନ୍ତୁ
08:26 ଓ ଏଣ୍ଟର ଦାବନ୍ତୁ
08:29 ନିମ୍ନ ଆଉଟପୁଟ୍ ସ୍କ୍ରିନ୍ରେ ପ୍ରଦର୍ଶିତ ହେଲା
08:33 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ -
08:36 ଏକ Arrayରେ ଏଲିମେଣ୍ଟ ମିଶାଇବା ଓ କାଢ଼ିବା
08:40 basic functions, ଯାହା ନମୁନା ପ୍ରୋଗ୍ରାମ୍ ବ୍ୟବହାର କରି Array ରେ ସମ୍ପାଦିତ କରାଯାଇପାରିବ
08:46 ଆସାଇନମେଣ୍ଟ ଭାବେ -
08:48 'script.spoken-tutorial.org/index.php/Perl'
08:54 ଉପରୋକ୍ତ stringକୁ '/ ' (ଫର୍ୱାର୍ଡ ସ୍ଲାଶ୍) delimiterରେ ବିଭାଜିତ କରନ୍ତୁ
08:59 ନୂଆ ତିଆରି ହୋଇଥିବା ଏକ Arrayର ଆରମ୍ଭରେ https:// ମିଶାନ୍ତୁ
09:06 Arrayରୁ element “Perl” ବାହାର କରନ୍ତୁ
09:09 number Array ଡିକ୍ଲେର୍ କରି କ୍ରମବଦ୍ଧ କରନ୍ତୁ
09:12 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
09:15 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:19 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
09:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:30 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
09:34 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
09:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:44 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
09:51 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
10:02 ଆଶା କରୁଛି, ଆପଣ ଏହି Perl ଟ୍ୟୁଟୋରିଆଲ୍ କୁ ଉପଭୋଗ କରିଥିବେ
10:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
10:06 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep