Difference between revisions of "KTurtle/C3/Control-Execution/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
Line 9: Line 10:
 
|00:03
 
|00:03
 
| କେଟର୍ଟଲ୍ ରେ "Control Execution" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| କେଟର୍ଟଲ୍ ରେ "Control Execution" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:10
 
|00:10
Line 20: Line 22:
 
|00:15
 
|00:15
 
| For Loop
 
| For Loop
 +
 
|-
 
|-
 
|00:17
 
|00:17
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା
 +
 
|-
 
|-
 
|00:32
 
|00:32
Line 30: Line 34:
 
|00:38
 
|00:38
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:45
 
|00:45
Line 45: Line 50:
 
|00:53
 
|00:53
 
| ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ. କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା
 
| ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ. କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା
 +
 
|-
 
|-
 
|00:59
 
|00:59
 
| Control Execution କ’ଣ ତାହା ମୁଁ ପ୍ରଥମେ ବୁଝାଉଛି
 
| Control Execution କ’ଣ ତାହା ମୁଁ ପ୍ରଥମେ ବୁଝାଉଛି
 +
 
|-
 
|-
 
|01:05
 
|01:05
Line 55: Line 62:
 
|01:10
 
|01:10
 
| ପ୍ରୋଗ୍ରାମ୍ Execution ନିୟନ୍ତ୍ରଣ କରିବାକୁ ବିଭିନ୍ନ ପ୍ରକାରର କଣ୍ଡିଶନ୍ସ ବ୍ୟବହାର କରାଯାଏ
 
| ପ୍ରୋଗ୍ରାମ୍ Execution ନିୟନ୍ତ୍ରଣ କରିବାକୁ ବିଭିନ୍ନ ପ୍ରକାରର କଣ୍ଡିଶନ୍ସ ବ୍ୟବହାର କରାଯାଏ
 +
 
|-
 
|-
 
|01:16
 
|01:16
 
| Loop ହେଉଛି କୋଡ୍ ର ଏକ ବ୍ଲକ୍, ଯାହା ନିର୍ଦ୍ଦିଷ୍ଟ କଣ୍ଡିଶନ୍ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବାରମ୍ୱାର Execute ହୋଇଥାଏ
 
| Loop ହେଉଛି କୋଡ୍ ର ଏକ ବ୍ଲକ୍, ଯାହା ନିର୍ଦ୍ଦିଷ୍ଟ କଣ୍ଡିଶନ୍ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବାରମ୍ୱାର Execute ହୋଇଥାଏ
 +
 
|-
 
|-
 
|01:25
 
|01:25
 
| ଯେପରି While Loop ଓ For Loop
 
| ଯେପରି While Loop ଓ For Loop
 +
 
|-
 
|-
 
|01:30
 
|01:30
 
| ଚାଲନ୍ତୁ, While Loop ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 
| ଚାଲନ୍ତୁ, While Loop ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
 +
 
|-
 
|-
 
|01:34
 
|01:34
 
| While Loopରେ, Boolean, False ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ କୋଡ୍ ଭିତରେ ଥିବା Loop ପୁନରାବୃତ୍ତି ହୋଇଥାଏ
 
| While Loopରେ, Boolean, False ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ କୋଡ୍ ଭିତରେ ଥିବା Loop ପୁନରାବୃତ୍ତି ହୋଇଥାଏ
 +
 
|-
 
|-
 
|01:42
 
|01:42
Line 75: Line 87:
 
with  loop increment variable
 
with  loop increment variable
 
}
 
}
 +
 
|-
 
|-
 
|01:56
 
|01:56
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି
 
| ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି
 +
 
|-
 
|-
 
|01:59
 
|01:59
Line 85: Line 99:
 
|02:07
 
|02:07
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 
| ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
 +
 
|-
 
|-
 
|02:13
 
|02:13
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|02:18
 
|02:18
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|02:25
 
|02:25
 
| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
 
| ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
 +
 
|-
 
|-
 
|02:27
 
|02:27
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ  
 +
 
|-
 
|-
 
|02:32
 
|02:32
 
| ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ Execute ହେବ ନାହିଁ
 
| ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ Execute ହେବ ନାହିଁ
 +
 
|-
 
|-
 
|02:38
 
|02:38
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 +
 
|-
 
|-
 
|02:43
 
|02:43
 
| $x = 0, ଭେରିଏବଲ୍ xର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
 
| $x = 0, ଭେରିଏବଲ୍ xର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
 +
 
|-
 
|-
 
|02:52
 
|02:52
| ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ   
+
| ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ  Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ  
Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ  
+
 
 
|-
 
|-
 
|03:04
 
|03:04
 
| ଏହା, Stringରୁ ଟେକ୍ସଟ୍ ଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ  
 
| ଏହା, Stringରୁ ଟେକ୍ସଟ୍ ଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ  
 +
 
|-
 
|-
 
|03:11
 
|03:11
 
| While Conditionକୁ While $x<30 ଚେକ୍ କରେ  
 
| While Conditionକୁ While $x<30 ଚେକ୍ କରେ  
 +
 
|-
 
|-
 
|03:17
 
|03:17
 
| $x=$x+3, 3 ଦ୍ୱାରା ଭେରିଏବଲ୍ $xର ଭାଲ୍ୟୁ ବୃଦ୍ଧି କରେ
 
| $x=$x+3, 3 ଦ୍ୱାରା ଭେରିଏବଲ୍ $xର ଭାଲ୍ୟୁ ବୃଦ୍ଧି କରେ
 +
 
|-
 
|-
 
|03:27
 
|03:27
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 15 ସେଟ୍ କରେ  
 
| ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 15 ସେଟ୍ କରେ  
 +
 
|-
 
|-
 
|03:35
 
|03:35
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
 
| Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
 +
 
|-
 
|-
 
|03:42
 
|03:42
 
| କାନଭାସ୍ ଉପରେ 20 ପାଦ ଆଗକୁ ବଢ଼ିବାକୁ Forward 20, ଟର୍ଟଲ୍ କୁ କମାଣ୍ଡ କରେ
 
| କାନଭାସ୍ ଉପରେ 20 ପାଦ ଆଗକୁ ବଢ଼ିବାକୁ Forward 20, ଟର୍ଟଲ୍ କୁ କମାଣ୍ଡ କରେ
 +
 
|-
 
|-
 
|03:52
 
|03:52
 
| କାନଭାସ୍ ଉପରେ ଭେରିଏବଲ୍ xର ଭାଲ୍ୟୁକୁ Print $x ପ୍ରଦର୍ଶନ କରେ
 
| କାନଭାସ୍ ଉପରେ ଭେରିଏବଲ୍ xର ଭାଲ୍ୟୁକୁ Print $x ପ୍ରଦର୍ଶନ କରେ
 +
 
|-
 
|-
 
|04:01
 
|04:01
Line 138: Line 167:
 
|04:05
 
|04:05
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 
| ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
 +
 
|-
 
|-
 
|04:11
 
|04:11
 
| 3ର ଗୁଣନ, 3ରୁ 30 ପର୍ଯ୍ୟନ୍ତ କାନଭାସ୍ ଉପରେ ପ୍ରଦର୍ଶିତ ହୁଏ  
 
| 3ର ଗୁଣନ, 3ରୁ 30 ପର୍ଯ୍ୟନ୍ତ କାନଭାସ୍ ଉପରେ ପ୍ରଦର୍ଶିତ ହୁଏ  
 +
 
|-
 
|-
 
|04:17
 
|04:17
 
| କାନଭାସ୍ ଉପରେ ଟର୍ଟଲ୍ 20 ପାଦ ଆଗକୁ ବଢ଼େ  
 
| କାନଭାସ୍ ଉପରେ ଟର୍ଟଲ୍ 20 ପାଦ ଆଗକୁ ବଢ଼େ  
 +
 
|-
 
|-
 
|04:22
 
|04:22
 
| ଏହାପରେ For Loop ସହିତ କାମ କରିବା
 
| ଏହାପରେ For Loop ସହିତ କାମ କରିବା
 +
 
|-
 
|-
 
|04:26
 
|04:26
Line 158: Line 191:
 
|04:34
 
|04:34
 
| ଏଣ୍ଡ ଭାଲ୍ୟୁ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଭେରିଏବଲ୍ ଭାଲ୍ୟୁ ବୃଦର୍ଧି ପାଇଥାଏ
 
| ଏଣ୍ଡ ଭାଲ୍ୟୁ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଭେରିଏବଲ୍ ଭାଲ୍ୟୁ ବୃଦର୍ଧି ପାଇଥାଏ
 +
 
|-
 
|-
 
|04:41
 
|04:41
Line 165: Line 199:
 
|04:46
 
|04:46
 
| For variable = start number to end number  { Statement}
 
| For variable = start number to end number  { Statement}
 +
 
|-
 
|-
 
|04:55
 
|04:55
Line 172: Line 207:
 
|04:59
 
|04:59
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 
| Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
 +
 
|-
 
|-
 
|05:05
 
|05:05
Line 183: Line 219:
 
|05:20
 
|05:20
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 
| ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
 +
 
|-
 
|-
 
|05:25
 
|05:25
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 
| ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
 +
 
|-
 
|-
 
|05:32
 
|05:32
 
| ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
 
| ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
 +
 
|-
 
|-
 
|05:34
 
|05:34
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 
| # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
 +
 
|-
 
|-
 
|05:39
 
|05:39
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 
| Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
 +
 
|-
 
|-
 
|05:44
 
|05:44
 
| $r = 0, ଭେରିଏବଲ୍ rର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
 
| $r = 0, ଭେରିଏବଲ୍ rର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
 +
 
|-
 
|-
 
|05:52
 
|05:52
 
| For $x= 1 to 15, 1 ରୁ 15 ପର୍ଯ୍ୟନ୍ତ For କଣ୍ଡିଶନ୍ ଯାଞ୍ଚ କରେ
 
| For $x= 1 to 15, 1 ରୁ 15 ପର୍ଯ୍ୟନ୍ତ For କଣ୍ଡିଶନ୍ ଯାଞ୍ଚ କରେ
 +
 
|-
 
|-
 
|06:01
 
|06:01
 
| $r=$x*($x+1)/2 ଭେରିଏବଲ୍ rର ଭାଲ୍ୟୁ ଗଣନା କରେ
 
| $r=$x*($x+1)/2 ଭେରିଏବଲ୍ rର ଭାଲ୍ୟୁ ଗଣନା କରେ
 +
 
|-
 
|-
 
|06:12
 
|06:12
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ  
 
| ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ  
 +
 
|-
 
|-
 
|06:19
 
|06:19
 
| କାନଭାସ୍ ଉପରେ ଭେରିଏବଲ୍ rର ଭାଲ୍ୟୁକୁ Print $r ପ୍ରଦର୍ଶନ କରେ  
 
| କାନଭାସ୍ ଉପରେ ଭେରିଏବଲ୍ rର ଭାଲ୍ୟୁକୁ Print $r ପ୍ରଦର୍ଶନ କରେ  
 +
 
|-
 
|-
 
|06:26
 
|06:26
 
| କାନଭାସ୍ ଉପରେ 15 ପାଦ ଆଗକୁ ବଢ଼ିବାକୁ Forward 15, ଟର୍ଟଲ୍ କୁ କମାଣ୍ଡ କରେ
 
| କାନଭାସ୍ ଉପରେ 15 ପାଦ ଆଗକୁ ବଢ଼ିବାକୁ Forward 15, ଟର୍ଟଲ୍ କୁ କମାଣ୍ଡ କରେ
 +
 
|-
 
|-
 
|06:34
 
|06:34
 
| Go 10,250 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 250 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 
| Go 10,250 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 250 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
 +
 
|-
 
|-
 
|06:48
 
|06:48
 
| କୌଣସି ସମୟ ବ୍ୟବଧାନ ବିନା ଟର୍ଟଲ୍ ସମସ୍ତ ପ୍ରିଣ୍ଟ କମାଣ୍ଡ ପ୍ରଦର୍ଶିତ କରେ
 
| କୌଣସି ସମୟ ବ୍ୟବଧାନ ବିନା ଟର୍ଟଲ୍ ସମସ୍ତ ପ୍ରିଣ୍ଟ କମାଣ୍ଡ ପ୍ରଦର୍ଶିତ କରେ
 +
 
|-
 
|-
 
|06:54
 
|06:54
 
| Wait 2 କମାଣ୍ଡ, ପରବର୍ତ୍ତୀ କମାଣ୍ଡ Execute କରିବା ପୂର୍ବରୁ 2 ସେକେଣ୍ଡ ଅପେକ୍ଷା କରାଇଥାଏ
 
| Wait 2 କମାଣ୍ଡ, ପରବର୍ତ୍ତୀ କମାଣ୍ଡ Execute କରିବା ପୂର୍ବରୁ 2 ସେକେଣ୍ଡ ଅପେକ୍ଷା କରାଇଥାଏ
 +
 
|-
 
|-
 
|07:04
 
|07:04
 
| Print କମାଣ୍ଡ, ଡବଲ୍ କ୍ୱୋଟ୍ସ ମଧ୍ୟରେ String ପ୍ରଦର୍ଶନ ସହ ଭେରିଏବଲ୍ $rକୁ ମଧ୍ୟ ପ୍ରଦର୍ଶିତ କରେ
 
| Print କମାଣ୍ଡ, ଡବଲ୍ କ୍ୱୋଟ୍ସ ମଧ୍ୟରେ String ପ୍ରଦର୍ଶନ ସହ ଭେରିଏବଲ୍ $rକୁ ମଧ୍ୟ ପ୍ରଦର୍ଶିତ କରେ
 +
 
|-
 
|-
 
|07:13
 
|07:13
Line 236: Line 287:
 
|07:27
 
|07:27
 
| କାନଭାସ୍ ଉପରେ ଟର୍ଟଲ୍ 15 ପାଦ ଆଗକୁ ବଢ଼େ
 
| କାନଭାସ୍ ଉପରେ ଟର୍ଟଲ୍ 15 ପାଦ ଆଗକୁ ବଢ଼େ
 +
 
|-
 
|-
 
|07:32
 
|07:32
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 +
 
|-
 
|-
 
|07:37
 
|07:37
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|07:40
 
|07:40
Line 261: Line 315:
 
|07:58
 
|07:58
 
| For Loop ବ୍ୟବହାର କରି ପଣିକିଆ ତିଆରି କରନ୍ତୁ
 
| For Loop ବ୍ୟବହାର କରି ପଣିକିଆ ତିଆରି କରନ୍ତୁ
 +
 
|-
 
|-
 
|08:03
 
|08:03
Line 272: Line 327:
 
|08:12
 
|08:12
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|08:17
 
|08:17
Line 287: Line 343:
 
|08:27
 
|08:27
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
|-
 
|-
 
|08:36
 
|08:36
Line 301: Line 358:
 
|-
 
|-
 
|08:54
 
|08:54
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|}
|-
+

Latest revision as of 10:19, 10 April 2017

Time Narration
00:01 ନମସ୍କାର ବନ୍ଧୁଗଣ
00:03 କେଟର୍ଟଲ୍ ରେ "Control Execution" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:10 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା,
00:13 While Loop ଓ
00:15 For Loop
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା
00:32 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:38 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:45 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
00:48 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ
00:50 ସର୍ଚ ବାର୍ ରେ KTurtle ଟାଇପ୍ କରି
00:53 ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ. କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା
00:59 Control Execution କ’ଣ ତାହା ମୁଁ ପ୍ରଥମେ ବୁଝାଉଛି
01:05 Control Execution ହେଉଛି ଏକ ପ୍ରୋଗ୍ରାମ୍ ର ଗତିକୁ ନିୟନ୍ତ୍ରଣ କରିବା
01:10 ପ୍ରୋଗ୍ରାମ୍ Execution ନିୟନ୍ତ୍ରଣ କରିବାକୁ ବିଭିନ୍ନ ପ୍ରକାରର କଣ୍ଡିଶନ୍ସ ବ୍ୟବହାର କରାଯାଏ
01:16 Loop ହେଉଛି କୋଡ୍ ର ଏକ ବ୍ଲକ୍, ଯାହା ନିର୍ଦ୍ଦିଷ୍ଟ କଣ୍ଡିଶନ୍ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବାରମ୍ୱାର Execute ହୋଇଥାଏ
01:25 ଯେପରି While Loop ଓ For Loop
01:30 ଚାଲନ୍ତୁ, While Loop ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା
01:34 While Loopରେ, Boolean, False ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ କୋଡ୍ ଭିତରେ ଥିବା Loop ପୁନରାବୃତ୍ତି ହୋଇଥାଏ
01:42 ମୁଁ ଏବେ While Loopର ନିର୍ମାଣ ବୁଝାଉଛି

while loop condition { do something with loop increment variable }

01:56 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି
01:59 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
02:07 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
02:13 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
02:18 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
02:25 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
02:27 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
02:32 ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ Execute ହେବ ନାହିଁ
02:38 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
02:43 $x = 0, ଭେରିଏବଲ୍ xର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
02:52 ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ
03:04 ଏହା, Stringରୁ ଟେକ୍ସଟ୍ ଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ
03:11 While Conditionକୁ While $x<30 ଚେକ୍ କରେ
03:17 $x=$x+3, 3 ଦ୍ୱାରା ଭେରିଏବଲ୍ $xର ଭାଲ୍ୟୁ ବୃଦ୍ଧି କରେ
03:27 ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 15 ସେଟ୍ କରେ
03:35 Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ
03:42 କାନଭାସ୍ ଉପରେ 20 ପାଦ ଆଗକୁ ବଢ଼ିବାକୁ Forward 20, ଟର୍ଟଲ୍ କୁ କମାଣ୍ଡ କରେ
03:52 କାନଭାସ୍ ଉପରେ ଭେରିଏବଲ୍ xର ଭାଲ୍ୟୁକୁ Print $x ପ୍ରଦର୍ଶନ କରେ
04:01 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
04:05 ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
04:11 3ର ଗୁଣନ, 3ରୁ 30 ପର୍ଯ୍ୟନ୍ତ କାନଭାସ୍ ଉପରେ ପ୍ରଦର୍ଶିତ ହୁଏ
04:17 କାନଭାସ୍ ଉପରେ ଟର୍ଟଲ୍ 20 ପାଦ ଆଗକୁ ବଢ଼େ
04:22 ଏହାପରେ For Loop ସହିତ କାମ କରିବା
04:26 For Loop ହେଉଛି ଏକ କାଉଣ୍ଟିଙ୍ଗ୍ ଲୂପ୍
04:29 ପ୍ରତ୍ୟେକ ଥର For Loop ଭିତରେ ଥିବା କୋଡ୍ Execute ହେଲେ,
04:34 ଏଣ୍ଡ ଭାଲ୍ୟୁ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଭେରିଏବଲ୍ ଭାଲ୍ୟୁ ବୃଦର୍ଧି ପାଇଥାଏ
04:41 ମୁଁ ଏବେ For Loopର ନିର୍ମାଣ ବୁଝାଉଛି
04:46 For variable = start number to end number { Statement}
04:55 ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍ କରିଦେବି
04:59 Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
05:05 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:14 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ କୁ ଟାଇପ୍ କରନ୍ତୁ
05:20 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
05:25 ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ
05:32 ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି
05:34 # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ
05:39 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
05:44 $r = 0, ଭେରିଏବଲ୍ rର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ
05:52 For $x= 1 to 15, 1 ରୁ 15 ପର୍ଯ୍ୟନ୍ତ For କଣ୍ଡିଶନ୍ ଯାଞ୍ଚ କରେ
06:01 $r=$x*($x+1)/2 ଭେରିଏବଲ୍ rର ଭାଲ୍ୟୁ ଗଣନା କରେ
06:12 ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ
06:19 କାନଭାସ୍ ଉପରେ ଭେରିଏବଲ୍ rର ଭାଲ୍ୟୁକୁ Print $r ପ୍ରଦର୍ଶନ କରେ
06:26 କାନଭାସ୍ ଉପରେ 15 ପାଦ ଆଗକୁ ବଢ଼ିବାକୁ Forward 15, ଟର୍ଟଲ୍ କୁ କମାଣ୍ଡ କରେ
06:34 Go 10,250 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 250 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
06:48 କୌଣସି ସମୟ ବ୍ୟବଧାନ ବିନା ଟର୍ଟଲ୍ ସମସ୍ତ ପ୍ରିଣ୍ଟ କମାଣ୍ଡ ପ୍ରଦର୍ଶିତ କରେ
06:54 Wait 2 କମାଣ୍ଡ, ପରବର୍ତ୍ତୀ କମାଣ୍ଡ Execute କରିବା ପୂର୍ବରୁ 2 ସେକେଣ୍ଡ ଅପେକ୍ଷା କରାଇଥାଏ
07:04 Print କମାଣ୍ଡ, ଡବଲ୍ କ୍ୱୋଟ୍ସ ମଧ୍ୟରେ String ପ୍ରଦର୍ଶନ ସହ ଭେରିଏବଲ୍ $rକୁ ମଧ୍ୟ ପ୍ରଦର୍ଶିତ କରେ
07:13 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
07:17 କାନଭାସ୍ ଉପରେ, ପ୍ରଥମ 15 ପ୍ରାକୃତିକ ସଂଖ୍ୟାର ଯୋଗ ଶୃଙ୍ଖଳା ଏବଂ ପ୍ରଥମ 15 ପ୍ରାକୃତିକ ସଂଖ୍ୟାର ଯୋଗ ପ୍ରଦର୍ଶିତ ହେଲା
07:27 କାନଭାସ୍ ଉପରେ ଟର୍ଟଲ୍ 15 ପାଦ ଆଗକୁ ବଢ଼େ
07:32 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:37 ସଂକ୍ଷିପ୍ତରେ
07:40 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
07:44 While Loop ଓ For Loop
07:47 ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ନିର୍ଦ୍ଧାରଣ କରିବା ପାଇଁ ପ୍ରୋଗ୍ରାମ୍ସ ଲେଖନ୍ତୁ
07:54 While Loop ବ୍ୟବହାର କରି 2ର ଗୁଣନ
07:58 For Loop ବ୍ୟବହାର କରି ପଣିକିଆ ତିଆରି କରନ୍ତୁ
08:03 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
08:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
08:12 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
08:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:41 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:48 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
08:54 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep