Difference between revisions of "Linux/C2/General-Purpose-Utilities-in-Linux/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(2 intermediate revisions by the same user not shown) | |||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:00 | |00:00 | ||
|| ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | || ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | ||
+ | |||
|- | |- | ||
|00:06 | |00:06 | ||
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା | | || ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା | | ||
+ | |||
|- | |- | ||
|00:14 | |00:14 | ||
|| ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା | | || ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା | | ||
+ | |||
|- | |- | ||
|00:21 | |00:21 | ||
|| ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ | | || ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ | | ||
+ | |||
|- | |- | ||
|00:29 | |00:29 | ||
|| ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ | | || ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ | | ||
+ | |||
|- | |- | ||
|00:36 | |00:36 | ||
|| ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ | | || ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ | | ||
+ | |||
|- | |- | ||
|00:43 | |00:43 | ||
|| ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ | | || ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ | | ||
+ | |||
|- | |- | ||
|00:48 | |00:48 | ||
|| ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | | || ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | | ||
+ | |||
|- | |- | ||
|00:52 | |00:52 | ||
|| ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି | | || ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି | | ||
+ | |||
|- | |- | ||
|00:58 | |00:58 | ||
|| ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|01:08 | |01:08 | ||
|| ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ | | || ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ | | ||
+ | |||
|- | |- | ||
|01:14 | |01:14 | ||
|| ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା | | || ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
|01:19 | |01:19 | ||
|| ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|01:30 | |01:30 | ||
|| ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ | | || ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ | | ||
+ | |||
|- | |- | ||
|01:36 | |01:36 | ||
|| ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା | | || ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା | | ||
+ | |||
|- | |- | ||
|01:42 | |01:42 | ||
|| ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର | | || ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର | | ||
+ | |||
|- | |- | ||
|01:46 | |01:46 | ||
|| ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ | | || ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ | | ||
+ | |||
|- | |- | ||
|02:03 | |02:03 | ||
||କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ | ||କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ | ||
ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ | | ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|02:32 | |02:32 | ||
|| ସେହି ସମାନ ଧାଡିରେ ‘enter a command ‘ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ | | || ସେହି ସମାନ ଧାଡିରେ ‘enter a command ‘ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ | | ||
+ | |||
|- | |- | ||
|02:38 | |02:38 | ||
|| ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ | | || ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ | | ||
+ | |||
|- | |- | ||
|02:43 | |02:43 | ||
|| ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|02:58 | |02:58 | ||
|| ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|03:11 | |03:11 | ||
|| ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ | | || ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ | | ||
+ | |||
|- | |- | ||
|03:21 | |03:21 | ||
|| ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି | | || ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି | | ||
+ | |||
|- | |- | ||
|03:28 | |03:28 | ||
||ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|03:37 | |03:37 | ||
|| ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ | | || ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ | | ||
+ | |||
|- | |- | ||
|03:43 | |03:43 | ||
|| ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି | | || ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି | | ||
+ | |||
|- | |- | ||
|03:48 | |03:48 | ||
|| ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ | | || ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ | | ||
+ | |||
|- | |- | ||
|04:02 | |04:02 | ||
|| କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ? | || କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ? | ||
+ | |||
|- | |- | ||
|04:06 | |04:06 | ||
|| ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ | | || ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ | | ||
+ | |||
|- | |- | ||
|04:14 | |04:14 | ||
|| ଏବେ, ରୁଟ୍ ୟୁଜର୍ କିଏ? | || ଏବେ, ରୁଟ୍ ୟୁଜର୍ କିଏ? | ||
+ | |||
|- | |- | ||
|04:18 | |04:18 | ||
|| ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି | | || ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି | | ||
+ | |||
|- | |- | ||
|04:22 | |04:22 | ||
|| ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ | | || ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ | | ||
+ | |||
|- | |- | ||
|04:30 | |04:30 | ||
|| ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି | | || ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି | | ||
+ | |||
|- | |- | ||
|04:36 | |04:36 | ||
|| ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|04:42 | |04:42 | ||
|| ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ | | || ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ | | ||
+ | |||
|- | |- | ||
|04:45 | |04:45 | ||
|| ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି | | || ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି | | ||
+ | |||
|- | |- | ||
− | |04 | + | |04:54 |
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|05:07 | |05:07 | ||
|| ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ | | || ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ | | ||
+ | |||
|- | |- | ||
|05:12 | |05:12 | ||
Line 127: | Line 167: | ||
|05:23 | |05:23 | ||
|| ଏହା ମାସର ନାମ ଦେଖାଏ | | || ଏହା ମାସର ନାମ ଦେଖାଏ | | ||
+ | |||
|- | |- | ||
|05:25 | |05:25 | ||
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|05:38 | |05:38 | ||
|| ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ | | || ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ | | ||
+ | |||
|- | |- | ||
|05:50 | |05:50 | ||
|| ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:01 | |06:01 | ||
|| ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ | | || ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ | | ||
+ | |||
|- | |- | ||
|06:05 | |06:05 | ||
|| ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:34 | |06:34 | ||
|| ଏଠାରେ February 11 ଦେଖାଉଛି | | || ଏଠାରେ February 11 ଦେଖାଉଛି | | ||
+ | |||
|- | |- | ||
− | | | + | |06:39 |
|| ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ | | || ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ | | ||
+ | |||
|- | |- | ||
|06:48 | |06:48 | ||
|| ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|06:56 | |06:56 | ||
|| ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|07:13 | |07:13 | ||
|| ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ | | || ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ | | ||
+ | |||
|- | |- | ||
|07:19 | |07:19 | ||
|| ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା | | || ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା | | ||
+ | |||
|- | |- | ||
|07:26 | |07:26 | ||
|| ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ? | || ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ? | ||
+ | |||
|- | |- | ||
|07:34 | |07:34 | ||
|| ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ | | || ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ | | ||
+ | |||
|- | |- | ||
|07:48 | |07:48 | ||
|| ଏବେ, ଏକ ଡିରେକ୍ଟୋରୀ କ’ଣ? | || ଏବେ, ଏକ ଡିରେକ୍ଟୋରୀ କ’ଣ? | ||
+ | |||
|- | |- | ||
|07:52 | |07:52 | ||
||ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ | | ||ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ | | ||
+ | |||
|- | |- | ||
|07:58 | |07:58 | ||
|| ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ | | || ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ | | ||
+ | |||
|- | |- | ||
|08:04 | |08:04 | ||
|| ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ | | || ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ | | ||
+ | |||
|- | |- | ||
|08:08 | |08:08 | ||
|| ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|08:27 | |08:27 | ||
|| ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|08:42 | |08:42 | ||
|| ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ | | || ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ | | ||
+ | |||
|- | |- | ||
|08:56 | |08:56 | ||
|| Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|09:01 | |09:01 | ||
|| ଏବେ ଆଉଟ୍-ପୁଟ୍ ଦେଖନ୍ତୁ | | || ଏବେ ଆଉଟ୍-ପୁଟ୍ ଦେଖନ୍ତୁ | | ||
+ | |||
|- | |- | ||
|09:04 | |09:04 | ||
|| ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ | | || ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ | | ||
+ | |||
|- | |- | ||
|09:08 | |09:08 | ||
|| Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|09:24 | |09:24 | ||
|| ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) | | || ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) | | ||
+ | |||
|- | |- | ||
|09:33 | |09:33 | ||
|| ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା | | || ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା | | ||
+ | |||
|- | |- | ||
|09:40 | |09:40 | ||
|| ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|09:50 | |09:50 | ||
|| ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି | | || ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି | | ||
+ | |||
|- | |- | ||
|10:06 | |10:06 | ||
|| ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା | | || ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା | | ||
+ | |||
|- | |- | ||
|10:11 | |10:11 | ||
|| ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା | | || ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା | | ||
+ | |||
|- | |- | ||
|10:23 | |10:23 | ||
|| ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା | | || ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା | | ||
+ | |||
|- | |- | ||
|10:46 | |10:46 | ||
|| ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ | | || ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ | | ||
+ | |||
|- | |- | ||
|10:54 | |10:54 | ||
|| କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|11:12 | |11:12 | ||
− | || ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା | ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | + | || ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା | |
+ | ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|11:36 | |11:36 | ||
|| ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ | | || ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ | | ||
+ | |||
|- | |- | ||
|11:42 | |11:42 | ||
|| ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ | | || ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ | | ||
+ | |||
|- | |- | ||
|11:50 | |11:50 | ||
|| ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ | | || ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ | | ||
+ | |||
|- | |- | ||
|11:56 | |11:56 | ||
|| ଏବେ Ctrl ଓ D ଏକାଠି ଦାବନ୍ତୁ | | || ଏବେ Ctrl ଓ D ଏକାଠି ଦାବନ୍ତୁ | | ||
+ | |||
|- | |- | ||
|12:05 | |12:05 | ||
|| ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ | | || ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ | | ||
+ | |||
|- | |- | ||
|12:13 | |12:13 | ||
|| ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | || ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | | ||
+ | |||
|- | |- | ||
|12:36 | |12:36 | ||
|| ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି | | || ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି | | ||
+ | |||
|- | |- | ||
|12:50 | |12:50 | ||
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | || ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ||
+ | |||
|- | |- | ||
|13:02 | |13:02 | ||
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | | || ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | | ||
+ | |||
|- | |- | ||
|13:10 | |13:10 | ||
− | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | + | ||ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | + | |
|} | |} |
Latest revision as of 16:08, 10 April 2017
Time | Narration |
00:00 | ଲିନକ୍ସ୍ ରେ ଜେନେରାଲ୍ ପର୍ପୋଜ୍ ୟୁଟିଲିଟିଜ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଲିନକ୍ସ୍ ର ବହୁତ ବେସିକ୍ କିନ୍ତୁ ବହୂଳ ଭାବେ ବ୍ୟବହୃତ ହେଉଥିବା କିଛି କମାଣ୍ଡ୍ ସହିତ ପରିଚିତ ହେବା | |
00:14 | ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିନକ୍ସ୍ ରେ କାମ କରିବା ବିଷୟରେ ଆପଣଙ୍କୁ ପ୍ରାରମ୍ଭିକ ସୂଚନା ଦେବା | |
00:21 | ଆମେ ପ୍ରଥମ କମାଣ୍ଡ ଭାବେ ଇକୋ କମାଣ୍ଡ୍ ଦେଖିବା | ମନେରଖନ୍ତୁ, ଲିନକ୍ସ୍ କମାଣ୍ଡ୍ ଗୁଡିକ କେସ୍ ସେନ୍ସିଟିଭ୍ ଅଟେ | |
00:29 | ଉଲ୍ଲେଖ କରାଯାଇନଥିଲେ ସମସ୍ତ କମାଣ୍ଡ୍ ଓ ସେଗୁଡିକର ଅପ୍ସନ୍ସ ଛୋଟ ଅକ୍ଷରରେ ଥାଏ | |
00:36 | ସ୍କ୍ରୀନ୍ ରେ କିଛି ମେସେଜ୍ ଦେଖାଇବାକୁ ଏହି କମାଣ୍ଡ୍ ବ୍ୟବହୃତ ହୁଏ | ଟର୍ମିନାଲ୍ କୁ ଯାଆନ୍ତୁ | |
00:43 | ଉବୁଣ୍ଟୁରେ ଏକ ଟର୍ମିନାଲ୍ ଆରମ୍ଭ କରିବାକୁ Ctrl Alt t ସାହାଯ୍ୟ କରେ | |
00:48 | ଅବଶ୍ୟ, ଏହି କମାଣ୍ଡ୍ ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | |
00:52 | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା, ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବୁଝାଯାଇସାରିଛି | |
00:58 | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ହେଲୋ ୱର୍ଲ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
01:08 | ଏହା, ପ୍ରଥାଗତ Hello Worldକୁ ସ୍କ୍ରୀନ୍ ରେ ପ୍ରିଣ୍ଟ୍ କରେ | |
01:14 | ଭାରିଏବଲ୍ ର ଭାଲ୍ୟୁ ଦେଖାଇବାକୁ ମଧ୍ୟ ଇକୋ କମାଣ୍ଡ୍ ବ୍ୟବହାର କରିପାରିବା | |
01:19 | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍, କ୍ୟାପିଟାଲ୍ ରେ SHELL ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
01:30 | ଏହା, ସାମ୍ପ୍ରତିକ ବ୍ୟବହୃତ ହେଉଥିବା ସେଲ୍ ର ଆଉଟ୍ ପୁଟ୍ ଦିଏ | |
01:36 | ଇକୋ କମାଣ୍ଡ୍ ସହିତ ଆମେ ଏସ୍କେପ୍ ସିକ୍ୱେନ୍ସ୍ ମଧ୍ୟ ବ୍ୟବହାର କରିପାରିବା | |
01:42 | ଏଥିପାଇଁ ଆମକୁ -e (ହାଇଫେନ୍ e) ଅପ୍ସନ୍ ବ୍ୟବହାର କରିବା ଦରକାର | |
01:46 | ସାଧାରଣ ଏସ୍କେପ୍ ସିକ୍ୱେନ୍ସ୍ ରେ ଟ୍ୟାବ୍ ପାଇଁ \t (ବ୍ୟାକ୍ ସ୍ଲାସ୍ t), ନୂଆ ଧାଡି ପାଇଁ \n ଥାଏ ଓ \c ଏସ୍କେପ୍ ସିକ୍ୱେନ୍ସ୍ ଟି ବ୍ୟବହୃତ ହେଲେ ସେହି ସମାନ ଧାଡିରେ ପ୍ରମ୍ପ୍ଟ୍ ଦେଖାଇଥାଏ | |
02:03 | କିଛି ଏଣ୍ଟର୍ କରିବା ପୂର୍ବରୁ ଏକ ପ୍ରମ୍ପ୍ଟ୍ ମେସେଜ୍ ଚାହୁଁଥିଲେ ଏହା ଦରକାର ହୁଏ | ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ମାଇନସ୍ କୁ ଗୋଟିଏ କ୍ୟୋଟ୍ ମଧ୍ୟରେ ଟାଇପ୍ କରନ୍ତୁ
ବ୍ୟାକ୍ ସ୍ଲାସ୍ c କମାଣ୍ଡ୍ ପ୍ରବେଶ କରାଇ ଏଣ୍ଟର୍ ଦାବନ୍ତୁ | |
02:32 | ସେହି ସମାନ ଧାଡିରେ ‘enter a command ‘ ପ୍ରିଣ୍ଟ୍ ହେବା ପରେ ପ୍ରମ୍ପ୍ଟ୍ ଦେଖାଯିବ | |
02:38 | ଲିନକ୍ସ୍ କର୍ନେଲ୍ ର କେଉଁ ଭର୍ସନ୍ ବ୍ୟବହାର କରୁଛନ୍ତି ଆପଣ ତାହା ଜାଣିବାକୁ ଚାହୁଁଥିବେ | |
02:43 | ଏହା ଓ ଆମ ମେସିନ୍ ର ଅନ୍ୟ ବିଶେଷତାଗୁଡ଼ିକ ଜାଣିବାକୁ ୟୁନେମ୍ କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ ୟୁନେମ୍ ସ୍ପେସ୍ ହାଇଫେନ୍ r ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
02:58 | ଆପଣଙ୍କ ୟୁଜର୍ ନାମ ଜାଣିବାକୁ ପ୍ରମ୍ପ୍ଟ୍ ରେ ହୁ ସ୍ପେସ୍ ଆମ୍ ସ୍ପେସ୍ ଆଇ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:11 | ଏହା ବାସ୍ତବରେ ହୁ’ କମାଣ୍ଡ୍ ରୁ ଆସିଥାଏ, ଯାହା ଆପଣଙ୍କ ସିଷ୍ଟମ୍ ମଲ୍ଟିୟୁଜର୍ ସିଷ୍ଟମ୍ ହୋଇଥିଲେ, ସେଥିରେ ବର୍ତ୍ତମାନ ଲଗ୍ଇନ୍ କରିଥିବା ୟୁଜର୍ ମାନଙ୍କୁ ତାଲିକାଭୁକ୍ତ କରେ | |
03:21 | ବେଳେବେଳେ ଆପଣଙ୍କ ଲଗ୍ଇନ୍ ପାସ୍-ୱର୍ଡ୍ ସମାଧାନ ହୋଇଯାଏ ଓ/କିମ୍ୱା ଆପଣ ତାହାକୁ ବଦଳାଇବାକୁ ଚାହିଁପାରନ୍ତି | |
03:28 | ଏଥିପାଇଁ ଆମର passwd କମାଣ୍ଡ୍ ଅଛି | ପ୍ରମ୍ପ୍ଟ୍ ରେ p-a-s-s-w-d ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
03:37 | ଏହି କମାଣ୍ଡ୍ ଟାଇପ୍ କଲେ ଆପଣଙ୍କୁ ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବାକୁ କୁହାଯିବ | |
03:43 | ଏଠାରେ ମୁଁ ମୋ ସିଷ୍ଟମ୍ ର ସାମ୍ପ୍ରତିକ ପାସ୍-ୱର୍ଡ ଟାଇପ୍ କରିବି | |
03:48 | ତାହା ସଠିକ୍ ଭାବରେ ଏଣ୍ଟର୍ ହୋଇଗଲେ ଆପଣଙ୍କୁ ନୂତନ ପାସ୍-ୱର୍ଡ ଏଣ୍ଟର୍ କରି ସୁନିଶ୍ଚିତ କରିବାକୁ ରିଟାଇପ୍ କରିବାକୁ ହେବ | |
04:02 | କିନ୍ତୁ, ଯଦି ଆମେ ନିଜର ସାମ୍ପ୍ରତିକ ପାସ୍-ୱର୍ଡ ଭୁଲିଯାଇଥିବା, ତେବେ? |
04:06 | ତେବେ, ସାମ୍ପ୍ରତିକ ପାସ୍-ୱର୍ଡ ନଜାଣି ମଧ୍ୟ କେବଳ ରୁଟ୍ ୟୁଜର୍ ଙ୍କ ଦ୍ୱାରା ପାସ୍-ୱର୍ଡ ବଦଳାଯାଇପାରେ | |
04:14 | ଏବେ, ରୁଟ୍ ୟୁଜର୍ କିଏ? |
04:18 | ସେ ହେଉଛନ୍ତି, ଅତିରିକ୍ତ ଅଧିକାର ପାଇଥିବା ଜଣେ ବିଶେଷ ବ୍ୟକ୍ତି | |
04:22 | ଉଦାହରଣ ଭାବରେ କହିପାରିବା ଯେ, ଜଣେ ରୁଟ୍ ୟୁଜର୍, ଆଡମିନିଷ୍ଟ୍ରେଟର୍ ଷ୍ଟାଟସ୍ ସହିତ ୱିଣ୍ଡୋଜ୍ ୟୁଜର୍ ସହିତ ସମାନ | |
04:30 | ସିଷ୍ଟମ୍ ର ତାରିଖ ଓ ସମୟ ଜାଣିବାକୁ ଇଚ୍ଛା କରୁଥିଲେ ଆମ ପାଖରେ ଡେଟ୍ କମାଣ୍ଡ୍ ଅଛି | |
04:36 | ଟର୍ମିନାଲ୍ ରେ ତାରିଖ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
04:42 | ଏହା ସିଷ୍ଟମ୍ ର ସାମ୍ପ୍ରତିକ ସମୟ ଓ ତାରିଖ ଦେଖାଇବ | |
04:45 | ଡେଟ୍ କମାଣ୍ଡ୍, ଉଭୟ ତାରିଖ ଓ ସମୟ ଦେଖାଉଥିବାର ଆମେ ଦେଖୁଛେ | ଏହା ଏକ ବହୁତ ବହୁମୁଖୀ ୟୁଟିଲିଟୀ ହୋଇଥିବା ସହିତ ଏଥିରେ ଅନେକ ଅପ୍ସନ୍ସ ମଧ୍ୟ ରହିଛି | |
04:54 | ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ କ୍ୟାପିଟାଲ୍ T ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:07 | ଏହା ସମୟଟିକୁ କେବଳ ଘଣ୍ଟା, ମିନିଟ୍ ଓ ସେକେଣ୍ଡ୍ (hh:mm:ss) ଫର୍ମାଟ୍ ରେ ଦେଖାଏ | |
05:12 | ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ’ଶତକଡା’ ଚିହ୍ନ ଛୋଟ h ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:23 | ଏହା ମାସର ନାମ ଦେଖାଏ | |
05:25 | ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ m ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
05:38 | ଏହା ବର୍ଷର ମାସକୁ ସଂଖ୍ୟା ରୂପରେ ଦେଖାଏ | ଏଠାରେ ଏହା ଫେବୃଆରୀ ମାସ ପାଇଁ 02 ଦେଖାଉଛି | ଆପଣ ପାଉଥିବା ଆଉଟ୍ ପୁଟ୍ ଅନୁସାରେ ଏହାକୁ ମିଳାନ୍ତୁ | |
05:50 | ପ୍ରମ୍ପ୍ଟ୍ ରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଚିହ୍ନ ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:01 | ଏହା ସାମ୍ପ୍ରତିକ ବର୍ଷର ଶେଷ ଦୁଇଟି ଅଙ୍କ ଦେଖାଏ | |
06:05 | ଆମେ ଏହି ଅପ୍ସନ୍ ଗୁଡ଼ିକୁ ଏକାଠି କରିପାରିବା | ଉଦାହରଣସ୍ୱରୂପ, ପ୍ରମ୍ପ୍ଟ୍ ରେ ଡବଲ୍ କ୍ୟୋଟ୍ ମଧ୍ୟରେ ଡେଟ୍ ସ୍ପେସ୍ ପ୍ଲସ୍ ଶତକଡା ଛୋଟ h ଶତକଡା ଛୋଟ y ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:34 | ଏଠାରେ February 11 ଦେଖାଉଛି | |
06:39 | ଏହା ସମ୍ବନ୍ଧିତ ଅନ୍ୟ କମାଣ୍ଡ୍ ହେଉଛି କାଲ୍ କମାଣ୍ଡ୍ | ସଧାରଣ ନ ହୋଇନଥିଲେ ମଧ୍ୟ ଯେକୌଣସି ବର୍ଷର ଯେକୌଣସି ମାସର କ୍ୟାଲେଣ୍ଡର୍ ଦେଖିବାରେ ଏହା ସାହାଯ୍ୟ କରେ | |
06:48 | ସାମ୍ପ୍ରତିକ ମାସର କ୍ୟାଲେଣ୍ଡର୍ ଦେଖିବାକୁ ପ୍ରମ୍ପ୍ଟ୍ ରେ ‘cal’ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
06:56 | ଯକୌଣସି ମାସ, ମନେକରନ୍ତୁ 2070 ଡିସେମ୍ବର୍ ମାସର କ୍ୟାଲେଣ୍ଡର୍ ଦେଖିବାକୁ, ପ୍ରମ୍ପ୍ଟ୍ ରେ ’କାଲ୍ ସ୍ପେସ୍ 12 ସ୍ପେସ୍ 2070 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
07:13 | ଏହା 2070 ଡିସେମ୍ୱର୍ ମାସର କ୍ୟାଲେଣ୍ଡର୍ ଦେଖାଏ | |
07:19 | ଆଗକୁ ବଢ଼ିବା ପୂର୍ବରୁ ଫାଇଲ୍ସ ଓ ଡିରେକ୍ଟୋରୀଜ୍ ବିଷୟରେ ଅଳ୍ପ ଆଲୋଚନା କରିବା | |
07:26 | ଲିନକ୍ସ୍ ରେ ପ୍ରାୟ ସବୁ ଜିନିଷ ହେଉଛି ଫାଇଲ୍ | ଏବେ ଆମ ପ୍ରଶ୍ନ ହେଉଛି ଫାଇଲ୍ କ’ଣ? |
07:34 | ବାସ୍ତବ ଫାଇଲ୍ ରେ ଆମେ ଆମର ଡକ୍ୟୁମେଣ୍ଟ୍ ଓ କାଗଜପତ୍ର ରଖୁ | ସେହିଭଳି ଲିନକ୍ସ୍ ଫାଇଲ୍ ହେଉଛି ଏକ ସୂଚନା ଧାରକ | |
07:48 | ଏବେ, ଏକ ଡିରେକ୍ଟୋରୀ କ’ଣ? |
07:52 | ଡିରେକ୍ଟୋରୀକୁ ଫାଇଲ୍ ଓ ଅନ୍ୟ(ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ଭାବରେ ବୁଝାଯାଇପାରେ | |
07:58 | ଏକ ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଜାଡିବାରେ ଡିରେକ୍ଟୋରୀ ଆମକୁ ସାହାଯ୍ୟ କରେ | |
08:04 | ଏହା ୱିଣ୍ଡୋଜ୍ ରେ ଥିବା ଫୋଲ୍ଡର୍ ଗୁଡ଼ିକ ଭଳି ଅଟେ | |
08:08 | ଆମେ ଲିନକ୍ସ୍ ସିଷ୍ଟମ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ | ହୋମ୍ ଡିରେକ୍ଟୋରୀ ଦେଖିବାକୁ ପ୍ରମ୍ପ୍ଟ୍ ରେ ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ HOME ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:27 | ପରବର୍ତ୍ତୀ କମାଣ୍ଡ୍ ଟି ଆମେ କାମକରୁଥିବା ସାମ୍ପ୍ରତିକ ଡିରେକ୍ଟୋରୀ ଦେଖିବାରେ ସାହାଯ୍ୟ କରେ | ଏହା ହେଉଛି pwd, ଯାହାର ଅର୍ଥ ପ୍ରେଜେଣ୍ଟ୍ ୱର୍କିଙ୍ଗ୍ ଡିରେକ୍ଟୋରୀ | ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
08:42 | ଆମେ ଥରେ ନିଜର ଡିରେକ୍ଟୋରୀ ଜାଣିଗଲେ, ଡିରେକ୍ଟୋରୀରେ ଥିବା ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଜାଣିବାକୁ ଇଚ୍ଛା କରିବା | ଏଥିପାଇଁ ଆମ ପାଖରେ Is କମାଣ୍ଡ୍ ଅଛି, ଯାହା ବୋଧହୁଏ ୟୁନିକ୍ସ୍ ଓ ଲିନକ୍ସ୍ ରେ ସର୍ବାଧିକ ବ୍ୟବହୃତ ହୋଇଥାଏ | |
08:56 | Is କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:01 | ଏବେ ଆଉଟ୍-ପୁଟ୍ ଦେଖନ୍ତୁ | |
09:04 | ଫାଇଲ୍ ଓ ସବ୍-ଡିରେକ୍ଟୋରୀଗୁଡିକ ସାଧାରଣତଃ ଭିନ୍ନ ରଙ୍ଗରେ ଦେଖାଦିଏ | |
09:08 | Is ହେଉଛି ବହୁତ ବହୁମୁଖୀ କମାଣ୍ଡ ଓ ଏହାର ଅନେକ ଅପ୍ସନ୍ ଥାଏ | ସେଥିରୁ କିଛି ଦେଖିବା ପାଇଁ, ପ୍ରମ୍ପ୍ଟ୍ ରେ ls ସ୍ପେସ୍ ମାଇନସ୍ ମାଇନସ୍ ଅଲ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:24 | ଏହା ହିଡିନ୍ ଫାଇଲ୍ ସହିତ ସମସ୍ତ ଫାଇଲ୍ ଦେଖାଏ (ଡଟ୍(.)ରୁ ଫାଇଲ୍ ନାମ ଆରମ୍ଭ ହେଉଥିବା ଫାଇଲ୍ ଗୁଡ଼ିକ ହେଉଛି ହିଡିନ୍ ଫାଇଲ୍) | |
09:33 | ଫାଇଲ୍ ଗୁଡ଼ିକ ସମେତ ଅଧିକ ସୂଚନା ପାଇବାକୁ ଚାହିଁଲେ ଆମେ ମାଇନସ୍ l ଅପ୍ସନ୍ ବ୍ୟବହାର କରିପାରିବା | |
09:40 | ls ସ୍ପେସ୍ ମାଇନସ୍ ଛୋଟ l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
09:50 | ଏହା ଆମକୁ ଫାଇଲ୍ ଅନୁମତି, ଫାଇଲ୍ ମାଲିକ ନାମ, ଶେଷ ମୋଡିଫିକେଶନ୍ ସମୟ, ବାଇଟ୍ସ ରେ ଫାଇଲ୍ ର ସାଇଜ୍ ଆଦିର ସୂଚନା ଦିଏ | ଏହି ଅପ୍ସନ୍ ର ବ୍ୟାଖ୍ୟା ବର୍ତ୍ତମାନର ଟ୍ୟୁଟୋରିଆଲ୍ ପରିସର ବାହାରେ ଅଛି | |
10:06 | ls ବହୁ ଅପ୍ସନ୍ ସହିତ ବ୍ୟବହୃତ ହୋଇପାରେ, ଯାହା ଆମେ ପରେ ଦେଖିବା | |
10:11 | ସ୍କ୍ରୀନ୍ ରେ ଏହି ସମସ୍ତ ସୂଚନା ଦେଖାଇବା ପରିବର୍ତ୍ତେ ଆମେ ଏହାକୁ ଏକ ଫାଇଲ୍ ରେ ସେଭ୍ କରିପାରିବା | ବାସ୍ତବରେ, ଏହିପରି ମାର୍ଗରେ ଆମେ ଯକୌଣସି କମାଣ୍ଡ୍ ର ଆଉଟ୍ ପୁଟ୍ କୁ ଫାଇଲ୍ ରେ ଷ୍ଟୋର୍ କରିପାରିବା | |
10:23 | ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ରେ କମାଣ୍ଡ୍ ଓ ଫାଇଲ୍ ନାମ ଟାଇପ୍ କରନ୍ତୁ | ମନେକରନ୍ତୁ ଆମେ ls ସ୍ପେସ୍ ମାଇନସ୍ ଛୋଟ l ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ଇନ୍ଫୋ ଲେଖି ଏଣ୍ଟର୍ ଦାବିବା | |
10:46 | ଏବେ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ସୂଚନା fileinfo ନାମକ ଫାଇଲ୍ କୁ ଚାଲିଯିବ | |
10:54 | କିନ୍ତୁ ଏହି ଫାଇଲ୍ ର କଣ୍ଟେଣ୍ଟ୍ ଆମେ କିପରି ଦେଖିବା? ଏଥିପାଇଁ ଆମ ପାଖରେ କ୍ୟାଟ୍ କମାଣ୍ଡ୍ ଅଛି | କ୍ୟାଟ୍ ସ୍ପେସ୍ ଫାଇଲ୍ ନାମ, ଏଠାରେ fileinfo ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
11:12 | ଏବେ, ଆପଣ ଏହାର କଣ୍ଟେଟ୍ ଦେଖିପାରିବେ | ବାସ୍ତବରେ କ୍ୟାଟ୍ ର ଅନ୍ୟ ମୁଖ୍ୟ ବ୍ୟବହାର ହେଉଛି ନୂତନ ଫାଇଲ୍ କ୍ରିଏଟ୍ କରିବା |
ଏଥିପାଇଁ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ ଫାଇଲ୍ ନାମ, ଧରନ୍ତୁ file1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
11:36 | ଏବେ, ଆମେ ଏଣ୍ଟର୍ ଦାବିଲେ କମାଣ୍ଡ୍, ୟୁଜର୍ ତରଫରୁ ଇନପୁଟ୍ ପାଇଁ ଅପେକ୍ଷା କରେ | |
11:42 | ଆମେ ଯାହାବି ଟାଇପ୍ କରିବା, ତାହା ଫାଇଲ୍ ରେ ଲେଖିହେବ, ତେଣୁ କିଛି ଲେଖନ୍ତୁ | |
11:50 | ଏବେ ଇନପୁଟ୍ ର ଶେଷ ସୂଚାଇବାକୁ ଏଣ୍ଟର୍ କି’ ଦାବନ୍ତୁ | |
11:56 | ଏବେ Ctrl ଓ D ଏକାଠି ଦାବନ୍ତୁ | |
12:05 | ମନେକରନ୍ତୁ file1 ନାମକ ଫାଇଲ୍ ଆଗରୁ ଥିଲେ, ୟୁଜର୍ ଙ୍କର ଇନ୍-ପୁଟ୍ ଏହି ଫାଇଲ୍ ରେ ଓଭର୍ ରାଇଟ୍ ହୋଇଯାଏ | |
12:13 | ଏବେ ଆପଣ ଏକ ବିଦ୍ୟମାନ ଫାଇଲ୍ ’ file1’ର ଶେଷରେ ଯୋଡ଼ିବାକୁ ଚାହୁଁଥିଲେ, ପ୍ରମ୍ପ୍ଟ୍ ରେ କ୍ୟାଟ୍ ସ୍ପେସ୍ ଡବଲ୍ ରାଇଟ୍ ଆଙ୍ଗଲ୍ ବ୍ରାକେଟ୍ ସ୍ପେସ୍ file ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | |
12:36 | ଏଭଳି ଆହୁରି କମାଣ୍ଡ୍ ଅଛି ଯାହା ଆମେ ଆଲୋଚନା କରିପାରିଥା’ନ୍ତେ, ମାତ୍ର ବର୍ତ୍ତମାନ ଏତିକିରେ ରଖିବା | ପ୍ରକୃତରେ, ଆଲୋଚିତ ସମସ୍ତ କମାଣ୍ଡ୍ ରେ ଥିବା ବହୁ ଅପ୍ସନ୍ ଓ ସମ୍ଭାବନା ଏଠାରେ ଅନାଲୋଚନା ରହିଯାଇଛି | |
12:50 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | |
13:02 | ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | |
13:10 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |