Difference between revisions of "Introduction-to-Computers/C2/Getting-to-know-computers/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ...") |
PoojaMoolya (Talk | contribs) |
||
Line 6: | Line 6: | ||
|00:01 | |00:01 | ||
| Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:09 | |00:09 | ||
| ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ ''' | | ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ ''' | ||
+ | |||
|- | |- | ||
|00:11 | |00:11 | ||
| ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା | | ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା | ||
+ | |||
|- | |- | ||
|00:15 | |00:15 | ||
| ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ - | | ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ - | ||
+ | |||
|- | |- | ||
|00:18 | |00:18 | ||
| ଡେସ୍କଟପ୍ କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍ | | ଡେସ୍କଟପ୍ କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍ | ||
+ | |||
|- | |- | ||
|00:23 | |00:23 | ||
| ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି | | ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି | ||
+ | |||
|- | |- | ||
|00:31 | |00:31 | ||
| କମ୍ପ୍ୟୁଟରର କାର୍ଯ୍ୟ | | କମ୍ପ୍ୟୁଟରର କାର୍ଯ୍ୟ | ||
+ | |||
|- | |- | ||
|00:33 | |00:33 | ||
| ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ - | | ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ - | ||
+ | |||
|- | |- | ||
|00:40 | |00:40 | ||
− | | | + | | Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ |
+ | |||
|- | |- | ||
|00:45 | |00:45 | ||
− | | | + | | ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ |
+ | |||
|- | |- | ||
|00:50 | |00:50 | ||
− | | | + | | ଏହା ଡେଟା ଷ୍ଟୋର୍ କରିଥାଏ |
+ | |||
|- | |- | ||
|00:52 | |00:52 | ||
− | | | + | | Output ଆକାରରେ ଏହା ପରିଣାମ ଦେଇଥାଏ |
+ | |||
|- | |- | ||
|00:56 | |00:56 | ||
− | | | + | | କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ |
+ | |||
|- | |- | ||
|01:01 | |01:01 | ||
| କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି | | କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି | ||
+ | |||
|- | |- | ||
|01:08 | |01:08 | ||
− | | ଇନପୁଟ୍ ୟୁନିଟ୍ | + | | ଇନପୁଟ୍ ୟୁନିଟ୍,ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ |
− | + | ||
− | + | ||
− | + | ||
|- | |- | ||
|01:11 | |01:11 | ||
| ଆଉଟପୁଟ୍ ୟୁନିଟ୍ | | ଆଉଟପୁଟ୍ ୟୁନିଟ୍ | ||
+ | |||
|- | |- | ||
|01:14 | |01:14 | ||
| ଇନପୁଟ୍ ୟୁନିଟ୍, | | ଇନପୁଟ୍ ୟୁନିଟ୍, | ||
+ | |||
|- | |- | ||
|01:16 | |01:16 | ||
| ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ | | ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ | ||
+ | |||
|- | |- | ||
|01:23 | |01:23 | ||
| କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି | | କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି | ||
+ | |||
|- | |- | ||
|01:31 | |01:31 | ||
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ | | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ | ||
+ | |||
|- | |- | ||
|01:33 | |01:33 | ||
| ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ | | ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ | ||
+ | |||
|- | |- | ||
|01:38 | |01:38 | ||
| ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ ''' | | ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ ''' | ||
+ | |||
|- | |- | ||
|01:41 | |01:41 | ||
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ | | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ | ||
+ | |||
|- | |- | ||
|01:48 | |01:48 | ||
| ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ ''' | | ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ ''' | ||
+ | |||
|- | |- | ||
|01:53 | |01:53 | ||
| ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା | | ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା | ||
+ | |||
|- | |- | ||
|01:57 | |01:57 | ||
| ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ | | ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ | ||
+ | |||
|- | |- | ||
|02:05 | |02:05 | ||
| ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ ''' | | ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ ''' | ||
+ | |||
|- | |- | ||
|02:11 | |02:11 | ||
| ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ ''' | | ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ ''' | ||
+ | |||
|- | |- | ||
|02:18 | |02:18 | ||
| ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ | | ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ | ||
+ | |||
|- | |- | ||
|02:26 | |02:26 | ||
| ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍ | | ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍ | ||
+ | |||
|- | |- | ||
|02:33 | |02:33 | ||
| ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ: | | ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ: | ||
+ | |||
|- | |- | ||
|02:38 | |02:38 | ||
− | | | + | | ମନିଟର୍, CPU |
− | + | ||
− | + | ||
− | + | ||
|- | |- | ||
|02:40 | |02:40 | ||
− | | | + | | କୀ’ବୋର୍ଡ ଓ ,ମାଉସ୍ |
− | + | ||
− | + | ||
− | + | ||
|- | |- | ||
|02:43 | |02:43 | ||
| ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ | | ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ | ||
+ | |||
|- | |- | ||
|02:50 | |02:50 | ||
| ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍ | | ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍ | ||
+ | |||
|- | |- | ||
|02:55 | |02:55 | ||
| ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ | | ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ | ||
+ | |||
|- | |- | ||
|02:57 | |02:57 | ||
| ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ ''' | | ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ ''' | ||
+ | |||
|- | |- | ||
|03:02 | |03:02 | ||
|କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ ''' | |କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ ''' | ||
+ | |||
|- | |- | ||
|03:05 | |03:05 | ||
| ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ | | ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ | ||
+ | |||
|- | |- | ||
|03:13 | |03:13 | ||
| ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି | | ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି | ||
+ | |||
|- | |- | ||
|03:21 | |03:21 | ||
| ଏହା ହେଉଛି କମ୍ପ୍ୟୁଟର ମାଉସ୍ | | ଏହା ହେଉଛି କମ୍ପ୍ୟୁଟର ମାଉସ୍ | ||
+ | |||
|- | |- | ||
|03:24 | |03:24 | ||
| ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି | | ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି | ||
+ | |||
|- | |- | ||
|03:31 | |03:31 | ||
| ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ | | ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ | ||
+ | |||
|- | |- | ||
|03:35 | |03:35 | ||
| ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ | | ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ | ||
+ | |||
|- | |- | ||
|03:43 | |03:43 | ||
| ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ ''' | | ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ ''' | ||
+ | |||
|- | |- | ||
|03:49 | |03:49 | ||
| କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ ''' | | କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ ''' | ||
+ | |||
|- | |- | ||
|03:57 | |03:57 | ||
| ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା | | ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା | ||
+ | |||
|- | |- | ||
|04:02 | |04:02 | ||
| CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍ | | CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍ | ||
+ | |||
|- | |- | ||
|04:08 | |04:08 | ||
| କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ | | କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ | ||
+ | |||
|- | |- | ||
|04:14 | |04:14 | ||
| ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ | | ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|04:21 | |04:21 | ||
| ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ ''' | | ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ ''' | ||
+ | |||
|- | |- | ||
|04:30 | |04:30 | ||
| କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ ''' | | କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ ''' | ||
+ | |||
|- | |- | ||
|04:35 | |04:35 | ||
| ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ | | ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ | ||
+ | |||
|- | |- | ||
|04:43 | |04:43 | ||
| ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା ''' | | ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା ''' | ||
+ | |||
|- | |- | ||
|04:48 | |04:48 | ||
| ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ ''' | | ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ ''' | ||
+ | |||
|- | |- | ||
|04:55 | |04:55 | ||
| ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ | | ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ | ||
+ | |||
|- | |- | ||
|04:58 | |04:58 | ||
| CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି ''' | | CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି ''' | ||
+ | |||
|- | |- | ||
|05:02 | |05:02 | ||
| ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ | | ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ | ||
+ | |||
|- | |- | ||
|05:08 | |05:08 | ||
| ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ | | ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ | ||
+ | |||
|- | |- | ||
|05:14 | |05:14 | ||
| ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ | | ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ | ||
+ | |||
|- | |- | ||
|05:21 | |05:21 | ||
| ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ ''' | | ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ ''' | ||
+ | |||
|- | |- | ||
|05:23 | |05:23 | ||
| ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ | | ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ | ||
+ | |||
|- | |- | ||
|05:30 | |05:30 | ||
| ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ | | ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ | ||
+ | |||
|- | |- | ||
|05:37 | |05:37 | ||
| ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା | | ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା | ||
+ | |||
|- | |- | ||
|05:42 | |05:42 | ||
| ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ | | ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ | ||
+ | |||
|- | |- | ||
|05:46 | |05:46 | ||
| ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ | | ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ | ||
+ | |||
|- | |- | ||
|05:51 | |05:51 | ||
| ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା ''' | | ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା ''' | ||
+ | |||
|- | |- | ||
|05:55 | |05:55 | ||
| ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ | | ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:00 | |06:00 | ||
| ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ | | ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:04 | |06:04 | ||
| ଏହା ହେଉଛି CPUର ପାୱର୍ କେବଲ୍ | | ଏହା ହେଉଛି CPUର ପାୱର୍ କେବଲ୍ | ||
+ | |||
|- | |- | ||
|06:08 | |06:08 | ||
| ଏହାକୁ CPU ସହିତ କନେକ୍ଟ କରନ୍ତୁ | | ଏହାକୁ CPU ସହିତ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:11 | |06:11 | ||
| ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ | | ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:14 | |06:14 | ||
| ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ | | ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:19 | |06:19 | ||
| କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ | | କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ | ||
+ | |||
|- | |- | ||
|06:23 | |06:23 | ||
| ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ | | ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ | ||
+ | |||
|- | |- | ||
|06:28 | |06:28 | ||
| ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ ''' | | ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ ''' | ||
+ | |||
|- | |- | ||
|06:35 | |06:35 | ||
| ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ | | ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ | ||
+ | |||
|- | |- | ||
|06:42 | |06:42 | ||
| ଏହା ହେଉଛି ଏକ LAN କେବଲ୍ | | ଏହା ହେଉଛି ଏକ LAN କେବଲ୍ | ||
+ | |||
|- | |- | ||
|06:44 | |06:44 | ||
| ଓ ଏହା ଏକ LAN ପୋର୍ଟ ଅଟେ | | ଓ ଏହା ଏକ LAN ପୋର୍ଟ ଅଟେ | ||
+ | |||
|- | |- | ||
|06:46 | |06:46 | ||
| ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ | | ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ | ||
+ | |||
|- | |- | ||
|06:52 | |06:52 | ||
| LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ ''' | | LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ ''' | ||
+ | |||
|- | |- | ||
|06:58 | |06:58 | ||
| ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ | | ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ | ||
+ | |||
|- | |- | ||
|07:03 | |07:03 | ||
| ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ | | ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ | ||
+ | |||
|- | |- | ||
|07:10 | |07:10 | ||
| ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି ''' | | ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି ''' | ||
+ | |||
|- | |- | ||
|07:15 | |07:15 | ||
| PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ | | PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ | ||
+ | |||
|- | |- | ||
|07:21 | |07:21 | ||
| CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ | | CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ | ||
+ | |||
|- | |- | ||
|07:25 | |07:25 | ||
| ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ | | ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ | ||
+ | |||
|- | |- | ||
|07:31 | |07:31 | ||
| ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ | | ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ | ||
+ | |||
|- | |- | ||
|07:34 | |07:34 | ||
| ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ | | ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ | ||
+ | |||
|- | |- | ||
|07:38 | |07:38 | ||
| ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍ | | ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍ | ||
+ | |||
|- | |- | ||
|07:45 | |07:45 | ||
| ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ | | ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ | ||
+ | |||
|- | |- | ||
|07:51 | |07:51 | ||
| ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା ''' | | ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା ''' | ||
+ | |||
|- | |- | ||
|07:57 | |07:57 | ||
| ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ | | ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ | ||
+ | |||
|- | |- | ||
|08:03 | |08:03 | ||
| ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ | | ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ | ||
+ | |||
|- | |- | ||
|08:07 | |08:07 | ||
| ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ | | ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ | ||
+ | |||
|- | |- | ||
|08:12 | |08:12 | ||
| ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ | | ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ | ||
+ | |||
|- | |- | ||
|08:18 | |08:18 | ||
| ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର | | ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର | ||
+ | |||
|- | |- | ||
|08:22 | |08:22 | ||
| ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ | | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ | ||
+ | |||
|- | |- | ||
|08:25 | |08:25 | ||
| କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ | | କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ | ||
+ | |||
|- | |- | ||
|08:28 | |08:28 | ||
| ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ | | ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ | ||
+ | |||
|- | |- | ||
|08:33 | |08:33 | ||
| BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ | | BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ | ||
+ | |||
|- | |- | ||
|08:41 | |08:41 | ||
| ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ ''' | | ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ ''' | ||
+ | |||
|- | |- | ||
|08:48 | |08:48 | ||
| ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ ''' | | ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ ''' | ||
+ | |||
|- | |- | ||
|08:54 | |08:54 | ||
| ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ | | ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ | ||
+ | |||
|- | |- | ||
|08:58 | |08:58 | ||
| ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ | | ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ | ||
+ | |||
|- | |- | ||
|09:02 | |09:02 | ||
| ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା | | ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା | ||
+ | |||
|- | |- | ||
|09:06 | |09:06 | ||
| ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ ''' | | ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ ''' | ||
+ | |||
|- | |- | ||
|09:09 | |09:09 | ||
| ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା | | ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା | ||
+ | |||
|- | |- | ||
|09:16 | |09:16 | ||
| ତେଣୁ ଏହାକୁ ଲାପଟପ୍ କୁହାଯାଏ ''' | | ତେଣୁ ଏହାକୁ ଲାପଟପ୍ କୁହାଯାଏ ''' | ||
+ | |||
|- | |- | ||
|09:18 | |09:18 | ||
| ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି | | ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି | ||
+ | |||
|- | |- | ||
|09:23 | |09:23 | ||
− | | ଏକ ଡିସପ୍ଲେ | + | | ଏକ ଡିସପ୍ଲେ,ଏକ କୀ’ବୋର୍ଡ |
− | + | ||
− | + | ||
− | + | ||
|- | |- | ||
|09:25 | |09:25 | ||
| ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍ | | ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍ | ||
+ | |||
|- | |- | ||
|09:29 | |09:29 | ||
| ଏକ CD/DVD ରିଡର୍-ରାଇଟର୍ ଏବଂ | | ଏକ CD/DVD ରିଡର୍-ରାଇଟର୍ ଏବଂ | ||
+ | |||
|- | |- | ||
|09:32 | |09:32 | ||
| ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି | | ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି | ||
+ | |||
|- | |- | ||
|09:36 | |09:36 | ||
| ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି | | ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି | ||
+ | |||
|- | |- | ||
|09:40 | |09:40 | ||
| ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ ''' | | ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ ''' | ||
+ | |||
|- | |- | ||
|09:46 | |09:46 | ||
| ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ | | ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ | ||
+ | |||
|- | |- | ||
|09:53 | |09:53 | ||
| ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍ | | ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍ | ||
+ | |||
|- | |- | ||
|09:57 | |09:57 | ||
| ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ | | ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|10:01 | |10:01 | ||
| ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି | | ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି | ||
+ | |||
|- | |- | ||
|10:09 | |10:09 | ||
| ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ | | ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ | ||
+ | |||
|- | |- | ||
|10:16 | |10:16 | ||
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | ||
+ | |||
|- | |- | ||
|10:20 | |10:20 | ||
| ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍ | | ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍ | ||
+ | |||
|- | |- | ||
|10:23 | |10:23 | ||
| ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ | | ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ | ||
+ | |||
|- | |- | ||
|10:28 | |10:28 | ||
| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ | | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
|10:31 | |10:31 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|10:34 | |10:34 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|10:37 | |10:37 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|10:42 | |10:42 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|10:46 | |10:46 | ||
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | ||
+ | |||
|- | |- | ||
|10:52 | |10:52 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|10:56 | |10:56 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|11:01 | |11:01 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|11:06 | |11:06 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ | | ଆଇଆଇଟି ବମ୍ୱେ ତରଫରୁ ମୁଁ | ||
+ | |||
|- | |- | ||
|11:11 | |11:11 | ||
| ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ||
+ | |||
|- | |- | ||
|11:16 | |11:16 | ||
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
− | |||
|} | |} |
Latest revision as of 12:32, 7 April 2017
Time | Narration |
00:01 | Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ |
00:11 | ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା |
00:15 | ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ - |
00:18 | ଡେସ୍କଟପ୍ କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍ |
00:23 | ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି |
00:31 | କମ୍ପ୍ୟୁଟରର କାର୍ଯ୍ୟ |
00:33 | ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ - |
00:40 | Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ |
00:45 | ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ |
00:50 | ଏହା ଡେଟା ଷ୍ଟୋର୍ କରିଥାଏ |
00:52 | Output ଆକାରରେ ଏହା ପରିଣାମ ଦେଇଥାଏ |
00:56 | କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ |
01:01 | କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି |
01:08 | ଇନପୁଟ୍ ୟୁନିଟ୍,ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ |
01:11 | ଆଉଟପୁଟ୍ ୟୁନିଟ୍ |
01:14 | ଇନପୁଟ୍ ୟୁନିଟ୍, |
01:16 | ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ |
01:23 | କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି |
01:31 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ |
01:33 | ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ |
01:38 | ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ |
01:41 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ |
01:48 | ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ |
01:53 | ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା |
01:57 | ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ |
02:05 | ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ |
02:11 | ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ |
02:18 | ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ |
02:26 | ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍ |
02:33 | ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ: |
02:38 | ମନିଟର୍, CPU |
02:40 | କୀ’ବୋର୍ଡ ଓ ,ମାଉସ୍ |
02:43 | ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ |
02:50 | ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍ |
02:55 | ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ |
02:57 | ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ |
03:02 | କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ |
03:05 | ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ |
03:13 | ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି |
03:21 | ଏହା ହେଉଛି କମ୍ପ୍ୟୁଟର ମାଉସ୍ |
03:24 | ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି |
03:31 | ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ |
03:35 | ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ |
03:43 | ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ |
03:49 | କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ |
03:57 | ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା |
04:02 | CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍ |
04:08 | କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ |
04:14 | ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ |
04:21 | ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ |
04:30 | କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ |
04:35 | ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ |
04:43 | ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା |
04:48 | ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ |
04:55 | ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ |
04:58 | CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି |
05:02 | ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ |
05:08 | ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ |
05:14 | ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ |
05:21 | ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ |
05:23 | ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ |
05:30 | ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ |
05:37 | ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା |
05:42 | ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ |
05:46 | ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ |
05:51 | ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା |
05:55 | ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ |
06:00 | ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ |
06:04 | ଏହା ହେଉଛି CPUର ପାୱର୍ କେବଲ୍ |
06:08 | ଏହାକୁ CPU ସହିତ କନେକ୍ଟ କରନ୍ତୁ |
06:11 | ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ |
06:14 | ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ |
06:19 | କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ |
06:23 | ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ |
06:28 | ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ |
06:35 | ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ |
06:42 | ଏହା ହେଉଛି ଏକ LAN କେବଲ୍ |
06:44 | ଓ ଏହା ଏକ LAN ପୋର୍ଟ ଅଟେ |
06:46 | ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ |
06:52 | LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ |
06:58 | ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ |
07:03 | ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ |
07:10 | ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି |
07:15 | PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ |
07:21 | CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ |
07:25 | ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ |
07:31 | ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ |
07:34 | ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ |
07:38 | ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍ |
07:45 | ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ |
07:51 | ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା |
07:57 | ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ |
08:03 | ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ |
08:07 | ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ |
08:12 | ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ |
08:18 | ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର |
08:22 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ |
08:25 | କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ |
08:28 | ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ |
08:33 | BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ |
08:41 | ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ |
08:48 | ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ |
08:54 | ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ |
08:58 | ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ |
09:02 | ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା |
09:06 | ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ |
09:09 | ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା |
09:16 | ତେଣୁ ଏହାକୁ ଲାପଟପ୍ କୁହାଯାଏ |
09:18 | ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି |
09:23 | ଏକ ଡିସପ୍ଲେ,ଏକ କୀ’ବୋର୍ଡ |
09:25 | ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍ |
09:29 | ଏକ CD/DVD ରିଡର୍-ରାଇଟର୍ ଏବଂ |
09:32 | ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି |
09:36 | ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି |
09:40 | ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ |
09:46 | ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ |
09:53 | ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍ |
09:57 | ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ |
10:01 | ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି |
10:09 | ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ |
10:16 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
10:20 | ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍ |
10:23 | ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ |
10:28 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
10:31 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:34 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:42 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:46 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
10:52 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:56 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:01 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:06 | ଆଇଆଇଟି ବମ୍ୱେ ତରଫରୁ ମୁଁ |
11:11 | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
11:16 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |