Difference between revisions of "Inkscape/C2/Overview-of-Inkscape/Oriya"
From Script | Spoken-Tutorial
(Created page with "{| Border=1 | Time | Narration |- | 00:01 | 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ...") |
PoojaMoolya (Talk | contribs) |
||
Line 1: | Line 1: | ||
{| Border=1 | {| Border=1 | ||
− | | Time | + | | '''Time''' |
− | | Narration | + | |'''Narration''' |
|- | |- | ||
− | | 00:01 | + | |00:01 |
− | | 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ | + | |'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ |
+ | |||
|- | |- | ||
| 00:05 | | 00:05 | ||
| ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା | | ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା | ||
+ | |||
|- | |- | ||
| 00:11 | | 00:11 | ||
| ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା | | ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା | ||
+ | |||
|- | |- | ||
| 00:21 | | 00:21 | ||
| କଲର୍ ହ୍ୱୀଲ୍ ର ବ୍ୟବହାର | | କଲର୍ ହ୍ୱୀଲ୍ ର ବ୍ୟବହାର | ||
+ | |||
|- | |- | ||
| 00:26 | | 00:26 | ||
| Bezier ଟୁଲ୍ ର ବ୍ୟବହାର | | Bezier ଟୁଲ୍ ର ବ୍ୟବହାର | ||
+ | |||
|- | |- | ||
| 00:34 | | 00:34 | ||
| ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା | | ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା | ||
+ | |||
|- | |- | ||
| 00:37 | | 00:37 | ||
| ଉଦାହରଣସ୍ୱରୂପ, Superscript ଏବଂ subscript | | ଉଦାହରଣସ୍ୱରୂପ, Superscript ଏବଂ subscript | ||
+ | |||
|- | |- | ||
| 00:42 | | 00:42 | ||
| ଟେକ୍ସଟ ଉପରେ Superimpose ଇମେଜ୍ | | ଟେକ୍ସଟ ଉପରେ Superimpose ଇମେଜ୍ | ||
+ | |||
|- | |- | ||
| 00:47 | | 00:47 | ||
| ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା | | ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା | ||
+ | |||
|- | |- | ||
| 00:54 | | 00:54 | ||
| ଗ୍ରାଫିକ୍, ଯେପରି ଫୁଲ | | ଗ୍ରାଫିକ୍, ଯେପରି ଫୁଲ | ||
+ | |||
|- | |- | ||
| 00:58 | | 00:58 | ||
| ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା | | ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା | ||
+ | |||
|- | |- | ||
| 01:02 | | 01:02 | ||
| ପୋଷ୍ଟର୍ସ ଓ ବ୍ୟାନର୍ସ | | ପୋଷ୍ଟର୍ସ ଓ ବ୍ୟାନର୍ସ | ||
+ | |||
|- | |- | ||
| 01:06 | | 01:06 | ||
| CD ଲେବଲ୍ସ | | CD ଲେବଲ୍ସ | ||
+ | |||
|- | |- | ||
| 01:10 | | 01:10 | ||
| ଭିଜିଟିଙ୍ଗ କାର୍ଡ | | ଭିଜିଟିଙ୍ଗ କାର୍ଡ | ||
+ | |||
|- | |- | ||
| 01:13 | | 01:13 | ||
| ଲୋଗୋ ଏବଂ ଅନ୍ୟାନ୍ୟ | | ଲୋଗୋ ଏବଂ ଅନ୍ୟାନ୍ୟ | ||
+ | |||
|- | |- | ||
| 01:17 | | 01:17 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS | ||
+ | |||
|- | |- | ||
| 01:24 | | 01:24 | ||
| ଓ 'Inkscape' ଭର୍ସନ୍ 0.48.4 | | ଓ 'Inkscape' ଭର୍ସନ୍ 0.48.4 | ||
+ | |||
|- | |- | ||
| 01:28 | | 01:28 | ||
| 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ | | 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ | ||
+ | |||
|- | |- | ||
| 01:31 | | 01:31 | ||
| ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ | | ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ | ||
+ | |||
|- | |- | ||
|01:36 | |01:36 | ||
| ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି | | ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି | ||
+ | |||
|- | |- | ||
| 01:41 | | 01:41 | ||
| ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା | | ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା | ||
+ | |||
|- | |- | ||
| 01:46 | | 01:46 | ||
| ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା | | ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା | ||
+ | |||
|- | |- | ||
| 01:50 | | 01:50 | ||
| ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା | | ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା | ||
+ | |||
|- | |- | ||
| 01:53 | | 01:53 | ||
| ଇମେଜେସ୍ ଟ୍ରେସ୍ କରିବା | | ଇମେଜେସ୍ ଟ୍ରେସ୍ କରିବା | ||
+ | |||
|- | |- | ||
| 01:56 | | 01:56 | ||
| ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା | | ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା | ||
+ | |||
|- | |- | ||
| 02:00 | | 02:00 | ||
| ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା | | ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା | ||
+ | |||
|- | |- | ||
| 02:05 | | 02:05 | ||
| 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ | | 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ | ||
+ | |||
|- | |- | ||
| 02:11 | | 02:11 | ||
| ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ | | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ | ||
+ | |||
|- | |- | ||
| 02:17 | | 02:17 | ||
| ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ | | ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ | ||
+ | |||
|- | |- | ||
| 02:20 | | 02:20 | ||
| ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ | | ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ | ||
+ | |||
|- | |- | ||
|02:23 | |02:23 | ||
| ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା | | ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା | ||
+ | |||
|- | |- | ||
| 02:28 | | 02:28 | ||
| ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ | | ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ | ||
+ | |||
|- | |- | ||
| 02:33 | | 02:33 | ||
| 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ | | 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ | ||
+ | |||
|- | |- | ||
| 02:40 | | 02:40 | ||
| ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ | | ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:46 | |02:46 | ||
| ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ | | ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 02:51 | | 02:51 | ||
| ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ | | ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ | ||
+ | |||
|- | |- | ||
| 02:58 | | 02:58 | ||
| Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | | Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:02 | | 03:02 | ||
| ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ | | ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:07 | | 03:07 | ||
| ପୁଣି 'Next' କ୍ଲିକ୍ କରନ୍ତୁ | | ପୁଣି 'Next' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:09 | | 03:09 | ||
| ପୁଣିଥରେ 'Next' କ୍ଲିକ୍ କରନ୍ତୁ | | ପୁଣିଥରେ 'Next' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:11 | | 03:11 | ||
| Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ | | Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:20 | | 03:20 | ||
| Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ | | Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ | ||
+ | |||
|- | |- | ||
|03:25 | |03:25 | ||
| 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ | | 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:30 | | 03:30 | ||
| ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ | | ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ | ||
+ | |||
|- | |- | ||
| 03:34 | | 03:34 | ||
| ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ | | ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 03:42 | | 03:42 | ||
| ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ | | ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ | ||
+ | |||
|- | |- | ||
| 03:50 | | 03:50 | ||
| ଏବେ Inkscape ଇଣ୍ଟରଫେସ୍ ଖୋଲିବ | | ଏବେ Inkscape ଇଣ୍ଟରଫେସ୍ ଖୋଲିବ | ||
+ | |||
|- | |- | ||
| 03:54 | | 03:54 | ||
| ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି | | ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି | ||
+ | |||
|- | |- | ||
| 03:58 | | 03:58 | ||
| ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ | | ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ | ||
+ | |||
|- | |- | ||
| 04:04 | | 04:04 | ||
| ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା | | ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା | ||
+ | |||
|- | |- | ||
| 04:10 | | 04:10 | ||
| ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା | | ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା | ||
+ | |||
|- | |- | ||
| 04:17 | | 04:17 | ||
| ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା | | ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା | ||
+ | |||
|- | |- | ||
| 04:21 | | 04:21 | ||
| rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା | | rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା | ||
+ | |||
|- | |- | ||
| 04:25 | | 04:25 | ||
| ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ | | ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
| 04:29 | | 04:29 | ||
| ଏହା ହେଉଛି ଆମର ଆୟତ | | ଏହା ହେଉଛି ଆମର ଆୟତ | ||
+ | |||
|- | |- | ||
| 04:32 | | 04:32 | ||
| ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି | | ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି | ||
+ | |||
|- | |- | ||
| 04:34 | | 04:34 | ||
| 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ | | 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
| 04:38 | | 04:38 | ||
| ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି | | ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି | ||
+ | |||
|- | |- | ||
| 04:45 | | 04:45 | ||
| ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ | | ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ | ||
+ | |||
|- | |- | ||
| 04:49 | | 04:49 | ||
| ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା | | ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା | ||
+ | |||
|- | |- | ||
| 04:55 | | 04:55 | ||
| ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି | | ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି | ||
+ | |||
|- | |- | ||
| 05:00 | | 05:00 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ | ||
+ | |||
|- | |- | ||
|05:06 | |05:06 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
| 05:13 | | 05:13 | ||
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
+ | |||
|- | |- | ||
|05:15 | |05:15 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ | ||
+ | |||
|- | |- | ||
| 05:21 | | 05:21 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ | ||
+ | |||
|- | |- | ||
| 05:25 | | 05:25 | ||
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
| 05:27 | | 05:27 | ||
− | | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, | + | | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ | + | |
|} | |} |
Latest revision as of 10:07, 7 April 2017
Time | Narration |
00:01 | 'Inkscape' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ଶୃଙ୍ଖଳାରେ ଆପଣଙ୍କୁ ସ୍ୱାଗତ |
00:05 | ଏହି ଶୃଙ୍ଖଳାରେ ଆମେ Inkscape ଏବଂ ଏହାର ଫିଚର୍ସ ସହିତ ପରିଚିତ ହେବା |
00:11 | ଆମେ ବିଭିନ୍ନ ପୂର୍ବ-ପରିଭାଷିତ ଆକାରଗୁଡିକୁ ଏଡିଟ୍ ଓ ଡ୍ର’ କରିବା ଶିଖିବା |
00:21 | କଲର୍ ହ୍ୱୀଲ୍ ର ବ୍ୟବହାର |
00:26 | Bezier ଟୁଲ୍ ର ବ୍ୟବହାର |
00:34 | ଆବଶ୍ୟକତା ଅନୁସାରେ ଟେକ୍ସଟ ବ୍ୟବହାର ଏବଂ ଅଦଳବଦଳ କରିବା |
00:37 | ଉଦାହରଣସ୍ୱରୂପ, Superscript ଏବଂ subscript |
00:42 | ଟେକ୍ସଟ ଉପରେ Superimpose ଇମେଜ୍ |
00:47 | ଏଥିରେ ଆମେ, ଆକାରଗୁଡିକୁ ବ୍ୟବହାର କରି ଟାଇଲ୍ ପ୍ୟାଟର୍ନ ତିଆରି କରିବା ବିଷୟରେ ମଧ୍ୟ ଶିଖିବା |
00:54 | ଗ୍ରାଫିକ୍, ଯେପରି ଫୁଲ |
00:58 | ବିବରଣି ଓ ବିଜ୍ଞାପନ ପାଇଁ ପୁସ୍ତିକା |
01:02 | ପୋଷ୍ଟର୍ସ ଓ ବ୍ୟାନର୍ସ |
01:06 | CD ଲେବଲ୍ସ |
01:10 | ଭିଜିଟିଙ୍ଗ କାର୍ଡ |
01:13 | ଲୋଗୋ ଏବଂ ଅନ୍ୟାନ୍ୟ |
01:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ 12.04, ୱିଣ୍ଡୋଜ୍ 7 OS |
01:24 | ଓ 'Inkscape' ଭର୍ସନ୍ 0.48.4 |
01:28 | 'Inkscape' ଏକ ଓପନ୍ ସୋର୍ସ ଭେକ୍ଟର ଗ୍ରାଫିକ୍ସ ଏଡିଟର୍ ଅଟେ |
01:31 | ଏହା ଲିନକ୍ସ, ମ୍ୟାକ୍ OS X ଏବଂ ୱିଣ୍ଡୋଜ୍ ରେ କାମ କରେ |
01:36 | ସମସ୍ତ ପ୍ରକାରର ଗ୍ରାଫିକ୍ସ ଡିଜାଇନ୍ କରିବା ପାଇଁ 'Inkscape' ର ବ୍ୟବହାର କରାଯାଇଥାଏ ଯେପରି |
01:41 | ଚିତ୍ରଣ ଓ ଫିଗର/କାର୍ଟୁନ୍ ଡ୍ର’ କରିବା |
01:46 | ରଙ୍ଗିନ୍ ପ୍ୟାଟର୍ନ/ବ୍ୟାକଗ୍ରାଉଣ୍ଡ ତିଆରି କରିବା |
01:50 | ୱେବ୍ ପେଜ୍ ଲେଆଉଟ୍ ତିଆରି କରିବା |
01:53 | ଇମେଜେସ୍ ଟ୍ରେସ୍ କରିବା |
01:56 | ୱେବ୍ ଆଧାରିତ ବଟନ୍ସ ଓ ଆଇକନ୍ସ ତିଆରି କରିବା |
02:00 | ୱେବ୍ ପାଇଁ ଇମେଜ୍ ଅଦଳବଦଳ କରିବା |
02:05 | 'Inkscape' କୁ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଉବୁଣ୍ଟୁ ଲିନକ୍ସରେ ଇନଷ୍ଟଲ୍ କରାଯାଇପାରିବ |
02:11 | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ଜାଣିବା ପାଇଁ ଏହି ୱେବ୍ ସାଇଟ୍ ରେ ଉପଲବ୍ଧ ଲିନକ୍ସ ଟ୍ୟୁଟୋରିଆଲ୍ ଦେଖନ୍ତୁ |
02:17 | ଡେସ୍ ହୋମ୍ କୁ ଯାଇ 'Inkscape' ଟାଇପ୍ କରନ୍ତୁ |
02:20 | ଆପଣ ଲୋଗୋ ଉପରେ ଡବଲ୍ କ୍ଲିକ୍ କରି ମଧ୍ୟ Inkscape ଖୋଲି ପାରିବେ |
02:23 | ଏବେ ଆମେ ୱିଣ୍ଡୋଜ୍ ରେ Inkscape କୁ ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
02:28 | ନିଜ ବ୍ରାଉଜର୍ ଖୋଲି inkscape.org କୁ ଯାଆନ୍ତୁ |
02:33 | 'Download' ବଟନ୍ ଉପରେ କ୍ଲିକ୍ କରନ୍ତୁ, ୱିଣ୍ଡୋଜ୍ ପାଇଁ 'Installer' ଅପ୍ସନ ବାଛନ୍ତୁ |
02:40 | ଆପଣଙ୍କୁ ଏହି ଭର୍ସନ୍ ସହିତ Download Inkscape ବାକ୍ୟ ମିଳିବ, ତା’ଉପରେ କ୍ଲିକ୍ କରନ୍ତୁ |
02:46 | ପ୍ରଦର୍ଶିତ ଡାୟଲଗ୍ ବକ୍ସକୁ ଦେଖନ୍ତୁ, 'Save' କ୍ଲିକ୍ କରନ୍ତୁ |
02:51 | ଇନଷ୍ଟଲର୍ ଫାଇଲ୍ ଆପଣଙ୍କ କମ୍ପ୍ୟୁଟର୍ ରେ ଡାଉନଲୋଡ୍ ହେବ, ଡାଉନଲୋଡ୍ ଫୋଲ୍ଡର୍ କୁ ଯାଆନ୍ତୁ |
02:58 | Inkscape କୁ ଇନଷ୍ଟଲ୍ କରିବା ପାଇଁ 'exe' ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
03:02 | ଡିଫଲ୍ଟ ଭାଷା ହେଉଛି 'English', 'Next' କ୍ଲିକ୍ କରନ୍ତୁ |
03:07 | ପୁଣି 'Next' କ୍ଲିକ୍ କରନ୍ତୁ |
03:09 | ପୁଣିଥରେ 'Next' କ୍ଲିକ୍ କରନ୍ତୁ |
03:11 | Destination ଫୋଲ୍ଡର୍ ଡାଇଲଗ୍ ବକ୍ସ ପ୍ରଦର୍ଶିତ ହେବ, ଡିଫଲ୍ଟ ଭାବରେ Inkscape ପ୍ରୋଗ୍ରାମ୍ସ ଫାଇଲ୍ସରେ ସେଭ୍ ହୁଏ, ଏବେ 'Install' ଉପରେ କ୍ଲିକ୍ କରନ୍ତୁ |
03:20 | Inkscape ଇନଷ୍ଟଲ୍ ହେଉଛି, କିଛି ସମୟ ଲାଗିବ |
03:25 | 'Next' କ୍ଲିକ୍ କରନ୍ତୁ, ପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'Finish' କ୍ଲିକ୍ କରନ୍ତୁ |
03:30 | ଏବେ Inkscape ସଫ୍ଟୱେର୍ ନିଜକୁ ନିଜେ ଖୋଲିବ |
03:34 | ଯଦି ଖୋଲୁନି, ତେବେ ଡେସ୍କଟପ୍ ରେ ଏକ ସର୍ଟକର୍ଟ ଆଇକନ୍ ଥିବ, ତା’ଉପରେ ଡବଲ୍ କ୍ଲିକ୍ କରନ୍ତୁ |
03:42 | ଯଦି Inkscape ଖୋଲିବା ପାଇଁ ଉଭୟ ପ୍ରଣାଳୀ ବିଫଳ ହୁଏ, ତେବେ ଆପଣ 'Start menu' 'All programs' ଓ ତା’ପରେ 'Inkscape' କ୍ଲିକ୍ କରିପାରିବେ |
03:50 | ଏବେ Inkscape ଇଣ୍ଟରଫେସ୍ ଖୋଲିବ |
03:54 | ଏବେ ମୁଁ ଏହି ପ୍ରଦର୍ଶନକୁ ପୂର୍ଣ୍ଣ କରିବା ପାଇଁ ଲିନକ୍ସକୁ ଫେରିଯିବି |
03:58 | ହେଲେ, ଦିଆଯାଇଥିବା ଷ୍ଟେପ୍ସ ଯେକୌଣସି OS ରେ Inkscape ରେ କାମ କରିବେ |
04:04 | ମୁଖ୍ୟ ଡ୍ରଇଂ କ୍ଷେତ୍ରକୁ 'canvas' କୁହାଯାଏ, ଯେଉଁଠି ଆମେ ଗ୍ରାଫିକ୍ସ ତିଆରି କରିବା |
04:10 | ଏଠାରେ 'Inkscape' ରେ ଅନେକ ଟୁଲ୍ ଓ ମେନୁ ଅପ୍ସନ୍ ଅଛି, ଆମେ ଶୃଙ୍ଖଳାରେ ସମସ୍ତ ବିଷୟରେ ବିସ୍ତାରରେ ଶିଖିବା |
04:17 | ଏବେ Inkscape ର ବ୍ୟବହାର ସଂକ୍ଷିପ୍ତରେ ଶିଖିବା |
04:21 | rectangle ଟୁଲ୍ ବାଛି ଆମେ ଏକ ଆୟତକ୍ଷେତ୍ର ତିଆରି କରିବା |
04:25 | ଆୟତକ୍ଷେତ୍ର ଆଙ୍କିବା ପାଇଁ 'canvas' ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଡ୍ରାଗ୍ କରନ୍ତୁ |
04:29 | ଏହା ହେଉଛି ଆମର ଆୟତ |
04:32 | ମୁଁ ଏହି Inkscape ଡ୍ରଇଂକୁ ସେଭ୍ କରିନେଉଛି |
04:34 | 'File menu' କୁ ଯାଆନ୍ତୁ, 'Save' କ୍ଲିକ୍ କରନ୍ତୁ |
04:38 | ମୁଁ ଏହାକୁ 'drawing_1.svg' ନାମ ଦେବି ଏବଂ ଏହାକୁ ନିଜ ଡକ୍ୟୁମେଣ୍ଟ ଫୋଲ୍ଡର୍ ରେ ସେଭ୍ କରିବି |
04:45 | ଏଠାରେ 'svg' ଡିଫଲ୍ଟ 'Inkscape' ଫାଇଲ୍ ର ଏକ୍ସଟେନ୍ସନ୍ ଦର୍ଶାଏ |
04:49 | ଆମେ 'Inkscape' ଓ ଏହାର ମହତ୍ୱପୂର୍ଣ୍ଣ ଫିଚର୍ସ ବାବଦରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା |
04:55 | ମୁଁ ପୂର୍ବରୁ ହିଁ ଏହି ଶୃଙ୍ଖଳାରେ ଆପଣଙ୍କୁ ଟ୍ୟୁଟୋରିଆଲ୍ସର ଝଲକ ଦେଖାଇଦେଇଛି |
05:00 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଉପରେ ସଂକ୍ଷିପ୍ତ ଭିଡିଓ ନିମ୍ନ ଲିଙ୍କ୍ ରେ ଉପଲବ୍ଧ, ଦୟାକରି ତାହାକୁ ଦେଖନ୍ତୁ |
05:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଆୟୋଜିତ କରନ୍ତି ଏବଂ ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିକୁ ପ୍ରମାଣପତ୍ର ଦିଅନ୍ତି |
05:13 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
05:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ସମର୍ଥିତ |
05:21 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
05:25 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
05:27 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |