Difference between revisions of "Geogebra/C3/Exporting-GeoGebra-Files/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | '''Time''' | '''Narration''' |- ||00:00 || ନମସ୍କାର |- ||00:02 || GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କ...")
 
 
(2 intermediate revisions by the same user not shown)
Line 6: Line 6:
 
||00:00
 
||00:00
 
|| ନମସ୍କାର
 
|| ନମସ୍କାର
 +
 
|-
 
|-
 
||00:02
 
||00:02
 
|| GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
|| GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
||00:07
 
||00:07
 
|| ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି,  
 
|| ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି,  
 +
 
|-
 
|-
 
||00:10
 
||00:10
 
|| ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ  
 
|| ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ  
 +
 
|-
 
|-
 
||00:17
 
||00:17
|| ଏହି ଟ୍ୟୁଟୋରିଆଲ୍ ରେ
+
|| ଏହି ଟ୍ୟୁଟୋରିଆଲ୍ ରେ,ଆମେ ଜିଓଜେବ୍ରାରେ 'Export''' feature ବିଷୟରେ ଶିଖିବା
|-
+
 
||00:18
+
|| ଆମେ ଜିଓଜେବ୍ରାରେ 'Export''' feature ବିଷୟରେ ଶିଖିବା
+
 
|-
 
|-
 
||00:22
 
||00:22
 
|| 'static picture' ଭାବରେ drawing pad figures କୁ ଏବଂ
 
|| 'static picture' ଭାବରେ drawing pad figures କୁ ଏବଂ
 +
 
|-
 
|-
 
||00:26
 
||00:26
 
|| dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା
 
|| dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା
 +
 
|-
 
|-
 
||00:31
 
||00:31
 
|| ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି
 
|| ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି
 +
 
|-
 
|-
 
||00:34
 
||00:34
 
||'''GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS'''  
 
||'''GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS'''  
 +
 
|-
 
|-
||00.39
+
||00:39
 
|| ଓ  '''Geogebra''' ଭର୍ସନ୍ 3.2.40.0.
 
|| ଓ  '''Geogebra''' ଭର୍ସନ୍ 3.2.40.0.
 +
 
|-
 
|-
 
||00:44
 
||00:44
 
|| ଏବେ ଜିଓଜେବ୍ରା ୱିଣ୍ଡୋ
 
|| ଏବେ ଜିଓଜେବ୍ରା ୱିଣ୍ଡୋ
 +
 
|-
 
|-
 
||00:48
 
||00:48
 
|| ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ
 
|| ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ
 +
 
|-
 
|-
||00.57
+
||00:57
 
|| ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ
 
|| ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:04
 
||01:04
 
|| ଯଦି Algebra''' ଓ '''Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ  'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ  uncheck କରି ବନ୍ଦ କରନ୍ତୁ   
 
|| ଯଦି Algebra''' ଓ '''Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ  'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ  uncheck କରି ବନ୍ଦ କରନ୍ତୁ   
 +
 
|-
 
|-
 
||01:16
 
||01:16
 
|| ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍  Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା
 
|| ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍  Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା
 +
 
|-
 
|-
 
||01:22
 
||01:22
 
|| Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର  drawing pad କୁ Export କରିପାରିବେ  
 
|| Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର  drawing pad କୁ Export କରିପାରିବେ  
 +
 
|-
 
|-
 
||01:32
 
||01:32
 
|| ମେନୁ ଅପସନ୍ '''File'''>>'''Export'''>>'''Graphics View as Picture''' ସିଲେକ୍ଟ କରନ୍ତୁ
 
|| ମେନୁ ଅପସନ୍ '''File'''>>'''Export'''>>'''Graphics View as Picture''' ସିଲେକ୍ଟ କରନ୍ତୁ
 +
 
|-
 
|-
 
||01:40
 
||01:40
 
|| Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ
 
|| Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
||01:48
 
||01:48
 
|| ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା
 
|| ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା
 +
 
|-
 
|-
 
||01:53
 
||01:53
 
|| ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ
 
|| ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ
 +
 
|-
 
|-
 
||01:58
 
||01:58
 
|| Save  Click କରନ୍ତୁ
 
|| Save  Click କରନ୍ତୁ
 +
 
|-
 
|-
||02.01
+
||02:01
 
|| ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ  
 
|| ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ  
 +
 
|-
 
|-
 
||02:07
 
||02:07
 
||  ଏଠାରେ ପୂର୍ବରୁ Png  File type ଅଛି, ତେଣୁ Save କ୍ଲିକ୍  କରନ୍ତୁ
 
||  ଏଠାରେ ପୂର୍ବରୁ Png  File type ଅଛି, ତେଣୁ Save କ୍ଲିକ୍  କରନ୍ତୁ
 +
 
|-
 
|-
 
||02:15
 
||02:15
 
|| ସଂକ୍ଷିପ୍ତରେ
 
|| ସଂକ୍ଷିପ୍ତରେ
 +
 
|-
 
|-
 
||02:17
 
||02:17
 
|| drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ
 
|| drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ
 +
 
|-
 
|-
 
||02:26
 
||02:26
 
|| ମେନୁ ଅପସନ୍ File'''>>'''Export'''>>'''Graphics View as Picture ସିଲେକ୍ଟ କରନ୍ତୁ
 
|| ମେନୁ ଅପସନ୍ File'''>>'''Export'''>>'''Graphics View as Picture ସିଲେକ୍ଟ କରନ୍ତୁ
 +
 
|-
 
|-
 
||02:33
 
||02:33
 
|| Format''', '''Scale''' ଓ '''Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ
 
|| Format''', '''Scale''' ଓ '''Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ
 +
 
|-
 
|-
 
||02:40
 
||02:40
 
|| ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ
 
|| ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ
 +
 
|-
 
|-
 
||02:45
 
||02:45
 
|| dynamic webpage ଭାବରେ Geogebra export କରିବା ପାଇଁ
 
|| dynamic webpage ଭାବରେ Geogebra export କରିବା ପାଇଁ
 +
 
|-
 
|-
 
||02:49
 
||02:49
 
|| ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ
 
|| ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ
 +
 
|-
 
|-
 
||02:53
 
||02:53
 
||Interior Angles.ggb
 
||Interior Angles.ggb
 +
 
|-
 
|-
||02.59
+
||02:59
 
|| ମେନୁ ଅପସନ୍ File''', '''Export''' >> '''Dynamic Worksheet as Webpage ସିଲେକ୍ଟ କରନ୍ତୁ
 
|| ମେନୁ ଅପସନ୍ File''', '''Export''' >> '''Dynamic Worksheet as Webpage ସିଲେକ୍ଟ କରନ୍ତୁ
 +
 
|-
 
|-
 
||03:09
 
||03:09
 
|| ଏକ ବକ୍ସ ଦେଖାଦେବ
 
|| ଏକ ବକ୍ସ ଦେଖାଦେବ
 +
 
|-
 
|-
 
||03:12
 
||03:12
 
|| Title, Author name ଏବଂ Date ଏଣ୍ଟର୍ କରନ୍ତୁ
 
|| Title, Author name ଏବଂ Date ଏଣ୍ଟର୍ କରନ୍ତୁ
 +
 
|-
 
|-
 
||03:18
 
||03:18
 
|| ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି
 
|| ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି
 +
 
|-
 
|-
 
||03:22
 
||03:22
 
||General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ  enter କରିପାରିବେ
 
||General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ  enter କରିପାରିବେ
 +
 
|-
 
|-
 
||03:30
 
||03:30
 
|| Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ  
 
|| Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ  
 +
 
|-
 
|-
 
||03:37
 
||03:37
 
|| ମୁଁ କିବୋର୍ଡରେ Ctrl +X  ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି
 
|| ମୁଁ କିବୋର୍ଡରେ Ctrl +X  ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି
 +
 
|-
 
|-
 
||03:43
 
||03:43
 
|| ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି
 
|| ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି
 +
 
|-
 
|-
 
||03:48
 
||03:48
Line 134: Line 170:
 
||04:08
 
||04:08
 
||ଏବେ Advanced ଟ୍ୟାବ୍ କୁ ଯିବା
 
||ଏବେ Advanced ଟ୍ୟାବ୍ କୁ ଯିବା
 +
 
|-
 
|-
 
||04:10
 
||04:10
 
||GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ  ଅପ୍ସନ୍ସ ଆଡ୍ କରେ  
 
||GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ  ଅପ୍ସନ୍ସ ଆଡ୍ କରେ  
 +
 
|-
 
|-
 
||04:18
 
||04:18
 
|| ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ
 
|| ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ
 +
 
|-
 
|-
 
||04:23
 
||04:23
 
|| ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ
 
|| ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ
 +
 
|-
 
|-
 
||04:28
 
||04:28
 
|| ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ  
 
|| ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ  
 +
 
|-
 
|-
 
||04:35
 
||04:35
 
||GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ
 
||GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ
 +
 
|-
 
|-
 
||04:45
 
||04:45
 
|| ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ
 
|| ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:56
 
||04:56
 
|| ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ  
 
|| ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ  
 +
 
|-
 
|-
 
||05:03
 
||05:03
 
|| ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ  
 
|| ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ  
 +
 
|-
 
|-
 
||05:11
 
||05:11
 
||ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ
 
||ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ
 +
 
|-
 
|-
 
||05:22
 
||05:22
 
|| ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ
 
|| ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ
 +
 
|-
 
|-
 
||05:29
 
||05:29
 
||ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ
 
||ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ
 +
 
|-
 
|-
 
||05:38
 
||05:38
|| ସଂକ୍ଷିପ୍ତରେ
+
|| ସଂକ୍ଷିପ୍ତରେ,ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ
|-
+
 
||05:39
+
|| ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ
+
 
|-
 
|-
 
||05:50
 
||05:50
 
|| Title, Text ଓ Advance  featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ
 
|| Title, Text ଓ Advance  featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ
 +
 
|-
 
|-
 
||06:01
 
||06:01
 
|| ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ
 
|| ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ
 +
 
|-
 
|-
 
||06:05
 
||06:05
 
|| ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ
 
|| ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ
 +
 
|-
 
|-
 
||06:11
 
||06:11
 
|| ଏକ ଆସାଇନମେଣ୍ଟ ଭାବେ
 
|| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
||06:13
 
||06:13
 
|| ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି  Static picture ଭାବରେ  
 
|| ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି  Static picture ଭାବରେ  
 +
 
|-
 
|-
 
||06:24
 
||06:24
|| ଏବଂ ଏକ Dynamic web page ଭାବରେ export କରନ୍ତୁ
+
|| ଏବଂ ଏକ Dynamic web page ଭାବରେ export କରନ୍ତୁ,dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ
|-
+
 
||06:25
+
|| dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ
+
 
|-
 
|-
 
||06:29
 
||06:29
 
|| ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍
 
|| ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍
 +
 
|-
 
|-
 
||06:33
 
||06:33
 
||ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
||ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
||06:36
 
||06:36
 
||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
||06:40
 
||06:40
 
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
||06.44
+
||06:44
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
||06.49
+
||06:49
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
||06.52
+
||06:52
 
|| ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ
 
|| ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ
 +
 
|-
 
|-
||06.58
+
||06:58
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||07:01
 
||07:01
 
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
||07:07
 
||07:07
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
||07:12
 
||07:12
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
 
|-
 
|-
 
 
|}
 
|}

Latest revision as of 15:06, 6 April 2017

Time Narration
00:00 ନମସ୍କାର
00:02 GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି,
00:10 ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ
00:17 ଏହି ଟ୍ୟୁଟୋରିଆଲ୍ ରେ,ଆମେ ଜିଓଜେବ୍ରାରେ 'Export feature ବିଷୟରେ ଶିଖିବା
00:22 'static picture' ଭାବରେ drawing pad figures କୁ ଏବଂ
00:26 dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା
00:31 ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:34 GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS
00:39 Geogebra ଭର୍ସନ୍ 3.2.40.0.
00:44 ଏବେ ଜିଓଜେବ୍ରା ୱିଣ୍ଡୋ
00:48 ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ
00:57 ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ
01:04 ଯଦି AlgebraSpreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ
01:16 ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା
01:22 Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ
01:32 ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ
01:40 Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ
01:48 ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା
01:53 ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ
01:58 Save Click କରନ୍ତୁ
02:01 ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ
02:07 ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ
02:15 ସଂକ୍ଷିପ୍ତରେ
02:17 drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ
02:26 ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ
02:33 Format, ScaleResolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ
02:40 ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ
02:45 dynamic webpage ଭାବରେ Geogebra export କରିବା ପାଇଁ
02:49 ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ
02:53 Interior Angles.ggb
02:59 ମେନୁ ଅପସନ୍ File, Export >> Dynamic Worksheet as Webpage ସିଲେକ୍ଟ କରନ୍ତୁ
03:09 ଏକ ବକ୍ସ ଦେଖାଦେବ
03:12 Title, Author name ଏବଂ Date ଏଣ୍ଟର୍ କରନ୍ତୁ
03:18 ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି
03:22 General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ
03:30 Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ
03:37 ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି
03:43 ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି
03:48 Move the vertices of the triangle and observe the values of the interior angles of the triangle.
03:56 ଏବେ ନିମ୍ନ construction ଯୋଗ କରନ୍ତୁ Observe what happens when A, B and C are on a straight line by dragging the vertices
04:08 ଏବେ Advanced ଟ୍ୟାବ୍ କୁ ଯିବା
04:10 GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ
04:18 ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ
04:23 ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ
04:28 ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ
04:35 GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ
04:45 ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ
04:56 ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ
05:03 ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ
05:11 ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ
05:22 ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ
05:29 ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ
05:38 ସଂକ୍ଷିପ୍ତରେ,ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ
05:50 Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ
06:01 ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ
06:05 ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ
06:11 ଏକ ଆସାଇନମେଣ୍ଟ ଭାବେ
06:13 ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ
06:24 ଏବଂ ଏକ Dynamic web page ଭାବରେ export କରନ୍ତୁ,dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ
06:29 ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍
06:33 ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:36 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:40 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:44 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:49 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:52 ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ
06:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:01 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:07 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
07:12 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep