Difference between revisions of "Geogebra/C3/Exporting-GeoGebra-Files/Oriya"
From Script | Spoken-Tutorial
(Created page with "{| border=1 | '''Time''' | '''Narration''' |- ||00:00 || ନମସ୍କାର |- ||00:02 || GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କ...") |
PoojaMoolya (Talk | contribs) |
||
Line 6: | Line 6: | ||
||00:00 | ||00:00 | ||
|| ନମସ୍କାର | || ନମସ୍କାର | ||
+ | |||
|- | |- | ||
||00:02 | ||00:02 | ||
|| GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | || GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
||00:07 | ||00:07 | ||
|| ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, | || ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, | ||
+ | |||
|- | |- | ||
||00:10 | ||00:10 | ||
|| ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ | || ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ | ||
+ | |||
|- | |- | ||
||00:17 | ||00:17 | ||
|| ଏହି ଟ୍ୟୁଟୋରିଆଲ୍ ରେ | || ଏହି ଟ୍ୟୁଟୋରିଆଲ୍ ରେ | ||
+ | |||
|- | |- | ||
||00:18 | ||00:18 | ||
|| ଆମେ ଜିଓଜେବ୍ରାରେ 'Export''' feature ବିଷୟରେ ଶିଖିବା | || ଆମେ ଜିଓଜେବ୍ରାରେ 'Export''' feature ବିଷୟରେ ଶିଖିବା | ||
+ | |||
|- | |- | ||
||00:22 | ||00:22 | ||
|| 'static picture' ଭାବରେ drawing pad figures କୁ ଏବଂ | || 'static picture' ଭାବରେ drawing pad figures କୁ ଏବଂ | ||
+ | |||
|- | |- | ||
||00:26 | ||00:26 | ||
|| dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା | || dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା | ||
+ | |||
|- | |- | ||
||00:31 | ||00:31 | ||
|| ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି | || ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି | ||
+ | |||
|- | |- | ||
||00:34 | ||00:34 | ||
||'''GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS''' | ||'''GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS''' | ||
+ | |||
|- | |- | ||
− | ||00 | + | ||00:39 |
|| ଓ '''Geogebra''' ଭର୍ସନ୍ 3.2.40.0. | || ଓ '''Geogebra''' ଭର୍ସନ୍ 3.2.40.0. | ||
+ | |||
|- | |- | ||
||00:44 | ||00:44 | ||
|| ଏବେ ଜିଓଜେବ୍ରା ୱିଣ୍ଡୋ | || ଏବେ ଜିଓଜେବ୍ରା ୱିଣ୍ଡୋ | ||
+ | |||
|- | |- | ||
||00:48 | ||00:48 | ||
|| ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ | || ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ | ||
+ | |||
|- | |- | ||
− | ||00 | + | ||00:57 |
|| ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ | || ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:04 | ||01:04 | ||
|| ଯଦି Algebra''' ଓ '''Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ | || ଯଦି Algebra''' ଓ '''Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ | ||
+ | |||
|- | |- | ||
||01:16 | ||01:16 | ||
|| ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା | || ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା | ||
+ | |||
|- | |- | ||
||01:22 | ||01:22 | ||
|| Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ | || Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ | ||
+ | |||
|- | |- | ||
||01:32 | ||01:32 | ||
|| ମେନୁ ଅପସନ୍ '''File'''>>'''Export'''>>'''Graphics View as Picture''' ସିଲେକ୍ଟ କରନ୍ତୁ | || ମେନୁ ଅପସନ୍ '''File'''>>'''Export'''>>'''Graphics View as Picture''' ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||01:40 | ||01:40 | ||
|| Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ | || Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||01:48 | ||01:48 | ||
|| ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା | || ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା | ||
+ | |||
|- | |- | ||
||01:53 | ||01:53 | ||
|| ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ | || ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ | ||
+ | |||
|- | |- | ||
||01:58 | ||01:58 | ||
|| Save Click କରନ୍ତୁ | || Save Click କରନ୍ତୁ | ||
+ | |||
|- | |- | ||
− | ||02 | + | ||02:01 |
|| ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ | || ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:07 | ||02:07 | ||
|| ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ | || ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:15 | ||02:15 | ||
|| ସଂକ୍ଷିପ୍ତରେ | || ସଂକ୍ଷିପ୍ତରେ | ||
+ | |||
|- | |- | ||
||02:17 | ||02:17 | ||
|| drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ | || drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ | ||
+ | |||
|- | |- | ||
||02:26 | ||02:26 | ||
|| ମେନୁ ଅପସନ୍ File'''>>'''Export'''>>'''Graphics View as Picture ସିଲେକ୍ଟ କରନ୍ତୁ | || ମେନୁ ଅପସନ୍ File'''>>'''Export'''>>'''Graphics View as Picture ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:33 | ||02:33 | ||
|| Format''', '''Scale''' ଓ '''Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ | || Format''', '''Scale''' ଓ '''Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ | ||
+ | |||
|- | |- | ||
||02:40 | ||02:40 | ||
|| ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ | || ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ | ||
+ | |||
|- | |- | ||
||02:45 | ||02:45 | ||
|| dynamic webpage ଭାବରେ Geogebra export କରିବା ପାଇଁ | || dynamic webpage ଭାବରେ Geogebra export କରିବା ପାଇଁ | ||
+ | |||
|- | |- | ||
||02:49 | ||02:49 | ||
|| ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ | || ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ | ||
+ | |||
|- | |- | ||
||02:53 | ||02:53 | ||
||Interior Angles.ggb | ||Interior Angles.ggb | ||
+ | |||
|- | |- | ||
− | ||02 | + | ||02:59 |
|| ମେନୁ ଅପସନ୍ File''', '''Export''' >> '''Dynamic Worksheet as Webpage ସିଲେକ୍ଟ କରନ୍ତୁ | || ମେନୁ ଅପସନ୍ File''', '''Export''' >> '''Dynamic Worksheet as Webpage ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:09 | ||03:09 | ||
|| ଏକ ବକ୍ସ ଦେଖାଦେବ | || ଏକ ବକ୍ସ ଦେଖାଦେବ | ||
+ | |||
|- | |- | ||
||03:12 | ||03:12 | ||
|| Title, Author name ଏବଂ Date ଏଣ୍ଟର୍ କରନ୍ତୁ | || Title, Author name ଏବଂ Date ଏଣ୍ଟର୍ କରନ୍ତୁ | ||
+ | |||
|- | |- | ||
||03:18 | ||03:18 | ||
|| ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି | || ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି | ||
+ | |||
|- | |- | ||
||03:22 | ||03:22 | ||
||General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ | ||General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ | ||
+ | |||
|- | |- | ||
||03:30 | ||03:30 | ||
|| Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ | || Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ | ||
+ | |||
|- | |- | ||
||03:37 | ||03:37 | ||
|| ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି | || ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି | ||
+ | |||
|- | |- | ||
||03:43 | ||03:43 | ||
|| ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି | || ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି | ||
+ | |||
|- | |- | ||
||03:48 | ||03:48 | ||
Line 134: | Line 174: | ||
||04:08 | ||04:08 | ||
||ଏବେ Advanced ଟ୍ୟାବ୍ କୁ ଯିବା | ||ଏବେ Advanced ଟ୍ୟାବ୍ କୁ ଯିବା | ||
+ | |||
|- | |- | ||
||04:10 | ||04:10 | ||
||GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ | ||GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ | ||
+ | |||
|- | |- | ||
||04:18 | ||04:18 | ||
|| ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ | || ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ | ||
+ | |||
|- | |- | ||
||04:23 | ||04:23 | ||
|| ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ | || ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ | ||
+ | |||
|- | |- | ||
||04:28 | ||04:28 | ||
|| ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ | || ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ | ||
+ | |||
|- | |- | ||
||04:35 | ||04:35 | ||
||GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ | ||GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ | ||
+ | |||
|- | |- | ||
||04:45 | ||04:45 | ||
|| ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ | || ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||04:56 | ||04:56 | ||
|| ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ | || ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ | ||
+ | |||
|- | |- | ||
||05:03 | ||05:03 | ||
|| ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ | || ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ | ||
+ | |||
|- | |- | ||
||05:11 | ||05:11 | ||
||ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ | ||ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ | ||
+ | |||
|- | |- | ||
||05:22 | ||05:22 | ||
|| ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ | || ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ | ||
+ | |||
|- | |- | ||
||05:29 | ||05:29 | ||
||ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ | ||ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ | ||
+ | |||
|- | |- | ||
||05:38 | ||05:38 | ||
− | || ସଂକ୍ଷିପ୍ତରେ | + | || ସଂକ୍ଷିପ୍ତରେ,ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ |
− | + | ||
− | + | ||
− | + | ||
|- | |- | ||
||05:50 | ||05:50 | ||
|| Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ | || Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ | ||
+ | |||
|- | |- | ||
||06:01 | ||06:01 | ||
|| ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ | || ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ | ||
+ | |||
|- | |- | ||
||06:05 | ||06:05 | ||
|| ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ | || ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ | ||
+ | |||
|- | |- | ||
||06:11 | ||06:11 | ||
|| ଏକ ଆସାଇନମେଣ୍ଟ ଭାବେ | || ଏକ ଆସାଇନମେଣ୍ଟ ଭାବେ | ||
+ | |||
|- | |- | ||
||06:13 | ||06:13 | ||
|| ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ | || ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ | ||
+ | |||
|- | |- | ||
||06:24 | ||06:24 | ||
− | || ଏବଂ ଏକ Dynamic web page ଭାବରେ export କରନ୍ତୁ | + | || ଏବଂ ଏକ Dynamic web page ଭାବରେ export କରନ୍ତୁ,dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ |
− | + | ||
− | + | ||
− | + | ||
|- | |- | ||
||06:29 | ||06:29 | ||
|| ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍ | || ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍ | ||
+ | |||
|- | |- | ||
||06:33 | ||06:33 | ||
||ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
||06:36 | ||06:36 | ||
||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
||06:40 | ||06:40 | ||
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | ||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | ||
+ | |||
|- | |- | ||
||06.44 | ||06.44 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
− | ||06 | + | ||06:49 |
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | || ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
− | ||06 | + | ||06:52 |
|| ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ | || ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ | ||
+ | |||
|- | |- | ||
− | ||06 | + | ||06:58 |
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
||07:01 | ||07:01 | ||
||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
||07:07 | ||07:07 | ||
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) | || ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) | ||
+ | |||
|- | |- | ||
||07:12 | ||07:12 | ||
− | ||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | ||ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |
− | ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ | + | |
|- | |- | ||
− | |||
|} | |} |
Revision as of 15:02, 6 April 2017
Time | Narration |
00:00 | ନମସ୍କାର |
00:02 | GeoGebraରେ Export feature ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଯଦି ଆପଣ ପ୍ରଥମଥର ପାଇଁ ଜିଓଜେବ୍ରା ବ୍ୟବହାର କରୁଛନ୍ତି, |
00:10 | ତେବେ ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ରେ ଥିବା “ଜିଓଜେବ୍ରାର ପରିଚୟ” କୁ ଦେଖନ୍ତୁ |
00:17 | ଏହି ଟ୍ୟୁଟୋରିଆଲ୍ ରେ |
00:18 | ଆମେ ଜିଓଜେବ୍ରାରେ 'Export feature ବିଷୟରେ ଶିଖିବା |
00:22 | 'static picture' ଭାବରେ drawing pad figures କୁ ଏବଂ |
00:26 | dynamic HTML webpage ଭାବରେ ଜିଓଜେବ୍ରା ଫାଇଲ୍ କୁ export କରିବା |
00:31 | ଜିଓଜେବ୍ରା ଆରମ୍ଭ କରିବା ପାଇଁ, ମୁଁ ବ୍ୟବହାର କରୁଛି |
00:34 | GNU/Linux ଅପରେଟିଙ୍ଗ୍ ସିଷ୍ଟମ୍ ଉବୁଣ୍ଟୁ ଭରସନ୍ 10.04 LTS |
00:39 | ଓ Geogebra ଭର୍ସନ୍ 3.2.40.0. |
00:44 | ଏବେ ଜିଓଜେବ୍ରା ୱିଣ୍ଡୋ |
00:48 | ମେନୁ ଅପ୍ସନ ରେ ଥିବା File ଏବଂ Open ସିଲେକ୍ଟ କରି ଆପଣ ତିଆରି କରିସାରିଥିବା ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ |
00:57 | ConcentricCircles.ggb ସିଲେକ୍ଟ କରି ଓପନ୍ କ୍ଲିକ୍ କରନ୍ତୁ |
01:04 | ଯଦି Algebra ଓ Spreadsheet Views' ଖୋଲା ଥାଏ, ତେବେ ଅପସନ୍ ମେନ୍ୟୁରୁ 'View ସିଲେକ୍ଟ କରନ୍ତୁ ଏବଂ ଅପସନ୍ ଗୁଡିକୁ uncheck କରି ବନ୍ଦ କରନ୍ତୁ |
01:16 | ଆମେ ଗ୍ରାଫିକ୍ ଭ୍ୟୁ ଟୁଲ୍ Move କୁ ବ୍ୟବହର କରି drawing pad ଅବଜେକ୍ଟଗୁଡିକୁ ବଦଳାଇ ପାରିବା |
01:22 | Export ପାଇଁ ଅବଜେକ୍ଟଗୁଡିକୁ ସିଲେକ୍ଟ କରିପାରନ୍ତି, କିମ୍ୱା ଯଦି ଆପଣ ଅବଜେକ୍ଟଗୁଡିକୁ ସିଲେକ୍ଟ କରୁନାହାଁନ୍ତି ତେବେ ସମଗ୍ର drawing pad କୁ Export କରିପାରିବେ |
01:32 | ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ |
01:40 | Png ସିଲେକ୍ଟ କରି, export ପାଇଁ ଫାଇଲ୍ ର ଫରମାଟ୍ ସିଲେକ୍ଟ କରନ୍ତୁ |
01:48 | ଏଠାରେ ସ୍କେଲ୍ ବଦଳାଯାଇପାରିବ, ଆମେ default values ଅପରିବର୍ତ୍ତିତ ରଖିବା |
01:53 | ଏଠାରେ ଆପଣ Resolutionକୁ ବଢାଇ କିମ୍ୱା କମାଇ ପାରିବେ |
01:58 | Save Click କରନ୍ତୁ |
02:01 | ଏଠାରେ ଫୋଲଡର୍ ନାମ ସିଲେକ୍ଟ କରନ୍ତୁ, ଫାଇଲ୍ର ନାମ ସିଲେକ୍ଟ କରନ୍ତୁ |
02:07 | ଏଠାରେ ପୂର୍ବରୁ Png File type ଅଛି, ତେଣୁ Save କ୍ଲିକ୍ କରନ୍ତୁ |
02:15 | ସଂକ୍ଷିପ୍ତରେ |
02:17 | drawing padରୁ ଅବଜେକ୍ଟଗୁଡିକୁ ସିଲେକ୍ଟ କରନ୍ତୁ କିମ୍ୱା ସମଗ୍ର drawing padକୁ export କରିବା ପାଇଁ ଏହାକୁ ସିଲେକ୍ଟ ନକରି ଛାଡିଦିଅନ୍ତୁ |
02:26 | ମେନୁ ଅପସନ୍ File>>Export>>Graphics View as Picture ସିଲେକ୍ଟ କରନ୍ତୁ |
02:33 | Format, Scale ଓ Resolution ଚୟନ କରନ୍ତୁ ଏବଂ exported ଫାଇଲ୍ save କରନ୍ତୁ |
02:40 | ଏବେ ଅଧ୍ୟାୟର ଦ୍ୱିତୀୟ ଭାଗ |
02:45 | dynamic webpage ଭାବରେ Geogebra export କରିବା ପାଇଁ |
02:49 | ପ୍ରଥମେ ଏକ GeoGebra ଫାଇଲ୍ ଖୋଲନ୍ତୁ, ଉଦାହରଣସ୍ୱରୂପ |
02:53 | Interior Angles.ggb |
02:59 | ମେନୁ ଅପସନ୍ File, Export >> Dynamic Worksheet as Webpage ସିଲେକ୍ଟ କରନ୍ତୁ |
03:09 | ଏକ ବକ୍ସ ଦେଖାଦେବ |
03:12 | Title, Author name ଏବଂ Date ଏଣ୍ଟର୍ କରନ୍ତୁ |
03:18 | ଏଠାରେ General ଓ Advanced ନାମରେ ଦୁଇଟି tabs ଅଛି |
03:22 | General tabରେ, Construction ଉପରେ ଓ ତଳେ, ଆପଣ ଚାହୁଁଥିବା text କୁ enter କରିପାରିବେ |
03:30 | Construction ଉପରେ ଦେଖାଯିବାପାଇଁ ଏହି text କୁ ଯୋଗ କରନ୍ତୁ |
03:37 | ମୁଁ କିବୋର୍ଡରେ Ctrl +X ପ୍ରେସ୍ କରି ସୂଚନାକୁ cut ଏବଂ paste କରିବି |
03:43 | ତା’ପରେ keyboardରେ ଆଉଥରେ Ctrl+V ପ୍ରେସ୍ କରିବି |
03:48 | Move the vertices of the triangle and observe the values of the interior angles of the triangle. |
03:56 | ଏବେ ନିମ୍ନ construction ଯୋଗ କରନ୍ତୁ Observe what happens when A, B and C are on a straight line by dragging the vertices |
04:08 | ଏବେ Advanced ଟ୍ୟାବ୍ କୁ ଯିବା |
04:10 | GeoGebra ପେଜ୍ ର ଅଂଶ ଭାବରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନେକ ଚେକ୍ ବକ୍ସଗୁଡିକ ରହିଛି, ଯାହା GeoGebraର ଫିଚର୍ସ ଓ ଅପ୍ସନ୍ସ ଆଡ୍ କରେ |
04:18 | ୱେବ୍ ପେଜ୍ ରେ right-click ଫିଚର୍ସ ଏନାବଲ୍ କରିବାକୁ ଏହାକୁ ଚେକ୍ କରନ୍ତୁ |
04:23 | ମୁଭିଙ୍ଗ୍ ଲେବଲ୍ ଏନାବଲ୍ ପାଇଁ ଏହାକୁ ଚେକ୍ କରନ୍ତୁ |
04:28 | ମୂଳ ସ୍ଥାନକୁ construction ରିସେଟ୍ କରିବା ପାଇଁ ଏକ ଆଇକନ୍ ରଖିବାକୁ ଏହାକୁ ଚେକ୍ କରନ୍ତୁ |
04:35 | GeoGebra webpage ଉପରେ ଡବଲ୍ କ୍ଲିକ୍ କଲେ, ଆପଣଙ୍କ କମ୍ପ୍ୟୁଟର୍ ରେ GeoGebra ଆପ୍ଲିକେଶନ୍ ୱିଣ୍ଡୋ ଯଦି ଆପଣ ଖୋଲିବାକୁ ଚାହୁଁଛନ୍ତି, ତେବେ ଏହାକୁ ଚେକ୍ କରନ୍ତୁ |
04:45 | ଯଦି ଆପଣ ନିଜ ୱେବ୍ ପେଜ୍ ରେ menu bar, tool bar ଓ input bar କିମ୍ୱା Save ଓ Print ଫିଚର୍ସଗୁଡିକୁ ଦେଖାଇବାକୁ ଚାହୁଁଛନ୍ତି , ତେବେ ଏଠାରେ ଥିବା ଉପଯୁକ୍ତ ବକ୍ସଗୁଡିକୁ ସିଲେକ୍ଟ କରନ୍ତୁ |
04:56 | ୱେବ୍ ପେଜ୍ ରେ ଦେଖାଯାଉଥିବା GeoGebra ୱିଣ୍ଡୋର Width ଓ Heightକୁ ଆପଣ ଏଠାରେ ବଦଳାଇ ପାରିବେ |
05:03 | ବ୍ରାଉଜର୍ ରେ ଦେଖିବା ପାଇଁ Export ସିଲେକ୍ଟ କରନ୍ତୁ ଏବଂ html ଫାଇଲ୍ ଭାବରେ ଏହାକୁ ସେଭ୍ କରନ୍ତୁ |
05:11 | ଯେହେତୁ ମୁଁ Firefox web browser ବ୍ୟବହାର କରୁଛି, ମୁଁ ଏକ୍ସପୋର୍ଟ କରିବା ମାତ୍ରେ ଏହା ଖୋଲିବ |
05:22 | ଆପଣ Construction ତଳ ସମେତ ଉପରେ ଥିବା ଟେକ୍ସଟ୍ କୁ ଦେଖିପାରିବେ |
05:29 | ଏହା ଏକ ଡାଇନାମିକ୍ ୱେବ୍ ପେଜ୍ ହୋଇଥିବାରୁ ଆପଣ କୋଣଗୁଡ଼ିକୁ ଘୁଞ୍ଚାଇବା ସହ ଆକୃତିରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ |
05:38 | ସଂକ୍ଷିପ୍ତରେ,ଆପଣ ପୂର୍ବରୁ ତିଆରି କରିଥିବା ଏକ ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ, ମେନୁ ଅପସନ୍ File >>Export >> Dynamic Worksheet as webpage ସିଲେକ୍ଟ କରନ୍ତୁ |
05:50 | Title, Text ଓ Advance featuresକୁ ଚୟନ କରନ୍ତୁ ଏବଂ ୱେବ୍ ପେଜ୍, html ଫାଇଲ୍ ଭାବରେ ଆପଣଙ୍କର ଜିଓଜେବ୍ରା ଫାଇଲ୍କୁ export କରନ୍ତୁ |
06:01 | ଏକ ୱେବ୍ ବ୍ରାଉଜର୍ ବ୍ୟବହାର କରି html ଫାଇଲ୍ ଦେଖନ୍ତୁ |
06:05 | ଏକ ୱେବ୍ ବ୍ରାଉଜର୍ ରେ କାମ କରିବାକୁ ଜିଓଜେବ୍ରା ପାଇଁ ଜାଭା install କରିବାକୁ ପଡିପାରେ |
06:11 | ଏକ ଆସାଇନମେଣ୍ଟ ଭାବେ |
06:13 | ଯେକୌଣସି ଜିଓଜେବ୍ରା ଫାଇଲ୍ ଖୋଲନ୍ତୁ ଏବଂ ନିର୍ଦ୍ଦିଷ୍ଟ ଅବଜେକ୍ଟ କିମ୍ୱା ସମ୍ପୂର୍ଣ୍ଣ ଡ୍ରଇଙ୍ଗ୍ ପ୍ୟାଡ୍ ସିଲେକ୍ଟ କରି Static picture ଭାବରେ |
06:24 | ଏବଂ ଏକ Dynamic web page ଭାବରେ export କରନ୍ତୁ,dynamic web pageରେ ନିମ୍ନ ଫିଚର୍ସ ଅନ୍ତର୍ଭୁକ୍ତ କରନ୍ତୁ |
06:29 | ରିସେଟ୍ ଅପ୍ସନ୍ ଓ ଟୁଲ୍ ବାର୍ ଅପ୍ସନ୍ |
06:33 | ନିମ୍ନଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:36 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:40 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06.44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:49 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:52 | ଅଧିକ ବିବରଣୀ ପାଇଁ, ଦୟାକରି ଏହି email address ରେ ଯୋଗାଯୋଗ କରନ୍ତୁ |
06:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:01 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:07 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
07:12 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |