Difference between revisions of "LibreOffice-Suite-Draw/C2/Fill-objects-with-color/Oriya"

From Script | Spoken-Tutorial
Jump to: navigation, search
Line 2: Line 2:
 
|| '''Time'''
 
|| '''Time'''
 
|| '''Narration'''
 
|| '''Narration'''
 +
 
|-
 
|-
 
||00:00  
 
||00:00  
 
|| LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 
|| LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
 +
 
|-
 
|-
 
||00:06
 
||00:06
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
 
|| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
 +
 
|-
 
|-
 
||00:09  
 
||00:09  
 
|| ଅବ୍‌ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା
 
|| ଅବ୍‌ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା
 +
 
|-
 
|-
 
||00:15  
 
||00:15  
 
|| ପେଜ୍ Backgrounds ସେଟ୍ କରିବା
 
|| ପେଜ୍ Backgrounds ସେଟ୍ କରିବା
 +
 
|-
 
|-
 
||00:17  
 
||00:17  
 
|| ନୂଆ କଲର୍ ତିଆରି କରିବା
 
|| ନୂଆ କଲର୍ ତିଆରି କରିବା
 +
 
|-
 
|-
 
||00:20  
 
||00:20  
 
|| WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ
 
|| WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ
 +
 
|-
 
|-
 
||00:24  
 
||00:24  
|| ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :
+
|| ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :,Colors
|-
+
 
||00:25
+
|| Colors
+
 
|-
 
|-
 
|| 00:26
 
|| 00:26
 
|| Gradients
 
|| Gradients
 +
 
|-
 
|-
 
|| 00:29
 
|| 00:29
 
|| Line patterns କିମ୍ବା hatching ଏବଂ
 
|| Line patterns କିମ୍ବା hatching ଏବଂ
 +
 
|-
 
|-
 
|| 00:32
 
|| 00:32
|| Pictures
+
|| Pictures,ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
|-
+
 
|| 00:33
+
|| ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
+
 
|-
 
|-
 
||00:42
 
||00:42
 
|| ଚାଲନ୍ତୁ, WaterCycle diagram କୁ କଲର୍ କରିବା
 
|| ଚାଲନ୍ତୁ, WaterCycle diagram କୁ କଲର୍ କରିବା
 +
 
|-
 
|-
 
|| 00:46
 
|| 00:46
 
|| ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା
 
|| ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା
 +
 
|-
 
|-
 
|| 00:54
 
|| 00:54
 
|| ବାଦଲକୁ ସିଲେକ୍ଟ କରନ୍ତୁ
 
|| ବାଦଲକୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
|| 00:56
 
|| 00:56
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 +
 
|-
 
|-
 
|| 01:01
 
|| 01:01
 
|| “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା
 
|| “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା
 +
 
|-
 
|-
 
||01:05
 
||01:05
 
|| “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ
 
|| “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ
 +
 
|-
 
|-
 
||01:13  
 
||01:13  
 
|| ତଳକୁ Scroll କରି “white” କ୍ଲିକ୍ କରନ୍ତୁ
 
|| ତଳକୁ Scroll କରି “white” କ୍ଲିକ୍ କରନ୍ତୁ
 +
 
|-
 
|-
 
||01:16
 
||01:16
 
|| OK କ୍ଲିକ୍ କରନ୍ତୁ <Pause>
 
|| OK କ୍ଲିକ୍ କରନ୍ତୁ <Pause>
 +
 
|-
 
|-
 
||01:19  
 
||01:19  
 
|| ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା
 
|| ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା
 +
 
|-
 
|-
 
||01:24
 
||01:24
 
|| area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ
 
|| area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ
 +
 
|-
 
|-
 
||01:30
 
||01:30
 
|| ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ
 
|| ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ
 +
 
|-
 
|-
 
||01:33  
 
||01:33  
 
|| ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
 
|| ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
 +
 
|-
 
|-
 
||01:38  
 
||01:38  
 
|| ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି
 
|| ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି
 +
 
|-
 
|-
 
||01:46  
 
||01:46  
 
|| ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
 
|| ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
 +
 
|-
 
|-
 
||01:48  
 
||01:48  
 
|| Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ
 
|| Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:54
 
||01:54
 
|| context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ
 +
 
|-
 
|-
 
||01:58  
 
||01:58  
 
|| ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା
 
|| ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା
 +
 
|-
 
|-
 
||02:00  
 
||02:00  
 
|| ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 
|| ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 +
 
|-
 
|-
 
||02:07
 
||02:07
 
|| “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ
 
|| “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||02:23  
 
||02:23  
 
|| OK କ୍ଲିକ୍ କରନ୍ତୁ <Pause>
 
|| OK କ୍ଲିକ୍ କରନ୍ତୁ <Pause>
 +
 
|-
 
|-
 
|| 02:25
 
|| 02:25
 
|| ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ
 
|| ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ
 +
 
|-
 
|-
 
||02:37  
 
||02:37  
 
|| ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ
 
|| ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ
 +
 
|-
 
|-
 
||02:48  
 
||02:48  
 
|| ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ
 
|| ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ
 +
 
|-
 
|-
 
|| 02:58
 
|| 02:58
 
|| ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ
 
|| ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ
 +
 
|-
 
|-
 
||03:05
 
||03:05
 
|| ସମାନ ଫର୍ମାଟ୍‌ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ,  
 
|| ସମାନ ଫର୍ମାଟ୍‌ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ,  
 +
 
|-
 
|-
 
||03:12
 
||03:12
 
|| ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1
 
|| ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1
 +
 
|-
 
|-
 
|| 03:27
 
|| 03:27
 
|| ଦେଖନ୍ତୁ, “water” ଅବ୍‌ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା
 
|| ଦେଖନ୍ତୁ, “water” ଅବ୍‌ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା
 +
 
|-
 
|-
 
||03:35  
 
||03:35  
 
|| ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ
 
|| ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ
 +
 
|-
 
|-
 
||03:41  
 
||03:41  
 
|| ଅବ୍‌ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ
 
|| ଅବ୍‌ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ
 +
 
|-
 
|-
 
|| 03:48
 
|| 03:48
 
||  “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 
||  “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 +
 
|-
 
|-
 
|| 03:52
 
|| 03:52
 
|| “Line” ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| “Line” ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||03:55   
 
||03:55   
 
|| “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ
 
|| “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:03
 
||04:03
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||04:05  
 
||04:05  
 
|| water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ
 
|| water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ
 +
 
|-
 
|-
 
|| 04:09
 
|| 04:09
 
|| ଏବେ ଗଛକୁ ରଙ୍ଗ ଦିଅନ୍ତୁ
 
|| ଏବେ ଗଛକୁ ରଙ୍ଗ ଦିଅନ୍ତୁ
 +
 
|-
 
|-
 
||04:14
 
||04:14
 
|| ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ
 
|| ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:16  
 
||04:16  
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||04:23  
 
||04:23  
 
|| ଏବେ, ଗଛକୁ ଏଡିଟ୍ କରିବା
 
|| ଏବେ, ଗଛକୁ ଏଡିଟ୍ କରିବା
 +
 
|-
 
|-
 
||04:26  
 
||04:26  
 
|| ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ
 
|| ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:30  
 
||04:30  
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 +
 
  |-
 
  |-
 
||04:36  
 
||04:36  
 
|| “Area” ଡାୟଲଗ୍ ବକ୍ସ ଭିତରେ
 
|| “Area” ଡାୟଲଗ୍ ବକ୍ସ ଭିତରେ
 +
 
|-
 
|-
 
||04:38  
 
||04:38  
 
|| “Area” ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| “Area” ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|| 04:40
 
|| 04:40
 
|| “Fill” ଅଧିନରେ Color ସିଲେକ୍ଟ କରନ୍ତୁ
 
|| “Fill” ଅଧିନରେ Color ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:44  
 
||04:44  
 
|| ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ
 
|| ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|| 04:47
 
|| 04:47
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|| 04:49
 
|| 04:49
 
|| ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା
 
|| ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା
 +
 
|-
 
|-
 
||04:57  
 
||04:57  
 
|| ଏହାପରେ ଗଛର ଗଣ୍ଡିକୁ କଲର୍ କରିବା
 
|| ଏହାପରେ ଗଛର ଗଣ୍ଡିକୁ କଲର୍ କରିବା
 +
 
|-
 
|-
 
||05:05
 
||05:05
 
|| Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
 
|| Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
|-
+
 
 +
|-
 
||05:08
 
||05:08
 
|| ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି
 
|| ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି
 +
 
|-
 
|-
 
||05:15  
 
||05:15  
 
|| ତେଣୁ “Color” ସିଲେକ୍ଟ କରିବା
 
|| ତେଣୁ “Color” ସିଲେକ୍ଟ କରିବା
 +
 
|-
 
|-
 
||05:18  
 
||05:18  
 
|| ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ
 
|| ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||05:21  
 
||05:21  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||05:23  
 
||05:23  
 
|| ଆମେ ଗଛକୁ କଲର୍ କରିଦେଲେ !
 
|| ଆମେ ଗଛକୁ କଲର୍ କରିଦେଲେ !
 +
 
|-
 
|-
 
||05:26  
 
||05:26  
 
|| ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ
 
|| ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ
 +
 
|-
 
|-
 
||05:31   
 
||05:31   
 
|| ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା
 
|| ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା
 +
 
|-
 
|-
 
||05:36  
 
||05:36  
 
|| ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା
 
|| ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା
 +
 
|-
 
|-
 
||05:44  
 
||05:44  
 
|| ଏହି ଭଳି ଏହା ଅତି ସହଜ, ନୁହେଁ କି ?
 
|| ଏହି ଭଳି ଏହା ଅତି ସହଜ, ନୁହେଁ କି ?
 +
 
|-
 
|-
 
||05:49  
 
||05:49  
 
|| ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା
 
|| ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା
 +
 
|-
 
|-
 
|| 05:55
 
|| 05:55
 
|| ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା
 
|| ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା
 +
 
|-
 
|-
 
||06:03  
 
||06:03  
 
|| white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍‍ କରନ୍ତୁ
 
|| white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍‍ କରନ୍ତୁ
 +
 
|-
 
|-
 
||06:10  
 
||06:10  
 
|| “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:15
 
||06:15
 
|| Properties ରେ Use Shadow ବକ୍ସ ଚେକ୍ କରନ୍ତୁ
 
|| Properties ରେ Use Shadow ବକ୍ସ ଚେକ୍ କରନ୍ତୁ
 +
 
|-
 
|-
 
||06:20  
 
||06:20  
 
|| ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା
 
|| ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା
 +
 
|-
 
|-
 
||06:24
 
||06:24
 
|| “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ
 
|| “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||06:29  
 
||06:29  
 
|| shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ
 
|| shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ
 +
 
|-
 
|-
 
||06:33
 
||06:33
 
|| କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ
 
|| କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ
 +
 
|-
 
|-
||06;36  
+
||06:36  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||06:39  
 
||06:39  
 
|| ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି
 
|| ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି
 +
 
|-
 
|-
 
|| 06:44
 
|| 06:44
 
|| ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
 
|| ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
 +
 
|-
 
|-
 
||06:48
 
||06:48
 
|| gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 
|| gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 +
 
|-
 
|-
 
|| 06:55
 
|| 06:55
 
|| “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ
 
|| “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ
 +
 
|-
 
|-
 
||07:02  
 
||07:02  
 
|| ଏବେ Gradient1 ସିଲେକ୍ଟ କରନ୍ତୁ
 
|| ଏବେ Gradient1 ସିଲେକ୍ଟ କରନ୍ତୁ
 +
 
|-
 
|-
 
||07:04  
 
||07:04  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||07:06  
 
||07:06  
 
|| ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି !
 
|| ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି !
 +
 
|-
 
|-
 
||07:11
 
||07:11
 
|| ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍‍ କରନ୍ତୁ
 
|| ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍‍ କରନ୍ତୁ
 +
 
|-
 
|-
 
||07:19  
 
||07:19  
 
|| Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ
 
|| Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ
 +
 
|-
 
|-
 
||07:23
 
||07:23
 
|| Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ -
 
|| Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ -
 +
 
|-
 
|-
 
||07:27  
 
||07:27  
 
|| Colors, Gradient, Hatching ଏବଂ Bitmap
 
|| Colors, Gradient, Hatching ଏବଂ Bitmap
 +
 
|-
 
|-
 
||07:32
 
||07:32
 
|| ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି
 
|| ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି
 +
 
|-
 
|-
 
|| 07:39
 
|| 07:39
 
|| ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି
 
|| ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି
 +
 
|-
 
|-
 
||07:43
 
||07:43
 
|| କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
 
|| କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|| 07:46
 
|| 07:46
 
|| Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ
 
|| Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ
 +
 
|-
 
|-
 
|| 07:53
 
|| 07:53
 
|| ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ
 
|| ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ
 +
 
|-
 
|-
 
|| 08:01
 
|| 08:01
 
|| R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ
 
|| R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ
 +
 
|-
 
|-
 
||08:08   
 
||08:08   
 
|| ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା
 
|| ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା
 +
 
|-
 
|-
 
||08:16  
 
||08:16  
 
|| ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ
 
|| ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ
 +
 
|-
 
|-
 
||08:22  
 
||08:22  
 
|| RGB field ଉପରେ ଥିବା preview boxକୁ ଦେଖନ୍ତୁ
 
|| RGB field ଉପରେ ଥିବା preview boxକୁ ଦେଖନ୍ତୁ
 +
 
|-
 
|-
 
||08:28
 
||08:28
 
|| ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ
 
|| ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ
 +
 
|-
 
|-
 
|| 08:31
 
|| 08:31
 
|| କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ
 
|| କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ
 +
 
|-
 
|-
 
||08:37  
 
||08:37  
 
|| ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ
 
|| ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ
|-
+
 
 +
|-
 
||08:41  
 
||08:41  
 
|| “New red” ନାମ ଏଣ୍ଟର କରନ୍ତୁ
 
|| “New red” ନାମ ଏଣ୍ଟର କରନ୍ତୁ
 +
 
|-
 
|-
 
||08:44  
 
||08:44  
 
|| Add ବଟନ୍ କ୍ଲିକ୍ କରନ୍ତୁ
 
|| Add ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||08:46  
 
||08:46  
 
|| ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା
 
|| ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା
 +
 
|-
 
|-
 
||08:49  
 
||08:49  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||08:51  
 
||08:51  
 
|| ଏକ ନୂଆ କଲର୍ ତିଆରି କରିଛେ !
 
|| ଏକ ନୂଆ କଲର୍ ତିଆରି କରିଛେ !
 +
 
|-
 
|-
 
||08:54  
 
||08:54  
 
|| CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ
 
|| CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ
 +
 
|-
 
|-
 
||08:59  
 
||08:59  
 
|| ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା
 
|| ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା
 +
 
|-
 
|-
 
||09:03  
 
||09:03  
 
|| Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ
 
|| Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ
 +
 
|-
 
|-
 
||09:10
 
||09:10
 
|| gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ
 
|| gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ
 +
 
|-
 
|-
 
||09:14
 
||09:14
 
|| ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ
 
|| ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ
 +
 
|-
 
|-
 
||09:18  
 
||09:18  
 
|| Hatching ହେଉଛି ଡ୍ରଇଙ୍ଗ୍‌ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ
 
|| Hatching ହେଉଛି ଡ୍ରଇଙ୍ଗ୍‌ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ
 +
 
|-
 
|-
 
|| 09:24
 
|| 09:24
 
|| ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା
 
|| ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା
 +
 
|-
 
|-
 
||09:28  
 
||09:28  
 
|| Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ
 
|| Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ
 +
 
|-
 
|-
 
|| 09:33
 
|| 09:33
 
|| ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
 
|| ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||09:39  
 
||09:39  
 
|| ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
 
|| ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||09:42  
 
||09:42  
 
|| ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 
|| ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
 +
 
|-
 
|-
 
||09:45  
 
||09:45  
 
|| ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ
 
|| ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ
 +
 
|-
 
|-
 
||09:48  
 
||09:48  
 
|| ଓପନ୍ ବଟନ୍‌ରେ କ୍ଲିକ୍ କରନ୍ତୁ
 
|| ଓପନ୍ ବଟନ୍‌ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||09:50  
 
||09:50  
 
|| ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ
 
|| ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ
 +
 
|-
 
|-
 
|| 09:55
 
|| 09:55
 
|| “NewBitmap” ନାମ ଏଣ୍ଟର କରନ୍ତୁ
 
|| “NewBitmap” ନାମ ଏଣ୍ଟର କରନ୍ତୁ
 +
 
|-
 
|-
 
||09:58  
 
||09:58  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||10:00  
 
||10:00  
 
|| Bitmap ଏବେ drop-down ଲିଷ୍ଟରେ ଦେଖାଯିବ
 
|| Bitmap ଏବେ drop-down ଲିଷ୍ଟରେ ଦେଖାଯିବ
 +
 
|-
 
|-
 
||10:04  
 
||10:04  
 
|| Exit ପାଇଁ OK କ୍ଲିକ୍ କରନ୍ତୁ
 
|| Exit ପାଇଁ OK କ୍ଲିକ୍ କରନ୍ତୁ
 +
 
|-
 
|-
 
||10:07  
 
||10:07  
 
|| ଏବେ ବାଦଲଗୁଡ଼ିକୁ ଦେଖନ୍ତୁ
 
|| ଏବେ ବାଦଲଗୁଡ଼ିକୁ ଦେଖନ୍ତୁ
 +
 
|-
 
|-
 
||10:10
 
||10:10
 
|| CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ
 
|| CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ
 +
 
|-
 
|-
 
||10:14  
 
||10:14  
 
|| “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ
 
|| “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ
 +
 
|-
 
|-
 
|| 10:19
 
|| 10:19
 
|| ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
 
|| ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
 +
 
|-
 
|-
 
||10:22  
 
||10:22  
 
|| ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ
 
|| ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ
 +
 
|-
 
|-
 
|| 10:26
 
|| 10:26
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 +
 
|-
 
|-
 
||10:31  
 
||10:31  
 
|| “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ
 
|| “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|| 10:36
 
|| 10:36
 
|| Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ
 
|| Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ
 +
 
|-
 
|-
 
||10:41  
 
||10:41  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||10:43  
 
||10:43  
 
|| ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା !
 
|| ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା !
 +
 
|-
 
|-
 
||10:46  
 
||10:46  
 
|| ଟ୍ୟୁଟୋରିଆଲ୍‌କୁ ବିରତି ଦେଇ ଏହି ଆସାଇନ୍‌ମେଣ୍ଟ କରନ୍ତୁ
 
|| ଟ୍ୟୁଟୋରିଆଲ୍‌କୁ ବିରତି ଦେଇ ଏହି ଆସାଇନ୍‌ମେଣ୍ଟ କରନ୍ତୁ
 +
 
|-
 
|-
 
|| 10:50  
 
|| 10:50  
 
|| ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ
 
|| ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ
 +
 
|-
 
|-
 
||10:57  
 
||10:57  
 
|| Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ
 
|| Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ
 +
 
|-
 
|-
 
|| 11:02
 
|| 11:02
 
|| ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ !
 
|| ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ !
 +
 
|-
 
|-
 
||11:06  
 
||11:06  
 
|| ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ
 
|| ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ
 +
 
|-
 
|-
 
||11:10  
 
||11:10  
 
|| କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ
 
|| କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||11:15  
 
||11:15  
 
|| context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||11:21  
 
||11:21  
 
|| “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
 
|| “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
 +
 
|-
 
|-
 
||11:25  
 
||11:25  
 
|| “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ
 
|| “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ
 +
 
|-
 
|-
 
||11:30  
 
||11:30  
 
|| ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ
 
|| ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ
 +
 
|-
 
|-
 
||11:34  
 
||11:34  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
||11:36
 
||11:36
 
|| ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ
 
|| ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ
 +
 
|-
 
|-
 
||11:41  
 
||11:41  
 
|| NO କ୍ଲିକ୍ କରନ୍ତୁ
 
|| NO କ୍ଲିକ୍ କରନ୍ତୁ
 +
 
|-
 
|-
 
||11:44  
 
||11:44  
 
|| ଏବେ କେବଳ ଚୟନିତ ପେଜ୍‌ର background କଲର୍ ଅଛି
 
|| ଏବେ କେବଳ ଚୟନିତ ପେଜ୍‌ର background କଲର୍ ଅଛି
 +
 
|-
 
|-
 
||11:48  
 
||11:48  
 
|| ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ
 
|| ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ
 +
 
|-
 
|-
 
||11:52  
 
||11:52  
 
|| ପାହାଡ଼ ସିଲେକ୍ଟ କରନ୍ତୁ
 
|| ପାହାଡ଼ ସିଲେକ୍ଟ କରନ୍ତୁ
 +
 
|-
 
|-
 
||11:55  
 
||11:55  
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 
|| context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
 +
 
|-
 
|-
 
||11:59
 
||11:59
 
|| “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ
 
|| “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
||12:04  
 
||12:04  
 
|| “Fill” ଅଧିନରେ “None” ସିଲେକ୍ଟ କରନ୍ତୁ
 
|| “Fill” ଅଧିନରେ “None” ସିଲେକ୍ଟ କରନ୍ତୁ
 +
 
|-
 
|-
 
||12:06  
 
||12:06  
 
|| OK କ୍ଲିକ୍ କରନ୍ତୁ
 
|| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|| 12:08
 
|| 12:08
 
|| ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି
 
|| ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି
 +
 
|-
 
|-
 
||12:15   
 
||12:15   
 
|| କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ
 
|| କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ
 +
 
|-
 
|-
 
||12:20
 
||12:20
 
|| ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ
 
|| ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ
 +
 
|-
 
|-
 
||12:25  
 
||12:25  
 
|| ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ
 
|| ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ
 +
 
|-
 
|-
 
|| 12:34
 
|| 12:34
 
|| ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ
 
|| ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ
 +
 
|-
 
|-
 
||12:41
 
||12:41
 
|| ଆପଣଙ୍କ ପାଇଁ ଆଉଏକ ଆସାଇନ୍‌ମେଣ୍ଟ
 
|| ଆପଣଙ୍କ ପାଇଁ ଆଉଏକ ଆସାଇନ୍‌ମେଣ୍ଟ
 +
 
|-
 
|-
 
||12:43  
 
||12:43  
 
|| ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ
 
|| ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ
 +
 
|-
 
|-
 
||12:45   
 
||12:45   
 
|| ପେଜ୍‌ରେ ଏକ background ଦିଅନ୍ତୁ
 
|| ପେଜ୍‌ରେ ଏକ background ଦିଅନ୍ତୁ
 +
 
|-
 
|-
 
||12:47  
 
||12:47  
 
|| କିଛି ନୂଆ ରଙ୍ଗ ତିଆରି କରନ୍ତୁ
 
|| କିଛି ନୂଆ ରଙ୍ଗ ତିଆରି କରନ୍ତୁ
 +
 
|-
 
|-
 
||12:50  
 
||12:50  
 
|| ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 
|| ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
 +
 
|-
 
|-
 
||12:54  
 
||12:54  
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ:
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ:
 +
 
|-
 
|-
 
||13:01  
 
||13:01  
 
|| ଅବଜେକ୍ଟ ଫିଲ୍  
 
|| ଅବଜେକ୍ଟ ଫିଲ୍  
 +
 
|-
 
|-
 
||13:03
 
||13:03
 
|| Background ତିଆରି କରିବା ଏବଂ
 
|| Background ତିଆରି କରିବା ଏବଂ
 +
 
|-
 
|-
 
|| 13:05
 
|| 13:05
 
|| ନୂଆ ଷ୍ଟାଇଲ୍‍ ତିଆରି କରିବା  
 
|| ନୂଆ ଷ୍ଟାଇଲ୍‍ ତିଆରି କରିବା  
 +
 
  |-
 
  |-
 
||13:07
 
||13:07
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
|| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
||13:10  
 
||13:10  
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
||13:13  
 
||13:13  
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
 
||13:18
 
||13:18
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 +
 
|-
 
|-
 
||13:20
 
||13:20
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
||13:23
 
||13:23
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
||13:27
 
||13:27
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
 
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
||13:33
 
||13:33
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||13:38
 
||13:38
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
||13:45
 
||13:45
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
||13:56  
 
||13:56  
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
|}

Revision as of 12:03, 10 April 2017

Time Narration
00:00 LibreOffice Draw ରେ ଅବ୍ଜେକ୍ଟଗୁଡ଼ିକରେ କଲର୍ ଫିଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିବା :
00:09 ଅବ୍‌ଜେକ୍ଟରେ କିପରି color, gradients, hatching ଏବଂ bitmaps ଫିଲ୍ କରିବା
00:15 ପେଜ୍ Backgrounds ସେଟ୍ କରିବା
00:17 ନୂଆ କଲର୍ ତିଆରି କରିବା
00:20 WaterCycle ଫାଇଲ୍ ଖୋଲି ଆରମ୍ଭ କରନ୍ତୁ
00:24 ଅବ୍ଜେକ୍ଟଗୁଡ଼ିକରେ ଆପଣ ଫିଲ୍ କରିପାରିବେ :,Colors
00:26 Gradients
00:29 Line patterns କିମ୍ବା hatching ଏବଂ
00:32 Pictures,ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ
00:42 ଚାଲନ୍ତୁ, WaterCycle diagram କୁ କଲର୍ କରିବା
00:46 ସୂର୍ଯ୍ୟ ପାଖରେ ଥିବା ଦୁଇଟି ବାଦଲଗୁଡ଼ିକୁ କଲର୍ କରିବାରୁ ଆରମ୍ଭ କରିବା, ସେଗୁଡ଼ିକୁ ଧଳା ରଙ୍ଗରେ ଫିଲ୍ କରିବା
00:54 ବାଦଲକୁ ସିଲେକ୍ଟ କରନ୍ତୁ
00:56 context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
01:01 “Area” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେଲା
01:05 “Area” tab କ୍ଲିକ୍ କରନ୍ତୁ ଏବଂ “Fill” ଅପ୍ସନ୍ ଅଧିନରେ “Color” ସିଲେକ୍ଟ କରନ୍ତୁ
01:13 ତଳକୁ Scroll କରି “white” କ୍ଲିକ୍ କରନ୍ତୁ
01:16 OK କ୍ଲିକ୍ କରନ୍ତୁ <Pause>
01:19 ସମାନ ଢଙ୍ଗରେ, ଅନ୍ୟ ବାଦଲକୁ ମଧ୍ୟ କଲର୍ କରିବା
01:24 area color ଅଧିନରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ white ସିଲେକ୍ଟ କରନ୍ତୁ
01:30 ପ୍ରତ୍ୟେକ ବାଦଲକୁ କଲର୍ କରିବା ପାଇଁ ଅଧିକ ସମୟ ଲଗିବ
01:33 ଏକ ସହଜ ବାଟ ହେଉଛି, ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
01:38 ଅନ୍ୟ ଦୁଇଟି ବାଦଲଗୁଡ଼ିକୁ “gray” କଲର୍ କରିବା, ଯେପରି ସେଗୁଡ଼ିକ ବର୍ଷା ବହନ କରିଛନ୍ତି
01:46 ପ୍ରଥମେ ସେଗୁଡ଼ିକୁ ଗ୍ରୁପ୍ କରନ୍ତୁ
01:48 Shift କୀ ଦବାଇ ପ୍ରଥମ ବାଦଲରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଦ୍ୱିତୀୟ ଉପରେ କ୍ଲିକ୍ କରନ୍ତୁ
01:54 context menu ପାଇଁ ରାଇଟ୍ କ୍ଲିକ୍ କରି Group କ୍ଲିକ୍ କରନ୍ତୁ
01:58 ବାଦଲଗୁଡ଼ିକ ଗ୍ରୁପ୍ ହୋଇଗଲା
02:00 ପୁଣିଥରେ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
02:07 “Area” ଡାଇଲଗ୍ ବକ୍ସର “Fill” ଅଧିନରେ ଥିବା “Area” tab କ୍ଲିକ୍ କରନ୍ତୁ, “Color” ସିଲେକ୍ଟ କରି ତଳକୁ scroll କରନ୍ତୁ ଏବଂ colour “Gray 70%” ଉପରେ କ୍ଲିକ୍ କରନ୍ତୁ
02:23 OK କ୍ଲିକ୍ କରନ୍ତୁ <Pause>
02:25 ସମାନ ଢଙ୍ଗରେ ତ୍ରିଭୂଜକୁ “brown 3” କଲର୍ କରନ୍ତୁ
02:37 ଏବେ ପୁଣିଥରେ ସମାନ ଢଙ୍ଗରେ ଆୟତକ୍ଷେତ୍ରକୁ “brown 4” କଲର୍ କରନ୍ତୁ
02:48 ସମାନ ଭାବରେ, ସୂର୍ଯ୍ୟଙ୍କୁ ହଳଦିଆ କଲର୍ କରନ୍ତୁ
02:58 ଏହାପରେ, ପାଣିକୁ ଦର୍ଶାଉଥିବା ଅନ୍ୟ ତ୍ରିଭୂଜ ଏବଂ କର୍ଭକୁ “turquoise 1” ରଙ୍ଗରେ କଲର୍ କରନ୍ତୁ
03:05 ସମାନ ଫର୍ମାଟ୍‌ର ଆବଶ୍ୟକତା ଥିବାରୁ, ଯଦି ସେଗୁଡ଼ିକ ଗ୍ରୁପ୍ ହୋଇନଥିବ, ତେବେ ଗ୍ରୁପ୍ କରନ୍ତୁ,
03:12 ସେଗୁଡ଼ିକୁ କଲର୍ କରିବା ପାଇଁ, ପୂର୍ବ ସୋପାନ ଅନୁସରଣ କରନ୍ତୁ, ଯାହା ହେଉଛି right-click, area, area tab, fill, color, turquoise 1
03:27 ଦେଖନ୍ତୁ, “water” ଅବ୍‌ଜେକ୍ଟରେ ତ୍ରିଭୁଜ ଏବଂ କର୍ଭର ବାହ୍ୟରେଖା ପ୍ରଦର୍ଶିତ ହେଲା
03:35 ଏହି ବାହ୍ୟରେଖାଗୁଡ଼ିକୁ ଅଦୃଶ୍ୟ କରନ୍ତୁ, ଫଳରେ ଛବି ଭଲ ଦେଖାଯିବ
03:41 ଅବ୍‌ଜେକ୍ଟ ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ
03:48 “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
03:52 “Line” ଟ୍ୟାବ୍ କ୍ଲିକ୍ କରନ୍ତୁ
03:55 “Line properties” ରେ “Style” drop-down box କ୍ଲିକ୍ କରନ୍ତୁ ଏବଂ “Invisible” ସିଲେକ୍ଟ କରନ୍ତୁ
04:03 OK କ୍ଲିକ୍ କରନ୍ତୁ
04:05 water object ର ବାହ୍ୟରେଖା ଅଦୃଶ୍ୟ ହୋଇଯିବ
04:09 ଏବେ ଗଛକୁ ରଙ୍ଗ ଦିଅନ୍ତୁ
04:14 ପୂରା ବାମରେ ଥିବା ଗଛକୁ ସିଲେକ୍ଟ କରନ୍ତୁ
04:16 context menu ପାଇଁ ରାଇଟ୍ କ୍ଲିକ୍ କରି “Enter Group” ଉପରେ କ୍ଲିକ୍ କରନ୍ତୁ
04:23 ଏବେ, ଗଛକୁ ଏଡିଟ୍ କରିବା
04:26 ଡାହାଣରେ ଥିବା ପତ୍ରକୁ ସିଲେକ୍ଟ କରନ୍ତୁ
04:30 context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
04:36 “Area” ଡାୟଲଗ୍ ବକ୍ସ ଭିତରେ
04:38 “Area” ଟ୍ୟାବ୍ କ୍ଲିକ୍ କରନ୍ତୁ
04:40 “Fill” ଅଧିନରେ Color ସିଲେକ୍ଟ କରନ୍ତୁ
04:44 ତଳକୁ Scroll କରି “Green 5”ରେ କ୍ଲିକ୍ କରନ୍ତୁ
04:47 OK କ୍ଲିକ୍ କରନ୍ତୁ
04:49 ବାମରେ ଥିବା ପତ୍ରଗୁଡ଼ିକ ପାଇଁ ସେହିଭଳି କରିବା
04:57 ଏହାପରେ ଗଛର ଗଣ୍ଡିକୁ କଲର୍ କରିବା
05:05 Y-shaped arrow ସିଲେକ୍ଟ କରନ୍ତୁ, context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍ କରନ୍ତୁ
05:08 ଧ୍ୟାନଦିଅନ୍ତୁ ଯେ, ସମସ୍ତ ସିଲେକ୍ସନ୍ "Area" ଡାୟଲଗ୍ ବକ୍ସ ଭିତରେ ପୂର୍ବ ପରି ରହିଛି
05:15 ତେଣୁ “Color” ସିଲେକ୍ଟ କରିବା
05:18 ତଳକୁ Scroll କରି “Brown 1”ରେ କ୍ଲିକ୍ କରନ୍ତୁ
05:21 OK କ୍ଲିକ୍ କରନ୍ତୁ
05:23 ଆମେ ଗଛକୁ କଲର୍ କରିଦେଲେ !
05:26 ଗ୍ରୁପ୍ exit କରିବା ପାଇଁ, ରାଇଟ୍ କ୍ଲିକ୍ କରି “Exit Group” ସିଲେକ୍ଟ କରନ୍ତୁ
05:31 ସମାନ୍ ଢ଼ଙ୍ଗରେ ଆମେ ଅନ୍ୟ ଗଛଗୁଡ଼ିକୁ କଲର୍ କରିପାରିବା
05:36 ଆମେ ଅନ୍ୟ ଗଛଗୁଡ଼ିକୁ ଡିଲିଟ୍ କରିପାରିବା, କଲର୍ ହୋଇଥିବା ଗଛକୁ କପି ପେଷ୍ଟ କରିପାରିବା ଏବଂ ବାଞ୍ଛିତ ସ୍ଥାନକୁ ମଧ୍ୟ ଘୁଞ୍ଚାଇପାରିବା
05:44 ଏହି ଭଳି ଏହା ଅତି ସହଜ, ନୁହେଁ କି ?
05:49 ସୂର୍ଯ୍ୟ ପାଖରେ ଥିବା ବାଦଲ ରେ ଏକ Shadow ଯୋଗ କରିବା
05:55 ସିଲେକ୍ଟ କରିବା ପାଇଁ Drawing toolbar ରୁ Select କ୍ଲିକ୍ କରି ସେଗୁଡ଼ିକୁ ଗ୍ରୁପ୍ କରିବା
06:03 white ବାଦଲ ଗ୍ରୁପ୍ କୁ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” କ୍ଲିକ୍‍ କରନ୍ତୁ
06:10 “Area” ଡାୟଲଗ୍ ବକ୍ସ ଭିତରେ “Shadow” ଟ୍ୟାବ୍ କ୍ଲିକ୍ କରନ୍ତୁ
06:15 Properties ରେ Use Shadow ବକ୍ସ ଚେକ୍ କରନ୍ତୁ
06:20 ଅନ୍ୟ ଫିଲ୍ଡଗୁଡ଼ିକ ଏବେ ଆକ୍ଟିଭ୍ ହୋଇଗଲା
06:24 “Position” ରେ bottom-right corner ଅପ୍ସନ୍ କ୍ଲିକ୍ କରନ୍ତୁ
06:29 shadow କେଉଁଠି ଦେଖାଯିବ, ତାହାକୁ “Position” ସ୍ଥିର କରେ
06:33 କଲର୍ ଫିଲ୍ଡରେ Gray ସିଲେକ୍ଟ କରନ୍ତୁ
06:36 OK କ୍ଲିକ୍ କରନ୍ତୁ
06:39 ପ୍ରତ୍ୟେକ white ବାଦଲ ପଛରେ ଏକ shadow ଡିସପ୍ଲେ ହେଉଛି
06:44 ବାଦଲଗୁଡ଼ିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
06:48 gray ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
06:55 “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ, “Fill” ରେ ଥିବା “Gradient” କ୍ଲିକ୍ କରନ୍ତୁ
07:02 ଏବେ Gradient1 ସିଲେକ୍ଟ କରନ୍ତୁ
07:04 OK କ୍ଲିକ୍ କରନ୍ତୁ
07:06 ଏବେ ବାଦଲ ପାଉଁଶିଆ ଛାଇରେ ଅଧିକ ବାସ୍ତବବାଦୀ ଦେଖାଯାଉଛି !
07:11 ଏକ ଆକାର ସିଲେକ୍ଟ କରନ୍ତୁ – ଧରନ୍ତୁ ବାଦଲ ଗ୍ରୁପ୍ ପାଇଁ, context menu ପାଇଁ ରାଇଟ୍ କ୍ଲିକ୍ କରି "Area" କ୍ଲିକ୍‍ କରନ୍ତୁ
07:19 Area ଟ୍ୟାବ୍ ଅପ୍ସନ୍ସ ଦେଖାଯିବ
07:23 Fill ଅଧିନରେ ଆପଣ ଚାରୋଟି ଅପ୍ସନ୍ ଦେଖିବେ -
07:27 Colors, Gradient, Hatching ଏବଂ Bitmap
07:32 ଧ୍ୟାନଦିଅନ୍ତୁ ଯେ, ଡାୟଲଗ୍ ବକ୍ସ ଭିତରେ ଥିବା ପ୍ରତ୍ୟେକ ଅପ୍ସନ୍ ପାଇଁ ଅନୁରୂପ ଟ୍ୟାବ୍ ଅଛି
07:39 ଏହି ଟ୍ୟାବ୍ ଗୁଡ଼ିକ ନୂଆ ଷ୍ଟାଇଲ୍ କ୍ରିଏଟ୍ ଏବଂ ସେଭ୍ କରିବା ପାଇଁ ଅନୁମତି ଦିଅନ୍ତି
07:43 କଲର୍ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
07:46 Properties ଅଧିନରେ ଥିବା Color drop-down ରୁ Red 3 ସିଲେକ୍ଟ କରନ୍ତୁ
07:53 ଏହାପରେ RGB ସିଲେକ୍ଟ କରନ୍ତୁ ଏବଂ R, G ଏବଂ B ପାଇଁ ଭାଲ୍ୟୁ ଏଣ୍ଟର୍ କରନ୍ତୁ
08:01 R, G ଏବଂ B ର ଅର୍ଥ, ଯେକୌଣସି କଲର୍ ରେ red, green ଏବଂ blue ର ଅନୁପାତ
08:08 ଆମେ R ପାଇଁ 200, G ପାଇଁ 100 ଏବଂ B ପାଇଁ 50 ଏଣ୍ଟର୍ କରିବା
08:16 ଏଠାରେ ରଙ୍ଗ ବଦଳାଇବା ପାଇଁ red, green ଏବଂ blue ର ଅନୁପାତ ପରିବର୍ତ୍ତନ କରୁଛେ
08:22 RGB field ଉପରେ ଥିବା preview boxକୁ ଦେଖନ୍ତୁ
08:28 ପ୍ରଥମ preview box, ମୂଳ କଲର୍ ପ୍ରଦର୍ଶନ କରେ
08:31 କଲର୍ ଫିଲ୍ଡ ପାଖରେ ଥିବା ଦ୍ୱିତୀୟ preview box, ଆମେ ଯାହା ପରିବର୍ତ୍ତନ କରୁ, ତାକୁ ଦେଖାଏ
08:37 ଏଥିପାଇଁ Name field ଭିତରେ ଏକ ନାମ ଟାଇପ୍ କରନ୍ତୁ
08:41 “New red” ନାମ ଏଣ୍ଟର କରନ୍ତୁ
08:44 Add ବଟନ୍ କ୍ଲିକ୍ କରନ୍ତୁ
08:46 ତାଲିକାରେ ନୂଆ ରଙ୍ଗ ଯୋଗ ହୋଇଗଲା
08:49 OK କ୍ଲିକ୍ କରନ୍ତୁ
08:51 ଏକ ନୂଆ କଲର୍ ତିଆରି କରିଛେ !
08:54 CTRL ଏବଂ Z ଦବାଇ, ଏହି କ୍ରିୟାକୁ undo କରନ୍ତୁ
08:59 ବାଦଲ ର କଲର୍ ପୁଣିଥରେ ଧଳା ହୋଇଗଲା
09:03 Area ଡାୟଲଗ୍ ବକ୍ସ ଭିତରେ ଟ୍ୟାବ୍ ବ୍ୟବହାର କରି, ଆପଣ ନିଜସ୍ୱ gradients ଏବଂ hatching ମଧ୍ୟ ତିଆରି କରିପାରିବେ
09:10 gradients ହେଉଛି ଛାୟା, ଯାହା ଗୋଟିଏ ରଙ୍ଗରୁ ଆଉ ଗୋଟିଏ ରଙ୍ଗରେ ମିଶାଏ
09:14 ଉଦାହରଣସ୍ୱରୂପ, ରଙ୍ଗିନ୍ ଛାଇ blue ରୁ green କୁ ଗତି କରେ
09:18 Hatching ହେଉଛି ଡ୍ରଇଙ୍ଗ୍‌ ରେ ଛାୟା କିମ୍ବା texture, ଯାହାକୁ fine parallel lines ବ୍ୟବହାର କରି ତିଆରି କରାଯାଏ
09:24 ଏବେ ଡ୍ର’ ଭିତରକୁ ଏକ bitmap କିପରି ଇମ୍ପୋର୍ଟ କରାଯାଏ, ଶିଖିବା
09:28 Main menu ରୁ Format ସିଲେକ୍ଟ କରି Area କ୍ଲିକ୍ କରନ୍ତୁ
09:33 ପୂର୍ବପରି Area ଡାୟଲଗ୍ ବକ୍ସ ଖୋଲିବ, Bitmaps ଟ୍ୟାବ୍ ରେ କ୍ଲିକ୍ କରନ୍ତୁ
09:39 ଏବେ ଇମ୍ପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ
09:42 ଇମ୍ପୋର୍ଟ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
09:45 ବ୍ରାଉଜ୍ କରି ଏକ bitmap ସିଲେକ୍ଟ କରନ୍ତୁ
09:48 ଓପନ୍ ବଟନ୍‌ରେ କ୍ଲିକ୍ କରନ୍ତୁ
09:50 ଡ୍ର’ ଆପଣଙ୍କୁ Bitmap ପାଇଁ ଏକ ନାମ ଏଣ୍ଟର୍ କରିବାକୁ କହିବ
09:55 “NewBitmap” ନାମ ଏଣ୍ଟର କରନ୍ତୁ
09:58 OK କ୍ଲିକ୍ କରନ୍ତୁ
10:00 Bitmap ଏବେ drop-down ଲିଷ୍ଟରେ ଦେଖାଯିବ
10:04 Exit ପାଇଁ OK କ୍ଲିକ୍ କରନ୍ତୁ
10:07 ଏବେ ବାଦଲଗୁଡ଼ିକୁ ଦେଖନ୍ତୁ
10:10 CTRL ଏବଂ Z କୀ ଦବାଇ ଏହାକୁ undo କରନ୍ତୁ
10:14 “water” ଅବଜେକ୍ଟ ଫିଲ୍ କରିବା ପାଇଁ bitmap ବ୍ୟବହାର କରନ୍ତୁ
10:19 ଏବେ ପାଣିକୁ ଆହୁରି ଅଧିକ ବାସ୍ତବବାଦୀ କରିବା
10:22 ଏଥିପାଇଁ, group ହୋଇଥିବା triangle ଏବଂ curve ସିଲେକ୍ଟ କରନ୍ତୁ
10:26 context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
10:31 “Area” ଡାୟଲଗ୍ ବକ୍ସରେ “Bitmaps” ଟ୍ୟାବ୍ କ୍ଲିକ୍ କରନ୍ତୁ
10:36 Bitmap ଲିଷ୍ଟରେ Scroll କରି “Water” ସିଲେକ୍ଟ କରନ୍ତୁ
10:41 OK କ୍ଲିକ୍ କରନ୍ତୁ
10:43 ଏବେ ପାଣି ଅଧିକ ବାସ୍ତବବାଦୀ ଦେଖାଗଲା !
10:46 ଟ୍ୟୁଟୋରିଆଲ୍‌କୁ ବିରତି ଦେଇ ଏହି ଆସାଇନ୍‌ମେଣ୍ଟ କରନ୍ତୁ
10:50 ଅବଜେକ୍ଟ ଆଙ୍କନ୍ତୁ ଏବଂ ସେଥିରେ color, gradients, hatching ଏବଂ bitmaps ଫିଲ୍ କରନ୍ତୁ
10:57 Transparency ଟ୍ୟାବ୍ ବ୍ୟବହାର କରି ଅବଜେକ୍ଟ ଉପରେ ତା’ର ପ୍ରଭାବ ଦେଖନ୍ତୁ
11:02 ଏବେ ଆକାଶକୁ କଲର୍ କରିବା, ଏହା ଅତି ସହଜ !
11:06 ସମଗ୍ର ପେଜ୍ ରେ ଆମେ ଏବେ ଏକ background ଲାଗୁ କରିଛେ
11:10 କୌଣସି ଅବଜେକ୍ଟ ସିଲେକ୍ଟ ହୋଇନାହିଁ ବୋଲି ସୁନିଶ୍ଚିତ ହେବା ପାଇଁ, ପେଜ୍ ଉପରେ କର୍ସର୍ କ୍ଲିକ୍ କରନ୍ତୁ
11:15 context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
11:21 “Page setup” ଡାୟଲଗ୍ ବକ୍ସ ଡିସ୍ପ୍ଲେ ହେଲା
11:25 “Background” ଟ୍ୟାବ୍ କ୍ଲିକ୍ କରନ୍ତୁ ଏବଂ “Fill” ଅଧିନରେ ଥିବା “Color” ସିଲେକ୍ଟ କରନ୍ତୁ
11:30 ତଳକୁ scroll କରି color “Blue 8” ସିଲେକ୍ଟ କରନ୍ତୁ
11:34 OK କ୍ଲିକ୍ କରନ୍ତୁ
11:36 ଏହି background setting ସମସ୍ତ ପେଜ୍ ପାଇଁ କି ନୁହେଁ, ଡ୍ର’ ପଚାରେ
11:41 NO କ୍ଲିକ୍ କରନ୍ତୁ
11:44 ଏବେ କେବଳ ଚୟନିତ ପେଜ୍‌ର background କଲର୍ ଅଛି
11:48 ଅବ୍ଜେକ୍ଟରେ ରଙ୍ଗ ନ ଭରିବା ପାଇଁ ମଧ୍ୟ ଆପଣ ବାଛିପାରିବେ
11:52 ପାହାଡ଼ ସିଲେକ୍ଟ କରନ୍ତୁ
11:55 context menu ପାଇଁ ରାଇଟ୍ କ୍ଲିକ୍ କରି “Area” ସିଲେକ୍ଟ କରନ୍ତୁ
11:59 “Area” ଡାୟଲଗ୍ ବକ୍ସରେ “Area” ଟ୍ୟାବ୍ ସିଲେକ୍ଟ କରନ୍ତୁ
12:04 “Fill” ଅଧିନରେ “None” ସିଲେକ୍ଟ କରନ୍ତୁ
12:06 OK କ୍ଲିକ୍ କରନ୍ତୁ
12:08 ଅବଜେକ୍ଟରେ କୌଣସି କଲର୍ ଫିଲ୍ ହୋଇନାହିଁ ଏବଂ background ସହିତ କେବଳ ବାହ୍ୟରେଖା ଦେଖାଯାଉଛି
12:15 କ୍ରିୟାକୁ undo କରିବା ପାଇଁ, CTRL+Z କୀ ଦାବନ୍ତୁ
12:20 ଆପଣ ଫର୍ମାଟ୍ ମେନୁରୁ ମଧ୍ୟ ଏ ସମସ୍ତ ଅପ୍ସନ୍ ଆକ୍ସେସ୍ କରିପାରିବେ
12:25 ପ୍ରତ୍ୟେକ ଥର ଆପଣ କୌଣସି ପରିବର୍ତ୍ତନ କଲେ ଏକକାଳୀନ CTRL+S କୀ ଦାବି ଫାଇଲ୍ କୁ ସେଭ୍ କରିବାକୁ ଭୁଲନ୍ତୁ ନାହିଁ
12:34 ବିକଳ୍ପ ଭାବରେ, Automatic Save option ସେଟ୍ କଲେ ପରିବର୍ତ୍ତନଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ
12:41 ଆପଣଙ୍କ ପାଇଁ ଆଉଏକ ଆସାଇନ୍‌ମେଣ୍ଟ
12:43 ଆପଣ ତିଆରି କରିଥିବା ଛବିରେ ରଙ୍ଗ ଦିଅନ୍ତୁ
12:45 ପେଜ୍‌ରେ ଏକ background ଦିଅନ୍ତୁ
12:47 କିଛି ନୂଆ ରଙ୍ଗ ତିଆରି କରନ୍ତୁ
12:50 ଏହା LibreOffice Draw ଉପରେ ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
12:54 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- color, gradients, hatching ଏବଂ bitmaps କିପରି ବ୍ୟବହାର କରାଯାଏ:
13:01 ଅବଜେକ୍ଟ ଫିଲ୍
13:03 Background ତିଆରି କରିବା ଏବଂ
13:05 ନୂଆ ଷ୍ଟାଇଲ୍‍ ତିଆରି କରିବା
13:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
13:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
13:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
13:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
13:20 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
13:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
13:27 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍‌ଜି (contact@spoken-tutorial.org)କୁ ଲେଖନ୍ତୁ
13:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
13:38 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
13:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍‌ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
13:56 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep