Difference between revisions of "Linux/C2/Working-with-Linux-Process/Oriya"
From Script | Spoken-Tutorial
(Created page with "r{| border=1 |'''Time''' |'''Narration''' |- |00:00 || ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ...") |
PoojaMoolya (Talk | contribs) |
||
(5 intermediate revisions by 2 users not shown) | |||
Line 1: | Line 1: | ||
− | + | {| border=1 | |
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:00 | |00:00 | ||
|| ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
|00:05 | |00:05 | ||
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | || ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି | ||
+ | |||
|- | |- | ||
|00:09 | |00:09 | ||
|| ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | | || ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | | ||
+ | |||
|- | |- | ||
|00:16 | |00:16 | ||
|| ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | || ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି | ||
http://spoken-tutorial.org/ http://spoken-tutorial.org | http://spoken-tutorial.org/ http://spoken-tutorial.org | ||
+ | |||
|- | |- | ||
|00:28 | |00:28 | ||
|| ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | | || ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | | ||
+ | |||
|- | |- | ||
|00:38 | |00:38 | ||
|| ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି | | || ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି | | ||
+ | |||
|- | |- | ||
|00:42 | |00:42 | ||
|| ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ | | || ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ | | ||
+ | |||
|- | |- | ||
|00:46 | |00:46 | ||
|| ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ | | || ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ | | ||
+ | |||
|- | |- | ||
|00:51 | |00:51 | ||
|| ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ | | || ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ | | ||
+ | |||
|- | |- | ||
|00:56 | |00:56 | ||
|| ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ | | || ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ | | ||
+ | |||
|- | |- | ||
|01:00 | |01:00 | ||
|| ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ | | || ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ | | ||
+ | |||
|- | |- | ||
|01:05 | |01:05 | ||
|| ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି | | || ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି | | ||
+ | |||
|- | |- | ||
|01:11 | |01:11 | ||
|| ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ | | || ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ | | ||
+ | |||
|- | |- | ||
|01:17 | |01:17 | ||
|| ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି | | || ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି | | ||
+ | |||
|- | |- | ||
|01:28 | |01:28 | ||
|| ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା | | || ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା | | ||
+ | |||
|- | |- | ||
|01:31 | |01:31 | ||
|| ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ | | || ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ | | ||
+ | |||
|- | |- | ||
|01:36 | |01:36 | ||
|| କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ | | || କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ | | ||
+ | |||
|- | |- | ||
|01:43 | |01:43 | ||
|| ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ | | || ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ | | ||
+ | |||
|- | |- | ||
|01:53 | |01:53 | ||
|| ଏକ ଟର୍ମିନାଲ୍ କୁ ଯିବା | | || ଏକ ଟର୍ମିନାଲ୍ କୁ ଯିବା | | ||
+ | |||
|- | |- | ||
|01:57 | |01:57 | ||
|| ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ | | || ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ | | ||
+ | |||
|- | |- | ||
|02:03 | |02:03 | ||
|| ଏହା ଶେଲ୍ ପ୍ରୋସେସ୍ ର କାମ | | || ଏହା ଶେଲ୍ ପ୍ରୋସେସ୍ ର କାମ | | ||
+ | |||
|- | |- | ||
|02:07 | |02:07 | ||
|| ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା | | || ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
|02:13 | |02:13 | ||
|| ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ | | || ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ | | ||
+ | |||
|- | |- | ||
|02:18 | |02:18 | ||
|| ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା | | || ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା | | ||
+ | |||
|- | |- | ||
|02:30 | |02:30 | ||
|| ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ | | || ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ | | ||
+ | |||
|- | |- | ||
|02:40 | |02:40 | ||
|| ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ | | || ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ | | ||
+ | |||
|- | |- | ||
|02:50 | |02:50 | ||
|| ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|03:00 | |03:00 | ||
|| ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା | | || ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା | | ||
+ | |||
|- | |- | ||
|03:13 | |03:13 | ||
|| ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା | | || ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା | | ||
+ | |||
|- | |- | ||
|03:20 | |03:20 | ||
|| ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା | | || ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା | | ||
+ | |||
|- | |- | ||
|03:32 | |03:32 | ||
|| ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା | | || ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା | | ||
+ | |||
|- | |- | ||
|03:35 | |03:35 | ||
|| ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ | | || ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ | | ||
+ | |||
|- | |- | ||
|03:56 | |03:56 | ||
|| ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|04:04 | |04:04 | ||
|| ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା | | || ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା | | ||
+ | |||
|- | |- | ||
|04:12 | |04:12 | ||
− | || ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ | ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ | | + | || ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ | |
+ | ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ | | ||
+ | |||
|- | |- | ||
|04:26 | |04:26 | ||
|| ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି | | || ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି | | ||
+ | |||
|- | |- | ||
|04:38 | |04:38 | ||
|| ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ | | || ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ | | ||
+ | |||
|- | |- | ||
|04:43 | |04:43 | ||
|| ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ | | || ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ | | ||
+ | |||
|- | |- | ||
|04:51 | |04:51 | ||
|| ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ | | || ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ | | ||
+ | |||
|- | |- | ||
|05:00 | |05:00 | ||
|| ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|05:11 | |05:11 | ||
|| ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ | | || ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ | | ||
+ | |||
|- | |- | ||
|05:23 | |05:23 | ||
|| ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ | | || ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ | | ||
+ | |||
|- | |- | ||
|05:29 | |05:29 | ||
|| ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ | | || ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ | | ||
+ | |||
|- | |- | ||
|05:34 | |05:34 | ||
|| କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା | | || କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା | | ||
+ | |||
|- | |- | ||
|05:40 | |05:40 | ||
|| ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|05:47 | |05:47 | ||
|| ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ | | || ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ | | ||
+ | |||
|- | |- | ||
|05:54 | |05:54 | ||
|| CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ | | || CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ | | ||
+ | |||
|- | |- | ||
|05:58 | |05:58 | ||
||ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ | | ||ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ | | ||
+ | |||
|- | |- | ||
|06:06 | |06:06 | ||
− | || ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ | + | || ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ | |
|- | |- | ||
|06:12 | |06:12 | ||
|| ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି | | || ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି | | ||
+ | |||
|- | |- | ||
|06:16 | |06:16 | ||
|| ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ | | || ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ | | ||
+ | |||
|- | |- | ||
|06:25 | |06:25 | ||
|| ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ | | || ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ | | ||
+ | |||
|- | |- | ||
|06:35 | |06:35 | ||
|| ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:42 | |06:42 | ||
|| ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:51 | |06:51 | ||
|| ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି | | || ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି | | ||
+ | |||
|- | |- | ||
|06:57 | |06:57 | ||
|| ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ | | || ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ | | ||
+ | |||
|- | |- | ||
|07:05 | |07:05 | ||
|| psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ | | || psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ | | ||
+ | |||
|- | |- | ||
|07:13 | |07:13 | ||
|| ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ | | || ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ | | ||
+ | |||
|- | |- | ||
|07:28 | |07:28 | ||
|| ବାଶ୍, sh ଓ ps-f | | || ବାଶ୍, sh ଓ ps-f | | ||
+ | |||
|- | |- | ||
|07:31 | |07:31 | ||
|| ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି | | || ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି | | ||
+ | |||
|- | |- | ||
− | | | + | |07:36 |
|| ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | | || ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | | ||
+ | |||
|- | |- | ||
|07:47 | |07:47 | ||
|| ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ | | || ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ | | ||
+ | |||
|- | |- | ||
|08:00 | |08:00 | ||
|| ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ | | || ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ | | ||
+ | |||
|- | |- | ||
|08:17 | |08:17 | ||
|| C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ | | || C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ | | ||
+ | |||
|- | |- | ||
|08:26 | |08:26 | ||
|| ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ | | || ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ | | ||
+ | |||
|- | |- | ||
|08:32 | |08:32 | ||
|| STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ | | || STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ | | ||
+ | |||
|- | |- | ||
|08:42 | |08:42 | ||
|| ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ | | || ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ | | ||
+ | |||
|- | |- | ||
|08:49 | |08:49 | ||
|| ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ | | || ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ | | ||
+ | |||
|- | |- | ||
|08:54 | |08:54 | ||
|| ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ | | || ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ | | ||
+ | |||
|- | |- | ||
|09:05 | |09:05 | ||
|| ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ | | || ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ | | ||
+ | |||
|- | |- | ||
|09:09 | |09:09 | ||
|| ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ, | || ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ, | ||
+ | |||
|- | |- | ||
|09:17 | |09:17 | ||
|| ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ | | || ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ | | ||
+ | |||
|- | |- | ||
|09:23 | |09:23 | ||
|| ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|09:32 | |09:32 | ||
|| ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା | | || ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା | | ||
+ | |||
|- | |- | ||
|09:35 | |09:35 | ||
|| ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ | || ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ | ||
+ | |||
|- | |- | ||
− | | | + | |09:40 |
− | + | ||“ps ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ more” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | |
+ | |||
|- | |- | ||
|09:52 | |09:52 | ||
|| ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ | | || ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ | | ||
+ | |||
|- | |- | ||
|09:58 | |09:58 | ||
|| ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ | | || ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ | | ||
+ | |||
|- | |- | ||
|10:03 | |10:03 | ||
|| ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ | | || ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ | | ||
+ | |||
|- | |- | ||
|10:09 | |10:09 | ||
|| ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି | | || ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି | | ||
+ | |||
|- | |- | ||
|10:12 | |10:12 | ||
|| ଏଥିରେ 1ର PID ଅଛି | | || ଏଥିରେ 1ର PID ଅଛି | | ||
+ | |||
|- | |- | ||
|10:16 | |10:16 | ||
|| ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ | | || ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ | | ||
+ | |||
|- | |- | ||
|10:24 | |10:24 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ | | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ | | ||
+ | |||
|- | |- | ||
|10:37 | |10:37 | ||
|| ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | || ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | | ||
+ | |||
|- | |- | ||
|10:45 | |10:45 | ||
|| ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
|10:55 | |10:55 | ||
− | || ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ. | + | || ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ.http://spoken-tutorial.org/NMEICT-Intro. |
− | http://spoken-tutorial.org/NMEICT-Intro. | + | |
|- | |- | ||
|11:07 | |11:07 | ||
− | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | || ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
− | + | ||
|} | |} |
Latest revision as of 16:45, 10 April 2017
Time | Narration |
00:00 | ଲିନକ୍ସ୍ ପ୍ରୋସେସ୍ ସହିତ କାମ କରିବା ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:05 | ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:09 | ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ଗୁଡିକ ଉପରେ ଆପଣଙ୍କର ମୌଳିକ ଧାରଣା ଅଛି ବୋଲି ମୁଁ ଭାବୁଛି | |
00:16 | ଯଦି ଆପଣ ଆଗ୍ରହୀ, ତେବେ ଏହା ନିମ୍ନ ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:28 | ଲିନକ୍ସ୍ କେସ୍ ସେନ୍ସିଟିଭ୍ ବୋଲି ଜାଣିରଖନ୍ତୁ | ଉଲ୍ଲେଖ କରାନଯାଇଥିବା ପର୍ଯ୍ୟନ୍ତ ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ସମସ୍ତ କମାଣ୍ଡ୍ ଲୋୟର୍ କେସ୍ ରେ ରହିବ | |
00:38 | ପ୍ରୋସେସ୍ କ’ଣ ତାହା ବୁଝାଇବାକୁ ମୁଁ ସଂକ୍ଷିପ୍ତ ବର୍ଣ୍ଣନା କରିବି | |
00:42 | ଲିନକ୍ସ୍ ରେ ରନ୍ କରୁଥିବା ସବୁବିଷୟ ପ୍ରୋସେସ୍ ଅଟେ | |
00:46 | ରନ୍ କରୁଥିବା ଓ ଆମର କମାଣ୍ଡ୍ ଗୁଡିକ ଗ୍ରହଣ କରୁଥିବା ଶେଲ୍ ହେଉଛି ପ୍ରୋସେସ୍ | |
00:51 | ଆମେ ଟର୍ମିନାଲ୍ ରେ ଟାଇପ୍ କରୁଥିବା କମାଣ୍ଡ୍ ରନ୍ କରୁଥିବା ବେଳେ ତାହା ପ୍ରୋସେସ୍ ଅଟେ | |
00:56 | ଆପଣ ଯେଉଁ ଭିଡିଓରେ ଏହି ଟ୍ୟୁଟୋରିଆଲ୍ ଦେଖୁଛନ୍ତି ତାହା ଏକ ପ୍ରୋସେସ୍ | |
01:00 | ଯେଉଁ ବ୍ରାଉଜର୍ କୁ ରନ୍ କରି ଆପଣ ସ୍ପୋକେନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ଖୋଲିଛନ୍ତି ତାହା ମଧ୍ୟ ଏକ ପ୍ରୋସେସ୍ | |
01:05 | ରନ୍ କରୁଥିବା ଶେଲ୍ ସ୍କ୍ରିପ୍ଟ୍ ଗୁଡିକ ମଧ୍ୟ ପ୍ରୋସେସ୍ ଅଟେ ଏବଂ ଏହିପରି | |
01:11 | ଏକଜିକ୍ୟୁଟ୍ ହେଉଥିବା ଅର୍ଥାତ୍ ରନ୍ କରୁଥିବା ପ୍ରୋସେସ୍ ଟିକୁ ପ୍ରୋଗ୍ରାମ୍ ଭାବେ ବୁଝାଯାଇପାରେ | |
01:17 | ପ୍ରୋସେସ୍ ଗୁଡିକ ପ୍ରାୟ ଆମ ଭଳି | ସେଗୁଡିକ ଜନ୍ମ ହୁଅନ୍ତି ଓ ମରନ୍ତି | ସେଗୁଡିକର ବାପା-ମା’ ଓ ପିଲାମାନେ ଥା’ନ୍ତି | |
01:28 | ପ୍ରଥମେ ଶେଲ୍ ପ୍ରୋସେସ୍ ବିଷୟରେ ଜାଣିବା | |
01:31 | ଆମେ ସିଷ୍ଟମ୍ ରେ ଲଗିନ୍ କରିବା ମାତ୍ରେ ଲିନକ୍ସ୍ କର୍ନେଲ୍ ଦ୍ୱାରା ଶେଲ୍ ପ୍ରୋସେସ୍ ଆରମ୍ଭ ହୋଇଯାଏ | |
01:36 | କର୍ନେଲ୍ ଟି ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ର କେନ୍ଦ୍ର ବୋଲି ଜାଣିବା ବର୍ତ୍ତମାନ ପାଇଁ ଯଥେଷ୍ଟ | |
01:43 | ଏଥିରେ ବହୁ ଦରକାରୀ କମ୍ପୋନେଣ୍ଟମାନ ଅଛି, ଯାହା ଲିନକ୍ସ୍ କୁ ଚଲାଏ | ଶେଲ୍ ଟି ଅନ୍ୟ ସମସ୍ତ ୟୁଜର୍ କମାଣ୍ଡ୍ ପ୍ରୋସେସ୍ ଗୁଡିକୁ ଉତ୍ପନ୍ନ ବା ସୃଷ୍ଟି କରେ | |
01:53 | ଏକ ଟର୍ମିନାଲ୍ କୁ ଯିବା | |
01:57 | ଟର୍ମିନାଲ୍ ରେ ଡଲାର୍ ଚିହ୍ନ ରୂପେ ଆମେ କମାଣ୍ଡ୍ ପ୍ରମ୍ପ୍ଟ୍ କୁ ଦେଖିପାରୁଛେ | |
02:03 | ଏହା ଶେଲ୍ ପ୍ରୋସେସ୍ ର କାମ | |
02:07 | ଏବେ ଆମେ ଯେକୌଣସି କମାଣ୍ଡ୍, ମନେକରନ୍ତୁ “date” ଟାଇପ୍ କରି ଏଣ୍ଟର୍ ଦାବିବା | |
02:13 | ଆମେ ଏହା କରିବା ମାତ୍ରେ ଶେଲ୍ ପ୍ରୋସେସ୍ ଟି ଏକ ଡେଟ୍ ନାମକ ପ୍ରୋସେସ୍ ସୃଷ୍ଟି କରିବ | |
02:18 | ଶେଲ୍ ପ୍ରୋସେସ୍ ଟି ଡେଟ୍ ପ୍ରୋସେସ୍ କୁ ଜନ୍ମ କରିଥିବାରୁ, ଆମେ ଶେଲ୍ ପ୍ରୋସେସ୍ କୁ ପ୍ୟାରେଣ୍ଟ୍ ଓ ଡେଟ୍ ପ୍ରୋସେସ୍ କୁ ଚାଇଲ୍ଡ୍ ବୋଲି କହିପାରିବା | |
02:30 | ଥରେ ସିଷ୍ଟମ୍ ଡେଟ୍ ଓ ଟାଇମ୍ ଦେଖାଇଦେଲେ ଡେଟ୍ ପ୍ରୋସେସ୍ ଟି ମରିଯିବ | |
02:40 | ଶେଲ୍ ଟି ଅନ୍ୟ ଏକ ଶେଲ୍ ପ୍ରୋସେସ୍କୁ ଜାତ କରିପାରେ | ପ୍ରୋସେସ୍ ଜାତ ବା ସୃଷ୍ଟି କରିବା ପ୍ରକ୍ରିୟାକୁ ଏକ ପ୍ରୋସେସ୍ କୁ ସ୍ପନିଙ୍ଗ୍ କରିବା ମଧ୍ୟ କୁହାଯାଏ | |
02:50 | ଅନ୍ୟ ଶେଲ୍ ପ୍ରୋସେସ୍ କୁ ଉତ୍ପନ୍ନ କରିବାକୁ ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:00 | ଟର୍ମିନାଲ୍ ରେ ଏକ ନୂତନ ପ୍ରମ୍ପ୍ଟ୍ ଦେଖାଯିବ | ଏବେ ଆମର ମୂଳ ଶେଲ୍ ଟି, ତାକୁ ଶେଲ୍ 1 କହିବା, ଏକ ଚାଇଲ୍ଡ ଶେଲ୍ ବା ସବ୍ ଶେଲ୍ ଉତ୍ପନ୍ନ କରିଛି, ତାହାକୁ ଶେଲ୍ 2 କହିବା | |
03:13 | ଏବେ, ନୂତନ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ମଧ୍ୟ ଏକ କମାଣ୍ଡ୍ ରନ୍ କରିହେବ | ଚାଲନ୍ତୁ ନୂଆ କମାଣ୍ଡ୍ ପ୍ରମ୍ପ୍ଟ୍ ରେ ls କମାଣ୍ଡ୍ ରନ୍ କରିବା | |
03:20 | ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ls” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ, ଫାଇଲ୍ ଓ ଡିରେକ୍ଟୋରିର ଏକ ତାଲିକା ଦେଖିପାରିବା | |
03:32 | ବର୍ତ୍ତମାନ, ls ନାମକ ଏକ ନୂତନ ପ୍ରୋସେସ୍ ସୃଷ୍ଟି ହେଲା | |
03:35 | ଏଠାରେ ଶେଲ୍ 2ଟି ls ର ପ୍ୟାରେଣ୍ଟ୍ ହୋଇଥିବାବେଳେ ଶେଲ୍ 1ଟି ls ର ଗ୍ରାଣ୍ଡ୍ ପ୍ୟାରେଣ୍ଟ୍ | ls ଟି ଶେଲ୍ 2ର ଚାଇଲ୍ଡ୍ ହୋଇଥିବାବେଳେ ଶେଲ୍ 2 ନିଜେ ଶେଲ୍ 1ର ଚାଇଲ୍ଡ୍ | |
03:56 | ଶେଲ୍ 2କୁ ନଷ୍ଟ କରିବା ପାଇଁ ନୂଆ ପ୍ରମ୍ପ୍ଟ୍ ରେ କେବଳ “exit” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:04 | ଏହା ଶେଲ୍ 2କୁ ନଷ୍ଟ କରିଦେବ ଓ ଆମେ ଆମର ମୂଳ କମାଣ୍ଡ୍ କୁ ଫେରିଆସିବା | |
04:12 | ପ୍ରୋସେସ୍ ଓ ଆମ ମଧ୍ୟରେ ଏନାଲୋଜୀ ଜାରିରଖି ଆମେ ଜାଣୁ ଯେ, ଆମ ମଧ୍ୟରୁ ପ୍ରତ୍ୟେକଙ୍କର କିଛି ଆଟ୍ରିବ୍ୟୁଟ୍ସ ଅଛି ଯାହା ଆମକୁ ଚିହ୍ନଟ କରାଏ |
ଏହି ଆଟ୍ରିବ୍ୟୁଟ୍ ଗୁଡିକ ଆମର ନାମ, ପ୍ୟାରେଣ୍ଟ୍ ଙ୍କ ନାମ, ଜନ୍ମ ତାରିଖ, PAN କାର୍ଡ୍ ନଂ, ଆଦି ହୋଇପାରେ | |
04:26 | ସେହିଭଳି, ପ୍ରୋସେସ୍ ଗୁଡିକର ମଧ୍ୟ PID(ପ୍ରୋସେସ୍ ID),PPID(ପ୍ୟାରେଣ୍ଟ୍ ପ୍ରୋସେସ୍ ID), ଆରମ୍ଭ ସମୟ, ଆଦି ପରି ମଧ୍ୟ ଆଟ୍ରିବ୍ୟୁଟ୍ସ ଅଛି | |
04:38 | ଅଧିକାଂଶ ଆଟ୍ରିବ୍ୟୁଟ୍ସ, କର୍ନେଲ୍ ଦ୍ୱାରା ଏକ ପ୍ରୋସେସ୍ ଟେବୁଲ୍ ରେ ମେଣ୍ଟେନ୍ ହୋଇଥାଏ | |
04:43 | ପ୍ରତ୍ୟେକ ପ୍ରୋସେସ୍, PID ନାମକ ଏକ ସ୍ୱତନ୍ତ୍ର ପୂର୍ଣ୍ଣାଙ୍କ ସଂଖ୍ୟା ଦ୍ୱାରା ବିଶେଷ ଭାବରେ ଚିହ୍ନିତ ହୋଇଥାଏ | ପ୍ରୋସେସ୍ ଟି ଜାତ ହେବା ସମୟରେ କର୍ନେଲ୍ ଦ୍ୱାରା PID ଆଲଟ୍ ହୋଇଥାଏ | |
04:51 | ଏକ ନୂତନ ପ୍ରୋସେସ୍ କୁ ଉତ୍ପନ୍ନ କରିଥିବା PID ର ପ୍ୟାରେଣ୍ଟ୍ ପ୍ରୋସେସ୍, ମନେକରନ୍ତୁ ଏଠାରେ P1 ନାମକ ପ୍ରୋସେସ୍ କୁ P1ର PPID କୁହାଯାଏ | |
05:00 | ପ୍ରମ୍ପ୍ଟ୍ ରେ ସାମ୍ପ୍ରତିକ ଶେଲ୍ ର PID ଦେଖିବାକୁ “echo ସ୍ପେସ୍ ଡଲାର୍ ଡଲାର୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:11 | ଏକ ନମ୍ୱର୍ ଦେଖାଯିବ | ଏହା, ସାମ୍ପ୍ରତିକ ଶେଲ୍ ର PID ଅଟେ | |
05:23 | ପ୍ରୋସେସ୍ ରେ ଆମେ ସବୁଠାରୁ ଅଧିକ ps କମାଣ୍ଡ୍ ବ୍ୟବହାର କରୁ | |
05:29 | ସିଷ୍ଟମ୍ ରେ ଚାଲୁଥିବା ପ୍ରୋସେସ୍ ଗୁଡ଼ିକୁ ps ବା ପ୍ରୋସେସ୍ ଷ୍ଟାଟସ୍ କମାଣ୍ଡ୍ ପ୍ରଦର୍ଶନ କରେ | |
05:34 | କୌଣସି ଅପ୍ସନ୍ ବିନା ଏହି କମାଣ୍ଡ୍ ଟି ରନ୍ କଲେ କ’ଣ ହୁଏ, ଚାଲନ୍ତୁ ଦେଖିବା | |
05:40 | ଏବେ, କମାଣ୍ଡ୍ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:47 | ପ୍ରୋଗ୍ରାମ୍ ରନ୍ କରିବାକୁ ୟୁଜର୍ ଙ୍କ ଦ୍ୱାରା ନିଆଯାଇଥିବା ପ୍ରୋସେସ୍ ଗୁଡିକର ତାଲିକା ଆମେ ସାଧାରଣତଃ ଏହିପରି ଦେଖିଥାଉ | |
05:54 | CMD ହେଡିଙ୍ଗ୍ ରେ ଆପଣ ପ୍ରୋସେସ୍ ର ନାମ ଦେଖିପାରିବେ | |
05:58 | ଏହାବ୍ୟତୀତ ଆପଣ PID, TTY କିମ୍ୱା କନ୍ସୋଲ୍, ଯେଉଁଠାରେ ପ୍ରକ୍ରିୟା ଟାଇମ୍ ଚଲାଉଛି, ତାହା ମଧ୍ୟ ଦେଖିପାରିବେ | |
06:06 | ପ୍ରୋସେସ୍ ଆରମ୍ଭ ହେବାଠାରୁ ବ୍ୟବହୃତ ହେଉଥିବା ସମୟ ହେଉଛି ସମୁଦାୟ ପ୍ରୋସେସର୍ ଟାଇମ୍ | |
06:12 | ମୋ ମେସିନ୍ ରେ ଦୁଇଟି ପ୍ରୋସେସ୍ ଦେଖାଉଛି | |
06:16 | ଆମେ ବ୍ୟବହାର କରୁଥିବା ଶେଲ୍ ପ୍ରୋସେସ୍ ହେଉଛି ବାଶ୍ | ଅନ୍ୟଟି ହେଉଛି ps ପ୍ରୋସେସ୍ ନିଜେ | |
06:25 | ଏଠାରେ ଧ୍ୟାନ ଦେବାଯୋଗ୍ୟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି echo ସ୍ପେସ୍ ଡଲାର୍ ଡଲାର୍ କମାଣ୍ଡ୍ ଦ୍ୱାରା ପ୍ରଦର୍ଶନ ସହିତ ଶେଲ୍ ପ୍ରୋସେସ୍ ର PID ଟି ସମାନ ଅଟେ | |
06:35 | ଯଦି ଆମେ ଏକ ସବ୍ ଶେଲ୍ ବନାଇବା, ତେବେ ଦେଖନ୍ତୁ କ’ଣ ହେଉଛି | ଟର୍ମିନାଲ୍ ରେ “sh” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:42 | ଏବେ, ନୂତନ ଲାଇନ୍ ରେ ଦେଖାଯାଉଥିବା ନୂଆ ପ୍ରମ୍ପ୍ଟ୍ ରେ “ps” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:51 | ତାଲିକାରେ ଆମେ ଏବେ ୩ଟି ପ୍ରୋସେସ୍ ଦେଖିପାରୁଛେ | sh ପ୍ରୋସେସ୍ ଟି ଯୋଡି ହୋଇଯାଇଛି | |
06:57 | ବାଶ୍ ପ୍ରୋସେସ୍ ର PID ପୂର୍ବଭଳି ସମାନ ଥିବାର ଲକ୍ଷ୍ୟ କରନ୍ତୁ | |
07:05 | psରେ ବହୁତ ଅପ୍ସନ୍ ଥିବାର ଆମେ ଏବେ ଦେଖିବା | ପ୍ରଥମ ଅପ୍ସନ୍ ଟି ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ପାଇଁ ଅଧିକ ଆଟ୍ରିବ୍ୟୁଟ୍ସ ପ୍ରଦର୍ଶନ କରିବ | |
07:13 | ଏବେ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ f” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ପୂର୍ବଭଳି ଏହା ପୁଣି ତିନୋଟି ପ୍ରୋସେସ୍ ସୂଚୀବଦ୍ଧ କରିବ | |
07:28 | ବାଶ୍, sh ଓ ps-f | |
07:31 | ପାର୍ଥକ୍ୟଟି ହେଉଛି ଏବେ ଅଧିକ ଆଟ୍ରିବ୍ୟୁଟ୍ ତାଲିକାଭୁକ୍ତ ହୋଇଛି | |
07:36 | ପ୍ରୋସେସ୍ ଆରମ୍ଭ କରିଥିବା ୟୁଜର୍ ଙ୍କୁ UID ଏକ ୟୁଜର୍ ନେମ୍ ଦେଇଥାଏ | ପ୍ରୋସେସ୍ ସୃଷ୍ଟି କରିଥିବା ପ୍ୟାରେଣ୍ଟ୍ ପ୍ରୋସେସ୍ ର PID, PPIDକୁ ମଧ୍ୟ ଏହା ଦେଖାଏ | |
07:47 | ଉଦାହରଣସ୍ୱରୂପ, sh ପ୍ରୋସେସ୍ ର ପ୍ୟାରେଣ୍ଟ୍ ହେଉଛି ବାଶ୍ ପ୍ରୋସେସ୍, ତେଣୁ ବାଶ୍ ର PID, sh ପ୍ରୋସେସ୍ ର PPID ସହିତ ସମାନ | |
08:00 | ସେହିଭଳି, sh ପ୍ରୋସେସ୍, ps ପ୍ରୋସେସ୍ ର ପ୍ୟାରେଣ୍ଟ୍ ହୋଇଥିବାରୁ, sh ପ୍ରୋସେସ୍ ର PID, ps-f ପ୍ରୋସେସ୍ ର PPID ସହିତ ସମାନ | |
08:17 | C ର ଅର୍ଥ ହେଉଛି ପ୍ରୋସେସର୍ ୟୁଟିଲାଇଜେସନ୍ | ଏବେ ଏହା, ପ୍ରୋସେସ୍ ର ଜୀବନକାଳରେ ପ୍ରୋସେସର୍ ବ୍ୟବହାରର ଶତକଡା ଭାଗର ପୂର୍ଣ୍ଣାଙ୍କ ମୂଲ୍ୟ ଅଟେ | |
08:26 | ଏଠାରେ ଏହାର ବ୍ୟବହାର ଖୁବ୍ କମ ଥିବାରୁ ଏହା 0 ଦେଖାଇବ | |
08:32 | STIME, ପ୍ରୋସେସ୍ ଆରମ୍ଭ ହୋଇଥିବା ସମୟ ଦିଏ, ps ରନ୍ କରିବାବେଳେ ଆମେ ବାକିସବୁ ଦେଖିସାରିଛେ | |
08:42 | ପ୍ରୋସେସ୍ ହେଉଛି ଦୁଇ ପ୍ରକାରର: ପ୍ରଥମଟି ହେଉଛି ୟୁଜର୍ ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ୟୁଜର୍ ପ୍ରୋସେସ୍ | |
08:49 | ଉଦାହରଣସ୍ୱରୂପ, 'ps' ବା ସେଥିପାଇଁ ଟର୍ମିନାଲ୍ ରେ ଆମେ ବ୍ୟବହାର କରୁଥିବା ଅଧିକାଂଶ କମାଣ୍ଡ୍ | |
08:54 | ଦ୍ୱିତୀୟଟି ହେଉଛି ସିଷ୍ଟମ୍ ପ୍ରୋସେସ୍ | ଏହି ପ୍ରୋସେସ୍ ଗୁଡିକ ପ୍ରାୟତଃ ସିଷ୍ଟମ୍ ଷ୍ଟାର୍ଟ୍ ଅପ୍ ବା ୟୁଜର୍ ଲଗ୍ ଇନ୍ ବେଳେ ସିଷ୍ଟମ୍ ଦ୍ୱାରା ଆରମ୍ଭ ହୋଇଥାଏ | |
09:05 | ବାଶ୍, ସିଷ୍ଟମ୍ ପ୍ରୋସେସ୍ ର ଉଦାହରଣ ହୋଇପାରେ | |
09:09 | ଆମେ, ଉଭୟ ସିଷ୍ଟମ୍ ପ୍ରୋସେସ୍ ଓ ୟୁଜର୍ ପ୍ରୋସେସ୍ ଦେଖିବାକୁ ଚାହିଁଲେ, |
09:17 | ମାଇନସ୍ e କିମ୍ୱା ମାଇନସ୍ କ୍ୟାପିଟାଲ୍ A ଅପ୍ସନ୍ ବ୍ୟବହାର କରୁ | |
09:23 | ଟର୍ମିନାଲ୍ କୁ ଯାଇ ପ୍ରମ୍ପ୍ଟ୍ ରେ “ps ସ୍ପେସ୍ ମାଇନସ୍ e” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:32 | ଆମେ ପ୍ରୋସେସ୍ ଗୁଡିକର ଏକ ବଡ ତାଲିକା ଦେଖିପାରିବା | |
09:35 | ମଲ୍ଟିପେଜ୍ ଡିସ୍ପ୍ଲେ ପାଇବାକୁ, ପ୍ରମ୍ପ୍ଟ୍ ରେ |
09:40 | “ps ସ୍ପେସ୍ ମାଇନସ୍ e ସ୍ପେସ୍ ଭର୍ଟିକାଲ୍ ବାର୍ ସ୍ପେସ୍ more” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:52 | ଆମେ ପୂର୍ବରୁ ଦେଖିଛେ ଯେ, ଗୋଟିଏ ୱିଣ୍ଡୋରେ ଫିଟ୍ ହୋଇପାରୁଥିବା ଭଳି ପ୍ରୋସେସ୍ ଗୁଡିକର ହିଁ ତାଲିକା more ଦେବ | |
09:58 | ଏଣ୍ଟର୍ ଦାବିଲେ ସୂଚୀବଦ୍ଧ ପ୍ରୋସେସ୍ ଗୁଡିକ ସ୍କ୍ରୋଲ୍ ହୁଏ | |
10:03 | ଇନ୍ଇଟ୍ ପ୍ରୋସେସ୍ ନାମକ ପ୍ରଥମ ପ୍ରୋସେସ୍ ଟି କୌତୁହଳପ୍ରଦ ଅଟେ | |
10:09 | ଏହି ପ୍ରୋସେସ୍ ରୁ ପ୍ରାୟ ସବୁ ଅନ୍ୟ ପ୍ରୋସେସ୍ ଗୁଡ଼ିକ ଜନ୍ମ ନିଅନ୍ତି | |
10:12 | ଏଥିରେ 1ର PID ଅଛି | |
10:16 | ପ୍ରମ୍ପ୍ଟ୍ କୁ ଫେରିବା ପାଇଁ q ଦାବନ୍ତୁ | |
10:24 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶେଲ୍ ପ୍ରୋସେସ୍, ପ୍ରୋସେସ୍ ର ସ୍ପନିଙ୍ଗ୍, ପ୍ରୋସେସ୍ ଆଟ୍ରିବ୍ୟୁଟ୍ସ ଓ ବିଭିନ୍ନ ପ୍ରକାରର ପ୍ରୋସେସ୍ ଗୁଡିକ ବିଷୟରେ ଜାଣିଲେ | |
10:37 | ps କମାଣ୍ଡ୍ ର ବ୍ୟବହାର ମଧ୍ୟ ଶିଖିଲେ | ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
10:45 | ସ୍ପୋକେନ୍ ଟ୍ୟୁଟୋରିଆଲ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
10:55 | ଏହି ବିଷୟ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ.http://spoken-tutorial.org/NMEICT-Intro. |
11:07 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |