Difference between revisions of "Introduction-to-Computers/C2/Introduction-to-Gmail/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- |00:01 | ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋର...")
 
 
Line 1: Line 1:
{| border=1
+
{| Border=1
| <center>Time</center>
+
| '''Time'''
| <center>Narration</center>
+
|'''Narration'''
  
 
|-
 
|-
 
|00:01
 
|00:01
 
| ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
|00:09
 
|00:09
|* ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
+
| ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
 +
 
 
|-
 
|-
 
|00:12
 
|00:12
|* ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
+
| ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
 +
 
 
|-
 
|-
 
|00:16
 
|00:16
|* ଏକ ଇମେଲ୍ ଲେଖିବା
+
| ଏକ ଇମେଲ୍ ଲେଖିବା
 +
 
 
|-
 
|-
 
|00:18
 
|00:18
|* ଏକ ଇମେଲ୍ ପଠାଇବା
+
| ଏକ ଇମେଲ୍ ପଠାଇବା
 +
 
 
|-
 
|-
 
|00:20
 
|00:20
|* ଏକ ଇମେଲ୍ ଦେଖିବା ଓ
+
| ଏକ ଇମେଲ୍ ଦେଖିବା ଓ
 +
 
 
|-
 
|-
 
|00:22
 
|00:22
|* ଜିମେଲ୍ ରୁ ଲଗ୍ ଆଉଟ୍ କରିବା
+
| ଜିମେଲ୍ ରୁ ଲଗ୍ ଆଉଟ୍ କରିବା
 +
 
 
|-
 
|-
 
|00:24
 
|00:24
 
| ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା
 
| ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା
 +
 
|-
 
|-
 
|00:30
 
|00:30
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍   
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍   
 +
 
|-
 
|-
 
|00:35
 
|00:35
 
| ଓ ଏକ ୱେବ୍ ବ୍ରାଉଜର୍ ଦରକାର
 
| ଓ ଏକ ୱେବ୍ ବ୍ରାଉଜର୍ ଦରକାର
 +
 
|-
 
|-
 
|00:37
 
|00:37
 
| ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
 
| ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
 +
 
|-
 
|-
 
|00:42
 
|00:42
 
| ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି:
 
| ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି:
 +
 
|-
 
|-
 
|00:48
 
|00:48
|* Gmail
+
| Gmail,YouTube
|-
+
 
|00:49
+
|* YouTube
+
 
|-
 
|-
 
|00:50
 
|00:50
|* Google Play
+
| Google Play,Google Docs/Drive
|-
+
 
|00:51
+
|* Google Docs/Drive
+
 
|-
 
|-
 
|00:53
 
|00:53
|* Google Calendar....  ଓ ଆହୁରି ଅନେକ
+
| Google Calendar....  ଓ ଆହୁରି ଅନେକ
 +
 
 
|-
 
|-
 
|00:57
 
|00:57
 
| ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ
 
| ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ
 +
 
|-
 
|-
 
|01:02
 
|01:02
 
| ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା
 
| ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା
 +
 
|-
 
|-
 
|01:06
 
|01:06
 
| ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com)
 
| ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com)
 +
 
|-
 
|-
 
|01:16
 
|01:16
 
| ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ
 
| ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ
 +
 
|-
 
|-
 
|01:22
 
|01:22
 
| Creat an Account ଓ Sign In
 
| Creat an Account ଓ Sign In
 +
 
|-
 
|-
 
|01:25
 
|01:25
 
| ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
 
| ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
 +
 
|-
 
|-
 
|01:32
 
|01:32
 
| ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
 
| ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
 +
 
|-
 
|-
 
|01:39
 
|01:39
 
|ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ
 
|ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ
 +
 
|-
 
|-
 
|01:46
 
|01:46
 
| ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In
 
| ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In
 +
 
|-
 
|-
 
|01:50
 
|01:50
 
| ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ
 
| ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ
 +
 
|-
 
|-
 
|01:55
 
|01:55
 
| Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ
 
| Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:59
 
|01:59
 
| ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ  
 
| ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ  
 +
 
|-
 
|-
 
|02:03
 
|02:03
 
| ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ
 
| ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ
 +
 
|-
 
|-
 
|02:11
 
|02:11
 
| ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା
 
| ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା
 +
 
|-
 
|-
 
|02:17
 
|02:17
 
| ମୁଁ ମୋ ନାଁ ଭାବେ Rebecca Raymond ଦେବି
 
| ମୁଁ ମୋ ନାଁ ଭାବେ Rebecca Raymond ଦେବି
 +
 
|-
 
|-
 
|02:23
 
|02:23
 
| ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ  
 
| ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ  
 +
 
|-
 
|-
 
|02:27
 
|02:27
 
| Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ
 
| Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ
 +
 
|-
 
|-
 
|02:37
 
|02:37
 
| ଚାଲନ୍ତୁ Username ଭାବରେ becky0808 ଦେବା
 
| ଚାଲନ୍ତୁ Username ଭାବରେ becky0808 ଦେବା
 +
 
|-
 
|-
 
|02:43
 
|02:43
 
| ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା:  
 
| ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା:  
 +
 
|-
 
|-
 
|02:49
 
|02:49
 
| Someone already has that user name, Try another
 
| Someone already has that user name, Try another
 +
 
|-
 
|-
 
|02:54
 
|02:54
 
| ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ
 
| ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ
 +
 
|-
 
|-
 
|03:01
 
|03:01
 
| ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା
 
| ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା
 +
 
|-
 
|-
 
|03:07
 
|03:07
 
| ଏବେ ମୁଁ, Username ଭାବରେ ray.becky.0808 ଦେବି
 
| ଏବେ ମୁଁ, Username ଭାବରେ ray.becky.0808 ଦେବି
 +
 
|-
 
|-
 
|03:18
 
|03:18
 
| ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି
 
| ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି
 +
 
|-
 
|-
 
|03:24
 
|03:24
 
| ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ
 
| ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ
 +
 
|-
 
|-
 
|03:30
 
|03:30
 
| Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ
 
| Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ
 +
 
|-
 
|-
 
|03:36
 
|03:36
 
| ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ
 
| ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ
 +
 
|-
 
|-
 
|03:41
 
|03:41
 
| ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ
 
| ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ
 +
 
|-
 
|-
 
|03:44
 
|03:44
 
| ଏହାପରେ Birthday ଆସେ  
 
| ଏହାପରେ Birthday ଆସେ  
 +
 
|-
 
|-
 
|03:48
 
|03:48
 
| ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ
 
| ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ
 +
 
|-
 
|-
 
|03:51
 
|03:51
 
| ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ
 
| ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ
 +
 
|-
 
|-
 
|03:57
 
|03:57
 
| ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ  
 
| ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ  
 +
 
|-
 
|-
 
|04:00
 
|04:00
 
| ମୁଁ Female ଚୟନ କରୁଛି
 
| ମୁଁ Female ଚୟନ କରୁଛି
 +
 
|-
 
|-
 
|04:03
 
|04:03
 
| ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone
 
| ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone
 +
 
|-
 
|-
 
|04:06
 
|04:06
 
| ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି
 
| ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି
 +
 
|-
 
|-
 
|04:08
 
|04:08
 
| ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ
 
| ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ
 +
 
|-
 
|-
 
|04:14
 
|04:14
 
| ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ
 
| ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ
 +
 
|-
 
|-
 
|04:21
 
|04:21
 
| ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ
 
| ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ
 +
 
|-
 
|-
 
|04:23
 
|04:23
 
| ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା
 
| ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା
 +
 
|-
 
|-
 
|04:26
 
|04:26
 
| ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି
 
| ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି
 +
 
|-
 
|-
 
|04:32
 
|04:32
|* Phone verification
+
|Phone verification
 +
 
 
|-
 
|-
 
|04:34
 
|04:34
|* Puzzle verification
+
|Puzzle verification
 +
 
 
|-
 
|-
 
|04:36
 
|04:36
 
| ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା
 
| ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା
 +
 
|-
 
|-
 
|04:40
 
|04:40
 
| ମୁଁ Puzzle Verification ସହିତ ଯିବି
 
| ମୁଁ Puzzle Verification ସହିତ ଯିବି
 +
 
|-
 
|-
 
|04:43
 
|04:43
 
| Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ
 
| Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ
 +
 
|-
 
|-
 
|04:49
 
|04:49
 
| Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ
 
| Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ
 +
 
|-
 
|-
 
|04:55
 
|04:55
 
| ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି
 
| ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି
 +
 
|-
 
|-
 
|05:02
 
|05:02
 
| ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 
| ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:10
 
|05:10
 
| ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ
 
| ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ
 +
 
|-
 
|-
 
|05:17
 
|05:17
 
| ବର୍ତ୍ତମାନ, ଆମେ ଏପରି କରିବା ନାହିଁ
 
| ବର୍ତ୍ତମାନ, ଆମେ ଏପରି କରିବା ନାହିଁ
 +
 
|-
 
|-
 
|05:20
 
|05:20
 
| Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା
 
| Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା
 +
 
|-
 
|-
 
|05:25
 
|05:25
 
| Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 
| Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:32
 
|05:32
 
| India (भारत) ଭାବରେ Location ଚୟନ କରନ୍ତୁ
 
| India (भारत) ଭାବରେ Location ଚୟନ କରନ୍ତୁ
 +
 
|-
 
|-
 
|05:35
 
|05:35
 
| ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 
| ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:41
 
|05:41
 
| ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ
 
| ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:45
 
|05:45
 
| ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ
 
| ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ
 +
 
|-
 
|-
 
|05:50
 
|05:50
 
| ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି
 
| ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି
 +
 
|-
 
|-
 
|05:55
 
|05:55
 
| ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ
 
| ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ
 +
 
|-
 
|-
 
|06:00
 
|06:00
 
|  Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ
 
|  Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ
 +
 
|-
 
|-
 
|06:07
 
|06:07
 
| ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ
 
| ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:10
 
|06:10
 
| ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ
 
| ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ
 +
 
|-
 
|-
 
|06:13
 
|06:13
 
| ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ
 
| ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ
 +
 
|-
 
|-
 
|06:17
 
|06:17
 
| SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
 
| SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
 +
 
|-
 
|-
 
|06:24
 
|06:24
 
| Continue ଉପରେ କ୍ଲିକ୍ କରନ୍ତୁ
 
| Continue ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:27
 
|06:27
 
|  ଆମେ ଏବେ Create your public Google+ profile ପେଜ୍ ରେ ଅଛେ
 
|  ଆମେ ଏବେ Create your public Google+ profile ପେଜ୍ ରେ ଅଛେ
 +
 
|-
 
|-
 
|06:32
 
|06:32
 
| ଏଠାରେ ଆପଣ ନିଜ ନାମ ଦେଖିପାରିବେ
 
| ଏଠାରେ ଆପଣ ନିଜ ନାମ ଦେଖିପାରିବେ
 +
 
|-
 
|-
 
|06:35
 
|06:35
 
| ଏହା ତଳେ, Add a Photo ଅପ୍ସନ୍ ଅଛି  
 
| ଏହା ତଳେ, Add a Photo ଅପ୍ସନ୍ ଅଛି  
 +
 
|-
 
|-
 
|06:39
 
|06:39
 
| ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ
 
| ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ
 +
 
|-
 
|-
 
|06:44
 
|06:44
 
| ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି
 
| ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି
 +
 
|-
 
|-
 
|06:48
 
|06:48
 
| ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି
 
| ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି
 +
 
|-
 
|-
 
|06:51
 
|06:51
 
| ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି
 
| ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି
 +
 
|-
 
|-
 
|06:58
 
|06:58
 
| ଏବେ ଆମେ Welcome Pageରେ ଅଛେ
 
| ଏବେ ଆମେ Welcome Pageରେ ଅଛେ
 +
 
|-
 
|-
 
|07:02
 
|07:02
 
| ଓ ମୋ ମାମଲାରେ ଏହା Wecome Rebecca କୁହେ
 
| ଓ ମୋ ମାମଲାରେ ଏହା Wecome Rebecca କୁହେ
 +
 
|-
 
|-
 
|07:06
 
|07:06
 
| ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି
 
| ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି
 +
 
|-
 
|-
 
|07:16
 
|07:16
 
| Continue to Gmail ବଟନ୍ କ୍ଲିକ୍ କରନ୍ତୁ
 
| Continue to Gmail ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:22
 
|07:22
 
| ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ
 
| ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ
 +
 
|-
 
|-
 
|07:24
 
|07:24
 
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 
| ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
 +
 
|-
 
|-
 
|07:28
 
|07:28
 
| ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା
 
| ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା
 +
 
|-
 
|-
 
|07:33
 
|07:33
 
| ଏହା, ଡାହାଣପଟ ତଳେ ଅଛି
 
| ଏହା, ଡାହାଣପଟ ତଳେ ଅଛି
 +
 
|-
 
|-
 
|07:37
 
|07:37
 
| Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ
 
| Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ
 +
 
|-
 
|-
 
|07:41
 
|07:41
 
| କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ
 
| କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ
 +
 
|-
 
|-
 
|07:46
 
|07:46
 
| ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ  
 
| ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ  
 +
 
|-
 
|-
 
|07:53
 
|07:53
 
| ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ  
 
| ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ  
 +
 
|-
 
|-
 
|07:58
 
|07:58
 
| ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା
 
| ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା
 +
 
|-
 
|-
 
|08:04
 
|08:04
 
| ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା
 
| ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା
 +
 
|-
 
|-
 
|08:12
 
|08:12
 
| ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ
 
| ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ
 +
 
|-
 
|-
 
|08:16
 
|08:16
 
| Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍
 
| Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍
 +
 
|-
 
|-
 
|08:29
 
|08:29
 
| ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି
 
| ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
|08:36
 
|08:36
 
| ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି  
 
| ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି  
 +
 
|-
 
|-
 
|08:41
 
|08:41
 
| ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ
 
| ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ
 +
 
|-
 
|-
 
|08:46
 
|08:46
 
| ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ  
 
| ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ  
 +
 
|-
 
|-
 
|08:52
 
|08:52
 
| Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି
 
| Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି
 +
 
|-
 
|-
 
|08:58
 
|08:58
 
| ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା
 
| ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା
 +
 
|-
 
|-
 
|09:02
 
|09:02
 
| ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:06
 
|09:06
 
| New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ
 
| New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ
 +
 
|-
 
|-
 
|09:10
 
|09:10
 
| ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି
 
| ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି
 +
 
|-
 
|-
 
|09:13
 
|09:13
 
| To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ
 
| To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ
 +
 
|-
 
|-
 
|09:21
 
|09:21
 
| ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com
 
| ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com
 +
 
|-
 
|-
 
|09:35
 
|09:35
 
| ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି
 
| ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି
 +
 
|-
 
|-
 
|09:39
 
|09:39
 
| ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject
 
| ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject
 +
 
|-
 
|-
 
|09:42
 
|09:42
 
| ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା
 
| ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା
 +
 
|-
 
|-
 
|09:46
 
|09:46
 
| ଯେପରି Welcome Mail
 
| ଯେପରି Welcome Mail
 +
 
|-
 
|-
 
|09:50
 
|09:50
 
| ପରବର୍ତ୍ତୀ ହେଉଛି Content ଏରିଆ  
 
| ପରବର୍ତ୍ତୀ ହେଉଛି Content ଏରିଆ  
 +
 
|-
 
|-
 
|09:53
 
|09:53
 
| ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ
 
| ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ
 +
 
|-
 
|-
 
|09:57
 
|09:57
 
| ଟାଇପ୍ କରନ୍ତୁ, Greetings to all from the Spoken Tutorial Project
 
| ଟାଇପ୍ କରନ୍ତୁ, Greetings to all from the Spoken Tutorial Project
 +
 
|-
 
|-
 
|10:03
 
|10:03
 
| ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି
 
| ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି
 +
 
|-
 
|-
 
|10:08
 
|10:08
 
| ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
 
| ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:11
 
|10:11
 
| ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା
 
| ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା
 +
 
|-
 
|-
 
|10:16
 
|10:16
 
| ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ
 
| ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ
 +
 
|-
 
|-
 
|10:20
 
|10:20
 
| ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍
 
| ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍
 +
 
|-
 
|-
 
|10:23
 
|10:23
 
| ଚାଲନ୍ତୁ ତାହାକୁ ଦେଖିବା
 
| ଚାଲନ୍ତୁ ତାହାକୁ ଦେଖିବା
 +
 
|-
 
|-
 
|10:26
 
|10:26
 
| Show Details ଆରୋ ଉପରେ କ୍ଲିକ୍ କରନ୍ତୁ
 
| Show Details ଆରୋ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:29
 
|10:29
 
| ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ
 
| ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ
 +
 
|-
 
|-
 
|10:34
 
|10:34
 
| ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ
 
| ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ
 +
 
|-
 
|-
 
|10:39
 
|10:39
 
| ଏହା ହେଉଛି ଇମେଲ୍ ର Subject Line
 
| ଏହା ହେଉଛି ଇମେଲ୍ ର Subject Line
 +
 
|-
 
|-
 
|10:43
 
|10:43
 
| ଆଉ କଣ୍ଟେଣ୍ଟ ଏଠାରେ ରହିଛି
 
| ଆଉ କଣ୍ଟେଣ୍ଟ ଏଠାରେ ରହିଛି
 +
 
|-
 
|-
 
|10:47
 
|10:47
 
| ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3
 
| ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3
 +
 
|-
 
|-
 
|10:54
 
|10:54
 
| ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା
 
| ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା
 +
 
|-
 
|-
 
|10:58
 
|10:58
 
| ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ
 
| ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ
 +
 
|-
 
|-
 
|11:03
 
|11:03
 
| ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ
 
| ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ
 +
 
|-
 
|-
 
|11:08
 
|11:08
 
| ତାହାକୁ କ୍ଲିକ୍ କରନ୍ତୁ
 
| ତାହାକୁ କ୍ଲିକ୍ କରନ୍ତୁ
 +
 
|-
 
|-
 
|11:10
 
|11:10
 
| ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ
 
| ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|11:17
 
|11:17
 
| ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ  
 
| ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ  
 +
 
|-
 
|-
 
|11:21
 
|11:21
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|11:25
 
|11:25
 
| ସଂକ୍ଷିପ୍ତରେ ଆମେ ଶିଖିଲେ
 
| ସଂକ୍ଷିପ୍ତରେ ଆମେ ଶିଖିଲେ
 +
 
|-
 
|-
 
|11:28
 
|11:28
|* ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
+
| ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
 +
 
 
|-
 
|-
 
|11:31
 
|11:31
|* ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
+
| ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
 +
 
 
|-
 
|-
 
|11:34
 
|11:34
|* ଏକ ଇମେଲ୍ ଲେଖିବା
+
| ଏକ ଇମେଲ୍ ଲେଖିବା
 +
 
 
|-
 
|-
 
|11:36
 
|11:36
|* ଏକ ଇମେଲ୍ ପଠାଇବା
+
| ଏକ ଇମେଲ୍ ପଠାଇବା,ଏକ ଇମେଲ୍ ଦେଖିବା ଓ
|-
+
 
|11:37
+
|* ଏକ ଇମେଲ୍ ଦେଖିବା ଓ
+
 
|-
 
|-
 
|11:39
 
|11:39
|* ଜିମେଲ୍ ରୁ ଲଗ୍ ଆଉଟ୍ କରିବା
+
| ଜିମେଲ୍ ରୁ ଲଗ୍ ଆଉଟ୍ କରିବା
 +
 
 
|-
 
|-
 
|11:41
 
|11:41
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ  
 +
 
|-
 
|-
 
|11:45
 
|11:45
 
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
|-
 
|-
 
|11:49
 
|11:49
 
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
 
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
 +
 
|-
 
|-
 
|11:55
 
|11:55
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
|-
 
|-
 
|11:58
 
|11:58
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ  
 +
 
|-
 
|-
 
|12:05
 
|12:05
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
 +
 
|-
 
|-
 
|12:10
 
|12:10
 
| ଆଇଆଇଟି ବମ୍ୱେ ତରଫରୁ ମୁଁ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ
 +
 
|-
 
|-
 
|12:12
 
|12:12
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:44, 7 April 2017

Time Narration
00:01 ଜିମେଲ୍ ର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
00:12 ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
00:16 ଏକ ଇମେଲ୍ ଲେଖିବା
00:18 ଏକ ଇମେଲ୍ ପଠାଇବା
00:20 ଏକ ଇମେଲ୍ ଦେଖିବା ଓ
00:22 ଜିମେଲ୍ ରୁ ଲଗ୍ ଆଉଟ୍ କରିବା
00:24 ଇନବକ୍ସ ପରି କିଛି ମହତ୍ୱପୂର୍ଣ୍ଣ ମେଲ୍ ବକ୍ସଗୁଡ଼ିକ ବିଷୟରେ ମଧ୍ୟ ଆମେ ଶିଖିବା
00:30 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
00:35 ଓ ଏକ ୱେବ୍ ବ୍ରାଉଜର୍ ଦରକାର
00:37 ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
00:42 ପରେ, ଗୁଗଲ୍, ସମସ୍ତ ଗୁଗଲ୍ ପ୍ରଡକ୍ଟସ୍ ପାଇଁ ଏକ ସିଙ୍ଗଲ୍ ଆକାଉଣ୍ଟ ପ୍ରଦାନ କଲା, ଯେପରି:
00:48 Gmail,YouTube
00:50 Google Play,Google Docs/Drive
00:53 Google Calendar.... ଓ ଆହୁରି ଅନେକ
00:57 ସମାନ ଲଗ୍ ଇନ୍ ସହିତ ଆପଣ, ଏହିସବୁ ମଧ୍ୟରୁ ଯେକୌଣସିଟି ଅପରେଟ୍ କରିପାରିବେ
01:02 ଚାଲନ୍ତୁ, ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବାରୁ ଆରମ୍ଭ କରିବା
01:06 ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି http କଲନ୍ ସ୍ଲାସ୍ ସ୍ଲାସ୍ gmail ଡଟ୍ କମ୍ ଟାଇପ୍ କରନ୍ତୁ (http://gmail.com)
01:16 ଏହା ଆମକୁ, ଉପର ଡାହାଣପଟେ 2ଟି ଅପ୍ସନ୍ସ ଥିବା ପେଜ୍ କୁ ନେଇଯିବ
01:22 Creat an Account ଓ Sign In
01:25 ଯଦି ପ୍ରଥମ ଥର ପାଇଁ ଆପଣଙ୍କ ମେଶିନରୁ ଏହି ପେଜ୍ ଆକ୍ସେସ୍ କରାଯାଉଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
01:32 ଯଦି ଆପଣଙ୍କ ମେଶିନରୁ ଏହି ପେଜ୍ ପୂର୍ବରୁ ଆକ୍ସେସ୍ କରାଯାଇସାରିଥାଏ, ତେବେ ତାହା ଏହି ପ୍ରକାରର ଦେଖାଯିବ
01:39 ତେଣୁ, ଆପଣ ନିଜର Email Username ଓ Password ଏଣ୍ଟର୍ କରିବାକୁ ଟେକ୍ସଟ୍ ବକ୍ସମାନ ଦେଖିବେ
01:46 ଆଉ ଗୋଟିଏ ବଡ଼ ବଟନ୍ କୁହେ Sign In
01:50 ଏହା ତଳେ ଆପଣ, Creat an Account କହୁଥିବା ଏକ ଲିଙ୍କ ଦେଖିବାକୁ ପାଇବେ
01:55 Creat an Account ଲିଙ୍କ ଉପରେ କ୍ଲିକ୍ କରନ୍ତୁ
01:59 ଏବେ ଆମେ, ଗୁଗଲ୍ ଆକାଉଣ୍ଟର କ୍ରିଏଶନ୍ ପେଜ୍ ରେ ଅଛେ
02:03 ଡାହାଣପଟେ ଆମେ ଏକ ଫର୍ମ ଦେଖୁ, ଯାହା ଭିତରେ ଆମକୁ ନିଜ ଆକାଉଣ୍ଟ ଓ ବ୍ୟକ୍ତିଗତ ବିବରଣୀ ପୂରଣ କରିବାକୁ ହେବ
02:11 ଟେକ୍ସଟ୍ ବକ୍ସଗୁଡ଼ିକରେ ଚାଲନ୍ତୁ ନିଜର ପ୍ରଥମ ଓ ଶେଷ ନାମ ଏଣ୍ଟର କରିବା
02:17 ମୁଁ ମୋ ନାଁ ଭାବେ Rebecca Raymond ଦେବି
02:23 ତାହାପରେ ଆମକୁ ଆମର Username ଚୟନ କରିବାକୁ ହେବ
02:27 Username ବିଶିଷ୍ଟ ହେବା ଦରକାର ଏବଂ ଅକ୍ଷର କିମ୍ୱା ଅକ୍ଷର ଓ ସଂଖ୍ୟାକୁ ମିଶାଇ ତିଆରି କରିହେବ
02:37 ଚାଲନ୍ତୁ Username ଭାବରେ becky0808 ଦେବା
02:43 ଯଦି Username ଆଗରୁ ନିଆଯାଇସାରିଥିବ, ତେବେ ଆମେ ନିମ୍ନ ବାର୍ତ୍ତା ଦେଖିବା:
02:49 Someone already has that user name, Try another
02:54 ଆମେ ଦେଇଥିବା ପ୍ରଥମ ଓ ଶେଷ ନାମକୁ ଆଧାର କରି ଗୁଗଲ୍ କିଛି Username ମଧ୍ୟ ସଜେଷ୍ଟ କରିବ
03:01 ଆମେ, ନିଜ ପସନ୍ଦର ଯେକୌଣସି Username ଦେଇ ତାହାର ଉପଲବ୍ଧତା ଯାଞ୍ଚ କରିପାରିବା
03:07 ଏବେ ମୁଁ, Username ଭାବରେ ray.becky.0808 ଦେବି
03:18 ଏହା ଗ୍ରହଣ କରାଗଲା, ଯାହାର ଅର୍ଥ ହେଉଛି ଏହି Username ଉପଲବ୍ଧ ଅଛି
03:24 ବର୍ତ୍ତମାନ ଆମକୁ ଏହି ଆକାଉଣ୍ଟ ପାଇଁ ଗୋଟିଏ Password କ୍ରିଏଟ୍ କରିବାକୁ ହେବ
03:30 Password କେତେ ଲମ୍ୱା ହେବା ଉଚିତ, ବାମପଟେ ଥିବା ସୂଚନା ବକ୍ସ ଆମକୁ କହିଥାଏ
03:36 ନିଜ ପସନ୍ଦର ଉପଯୁକ୍ତ Password ଟାଇପ୍ କରନ୍ତୁ
03:41 ସୁନିଶ୍ଚିତ କରିବା ପାଇଁ Passwordକୁ ରିଟାଇପ୍ କରନ୍ତୁ
03:44 ଏହାପରେ Birthday ଆସେ
03:48 ଡ୍ରପ୍ ଡାଉନରୁ ମାସ ଚୟନ କରନ୍ତୁ
03:51 ତାହାପରେ, କ୍ରମାଗତ ଟେକ୍ସଟ୍ ବକ୍ସଗୁଡ଼ିକରେ ଦିନ ଓ ବର୍ଷ ଟାଇପ୍ କରନ୍ତୁ
03:57 ଏବେ, ନିଜର ଲିଙ୍ଗ ଚୟନ କରନ୍ତୁ
04:00 ମୁଁ Female ଚୟନ କରୁଛି
04:03 ପରବର୍ତ୍ତୀ ଫିଲ୍ଡ ହେଉଛି Mobile Phone
04:06 ବର୍ତ୍ତମାନ ପାଇଁ ମୁଁ ଏହାକୁ ଛାଡ଼ିଦେବି
04:08 ଏହାପରେ ଆସେ, ଆମର Current Email Address ପଚାରୁଥିବା ଟେକ୍ସଟ୍ ବକ୍ସ
04:14 ଏବେ କ୍ରିଏଟ୍ କରୁଥିବା ବ୍ୟତୀତ, ଯଦି ଆପଣଙ୍କ କୌଣସି ବିକଳ୍ପ Email Address ଥାଏ, ଏଠାରେ ଟାଇପ୍ କରନ୍ତୁ
04:21 ଯଦି ନାହିଁ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ
04:23 ଚାଲନ୍ତୁ ଏବେ ବଳକା ବିବରଣୀ ପୂରଣ କରିବା
04:26 ପରବର୍ତ୍ତୀ ସେଗମେଣ୍ଟ Prove You're Not a Robotରେ 2ଟି ଭେରିଫିକେଶନ୍ ପଦାଙ୍କ ରହିଛି
04:32 Phone verification
04:34 Puzzle verification
04:36 ଏହି 2ଟି ଅପ୍ସନ୍ସ ମଧ୍ୟରୁ ଯେକୌଣସି ସହିତ ଆମେ ଆଗକୁ ବଢ଼ିପାରିବା
04:40 ମୁଁ Puzzle Verification ସହିତ ଯିବି
04:43 Type the Text ଟେକ୍ସଟ୍ ବକ୍ସରେ, ଛବିରେ ଦେଖାଯାଇଥିବା ଟେକ୍ସଟ୍/ସଂଖ୍ୟା ଟାଇପ୍ କରନ୍ତୁ
04:49 Location ଡ୍ରପ୍ ଡାଉନ୍ ରେ, ଡିଫଲ୍ଟ ଭାବରେ ଆପଣ ବାସ କରୁଥିବା ଦେଶ ପ୍ରଦର୍ଶିତ ହୋଇଥାଏ
04:55 ମୁଁ Indiaରେ ବାସ କରେ ତେଣୁ, ମୋ Location ଡ୍ରପ୍ ଡାଉନ୍ ରେ India ପ୍ରଦର୍ଶିତ ହେଉଛି
05:02 ଶେଷରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:10 ଥରେ, ଫର୍ମରେ ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ଆମକୁ Next Step ବଟନ୍ କ୍ଲିକ୍ କରିବାକୁ ହେବ
05:17 ବର୍ତ୍ତମାନ, ଆମେ ଏପରି କରିବା ନାହିଁ
05:20 Phone Verification ଚୟନ କଲେ କ’ଣ କରିବାକୁ ହେବ, ଚାଲନ୍ତୁ ଦେଖିବା
05:25 Skip this verification (Phone Verification may be required) ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:32 India (भारत) ଭାବରେ Location ଚୟନ କରନ୍ତୁ
05:35 ତାହାପରେ, I agree to the Google Terms of Service and Privacy Policy ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
05:41 ଓ ଶେଷରେ Next Step ଉପରେ କ୍ଲିକ୍ କରନ୍ତୁ
05:45 ଏହା Phone Verification ପେଜ୍ ଆଡ଼କୁ ଡାଇଭର୍ଟ କରିବ
05:50 ଡ୍ରପ୍ ଡାଉନରୁ ଦେଶର ପତାକା ଚୟନ କରନ୍ତୁ, ମୁଁ India ଚୟନ କରିବି
05:55 ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ନିଜ Mobile Number ଏଣ୍ଟର୍ କରନ୍ତୁ
06:00 Text message (SMS) ଅପ୍ସନ୍ ଚୟନ କରନ୍ତୁ ସାଧାରଣତଃ, ଏହା ଡିଫଲ୍ଟ ଭାବରେ ଚୟନ ହୋଇଥାଏ
06:07 ତାହାପରେ Continue ବଟନ୍ କ୍ଲିକ୍ କରନ୍ତୁ
06:10 ଆପଣ, ନିଜ ଫୋନ୍ ରେ SMS ଗ୍ରହଣ କରିବେ
06:13 ଏହା ଆପଣଙ୍କୁ ଏବେ, ଭେରିଫେକେଶନ୍ ର ପରବର୍ତ୍ତୀ ପଦାଙ୍କକୁ ନେଇଯିବ
06:17 SMS ମାଧ୍ୟମରେ ଗୁଗଲ୍ ଠାରୁ ପାଇଥିବା ଭେରିଫିକେଶନ୍ କୋଡ୍ କୁ ପ୍ରଦତ୍ତ ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
06:24 Continue ଉପରେ କ୍ଲିକ୍ କରନ୍ତୁ
06:27 ଆମେ ଏବେ Create your public Google+ profile ପେଜ୍ ରେ ଅଛେ
06:32 ଏଠାରେ ଆପଣ ନିଜ ନାମ ଦେଖିପାରିବେ
06:35 ଏହା ତଳେ, Add a Photo ଅପ୍ସନ୍ ଅଛି
06:39 ନିଜ Google Profile ପାଇଁ ଫୋଟୋ ଆଡ୍ କରିବାକୁ ଆପଣ ଏହାକୁ କ୍ଲିକ୍ କରିପାରିବେ
06:44 ଏଠାରେ Creat Your Profile ନାମକ ବଟନ୍ ମଧ୍ୟ ଅଛି
06:48 ବର୍ତ୍ତମାନ, ମୁଁ ଏହିସବୁ ପଦାଙ୍କ ଛାଡ଼ିଦେଉଛି
06:51 ଏହା ବଦଳରେ ମୁଁ, ମୋ ଇମେଲ୍ ଆକାଉଣ୍ଟକୁ ଯିବାପାଇଁ No Thanks ଉପରେ କ୍ଲିକ୍ କରିବି
06:58 ଏବେ ଆମେ Welcome Pageରେ ଅଛେ
07:02 ଓ ମୋ ମାମଲାରେ ଏହା Wecome Rebecca କୁହେ
07:06 ମୋ ନୂଆ Email Address, ray.becky.0808@gamil.com ମଧ୍ୟ ପ୍ରଦର୍ଶିତ ହେଉଛି
07:16 Continue to Gmail ବଟନ୍ କ୍ଲିକ୍ କରନ୍ତୁ
07:22 ଏହା ଆପଣଙ୍କର ମେଲ୍ ଆକାଉଣ୍ଟ ଲୋଡ୍ କରିବା ଆରମ୍ଭ କରିବ
07:24 ଆପଣଙ୍କର ଇଣ୍ଟରନେଟ୍ ସ୍ପୀଡ୍ କୁ ଭିତ୍ତିକରି ଏହା କିଛି ସମୟ ନେଇପାରେ
07:28 ଯଦି ଆମ ଇଣ୍ଟରନେଟ୍ ସ୍ଲୋ ଥିବ, ଆମେ Load Basic HTML କ୍ଲିକ୍ କରିପାରିବା
07:33 ଏହା, ଡାହାଣପଟ ତଳେ ଅଛି
07:37 Gmailକୁ ଏହା କୌଣସି ଗ୍ରାଫିକାଲ୍ ଲୂକ୍ ବିନା ଲୋଡ୍ କରିବ
07:41 କିଛି ସୂଚନା ବକ୍ସମାନ ସ୍କ୍ରୀନ୍ ଉପରେ ପପ୍-ଅପ୍ ହେବ
07:46 ସେଗୁଡ଼ିକୁ ପଢ଼ନ୍ତୁ କିମ୍ୱା Next ବଟନ୍ ଦାବି ଆହୁରି ଏକ୍ସପ୍ଲୋର୍ କରନ୍ତୁ ଓ ତାହାପରେ ସେଗୁଡ଼ିକୁ ବନ୍ଦ କରନ୍ତୁ
07:53 ଏହା ହେଉଛି ଆପଣଙ୍କ Gmail ଆକାଉଣ୍ଟର ଡିଫଲ୍ଟ ବା ଷ୍ଟାଣ୍ଡାର୍ଡ ଭ୍ୟୁ
07:58 ସେଣ୍ଟର୍ ଡିସପ୍ଲେ ହେଉଛି, ଯେଉଁଠାରେ ଆମେ ଆମର ସମସ୍ତ ମେଲ୍ସ ଦେଖିପାରିବା
08:04 ଦେଖନ୍ତୁ, ଏଠାରେ ତିନୋଟି ଟ୍ୟାବ୍ସ ଅଛି ଆମେ ସେଗୁଡ଼ିକ ବିଷୟରେ ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ସବିଶେଷ ଶିଖିବା
08:12 ବାମପଟେ ଆମେ, କିଛି ଲେବଲ୍ ହୋଇଥିବା Menu Items ଦେଖିପାରୁଛେ
08:16 Inbox, Starred, Sent Mail, Drafts ଓ More ହେଉଛି Gmailର କିଛି ପ୍ରୋମିନେଣ୍ଟ ମେଲ୍ ବକ୍ସେସ୍
08:29 ଡିଫଲ୍ଟ ଭାବରେ, Inbox ସିଲେକ୍ଟ ହୋଇଛି ଓ ତାହାର କଣ୍ଟେଣ୍ଟଗୁଡ଼ିକ ଡିସପ୍ଲେ ଏରିଆରେ ପ୍ରଦର୍ଶିତ ହୋଇଛି
08:36 ଦେଖନ୍ତୁ, Inboxରେ ସଂଖ୍ୟା 3 ବ୍ରାକେଟ୍ ରେ ଅଛି
08:41 ଏହା, କେତେ ସଂଖ୍ୟକ ମେଲ୍ ଆପଣ ଗ୍ରହଣ କରିଛନ୍ତି, ତାହା ସୂଚିତ କରେ
08:46 ଯେତେବେଳେ ଆମେ ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରୁ, Gmail Team ତରଫରୁ ଆମେ କିଛି ମେଲ୍ସ ଗ୍ରହଣ କରିଥାଉ
08:52 Gmail Features ବ୍ୟବହାର ଉପରେ ଅଧିକ ସୂଚନା ପାଇଁ ଆପଣ ସେଗୁଡ଼ିକ ପଢ଼ିପାରନ୍ତି
08:58 ଏବେ ଚାଲନ୍ତୁ, ଏକ Email କିପରି ଲେଖାଯାଏ, ଶିଖିବା
09:02 ବାମପଟେ ଥିବା Compose ବଟନ୍ ଉପରେ କ୍ଲିକ୍ କରନ୍ତୁ
09:06 New Message ନାମ ସହିତ ଏକ ୱିଣ୍ଡୋ ଖୋଲିବ
09:10 ଏଥିରେ ଚାରୋଟି ସେଗମେଣ୍ଟସ୍ ଅଛି
09:13 To - ହେଉଛି ସେହି ସ୍ଥାନ, ଯେଉଁଠାରେ ଆମେ ସେହି ଲୋକର ଇମେଲ୍ ଆଡ୍ରେସ୍ ଲେଖିବା, ଯାହା ପାଖକୁ ଆମେ ଇମେଲ୍ ପଠାଇବାକୁ ଚାହୁଁଛେ
09:21 ଏଠାରେ ମୁଁ, କିଛି ସମୟ ପୂର୍ବରୁ କ୍ରିଏଟ୍ କରିଥିବା ମେଲ୍ ID ଟାଇପ୍ କରିବି, ଯାହା ହେଉଛି ray.becky.0808@gmail.com
09:35 ଏହାର ଅର୍ଥ ହେଉଛି ମୁଁ ନିଜକୁ ହିଁ ଗୋଟିଏ ମେଲ୍ ପଠାଉଛି
09:39 ପରବର୍ତ୍ତୀ ସେଗମେଣ୍ଟ ହେଉଛି Subject
09:42 ଏଠାରେ ଆମେ, ମେଲ୍ ବିଷୟକ ସଂକ୍ଷିପ୍ତ ବିବରଣୀ ଟାଇପ୍ କରିପାରିବା
09:46 ଯେପରି Welcome Mail
09:50 ପରବର୍ତ୍ତୀ ହେଉଛି Content ଏରିଆ
09:53 ଏଠାରେ ଆମକୁ, ପଠାଇବାକୁ ଚାହୁଁଥିବା ବାର୍ତ୍ତା ଲେଖିବାଖୁ ହେବ
09:57 ଟାଇପ୍ କରନ୍ତୁ, Greetings to all from the Spoken Tutorial Project
10:03 ଶେଷ ସେଗମେଣ୍ଟରେ, Send ନାମକ ଗୋଟିଏ ନୀଳ ବଟନ୍ ଅଛି
10:08 ମେଲ୍ ପଠାଇବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ
10:11 ଦେଖନ୍ତୁ, Inboxରେ ମେଲ୍ସର ସଂଖ୍ୟା ଏବେ 4 ହୋଇଗଲା
10:16 ଗୋଟିଏ ନିର୍ଦ୍ଦିଷ୍ଟ ମେଲ୍ ପଢ଼ିବା ପାଇଁ, କେବଳ ତା’ଉପରେ କ୍ଲିକ୍ କରିଦିଅନ୍ତୁ
10:20 ଏହା ହେଉଛି ମୁଁ ନିଜକୁ ପଠାଇଥିବା ମେଲ୍
10:23 ଚାଲନ୍ତୁ ତାହାକୁ ଦେଖିବା
10:26 Show Details ଆରୋ ଉପରେ କ୍ଲିକ୍ କରନ୍ତୁ
10:29 ଏହା ହେଉଛି ସେଣ୍ଡର୍ ଓ ରିସିଭର୍ ଙ୍କ ଇମେଲ୍ ଆଡ୍ରେସଗୁଡ଼ିକ
10:34 ଏହା ହେଉଛି ଇମେଲ୍ ପଠାଯାଇଥିବା ତାରିଖ ଓ ସମୟ
10:39 ଏହା ହେଉଛି ଇମେଲ୍ ର Subject Line
10:43 ଆଉ କଣ୍ଟେଣ୍ଟ ଏଠାରେ ରହିଛି
10:47 ଦେଖନ୍ତୁ, Inboxରେ ଅନରିଡ୍ ଇମେଲ୍ସର ସଂଖ୍ୟା ହେଉଛି 3
10:54 ଏବେ ଚାଲନ୍ତୁ Gmailରୁ Sign Out ବିଷୟରେ ଶିଖିବା
10:58 ଉପର ଡାହାଣପଟେ ଆପଣ ନିଜ Email ID ଦେଖିପାରିବେ
11:03 ଯଦି ଆପଣ, ଆକାଉଣ୍ଟ କ୍ରିଏଶନ୍ ସମୟରେ ଗୋଟିଏ ଫୋଟୋ ଅପଲେଡ୍ କରିଥିବେ, ତେବେ ତାହାକୁ ଏଠାରେ ଦେଖିବେ
11:08 ତାହାକୁ କ୍ଲିକ୍ କରନ୍ତୁ
11:10 ଏଠାରେ Sign Out ବଟନ୍ ଅଛି କେବଳ ତାହା ଉପରେ କ୍ଲିକ୍ କରନ୍ତୁ
11:17 ଆପଣ ସଫଳତାପୂର୍ବକ Gmailରୁ Sign Out କରିଗଲେ
11:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:25 ସଂକ୍ଷିପ୍ତରେ ଆମେ ଶିଖିଲେ
11:28 ଏକ ନୂଆ ଗୁଗଲ୍ ଆକାଉଣ୍ଟ କ୍ରିଏଟ୍ କରିବା
11:31 ଗୁଗଲ୍ ଆକାଉଣ୍ଟ ବ୍ୟବହାର କରି ଜିମେଲ୍ ରେ ଲଗ୍ ଇନ୍ କରିବା
11:34 ଏକ ଇମେଲ୍ ଲେଖିବା
11:36 ଏକ ଇମେଲ୍ ପଠାଇବା,ଏକ ଇମେଲ୍ ଦେଖିବା ଓ
11:39 ଜିମେଲ୍ ରୁ ଲଗ୍ ଆଉଟ୍ କରିବା
11:41 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:45 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:49 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
11:55 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
12:05 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
12:10 ଆଇଆଇଟି ବମ୍ୱେ ତରଫରୁ ମୁଁ
12:12 ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep