Difference between revisions of "GChemPaint/C3/Features-of-GChem3D/Oriya"
From Script | Spoken-Tutorial
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣ...") |
PoojaMoolya (Talk | contribs) |
||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ | + | |ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
+ | |||
|- | |- | ||
|00:07 | |00:07 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
+ | |||
|- | |- | ||
|00:10 | |00:10 | ||
− | | | + | |ମେନ୍ୟୁବାର୍,ଫାଇଲ୍ ଟାଇପ୍ ଫର୍ମାଟ୍ସ |
− | + | ||
− | + | ||
− | + | ||
|- | |- | ||
|00:13 | |00:13 | ||
− | | | + | |ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ |
+ | |||
|- | |- | ||
|00:15 | |00:15 | ||
− | | ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା | + | |ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା |
+ | |||
|- | |- | ||
|00:18 | |00:18 | ||
− | | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 | + | |ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
+ | |||
|- | |- | ||
|00:24 | |00:24 | ||
− | | GChemPaint ଭର୍ସନ୍ 0.12.10 ଓ | + | |GChemPaint ଭର୍ସନ୍ 0.12.10 ଓ |
+ | |||
|- | |- | ||
|00:29 | |00:29 | ||
− | | GChem3D ଭର୍ସନ୍ 0.12.10 | + | |GChem3D ଭର୍ସନ୍ 0.12.10 |
+ | |||
|- | |- | ||
|00:34 | |00:34 | ||
− | | ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍ | + | |ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍ |
+ | |||
|- | |- | ||
|00:38 | |00:38 | ||
− | | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ | + | |ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ |
+ | |||
|- | |- | ||
|00:44 | |00:44 | ||
− | | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି | + | |ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
+ | |||
|- | |- | ||
|00:47 | |00:47 | ||
− | | ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି, | + | |ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି, |
+ | |||
|- | |- | ||
|00:49 | |00:49 | ||
− | | ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି | + | |ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି |
+ | |||
|- | |- | ||
|00:53 | |00:53 | ||
− | | ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ | + | |ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|00:58 | |00:58 | ||
− | | Save as ଡାଇଲଗ୍ ବକ୍ସ ଖୋଲିବ | + | |Save as ଡାଇଲଗ୍ ବକ୍ସ ଖୋଲିବ |
+ | |||
|- | |- | ||
|01:02 | |01:02 | ||
− | | ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ | + | |ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ |
+ | |||
|- | |- | ||
|01:11 | |01:11 | ||
− | | ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ | + | |ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ |
+ | |||
|- | |- | ||
|01:15 | |01:15 | ||
− | | ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ | + | |ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|01:18 | |01:18 | ||
− | | ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | + | |ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|01:21 | |01:21 | ||
− | | ମୁଁ GChemPaint ୱିଣ୍ଡୋ ବନ୍ଦ କରିବି | + | |ମୁଁ GChemPaint ୱିଣ୍ଡୋ ବନ୍ଦ କରିବି |
+ | |||
|- | |- | ||
|01:25 | |01:25 | ||
− | | ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା | + | |ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା |
+ | |||
|- | |- | ||
|01:29 | |01:29 | ||
|'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager''' ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ | |'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager''' ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ | ||
+ | |||
|- | |- | ||
|01:38 | |01:38 | ||
|'Synaptic Package Manager' କୁ ଯାଆନ୍ତୁ | |'Synaptic Package Manager' କୁ ଯାଆନ୍ତୁ | ||
+ | |||
|- | |- | ||
|01:40 | |01:40 | ||
|'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ | |'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ | ||
+ | |||
|- | |- | ||
|01:44 | |01:44 | ||
− | | GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ | + | |GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ |
+ | |||
|- | |- | ||
|01:55 | |01:55 | ||
− | | ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି | + | |ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି |
+ | |||
|- | |- | ||
|01:59 | |01:59 | ||
− | | GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍ | + | |GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍ |
+ | |||
|- | |- | ||
|02:04 | |02:04 | ||
− | | ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ | + | |ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ |
+ | |||
|- | |- | ||
|02:07 | |02:07 | ||
− | | GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ | + | |GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ |
+ | |||
|- | |- | ||
|02:12 | |02:12 | ||
− | | GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ | + | |GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:15 | |02:15 | ||
− | | ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ | + | |ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ |
+ | |||
|- | |- | ||
|02:20 | |02:20 | ||
− | | Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ | + | |Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:24 | |02:24 | ||
− | | GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି | + | |GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି |
+ | |||
|- | |- | ||
|02:30 | |02:30 | ||
− | | ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର | + | |ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର |
+ | |||
|- | |- | ||
|02:36 | |02:36 | ||
− | | ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ | + | |ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ |
+ | |||
|- | |- | ||
|02:40 | |02:40 | ||
− | | ଫାଇଲ୍ ଖୋଲିବା ପାଇଁ ''' File''' ସିଲେକ୍ଟ କରି '''Open''' ରେ କ୍ଲିକ୍ କରନ୍ତୁ | + | |ଫାଇଲ୍ ଖୋଲିବା ପାଇଁ ''' File''' ସିଲେକ୍ଟ କରି '''Open''' ରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:46 | |02:46 | ||
− | | '''Open''' ଡାଇଲଗ୍ ବକ୍ସ ଖୋଲିବ | + | |'''Open''' ଡାଇଲଗ୍ ବକ୍ସ ଖୋଲିବ |
+ | |||
|- | |- | ||
|02:49 | |02:49 | ||
− | | ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ | + | |ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ |
+ | |||
|- | |- | ||
|02:52 | |02:52 | ||
− | | ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି | + | |ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି |
+ | |||
|- | |- | ||
|02:57 | |02:57 | ||
− | | ''' Open''' ବଟନ୍ ଉପରେ କ୍ଲିକ୍ କରନ୍ତୁ | + | |''' Open''' ବଟନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:59 | |02:59 | ||
− | | '''Display area''' ରେ ଫାଇଲ୍ ପ୍ରଦର୍ଶିତ ହୋଇଛି | + | |'''Display area''' ରେ ଫାଇଲ୍ ପ୍ରଦର୍ଶିତ ହୋଇଛି |
+ | |||
|- | |- | ||
|03:02 | |03:02 | ||
− | | ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ | + | |ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ |
+ | |||
|- | |- | ||
|03:05 | |03:05 | ||
− | | ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ | + | |ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ |
+ | |||
|- | |- | ||
|03:10 | |03:10 | ||
|'Save as image' ଡାଇଲଗ୍ ବକ୍ସ ଖୋଲିବ | |'Save as image' ଡାଇଲଗ୍ ବକ୍ସ ଖୋଲିବ | ||
+ | |||
|- | |- | ||
|03:12 | |03:12 | ||
− | | ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ | + | |ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ |
+ | |||
|- | |- | ||
|03:17 | |03:17 | ||
− | | ଡିଫଲ୍ଟ ଇମେଜ୍ ସାଇଜ୍ ରେ, '''Width''' '300 pixels' ଓ '''Height''' '300 pixels' ଅଛି | + | |ଡିଫଲ୍ଟ ଇମେଜ୍ ସାଇଜ୍ ରେ, '''Width''' '300 pixels' ଓ '''Height''' '300 pixels' ଅଛି |
+ | |||
|- | |- | ||
|03:24 | |03:24 | ||
− | | ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ | + | |ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ |
+ | |||
|- | |- | ||
|03:29 | |03:29 | ||
− | | ଏବେ ଫାଇଲ୍ ଟାଇପ୍ ବିକଳ୍ପରେ | + | |ଏବେ ଫାଇଲ୍ ଟାଇପ୍ ବିକଳ୍ପରେ |
+ | |||
|- | |- | ||
|03:31 | |03:31 | ||
− | | GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ | + | |GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ |
+ | |||
|- | |- | ||
|03:35 | |03:35 | ||
− | | ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି | + | |ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି |
+ | |||
|- | |- | ||
|03:45 | |03:45 | ||
− | | ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ | + | |ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ |
+ | |||
|- | |- | ||
|03:52 | |03:52 | ||
− | | ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ | + | |ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ |
+ | |||
|- | |- | ||
|03:58 | |03:58 | ||
− | | ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ | + | |ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ |
+ | |||
|- | |- | ||
|04:03 | |04:03 | ||
− | | '''VRML document''' ବିକଳ୍ପ ସିଲେକ୍ଟ କରନ୍ତୁ | + | |'''VRML document''' ବିକଳ୍ପ ସିଲେକ୍ଟ କରନ୍ତୁ |
+ | |||
|- | |- | ||
|04:07 | |04:07 | ||
− | | ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ | + | |ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ |
+ | |||
|- | |- | ||
|04:11 | |04:11 | ||
− | | ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ | + | |ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:14 | |04:14 | ||
− | | ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | + | |ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:17 | |04:17 | ||
− | | ଏବେ ଆମେ ଶିଖିବା ଯେ, ବାସ୍ତବରେ '''VRML File type''' କ’ଣ | + | |ଏବେ ଆମେ ଶିଖିବା ଯେ, ବାସ୍ତବରେ '''VRML File type''' କ’ଣ |
+ | |||
|- | |- | ||
|04:22 | |04:22 | ||
− | | VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ | + | |VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ |
+ | |||
|- | |- | ||
|04:28 | |04:28 | ||
|3D ପଲିଗନ୍ ପ୍ରପର୍ଟିଜ୍, ଯେପରି ''''vertices', 'edges', 'surface color'''' ଉଲ୍ଲିଖିତ କରାଯାଇପାରିବ | |3D ପଲିଗନ୍ ପ୍ରପର୍ଟିଜ୍, ଯେପରି ''''vertices', 'edges', 'surface color'''' ଉଲ୍ଲିଖିତ କରାଯାଇପାରିବ | ||
+ | |||
|- | |- | ||
|04:35 | |04:35 | ||
− | | VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ | + | |VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ |
+ | |||
|- | |- | ||
|04:40 | |04:40 | ||
|3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ | |3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ | ||
+ | |||
|- | |- | ||
|04:45 | |04:45 | ||
− | | ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ | + | |ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ |
+ | |||
|- | |- | ||
|04:48 | |04:48 | ||
− | | Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ | + | |Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ |
+ | |||
|- | |- | ||
|04:55 | |04:55 | ||
− | | ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ | + | |ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ |
+ | |||
|- | |- | ||
|05:01 | |05:01 | ||
− | | ଏବେ 'Page setup' କୁ ଯିବା | + | |ଏବେ 'Page setup' କୁ ଯିବା |
+ | |||
|- | |- | ||
|05:04 | |05:04 | ||
− | | GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ | + | |GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ |
+ | |||
|- | |- | ||
|05:09 | |05:09 | ||
− | | '''Page Setup''' ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ | + | |'''Page Setup''' ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ |
+ | |||
|- | |- | ||
|05:14 | |05:14 | ||
− | | ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି | + | |ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି |
+ | |||
|- | |- | ||
|05:19 | |05:19 | ||
− | | ମୁଁ ୱିଣ୍ଡୋ ବନ୍ଦ କରିବି | + | |ମୁଁ ୱିଣ୍ଡୋ ବନ୍ଦ କରିବି |
+ | |||
|- | |- | ||
|05:21 | |05:21 | ||
− | | ଏବେ '''View''' ମେନ୍ୟୁକୁ ଯାଆନ୍ତୁ | + | |ଏବେ '''View''' ମେନ୍ୟୁକୁ ଯାଆନ୍ତୁ |
+ | |||
|- | |- | ||
|05:25 | |05:25 | ||
− | | '''View''' ମେନ୍ୟୁ ସିଲେକ୍ଟ କରନ୍ତୁ | + | |'''View''' ମେନ୍ୟୁ ସିଲେକ୍ଟ କରନ୍ତୁ |
+ | |||
|- | |- | ||
|05:27 | |05:27 | ||
− | | GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ: | + | |GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ: |
+ | |||
|- | |- | ||
|05:32 | |05:32 | ||
− | | | + | |Balls and sticks* ସ୍ପେସ୍ ଫିଲିଙ୍ଗ୍ |
+ | |||
|- | |- | ||
|05:35 | |05:35 | ||
− | | | + | |Cylinders ଓ * ୱାୟର୍ ଫ୍ରେମ୍ |
+ | |||
|- | |- | ||
|05:39 | |05:39 | ||
|'''Balls and sticks''' ଡିଫଲ୍ଟ ମଡେଲ୍ ଅଟେ | |'''Balls and sticks''' ଡିଫଲ୍ଟ ମଡେଲ୍ ଅଟେ | ||
+ | |||
|- | |- | ||
|05:42 | |05:42 | ||
− | | ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ | + | |ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ |
+ | |||
|- | |- | ||
|05:48 | |05:48 | ||
− | | ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି | + | |ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି |
+ | |||
|- | |- | ||
|05:53 | |05:53 | ||
|'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ | |'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ | ||
+ | |||
|- | |- | ||
|05:58 | |05:58 | ||
|'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ | |'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ | ||
+ | |||
|- | |- | ||
|06:03 | |06:03 | ||
|'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ | |'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ | ||
+ | |||
|- | |- | ||
|06:08 | |06:08 | ||
|''''Balls and sticks''' କୁ ଫେରିବା | |''''Balls and sticks''' କୁ ଫେରିବା | ||
+ | |||
|- | |- | ||
|06:11 | |06:11 | ||
− | | ଏବେ ଆମେ '''Background color''' କୁ ଯିବା | + | |ଏବେ ଆମେ '''Background color''' କୁ ଯିବା |
+ | |||
|- | |- | ||
|06:14 | |06:14 | ||
− | | ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ | + | |ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ |
+ | |||
|- | |- | ||
|06:17 | |06:17 | ||
− | | '''View''' ମେନ୍ୟୁ ସିଲେକ୍ଟ କରି '''Background color''' କୁ ଯାଆନ୍ତୁ | + | |'''View''' ମେନ୍ୟୁ ସିଲେକ୍ଟ କରି '''Background color''' କୁ ଯାଆନ୍ତୁ |
+ | |||
|- | |- | ||
|06:21 | |06:21 | ||
− | | ଏକ ସବମେନ୍ୟୁ ଖୋଲିବ | + | |ଏକ ସବମେନ୍ୟୁ ଖୋଲିବ |
+ | |||
|- | |- | ||
|06:23 | |06:23 | ||
− | | ସବମେନ୍ୟୁ ଶେଷରେ '''Custom color''' ସିଲେକ୍ଟ କରନ୍ତୁ | + | |ସବମେନ୍ୟୁ ଶେଷରେ '''Custom color''' ସିଲେକ୍ଟ କରନ୍ତୁ |
+ | |||
|- | |- | ||
|06:26 | |06:26 | ||
|'Background Colour' ୱିଣ୍ଡୋ ଖୋଲିବ | |'Background Colour' ୱିଣ୍ଡୋ ଖୋଲିବ | ||
+ | |||
|- | |- | ||
|06:30 | |06:30 | ||
− | | ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି | + | |ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି |
+ | |||
|- | |- | ||
|06:35 | |06:35 | ||
− | | Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା | + | |Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା |
+ | |||
|- | |- | ||
|06:39 | |06:39 | ||
− | | Scroller କ୍ଲିକ୍ କରନ୍ତୁ, ''color circle'' ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ | + | |Scroller କ୍ଲିକ୍ କରନ୍ତୁ, ''color circle'' ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ |
+ | |||
|- | |- | ||
|06:45 | |06:45 | ||
− | | Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା | + | |Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା |
+ | |||
|- | |- | ||
|06:51 | |06:51 | ||
− | | '''Value''' ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ '''RGB combination''' ବଦଳାଇପାରିବା | + | |'''Value''' ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ '''RGB combination''' ବଦଳାଇପାରିବା |
+ | |||
|- | |- | ||
|06:59 | |06:59 | ||
− | | ଏହା ପରେ ଏକ '''eyedropper''' ଆଇକନ୍ ସହ '''Preview box''' ଅଛି | + | |ଏହା ପରେ ଏକ '''eyedropper''' ଆଇକନ୍ ସହ '''Preview box''' ଅଛି |
+ | |||
|- | |- | ||
|07:04 | |07:04 | ||
− | | '''eyedropper''' ଆଇକନ୍ ଉପରେ କ୍ଲିକ୍ କରନ୍ତୁ | + | |'''eyedropper''' ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:07 | |07:07 | ||
− | | ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | + | |ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|07:11 | |07:11 | ||
− | | '''OK''' ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା | + | |'''OK''' ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା |
+ | |||
|- | |- | ||
|07:18 | |07:18 | ||
|ସଂକ୍ଷେପରେ | |ସଂକ୍ଷେପରେ | ||
+ | |||
|- | |- | ||
|07:20 | |07:20 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ |
+ | |||
|- | |- | ||
|07:23 | |07:23 | ||
− | | ବିଭିନ୍ନ ମେନ୍ୟୁଜ୍ | + | |ବିଭିନ୍ନ ମେନ୍ୟୁଜ୍,ଫାଇଲ୍ ଟାଇପ୍ ଫର୍ମାଟ୍ସ |
− | + | ||
− | + | ||
− | + | ||
|- | |- | ||
|07:26 | |07:26 | ||
− | | ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା | + | |ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା |
+ | |||
|- | |- | ||
|07:30 | |07:30 | ||
− | | ଏକ ଆସାଇନମେଣ୍ଟ ଭାବେ | + | |ଏକ ଆସାଇନମେଣ୍ଟ ଭାବେ |
+ | |||
|- | |- | ||
|07:33 | |07:33 | ||
|1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ | |1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ | ||
+ | |||
|- | |- | ||
|07:39 | |07:39 | ||
|2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ | |2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ | ||
+ | |||
|- | |- | ||
|07:42 | |07:42 | ||
|3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ | |3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ | ||
+ | |||
|- | |- | ||
|07:46 | |07:46 | ||
|4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ | |4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ | ||
+ | |||
|- | |- | ||
|07:49 | |07:49 | ||
− | |ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | + | |ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_ Tutorial''' |
− | '''http://spoken-tutorial.org/What_is_a_Spoken_ Tutorial''' | + | |
|- | |- | ||
|07:53 | |07:53 | ||
− | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | + | |ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
+ | |||
|- | |- | ||
|07:56 | |07:56 | ||
− | | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ | + | |ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
+ | |||
|- | |- | ||
|08:01 | |08:01 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
+ | |||
|- | |- | ||
|08:06 | |08:06 | ||
− | | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | + | |ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
+ | |||
|- | |- | ||
|08:10 | |08:10 | ||
− | | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ | + | |ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
+ | |||
|- | |- | ||
|08:17 | |08:17 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
+ | |||
|- | |- | ||
|08:22 | |08:22 | ||
− | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | + | |ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
+ | |||
|- | |- | ||
|08:29 | |08:29 | ||
|ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | |ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | ||
+ | |||
|- | |- | ||
|08:35 | |08:35 | ||
− | |ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, | + | |ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ | + | |
|} | |} |
Latest revision as of 11:13, 6 April 2017
Time | Narration |
00:01 | ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:10 | ମେନ୍ୟୁବାର୍,ଫାଇଲ୍ ଟାଇପ୍ ଫର୍ମାଟ୍ସ |
00:13 | ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ |
00:15 | ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:24 | GChemPaint ଭର୍ସନ୍ 0.12.10 ଓ |
00:29 | GChem3D ଭର୍ସନ୍ 0.12.10 |
00:34 | ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍ |
00:38 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ |
00:44 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
00:47 | ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି, |
00:49 | ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି |
00:53 | ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
00:58 | Save as ଡାଇଲଗ୍ ବକ୍ସ ଖୋଲିବ |
01:02 | ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ |
01:11 | ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ |
01:15 | ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ |
01:18 | ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:21 | ମୁଁ GChemPaint ୱିଣ୍ଡୋ ବନ୍ଦ କରିବି |
01:25 | ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା |
01:29 | 'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ |
01:38 | 'Synaptic Package Manager' କୁ ଯାଆନ୍ତୁ |
01:40 | 'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ |
01:44 | GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ |
01:55 | ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି |
01:59 | GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍ |
02:04 | ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ |
02:07 | GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ |
02:12 | GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ |
02:15 | ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ |
02:20 | Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:24 | GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି |
02:30 | ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର |
02:36 | ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ |
02:40 | ଫାଇଲ୍ ଖୋଲିବା ପାଇଁ File ସିଲେକ୍ଟ କରି Open ରେ କ୍ଲିକ୍ କରନ୍ତୁ |
02:46 | Open ଡାଇଲଗ୍ ବକ୍ସ ଖୋଲିବ |
02:49 | ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ |
02:52 | ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି |
02:57 | Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:59 | Display area ରେ ଫାଇଲ୍ ପ୍ରଦର୍ଶିତ ହୋଇଛି |
03:02 | ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ |
03:05 | ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ |
03:10 | 'Save as image' ଡାଇଲଗ୍ ବକ୍ସ ଖୋଲିବ |
03:12 | ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ |
03:17 | ଡିଫଲ୍ଟ ଇମେଜ୍ ସାଇଜ୍ ରେ, Width '300 pixels' ଓ Height '300 pixels' ଅଛି |
03:24 | ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ |
03:29 | ଏବେ ଫାଇଲ୍ ଟାଇପ୍ ବିକଳ୍ପରେ |
03:31 | GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ |
03:35 | ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି |
03:45 | ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ |
03:52 | ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ |
03:58 | ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ |
04:03 | VRML document ବିକଳ୍ପ ସିଲେକ୍ଟ କରନ୍ତୁ |
04:07 | ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ |
04:11 | ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ |
04:14 | ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:17 | ଏବେ ଆମେ ଶିଖିବା ଯେ, ବାସ୍ତବରେ VRML File type କ’ଣ |
04:22 | VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ |
04:28 | 3D ପଲିଗନ୍ ପ୍ରପର୍ଟିଜ୍, ଯେପରି 'vertices', 'edges', 'surface color' ଉଲ୍ଲିଖିତ କରାଯାଇପାରିବ |
04:35 | VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ |
04:40 | 3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ |
04:45 | ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ |
04:48 | Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ |
04:55 | ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ |
05:01 | ଏବେ 'Page setup' କୁ ଯିବା |
05:04 | GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ |
05:09 | Page Setup ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ |
05:14 | ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି |
05:19 | ମୁଁ ୱିଣ୍ଡୋ ବନ୍ଦ କରିବି |
05:21 | ଏବେ View ମେନ୍ୟୁକୁ ଯାଆନ୍ତୁ |
05:25 | View ମେନ୍ୟୁ ସିଲେକ୍ଟ କରନ୍ତୁ |
05:27 | GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ: |
05:32 | Balls and sticks* ସ୍ପେସ୍ ଫିଲିଙ୍ଗ୍ |
05:35 | Cylinders ଓ * ୱାୟର୍ ଫ୍ରେମ୍ |
05:39 | Balls and sticks ଡିଫଲ୍ଟ ମଡେଲ୍ ଅଟେ |
05:42 | ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ |
05:48 | ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି |
05:53 | 'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ |
05:58 | 'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ |
06:03 | 'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ |
06:08 | 'Balls and sticks କୁ ଫେରିବା |
06:11 | ଏବେ ଆମେ Background color କୁ ଯିବା |
06:14 | ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ |
06:17 | View ମେନ୍ୟୁ ସିଲେକ୍ଟ କରି Background color କୁ ଯାଆନ୍ତୁ |
06:21 | ଏକ ସବମେନ୍ୟୁ ଖୋଲିବ |
06:23 | ସବମେନ୍ୟୁ ଶେଷରେ Custom color ସିଲେକ୍ଟ କରନ୍ତୁ |
06:26 | 'Background Colour' ୱିଣ୍ଡୋ ଖୋଲିବ |
06:30 | ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି |
06:35 | Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା |
06:39 | Scroller କ୍ଲିକ୍ କରନ୍ତୁ, color circle ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ |
06:45 | Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା |
06:51 | Value ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ RGB combination ବଦଳାଇପାରିବା |
06:59 | ଏହା ପରେ ଏକ eyedropper ଆଇକନ୍ ସହ Preview box ଅଛି |
07:04 | eyedropper ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
07:07 | ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
07:11 | OK ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା |
07:18 | ସଂକ୍ଷେପରେ |
07:20 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ |
07:23 | ବିଭିନ୍ନ ମେନ୍ୟୁଜ୍,ଫାଇଲ୍ ଟାଇପ୍ ଫର୍ମାଟ୍ସ |
07:26 | ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା |
07:30 | ଏକ ଆସାଇନମେଣ୍ଟ ଭାବେ |
07:33 | 1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ |
07:39 | 2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ |
07:42 | 3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ |
07:46 | 4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ |
07:49 | ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_ Tutorial |
07:53 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:56 | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ |
08:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:06 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:10 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
08:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:22 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:29 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro |
08:35 | ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |