Difference between revisions of "Linux/C2/General-Purpose-Utilities-in-Linux/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- |0:00 |ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ …')
 
 
(6 intermediate revisions by 3 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
 +
 
 
|-
 
|-
|0:00
+
|00:00
|ଲିନକ୍ସ ରେ General Purpose Utilities ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
|| ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
|0:06
+
|00:06
|ଏହି ଟ୍ୟୁଟୋରିଆଲ ରେ ଆମେ ଆମର କିଛି ସବୁଠୁଁ ମୌଳିକ ପ୍ରବଳ ଭାବରେ ବ୍ୟବହୃତ ଲିନକ୍ସ କମାଣ୍ଡ ପରିଚୟ କରିବା.
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା |
 +
 
 
|-
 
|-
|0:14
+
|00:14
|ଏହାର ମୁଖ୍ୟ ଉଦ୍ୟେଶ ହେଲା, ଲିନକ୍ସ ସହିତ କାମ କରିବା ପାଇଁ ସୁବିଧା ଲାଭ କରାଇ ଦେବା .
+
|| ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା |
 +
 
 
|-
 
|-
|0:21
+
|00:21
|ଆମେ ଦେଖିବା ପ୍ରଥମ କମାଣ୍ଡ ଇକୋ କମାଣ୍ଡ (echo command) ଅଟେ. ତଥାପି ଧ୍ୟାନ ଦିଅ, ଲିନକ୍ସ କମାଣ୍ଡସ (linux commands) କେସ ସେନ୍ସିଟିଭ (case sensitive) ଅଟେ .
+
|| ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ |
 +
 
 
|-
 
|-
|0:29
+
|00:29
|ଏଠାରେ ସବୁ କମାଣ୍ଡସ ଏବଂ ସେମାନକଂର ଅପସନ୍ସସ (options) ଛୋଟ ଅଖୟର ଅଟେ ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ .
+
|| ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ |
 +
 
 
|-
 
|-
|0:36
+
|00:36
|ଏହି କମାଣ୍ଡ  ସ୍କରିନ୍ (screen) ଉପରେ କିଛି ବାର୍ତା (message) ପ୍ରଦଶ୍ରିତ କରିବାପାଇଁ  ବ୍ୟବହୃତ ହୋଇଥାଏ .
+
|| ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ |
 +
 
 
|-
 
|-
|0:43
+
|00:43
|ଉବଣ୍ଟୁ ରେ ଏକ ଟର୍ମିନାଲ୍ କୁ ଚଳାଇବାକୁ CTRL+ALT+T ସାହାଜ୍ୟ କରେ .
+
|| ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ
 +
 
 
|-
 
|-
|0:48
+
|00:48
| ଅଥଚ ଏହି କମାଣ୍ଡ ସବୁ unix systems ରେ କାମ କରି ନ ପାରେ .
+
|| ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ |
 +
 
 
|-
 
|-
|0:52
+
|00:52
|ଟର୍ମିନାଲ୍ କୁ ଖୋଲିବା ପାଇଁ ଏକ ସାଧାରଣ ପ୍ରକ୍ରିୟା ଯାହା ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖ୍ୟI କରାଯାଇଛି .
+
|| ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି |
 +
 
 
|-
 
|-
|0:58
+
|00:58
|ପ୍ରୋମପ୍ଟ୍ (prompt) ରେ ଇକୋ ସ୍ପେସ୍ ହେଲୋ ଓବର୍ଲଡ଼ (echo Hello World) ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|1:08
+
|01:08
|ଏହା ସ୍କ୍ରିନ୍ ଉପରେ ପ୍ରଥାନୁରୁପ ହେଲୋ ଓବର୍ଲଡ଼ ମେସେଜ୍ (Hello World message) ପ୍ରଦଶ୍ରୀତ କରେ .
+
|| ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ |
 +
 
 
|-
 
|-
|1:14
+
|01:14
| ଇକୋ କମାଣ୍ଡ (echo command) କୁ ଆମେ ଏକ ଭେରିଅବଲେ (variable) ମୁଲ୍ୟ ପ୍ରଦଶ୍ରୀତ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବା .
+
|| ଭାରିଏବଲ୍ ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା |
 +
 
 
|-
 
|-
|1:19
+
|01:19
|ପ୍ରୋମପ୍ଟ୍  (prompt) ରେ ବଡ ଅଖ୍ୟାରେ echo space dollar SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|1:30
+
|01:30
|ଏହି ଆଉଟ୍ ପୁଟ୍ (output) ବର୍ତମାନ shell ବ୍ୟବହାର ହୋଇଛି .
+
|| ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ |
 +
 
 
|-
 
|-
|1:36
+
|01:36
|ଆମେ ଇକୋ କମାଣ୍ଡ (echo command) ସହିତ escape sequences କୁ ମଧ୍ୟ ବ୍ୟବହାର କରିପାରିବା .
+
|| ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା |
 +
 
 
|-
 
|-
|1:42
+
|01:42
|ଏଥିପାଇଁ, ଲିନକ୍ସ ରେ ଆମେ hyphen e ଅପସନ୍ ବ୍ୟବହାର କରିବା ଦରକାର .
+
|| ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର |
 +
 
 
|-
 
|-
|1:46
+
|01:46
|ସାମାନ୍ୟ escape sequences ରେ ଟ୍ୟାବ୍ ପାଇଁ backslash t ଅନ୍ତରଭୁକ୍ତ, ନୁଆ ଲାଇନ୍ ପାଇଁ \n ଏବଂ \c  ଏକ escape sequence ଅଟେ ଯାହାକି ଯେବେ ବ୍ୟବହାର ହୁଏ ପ୍ରୋମପ୍ଟ୍ (prompt) କୁ ଏକାପରି ଲାଇନ୍ ରେ ପ୍ରଦଶ୍ରୀତ କରେ .
+
|| ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c  ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ |
 +
 
 
|-
 
|-
|2:03
+
|02:03
|ଏହା ଉପଯୋଗୀ ହୋଇପାରିବ ଯଦି କିଛି ଏନ୍ଟର୍ କରିବା ପୁର୍ବରୁ ଆମେ ପ୍ରୋମପ୍ଟ୍  ମେସେଜ୍ (prompt message) ଚାହିଁବା. ପ୍ରୋମପ୍ଟ୍  (prompt) ରେ  echo space minus e  ସିଂଗଲୀ କୋଟ୍ (single quote) ରେ ଟାଇପ୍ କର, back slash c କମାଣ୍ଡ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ . 
+
||କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ
 +
ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|2:32
+
|02:32
|ଆମେ ଦେଖିବା ସେହି ଏକା ଲାଇନ୍ ଉପରେ  'Enter a command' ପ୍ରିଣ୍ଟ୍ ହେଲା ପରେ ପ୍ରୋମପ୍ଟ୍  (message)  ପଦଶ୍ରୀତ ହେବ .
+
|| ସେହି ସମାନ ଧାଡିରେ ‘enter a command ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ |
 +
 
 
|-
 
|-
|2:38
+
|02:38
|ଆପଣ ଜାଣିବାକୁ ଚାହିଁ ପାର ଲିନକ୍ସ କରନେଲ୍ ର କେଉଁ ଭରସନ୍ ଆପଣ ଚଳାଉଛନ୍ତି .
+
|| ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ |
 +
 
 
|-
 
|-
|2:43
+
|02:43
|ଏହା ବିଷୟରେ ଏବଂ ଆମର ମେସିନ୍ ର କିଛି ଅନ୍ୟ ବିଶେଷତ୍ବ ଗୁଡିକୁ ଜାଣିବାକୁ uname କମାଣ୍ଡ ଅଛି. ପ୍ରୋମପ୍ଟ୍  (prompt) ରେ uname space hyphen r ଟାଇପ୍ କର ଏବଂ ଏଣ୍ଟର ଦବାଅ .
+
|| ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|2:58
+
|02:58
|ଆପଣକଂର ୟୁଜରନେମ୍ (username) କଣ ଅଟେ ଜାଣିବା ପାଇଁ  ପ୍ରୋମପ୍ଟ୍  (prompt) ରେ who space am space I ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|3:11
+
|03:11
|ଏହା ପ୍ରକୃତରେ who କମାଣ୍ଡ ଠାରୁ ଆସେ ଯାହାକି ବର୍ତମାନ ସବୁ ବ୍ୟବହାରି ମାନକଂର ତାଲିକା ସିଷ୍ଟମ୍ ରେ ଲୋଗ-ଇନ୍ (login) ହୁଏ ଯଦି ଆପଣକଂର ସିଷ୍ଟମ ଏକ ମଲ୍ଟି  ୟୁଜର୍-ସିଷ୍ଟମ୍(multiuser system) ଅଟେ .
+
|| ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ |
 +
 
 
|-
 
|-
|3:21
+
|03:21
|ବେଳେ ବେଳେ ଆପଣକଂର login password ଆପୋଷ ସମାଧାନ ହୋଇପାରେ କିମ୍ବା ଆପଣ ଚାହିଁଲେ ଏହାକୁ ପରିବର୍ତନ କରିପାର .
+
|| ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି |
 +
 
 
|-
 
|-
|3:28
+
|03:28
|ଏହା ପାଇଁ ଆମ ପାଖରେ passwd କମାଣ୍ଡ ଅଛି. ପ୍ରୋମପ୍ଟ୍  (prompt) ରେ p-a-s-s-w-d ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
||ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|3:37
+
|03:37
|ଯେବେ ଆପଣ ଏହି କମାଣ୍ଡ ଟାଇପ୍ କର,  current password କୁ ଟାଇପ୍ କରିବାକୁ ଆପନଂକୁ କୁହାଯିବ .
+
|| ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ |
 +
 
 
|-
 
|-
|3:43
+
|03:43
|ଏଠାରେ ମୁଁ ସିଷ୍ଟମର current password କୁ ଟାଇପ୍ କରିବି .
+
|| ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି |
 +
 
 
|-
 
|-
|3:48
+
|03:48
|ଯେବେ ତାହା ଠିକ୍ ଭାବରେ ଏନ୍ଟର୍ କରନ୍ତି, ତେବେ ଆପଣ ଆପଣକଂର ନୁଆ password ଏନ୍ଟର୍ କରିବାକୁ ହେବ ଏବଂ ଏହାକୁ ପ୍ରମାଣ ପାଇଁ ପୁଣି ଟାଇପ୍ କର .
+
|| ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ |
 +
 
 
|-
 
|-
|4:02
+
|04:02
|କିନ୍ତୁ ଆମେ କଣ କରିବା ଯଦି ଆମର current password ଭୁଲି ଯାଇଛୁ ?  
+
|| କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ?
 +
 
 
|-
 
|-
|4:06
+
|04:06
|ତାପରେ, current password  ଜାଣିବା ବିନା ଆପଣ password କୁ ପରିବର୍ତନ କରିପାରିବ, କିନ୍ତୁ ଏହା କେବଳ ରୁଟ୍ ୟୁଜର୍ (root user) ଦ୍ବାରା କରା ହୋଇପାରିବ .
+
|| ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ |
 +
 
 
|-
 
|-
|4:14
+
|04:14
|ଏବେ ରୁଟ୍ ୟୁଜର୍ (root user) କିଏ ?  
+
|| ଏବେ, ରୁଟ୍ ୟୁଜର୍ କିଏ?
 +
 
 
|-
 
|-
|4:18
+
|04:18
|ଏହା ଏକ ବିଶେଷ ଅଧିକାରୀ ପ୍ରାପ୍ତ ବ୍ୟକ୍ତି ଅଟେ .
+
|| ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି |
 +
 
 
|-
 
|-
|4:22
+
|04:22
|ଅନୁରୁପତା କରିବା ପାଇଁ ଆମେ କହି ପାରିବା ଏକ ରୁଟ୍ ୟୁଜର୍ (root user) ୱିନଡୋ ରେ Administrator ପଦରେ ୟୁଜର୍ (user) ସହିତ ସମାନ ଅଟେ .
+
|| ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ |
 +
 
 
|-
 
|-
|4:30
+
|04:30
|ସିଷ୍ଟମରେ ତାରିଖ ଏବଂ ସମୟ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପାରିବା. ଏହା ପାଇଁ ଆମେ ଡେଟ୍ କମାଣ୍ଡ (date command) ର ବ୍ୟବହାର କରୁଁ  .
+
|| ସିଷ୍ଟମ୍ ର ତାରିଖ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି |
 +
 
 
|-
 
|-
|4:36
+
|04:36
|ଟର୍ମିନାଲ୍ ରେ ଡେଟ୍ (date) ଟାଇପ୍ କର ଏବଂ ଏନ୍ଟର୍ ଦବାଅ . 
+
|| ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|4:42
+
|04:42
|ଏହା ସିଷ୍ଟମର ବର୍ତମାନ ସମୟ ଏବଂ ଦିନ ପ୍ରଦଶ୍ରୀତ କରିବା .
+
|| ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ |
 +
 
 
|-
 
|-
|4:45
+
|04:45
|ଯେଭଳି ଆମେ ଦେଖି ପାରିବା  ଡେଟ୍ କମାଣ୍ଡ (date command) ଉଭୟ ଦିନ ଏବଂ ସମୟ ଦେଖାଏ. ଏହା ଏକ ବହୁବିଧ ବ୍ୟବହାର ଯୋଗ୍ୟ ଏବଂ ଏହାର ବହୁତ ବିକଳ୍ପ  ମଧ୍ୟ ଅଛି .
+
|| ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି |
 +
 
 
|-
 
|-
|4;54
+
|04:54
|ପ୍ରୋମପ୍ଟ୍ (prompt) ରେ date space plus 'percent' sign capital T ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|5:07
+
|05:07
|ଏହା hours minutes and seconds ରୁପରେ କେବଳ ଆମକୁ ସମୟ ରେ ଦେଖାଇବ .
+
|| ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ |
 +
 
 
|-
 
|-
|5:12
+
|05:12
|ପ୍ରୋମପ୍ଟ୍ (prompt) ରେ date space plus 'percentage sign small h ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ ଛୋଟ h ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|5:23
+
|05:23
| ଏହା ମାସ ର ନାମ ଦେଖାଏ .
+
|| ଏହା ମାସର ନାମ ଦେଖାଏ |
 +
 
 
|-
 
|-
|5:25
+
|05:25
|ପ୍ରୋମପ୍ଟ୍ (prompt) ରେ date space plus percentage sign small m ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|5:38
+
|05:38
|ଏହା ସଂଖ୍ୟାତ୍ମକ ରୁପରେ ବର୍ଷର ମାସ କୁ ଦେଖାଏ . ଏଠାରେ ଏହା February ମାସ ପାଇଁ 02 ଦେଖାଉଛି. ଆପଣକଂର ପ୍ରାପ୍ତ output କୁ ଏହା ଅନୁସାରେ ମିଳାନ୍ତୁ .
+
|| ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ |
 +
 
 
|-
 
|-
|5:50
+
|05:50
|ପ୍ରୋମପ୍ଟ୍ (prompt) ରେ date space plus percentage sign small y ଏବଂ ଏନ୍ଟର୍ ଦବାଅ  .
+
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|6:01
+
|06:01
|ଏହା ବର୍ତମାନ ବର୍ଷ ର ଶେଷ ଦୁଇ ଅକଂ କହିବ .
+
|| ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ |
 +
 
 
|-
 
|-
|6:05
+
|06:05
|ଆମେ ଏହି ଅପସନ୍ସସ (options) କୁ ସଂଯୋଗ. ଉଦାହରଣ ସ୍ବରୁପ, ପ୍ରୋମପ୍ଟ୍ (prompt) ରେ date space plus double quotes ରେ percentage small h percentage small y ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|6:34
+
|06:34
|ଏଠାରେ ଏହା Freburary 11 ଦେଖାଉଛି .
+
|| ଏଠାରେ February 11 ଦେଖାଉଛି |
 +
 
 
|-
 
|-
|6:39
+
|06:39
|ଅନ୍ୟ ସମ୍ବଧିତ କମାଣ୍ଡ cal କମାଣ୍ଡ ଅଟେ. ଯଦିଓ ଏହା ସାଧାରଣ କମାଣ୍ଡ ନୁହେଁ, ଏହା ଆପନଂକୁ ଯେକୌଣସି ମାସ ଏବଂ ବର୍ଷ ଦେଖିବା ପାଇଁ ସାହା ସାହଜ୍ୟ କରେ .
+
|| ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ |
 +
 
 
|-
 
|-
|6:48
+
|06:48
|ବର୍ତମାନ ମାସ ର କେଲେଣ୍ଡର (calender) କୁ ଦେଖିବା ପାଇଁ ପ୍ରୋମପ୍ଟ୍ (prompt) ରେ 'cal' ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|6:56
+
|06:56
| ଯେକୌଣସି ମାସର କେଲେଣ୍ଡର (calender) କୁ ଦେଖିବା ପାଇଁ, କୁହ december 2070, ପ୍ରୋମପ୍ଟ୍ (prompt) ରେ cal space 12 space 2070 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|7:13
+
|07:13
|ଏହା December 2070 ର କେଲେଣ୍ଡର (calender) ଦେଖାଉଛି .
+
|| ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ |
 +
 
 
|-
 
|-
|7:19
+
|07:19
|ଆଗକୁ ଯିବା ପୁର୍ବରୁ ଆମେ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀଜ (directories)  ବିଷୟରେ କିଛି ଆଲୋଚନା କରିବା .
+
|| ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା |
 +
 
 
|-
 
|-
|7:26
+
|07:26
|ଲିନକ୍ସ ରେ ପ୍ରାୟ ସବୁ କିଛି ଏକ ଫାଇଲ୍ ଅଟେ . ଏବେ ପ୍ରଶ୍ନ ଅଟେ ଫାଇଲ୍ କଣ ?  
+
|| ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ?
 +
 
 
|-
 
|-
|7:34
+
|07:34
|ପ୍ରକୃତରେ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ. ଏକା ସଦୃଶ, ଏକ ଲିନକ୍ସ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ .
+
|| ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ |
 +
 
 
|-
 
|-
|7:48
+
|07:48
|ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ?  
+
|| ଏବେ, ଏକ ଡିରେକ୍ଟୋରୀ କ’ଣ?
 +
 
 
|-
 
|-
|7:52
+
|07:52
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ସଂଗ୍ରହ ରୁପରେ ବୁଜିବାକୁ ପଡିବ .
+
||ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ |
 +
 
 
|-
 
|-
|7:58
+
|07:58
|ଡାଇରେକ୍ଟ୍ ଟୋରୀ (directory)  ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ .
+
|| ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ |
 +
 
 
|-
 
|-
|8:04
+
|08:04
|ଏହା ୱିନଡୋ ରେ ଫୋଲଡର ର ପରି ଅଟେ .
+
|| ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ |
 +
 
 
|-
 
|-
|8:08
+
|08:08
|ଲିନକ୍ସ ସିଷ୍ଟମ୍ ରେ ଯେବେ ଆମେ ଲୋଗ-ଇନ୍ (login)  କରୁ, ସ୍ବାଭାବିକ ଭାବରେ, ଆମେ ଏକ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ. ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ  ପ୍ରୋମପ୍ଟ୍ (prompt) ରେ echo space dollar HOME ଟାଇପ୍ କର ଏବଂ ଏନଟର୍ ଦବାଅ .
+
|| ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|8:27
+
|08:27
|ପରବର୍ତୀ କମାଣ୍ଡ (command) ଆମକୁ  ଡାଇରେକ୍ଟ୍ ଟୋରୀ (directory) କୁ ଦେଖିବାକୁ ସାହାଜ୍ୟ କରେ ଯେଉଁଥିରେ ଆମେ ବର୍ତମାନ କାର୍ଯ କରୁଛୁ. ଏହା pwd ଅଟେ ଯାହା ବର୍ତମାନ କାର୍ଯକାରୀ ଡାଇରେକ୍ଟ୍ ଟୋରୀ (directory) ପାଇଁ ନିୟୋଜିତ. ପ୍ରୋମପ୍ଟ୍ (prompt) ରେ pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|8:42
+
|08:42
|ଯେବେ ଆମେ ଆମର ଡାଇରେକ୍ଟ୍ ଟୋରୀ (directory) ସମ୍ଵନ୍ଧରେ ଜାଣୁ, ଆମେ ଜାଣିବାକୁ ପାଇବା ସେହି ଡାଇରେକ୍ଟ୍ ଟୋରୀ (directory)  ରେ କେଉଁ ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ଅଛି. ଏହା ପାଇଁ  ଆମ ପାଖରେ ଥିବା ls command ର ବ୍ୟବହାର କରୁଁ  ଯାହାକି ସବୁଠାରୁ ବ୍ୟାପକ ରୁପରେ  ୟୁନେକ୍ସ୍ ଏବଂ ଲିନକ୍ସ ରେ ପ୍ରୟୋଗ ହୋଇଛି .
+
|| ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
|8:56
+
|08:56
|ls command ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|9:01
+
|09:01
|ବର୍ତମାନ ଆଉଟ୍ ପୁଟ୍ (output) କୁ ଦେଖ .
+
|| ଏବେ ଆଉଟ୍-ପୁଟ୍ ଦେଖନ୍ତୁ |
 +
 
 
|-
 
|-
|9:04
+
|09:04
|ଫାଇଲସ୍ (files) ଏବଂ ଉପ- ଡାଇରେକ୍ଟ୍ ରୀଜ (sub-directories) ସାଧାରଣତ ଅଲଗା ଅଲଗା ରଂଗ ରେ ଦେଖାଯାଏ .
+
|| ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ |
 +
 
 
|-
 
|-
|9:08
+
|09:08
|ls ଏକ ବହୁତ ବହୁମୁଖୀ କମାଣ୍ଡ ଅଟେ ଏବଂ ଏହାର ବହୁତ ଅପସନ୍ସସ (options) ଅଛି. ଚାଲ ଏଥିରୁ କିଛି ଦେଖିବା. ପ୍ରୋମପ୍ଟ୍ (prompt) ରେ ls space minus minus all ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|9:24
+
|09:24
|ଏହା ସବୁ ଫାଇଲସ୍ (files) ସହିତ ଲୁଚିଥିବା ଫାଇଲ ଗୁଡିକୁ ଦେଖାଏ (ଲୁଚିଥିବା ଫାଇଲସ୍ ଏଠାରେ ଫାଇଲ୍ ନେମସ୍ ଯାହା dot (.) ସହିତ ଆରମ୍ଭ ହୁଏ
+
|| ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) |
 +
 
 
|-
 
|-
|9:33
+
|09:33
|ଆମେ ଯେ କେବେଳ ଫାଇଲ୍ ଦେଖିବାକୁ ଚାହାନ୍ତି ତାହା ନାହିଁ କିନ୍ତୁ ଅଧିକ ସୁଚନା ପାଇବାକୁ ଚାହାନ୍ତି. ଆମେ minus l option ର ବ୍ୟବହାର କରିପାରିବା .
+
|| ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା |
 +
 
 
|-
 
|-
|9:40
+
|09:40
|ls space minus small l କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍  ଦବାଅ .
+
|| ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|9:50
+
|09:50
|ଏହା ଆମକୁ ଫାଇଲ୍ ପରିମିସନସ୍ (file permissions) ଦିଏମ ଫାଇଲ୍ ର ଅଧିକାରୀ ନାମ, ଶେଷ ରୁପାନ୍ତର ର ସମୟ, bytes ରେ ଫାଇଲ୍ ସାଇଜ୍ (size), ଏତ୍ୟାଦୀ କହେ. ଏହି ଅପସନ୍ ବିବରଣୀ ବର୍ତମାନ୍ ଟ୍ୟୁଟୋରିଆଲ ର ପରିସୀମା ବାହାରେ ଅଟେ.
+
|| ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି |
 +
 
 
|-
 
|-
 
|10:06
 
|10:06
|ls କୁ କେତକ ଅପସନ୍ସସ (options) ସହିତ ବ୍ୟବହାର କରିପାରିବା ଯାହା ଆମେ ପରେ ଦେଖିବା .
+
|| ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା |
 +
 
 
|-
 
|-
 
|10:11
 
|10:11
|ଏହି ସବୁ ସୁଚନା କୁ ସ୍କ୍ରିନ୍ (screen) ଉପରେ ପ୍ରଦଶ୍ରୀତ କରିବା ବ୍ୟତିତ, ଆମେ ଏହା ଏକ ଫାଇଲ୍ ରେ ଗଛିତ କରି ପାରିବା. ପ୍ରକୃତରେ ଏହିପରି ଭାବେ ଆମେ ଯେ କୌଣସି କମାଣ୍ଡ output କୁ ଏକ ଫାଇଲ୍ ରେ ଗଛିତ କରି ପାରିବା.
+
|| ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା |
 +
 
 
|-
 
|-
 
|10:23
 
|10:23
|କମାଣ୍ଡ ର ପରେ right angle bracket ଏବଂ ଫାଇଲ୍ ନେମ୍ (file name) ଟାଇପ୍ କର . ଆମେ ls space minus small l space right angle bracket space fileinfo ଲେଖ ଏବଂ ଏନ୍ଟର୍ ଦବାଅ .
+
|| ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା |  
 +
 
 
|-
 
|-
 
|10:46
 
|10:46
|ବର୍ତମାନ ସବୁ ଫାଇଲସ୍ (files) ଏବଂ ଡାଇରେକ୍ଟ୍ ଟୋରୀଜ (sub-directories) ର ସୁଚନା fileinfo ନାମକ ଫାଇଲ୍ ରେ ସିଧାସଳଖ ଯିବ .
+
|| ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ |
 +
 
 
|-
 
|-
 
|10:54
 
|10:54
|କିନ୍ତୁ ଆମେ ଏହି ଫାଇଲ୍ ର କନ୍ଟେଟ (content) କିପରି ଦେଖୁ. ଏହା ପାଇଁ ଆମ ପାଖରେ cat କମାଣ୍ଡ ଅଛି. cat space ଏବଂ ଫାଇଲ୍ ନାମ ଟାଇପ୍ କର, ଏଠାରେ ଏହାର ନାମ  fileinfo ଏବଂ ଏନ୍ଟର୍  ଦେବାଅ .
+
|| କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|11:12
 
|11:12
|ବର୍ତମାନ, ଏହାର କନ୍ଟେଟସ୍ (contents) ଦେଖିପାରିବେ. ପ୍ରକୃତରେ ଏକ ଫାଇଲ୍ ତିଆରି କରିବା cat ର ଅନ୍ୟ ମୁଖ୍ୟ ବ୍ୟବହାର ଅଟେ. ଏହା ପାଇଁ ପ୍ରୋମପ୍ଟ୍ (prompt ) ରେ cat space right angle bracket space filename ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା |
 +
ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|11:36
 
|11:36
|ବର୍ତମାନ, ଯେବେ ଆମେ ଏନ୍ଟର୍ ଦବାଇବା ତେବେ କମାଣ୍ଡ ବ୍ୟବହାରି ମାନକଂ ଠାରୁ input ପାଇଁ ଅପେଖ୍ୟା କରେ .
+
|| ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ |
 +
 
 
|-
 
|-
 
|11:42
 
|11:42
|ଯାହା ଆମେ ଟାଇପ୍ କିରିବା ସେଗୁଡିକ ଫାଇଲ୍ ରେ ଲେଖା ହୋଇଯିବ. ତେଣୁ କିଛି ଟେକ୍ସଟ (text) ଟାଇପ୍ କର .
+
|| ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ |
 +
 
 
|-
 
|-
 
|11:50
 
|11:50
|ବର୍ତମାନ, ଏନ୍ଟର୍ key ଦବାଇକୀ input ଶେଷକୁ ସୁଚିତ କର .
+
|| ଏବେ ଇନପୁଟ୍ ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ |
 +
 
 
|-
 
|-
 
|11:56
 
|11:56
|ଏବେ, Ctrl ଏବଂ D keys କୁ ଏକ ସାଥିରେ ଦବାଅ .
+
|| ଏବେ Ctrl D ଏକାଠି ଦାବନ୍ତୁ |
 +
 
 
|-
 
|-
 
|12:05
 
|12:05
|ଯଦି ଫାଇଲ୍ file1 କହେ ନାମ ଦ୍ବାରା ଯାହା ପୁର୍ବରୁ ଅଛି, ପରେ ବ୍ୟବହାରି ମାନକଂ input ଏହି ଫାଇଲ୍ ଉପରେ overwritten ହୋଇଯିବ .
+
|| ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ |
 +
 
 
|-
 
|-
 
|12:13
 
|12:13
|ବର୍ତମାନ ଯଦି ଆପଣ ପୁର୍ବରୁ ଥିବା ଫାଇଲ୍ ‘file1’ ର ଶେଷ ରେ ଯୋଡିବା ଚାହଁ, ତେବେ ପ୍ରୋମପ୍ଟ୍ (prompt) ରେ cat space double right angle bracket space file1ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|12:36
 
|12:36
|ସେଠାରେ ବିଭିନ୍ନ ଅନ୍ୟ କମାଣ୍ଡ୍ ସ୍ (commands) ଅଛି ଯାହା ଆମେ ଆଲୋଚନା କରିପାରି ଥାନ୍ତେ କିନ୍ତୁ ଆମେ ଏହାକୁ ବର୍ତମାନ ପାଇଁ ସୀମିତ ରଖିବା. ପ୍ରକୃତରେ, ଆଲୋଚନା ହୋଇଥିବା କମାଣ୍ଡ୍ ଗୁଡିକର options and possibilities ଉପରେ ମଧ୍ୟ କୁହାଯାଇନାହିଁ .
+
|| ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି |
 +
 
 
|-
 
|-
 
|12:50
 
|12:50
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି .
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
|13:02
 
|13:02
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି.
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 +
 
 
|-
 
|-
 
|13:10
 
|13:10
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଉପସ୍ତିଥ ପାଇଁ ଧନ୍ୟବାଦ .
+
 
+
 
|}
 
|}

Latest revision as of 16:08, 10 April 2017

Time Narration
00:00 ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା |
00:14 ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା |
00:21 ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ |
00:29 ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ |
00:36 ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ |
00:43 ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ |
00:48 ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ |
00:52 ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି |
00:58 ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:08 ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ |
01:14 ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା |
01:19 ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:30 ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ |
01:36 ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା |
01:42 ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର |
01:46 ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ |
02:03 କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ

ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ |

02:32 ସେହି ସମାନ ଧାଡିରେ ‘enter a command ‘ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ |
02:38 ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ |
02:43 ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:58 ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:11 ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ |
03:21 ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି |
03:28 ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:37 ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ |
03:43 ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି |
03:48 ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ |
04:02 କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ?
04:06 ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ |
04:14 ଏବେ, ରୁଟ୍ ୟୁଜର୍ କିଏ?
04:18 ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି |
04:22 ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ |
04:30 ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି |
04:36 ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
04:42 ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ |
04:45 ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି |
04:54 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:07 ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ |
05:12 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ ଛୋଟ h ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:23 ଏହା ମାସର ନାମ ଦେଖାଏ |
05:25 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:38 ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ |
05:50 ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:01 ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ |
06:05 ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:34 ଏଠାରେ February 11 ଦେଖାଉଛି |
06:39 ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ |
06:48 ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:56 ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:13 ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ |
07:19 ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା |
07:26 ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ?
07:34 ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ |
07:48 ଏବେ, ଏକ ଡିରେକ୍ଟୋରୀ କ’ଣ?
07:52 ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ |
07:58 ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ |
08:04 ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ |
08:08 ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:27 ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:42 ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ |
08:56 Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:01 ଏବେ ଆଉଟ୍-ପୁଟ୍ ଦେଖନ୍ତୁ |
09:04 ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ |
09:08 Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:24 ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) |
09:33 ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା |
09:40 ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:50 ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି |
10:06 ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା |
10:11 ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା |
10:23 ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା |
10:46 ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ |
10:54 କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:12 ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା |

ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |

11:36 ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ |
11:42 ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ |
11:50 ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ |
11:56 ଏବେ Ctrl ଓ D ଏକାଠି ଦାବନ୍ତୁ |
12:05 ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ |
12:13 ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
12:36 ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି |
12:50 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:02 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
13:10 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Manoranjan, PoojaMoolya, Pradeep