Difference between revisions of "GChemPaint/C3/Analysis-of-compounds/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍...")
 
 
(One intermediate revision by one other user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:01
 
|00:01
 
| ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
 
| ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
 
|-
 
|-
 
|00:10
 
|00:10
|*ଆଣବିକ (molecular) ପ୍ରାସଙ୍ଗିକ ମେନ୍ୟୁ
+
|ଆଣବିକ (molecular) ପ୍ରାସଙ୍ଗିକ ମେନ୍ୟୁ
 +
 
 
|-
 
|-
 
|00:12
 
|00:12
|*ଅଣୁଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବା
+
|ଅଣୁଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବା
 +
 
 
|-
 
|-
 
|00:15
 
|00:15
|*ଏକ ଅଭିକ୍ରିୟାକୁ ଯୋଡ଼ିବା ଏବଂ ଏଡିଟ୍ କରିବା
+
|ଏକ ଅଭିକ୍ରିୟାକୁ ଯୋଡ଼ିବା ଏବଂ ଏଡିଟ୍ କରିବା
 +
 
 
|-
 
|-
 
|00:18
 
|00:18
|*ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଓ ଅଭିକ୍ରିୟାର କଣ୍ଡିସନ୍ସ ଯୋଡ଼ିବା
+
|ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଓ ଅଭିକ୍ରିୟାର କଣ୍ଡିସନ୍ସ ଯୋଡ଼ିବା
 +
 
 
|-
 
|-
 
|00:22
 
|00:22
|*ଅଭିକ୍ରିୟାର ଅଣୁଗୁଡ଼ିକୁ 3D ରେ ବଦଳାଇବା
+
|ଅଭିକ୍ରିୟାର ଅଣୁଗୁଡ଼ିକୁ 3D ରେ ବଦଳାଇବା
 +
 
 
|-
 
|-
 
|00:26
 
|00:26
| ଏଠାରେ ମୁଁ ବ୍ୟବହାର କରୁଛି
+
|ଏଠାରେ ମୁଁ ବ୍ୟବହାର କରୁଛି
 +
 
 
|-
 
|-
 
|00:28
 
|00:28
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
|ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
 +
 
 
|-
 
|-
 
|00:32
 
|00:32
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:37
 
|00:37
| ଆପଣଙ୍କୁ ଇଣ୍ଟରନେଟ୍ କନେକ୍ଟିଭିଟିର ଆବଶ୍ୟକତା ମଧ୍ୟ ହେବ
+
|ଆପଣଙ୍କୁ ଇଣ୍ଟରନେଟ୍ କନେକ୍ଟିଭିଟିର ଆବଶ୍ୟକତା ମଧ୍ୟ ହେବ
 +
 
 
|-
 
|-
 
|00:41
 
|00:41
| ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣଙ୍କୁ GChemPaint ସହିତ ପରିଚିତ ଥିବା ଦରକାର
+
|ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣଙ୍କୁ GChemPaint ସହିତ ପରିଚିତ ଥିବା ଦରକାର
 +
 
 
|-
 
|-
 
|00:46
 
|00:46
| ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ କୁ ଯାଆନ୍ତୁ
+
|ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ କୁ ଯାଆନ୍ତୁ
 +
 
 
|-
 
|-
 
|00:52
 
|00:52
| ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
+
|ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
 +
 
 
|-
 
|-
 
|00:55
 
|00:55
| Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|00:59
 
|00:59
| ତଳେ ଟେମ୍ପଲେଟ୍ସ ଟୁଲ୍ ପ୍ରପର୍ଟି ପେଜ୍ ଖୋଲିଲା
+
|ତଳେ ଟେମ୍ପଲେଟ୍ସ ଟୁଲ୍ ପ୍ରପର୍ଟି ପେଜ୍ ଖୋଲିଲା
 +
 
 
|-
 
|-
 
|01:02
 
|01:02
| ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବଟନ୍ ରେ ଥିବା ଏମିନୋ ଏସିଡ୍ସ ଉପରେ କ୍ଲିକ୍ କରନ୍ତୁ
+
|ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବଟନ୍ ରେ ଥିବା ଏମିନୋ ଏସିଡ୍ସ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:07
 
|01:07
| ସୂଚୀରୁ Alanine (ଏଲାନାଇନ୍) ସିଲେକ୍ଟ କରନ୍ତୁ
+
|ସୂଚୀରୁ Alanine (ଏଲାନାଇନ୍) ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|01:11
 
|01:11
| Alanine (ଏଲାନାଇନ୍)ର ଷ୍ଟ୍ରକଚର୍, ଟେମ୍ପଲେଟ୍ସ ପ୍ରପର୍ଟି ପେଜ୍ ରେ ଲୋଡ୍ ହେବ
+
|Alanine (ଏଲାନାଇନ୍)ର ଷ୍ଟ୍ରକଚର୍, ଟେମ୍ପଲେଟ୍ସ ପ୍ରପର୍ଟି ପେଜ୍ ରେ ଲୋଡ୍ ହେବ
 +
 
 
|-
 
|-
 
|01:16
 
|01:16
| ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଏହାକୁ ଲୋଡ୍ କରିବା ପାଇଁ ଡିସପ୍ଲେ ଏରିଆରେ କ୍ଲିକ୍ କରନ୍ତୁ
+
|ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଏହାକୁ ଲୋଡ୍ କରିବା ପାଇଁ ଡିସପ୍ଲେ ଏରିଆରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:21
 
|01:21
| ଏବେ ମୁଁ Alanine (ଏଲାନାଇନ୍) ଅଣୁର ପ୍ରାସଙ୍ଗିକ ମେନ୍ୟୁ ବାବଦରେ ବୁଝାଇବି
+
|ଏବେ ମୁଁ Alanine (ଏଲାନାଇନ୍) ଅଣୁର ପ୍ରାସଙ୍ଗିକ ମେନ୍ୟୁ ବାବଦରେ ବୁଝାଇବି
 +
 
 
|-
 
|-
 
|01:26
 
|01:26
| ଅଣୁ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|ଅଣୁ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:29
 
|01:29
| ଏକ ସବମେନ୍ୟୁ ଖୋଲିବ
+
|ଏକ ସବମେନ୍ୟୁ ଖୋଲିବ
 +
 
 
|-
 
|-
 
|01:31
 
|01:31
| ମଲିକ୍ୟୁଲ୍ ସିଲେକ୍ଟ କରନ୍ତୁ, ଏଥିସହ ଗୋଟିଏ ପ୍ରାସଙ୍ଗିକ ମେନ୍ୟୁ ଖୋଲିଥାଏ
+
|ମଲିକ୍ୟୁଲ୍ ସିଲେକ୍ଟ କରନ୍ତୁ, ଏଥିସହ ଗୋଟିଏ ପ୍ରାସଙ୍ଗିକ ମେନ୍ୟୁ ଖୋଲିଥାଏ
 +
 
 
|-
 
|-
 
|01:36
 
|01:36
| ପ୍ରାସଙ୍ଗିକ ମେନ୍ୟୁ, ବିଭିନ୍ନ ମେନ୍ୟୁ ଆଇଟମ୍ସ ରଖିଥାଏ, ଯାହା ବାବଦରେ ମୁଁ ଜଣାଇବି
+
|ପ୍ରାସଙ୍ଗିକ ମେନ୍ୟୁ, ବିଭିନ୍ନ ମେନ୍ୟୁ ଆଇଟମ୍ସ ରଖିଥାଏ, ଯାହା ବାବଦରେ ମୁଁ ଜଣାଇବି
 +
 
 
|-
 
|-
 
|01:43
 
|01:43
|* NIST WebBook page for this molecule
+
|NIST WebBook page for this molecule
 +
 
 
|-
 
|-
 
|01:46
 
|01:46
|* PubChem page for this molecule
+
|PubChem page for this molecule
 +
 
 
|-
 
|-
 
|01:48
 
|01:48
|* Open in Calculator
+
|Open in Calculator
 +
 
 
|-
 
|-
 
|01:51
 
|01:51
| NIST WebBook page for this molecule ଉପରେ କ୍ଲିକ୍ କରନ୍ତୁ
+
|NIST WebBook page for this molecule ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:55
 
|01:55
| Alanine (ଏଲାନାଇନ୍)ର NIST ୱେବ୍ ପେଜ୍ ଖୋଲିବ
+
|Alanine (ଏଲାନାଇନ୍)ର NIST ୱେବ୍ ପେଜ୍ ଖୋଲିବ
 +
 
 
|-
 
|-
 
|01:59
 
|01:59
| ୱେବପେଜ୍, Alanine (ଏଲାନାଇନ୍) ବିଷୟକ ସମସ୍ତ ବିବରଣୀ ପ୍ରଦର୍ଶିତ କରେ
+
|ୱେବପେଜ୍, Alanine (ଏଲାନାଇନ୍) ବିଷୟକ ସମସ୍ତ ବିବରଣୀ ପ୍ରଦର୍ଶିତ କରେ
 +
 
 
|-
 
|-
 
|02:03
 
|02:03
| GChemPaint ଏଡିଟର୍ କୁ ଫେରିବା
+
|GChemPaint ଏଡିଟର୍ କୁ ଫେରିବା
 +
 
 
|-
 
|-
 
|02:06
 
|02:06
| PubChem page for this molecule ଖୋଲିବା ପାଇଁ Alanine (ଏଲାନାଇନ୍) ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|PubChem page for this molecule ଖୋଲିବା ପାଇଁ Alanine (ଏଲାନାଇନ୍) ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:12
 
|02:12
| ଏହି ୱେବପେଜ୍ ରେ Alanine (ଏଲାନାଇନ୍) ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
+
|ଏହି ୱେବପେଜ୍ ରେ Alanine (ଏଲାନାଇନ୍) ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:16
 
|02:16
| ଏକ ନୂଆ ୱେବପେଜ୍ 2D Structure ଏବଂ 3D Conformer ଟାବ୍ସ ସହ ପ୍ରଦର୍ଶିତ ହୁଏ
+
|ଏକ ନୂଆ ୱେବପେଜ୍ 2D Structure ଏବଂ 3D Conformer ଟାବ୍ସ ସହ ପ୍ରଦର୍ଶିତ ହୁଏ
 +
 
 
|-
 
|-
 
|02:22
 
|02:22
| Alanine (ଏଲାନାଇନ୍)କୁ 3 ଡାଇମେନସନ୍ସରେ ଦେଖିବା ପାଇଁ, 3D Conformer ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|Alanine (ଏଲାନାଇନ୍)କୁ 3 ଡାଇମେନସନ୍ସରେ ଦେଖିବା ପାଇଁ, 3D Conformer ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:28
 
|02:28
| ପ୍ରଦର୍ଶିତ 3D ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
+
|ପ୍ରଦର୍ଶିତ 3D ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:31
 
|02:31
| ଏହା ଷ୍ଟ୍ରକଚର୍ କୁ ଏକ ଭିନ୍ନ ୱିଣ୍ଡୋରେ, କିଛି କଣ୍ଟ୍ରୋଲ୍ ସହିତ ଉପର ଓ ବାମ ପାର୍ଶ୍ୱରେ ଖୋଲେ
+
|ଏହା ଷ୍ଟ୍ରକଚର୍ କୁ ଏକ ଭିନ୍ନ ୱିଣ୍ଡୋରେ, କିଛି କଣ୍ଟ୍ରୋଲ୍ ସହିତ ଉପର ଓ ବାମ ପାର୍ଶ୍ୱରେ ଖୋଲେ
 +
 
 
|-
 
|-
 
|02:37
 
|02:37
| ଷ୍ଟ୍ରକଚର୍ କୁ ବିଭିନ୍ନ ଦିଗକୁ ବୁଲାଇବା ପାଇଁ Rotation ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଷ୍ଟ୍ରକଚର୍ କୁ ବିଭିନ୍ନ ଦିଗକୁ ବୁଲାଇବା ପାଇଁ Rotation ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:43
 
|02:43
| ସେହି ପେଜ୍ ରେ ହାଇଡ୍ରୋଜେନ୍ସ ପ୍ରଦର୍ଶିତ କରିବା ପାଇଁ, H ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ସେହି ପେଜ୍ ରେ ହାଇଡ୍ରୋଜେନ୍ସ ପ୍ରଦର୍ଶିତ କରିବା ପାଇଁ, H ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:48
 
|02:48
| ଏଗୁଡ଼ିକ ହେଉଛି ହାଇଡ୍ରୋଜେନ୍ସ
+
|ଏଗୁଡ଼ିକ ହେଉଛି ହାଇଡ୍ରୋଜେନ୍ସ
 +
 
 
|-
 
|-
 
|02:51
 
|02:51
| ପୁଣିଥରେ GChemPaint ୱିଣ୍ଡୋକୁ ଆସନ୍ତୁ
+
|ପୁଣିଥରେ GChemPaint ୱିଣ୍ଡୋକୁ ଆସନ୍ତୁ
 +
 
 
|-
 
|-
 
|02:53
 
|02:53
| Alanine ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open in Calculator ବିକଳ୍ପ ବାଛନ୍ତୁ
+
|Alanine ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open in Calculator ବିକଳ୍ପ ବାଛନ୍ତୁ
 +
 
 
|-
 
|-
 
|03:00
 
|03:00
| କେମିକଲ୍ କାଲକୁଲେଟର୍ ୱିଣ୍ଡୋ ଖୋଲିଲା
+
|କେମିକଲ୍ କାଲକୁଲେଟର୍ ୱିଣ୍ଡୋ ଖୋଲିଲା
 +
 
 
|-
 
|-
 
|03:03
 
|03:03
| ଯଦି ନାହିଁ, ତେବେ ଓଭର୍ ଭ୍ୟୁ ଟ୍ୟୁଟୋରିଆଲ୍ ରେ ଯେମିତି କରନ୍ତି, ଦୟାକରି Synaptic Package Manager ବ୍ୟବହାର କରି ଏହାକୁ ଇନଷ୍ଟଲ୍ କରନ୍ତୁ
+
|ଯଦି ନାହିଁ, ତେବେ ଓଭର୍ ଭ୍ୟୁ ଟ୍ୟୁଟୋରିଆଲ୍ ରେ ଯେମିତି କରନ୍ତି, ଦୟାକରି Synaptic Package Manager ବ୍ୟବହାର କରି ଏହାକୁ ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|03:10
 
|03:10
| ଏହି ୱିଣ୍ଡୋ ତଳେ ଦୁଇଟି ଟାବ୍ସ ଅଛି- କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପେଟର୍ନ
+
|ଏହି ୱିଣ୍ଡୋ ତଳେ ଦୁଇଟି ଟାବ୍ସ ଅଛି- କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପେଟର୍ନ
 +
 
 
|-
 
|-
 
|03:16
 
|03:16
| କମ୍ପୋଜିସନ୍ ଟାବ୍ ରେ ନିମ୍ନ କମ୍ପୋନେଟ୍ସ ଥାଏ-
+
|କମ୍ପୋଜିସନ୍ ଟାବ୍ ରେ ନିମ୍ନ କମ୍ପୋନେଟ୍ସ ଥାଏ-
 +
 
 
|-
 
|-
 
|03:19
 
|03:19
|* ଫର୍ମୁଲା
+
|ଫର୍ମୁଲା
 +
 
 
|-
 
|-
 
|03:21
 
|03:21
|* Raw formula
+
|Raw formula
 +
 
 
|-
 
|-
 
|03:23
 
|03:23
|* g.mol-1(gram.mole-inverse) ରେ ମଲିକ୍ୟୁଲର୍ ୱେଟ୍
+
|g.mol-1(gram.mole-inverse) ରେ ମଲିକ୍ୟୁଲର୍ ୱେଟ୍
 +
 
 
|-
 
|-
 
|03:26
 
|03:26
|*'Compound's elemental mass percentage(%) analysis
+
|'Compound's elemental mass percentage(%) analysis
 +
 
 
|-
 
|-
 
|03:32
 
|03:32
| Isotropic Pattern ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|Isotropic Pattern ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:35
 
|03:35
 
|ଏହା, କମ୍ପାଉଣ୍ଡର '''Molecular weight''' ଠାରେ ପୀକ୍ ସହିତ ମାସ୍ ସ୍ପେକ୍ଟ୍ରମ୍ ଗ୍ରାଫ୍ ପ୍ରଦର୍ଶିତ କରେ
 
|ଏହା, କମ୍ପାଉଣ୍ଡର '''Molecular weight''' ଠାରେ ପୀକ୍ ସହିତ ମାସ୍ ସ୍ପେକ୍ଟ୍ରମ୍ ଗ୍ରାଫ୍ ପ୍ରଦର୍ଶିତ କରେ
 +
 
|-
 
|-
 
|03:42
 
|03:42
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ,୧. ଟେମ୍ପଲେଟ୍ସ ସୂଚୀରୁ ଅନ୍ୟ ଏମିନୋ ଏସିଡ୍ସ ସିଲେକ୍ଟ କରନ୍ତୁ
  
|-
 
|03:43
 
|୧. ଟେମ୍ପଲେଟ୍ସ ସୂଚୀରୁ ଅନ୍ୟ ଏମିନୋ ଏସିଡ୍ସ ସିଲେକ୍ଟ କରନ୍ତୁ
 
 
|-
 
|-
 
|03:46
 
|03:46
|୨. ସେଗୁଡ଼ିକର କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପାଟର୍ନ ପ୍ରାପ୍ତ କରନ୍ତୁ
+
|୨.ସେଗୁଡ଼ିକର କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପାଟର୍ନ ପ୍ରାପ୍ତ କରନ୍ତୁ
 +
 
 
|-
 
|-
 
|03:51
 
|03:51
| ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
+
|ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
 +
 
 
|-
 
|-
 
|03:54
 
|03:54
| ଏବେ 1,3-butadiene ଷ୍ଟ୍ରକ୍ଚର୍ ବନାନ୍ତୁ
+
|ଏବେ 1,3-butadiene ଷ୍ଟ୍ରକ୍ଚର୍ ବନାନ୍ତୁ
 +
 
 
|-
 
|-
 
|03:58
 
|03:58
| Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:01
 
|04:01
| ଚାରୋଟି କାର୍ବନ୍ ଯୋଡ଼ିବା ପାଇଁ ଚେନ୍ ଉପରେ କ୍ଲିକ୍ କରି ଟାଣନ୍ତୁ
+
|ଚାରୋଟି କାର୍ବନ୍ ଯୋଡ଼ିବା ପାଇଁ ଚେନ୍ ଉପରେ କ୍ଲିକ୍ କରି ଟାଣନ୍ତୁ
 +
 
 
|-
 
|-
 
|04:04
 
|04:04
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ତିଆରି କରିବା ପାଇଁ ପ୍ରଥମ ଓ ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ତିଆରି କରିବା ପାଇଁ ପ୍ରଥମ ଓ ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:13
 
|04:13
| ପରମାଣୁଗୁଡ଼ିକୁ ଦର୍ଶାଇବା ପାଇଁ ପ୍ରତ୍ୟେକ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|ପରମାଣୁଗୁଡ଼ିକୁ ଦର୍ଶାଇବା ପାଇଁ ପ୍ରତ୍ୟେକ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:17
 
|04:17
| Atom ଉପରେ କ୍ଲିକ୍ କରି Display symbol ଉପରେ କ୍ଲିକ୍ କରନ୍ତୁ
+
|Atom ଉପରେ କ୍ଲିକ୍ କରି Display symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:22
 
|04:22
 
|'''1,3-butadiene''' 2D ଷ୍ଟ୍ରକଚର୍ କୁ 3D ଷ୍ଟ୍ରକଚର୍ ରେ ବଦଳାଇବା ପାଇଁ, ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
|'''1,3-butadiene''' 2D ଷ୍ଟ୍ରକଚର୍ କୁ 3D ଷ୍ଟ୍ରକଚର୍ ରେ ବଦଳାଇବା ପାଇଁ, ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:30
 
|04:30
| Save as ଡାଇଲଗ୍ ବକ୍ସ ଖୋଲିଲା
+
|Save as ଡାଇଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|04:33
 
|04:33
| File type କ୍ଷେତ୍ରରେ MDL Molfile Format ସିଲେକ୍ଟ କରନ୍ତୁ
+
|File type କ୍ଷେତ୍ରରେ MDL Molfile Format ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|04:39
 
|04:39
| ଫାଇଲ୍ ର ନାମ ଭାବରେ 1,3-butadiene ଟାଇପ୍ କରନ୍ତୁ
+
|ଫାଇଲ୍ ର ନାମ ଭାବରେ 1,3-butadiene ଟାଇପ୍ କରନ୍ତୁ
 +
 
 
|-
 
|-
 
|04:42
 
|04:42
| ଡେସ୍କଟପ୍ ରେ ସେଭ୍ କରିବା ପାଇଁ, ଡେସ୍କଟପ୍ ସିଲେକ୍ଟ କରନ୍ତୁ
+
|ଡେସ୍କଟପ୍ ରେ ସେଭ୍ କରିବା ପାଇଁ, ଡେସ୍କଟପ୍ ସିଲେକ୍ଟ କରନ୍ତୁ
 
+
  
 
|-
 
|-
 
|04:47
 
|04:47
| ଏହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:50
 
|04:50
| ବିକଳ୍ପ ରୂପେ, ଆପଣ ସିଧା '.mol' କିମ୍ବା '.mdl' ଏକ୍ସଟେନସନ୍ ସହିତ ମଧ୍ୟ ଫାଇଲ୍ ସେଭ୍ କରିପାରିବେ
+
|ବିକଳ୍ପ ରୂପେ, ଆପଣ ସିଧା '.mol' କିମ୍ବା '.mdl' ଏକ୍ସଟେନସନ୍ ସହିତ ମଧ୍ୟ ଫାଇଲ୍ ସେଭ୍ କରିପାରିବେ
 +
 
 
|-
 
|-
 
|04:56
 
|04:56
| ଉଦାହରଣସ୍ୱରୂପ, ଫାଇଲ୍ ର ନାମ '''1,3 butadiene.mol''' କିମ୍ବା '''.mdl''' ଟାଇପ୍ କରନ୍ତୁ
+
|ଉଦାହରଣସ୍ୱରୂପ, ଫାଇଲ୍ ର ନାମ '''1,3 butadiene.mol''' କିମ୍ବା '''.mdl''' ଟାଇପ୍ କରନ୍ତୁ
 +
 
 
|-
 
|-
 
|05:06
 
|05:06
| ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
+
|ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:09
 
|05:09
| ଷ୍ଟ୍ରକଚର୍ କୁ 3D ରେ ଦେଖିବା ପାଇଁ, molecule ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|ଷ୍ଟ୍ରକଚର୍ କୁ 3D ରେ ଦେଖିବା ପାଇଁ, molecule ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:12
 
|05:12
| Open With Molecules viewer ଅପ୍ସନ୍ ସିଲେକ୍ଟ କରନ୍ତୁ
+
|Open With Molecules viewer ଅପ୍ସନ୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:17
 
|05:17
| ଏହା ହେଉଛି 3D ରେ 1,3 butadiene
+
|ଏହା ହେଉଛି 3D ରେ 1,3 butadiene
 +
 
 
|-
 
|-
 
|05:20
 
|05:20
| ଧ୍ୟାନଦିଅନ୍ତୁ ଯେ, ଆମେ ଷ୍ଟ୍ରକଚର୍ରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ
+
|ଧ୍ୟାନଦିଅନ୍ତୁ ଯେ, ଆମେ ଷ୍ଟ୍ରକଚର୍ରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ
 +
 
 
|-
 
|-
 
|05:23
 
|05:23
| ଷ୍ଟ୍ରକଚର୍ କୁ ଘୂରାଇବା ପାଇଁ, କର୍ସର୍ କୁ ଷ୍ଟ୍ରକଚର୍ ଉପରେ ରଖନ୍ତୁ, ମାଉସ୍ ରେ ଧରନ୍ତୁ ଏବଂ ଟାଣନ୍ତୁ
+
|ଷ୍ଟ୍ରକଚର୍ କୁ ଘୂରାଇବା ପାଇଁ, କର୍ସର୍ କୁ ଷ୍ଟ୍ରକଚର୍ ଉପରେ ରଖନ୍ତୁ, ମାଉସ୍ ରେ ଧରନ୍ତୁ ଏବଂ ଟାଣନ୍ତୁ
 +
 
 
|-
 
|-
 
|05:31
 
|05:31
| ଏକ ଆସାଇନମେଣ୍ଟ୍ ଭାବେ, '''Benzene''' ଷ୍ଟ୍ରକଚର୍ କୁ 2D ରୁ 3D କୁ ବଦଳାନ୍ତୁ
+
|ଏକ ଆସାଇନମେଣ୍ଟ୍ ଭାବେ, '''Benzene''' ଷ୍ଟ୍ରକଚର୍ କୁ 2D ରୁ 3D କୁ ବଦଳାନ୍ତୁ
 +
 
 
|-
 
|-
 
|05:36
 
|05:36
| ଏବେ, ରାସାୟନିକ ଅଭିକ୍ରିୟା ଓ ଅଭିକ୍ରିୟାର କଣ୍ଡିସନ୍ ତିଆରି ବିଷୟରେ ଶିଖିବା
+
|ଏବେ, ରାସାୟନିକ ଅଭିକ୍ରିୟା ଓ ଅଭିକ୍ରିୟାର କଣ୍ଡିସନ୍ ତିଆରି ବିଷୟରେ ଶିଖିବା
 +
 
 
|-
 
|-
 
|05:41
 
|05:41
| ଏହା କ୍ରମଶଃ ’ଏଥିନ୍’ ଓ ’ଇଥେନୋଲ୍’ ତିଆରି କରିବା ପାଇଁ ’ଇଥାଇଲ୍ କ୍ଲୋରାଇଡ୍’ର ଏଲକୋହୋଲିକ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ଓ ଆକ୍ୱେଅସ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ରାସାୟନିକ ଅଭିକ୍ରିୟା ଅଟେ  
+
|ଏହା କ୍ରମଶଃ ’ଏଥିନ୍’ ଓ ’ଇଥେନୋଲ୍’ ତିଆରି କରିବା ପାଇଁ ’ଇଥାଇଲ୍ କ୍ଲୋରାଇଡ୍’ର ଏଲକୋହୋଲିକ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ଓ ଆକ୍ୱେଅସ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ରାସାୟନିକ ଅଭିକ୍ରିୟା ଅଟେ  
 +
 
 
|-
 
|-
 
|05:52
 
|05:52
| ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
+
|ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
 +
 
 
|-
 
|-
 
|05:55
 
|05:55
| ପ୍ରଥମେ '''Ethyl chloride''' ଷ୍ଟ୍ରକଚର୍ ତିଆରି କରିବା
+
|ପ୍ରଥମେ '''Ethyl chloride''' ଷ୍ଟ୍ରକଚର୍ ତିଆରି କରିବା
  
 
|-
 
|-
 
|05:59
 
|05:59
| Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:01
 
|06:01
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:04
 
|06:04
| ପରମାଣୁ ପ୍ରଦର୍ଶିତ କରିବା ପାଇଁ, ଚେନ୍ ରେ ବଣ୍ଡ୍ ର ପ୍ରଥମ ଓ ଦ୍ୱିତୀୟ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|ପରମାଣୁ ପ୍ରଦର୍ଶିତ କରିବା ପାଇଁ, ଚେନ୍ ରେ ବଣ୍ଡ୍ ର ପ୍ରଥମ ଓ ଦ୍ୱିତୀୟ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:10
 
|06:10
| Current element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Current element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:13
 
|06:13
| ଟେବୁଲ୍ ରୁ 'Cl' ସିଲେକ୍ଟ କରନ୍ତୁ
+
|ଟେବୁଲ୍ ରୁ 'Cl' ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|06:16
 
|06:16
| Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:20
 
|06:20
| ବଣ୍ଡ୍ ର ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
+
|ବଣ୍ଡ୍ ର ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:23
 
|06:23
| '''Ethyl chloride''' ଷ୍ଟ୍ରକଚର୍ ଡ୍ର’ ହୋଇଗଲା
+
|'''Ethyl chloride''' ଷ୍ଟ୍ରକଚର୍ ଡ୍ର’ ହୋଇଗଲା
 +
 
 
|-
 
|-
 
|06:26
 
|06:26
| Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:31
 
|06:31
| ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରି Alc.KOH ଟାଇପ୍ କରନ୍ତୁ
+
|ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରି Alc.KOH ଟାଇପ୍ କରନ୍ତୁ
 +
 
 
|-
 
|-
 
|06:37
 
|06:37
| ପୁଣିଥରେ କ୍ଲିକ୍ କରନ୍ତୁ ଏବଂ Aq.KOH ଟାଇପ୍ କରନ୍ତୁ
+
|ପୁଣିଥରେ କ୍ଲିକ୍ କରନ୍ତୁ ଏବଂ Aq.KOH ଟାଇପ୍ କରନ୍ତୁ
 +
 
 
|-
 
|-
 
|06:42
 
|06:42
| Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:47
 
|06:47
| ଏଠାରେ ଥିବା ସ୍କ୍ରୋଲର୍ ବ୍ୟବହାର କରି ଆପଣ '''Arrow length''' ବଦଳାଇ ପାରିବେ
+
|ଏଠାରେ ଥିବା ସ୍କ୍ରୋଲର୍ ବ୍ୟବହାର କରି ଆପଣ '''Arrow length''' ବଦଳାଇ ପାରିବେ
 +
 
 
|-
 
|-
 
|06:51
 
|06:51
| ମୁଁ Arrow lengthକୁ 280 ପର୍ଯ୍ୟନ୍ତ ବଢ଼ାଇବି
+
|ମୁଁ Arrow lengthକୁ 280 ପର୍ଯ୍ୟନ୍ତ ବଢ଼ାଇବି
 
+
  
 
|-
 
|-
 
|06:54
 
|06:54
| '''Ethyl Chloride''' ପାଖରେ ଥିବା ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
+
|'''Ethyl Chloride''' ପାଖରେ ଥିବା ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:58
 
|06:58
| '''Ethyl Chloride''' ତଳେ କ୍ଲିକ୍ କରନ୍ତୁ
+
|'''Ethyl Chloride''' ତଳେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:01
 
|07:01
| ମାଉସ୍ କୁ ଧରନ୍ତୁ ଏବଂ ଏରୋକୁ ତଳ ଆଡ଼କୁ ଘୂରାନ୍ତୁ
+
|ମାଉସ୍ କୁ ଧରନ୍ତୁ ଏବଂ ଏରୋକୁ ତଳ ଆଡ଼କୁ ଘୂରାନ୍ତୁ
 +
 
 
|-
 
|-
 
|07:05
 
|07:05
| Selection ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Selection ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:08
 
|07:08
| Alcoholic Potassium Hydroxide (Alc.KOH) କୁ ପ୍ରଥମ ଏରୋ ଉପରେ ରଖନ୍ତୁ
+
|Alcoholic Potassium Hydroxide (Alc.KOH) କୁ ପ୍ରଥମ ଏରୋ ଉପରେ ରଖନ୍ତୁ
 +
 
 
|-
 
|-
 
|07:13
 
|07:13
| Aqueous Potassium Hydroxide (Aq.KOH) କୁ ଅନ୍ୟ ଏରୋ ଉପରେ ରଖନ୍ତୁ
+
|Aqueous Potassium Hydroxide (Aq.KOH) କୁ ଅନ୍ୟ ଏରୋ ଉପରେ ରଖନ୍ତୁ
 +
 
 
|-
 
|-
 
|07:18
 
|07:18
| Alcoholic Potassium hydroxide(Alc.KOH) ସିଲେକ୍ଟ କରନ୍ତୁ
+
|Alcoholic Potassium hydroxide(Alc.KOH) ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|07:22
 
|07:22
| ଏରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
|ଏରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,ଏକ ସବ୍ ମେନ୍ୟୁ ଖୋଲିଲା
|-
+
 
|07:23
+
| ଏକ ସବ୍ ମେନ୍ୟୁ ଖୋଲିଲା
+
 
|-
 
|-
 
|07:25
 
|07:25
| ଏରୋ ସିଲେକ୍ଟ କରି Attach selection to arrow ଉପରେ କ୍ଲିକ୍ କରନ୍ତୁ
+
|ଏରୋ ସିଲେକ୍ଟ କରି Attach selection to arrow ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:29
 
|07:29
| Arrow associated ଶୀର୍ଷକ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
+
|Arrow associated ଶୀର୍ଷକ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
 +
 
 
|-
 
|-
 
|07:34
 
|07:34
| '''Role''' ଡ୍ରପ୍ ଡାଉନ୍ ସୂଚୀ କ୍ଲିକ୍ କରନ୍ତୁ
+
|'''Role''' ଡ୍ରପ୍ ଡାଉନ୍ ସୂଚୀ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:37
 
|07:37
| ସୂଚୀରୁ Catalyst ସିଲେକ୍ଟ କରନ୍ତୁ, '''Close''' ଉପରେ କ୍ଲିକ୍ କରନ୍ତୁ
+
|ସୂଚୀରୁ Catalyst ସିଲେକ୍ଟ କରନ୍ତୁ, '''Close''' ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:42
 
|07:42
| '''Alcoholic Potassium Hydroxide (Alc.KOH)''' କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଜାଣିବା ପାଇଁ ଏରୋକୁ ଟାଣନ୍ତୁ
+
|'''Alcoholic Potassium Hydroxide (Alc.KOH)''' କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଜାଣିବା ପାଇଁ ଏରୋକୁ ଟାଣନ୍ତୁ
 
+
  
 
|-
 
|-
 
|07:49
 
|07:49
| ପ୍ରକ୍ରିୟାକୁ Aqueous Potassium Hydroxide(Aq.KOH) ସହିତ ମଧ୍ୟ ଦୋହରାନ୍ତୁ
+
|ପ୍ରକ୍ରିୟାକୁ Aqueous Potassium Hydroxide(Aq.KOH) ସହିତ ମଧ୍ୟ ଦୋହରାନ୍ତୁ
 +
 
 
|-
 
|-
 
|07:58
 
|07:58
| କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଦେଖିବା ପାଇଁ ଏହାକୁ ଟାଣନ୍ତୁ
+
|କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଦେଖିବା ପାଇଁ ଏହାକୁ ଟାଣନ୍ତୁ
 +
 
 
|-
 
|-
 
|08:02
 
|08:02
| Selection ଟୁଲ୍ ଉପରେ କ୍ଲିକ୍ କରି Ethyl Chloride ଷ୍ଟ୍ରକଚର୍ ସିଲେକ୍ଟ କରନ୍ତୁ
+
|Selection ଟୁଲ୍ ଉପରେ କ୍ଲିକ୍ କରି Ethyl Chloride ଷ୍ଟ୍ରକଚର୍ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|08:06
 
|08:06
| କପୀ ପାଇଁ CTRL + C ଏବଂ ଷ୍ଟ୍ରକଚର୍ କୁ ଦୁଇଥର ପେଷ୍ଟ କରିବା ପାଇଁ CTRL+V ଦାବନ୍ତୁ
+
|କପୀ ପାଇଁ CTRL + C ଏବଂ ଷ୍ଟ୍ରକଚର୍ କୁ ଦୁଇଥର ପେଷ୍ଟ କରିବା ପାଇଁ CTRL+V ଦାବନ୍ତୁ
 +
 
 
|-
 
|-
 
|08:11
 
|08:11
| ଷ୍ଟ୍ରକଚର୍ କୁ ଟାଣି ଉଚିତ୍ ସ୍ଥାନରେ ରଖନ୍ତୁ
+
|ଷ୍ଟ୍ରକଚର୍ କୁ ଟାଣି ଉଚିତ୍ ସ୍ଥାନରେ ରଖନ୍ତୁ
 +
 
 
|-
 
|-
 
|08:15
 
|08:15
| ଅଭିକ୍ରିୟାରେ Ethyl Chloride, '''Alcoholic potassium Hyroxide''' ସହ ପ୍ରତିକ୍ରିୟା କରି '''Ethene''' ଦେଇଥାଏ
+
|ଅଭିକ୍ରିୟାରେ Ethyl Chloride, '''Alcoholic potassium Hyroxide''' ସହ ପ୍ରତିକ୍ରିୟା କରି '''Ethene''' ଦେଇଥାଏ
 +
 
 
|-
 
|-
 
|08:21
 
|08:21
| '''Ethyl chloride''', '''Aqueous Potassium Hydroxide''' ସହ ପ୍ରତିକ୍ରିୟା କରି '''Ethanol''' ଦେଇଥାଏ
+
|'''Ethyl chloride''', '''Aqueous Potassium Hydroxide''' ସହ ପ୍ରତିକ୍ରିୟା କରି '''Ethanol''' ଦେଇଥାଏ
 +
 
 
|-
 
|-
 
|08:27
 
|08:27
| '''Ethene''' ପାଇବା ପାଇଁ, '''Eraser''' ଟୁଲ୍ କ୍ଲିକ୍ କରନ୍ତୁ ଏବଂ '''Ethyl chloride''' ର '''Cl''' ବଣ୍ଡ୍ କୁ ଡିଲିଟ୍ କରନ୍ତୁ
+
|'''Ethene''' ପାଇବା ପାଇଁ, '''Eraser''' ଟୁଲ୍ କ୍ଲିକ୍ କରନ୍ତୁ ଏବଂ '''Ethyl chloride''' ର '''Cl''' ବଣ୍ଡ୍ କୁ ଡିଲିଟ୍ କରନ୍ତୁ
 +
 
 
|-
 
|-
 
|08:34
 
|08:34
| '''Ethane''' ତିଆରି ହେଲା
+
|'''Ethane''' ତିଆରି ହେଲା
 +
 
 
|-
 
|-
 
|08:37
 
|08:37
| ନିଶ୍ଚିତ କରନ୍ତୁ ଯେ, ଟୁଲ୍ ବକ୍ସରେ କରେଣ୍ଟ୍ ଏଲିମେଣ୍ଟ୍ '''Carbon''' ଅଟେ
+
|ନିଶ୍ଚିତ କରନ୍ତୁ ଯେ, ଟୁଲ୍ ବକ୍ସରେ କରେଣ୍ଟ୍ ଏଲିମେଣ୍ଟ୍ '''Carbon''' ଅଟେ
 +
 
 
|-
 
|-
 
|08:42
 
|08:42
| Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ପାଇବା ପାଇଁ ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
+
|Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ପାଇବା ପାଇଁ ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:48
 
|08:48
| '''Ethene''' ତିଆରି ହେଲା
+
|'''Ethene''' ତିଆରି ହେଲା
 +
 
 
|-
 
|-
 
|08:50
 
|08:50
| '''Ethanol''' ପାଇବା ପାଇଁ, କୀ’ ବୋର୍ଡରେ O ଦାବନ୍ତୁ
+
|'''Ethanol''' ପାଇବା ପାଇଁ, କୀ’ ବୋର୍ଡରେ O ଦାବନ୍ତୁ
 +
 
 
|-
 
|-
 
|08:54
 
|08:54
| Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:58
 
|08:58
| ଏବଂ ଏହାପରେ '''Ethyl chloride''' ର Cl ଉପରେ କ୍ଲିକ୍ କରନ୍ତୁ
+
|ଏବଂ ଏହାପରେ '''Ethyl chloride''' ର Cl ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:02
 
|09:02
| ଏବେ ଅଭିକାରକ ଏବଂ ଉତ୍ପାଦଗୁଡ଼ିକୁ 2D ରୁ 3D କୁ ବଦଳାନ୍ତୁ
+
|ଏବେ ଅଭିକାରକ ଏବଂ ଉତ୍ପାଦଗୁଡ଼ିକୁ 2D ରୁ 3D କୁ ବଦଳାନ୍ତୁ
 +
 
 
|-
 
|-
 
|09:07
 
|09:07
| ଏକ ନୂଆ ଫାଇଲ୍ ଖୋଲନ୍ତୁ, '''Ethyl Chloride'''କୁ କପୀ କରି ନୂଆ ଫାଇଲ୍ ରେ ପେଷ୍ଟ କରନ୍ତୁ
+
|ଏକ ନୂଆ ଫାଇଲ୍ ଖୋଲନ୍ତୁ, '''Ethyl Chloride'''କୁ କପୀ କରି ନୂଆ ଫାଇଲ୍ ରେ ପେଷ୍ଟ କରନ୍ତୁ
 +
 
 
|-
 
|-
 
|09:15
 
|09:15
| ସେଭ୍ ବଟନ୍ କ୍ଲିକ୍ କରନ୍ତୁ
+
|ସେଭ୍ ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:17
 
|09:17
| ସେଭ୍ ଆଜ୍ ଡାଇଲଗ୍ ବକ୍ସ ଖୋଲିଲା
+
|ସେଭ୍ ଆଜ୍ ଡାଇଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|09:20
 
|09:20
| ଫାଇଲ୍ ର ନାମ ଭାବରେ Ethyl Chloride.mol ଟାଇପ୍ କରନ୍ତୁ
+
|ଫାଇଲ୍ ର ନାମ ଭାବରେ Ethyl Chloride.mol ଟାଇପ୍ କରନ୍ତୁ
 +
 
 
|-
 
|-
 
|09:24
 
|09:24
| ଡେକ୍ସଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
+
|ଡେକ୍ସଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:28
 
|09:28
| ସେଭ୍ ବଟନ୍ କ୍ଲିକ୍ କରନ୍ତୁ
+
|ସେଭ୍ ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:31
 
|09:31
| ଏହିଭଳି '''Ethene''' କୁ ନୂଆ ଫାଇଲ୍ ରେ କପି କରନ୍ତୁ
+
|ଏହିଭଳି '''Ethene''' କୁ ନୂଆ ଫାଇଲ୍ ରେ କପି କରନ୍ତୁ
 +
 
 
|-
 
|-
 
|09:34
 
|09:34
| Ethene.mol ଭାବରେ ସେଭ୍ କରନ୍ତୁ
+
|Ethene.mol ଭାବରେ ସେଭ୍ କରନ୍ତୁ
 +
 
 
|-
 
|-
 
|09:37
 
|09:37
| '''Ethanol''' କୁ ନୂଆ ଫାଇଲ୍ ରେ କପି କରନ୍ତୁ
+
|'''Ethanol''' କୁ ନୂଆ ଫାଇଲ୍ ରେ କପି କରନ୍ତୁ
 +
 
 
|-
 
|-
 
|09:39
 
|09:39
| Ethanol.mol ଭାବରେ ସେଭ୍ କରନ୍ତୁ
+
|Ethanol.mol ଭାବରେ ସେଭ୍ କରନ୍ତୁ
 +
 
 
|-
 
|-
 
|09:42
 
|09:42
| ମୁଁ ମୋ ଡେସ୍କଟପ୍ ରେ ପୂର୍ବରୁ ହିଁ ଫାଇଲ୍ ସେଭ୍ କରିସାରିଛି
+
|ମୁଁ ମୋ ଡେସ୍କଟପ୍ ରେ ପୂର୍ବରୁ ହିଁ ଫାଇଲ୍ ସେଭ୍ କରିସାରିଛି
 +
 
 
|-
 
|-
 
|09:46
 
|09:46
| ମୁଁ ସାମ୍ପ୍ରତିକ ୱିଣ୍ଡୋକୁ ଛୋଟ କରିବି
+
|ମୁଁ ସାମ୍ପ୍ରତିକ ୱିଣ୍ଡୋକୁ ଛୋଟ କରିବି
 +
 
 
|-
 
|-
 
|09:49
 
|09:49
| ଏବଂ ମୁଁ ଡେସ୍କଟପ୍ ର ସେହି ଫୋଲ୍ଡର୍ କୁ ଯିବି, ଯେଉଁଠି ଫାଇଲ୍ ସେଭ୍ କରିଥିଲି
+
|ଏବଂ ମୁଁ ଡେସ୍କଟପ୍ ର ସେହି ଫୋଲ୍ଡର୍ କୁ ଯିବି, ଯେଉଁଠି ଫାଇଲ୍ ସେଭ୍ କରିଥିଲି
  
 
|-
 
|-
 
|09:54
 
|09:54
| କମ୍ପାଉଣ୍ଡ୍ 3D ରେ ଦେଖିବା ପାଇଁ, ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Open with Molecules viewer ବିକଳ୍ପ ବାଛନ୍ତୁ
+
|କମ୍ପାଉଣ୍ଡ୍ 3D ରେ ଦେଖିବା ପାଇଁ, ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Open with Molecules viewer ବିକଳ୍ପ ବାଛନ୍ତୁ
 +
 
 
|-
 
|-
 
|10:02
 
|10:02
 
|ଏହିଭଳି, ମୁଁ ସମସ୍ତ ଫାଇଲ୍ Molecules viewer ରେ ଖୋଲିବି
 
|ଏହିଭଳି, ମୁଁ ସମସ୍ତ ଫାଇଲ୍ Molecules viewer ରେ ଖୋଲିବି
 +
 
|-
 
|-
 
|10:07
 
|10:07
| କମ୍ପାଉଣ୍ଡଗୁଡ଼ିକୁ 3D ରେ ଦେଖନ୍ତୁ
+
|କମ୍ପାଉଣ୍ଡଗୁଡ଼ିକୁ 3D ରେ ଦେଖନ୍ତୁ
 +
 
 
|-
 
|-
 
|10:11
 
|10:11
| ଏବେ, କ’ଣ ଶିଖିଲେ ସାରାଂଶିତ କରିବା
+
|ଏବେ, କ’ଣ ଶିଖିଲେ ସାରାଂଶିତ କରିବା
 +
 
 
|-
 
|-
 
|10:14
 
|10:14
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
 +
 
 
|-
 
|-
 
|10:16
 
|10:16
|* NIST WebBook page for this molecule
+
|NIST WebBook page for this molecule
 +
 
 
|-
 
|-
 
|10:19
 
|10:19
|* Pub-Chem page for the  molecule
+
|Pub-Chem page for the  molecule
 +
 
 
|-
 
|-
 
|10:22
 
|10:22
|* Chemical calculator ବ୍ୟବହାର କରି କମ୍ପାଉଣ୍ଡ୍ ର molecular weight ଜାଣିବା
+
|Chemical calculator ବ୍ୟବହାର କରି କମ୍ପାଉଣ୍ଡ୍ ର molecular weight ଜାଣିବା
 +
 
 
|-
 
|-
 
|10:25
 
|10:25
|*ଅଣୁର '''mass spectrum'''ର ଗ୍ରାଫ୍ ହାସଲ କରିବା
+
|ଅଣୁର '''mass spectrum'''ର ଗ୍ରାଫ୍ ହାସଲ କରିବା
 +
 
 
|-
 
|-
 
|10:29
 
|10:29
|*ଅଣୁକୁ .mol ଫର୍ମାଟ୍ ରେ ସେଭ୍ କରିବା
+
|ଅଣୁକୁ .mol ଫର୍ମାଟ୍ ରେ ସେଭ୍ କରିବା
 +
 
 
|-
 
|-
 
|10:32
 
|10:32
|* ଅଭିକ୍ରିୟାର ଏରୋ ଉପରେ ଅଭିକ୍ରିୟାର କଣ୍ଡିଶନ୍ସ ଓ ଅଭିକର୍ମକ ଯୋଡ଼ିବା
+
|ଅଭିକ୍ରିୟାର ଏରୋ ଉପରେ ଅଭିକ୍ରିୟାର କଣ୍ଡିଶନ୍ସ ଓ ଅଭିକର୍ମକ ଯୋଡ଼ିବା
 +
 
 
|-
 
|-
 
|10:36
 
|10:36
|*ଏକ ଅଭିକ୍ରିୟାକୁ ଯୋଡ଼ିବା ଓ ଏଡିଟ୍ କରିବା
+
|ଏକ ଅଭିକ୍ରିୟାକୁ ଯୋଡ଼ିବା ଓ ଏଡିଟ୍ କରିବା
 +
 
 
|-
 
|-
 
|10:39
 
|10:39
|* ଅଭିକ୍ରିୟାର ଅଣୁଗୁଡ଼ିକୁ 3D ଷ୍ଟ୍ରକଚର୍ସରେ ବଦଳାଇବା
+
|ଅଭିକ୍ରିୟାର ଅଣୁଗୁଡ଼ିକୁ 3D ଷ୍ଟ୍ରକଚର୍ସରେ ବଦଳାଇବା
 +
 
 
|-
 
|-
 
|10:42
 
|10:42
| ଏକ ଆସାଇନମେଣ୍ଟ୍ ଭାବେ
+
|ଏକ ଆସାଇନମେଣ୍ଟ୍ ଭାବେ
 
+
  
 
|-
 
|-
 
|10:44
 
|10:44
| ନିମ୍ନ ରାସାୟନିକ ଅଭିକ୍ରିୟା ଡ୍ର’ କରନ୍ତୁ:
+
|ନିମ୍ନ ରାସାୟନିକ ଅଭିକ୍ରିୟା ଡ୍ର’ କରନ୍ତୁ:
 
୧) '''Propene''' (C3H6)(C<sub>3</sub>H<sub>6</sub>) ଏବଂ '''Bromine'''(Br-Br) molecule with '''Carbon tetra chloride'''(CCl<sub>4</sub>) କୁ '''catalyst''' ଭଳି ବ୍ୟବହାର କରି
 
୧) '''Propene''' (C3H6)(C<sub>3</sub>H<sub>6</sub>) ଏବଂ '''Bromine'''(Br-Br) molecule with '''Carbon tetra chloride'''(CCl<sub>4</sub>) କୁ '''catalyst''' ଭଳି ବ୍ୟବହାର କରି
 +
 
|-
 
|-
 
|10:51
 
|10:51
 
|୨) '''Benzene''' ଓ '''Chlorine'''(Cl-Cl) molecule ର '''Anhydrous Aluminum Chloride (ଏନହାଇଡ୍ରୁସ୍ ଆଲୁମିନିୟମ୍ କ୍ଲୋରାଇଡ୍) (AlCl<sub>3</sub>) କୁ '''catalyst''' ଭଳି ବ୍ୟବହାର କରି
 
|୨) '''Benzene''' ଓ '''Chlorine'''(Cl-Cl) molecule ର '''Anhydrous Aluminum Chloride (ଏନହାଇଡ୍ରୁସ୍ ଆଲୁମିନିୟମ୍ କ୍ଲୋରାଇଡ୍) (AlCl<sub>3</sub>) କୁ '''catalyst''' ଭଳି ବ୍ୟବହାର କରି
 +
 
|-
 
|-
 
|10:57
 
|10:57
| ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
+
|ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 +
 
 
|-
 
|-
 
|11:01
 
|11:01
| ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: 'http://spoken-tutorial.org/What_is_a_Spoken_ Tutorial'
+
|ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: 'http://spoken-tutorial.org/What_is_a_Spoken_ Tutorial'
 +
 
 
|-
 
|-
 
|11:05
 
|11:05
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|11:08
 
|11:08
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
 +
 
 
|-
 
|-
 
|11:12
 
|11:12
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|11:17
 
|11:17
| ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
 
|11:20
 
|11:20
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
 +
 
 
|-
 
|-
 
|11:27
 
|11:27
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
 +
 
 
|-
 
|-
 
|11:31
 
|11:31
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|11:36
 
|11:36
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
 +
 
 
|-
 
|-
 
|11:41
 
|11:41
| ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,  
+
|ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ
+
|}
|}
+

Latest revision as of 11:04, 6 April 2017

Time Narration
00:01 ନମସ୍କାର, GChemPaint ରେ Analysis of Compoundsର ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:10 ଆଣବିକ (molecular) ପ୍ରାସଙ୍ଗିକ ମେନ୍ୟୁ
00:12 ଅଣୁଗୁଡ଼ିକୁ .mol ଫର୍ମାଟ୍ ରେ ସେଭ୍ କରିବା
00:15 ଏକ ଅଭିକ୍ରିୟାକୁ ଯୋଡ଼ିବା ଏବଂ ଏଡିଟ୍ କରିବା
00:18 ଅଭିକ୍ରିୟା ଏରୋ ଉପରେ ଅଭିକର୍ମକ ଓ ଅଭିକ୍ରିୟାର କଣ୍ଡିସନ୍ସ ଯୋଡ଼ିବା
00:22 ଅଭିକ୍ରିୟାର ଅଣୁଗୁଡ଼ିକୁ 3D ରେ ବଦଳାଇବା
00:26 ଏଠାରେ ମୁଁ ବ୍ୟବହାର କରୁଛି
00:28 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:32 GChemPaint ଭର୍ସନ୍ 0.12.10
00:37 ଆପଣଙ୍କୁ ଇଣ୍ଟରନେଟ୍ କନେକ୍ଟିଭିଟିର ଆବଶ୍ୟକତା ମଧ୍ୟ ହେବ
00:41 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣଙ୍କୁ GChemPaint ସହିତ ପରିଚିତ ଥିବା ଦରକାର
00:46 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ କୁ ଯାଆନ୍ତୁ
00:52 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
00:55 Use or manage templates ଟୁଲ୍ ଉପରେ କ୍ଲିକ୍ କରନ୍ତୁ
00:59 ତଳେ ଟେମ୍ପଲେଟ୍ସ ଟୁଲ୍ ପ୍ରପର୍ଟି ପେଜ୍ ଖୋଲିଲା
01:02 ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବଟନ୍ ରେ ଥିବା ଏମିନୋ ଏସିଡ୍ସ ଉପରେ କ୍ଲିକ୍ କରନ୍ତୁ
01:07 ସୂଚୀରୁ Alanine (ଏଲାନାଇନ୍) ସିଲେକ୍ଟ କରନ୍ତୁ
01:11 Alanine (ଏଲାନାଇନ୍)ର ଷ୍ଟ୍ରକଚର୍, ଟେମ୍ପଲେଟ୍ସ ପ୍ରପର୍ଟି ପେଜ୍ ରେ ଲୋଡ୍ ହେବ
01:16 ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଏହାକୁ ଲୋଡ୍ କରିବା ପାଇଁ ଡିସପ୍ଲେ ଏରିଆରେ କ୍ଲିକ୍ କରନ୍ତୁ
01:21 ଏବେ ମୁଁ Alanine (ଏଲାନାଇନ୍) ଅଣୁର ପ୍ରାସଙ୍ଗିକ ମେନ୍ୟୁ ବାବଦରେ ବୁଝାଇବି
01:26 ଅଣୁ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
01:29 ଏକ ସବମେନ୍ୟୁ ଖୋଲିବ
01:31 ମଲିକ୍ୟୁଲ୍ ସିଲେକ୍ଟ କରନ୍ତୁ, ଏଥିସହ ଗୋଟିଏ ପ୍ରାସଙ୍ଗିକ ମେନ୍ୟୁ ଖୋଲିଥାଏ
01:36 ପ୍ରାସଙ୍ଗିକ ମେନ୍ୟୁ, ବିଭିନ୍ନ ମେନ୍ୟୁ ଆଇଟମ୍ସ ରଖିଥାଏ, ଯାହା ବାବଦରେ ମୁଁ ଜଣାଇବି
01:43 NIST WebBook page for this molecule
01:46 PubChem page for this molecule
01:48 Open in Calculator
01:51 NIST WebBook page for this molecule ଉପରେ କ୍ଲିକ୍ କରନ୍ତୁ
01:55 Alanine (ଏଲାନାଇନ୍)ର NIST ୱେବ୍ ପେଜ୍ ଖୋଲିବ
01:59 ୱେବପେଜ୍, Alanine (ଏଲାନାଇନ୍) ବିଷୟକ ସମସ୍ତ ବିବରଣୀ ପ୍ରଦର୍ଶିତ କରେ
02:03 GChemPaint ଏଡିଟର୍ କୁ ଫେରିବା
02:06 PubChem page for this molecule ଖୋଲିବା ପାଇଁ Alanine (ଏଲାନାଇନ୍) ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:12 ଏହି ୱେବପେଜ୍ ରେ Alanine (ଏଲାନାଇନ୍) ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
02:16 ଏକ ନୂଆ ୱେବପେଜ୍ 2D Structure ଏବଂ 3D Conformer ଟାବ୍ସ ସହ ପ୍ରଦର୍ଶିତ ହୁଏ
02:22 Alanine (ଏଲାନାଇନ୍)କୁ 3 ଡାଇମେନସନ୍ସରେ ଦେଖିବା ପାଇଁ, 3D Conformer ଟାବ୍ ଉପରେ କ୍ଲିକ୍ କରନ୍ତୁ
02:28 ପ୍ରଦର୍ଶିତ 3D ଷ୍ଟ୍ରକଚର୍ ଉପରେ କ୍ଲିକ୍ କରନ୍ତୁ
02:31 ଏହା ଷ୍ଟ୍ରକଚର୍ କୁ ଏକ ଭିନ୍ନ ୱିଣ୍ଡୋରେ, କିଛି କଣ୍ଟ୍ରୋଲ୍ ସହିତ ଉପର ଓ ବାମ ପାର୍ଶ୍ୱରେ ଖୋଲେ
02:37 ଷ୍ଟ୍ରକଚର୍ କୁ ବିଭିନ୍ନ ଦିଗକୁ ବୁଲାଇବା ପାଇଁ Rotation ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:43 ସେହି ପେଜ୍ ରେ ହାଇଡ୍ରୋଜେନ୍ସ ପ୍ରଦର୍ଶିତ କରିବା ପାଇଁ, H ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:48 ଏଗୁଡ଼ିକ ହେଉଛି ହାଇଡ୍ରୋଜେନ୍ସ
02:51 ପୁଣିଥରେ GChemPaint ୱିଣ୍ଡୋକୁ ଆସନ୍ତୁ
02:53 Alanine ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open in Calculator ବିକଳ୍ପ ବାଛନ୍ତୁ
03:00 କେମିକଲ୍ କାଲକୁଲେଟର୍ ୱିଣ୍ଡୋ ଖୋଲିଲା
03:03 ଯଦି ନାହିଁ, ତେବେ ଓଭର୍ ଭ୍ୟୁ ଟ୍ୟୁଟୋରିଆଲ୍ ରେ ଯେମିତି କରନ୍ତି, ଦୟାକରି Synaptic Package Manager ବ୍ୟବହାର କରି ଏହାକୁ ଇନଷ୍ଟଲ୍ କରନ୍ତୁ
03:10 ଏହି ୱିଣ୍ଡୋ ତଳେ ଦୁଇଟି ଟାବ୍ସ ଅଛି- କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପେଟର୍ନ
03:16 କମ୍ପୋଜିସନ୍ ଟାବ୍ ରେ ନିମ୍ନ କମ୍ପୋନେଟ୍ସ ଥାଏ-
03:19 ଫର୍ମୁଲା
03:21 Raw formula
03:23 g.mol-1(gram.mole-inverse) ରେ ମଲିକ୍ୟୁଲର୍ ୱେଟ୍
03:26 'Compound's elemental mass percentage(%) analysis
03:32 Isotropic Pattern ଟାବ୍ ଉପରେ କ୍ଲିକ୍ କରନ୍ତୁ
03:35 ଏହା, କମ୍ପାଉଣ୍ଡର Molecular weight ଠାରେ ପୀକ୍ ସହିତ ମାସ୍ ସ୍ପେକ୍ଟ୍ରମ୍ ଗ୍ରାଫ୍ ପ୍ରଦର୍ଶିତ କରେ
03:42 ଏକ ଆସାଇନମେଣ୍ଟ ଭାବେ,୧. ଟେମ୍ପଲେଟ୍ସ ସୂଚୀରୁ ଅନ୍ୟ ଏମିନୋ ଏସିଡ୍ସ ସିଲେକ୍ଟ କରନ୍ତୁ
03:46 ୨.ସେଗୁଡ଼ିକର କମ୍ପୋଜିସନ୍ ଓ ଆଇସୋଟ୍ରୋପିକ୍ ପାଟର୍ନ ପ୍ରାପ୍ତ କରନ୍ତୁ
03:51 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
03:54 ଏବେ 1,3-butadiene ଷ୍ଟ୍ରକ୍ଚର୍ ବନାନ୍ତୁ
03:58 Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:01 ଚାରୋଟି କାର୍ବନ୍ ଯୋଡ଼ିବା ପାଇଁ ଚେନ୍ ଉପରେ କ୍ଲିକ୍ କରି ଟାଣନ୍ତୁ
04:04 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ତିଆରି କରିବା ପାଇଁ ପ୍ରଥମ ଓ ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
04:13 ପରମାଣୁଗୁଡ଼ିକୁ ଦର୍ଶାଇବା ପାଇଁ ପ୍ରତ୍ୟେକ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
04:17 Atom ଉପରେ କ୍ଲିକ୍ କରି Display symbol ଉପରେ କ୍ଲିକ୍ କରନ୍ତୁ
04:22 1,3-butadiene 2D ଷ୍ଟ୍ରକଚର୍ କୁ 3D ଷ୍ଟ୍ରକଚର୍ ରେ ବଦଳାଇବା ପାଇଁ, ଟୁଲ୍ ବାର୍ ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:30 Save as ଡାଇଲଗ୍ ବକ୍ସ ଖୋଲିଲା
04:33 File type କ୍ଷେତ୍ରରେ MDL Molfile Format ସିଲେକ୍ଟ କରନ୍ତୁ
04:39 ଫାଇଲ୍ ର ନାମ ଭାବରେ 1,3-butadiene ଟାଇପ୍ କରନ୍ତୁ
04:42 ଡେସ୍କଟପ୍ ରେ ସେଭ୍ କରିବା ପାଇଁ, ଡେସ୍କଟପ୍ ସିଲେକ୍ଟ କରନ୍ତୁ
04:47 ଏହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:50 ବିକଳ୍ପ ରୂପେ, ଆପଣ ସିଧା '.mol' କିମ୍ବା '.mdl' ଏକ୍ସଟେନସନ୍ ସହିତ ମଧ୍ୟ ଫାଇଲ୍ ସେଭ୍ କରିପାରିବେ
04:56 ଉଦାହରଣସ୍ୱରୂପ, ଫାଇଲ୍ ର ନାମ 1,3 butadiene.mol କିମ୍ବା .mdl ଟାଇପ୍ କରନ୍ତୁ
05:06 ସେଭ୍ ବଟନ୍ ରେ କ୍ଲିକ୍ କରନ୍ତୁ
05:09 ଷ୍ଟ୍ରକଚର୍ କୁ 3D ରେ ଦେଖିବା ପାଇଁ, molecule ଉପରେ ରାଇଟ୍ କ୍ଲିକ୍ କରନ୍ତୁ
05:12 Open With Molecules viewer ଅପ୍ସନ୍ ସିଲେକ୍ଟ କରନ୍ତୁ
05:17 ଏହା ହେଉଛି 3D ରେ 1,3 butadiene
05:20 ଧ୍ୟାନଦିଅନ୍ତୁ ଯେ, ଆମେ ଷ୍ଟ୍ରକଚର୍ରେ କୌଣସି ପରିବର୍ତ୍ତନ କରିପାରିବା ନାହିଁ
05:23 ଷ୍ଟ୍ରକଚର୍ କୁ ଘୂରାଇବା ପାଇଁ, କର୍ସର୍ କୁ ଷ୍ଟ୍ରକଚର୍ ଉପରେ ରଖନ୍ତୁ, ମାଉସ୍ ରେ ଧରନ୍ତୁ ଏବଂ ଟାଣନ୍ତୁ
05:31 ଏକ ଆସାଇନମେଣ୍ଟ୍ ଭାବେ, Benzene ଷ୍ଟ୍ରକଚର୍ କୁ 2D ରୁ 3D କୁ ବଦଳାନ୍ତୁ
05:36 ଏବେ, ରାସାୟନିକ ଅଭିକ୍ରିୟା ଓ ଅଭିକ୍ରିୟାର କଣ୍ଡିସନ୍ ତିଆରି ବିଷୟରେ ଶିଖିବା
05:41 ଏହା କ୍ରମଶଃ ’ଏଥିନ୍’ ଓ ’ଇଥେନୋଲ୍’ ତିଆରି କରିବା ପାଇଁ ’ଇଥାଇଲ୍ କ୍ଲୋରାଇଡ୍’ର ଏଲକୋହୋଲିକ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ଓ ଆକ୍ୱେଅସ୍ ପୋଟାଶିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ରାସାୟନିକ ଅଭିକ୍ରିୟା ଅଟେ
05:52 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
05:55 ପ୍ରଥମେ Ethyl chloride ଷ୍ଟ୍ରକଚର୍ ତିଆରି କରିବା
05:59 Add a chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:01 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:04 ପରମାଣୁ ପ୍ରଦର୍ଶିତ କରିବା ପାଇଁ, ଚେନ୍ ରେ ବଣ୍ଡ୍ ର ପ୍ରଥମ ଓ ଦ୍ୱିତୀୟ ସ୍ଥିତି ଉପରେ ରାଇଟ୍ କ୍ଲିକ୍ କରନ୍ତୁ
06:10 Current element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
06:13 ଟେବୁଲ୍ ରୁ 'Cl' ସିଲେକ୍ଟ କରନ୍ତୁ
06:16 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:20 ବଣ୍ଡ୍ ର ତୃତୀୟ ସ୍ଥିତି ଉପରେ କ୍ଲିକ୍ କରନ୍ତୁ
06:23 Ethyl chloride ଷ୍ଟ୍ରକଚର୍ ଡ୍ର’ ହୋଇଗଲା
06:26 Add or modify a group of atoms ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:31 ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରି Alc.KOH ଟାଇପ୍ କରନ୍ତୁ
06:37 ପୁଣିଥରେ କ୍ଲିକ୍ କରନ୍ତୁ ଏବଂ Aq.KOH ଟାଇପ୍ କରନ୍ତୁ
06:42 Add an arrow for an irreversible reaction ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:47 ଏଠାରେ ଥିବା ସ୍କ୍ରୋଲର୍ ବ୍ୟବହାର କରି ଆପଣ Arrow length ବଦଳାଇ ପାରିବେ
06:51 ମୁଁ Arrow lengthକୁ 280 ପର୍ଯ୍ୟନ୍ତ ବଢ଼ାଇବି
06:54 Ethyl Chloride ପାଖରେ ଥିବା ଡିସପ୍ଲେ ଏରିଆ ଉପରେ କ୍ଲିକ୍ କରନ୍ତୁ
06:58 Ethyl Chloride ତଳେ କ୍ଲିକ୍ କରନ୍ତୁ
07:01 ମାଉସ୍ କୁ ଧରନ୍ତୁ ଏବଂ ଏରୋକୁ ତଳ ଆଡ଼କୁ ଘୂରାନ୍ତୁ
07:05 Selection ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:08 Alcoholic Potassium Hydroxide (Alc.KOH) କୁ ପ୍ରଥମ ଏରୋ ଉପରେ ରଖନ୍ତୁ
07:13 Aqueous Potassium Hydroxide (Aq.KOH) କୁ ଅନ୍ୟ ଏରୋ ଉପରେ ରଖନ୍ତୁ
07:18 Alcoholic Potassium hydroxide(Alc.KOH) ସିଲେକ୍ଟ କରନ୍ତୁ
07:22 ଏରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,ଏକ ସବ୍ ମେନ୍ୟୁ ଖୋଲିଲା
07:25 ଏରୋ ସିଲେକ୍ଟ କରି Attach selection to arrow ଉପରେ କ୍ଲିକ୍ କରନ୍ତୁ
07:29 Arrow associated ଶୀର୍ଷକ ସହ ଏକ ଡାଇଲଗ୍ ବକ୍ସ ଖୋଲିବ
07:34 Role ଡ୍ରପ୍ ଡାଉନ୍ ସୂଚୀ କ୍ଲିକ୍ କରନ୍ତୁ
07:37 ସୂଚୀରୁ Catalyst ସିଲେକ୍ଟ କରନ୍ତୁ, Close ଉପରେ କ୍ଲିକ୍ କରନ୍ତୁ
07:42 Alcoholic Potassium Hydroxide (Alc.KOH) କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଜାଣିବା ପାଇଁ ଏରୋକୁ ଟାଣନ୍ତୁ
07:49 ପ୍ରକ୍ରିୟାକୁ Aqueous Potassium Hydroxide(Aq.KOH) ସହିତ ମଧ୍ୟ ଦୋହରାନ୍ତୁ
07:58 କେଟାଲିଷ୍ଟ ଭଳି ଯୋଡ଼ି ହୋଇଛି କି ନାହିଁ ଦେଖିବା ପାଇଁ ଏହାକୁ ଟାଣନ୍ତୁ
08:02 Selection ଟୁଲ୍ ଉପରେ କ୍ଲିକ୍ କରି Ethyl Chloride ଷ୍ଟ୍ରକଚର୍ ସିଲେକ୍ଟ କରନ୍ତୁ
08:06 କପୀ ପାଇଁ CTRL + C ଏବଂ ଷ୍ଟ୍ରକଚର୍ କୁ ଦୁଇଥର ପେଷ୍ଟ କରିବା ପାଇଁ CTRL+V ଦାବନ୍ତୁ
08:11 ଷ୍ଟ୍ରକଚର୍ କୁ ଟାଣି ଉଚିତ୍ ସ୍ଥାନରେ ରଖନ୍ତୁ
08:15 ଅଭିକ୍ରିୟାରେ Ethyl Chloride, Alcoholic potassium Hyroxide ସହ ପ୍ରତିକ୍ରିୟା କରି Ethene ଦେଇଥାଏ
08:21 Ethyl chloride, Aqueous Potassium Hydroxide ସହ ପ୍ରତିକ୍ରିୟା କରି Ethanol ଦେଇଥାଏ
08:27 Ethene ପାଇବା ପାଇଁ, Eraser ଟୁଲ୍ କ୍ଲିକ୍ କରନ୍ତୁ ଏବଂ Ethyl chlorideCl ବଣ୍ଡ୍ କୁ ଡିଲିଟ୍ କରନ୍ତୁ
08:34 Ethane ତିଆରି ହେଲା
08:37 ନିଶ୍ଚିତ କରନ୍ତୁ ଯେ, ଟୁଲ୍ ବକ୍ସରେ କରେଣ୍ଟ୍ ଏଲିମେଣ୍ଟ୍ Carbon ଅଟେ
08:42 Add a bond ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଡବଲ୍ ବଣ୍ଡ୍ ପାଇବା ପାଇଁ ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ
08:48 Ethene ତିଆରି ହେଲା
08:50 Ethanol ପାଇବା ପାଇଁ, କୀ’ ବୋର୍ଡରେ O ଦାବନ୍ତୁ
08:54 Add or modify an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:58 ଏବଂ ଏହାପରେ Ethyl chloride ର Cl ଉପରେ କ୍ଲିକ୍ କରନ୍ତୁ
09:02 ଏବେ ଅଭିକାରକ ଏବଂ ଉତ୍ପାଦଗୁଡ଼ିକୁ 2D ରୁ 3D କୁ ବଦଳାନ୍ତୁ
09:07 ଏକ ନୂଆ ଫାଇଲ୍ ଖୋଲନ୍ତୁ, Ethyl Chlorideକୁ କପୀ କରି ନୂଆ ଫାଇଲ୍ ରେ ପେଷ୍ଟ କରନ୍ତୁ
09:15 ସେଭ୍ ବଟନ୍ କ୍ଲିକ୍ କରନ୍ତୁ
09:17 ସେଭ୍ ଆଜ୍ ଡାଇଲଗ୍ ବକ୍ସ ଖୋଲିଲା
09:20 ଫାଇଲ୍ ର ନାମ ଭାବରେ Ethyl Chloride.mol ଟାଇପ୍ କରନ୍ତୁ
09:24 ଡେକ୍ସଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
09:28 ସେଭ୍ ବଟନ୍ କ୍ଲିକ୍ କରନ୍ତୁ
09:31 ଏହିଭଳି Ethene କୁ ନୂଆ ଫାଇଲ୍ ରେ କପି କରନ୍ତୁ
09:34 Ethene.mol ଭାବରେ ସେଭ୍ କରନ୍ତୁ
09:37 Ethanol କୁ ନୂଆ ଫାଇଲ୍ ରେ କପି କରନ୍ତୁ
09:39 Ethanol.mol ଭାବରେ ସେଭ୍ କରନ୍ତୁ
09:42 ମୁଁ ମୋ ଡେସ୍କଟପ୍ ରେ ପୂର୍ବରୁ ହିଁ ଫାଇଲ୍ ସେଭ୍ କରିସାରିଛି
09:46 ମୁଁ ସାମ୍ପ୍ରତିକ ୱିଣ୍ଡୋକୁ ଛୋଟ କରିବି
09:49 ଏବଂ ମୁଁ ଡେସ୍କଟପ୍ ର ସେହି ଫୋଲ୍ଡର୍ କୁ ଯିବି, ଯେଉଁଠି ଫାଇଲ୍ ସେଭ୍ କରିଥିଲି
09:54 କମ୍ପାଉଣ୍ଡ୍ 3D ରେ ଦେଖିବା ପାଇଁ, ଫାଇଲ୍ ଉପରେ ରାଇଟ୍ କ୍ଲିକ୍ କରି Open with Molecules viewer ବିକଳ୍ପ ବାଛନ୍ତୁ
10:02 ଏହିଭଳି, ମୁଁ ସମସ୍ତ ଫାଇଲ୍ Molecules viewer ରେ ଖୋଲିବି
10:07 କମ୍ପାଉଣ୍ଡଗୁଡ଼ିକୁ 3D ରେ ଦେଖନ୍ତୁ
10:11 ଏବେ, କ’ଣ ଶିଖିଲେ ସାରାଂଶିତ କରିବା
10:14 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ -
10:16 NIST WebBook page for this molecule
10:19 Pub-Chem page for the molecule
10:22 Chemical calculator ବ୍ୟବହାର କରି କମ୍ପାଉଣ୍ଡ୍ ର molecular weight ଜାଣିବା
10:25 ଅଣୁର mass spectrumର ଗ୍ରାଫ୍ ହାସଲ କରିବା
10:29 ଅଣୁକୁ .mol ଫର୍ମାଟ୍ ରେ ସେଭ୍ କରିବା
10:32 ଅଭିକ୍ରିୟାର ଏରୋ ଉପରେ ଅଭିକ୍ରିୟାର କଣ୍ଡିଶନ୍ସ ଓ ଅଭିକର୍ମକ ଯୋଡ଼ିବା
10:36 ଏକ ଅଭିକ୍ରିୟାକୁ ଯୋଡ଼ିବା ଓ ଏଡିଟ୍ କରିବା
10:39 ଅଭିକ୍ରିୟାର ଅଣୁଗୁଡ଼ିକୁ 3D ଷ୍ଟ୍ରକଚର୍ସରେ ବଦଳାଇବା
10:42 ଏକ ଆସାଇନମେଣ୍ଟ୍ ଭାବେ
10:44 ନିମ୍ନ ରାସାୟନିକ ଅଭିକ୍ରିୟା ଡ୍ର’ କରନ୍ତୁ:

୧) Propene (C3H6)(C3H6) ଏବଂ Bromine(Br-Br) molecule with Carbon tetra chloride(CCl4) କୁ catalyst ଭଳି ବ୍ୟବହାର କରି

10:51 ୨) BenzeneChlorine(Cl-Cl) molecule ର Anhydrous Aluminum Chloride (ଏନହାଇଡ୍ରୁସ୍ ଆଲୁମିନିୟମ୍ କ୍ଲୋରାଇଡ୍) (AlCl3) କୁ catalyst ଭଳି ବ୍ୟବହାର କରି
10:57 ଆପଣଙ୍କ ସମ୍ପୂର୍ଣ୍ଣ ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
11:01 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ: 'http://spoken-tutorial.org/What_is_a_Spoken_ Tutorial'
11:05 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:17 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:20 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
11:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ
11:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:36 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
11:41 ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep