Difference between revisions of "GIMP/C2/An-Image-For-The-Web/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:23 | |00:23 | ||
| Meet The GIMPକୁ ସ୍ୱାଗତ | | Meet The GIMPକୁ ସ୍ୱାଗତ | ||
+ | |||
|- | |- | ||
|00:25 | |00:25 | ||
| ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି | ||
+ | |||
|- | |- | ||
|00:31 | |00:31 | ||
| GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍ | | GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍ | ||
+ | |||
|- | |- | ||
|00:35 | |00:35 | ||
| ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି | | ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି | ||
+ | |||
|- | |- | ||
|00:39 | |00:39 | ||
| ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି | | ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି | ||
+ | |||
|- | |- | ||
|00:43 | |00:43 | ||
| ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି | | ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି | ||
+ | |||
|- | |- | ||
|00:48 | |00:48 | ||
| ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି | | ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି | ||
+ | |||
|- | |- | ||
|00:53 | |00:53 | ||
| ଆଉ, ଏହା ଆସିଗଲା! | | ଆଉ, ଏହା ଆସିଗଲା! | ||
+ | |||
|- | |- | ||
|00:55 | |00:55 | ||
| ଏହି ଇମେଜ୍ କୁ ଦେଖନ୍ତୁ | | ଏହି ଇମେଜ୍ କୁ ଦେଖନ୍ତୁ | ||
+ | |||
|- | |- | ||
|00:57 | |00:57 | ||
| ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି | | ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି | ||
+ | |||
|- | |- | ||
|01:02 | |01:02 | ||
| ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି | | ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି | ||
+ | |||
|- | |- | ||
|01:04 | |01:04 | ||
| ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି | | ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି | ||
+ | |||
|- | |- | ||
|01:09 | |01:09 | ||
| ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି | | ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି | ||
+ | |||
|- | |- | ||
|01:16 | |01:16 | ||
| 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି | | 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି | ||
+ | |||
|- | |- | ||
|01:22 | |01:22 | ||
| ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି | | ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି | ||
+ | |||
|- | |- | ||
|01:31 | |01:31 | ||
| ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି | | ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି | ||
+ | |||
|- | |- | ||
|01:38 | |01:38 | ||
| ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା | | ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା | ||
+ | |||
|- | |- | ||
|01:40 | |01:40 | ||
| ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ | | ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ | ||
+ | |||
|- | |- | ||
|01:49 | |01:49 | ||
| ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ | | ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ | ||
+ | |||
|- | |- | ||
|01:56 | |01:56 | ||
| ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି | | ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି | ||
+ | |||
|- | |- | ||
|02:00 | |02:00 | ||
| Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି | | Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି | ||
+ | |||
|- | |- | ||
|02:09 | |02:09 | ||
| ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି | | ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି | ||
+ | |||
|- | |- | ||
|02:14 | |02:14 | ||
| ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି | | ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି | ||
+ | |||
|- | |- | ||
|02:17 | |02:17 | ||
| ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି | | ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି | ||
+ | |||
|- | |- | ||
|02:22 | |02:22 | ||
| ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ | | ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ | ||
+ | |||
|- | |- | ||
|02:30 | |02:30 | ||
| ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ | | ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ | ||
+ | |||
|- | |- | ||
|02:36 | |02:36 | ||
| ଏହି ଗ୍ରିଡ୍ ସିଧା ଅଟେ | | ଏହି ଗ୍ରିଡ୍ ସିଧା ଅଟେ | ||
+ | |||
|- | |- | ||
|02:38 | |02:38 | ||
| ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ | | ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ | ||
+ | |||
|- | |- | ||
|02:51 | |02:51 | ||
| ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି | | ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି | ||
+ | |||
|- | |- | ||
|02:56 | |02:56 | ||
| ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି | | ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି | ||
+ | |||
|- | |- | ||
|03:00 | |03:00 | ||
| ଏହା ମୋତେ ବଢ଼ିଆ ଦେଖାଯାଉଛି | | ଏହା ମୋତେ ବଢ଼ିଆ ଦେଖାଯାଉଛି | ||
+ | |||
|- | |- | ||
|03:02 | |03:02 | ||
| ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି | | ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି | ||
+ | |||
|- | |- | ||
|03:06 | |03:06 | ||
| ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ | | ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ | ||
+ | |||
|- | |- | ||
|03:13 | |03:13 | ||
− | | ଆଉ ଏହା ହୋଇଗଲା! | + | | ଆଉ ଏହା ହୋଇଗଲା!,ଇମେଜ୍ ଟି ବୁଲିଯାଇଛି |
− | + | ||
− | + | ||
− | + | ||
|- | |- | ||
|03:16 | |03:16 | ||
| ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ | | ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ | ||
+ | |||
|- | |- | ||
|03:22 | |03:22 | ||
| ପରବର୍ତ୍ତୀ ପଦାଙ୍କ ହେଉଛି Cropping | | ପରବର୍ତ୍ତୀ ପଦାଙ୍କ ହେଉଛି Cropping | ||
+ | |||
|- | |- | ||
|03:25 | |03:25 | ||
| ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି | | ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି | ||
+ | |||
|- | |- | ||
|03:28 | |03:28 | ||
| ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି | | ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି | ||
+ | |||
|- | |- | ||
|03:33 | |03:33 | ||
| ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି | | ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି | ||
+ | |||
|- | |- | ||
|03:39 | |03:39 | ||
| ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି | | ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି | ||
+ | |||
|- | |- | ||
|03:43 | |03:43 | ||
| ଏବେ ମୂଁ Cropping ଆରମ୍ଭ କରିପାରିବି | | ଏବେ ମୂଁ Cropping ଆରମ୍ଭ କରିପାରିବି | ||
+ | |||
|- | |- | ||
|03:45 | |03:45 | ||
| ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି | | ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି | ||
+ | |||
|- | |- | ||
|03:52 | |03:52 | ||
| ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି | | ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି | ||
+ | |||
|- | |- | ||
|04:01 | |04:01 | ||
| ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି | | ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି | ||
+ | |||
|- | |- | ||
|04:06 | |04:06 | ||
| ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି | | ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି | ||
+ | |||
|- | |- | ||
|04:12 | |04:12 | ||
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ | | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ | ||
+ | |||
|- | |- | ||
|04:18 | |04:18 | ||
| ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା | | ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା | ||
+ | |||
|- | |- | ||
|04:21 | |04:21 | ||
| ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି | | ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି | ||
+ | |||
|- | |- | ||
|04:28 | |04:28 | ||
| ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି | | ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି | ||
+ | |||
|- | |- | ||
|04:35 | |04:35 | ||
| ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି | | ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି | ||
+ | |||
|- | |- | ||
|04:41 | |04:41 | ||
| ଏଠାରେ ଉପରେ ଝରକା ଅଛି | | ଏଠାରେ ଉପରେ ଝରକା ଅଛି | ||
+ | |||
|- | |- | ||
|04:44 | |04:44 | ||
| ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି | | ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି | ||
+ | |||
|- | |- | ||
|04:50 | |04:50 | ||
| ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ | | ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ | ||
+ | |||
|- | |- | ||
|04:54 | |04:54 | ||
| ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି | | ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି | ||
+ | |||
|- | |- | ||
|04:58 | |04:58 | ||
| ମୁଁ ଭାବୁଛି, ଏବେ ଠିକ୍ ହେଲା | | ମୁଁ ଭାବୁଛି, ଏବେ ଠିକ୍ ହେଲା | ||
+ | |||
|- | |- | ||
|05:01 | |05:01 | ||
| କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି | | କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି | ||
+ | |||
|- | |- | ||
|05:08 | |05:08 | ||
| ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା | | ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା | ||
+ | |||
|- | |- | ||
|05:11 | |05:11 | ||
| ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ | | ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ | ||
+ | |||
|- | |- | ||
|05:18 | |05:18 | ||
| ଏହା, ରୋଟେଶନ୍ ସମୟରେ ହୋଇଛି | | ଏହା, ରୋଟେଶନ୍ ସମୟରେ ହୋଇଛି | ||
+ | |||
|- | |- | ||
|05:21 | |05:21 | ||
| ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି | | ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି | ||
+ | |||
|- | |- | ||
|05:25 | |05:25 | ||
| ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ | | ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ | ||
+ | |||
|- | |- | ||
|05:33 | |05:33 | ||
| ତେଣୁ, Crop Toolକୁ ଫେରିଯିବା | | ତେଣୁ, Crop Toolକୁ ଫେରିଯିବା | ||
+ | |||
|- | |- | ||
|05:35 | |05:35 | ||
| ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି | | ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି | ||
+ | |||
|- | |- | ||
|05:38 | |05:38 | ||
| ଏତେ ନୁହେଁ | | ଏତେ ନୁହେଁ | ||
+ | |||
|- | |- | ||
|05:40 | |05:40 | ||
| ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା | | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା | ||
+ | |||
|- | |- | ||
|05:44 | |05:44 | ||
| ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ | | ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ | ||
+ | |||
|- | |- | ||
|05:50 | |05:50 | ||
| Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ | | Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ | ||
+ | |||
|- | |- | ||
|05:56 | |05:56 | ||
| ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା | | ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା | ||
+ | |||
|- | |- | ||
|06:02 | |06:02 | ||
| ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ | | ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ | ||
+ | |||
|- | |- | ||
|06:11 | |06:11 | ||
| କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି | | କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି | ||
+ | |||
|- | |- | ||
|06:18 | |06:18 | ||
| ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି | | ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି | ||
+ | |||
|- | |- | ||
|06:23 | |06:23 | ||
| ଏବଂ Layers ମୋଡ୍ କୁ Overlayକୁ ବଦଳାଇବି | | ଏବଂ Layers ମୋଡ୍ କୁ Overlayକୁ ବଦଳାଇବି | ||
+ | |||
|- | |- | ||
|06:30 | |06:30 | ||
| ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ | | ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ | ||
+ | |||
|- | |- | ||
|06:36 | |06:36 | ||
| ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି | | ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି | ||
+ | |||
|- | |- | ||
|06:42 | |06:42 | ||
| ବୋଧହୁଏ ଆଉ ଟିକିଏ ଅଧିକ | | ବୋଧହୁଏ ଆଉ ଟିକିଏ ଅଧିକ | ||
+ | |||
|- | |- | ||
|06:46 | |06:46 | ||
| ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା | | ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା | ||
+ | |||
|- | |- | ||
|06:50 | |06:50 | ||
| ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି | | ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି | ||
+ | |||
|- | |- | ||
|07:01 | |07:01 | ||
| ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ | | ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ | ||
+ | |||
|- | |- | ||
|07:03 | |07:03 | ||
| ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି | | ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି | ||
+ | |||
|- | |- | ||
|07:10 | |07:10 | ||
| ଆମେ ସେ ବିଷୟରେ ପରେ ଜାଣିବା | | ଆମେ ସେ ବିଷୟରେ ପରେ ଜାଣିବା | ||
+ | |||
|- | |- | ||
|07:13 | |07:13 | ||
| ପରବର୍ତ୍ତୀ ପଦାଙ୍କ ହେଉଛି Resizing | | ପରବର୍ତ୍ତୀ ପଦାଙ୍କ ହେଉଛି Resizing | ||
+ | |||
|- | |- | ||
|07:16 | |07:16 | ||
| ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି | | ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି | ||
+ | |||
|- | |- | ||
|07:27 | |07:27 | ||
| ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି | | ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି | ||
+ | |||
|- | |- | ||
|07:32 | |07:32 | ||
| ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ | | ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ | ||
+ | |||
|- | |- | ||
|07:36 | |07:36 | ||
| ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ | | ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ | ||
+ | |||
|- | |- | ||
|07:44 | |07:44 | ||
− | | Interpolation | + | | Interpolation,ମୁଁ ଭାବୁଛି, ମୁଁ Cubic ଚୟନ କରିବି. ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ. ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ |
− | + | ||
− | + | ||
− | + | ||
|- | |- | ||
|08:02 | |08:02 | ||
| ଏବେ Scale ଉପରେ କ୍ଲିକ୍ କରନ୍ତୁ | | ଏବେ Scale ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:04 | |08:04 | ||
| ଓ ଆମେ ଫଳାଫଳକୁ ଦେଖିବା | | ଓ ଆମେ ଫଳାଫଳକୁ ଦେଖିବା | ||
+ | |||
|- | |- | ||
|08:08 | |08:08 | ||
| Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ | | Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ | ||
+ | |||
|- | |- | ||
|08:13 | |08:13 | ||
| ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ | | ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ | ||
+ | |||
|- | |- | ||
|08:19 | |08:19 | ||
| ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି | | ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି | ||
+ | |||
|- | |- | ||
|08:32 | |08:32 | ||
| ପରବର୍ତ୍ତୀ ପଦାଙ୍କ ହେଉଛି Sharpening | | ପରବର୍ତ୍ତୀ ପଦାଙ୍କ ହେଉଛି Sharpening | ||
+ | |||
|- | |- | ||
|08:35 | |08:35 | ||
| ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର | | ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର | ||
+ | |||
|- | |- | ||
|08:49 | |08:49 | ||
| ମୁଁ Filters ସିଲେକ୍ଟ କରିବି | | ମୁଁ Filters ସିଲେକ୍ଟ କରିବି | ||
+ | |||
|- | |- | ||
|08:53 | |08:53 | ||
| ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ | | ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ | ||
+ | |||
|- | |- | ||
|09:06 | |09:06 | ||
| ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ | | ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ | ||
+ | |||
|- | |- | ||
|09:16 | |09:16 | ||
| ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ | | ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ | ||
+ | |||
|- | |- | ||
|09:31 | |09:31 | ||
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି | | ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି | ||
+ | |||
|- | |- | ||
|09:38 | |09:38 | ||
| ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ | | ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ | ||
+ | |||
|- | |- | ||
|09:46 | |09:46 | ||
| ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି | | ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି | ||
+ | |||
|- | |- | ||
|09:52 | |09:52 | ||
| ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି | | ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି | ||
+ | |||
|- | |- | ||
|10:00 | |10:00 | ||
| ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ | | ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ | ||
+ | |||
|- | |- | ||
|10:06 | |10:06 | ||
| ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା | | ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା | ||
+ | |||
|- | |- | ||
|10:09 | |10:09 | ||
| ଏହା ବହୁତ ବଢ଼ିଆ ଦେଖାଯାଉଛି | | ଏହା ବହୁତ ବଢ଼ିଆ ଦେଖାଯାଉଛି | ||
+ | |||
|- | |- | ||
|10:11 | |10:11 | ||
| ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା | | ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା | ||
+ | |||
|- | |- | ||
|10:15 | |10:15 | ||
| ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ | | ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ | ||
+ | |||
|- | |- | ||
|10:29 | |10:29 | ||
| Save ବଟନ୍ ଉପରେ କ୍ଲିକ୍ କରିବି | | Save ବଟନ୍ ଉପରେ କ୍ଲିକ୍ କରିବି | ||
+ | |||
|- | |- | ||
|10:32 | |10:32 | ||
| ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ | | ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ | ||
+ | |||
|- | |- | ||
|10:44 | |10:44 | ||
| ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ | | ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ | ||
+ | |||
|- | |- | ||
|10:53 | |10:53 | ||
| ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି | | ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି | ||
+ | |||
|- | |- | ||
|11:01 | |11:01 | ||
| ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ | | ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ | ||
+ | |||
|- | |- | ||
|11:04 | |11:04 | ||
| ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ | | ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ | ||
+ | |||
|- | |- | ||
|11:17 | |11:17 | ||
| ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ | | ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ | ||
+ | |||
|- | |- | ||
|11:25 | |11:25 | ||
|ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ | |ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ | ||
+ | |||
|- | |- | ||
|11:31 | |11:31 | ||
| ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ | | ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ | ||
+ | |||
|- | |- | ||
|11:41 | |11:41 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |} |
Latest revision as of 15:10, 6 April 2017
Time | Narration |
00:23 | Meet The GIMPକୁ ସ୍ୱାଗତ |
00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
00:31 | GIMP ହେଉଛି ଏକ ବହୁତ ଶକ୍ତିଶାଳୀ ଇମେଜ୍ ବିନ୍ୟାସ ପ୍ରୋଗ୍ରାମ୍ |
00:35 | ଏହି ପ୍ରଥମ ଟ୍ୟୁଟୋରିଆଲ୍ ରେ ମୁଁ, ଆପଣଙ୍କୁ GIMP ଓ ତାହାର ଫିଚର୍ସ ଉପରେ ଛୋଟ ଯାତ୍ରା ଦେବାକୁ ଚାହୁଁଛି |
00:39 | ୱେବ୍ ପାଇଁ ଇମେଜ୍ କିପରି ପ୍ରସ୍ତୁତ କରାଯାଏ, ମୁଁ ତାହା ସଂକ୍ଷିପ୍ତରେ ଦେଖାଇବି |
00:43 | ଆଗାମୀ ଟ୍ୟୁଟୋରିଆଲ୍ ଗୁଡ଼ିକରେ ମୁଁ ସବିଶେଷ ବର୍ଣ୍ଣନା କରିବି |
00:48 | ଗୋଟିଏ ଇମେଜ୍ ଖୋଲିବା ପାଇଁ ମୁଁ, ତାହାକୁ କେବଳ ଟୂଲ୍ ବକ୍ସ ଉପରକୁ ଡ୍ରାଗ୍ ଓ ଡ୍ରପ୍ କରିବି |
00:53 | ଆଉ, ଏହା ଆସିଗଲା! |
00:55 | ଏହି ଇମେଜ୍ କୁ ଦେଖନ୍ତୁ |
00:57 | ମୁଁ, ଏହି ଇମେଜ୍ କୁ ୱେବ୍ ପାଇଁ ପ୍ରସ୍ତୁତ କରିବାକୁ ଚାହୁଁଛି |
01:02 | ଚାଲନ୍ତୁ ଦେଖିବା, ମୁଁ ଏହା ସହିତ କ’ଣ କରିପାରୁଛି |
01:04 | ପ୍ରଥମେ, ଇମେଜ୍ ଟି ବଙ୍କା ଥିବାରୁ ମୁଁ ତାକୁ ଟିକିଏ ବୁଲାଇବି |
01:09 | ତା’ପରେ, ଗୋଟିଏ ଲୋକର ପିଠି କାଢ଼ିବା ପାଇଁ ମୁଁ ଏହି ଭାଗକୁ କ୍ରପ୍ କରିବି |
01:16 | 3ୟ ଜିନିଷ ଭାବେ ମୁଁ ଅଧିକ ରଙ୍ଗ ଓ କଣ୍ଟ୍ରାଷ୍ଟ ଆଣିବାକୁ ଚାହୁଁଛି |
01:22 | ଏହି ଇମେଜ୍ ଟି ବର୍ତ୍ତମାନ ପାଖାପାଖି 4000 ପିକ୍ସେଲ୍ସ ଥିବାରୁ, ଯାହା ବହୁତ ଅଧିକ, ମୁଁ ତାହାକୁ ରିସାଇଜ୍ ମଧ୍ୟ କରିବାକୁ ଚାହୁଁଛି |
01:31 | ଓ ତା’ପରେ ତାକୁ ଶାର୍ପେନ୍ କରି JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି |
01:38 | ଚାଲନ୍ତୁ, ଘୁରାଇବାରୁ ଆରମ୍ଭ କରିବା |
01:40 | ମୁଁ ଇମେଜ୍ ର ସେହି ଭାଗକୁ ଯୂମ୍ କରୁଛି, ଯେଉଁଠାରେ ଇମେଜ୍ ଟି ଲୋଇଁଥିବାର ସ୍ପଷ୍ଟ ଅଟେ. ଆପଣ ଏଠାରେ ତାହାକୁ ଦେଖିପାରିବେ |
01:49 | ଆପଣ, Spaceକୁ ଦାବି ଓ କର୍ସର୍ କୁ ବୁଲାଇ ଇମେଜ୍ ଭିତରେ, ଚାରିପଟେ ବୁଲିପାରିବେ |
01:56 | ଏବେ ମୁଁ, ଏଠାରେ କ୍ଲିକ୍ କରି Rotate Tool ଚୟନ କରୁଛି |
02:00 | Rotate Toolରେ, ଗ୍ରାଫିକଲ୍ କାମ ପାଇଁ, କିନ୍ତୁ ଫୋଟୋଗ୍ରାଫିକ୍ କାମ ନୁହେଁ, ସୁହାଇଲା ଭଳି ଡିଫଲ୍ଟ ଭାବରେ କେତେକ ଅପ୍ସନ୍ସ ସେଟ୍ ହୋଇ ଅଛି |
02:09 | ତେଣୁ, ଏଠାରେ, Direction, Narmal (Forward)ରେ ସେଟ୍ ହୋଇକରି ଅଛି, ମାତ୍ର ମୁଁ ଏହାକୁ Corrective (Backward)କୁ ସେଟ୍ କରିବି |
02:14 | ମୋ ପାଖରେ ସର୍ବୋତ୍ତମ Interpolation ଅଛି କି ନାହିଁ, ତାହା ମୁଁ ଯାଞ୍ଚ କରିବି. ତା’ହେଲେ, ଠିକ୍ ଅଛି |
02:17 | ଆଉ Priviewରେ ମୁଁ, Image ବଦଳରେ Grid ଚୟନ କରିବି |
02:22 | ମୁଁ, Sliderକୁ ଘୁଞ୍ଚାଇ ଗ୍ରିଡ୍ ଲାଇନ୍ସର ସଂଖ୍ୟା ବୃଦ୍ଧି କରିବି. ଆପଣ ବହୁ ଶୀଘ୍ର ତାହାକୁ ଦେଖିପାରିବେ |
02:30 | ଏବେ ମୁଁ, ଇମେଜ୍ ଉପରେ କ୍ଲିକ୍ କରି ଗୋଟିଏ ଗ୍ରିଡ୍ ଆଣିବି, ଯାହା ଇମେଜ୍ ଉପରେ ରହିବ |
02:36 | ଏହି ଗ୍ରିଡ୍ ସିଧା ଅଟେ |
02:38 | ଆଉ ମୁଁ ଏହାକୁ ରୋଟେଟ୍ କରିପାରିବି ଏବଂ GIMP ଇମେଜ୍ କୁ ସେହି ଦିଗରେ Corrective Modeରେ ବୁଲାଇବ, ଯେଉଁଥିରୁ ଗ୍ରିଡ୍ ଟି ପୁଣି ସିଧା ହୋଇଯିବ |
02:51 | ଏବେ ମୁଁ ଦେଖାଉଛି. ମୁଁ ଗ୍ରିଡ୍ କୁ ଏହିପରି ବୁଲାଇବି |
02:56 | ସୁନିଶ୍ଚିତ କରିବା ପାଇଁ ମୁଁ ଇମେଜ୍ ର ଅନ୍ୟ ଭାଗକୁ ଯାଞ୍ଚ କରିବି |
03:00 | ଏହା ମୋତେ ବଢ଼ିଆ ଦେଖାଯାଉଛି |
03:02 | ଏବେ ମୁଁ Rotate ବଟନ୍ ଉପରେ କ୍ଲିକ୍ କରିବି |
03:06 | ଇମେଜ୍ ଟି 10 ମେଗା ପିକ୍ସେଲ୍ ର ହୋଇଥିବାରୁ ଏହା କିଛି ସମୟ ନେବ |
03:13 | ଆଉ ଏହା ହୋଇଗଲା!,ଇମେଜ୍ ଟି ବୁଲିଯାଇଛି |
03:16 | ଚାଲନ୍ତୁ, ପୂରା ଇମେଜ୍ କୁ ଦେଖିବା. Shift + Ctrl + E ଆମକୁ ଇମେଜ୍ କୁ ଫେରାଇଆଣେ |
03:22 | ପରବର୍ତ୍ତୀ ପଦାଙ୍କ ହେଉଛି Cropping |
03:25 | ମୁଁ ଏଠାରେ କ୍ଲିକ୍ କରି Crop Tool ଚୟନ କରୁଛି |
03:28 | ମୁଁ, ଇମେଜ୍ ର Aspect Ratioକୁ 3:2 ରଖିବାକୁ ଚାହୁଁଛି |
03:33 | ସେଥିପାଇଁ ମୁଁ, ଏଠାରେ Fixed Aspect Ratioକୁ ଚେକ୍ କରି 3:2 ଟାଇପ୍ କରିବି |
03:39 | ବକ୍ସରୁ ବାହାରିବା ପାଇଁ ମୁଁ କେବଳ କ୍ଲିକ୍ କରୁଛି |
03:43 | ଏବେ ମୂଁ Cropping ଆରମ୍ଭ କରିପାରିବି |
03:45 | ମୁଁ, ଏହି ଲୋକର ପାଦକୁ ଏଠାରେ ଲଗାଇବାକୁ, ହେଲେ ଇମେଜ୍ ର ଏହି ଭାଗକୁ ବାଦ୍ ଦେବାକୁ ଚାହୁଁଛି |
03:52 | ତେଣୁ, ମୁଁ ଏହି ପଏଣ୍ଟରୁ ଆରମ୍ଭ କରିବି ଏବଂ ବାମ ମାଉସ୍ ବଟନ୍ କୁ ଚାପି ଧରି, ଏରିଆ ସିଲେକ୍ଟ କରିବା ପାଇଁ ବାମପଟ ପରକୁ ଡ୍ରାଗ୍ କରିବି |
04:01 | ଦେଖନ୍ତୁ, ଆସ୍ପେକ୍ଟ ରେସିଓ ଅପରିବର୍ତ୍ତିତ ରହିଛି |
04:06 | ଆଉ ଏବେ ମୋତେ ନିଷ୍ପତ୍ତି କରିବାକୁ ହେବ ଯେ, କେତେ ଦୂର ଯିବି |
04:12 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେବ |
04:18 | ଏବେ ଚାଲନ୍ତୁ, ବର୍ଡର୍ସ ଦେଖିବା |
04:21 | ଆମେ ଏହି ଭାଗକୁ ବାଦ୍ ଦେଇଛେ. ଏଠାରେ ଗୋଟିଏ ଲୋକ ବସିଛି |
04:28 | ମୁଁ ଭାବୁଛି, ପିକଚର୍ ରେ ଥିବା ଲୋକ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ଅଛି |
04:35 | ତେଣୁ, ଏହା ଭଲ ଦେଖାଯାଉଥିବାରୁ ମୁଁ ତାହାକୁ ସେହିପରି ଛାଡ଼ିଦେଉଛି |
04:41 | ଏଠାରେ ଉପରେ ଝରକା ଅଛି |
04:44 | ଆଉ ଇମେଜ୍ ରେ, ଝରକା ଭଳି ଦେଖାଯାଉଥିବା ସେହିଭଳି ବହୁତ ଅଛି |
04:50 | ହେଲେ ମୁଁ ଭାବୁଛି, ଏଠାରେ, ପାଦ ପାଖରେ ଯଥେଷ୍ଟ ସ୍ଥାନ ନାହିଁ |
04:54 | ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଟିକିଏ ତଳକୁ ଡ୍ରାଗ୍ କରିଦେବି |
04:58 | ମୁଁ ଭାବୁଛି, ଏବେ ଠିକ୍ ହେଲା |
05:01 | କିନ୍ତୁ ବର୍ତ୍ତମାନ, ଏଠାରେ ବେଶୀ ଝରକା ଦେଖାଯାଉନାହିଁ, ଆଉ ଏଠାରେ ବସିଥିବା ଲୋକଟି ବର୍ଡର୍ ର ବହୁତ ପାଖରେ ଅଛି |
05:08 | ତେବେ, ଚାଲନ୍ତୁ ଇମେଜ୍ କୁ ଟିକିଏ ବଡ଼ କରିଦେବା |
05:11 | ଏଠାରେ, ଆମ ସାମ୍ନାରେ ଗୋଟିଏ ସମସ୍ୟା ଆସିଛି. ବୋଧେ ଆପଣ ତାହାକୁ ଦେଖିପାରୁଥିବେ |
05:18 | ଏହା, ରୋଟେଶନ୍ ସମୟରେ ହୋଇଛି |
05:21 | ଏଠାରେ ଗୋଟିଏ ଛୋଟ ଭାଗ ଏବେ ପାରଦର୍ଶୀ ହୋଇଯାଇଛି |
05:25 | ମୁଁ ତାହାକୁ ମିଶାଇବାକୁ ଚାହୁଁନାହିଁ |
05:33 | ତେଣୁ, Crop Toolକୁ ଫେରିଯିବା |
05:35 | ମୋତେ ଏଠାରେ ଆଉ ଟିକିଏ ଜାଗା ଦରକାର; ତେଣୁ ମୁଁ ଏହାକୁ ଉପରକୁ ଭିଡୁଛି |
05:38 | ଏତେ ନୁହେଁ |
05:40 | ମୁଁ ଭାବୁଛି, ଏତିକି ବହୁତ ବଢ଼ିଆ ହେଲା |
05:44 | ଏବେ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆମେ ଏଠାରେ କ୍ରପ୍ ଓ ରୋଟେଟ୍ ହୋଇଥିବା ଇମେଜ୍ ପାଇଲେ |
05:50 | Shift + Ctrl + E ଆମକୁ ଫୂଲ୍ ଭ୍ୟୁ କୁ ଫେରାଇଆଣେ |
05:56 | ପରବର୍ତ୍ତୀ ପଦାଙ୍କ ହେଉଛି ରଙ୍ଗ ଓ କଣ୍ଟ୍ରାଷ୍ଟକୁ ସାମାନ୍ୟ ବଢ଼ାଇବା |
06:02 | ଏଠାରେ ଅନେକ ମାର୍ଗ ଅଛି. ମୁଁ କଲର୍ ଲେଭଲ୍ସ ପ୍ରୟୋଗ କରିପାରିବି - ତାହା ଏଠାରେ ଅଛି, କର୍ଭ୍ସ କିମ୍ୱା କିଛି ସ୍ଲାଇଡର୍ସ |
06:11 | କିନ୍ତୁ, ମୁଁ Layers ସହିତ ଚେଷ୍ଟା କରିବି |
06:18 | ମୁଁ ଏଠାରେ କେବଳ ଏହି ଲେୟର୍ ର ଗୋଟିଏ କପୀ କରିବି |
06:23 | ଏବଂ Layers ମୋଡ୍ କୁ Overlayକୁ ବଦଳାଇବି |
06:30 | ଆଉ ଆପଣ ଦେଖିପାରୁଥିବା, ଏହା ହେଉଛି ଏକ ବହୁତ ମଜଭୂତ ପ୍ରଭାବ. ମୁଁ ଏତେ ଅଧିକ ଚାହୁଁନାହିଁ |
06:36 | ତେଣୁ, ମୁଁ Opacity Sliderକୁ ଭଲ ଦେଖାଯାଉଥିବା ଭଳି ଭାଲ୍ୟୁକୁ କମାଇବି |
06:42 | ବୋଧହୁଏ ଆଉ ଟିକିଏ ଅଧିକ |
06:46 | ଠିକ୍ ଅଛି, ମୁଁ ଭାବୁଛି, ଏହା ଭଲ ହେଲା |
06:50 | ମୁଁ ତାହାକୁ ସବୁବେଳେ ବଦଳାଇପାରିବି, ଯେପର୍ଯ୍ୟନ୍ତ ମୁଁ ଚାନେଲ୍ ସୂଚୀକୁ ଯିବାପାଇଁ ମାଉସ୍ ର ରାଇଟ୍-କ୍ଲିକ୍ କରିନି ଓ Flatten Image କିମ୍ୱା Merge Visible Layers ଚୟନ କରିନି |
07:01 | ତା’ପରେ ସମସ୍ତ ପରିବର୍ତ୍ତନ ସ୍ଥାୟୀ ହୋଇଯିବ |
07:03 | ଏହା ବ୍ୟତୀତ ଯେ, ଯଦି ମୁଁ ଏଠାରେ History ଭିତରକୁ ଯାଇ ଫେରିଯିବି ଏବଂ Historyକୁ Undo କରିବି |
07:10 | ଆମେ ସେ ବିଷୟରେ ପରେ ଜାଣିବା |
07:13 | ପରବର୍ତ୍ତୀ ପଦାଙ୍କ ହେଉଛି Resizing |
07:16 | ମୁଁ Image Menu ଉପରେ କ୍ଲିକ୍ କରି Scale Image ଅପ୍ସନ୍ ସିଲେକ୍ଟ କରିବି |
07:27 | ଏଠାରେ, ମୁଁ କେବଳ 800 pixels ଟାଇପ୍ କରିବି |
07:32 | ଆଉ ମୋତେ ସ୍ୱତଃ Hight ପାଇଁ ଭାଲ୍ୟୁ ମିଳିଯିବ |
07:36 | ଯେତେବେଳେ ମୁଁ ଏଠାରେ ଏହି ଲିଙ୍କ୍ କୁ ଅନଲକ୍ କରିବି, ରିସାଇଜ୍ କରିବାବେଳେ ଇମେଜ୍ କୁ ମୁଁ ବିକୃତ କରିଦେଇପାରେ |
07:44 | Interpolation,ମୁଁ ଭାବୁଛି, ମୁଁ Cubic ଚୟନ କରିବି. ମୁଁ ଜାଣିବାକୁ ପାଇଲି ଯେ, ଏଠାରେ ଉଚ୍ଚତମ ଲେୟର୍, ଇଟା ନିର୍ମାଣ ସହ କିଛି ଆର୍ଟ ଇଫେକ୍ଟ ଦିଏ. ଏହା ଆଶ୍ଚର୍ଯ୍ୟଜନକ ଓ ମୋତେ ତାହା ଯାଞ୍ଚ କରିବାକୁ ହେବ |
08:02 | ଏବେ Scale ଉପରେ କ୍ଲିକ୍ କରନ୍ତୁ |
08:04 | ଓ ଆମେ ଫଳାଫଳକୁ ଦେଖିବା |
08:08 | Shift + Ctrl + E ଆମକୁ ପୂରା ଇମେଜ୍ ଫେରାଇଆଣେ |
08:13 | ଆଉ ମୁଁ 1 ଦାବିଲେ 100% ଯୂମ୍ ପାଏ |
08:19 | ଏବେ ଆମେ ଇମେଜ୍ ରେ ଚାରିଆଡ଼େ ଦେଖିବା ଯେ, କିଛି ସମସ୍ୟାକାରୀ କିମ୍ୱା ବିରକ୍ତିକର ଜିନିଷ ଅଛିକି. କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଭାବୁଛି କି, ଏହା ଭଲ ହୋଇଛି |
08:32 | ପରବର୍ତ୍ତୀ ପଦାଙ୍କ ହେଉଛି Sharpening |
08:35 | ମୋ ଲେନ୍ସ ଓ କ୍ୟାମେରା ବହୁତ ବଢ଼ିଆ ଅଛି. ହେଲେ, ଆମେ ଇମେଜ୍ ର ବିନ୍ୟାସ କରିଛେ. ତେଣୁ, ଏହାକୁ ଟିକିଏ ଶାର୍ପ କରିବା ଦରକାର |
08:49 | ମୁଁ Filters ସିଲେକ୍ଟ କରିବି |
08:53 | ଓ Enhance ଉପରେ କ୍ଲିକ୍ କରିବି ଓ ଏଠାରେ Sharpening ଅଛି. ମୁଁ Unsharp Mask ବ୍ୟବହାର କରିପାରିବି, ଯାହା ହେଉଛି ବହୁତ ଶକ୍ତିଶାଳୀ ଶାର୍ପେନିଙ୍ଗ୍ ଟୂଲ୍. ମାତ୍ର ଏବେପାଇଁ, ଶାର୍ପେନିଙ୍ଗ୍ ଯଥେଷ୍ଟ |
09:06 | ଏହି ଟୂଲ୍ ରେ ମୂଳ ରୂପରେ କେବଳ ଗୋଟିଏ ଅପ୍ସନ୍ ଅଛି, ଯାହା ହେଉଛି ଶାର୍ପନେସ୍ ସ୍ଲାଇଡର୍. ଏହାକୁ ଆଡଜଷ୍ଟ କରିହେବ ଓ ଏହିପରି ଇମେଜ୍ ପାଇଁ ଏହା ଯଥେଷ୍ଟ |
09:16 | ଏହା ହେଉଛି ଶାର୍ପ ହୋଇନଥିବା ଇମେଜ୍ ଏବଂ ଯେତେବେଳେ ମୁଁ ସ୍ଲାଇଡର୍ ଡ୍ରାଗ୍ କରେ, ଇମେଜ୍ ଟି ଅଧିକରୁ ଅଧିକ ଶାର୍ପ ହୋଇଯାଏ. ସ୍ଲାଇଡର୍ କୁ ବହୁତ ଦୂରକୁ ଘୁଞ୍ଚାଇଲେ, ବହୁତ ମଜାଦାର ଇଫେକ୍ଟ ମିଳେ |
09:31 | ମୁଁ ଭାବୁଛି, ଏହି ଇମେଜ୍ ପାଇଁ ଏହି ଭାଲ୍ୟୁ ଠିକ୍ ଅଛି |
09:38 | ଚୁଟି ଏବେ ସ୍ପଷ୍ଟ ଦେଖାଯାଉଛି, ମାତ୍ର ଏଠାରେ ଆପଣ କିଛି ମିଶ୍ରଣ କିମ୍ୱା ବିକୃତି ଦେଖିପାରିବେ |
09:46 | ତେଣୁ, ଆମେ ଏହାକୁ ତଳକୁ କରିବା ଆଉ ଏବେ ବଢ଼ିଆ ହେଇଛି |
09:52 | ମୁଁ, ଇମେଜ୍ ରେ କୌଣସି ପ୍ରକାରର ବିକୃତି ଦେବା ବଦଳରେ କିଛି ସଫ୍ଟ ଇଫେକ୍ଟ ଦେବାକୁ ଚାହିଁବି |
10:00 | ଆପଣ ଇମେଜ୍ ର ବିନ୍ୟାସ କରିଛନ୍ତି, ଏହିଗୁଡ଼ିକ ହେଉଛି ତାହାର ପ୍ରମାଣ |
10:06 | ତେଣୁ, ଚାଲନ୍ତୁ ପରିଣାମକୁ ଦେଖିବା |
10:09 | ଏହା ବହୁତ ବଢ଼ିଆ ଦେଖାଯାଉଛି |
10:11 | ଆଉ ଏବେ ଶେଷ ପଦାଙ୍କ ହେଉଛି ଏହି ଇମେଜ୍ କୁ ସେଭ୍ କରିବା |
10:15 | ମୁଁ File କୁ ଯାଇ Save As ଉପରେ କ୍ଲିକ୍ କରିବି ଏବଂ ମୂଳ ଫାଇଲ୍ ଏକ୍ସଟେନ୍ସନ୍ TIF କୁ JPGରେ ବଦଳାଇ |
10:29 | Save ବଟନ୍ ଉପରେ କ୍ଲିକ୍ କରିବି |
10:32 | ଅନେକ ଲେୟର୍ସ ସହିତ ଇମେଜ୍ କୁ JPEG ସମ୍ଭାଳିପାରିବ ନାହିଁ ବୋଲି ମୋତେ ଗୋଟିଏ ଚେତାବନୀ ମିଳେ. ଠିକ୍ ଅଛି. ଆମକୁ ତେଣୁ, ଏଗୁଡ଼ିକୁ ଏକ୍ସପୋର୍ଟ କରିବାକୁ ହେବ |
10:44 | ମୁଁ ଭାବୁଛି, ଏହି ଇମେଜ୍ ପାଇଁ 85% ହେଉଛି ଏକ ଉତ୍ତମ ଷ୍ଟାଣ୍ଡାର୍ଡ ଭାଲ୍ୟୁ |
10:53 | ତେବେ, ମୁଁ ଏଠାରେ ଏହି ଇମେଜ୍ କୁ JPEG ଭାବରେ ସେଭ୍ କଲି |
11:01 | ଆପଣ ଏହାକୁ ଫୂଲ୍ ସ୍କ୍ରୀନ୍ ରେ ଦେଖିପାରିବେ |
11:04 | ଏଥିରେ ଏତିକି. Meet the GIMPର ପ୍ରଥମ ଟ୍ୟୁଟୋରିଆଲ୍. ଆଗାମୀ ଟ୍ୟୁଟୋରିଆଲ୍ସରେ ମୁଁ କଭର୍ କରିବି, GIMP ସେଟ୍ ଅପ୍ କିପରି କରିବେ, କିପରି ଆଙ୍କିବେ, କନଭର୍ଟ କରିବେ ଆଦି ଓ ଟୂଲ୍ସ ଓ ଆହୁରି ଅଧିକ |
11:17 | ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ |
11:25 | ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ |
11:31 | ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି. ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ |
11:41 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |