Difference between revisions of "GChemPaint/C2/Editing-molecules/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| ନମସ୍କାର ବନ୍ଧୁଗଣ
+
|ନମସ୍କାର ବନ୍ଧୁଗଣ,GChemPaintରେ Editing molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
|-
+
 
|00:02
+
| GChemPaintରେ Editing molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
 
|-
 
|-
 
|00:09
 
|00:09
|* ଗୋଟିଏ ଆଟମ୍ ରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
+
|ଗୋଟିଏ ଆଟମ୍ ରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
 +
 
 
|-
 
|-
 
|00:12
 
|00:12
|* କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା  
+
|କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା  
 +
 
 
|-
 
|-
 
|00:16
 
|00:16
|* ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
+
|ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
 +
 
 
|-
 
|-
 
|00:21
 
|00:21
| ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
+
|ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
 +
 
 
|-
 
|-
 
|00:23
 
|00:23
|* ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
+
|ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
 +
 
 
|-
 
|-
 
|00:26
 
|00:26
|* Cyclic Molecules ଯୋଡ଼ିବା
+
|Cyclic Molecules ଯୋଡ଼ିବା
 +
 
 
|-
 
|-
 
|00:29
 
|00:29
|* Monocyclic Moleculesକୁ Bicyclic Moleculesରେ ବଦଳାଇବା
+
|Monocyclic Moleculesକୁ Bicyclic Moleculesରେ ବଦଳାଇବା
 +
 
 
|-
 
|-
 
|00:34
 
|00:34
| ଏଠାରେ ମୁଁ ବ୍ୟବହାର କରୁଛି
+
|ଏଠାରେ ମୁଁ ବ୍ୟବହାର କରୁଛି,ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
|-
+
 
|00:35
+
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
+
 
|-
 
|-
 
|00:39
 
|00:39
| GChemPaint ଭର୍ସନ୍ 0.12.10
+
|GChemPaint ଭର୍ସନ୍ 0.12.10
 +
 
 
|-
 
|-
 
|00:46
 
|00:46
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
+
|ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
 +
 
 
|-
 
|-
 
|00:50
 
|00:50
| GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
+
|GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
 +
 
 
|-
 
|-
 
|00:53
 
|00:53
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
+
|ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
 
|-
 
|-
 
|00:58
 
|00:58
| ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି   
+
|ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି   
 +
 
 
|-
 
|-
 
|01:02
 
|01:02
| ଚାଲନ୍ତୁ ପ୍ରଥମେ Ammonia ଷ୍ଟ୍ରକଚର୍ ଆଙ୍କିବା
+
|ଚାଲନ୍ତୁ ପ୍ରଥମେ Ammonia ଷ୍ଟ୍ରକଚର୍ ଆଙ୍କିବା
 +
 
 
|-
 
|-
 
|01:06
 
|01:06
| Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-  
 
|-  
 
|01:09
 
|01:09
| ଟେବଲ୍ ରୁ N ସିଲେକ୍ଟ କରନ୍ତୁ  
+
|ଟେବଲ୍ ରୁ N ସିଲେକ୍ଟ କରନ୍ତୁ  
 +
 
 
|-
 
|-
 
|01:11
 
|01:11
| ଟୁଲ୍ ବକ୍ସରେ Nକୁ ଦେଖନ୍ତୁ
+
|ଟୁଲ୍ ବକ୍ସରେ Nକୁ ଦେଖନ୍ତୁ
 +
 
 
|-
 
|-
 
|01:15
 
|01:15
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:18
 
|01:18
| ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:21
 
|01:21
| Display Areaରେ NH<sub>3</sub> ଦେଖାଦେଲା
+
|Display Areaରେ NH<sub>3</sub> ଦେଖାଦେଲା
 +
 
 
|-
 
|-
 
|01:24
 
|01:24
| କ୍ୟାପିଟାଲ୍ H ଦାବନ୍ତୁ  Hରେ ଆରମ୍ଭ ହେଉଥିବା ଏଲେମେଣ୍ଟଗୁଡ଼ିକର ତାଲିକା ସହ ଗୋଟିଏ ସବ୍-ମେନୁ ପ୍ରଦର୍ଶିତ ହେଲା
+
|କ୍ୟାପିଟାଲ୍ H ଦାବନ୍ତୁ  Hରେ ଆରମ୍ଭ ହେଉଥିବା ଏଲେମେଣ୍ଟଗୁଡ଼ିକର ତାଲିକା ସହ ଗୋଟିଏ ସବ୍-ମେନୁ ପ୍ରଦର୍ଶିତ ହେଲା
 +
 
 
|-
 
|-
 
|01:30
 
|01:30
| ତାଲିକାରୁ H ସିଲେକ୍ଟ କରନ୍ତୁ
+
|ତାଲିକାରୁ H ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|01:33
 
|01:33
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:38
 
|01:38
 
|Nitrogen ଆଟମ୍ ପାଇଁ ତିନୋଟି ବଣ୍ଡସ୍ ଆଙ୍କିବାକୁ,
 
|Nitrogen ଆଟମ୍ ପାଇଁ ତିନୋଟି ବଣ୍ଡସ୍ ଆଙ୍କିବାକୁ,
 +
 
|-
 
|-
 
|01:41
 
|01:41
| Nitrogen ଆଟମ୍ ଉପରେ ବଣ୍ଡକୁ ତିନିଥର କ୍ଲିକ୍ କରି ଡ୍ରାଗ୍ କରନ୍ତୁ
+
|Nitrogen ଆଟମ୍ ଉପରେ ବଣ୍ଡକୁ ତିନିଥର କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|01:46
 
|01:46
| ଏକ Pyramid ପରି ଷ୍ଟ୍ରକଚର୍ ରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
+
|ଏକ Pyramid ପରି ଷ୍ଟ୍ରକଚର୍ ରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
 +
 
 
|-
 
|-
 
|01:51
 
|01:51
| Nitrogen ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନଗୁଡ଼ିକର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
+
|Nitrogen ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନଗୁଡ଼ିକର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
 +
 
 
|-
 
|-
 
|01:56
 
|01:56
| Add an electron pair to an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add an electron pair to an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:01
 
|02:01
| ତାହାପରେ Ammoniaର Nitrogen ଆଟମ୍ ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Ammoniaର Nitrogen ଆଟମ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:05
 
|02:05
| ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
+
|ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 +
 
 
|-
 
|-
 
|02:07
 
|02:07
| ଦେଖନ୍ତୁ, Ammoniaର Nitrogenରେ ଏବେ ଇଲେକ୍ଟ୍ରୋନ୍ସର ଏକ ଯୋଡ଼ା ରହିଛି
+
|ଦେଖନ୍ତୁ, Ammoniaର Nitrogenରେ ଏବେ ଇଲେକ୍ଟ୍ରୋନ୍ସର ଏକ ଯୋଡ଼ା ରହିଛି
 +
 
 
|-
 
|-
 
|02:12
 
|02:12
| ଏହି ଯୋଡ଼ା ବଣ୍ଡିଙ୍ଗରେ ଭାଗ ନିଏ ନାହିଁ
+
|ଏହି ଯୋଡ଼ା ବଣ୍ଡିଙ୍ଗରେ ଭାଗ ନିଏ ନାହିଁ
 +
 
 
|-
 
|-
 
|02:16
 
|02:16
| ଇଲେକ୍ଟ୍ରୋନ୍ସର ଏହି ଯୋଡ଼ାକୁ Lone Pair କୁହାଯାଏ
+
|ଇଲେକ୍ଟ୍ରୋନ୍ସର ଏହି ଯୋଡ଼ାକୁ Lone Pair କୁହାଯାଏ
 +
 
 
|-
 
|-
 
|02:20
 
|02:20
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ,ଫସଫରସ୍ ଟ୍ରାଇକ୍ଲୋରାଇଡ୍ ଷ୍ଟ୍ରକଚର୍ ଆଙ୍କନ୍ତୁ
|-
+
 
|02:21
+
|* ଫସଫରସ୍ ଟ୍ରାଇକ୍ଲୋରାଇଡ୍ ଷ୍ଟ୍ରକଚର୍ ଆଙ୍କନ୍ତୁ
+
 
|-
 
|-
 
|02:24
 
|02:24
|* ଫସଫରସ୍ ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନ୍ସର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ  
+
|ଫସଫରସ୍ ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନ୍ସର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ  
 +
 
 
|-
 
|-
 
|02:29
 
|02:29
 
|ଏବେ, କାର୍ବୋନିକ୍ ଏସିଡ୍ (H<sub>2</sub>CO<sub>3</sub>) ଓ ସଲ୍ଫରିକ୍ ଏସିଡ୍ (H<sub>2</sub>SO<sub>4</sub>) ଷ୍ଟ୍ରକଚର୍ସ ଡ୍ର’ କରନ୍ତୁ   
 
|ଏବେ, କାର୍ବୋନିକ୍ ଏସିଡ୍ (H<sub>2</sub>CO<sub>3</sub>) ଓ ସଲ୍ଫରିକ୍ ଏସିଡ୍ (H<sub>2</sub>SO<sub>4</sub>) ଷ୍ଟ୍ରକଚର୍ସ ଡ୍ର’ କରନ୍ତୁ   
 +
 
|-
 
|-
 
|02:34
 
|02:34
| Carbonic Acid ଓ Sulphuric Acid ଷ୍ଟ୍ରକଚର୍ସ ପାଇଁ ଏଠାରେ ଏକ ସ୍ଲାଇଡ୍ ଦିଆଯାଇଛି
+
|Carbonic Acid ଓ Sulphuric Acid ଷ୍ଟ୍ରକଚର୍ସ ପାଇଁ ଏଠାରେ ଏକ ସ୍ଲାଇଡ୍ ଦିଆଯାଇଛି
 +
 
 
|-
 
|-
 
|02:40
 
|02:40
| ପ୍ରଥମେ, Ammonia ଷ୍ଟ୍ରକଚର୍ କୁ ଗୋଟିଏ ପାଖକୁ ଘୁଞ୍ଚାନ୍ତୁ
+
|ପ୍ରଥମେ, Ammonia ଷ୍ଟ୍ରକଚର୍ କୁ ଗୋଟିଏ ପାଖକୁ ଘୁଞ୍ଚାନ୍ତୁ
 +
 
 
|-
 
|-
 
|02:44
 
|02:44
| ଏପରି କରିବା ପାଇଁ, Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|ଏପରି କରିବା ପାଇଁ, Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:48
 
|02:48
| ତା’ପରେ, Ammonia ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଗୋଟିଏ ପାଖକୁ ଡ୍ରାଗ୍ କରନ୍ତୁ
+
|ତା’ପରେ, Ammonia ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଗୋଟିଏ ପାଖକୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|02:53
 
|02:53
| ଏବେ, Carbonic Acid ଷ୍ଟ୍ରକଚର୍ ଆଙ୍କିବା
+
|ଏବେ, Carbonic Acid ଷ୍ଟ୍ରକଚର୍ ଆଙ୍କିବା
 +
 
 
|-
 
|-
 
|02:56
 
|02:56
| Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:00
 
|03:00
| ଟେବଲ୍ ରୁ C ସିଲେକ୍ଟ କରନ୍ତୁ
+
|ଟେବଲ୍ ରୁ C ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|03:02
 
|03:02
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:07
 
|03:07
| Display Area ଉପରେ କ୍ଲିକ୍ କରନ୍ତୁ
+
|Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:09
 
|03:09
| ତିନୋଟିଯାକ ବଣ୍ଡକୁ ଏପରି ଓରିଏଣ୍ଟ କରନ୍ତୁ ଯେ, ସେଗୁଡ଼ିକ ଗୋଟିଏ ଓଲଟା Y ଗଠନ କରିବେ
+
|ତିନୋଟିଯାକ ବଣ୍ଡକୁ ଏପରି ଓରିଏଣ୍ଟ କରନ୍ତୁ ଯେ, ସେଗୁଡ଼ିକ ଗୋଟିଏ ଓଲଟା Y ଗଠନ କରିବେ
 +
 
 
|-
 
|-
 
|03:15
 
|03:15
| ବଣ୍ଡଗୁଡ଼ିକ ମଧ୍ୟରୁ ଯେକୌଣସିଟି ପାଇଁ  Double Bond ଭାବରେ ଚତୁର୍ଥ ବଣ୍ଡ ଆଙ୍କନ୍ତୁ
+
|ବଣ୍ଡଗୁଡ଼ିକ ମଧ୍ୟରୁ ଯେକୌଣସିଟି ପାଇଁ  Double Bond ଭାବରେ ଚତୁର୍ଥ ବଣ୍ଡ ଆଙ୍କନ୍ତୁ
 +
 
 
|-
 
|-
 
|03:21
 
|03:21
| ଏବେ, Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ଏବେ, Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:25
 
|03:25
| O ସିଲେକ୍ଟ କରନ୍ତୁ
+
|O ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
|-
+
 
|03:26
+
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
 
|-
 
|-
 
|03:30
 
|03:30
| ବଣ୍ଡ ପାଖରେ କର୍ସର୍ ରଖନ୍ତୁ
+
|ବଣ୍ଡ ପାଖରେ କର୍ସର୍ ରଖନ୍ତୁ
 +
 
 
|-
 
|-
 
|03:33
 
|03:33
| ତୃତୀୟ ବଣ୍ଡର ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
+
|ତୃତୀୟ ବଣ୍ଡର ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:37
 
|03:37
 
|କାର୍ବୋନିକ୍ ଏସିଡ୍ (H<sub>2</sub>CO<sub>3</sub>) ଷ୍ଟ୍ରକଚର୍ ଅଙ୍କା ହୋଇଗଲା
 
|କାର୍ବୋନିକ୍ ଏସିଡ୍ (H<sub>2</sub>CO<sub>3</sub>) ଷ୍ଟ୍ରକଚର୍ ଅଙ୍କା ହୋଇଗଲା
 +
 
|-
 
|-
 
|03:40
 
|03:40
| ଏବେ, Sulphuric Acid ଷ୍ଟ୍ରକଚର୍ ଆଙ୍କିବା  
+
|ଏବେ, Sulphuric Acid ଷ୍ଟ୍ରକଚର୍ ଆଙ୍କିବା  
 +
 
 
|-
 
|-
 
|03:44
 
|03:44
| Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:47
 
|03:47
| S ସିଲେକ୍ଟ କରନ୍ତୁ
+
|S ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
|-
+
 
|03:48
+
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
 
|-
 
|-
 
|03:52
 
|03:52
| ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:55
 
|03:55
| H<sub>2</sub>S କୁ ଦେଖନ୍ତୁ
+
|H<sub>2</sub>S କୁ ଦେଖନ୍ତୁ
 +
 
 
|-
 
|-
 
|03:57
 
|03:57
| ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ O ଦାବନ୍ତୁ  
+
|ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ O ଦାବନ୍ତୁ  
 +
 
 
|-
 
|-
 
|04:01
 
|04:01
| O ଓ Os 2ଟି ଅପ୍ସନ୍ସ ସହିତ ଏକ ସବ୍-ମେନୁ ଖୋଲିଲା
+
|O ଓ Os 2ଟି ଅପ୍ସନ୍ସ ସହିତ ଏକ ସବ୍-ମେନୁ ଖୋଲିଲା
 +
 
 
|-
 
|-
 
|04:06
 
|04:06
| O ସିଲେକ୍ଟ କରନ୍ତୁ
+
|O ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|04:08
 
|04:08
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:11
 
|04:11
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:17
 
|04:17
| Property ମେନୁରେ, Bond Length ଭାଲ୍ୟୁକୁ 200 କିମ୍ୱା ଅଧିକକୁ ବୃଦ୍ଧି କରନ୍ତୁ
+
|Property ମେନୁରେ, Bond Length ଭାଲ୍ୟୁକୁ 200 କିମ୍ୱା ଅଧିକକୁ ବୃଦ୍ଧି କରନ୍ତୁ
 +
 
 
|-
 
|-
 
|04:23
 
|04:23
 
|OHରୁ Sର ତିନୋଟି ବଣ୍ଡସ୍ ଆଙ୍କିବାକୁ H<sub>2</sub>S ଉପରେ କ୍ଲିକ୍ କରନ୍ତୁ
 
|OHରୁ Sର ତିନୋଟି ବଣ୍ଡସ୍ ଆଙ୍କିବାକୁ H<sub>2</sub>S ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:29
 
|04:29
| S ପାଖରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ   
+
|S ପାଖରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ   
 +
 
 
|-
 
|-
 
|04:32
 
|04:32
| ଏହା ଦେଖାଦେଇଥାଏ, କାରଣ Sulphurକୁ 6ର Valencyକୁ ସନ୍ତୁଷ୍ଟ କରିବାକୁ ହୋଇଥାଏ
+
|ଏହା ଦେଖାଦେଇଥାଏ, କାରଣ Sulphurକୁ 6ର Valencyକୁ ସନ୍ତୁଷ୍ଟ କରିବାକୁ ହୋଇଥାଏ
 +
 
 
|-
 
|-
 
|04:39
 
|04:39
| ଚତୁର୍ଥ ବଣ୍ଡ ପାଇଁ ପ୍ରଥମେ S ଉପରେ କ୍ଲିକ୍ କରନ୍ତୁ
+
|ଚତୁର୍ଥ ବଣ୍ଡ ପାଇଁ ପ୍ରଥମେ S ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:43
 
|04:43
| ଏବେ, ମାଉସ୍ କୁ ନଛାଡ଼ି ବଣ୍ଡକୁ ଗୋଟିଏ ପାଖକୁ ଡ୍ରାଗ୍ କରିଆଣନ୍ତୁ
+
|ଏବେ, ମାଉସ୍ କୁ ନଛାଡ଼ି ବଣ୍ଡକୁ ଗୋଟିଏ ପାଖକୁ ଡ୍ରାଗ୍ କରିଆଣନ୍ତୁ
 +
 
 
|-
 
|-
 
|04:47
 
|04:47
| ବିପରୀତ ବଣ୍ଡଗୁଡ଼ିକୁ Double Bondsରେ ଚାଲନ୍ତୁ ପରିବର୍ତ୍ତନ କରିବା
+
|ବିପରୀତ ବଣ୍ଡଗୁଡ଼ିକୁ Double Bondsରେ ଚାଲନ୍ତୁ ପରିବର୍ତ୍ତନ କରିବା
 +
 
 
|-
 
|-
 
|04:52
 
|04:52
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:58
 
|04:58
| ତାହାପରେ, ଷ୍ଟ୍ରକଚରର ବିପରୀତ ବିଦ୍ୟମାନ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ  
+
|ତାହାପରେ, ଷ୍ଟ୍ରକଚରର ବିପରୀତ ବିଦ୍ୟମାନ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:03
 
|05:03
| ଦେଖନ୍ତୁ, ପଜିଟିଭ୍ ଚାର୍ଜ ଆଉ ଦେଖାଯାଉନାହିଁ
+
|ଦେଖନ୍ତୁ, ପଜିଟିଭ୍ ଚାର୍ଜ ଆଉ ଦେଖାଯାଉନାହିଁ
 +
 
 
|-
 
|-
 
|05:08
 
|05:08
| Sulphuric Acid ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ହେଲା
+
|Sulphuric Acid ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ହେଲା
 +
 
 
|-
 
|-
 
|05:12
 
|05:12
| ଏହାପରେ ଚାଲନ୍ତୁ, Carbonic Acid ଓ Sulphuric Acid ଷ୍ଟ୍ରକଚର୍ ଉପରେ ଏକ ଲୋକାଲ୍ ଚାର୍ଜ ଯୋଡ଼ିବା
+
|ଏହାପରେ ଚାଲନ୍ତୁ, Carbonic Acid ଓ Sulphuric Acid ଷ୍ଟ୍ରକଚର୍ ଉପରେ ଏକ ଲୋକାଲ୍ ଚାର୍ଜ ଯୋଡ଼ିବା
 +
 
 
|-
 
|-
 
|05:18
 
|05:18
| ଲୋକାଲ୍ ଚାର୍ଜ ଦେଖାଇବା ପାଇଁ, Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|ଲୋକାଲ୍ ଚାର୍ଜ ଦେଖାଇବା ପାଇଁ, Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:24
 
|05:24
| Carbonic Acid ଷ୍ଟ୍ରକଚରର ଦୁଇଟି O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ   
+
|Carbonic Acid ଷ୍ଟ୍ରକଚରର ଦୁଇଟି O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ   
 +
 
 
|-
 
|-
 
|05:30
 
|05:30
 
|ଦେଖନ୍ତୁ, Carbonate Ion CO<sub>3</sub><sup>2-</sup> ଗଠିତ ହେଲା
 
|ଦେଖନ୍ତୁ, Carbonate Ion CO<sub>3</sub><sup>2-</sup> ଗଠିତ ହେଲା
 +
 
|-
 
|-
 
|05:36
 
|05:36
| Sulphuric Acid ଷ୍ଟ୍ରକଚର୍ ରେ ଲୋକାଲ୍ ଚାର୍ଜ ଦେଖାଇବା ପାଇଁ
+
|Sulphuric Acid ଷ୍ଟ୍ରକଚର୍ ରେ ଲୋକାଲ୍ ଚାର୍ଜ ଦେଖାଇବା ପାଇଁ
 +
 
 
|-
 
|-
 
|05:41
 
|05:41
| Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:44
 
|05:44
| Sulphuric Acid ର ଦୁଇଟି ବିପରୀତ O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
+
|Sulphuric Acid ର ଦୁଇଟି ବିପରୀତ O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:49
 
|05:49
 
|ଦେଖନ୍ତୁ, Sulphate Ion SO<sub>4</sub><sup>2-</sup> ଗଠିତ ହେଲା
 
|ଦେଖନ୍ତୁ, Sulphate Ion SO<sub>4</sub><sup>2-</sup> ଗଠିତ ହେଲା
 +
 
|-
 
|-
 
|05:56
 
|05:56
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ,Nitric acid (HNO<sub>3</sub>) ଷ୍ଟ୍ରକଚର୍ ଆଙ୍କନ୍ତୁ
|-
+
 
|05:57
+
|* Nitric acid (HNO<sub>3</sub>) ଷ୍ଟ୍ରକଚର୍ ଆଙ୍କନ୍ତୁ
+
 
|-
 
|-
 
|05:59
 
|05:59
|* Nitrate Ion(NO<sup>-</sup><sub>3</sub>)ରେ ଲୋକାଲ୍ ଚାର୍ଜ ଦେଖାନ୍ତୁ
+
|Nitrate Ion(NO<sup>-</sup><sub>3</sub>)ରେ ଲୋକାଲ୍ ଚାର୍ଜ ଦେଖାନ୍ତୁ
 +
 
 
|-
 
|-
 
|06:02
 
|06:02
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
+
|ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
 
|06:07
 
|06:07
| ଏକ ଆଟମ୍ ରେ କିପରି ଏକ ଲୋକାଲ୍ ଚାର୍ଜ ଯୋଡ଼ିବେ, ତାହା ମୁଁ ଶୀଘ୍ର ଶୀଘ୍ର ଦେଖାଇଦେଉଛି
+
|ଏକ ଆଟମ୍ ରେ କିପରି ଏକ ଲୋକାଲ୍ ଚାର୍ଜ ଯୋଡ଼ିବେ, ତାହା ମୁଁ ଶୀଘ୍ର ଶୀଘ୍ର ଦେଖାଇଦେଉଛି
 +
 
 
|-
 
|-
 
|06:12
 
|06:12
| ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ N ଦାବନ୍ତୁ
+
|ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ N ଦାବନ୍ତୁ
 +
 
 
|-
 
|-
 
|06:16
 
|06:16
| ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ Na ସିଲେକ୍ଟ କରିବା
+
|ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ Na ସିଲେକ୍ଟ କରିବା
 +
 
 
|-
 
|-
 
|06:21
 
|06:21
| Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:24
 
|06:24
| ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:27
 
|06:27
| Display Area ଉପରେ ସୋଡିୟମ୍ ଆଟମ୍ ପ୍ରଦର୍ଶିତ ହେବ
+
|Display Area ଉପରେ ସୋଡିୟମ୍ ଆଟମ୍ ପ୍ରଦର୍ଶିତ ହେବ
 +
 
 
|-
 
|-
 
|06:30
 
|06:30
| Increment The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Increment The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:35
 
|06:35
| ତା’ପରେ Na ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ Na ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:37
 
|06:37
| ସୋଡିୟମ୍ ଆଟମ୍ ଉପରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
+
|ସୋଡିୟମ୍ ଆଟମ୍ ଉପରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
 +
 
 
|-
 
|-
 
|06:41
 
|06:41
| ସମାନ ମାର୍ଗରେ ଆମେ, ଏକ ଆଟମ୍ ରେ ଗୋଟିଏ ନେଗେଟିଭ୍ ଚାର୍ଜ ଯୋଡ଼ିପାରିବା   
+
|ସମାନ ମାର୍ଗରେ ଆମେ, ଏକ ଆଟମ୍ ରେ ଗୋଟିଏ ନେଗେଟିଭ୍ ଚାର୍ଜ ଯୋଡ଼ିପାରିବା   
 +
 
 
|-
 
|-
 
|06:46
 
|06:46
| ଏହାକୁ Decrement the charge of an atom ଟୁଲ୍ ବ୍ୟବହାର କରି କରିହେବ
+
|ଏହାକୁ Decrement the charge of an atom ଟୁଲ୍ ବ୍ୟବହାର କରି କରିହେବ
 +
 
 
|-
 
|-
 
|06:51
 
|06:51
| ଏବେ ଚାଲନ୍ତୁ Cyclic ମୋଲେକ୍ୟୁଲ୍ସ ଆଙ୍କିବା ବିଷୟରେ ଶିଖିବା
+
|ଏବେ ଚାଲନ୍ତୁ Cyclic ମୋଲେକ୍ୟୁଲ୍ସ ଆଙ୍କିବା ବିଷୟରେ ଶିଖିବା
 +
 
 
|-
 
|-
 
|06:54
 
|06:54
| ଏଥିପାଇଁ, ଗୋଟିଏ ନୂଆ GChemPaint ୱିଣ୍ଡୋ ଖୋଲନ୍ତୁ
+
|ଏଥିପାଇଁ, ଗୋଟିଏ ନୂଆ GChemPaint ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|06:59
 
|06:59
| ଟୁଲବାରରେ ଥିବା Creat A New File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲବାରରେ ଥିବା Creat A New File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:03
 
|07:03
| ଏଲେମେଣ୍ଟ ଭାବରେ C ଅର୍ଥାତ୍ Carbon ସିଲେକ୍ଟ ହୋଇଥିବାର ସୁନିଶ୍ଚିତ କରନ୍ତୁ
+
|ଏଲେମେଣ୍ଟ ଭାବରେ C ଅର୍ଥାତ୍ Carbon ସିଲେକ୍ଟ ହୋଇଥିବାର ସୁନିଶ୍ଚିତ କରନ୍ତୁ
 +
 
 
|-
 
|-
 
|07:09
 
|07:09
| Bond Length, 200 କିମ୍ୱା ଅଧିକ ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ
+
|Bond Length, 200 କିମ୍ୱା ଅଧିକ ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ
 +
 
 
|-
 
|-
 
|07:14
 
|07:14
| ଟୁଲ୍ ବକ୍ସରେ ଚତୁର୍ଥ ଟୁଲ୍ ବାର୍ ହେଉଛି Cycle ଟୁଲ୍
+
|ଟୁଲ୍ ବକ୍ସରେ ଚତୁର୍ଥ ଟୁଲ୍ ବାର୍ ହେଉଛି Cycle ଟୁଲ୍
 +
 
 
|-
 
|-
 
|07:19
 
|07:19
| ଏଠାରେ ବିଭିନ୍ନ ଟୁଲ୍ସ ଅଛି, ଯାହାକୁ ଆମେ ବ୍ୟବହାର କରିପାରିବା  
+
|ଏଠାରେ ବିଭିନ୍ନ ଟୁଲ୍ସ ଅଛି, ଯାହାକୁ ଆମେ ବ୍ୟବହାର କରିପାରିବା  
 +
 
 
|-
 
|-
 
|07:22
 
|07:22
| ଉଦାହରଣସ୍ୱରୂପ -  
+
|ଉଦାହରଣସ୍ୱରୂପ -  
 +
 
 
|-
 
|-
 
|07:24
 
|07:24
|* Add a three membered cycle
+
|Add a three membered cycle
 +
 
 
|-
 
|-
 
|07:26
 
|07:26
|* Add a four membered cycle
+
|Add a four membered cycle
 +
 
 
|-
 
|-
 
|07:29
 
|07:29
|* ଆଉକିଛି ଅନ୍ୟ Cycle ଟୁଲ୍ସ  
+
|ଆଉକିଛି ଅନ୍ୟ Cycle ଟୁଲ୍ସ  
 +
 
 
|-
 
|-
 
|07:32
 
|07:32
 
|ଓ ତାହାପରେ * Add a cycle ଟୁଲ୍
 
|ଓ ତାହାପରେ * Add a cycle ଟୁଲ୍
 +
 
|-
 
|-
 
|07:35
 
|07:35
 
|ଆମେ Add a  four membered cycle ବ୍ୟବହାର କରିବା
 
|ଆମେ Add a  four membered cycle ବ୍ୟବହାର କରିବା
 +
 
|-
 
|-
 
|07:40
 
|07:40
| ତାହା ଉପରେ କ୍ଲିକ୍ କରନ୍ତୁ
+
|ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:42
 
|07:42
| ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
 
|-
 
|-
 +
 
|07:44
 
|07:44
| କୋଣରେ ସାଇକଲ୍ ସହିତ ଚାଲନ୍ତୁ ଆଟମ୍ସ ଯୋଡ଼ିବା
+
|କୋଣରେ ସାଇକଲ୍ ସହିତ ଚାଲନ୍ତୁ ଆଟମ୍ସ ଯୋଡ଼ିବା
 +
 
 
|-
 
|-
 
|07:49
 
|07:49
| ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
+
|ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:52
 
|07:52
| ଏକ ସବ୍-ମେନୁ ଖୋଲିଲା Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
+
|ଏକ ସବ୍-ମେନୁ ଖୋଲିଲା Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:58
 
|07:58
| ସେହିଭଳି, ଚାଲନ୍ତୁ ସମସ୍ତ କୋଣରେ ଆଟମ୍ସ ଯୋଡ଼ିବା  
+
|ସେହିଭଳି, ଚାଲନ୍ତୁ ସମସ୍ତ କୋଣରେ ଆଟମ୍ସ ଯୋଡ଼ିବା  
 +
 
 
|-
 
|-
 
|08:03
 
|08:03
| ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclobutane
+
|ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclobutane
 +
 
 
|-
 
|-
 
|08:07
 
|08:07
| ଏବେ ଆମେ, ଏକ Mono-cyclic କମ୍ପାଉଣ୍ଡକୁ Bi-cyclic କମ୍ପାଉଣ୍ଡରେ ବଦଳାଇବା
+
|ଏବେ ଆମେ, ଏକ Mono-cyclic କମ୍ପାଉଣ୍ଡକୁ Bi-cyclic କମ୍ପାଉଣ୍ଡରେ ବଦଳାଇବା
 +
 
 
|-
 
|-
 
|08:12
 
|08:12
 
|Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:16
 
|08:16
| ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
+
|ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:19
 
|08:19
| ସାଇକଲ୍ ର ବଣ୍ଡ ଉପରେ କର୍ସର୍ କୁ ରଖି ପୁଣିଥରେ କ୍ଲିକ୍ କରନ୍ତୁ
+
|ସାଇକଲ୍ ର ବଣ୍ଡ ଉପରେ କର୍ସର୍ କୁ ରଖି ପୁଣିଥରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:24
 
|08:24
 
|Bi-cyclic compoundକୁ ଦେଖନ୍ତୁ
 
|Bi-cyclic compoundକୁ ଦେଖନ୍ତୁ
 +
 
|-
 
|-
 
|08:27
 
|08:27
| ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:32
 
|08:32
| Save As ଡାୟଲଗ୍ ବକ୍ସ ଖୋଲିଲା
+
|Save As ଡାୟଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
 
|08:35
 
|08:35
| Editing Molecules ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
+
|Editing Molecules ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
 +
 
 
|-
 
|-
 
|08:38
 
|08:38
| Save କ୍ଲିକ୍ କରନ୍ତୁ
+
|Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:41
 
|08:41
| ସଂକ୍ଷେପରେ
+
|ସଂକ୍ଷେପରେ
 +
 
 
|-
 
|-
 
|08:43
 
|08:43
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
 
|-
 
|-
 
|08:45
 
|08:45
|* ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
+
|ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
 +
 
 
|-
 
|-
 
|08:48
 
|08:48
|* କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା  
+
|କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା  
 +
 
 
|-
 
|-
 
|08:53
 
|08:53
|* ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
+
|ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
 +
 
 
|-
 
|-
 
|08:58
 
|08:58
| ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିଲେ
+
|ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିଲେ
 +
 
 
|-
 
|-
 
|09:00
 
|09:00
|* ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
+
|ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
 +
 
 
|-
 
|-
 
|09:04
 
|09:04
|* Cyclic Molecules ଯୋଡ଼ିବା
+
|Cyclic Molecules ଯୋଡ଼ିବା
 +
 
 
|-
 
|-
 
|09:06
 
|09:06
|* Monocyclic Moleculesକୁ Bicyclic Moleculesରେ ବଦଳାଇବା
+
|Monocyclic Moleculesକୁ Bicyclic Moleculesରେ ବଦଳାଇବା
 +
 
 
|-
 
|-
 
|09:11
 
|09:11
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
 
|09:13
 
|09:13
|* Display Areaରେ ଏକ ସେଭେନ୍ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ  
+
|Display Areaରେ ଏକ ସେଭେନ୍ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ  
 +
 
 
|-
 
|-
 
|09:16
 
|09:16
|* ତାହାକୁ ଟ୍ରାଇସାଇକ୍ଲିକ୍ କମ୍ପାଉଣ୍ଡରେ ବଦଳାନ୍ତୁ  
+
|ତାହାକୁ ଟ୍ରାଇସାଇକ୍ଲିକ୍ କମ୍ପାଉଣ୍ଡରେ ବଦଳାନ୍ତୁ  
 +
 
 
|-
 
|-
 
|09:20
 
|09:20
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ '''http://spoken-tutorial.org/ What_is_a_Spoken_Tutorial'''
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ '''http://spoken-tutorial.org/ What_is_a_Spoken_Tutorial'''
 +
 
 
|-
 
|-
 
|09:24
 
|09:24
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
 
|09:27
 
|09:27
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
 
|-
 
|-
 
|09:32
 
|09:32
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
 
|09:36
 
|09:36
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
 
|-
 
|-
 
|09:40
 
|09:40
| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
 
|-
 
|-
 
|09:46
 
|09:46
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
+
|ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
 
|-
 
|-
 
|09:50
 
|09:50
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
 
|09:57
 
|09:57
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ '''http://spoken-tutorial.org/NMEICT-Intro '''.
 
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ '''http://spoken-tutorial.org/NMEICT-Intro '''.
 +
 
|-
 
|-
 
|10:03
 
|10:03
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
|-
+
|}

Latest revision as of 10:15, 6 April 2017

Time Narration
00:01 ନମସ୍କାର ବନ୍ଧୁଗଣ,GChemPaintରେ Editing molecules ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଗୋଟିଏ ଆଟମ୍ ରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
00:12 କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା
00:16 ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
00:21 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିବା
00:23 ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
00:26 Cyclic Molecules ଯୋଡ଼ିବା
00:29 Monocyclic Moleculesକୁ Bicyclic Moleculesରେ ବଦଳାଇବା
00:34 ଏଠାରେ ମୁଁ ବ୍ୟବହାର କରୁଛି,ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:39 GChemPaint ଭର୍ସନ୍ 0.12.10
00:46 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ
00:50 GChemPaint କେମିକାଲ୍ ଷ୍ଟ୍ରକଚର ଏଡିଟର୍ ସହିତ
00:53 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:58 ମୁଁ ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିସାରିଛି
01:02 ଚାଲନ୍ତୁ ପ୍ରଥମେ Ammonia ଷ୍ଟ୍ରକଚର୍ ଆଙ୍କିବା
01:06 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:09 ଟେବଲ୍ ରୁ N ସିଲେକ୍ଟ କରନ୍ତୁ
01:11 ଟୁଲ୍ ବକ୍ସରେ Nକୁ ଦେଖନ୍ତୁ
01:15 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:18 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
01:21 Display Areaରେ NH3 ଦେଖାଦେଲା
01:24 କ୍ୟାପିଟାଲ୍ H ଦାବନ୍ତୁ Hରେ ଆରମ୍ଭ ହେଉଥିବା ଏଲେମେଣ୍ଟଗୁଡ଼ିକର ତାଲିକା ସହ ଗୋଟିଏ ସବ୍-ମେନୁ ପ୍ରଦର୍ଶିତ ହେଲା
01:30 ତାଲିକାରୁ H ସିଲେକ୍ଟ କରନ୍ତୁ
01:33 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:38 Nitrogen ଆଟମ୍ ପାଇଁ ତିନୋଟି ବଣ୍ଡସ୍ ଆଙ୍କିବାକୁ,
01:41 Nitrogen ଆଟମ୍ ଉପରେ ବଣ୍ଡକୁ ତିନିଥର କ୍ଲିକ୍ କରି ଡ୍ରାଗ୍ କରନ୍ତୁ
01:46 ଏକ Pyramid ପରି ଷ୍ଟ୍ରକଚର୍ ରୁ ବଣ୍ଡଗୁଡ଼ିକର ସ୍ଥିତି ନିର୍ଦ୍ଧାରିତ କରନ୍ତୁ
01:51 Nitrogen ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନଗୁଡ଼ିକର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
01:56 Add an electron pair to an atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:01 ତାହାପରେ Ammoniaର Nitrogen ଆଟମ୍ ଉପରେ କ୍ଲିକ୍ କରନ୍ତୁ
02:05 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
02:07 ଦେଖନ୍ତୁ, Ammoniaର Nitrogenରେ ଏବେ ଇଲେକ୍ଟ୍ରୋନ୍ସର ଏକ ଯୋଡ଼ା ରହିଛି
02:12 ଏହି ଯୋଡ଼ା ବଣ୍ଡିଙ୍ଗରେ ଭାଗ ନିଏ ନାହିଁ
02:16 ଇଲେକ୍ଟ୍ରୋନ୍ସର ଏହି ଯୋଡ଼ାକୁ Lone Pair କୁହାଯାଏ
02:20 ଏକ ଆସାଇନମେଣ୍ଟ ଭାବେ,ଫସଫରସ୍ ଟ୍ରାଇକ୍ଲୋରାଇଡ୍ ଷ୍ଟ୍ରକଚର୍ ଆଙ୍କନ୍ତୁ
02:24 ଫସଫରସ୍ ଆଟମ୍ ଉପରେ ଅନ୍-ବାଉଣ୍ଡ ଇଲେକ୍ଟ୍ରୋନ୍ସର ଗୋଟିଏ ଯୋଡ଼ା ଯୋଡ଼ନ୍ତୁ
02:29 ଏବେ, କାର୍ବୋନିକ୍ ଏସିଡ୍ (H2CO3) ଓ ସଲ୍ଫରିକ୍ ଏସିଡ୍ (H2SO4) ଷ୍ଟ୍ରକଚର୍ସ ଡ୍ର’ କରନ୍ତୁ
02:34 Carbonic Acid ଓ Sulphuric Acid ଷ୍ଟ୍ରକଚର୍ସ ପାଇଁ ଏଠାରେ ଏକ ସ୍ଲାଇଡ୍ ଦିଆଯାଇଛି
02:40 ପ୍ରଥମେ, Ammonia ଷ୍ଟ୍ରକଚର୍ କୁ ଗୋଟିଏ ପାଖକୁ ଘୁଞ୍ଚାନ୍ତୁ
02:44 ଏପରି କରିବା ପାଇଁ, Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:48 ତା’ପରେ, Ammonia ଷ୍ଟ୍ରକଚର୍ ଉପରେ କ୍ଲିକ୍ କରି ଗୋଟିଏ ପାଖକୁ ଡ୍ରାଗ୍ କରନ୍ତୁ
02:53 ଏବେ, Carbonic Acid ଷ୍ଟ୍ରକଚର୍ ଆଙ୍କିବା
02:56 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:00 ଟେବଲ୍ ରୁ C ସିଲେକ୍ଟ କରନ୍ତୁ
03:02 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:07 Display Area ଉପରେ କ୍ଲିକ୍ କରନ୍ତୁ
03:09 ତିନୋଟିଯାକ ବଣ୍ଡକୁ ଏପରି ଓରିଏଣ୍ଟ କରନ୍ତୁ ଯେ, ସେଗୁଡ଼ିକ ଗୋଟିଏ ଓଲଟା Y ଗଠନ କରିବେ
03:15 ବଣ୍ଡଗୁଡ଼ିକ ମଧ୍ୟରୁ ଯେକୌଣସିଟି ପାଇଁ Double Bond ଭାବରେ ଚତୁର୍ଥ ବଣ୍ଡ ଆଙ୍କନ୍ତୁ
03:21 ଏବେ, Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:25 O ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:30 ବଣ୍ଡ ପାଖରେ କର୍ସର୍ ରଖନ୍ତୁ
03:33 ତୃତୀୟ ବଣ୍ଡର ପୋଜିଶନ୍ ଉପରେ କ୍ଲିକ୍ କରନ୍ତୁ
03:37 କାର୍ବୋନିକ୍ ଏସିଡ୍ (H2CO3) ଷ୍ଟ୍ରକଚର୍ ଅଙ୍କା ହୋଇଗଲା
03:40 ଏବେ, Sulphuric Acid ଷ୍ଟ୍ରକଚର୍ ଆଙ୍କିବା
03:44 Current Element ଡ୍ରପ୍ ଡାଉନ୍ ଏରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
03:47 S ସିଲେକ୍ଟ କରନ୍ତୁ,Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:52 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
03:55 H2S କୁ ଦେଖନ୍ତୁ
03:57 ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ O ଦାବନ୍ତୁ
04:01 O ଓ Os 2ଟି ଅପ୍ସନ୍ସ ସହିତ ଏକ ସବ୍-ମେନୁ ଖୋଲିଲା
04:06 O ସିଲେକ୍ଟ କରନ୍ତୁ
04:08 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:11 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:17 Property ମେନୁରେ, Bond Length ଭାଲ୍ୟୁକୁ 200 କିମ୍ୱା ଅଧିକକୁ ବୃଦ୍ଧି କରନ୍ତୁ
04:23 OHରୁ Sର ତିନୋଟି ବଣ୍ଡସ୍ ଆଙ୍କିବାକୁ H2S ଉପରେ କ୍ଲିକ୍ କରନ୍ତୁ
04:29 S ପାଖରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
04:32 ଏହା ଦେଖାଦେଇଥାଏ, କାରଣ Sulphurକୁ 6ର Valencyକୁ ସନ୍ତୁଷ୍ଟ କରିବାକୁ ହୋଇଥାଏ
04:39 ଚତୁର୍ଥ ବଣ୍ଡ ପାଇଁ ପ୍ରଥମେ S ଉପରେ କ୍ଲିକ୍ କରନ୍ତୁ
04:43 ଏବେ, ମାଉସ୍ କୁ ନଛାଡ଼ି ବଣ୍ଡକୁ ଗୋଟିଏ ପାଖକୁ ଡ୍ରାଗ୍ କରିଆଣନ୍ତୁ
04:47 ବିପରୀତ ବଣ୍ଡଗୁଡ଼ିକୁ Double Bondsରେ ଚାଲନ୍ତୁ ପରିବର୍ତ୍ତନ କରିବା
04:52 Add a bond or change the multiplicity of existing one ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:58 ତାହାପରେ, ଷ୍ଟ୍ରକଚରର ବିପରୀତ ବିଦ୍ୟମାନ ବଣ୍ଡଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ
05:03 ଦେଖନ୍ତୁ, ପଜିଟିଭ୍ ଚାର୍ଜ ଆଉ ଦେଖାଯାଉନାହିଁ
05:08 Sulphuric Acid ଷ୍ଟ୍ରକଚର୍ ସମ୍ପୂର୍ଣ୍ଣ ହେଲା
05:12 ଏହାପରେ ଚାଲନ୍ତୁ, Carbonic Acid ଓ Sulphuric Acid ଷ୍ଟ୍ରକଚର୍ ଉପରେ ଏକ ଲୋକାଲ୍ ଚାର୍ଜ ଯୋଡ଼ିବା
05:18 ଲୋକାଲ୍ ଚାର୍ଜ ଦେଖାଇବା ପାଇଁ, Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:24 Carbonic Acid ଷ୍ଟ୍ରକଚରର ଦୁଇଟି O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
05:30 ଦେଖନ୍ତୁ, Carbonate Ion CO32- ଗଠିତ ହେଲା
05:36 Sulphuric Acid ଷ୍ଟ୍ରକଚର୍ ରେ ଲୋକାଲ୍ ଚାର୍ଜ ଦେଖାଇବା ପାଇଁ
05:41 Decrement The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:44 Sulphuric Acid ର ଦୁଇଟି ବିପରୀତ O-H ଗ୍ରୁପ୍ସ ଉପରେ କ୍ଲିକ୍ କରନ୍ତୁ
05:49 ଦେଖନ୍ତୁ, Sulphate Ion SO42- ଗଠିତ ହେଲା
05:56 ଏକ ଆସାଇନମେଣ୍ଟ ଭାବେ,Nitric acid (HNO3) ଷ୍ଟ୍ରକଚର୍ ଆଙ୍କନ୍ତୁ
05:59 Nitrate Ion(NO-3)ରେ ଲୋକାଲ୍ ଚାର୍ଜ ଦେଖାନ୍ତୁ
06:02 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:07 ଏକ ଆଟମ୍ ରେ କିପରି ଏକ ଲୋକାଲ୍ ଚାର୍ଜ ଯୋଡ଼ିବେ, ତାହା ମୁଁ ଶୀଘ୍ର ଶୀଘ୍ର ଦେଖାଇଦେଉଛି
06:12 ଏବେ, Display Areaର ଯେକୌଣସି ସ୍ଥାନରେ କ୍ୟାପିଟାଲ୍ N ଦାବନ୍ତୁ
06:16 ଗୋଟିଏ ସବ୍-ମେନୁ ଖୋଲିବ, ଯେଉଁଥିରେ ଆମେ Na ସିଲେକ୍ଟ କରିବା
06:21 Add or Modify An Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:24 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
06:27 Display Area ଉପରେ ସୋଡିୟମ୍ ଆଟମ୍ ପ୍ରଦର୍ଶିତ ହେବ
06:30 Increment The Charge of an Atom ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:35 ତା’ପରେ Na ଉପରେ କ୍ଲିକ୍ କରନ୍ତୁ
06:37 ସୋଡିୟମ୍ ଆଟମ୍ ଉପରେ ଏକ ପଜିଟିଭ୍ ଚାର୍ଜକୁ ଦେଖନ୍ତୁ
06:41 ସମାନ ମାର୍ଗରେ ଆମେ, ଏକ ଆଟମ୍ ରେ ଗୋଟିଏ ନେଗେଟିଭ୍ ଚାର୍ଜ ଯୋଡ଼ିପାରିବା
06:46 ଏହାକୁ Decrement the charge of an atom ଟୁଲ୍ ବ୍ୟବହାର କରି କରିହେବ
06:51 ଏବେ ଚାଲନ୍ତୁ Cyclic ମୋଲେକ୍ୟୁଲ୍ସ ଆଙ୍କିବା ବିଷୟରେ ଶିଖିବା
06:54 ଏଥିପାଇଁ, ଗୋଟିଏ ନୂଆ GChemPaint ୱିଣ୍ଡୋ ଖୋଲନ୍ତୁ
06:59 ଟୁଲବାରରେ ଥିବା Creat A New File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:03 ଏଲେମେଣ୍ଟ ଭାବରେ C ଅର୍ଥାତ୍ Carbon ସିଲେକ୍ଟ ହୋଇଥିବାର ସୁନିଶ୍ଚିତ କରନ୍ତୁ
07:09 Bond Length, 200 କିମ୍ୱା ଅଧିକ ଥିବାର ମଧ୍ୟ ସୁନିଶ୍ଚିତ କରନ୍ତୁ
07:14 ଟୁଲ୍ ବକ୍ସରେ ଚତୁର୍ଥ ଟୁଲ୍ ବାର୍ ହେଉଛି Cycle ଟୁଲ୍
07:19 ଏଠାରେ ବିଭିନ୍ନ ଟୁଲ୍ସ ଅଛି, ଯାହାକୁ ଆମେ ବ୍ୟବହାର କରିପାରିବା
07:22 ଉଦାହରଣସ୍ୱରୂପ -
07:24 Add a three membered cycle
07:26 Add a four membered cycle
07:29 ଆଉକିଛି ଅନ୍ୟ Cycle ଟୁଲ୍ସ
07:32 ଓ ତାହାପରେ * Add a cycle ଟୁଲ୍
07:35 ଆମେ Add a four membered cycle ବ୍ୟବହାର କରିବା
07:40 ତାହା ଉପରେ କ୍ଲିକ୍ କରନ୍ତୁ
07:42 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
07:44 କୋଣରେ ସାଇକଲ୍ ସହିତ ଚାଲନ୍ତୁ ଆଟମ୍ସ ଯୋଡ଼ିବା
07:49 ଯେକୌଣସି କୋଣରେ ରାଇଟ୍ କ୍ଲିକ୍ କରନ୍ତୁ
07:52 ଏକ ସବ୍-ମେନୁ ଖୋଲିଲା Atom ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
07:58 ସେହିଭଳି, ଚାଲନ୍ତୁ ସମସ୍ତ କୋଣରେ ଆଟମ୍ସ ଯୋଡ଼ିବା
08:03 ପ୍ରାପ୍ତ ଷ୍ଟ୍ରକଚର୍ ହେଉଛି Cyclobutane
08:07 ଏବେ ଆମେ, ଏକ Mono-cyclic କମ୍ପାଉଣ୍ଡକୁ Bi-cyclic କମ୍ପାଉଣ୍ଡରେ ବଦଳାଇବା
08:12 Add a six membered cycle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
08:16 ତାହାପରେ Display Area ଉପରେ କ୍ଲିକ୍ କରନ୍ତୁ
08:19 ସାଇକଲ୍ ର ବଣ୍ଡ ଉପରେ କର୍ସର୍ କୁ ରଖି ପୁଣିଥରେ କ୍ଲିକ୍ କରନ୍ତୁ
08:24 Bi-cyclic compoundକୁ ଦେଖନ୍ତୁ
08:27 ଟୁଲବାରରେ ଥିବା Save The Current File ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:32 Save As ଡାୟଲଗ୍ ବକ୍ସ ଖୋଲିଲା
08:35 Editing Molecules ଭାବରେ ଫାଇଲ୍ ନାମ ଏଣ୍ଟର୍ କରନ୍ତୁ
08:38 Save କ୍ଲିକ୍ କରନ୍ତୁ
08:41 ସଂକ୍ଷେପରେ
08:43 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
08:45 ଗୋଟିଏ ଆଟମ୍ ଉପରେ ଅନବାଉଣ୍ଡ ଇଲେକ୍ଟ୍ରୋନ୍ସ ଯୋଡ଼ିବା
08:48 କାର୍ବୋନିକ୍ ଏସିଡ୍ ଓ ସଲଫରିକ୍ ଏସିଡ୍ ଷ୍ଟ୍ରକଚର୍ ଆଙ୍କିବା
08:53 ଆଟମ୍ସର ଗ୍ରୁପ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
08:58 ଆମେ ନିମ୍ନ ବିଷୟରେ ମଧ୍ୟ ଶିଖିଲେ
09:00 ଗୋଟିଏ ଆଟମ୍ ରେ ଲୋକଲ୍ ଚାର୍ଜ ଯୋଡ଼ିବା ଓ ସଂଶୋଧିତ କରିବା
09:04 Cyclic Molecules ଯୋଡ଼ିବା
09:06 Monocyclic Moleculesକୁ Bicyclic Moleculesରେ ବଦଳାଇବା
09:11 ଏକ ଆସାଇନମେଣ୍ଟ ଭାବେ
09:13 Display Areaରେ ଏକ ସେଭେନ୍ ମେମ୍ୱର୍ଡ ସାଇକଲ୍ ଯୋଡ଼ନ୍ତୁ
09:16 ତାହାକୁ ଟ୍ରାଇସାଇକ୍ଲିକ୍ କମ୍ପାଉଣ୍ଡରେ ବଦଳାନ୍ତୁ
09:20 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/ What_is_a_Spoken_Tutorial
09:24 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:27 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:36 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:40 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:46 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:50 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:57 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro .
10:03 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep