Difference between revisions of "Geogebra/C3/Tangents-to-a-circle/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:00 |ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍...") |
PoojaMoolya (Talk | contribs) |
||
Line 6: | Line 6: | ||
|00:00 | |00:00 | ||
|ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
|ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଅଙ୍କନ କରିପାରିବେ, ଟ୍ୟାଞ୍ଜେଣ୍ଟର ଗୁଣଗୁଡ଼ିକ ବୁଝିପାରିବେ | |ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଅଙ୍କନ କରିପାରିବେ, ଟ୍ୟାଞ୍ଜେଣ୍ଟର ଗୁଣଗୁଡ଼ିକ ବୁଝିପାରିବେ | ||
+ | |||
|- | |- | ||
|00:17 | |00:17 | ||
| ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି | | ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି | ||
+ | |||
|- | |- | ||
|00:22 | |00:22 | ||
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org | ||
+ | |||
|- | |- | ||
|00:27 | |00:27 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Linux OS''' Version 11.10 '''Geogebra''' Version 3.2.47.0 | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Linux OS''' Version 11.10 '''Geogebra''' Version 3.2.47.0 | ||
+ | |||
|- | |- | ||
|00:41 | |00:41 | ||
− | |ଆମେ ନିମ୍ନ ଜିଓଜେବ୍ରା ଟୁଲ୍ ବ୍ୟବହାର କରିବା : | + | |ଆମେ ନିମ୍ନ ଜିଓଜେବ୍ରା ଟୁଲ୍ ବ୍ୟବହାର କରିବା :.Tangents .Perpendicular Bisector.Intersect two Objects.Compass.Polygon ଓ.Circle with Center and Radius. |
− | + | ||
− | + | ||
− | + | ||
− | + | ||
− | + | ||
− | + | ||
|- | |- | ||
|00:58 | |00:58 | ||
|ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ | |ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ | ||
+ | |||
|- | |- | ||
|01:01 | |01:01 | ||
| '''Dash home''', '''Media Apps''' ଉପରେ କ୍ଲିକ୍ କରନ୍ତୁ. ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ | | '''Dash home''', '''Media Apps''' ଉପରେ କ୍ଲିକ୍ କରନ୍ତୁ. ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ | ||
+ | |||
|- | |- | ||
|01:13 | |01:13 | ||
|ବର୍ତ୍ତମାନ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ର ସଂଜ୍ଞା ନିରୂପଣ କରିବା | |ବର୍ତ୍ତମାନ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ର ସଂଜ୍ଞା ନିରୂପଣ କରିବା | ||
+ | |||
|- | |- | ||
|01:16 | |01:16 | ||
|"ଟ୍ୟାଞ୍ଜେଣ୍ଟ ହେଉଛି ବୃତ୍ତକୁ କେବଳ ଗୋଟିଏ ପଏଣ୍ଟରେ ସ୍ପର୍ଶ କରୁଥିବା ଏକ ସରଳରେଖା’’ | |"ଟ୍ୟାଞ୍ଜେଣ୍ଟ ହେଉଛି ବୃତ୍ତକୁ କେବଳ ଗୋଟିଏ ପଏଣ୍ଟରେ ସ୍ପର୍ଶ କରୁଥିବା ଏକ ସରଳରେଖା’’ | ||
+ | |||
|- | |- | ||
|01:22 | |01:22 | ||
|ସ୍ପର୍ଶ କରୁଥିବା ପଏଣ୍ଟକୁ ‘‘ପଏଣ୍ଟ ଅଫ୍ ଟ୍ୟାଞ୍ଜେନ୍ସୀ’’ କୁହାଯାଏ | |ସ୍ପର୍ଶ କରୁଥିବା ପଏଣ୍ଟକୁ ‘‘ପଏଣ୍ଟ ଅଫ୍ ଟ୍ୟାଞ୍ଜେନ୍ସୀ’’ କୁହାଯାଏ | ||
+ | |||
|- | |- | ||
|01:27 | |01:27 | ||
|ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ "Axes", ବଦଳରେ ‘'''Grid''' layout ବ୍ୟବହାର କରିବି, ଡ୍ରଇଂ ପ୍ୟାଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | |ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ "Axes", ବଦଳରେ ‘'''Grid''' layout ବ୍ୟବହାର କରିବି, ଡ୍ରଇଂ ପ୍ୟାଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:35 | |01:35 | ||
| '''Axes'''କୁ, Uncheck କରନ୍ତୁ '''Grid''' ଚୟନ କରନ୍ତୁ | | '''Axes'''କୁ, Uncheck କରନ୍ତୁ '''Grid''' ଚୟନ କରନ୍ତୁ | ||
+ | |||
|- | |- | ||
|01:39 | |01:39 | ||
| ଏକ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଡ୍ର କରିବା ପାଇଁ | | ଏକ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଡ୍ର କରିବା ପାଇଁ | ||
+ | |||
|- | |- | ||
|01:42 | |01:42 | ||
|ପ୍ରଥମେ ଏକ ସର୍କଲ୍ ଡ୍ର କରନ୍ତୁ | |ପ୍ରଥମେ ଏକ ସର୍କଲ୍ ଡ୍ର କରନ୍ତୁ | ||
+ | |||
|- | |- | ||
|01:45 | |01:45 | ||
|ଟୁଲ୍ ବାର୍ ରୁ '''Circle with Center and Radius''' ଟୁଲ୍ ଚୟନ କରନ୍ତୁ | |ଟୁଲ୍ ବାର୍ ରୁ '''Circle with Center and Radius''' ଟୁଲ୍ ଚୟନ କରନ୍ତୁ | ||
+ | |||
|- | |- | ||
|01:49 | |01:49 | ||
|ଡ୍ରଇଂ ପ୍ୟାଡ୍ ଉପରେ ଏକ ପଏଣ୍ଟ 'A' ମାର୍କ କରନ୍ତୁ | |ଡ୍ରଇଂ ପ୍ୟାଡ୍ ଉପରେ ଏକ ପଏଣ୍ଟ 'A' ମାର୍କ କରନ୍ତୁ | ||
+ | |||
|- | |- | ||
|01:52 | |01:52 | ||
− | |ଗୋଟିଏ ଡାଏଲଗ୍ ବକ୍ସ ଓପନ୍ ହେବ | + | |ଗୋଟିଏ ଡାଏଲଗ୍ ବକ୍ସ ଓପନ୍ ହେବ,ରେଡିୟସ୍ ପାଇଁ ଭାଲ୍ୟୁ '''3''' ଟାଇପ୍ କରନ୍ତୁ, 'OK''' କ୍ଲିକ୍ କରନ୍ତୁ |
− | + | ||
− | + | ||
− | + | ||
|- | |- | ||
|01:58 | |01:58 | ||
|ସେଣ୍ଟର ''A''ଏବଂ '3' ସେଣ୍ଟିମିଟର ରେଡିୟସ୍ ଥିବା ଏକ ସର୍କଲ ଡ୍ର ହୋଇଛି | |ସେଣ୍ଟର ''A''ଏବଂ '3' ସେଣ୍ଟିମିଟର ରେଡିୟସ୍ ଥିବା ଏକ ସର୍କଲ ଡ୍ର ହୋଇଛି | ||
+ | |||
|- | |- | ||
|02:04 | |02:04 | ||
|ପଏଣ୍ଟ ''A'' ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ଯେ ସର୍କଲରେ ସମାନ ରେଡିୟସ୍ ରହିଛି | |ପଏଣ୍ଟ ''A'' ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ଯେ ସର୍କଲରେ ସମାନ ରେଡିୟସ୍ ରହିଛି | ||
+ | |||
|- | |- | ||
|02:09 | |02:09 | ||
| '''New Point'''ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସର୍କଲ୍ ବାହାରେ ଏକ ପଏଣ୍ଟ ''B'' ମାର୍କ କରନ୍ତୁ | | '''New Point'''ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସର୍କଲ୍ ବାହାରେ ଏକ ପଏଣ୍ଟ ''B'' ମାର୍କ କରନ୍ତୁ | ||
+ | |||
|- | |- | ||
|02:15 | |02:15 | ||
| '''Segment between Two Points''' ଟୁଲ୍ ଚୟନ କରନ୍ତୁ. ପଏଣ୍ଟ '''A''' ଏବଂ '''B'''ଜଏଣ୍ଟ କରନ୍ତୁ । segment '''AB''' ଡ୍ର ହୋଇଛି | | '''Segment between Two Points''' ଟୁଲ୍ ଚୟନ କରନ୍ତୁ. ପଏଣ୍ଟ '''A''' ଏବଂ '''B'''ଜଏଣ୍ଟ କରନ୍ତୁ । segment '''AB''' ଡ୍ର ହୋଇଛି | ||
+ | |||
|- | |- | ||
|02:25 | |02:25 | ||
| '''Perpendicular Bisector''' ଟୁଲ୍ ଚୟନ କରନ୍ତୁ . '''A'''ଏବଂ '''B'' ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . segment '''AB''' ପ୍ରତି Perpendicular bisector ଡ୍ର ହୋଇଛି | | '''Perpendicular Bisector''' ଟୁଲ୍ ଚୟନ କରନ୍ତୁ . '''A'''ଏବଂ '''B'' ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . segment '''AB''' ପ୍ରତି Perpendicular bisector ଡ୍ର ହୋଇଛି | ||
+ | |||
|- | |- | ||
|02:37 | |02:37 | ||
|Segment '''AB''' ଏବଂ perpendicular bisector ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି. '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |Segment '''AB''' ଏବଂ perpendicular bisector ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି. '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:44 | |02:44 | ||
|ଇଣ୍ଟରସେକସନ୍ ପଏଣ୍ଟକୁ ''C' ଭାବରେ ମାର୍କ କରନ୍ତୁ. ପଏଣ୍ଟ ''B'' ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ ''B'''ସହ perpendicular bisector ଏବଂ point '''C''' ମୁଭ୍ କରୁଛନ୍ତି | |ଇଣ୍ଟରସେକସନ୍ ପଏଣ୍ଟକୁ ''C' ଭାବରେ ମାର୍କ କରନ୍ତୁ. ପଏଣ୍ଟ ''B'' ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ ''B'''ସହ perpendicular bisector ଏବଂ point '''C''' ମୁଭ୍ କରୁଛନ୍ତି | ||
+ | |||
|- | |- | ||
|02:59 | |02:59 | ||
|''AB''ର ମିଡ୍ ପଏଣ୍ଟ ''C'' ବୋଲି କିପରି ଭେରିଫାଏ କରିବେ? | |''AB''ର ମିଡ୍ ପଏଣ୍ଟ ''C'' ବୋଲି କିପରି ଭେରିଫାଏ କରିବେ? | ||
+ | |||
|- | |- | ||
|03:02 | |03:02 | ||
| '''Distance''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''A''' , '''C''', '''C''' ,'''B''' ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . ଦେଖନ୍ତୁ ଯେ '''AC''' = '''CB''' ଦର୍ଶାଉଛି ଯେ '''C''' ହେଉଛି '''AB''ର ମିଡ୍ ପଏଣ୍ଟ'. | | '''Distance''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''A''' , '''C''', '''C''' ,'''B''' ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . ଦେଖନ୍ତୁ ଯେ '''AC''' = '''CB''' ଦର୍ଶାଉଛି ଯେ '''C''' ହେଉଛି '''AB''ର ମିଡ୍ ପଏଣ୍ଟ'. | ||
+ | |||
|- | |- | ||
|03:20 | |03:20 | ||
|ଟୁଲ୍ ବାର୍ ରୁ '''Compass''' ଟୁଲ୍ ସିଲେକ୍ଟ କରନ୍ତୁ, '''C''', '''B''' ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ '''C''' ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ | |ଟୁଲ୍ ବାର୍ ରୁ '''Compass''' ଟୁଲ୍ ସିଲେକ୍ଟ କରନ୍ତୁ, '''C''', '''B''' ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ '''C''' ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:30 | |03:30 | ||
|ଦୁଇଟି ସର୍କଲ୍ ଦୁଇଟି ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି | |ଦୁଇଟି ସର୍କଲ୍ ଦୁଇଟି ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି | ||
+ | |||
|- | |- | ||
|03:33 | |03:33 | ||
| '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''D''' ଏବଂ '''E'''କୁ ଇଣ୍ଟରସେକସନ୍ ପଏଣ୍ଟ ଭାବରେ ମାର୍କ କରନ୍ତୁ | | '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''D''' ଏବଂ '''E'''କୁ ଇଣ୍ଟରସେକସନ୍ ପଏଣ୍ଟ ଭାବରେ ମାର୍କ କରନ୍ତୁ | ||
+ | |||
|- | |- | ||
|03:42 | |03:42 | ||
| '''Segment between Two Points''' ଟୁଲ୍ ଚୟନ କରନ୍ତୁ | | '''Segment between Two Points''' ଟୁଲ୍ ଚୟନ କରନ୍ତୁ | ||
+ | |||
|- | |- | ||
|03:45 | |03:45 | ||
| '''B''', '''D''' ଏବଂ '''B''' , '''E''' ପଏଣ୍ଟଗୁଡ଼ିକୁ ଜଏଣ୍ଟ କରନ୍ତୁ | | '''B''', '''D''' ଏବଂ '''B''' , '''E''' ପଏଣ୍ଟଗୁଡ଼ିକୁ ଜଏଣ୍ଟ କରନ୍ତୁ | ||
+ | |||
|- | |- | ||
|03:53 | |03:53 | ||
|Segment '''BD''' ଏବଂ '''BE''' circle '''c''' ପ୍ରତି ଟ୍ୟାଞ୍ଜେଣ୍ଟ | |Segment '''BD''' ଏବଂ '''BE''' circle '''c''' ପ୍ରତି ଟ୍ୟାଞ୍ଜେଣ୍ଟ | ||
+ | |||
|- | |- | ||
|03:59 | |03:59 | ||
| ସର୍କଲ୍ ପ୍ରତି ଏହି ଟ୍ୟାଞ୍ଜେଣ୍ଟଗୁଡ଼ିକର କେତେକ ପ୍ରପର୍ଟି ବିଷୟରେ ଜାଣିବା | | ସର୍କଲ୍ ପ୍ରତି ଏହି ଟ୍ୟାଞ୍ଜେଣ୍ଟଗୁଡ଼ିକର କେତେକ ପ୍ରପର୍ଟି ବିଷୟରେ ଜାଣିବା | ||
+ | |||
|- | |- | ||
|04:05 | |04:05 | ||
| '''Segment between Two Points''' ଟୁଲ୍ ଚୟନ କରନ୍ତୁ | | '''Segment between Two Points''' ଟୁଲ୍ ଚୟନ କରନ୍ତୁ | ||
+ | |||
|- | |- | ||
|04:08 | |04:08 | ||
| '''A''', '''D''' ଏବଂ '''A''', '''E''' ପଏଣ୍ଟଗୁଡ଼ିକ ଜଏଣ୍ଟ କରନ୍ତୁ | | '''A''', '''D''' ଏବଂ '''A''', '''E''' ପଏଣ୍ଟଗୁଡ଼ିକ ଜଏଣ୍ଟ କରନ୍ତୁ | ||
+ | |||
|- | |- | ||
|04:14 | |04:14 | ||
|ତ୍ରିଭୁଜ '''ADB''' ଏବଂ '''ABE'''ରେ, segment '''AD'''= segment '''AE''' (circle 'c'ର ବ୍ୟାସାର୍ଦ୍ଧ) | |ତ୍ରିଭୁଜ '''ADB''' ଏବଂ '''ABE'''ରେ, segment '''AD'''= segment '''AE''' (circle 'c'ର ବ୍ୟାସାର୍ଦ୍ଧ) | ||
'''Algebra View''' ରୁ ଦେଖିବା ଯେ segment '''AD'''= segment '''AE'''. | '''Algebra View''' ରୁ ଦେଖିବା ଯେ segment '''AD'''= segment '''AE'''. | ||
+ | |||
|- | |- | ||
|04:34 | |04:34 | ||
|'''∠ADB'''= '''∠BEA''', ସର୍କଲ୍ ''d''ର ସେମିସର୍କଲ୍ ର କୋଣ . ଆସନ୍ତୁ କୋଣଟିକୁ ମାପିବା | |'''∠ADB'''= '''∠BEA''', ସର୍କଲ୍ ''d''ର ସେମିସର୍କଲ୍ ର କୋଣ . ଆସନ୍ତୁ କୋଣଟିକୁ ମାପିବା | ||
+ | |||
|- | |- | ||
|04:48 | |04:48 | ||
| '''Angle''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''A''', '''D''', '''B''' ଏବଂ '''B''', '''E''', '''A'''ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, କୋଣଗୁଡ଼ିକ ସମାନ ଅଛି | | '''Angle''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. '''A''', '''D''', '''B''' ଏବଂ '''B''', '''E''', '''A'''ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, କୋଣଗୁଡ଼ିକ ସମାନ ଅଛି | ||
+ | |||
|- | |- | ||
|05:03 | |05:03 | ||
|Segment '''AB''' ଉଭୟ ତ୍ରିଭୁଜରେ କମନ୍ ରହିଛି, ତେଣୁ '''SAS ଅନୁରୂପତା'''ଅନୁଯାୟୀ '''△ADB''' '≅' (ଇଜ୍ କଙ୍ଗ୍ରୁଏଣ୍ଟ) '''△ABE''' | |Segment '''AB''' ଉଭୟ ତ୍ରିଭୁଜରେ କମନ୍ ରହିଛି, ତେଣୁ '''SAS ଅନୁରୂପତା'''ଅନୁଯାୟୀ '''△ADB''' '≅' (ଇଜ୍ କଙ୍ଗ୍ରୁଏଣ୍ଟ) '''△ABE''' | ||
+ | |||
|- | |- | ||
|05:20 | |05:20 | ||
|ଏହା ଦର୍ଶାଉଛି : tangents '''BD''' ଏବଂ '''BE''' ସମାନ! | |ଏହା ଦର୍ଶାଉଛି : tangents '''BD''' ଏବଂ '''BE''' ସମାନ! | ||
+ | |||
|- | |- | ||
|05:26 | |05:26 | ||
| '''Algebra View'''ରୁ, ଆମେ ଜାଣିପାରୁଛୁ ଯେ tangents '''BD'''ଏବଂ '''BE''' ସମାନ | | '''Algebra View'''ରୁ, ଆମେ ଜାଣିପାରୁଛୁ ଯେ tangents '''BD'''ଏବଂ '''BE''' ସମାନ | ||
+ | |||
|- | |- | ||
|05:33 | |05:33 | ||
|ଦେଖନ୍ତୁ, ଟ୍ୟାଞ୍ଜେଣ୍ଟ ସବୁବେଳେ, ବୃତ୍ତକୁ ସ୍ପର୍ଶ କରୁଥିବା ସ୍ଥାନଠାରେ ବ୍ୟାସାର୍ଦ୍ଧ ପ୍ରତି ସମକୋଣରେ ରହିଛି. ପଏଣ୍ଟ '''B''କୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ '''B'' ସହ ଟ୍ୟାଞ୍ଜେଣ୍ଟଗୁଡ଼ିକ ମୁଭ୍ କରୁଛନ୍ତି | |ଦେଖନ୍ତୁ, ଟ୍ୟାଞ୍ଜେଣ୍ଟ ସବୁବେଳେ, ବୃତ୍ତକୁ ସ୍ପର୍ଶ କରୁଥିବା ସ୍ଥାନଠାରେ ବ୍ୟାସାର୍ଦ୍ଧ ପ୍ରତି ସମକୋଣରେ ରହିଛି. ପଏଣ୍ଟ '''B''କୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ '''B'' ସହ ଟ୍ୟାଞ୍ଜେଣ୍ଟଗୁଡ଼ିକ ମୁଭ୍ କରୁଛନ୍ତି | ||
+ | |||
|- | |- | ||
|05:50 | |05:50 | ||
|ବର୍ତ୍ତମାନ ଫାଇଲ୍ ସେଭ୍ କରିବା. '''File'''>> '''Save As''ଉପରେ କ୍ଲିକ୍ କରନ୍ତୁ | |ବର୍ତ୍ତମାନ ଫାଇଲ୍ ସେଭ୍ କରିବା. '''File'''>> '''Save As''ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:54 | |05:54 | ||
| ଫାଇଲ୍ ନେମ୍ '''Tangent-circle''' ଟାଇପ୍ କରନ୍ତୁ. 'Save' କ୍ଲିକ୍ କରନ୍ତୁ | | ଫାଇଲ୍ ନେମ୍ '''Tangent-circle''' ଟାଇପ୍ କରନ୍ତୁ. 'Save' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:08 | |06:08 | ||
|ଏକ ଥିଓରମ୍ ଉଲ୍ଲେଖ କରିବା | |ଏକ ଥିଓରମ୍ ଉଲ୍ଲେଖ କରିବା | ||
+ | |||
|- | |- | ||
|06:11 | |06:11 | ||
|" tangency ପଏଣ୍ଟରେ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ ଆଙ୍ଗଲ୍ ସମାନ କର୍ଡ ଦ୍ୱାରା ଅଙ୍କିତ ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ. | |" tangency ପଏଣ୍ଟରେ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ ଆଙ୍ଗଲ୍ ସମାନ କର୍ଡ ଦ୍ୱାରା ଅଙ୍କିତ ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ. | ||
ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ Angle DFB = କର୍ଡ BF ର ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ | ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ Angle DFB = କର୍ଡ BF ର ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ | ||
+ | |||
|- | |- | ||
|06:34 | |06:34 | ||
|ଆସନ୍ତୁ ଥିଓରମ୍ କୁ ଭେରିଫାଏ କରିବା | |ଆସନ୍ତୁ ଥିଓରମ୍ କୁ ଭେରିଫାଏ କରିବା | ||
+ | |||
|- | |- | ||
|06:38 | |06:38 | ||
|ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. '''File''' >> '''New''' ଉପରେ କ୍ଲିକ୍ କରନ୍ତୁ. ଏକ ସର୍କଲ୍ ଡ୍ର କରନ୍ତୁ | |ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. '''File''' >> '''New''' ଉପରେ କ୍ଲିକ୍ କରନ୍ତୁ. ଏକ ସର୍କଲ୍ ଡ୍ର କରନ୍ତୁ | ||
+ | |||
|- | |- | ||
|06:48 | |06:48 | ||
|ଟୁଲ୍ ବାର୍ ରୁ '''Circle with Center through Point''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ଏକ ପଏଣ୍ଟ ''A'''କୁ ସେଣ୍ଟର ଭାବରେ ମାର୍କ କରନ୍ତୁ ଏବଂ 'B' ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ | |ଟୁଲ୍ ବାର୍ ରୁ '''Circle with Center through Point''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ଏକ ପଏଣ୍ଟ ''A'''କୁ ସେଣ୍ଟର ଭାବରେ ମାର୍କ କରନ୍ତୁ ଏବଂ 'B' ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:59 | |06:59 | ||
| '''New Point''' ଟୁଲ୍ ସିଲେକ୍ଟ କରନ୍ତୁ . ସର୍କମଫରେନ୍ସ ଉପରେ point'''C''' ଏବଂ ସର୍କଲ୍ ବାହାରେ ''D''' ମାର୍କ କରନ୍ତୁ | | '''New Point''' ଟୁଲ୍ ସିଲେକ୍ଟ କରନ୍ତୁ . ସର୍କମଫରେନ୍ସ ଉପରେ point'''C''' ଏବଂ ସର୍କଲ୍ ବାହାରେ ''D''' ମାର୍କ କରନ୍ତୁ | ||
+ | |||
|- | |- | ||
|07:06 | |07:06 | ||
|ଟୁଲ୍ ବାର୍ ରୁ '''Tangents''' ଟୁଲ୍ ସିଲେକ୍ଟ କରନ୍ତୁ . ପଏଣ୍ଟ '''D''' ଓ ସର୍କମଫରେନ୍ସ ଉପରେ କ୍ଲିକ୍ କରନ୍ତୁ | |ଟୁଲ୍ ବାର୍ ରୁ '''Tangents''' ଟୁଲ୍ ସିଲେକ୍ଟ କରନ୍ତୁ . ପଏଣ୍ଟ '''D''' ଓ ସର୍କମଫରେନ୍ସ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:14 | |07:14 | ||
|ସର୍କଲ୍ ପ୍ରତି ଦୁଇଟି ଟ୍ୟାଞ୍ଜେଣ୍ଟ ଡ୍ର ହୋଇଛି | |ସର୍କଲ୍ ପ୍ରତି ଦୁଇଟି ଟ୍ୟାଞ୍ଜେଣ୍ଟ ଡ୍ର ହୋଇଛି | ||
+ | |||
|- | |- | ||
|07:16 | |07:16 | ||
|ଟ୍ୟାଞ୍ଜେଣ୍ଟଗୁଡ଼ିକ ସର୍କଲରେ ଦୁଇଟି ପଏଣ୍ଟରେ ଭେଟୁଛନ୍ତି | |ଟ୍ୟାଞ୍ଜେଣ୍ଟଗୁଡ଼ିକ ସର୍କଲରେ ଦୁଇଟି ପଏଣ୍ଟରେ ଭେଟୁଛନ୍ତି | ||
+ | |||
|- | |- | ||
|07:20 | |07:20 | ||
| '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସମ୍ପର୍କର ପଏଣ୍ଟକୁ '''E''' ଏବଂ '''F'''ଭାବରେ ମାର୍କ କରନ୍ତୁ | | '''Intersect Two Objects''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସମ୍ପର୍କର ପଏଣ୍ଟକୁ '''E''' ଏବଂ '''F'''ଭାବରେ ମାର୍କ କରନ୍ତୁ | ||
+ | |||
|- | |- | ||
|07:28 | |07:28 | ||
|ଆସନ୍ତୁ ଗୋଟିଏ ତ୍ରିଭୁଜ ଅଙ୍କନ କରିବା . '''Polygon''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |ଆସନ୍ତୁ ଗୋଟିଏ ତ୍ରିଭୁଜ ଅଙ୍କନ କରିବା . '''Polygon''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:31 | |07:31 | ||
| '''B''', '''C''', '''F''' ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ '''B''' ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ | | '''B''', '''C''', '''F''' ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ '''B''' ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:41 | |07:41 | ||
|ଚିତ୍ରରେ , circle '''c''' ପ୍ରତି କର୍ଡ ହେଉଛି '''BF''' | |ଚିତ୍ରରେ , circle '''c''' ପ୍ରତି କର୍ଡ ହେଉଛି '''BF''' | ||
+ | |||
|- | |- | ||
|07:45 | |07:45 | ||
|'''∠FCB''' ହେଉଛି ସର୍କଲ ''c'' ପ୍ରତି କର୍ଡ ଦ୍ୱାରା ଅନ୍ତର୍ଲିଖିତ କୋଣ | |'''∠FCB''' ହେଉଛି ସର୍କଲ ''c'' ପ୍ରତି କର୍ଡ ଦ୍ୱାରା ଅନ୍ତର୍ଲିଖିତ କୋଣ | ||
+ | |||
|- | |- | ||
|07:53 | |07:53 | ||
|'''∠DFB''' ହେଉଛି ଟ୍ୟାଞ୍ଜେଣ୍ଟ ଏବଂ ସର୍କଲ ''c'' ପ୍ରତି କର୍ଡ ମଧ୍ୟରେ କୋଣ | |'''∠DFB''' ହେଉଛି ଟ୍ୟାଞ୍ଜେଣ୍ଟ ଏବଂ ସର୍କଲ ''c'' ପ୍ରତି କର୍ଡ ମଧ୍ୟରେ କୋଣ | ||
+ | |||
|- | |- | ||
|08:01 | |08:01 | ||
|ଆସନ୍ତୁ କୋଣଗୁଡ଼ିକ ମାପିବା, '''Angle''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ, '''D''', '''F''', '''B''' ଏବଂ '''F''', '''C''', '''B'' ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ | |ଆସନ୍ତୁ କୋଣଗୁଡ଼ିକ ମାପିବା, '''Angle''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ, '''D''', '''F''', '''B''' ଏବଂ '''F''', '''C''', '''B'' ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:14 | |08:14 | ||
|ଦେଖନ୍ତୁ ଯେ '''∠DFB''' = '''∠FCB''' । ପଏଣ୍ଟ ''D''କୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ 'D' ପଏଣ୍ଟ ସହ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମୁଭ୍ କରୁଛନ୍ତି | |ଦେଖନ୍ତୁ ଯେ '''∠DFB''' = '''∠FCB''' । ପଏଣ୍ଟ ''D''କୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ 'D' ପଏଣ୍ଟ ସହ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମୁଭ୍ କରୁଛନ୍ତି | ||
+ | |||
|- | |- | ||
|08:31 | |08:31 | ||
|ଫାଇଲ୍ ସେଭ୍ କରନ୍ତୁ . '''File''' >> '''Save As''' ଉପରେ କ୍ଲିକ୍ କରନ୍ତୁ | |ଫାଇଲ୍ ସେଭ୍ କରନ୍ତୁ . '''File''' >> '''Save As''' ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|08:36 | |08:36 | ||
|ଫାଇଲ୍ ନେମ୍ '''Tangent-angle'' ଟାଇପ୍ କରନ୍ତୁ . '''Save' ଉପରେ କ୍ଲିକ୍ କରନ୍ତୁ . ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |ଫାଇଲ୍ ନେମ୍ '''Tangent-angle'' ଟାଇପ୍ କରନ୍ତୁ . '''Save' ଉପରେ କ୍ଲିକ୍ କରନ୍ତୁ . ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ||
+ | |||
|- | |- | ||
|08:50 | |08:50 | ||
|ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: | |ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: | ||
+ | |||
|- | |- | ||
|08:57 | |08:57 | ||
− | | | + | |ଏକ ବାହ୍ୟ ପଏଣ୍ଟରୁ ଡ୍ର କରାଯାଇଥିବା ଦୁଇଟି ଟ୍ୟାଞ୍ଜେଣ୍ଟ ସମାନ |
+ | |||
|- | |- | ||
|09:01 | |09:01 | ||
− | | | + | | ଟ୍ୟାଞ୍ଜେଣ୍ଟ ଏବଂ ସର୍କଲର ରେଡିୟସ୍ ମଧ୍ୟରେ କୋଣ 90^0 |
+ | |||
|- | |- | ||
|09:07 | |09:07 | ||
− | | | + | | ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ କୋଣର ମାପ କର୍ଡ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣର ମାପ ସହ ସମାନ |
+ | |||
|- | |- | ||
|09:14 | |09:14 | ||
|ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ, | |ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ, | ||
+ | |||
|- | |- | ||
|09:17 | |09:17 | ||
|"ସର୍କଲ୍ ପ୍ରତି ଅଙ୍କନ ହୋଇଥିବା ଟ୍ୟାଞ୍ଜେଣ୍ଟ ଗୁଡ଼ିକ ମଧ୍ୟରେ କୋଣ, କେନ୍ଦ୍ରଠାରେ ପଏଣ୍ଟ ଅଫ୍ କଣ୍ଟାକ୍ଟଗୁଡ଼ିକୁ ଜଏଣ୍ଟ କରୁଥିବା ଲାଇନ୍ ସେଗମେଣ୍ଟ ଦ୍ୱାରା ଅଙ୍କିତ କୋଣ ସହ ଅନୁପୂରକ | |"ସର୍କଲ୍ ପ୍ରତି ଅଙ୍କନ ହୋଇଥିବା ଟ୍ୟାଞ୍ଜେଣ୍ଟ ଗୁଡ଼ିକ ମଧ୍ୟରେ କୋଣ, କେନ୍ଦ୍ରଠାରେ ପଏଣ୍ଟ ଅଫ୍ କଣ୍ଟାକ୍ଟଗୁଡ଼ିକୁ ଜଏଣ୍ଟ କରୁଥିବା ଲାଇନ୍ ସେଗମେଣ୍ଟ ଦ୍ୱାରା ଅଙ୍କିତ କୋଣ ସହ ଅନୁପୂରକ | ||
+ | |||
|- | |- | ||
|09:30 | |09:30 | ||
|ଭେରିଫାଏ କରିବା ପାଇଁ, ଗୋଟିଏ ସର୍କଲ୍ ଡ୍ର କରନ୍ତୁ . ଗୋଟିଏ ବାହ୍ୟ ପଏଣ୍ଟରୁ ଟ୍ୟାଞ୍ଜେଣ୍ଟ ଡ୍ର କରନ୍ତୁ | |ଭେରିଫାଏ କରିବା ପାଇଁ, ଗୋଟିଏ ସର୍କଲ୍ ଡ୍ର କରନ୍ତୁ . ଗୋଟିଏ ବାହ୍ୟ ପଏଣ୍ଟରୁ ଟ୍ୟାଞ୍ଜେଣ୍ଟ ଡ୍ର କରନ୍ତୁ | ||
+ | |||
|- | |- | ||
|09:37 | |09:37 | ||
|ଟ୍ୟାଞ୍ଜେଣ୍ଟଗୁଡ଼ିକର ପଏଣ୍ଟ ଅଫ୍ କଣ୍ଟାକ୍ଟ ମାର୍କ କରନ୍ତୁ . ସର୍କଲର ସେଣ୍ଟର ସହ ପଏଣ୍ଟ ଅଫ୍ କଣ୍ଟାକ୍ଟ ଯୋଡ଼ନ୍ତୁ | |ଟ୍ୟାଞ୍ଜେଣ୍ଟଗୁଡ଼ିକର ପଏଣ୍ଟ ଅଫ୍ କଣ୍ଟାକ୍ଟ ମାର୍କ କରନ୍ତୁ . ସର୍କଲର ସେଣ୍ଟର ସହ ପଏଣ୍ଟ ଅଫ୍ କଣ୍ଟାକ୍ଟ ଯୋଡ଼ନ୍ତୁ | ||
+ | |||
|- | |- | ||
|09:44 | |09:44 | ||
|ସେଣ୍ଟରରେ କୋଣ ମାପ କରନ୍ତୁ, ଟ୍ୟାଞ୍ଜେଣ୍ଟଗୁଡ଼ିକ ମଧ୍ୟରେ କୋଣ ମାପ କରନ୍ତୁ | |ସେଣ୍ଟରରେ କୋଣ ମାପ କରନ୍ତୁ, ଟ୍ୟାଞ୍ଜେଣ୍ଟଗୁଡ଼ିକ ମଧ୍ୟରେ କୋଣ ମାପ କରନ୍ତୁ | ||
+ | |||
|- | |- | ||
|09:49 | |09:49 | ||
|ଉପରୋକ୍ତ ଦୁଇଟି କୋଣର ସମଷ୍ଟି କେତେ? କେନ୍ଦ୍ର ସହ ବାହ୍ୟ ପଏଣ୍ଟ ଯୋଡ଼ନ୍ତୁ | |ଉପରୋକ୍ତ ଦୁଇଟି କୋଣର ସମଷ୍ଟି କେତେ? କେନ୍ଦ୍ର ସହ ବାହ୍ୟ ପଏଣ୍ଟ ଯୋଡ଼ନ୍ତୁ | ||
+ | |||
|- | |- | ||
|09:55 | |09:55 | ||
|ସେଣ୍ଟରରେ ଲାଇନ୍-ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରୁଛି କି? ସୂଚନା: '''Angle Bisector''' ଟୁଲ୍ ବ୍ୟବହାର କରନ୍ତୁ | |ସେଣ୍ଟରରେ ଲାଇନ୍-ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରୁଛି କି? ସୂଚନା: '''Angle Bisector''' ଟୁଲ୍ ବ୍ୟବହାର କରନ୍ତୁ | ||
+ | |||
|- | |- | ||
|10:05 | |10:05 | ||
|ଆଉଟପୁଟ୍ ଏହିପରି ହେବା ଉଚିତ | |ଆଉଟପୁଟ୍ ଏହିପରି ହେବା ଉଚିତ | ||
+ | |||
|- | |- | ||
|10:08 | |10:08 | ||
|କୋଣଗୁଡ଼ିକର ସମଷ୍ଟି 180^0. ଲାଇନ୍ ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରେ | |କୋଣଗୁଡ଼ିକର ସମଷ୍ଟି 180^0. ଲାଇନ୍ ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରେ | ||
+ | |||
|- | |- | ||
|10:16 | |10:16 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial | + | |ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial |
+ | |||
|- | |- | ||
|10:19 | |10:19 | ||
− | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | + | |ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
+ | |||
|- | |- | ||
|10:27 | |10:27 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
+ | |||
|- | |- | ||
|10:32 | |10:32 | ||
− | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. | + | |ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
+ | |||
|- | |- | ||
|10:35 | |10:35 | ||
| ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ | ||
+ | |||
|- | |- | ||
|10:42 | |10:42 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|10:47 | |10:47 | ||
− | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | + | |ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
+ | |||
|- | |- | ||
|10:54 | |10:54 | ||
− | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) | + | |ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
+ | |||
|- | |- | ||
|11:04 | |11:04 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |} |
Latest revision as of 14:38, 6 April 2017
Time | Narration |
00:00 | ନମସ୍କାର ବନ୍ଧୁଗଣ….ଜିଓଜେବ୍ରାରେ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଉପରେ ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ଶେଷରେ, ଆପଣ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଅଙ୍କନ କରିପାରିବେ, ଟ୍ୟାଞ୍ଜେଣ୍ଟର ଗୁଣଗୁଡ଼ିକ ବୁଝିପାରିବେ |
00:17 | ଆମେ ଭାବୁଛୁ ଯେ ‘‘ଜିଓଜେବ୍ରା’’ ଉପରେ ଆପଣଙ୍କର ମୌଳିକ କାର୍ଯ୍ୟଜ୍ଞାନ ଅଛି |
00:22 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଆମର ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:27 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ‘‘Ubuntu Linux OS Version 11.10 Geogebra Version 3.2.47.0 |
00:41 | ଆମେ ନିମ୍ନ ଜିଓଜେବ୍ରା ଟୁଲ୍ ବ୍ୟବହାର କରିବା :.Tangents .Perpendicular Bisector.Intersect two Objects.Compass.Polygon ଓ.Circle with Center and Radius. |
00:58 | ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଓପନ୍ କରନ୍ତୁ |
01:01 | Dash home, Media Apps ଉପରେ କ୍ଲିକ୍ କରନ୍ତୁ. ଟାଇପ୍ ତଳେ ଥିବା ‘‘ଏଜୁକେସନ୍’’ ଏବଂ ‘‘ଜିଓଜୋବ୍ରା’’ ଚୟନ କରନ୍ତୁ |
01:13 | ବର୍ତ୍ତମାନ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ର ସଂଜ୍ଞା ନିରୂପଣ କରିବା |
01:16 | "ଟ୍ୟାଞ୍ଜେଣ୍ଟ ହେଉଛି ବୃତ୍ତକୁ କେବଳ ଗୋଟିଏ ପଏଣ୍ଟରେ ସ୍ପର୍ଶ କରୁଥିବା ଏକ ସରଳରେଖା’’ |
01:22 | ସ୍ପର୍ଶ କରୁଥିବା ପଏଣ୍ଟକୁ ‘‘ପଏଣ୍ଟ ଅଫ୍ ଟ୍ୟାଞ୍ଜେନ୍ସୀ’’ କୁହାଯାଏ |
01:27 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ "Axes", ବଦଳରେ ‘Grid layout ବ୍ୟବହାର କରିବି, ଡ୍ରଇଂ ପ୍ୟାଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:35 | Axesକୁ, Uncheck କରନ୍ତୁ Grid ଚୟନ କରନ୍ତୁ |
01:39 | ଏକ ସର୍କଲ୍ ପ୍ରତି ଟ୍ୟାଞ୍ଜେଣ୍ଟ ଡ୍ର କରିବା ପାଇଁ |
01:42 | ପ୍ରଥମେ ଏକ ସର୍କଲ୍ ଡ୍ର କରନ୍ତୁ |
01:45 | ଟୁଲ୍ ବାର୍ ରୁ Circle with Center and Radius ଟୁଲ୍ ଚୟନ କରନ୍ତୁ |
01:49 | ଡ୍ରଇଂ ପ୍ୟାଡ୍ ଉପରେ ଏକ ପଏଣ୍ଟ 'A' ମାର୍କ କରନ୍ତୁ |
01:52 | ଗୋଟିଏ ଡାଏଲଗ୍ ବକ୍ସ ଓପନ୍ ହେବ,ରେଡିୟସ୍ ପାଇଁ ଭାଲ୍ୟୁ 3 ଟାଇପ୍ କରନ୍ତୁ, 'OK କ୍ଲିକ୍ କରନ୍ତୁ |
01:58 | ସେଣ୍ଟର Aଏବଂ '3' ସେଣ୍ଟିମିଟର ରେଡିୟସ୍ ଥିବା ଏକ ସର୍କଲ ଡ୍ର ହୋଇଛି |
02:04 | ପଏଣ୍ଟ A ମୁଭ୍ କରନ୍ତୁ ଏବଂ ଦେଖନ୍ତୁ ଯେ ସର୍କଲରେ ସମାନ ରେଡିୟସ୍ ରହିଛି |
02:09 | New Pointଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସର୍କଲ୍ ବାହାରେ ଏକ ପଏଣ୍ଟ B ମାର୍କ କରନ୍ତୁ |
02:15 | Segment between Two Points ଟୁଲ୍ ଚୟନ କରନ୍ତୁ. ପଏଣ୍ଟ A ଏବଂ Bଜଏଣ୍ଟ କରନ୍ତୁ । segment AB ଡ୍ର ହୋଇଛି |
02:25 | Perpendicular Bisector' ଟୁଲ୍ ଚୟନ କରନ୍ତୁ . Aଏବଂ B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . segment AB ପ୍ରତି Perpendicular bisector ଡ୍ର ହୋଇଛି |
02:37 | Segment AB ଏବଂ perpendicular bisector ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି. Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:44 | ଇଣ୍ଟରସେକସନ୍ ପଏଣ୍ଟକୁ C' ଭାବରେ ମାର୍କ କରନ୍ତୁ. ପଏଣ୍ଟ B ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ Bସହ perpendicular bisector ଏବଂ point C ମୁଭ୍ କରୁଛନ୍ତି |
02:59 | ABର ମିଡ୍ ପଏଣ୍ଟ C ବୋଲି କିପରି ଭେରିଫାଏ କରିବେ? |
03:02 | Distance ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A , C, C ,'B ପଏଣ୍ଟ ଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ . ଦେଖନ୍ତୁ ଯେ AC = CB ଦର୍ଶାଉଛି ଯେ C ହେଉଛି ABର ମିଡ୍ ପଏଣ୍ଟ'. |
03:20 | ଟୁଲ୍ ବାର୍ ରୁ Compass ଟୁଲ୍ ସିଲେକ୍ଟ କରନ୍ତୁ, C, B ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ C ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ |
03:30 | ଦୁଇଟି ସର୍କଲ୍ ଦୁଇଟି ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି |
03:33 | Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. D ଏବଂ Eକୁ ଇଣ୍ଟରସେକସନ୍ ପଏଣ୍ଟ ଭାବରେ ମାର୍କ କରନ୍ତୁ |
03:42 | Segment between Two Points ଟୁଲ୍ ଚୟନ କରନ୍ତୁ |
03:45 | B, D ଏବଂ B , E ପଏଣ୍ଟଗୁଡ଼ିକୁ ଜଏଣ୍ଟ କରନ୍ତୁ |
03:53 | Segment BD ଏବଂ BE circle c ପ୍ରତି ଟ୍ୟାଞ୍ଜେଣ୍ଟ |
03:59 | ସର୍କଲ୍ ପ୍ରତି ଏହି ଟ୍ୟାଞ୍ଜେଣ୍ଟଗୁଡ଼ିକର କେତେକ ପ୍ରପର୍ଟି ବିଷୟରେ ଜାଣିବା |
04:05 | Segment between Two Points ଟୁଲ୍ ଚୟନ କରନ୍ତୁ |
04:08 | A, D ଏବଂ A, E ପଏଣ୍ଟଗୁଡ଼ିକ ଜଏଣ୍ଟ କରନ୍ତୁ |
04:14 | ତ୍ରିଭୁଜ ADB ଏବଂ ABEରେ, segment AD= segment AE (circle 'c'ର ବ୍ୟାସାର୍ଦ୍ଧ)
Algebra View ରୁ ଦେଖିବା ଯେ segment AD= segment AE. |
04:34 | ∠ADB= ∠BEA, ସର୍କଲ୍ dର ସେମିସର୍କଲ୍ ର କୋଣ . ଆସନ୍ତୁ କୋଣଟିକୁ ମାପିବା |
04:48 | Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ. A, D, B ଏବଂ B, E, Aପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ, କୋଣଗୁଡ଼ିକ ସମାନ ଅଛି |
05:03 | Segment AB ଉଭୟ ତ୍ରିଭୁଜରେ କମନ୍ ରହିଛି, ତେଣୁ SAS ଅନୁରୂପତାଅନୁଯାୟୀ △ADB '≅' (ଇଜ୍ କଙ୍ଗ୍ରୁଏଣ୍ଟ) △ABE |
05:20 | ଏହା ଦର୍ଶାଉଛି : tangents BD ଏବଂ BE ସମାନ! |
05:26 | Algebra Viewରୁ, ଆମେ ଜାଣିପାରୁଛୁ ଯେ tangents BDଏବଂ BE ସମାନ |
05:33 | ଦେଖନ୍ତୁ, ଟ୍ୟାଞ୍ଜେଣ୍ଟ ସବୁବେଳେ, ବୃତ୍ତକୁ ସ୍ପର୍ଶ କରୁଥିବା ସ୍ଥାନଠାରେ ବ୍ୟାସାର୍ଦ୍ଧ ପ୍ରତି ସମକୋଣରେ ରହିଛି. ପଏଣ୍ଟ Bକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ କିପରି ପଏଣ୍ଟ B ସହ ଟ୍ୟାଞ୍ଜେଣ୍ଟଗୁଡ଼ିକ ମୁଭ୍ କରୁଛନ୍ତି |
05:50 | ବର୍ତ୍ତମାନ ଫାଇଲ୍ ସେଭ୍ କରିବା. File'>> Save Asଉପରେ କ୍ଲିକ୍ କରନ୍ତୁ |
05:54 | ଫାଇଲ୍ ନେମ୍ Tangent-circle ଟାଇପ୍ କରନ୍ତୁ. 'Save' କ୍ଲିକ୍ କରନ୍ତୁ |
06:08 | ଏକ ଥିଓରମ୍ ଉଲ୍ଲେଖ କରିବା |
06:11 | " tangency ପଏଣ୍ଟରେ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ ଆଙ୍ଗଲ୍ ସମାନ କର୍ଡ ଦ୍ୱାରା ଅଙ୍କିତ ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ.
ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ Angle DFB = କର୍ଡ BF ର ଇନସ୍କ୍ରାଇବ୍ଡ ଆଙ୍ଗଲ୍ ସହ ସମାନ |
06:34 | ଆସନ୍ତୁ ଥିଓରମ୍ କୁ ଭେରିଫାଏ କରିବା |
06:38 | ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ. File >> New ଉପରେ କ୍ଲିକ୍ କରନ୍ତୁ. ଏକ ସର୍କଲ୍ ଡ୍ର କରନ୍ତୁ |
06:48 | ଟୁଲ୍ ବାର୍ ରୁ Circle with Center through Point' ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ଏକ ପଏଣ୍ଟ Aକୁ ସେଣ୍ଟର ଭାବରେ ମାର୍କ କରନ୍ତୁ ଏବଂ 'B' ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ |
06:59 | New Point' ଟୁଲ୍ ସିଲେକ୍ଟ କରନ୍ତୁ . ସର୍କମଫରେନ୍ସ ଉପରେ pointC ଏବଂ ସର୍କଲ୍ ବାହାରେ D ମାର୍କ କରନ୍ତୁ |
07:06 | ଟୁଲ୍ ବାର୍ ରୁ Tangents ଟୁଲ୍ ସିଲେକ୍ଟ କରନ୍ତୁ . ପଏଣ୍ଟ D ଓ ସର୍କମଫରେନ୍ସ ଉପରେ କ୍ଲିକ୍ କରନ୍ତୁ |
07:14 | ସର୍କଲ୍ ପ୍ରତି ଦୁଇଟି ଟ୍ୟାଞ୍ଜେଣ୍ଟ ଡ୍ର ହୋଇଛି |
07:16 | ଟ୍ୟାଞ୍ଜେଣ୍ଟଗୁଡ଼ିକ ସର୍କଲରେ ଦୁଇଟି ପଏଣ୍ଟରେ ଭେଟୁଛନ୍ତି |
07:20 | Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ସମ୍ପର୍କର ପଏଣ୍ଟକୁ E ଏବଂ Fଭାବରେ ମାର୍କ କରନ୍ତୁ |
07:28 | ଆସନ୍ତୁ ଗୋଟିଏ ତ୍ରିଭୁଜ ଅଙ୍କନ କରିବା . Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
07:31 | B, C, F ଏବଂ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ B ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ |
07:41 | ଚିତ୍ରରେ , circle c ପ୍ରତି କର୍ଡ ହେଉଛି BF |
07:45 | ∠FCB ହେଉଛି ସର୍କଲ c ପ୍ରତି କର୍ଡ ଦ୍ୱାରା ଅନ୍ତର୍ଲିଖିତ କୋଣ |
07:53 | ∠DFB ହେଉଛି ଟ୍ୟାଞ୍ଜେଣ୍ଟ ଏବଂ ସର୍କଲ c ପ୍ରତି କର୍ଡ ମଧ୍ୟରେ କୋଣ |
08:01 | ଆସନ୍ତୁ କୋଣଗୁଡ଼ିକ ମାପିବା, Angle' ଟୁଲ୍ ଉପରେ କ୍ଲିକ୍ କରନ୍ତୁ, D, F, B ଏବଂ F, C, B ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ |
08:14 | ଦେଖନ୍ତୁ ଯେ ∠DFB = ∠FCB । ପଏଣ୍ଟ Dକୁ ମୁଭ୍ କରନ୍ତୁ ଏବଂ ଦେଖନ୍ତୁ 'D' ପଏଣ୍ଟ ସହ ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମୁଭ୍ କରୁଛନ୍ତି |
08:31 | ଫାଇଲ୍ ସେଭ୍ କରନ୍ତୁ . File >> Save As ଉପରେ କ୍ଲିକ୍ କରନ୍ତୁ |
08:36 | ଫାଇଲ୍ ନେମ୍ Tangent-angle ଟାଇପ୍ କରନ୍ତୁ . Save' ଉପରେ କ୍ଲିକ୍ କରନ୍ତୁ . ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
08:50 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
08:57 | ଏକ ବାହ୍ୟ ପଏଣ୍ଟରୁ ଡ୍ର କରାଯାଇଥିବା ଦୁଇଟି ଟ୍ୟାଞ୍ଜେଣ୍ଟ ସମାନ |
09:01 | ଟ୍ୟାଞ୍ଜେଣ୍ଟ ଏବଂ ସର୍କଲର ରେଡିୟସ୍ ମଧ୍ୟରେ କୋଣ 90^0 |
09:07 | ଟ୍ୟାଞ୍ଜେଣ୍ଟ ଏବଂ କର୍ଡ ମଧ୍ୟରେ କୋଣର ମାପ କର୍ଡ ଦ୍ୱାରା ଅଙ୍କିତ ଅନ୍ତର୍ଲିଖିତ କୋଣର ମାପ ସହ ସମାନ |
09:14 | ଆସାଇନମେଣ୍ଟ ଭାବରେ, ଏହା ସିଦ୍ଧ କରନ୍ତୁ ଯେ, |
09:17 | "ସର୍କଲ୍ ପ୍ରତି ଅଙ୍କନ ହୋଇଥିବା ଟ୍ୟାଞ୍ଜେଣ୍ଟ ଗୁଡ଼ିକ ମଧ୍ୟରେ କୋଣ, କେନ୍ଦ୍ରଠାରେ ପଏଣ୍ଟ ଅଫ୍ କଣ୍ଟାକ୍ଟଗୁଡ଼ିକୁ ଜଏଣ୍ଟ କରୁଥିବା ଲାଇନ୍ ସେଗମେଣ୍ଟ ଦ୍ୱାରା ଅଙ୍କିତ କୋଣ ସହ ଅନୁପୂରକ |
09:30 | ଭେରିଫାଏ କରିବା ପାଇଁ, ଗୋଟିଏ ସର୍କଲ୍ ଡ୍ର କରନ୍ତୁ . ଗୋଟିଏ ବାହ୍ୟ ପଏଣ୍ଟରୁ ଟ୍ୟାଞ୍ଜେଣ୍ଟ ଡ୍ର କରନ୍ତୁ |
09:37 | ଟ୍ୟାଞ୍ଜେଣ୍ଟଗୁଡ଼ିକର ପଏଣ୍ଟ ଅଫ୍ କଣ୍ଟାକ୍ଟ ମାର୍କ କରନ୍ତୁ . ସର୍କଲର ସେଣ୍ଟର ସହ ପଏଣ୍ଟ ଅଫ୍ କଣ୍ଟାକ୍ଟ ଯୋଡ଼ନ୍ତୁ |
09:44 | ସେଣ୍ଟରରେ କୋଣ ମାପ କରନ୍ତୁ, ଟ୍ୟାଞ୍ଜେଣ୍ଟଗୁଡ଼ିକ ମଧ୍ୟରେ କୋଣ ମାପ କରନ୍ତୁ |
09:49 | ଉପରୋକ୍ତ ଦୁଇଟି କୋଣର ସମଷ୍ଟି କେତେ? କେନ୍ଦ୍ର ସହ ବାହ୍ୟ ପଏଣ୍ଟ ଯୋଡ଼ନ୍ତୁ |
09:55 | ସେଣ୍ଟରରେ ଲାଇନ୍-ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରୁଛି କି? ସୂଚନା: Angle Bisector ଟୁଲ୍ ବ୍ୟବହାର କରନ୍ତୁ |
10:05 | ଆଉଟପୁଟ୍ ଏହିପରି ହେବା ଉଚିତ |
10:08 | କୋଣଗୁଡ଼ିକର ସମଷ୍ଟି 180^0. ଲାଇନ୍ ସେଗମେଣ୍ଟ କୋଣକୁ ଦୁଇ ଭାଗରେ ବିଭକ୍ତ କରେ |
10:16 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ. http://spoken-tutorial.org/What is a Spoken Tutorial |
10:19 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
10:32 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
10:35 | ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ |
10:42 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:47 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:54 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
11:04 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |