Difference between revisions of "Java/C2/Getting-started-Eclipse/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:01 | Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗ...")
 
 
(One intermediate revision by the same user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
| Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
|00:08
 
|00:08
| * ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ
+
| ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ
 +
 
 
|-
 
|-
 
|00:12
 
|00:12
|* Java ପ୍ରୋଗ୍ରାମ୍ କିପରି ଲେଖାଯାଏ
+
|Java ପ୍ରୋଗ୍ରାମ୍ କିପରି ଲେଖାଯାଏ
 +
 
 
|-
 
|-
 
|00:14
 
|00:14
| * Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ
+
| Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ
 +
 
 
|-
 
|-
 
|00:18
 
|00:18
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:  
* ଉବୁଣ୍ଟୁ 11.10  
+
ଉବୁଣ୍ଟୁ 11.10  
* Eclipse 3.7
+
Eclipse 3.7
 +
 
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ  
 
| ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ  
 +
 
|-
 
|-
 
|00:28
 
|00:28
 
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ
 
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ
 +
 
|-
 
|-
 
|00:30
 
|00:30
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:39
 
|00:39
 
| Eclipse ହେଉଛି ଏକ Integrated Development Environment
 
| Eclipse ହେଉଛି ଏକ Integrated Development Environment
 +
 
|-
 
|-
 
|00:42
 
|00:42
 
| ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ
 
| ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ
 +
 
|-
 
|-
 
|00:50  
 
|00:50  
 
| ଏବେ, Eclipse ଖୋଲନ୍ତୁ
 
| ଏବେ, Eclipse ଖୋଲନ୍ତୁ
 +
 
|-
 
|-
 
|00:55
 
|00:55
 
| Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
 
| Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
 +
 
|-
 
|-
 
|01:08
 
|01:08
 
| Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା
 
| Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|01:11
 
|01:11
 
| ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ
 
| ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ
 +
 
|-
 
|-
 
|01:19
 
|01:19
 
| ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ
 
| ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ
 +
 
|-
 
|-
 
|01:24
 
|01:24
 
| Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
 
| Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
 +
 
|-
 
|-
 
|01:27
 
|01:27
 
| ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା  
 
| ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା  
 +
 
|-
 
|-
 
|01:30
 
|01:30
 
| ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ
 
| ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ
 +
 
|-
 
|-
 
|01:39
 
|01:39
 
| ଓ ଏହା ହେଉଛି Welcome To Eclipse ପେଜ୍  
 
| ଓ ଏହା ହେଉଛି Welcome To Eclipse ପେଜ୍  
 +
 
|-
 
|-
 
|01:46
 
|01:46
 
| ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ  
 
| ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:52
 
|01:52
 
| ଏହା ହେଉଛି Eclipse IDE.  ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ
 
| ଏହା ହେଉଛି Eclipse IDE.  ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ
 +
 
|-
 
|-
 
|01:57
 
|01:57
 
| File > Newକୁ ଯାଇ Project ସିଲେକ୍ଟ କରନ୍ତୁ
 
| File > Newକୁ ଯାଇ Project ସିଲେକ୍ଟ କରନ୍ତୁ
 +
 
|-
 
|-
 
|02:05
 
|02:05
 
| ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ
 
| ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ
 +
 
|-
 
|-
 
|02:10
 
|02:10
 
| ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ.  Next କ୍ଲିକ୍ କରନ୍ତୁ
 
| ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ.  Next କ୍ଲିକ୍ କରନ୍ତୁ
 +
 
|-
 
|-
 
|02:19
 
|02:19
 
| Project Nameରେ, ଟାଇପ୍ କରନ୍ତୁ EclipseDemo
 
| Project Nameରେ, ଟାଇପ୍ କରନ୍ତୁ EclipseDemo
 +
 
|-
 
|-
 
|02:30
 
|02:30
 
| Use Default Location ଅପ୍ସନ୍ କୁ ଦେଖନ୍ତୁ
 
| Use Default Location ଅପ୍ସନ୍ କୁ ଦେଖନ୍ତୁ
 +
 
|-
 
|-
 
|02:34  
 
|02:34  
 
| ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ
 
| ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ
 +
 
|-
 
|-
 
|02:41
 
|02:41
 
| ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
 
| ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
 +
 
|-
 
|-
 
|02:47  
 
|02:47  
 
| ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା
 
| ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା
 +
 
|-
 
|-
 
|02:52
 
|02:52
 
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
 
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:00
 
|03:00
 
| Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା
 
| Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|03:04
 
|03:04
 
| ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ
 
| ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ
 +
 
|-
 
|-
 
|03:09
 
|03:09
 
| ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ
 
| ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ
 +
 
|-
 
|-
 
|03:20
 
|03:20
 
| Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ
 
| Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:27
 
|03:27
 
| ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି.  ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
 
| ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି.  ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
 +
 
|-
 
|-
 
|03:37
 
|03:37
 
| ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ
 
| ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ
 +
 
|-
 
|-
 
|03:46
 
|03:46
 
| Class Name ଭାବେ DemoClass ଟାଇପ୍ କରନ୍ତ୍ରୁ
 
| Class Name ଭାବେ DemoClass ଟାଇପ୍ କରନ୍ତ୍ରୁ
 +
 
|-
 
|-
 
|03:55
 
|03:55
 
| ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default
 
| ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default
 +
 
|-
 
|-
 
|03:59
 
|03:59
 
| ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ
 
| ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ
 +
 
|-
 
|-
 
|04:01
 
|04:01
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
 +
 
|-
 
|-
 
|04:06
 
|04:06
 
| Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ
 
| Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
|04:14
 
|04:14
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
 +
 
|-
 
|-
 
|04:19
 
|04:19
 
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
 
| Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:30
 
|04:30
 
| ଆଉ ଏହା ହେଉଛି Class ଫାଇଲ୍
 
| ଆଉ ଏହା ହେଉଛି Class ଫାଇଲ୍
 +
 
|-
 
|-
 
|04:35
 
|04:35
 
| ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି.  ଏହିଗୁଡ଼ିକୁ Portlets କୁହାଯାଏ
 
| ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି.  ଏହିଗୁଡ଼ିକୁ Portlets କୁହାଯାଏ
 +
 
|-
 
|-
 
|04:41
 
|04:41
 
| ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ
 
| ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ
 +
 
|-
 
|-
 
|04:46
 
|04:46
 
| ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା
 
| ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା
 +
 
|-
 
|-
 
|04:50
 
|04:50
 
| ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ
 
| ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ
 +
 
|-
 
|-
 
|04:56
 
|04:56
 
| ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ  
 
| ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ  
 +
 
|-
 
|-
 
|05:10
 
|05:10
 
| Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ
 
| Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ
 +
 
|-
 
|-
 
|05:26
 
|05:26
 
| Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ
 
| Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ
 +
 
|-
 
|-
 
|05:37
 
|05:37
 
| ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା
 
| ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା
 +
 
|-
 
|-
 
|05:49
 
|05:49
 
| ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି
 
| ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି
 +
 
|-
 
|-
 
|05:54
 
|05:54
 
| ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ
 
| ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ
 +
 
|-
 
|-
 
|06:00
 
|06:00
 
| ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା
 
| ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା
 +
 
|-
 
|-
 
|06:08
 
|06:08
 
| ଟାଇପ୍ କରନ୍ତୁ:  System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”)
 
| ଟାଇପ୍ କରନ୍ତୁ:  System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”)
 +
 
|-
 
|-
 
|06:26
 
|06:26
 
| ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ
 
| ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ
 +
 
|-
 
|-
 
|06:31
 
|06:31
 
| Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ
 
| Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ
 +
 
|-
 
|-
 
|06:37
 
|06:37
 
| ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ
 
| ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ
 +
 
|-
 
|-
 
|06:42
 
|06:42
 
| ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ
 
| ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:56
 
|06:56
 
| ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି
 
| ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି
 +
 
|-
 
|-
 
|07:04
 
|07:04
 
| ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା
 
| ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା
 +
 
|-
 
|-
 
|07:10
 
|07:10
 
| ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ
 
| ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ
 +
 
|-
 
|-
 
|07:18
 
|07:18
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|07:20
 
|07:20
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ
 +
 
|-
 
|-
 
|07:33
 
|07:33
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ
 +
 
|-
 
|-
 
|07:38
 
|07:38
 
| ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
 
| ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
 +
 
|-
 
|-
 
|07:44
 
|07:44
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|07:50
 
|07:50
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|07:53
 
|07:53
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|07:58
 
|07:58
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
|-
+
 
|07:59
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
 
|-
 
|-
 
|08:02
 
|08:02
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|08:05
 
|08:05
 
| ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ
 +
 
|-
 
|-
 
|08:12
 
|08:12
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|08:17
 
|08:17
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|08:23
 
|08:23
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:
 +
 
|-
 
|-
 
|08:27
 
|08:27
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:09, 7 April 2017

Time Narration
00:01 Getting Started With Eclipse ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରାଯାଏ ଓ Eclipseରେ ଏକ Class କିପରି ଆଡ୍ କରାଯାଏ
00:12 Java ପ୍ରୋଗ୍ରାମ୍ କିପରି ଲେଖାଯାଏ
00:14 Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଯାଏ
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

ଉବୁଣ୍ଟୁ 11.10 Eclipse 3.7

00:25 ଏହି ଟ୍ୟୁଟୋରିଆଲ୍ ଅନୁପାଳନ କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ
00:28 ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିବାକୁ ପଡ଼ିବ
00:30 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:39 Eclipse ହେଉଛି ଏକ Integrated Development Environment
00:42 ଏହା ଏପରି ଏକ ଟୂଲ୍, ଯେଉଁଥିରେ ଜଣେ ଲେଖିପାରିବ, Debug କରିପାରିବ ଓ Java Programsକୁ ସହଜରେ ଚଲାଇପାରିବ
00:50 ଏବେ, Eclipse ଖୋଲନ୍ତୁ
00:55 Alt F2 ଦାବନ୍ତୁ ଓ ଡାୟଲଗ୍ ବକ୍ସରେ Eclipse ଟାଇପ୍ କରି Enter ଦାବନ୍ତୁ
01:08 Workspace Launcher ଡାୟଲଗ୍ ବକ୍ସ ଦେଖାଦେଲା
01:11 ଗୋଟିଏ Workspace ହେଉଛି ଏପରି ଏକ ସ୍ଥାନ, ଯେଉଁଠାରେ ଆପଣ ନିଜର ସମସ୍ତ ପ୍ରୋଜେକ୍ଟ ସମ୍ପର୍କିତ ଡାଟା ଓ Eclipse ସମ୍ପର୍କିତ ଫାଇଲ୍ସ ଷ୍ଟୋର୍ ହୁଏ
01:19 ପୂର୍ବରୁ ଏକ ସ୍ଥାନ ଅଛି, ଯାହା ହେଉଛି ଡିଫଲ୍ଟ ସ୍ଥାନ
01:24 Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
01:27 ଏବେ ପାଇଁ, ଚାଲନ୍ତୁ ଡିଫଲ୍ଟ ଡାଇରେକ୍ଟୋରୀ ସହିତ ଆଗକୁ ବଢ଼ିବା
01:30 ଆଗକୁ ବଢ଼ିବା ପାଇଁ OK କ୍ଲିକ୍ କରନ୍ତୁ
01:39 ଓ ଏହା ହେଉଛି Welcome To Eclipse ପେଜ୍
01:46 ପେଜ୍ ର ଉପର ଡାହାଣପଟ କୋଣରେ ଥିବା Workbench ଉପରେ କ୍ଲିକ୍ କରନ୍ତୁ
01:52 ଏହା ହେଉଛି Eclipse IDE. ଏବେ ଏକ ପ୍ରୋଜେକ୍ଟ ଆଡ୍ କରନ୍ତୁ
01:57 File > Newକୁ ଯାଇ Project ସିଲେକ୍ଟ କରନ୍ତୁ
02:05 ପ୍ରୋଜେକ୍ଟସ୍ ର ତାଲିକାରେ Java Project ସିଲେକ୍ଟ କରନ୍ତୁ
02:10 ଏହା ମଧ୍ୟ ଧ୍ୟାନଦିଅନ୍ତୁ ଯେ, ଆମର ଅଧିକାଂଶ ଟ୍ୟୁଟୋରିଆଲ୍ସ ପାଇଁ ଆମେ, Java Project ବ୍ୟବହାର କରିବୁ. Next କ୍ଲିକ୍ କରନ୍ତୁ
02:19 Project Nameରେ, ଟାଇପ୍ କରନ୍ତୁ EclipseDemo
02:30 Use Default Location ଅପ୍ସନ୍ କୁ ଦେଖନ୍ତୁ
02:34 ଯଦି ଅପ୍ସନ୍ ସିଲେକ୍ଟ ହୋଇଥିବ, ସମସ୍ତ EclipseDemo ପ୍ରୋଜେକ୍ଟ ଡାଟା, ଡିଫଲ୍ଟ Workspaceରେ ଷ୍ଟୋର୍ ହୋଇଯିବ
02:41 ଯଦି ସିଲେକ୍ଟ ହୋଇନଥିବ, ତେବେ Browse ଫିଚର୍ ବ୍ୟବହାର କରି, ଏକ ଭିନ୍ନ ଡାଇରେକ୍ଟୋରୀ ମଧ୍ୟ ଚୟନ କରାଯାଇପାରେ
02:47 ଏବେପାଇଁ ଆମେ, ଡିଫଲ୍ଟ ଲୋକେଶନ୍ ବ୍ୟବହାର କରିବା
02:52 Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
03:00 Open Associated Perspective ଡାୟଲଗ୍ ବକ୍ସ ଦେଖାଦେଲା
03:04 ଏକ Perspective, Eclipseରେ ଆଇଟମ୍ ଗୁଡ଼ିକର ବ୍ୟବସ୍ଥିତ ମାର୍ଗକୁ ବୁଝାଏ
03:09 ଡାୟଲଗ୍ ବକ୍ସ, ଏକ Perspective ପରାମର୍ଶ କରୁଛି, ଯାହା Java ଡେଭେଲପମେଣ୍ଟ ପାଇଁ ଉପଯୁକ୍ତ
03:20 Remember My Decision ସିଲେକ୍ଟ କରି Yesରେ କ୍ଲିକ୍ କରନ୍ତୁ
03:27 ଏଠାରେ, ଆମ ପାଖରେ, ପ୍ରୋଜେକ୍ଟ ସହିତ EclipseIDE ଅଛି. ଏବେ, ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
03:37 ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରି New ଓ Class ସିଲେକ୍ଟ କରନ୍ତୁ
03:46 Class Name ଭାବେ DemoClass ଟାଇପ୍ କରନ୍ତ୍ରୁ
03:55 ଧ୍ୟାନଦିଅନ୍ତୁ, Modifiersରେ ଆମ ପାଖରେ ଦୁଇଟି ଅପ୍ସନ୍ସ ଅଛି, ଯଥା Public ଓ Default
03:59 ଏବେପାଇଁ Publicକୁ ଛାଡ଼ିଦିଅନ୍ତୁ
04:01 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
04:06 Method Stubs ତାଲିକାରେ, Public Static Void Main କହୁଥିବା ଅପ୍ସନ୍ କୁ ସିଲେକ୍ଟ କରନ୍ତୁ
04:14 ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଅନ୍ୟ ଅପ୍ସନ୍ସ ବିଷୟରେ ଆଲୋଚନା କରାଯିବ
04:19 Wizardର ତଳ ଡାହାଣପଟ କୋଣରେ ଥିବା Finish ଉପରେ କ୍ଲିକ୍ କରନ୍ତୁ
04:30 ଆଉ ଏହା ହେଉଛି Class ଫାଇଲ୍
04:35 ଦେଖନ୍ତୁ, ଏଠାରେ ଅନେକ ପାର୍ଟିଶନ୍ସ ଅଛି. ଏହିଗୁଡ଼ିକୁ Portlets କୁହାଯାଏ
04:41 ଆମ ପାଖରେ Package Explorer ପୋର୍ଟଲେଟ୍ ଅଛି, ଯାହା File Browser ଭାବେ କାମ କରେ
04:46 ଆମ ପଖରେ Editor ପୋର୍ଟଲେଟ୍ ଅଛି, ଯେଉଁଥିରେ ଆମେ କୋଡ୍ ଲେଖିପାରିବା
04:50 ଏବଂ Outline ପୋର୍ଟଲେଟ୍ ଆମକୁ ପ୍ରୋଜେକ୍ଟର ପଦାନୁକ୍ରମ ଦେଇଥାଏ
04:56 ପ୍ରତ୍ୟେକ ପୋର୍ଟଲେଟ୍ କୁ ରିସାଇଜ୍ କରିହେବ
05:10 Minimize ବଟନ୍ ବ୍ୟବହାର କରି ସେଗୁଡ଼ିକୁ ମିନିମାଇଜ୍ ମଧ୍ୟ କରିହେବ
05:26 Restore ବଟନ୍ ବ୍ୟବହାର କରି ସେଗୁଡ଼ିକୁ ରିଷ୍ଟୋର୍ କରିହେବ
05:37 ଏବେ ଚାଲନ୍ତୁ ଅନ୍ୟ ପୋର୍ଟଲେଟଗୁଡ଼ିକୁ ମିନିମାଇଜ୍ କରି Editor ଉପରେ ଧ୍ୟାନକେନ୍ଦ୍ରିତ କରିବା
05:49 ଦେଖନ୍ତୁ, ଏଠାରେ ପୂର୍ବରୁ କିଛି କୋଡ୍ ରହିଛି, ଯାହାକୁ Eclipse ଆମପାଇଁ ଜେନେରେଟ୍ କରିଛି
05:54 ଏଠାରେ ଜେନେରେଟ୍ ହୋଇଥିବା କୋଡ୍, କ୍ଲାସ୍ କ୍ରିଏଟ୍ କରିବା ସମୟରେ ଆମେ ସିଲେକ୍ଟ କରିଥିବା ଅପ୍ସନ୍ସ ଉପରେ ନିର୍ଭର କରିଥାଏ
06:00 ଏବେ ଚାଲନ୍ତୁ, ଏଠାରେ ଏକ Print Statement ଆଡ୍ କରିବା
06:08 ଟାଇପ୍ କରନ୍ତୁ: System.out.println ପାରେନ୍ଥେସିସ୍ ରେ କ୍ୱୋଟ୍ସରେ (“Hello Eclipse”)
06:26 ଷ୍ଟେଟମେଣ୍ଟର ଶେଷରେ ଏକ ସେମିକଲନ୍ ଆଡ୍ କରନ୍ତୁ
06:31 Fileରେ କ୍ଲିକ୍ କରି ଓ Save ସିଲେକ୍ଟ କରି ଫାଇଲକୁ ସେଭ୍ କରନ୍ତୁ
06:37 ବିକଳ୍ପ ଭାବେ, ଆପଣ ଶର୍ଟକଟ୍ Ctrl S ମଧ୍ୟ ବ୍ୟବହାର କରିପାରିବେ
06:42 ଏହି ପ୍ରୋଗ୍ରାମ୍ ଚଲାଇବା ପାଇଁ, Editor ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Run Asକୁ ଯାଇ Java Application ସିଲେକ୍ଟ କରନ୍ତୁ
06:56 ଆମେ ଦେଖିପାରୁଛେ ଯେ, ଯଦି କିଛି ପ୍ରିଣ୍ଟ ହୁଏ, Output Consol ଆଉଟପୁଟ୍ ଦେଖାଉଛି
07:04 ଯଦି ଆମ କୋଡ୍ ରେ ସମସ୍ୟା ଥା’ନ୍ତା, ତେବେ ତାହା Problems ପୋର୍ଟଲେଟ୍ ରେ ଦେଖାଇଥା’ନ୍ତା
07:10 ଏହି ପ୍ରକାରେ ଆପଣ ଏକ Eclipseରେ Java ପ୍ରୋଗ୍ରାମ୍ ଲେଖି ଓ ଚଲାଇ ପାରିବେ
07:18 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
07:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: Eclipseରେ ଏକ ପ୍ରୋଜେକ୍ଟ କିପରି କ୍ରିଏଟ୍ କରିବେ ଓ ସେଥିରେ ଏକ Class କିପରି ଆଡ କରିବେ, Java Source Code କିପରି ଲେଖିବେ ଏବଂ Eclipseରେ ଏକ Java ପ୍ରୋଗ୍ରାମ୍ କିପରି ଚଲାଇବେ
07:33 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ, Display ନାମରେ ଏକ Project କ୍ରିଏଟ୍ କରନ୍ତୁ
07:38 ଆଉ Welcome ନାମରେ Display ପ୍ରୋଜେକ୍ଟ ସହିତ ଏକ Class ଆଡ୍ କରନ୍ତୁ
07:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:02 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:05 ଅଧିକ ବିବରଣୀ ପାଇଁ ଦୟାକରି "କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial,org)କୁ ଲେଖନ୍ତୁ
08:12 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ:
08:27 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep