Difference between revisions of "GIMP/C2/Triptychs-In-A-New-Way/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:23 | Meet The GIMPକୁ ସ୍ୱାଗତ. |- |00:25 | ଏହି ଟ୍ୟୁଟୋରିଆଲ୍, ଉତ...")
 
Line 6: Line 6:
 
|00:23
 
|00:23
 
| Meet The GIMPକୁ ସ୍ୱାଗତ.
 
| Meet The GIMPକୁ ସ୍ୱାଗତ.
 +
 
|-
 
|-
 
|00:25
 
|00:25
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି  
 +
 
|-
 
|-
 
|00:30
 
|00:30
 
| ମୁଁ ନ୍ୟୁୟର୍କରେ ଜେସନ୍ ଙ୍କଠାରୁ ଗୋଟିଏ ଇ-ମେଲ୍ ପାଇଛି ଏବଂ ମୁଁ Triptychs ଆରମ୍ଭ କରିବା ପୂର୍ବରୁ, ଏହାକୁ କରିବାର ଏକ ଭିନ୍ନ ମାର୍ଗ ଖୋଜିବା ପାଇଁ ସେ, Triptychs ଶୋ’ ବନ୍ଦ କରିଦେଇଛନ୍ତି
 
| ମୁଁ ନ୍ୟୁୟର୍କରେ ଜେସନ୍ ଙ୍କଠାରୁ ଗୋଟିଏ ଇ-ମେଲ୍ ପାଇଛି ଏବଂ ମୁଁ Triptychs ଆରମ୍ଭ କରିବା ପୂର୍ବରୁ, ଏହାକୁ କରିବାର ଏକ ଭିନ୍ନ ମାର୍ଗ ଖୋଜିବା ପାଇଁ ସେ, Triptychs ଶୋ’ ବନ୍ଦ କରିଦେଇଛନ୍ତି
 +
 
|-
 
|-
 
|00:45
 
|00:45
 
| ଏବଂ Layer Mask ବ୍ୟବହାର ସହିତ ସେ ଏକ ଭିନ୍ନ ମାର୍ଗ ପାଇଛନ୍ତି  
 
| ଏବଂ Layer Mask ବ୍ୟବହାର ସହିତ ସେ ଏକ ଭିନ୍ନ ମାର୍ଗ ପାଇଛନ୍ତି  
 +
 
|-
 
|-
 
|00:50
 
|00:50
 
| ଆଉ ମୁଁ ଭାବୁଛି, ତାହାକୁ ମୁଁ ଏହି ଟ୍ୟୁଟୋରିଆଲରେ ଆପଣଙ୍କୁ ଦେଖାଇବା ଉଚିତ  
 
| ଆଉ ମୁଁ ଭାବୁଛି, ତାହାକୁ ମୁଁ ଏହି ଟ୍ୟୁଟୋରିଆଲରେ ଆପଣଙ୍କୁ ଦେଖାଇବା ଉଚିତ  
 +
 
|-
 
|-
 
|00:57
 
|00:57
 
| ମୁଁ ଆପଣଙ୍କୁ ସେହି ଇମେଜ ଦେଖାଇପାରିବି ନାହିଁ, ଯାହା ଜେସନ୍, Triptychs କରିବା ପାଈଁ ବ୍ୟବହାର କରିଥିଲେ, କାରଣ ସେ ମାଗଣାରେ ଉପଲବ୍ଧ ଇମେଜଗୁଡ଼ିକୁ ବ୍ୟବହାର କରିନଥିଲେ, ତେଣୁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରିବି ନାହିଁ  
 
| ମୁଁ ଆପଣଙ୍କୁ ସେହି ଇମେଜ ଦେଖାଇପାରିବି ନାହିଁ, ଯାହା ଜେସନ୍, Triptychs କରିବା ପାଈଁ ବ୍ୟବହାର କରିଥିଲେ, କାରଣ ସେ ମାଗଣାରେ ଉପଲବ୍ଧ ଇମେଜଗୁଡ଼ିକୁ ବ୍ୟବହାର କରିନଥିଲେ, ତେଣୁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରିବି ନାହିଁ  
 +
 
|-
 
|-
 
|01:10
 
|01:10
 
| Triptychs କରିବା ପାଇଁ ଲେୟାର୍ ମାସ୍କର ବ୍ୟବହାର କରିବା ବହୁତ ସହଜ ଏବଂ ଲେୟାର୍ ମାସ୍କ ବ୍ୟବହାର କରିବାର ତାଙ୍କ ପଦ୍ଧତିରେ ମୁଁ ସାମାନ୍ୟ ସଂଶୋଧନ କରିଛି  
 
| Triptychs କରିବା ପାଇଁ ଲେୟାର୍ ମାସ୍କର ବ୍ୟବହାର କରିବା ବହୁତ ସହଜ ଏବଂ ଲେୟାର୍ ମାସ୍କ ବ୍ୟବହାର କରିବାର ତାଙ୍କ ପଦ୍ଧତିରେ ମୁଁ ସାମାନ୍ୟ ସଂଶୋଧନ କରିଛି  
 +
 
|-
 
|-
 
|01:21
 
|01:21
 
| ମୋତେ କାହିଁକି ସେହି ଆଇଡିଆ ଆସିଲାନି କେଜାଣି  
 
| ମୋତେ କାହିଁକି ସେହି ଆଇଡିଆ ଆସିଲାନି କେଜାଣି  
 +
 
|-
 
|-
 
|01:25
 
|01:25
 
| ଆଉ ମୁଁ, ଏଠାରେ ଥିବା ତିନୋଟି ଶଟ୍ସ ସହିତ Triptychs କରିବାକୁ ଚାହୁଁଛି  
 
| ଆଉ ମୁଁ, ଏଠାରେ ଥିବା ତିନୋଟି ଶଟ୍ସ ସହିତ Triptychs କରିବାକୁ ଚାହୁଁଛି  
 +
 
|-
 
|-
 
|01:31
 
|01:31
 
| ଏହି ଇମେଜକୁ ମୁଁ ବାମ ପଟେ, 2ୟଟିକୁ ମଝିରେ ଓ ଏଇଟିକୁ ଡାହାଣ ପଟେ ରଖିବି  
 
| ଏହି ଇମେଜକୁ ମୁଁ ବାମ ପଟେ, 2ୟଟିକୁ ମଝିରେ ଓ ଏଇଟିକୁ ଡାହାଣ ପଟେ ରଖିବି  
 +
 
|-
 
|-
 
|01:42
 
|01:42
 
| ମୁଁ ଏହି ସ୍କ୍ୱୟାର୍ ଫ୍ରେମ୍ ଗୁଡ଼ିକୁ ଏପରି କିଛିରେ ପରିବର୍ତ୍ତନ କରିବାକୁ ଚାହୁଁଛି, ଯାହା ଏହି ଇମେଜ ସହିତ ଖାପ ଖାଇବ  
 
| ମୁଁ ଏହି ସ୍କ୍ୱୟାର୍ ଫ୍ରେମ୍ ଗୁଡ଼ିକୁ ଏପରି କିଛିରେ ପରିବର୍ତ୍ତନ କରିବାକୁ ଚାହୁଁଛି, ଯାହା ଏହି ଇମେଜ ସହିତ ଖାପ ଖାଇବ  
 +
 
|-
 
|-
 
|01:49
 
|01:49
 
| ଏହା କିପରି କାମ କରୁଛି, ତାହା ଆମେ ଦେଖିବା  
 
| ଏହା କିପରି କାମ କରୁଛି, ତାହା ଆମେ ଦେଖିବା  
 +
 
|-
 
|-
 
|01:53
 
|01:53
 
| ଏବେ, ଏଠାରେ ଥିବା ଇମେଜଗୁଡ଼ିକ ସହିତ ମୁଁ Triptychs କରିବା ଆରମ୍ଭ କରିବି ଏବଂ ମୋର ଟୂଲ୍ ବକ୍ସକୁ Foregroundକୁ ଆଣିବା ପାଇଁ ମୁଁ Tab ଦାବିବି   
 
| ଏବେ, ଏଠାରେ ଥିବା ଇମେଜଗୁଡ଼ିକ ସହିତ ମୁଁ Triptychs କରିବା ଆରମ୍ଭ କରିବି ଏବଂ ମୋର ଟୂଲ୍ ବକ୍ସକୁ Foregroundକୁ ଆଣିବା ପାଇଁ ମୁଁ Tab ଦାବିବି   
 +
 
|-
 
|-
 
|02:05
 
|02:05
 
| File ଉପରେ କ୍ଲିକ୍ କରି ଏକ ନୂଆ ଇମେଜ୍ କ୍ରିଏଟ୍ କରିବା ପାଇଁ New ସିଲେକ୍ଟ କରନ୍ତୁ ଏବଂ ଆମେ, ଓସାର ପାଇଁ 3400 ଓ ଉଚ୍ଚତା ପାଇଁ 1200 ଡିଫଲ୍ଟ ଭାଲ୍ୟୁ ପାଇବା
 
| File ଉପରେ କ୍ଲିକ୍ କରି ଏକ ନୂଆ ଇମେଜ୍ କ୍ରିଏଟ୍ କରିବା ପାଇଁ New ସିଲେକ୍ଟ କରନ୍ତୁ ଏବଂ ଆମେ, ଓସାର ପାଇଁ 3400 ଓ ଉଚ୍ଚତା ପାଇଁ 1200 ଡିଫଲ୍ଟ ଭାଲ୍ୟୁ ପାଇବା
 +
 
|-
 
|-
 
|02:19
 
|02:19
 
| ମୋ ପାଖରେ ଏବେ, 1000 by 1000ର ତିନୋଟି ଇମେଜ ଅଛି, ସେଗୁଡ଼ିକ ମଧ୍ୟରେ 100 ପିକ୍ସେଲର ବର୍ଡର୍ ଅଛି  
 
| ମୋ ପାଖରେ ଏବେ, 1000 by 1000ର ତିନୋଟି ଇମେଜ ଅଛି, ସେଗୁଡ଼ିକ ମଧ୍ୟରେ 100 ପିକ୍ସେଲର ବର୍ଡର୍ ଅଛି  
 +
 
|-
 
|-
 
|02:31
 
|02:31
 
| ଚାଲନ୍ତୁ ଦେଖିବା, ତାହା କିପରି କାମ କରୁଛି   
 
| ଚାଲନ୍ତୁ ଦେଖିବା, ତାହା କିପରି କାମ କରୁଛି   
 +
 
|-
 
|-
 
|02:36
 
|02:36
 
| ଏହି ଇମେଜକୁ, ନୂଆ ଇମେଜ ମଧ୍ୟକୁ ନେବାପାଇଁ ମୁଁ, ଟୂଲ୍ ବକ୍ସରୁ ଏହି ଇମେଜର Background Layerକୁ ଏଠାରେ ଥିବା ମୋର ନୂଆ ଇମେଜକୁ ଡ୍ରାଗ୍ କରିବି ଏବଂ ଆପଣ ଏଠାରେ Background Copy ପାଇବେ  
 
| ଏହି ଇମେଜକୁ, ନୂଆ ଇମେଜ ମଧ୍ୟକୁ ନେବାପାଇଁ ମୁଁ, ଟୂଲ୍ ବକ୍ସରୁ ଏହି ଇମେଜର Background Layerକୁ ଏଠାରେ ଥିବା ମୋର ନୂଆ ଇମେଜକୁ ଡ୍ରାଗ୍ କରିବି ଏବଂ ଆପଣ ଏଠାରେ Background Copy ପାଇବେ  
 +
 
|-
 
|-
 
|02:54
 
|02:54
 
| ଏହା ହେଉଛି ମୋର ପୂରା ବାମପଟେ ଥିବା ଇମେଜ, ତେଣୁ ମୁଁ ଏହାର ନାମ ଭାବେ Left ଟାଇପ୍ କରିସାରି Return/Enter ଦାବିବି  
 
| ଏହା ହେଉଛି ମୋର ପୂରା ବାମପଟେ ଥିବା ଇମେଜ, ତେଣୁ ମୁଁ ଏହାର ନାମ ଭାବେ Left ଟାଇପ୍ କରିସାରି Return/Enter ଦାବିବି  
 +
 
|-
 
|-
 
|03:04
 
|03:04
 
| ଏହି ଇମେଜ୍, ବାମପଟେ ରହିବା ଦରକାର  
 
| ଏହି ଇମେଜ୍, ବାମପଟେ ରହିବା ଦରକାର  
 +
 
|-
 
|-
 
|03:08
 
|03:08
 
| ଏବଂ ପରବର୍ତ୍ତୀ ଇମେଜକୁ ଆମେ ଡାହାଣପଟେ ରଖିବା. ତେଣୁ ମୁଁ, ସମାନ ଭାବରେ ଇମେଜକୁ ଟାଣି ଆଣିବି ଏବଂ ତଦନୁସାରେ ତାହାର ନାମ Right ଦେବି  
 
| ଏବଂ ପରବର୍ତ୍ତୀ ଇମେଜକୁ ଆମେ ଡାହାଣପଟେ ରଖିବା. ତେଣୁ ମୁଁ, ସମାନ ଭାବରେ ଇମେଜକୁ ଟାଣି ଆଣିବି ଏବଂ ତଦନୁସାରେ ତାହାର ନାମ Right ଦେବି  
 +
 
|-
 
|-
 
|03:32
 
|03:32
 
| ଆଉ ଏହା ହେଉଛି 3ୟ ଇମେଜ୍. ଏହା ମୋର ମଝି ୱିଣ୍ଡୋ ହେବ. ତେଣୁ, ଏହି ଇମେଜକୁ ମୁଁ  ନୂଆ ଇମେଜକୁ ଟାଣି ଆଣି ଏହି ଲେୟାର୍ ନାମ Center ଦେବି  
 
| ଆଉ ଏହା ହେଉଛି 3ୟ ଇମେଜ୍. ଏହା ମୋର ମଝି ୱିଣ୍ଡୋ ହେବ. ତେଣୁ, ଏହି ଇମେଜକୁ ମୁଁ  ନୂଆ ଇମେଜକୁ ଟାଣି ଆଣି ଏହି ଲେୟାର୍ ନାମ Center ଦେବି  
 +
 
|-
 
|-
 
|03:49
 
|03:49
 
| ମୁଁ, Right ଓ Central ଲେୟାର୍ସକୁ ଅଦୃଶ୍ୟ କରିଦେଇଛି ଏବଂ ଏବେ ମୁଁ, Left ଲେୟାରକୁ ସାମାନ୍ୟ ତଳକୁ ଖସାଇବାକୁ ଚାହୁଁଛି. ଯେତେବେଳେ ମୁଁ ଯୂମ୍ କୁ 10% କମାଇଲି, ଏହି ଲେୟାରର ବର୍ଡର୍ କୁ ଆପଣ ଦେଖିପାରିବେ ଏବଂ ଏବେ, ଇମେଜର ଫୂଲ୍ ଫ୍ରେମ୍ ଦେଖାଯାଉଛି  
 
|04:16
 
|04:16
 
| ମୁଁ ଏବେ, Move Tool ସିଲେକ୍ଟ କଲି, ଯେଉଁଥିରୁ ମୁଁ ଏହି ଇମେଜକୁ ଘୁଞ୍ଚାଇ ଟିକିଏ ଆଡଜଷ୍ଟ କରିପାରିବି  
 
| ମୁଁ ଏବେ, Move Tool ସିଲେକ୍ଟ କଲି, ଯେଉଁଥିରୁ ମୁଁ ଏହି ଇମେଜକୁ ଘୁଞ୍ଚାଇ ଟିକିଏ ଆଡଜଷ୍ଟ କରିପାରିବି  
 +
 
|-
 
|-
 
|04:26
 
|04:26
 
| ଏହି ଇମେଜଟି ଘୁଞ୍ଚୁନାହିଁ, କାରଣ ମୁଁ Center Layer କୁ ସିଲେକ୍ଟ କରିଛି
 
| ଏହି ଇମେଜଟି ଘୁଞ୍ଚୁନାହିଁ, କାରଣ ମୁଁ Center Layer କୁ ସିଲେକ୍ଟ କରିଛି
 +
 
|-
 
|-
 
|04:33
 
|04:33
 
| ତେଣୁ, ମୁଁ Left Layer କୁ ସିଲେକ୍ଟ କରି, ତାକୁ ଘୁଞ୍ଚାଇ ବୋତଲକୁ ଠିକ୍ କଲି  
 
| ତେଣୁ, ମୁଁ Left Layer କୁ ସିଲେକ୍ଟ କରି, ତାକୁ ଘୁଞ୍ଚାଇ ବୋତଲକୁ ଠିକ୍ କଲି  
 +
 
|-
 
|-
 
|04:39
 
|04:39
 
| ମୁଁ ଏହି ଲେୟାରକୁ ଟିକିଏ ତଳକୁ ଖସାଇବାକୁ ଚାହୁଁଛି, ତେଣୁ ମୁଁ ଟୂଲ୍ ବକ୍ସରୁ Scale Tool ସିଲେକ୍ଟ କଲି ଏବଂ Tool Infoକୁ ଯାଇ Aspect Ratio ଉପରେ କ୍ଲିକ୍ କଲି, ଆଉ Previewରେ Image ଅପ୍ସନ୍ ଚୟନ କଲି  
 
| ମୁଁ ଏହି ଲେୟାରକୁ ଟିକିଏ ତଳକୁ ଖସାଇବାକୁ ଚାହୁଁଛି, ତେଣୁ ମୁଁ ଟୂଲ୍ ବକ୍ସରୁ Scale Tool ସିଲେକ୍ଟ କଲି ଏବଂ Tool Infoକୁ ଯାଇ Aspect Ratio ଉପରେ କ୍ଲିକ୍ କଲି, ଆଉ Previewରେ Image ଅପ୍ସନ୍ ଚୟନ କଲି  
 +
 
|-
 
|-
 
|04:59
 
|04:59
 
| ଆଉ ଏବେ, ମୁଁ ଲେୟାର୍ ଉପରେ କ୍ଲିକ୍ କଲି ଏବଂ Info ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣି ଆଣିଲି ତଥା କୋଣରୁ ତାକୁ ହ୍ରାସ କଲି  
 
| ଆଉ ଏବେ, ମୁଁ ଲେୟାର୍ ଉପରେ କ୍ଲିକ୍ କଲି ଏବଂ Info ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣି ଆଣିଲି ତଥା କୋଣରୁ ତାକୁ ହ୍ରାସ କଲି  
 +
 
|-
 
|-
 
|05:09
 
|05:09
 
| ମୁଁ ଭାବୁଛି, ଅଧିକା କିମ୍ୱା ଟିକେ କମ୍  
 
| ମୁଁ ଭାବୁଛି, ଅଧିକା କିମ୍ୱା ଟିକେ କମ୍  
 +
 
|-
 
|-
 
|05:15
 
|05:15
 
| ମୁଁ ଏହି ଇମଜକୁ ଧରି ଯେଉଁଠାକୁ ଚାହିଁବି ନେଇପାରିବି ଏବଂ ମୁଁ, ଏଠାରେ କିଛି ଗାଇଡ୍ ଲାଇନ୍ସ ରଖିବା ଉଚିତ ବୋଲି ଭାବୁଛି  
 
| ମୁଁ ଏହି ଇମଜକୁ ଧରି ଯେଉଁଠାକୁ ଚାହିଁବି ନେଇପାରିବି ଏବଂ ମୁଁ, ଏଠାରେ କିଛି ଗାଇଡ୍ ଲାଇନ୍ସ ରଖିବା ଉଚିତ ବୋଲି ଭାବୁଛି  
 +
 
|-
 
|-
 
|05:30
 
|05:30
 
| ତେଣୁ ମୁଁ, ଇମେଜକୁ 100% ୟୂମ୍ କରି ଉପର ବାମପଟ କୋଣକୁ ଗଲି
 
| ତେଣୁ ମୁଁ, ଇମେଜକୁ 100% ୟୂମ୍ କରି ଉପର ବାମପଟ କୋଣକୁ ଗଲି
 +
 
|-
 
|-
 
|05:38
 
|05:38
 
| ଏବେ, ମୁଁ ଉପରୁ ରୂଲର୍ସ ଟାଣି ଆଣି ଏଠାରେ ଗାଇଡ୍ ଲାଇନ୍ସ ପାଇଁ ରଖୁଛି  
 
| ଏବେ, ମୁଁ ଉପରୁ ରୂଲର୍ସ ଟାଣି ଆଣି ଏଠାରେ ଗାଇଡ୍ ଲାଇନ୍ସ ପାଇଁ ରଖୁଛି  
 +
 
|-
 
|-
 
|05:43
 
|05:43
 
| ମୁଁ ରୂଲର୍ କୁ କାହିଁକି ଘୁଞ୍ଚାଇପାରୁନି? ଏଠାରେ, Move the Active Layer ଅପ୍ସନ୍ ଅଛି.  ଏହାକୁ ସିଲେକ୍ଟ କରି ମୁଁ, Active Layerକୁ ଘୁଞ୍ଚାଇପାରିବି
 
| ମୁଁ ରୂଲର୍ କୁ କାହିଁକି ଘୁଞ୍ଚାଇପାରୁନି? ଏଠାରେ, Move the Active Layer ଅପ୍ସନ୍ ଅଛି.  ଏହାକୁ ସିଲେକ୍ଟ କରି ମୁଁ, Active Layerକୁ ଘୁଞ୍ଚାଇପାରିବି
 +
 
|-
 
|-
 
|06:01
 
|06:01
 
| ଲେୟାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଏହା ଏକ ଉତ୍ତମ ଅପ୍ସନ୍ ଏବଂ ମୁଁ, ଡାହାଣପଟେ 100 ଭାବେ ଫ୍ରେମ୍ ର ଆକାର ସିଲେକ୍ଟ କରି ତଳକୁ ଗଲି ଓ ତାହାକୁ 1100 ସେଟ୍ କଲି ତଥା ଡାହାଣପଟେ ମୁଁ ତାହାକୁ 1100 ଭାବେ ସେଟ୍ କଲି  
 
| ଲେୟାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଏହା ଏକ ଉତ୍ତମ ଅପ୍ସନ୍ ଏବଂ ମୁଁ, ଡାହାଣପଟେ 100 ଭାବେ ଫ୍ରେମ୍ ର ଆକାର ସିଲେକ୍ଟ କରି ତଳକୁ ଗଲି ଓ ତାହାକୁ 1100 ସେଟ୍ କଲି ତଥା ଡାହାଣପଟେ ମୁଁ ତାହାକୁ 1100 ଭାବେ ସେଟ୍ କଲି  
 +
 
|-
 
|-
 
|06:31
 
|06:31
 
| ମୋ ଇମେଜ ପାଇଁ ଏହା ହେଉଛି ଫ୍ରେମ୍
 
| ମୋ ଇମେଜ ପାଇଁ ଏହା ହେଉଛି ଫ୍ରେମ୍
 +
 
|-
 
|-
 
|06:34
 
|06:34
 
| Shift + Ctrl + E, ମୋତେ ସମଗ୍ର ଇମେଜ୍ ଦିଏ ଏବଂ ଏବେ ମୁଁ, Active Layer ଅପ୍ସନ୍ ସିଲେକ୍ଟ କଲି  
 
| Shift + Ctrl + E, ମୋତେ ସମଗ୍ର ଇମେଜ୍ ଦିଏ ଏବଂ ଏବେ ମୁଁ, Active Layer ଅପ୍ସନ୍ ସିଲେକ୍ଟ କଲି  
|-
+
 
 +
|-
 
|06:43
 
|06:43
 
| ଆଉ Zoom Ratioରେ 10% ସିଲେକ୍ଟ କଲି
 
| ଆଉ Zoom Ratioରେ 10% ସିଲେକ୍ଟ କଲି
 +
 
|-
 
|-
 
|06:48
 
|06:48
 
| ମୁଁ ଭାବୁଛି, ମୁଁ 13% ସିଲେକ୍ଟ କରିବା ଉଚିତ ଓ ତାହା ଯଥେଷ୍ଟ
 
| ମୁଁ ଭାବୁଛି, ମୁଁ 13% ସିଲେକ୍ଟ କରିବା ଉଚିତ ଓ ତାହା ଯଥେଷ୍ଟ
 +
 
|-
 
|-
 
|06:59
 
|06:59
 
| ମୁଁ Scale Tool ଉପରେ କରି Aspect Ratio ରଖିଲି ଏବଂ ଏହି Scale ୱିଣ୍ଡୋକୁ ଫ୍ରେମ୍ ବାହାରକୁ ଟାଣି ଆଣିଲି  
 
| ମୁଁ Scale Tool ଉପରେ କରି Aspect Ratio ରଖିଲି ଏବଂ ଏହି Scale ୱିଣ୍ଡୋକୁ ଫ୍ରେମ୍ ବାହାରକୁ ଟାଣି ଆଣିଲି  
 +
 
|-
 
|-
 
|07:10
 
|07:10
 
| ଏବେ ମୁଁ ଏହି ଇମେଜକୁ ସ୍କେଲ୍ କରିବି  
 
| ଏବେ ମୁଁ ଏହି ଇମେଜକୁ ସ୍କେଲ୍ କରିବି  
 +
 
|-
 
|-
 
|07:14
 
|07:14
 
| ମୋ ପାଖରେ ଏବେ ଫ୍ରେମ୍ ଅଛି, ଯେଉଁଠାରେ ମୁଁ ଏହି ଇମେଜକୁ ରଖିବାକୁ ଚାହୁଁଛି
 
| ମୋ ପାଖରେ ଏବେ ଫ୍ରେମ୍ ଅଛି, ଯେଉଁଠାରେ ମୁଁ ଏହି ଇମେଜକୁ ରଖିବାକୁ ଚାହୁଁଛି
 +
 
|-
 
|-
 
|07:21
 
|07:21
 
| ଏବଂ ମୁଁ ଭାବୁଛି, ଏହାକୁ ମୁଁ ଆଉ ଟିକିଏ ଛୋଟ କରିବା ଉଚିତ, କାରଣ ମୁଁ ଇମେଜରେ ଏଠାରେ ଗ୍ଲାସ୍ ର ଛାଇ ରଖିବାକୁ ଚାହୁଁଛି  
 
| ଏବଂ ମୁଁ ଭାବୁଛି, ଏହାକୁ ମୁଁ ଆଉ ଟିକିଏ ଛୋଟ କରିବା ଉଚିତ, କାରଣ ମୁଁ ଇମେଜରେ ଏଠାରେ ଗ୍ଲାସ୍ ର ଛାଇ ରଖିବାକୁ ଚାହୁଁଛି  
 +
 
|-
 
|-
 
|07:40
 
|07:40
 
| ମୁଁ ଏବେ Scale ଉପରେ କ୍ଲିକ୍ କରି ମୋର ସ୍କେଲ୍ ହୋଇଥିବା ଇମେଜ ପାଇଲି  
 
| ମୁଁ ଏବେ Scale ଉପରେ କ୍ଲିକ୍ କରି ମୋର ସ୍କେଲ୍ ହୋଇଥିବା ଇମେଜ ପାଇଲି  
 +
 
|-
 
|-
 
|07:49
 
|07:49
 
| ଇମେଜ ଚାରିପଟେ ଫ୍ରେମ୍ ପାଇଁ, ମୁଁ କେବଳ Layer Mask ଆଡ୍ କରିବି  
 
| ଇମେଜ ଚାରିପଟେ ଫ୍ରେମ୍ ପାଇଁ, ମୁଁ କେବଳ Layer Mask ଆଡ୍ କରିବି  
 +
 
|-
 
|-
 
|08:01
 
|08:01
 
| ଆଉ ମୁଁ, ମୋର ଲେୟାର୍ କୁ Black କରିବି, ଯାହା ହେଉଛି Full Transparency  
 
| ଆଉ ମୁଁ, ମୋର ଲେୟାର୍ କୁ Black କରିବି, ଯାହା ହେଉଛି Full Transparency  
 +
 
|-
 
|-
 
|08:07
 
|08:07
 
| ଓ Add ଉପରେ କ୍ଲିକ୍ କରିବି  
 
| ଓ Add ଉପରେ କ୍ଲିକ୍ କରିବି  
 +
 
|-
 
|-
 
|08:13
 
|08:13
 
| ଏବେ ମୁଁ, ଏଠାରେ ଥିବା ବର୍ଡର୍ସ ଭିତରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି ସେଥିରେ ଧଳା ଫିଲ୍ କରିବି
 
| ଏବେ ମୁଁ, ଏଠାରେ ଥିବା ବର୍ଡର୍ସ ଭିତରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି ସେଥିରେ ଧଳା ଫିଲ୍ କରିବି
 +
 
|-
 
|-
 
|08:23
 
|08:23
 
| ମୁଁ ଏଠାକୁ ଧଳା ରଙ୍ଗ ଟାଣି ଆଣିଲି ଏବଂ ଦେଖନ୍ତୁ, ବୋତଲଟି ଦେଖାଦେଲା ଓ ଏଠାରେ ଥିବା ଫ୍ରେମ୍ କୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ କେବଳ ତାହା ଉପରେ ଯୂମ୍ କରିବି  
 
| ମୁଁ ଏଠାକୁ ଧଳା ରଙ୍ଗ ଟାଣି ଆଣିଲି ଏବଂ ଦେଖନ୍ତୁ, ବୋତଲଟି ଦେଖାଦେଲା ଓ ଏଠାରେ ଥିବା ଫ୍ରେମ୍ କୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ କେବଳ ତାହା ଉପରେ ଯୂମ୍ କରିବି  
 +
 
|-
 
|-
 
|08:36
 
|08:36
 
| ଆଉ ମୁଁ, ଲେୟାର୍ ମାସ୍କ ଉପରେ ଅନିୟମିତ ଷ୍ଟ୍ରୋକ୍ସ ସହିତ ଧଳାରେ ପେଣ୍ଟ କରିବି  
 
| ଆଉ ମୁଁ, ଲେୟାର୍ ମାସ୍କ ଉପରେ ଅନିୟମିତ ଷ୍ଟ୍ରୋକ୍ସ ସହିତ ଧଳାରେ ପେଣ୍ଟ କରିବି  
 +
 
|-
 
|-
 
|08:44
 
|08:44
 
| ତାହା କରିବା ପାଇଁ ମୁଁ, Brush Tool ସିଲେକ୍ଟ କରି ଏଠାରେ ଥିବା ଡାୟଲଗ୍ ବକ୍ସକୁ ଯିବି ଓ ପେଣ୍ଟିଙ୍ଗ୍ ପାଇଁ ଏଠାରେ ଏକ ନରମ ବ୍ରଶ୍ ସିଲେକ୍ଟ କରିବି   
 
| ତାହା କରିବା ପାଇଁ ମୁଁ, Brush Tool ସିଲେକ୍ଟ କରି ଏଠାରେ ଥିବା ଡାୟଲଗ୍ ବକ୍ସକୁ ଯିବି ଓ ପେଣ୍ଟିଙ୍ଗ୍ ପାଇଁ ଏଠାରେ ଏକ ନରମ ବ୍ରଶ୍ ସିଲେକ୍ଟ କରିବି   
 +
 
|-
 
|-
 
|09:01
 
|09:01
 
| ପେଣ୍ଟ କରିବା ପୂର୍ବରୁ ମୋତେ, Shift + Ctrl + A ଦାବି ମୋର ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବାକୁ ପଡ଼ିବ, ଆଉ ଏବେ ମୁଁ ଧଳାରେ ପେଣ୍ଟ କରିବା ଆରମ୍ଭ କରିପାରିବି  
 
| ପେଣ୍ଟ କରିବା ପୂର୍ବରୁ ମୋତେ, Shift + Ctrl + A ଦାବି ମୋର ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବାକୁ ପଡ଼ିବ, ଆଉ ଏବେ ମୁଁ ଧଳାରେ ପେଣ୍ଟ କରିବା ଆରମ୍ଭ କରିପାରିବି  
 +
 
|-
 
|-
 
|09:13
 
|09:13
 
| ଧଳା ସିଲେକ୍ଟ ହେଲା
 
| ଧଳା ସିଲେକ୍ଟ ହେଲା
 +
 
|-
 
|-
 
|09:16
 
|09:16
 
| ବର୍ତ୍ତମାନ ମୁଁ, ଏଠାରେ ଚାରିପଟେ ଧଳାରେ ପେଣ୍ଟ କରୁଛି ଆଉ ଦେଖନ୍ତୁ, ମୁଁ ଯେତେବେଳେ ଲେୟାର୍ ମାସ୍କ ଉପରେ ଧଳାରେ ପେଣ୍ଟ କରୁଛି, ତଳେ ଥିବା ଇମେଜକୁ ମୁଁ ପ୍ରକଟ କରୁଛି   
 
| ବର୍ତ୍ତମାନ ମୁଁ, ଏଠାରେ ଚାରିପଟେ ଧଳାରେ ପେଣ୍ଟ କରୁଛି ଆଉ ଦେଖନ୍ତୁ, ମୁଁ ଯେତେବେଳେ ଲେୟାର୍ ମାସ୍କ ଉପରେ ଧଳାରେ ପେଣ୍ଟ କରୁଛି, ତଳେ ଥିବା ଇମେଜକୁ ମୁଁ ପ୍ରକଟ କରୁଛି   
 +
 
|-
 
|-
 
|09:28
 
|09:28
 
| ପେଣ୍ଟିଙ୍ଗଟି ଅନିୟମିତ ହେଲେ ବି ଠିକ୍ ଠାକ୍ ଅଟେ
 
| ପେଣ୍ଟିଙ୍ଗଟି ଅନିୟମିତ ହେଲେ ବି ଠିକ୍ ଠାକ୍ ଅଟେ
 +
 
|-
 
|-
 
|09:40
 
|09:40
 
| ମୁଁ ଏବେ ଏକ ଭିନ୍ନ ବ୍ରଶ୍ ଚୟନ କରୁଛି ଓ ମୁଁ ଭାବୁଛି, ଏଇଟା ଭଲ ହେବ
 
| ମୁଁ ଏବେ ଏକ ଭିନ୍ନ ବ୍ରଶ୍ ଚୟନ କରୁଛି ଓ ମୁଁ ଭାବୁଛି, ଏଇଟା ଭଲ ହେବ
 +
 
|-
 
|-
 
|09:49
 
|09:49
 
| ମୁଁ ଗୋଟିଏ ଅସ୍ପଷ୍ଟ କୋଣ ପାଇଲି   
 
| ମୁଁ ଗୋଟିଏ ଅସ୍ପଷ୍ଟ କୋଣ ପାଇଲି   
 +
 
|-
 
|-
 
|09:52
 
|09:52
 
| ମୁଁ ଇମେଜକୁ 100% ଯୂମ୍ କରୁଛି, ଯେଉଁଥିରୁ ଆପଣ ଏହାକୁ ଦେଖିପାରିବେ
 
| ମୁଁ ଇମେଜକୁ 100% ଯୂମ୍ କରୁଛି, ଯେଉଁଥିରୁ ଆପଣ ଏହାକୁ ଦେଖିପାରିବେ
 +
 
|-
 
|-
 
|10:04
 
|10:04
 
| ମୁଁ ଏଠାରେ ଏକ ପ୍ରକାରର ଅସ୍ପଷ୍ଟ ବର୍ଡର୍ ପାଇଲି ଓ ମୁଁ ଏହା ଉପରେ ଦୁଇଥର ପେଣ୍ଟ କରି ଗୋଟିଏ ମୁହୂର୍ତ୍ତରେ ଏହାକୁ ଆଉ ଟିକିଏ ଅସ୍ପଷ୍ଟ କରିବି
 
| ମୁଁ ଏଠାରେ ଏକ ପ୍ରକାରର ଅସ୍ପଷ୍ଟ ବର୍ଡର୍ ପାଇଲି ଓ ମୁଁ ଏହା ଉପରେ ଦୁଇଥର ପେଣ୍ଟ କରି ଗୋଟିଏ ମୁହୂର୍ତ୍ତରେ ଏହାକୁ ଆଉ ଟିକିଏ ଅସ୍ପଷ୍ଟ କରିବି
 +
 
|-
 
|-
 
|10:16
 
|10:16
 
| ଏବେ ଆପଣ ଦେଖିପାରୁଥିବେ ଯେ, ବର୍ଡର୍ ଟି ଆଉ ଟିକିଏ ଅଧିକ ଅନିୟମିତ ହୋଇଯାଉଛି
 
| ଏବେ ଆପଣ ଦେଖିପାରୁଥିବେ ଯେ, ବର୍ଡର୍ ଟି ଆଉ ଟିକିଏ ଅଧିକ ଅନିୟମିତ ହୋଇଯାଉଛି
 +
 
|-
 
|-
 
|10:22
 
|10:22
 
| ବୋଧହୁଏ, ଏଠାରେ ଏହା ସଠିକ୍ ଟୂଲ୍ ନୁହେଁ, କିନ୍ତୁ ଆପଣ ଭିନ୍ନ ଟୂଲ୍ ବ୍ୟବହାର କରିପାରିବେ ଏବଂ ଏବେ ମୁଁ ଏହି ଇମେଜକୁ ଅଧିକ ଶାର୍ପ କରିବାକୁ ଚାହୁଁଛି
 
| ବୋଧହୁଏ, ଏଠାରେ ଏହା ସଠିକ୍ ଟୂଲ୍ ନୁହେଁ, କିନ୍ତୁ ଆପଣ ଭିନ୍ନ ଟୂଲ୍ ବ୍ୟବହାର କରିପାରିବେ ଏବଂ ଏବେ ମୁଁ ଏହି ଇମେଜକୁ ଅଧିକ ଶାର୍ପ କରିବାକୁ ଚାହୁଁଛି
 +
 
|-
 
|-
 
|10:35
 
|10:35
 
| ଆପଣ ଦେଖିପାରୁଥିବେ ଯେ ମୁଁ, ଏପର୍ଯ୍ୟନ୍ତ ଲେୟାର୍ ମାସ୍କରେ କାମ କରୁଛି
 
| ଆପଣ ଦେଖିପାରୁଥିବେ ଯେ ମୁଁ, ଏପର୍ଯ୍ୟନ୍ତ ଲେୟାର୍ ମାସ୍କରେ କାମ କରୁଛି
 +
 
|-
 
|-
 
|10:41
 
|10:41
 
| ଆପଣ ଏଠାରେ ତାହାକୁ ଦେଖିପାରିବେ  
 
| ଆପଣ ଏଠାରେ ତାହାକୁ ଦେଖିପାରିବେ  
 +
 
|-
 
|-
 
|10:43
 
|10:43
 
| ଏଠାରେ ଲେୟାର୍ ମାସ୍କ ଧଳାରେ ସିଲେକ୍ଟ ହୋଇଛି
 
| ଏଠାରେ ଲେୟାର୍ ମାସ୍କ ଧଳାରେ ସିଲେକ୍ଟ ହୋଇଛି
 +
 
|-
 
|-
 
|10:47
 
|10:47
 
| ତେଣୁ, Filter, Blur, Gaussian Blur ଉପରେ କ୍ଲିକ୍ କରନ୍ତୁ. ମୁଁ ଏଠାରେ ଉଚ୍ଚ ବ୍ଲର୍ କାଉଣ୍ଟ ସିଲେକ୍ଟ କରିଛି ଓ ମୁଁ ଭାବୁଛି, ତାହା ଠିକ୍ ଅଛି  
 
| ତେଣୁ, Filter, Blur, Gaussian Blur ଉପରେ କ୍ଲିକ୍ କରନ୍ତୁ. ମୁଁ ଏଠାରେ ଉଚ୍ଚ ବ୍ଲର୍ କାଉଣ୍ଟ ସିଲେକ୍ଟ କରିଛି ଓ ମୁଁ ଭାବୁଛି, ତାହା ଠିକ୍ ଅଛି  
 +
 
|-
 
|-
 
|11:03
 
|11:03
 
| ଏବେ ମୋ ପାଖରେ ଏଠାରେ ପ୍ରକୃତରେ ଅସ୍ପଷ୍ଟ ବର୍ଡର୍ ଅଛି  
 
| ଏବେ ମୋ ପାଖରେ ଏଠାରେ ପ୍ରକୃତରେ ଅସ୍ପଷ୍ଟ ବର୍ଡର୍ ଅଛି  
 +
 
|-
 
|-
 
|11:10
 
|11:10
 
| ତେଣୁ, ଚାଲନ୍ତୁ ପୂରା ଇମେଜକୁ ଦେଖିବା.  Shift + Ctrl + E
 
| ତେଣୁ, ଚାଲନ୍ତୁ ପୂରା ଇମେଜକୁ ଦେଖିବା.  Shift + Ctrl + E
 +
 
|-
 
|-
 
|11:17
 
|11:17
 
| ମୋ ପାଖରେ ମୋ Triptychର ପ୍ରଥମ ଭାଗ ଅଛି ଏବଂ ମୁଁ  ଅନ୍ୟଗୁଡ଼ିକୁ ସମାନ ମାର୍ଗରେ କରିବି  
 
| ମୋ ପାଖରେ ମୋ Triptychର ପ୍ରଥମ ଭାଗ ଅଛି ଏବଂ ମୁଁ  ଅନ୍ୟଗୁଡ଼ିକୁ ସମାନ ମାର୍ଗରେ କରିବି  
 +
 
|-
 
|-
 
|11:26
 
|11:26
 
| ମୁଁ ଅନ୍ୟ ଇମେଜଗୁଡ଼ିକ ସହିତ କାମ ପୂର୍ଣ୍ଣ କରିସାରିଛି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ମୁଁ ରୂଲର୍ସ ଉପରେ ଅଧିକ ପେଣ୍ଟ କରିଦେଇଛି ଓ ମୁଁ ଏଠାରେ ମଧ୍ୟ ତାହା କରିପାରିବି  
 
| ମୁଁ ଅନ୍ୟ ଇମେଜଗୁଡ଼ିକ ସହିତ କାମ ପୂର୍ଣ୍ଣ କରିସାରିଛି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ମୁଁ ରୂଲର୍ସ ଉପରେ ଅଧିକ ପେଣ୍ଟ କରିଦେଇଛି ଓ ମୁଁ ଏଠାରେ ମଧ୍ୟ ତାହା କରିପାରିବି  
 +
 
|-
 
|-
 
|11:39
 
|11:39
 
| ଏବେ ମୁଁ  ରୂଲର୍ସ କାଢିଦେବାକୁ ଚାହୁଁଛି ଏବଂ ତାହା କରିବାର ନୂଆ ମାର୍ଗ ହେଉଛି, Image, Image Guidesକୁ ଯାଇ ଏଠାରେ ସମସ୍ତ ଗାଇଡ୍ସ କାଢିଦେଇପାରିବି  
 
| ଏବେ ମୁଁ  ରୂଲର୍ସ କାଢିଦେବାକୁ ଚାହୁଁଛି ଏବଂ ତାହା କରିବାର ନୂଆ ମାର୍ଗ ହେଉଛି, Image, Image Guidesକୁ ଯାଇ ଏଠାରେ ସମସ୍ତ ଗାଇଡ୍ସ କାଢିଦେଇପାରିବି  
 +
 
|-
 
|-
 
|11:54
 
|11:54
 
| ଆଉ ମୁଁ ଜାଣିଲି ଯେ, ମୁଁ ଏଠାରେ ଗୋଟିଏ New Guide କରିପାରିବି ଏବଂ ଅଙ୍କ ଭାବେ ସ୍ଥିତି ସିଲେକ୍ଟ କରିପାରିବି  
 
| ଆଉ ମୁଁ ଜାଣିଲି ଯେ, ମୁଁ ଏଠାରେ ଗୋଟିଏ New Guide କରିପାରିବି ଏବଂ ଅଙ୍କ ଭାବେ ସ୍ଥିତି ସିଲେକ୍ଟ କରିପାରିବି  
 +
 
|-
 
|-
 
|12:03
 
|12:03
 
| ଏହି ଅପ୍ସନଗୁଡ଼ିକର ଉପସ୍ଥିତି ଚମତ୍କାର
 
| ଏହି ଅପ୍ସନଗୁଡ଼ିକର ଉପସ୍ଥିତି ଚମତ୍କାର
 +
 
|-
 
|-
 
|12:08
 
|12:08
 
| GIMPରେ ଅନେକ ଅପ୍ସନ୍ସ ଅଛି, ଯେଉଁ ସବୁକୁ ଆପଣ ମନେରଖିପାରିବେ ନାହିଁ  
 
| GIMPରେ ଅନେକ ଅପ୍ସନ୍ସ ଅଛି, ଯେଉଁ ସବୁକୁ ଆପଣ ମନେରଖିପାରିବେ ନାହିଁ  
 +
 
|-
 
|-
 
|12:14
 
|12:14
 
| Viewକୁ ଯାଇ Layer Boundryକୁ ଡି-ସିଲେକ୍ଟ କରନ୍ତୁ  
 
| Viewକୁ ଯାଇ Layer Boundryକୁ ଡି-ସିଲେକ୍ଟ କରନ୍ତୁ  
 +
 
|-
 
|-
 
|12:18
 
|12:18
 
| ମୁଁ ଏହି ବୋତଲକୁ କୋଣରେ ଆଉ ଟିକିଏ ଉପରେ ରଖିବାକୁ ଚାହୁଁଛି
 
| ମୁଁ ଏହି ବୋତଲକୁ କୋଣରେ ଆଉ ଟିକିଏ ଉପରେ ରଖିବାକୁ ଚାହୁଁଛି
 +
 
|-
 
|-
 
|12:23
 
|12:23
 
| ମୁଁ ଭାବୁଛି, ଏଠାରେ ଟିକିଏ ଅଧିକ ଜାଗା ଅଛି, ଆଉ ଏଠାରେ ଟିକିଏ କମ୍ ଅଛି  
 
| ମୁଁ ଭାବୁଛି, ଏଠାରେ ଟିକିଏ ଅଧିକ ଜାଗା ଅଛି, ଆଉ ଏଠାରେ ଟିକିଏ କମ୍ ଅଛି  
 +
 
|-
 
|-
 
|12:30
 
|12:30
 
| Right ଓ Center ଇମେଜ ଏଠାରେ ଠିକ୍ କୋଣରେ ଅଛି ବୋଲି ମୁଁ ଭାବୁଛି
 
| Right ଓ Center ଇମେଜ ଏଠାରେ ଠିକ୍ କୋଣରେ ଅଛି ବୋଲି ମୁଁ ଭାବୁଛି
 +
 
|-
 
|-
 
|12:36
 
|12:36
 
| ହେଲେ, ଏହି ବୋତଲଟି ସେଠାକୁ ଉପରକୁ ଯିବା ଉଚିତ
 
| ହେଲେ, ଏହି ବୋତଲଟି ସେଠାକୁ ଉପରକୁ ଯିବା ଉଚିତ
 +
 
|-
 
|-
 
|12:41
 
|12:41
 
| ତେଣୁ ମୁଁ, Full Screen Modeରୁ ବାହାରିଯିବି,  
 
| ତେଣୁ ମୁଁ, Full Screen Modeରୁ ବାହାରିଯିବି,  
 +
 
|-
 
|-
 
|12:45
 
|12:45
 
| ମୁଁ Center ଓ Right ଲେୟାର୍ କୁ ଡି-ସିଲେକ୍ଟ କରି Left ଲେୟାର୍ ଉପରେ ଧ୍ୟାନକେନ୍ଦ୍ରିତ କରିବି   
 
| ମୁଁ Center ଓ Right ଲେୟାର୍ କୁ ଡି-ସିଲେକ୍ଟ କରି Left ଲେୟାର୍ ଉପରେ ଧ୍ୟାନକେନ୍ଦ୍ରିତ କରିବି   
 +
 
|-
 
|-
 
|12:54
 
|12:54
 
| ଗାଇଡାନ୍ସ ପାଇଁ ମୋତେ ଏବେ ରୂଲର୍ସ ଦରକାର  
 
| ଗାଇଡାନ୍ସ ପାଇଁ ମୋତେ ଏବେ ରୂଲର୍ସ ଦରକାର  
 +
 
|-
 
|-
 
|12:58
 
|12:58
 
| ତେଣୁ, Image, Guides, New Guide ଉପରେ କ୍ଲିକ୍ କରି Horizontal Positionରେ 100 ଟାଇପ୍ କରନ୍ତୁ  
 
| ତେଣୁ, Image, Guides, New Guide ଉପରେ କ୍ଲିକ୍ କରି Horizontal Positionରେ 100 ଟାଇପ୍ କରନ୍ତୁ  
 +
 
|-
 
|-
 
|13:10
 
|13:10
 
| ପୁଣିଥରେ Image, Guides, New Guideକୁ ଯାଇ Vertical Positionକୁ 100 ଭାବେ ସିଲେକ୍ଟ କରନ୍ତୁ  
 
| ପୁଣିଥରେ Image, Guides, New Guideକୁ ଯାଇ Vertical Positionକୁ 100 ଭାବେ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|13:20
 
|13:20
 
| ଆଉ ମୁଁ ଏବେ, ମୋର Move Tool ସିଲେକ୍ଟ କରିବି.  ଅପ୍ସନ୍ସକୁ ଯାଆନ୍ତୁ, Move The Active Layerକୁ ସିଲେକ୍ଟ କରନ୍ତୁ ଏବଂ ଏଠାରେ ଏହାକୁ ଉପରକୁ ଘୁଞ୍ଚାନ୍ତୁ  
 
| ଆଉ ମୁଁ ଏବେ, ମୋର Move Tool ସିଲେକ୍ଟ କରିବି.  ଅପ୍ସନ୍ସକୁ ଯାଆନ୍ତୁ, Move The Active Layerକୁ ସିଲେକ୍ଟ କରନ୍ତୁ ଏବଂ ଏଠାରେ ଏହାକୁ ଉପରକୁ ଘୁଞ୍ଚାନ୍ତୁ  
 +
 
|-
 
|-
 
|13:37
 
|13:37
 
| ମୁଁ ଭାବୁଛି, ମୁଁ ଗୋଟିଏ ଭୁଲ୍ କରିଦେଲି. ତେଣୁ ମୁଁ, Ctrl + Z ଦାବି ଏହି ପଦାଙ୍କକୁ Undo କରିବି ଏବଂ ଦେଖନ୍ତୁ, ଏଠାରେ ଦେଖନ୍ତୁ, ମାସ୍କଟି ସିଲେକ୍ଟ ହୋଇଗଲା
 
| ମୁଁ ଭାବୁଛି, ମୁଁ ଗୋଟିଏ ଭୁଲ୍ କରିଦେଲି. ତେଣୁ ମୁଁ, Ctrl + Z ଦାବି ଏହି ପଦାଙ୍କକୁ Undo କରିବି ଏବଂ ଦେଖନ୍ତୁ, ଏଠାରେ ଦେଖନ୍ତୁ, ମାସ୍କଟି ସିଲେକ୍ଟ ହୋଇଗଲା
 +
 
|-
 
|-
 
|13:49
 
|13:49
 
| ମୁଁ ଲେୟାରଟିକୁ ଘୁଞ୍ଚାଇବାକୁ ଚାହୁଁଛି
 
| ମୁଁ ଲେୟାରଟିକୁ ଘୁଞ୍ଚାଇବାକୁ ଚାହୁଁଛି
 +
 
|-
 
|-
 
|13:51
 
|13:51
 
| ତେଣୁ, ଏବେ ମୁଁ ଇମେଜକୁ ସିଲେକ୍ଟ କରିବି ଏବଂ ଉପରକୁ ଭିଡ଼ିବି ଓ ତା’ ସହିତ ମାସ୍କଟି ମଧ୍ୟ ଘୁଞ୍ଚିଯିବ
 
| ତେଣୁ, ଏବେ ମୁଁ ଇମେଜକୁ ସିଲେକ୍ଟ କରିବି ଏବଂ ଉପରକୁ ଭିଡ଼ିବି ଓ ତା’ ସହିତ ମାସ୍କଟି ମଧ୍ୟ ଘୁଞ୍ଚିଯିବ
 +
 
|-
 
|-
 
|13:58
 
|13:58
 
| ମାସ୍କକୁ ଲକ୍ କରିବା ପାଇଁ ମୁଁ କୌଣସି ମାର୍ଗ ପାଇଲି ନାହିଁ, କିନ୍ତୁ ମୁଁ ତାକୁ ଠିକ୍ କରିପାରିବି
 
| ମାସ୍କକୁ ଲକ୍ କରିବା ପାଇଁ ମୁଁ କୌଣସି ମାର୍ଗ ପାଇଲି ନାହିଁ, କିନ୍ତୁ ମୁଁ ତାକୁ ଠିକ୍ କରିପାରିବି
 +
 
|-
 
|-
 
|14:04
 
|14:04
 
| ମୁଁ ଲେୟାର୍ ମାସ୍କ ସିଲେକ୍ଟ କଲି ଏବଂ ତାକୁ ଏଠାରେ ମୋ କୋଣକୁ ଟାଣି ଆଣିଲି  
 
| ମୁଁ ଲେୟାର୍ ମାସ୍କ ସିଲେକ୍ଟ କଲି ଏବଂ ତାକୁ ଏଠାରେ ମୋ କୋଣକୁ ଟାଣି ଆଣିଲି  
 +
 
|-
 
|-
 
|14:13
 
|14:13
 
| ମୁଁ ଭାବୁଛି, ଏବେ ଏହା ବଢ଼ିଆ ଦେଖାଗଲା  
 
| ମୁଁ ଭାବୁଛି, ଏବେ ଏହା ବଢ଼ିଆ ଦେଖାଗଲା  
 +
 
|-
 
|-
 
|14:19
 
|14:19
 
| ଆଉ ଏବେ, ନ୍ୟୁୟର୍କରେ ଥିବା ଜେସନ୍ ଙ୍କ ସାହାଯ୍ୟରେ ଇମେଜଟି ସମ୍ପୂର୍ଣ୍ଣ ହେଲା  
 
| ଆଉ ଏବେ, ନ୍ୟୁୟର୍କରେ ଥିବା ଜେସନ୍ ଙ୍କ ସାହାଯ୍ୟରେ ଇମେଜଟି ସମ୍ପୂର୍ଣ୍ଣ ହେଲା  
 +
 
|-
 
|-
 
|14:28
 
|14:28
 
| ନା, ଇମେଜଟି ସମ୍ପୂର୍ଣ୍ଣ ହୋଇନାହିଁ  
 
| ନା, ଇମେଜଟି ସମ୍ପୂର୍ଣ୍ଣ ହୋଇନାହିଁ  
 +
 
|-
 
|-
 
|14:32
 
|14:32
 
| ମୁଁ ସାଧାରଣତଃ କିଛି ଭୁଲେ ନାହିଁ, କିନ୍ତୁ ରେକର୍ଡିଙ୍ଗ୍ କରିବା ସମୟରେ ସବୁବେଳେ ଭୁଲିଯାଏ, କାରଣ ମୋତେ, ମୋର ଇମେଜ ତିଆରି କରିବା ବ୍ୟତୀତ ଅନ୍ୟ ଅନେକ ଜିନିଷ ବିଷୟରେ ଭାବିବାକୁ ହୋଇଥାଏ  
 
| ମୁଁ ସାଧାରଣତଃ କିଛି ଭୁଲେ ନାହିଁ, କିନ୍ତୁ ରେକର୍ଡିଙ୍ଗ୍ କରିବା ସମୟରେ ସବୁବେଳେ ଭୁଲିଯାଏ, କାରଣ ମୋତେ, ମୋର ଇମେଜ ତିଆରି କରିବା ବ୍ୟତୀତ ଅନ୍ୟ ଅନେକ ଜିନିଷ ବିଷୟରେ ଭାବିବାକୁ ହୋଇଥାଏ  
 +
 
|-
 
|-
 
|14:47
 
|14:47
 
| ମୁଁ ପୁଣି ଏହାକୁ ସେଭ୍ କରିବାକୁ ଭୁଲିଗଲି  
 
| ମୁଁ ପୁଣି ଏହାକୁ ସେଭ୍ କରିବାକୁ ଭୁଲିଗଲି  
 +
 
|-
 
|-
 
|14:56
 
|14:56
 
| ଏହାକୁ jaegermeister.xcf ନାମରେ ସେଭ୍ କରନ୍ତୁ. xcfରେ ସମସ୍ତ ଲେୟାର୍ ସୂଚନା ରହିଥାଏ ଏବଂ ମୁଁ, ୱେବ୍ ପାଇଁ ରିସ୍କେଲିଙ୍ଗ୍ ବିଷୟକ ସମସ୍ତ ଜିନିଷକୁ କାଟି ଦେବି  
 
| ଏହାକୁ jaegermeister.xcf ନାମରେ ସେଭ୍ କରନ୍ତୁ. xcfରେ ସମସ୍ତ ଲେୟାର୍ ସୂଚନା ରହିଥାଏ ଏବଂ ମୁଁ, ୱେବ୍ ପାଇଁ ରିସ୍କେଲିଙ୍ଗ୍ ବିଷୟକ ସମସ୍ତ ଜିନିଷକୁ କାଟି ଦେବି  
 +
 
|-
 
|-
 
|15:08
 
|15:08
 
| meetthegimp.orgରେ ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ କୁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ  
 
| meetthegimp.orgରେ ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ କୁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ  
 +
 
|-
 
|-
 
|15:18
 
|15:18
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 +
|}

Latest revision as of 15:44, 6 April 2017

Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:30 ମୁଁ ନ୍ୟୁୟର୍କରେ ଜେସନ୍ ଙ୍କଠାରୁ ଗୋଟିଏ ଇ-ମେଲ୍ ପାଇଛି ଏବଂ ମୁଁ Triptychs ଆରମ୍ଭ କରିବା ପୂର୍ବରୁ, ଏହାକୁ କରିବାର ଏକ ଭିନ୍ନ ମାର୍ଗ ଖୋଜିବା ପାଇଁ ସେ, Triptychs ଶୋ’ ବନ୍ଦ କରିଦେଇଛନ୍ତି
00:45 ଏବଂ Layer Mask ବ୍ୟବହାର ସହିତ ସେ ଏକ ଭିନ୍ନ ମାର୍ଗ ପାଇଛନ୍ତି
00:50 ଆଉ ମୁଁ ଭାବୁଛି, ତାହାକୁ ମୁଁ ଏହି ଟ୍ୟୁଟୋରିଆଲରେ ଆପଣଙ୍କୁ ଦେଖାଇବା ଉଚିତ
00:57 ମୁଁ ଆପଣଙ୍କୁ ସେହି ଇମେଜ ଦେଖାଇପାରିବି ନାହିଁ, ଯାହା ଜେସନ୍, Triptychs କରିବା ପାଈଁ ବ୍ୟବହାର କରିଥିଲେ, କାରଣ ସେ ମାଗଣାରେ ଉପଲବ୍ଧ ଇମେଜଗୁଡ଼ିକୁ ବ୍ୟବହାର କରିନଥିଲେ, ତେଣୁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରିବି ନାହିଁ
01:10 Triptychs କରିବା ପାଇଁ ଲେୟାର୍ ମାସ୍କର ବ୍ୟବହାର କରିବା ବହୁତ ସହଜ ଏବଂ ଲେୟାର୍ ମାସ୍କ ବ୍ୟବହାର କରିବାର ତାଙ୍କ ପଦ୍ଧତିରେ ମୁଁ ସାମାନ୍ୟ ସଂଶୋଧନ କରିଛି
01:21 ମୋତେ କାହିଁକି ସେହି ଆଇଡିଆ ଆସିଲାନି କେଜାଣି
01:25 ଆଉ ମୁଁ, ଏଠାରେ ଥିବା ତିନୋଟି ଶଟ୍ସ ସହିତ Triptychs କରିବାକୁ ଚାହୁଁଛି
01:31 ଏହି ଇମେଜକୁ ମୁଁ ବାମ ପଟେ, 2ୟଟିକୁ ମଝିରେ ଓ ଏଇଟିକୁ ଡାହାଣ ପଟେ ରଖିବି
01:42 ମୁଁ ଏହି ସ୍କ୍ୱୟାର୍ ଫ୍ରେମ୍ ଗୁଡ଼ିକୁ ଏପରି କିଛିରେ ପରିବର୍ତ୍ତନ କରିବାକୁ ଚାହୁଁଛି, ଯାହା ଏହି ଇମେଜ ସହିତ ଖାପ ଖାଇବ
01:49 ଏହା କିପରି କାମ କରୁଛି, ତାହା ଆମେ ଦେଖିବା
01:53 ଏବେ, ଏଠାରେ ଥିବା ଇମେଜଗୁଡ଼ିକ ସହିତ ମୁଁ Triptychs କରିବା ଆରମ୍ଭ କରିବି ଏବଂ ମୋର ଟୂଲ୍ ବକ୍ସକୁ Foregroundକୁ ଆଣିବା ପାଇଁ ମୁଁ Tab ଦାବିବି
02:05 File ଉପରେ କ୍ଲିକ୍ କରି ଏକ ନୂଆ ଇମେଜ୍ କ୍ରିଏଟ୍ କରିବା ପାଇଁ New ସିଲେକ୍ଟ କରନ୍ତୁ ଏବଂ ଆମେ, ଓସାର ପାଇଁ 3400 ଓ ଉଚ୍ଚତା ପାଇଁ 1200 ଡିଫଲ୍ଟ ଭାଲ୍ୟୁ ପାଇବା
02:19 ମୋ ପାଖରେ ଏବେ, 1000 by 1000ର ତିନୋଟି ଇମେଜ ଅଛି, ସେଗୁଡ଼ିକ ମଧ୍ୟରେ 100 ପିକ୍ସେଲର ବର୍ଡର୍ ଅଛି
02:31 ଚାଲନ୍ତୁ ଦେଖିବା, ତାହା କିପରି କାମ କରୁଛି
02:36 ଏହି ଇମେଜକୁ, ନୂଆ ଇମେଜ ମଧ୍ୟକୁ ନେବାପାଇଁ ମୁଁ, ଟୂଲ୍ ବକ୍ସରୁ ଏହି ଇମେଜର Background Layerକୁ ଏଠାରେ ଥିବା ମୋର ନୂଆ ଇମେଜକୁ ଡ୍ରାଗ୍ କରିବି ଏବଂ ଆପଣ ଏଠାରେ Background Copy ପାଇବେ
02:54 ଏହା ହେଉଛି ମୋର ପୂରା ବାମପଟେ ଥିବା ଇମେଜ, ତେଣୁ ମୁଁ ଏହାର ନାମ ଭାବେ Left ଟାଇପ୍ କରିସାରି Return/Enter ଦାବିବି
03:04 ଏହି ଇମେଜ୍, ବାମପଟେ ରହିବା ଦରକାର
03:08 ଏବଂ ପରବର୍ତ୍ତୀ ଇମେଜକୁ ଆମେ ଡାହାଣପଟେ ରଖିବା. ତେଣୁ ମୁଁ, ସମାନ ଭାବରେ ଇମେଜକୁ ଟାଣି ଆଣିବି ଏବଂ ତଦନୁସାରେ ତାହାର ନାମ Right ଦେବି
03:32 ଆଉ ଏହା ହେଉଛି 3ୟ ଇମେଜ୍. ଏହା ମୋର ମଝି ୱିଣ୍ଡୋ ହେବ. ତେଣୁ, ଏହି ଇମେଜକୁ ମୁଁ ନୂଆ ଇମେଜକୁ ଟାଣି ଆଣି ଏହି ଲେୟାର୍ ନାମ Center ଦେବି
03:49 ମୁଁ, Right ଓ Central ଲେୟାର୍ସକୁ ଅଦୃଶ୍ୟ କରିଦେଇଛି ଏବଂ ଏବେ ମୁଁ, Left ଲେୟାରକୁ ସାମାନ୍ୟ ତଳକୁ ଖସାଇବାକୁ ଚାହୁଁଛି. ଯେତେବେଳେ ମୁଁ ଯୂମ୍ କୁ 10% କମାଇଲି, ଏହି ଲେୟାରର ବର୍ଡର୍ କୁ ଆପଣ ଦେଖିପାରିବେ ଏବଂ ଏବେ, ଇମେଜର ଫୂଲ୍ ଫ୍ରେମ୍ ଦେଖାଯାଉଛି
04:16 ମୁଁ ଏବେ, Move Tool ସିଲେକ୍ଟ କଲି, ଯେଉଁଥିରୁ ମୁଁ ଏହି ଇମେଜକୁ ଘୁଞ୍ଚାଇ ଟିକିଏ ଆଡଜଷ୍ଟ କରିପାରିବି
04:26 ଏହି ଇମେଜଟି ଘୁଞ୍ଚୁନାହିଁ, କାରଣ ମୁଁ Center Layer କୁ ସିଲେକ୍ଟ କରିଛି
04:33 ତେଣୁ, ମୁଁ Left Layer କୁ ସିଲେକ୍ଟ କରି, ତାକୁ ଘୁଞ୍ଚାଇ ବୋତଲକୁ ଠିକ୍ କଲି
04:39 ମୁଁ ଏହି ଲେୟାରକୁ ଟିକିଏ ତଳକୁ ଖସାଇବାକୁ ଚାହୁଁଛି, ତେଣୁ ମୁଁ ଟୂଲ୍ ବକ୍ସରୁ Scale Tool ସିଲେକ୍ଟ କଲି ଏବଂ Tool Infoକୁ ଯାଇ Aspect Ratio ଉପରେ କ୍ଲିକ୍ କଲି, ଆଉ Previewରେ Image ଅପ୍ସନ୍ ଚୟନ କଲି
04:59 ଆଉ ଏବେ, ମୁଁ ଲେୟାର୍ ଉପରେ କ୍ଲିକ୍ କଲି ଏବଂ Info ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣି ଆଣିଲି ତଥା କୋଣରୁ ତାକୁ ହ୍ରାସ କଲି
05:09 ମୁଁ ଭାବୁଛି, ଅଧିକା କିମ୍ୱା ଟିକେ କମ୍
05:15 ମୁଁ ଏହି ଇମଜକୁ ଧରି ଯେଉଁଠାକୁ ଚାହିଁବି ନେଇପାରିବି ଏବଂ ମୁଁ, ଏଠାରେ କିଛି ଗାଇଡ୍ ଲାଇନ୍ସ ରଖିବା ଉଚିତ ବୋଲି ଭାବୁଛି
05:30 ତେଣୁ ମୁଁ, ଇମେଜକୁ 100% ୟୂମ୍ କରି ଉପର ବାମପଟ କୋଣକୁ ଗଲି
05:38 ଏବେ, ମୁଁ ଉପରୁ ରୂଲର୍ସ ଟାଣି ଆଣି ଏଠାରେ ଗାଇଡ୍ ଲାଇନ୍ସ ପାଇଁ ରଖୁଛି
05:43 ମୁଁ ରୂଲର୍ କୁ କାହିଁକି ଘୁଞ୍ଚାଇପାରୁନି? ଏଠାରେ, Move the Active Layer ଅପ୍ସନ୍ ଅଛି. ଏହାକୁ ସିଲେକ୍ଟ କରି ମୁଁ, Active Layerକୁ ଘୁଞ୍ଚାଇପାରିବି
06:01 ଲେୟାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଏହା ଏକ ଉତ୍ତମ ଅପ୍ସନ୍ ଏବଂ ମୁଁ, ଡାହାଣପଟେ 100 ଭାବେ ଫ୍ରେମ୍ ର ଆକାର ସିଲେକ୍ଟ କରି ତଳକୁ ଗଲି ଓ ତାହାକୁ 1100 ସେଟ୍ କଲି ତଥା ଡାହାଣପଟେ ମୁଁ ତାହାକୁ 1100 ଭାବେ ସେଟ୍ କଲି
06:31 ମୋ ଇମେଜ ପାଇଁ ଏହା ହେଉଛି ଫ୍ରେମ୍
06:34 Shift + Ctrl + E, ମୋତେ ସମଗ୍ର ଇମେଜ୍ ଦିଏ ଏବଂ ଏବେ ମୁଁ, Active Layer ଅପ୍ସନ୍ ସିଲେକ୍ଟ କଲି
06:43 ଆଉ Zoom Ratioରେ 10% ସିଲେକ୍ଟ କଲି
06:48 ମୁଁ ଭାବୁଛି, ମୁଁ 13% ସିଲେକ୍ଟ କରିବା ଉଚିତ ଓ ତାହା ଯଥେଷ୍ଟ
06:59 ମୁଁ Scale Tool ଉପରେ କରି Aspect Ratio ରଖିଲି ଏବଂ ଏହି Scale ୱିଣ୍ଡୋକୁ ଫ୍ରେମ୍ ବାହାରକୁ ଟାଣି ଆଣିଲି
07:10 ଏବେ ମୁଁ ଏହି ଇମେଜକୁ ସ୍କେଲ୍ କରିବି
07:14 ମୋ ପାଖରେ ଏବେ ଫ୍ରେମ୍ ଅଛି, ଯେଉଁଠାରେ ମୁଁ ଏହି ଇମେଜକୁ ରଖିବାକୁ ଚାହୁଁଛି
07:21 ଏବଂ ମୁଁ ଭାବୁଛି, ଏହାକୁ ମୁଁ ଆଉ ଟିକିଏ ଛୋଟ କରିବା ଉଚିତ, କାରଣ ମୁଁ ଇମେଜରେ ଏଠାରେ ଗ୍ଲାସ୍ ର ଛାଇ ରଖିବାକୁ ଚାହୁଁଛି
07:40 ମୁଁ ଏବେ Scale ଉପରେ କ୍ଲିକ୍ କରି ମୋର ସ୍କେଲ୍ ହୋଇଥିବା ଇମେଜ ପାଇଲି
07:49 ଇମେଜ ଚାରିପଟେ ଫ୍ରେମ୍ ପାଇଁ, ମୁଁ କେବଳ Layer Mask ଆଡ୍ କରିବି
08:01 ଆଉ ମୁଁ, ମୋର ଲେୟାର୍ କୁ Black କରିବି, ଯାହା ହେଉଛି Full Transparency
08:07 ଓ Add ଉପରେ କ୍ଲିକ୍ କରିବି
08:13 ଏବେ ମୁଁ, ଏଠାରେ ଥିବା ବର୍ଡର୍ସ ଭିତରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି ସେଥିରେ ଧଳା ଫିଲ୍ କରିବି
08:23 ମୁଁ ଏଠାକୁ ଧଳା ରଙ୍ଗ ଟାଣି ଆଣିଲି ଏବଂ ଦେଖନ୍ତୁ, ବୋତଲଟି ଦେଖାଦେଲା ଓ ଏଠାରେ ଥିବା ଫ୍ରେମ୍ କୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ କେବଳ ତାହା ଉପରେ ଯୂମ୍ କରିବି
08:36 ଆଉ ମୁଁ, ଲେୟାର୍ ମାସ୍କ ଉପରେ ଅନିୟମିତ ଷ୍ଟ୍ରୋକ୍ସ ସହିତ ଧଳାରେ ପେଣ୍ଟ କରିବି
08:44 ତାହା କରିବା ପାଇଁ ମୁଁ, Brush Tool ସିଲେକ୍ଟ କରି ଏଠାରେ ଥିବା ଡାୟଲଗ୍ ବକ୍ସକୁ ଯିବି ଓ ପେଣ୍ଟିଙ୍ଗ୍ ପାଇଁ ଏଠାରେ ଏକ ନରମ ବ୍ରଶ୍ ସିଲେକ୍ଟ କରିବି
09:01 ପେଣ୍ଟ କରିବା ପୂର୍ବରୁ ମୋତେ, Shift + Ctrl + A ଦାବି ମୋର ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବାକୁ ପଡ଼ିବ, ଆଉ ଏବେ ମୁଁ ଧଳାରେ ପେଣ୍ଟ କରିବା ଆରମ୍ଭ କରିପାରିବି
09:13 ଧଳା ସିଲେକ୍ଟ ହେଲା
09:16 ବର୍ତ୍ତମାନ ମୁଁ, ଏଠାରେ ଚାରିପଟେ ଧଳାରେ ପେଣ୍ଟ କରୁଛି ଆଉ ଦେଖନ୍ତୁ, ମୁଁ ଯେତେବେଳେ ଲେୟାର୍ ମାସ୍କ ଉପରେ ଧଳାରେ ପେଣ୍ଟ କରୁଛି, ତଳେ ଥିବା ଇମେଜକୁ ମୁଁ ପ୍ରକଟ କରୁଛି
09:28 ପେଣ୍ଟିଙ୍ଗଟି ଅନିୟମିତ ହେଲେ ବି ଠିକ୍ ଠାକ୍ ଅଟେ
09:40 ମୁଁ ଏବେ ଏକ ଭିନ୍ନ ବ୍ରଶ୍ ଚୟନ କରୁଛି ଓ ମୁଁ ଭାବୁଛି, ଏଇଟା ଭଲ ହେବ
09:49 ମୁଁ ଗୋଟିଏ ଅସ୍ପଷ୍ଟ କୋଣ ପାଇଲି
09:52 ମୁଁ ଇମେଜକୁ 100% ଯୂମ୍ କରୁଛି, ଯେଉଁଥିରୁ ଆପଣ ଏହାକୁ ଦେଖିପାରିବେ
10:04 ମୁଁ ଏଠାରେ ଏକ ପ୍ରକାରର ଅସ୍ପଷ୍ଟ ବର୍ଡର୍ ପାଇଲି ଓ ମୁଁ ଏହା ଉପରେ ଦୁଇଥର ପେଣ୍ଟ କରି ଗୋଟିଏ ମୁହୂର୍ତ୍ତରେ ଏହାକୁ ଆଉ ଟିକିଏ ଅସ୍ପଷ୍ଟ କରିବି
10:16 ଏବେ ଆପଣ ଦେଖିପାରୁଥିବେ ଯେ, ବର୍ଡର୍ ଟି ଆଉ ଟିକିଏ ଅଧିକ ଅନିୟମିତ ହୋଇଯାଉଛି
10:22 ବୋଧହୁଏ, ଏଠାରେ ଏହା ସଠିକ୍ ଟୂଲ୍ ନୁହେଁ, କିନ୍ତୁ ଆପଣ ଭିନ୍ନ ଟୂଲ୍ ବ୍ୟବହାର କରିପାରିବେ ଏବଂ ଏବେ ମୁଁ ଏହି ଇମେଜକୁ ଅଧିକ ଶାର୍ପ କରିବାକୁ ଚାହୁଁଛି
10:35 ଆପଣ ଦେଖିପାରୁଥିବେ ଯେ ମୁଁ, ଏପର୍ଯ୍ୟନ୍ତ ଲେୟାର୍ ମାସ୍କରେ କାମ କରୁଛି
10:41 ଆପଣ ଏଠାରେ ତାହାକୁ ଦେଖିପାରିବେ
10:43 ଏଠାରେ ଲେୟାର୍ ମାସ୍କ ଧଳାରେ ସିଲେକ୍ଟ ହୋଇଛି
10:47 ତେଣୁ, Filter, Blur, Gaussian Blur ଉପରେ କ୍ଲିକ୍ କରନ୍ତୁ. ମୁଁ ଏଠାରେ ଉଚ୍ଚ ବ୍ଲର୍ କାଉଣ୍ଟ ସିଲେକ୍ଟ କରିଛି ଓ ମୁଁ ଭାବୁଛି, ତାହା ଠିକ୍ ଅଛି
11:03 ଏବେ ମୋ ପାଖରେ ଏଠାରେ ପ୍ରକୃତରେ ଅସ୍ପଷ୍ଟ ବର୍ଡର୍ ଅଛି
11:10 ତେଣୁ, ଚାଲନ୍ତୁ ପୂରା ଇମେଜକୁ ଦେଖିବା. Shift + Ctrl + E
11:17 ମୋ ପାଖରେ ମୋ Triptychର ପ୍ରଥମ ଭାଗ ଅଛି ଏବଂ ମୁଁ ଅନ୍ୟଗୁଡ଼ିକୁ ସମାନ ମାର୍ଗରେ କରିବି
11:26 ମୁଁ ଅନ୍ୟ ଇମେଜଗୁଡ଼ିକ ସହିତ କାମ ପୂର୍ଣ୍ଣ କରିସାରିଛି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ମୁଁ ରୂଲର୍ସ ଉପରେ ଅଧିକ ପେଣ୍ଟ କରିଦେଇଛି ଓ ମୁଁ ଏଠାରେ ମଧ୍ୟ ତାହା କରିପାରିବି
11:39 ଏବେ ମୁଁ ରୂଲର୍ସ କାଢିଦେବାକୁ ଚାହୁଁଛି ଏବଂ ତାହା କରିବାର ନୂଆ ମାର୍ଗ ହେଉଛି, Image, Image Guidesକୁ ଯାଇ ଏଠାରେ ସମସ୍ତ ଗାଇଡ୍ସ କାଢିଦେଇପାରିବି
11:54 ଆଉ ମୁଁ ଜାଣିଲି ଯେ, ମୁଁ ଏଠାରେ ଗୋଟିଏ New Guide କରିପାରିବି ଏବଂ ଅଙ୍କ ଭାବେ ସ୍ଥିତି ସିଲେକ୍ଟ କରିପାରିବି
12:03 ଏହି ଅପ୍ସନଗୁଡ଼ିକର ଉପସ୍ଥିତି ଚମତ୍କାର
12:08 GIMPରେ ଅନେକ ଅପ୍ସନ୍ସ ଅଛି, ଯେଉଁ ସବୁକୁ ଆପଣ ମନେରଖିପାରିବେ ନାହିଁ
12:14 Viewକୁ ଯାଇ Layer Boundryକୁ ଡି-ସିଲେକ୍ଟ କରନ୍ତୁ
12:18 ମୁଁ ଏହି ବୋତଲକୁ କୋଣରେ ଆଉ ଟିକିଏ ଉପରେ ରଖିବାକୁ ଚାହୁଁଛି
12:23 ମୁଁ ଭାବୁଛି, ଏଠାରେ ଟିକିଏ ଅଧିକ ଜାଗା ଅଛି, ଆଉ ଏଠାରେ ଟିକିଏ କମ୍ ଅଛି
12:30 Right ଓ Center ଇମେଜ ଏଠାରେ ଠିକ୍ କୋଣରେ ଅଛି ବୋଲି ମୁଁ ଭାବୁଛି
12:36 ହେଲେ, ଏହି ବୋତଲଟି ସେଠାକୁ ଉପରକୁ ଯିବା ଉଚିତ
12:41 ତେଣୁ ମୁଁ, Full Screen Modeରୁ ବାହାରିଯିବି,
12:45 ମୁଁ Center ଓ Right ଲେୟାର୍ କୁ ଡି-ସିଲେକ୍ଟ କରି Left ଲେୟାର୍ ଉପରେ ଧ୍ୟାନକେନ୍ଦ୍ରିତ କରିବି
12:54 ଗାଇଡାନ୍ସ ପାଇଁ ମୋତେ ଏବେ ରୂଲର୍ସ ଦରକାର
12:58 ତେଣୁ, Image, Guides, New Guide ଉପରେ କ୍ଲିକ୍ କରି Horizontal Positionରେ 100 ଟାଇପ୍ କରନ୍ତୁ
13:10 ପୁଣିଥରେ Image, Guides, New Guideକୁ ଯାଇ Vertical Positionକୁ 100 ଭାବେ ସିଲେକ୍ଟ କରନ୍ତୁ
13:20 ଆଉ ମୁଁ ଏବେ, ମୋର Move Tool ସିଲେକ୍ଟ କରିବି. ଅପ୍ସନ୍ସକୁ ଯାଆନ୍ତୁ, Move The Active Layerକୁ ସିଲେକ୍ଟ କରନ୍ତୁ ଏବଂ ଏଠାରେ ଏହାକୁ ଉପରକୁ ଘୁଞ୍ଚାନ୍ତୁ
13:37 ମୁଁ ଭାବୁଛି, ମୁଁ ଗୋଟିଏ ଭୁଲ୍ କରିଦେଲି. ତେଣୁ ମୁଁ, Ctrl + Z ଦାବି ଏହି ପଦାଙ୍କକୁ Undo କରିବି ଏବଂ ଦେଖନ୍ତୁ, ଏଠାରେ ଦେଖନ୍ତୁ, ମାସ୍କଟି ସିଲେକ୍ଟ ହୋଇଗଲା
13:49 ମୁଁ ଲେୟାରଟିକୁ ଘୁଞ୍ଚାଇବାକୁ ଚାହୁଁଛି
13:51 ତେଣୁ, ଏବେ ମୁଁ ଇମେଜକୁ ସିଲେକ୍ଟ କରିବି ଏବଂ ଉପରକୁ ଭିଡ଼ିବି ଓ ତା’ ସହିତ ମାସ୍କଟି ମଧ୍ୟ ଘୁଞ୍ଚିଯିବ
13:58 ମାସ୍କକୁ ଲକ୍ କରିବା ପାଇଁ ମୁଁ କୌଣସି ମାର୍ଗ ପାଇଲି ନାହିଁ, କିନ୍ତୁ ମୁଁ ତାକୁ ଠିକ୍ କରିପାରିବି
14:04 ମୁଁ ଲେୟାର୍ ମାସ୍କ ସିଲେକ୍ଟ କଲି ଏବଂ ତାକୁ ଏଠାରେ ମୋ କୋଣକୁ ଟାଣି ଆଣିଲି
14:13 ମୁଁ ଭାବୁଛି, ଏବେ ଏହା ବଢ଼ିଆ ଦେଖାଗଲା
14:19 ଆଉ ଏବେ, ନ୍ୟୁୟର୍କରେ ଥିବା ଜେସନ୍ ଙ୍କ ସାହାଯ୍ୟରେ ଇମେଜଟି ସମ୍ପୂର୍ଣ୍ଣ ହେଲା
14:28 ନା, ଇମେଜଟି ସମ୍ପୂର୍ଣ୍ଣ ହୋଇନାହିଁ
14:32 ମୁଁ ସାଧାରଣତଃ କିଛି ଭୁଲେ ନାହିଁ, କିନ୍ତୁ ରେକର୍ଡିଙ୍ଗ୍ କରିବା ସମୟରେ ସବୁବେଳେ ଭୁଲିଯାଏ, କାରଣ ମୋତେ, ମୋର ଇମେଜ ତିଆରି କରିବା ବ୍ୟତୀତ ଅନ୍ୟ ଅନେକ ଜିନିଷ ବିଷୟରେ ଭାବିବାକୁ ହୋଇଥାଏ
14:47 ମୁଁ ପୁଣି ଏହାକୁ ସେଭ୍ କରିବାକୁ ଭୁଲିଗଲି
14:56 ଏହାକୁ jaegermeister.xcf ନାମରେ ସେଭ୍ କରନ୍ତୁ. xcfରେ ସମସ୍ତ ଲେୟାର୍ ସୂଚନା ରହିଥାଏ ଏବଂ ମୁଁ, ୱେବ୍ ପାଇଁ ରିସ୍କେଲିଙ୍ଗ୍ ବିଷୟକ ସମସ୍ତ ଜିନିଷକୁ କାଟି ଦେବି
15:08 meetthegimp.orgରେ ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ କୁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ
15:18 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep