Difference between revisions of "GChemPaint/C3/Features-of-GChem3D/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣ...")
 
 
Line 5: Line 5:
 
|-
 
|-
 
|00:01
 
|00:01
| ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
+
|ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
 +
 
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
 +
 
 
|-
 
|-
 
|00:10
 
|00:10
|*ମେନ୍ୟୁବାର୍
+
|ମେନ୍ୟୁବାର୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
|-
+
 
|00:11
+
|*ଫାଇଲ୍ ଟାଇପ୍ ଫର୍ମାଟ୍ସ
+
 
|-
 
|-
 
|00:13
 
|00:13
|*ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ
+
|ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ
 +
 
 
|-
 
|-
 
|00:15
 
|00:15
| ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା
+
|ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା
 +
 
 
|-
 
|-
 
|00:18
 
|00:18
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04  
+
|ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04  
 +
 
 
|-
 
|-
 
|00:24
 
|00:24
| GChemPaint ଭର୍ସନ୍ 0.12.10 ଓ
+
|GChemPaint ଭର୍ସନ୍ 0.12.10 ଓ
 +
 
 
|-
 
|-
 
|00:29
 
|00:29
| GChem3D ଭର୍ସନ୍ 0.12.10
+
|GChem3D ଭର୍ସନ୍ 0.12.10
 +
 
 
|-
 
|-
 
|00:34
 
|00:34
| ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍
+
|ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍
 +
 
 
|-
 
|-
 
|00:38
 
|00:38
| ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
+
|ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
 +
 
 
|-
 
|-
 
|00:44
 
|00:44
| ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
+
|ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
 +
 
 
|-
 
|-
 
|00:47
 
|00:47
| ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି,
+
|ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି,
 +
 
 
|-
 
|-
 
|00:49
 
|00:49
| ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି
+
|ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି
 +
 
 
|-
 
|-
 
|00:53
 
|00:53
| ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|00:58
 
|00:58
| Save as ଡାଇଲଗ୍ ବକ୍ସ ଖୋଲିବ
+
|Save as ଡାଇଲଗ୍ ବକ୍ସ ଖୋଲିବ
 +
 
 
|-
 
|-
 
|01:02
 
|01:02
| ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ
+
|ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ
 +
 
 
|-
 
|-
 
|01:11
 
|01:11
| ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ
+
|ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ
 +
 
 
|-
 
|-
 
|01:15
 
|01:15
| ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
+
|ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:18
 
|01:18
| ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:21
 
|01:21
| ମୁଁ GChemPaint ୱିଣ୍ଡୋ ବନ୍ଦ କରିବି
+
|ମୁଁ GChemPaint ୱିଣ୍ଡୋ ବନ୍ଦ କରିବି
 +
 
 
|-
 
|-
 
|01:25  
 
|01:25  
| ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା
+
|ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା
 +
 
 
|-
 
|-
 
|01:29
 
|01:29
 
|'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager''' ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ
 
|'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager''' ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ
 +
 
|-
 
|-
 
|01:38
 
|01:38
 
|'Synaptic Package Manager' କୁ ଯାଆନ୍ତୁ
 
|'Synaptic Package Manager' କୁ ଯାଆନ୍ତୁ
 +
 
|-
 
|-
 
|01:40
 
|01:40
 
|'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ
 
|'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ
 +
 
|-
 
|-
 
|01:44
 
|01:44
| GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ
+
|GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|01:55
 
|01:55
| ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି
+
|ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି
 +
 
 
|-
 
|-
 
|01:59
 
|01:59
| GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍
+
|GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍
 +
 
 
|-
 
|-
 
|02:04
 
|02:04
| ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ
+
|ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ
 +
 
 
|-
 
|-
 
|02:07
 
|02:07
| GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ
+
|GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ
 +
 
 
|-
 
|-
 
|02:12
 
|02:12
| GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ
+
|GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:15
 
|02:15
| ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ
+
|ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ
 +
 
 
|-
 
|-
 
|02:20
 
|02:20
| Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:24
 
|02:24
| GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି
+
|GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି
 +
 
 
|-
 
|-
 
|02:30
 
|02:30
| ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର
+
|ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର
 +
 
 
|-
 
|-
 
|02:36
 
|02:36
| ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ
+
|ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ
 +
 
 
|-
 
|-
 
|02:40
 
|02:40
| ଫାଇଲ୍ ଖୋଲିବା ପାଇଁ ''' File''' ସିଲେକ୍ଟ କରି '''Open''' ରେ କ୍ଲିକ୍ କରନ୍ତୁ
+
|ଫାଇଲ୍ ଖୋଲିବା ପାଇଁ ''' File''' ସିଲେକ୍ଟ କରି '''Open''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:46
 
|02:46
| '''Open''' ଡାଇଲଗ୍ ବକ୍ସ ଖୋଲିବ
+
|'''Open''' ଡାଇଲଗ୍ ବକ୍ସ ଖୋଲିବ
 +
 
 
|-
 
|-
 
|02:49
 
|02:49
| ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ
+
|ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|02:52
 
|02:52
| ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି
+
|ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି
 +
 
 
|-
 
|-
 
|02:57
 
|02:57
| ''' Open''' ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|''' Open''' ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:59
 
|02:59
| '''Display area''' ରେ ଫାଇଲ୍ ପ୍ରଦର୍ଶିତ ହୋଇଛି
+
|'''Display area''' ରେ ଫାଇଲ୍ ପ୍ରଦର୍ଶିତ ହୋଇଛି
 +
 
 
|-
 
|-
 
|03:02
 
|03:02
| ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ
+
|ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ
 +
 
 
|-
 
|-
 
|03:05
 
|03:05
| ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ
+
|ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ
 +
 
 
|-
 
|-
 
|03:10
 
|03:10
 
|'Save as image' ଡାଇଲଗ୍ ବକ୍ସ ଖୋଲିବ
 
|'Save as image' ଡାଇଲଗ୍ ବକ୍ସ ଖୋଲିବ
 +
 
|-
 
|-
 
|03:12
 
|03:12
| ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ
+
|ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ
 +
 
 
|-
 
|-
 
|03:17
 
|03:17
| ଡିଫଲ୍ଟ ଇମେଜ୍ ସାଇଜ୍ ରେ, '''Width''' '300 pixels' ଓ '''Height''' '300 pixels' ଅଛି
+
|ଡିଫଲ୍ଟ ଇମେଜ୍ ସାଇଜ୍ ରେ, '''Width''' '300 pixels' ଓ '''Height''' '300 pixels' ଅଛି
 +
 
 
|-
 
|-
 
|03:24
 
|03:24
| ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ
+
|ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ
 +
 
 
|-
 
|-
 
|03:29
 
|03:29
| ଏବେ ଫାଇଲ୍ ଟାଇପ୍ ବିକଳ୍ପରେ
+
|ଏବେ ଫାଇଲ୍ ଟାଇପ୍ ବିକଳ୍ପରେ
 +
 
 
|-
 
|-
 
|03:31
 
|03:31
| GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ
+
|GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ
 +
 
 
|-
 
|-
 
|03:35
 
|03:35
| ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି
+
|ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି
 +
 
 
|-
 
|-
 
|03:45
 
|03:45
| ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ
+
|ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ
 +
 
 
|-
 
|-
 
|03:52
 
|03:52
| ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ
+
|ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ
 +
 
 
|-
 
|-
 
|03:58
 
|03:58
| ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ
+
|ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ
 +
 
 
|-
 
|-
 
|04:03
 
|04:03
| '''VRML document''' ବିକଳ୍ପ ସିଲେକ୍ଟ କରନ୍ତୁ
+
|'''VRML document''' ବିକଳ୍ପ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|04:07
 
|04:07
| ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ
+
|ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ
 +
 
 
|-
 
|-
 
|04:11
 
|04:11
| ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ
+
|ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:14
 
|04:14
| ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:17
 
|04:17
| ଏବେ ଆମେ ଶିଖିବା ଯେ, ବାସ୍ତବରେ '''VRML File type''' କ’ଣ
+
|ଏବେ ଆମେ ଶିଖିବା ଯେ, ବାସ୍ତବରେ '''VRML File type''' କ’ଣ
 +
 
 
|-
 
|-
 
|04:22
 
|04:22
| VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍  
+
|VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍  
 +
 
 
|-
 
|-
 
|04:28
 
|04:28
 
|3D ପଲିଗନ୍ ପ୍ରପର୍ଟିଜ୍, ଯେପରି ''''vertices', 'edges', 'surface color'''' ଉଲ୍ଲିଖିତ କରାଯାଇପାରିବ
 
|3D ପଲିଗନ୍ ପ୍ରପର୍ଟିଜ୍, ଯେପରି ''''vertices', 'edges', 'surface color'''' ଉଲ୍ଲିଖିତ କରାଯାଇପାରିବ
 +
 
|-
 
|-
 
|04:35
 
|04:35
| VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ
+
|VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ
 +
 
 
|-
 
|-
 
|04:40
 
|04:40
 
|3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ
 
|3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ
 +
 
|-
 
|-
 
|04:45
 
|04:45
| ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ
+
|ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ
 +
 
 
|-
 
|-
 
|04:48
 
|04:48
| Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ
+
|Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ
 +
 
 
|-
 
|-
 
|04:55
 
|04:55
| ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ
+
|ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ
 +
 
 
|-
 
|-
 
|05:01
 
|05:01
| ଏବେ 'Page setup' କୁ ଯିବା
+
|ଏବେ 'Page setup' କୁ ଯିବା
 +
 
 
|-
 
|-
 
|05:04
 
|05:04
| GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ
+
|GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ
 +
 
 
|-
 
|-
 
|05:09
 
|05:09
| '''Page Setup''' ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ
+
|'''Page Setup''' ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ
 +
 
 
|-
 
|-
 
|05:14
 
|05:14
| ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି
+
|ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି
 +
 
 
|-
 
|-
 
|05:19
 
|05:19
| ମୁଁ ୱିଣ୍ଡୋ ବନ୍ଦ କରିବି
+
|ମୁଁ ୱିଣ୍ଡୋ ବନ୍ଦ କରିବି
 +
 
 
|-
 
|-
 
|05:21
 
|05:21
| ଏବେ '''View''' ମେନ୍ୟୁକୁ ଯାଆନ୍ତୁ
+
|ଏବେ '''View''' ମେନ୍ୟୁକୁ ଯାଆନ୍ତୁ
 +
 
 
|-
 
|-
 
|05:25
 
|05:25
| '''View''' ମେନ୍ୟୁ ସିଲେକ୍ଟ କରନ୍ତୁ
+
|'''View''' ମେନ୍ୟୁ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:27
 
|05:27
| GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ:
+
|GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ:
 +
 
 
|-
 
|-
 
|05:32
 
|05:32
|* Balls and sticks* ସ୍ପେସ୍ ଫିଲିଙ୍ଗ୍
+
|Balls and sticks* ସ୍ପେସ୍ ଫିଲିଙ୍ଗ୍
 +
 
 
|-
 
|-
 
|05:35
 
|05:35
|* Cylinders  ଓ * ୱାୟର୍ ଫ୍ରେମ୍
+
|Cylinders  ଓ * ୱାୟର୍ ଫ୍ରେମ୍
 +
 
 
|-
 
|-
 
|05:39
 
|05:39
 
|'''Balls and sticks''' ଡିଫଲ୍ଟ ମଡେଲ୍ ଅଟେ
 
|'''Balls and sticks''' ଡିଫଲ୍ଟ ମଡେଲ୍ ଅଟେ
 +
 
|-
 
|-
 
|05:42
 
|05:42
| ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ
+
|ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ
 +
 
 
|-
 
|-
 
|05:48
 
|05:48
| ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି
+
|ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି
 +
 
 
|-
 
|-
 
|05:53
 
|05:53
 
|'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ
 
|'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ
 +
 
|-
 
|-
 
|05:58
 
|05:58
 
|'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ
 
|'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ
 +
 
|-
 
|-
 
|06:03
 
|06:03
 
|'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ
 
|'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ
 +
 
|-
 
|-
 
|06:08
 
|06:08
 
|''''Balls and sticks''' କୁ ଫେରିବା
 
|''''Balls and sticks''' କୁ ଫେରିବା
 +
 
|-
 
|-
 
|06:11
 
|06:11
| ଏବେ ଆମେ '''Background color''' କୁ ଯିବା
+
|ଏବେ ଆମେ '''Background color''' କୁ ଯିବା
 +
 
 
|-
 
|-
 
|06:14
 
|06:14
| ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ
+
|ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ
 +
 
 
|-
 
|-
 
|06:17
 
|06:17
| '''View''' ମେନ୍ୟୁ ସିଲେକ୍ଟ କରି '''Background color''' କୁ ଯାଆନ୍ତୁ
+
|'''View''' ମେନ୍ୟୁ ସିଲେକ୍ଟ କରି '''Background color''' କୁ ଯାଆନ୍ତୁ
 +
 
 
|-
 
|-
 
|06:21
 
|06:21
| ଏକ ସବମେନ୍ୟୁ ଖୋଲିବ
+
|ଏକ ସବମେନ୍ୟୁ ଖୋଲିବ
 +
 
 
|-
 
|-
 
|06:23
 
|06:23
| ସବମେନ୍ୟୁ ଶେଷରେ '''Custom color''' ସିଲେକ୍ଟ କରନ୍ତୁ
+
|ସବମେନ୍ୟୁ ଶେଷରେ '''Custom color''' ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:26
 
|06:26
 
|'Background Colour' ୱିଣ୍ଡୋ ଖୋଲିବ
 
|'Background Colour' ୱିଣ୍ଡୋ ଖୋଲିବ
 +
 
|-
 
|-
 
|06:30
 
|06:30
| ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି
+
|ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି
 +
 
 
|-
 
|-
 
|06:35
 
|06:35
| Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା
+
|Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା
 +
 
 
|-
 
|-
 
|06:39
 
|06:39
| Scroller କ୍ଲିକ୍ କରନ୍ତୁ, ''color circle'' ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ
+
|Scroller କ୍ଲିକ୍ କରନ୍ତୁ, ''color circle'' ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ
 +
 
 
|-
 
|-
 
|06:45
 
|06:45
| Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା
+
|Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା
 +
 
 
|-
 
|-
 
|06:51
 
|06:51
| '''Value''' ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ '''RGB combination''' ବଦଳାଇପାରିବା
+
|'''Value''' ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ '''RGB combination''' ବଦଳାଇପାରିବା
 +
 
 
|-
 
|-
 
|06:59
 
|06:59
| ଏହା ପରେ ଏକ '''eyedropper''' ଆଇକନ୍ ସହ '''Preview box''' ଅଛି
+
|ଏହା ପରେ ଏକ '''eyedropper''' ଆଇକନ୍ ସହ '''Preview box''' ଅଛି
 +
 
 
|-
 
|-
 
|07:04
 
|07:04
| '''eyedropper''' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|'''eyedropper''' ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:07
 
|07:07
| ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
+
|ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:11
 
|07:11
| '''OK''' ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା
+
|'''OK''' ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା
 +
 
 
|-
 
|-
 
|07:18
 
|07:18
 
|ସଂକ୍ଷେପରେ
 
|ସଂକ୍ଷେପରେ
 +
 
|-
 
|-
 
|07:20
 
|07:20
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ
 +
 
 
|-
 
|-
 
|07:23
 
|07:23
| ବିଭିନ୍ନ ମେନ୍ୟୁଜ୍
+
|ବିଭିନ୍ନ ମେନ୍ୟୁଜ୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
|-
+
 
|07:24
+
| ଫାଇଲ୍ ଟାଇପ୍ ଫର୍ମାଟ୍ସ
+
 
|-
 
|-
 
|07:26
 
|07:26
| ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା
+
|ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା
 +
 
 
|-
 
|-
 
|07:30
 
|07:30
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
 
|07:33
 
|07:33
 
|1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ
 
|1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ
 +
 
|-
 
|-
 
|07:39
 
|07:39
 
|2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ
 
|2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ
 +
 
|-
 
|-
 
|07:42
 
|07:42
 
|3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ
 
|3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ
 +
 
|-
 
|-
 
|07:46
 
|07:46
 
|4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ
 
|4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ
 +
 
|-
 
|-
 
|07:49
 
|07:49
|ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_ Tutorial'''
'''http://spoken-tutorial.org/What_is_a_Spoken_ Tutorial'''
+
 
 
|-
 
|-
 
|07:53
 
|07:53
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|07:56
 
|07:56
| ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
+
|ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
 +
 
 
|-
 
|-
 
|08:01
 
|08:01
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|08:06
 
|08:06
| ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
 
|08:10
 
|08:10
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 +
 
 
|-
 
|-
 
|08:17
 
|08:17
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
 
|08:22
 
|08:22
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|08:29
 
|08:29
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro'''
 +
 
|-
 
|-
 
|08:35
 
|08:35
|ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
+
|ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
+
 
|}
 
|}

Latest revision as of 11:13, 6 April 2017

Time Narration
00:01 ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 ମେନ୍ୟୁବାର୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
00:13 ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ
00:15 ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:24 GChemPaint ଭର୍ସନ୍ 0.12.10 ଓ
00:29 GChem3D ଭର୍ସନ୍ 0.12.10
00:34 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍
00:38 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
00:44 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
00:47 ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି,
00:49 ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି
00:53 ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
00:58 Save as ଡାଇଲଗ୍ ବକ୍ସ ଖୋଲିବ
01:02 ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ
01:11 ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ
01:15 ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
01:18 ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:21 ମୁଁ GChemPaint ୱିଣ୍ଡୋ ବନ୍ଦ କରିବି
01:25 ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା
01:29 'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ
01:38 'Synaptic Package Manager' କୁ ଯାଆନ୍ତୁ
01:40 'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ
01:44 GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ
01:55 ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି
01:59 GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍
02:04 ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ
02:07 GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ
02:12 GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ
02:15 ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ
02:20 Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:24 GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି
02:30 ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର
02:36 ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ
02:40 ଫାଇଲ୍ ଖୋଲିବା ପାଇଁ File ସିଲେକ୍ଟ କରି Open ରେ କ୍ଲିକ୍ କରନ୍ତୁ
02:46 Open ଡାଇଲଗ୍ ବକ୍ସ ଖୋଲିବ
02:49 ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ
02:52 ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି
02:57 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
02:59 Display area ରେ ଫାଇଲ୍ ପ୍ରଦର୍ଶିତ ହୋଇଛି
03:02 ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ
03:05 ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ
03:10 'Save as image' ଡାଇଲଗ୍ ବକ୍ସ ଖୋଲିବ
03:12 ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ
03:17 ଡିଫଲ୍ଟ ଇମେଜ୍ ସାଇଜ୍ ରେ, Width '300 pixels' ଓ Height '300 pixels' ଅଛି
03:24 ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ
03:29 ଏବେ ଫାଇଲ୍ ଟାଇପ୍ ବିକଳ୍ପରେ
03:31 GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ
03:35 ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି
03:45 ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ
03:52 ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ
03:58 ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ
04:03 VRML document ବିକଳ୍ପ ସିଲେକ୍ଟ କରନ୍ତୁ
04:07 ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ
04:11 ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ
04:14 ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:17 ଏବେ ଆମେ ଶିଖିବା ଯେ, ବାସ୍ତବରେ VRML File type କ’ଣ
04:22 VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍
04:28 3D ପଲିଗନ୍ ପ୍ରପର୍ଟିଜ୍, ଯେପରି 'vertices', 'edges', 'surface color' ଉଲ୍ଲିଖିତ କରାଯାଇପାରିବ
04:35 VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ
04:40 3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ
04:45 ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ
04:48 Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ
04:55 ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ
05:01 ଏବେ 'Page setup' କୁ ଯିବା
05:04 GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ
05:09 Page Setup ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ
05:14 ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି
05:19 ମୁଁ ୱିଣ୍ଡୋ ବନ୍ଦ କରିବି
05:21 ଏବେ View ମେନ୍ୟୁକୁ ଯାଆନ୍ତୁ
05:25 View ମେନ୍ୟୁ ସିଲେକ୍ଟ କରନ୍ତୁ
05:27 GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ:
05:32 Balls and sticks* ସ୍ପେସ୍ ଫିଲିଙ୍ଗ୍
05:35 Cylinders ଓ * ୱାୟର୍ ଫ୍ରେମ୍
05:39 Balls and sticks ଡିଫଲ୍ଟ ମଡେଲ୍ ଅଟେ
05:42 ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ
05:48 ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି
05:53 'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ
05:58 'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ
06:03 'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ
06:08 'Balls and sticks କୁ ଫେରିବା
06:11 ଏବେ ଆମେ Background color କୁ ଯିବା
06:14 ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ
06:17 View ମେନ୍ୟୁ ସିଲେକ୍ଟ କରି Background color କୁ ଯାଆନ୍ତୁ
06:21 ଏକ ସବମେନ୍ୟୁ ଖୋଲିବ
06:23 ସବମେନ୍ୟୁ ଶେଷରେ Custom color ସିଲେକ୍ଟ କରନ୍ତୁ
06:26 'Background Colour' ୱିଣ୍ଡୋ ଖୋଲିବ
06:30 ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି
06:35 Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା
06:39 Scroller କ୍ଲିକ୍ କରନ୍ତୁ, color circle ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ
06:45 Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା
06:51 Value ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ RGB combination ବଦଳାଇପାରିବା
06:59 ଏହା ପରେ ଏକ eyedropper ଆଇକନ୍ ସହ Preview box ଅଛି
07:04 eyedropper ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:07 ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
07:11 OK ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା
07:18 ସଂକ୍ଷେପରେ
07:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ
07:23 ବିଭିନ୍ନ ମେନ୍ୟୁଜ୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
07:26 ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା
07:30 ଏକ ଆସାଇନମେଣ୍ଟ ଭାବେ
07:33 1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ
07:39 2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ
07:42 3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ
07:46 4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ
07:49 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_ Tutorial
07:53 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:56 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
08:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:06 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:10 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
08:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:22 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:29 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
08:35 ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep