Difference between revisions of "GChemPaint/C2/Introduction-to-GChemPaint/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 !'''Time''' !'''Narration''' |- | 00:01 | ନମସ୍କାର |- | 00:02 | Introduction to GchemPaint ଉପରେ ଟ୍ୟୁଟୋରିଆଲ...")
 
 
Line 1: Line 1:
 
{|border=1
 
{|border=1
!'''Time'''
+
| '''Time'''
!'''Narration'''
+
|'''Narration'''
  
 
|-
 
|-
| 00:01
+
|00:01
| ନମସ୍କାର
+
|ନମସ୍କାର,Introduction to GchemPaint ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:02
+
|00:07
| Introduction to GchemPaint ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
| 00:07
+
|00:11
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
+
|GchemPaint ବିଷୟରେ
 +
 
 
|-
 
|-
| 00:11
+
|00:13
| * GchemPaint ବିଷୟରେ
+
|ବ୍ୟବହାର ଓ ଲାଭ
 +
 
 
|-
 
|-
| 00:13
+
|00:16
| *ବ୍ୟବହାର ଓ ଲାଭ
+
|ଇନଷ୍ଟଲେଶନ୍,ଏକ ନୂଆ ଫାଇଲ୍ ଖୋଲିବା
 +
 
 
|-
 
|-
| 00:16
+
|00:20
| *ଇନଷ୍ଟଲେଶନ୍
+
|ମେନୁବାର୍, ଟୁଲବାର୍ ଓ ଷ୍ଟାଟସ୍ ବାର୍
 +
 
 
|-
 
|-
| 00:17
+
|00:25
| *ଏକ ନୂଆ ଫାଇଲ୍ ଖୋଲିବା
+
|ଆମେ ଆହୁରି ମଧ୍ୟ ଶିଖିବା:
 +
 
 
|-
 
|-
| 00:20
+
|00:28
| * ମେନୁବାର୍, ଟୁଲବାର୍ ଓ ଷ୍ଟାଟସ୍ ବାର୍
+
|ଡିସପ୍ଲେ ଏରିଆ
 +
 
 
|-
 
|-
| 00:25
+
|00:30
| ଆମେ ଆହୁରି ମଧ୍ୟ ଶିଖିବା:
+
|ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍
 +
 
 
|-
 
|-
| 00:28
+
|00:32
| *ଡିସପ୍ଲେ ଏରିଆ
+
|ଟୁଲ୍ ବକ୍ସ ବ୍ୟବହାର କରିବା ଓ
 +
 
 
|-
 
|-
| 00:30
+
|00:34
| *ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍
+
|gchempaint ଏକ୍ସଟେନ୍ସନ୍ ସହିତ ଡ୍ରଇଙ୍ଗ୍ ସେଭ କରିବା
 +
 
 
|-
 
|-
| 00:32
+
|00:40
| *ଟୁଲ୍ ବକ୍ସ ବ୍ୟବହାର କରିବା ଓ
+
|ଏଠାରେ ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:34
+
|00:42
| *.gchempaint ଏକ୍ସଟେନ୍ସନ୍ ସହିତ ଡ୍ରଇଙ୍ଗ୍ ସେଭ କରିବା
+
|Ubuntu Linux OS ଭର୍ସନ୍ 12.04,
|-
+
 
| 00:40
+
| ଏଠାରେ ମୁଁ ବ୍ୟବହାର କରୁଛି
+
|-
+
| 00:42
+
| Ubuntu Linux OS ଭର୍ସନ୍ 12.04,
+
 
|-
 
|-
| 00:47
+
|00:47
 
|GChemPaint ଭର୍ସନ୍ 0.12.10.
 
|GChemPaint ଭର୍ସନ୍ 0.12.10.
 +
 
|-
 
|-
| 00:53
+
|00:53
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ VIII ଶ୍ରେଣୀ ପର୍ଯ୍ୟନ୍ତର
+
|ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ VIII ଶ୍ରେଣୀ ପର୍ଯ୍ୟନ୍ତର
 +
 
 
|-
 
|-
| 00:59
+
|00:59
| Chemistry ଉପରେ ମୌଳିକ ଜ୍ଞାନ ଥିବା ଦରକାର
+
|Chemistry ଉପରେ ମୌଳିକ ଜ୍ଞାନ ଥିବା ଦରକାର
 +
 
 
|-
 
|-
| 01:04
+
|01:04
| Ubuntu Software Center ବ୍ୟବହାର କରି GchemPaintକୁ ବହୁତ ସହଜରେ ଇନଷ୍ଟଲ୍ କରିହେବ
+
|Ubuntu Software Center ବ୍ୟବହାର କରି GchemPaintକୁ ବହୁତ ସହଜରେ ଇନଷ୍ଟଲ୍ କରିହେବ
 +
 
 
|-
 
|-
| 01:12
+
|01:12
| Ubuntu Software Center ଉପରେ ଅଧିକ ସୂଚନା ପାଇଁ  
+
|Ubuntu Software Center ଉପରେ ଅଧିକ ସୂଚନା ପାଇଁ  
 +
 
 
|-
 
|-
| 01:16
+
|01:16
| ଆମ ୱେବ୍ ସାଇଟ୍ ରେ ଥିବା Ubuntu Linux Tutorials ଦେଖନ୍ତୁ
+
|ଆମ ୱେବ୍ ସାଇଟ୍ ରେ ଥିବା Ubuntu Linux Tutorials ଦେଖନ୍ତୁ
 +
 
 
|-
 
|-
| 01:23
+
|01:23
| GchemPaint କ’ଣ?
+
|GchemPaint କ’ଣ?
 +
 
 
|-
 
|-
| 01:26
+
|01:26
| GchemPaint ହେଉଛି ଏକ 2 ଡାଇମେନ୍ସସନାଲ୍ chemical structure editor
+
|GchemPaint ହେଉଛି ଏକ 2 ଡାଇମେନ୍ସସନାଲ୍ chemical structure editor
 +
 
 
|-
 
|-
| 01:32
+
|01:32
| ଏଥିରେ ଏକ multiple document interface ରହିଛି
+
|ଏଥିରେ ଏକ multiple document interface ରହିଛି
 +
 
 
|-
 
|-
| 01:37
+
|01:37
| GchemPaint ଆପଣଙ୍କୁ ଅନୁମତି ଦିଏ,
+
|GchemPaint ଆପଣଙ୍କୁ ଅନୁମତି ଦିଏ,
 +
 
 
|-
 
|-
| 01:40
+
|01:40
| *ଟୁ ଡାଇମେନ୍ସନାଲ୍ କେମିକାଲ୍ ଷ୍ଟ୍ରକଚର୍ସ Draw ଓ display
+
|ଟୁ ଡାଇମେନ୍ସନାଲ୍ କେମିକାଲ୍ ଷ୍ଟ୍ରକଚର୍ସ Draw ଓ display
 +
 
 
|-
 
|-
| 01:46
+
|01:46
| *ଟେମ୍ପଲେଟ୍ସ Drag ଓ drop
+
|ଟେମ୍ପଲେଟ୍ସ Drag ଓ drop
 +
 
 
|-
 
|-
| 01:50
+
|01:50
| * ବଣ୍ଡସ୍ର ଦୀର୍ଘତା, କୋଣ ଓ ପ୍ରସ୍ତ ପରିବର୍ତ୍ତନ
+
|ବଣ୍ଡସ୍ର ଦୀର୍ଘତା, କୋଣ ଓ ପ୍ରସ୍ତ ପରିବର୍ତ୍ତନ
 +
 
 
|-
 
|-
| 01:55
+
|01:55
| * ଯୌଗିକର molecular weight ଗଣନା କରିବାକୁ Chemical Calculatorର ବ୍ୟବହାର
+
|ଯୌଗିକର molecular weight ଗଣନା କରିବାକୁ Chemical Calculatorର ବ୍ୟବହାର
 +
 
 
|-
 
|-
| 02:03
+
|02:03
| GChemPaint ସାହାଯ୍ୟ କରେ:  
+
|GChemPaint ସାହାଯ୍ୟ କରେ:  
 +
 
 
|-
 
|-
| 02:05
+
|02:05
| *କେମିକାଲ୍ ଷ୍ଟ୍ରକଚର୍ସର Easy visualizationରେ
+
|କେମିକାଲ୍ ଷ୍ଟ୍ରକଚର୍ସର Easy visualizationରେ
 +
 
 
|-
 
|-
| 02:11
+
|02:11
| * ଟୁ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସକୁ ଥ୍ରୀ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସରେ ପରିବର୍ତ୍ତନ କରିବାରେ
+
|ଟୁ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସକୁ ଥ୍ରୀ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସରେ ପରିବର୍ତ୍ତନ କରିବାରେ
 +
 
 
|-
 
|-
| 02:17
+
|02:17
| *ଷ୍ଟ୍ରକଚର୍ସର Magnificationରେ
+
|ଷ୍ଟ୍ରକଚର୍ସର Magnificationରେ
 +
 
 
|-
 
|-
| 02:21
+
|02:21
| *ଆଟମ୍ସର Automatic ଓ manual ଆସାଇନମେଣ୍ଟରେ
+
|ଆଟମ୍ସର Automatic ଓ manual ଆସାଇନମେଣ୍ଟରେ
 +
 
 
|-
 
|-
| 02:26
+
|02:26
| ପ୍ରଥମେ, ଗୋଟିଏ ନୂଆ GchemPaint ଆପ୍ଲିକେଶନ୍ କିପରି ଖୋଲାଯାଏ, ଦେଖିବା
+
|ପ୍ରଥମେ, ଗୋଟିଏ ନୂଆ GchemPaint ଆପ୍ଲିକେଶନ୍ କିପରି ଖୋଲାଯାଏ, ଦେଖିବା
 +
 
 
|-
 
|-
| 02:33
+
|02:33
| Dash home ଉପରେ କ୍ଲିକ୍ କରନ୍ତୁ >> Search bar ଦେଖାଦେବ >> Search barରେ GchemPaint ଟାଇପ୍ କରନ୍ତୁ
+
|Dash home ଉପରେ କ୍ଲିକ୍ କରନ୍ତୁ >> Search bar ଦେଖାଦେବ >> Search barରେ GchemPaint ଟାଇପ୍ କରନ୍ତୁ
 +
 
 
|-
 
|-
| 02:41
+
|02:41
| GchemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
+
|GchemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:46
+
|02:46
| ଆମେ Terminalରୁ ମଧ୍ୟ GchemPaint ଆପ୍ଲିକେଶନ୍ ଖୋଲିପାରିବା
+
|ଆମେ Terminalରୁ ମଧ୍ୟ GchemPaint ଆପ୍ଲିକେଶନ୍ ଖୋଲିପାରିବା
  
 
|-
 
|-
| 02:52
+
|02:52
| Terminal ଖୋଲିବାକୁ ଏକାସଙ୍ଗରେ Ctrl, Alt ଓ T କୀ ଦାବନ୍ତୁ
+
|Terminal ଖୋଲିବାକୁ ଏକାସଙ୍ଗରେ Ctrl, Alt ଓ T କୀ ଦାବନ୍ତୁ
 +
 
 
|-
 
|-
| 02:58
+
|02:58
| GChemPaint ଟାଇପ୍ କରି Enter ପ୍ରେସ୍ କରନ୍ତୁ
+
|GChemPaint ଟାଇପ୍ କରି Enter ପ୍ରେସ୍ କରନ୍ତୁ
 +
 
 
|-
 
|-
| 03:04
+
|03:04
| GChemPaint ଆପ୍ଲିକେଶନ୍ ଖୋଲିବ
+
|GChemPaint ଆପ୍ଲିକେଶନ୍ ଖୋଲିବ
 +
 
 
|-
 
|-
| 03:08
+
|03:08
| ଏକ ସାଧାରଣ GChemPaint ୱିଣ୍ଡୋ ଏହିପରି ଦେଖାଯାଏ
+
|ଏକ ସାଧାରଣ GChemPaint ୱିଣ୍ଡୋ ଏହିପରି ଦେଖାଯାଏ
 +
 
 
|-
 
|-
| 03:13
+
|03:13
| ଏହା ହେଉଛି ମେନୁ ବାର୍
+
|ଏହା ହେଉଛି ମେନୁ ବାର୍
 +
 
 
|-
 
|-
| 03:15
+
|03:15
| ଅନ୍ୟ ୱିଣ୍ଡୋ ଆଧାରିତ ଆପ୍ଲିକେଶନ୍ସ ପରି GChemPaintରେ ସାଧାରଣ ମେନୁ ବାର୍ ଥାଏ
+
|ଅନ୍ୟ ୱିଣ୍ଡୋ ଆଧାରିତ ଆପ୍ଲିକେଶନ୍ସ ପରି GChemPaintରେ ସାଧାରଣ ମେନୁ ବାର୍ ଥାଏ
 +
 
 
|-
 
|-
| 03:22
+
|03:22
| ମେନୁ ବାର୍ରେ File, Edit, View, Tools, Windows ଓ Help ଅପ୍ସନ୍ସ ରହିଥାଏ
+
|ମେନୁ ବାର୍ରେ File, Edit, View, Tools, Windows ଓ Help ଅପ୍ସନ୍ସ ରହିଥାଏ
 +
 
 
|-
 
|-
| 03:34
+
|03:34
| Tool Barରେ, ବାରମ୍ୱାର ବ୍ୟବହାର ହେଉଥିବା କମାଣ୍ଡସ୍ ଆଇକନ୍ ଭାବରେ ରହିଛି
+
|Tool Barରେ, ବାରମ୍ୱାର ବ୍ୟବହାର ହେଉଥିବା କମାଣ୍ଡସ୍ ଆଇକନ୍ ଭାବରେ ରହିଛି
 +
 
 
|-
 
|-
| 03:41
+
|03:41
| open a New file,  
+
|open a New file,  
 +
 
 
|-
 
|-
| 03:45
+
|03:45
 
|Open existing file,
 
|Open existing file,
 +
 
|-
 
|-
| 03:48
+
|03:48
 
|Save a file ଓ Print a file ପାଇଁ ଆଇକନ୍ସ ଅଛି  
 
|Save a file ଓ Print a file ପାଇଁ ଆଇକନ୍ସ ଅଛି  
 +
 
|-
 
|-
| 03:53
+
|03:53
| ଏହା ହେଉଛି Display area
+
|ଏହା ହେଉଛି Display area
 +
 
 
|-
 
|-
| 03:56
+
|03:56
| ଆମେ ଡ୍ର’ ଓ ଏଡିଟ୍ କରିଥିବା ଫାଇଲ୍ର ବିଷୟବସ୍ତୁ ଓ ଗଠନକୁ Display area ଦେଖାଏ
+
|ଆମେ ଡ୍ର’ ଓ ଏଡିଟ୍ କରିଥିବା ଫାଇଲ୍ର ବିଷୟବସ୍ତୁ ଓ ଗଠନକୁ Display area ଦେଖାଏ
 +
 
 
|-
 
|-
| 04:06
+
|04:06
| ଆମେ Display areaରେ ଟୁଲ୍ ବକ୍ସରୁ ଟୁଲ୍ସ Drag ଓ Drop କରିପାରିବା
+
|ଆମେ Display areaରେ ଟୁଲ୍ ବକ୍ସରୁ ଟୁଲ୍ସ Drag ଓ Drop କରିପାରିବା
 +
 
 
|-
 
|-
| 04:14
+
|04:14
| Status Bar, ସାମ୍ପ୍ରତିକ GChemPait କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦର୍ଶନ କରେ
+
|Status Bar, ସାମ୍ପ୍ରତିକ GChemPait କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦର୍ଶନ କରେ
 +
 
 
|-
 
|-
| 04:20
+
|04:20
| ଏହା ମେନୁ ଆଇଟମ୍ସ ବିଷୟରେ contextual ସୂଚନା ମଧ୍ୟ ପ୍ରଦର୍ଶନ କରେ
+
|ଏହା ମେନୁ ଆଇଟମ୍ସ ବିଷୟରେ contextual ସୂଚନା ମଧ୍ୟ ପ୍ରଦର୍ଶନ କରେ
 +
 
 
|-
 
|-
| 04:28
+
|04:28
| ମୁଁ ଏବେ Document Properties ବିଷୟରେ ବର୍ଣ୍ଣନା କରିବି
+
|ମୁଁ ଏବେ Document Properties ବିଷୟରେ ବର୍ଣ୍ଣନା କରିବି
 +
 
 
|-
 
|-
| 04:33
+
|04:33
| Document Properties ୱିଣ୍ଡୋ ଖୋଲିବାକୁ,
+
|Document Properties ୱିଣ୍ଡୋ ଖୋଲିବାକୁ,
 +
 
 
|-
 
|-
| 04:37
+
|04:37
| File ମେନୁ ଉପରେ କ୍ଲିକ୍ କରନ୍ତୁ
+
|File ମେନୁ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:39
+
|04:39
| Propertiesକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
+
|Propertiesକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:43
+
|04:43
| Document Properties ୱିଣ୍ଡୋ ଖୋଲିଲା
+
|Document Properties ୱିଣ୍ଡୋ ଖୋଲିଲା
 +
 
 
|-
 
|-
| 04:47
+
|04:47
| Document Properties ୱିଣ୍ଡୋକୁ ମାକ୍ସିମାଇଜ୍ କରିବା ପାଇଁ ମୁଁ ଏହାକୁ ଡ୍ରାଗ୍ କରିବି
+
|Document Properties ୱିଣ୍ଡୋକୁ ମାକ୍ସିମାଇଜ୍ କରିବା ପାଇଁ ମୁଁ ଏହାକୁ ଡ୍ରାଗ୍ କରିବି
 +
 
 
|-
 
|-
| 04:53
+
|04:53
| Document Propertiesରେ ନିମ୍ନଲିଖିତ ଫିଲ୍ଡସ୍ ରହିଛି
+
|Document Propertiesରେ ନିମ୍ନଲିଖିତ ଫିଲ୍ଡସ୍ ରହିଛି
 +
 
 
|-
 
|-
| 04:59
+
|04:59
| Title – ଚାଲନ୍ତୁ ଡକ୍ୟୁମେଣ୍ଟର ନାମ Propane ଦେବା
+
|Title – ଚାଲନ୍ତୁ ଡକ୍ୟୁମେଣ୍ଟର ନାମ Propane ଦେବା
 +
 
 
|-
 
|-
| 05:06
+
|05:06
| Author's Name ଭାବରେ Madhuri ଟାଇପ୍ କରିବା
+
|Author's Name ଭାବରେ Madhuri ଟାଇପ୍ କରିବା
 +
 
 
|-
 
|-
| 05:14
+
|05:14
| Emailକୁ ଖାଲି ଛାଡ଼ିଦିଅନ୍ତୁ
+
|Emailକୁ ଖାଲି ଛାଡ଼ିଦିଅନ୍ତୁ
 +
 
 
|-
 
|-
| 05:17
+
|05:17
| History ଫିଲ୍ଡ, ଡକ୍ୟୁମେଣ୍ଟର Creation Date ଦେଖାଏ
+
|History ଫିଲ୍ଡ, ଡକ୍ୟୁମେଣ୍ଟର Creation Date ଦେଖାଏ
 +
 
 
|-
 
|-
| 05:23
+
|05:23
| ଏହା ଡକ୍ୟୁମେଣ୍ଟର Revision Date ମଧ୍ୟ ଦେଖାଏ
+
|ଏହା ଡକ୍ୟୁମେଣ୍ଟର Revision Date ମଧ୍ୟ ଦେଖାଏ
 +
 
 
|-
 
|-
| 05:28
+
|05:28
| ଏହାର ଅର୍ଥ, ଏହା ଡକ୍ୟୁମେଣ୍ଟର ପରବର୍ତ୍ତୀ ଏଡିଟ୍ ହୋଇଥିବା ତାରିଖ ମଧ୍ୟ ଦେଖାଏ
+
|ଏହାର ଅର୍ଥ, ଏହା ଡକ୍ୟୁମେଣ୍ଟର ପରବର୍ତ୍ତୀ ଏଡିଟ୍ ହୋଇଥିବା ତାରିଖ ମଧ୍ୟ ଦେଖାଏ
 +
 
 
|-
 
|-
| 05:35
+
|05:35
| Theme ଫିଲ୍ଡକୁ GChemPaint ଭାବରେ ଛାଡ଼ିଦିଅନ୍ତୁ
+
|Theme ଫିଲ୍ଡକୁ GChemPaint ଭାବରେ ଛାଡ଼ିଦିଅନ୍ତୁ
 +
 
 
|-
 
|-
| 05:39
+
|05:39
| Comments ଫିଲ୍ଡରେ ଆମେ ଡକ୍ୟୁମେଣ୍ଟ ସମ୍ପର୍କିତ ଟେକ୍ସଟ୍ ଆଡ୍ କରିପାରିବା
+
|Comments ଫିଲ୍ଡରେ ଆମେ ଡକ୍ୟୁମେଣ୍ଟ ସମ୍ପର୍କିତ ଟେକ୍ସଟ୍ ଆଡ୍ କରିପାରିବା
 +
 
 
|-
 
|-
| 05:46
+
|05:46
| ଯୌଗିକ ଓ ତାହାର ଫର୍ମୁଲାର ନାମ ଏଣ୍ଟର୍ କରନ୍ତୁ
+
|ଯୌଗିକ ଓ ତାହାର ଫର୍ମୁଲାର ନାମ ଏଣ୍ଟର୍ କରନ୍ତୁ
 +
 
 
|-
 
|-
| 05:51
+
|05:51
| Propane CH3-CH2-CH3
+
|Propane CH3-CH2-CH3
 +
 
 
|-
 
|-
| 06:01
+
|06:01
| ୱିଣ୍ଡୋ ବନ୍ଦ କରିବାକୁ Close ବଟନ୍ରେ କ୍ଲିକ୍ କରନ୍ତୁ
+
|ୱିଣ୍ଡୋ ବନ୍ଦ କରିବାକୁ Close ବଟନ୍ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:05
+
|06:05
| ଏହାପରେ ଚାଲନ୍ତୁ Tool Box ବିଷୟରେ ଶିଖିବା
+
|ଏହାପରେ ଚାଲନ୍ତୁ Tool Box ବିଷୟରେ ଶିଖିବା
 +
 
 
|-
 
|-
| 06:09
+
|06:09
| Tool Boxରେ ବିଭିନ୍ନ ଟୁଲ୍ସ ପାଇଁ ବଟନ୍ସ ରହିଛି
+
|Tool Boxରେ ବିଭିନ୍ନ ଟୁଲ୍ସ ପାଇଁ ବଟନ୍ସ ରହିଛି
 +
 
 
|-
 
|-
| 06:14
+
|06:14
| ଆକ୍ଟିଭ୍ ଡକ୍ୟୁମେଣ୍ଟ ୱିଣ୍ଡୋ ସଙ୍ଗରେTool Box ପ୍ରଦର୍ଶିତ ହୋଇଛି
+
|ଆକ୍ଟିଭ୍ ଡକ୍ୟୁମେଣ୍ଟ ୱିଣ୍ଡୋ ସଙ୍ଗରେTool Box ପ୍ରଦର୍ଶିତ ହୋଇଛି
 +
 
 
|-
 
|-
| 06:20
+
|06:20
| ଏବେ ଚାଲନ୍ତୁ Tool Box ବଟନ୍ସ ବ୍ୟବହାର କରି ଷ୍ଟ୍ରକଚର୍ସ ଡ୍ର’ କରିବା
+
|ଏବେ ଚାଲନ୍ତୁ Tool Box ବଟନ୍ସ ବ୍ୟବହାର କରି ଷ୍ଟ୍ରକଚର୍ସ ଡ୍ର’ କରିବା
 +
 
 
|-
 
|-
| 06:25
+
|06:25
| ପ୍ରଥମେ Propaneର ଷ୍ଟ୍ରକଚର୍ ଡ୍ର’ କରିବା
+
|ପ୍ରଥମେ Propaneର ଷ୍ଟ୍ରକଚର୍ ଡ୍ର’ କରିବା
 +
 
 
|-
 
|-
| 06:30
+
|06:30
| Propane ହେଉଛି CH3-CH2-CH3
+
|Propane ହେଉଛି CH3-CH2-CH3
 +
 
 
|-
 
|-
| 06:36
+
|06:36
| ଏକ କାର୍ବନ୍ ଚେନ୍ ଡ୍ର’ କରିବାକୁ ଟୁଲ୍ ବକ୍ସରୁ Add a Chain ଟୁଲ୍ ବ୍ୟବହାର କରନ୍ତୁ
+
|ଏକ କାର୍ବନ୍ ଚେନ୍ ଡ୍ର’ କରିବାକୁ ଟୁଲ୍ ବକ୍ସରୁ Add a Chain ଟୁଲ୍ ବ୍ୟବହାର କରନ୍ତୁ
 +
 
 
|-
 
|-
| 06:42
+
|06:42
| Add a Chain ଟୁଲ୍  
+
|Add a Chain ଟୁଲ୍  
 +
 
 
|-
 
|-
| 06:45
+
|06:45
| ଓ ତାହାପରେ Display area ଉପରେ କ୍ଲିକ୍ କରନ୍ତୁ
+
|ଓ ତାହାପରେ Display area ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 06:48
+
|06:48
| Display Areaରେ ଏକ Carbon Chain ଅଙ୍କା ହୋଇଗଲା
+
|Display Areaରେ ଏକ Carbon Chain ଅଙ୍କା ହୋଇଗଲା
 +
 
 
|-
 
|-
| 06:53
+
|06:53
| ଚେନ୍ ର ଦିଗ ପରିବର୍ତ୍ତନ କରିବା ପାଇଁ
+
|ଚେନ୍ ର ଦିଗ ପରିବର୍ତ୍ତନ କରିବା ପାଇଁ
 +
 
 
|-
 
|-
| 06:57
+
|06:57
| Add a Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
+
|Add a Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:00
 
|07:00
| Display Areaରେ, ଚେନ୍ କୁ ଓରିଏଣ୍ଟ କରିବା ପାଇଁ ବାମ ମାଉସ୍ ବଟନ୍ କ୍ଲିକ୍ କରି ଚାପି ଧରନ୍ତୁ
+
|Display Areaରେ, ଚେନ୍ କୁ ଓରିଏଣ୍ଟ କରିବା ପାଇଁ ବାମ ମାଉସ୍ ବଟନ୍ କ୍ଲିକ୍ କରି ଚାପି ଧରନ୍ତୁ
 +
 
 
|-
 
|-
| 07:07
+
|07:07
| ଚେନ୍ ର ଦିଗ ସ୍ଥିର ନହେବା ପର୍ଯ୍ୟନ୍ତ ବାମ ମାଉସ୍ ବଟନ୍ କୁ ଛାଡ଼ନ୍ତୁ ନାହିଁ
+
|ଚେନ୍ ର ଦିଗ ସ୍ଥିର ନହେବା ପର୍ଯ୍ୟନ୍ତ ବାମ ମାଉସ୍ ବଟନ୍ କୁ ଛାଡ଼ନ୍ତୁ ନାହିଁ
 +
 
 
|-
 
|-
| 07:15
+
|07:15
| ଦିଗ ସ୍ଥିର କରିସାରିବା ପରେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
+
|ଦିଗ ସ୍ଥିର କରିସାରିବା ପରେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
 +
 
 
|-
 
|-
| 07:20
+
|07:20
| ଦେଖନ୍ତୁ, Carbon Chain ଡ୍ର’ ହୋଇଗଲା
+
|ଦେଖନ୍ତୁ, Carbon Chain ଡ୍ର’ ହୋଇଗଲା
 +
 
 
|-
 
|-
| 07:24
+
|07:24
| ଧ୍ୟାନଦିଅନ୍ତୁ, ଆମେ ଥରେ Display Area ଉପରେ କ୍ଲିକ୍ କଲେ, ଚେନ୍ ର ଦୀର୍ଘତା ଓ ଦିଗ ସ୍ଥିର ହୋଇଯିବ
+
|ଧ୍ୟାନଦିଅନ୍ତୁ, ଆମେ ଥରେ Display Area ଉପରେ କ୍ଲିକ୍ କଲେ, ଚେନ୍ ର ଦୀର୍ଘତା ଓ ଦିଗ ସ୍ଥିର ହୋଇଯିବ
 +
 
 
|-
 
|-
| 07:33
+
|07:33
| ଏବେ ଚାଲନ୍ତୁ, ଚେନ୍ ର ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା
+
|ଏବେ ଚାଲନ୍ତୁ, ଚେନ୍ ର ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା
 +
 
 
|-
 
|-
| 07:39
+
|07:39
| ଆଟମ୍ସ ପ୍ରଦର୍ଶନ ପାଇଁ 3ଟି ପୋଜିଶନ୍ ଅଛି
+
|ଆଟମ୍ସ ପ୍ରଦର୍ଶନ ପାଇଁ 3ଟି ପୋଜିଶନ୍ ଅଛି
 +
 
 
|-
 
|-
| 07:43
+
|07:43
| ପ୍ରଥମ ପୋଜିଶନ୍ ରେ ରାଇଟ୍ କ୍ଲିକ୍ କରନ୍ତୁ,
+
|ପ୍ରଥମ ପୋଜିଶନ୍ ରେ ରାଇଟ୍ କ୍ଲିକ୍ କରନ୍ତୁ,
 +
 
 
|-
 
|-
| 07:47
+
|07:47
| ଏକ Sub-menu ଖୋଲିବ
+
|ଏକ Sub-menu ଖୋଲିବ
 +
 
 
|-
 
|-
| 07:49
+
|07:49
| Atom ସିଲେକ୍ଟ କରି ସେହି ପୋଜିଶନ୍ରେ Atoms ପ୍ରଦର୍ଶନ କରିବା ପାଇଁ Display Symbol ଉପରେ କ୍ଲିକ୍ କରନ୍ତୁ
+
|Atom ସିଲେକ୍ଟ କରି ସେହି ପୋଜିଶନ୍ରେ Atoms ପ୍ରଦର୍ଶନ କରିବା ପାଇଁ Display Symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 07:59
+
|07:59
| ସେହିପରି ଭାବରେ ସମସ୍ତ ପୋଜିଶନ୍ସରେ Atoms ପ୍ରଦର୍ଶିତ କରନ୍ତୁ
+
|ସେହିପରି ଭାବରେ ସମସ୍ତ ପୋଜିଶନ୍ସରେ Atoms ପ୍ରଦର୍ଶିତ କରନ୍ତୁ
 +
 
 
|-
 
|-
| 08:04
+
|08:04
| ରାଇଟ୍ କ୍ଲିକ୍ କରି Atom ସିଲେକ୍ଟ କରନ୍ତୁ
+
|ରାଇଟ୍ କ୍ଲିକ୍ କରି Atom ସିଲେକ୍ଟ କରନ୍ତୁ
 +
 
 
|-
 
|-
| 08:07
+
|08:07
| Display symbol ଉପରେ କ୍ଲିକ୍ କରନ୍ତୁ
+
|Display symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:12
+
|08:12
| ଏଠାରେ Propaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
+
|ଏଠାରେ Propaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
 +
 
 
|-
 
|-
| 08:17
+
|08:17
| ଏହାପରେ ଚାଲନ୍ତୁ ସେହି ୱିଣ୍ଡୋରେ ଏକ Pentane ଷ୍ଟ୍ରକଚର୍ ଡ୍ର’ କରିବା
+
|ଏହାପରେ ଚାଲନ୍ତୁ ସେହି ୱିଣ୍ଡୋରେ ଏକ Pentane ଷ୍ଟ୍ରକଚର୍ ଡ୍ର’ କରିବା
 +
 
 
|-
 
|-
| 08:23
+
|08:23
| Add a Chain ଟୁଲ୍ ଉପରେ କ୍ଲିକ୍ କରି
+
|Add a Chain ଟୁଲ୍ ଉପରେ କ୍ଲିକ୍ କରି
 +
 
 
|-
 
|-
| 08:26
+
|08:26
| Display Area ଉପରେ କ୍ଲିକ୍ କରନ୍ତୁ
+
|Display Area ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 08:29
+
|08:29
| ଚେନ୍ ର ଦୀର୍ଘତା ବୃଦ୍ଧି କରିବାକୁ, ବାମ ମାଉସ୍ ବଟନ୍ ଧରିରଖି କର୍ସର୍ କୁ ଡ୍ରାଗ୍ କରନ୍ତୁ
+
|ଚେନ୍ ର ଦୀର୍ଘତା ବୃଦ୍ଧି କରିବାକୁ, ବାମ ମାଉସ୍ ବଟନ୍ ଧରିରଖି କର୍ସର୍ କୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
| 08:36
+
|08:36
| ଚାହୁଁଥିବା ଦିଗରେ ଓରିଏଣ୍ଟେଶନ୍ ପରିବର୍ତ୍ତନ କରି ବାମ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ
+
|ଚାହୁଁଥିବା ଦିଗରେ ଓରିଏଣ୍ଟେଶନ୍ ପରିବର୍ତ୍ତନ କରି ବାମ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ
 +
 
 
|-
 
|-
| 08:43
+
|08:43
| ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶନ କରନ୍ତୁ
+
|ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶନ କରନ୍ତୁ
 +
 
 
|-
 
|-
| 08:47
+
|08:47
| ଏଠାରେ ଆଟମ୍ସ ପ୍ରଦର୍ଶନ ପାଇଁ 5 ଟି ପୋଜିଶନ୍ସ ଅଛି
+
|ଏଠାରେ ଆଟମ୍ସ ପ୍ରଦର୍ଶନ ପାଇଁ 5 ଟି ପୋଜିଶନ୍ସ ଅଛି
 +
 
 
|-
 
|-
| 08:52
+
|08:52
| ପ୍ରଥମ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. ଏକ ସବ୍-ମେନୁ ଖୋଲିଲା
+
|ପ୍ରଥମ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. ଏକ ସବ୍-ମେନୁ ଖୋଲିଲା
 +
 
 
|-
 
|-
| 08:58
+
|08:58
| Atoms ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
+
|Atoms ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:03
+
|09:03
| ସେହିପରି ଚାଲନ୍ତୁ ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶିତ କରିବା
+
|ସେହିପରି ଚାଲନ୍ତୁ ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶିତ କରିବା
 +
 
 
|-
 
|-
| 09:17
+
|09:17
| ଏଠାରେ Pentaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
+
|ଏଠାରେ Pentaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
 +
 
 
|-
 
|-
| 09:21
+
|09:21
| ଏବେ ଫାଇଲ୍ କୁ ସେଭ୍ କରନ୍ତୁ
+
|ଏବେ ଫାଇଲ୍ କୁ ସେଭ୍ କରନ୍ତୁ
 +
 
 
|-
 
|-
| 09:24
+
|09:24
| File ମେନୁରେ କ୍ଲିକ୍ କରି Save As ସିଲେକ୍ଟ କରନ୍ତୁ
+
|File ମେନୁରେ କ୍ଲିକ୍ କରି Save As ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:27
+
|09:27
| Save As ଡାୟଲଗ୍ ବକ୍ସ ଖୋଲିଲା
+
|Save As ଡାୟଲଗ୍ ବକ୍ସ ଖୋଲିଲା
 +
 
 
|-
 
|-
| 09:30
+
|09:30
| File Type ପାଇଁ, ଡ୍ରପ୍ ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ
+
|File Type ପାଇଁ, ଡ୍ରପ୍ ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:35
+
|09:35
| ବିଭିନ୍ନ ସେଭ୍ ଫର୍ମାଟ୍ସ ଦେଖାଦେବ
+
|ବିଭିନ୍ନ ସେଭ୍ ଫର୍ମାଟ୍ସ ଦେଖାଦେବ
 +
 
 
|-
 
|-
| 09:39
+
|09:39
| 2D Chemical structure ସିଲେକ୍ଟ କରନ୍ତୁ
+
|2D Chemical structure ସିଲେକ୍ଟ କରନ୍ତୁ
 +
 
 
|-
 
|-
| 09:43
+
|09:43
| propane.gchempaint ଭାବେ ଫାଇଲ୍ ନାମ ଟାଇପ୍ କରି
+
|propane.gchempaint ଭାବେ ଫାଇଲ୍ ନାମ ଟାଇପ୍ କରି
 +
 
 
|-
 
|-
| 09:52
+
|09:52
| Save ବଟନ୍ରେ କ୍ଲିକ୍ କରନ୍ତୁ
+
|Save ବଟନ୍ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 09:55
+
|09:55
|.gchempaint ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ ହୋଇଗଲା
+
|gchempaint ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ ହୋଇଗଲା
 +
 
 
|-
 
|-
| 10:00
+
|10:00
| ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
+
|ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
 +
 
 
|-
 
|-
| 10:04
+
|10:04
| ସଂକ୍ଷିପ୍ତରେ
+
|ସଂକ୍ଷିପ୍ତରେ
 +
 
 
|-
 
|-
| 10:06
+
|10:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 +
 
 
|-
 
|-
| 10:09
+
|10:09
| * GChemPaint  
+
|GChemPaint,ବ୍ୟବହାର ଓ ଲାଭ
 +
 
 
|-
 
|-
| 10:10
+
|10:12
| *ବ୍ୟବହାର ଓ ଲାଭ
+
|ଇନଷ୍ଟଲେଶନ୍
 +
 
 
|-
 
|-
| 10:12
+
|10:14
| *ଇନଷ୍ଟଲେଶନ୍
+
|ଏକ ନୂଆ ଫାଇଲ୍ ଖୋଲିବା
 +
 
 
|-
 
|-
| 10:14
+
|10:16
| *ଏକ ନୂଆ ଫାଇଲ୍ ଖୋଲିବା
+
|ମେନୁ ବାର୍, ଟୁଲ୍ ବାର୍ ଓ ଷ୍ଟାଟସ୍ ବାର୍ ବିଷୟରେ
 +
 
 
|-
 
|-
| 10:16
+
|10:20
| * ମେନୁ ବାର୍, ଟୁଲ୍ ବାର୍ ଓ ଷ୍ଟାଟସ୍ ବାର୍ ବିଷୟରେ
+
|ଆମେ ଆହୁରି ମଧ୍ୟ ଶିଖିଲେ:
 +
 
 
|-
 
|-
| 10:20
+
|10:23
| ଆମେ ଆହୁରି ମଧ୍ୟ ଶିଖିଲେ:
+
|ଡସପ୍ଲେ ଏରିଆ
 +
 
 
|-
 
|-
| 10:23
+
|10:25
| *ଡସପ୍ଲେ ଏରିଆ
+
|ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍,ଟୁଲ୍ ବକ୍ସ ବ୍ୟବହାର
 +
 
 
|-
 
|-
| 10:25
+
|10:28
| *ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍
+
|ଓ .gchempaint ଏକ୍ସଟେନ୍ସନ୍ ସହ ଡ୍ରଇଙ୍ଗ୍ ସେଭ୍ କରିବା ବିଷୟରେ
 +
 
 
|-
 
|-
| 10:26
+
|10:33
| *ଟୁଲ୍ ବକ୍ସ ବ୍ୟବହାର
+
|ଏକ ଆସାନମେଣ୍ଟ ଭାବରେ:
|-
+
 
| 10:28
+
| *ଓ .gchempaint ଏକ୍ସଟେନ୍ସନ୍ ସହ ଡ୍ରଇଙ୍ଗ୍ ସେଭ୍ କରିବା ବିଷୟରେ
+
|-
+
| 10:33
+
| ଏକ ଆସାନମେଣ୍ଟ ଭାବରେ:
+
 
|-
 
|-
| 10:36
+
|10:36
 
|1. n-hexane ଓ n-octaneର  ଷ୍ଟ୍ରକଚର୍ ଡ୍ର’ କରନ୍ତୁ
 
|1. n-hexane ଓ n-octaneର  ଷ୍ଟ୍ରକଚର୍ ଡ୍ର’ କରନ୍ତୁ
 +
 
|-
 
|-
| 10:41
+
|10:41
 
|2. ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ
 
|2. ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ
 +
 
|-
 
|-
| 10:43
+
|10:43
 
|3. ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶିତ କରନ୍ତୁ
 
|3. ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶିତ କରନ୍ତୁ
 +
 
|-
 
|-
| 10:47
+
|10:47
| ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
+
|ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
 +
 
 
|-
 
|-
| 10:53
+
|10:53
| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 10:57
+
|10:57
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 11:00
+
|11:00
 
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
|-
 
|-
| 11:05
+
|11:05
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 11:07
+
|11:07
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 11:10
+
|11:10
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
 
|-
 
|-
| 11:14
+
|11:14
| ଅଧିକ ବିବରଣୀ ପାଇଁ ଏହି ଇ-ମେଲ୍କୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ ଏହି ଇ-ମେଲ୍କୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 11:21
+
|11:21
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 11:26
+
|11:26
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 11:34
+
|11:34
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
|-
+
| 11:40
+
| IIT Bombay  ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
+
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
  
 +
|-
 +
|11:40
 +
|IIT Bombay  ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 16:45, 4 April 2017

Time Narration
00:01 ନମସ୍କାର,Introduction to GchemPaint ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 GchemPaint ବିଷୟରେ
00:13 ବ୍ୟବହାର ଓ ଲାଭ
00:16 ଇନଷ୍ଟଲେଶନ୍,ଏକ ନୂଆ ଫାଇଲ୍ ଖୋଲିବା
00:20 ମେନୁବାର୍, ଟୁଲବାର୍ ଓ ଷ୍ଟାଟସ୍ ବାର୍
00:25 ଆମେ ଆହୁରି ମଧ୍ୟ ଶିଖିବା:
00:28 ଡିସପ୍ଲେ ଏରିଆ
00:30 ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍
00:32 ଟୁଲ୍ ବକ୍ସ ବ୍ୟବହାର କରିବା ଓ
00:34 gchempaint ଏକ୍ସଟେନ୍ସନ୍ ସହିତ ଡ୍ରଇଙ୍ଗ୍ ସେଭ କରିବା
00:40 ଏଠାରେ ମୁଁ ବ୍ୟବହାର କରୁଛି
00:42 Ubuntu Linux OS ଭର୍ସନ୍ 12.04,
00:47 GChemPaint ଭର୍ସନ୍ 0.12.10.
00:53 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ VIII ଶ୍ରେଣୀ ପର୍ଯ୍ୟନ୍ତର
00:59 Chemistry ଉପରେ ମୌଳିକ ଜ୍ଞାନ ଥିବା ଦରକାର
01:04 Ubuntu Software Center ବ୍ୟବହାର କରି GchemPaintକୁ ବହୁତ ସହଜରେ ଇନଷ୍ଟଲ୍ କରିହେବ
01:12 Ubuntu Software Center ଉପରେ ଅଧିକ ସୂଚନା ପାଇଁ
01:16 ଆମ ୱେବ୍ ସାଇଟ୍ ରେ ଥିବା Ubuntu Linux Tutorials ଦେଖନ୍ତୁ
01:23 GchemPaint କ’ଣ?
01:26 GchemPaint ହେଉଛି ଏକ 2 ଡାଇମେନ୍ସସନାଲ୍ chemical structure editor
01:32 ଏଥିରେ ଏକ multiple document interface ରହିଛି
01:37 GchemPaint ଆପଣଙ୍କୁ ଅନୁମତି ଦିଏ,
01:40 ଟୁ ଡାଇମେନ୍ସନାଲ୍ କେମିକାଲ୍ ଷ୍ଟ୍ରକଚର୍ସ Draw ଓ display
01:46 ଟେମ୍ପଲେଟ୍ସ Drag ଓ drop
01:50 ବଣ୍ଡସ୍ର ଦୀର୍ଘତା, କୋଣ ଓ ପ୍ରସ୍ତ ପରିବର୍ତ୍ତନ
01:55 ଯୌଗିକର molecular weight ଗଣନା କରିବାକୁ Chemical Calculatorର ବ୍ୟବହାର
02:03 GChemPaint ସାହାଯ୍ୟ କରେ:
02:05 କେମିକାଲ୍ ଷ୍ଟ୍ରକଚର୍ସର Easy visualizationରେ
02:11 ଟୁ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସକୁ ଥ୍ରୀ ଡାଇମେନ୍ସନାଲ୍ ଷ୍ଟ୍ରକଚର୍ସରେ ପରିବର୍ତ୍ତନ କରିବାରେ
02:17 ଷ୍ଟ୍ରକଚର୍ସର Magnificationରେ
02:21 ଆଟମ୍ସର Automatic ଓ manual ଆସାଇନମେଣ୍ଟରେ
02:26 ପ୍ରଥମେ, ଗୋଟିଏ ନୂଆ GchemPaint ଆପ୍ଲିକେଶନ୍ କିପରି ଖୋଲାଯାଏ, ଦେଖିବା
02:33 Dash home ଉପରେ କ୍ଲିକ୍ କରନ୍ତୁ >> Search bar ଦେଖାଦେବ >> Search barରେ GchemPaint ଟାଇପ୍ କରନ୍ତୁ
02:41 GchemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:46 ଆମେ Terminalରୁ ମଧ୍ୟ GchemPaint ଆପ୍ଲିକେଶନ୍ ଖୋଲିପାରିବା
02:52 Terminal ଖୋଲିବାକୁ ଏକାସଙ୍ଗରେ Ctrl, Alt ଓ T କୀ ଦାବନ୍ତୁ
02:58 GChemPaint ଟାଇପ୍ କରି Enter ପ୍ରେସ୍ କରନ୍ତୁ
03:04 GChemPaint ଆପ୍ଲିକେଶନ୍ ଖୋଲିବ
03:08 ଏକ ସାଧାରଣ GChemPaint ୱିଣ୍ଡୋ ଏହିପରି ଦେଖାଯାଏ
03:13 ଏହା ହେଉଛି ମେନୁ ବାର୍
03:15 ଅନ୍ୟ ୱିଣ୍ଡୋ ଆଧାରିତ ଆପ୍ଲିକେଶନ୍ସ ପରି GChemPaintରେ ସାଧାରଣ ମେନୁ ବାର୍ ଥାଏ
03:22 ମେନୁ ବାର୍ରେ File, Edit, View, Tools, Windows ଓ Help ଅପ୍ସନ୍ସ ରହିଥାଏ
03:34 Tool Barରେ, ବାରମ୍ୱାର ବ୍ୟବହାର ହେଉଥିବା କମାଣ୍ଡସ୍ ଆଇକନ୍ ଭାବରେ ରହିଛି
03:41 open a New file,
03:45 Open existing file,
03:48 Save a file ଓ Print a file ପାଇଁ ଆଇକନ୍ସ ଅଛି
03:53 ଏହା ହେଉଛି Display area
03:56 ଆମେ ଡ୍ର’ ଓ ଏଡିଟ୍ କରିଥିବା ଫାଇଲ୍ର ବିଷୟବସ୍ତୁ ଓ ଗଠନକୁ Display area ଦେଖାଏ
04:06 ଆମେ Display areaରେ ଟୁଲ୍ ବକ୍ସରୁ ଟୁଲ୍ସ Drag ଓ Drop କରିପାରିବା
04:14 Status Bar, ସାମ୍ପ୍ରତିକ GChemPait କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦର୍ଶନ କରେ
04:20 ଏହା ମେନୁ ଆଇଟମ୍ସ ବିଷୟରେ contextual ସୂଚନା ମଧ୍ୟ ପ୍ରଦର୍ଶନ କରେ
04:28 ମୁଁ ଏବେ Document Properties ବିଷୟରେ ବର୍ଣ୍ଣନା କରିବି
04:33 Document Properties ୱିଣ୍ଡୋ ଖୋଲିବାକୁ,
04:37 File ମେନୁ ଉପରେ କ୍ଲିକ୍ କରନ୍ତୁ
04:39 Propertiesକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
04:43 Document Properties ୱିଣ୍ଡୋ ଖୋଲିଲା
04:47 Document Properties ୱିଣ୍ଡୋକୁ ମାକ୍ସିମାଇଜ୍ କରିବା ପାଇଁ ମୁଁ ଏହାକୁ ଡ୍ରାଗ୍ କରିବି
04:53 Document Propertiesରେ ନିମ୍ନଲିଖିତ ଫିଲ୍ଡସ୍ ରହିଛି
04:59 Title – ଚାଲନ୍ତୁ ଡକ୍ୟୁମେଣ୍ଟର ନାମ Propane ଦେବା
05:06 Author's Name ଭାବରେ Madhuri ଟାଇପ୍ କରିବା
05:14 Emailକୁ ଖାଲି ଛାଡ଼ିଦିଅନ୍ତୁ
05:17 History ଫିଲ୍ଡ, ଡକ୍ୟୁମେଣ୍ଟର Creation Date ଦେଖାଏ
05:23 ଏହା ଡକ୍ୟୁମେଣ୍ଟର Revision Date ମଧ୍ୟ ଦେଖାଏ
05:28 ଏହାର ଅର୍ଥ, ଏହା ଡକ୍ୟୁମେଣ୍ଟର ପରବର୍ତ୍ତୀ ଏଡିଟ୍ ହୋଇଥିବା ତାରିଖ ମଧ୍ୟ ଦେଖାଏ
05:35 Theme ଫିଲ୍ଡକୁ GChemPaint ଭାବରେ ଛାଡ଼ିଦିଅନ୍ତୁ
05:39 Comments ଫିଲ୍ଡରେ ଆମେ ଡକ୍ୟୁମେଣ୍ଟ ସମ୍ପର୍କିତ ଟେକ୍ସଟ୍ ଆଡ୍ କରିପାରିବା
05:46 ଯୌଗିକ ଓ ତାହାର ଫର୍ମୁଲାର ନାମ ଏଣ୍ଟର୍ କରନ୍ତୁ
05:51 Propane CH3-CH2-CH3
06:01 ୱିଣ୍ଡୋ ବନ୍ଦ କରିବାକୁ Close ବଟନ୍ରେ କ୍ଲିକ୍ କରନ୍ତୁ
06:05 ଏହାପରେ ଚାଲନ୍ତୁ Tool Box ବିଷୟରେ ଶିଖିବା
06:09 Tool Boxରେ ବିଭିନ୍ନ ଟୁଲ୍ସ ପାଇଁ ବଟନ୍ସ ରହିଛି
06:14 ଆକ୍ଟିଭ୍ ଡକ୍ୟୁମେଣ୍ଟ ୱିଣ୍ଡୋ ସଙ୍ଗରେTool Box ପ୍ରଦର୍ଶିତ ହୋଇଛି
06:20 ଏବେ ଚାଲନ୍ତୁ Tool Box ବଟନ୍ସ ବ୍ୟବହାର କରି ଷ୍ଟ୍ରକଚର୍ସ ଡ୍ର’ କରିବା
06:25 ପ୍ରଥମେ Propaneର ଷ୍ଟ୍ରକଚର୍ ଡ୍ର’ କରିବା
06:30 Propane ହେଉଛି CH3-CH2-CH3
06:36 ଏକ କାର୍ବନ୍ ଚେନ୍ ଡ୍ର’ କରିବାକୁ ଟୁଲ୍ ବକ୍ସରୁ Add a Chain ଟୁଲ୍ ବ୍ୟବହାର କରନ୍ତୁ
06:42 Add a Chain ଟୁଲ୍
06:45 ଓ ତାହାପରେ Display area ଉପରେ କ୍ଲିକ୍ କରନ୍ତୁ
06:48 Display Areaରେ ଏକ Carbon Chain ଅଙ୍କା ହୋଇଗଲା
06:53 ଚେନ୍ ର ଦିଗ ପରିବର୍ତ୍ତନ କରିବା ପାଇଁ
06:57 Add a Chain ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:00 Display Areaରେ, ଚେନ୍ କୁ ଓରିଏଣ୍ଟ କରିବା ପାଇଁ ବାମ ମାଉସ୍ ବଟନ୍ କ୍ଲିକ୍ କରି ଚାପି ଧରନ୍ତୁ
07:07 ଚେନ୍ ର ଦିଗ ସ୍ଥିର ନହେବା ପର୍ଯ୍ୟନ୍ତ ବାମ ମାଉସ୍ ବଟନ୍ କୁ ଛାଡ଼ନ୍ତୁ ନାହିଁ
07:15 ଦିଗ ସ୍ଥିର କରିସାରିବା ପରେ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ
07:20 ଦେଖନ୍ତୁ, Carbon Chain ଡ୍ର’ ହୋଇଗଲା
07:24 ଧ୍ୟାନଦିଅନ୍ତୁ, ଆମେ ଥରେ Display Area ଉପରେ କ୍ଲିକ୍ କଲେ, ଚେନ୍ ର ଦୀର୍ଘତା ଓ ଦିଗ ସ୍ଥିର ହୋଇଯିବ
07:33 ଏବେ ଚାଲନ୍ତୁ, ଚେନ୍ ର ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା
07:39 ଆଟମ୍ସ ପ୍ରଦର୍ଶନ ପାଇଁ 3ଟି ପୋଜିଶନ୍ ଅଛି
07:43 ପ୍ରଥମ ପୋଜିଶନ୍ ରେ ରାଇଟ୍ କ୍ଲିକ୍ କରନ୍ତୁ,
07:47 ଏକ Sub-menu ଖୋଲିବ
07:49 Atom ସିଲେକ୍ଟ କରି ସେହି ପୋଜିଶନ୍ରେ Atoms ପ୍ରଦର୍ଶନ କରିବା ପାଇଁ Display Symbol ଉପରେ କ୍ଲିକ୍ କରନ୍ତୁ
07:59 ସେହିପରି ଭାବରେ ସମସ୍ତ ପୋଜିଶନ୍ସରେ Atoms ପ୍ରଦର୍ଶିତ କରନ୍ତୁ
08:04 ରାଇଟ୍ କ୍ଲିକ୍ କରି Atom ସିଲେକ୍ଟ କରନ୍ତୁ
08:07 Display symbol ଉପରେ କ୍ଲିକ୍ କରନ୍ତୁ
08:12 ଏଠାରେ Propaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
08:17 ଏହାପରେ ଚାଲନ୍ତୁ ସେହି ୱିଣ୍ଡୋରେ ଏକ Pentane ଷ୍ଟ୍ରକଚର୍ ଡ୍ର’ କରିବା
08:23 Add a Chain ଟୁଲ୍ ଉପରେ କ୍ଲିକ୍ କରି
08:26 Display Area ଉପରେ କ୍ଲିକ୍ କରନ୍ତୁ
08:29 ଚେନ୍ ର ଦୀର୍ଘତା ବୃଦ୍ଧି କରିବାକୁ, ବାମ ମାଉସ୍ ବଟନ୍ ଧରିରଖି କର୍ସର୍ କୁ ଡ୍ରାଗ୍ କରନ୍ତୁ
08:36 ଚାହୁଁଥିବା ଦିଗରେ ଓରିଏଣ୍ଟେଶନ୍ ପରିବର୍ତ୍ତନ କରି ବାମ ମାଉସ୍ ବଟନ୍ ଛାଡ଼ିଦିଅନ୍ତୁ
08:43 ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶନ କରନ୍ତୁ
08:47 ଏଠାରେ ଆଟମ୍ସ ପ୍ରଦର୍ଶନ ପାଇଁ 5 ଟି ପୋଜିଶନ୍ସ ଅଛି
08:52 ପ୍ରଥମ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶନ କରିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ. ଏକ ସବ୍-ମେନୁ ଖୋଲିଲା
08:58 Atoms ସିଲେକ୍ଟ କରି Display Symbol ଉପରେ କ୍ଲିକ୍ କରନ୍ତୁ
09:03 ସେହିପରି ଚାଲନ୍ତୁ ସମସ୍ତ ପୋଜିଶନ୍ସରେ ଆଟମ୍ସ ପ୍ରଦର୍ଶିତ କରିବା
09:17 ଏଠାରେ Pentaneର ଷ୍ଟ୍ରକଚର୍ ଅଙ୍କା ହୋଇଗଲା
09:21 ଏବେ ଫାଇଲ୍ କୁ ସେଭ୍ କରନ୍ତୁ
09:24 File ମେନୁରେ କ୍ଲିକ୍ କରି Save As ସିଲେକ୍ଟ କରନ୍ତୁ
09:27 Save As ଡାୟଲଗ୍ ବକ୍ସ ଖୋଲିଲା
09:30 File Type ପାଇଁ, ଡ୍ରପ୍ ଡାଉନ୍ ଆରୋରେ କ୍ଲିକ୍ କରନ୍ତୁ
09:35 ବିଭିନ୍ନ ସେଭ୍ ଫର୍ମାଟ୍ସ ଦେଖାଦେବ
09:39 2D Chemical structure ସିଲେକ୍ଟ କରନ୍ତୁ
09:43 propane.gchempaint ଭାବେ ଫାଇଲ୍ ନାମ ଟାଇପ୍ କରି
09:52 Save ବଟନ୍ରେ କ୍ଲିକ୍ କରନ୍ତୁ
09:55 gchempaint ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ ହୋଇଗଲା
10:00 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
10:04 ସଂକ୍ଷିପ୍ତରେ
10:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
10:09 GChemPaint,ବ୍ୟବହାର ଓ ଲାଭ
10:12 ଇନଷ୍ଟଲେଶନ୍
10:14 ଏକ ନୂଆ ଫାଇଲ୍ ଖୋଲିବା
10:16 ମେନୁ ବାର୍, ଟୁଲ୍ ବାର୍ ଓ ଷ୍ଟାଟସ୍ ବାର୍ ବିଷୟରେ
10:20 ଆମେ ଆହୁରି ମଧ୍ୟ ଶିଖିଲେ:
10:23 ଡସପ୍ଲେ ଏରିଆ
10:25 ଡକ୍ୟୁମେଣ୍ଟ ପ୍ରୋପର୍ଟିଜ୍,ଟୁଲ୍ ବକ୍ସ ବ୍ୟବହାର
10:28 ଓ .gchempaint ଏକ୍ସଟେନ୍ସନ୍ ସହ ଡ୍ରଇଙ୍ଗ୍ ସେଭ୍ କରିବା ବିଷୟରେ
10:33 ଏକ ଆସାନମେଣ୍ଟ ଭାବରେ:
10:36 1. n-hexane ଓ n-octaneର ଷ୍ଟ୍ରକଚର୍ ଡ୍ର’ କରନ୍ତୁ
10:41 2. ଓରିଏଣ୍ଟେଶନ୍ ପରିବର୍ତ୍ତନ କରନ୍ତୁ
10:43 3. ପ୍ରତ୍ୟେକ ପୋଜିଶନ୍ ରେ ଆଟମ୍ସ ପ୍ରଦର୍ଶିତ କରନ୍ତୁ
10:47 ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ
10:53 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
11:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
11:07 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:14 ଅଧିକ ବିବରଣୀ ପାଇଁ ଏହି ଇ-ମେଲ୍କୁ ଲେଖନ୍ତୁ (contact@spoken-tutorial.org)
11:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:26 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:34 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
11:40 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep