Difference between revisions of "LibreOffice-Suite-Draw/C2/Fill-objects-with-color/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 73: | Line 73: | ||
|- | |- | ||
||01:16 | ||01:16 | ||
− | || OK କ୍ଲିକ୍ କରନ୍ତୁ | + | || OK କ୍ଲିକ୍ କରନ୍ତୁ |
|- | |- | ||
Line 121: | Line 121: | ||
|- | |- | ||
||02:23 | ||02:23 | ||
− | || OK କ୍ଲିକ୍ କରନ୍ତୁ | + | || OK କ୍ଲିକ୍ କରନ୍ତୁ |
|- | |- |
Latest revision as of 12:11, 10 April 2017
Time | Narration |
00:00 | LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : |
00:09 | ଅବ୍ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା |
00:15 | ପେଜ୍ Backgrounds ସେଟ୍ କରିବା |
00:17 | ନୂଆ କଲର୍ ତିଆରି କରିବା |
00:20 | WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ |
00:24 | ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :,Colors |
00:26 | Gradients |
00:29 | Line patterns କିମ୍ବା hatching ଏବଂ |
00:32 | Pictures,ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:42 | ଚାଲନ୍ତୁ, WaterCycle diagram କୁ କଲର୍ କରିବା |
00:46 | ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା |
00:54 | ବାଦଲକୁ ସିଲେକ୍ଟ କରନ୍ତୁ |
00:56 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
01:01 | “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା |
01:05 | “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ |
01:13 | ତଳକୁ Scroll କରି “white” କ୍ଲିକ୍ କରନ୍ତୁ |
01:16 | OK କ୍ଲିକ୍ କରନ୍ତୁ |
01:19 | ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା |
01:24 | area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ |
01:30 | ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ |
01:33 | ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ |
01:38 | ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି |
01:46 | ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ |
01:48 | Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ |
01:54 | context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ |
01:58 | ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା |
02:00 | ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
02:07 | “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ |
02:23 | OK କ୍ଲିକ୍ କରନ୍ତୁ |
02:25 | ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ |
02:37 | ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ |
02:48 | ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ |
02:58 | ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ |
03:05 | ସମାନ ଫର୍ମାଟ୍ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ, |
03:12 | ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1 |
03:27 | ଦେଖନ୍ତୁ, “water” ଅବ୍ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା |
03:35 | ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ |
03:41 | ଅବ୍ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ |
03:48 | “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
03:52 | “Line” ଟ୍ୟାବ୍ କ୍ଲିକ୍ କରନ୍ତୁ |
03:55 | “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ |
04:03 | OK କ୍ଲିକ୍ କରନ୍ତୁ |
04:05 | water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ |
04:09 | ଏବେ ଗଛକୁ ରଙ୍ଗ ଦିଅନ୍ତୁ |
04:14 | ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ |
04:16 | context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ |
04:23 | ଏବେ, ଗଛକୁ ଏଡିଟ୍ କରିବା |
04:26 | ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ |
04:30 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
04:36 | “Area” ଡାୟଲଗ୍ ବକ୍ସ ଭିତରେ |
04:38 | “Area” ଟ୍ୟାବ୍ କ୍ଲିକ୍ କରନ୍ତୁ |
04:40 | “Fill” ଅଧିନରେ Color ସିଲେକ୍ଟ କରନ୍ତୁ |
04:44 | ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ |
04:47 | OK କ୍ଲିକ୍ କରନ୍ତୁ |
04:49 | ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା |
04:57 | ଏହାପରେ ଗଛର ଗଣ୍ଡିକୁ କଲର୍ କରିବା |
05:05 | Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
05:08 | ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି |
05:15 | ତେଣୁ “Color” ସିଲେକ୍ଟ କରିବା |
05:18 | ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ |
05:21 | OK କ୍ଲିକ୍ କରନ୍ତୁ |
05:23 | ଆମେ ଗଛକୁ କଲର୍ କରିଦେଲେ ! |
05:26 | ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ |
05:31 | ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା |
05:36 | ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା |
05:44 | ଏହି ଭଳି ଏହା ଅତି ସହଜ, ନୁହେଁ କି ? |
05:49 | ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା |
05:55 | ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା |
06:03 | white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ |
06:10 | “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ |
06:15 | Properties ରେ Use Shadow ବକ୍ସ ଚେକ୍ କରନ୍ତୁ |
06:20 | ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା |
06:24 | “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ |
06:29 | shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ |
06:33 | କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ |
06:36 | OK କ୍ଲିକ୍ କରନ୍ତୁ |
06:39 | ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି |
06:44 | ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା |
06:48 | gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
06:55 | “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ |
07:02 | ଏବେ Gradient1 ସିଲେକ୍ଟ କରନ୍ତୁ |
07:04 | OK କ୍ଲିକ୍ କରନ୍ତୁ |
07:06 | ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି ! |
07:11 | ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍ କରନ୍ତୁ |
07:19 | Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ |
07:23 | Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ - |
07:27 | Colors, Gradient, Hatching ଏବଂ Bitmap |
07:32 | ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି |
07:39 | ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି |
07:43 | କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ |
07:46 | Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ |
07:53 | ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ |
08:01 | R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ |
08:08 | ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା |
08:16 | ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ |
08:22 | RGB field ଉପରେ ଥିବା preview boxକୁ ଦେଖନ୍ତୁ |
08:28 | ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ |
08:31 | କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ |
08:37 | ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ |
08:41 | “New red” ନାମ ଏଣ୍ଟର କରନ୍ତୁ |
08:44 | Add ବଟନ୍ କ୍ଲିକ୍ କରନ୍ତୁ |
08:46 | ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା |
08:49 | OK କ୍ଲିକ୍ କରନ୍ତୁ |
08:51 | ଏକ ନୂଆ କଲର୍ ତିଆରି କରିଛେ ! |
08:54 | CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ |
08:59 | ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା |
09:03 | Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ |
09:10 | gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ |
09:14 | ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ |
09:18 | Hatching ହେଉଛି ଡ୍ରଇଙ୍ଗ୍ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ |
09:24 | ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା |
09:28 | Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ |
09:33 | ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
09:39 | ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:42 | ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
09:45 | ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ |
09:48 | ଓପନ୍ ବଟନ୍ରେ କ୍ଲିକ୍ କରନ୍ତୁ |
09:50 | ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ |
09:55 | “NewBitmap” ନାମ ଏଣ୍ଟର କରନ୍ତୁ |
09:58 | OK କ୍ଲିକ୍ କରନ୍ତୁ |
10:00 | Bitmap ଏବେ drop-down ଲିଷ୍ଟରେ ଦେଖାଯିବ |
10:04 | Exit ପାଇଁ OK କ୍ଲିକ୍ କରନ୍ତୁ |
10:07 | ଏବେ ବାଦଲଗୁଡ଼ିକୁ ଦେଖନ୍ତୁ |
10:10 | CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ |
10:14 | “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ |
10:19 | ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା |
10:22 | ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ |
10:26 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
10:31 | “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ |
10:36 | Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ |
10:41 | OK କ୍ଲିକ୍ କରନ୍ତୁ |
10:43 | ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା ! |
10:46 | ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନ୍ମେଣ୍ଟ କରନ୍ତୁ |
10:50 | ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ |
10:57 | Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ |
11:02 | ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ ! |
11:06 | ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ |
11:10 | କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ |
11:15 | context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
11:21 | “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା |
11:25 | “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ |
11:30 | ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ |
11:34 | OK କ୍ଲିକ୍ କରନ୍ତୁ |
11:36 | ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ |
11:41 | NO କ୍ଲିକ୍ କରନ୍ତୁ |
11:44 | ଏବେ କେବଳ ଚୟନିତ ପେଜ୍ର background କଲର୍ ଅଛି |
11:48 | ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ |
11:52 | ପାହାଡ଼ ସିଲେକ୍ଟ କରନ୍ତୁ |
11:55 | context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ |
11:59 | “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ |
12:04 | “Fill” ଅଧିନରେ “None” ସିଲେକ୍ଟ କରନ୍ତୁ |
12:06 | OK କ୍ଲିକ୍ କରନ୍ତୁ |
12:08 | ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି |
12:15 | କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ |
12:20 | ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ |
12:25 | ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ |
12:34 | ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ |
12:41 | ଆପଣଙ୍କ ପାଇଁ ଆଉଏକ ଆସାଇନ୍ମେଣ୍ଟ |
12:43 | ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ |
12:45 | ପେଜ୍ରେ ଏକ background ଦିଅନ୍ତୁ |
12:47 | କିଛି ନୂଆ ରଙ୍ଗ ତିଆରି କରନ୍ତୁ |
12:50 | ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
12:54 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ: |
13:01 | ଅବଜେକ୍ଟ ଫିଲ୍ |
13:03 | Background ତିଆରି କରିବା ଏବଂ |
13:05 | ନୂଆ ଷ୍ଟାଇଲ୍ ତିଆରି କରିବା |
13:07 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
13:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
13:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
13:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
13:20 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
13:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
13:27 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (contact@spoken-tutorial.org)କୁ ଲେଖନ୍ତୁ |
13:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:38 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
13:56 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |