Difference between revisions of "KTurtle/C3/Question-Glues/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 9: | Line 9: | ||
|00:08 | |00:08 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା | | ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା | ||
+ | |||
|- | |- | ||
|00:16 | |00:16 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି | ||
+ | |||
|- | |- | ||
|00:29 | |00:29 | ||
Line 19: | Line 21: | ||
|00:39 | |00:39 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org | ||
+ | |||
|- | |- | ||
|00:46 | |00:46 | ||
| ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି | | ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି | ||
+ | |||
|- | |- | ||
|00:51 | |00:51 | ||
Line 29: | Line 33: | ||
|01:00 | |01:00 | ||
| and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ | | and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ | ||
+ | |||
|- | |- | ||
|01:11 | |01:11 | ||
| ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ | | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ | ||
+ | |||
|- | |- | ||
|01:15 | |01:15 | ||
Line 43: | Line 49: | ||
|01:22 | |01:22 | ||
| ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:24 | |01:24 | ||
| ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା | | ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା | ||
+ | |||
|- | |- | ||
|01:28 | |01:28 | ||
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି | ||
+ | |||
|- | |- | ||
|01:33 | |01:33 | ||
Line 60: | Line 69: | ||
|01:46 | |01:46 | ||
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
+ | |||
|- | |- | ||
|01:50 | |01:50 | ||
Line 67: | Line 77: | ||
|01:52 | |01:52 | ||
| ଏହା ସାମାନ୍ୟ ଝାପସା ଦେଖାଯାଇପାରେ | | ଏହା ସାମାନ୍ୟ ଝାପସା ଦେଖାଯାଇପାରେ | ||
+ | |||
|- | |- | ||
|01:56 | |01:56 | ||
| ଏବେ କୋଡ୍ କୁ ଦେଖନ୍ତୁ | | ଏବେ କୋଡ୍ କୁ ଦେଖନ୍ତୁ | ||
+ | |||
|- | |- | ||
|01:59 | |01:59 | ||
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ | | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ | ||
+ | |||
|- | |- | ||
|02:04 | |02:04 | ||
Line 84: | Line 97: | ||
|02:14 | |02:14 | ||
| ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ | | ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ | ||
+ | |||
|- | |- | ||
|02:24 | |02:24 | ||
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ | | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ | ||
+ | |||
|- | |- | ||
|02:30 | |02:30 | ||
| ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ | | ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ | ||
+ | |||
|- | |- | ||
|02:36 | |02:36 | ||
Line 97: | Line 113: | ||
|02:49 | |02:49 | ||
| ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True ହୋଇଥାଏ | | ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True ହୋଇଥାଏ | ||
+ | |||
|- | |- | ||
|02:55 | |02:55 | ||
| if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ | | if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ | ||
+ | |||
|- | |- | ||
|03:05 | |03:05 | ||
Line 107: | Line 125: | ||
|03:12 | |03:12 | ||
| ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ | | ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ | ||
+ | |||
|- | |- | ||
|03:17 | |03:17 | ||
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ | | ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ | ||
+ | |||
|- | |- | ||
|03:22 | |03:22 | ||
| Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | | Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | ||
+ | |||
|- | |- | ||
|03:35 | |03:35 | ||
| if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | | if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | ||
+ | |||
|- | |- | ||
|03:41 | |03:41 | ||
| ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ | | ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ | ||
+ | |||
|- | |- | ||
|03:48 | |03:48 | ||
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | ||
+ | |||
|- | |- | ||
|03:54 | |03:54 | ||
| Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ | | Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ | ||
+ | |||
|- | |- | ||
|03:57 | |03:57 | ||
| ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ | | ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ | ||
+ | |||
|- | |- | ||
|04:03 | |04:03 | ||
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି | | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି | ||
+ | |||
|- | |- | ||
|04:12 | |04:12 | ||
| ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ | | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:15 | |04:15 | ||
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ | | ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:20 | |04:20 | ||
Line 152: | Line 181: | ||
|04:33 | |04:33 | ||
| କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା | | କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା | ||
+ | |||
|- | |- | ||
|04:37 | |04:37 | ||
| ଏବେ ପୁଣିଥରେ ରନ୍ କରନ୍ତୁ | | ଏବେ ପୁଣିଥରେ ରନ୍ କରନ୍ତୁ | ||
+ | |||
|- | |- | ||
|04:40 | |04:40 | ||
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ | | ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:44 | |04:44 | ||
Line 165: | Line 197: | ||
|04:58 | |04:58 | ||
| କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା | | କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା | ||
+ | |||
|- | |- | ||
|05:02 | |05:02 | ||
Line 172: | Line 205: | ||
|05:06 | |05:06 | ||
| ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ | | ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:11 | |05:11 | ||
Line 195: | Line 229: | ||
|05:40 | |05:40 | ||
| ଏହାପରେ not କଣ୍ଡିଶନ୍ ସହିତ କାମ କରିବା | | ଏହାପରେ not କଣ୍ଡିଶନ୍ ସହିତ କାମ କରିବା | ||
+ | |||
|- | |- | ||
|05:43 | |05:43 | ||
Line 206: | Line 241: | ||
|05:56 | |05:56 | ||
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ | ||
+ | |||
|- | |- | ||
|06:01 | |06:01 | ||
| ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି | | ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି | ||
+ | |||
|- | |- | ||
|06:05 | |06:05 | ||
| Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ | ||
+ | |||
|- | |- | ||
|06:09 | |06:09 | ||
| ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ | | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ | ||
+ | |||
|- | |- | ||
|06:15 | |06:15 | ||
Line 230: | Line 269: | ||
|06:42 | |06:42 | ||
| ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ | | ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ | ||
+ | |||
|- | |- | ||
|06:48 | |06:48 | ||
| if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | | if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | ||
+ | |||
|- | |- | ||
|06:55 | |06:55 | ||
| ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ | | ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ | ||
+ | |||
|- | |- | ||
|07:01 | |07:01 | ||
| Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ | ||
+ | |||
|- | |- | ||
|07:07 | |07:07 | ||
| Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | | Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ | ||
+ | |||
|- | |- | ||
|07:20 | |07:20 | ||
Line 249: | Line 293: | ||
|07:32 | |07:32 | ||
| ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି | | ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି | ||
+ | |||
|- | |- | ||
|07:36 | |07:36 | ||
Line 284: | Line 329: | ||
|08:13 | |08:13 | ||
| କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା | | କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା | ||
+ | |||
|- | |- | ||
|08:21 | |08:21 | ||
Line 295: | Line 341: | ||
|08:28 | |08:28 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ | | ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ | ||
+ | |||
|- | |- | ||
|08:35 | |08:35 | ||
Line 302: | Line 349: | ||
|08:40 | |08:40 | ||
| Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା | | Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା | ||
+ | |||
|- | |- | ||
|08:48 | |08:48 | ||
Line 317: | Line 365: | ||
|09:02 | |09:02 | ||
| '''else''' within curly brackets '''do something.''' | | '''else''' within curly brackets '''do something.''' | ||
+ | |||
|- | |- | ||
|09:06 | |09:06 | ||
Line 328: | Line 377: | ||
|09:13 | |09:13 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|09:18 | |09:18 | ||
Line 343: | Line 393: | ||
|09:27 | |09:27 | ||
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||
+ | |||
|- | |- | ||
|09:34 | |09:34 | ||
Line 357: | Line 408: | ||
|- | |- | ||
|09:49 | |09:49 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | + | |} | |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |
− | | | + |
Latest revision as of 10:25, 10 April 2017
Time | Narration |
00:01 | ନମସ୍କାର ବନ୍ଧୁଗଣ ! KTurtleରେ Question Glues ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି |
00:29 | ଆପଣଙ୍କର କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଓ if-else Statement ବିଷୟର ଧାରଣା ଥିବ ବୋଲି ଆମେ ଆଶା କରୁଛୁ |
00:39 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:46 | ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି |
00:51 | Question Glue ଶବ୍ଦଗୁଡ଼ିକ ଆମକୁ, ଛୋଟ Questionକୁ ବଡ଼ Questionରେ ଗ୍ଲୁ କରିବାକୁ ସକ୍ଷମ କରେ |
01:00 | and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ |
01:11 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
01:15 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ |
01:18 | ସର୍ଚ ବାର୍ ରେ KTurtle ଟାଇପ୍ କରି |
01:22 | ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
01:24 | ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା |
01:28 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି |
01:33 | ଟେକ୍ସଟ୍ ଏଡିଟର୍ ରୁ ମୁଁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
01:40 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
01:46 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
01:50 | ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି |
01:52 | ଏହା ସାମାନ୍ୟ ଝାପସା ଦେଖାଯାଇପାରେ |
01:56 | ଏବେ କୋଡ୍ କୁ ଦେଖନ୍ତୁ |
01:59 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
02:04 | ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ |
02:10 | Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ |
02:14 | ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ |
02:24 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ |
02:30 | ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ |
02:36 | if(($a+$b>$c) ଓ ($b+$c>$a) ଓ ($c+$a>$b), if କଣ୍ଡିଶନ୍ ଯାଞ୍ଚ କରେ |
02:49 | ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True ହୋଇଥାଏ |
02:55 | if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ |
03:05 | ଯେତେବେଳେ if କଣ୍ଡିଶନ୍ Trueଠାରୁ ଉପରେ ଥାଏ, କଣ୍ଟ୍ରୋଲ୍ nested if ବ୍ଲକ୍ କୁ ସ୍ଥାନାନ୍ତରିତ ହୋଇଥାଏ |
03:12 | ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ |
03:17 | ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ |
03:22 | Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
03:35 | if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ |
03:41 | ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ |
03:48 | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ |
03:54 | Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ |
03:57 | ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ |
04:03 | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି |
04:12 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
04:15 | ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ |
04:20 | AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
04:25 | BC ଦୀର୍ଘତା ପାଇଁ 8 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
04:29 | AC ଦୀର୍ଘତା ପାଇଁ 9 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
04:33 | କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା |
04:37 | ଏବେ ପୁଣିଥରେ ରନ୍ କରନ୍ତୁ |
04:40 | ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ |
04:44 | AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, BC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, AC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
04:58 | କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା |
05:02 | ଡିଫଲ୍ଟ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ପୁଣିଥରେ ରନ୍ କରନ୍ତୁ |
05:06 | ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ |
05:11 | AB ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
05:16 | BC ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
05:20 | AC ଦୀର୍ଘତା ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
05:24 | କାନଭାସ୍ ଉପରେ 'Does not satisfy triangle's inequality' ପ୍ରଦର୍ଶିତ ହେଲା |
05:30 | ଏବେ ଏହି ପ୍ରୋଗ୍ରାମ୍ କୁ କ୍ଲିଅର୍ କରନ୍ତୁ. ମୁଁ Clear କମାଣ୍ଡ ଟାଇପ୍ କରିବି ଓ କାନଭାସ୍ କୁ ସଫା କରିବା ପାଇଁ ତାହାକୁ ଚଲାଇବି |
05:40 | ଏହାପରେ not କଣ୍ଡିଶନ୍ ସହିତ କାମ କରିବା |
05:43 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:51 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ କୁ ଟାଇପ୍ କରନ୍ତୁ |
05:56 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
06:01 | ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି |
06:05 | Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ |
06:09 | ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ |
06:15 | if not (($a==$b) ଓ ($b==$c) ଓ ($c==$a), if not କଣ୍ଡିଶନ୍ ଯାଞ୍ଚ କରେ |
06:27 | not ହେଉଛି ଏକ ବିଶେଷ question Glue ଶବ୍ଦ. ଏହା, ତାହାର ଅପେରାଣ୍ଡ ଲଜିକାଲ୍ ଷ୍ଟେଟ୍ କୁ ଓଲଟା କରିଥାଏ |
06:36 | ଉଦାହରଣସ୍ୱରୂପ, ଯଦି ଦିଆଯାଇଥିବା କଣ୍ଡିଶନ୍ True ଅଟେ, ତାହାକୁ not, False କରିଥାଏ |
06:42 | ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ |
06:48 | if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ |
06:55 | ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ |
07:01 | Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ |
07:07 | Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
07:20 | repeat 3{turnright 120 forward 100} କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କିବା ପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
07:32 | ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି |
07:36 | କୋଡ୍ ରନ୍ କରିବା ପାଇଁ F5 କୀ ଦାବନ୍ତୁ |
07:40 | AB ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:45 | BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:48 | AC ଦୀର୍ଘତା ପାଇଁ 7 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
07:54 | କାନଭାସ୍ ଉପରେ 'Triangle is not equilateral' ପ୍ରଦର୍ଶିତ ହେଲା |
07:58 | ଏବେ ପୁଣିଥରେ ରନ୍ କରନ୍ତୁ. AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
08:05 | BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
08:09 | AC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ |
08:13 | କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା |
08:21 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:25 | ସଂକ୍ଷେପରେ |
08:28 | ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ |
08:35 | ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ନିର୍ଦ୍ଧାରଣ କରିବା ପାଇଁ ପ୍ରୋଗ୍ରାମ୍ସ ଲେଖନ୍ତୁ |
08:40 | Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା |
08:48 | if or କଣ୍ଡିଶନ୍ ର ନିର୍ମାଣ ହେଉଛି: |
08:51 | if within brackets condition or within brackets condition or within brackets condition. |
08:59 | Within curly brackets do something. |
09:02 | else within curly brackets do something. |
09:06 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
09:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:27 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:34 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:38 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:44 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
09:49 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |