Difference between revisions of "LibreOffice-Suite-Impress/C3/Custom-Animation/Oriya"

From Script | Spoken-Tutorial
Jump to: navigation, search
(Created page with "=Resources for recording= Custom Animation {| border=1 || '''Time''' || '''Narration''' |- ||00.00 || ଲିବର୍ ଅଫିସ୍‌ର...")
 
 
(One intermediate revision by one other user not shown)
Line 1: Line 1:
=Resources for recording=
 
[[Media:Custom Animation.zip |Custom Animation]]
 
 
 
 
{| border=1
 
{| border=1
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
||00.00
+
||00:00
 
|| ଲିବର୍ ଅଫିସ୍‌ରେ Custom Animation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| ଲିବର୍ ଅଫିସ୍‌ରେ Custom Animation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
||00.07  
+
||00:07  
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଇମ୍ପ୍ରେସ୍‌ରେ Custom Animation ବିଷୟରେ ଶିଖିବା
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଇମ୍ପ୍ରେସ୍‌ରେ Custom Animation ବିଷୟରେ ଶିଖିବା
 +
 
|-
 
|-
||00.12  
+
||00:12  
 
|| ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
 
|| ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
 +
 
|-
 
|-
||00.21
+
||00:21
 
|| ପ୍ରଥମେ Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 
|| ପ୍ରଥମେ Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
 +
 
|-
 
|-
||00.26
+
||00:26
 
|| ସ୍ଲାଇଡ୍ସ ପେନ୍‌ରୁ Potential Alternatives ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ
 
|| ସ୍ଲାଇଡ୍ସ ପେନ୍‌ରୁ Potential Alternatives ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
||00.32
+
||00:32
 
|| ଏହି ସ୍ଲାଇଡ୍ ଏବେ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
 
|| ଏହି ସ୍ଲାଇଡ୍ ଏବେ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
 +
 
|-
 
|-
|| 00.36
+
|| 00:36
 
|| ପ୍ରେଜେଣ୍ଟେଶନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ custom animationକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
 
|| ପ୍ରେଜେଣ୍ଟେଶନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ custom animationକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
 +
 
|-
 
|-
|| 00.43
+
|| 00:43
 
|| ସ୍ଲାଇଡ୍‌ରେ ବାମପଟେ ଥିବା ପ୍ରଥମ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ
 
|| ସ୍ଲାଇଡ୍‌ରେ ବାମପଟେ ଥିବା ପ୍ରଥମ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ
 +
 
|-
 
|-
|| 00.47
+
|| 00:47
 
|| ଏପରି କରିବା ପାଇଁ, ଟେକ୍ସଟ୍‌ରେ କ୍ଲିକ୍ କରି ପ୍ରଦର୍ଶିତ ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
 
|| ଏପରି କରିବା ପାଇଁ, ଟେକ୍ସଟ୍‌ରେ କ୍ଲିକ୍ କରି ପ୍ରଦର୍ଶିତ ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 00.54
+
|| 00:54
 
|| ଇମ୍ପ୍ରେସ୍ ୱିଣ୍ଡୋର ଡାହାଣପଟୁ, ଟାସ୍କ ପେନ୍‌ରେ ଥିବା Custom Animation ଉପରେ କ୍ଲିକ୍ କରନ୍ତୁ
 
|| ଇମ୍ପ୍ରେସ୍ ୱିଣ୍ଡୋର ଡାହାଣପଟୁ, ଟାସ୍କ ପେନ୍‌ରେ ଥିବା Custom Animation ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 01.01
+
|| 01:01
 
|| Add କ୍ଲିକ୍ କରନ୍ତୁ
 
|| Add କ୍ଲିକ୍ କରନ୍ତୁ
 +
 
|-
 
|-
|| 01.03
+
|| 01:03
 
|| Custom Animation ଡାୟଲଗ୍ ବକ୍ସ ଦେଖାଦେବ
 
|| Custom Animation ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
|| 01.07
+
|| 01:07
 
|| ଦେଖନ୍ତୁ, Entrance ଟ୍ୟାବ୍ ଖୋଲା ଅଛି
 
|| ଦେଖନ୍ତୁ, Entrance ଟ୍ୟାବ୍ ଖୋଲା ଅଛି
 +
 
|-
 
|-
|| 01.10
+
|| 01:10
 
|| ସ୍କ୍ରୀନ୍‌ରେ ଆଇଟମ୍ କିପରି ଦେଖାଦେବ, ତାହାର ମାର୍ଗକୁ Entrance ଟ୍ୟାବ୍ ନିୟନ୍ତ୍ରଣ କରିଥାଏ
 
|| ସ୍କ୍ରୀନ୍‌ରେ ଆଇଟମ୍ କିପରି ଦେଖାଦେବ, ତାହାର ମାର୍ଗକୁ Entrance ଟ୍ୟାବ୍ ନିୟନ୍ତ୍ରଣ କରିଥାଏ
 +
 
|-
 
|-
|| 01.15
+
|| 01:15
 
|| ଏହି ସିରିଜ୍‌ର ପରବର୍ତ୍ତୀ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ଆମେ ଅନ୍ୟ ଟ୍ୟାବ୍ସ ବିଷୟରେ ଶିଖିବା
 
|| ଏହି ସିରିଜ୍‌ର ପରବର୍ତ୍ତୀ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ଆମେ ଅନ୍ୟ ଟ୍ୟାବ୍ସ ବିଷୟରେ ଶିଖିବା
 +
 
|-
 
|-
|| 01.21
+
|| 01:21
 
|| ବେସିକ୍ ଅନ୍ତର୍ଗତ Diagonal Squares ଚୟନ କରନ୍ତୁ
 
|| ବେସିକ୍ ଅନ୍ତର୍ଗତ Diagonal Squares ଚୟନ କରନ୍ତୁ
 +
 
|-
 
|-
|| 01.25
+
|| 01:25
|| ଆପଣଙ୍କ ଆନିମେଶନ୍ର ପ୍ରଦର୍ଶନ ସ୍ପୀଡ୍କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
+
|| ଆପଣଙ୍କ ଆନିମେଶନ୍‌ର ପ୍ରଦର୍ଶନ ସ୍ପୀଡ୍‌କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
 +
 
 
|-
 
|-
|| 01.30
+
|| 01:30
 
|| Speed fieldରେ, ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି Slow ସିଲେକ୍ଟ କରନ୍ତୁ ଓ OKରେ କ୍ଲିକ୍ କରନ୍ତୁ  
 
|| Speed fieldରେ, ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି Slow ସିଲେକ୍ଟ କରନ୍ତୁ ଓ OKରେ କ୍ଲିକ୍ କରନ୍ତୁ  
 +
 
|-
 
|-
|| 01.37
+
|| 01:37
 
|| ଆନିମେଶନ୍ ଅପ୍ସନ୍ସ ସେଟ୍ କରିବାକୁ Effect ଫିଲ୍ଡ ସାହାଯ୍ୟ କରିଥାଏ
 
|| ଆନିମେଶନ୍ ଅପ୍ସନ୍ସ ସେଟ୍ କରିବାକୁ Effect ଫିଲ୍ଡ ସାହାଯ୍ୟ କରିଥାଏ
 +
 
|-
 
|-
|| 01.43
+
|| 01:43
 
|| Effect ଫିଲ୍ଡ ତଳେ ଥିବା ବକ୍ସ, ଆନିମେଶନ୍‌ଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ପ୍ରେଜେଣ୍ଟେଶନ୍‌ରେ ଆଡ୍ କରାଯାଇଛି
 
|| Effect ଫିଲ୍ଡ ତଳେ ଥିବା ବକ୍ସ, ଆନିମେଶନ୍‌ଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ପ୍ରେଜେଣ୍ଟେଶନ୍‌ରେ ଆଡ୍ କରାଯାଇଛି
 +
 
|-
 
|-
|| 01.51
+
|| 01:51
 
|| ଧ୍ୟାନଦିଅନ୍ତୁ ଯେ, ଆନିମେଶନ୍‌ର ତାଲିକାରେ ପ୍ରଥମ ଆନିମେଶନ୍ ମିଶାଯାଇଛି
 
|| ଧ୍ୟାନଦିଅନ୍ତୁ ଯେ, ଆନିମେଶନ୍‌ର ତାଲିକାରେ ପ୍ରଥମ ଆନିମେଶନ୍ ମିଶାଯାଇଛି
 +
 
|-
 
|-
|| 01.56
+
|| 01:56
 
|| ସ୍କ୍ରୋଲ୍ ଡାଉନ୍ କରନ୍ତୁ ଓ Playରେ କ୍ଲିକ୍ କରନ୍ତୁ
 
|| ସ୍କ୍ରୋଲ୍ ଡାଉନ୍ କରନ୍ତୁ ଓ Playରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 02.00
+
|| 02:00
 
|| ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ, ଏବେ ମେନ୍ ପେନ୍‌ରେ play ହେବ
 
|| ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ, ଏବେ ମେନ୍ ପେନ୍‌ରେ play ହେବ
 +
 
|-
 
|-
|| 02.08
+
|| 02:08
 
|| ଏବେ, ସ୍ଲାଇଡ୍‌ରେ, ଦ୍ୱିତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. Custom Animationରେ Add କ୍ଲିକ୍ କରନ୍ତୁ
 
|| ଏବେ, ସ୍ଲାଇଡ୍‌ରେ, ଦ୍ୱିତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. Custom Animationରେ Add କ୍ଲିକ୍ କରନ୍ତୁ
 +
 
|-
 
|-
|| 02.18
+
|| 02:18
 
|| ପ୍ରଦର୍ଶିତ Custom Animation dialog ବକ୍ସରେ ଥିବା Basic Animationରେ Wedge ସିଲେକ୍ଟ କରନ୍ତୁ
 
|| ପ୍ରଦର୍ଶିତ Custom Animation dialog ବକ୍ସରେ ଥିବା Basic Animationରେ Wedge ସିଲେକ୍ଟ କରନ୍ତୁ
 +
 
|-
 
|-
|| 02.25
+
|| 02:25
 
|| ସ୍ପୀଡ୍‌କୁ Mediumରେ ସେଟ୍ କରି OK କ୍ଲିକ୍ କରନ୍ତୁ
 
|| ସ୍ପୀଡ୍‌କୁ Mediumରେ ସେଟ୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
||02.31
+
|| 02:31
 
|| ଦେଖନ୍ତୁ, ଏହି ଆନିମେଶନ୍ ବକ୍ସରେ ଆଡ୍ ହୋଇଯାଇଛି
 
|| ଦେଖନ୍ତୁ, ଏହି ଆନିମେଶନ୍ ବକ୍ସରେ ଆଡ୍ ହୋଇଯାଇଛି
 +
 
|-
 
|-
|| 02.36
+
|| 02:36
 
|| ଧ୍ୟାନଦିଅନ୍ତୁ ଯେ, ତାଲିକାରେ ଥିବା ଆନିମେଶନ୍, ଆପଣ କ୍ରିଏଟ୍ କରିଥିବା କ୍ରମରେ ହିଁ ଅଛି
 
|| ଧ୍ୟାନଦିଅନ୍ତୁ ଯେ, ତାଲିକାରେ ଥିବା ଆନିମେଶନ୍, ଆପଣ କ୍ରିଏଟ୍ କରିଥିବା କ୍ରମରେ ହିଁ ଅଛି
 +
 
|-
 
|-
||02.42
+
|| 02:42
|| ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍ରେ କ୍ଲିକ୍ କରନ୍ତୁ
+
|| ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍‌ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
|| 02.47
+
|| 02:47
 
|| ପ୍ରିଭ୍ୟୁ ପାଇଁ ଆପଣ ଏକାଧିକ ଆନିମେଶନ୍ ସିଲେକ୍ଟ କରିପାରିବେ
 
|| ପ୍ରିଭ୍ୟୁ ପାଇଁ ଆପଣ ଏକାଧିକ ଆନିମେଶନ୍ ସିଲେକ୍ଟ କରିପାରିବେ
 +
 
|-
 
|-
|| 02.51
+
|| 02:51
 
|| ଏପରି କରିବା ପାଇଁ, ଆନିମେଶନ୍ ସିଲେକ୍ଟ କରିବାବେଳେ Shift କୀ ଧରନ୍ତୁ
 
|| ଏପରି କରିବା ପାଇଁ, ଆନିମେଶନ୍ ସିଲେକ୍ଟ କରିବାବେଳେ Shift କୀ ଧରନ୍ତୁ
 +
 
|-
 
|-
|| 02.57
+
|| 02:57
 
|| Play କ୍ଲିକ୍ କରନ୍ତୁ. ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ ପ୍ଲେ ହେଲା
 
|| Play କ୍ଲିକ୍ କରନ୍ତୁ. ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ ପ୍ଲେ ହେଲା
 +
 
|-
 
|-
|| 03.05
+
|| 03:05
 
|| ଏବେ, ତୃତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. ଲେଆଉଟ୍‌ରେ Add କ୍ଲିକ୍ କରନ୍ତୁ
 
|| ଏବେ, ତୃତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. ଲେଆଉଟ୍‌ରେ Add କ୍ଲିକ୍ କରନ୍ତୁ
 +
 
|-
 
|-
|| 03.10
+
|| 03:10
|| Entrance ଟ୍ୟାବ୍ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
+
|| Entrance ଟ୍ୟାବ୍‌ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
 +
 
 
|-
 
|-
||03.17   
+
|| 03:17   
 
|| ସ୍ପୀଡ୍‌କୁ Slowରେ ସେଟ୍ କରି OK କ୍ଲିକ୍ କରନ୍ତୁ
 
|| ସ୍ପୀଡ୍‌କୁ Slowରେ ସେଟ୍ କରି OK କ୍ଲିକ୍ କରନ୍ତୁ
 +
 
|-
 
|-
|| 03.22
+
|| 03:22
 
|| ପ୍ରତ୍ୟେକ ଆନିମେଶନ୍, ନିର୍ଦ୍ଦିଷ୍ଟ ଡିଫଲ୍ଟ ଗୁଣ ସହିତ ଆସିଥାଏ
 
|| ପ୍ରତ୍ୟେକ ଆନିମେଶନ୍, ନିର୍ଦ୍ଦିଷ୍ଟ ଡିଫଲ୍ଟ ଗୁଣ ସହିତ ଆସିଥାଏ
 +
 
|-
 
|-
|| 03.26
+
|| 03:26
 
|| Change Order ବଟନ୍ସ ବ୍ୟବହାର କରି ଆପଣ ଆନିମେଶନ୍‌ର କ୍ରମକୁ ମଧ୍ୟ ବଦଳାଇପାରିବେ
 
|| Change Order ବଟନ୍ସ ବ୍ୟବହାର କରି ଆପଣ ଆନିମେଶନ୍‌ର କ୍ରମକୁ ମଧ୍ୟ ବଦଳାଇପାରିବେ
 +
 
|-
 
|-
|| 03.32
+
|| 03:32
 
|| ଚାଲନ୍ତୁ, ପ୍ରତ୍ୟେକ ଆନିମେଶନ୍ ପାଇଁ ଡିଫଲ୍ଟ ପ୍ରୋପର୍ଟିଜ୍ ଦେଖିବା ଓ ସେଗୁଡ଼ିକୁ କିପରି ମୋଡିଫାଏ କରାଯାଏ, ଶିଖିବା
 
|| ଚାଲନ୍ତୁ, ପ୍ରତ୍ୟେକ ଆନିମେଶନ୍ ପାଇଁ ଡିଫଲ୍ଟ ପ୍ରୋପର୍ଟିଜ୍ ଦେଖିବା ଓ ସେଗୁଡ଼ିକୁ କିପରି ମୋଡିଫାଏ କରାଯାଏ, ଶିଖିବା
 +
 
|-
 
|-
|| 03.40
+
|| 03:40
 
|| ତାଲିକାରେ ଥିବା ପ୍ରଥମ ଆନିମେଶନ୍ ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି Diagonal Squares ଅପ୍ସନ୍
 
|| ତାଲିକାରେ ଥିବା ପ୍ରଥମ ଆନିମେଶନ୍ ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି Diagonal Squares ଅପ୍ସନ୍
 +
 
|-
 
|-
|| 03.46
+
|| 03:46
 
|| Effects Options ଡାୟଲଗ୍ ବକ୍ସ ଦେଖାଦେବ
 
|| Effects Options ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
|| 03.50
+
|| 03:50
 
|| ଡିଫଲ୍ଟ ଭାବରେ Effects ଟ୍ୟାବ୍ ପ୍ରଦର୍ଶିତ ହେବ
 
|| ଡିଫଲ୍ଟ ଭାବରେ Effects ଟ୍ୟାବ୍ ପ୍ରଦର୍ଶିତ ହେବ
 +
 
|-
 
|-
|| 03.54
+
|| 03:54
 
|| Settingsରେ ଥିବା Direction ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ From right to top ସିଲେକ୍ଟ କରନ୍ତୁ
 
|| Settingsରେ ଥିବା Direction ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ From right to top ସିଲେକ୍ଟ କରନ୍ତୁ
 +
 
|-
 
|-
|| 04.01
+
|| 04:01
 
|| ଆନିମେଶନ୍ ଡାହାଣପଟୁ ଆରମ୍ଭ ହୋଇ ଆଗକୁ ବଢ଼ିବା ସହ ଉପରକୁ ଯିବାର ଇଫେକ୍ଟ ଏଥିରେ ଅଛି
 
|| ଆନିମେଶନ୍ ଡାହାଣପଟୁ ଆରମ୍ଭ ହୋଇ ଆଗକୁ ବଢ଼ିବା ସହ ଉପରକୁ ଯିବାର ଇଫେକ୍ଟ ଏଥିରେ ଅଛି
 +
 
|-
 
|-
|| 04.08
+
|| 04:08
 
||  ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ OK କ୍ଲିକ୍ କରନ୍ତୁ
 
||  ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ OK କ୍ଲିକ୍ କରନ୍ତୁ
 +
 
|-
 
|-
|| 04.12
+
|| 04:12
 
|| ଆପଣ ଆଡ୍ କରିଥିବା ଆନିମେଶନ୍ ଦେଖିବା ପାଇଁ Play ବଟନ୍ କ୍ଲିକ୍ କରନ୍ତୁ
 
|| ଆପଣ ଆଡ୍ କରିଥିବା ଆନିମେଶନ୍ ଦେଖିବା ପାଇଁ Play ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.17
+
|| 04:17
 
|| ଆନିମେଶନ୍ ଉପରେ ପୁଣିଥରେ ଡବଲ୍ କ୍ଲିକ୍ କରନ୍ତୁ. Effect Options ଡାୟଲଗ୍ ବକ୍ସ ଦେଖାଦେବ
 
|| ଆନିମେଶନ୍ ଉପରେ ପୁଣିଥରେ ଡବଲ୍ କ୍ଲିକ୍ କରନ୍ତୁ. Effect Options ଡାୟଲଗ୍ ବକ୍ସ ଦେଖାଦେବ
 +
 
|-
 
|-
|| 04.24
+
|| 04:24
 
|| Timing ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 
|| Timing ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.26
+
|| 04:26
 
|| Delay ଫିଲ୍ଡରେ Delayକୁ 1.0 ସେକେଣ୍ଡକୁ ବୃଦ୍ଧି କରନ୍ତୁ. ଗୋଟିଏ ସେକେଣ୍ଡ ପରେ ଆନିମେଶନ୍ ଆରମ୍ଭ ହେବାର ଇଫେକ୍ଟ ଏଥିରେ ଅଛି. OK କ୍ଲିକ୍ କରନ୍ତୁ
 
|| Delay ଫିଲ୍ଡରେ Delayକୁ 1.0 ସେକେଣ୍ଡକୁ ବୃଦ୍ଧି କରନ୍ତୁ. ଗୋଟିଏ ସେକେଣ୍ଡ ପରେ ଆନିମେଶନ୍ ଆରମ୍ଭ ହେବାର ଇଫେକ୍ଟ ଏଥିରେ ଅଛି. OK କ୍ଲିକ୍ କରନ୍ତୁ
 +
 
|-
 
|-
|| 04.39
+
|| 04:39
 
|| ଏବେ, ପ୍ରଥମ ଆନିମେଶନ୍ ସିଲେକ୍ଟ କରନ୍ତୁ
 
|| ଏବେ, ପ୍ରଥମ ଆନିମେଶନ୍ ସିଲେକ୍ଟ କରନ୍ତୁ
 +
 
|-
 
|-
|| 04.43
+
|| 04:43
 
|| Play ବଟନ୍ କ୍ଲିକ୍ କରନ୍ତୁ
 
|| Play ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
|| 04.45
+
|| 04:45
 
|| ଆନିମେଶନ୍‌ରେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ଆପଣ ଦେଖିପାରିବେ
 
|| ଆନିମେଶନ୍‌ରେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ଆପଣ ଦେଖିପାରିବେ
 +
 
|-
 
|-
|| 04.50
+
|| 04:50
 
|| ତାଲିକାରେ ଥିବା ଦ୍ୱିତୀୟ ଆନିମେଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଏହା, ଆମେ ସେଟ୍ କରିଥିବା Wedges ଅପ୍ସନ୍ ଅଟେ
 
|| ତାଲିକାରେ ଥିବା ଦ୍ୱିତୀୟ ଆନିମେଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଏହା, ଆମେ ସେଟ୍ କରିଥିବା Wedges ଅପ୍ସନ୍ ଅଟେ
 +
 
|-
 
|-
|| 04.54
+
|| 04:54
 
|| Effects Options ଡାୟଲଗ୍ ବକ୍ସ ଦେଖାଦେଲା
 
|| Effects Options ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
||05.02
+
||05:02
 
|| Text Animation ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| Text Animation ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
||05.05
+
||05:05
 
|| Text Animation ଟ୍ୟାବ୍, ଟେକ୍ସଟ୍ ଆନିମେଟ୍ କରିବା ପାଇଁ ଅନେକ ଅପ୍ସନ୍ସ ଦେଇଥାଏ
 
|| Text Animation ଟ୍ୟାବ୍, ଟେକ୍ସଟ୍ ଆନିମେଟ୍ କରିବା ପାଇଁ ଅନେକ ଅପ୍ସନ୍ସ ଦେଇଥାଏ
 +
 
|-
 
|-
|| 05.12
+
|| 05:12
 
|| Group text ଫିଲ୍ଡରେ By 1st level paragraphs ସିଲେକ୍ଟ କରନ୍ତୁ
 
|| Group text ଫିଲ୍ଡରେ By 1st level paragraphs ସିଲେକ୍ଟ କରନ୍ତୁ
 +
 
|-
 
|-
||05.16
+
||05:16
 
|| ଏହି ଚଏସ୍, ପ୍ରତ୍ୟେକ ବୁଲେଟ୍ ପଏଣ୍ଟକୁ ପୃଥକ୍ ଭାବେ ପ୍ରଦର୍ଶିତ କରେ
 
|| ଏହି ଚଏସ୍, ପ୍ରତ୍ୟେକ ବୁଲେଟ୍ ପଏଣ୍ଟକୁ ପୃଥକ୍ ଭାବେ ପ୍ରଦର୍ଶିତ କରେ
 +
 
|-
 
|-
|| 05.20
+
|| 05:20
 
|| ପରବର୍ତ୍ତୀ ପଏଣ୍ଟକୁ ଯିବା ପୂର୍ବରୁ ଯେତେବେଳେ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ ପଏଣ୍ଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବେ, ଏହି ଅପ୍ସନ୍ ବ୍ୟବହାର କରିପାରିବେ
 
|| ପରବର୍ତ୍ତୀ ପଏଣ୍ଟକୁ ଯିବା ପୂର୍ବରୁ ଯେତେବେଳେ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ ପଏଣ୍ଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବେ, ଏହି ଅପ୍ସନ୍ ବ୍ୟବହାର କରିପାରିବେ
 +
 
|-
 
|-
||05.28
+
||05:28
|| OK କ୍ଲିକ୍ କରନ୍ତୁ
+
|| OK କ୍ଲିକ୍ କରନ୍ତୁ,Play କ୍ଲିକ୍ କରନ୍ତୁ
 +
 
 
|-
 
|-
|| 05.29
+
||05:32
|| Play କ୍ଲିକ୍ କରନ୍ତୁ
+
|-
+
||05.32
+
 
|| ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି assignment କରନ୍ତୁ
 
|| ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି assignment କରନ୍ତୁ
 +
 
|-
 
|-
||05.36
+
||05:36
 
|| ଭିନ୍ନ ଭିନ୍ନ ଆନିମେଶନ୍ କ୍ରିଏଟ୍ କରି ପ୍ରତ୍ୟେକ ଆନିମେଶନ୍ ପାଇଁ Effect Option ଯାଞ୍ଚ କରନ୍ତୁ
 
|| ଭିନ୍ନ ଭିନ୍ନ ଆନିମେଶନ୍ କ୍ରିଏଟ୍ କରି ପ୍ରତ୍ୟେକ ଆନିମେଶନ୍ ପାଇଁ Effect Option ଯାଞ୍ଚ କରନ୍ତୁ
 +
 
|-
 
|-
|| 05.43
+
|| 05:43
 
|| ଏବେ, ତିଆରି ହୋଇଥିବା ଆନିମେଶନ୍ ଇଫେକ୍ଟ କିପରି ଦେଖାଯାଏ, ଶିଖିବା
 
|| ଏବେ, ତିଆରି ହୋଇଥିବା ଆନିମେଶନ୍ ଇଫେକ୍ଟ କିପରି ଦେଖାଯାଏ, ଶିଖିବା
 +
 
|-
 
|-
||05.48
+
||05:48
 
|| Slide Show ବଟନ୍ କ୍ଲିକ୍ କରନ୍ତୁ. ତା’ପରେ ଆନିମେଶନ୍ ଦେଖିବା ପାଇଁ ସ୍କ୍ରୀନ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 
|| Slide Show ବଟନ୍ କ୍ଲିକ୍ କରନ୍ତୁ. ତା’ପରେ ଆନିମେଶନ୍ ଦେଖିବା ପାଇଁ ସ୍କ୍ରୀନ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 +
 
|-
 
|-
||05.59
+
||05:59
 
|| ଆନିମେଶନ୍ ପ୍ରସ୍ତୁତିର ନିରସତାକୁ ଭାଙ୍ଗିବା ପାଇଁ ଓ ନିର୍ଦ୍ଦିଷ୍ଟ ପଏଣ୍ଟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଉତ୍ତମ ମାର୍ଗ ଅଟେ, ଯାହା ଅନ୍ୟଥା ବର୍ଣ୍ଣନା କରିବା କଷ୍ଟକର ଅଟେ
 
|| ଆନିମେଶନ୍ ପ୍ରସ୍ତୁତିର ନିରସତାକୁ ଭାଙ୍ଗିବା ପାଇଁ ଓ ନିର୍ଦ୍ଦିଷ୍ଟ ପଏଣ୍ଟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଉତ୍ତମ ମାର୍ଗ ଅଟେ, ଯାହା ଅନ୍ୟଥା ବର୍ଣ୍ଣନା କରିବା କଷ୍ଟକର ଅଟେ
 +
 
|-
 
|-
||06.09
+
||06:09
 
|| ତଥାପି, ଏହାକୁ ଅଧିକ ବ୍ୟବହାର ନକରିବା ପ୍ରତି ସାବଧାନ ରୁହନ୍ତୁ
 
|| ତଥାପି, ଏହାକୁ ଅଧିକ ବ୍ୟବହାର ନକରିବା ପ୍ରତି ସାବଧାନ ରୁହନ୍ତୁ
 +
 
|-
 
|-
|| 06.13
+
|| 06:13
 
|| ଅଧିକ ଆନିମେଶନ୍, ଆଲୋଚନାରତ ବିଷୟଠାରୁ ଦର୍ଶକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନେଇଯିବ
 
|| ଅଧିକ ଆନିମେଶନ୍, ଆଲୋଚନାରତ ବିଷୟଠାରୁ ଦର୍ଶକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନେଇଯିବ
 +
 
|-
 
|-
||06.20
+
||06:20
 
|| ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 
|| ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 +
 
|-
 
|-
||06.23
+
||06:23
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ Custom animation, Effect options ବିଷୟରେ ଶିଖିଲେ
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ Custom animation, Effect options ବିଷୟରେ ଶିଖିଲେ
 +
 
|-
 
|-
|| 06.30
+
|| 06:30
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 
|| ଏକ ଆସାଇନ୍‌ମେଣ୍ଟ ଭାବେ
 +
 
|-
 
|-
||06.33
+
||06:33
 
|| ତିନୋଟି ବୁଲେଟ୍ ପଏଣ୍ଟ ସହିତ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ
 
|| ତିନୋଟି ବୁଲେଟ୍ ପଏଣ୍ଟ ସହିତ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ
 +
 
|-
 
|-
||06.36
+
||06:36
 
|| ଲାଇନ୍ ବାଇ ଲାଇନ୍ ଦେଖାଯିବା ପରି ଟେକ୍ସଟ୍‌କୁ ଆନିମେଟ୍ କରନ୍ତୁ
 
|| ଲାଇନ୍ ବାଇ ଲାଇନ୍ ଦେଖାଯିବା ପରି ଟେକ୍ସଟ୍‌କୁ ଆନିମେଟ୍ କରନ୍ତୁ
 +
 
|-
 
|-
||06.41
+
||06:41
 
|| ଏହି ଆନିମେଶନ୍‌କୁ ପ୍ଲେ କରନ୍ତୁ
 
|| ଏହି ଆନିମେଶନ୍‌କୁ ପ୍ଲେ କରନ୍ତୁ
 +
 
|-
 
|-
||06.44
+
||06:44
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
||06.51
+
||06:51
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
 +
 
|-
 
|-
||06.55
+
||06:55
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
||07.04
+
||07:04
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 
|| ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
||07.11
+
||07:11
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
||07.22
+
||07:22
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
||07.33
+
||07:33
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
||07.38
+
||07:38
 
|| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|-
 
|-
 
|}
 
|}

Latest revision as of 14:13, 10 April 2017

Time Narration
00:00 ଲିବର୍ ଅଫିସ୍‌ରେ Custom Animation ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଇମ୍ପ୍ରେସ୍‌ରେ Custom Animation ବିଷୟରେ ଶିଖିବା
00:12 ଏଠାରେ ଆମେ ବ୍ୟବହାର କରୁଛୁ ଉବୁଣ୍ଟୁ ଲିନକ୍ସ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4
00:21 ପ୍ରଥମେ Sample-Impress.odp ପ୍ରେଜେଣ୍ଟେଶନ୍ ଖୋଲନ୍ତୁ
00:26 ସ୍ଲାଇଡ୍ସ ପେନ୍‌ରୁ Potential Alternatives ଥମ୍ୱନେଲ୍ ଉପରେ କ୍ଲିକ୍ କରନ୍ତୁ
00:32 ଏହି ସ୍ଲାଇଡ୍ ଏବେ ମେନ୍ ପେନ୍‌ରେ ପ୍ରଦର୍ଶିତ ହେଲା
00:36 ପ୍ରେଜେଣ୍ଟେଶନ୍‌କୁ ଆହୁରି ଆକର୍ଷଣୀୟ କରିବା ପାଇଁ custom animationକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
00:43 ସ୍ଲାଇଡ୍‌ରେ ବାମପଟେ ଥିବା ପ୍ରଥମ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ
00:47 ଏପରି କରିବା ପାଇଁ, ଟେକ୍ସଟ୍‌ରେ କ୍ଲିକ୍ କରି ପ୍ରଦର୍ଶିତ ବର୍ଡର୍ ଉପରେ କ୍ଲିକ୍ କରନ୍ତୁ
00:54 ଇମ୍ପ୍ରେସ୍ ୱିଣ୍ଡୋର ଡାହାଣପଟୁ, ଟାସ୍କ ପେନ୍‌ରେ ଥିବା Custom Animation ଉପରେ କ୍ଲିକ୍ କରନ୍ତୁ
01:01 Add କ୍ଲିକ୍ କରନ୍ତୁ
01:03 Custom Animation ଡାୟଲଗ୍ ବକ୍ସ ଦେଖାଦେବ
01:07 ଦେଖନ୍ତୁ, Entrance ଟ୍ୟାବ୍ ଖୋଲା ଅଛି
01:10 ସ୍କ୍ରୀନ୍‌ରେ ଆଇଟମ୍ କିପରି ଦେଖାଦେବ, ତାହାର ମାର୍ଗକୁ Entrance ଟ୍ୟାବ୍ ନିୟନ୍ତ୍ରଣ କରିଥାଏ
01:15 ଏହି ସିରିଜ୍‌ର ପରବର୍ତ୍ତୀ ଟ୍ୟୁଟୋରିଆଲ୍‌ଗୁଡ଼ିକରେ ଆମେ ଅନ୍ୟ ଟ୍ୟାବ୍ସ ବିଷୟରେ ଶିଖିବା
01:21 ବେସିକ୍ ଅନ୍ତର୍ଗତ Diagonal Squares ଚୟନ କରନ୍ତୁ
01:25 ଆପଣଙ୍କ ଆନିମେଶନ୍‌ର ପ୍ରଦର୍ଶନ ସ୍ପୀଡ୍‌କୁ ମଧ୍ୟ ଆପଣ ନିୟନ୍ତ୍ରଣ କରିପାରିବେ
01:30 Speed fieldରେ, ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି Slow ସିଲେକ୍ଟ କରନ୍ତୁ ଓ OKରେ କ୍ଲିକ୍ କରନ୍ତୁ
01:37 ଆନିମେଶନ୍ ଅପ୍ସନ୍ସ ସେଟ୍ କରିବାକୁ Effect ଫିଲ୍ଡ ସାହାଯ୍ୟ କରିଥାଏ
01:43 Effect ଫିଲ୍ଡ ତଳେ ଥିବା ବକ୍ସ, ଆନିମେଶନ୍‌ଗୁଡ଼ିକୁ ପ୍ରଦର୍ଶିତ କରେ, ଯାହା ପ୍ରେଜେଣ୍ଟେଶନ୍‌ରେ ଆଡ୍ କରାଯାଇଛି
01:51 ଧ୍ୟାନଦିଅନ୍ତୁ ଯେ, ଆନିମେଶନ୍‌ର ତାଲିକାରେ ପ୍ରଥମ ଆନିମେଶନ୍ ମିଶାଯାଇଛି
01:56 ସ୍କ୍ରୋଲ୍ ଡାଉନ୍ କରନ୍ତୁ ଓ Playରେ କ୍ଲିକ୍ କରନ୍ତୁ
02:00 ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ, ଏବେ ମେନ୍ ପେନ୍‌ରେ play ହେବ
02:08 ଏବେ, ସ୍ଲାଇଡ୍‌ରେ, ଦ୍ୱିତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. Custom Animationରେ Add କ୍ଲିକ୍ କରନ୍ତୁ
02:18 ପ୍ରଦର୍ଶିତ Custom Animation dialog ବକ୍ସରେ ଥିବା Basic Animationରେ Wedge ସିଲେକ୍ଟ କରନ୍ତୁ
02:25 ସ୍ପୀଡ୍‌କୁ Mediumରେ ସେଟ୍ କରି OK କ୍ଲିକ୍ କରନ୍ତୁ
02:31 ଦେଖନ୍ତୁ, ଏହି ଆନିମେଶନ୍ ବକ୍ସରେ ଆଡ୍ ହୋଇଯାଇଛି
02:36 ଧ୍ୟାନଦିଅନ୍ତୁ ଯେ, ତାଲିକାରେ ଥିବା ଆନିମେଶନ୍, ଆପଣ କ୍ରିଏଟ୍ କରିଥିବା କ୍ରମରେ ହିଁ ଅଛି
02:42 ଦ୍ୱିତୀୟ ଆନିମେଶନ୍ ସିଲେକ୍ଟ କରି Play ବଟନ୍‌ରେ କ୍ଲିକ୍ କରନ୍ତୁ
02:47 ପ୍ରିଭ୍ୟୁ ପାଇଁ ଆପଣ ଏକାଧିକ ଆନିମେଶନ୍ ସିଲେକ୍ଟ କରିପାରିବେ
02:51 ଏପରି କରିବା ପାଇଁ, ଆନିମେଶନ୍ ସିଲେକ୍ଟ କରିବାବେଳେ Shift କୀ ଧରନ୍ତୁ
02:57 Play କ୍ଲିକ୍ କରନ୍ତୁ. ଆପଣ ସିଲେକ୍ଟ କରିଥିବା ସମସ୍ତ ଆନିମେଶନ୍‌ର ପ୍ରିଭ୍ୟୁ ପ୍ଲେ ହେଲା
03:05 ଏବେ, ତୃତୀୟ ଟେକ୍ସଟ୍ ବକ୍ସ ସିଲେକ୍ଟ କରନ୍ତୁ. ଲେଆଉଟ୍‌ରେ Add କ୍ଲିକ୍ କରନ୍ତୁ
03:10 Entrance ଟ୍ୟାବ୍‌ରେ ଥିବା Basicରେ, Diamond ସିଲେକ୍ଟ କରନ୍ତୁ
03:17 ସ୍ପୀଡ୍‌କୁ Slowରେ ସେଟ୍ କରି OK କ୍ଲିକ୍ କରନ୍ତୁ
03:22 ପ୍ରତ୍ୟେକ ଆନିମେଶନ୍, ନିର୍ଦ୍ଦିଷ୍ଟ ଡିଫଲ୍ଟ ଗୁଣ ସହିତ ଆସିଥାଏ
03:26 Change Order ବଟନ୍ସ ବ୍ୟବହାର କରି ଆପଣ ଆନିମେଶନ୍‌ର କ୍ରମକୁ ମଧ୍ୟ ବଦଳାଇପାରିବେ
03:32 ଚାଲନ୍ତୁ, ପ୍ରତ୍ୟେକ ଆନିମେଶନ୍ ପାଇଁ ଡିଫଲ୍ଟ ପ୍ରୋପର୍ଟିଜ୍ ଦେଖିବା ଓ ସେଗୁଡ଼ିକୁ କିପରି ମୋଡିଫାଏ କରାଯାଏ, ଶିଖିବା
03:40 ତାଲିକାରେ ଥିବା ପ୍ରଥମ ଆନିମେଶନ୍ ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି Diagonal Squares ଅପ୍ସନ୍
03:46 Effects Options ଡାୟଲଗ୍ ବକ୍ସ ଦେଖାଦେବ
03:50 ଡିଫଲ୍ଟ ଭାବରେ Effects ଟ୍ୟାବ୍ ପ୍ରଦର୍ଶିତ ହେବ
03:54 Settingsରେ ଥିବା Direction ଡ୍ରପ୍ ଡାଉନ୍‌ରେ କ୍ଲିକ୍ କରନ୍ତୁ ଓ From right to top ସିଲେକ୍ଟ କରନ୍ତୁ
04:01 ଆନିମେଶନ୍ ଡାହାଣପଟୁ ଆରମ୍ଭ ହୋଇ ଆଗକୁ ବଢ଼ିବା ସହ ଉପରକୁ ଯିବାର ଇଫେକ୍ଟ ଏଥିରେ ଅଛି
04:08 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ OK କ୍ଲିକ୍ କରନ୍ତୁ
04:12 ଆପଣ ଆଡ୍ କରିଥିବା ଆନିମେଶନ୍ ଦେଖିବା ପାଇଁ Play ବଟନ୍ କ୍ଲିକ୍ କରନ୍ତୁ
04:17 ଆନିମେଶନ୍ ଉପରେ ପୁଣିଥରେ ଡବଲ୍ କ୍ଲିକ୍ କରନ୍ତୁ. Effect Options ଡାୟଲଗ୍ ବକ୍ସ ଦେଖାଦେବ
04:24 Timing ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ
04:26 Delay ଫିଲ୍ଡରେ Delayକୁ 1.0 ସେକେଣ୍ଡକୁ ବୃଦ୍ଧି କରନ୍ତୁ. ଗୋଟିଏ ସେକେଣ୍ଡ ପରେ ଆନିମେଶନ୍ ଆରମ୍ଭ ହେବାର ଇଫେକ୍ଟ ଏଥିରେ ଅଛି. OK କ୍ଲିକ୍ କରନ୍ତୁ
04:39 ଏବେ, ପ୍ରଥମ ଆନିମେଶନ୍ ସିଲେକ୍ଟ କରନ୍ତୁ
04:43 Play ବଟନ୍ କ୍ଲିକ୍ କରନ୍ତୁ
04:45 ଆନିମେଶନ୍‌ରେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ଆପଣ ଦେଖିପାରିବେ
04:50 ତାଲିକାରେ ଥିବା ଦ୍ୱିତୀୟ ଆନିମେଶନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ. ଏହା, ଆମେ ସେଟ୍ କରିଥିବା Wedges ଅପ୍ସନ୍ ଅଟେ
04:54 Effects Options ଡାୟଲଗ୍ ବକ୍ସ ଦେଖାଦେଲା
05:02 Text Animation ଟ୍ୟାବ୍ କ୍ଲିକ୍ କରନ୍ତୁ
05:05 Text Animation ଟ୍ୟାବ୍, ଟେକ୍ସଟ୍ ଆନିମେଟ୍ କରିବା ପାଇଁ ଅନେକ ଅପ୍ସନ୍ସ ଦେଇଥାଏ
05:12 Group text ଫିଲ୍ଡରେ By 1st level paragraphs ସିଲେକ୍ଟ କରନ୍ତୁ
05:16 ଏହି ଚଏସ୍, ପ୍ରତ୍ୟେକ ବୁଲେଟ୍ ପଏଣ୍ଟକୁ ପୃଥକ୍ ଭାବେ ପ୍ରଦର୍ଶିତ କରେ
05:20 ପରବର୍ତ୍ତୀ ପଏଣ୍ଟକୁ ଯିବା ପୂର୍ବରୁ ଯେତେବେଳେ ଆପଣ ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ ପଏଣ୍ଟ ବିଷୟରେ ଆଲୋଚନା କରିବାକୁ ଚାହୁଁଥିବେ, ଏହି ଅପ୍ସନ୍ ବ୍ୟବହାର କରିପାରିବେ
05:28 OK କ୍ଲିକ୍ କରନ୍ତୁ,Play କ୍ଲିକ୍ କରନ୍ତୁ
05:32 ଏହି ଟ୍ୟୁଟୋରିଆଲ୍‌କୁ ପଜ୍ କରି ଏହି assignment କରନ୍ତୁ
05:36 ଭିନ୍ନ ଭିନ୍ନ ଆନିମେଶନ୍ କ୍ରିଏଟ୍ କରି ପ୍ରତ୍ୟେକ ଆନିମେଶନ୍ ପାଇଁ Effect Option ଯାଞ୍ଚ କରନ୍ତୁ
05:43 ଏବେ, ତିଆରି ହୋଇଥିବା ଆନିମେଶନ୍ ଇଫେକ୍ଟ କିପରି ଦେଖାଯାଏ, ଶିଖିବା
05:48 Slide Show ବଟନ୍ କ୍ଲିକ୍ କରନ୍ତୁ. ତା’ପରେ ଆନିମେଶନ୍ ଦେଖିବା ପାଇଁ ସ୍କ୍ରୀନ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:59 ଆନିମେଶନ୍ ପ୍ରସ୍ତୁତିର ନିରସତାକୁ ଭାଙ୍ଗିବା ପାଇଁ ଓ ନିର୍ଦ୍ଦିଷ୍ଟ ପଏଣ୍ଟଗୁଡ଼ିକୁ ସ୍ପଷ୍ଟ କରିବା ପାଇଁ ଉତ୍ତମ ମାର୍ଗ ଅଟେ, ଯାହା ଅନ୍ୟଥା ବର୍ଣ୍ଣନା କରିବା କଷ୍ଟକର ଅଟେ
06:09 ତଥାପି, ଏହାକୁ ଅଧିକ ବ୍ୟବହାର ନକରିବା ପ୍ରତି ସାବଧାନ ରୁହନ୍ତୁ
06:13 ଅଧିକ ଆନିମେଶନ୍, ଆଲୋଚନାରତ ବିଷୟଠାରୁ ଦର୍ଶକଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନେଇଯିବ
06:20 ଏହା ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
06:23 ଏହି ଟ୍ୟୁଟୋରିଆଲ୍‌ରେ ଆମେ Custom animation, Effect options ବିଷୟରେ ଶିଖିଲେ
06:30 ଏକ ଆସାଇନ୍‌ମେଣ୍ଟ ଭାବେ
06:33 ତିନୋଟି ବୁଲେଟ୍ ପଏଣ୍ଟ ସହିତ ଏକ ଟେକ୍ସଟ୍ ବକ୍ସ କ୍ରିଏଟ୍ କରନ୍ତୁ
06:36 ଲାଇନ୍ ବାଇ ଲାଇନ୍ ଦେଖାଯିବା ପରି ଟେକ୍ସଟ୍‌କୁ ଆନିମେଟ୍ କରନ୍ତୁ
06:41 ଏହି ଆନିମେଶନ୍‌କୁ ପ୍ଲେ କରନ୍ତୁ
06:44 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:51 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍‌ଥ୍‍ ନାହିଁ, ଏହାକୁ ଡାଉନ୍‌ଲୋଡ୍ କରି ଦେଖିପାରିବେ
06:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. ଅନ୍‌ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
07:04 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜିକୁ ଲେଖନ୍ତୁ (contact@spoken-tutorial.org)
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:22 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro)
07:33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep