Difference between revisions of "Drupal/C3/Drupal-Site-Management/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by one other user not shown)
Line 5: Line 5:
 
|-
 
|-
 
|00:01
 
|00:01
| Drupal Site Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Drupal Site Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ରିପୋର୍ଟ୍ସ ଦେଖିବା ,  Drupal ଅପଡେଟ୍ କରିବା , Modules ଓ Themes ଅପଡେଟ୍ କରିବା ଓ ଏକ ପୁରୁଣା ଭର୍ସନ୍ ରିଷ୍ଟୋର୍ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ରିପୋର୍ଟ୍ସ ଦେଖିବା ,  Drupal ଅପଡେଟ୍ କରିବା , Modules ଓ Themes ଅପଡେଟ୍ କରିବା ଓ ଏକ ପୁରୁଣା ଭର୍ସନ୍ ରିଷ୍ଟୋର୍ କରିବା
 +
 
 
|-
 
|-
 
|00:18
 
|00:18
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ  Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ  Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:33
 
|00:33
| Site Management କ’ଣ? Site Management ହେଉଛି:  Drupal ପଛରେ କୋଡ୍ ଅପଡେଟ୍ କରିବା, ଯାହା Core,Modules ଓ  Themes  
+
|Site Management କ’ଣ? Site Management ହେଉଛି:  Drupal ପଛରେ କୋଡ୍ ଅପଡେଟ୍ କରିବା, ଯାହା Core,Modules ଓ  Themes  
 +
 
 
|-
 
|-
 
|00:44
 
|00:44
 
|Errors ଦେଖିବା ଓ ଫିକ୍ସ କରିବା  ୟୁଜରମାନଙ୍କର ବ୍ୟବହାର ପଢ଼ିବା ଆଦି ବିଷୟକ
 
|Errors ଦେଖିବା ଓ ଫିକ୍ସ କରିବା  ୟୁଜରମାନଙ୍କର ବ୍ୟବହାର ପଢ଼ିବା ଆଦି ବିଷୟକ
 +
 
|-
 
|-
 
|00:51
 
|00:51
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
 +
 
 
|-
 
|-
 
|00:56
 
|00:56
| Site Managementର ଆରମ୍ଭ ହେଉଛି Reportsମେନୁ.  ଯଦି ଆପଣଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ଆପଣ Help ମେନୁ ମଧ୍ୟ ଦେଖିପାରିବେ
+
|Site Managementର ଆରମ୍ଭ ହେଉଛି Reportsମେନୁ.  ଯଦି ଆପଣଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ଆପଣ Help ମେନୁ ମଧ୍ୟ ଦେଖିପାରିବେ
 +
 
 
|-
 
|-
 
|01:07
 
|01:07
| Reports ଉପରେ କ୍ଲିକ୍ କରନ୍ତୁ.  ଆମେ, ରିପୋର୍ଟ୍ସରେ ଏକ ତାଲିକା ଦେଖିବା, ଯାହାକୁ ଆମର Drupal ସାଇଟ୍ ରେ ପାଇପାରିବା
+
|Reports ଉପରେ କ୍ଲିକ୍ କରନ୍ତୁ.  ଆମେ, ରିପୋର୍ଟ୍ସରେ ଏକ ତାଲିକା ଦେଖିବା, ଯାହାକୁ ଆମର Drupal ସାଇଟ୍ ରେ ପାଇପାରିବା
 +
 
 
|-
 
|-
 
|01:14
 
|01:14
| Available Updates ଉପରେ କ୍ଲିକ୍ କରନ୍ତୁ.
+
|Available Updates ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|01:17
 
|01:17
| ଯଦି କିଛି ନାଲି ବ୍ୟାକଗ୍ରାଉଣ୍ଡରେ ଥାଏ, ତାହାର ଅର୍ଥ ହେଉଛି ସେଥିରେ ଏକ Security Update ଅଛି ଓ ତାହା ଶୀଘ୍ର ଅପଡେଟ୍ ହେବା ଉଚିତ
+
|ଯଦି କିଛି ନାଲି ବ୍ୟାକଗ୍ରାଉଣ୍ଡରେ ଥାଏ, ତାହାର ଅର୍ଥ ହେଉଛି ସେଥିରେ ଏକ Security Update ଅଛି ଓ ତାହା ଶୀଘ୍ର ଅପଡେଟ୍ ହେବା ଉଚିତ
 +
 
 
|-
 
|-
 
|01:25
 
|01:25
| ଯଦି ତାହା ହଳଦିଆରେ ଥାଏ, ତେବେ ଏହା Security Update ନୁହେଁ, କିନ୍ତୁ ତାହାର ଏକ ଉନ୍ନତ ଭର୍ସନ୍ ଉପଲବ୍ଧ ଅଛି
+
|ଯଦି ତାହା ହଳଦିଆରେ ଥାଏ, ତେବେ ଏହା Security Update ନୁହେଁ, କିନ୍ତୁ ତାହାର ଏକ ଉନ୍ନତ ଭର୍ସନ୍ ଉପଲବ୍ଧ ଅଛି
 +
 
 
|-
 
|-
 
|01:33
 
|01:33
| Settings ଟାବ୍ ରେ, ଆମେ Drupalକୁ କହିପାରିବା ଯେ, କେବେ ସେ Update ପାଇଁ ଯାଞ୍ଚ କରିବ
+
|Settings ଟାବ୍ ରେ, ଆମେ Drupalକୁ କହିପାରିବା ଯେ, କେବେ ସେ Update ପାଇଁ ଯାଞ୍ଚ କରିବ
 +
 
 
|-
 
|-
 
|01:40
 
|01:40
| ଯଦି କୌଣସି Updates ଉପଲବ୍ଧ ଥାଏ, ତେବେ ଆମକୁ ଇମେଲ୍ କରିବାକୁ ମଧ୍ୟ ଆମେ ତାକୁ କହିପାରିବା.  ଏହା କରିବାକୁ ସୁପାରିସ କରାଯାଉଛି
+
|ଯଦି କୌଣସି Updates ଉପଲବ୍ଧ ଥାଏ, ତେବେ ଆମକୁ ଇମେଲ୍ କରିବାକୁ ମଧ୍ୟ ଆମେ ତାକୁ କହିପାରିବା.  ଏହା କରିବାକୁ ସୁପାରିସ କରାଯାଉଛି
 +
 
 
|-
 
|-
 
|01:50
 
|01:50
| Drupal ପାଇଥିବା Errorଗୁଡ଼ିକର ଏକ ସୂଚୀ ଆମକୁ Reports ତଳେ ଥିବା Recent Log Message ଦେଇଥାଏ.  କିଛି ସମୟରେ ଆମେ ସେଗୁଡ଼ିକୁ ଦେଖିବା  
+
|Drupal ପାଇଥିବା Errorଗୁଡ଼ିକର ଏକ ସୂଚୀ ଆମକୁ Reports ତଳେ ଥିବା Recent Log Message ଦେଇଥାଏ.  କିଛି ସମୟରେ ଆମେ ସେଗୁଡ଼ିକୁ ଦେଖିବା  
 +
 
 
|-
 
|-
 
|02:01
 
|02:01
| Drupal ଦ୍ୱାରା ଚିହ୍ନଟ କରାଯାଇଥିବା ଇନଷ୍ଟଲେଶନ୍ କିମ୍ୱା କନଫିଗରେଶନ୍ ସମସ୍ୟାକୁ Reports ତଳେ ଥିବା Status Report ଦେଖାଇଥାଏ  
+
|Drupal ଦ୍ୱାରା ଚିହ୍ନଟ କରାଯାଇଥିବା ଇନଷ୍ଟଲେଶନ୍ କିମ୍ୱା କନଫିଗରେଶନ୍ ସମସ୍ୟାକୁ Reports ତଳେ ଥିବା Status Report ଦେଖାଇଥାଏ  
 +
 
 
|-
 
|-
 
|02:10
 
|02:10
| ଉଦାହରଣସ୍ୱରୂପ - ମୁଁ, MySQL 5.6.30ରେ ଅଛି  ମୋର Drupal Core Status ଅପ୍-ଟୁ-ଡେଟ୍ ନାହିଁ, ମୋର Database ଅପ୍-ଟୁ-ଡେଟ୍ ଅଛି ଇତ୍ୟାଦି
+
|ଉଦାହରଣସ୍ୱରୂପ - ମୁଁ, MySQL 5.6.30ରେ ଅଛି  ମୋର Drupal Core Status ଅପ୍-ଟୁ-ଡେଟ୍ ନାହିଁ, ମୋର Database ଅପ୍-ଟୁ-ଡେଟ୍ ଅଛି ଇତ୍ୟାଦି
 +
 
 
|-
 
|-
 
|02:25
 
|02:25
| Reports ତଳେ ଥିବା Top 'Access Denied' Errors ଓ Top 'Page Not Found' Errors ମଧ୍ୟ ମହତ୍ୱପୂର୍ଣ୍ଣ
+
|Reports ତଳେ ଥିବା Top 'Access Denied' Errors ଓ Top 'Page Not Found' Errors ମଧ୍ୟ ମହତ୍ୱପୂର୍ଣ୍ଣ
 +
 
 
|-
 
|-
 
|02:34
 
|02:34
| ଏହିସବୁ ସରଳ ମାର୍ଗ ନିଶ୍ଚିତ କରେକି ଆମର ସାଇଟ୍, ତା’ ସାଧ୍ୟ ଅନୁସାରେ ପ୍ରଦର୍ଶନ କରୁଛି
+
|ଏହିସବୁ ସରଳ ମାର୍ଗ ନିଶ୍ଚିତ କରେକି ଆମର ସାଇଟ୍, ତା’ ସାଧ୍ୟ ଅନୁସାରେ ପ୍ରଦର୍ଶନ କରୁଛି
 +
 
 
|-
 
|-
 
|02:41
 
|02:41
| Top Search Phrases, ଆପଣଙ୍କ ସାଇଟ୍ ର ସର୍ଚ ଫର୍ମ୍ସରେ ବାରମ୍ୱାର ବ୍ୟବହୃତ ଶବ୍ଦଗୁଡ଼ିକ ପ୍ରଦାନ କରିଥାଏ
+
|Top Search Phrases, ଆପଣଙ୍କ ସାଇଟ୍ ର ସର୍ଚ ଫର୍ମ୍ସରେ ବାରମ୍ୱାର ବ୍ୟବହୃତ ଶବ୍ଦଗୁଡ଼ିକ ପ୍ରଦାନ କରିଥାଏ
 +
 
 
|-
 
|-
 
|02:49
 
|02:49
| ଆମ ସାଇଟ୍ ର ରକ୍ଷଣା-ବେକ୍ଷଣରେ, ଆମ Drupal ୱେବ୍ ସାଇଟ୍ ର ରିପୋର୍ଟିଙ୍ଗ୍ ସେକ୍ସନ୍ କୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ
+
|ଆମ ସାଇଟ୍ ର ରକ୍ଷଣା-ବେକ୍ଷଣରେ, ଆମ Drupal ୱେବ୍ ସାଇଟ୍ ର ରିପୋର୍ଟିଙ୍ଗ୍ ସେକ୍ସନ୍ କୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ
 +
 
 
|-
 
|-
 
|02:57
 
|02:57
| ଏହାପରେ ଆମେ, Drupal ଅପଡେଟ୍ କରିବା ବିଷୟରେ ଶିଖିବା
+
|ଏହାପରେ ଆମେ, Drupal ଅପଡେଟ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|03:01
 
|03:01
| Available Updates ଉପରେ କ୍ଲିକ୍ କରନ୍ତୁ.
+
|Available Updates ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|03:04
 
|03:04
| ଆମେ ଦେଖୁଛେ ଯେ, Drupal Coreର ସାମ୍ପ୍ରତିକ ଭର୍ସନ୍ ହେଉଛି 8.1.0, ଆଉ ସୁପାରିସକୃତ ଭର୍ସନ୍ ହେଉଛି 8.1.6
+
|ଆମେ ଦେଖୁଛେ ଯେ, Drupal Coreର ସାମ୍ପ୍ରତିକ ଭର୍ସନ୍ ହେଉଛି 8.1.0, ଆଉ ସୁପାରିସକୃତ ଭର୍ସନ୍ ହେଉଛି 8.1.6
 +
 
 
|-
 
|-
 
|03:15
 
|03:15
| ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି ଷ୍ଟାଟସ୍
+
|ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି ଷ୍ଟାଟସ୍
 +
 
 
|-
 
|-
 
|03:20
 
|03:20
| ଆପଣ, ଏଠାରେ ଏକ ଭିନ୍ନ ସୁପାରିସକୃତ ଭର୍ସନ୍ ଦେଖିପାରନ୍ତି  
+
|ଆପଣ, ଏଠାରେ ଏକ ଭିନ୍ନ ସୁପାରିସକୃତ ଭର୍ସନ୍ ଦେଖିପାରନ୍ତି  
 +
 
 
|-
 
|-
 
|03:24
 
|03:24
| ଧ୍ୟାନଦିଅନ୍ତୁ ଯେ, Drupal, ସାମ୍ପ୍ରତିକ ସୁପାରିସକୃତ ଭର୍ସନ୍ ଖୋଜିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ୍ କନେକ୍ସନ୍ ଦରକାର
+
|ଧ୍ୟାନଦିଅନ୍ତୁ ଯେ, Drupal, ସାମ୍ପ୍ରତିକ ସୁପାରିସକୃତ ଭର୍ସନ୍ ଖୋଜିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ୍ କନେକ୍ସନ୍ ଦରକାର
 +
 
 
|-
 
|-
 
|03:32
 
|03:32
| Drupal Core ଅପଡେଟ୍ କରିବା, କୋଡ୍ ଫାଇଲ୍ସ  ଓ ଆପଣଙ୍କ ସାଇଟ୍ ରେ ଲାଗୁ କରିବା ପାଇଁ ମାନୁଆଲ୍ ଡାଉନଲୋଡିଙ୍ଗ୍ ଆବଶ୍ୟକ କରେ
+
|Drupal Core ଅପଡେଟ୍ କରିବା, କୋଡ୍ ଫାଇଲ୍ସ  ଓ ଆପଣଙ୍କ ସାଇଟ୍ ରେ ଲାଗୁ କରିବା ପାଇଁ ମାନୁଆଲ୍ ଡାଉନଲୋଡିଙ୍ଗ୍ ଆବଶ୍ୟକ କରେ
 +
 
 
|-
 
|-
 
|03:40
 
|03:40
| ଅପଗ୍ରେଡିଙ୍ଗ୍ ପ୍ରକ୍ରିୟାକୁ ଆମେ ଗୋଟିଏ ଗୋଟିଏ ପଦାଙ୍କ କରି ଦେଖିବା  
+
|ଅପଗ୍ରେଡିଙ୍ଗ୍ ପ୍ରକ୍ରିୟାକୁ ଆମେ ଗୋଟିଏ ଗୋଟିଏ ପଦାଙ୍କ କରି ଦେଖିବା  
 +
 
 
|-
 
|-
 
|03:45
 
|03:45
| Bitnami Drupal Stack ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ପ୍ରଯୁଜ୍ୟ
+
|Bitnami Drupal Stack ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ପ୍ରଯୁଜ୍ୟ
 +
 
 
|-
 
|-
 
|03:50
 
|03:50
| କିନ୍ତୁ, ଅଧିକାଂଶ ପଦାଙ୍କ ଅନ୍ୟ କୌଣସି Drupal Installation ପାଇଁ ମଧ୍ୟ ପ୍ରଯୁଜ୍ୟ
+
|କିନ୍ତୁ, ଅଧିକାଂଶ ପଦାଙ୍କ ଅନ୍ୟ କୌଣସି Drupal Installation ପାଇଁ ମଧ୍ୟ ପ୍ରଯୁଜ୍ୟ
 +
 
 
|-
 
|-
 
|03:57
 
|03:57
| ପଦାଙ୍କ 1: ପ୍ରଥମେ, ଆପଣଙ୍କ ସାଇଟ୍ କୁ Maintenance Modeରେ ରଖନ୍ତୁ
+
|ପଦାଙ୍କ 1: ପ୍ରଥମେ, ଆପଣଙ୍କ ସାଇଟ୍ କୁ Maintenance Modeରେ ରଖନ୍ତୁ
 +
 
 
|-
 
|-
 
|04:03
 
|04:03
| ସେଥିପାଇଁ, Configurationକୁ ଯାଆନ୍ତୁ ଓ Developmentରେ ଥିବା Maintenance Modeରେ କ୍ଲିକ୍ କରନ୍ତୁ
+
|ସେଥିପାଇଁ, Configurationକୁ ଯାଆନ୍ତୁ ଓ Developmentରେ ଥିବା Maintenance Modeରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:11
 
|04:11
| Put site into maintenance mode ଅପ୍ସନ୍ କୁ ଚେକ୍ କରନ୍ତୁ
+
|Put site into maintenance mode ଅପ୍ସନ୍ କୁ ଚେକ୍ କରନ୍ତୁ
 +
 
 
|-
 
|-
 
|04:16
 
|04:16
| Save Configuration ବଟନ୍ କ୍ଲିକ୍ କରନ୍ତୁ
+
|Save Configuration ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:19
 
|04:19
| Maintenance Mode ସକ୍ରିୟ ହେଲେ, କେବଳ Administrator ଲଗ୍-ଇନ୍ କରିପାରିବ
+
|Maintenance Mode ସକ୍ରିୟ ହେଲେ, କେବଳ Administrator ଲଗ୍-ଇନ୍ କରିପାରିବ
 +
 
 
|-
 
|-
 
|04:26
 
|04:26
| ଯଦି ଭୁଲବଶତଃ, Adminରୁ ଆପଣ ଲଗ୍-ଆଉଟ୍ କରିଯାଆନ୍ତି, ତେବେ ଆପଣ /user ଥିବା ଆପଣଙ୍କ Homepageର URLରେ ଲଗ୍-ଇନ୍ କରିପାରିବେ
+
|ଯଦି ଭୁଲବଶତଃ, Adminରୁ ଆପଣ ଲଗ୍-ଆଉଟ୍ କରିଯାଆନ୍ତି, ତେବେ ଆପଣ /user ଥିବା ଆପଣଙ୍କ Homepageର URLରେ ଲଗ୍-ଇନ୍ କରିପାରିବେ
 +
 
 
|-
 
|-
 
|04:37
 
|04:37
| ଅନ୍ୟମାନେ, ସାଇଟ୍ ଟି Under Maintenace ମେସେଜ୍ ଦେଖିବେ  
+
|ଅନ୍ୟମାନେ, ସାଇଟ୍ ଟି Under Maintenace ମେସେଜ୍ ଦେଖିବେ  
 +
 
 
|-
 
|-
 
|04:42
 
|04:42
| ପଦାଙ୍କ 2: ସାଂପ୍ରତିକ ଭର୍ସନ୍ ର ଡେଟାବେସ୍ କୁ ବ୍ୟାକ୍-ଅପ୍ କରନ୍ତୁ
+
|ପଦାଙ୍କ 2: ସାଂପ୍ରତିକ ଭର୍ସନ୍ ର ଡେଟାବେସ୍ କୁ ବ୍ୟାକ୍-ଅପ୍ କରନ୍ତୁ
 +
 
 
|-
 
|-
 
|04:47
 
|04:47
| ନିଜର Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲନ୍ତୁ
+
|ନିଜର Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
 
|04:52
 
|04:52
| ଏହି କଣ୍ଟ୍ରୋଲ୍ ୱିଣ୍ଡୋକୁ କିପରି ଖୋଲାଯାଏ, ତାହା ମନେପକାଇବା ପାଇଁ Installation of Drupal ଟ୍ୟୁଟୋରିଆଲ୍ ଦେଖନ୍ତୁ
+
|ଏହି କଣ୍ଟ୍ରୋଲ୍ ୱିଣ୍ଡୋକୁ କିପରି ଖୋଲାଯାଏ, ତାହା ମନେପକାଇବା ପାଇଁ Installation of Drupal ଟ୍ୟୁଟୋରିଆଲ୍ ଦେଖନ୍ତୁ
 +
 
 
|-
 
|-
 
|05:00
 
|05:00
| Open PhpMyAdmin ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Open PhpMyAdmin ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:05
 
|05:05
| PhpMyAdmin ପେଜ୍ କୁ ଆମେ ରିଡାଇରେକ୍ଟ ହେବା
+
|PhpMyAdmin ପେଜ୍ କୁ ଆମେ ରିଡାଇରେକ୍ଟ ହେବା
 +
 
 
|-
 
|-
 
|05:10
 
|05:10
| ଡିଫଲ୍ଟ ୟୁଜର୍ ନେମ୍ ହେଉଛି root  
+
|ଡିଫଲ୍ଟ ୟୁଜର୍ ନେମ୍ ହେଉଛି root  
 +
 
 
|-
 
|-
 
|05:13
 
|05:13
| Drupal Admin ପାସୱର୍ଡ ଓ PhpMyAdmin ପାସୱର୍ଡ, ଉଭୟ ସମାନ
+
|Drupal Admin ପାସୱର୍ଡ ଓ PhpMyAdmin ପାସୱର୍ଡ, ଉଭୟ ସମାନ
 +
 
 
|-
 
|-
 
|05:20
 
|05:20
| ତେଣୁ, ୟୁଜର୍ ନେମ୍ ଭାବେ root ଟାଇପ୍ କରନ୍ତୁ ଓ ନିଜର Drupal Admin Password ଟାଇପ୍ କରି Go ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ତେଣୁ, ୟୁଜର୍ ନେମ୍ ଭାବେ root ଟାଇପ୍ କରନ୍ତୁ ଓ ନିଜର Drupal Admin Password ଟାଇପ୍ କରି Go ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:29
 
|05:29
| ଏକ ବ୍ୟାକ୍-ଅପ୍ ନେବା ପାଇଁ, ଉପର ପ୍ୟାନେଲ୍ ରେ ଥିବା Export ବଟନ୍ କ୍ଲିକ୍ କରନ୍ତୁ
+
|ଏକ ବ୍ୟାକ୍-ଅପ୍ ନେବା ପାଇଁ, ଉପର ପ୍ୟାନେଲ୍ ରେ ଥିବା Export ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:36
 
|05:36
| ତା’ପରେ, Export Methodକୁ Custom ଭାବେ ଚୟନ କରନ୍ତୁ
+
|ତା’ପରେ, Export Methodକୁ Custom ଭାବେ ଚୟନ କରନ୍ତୁ
 +
 
 
|-
 
|-
 
|05:40
 
|05:40
| Database ତାଲିକାରେ ଥିବା bitnami_drupal8 ସିଲେକ୍ଟ କରନ୍ତୁ
+
|Database ତାଲିକାରେ ଥିବା bitnami_drupal8 ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|05:45
 
|05:45
| Output ସେକ୍ସନ୍ ଅନ୍ତର୍ଗତ, Filename Templetକୁ drupal-8.1.0 ନାମ ଦେଇ Compressionକୁ gzipped ସେଟ୍ କରନ୍ତୁ
+
|Output ସେକ୍ସନ୍ ଅନ୍ତର୍ଗତ, Filename Templetକୁ drupal-8.1.0 ନାମ ଦେଇ Compressionକୁ gzipped ସେଟ୍ କରନ୍ତୁ
 +
 
 
|-
 
|-
 
|05:58
 
|05:58
| ଆପଣଙ୍କର ସାମ୍ପ୍ରତିକ ଭର୍ସନ୍ କୁ ଭିତ୍ତିକରି Filename ଭିନ୍ନ ହୋଇପାରେ
+
|ଆପଣଙ୍କର ସାମ୍ପ୍ରତିକ ଭର୍ସନ୍ କୁ ଭିତ୍ତିକରି Filename ଭିନ୍ନ ହୋଇପାରେ
 +
 
 
|-
 
|-
 
|06:03
 
|06:03
| Object Creation Options ଅନ୍ତର୍ଗତ ଥିବା Add DROP DATABASE Statement ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
+
|Object Creation Options ଅନ୍ତର୍ଗତ ଥିବା Add DROP DATABASE Statement ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
 +
 
 
|-
 
|-
 
|06:12
 
|06:12
| Add DROP TABLE ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
+
|Add DROP TABLE ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
 +
 
 
|-
 
|-
 
|06:16
 
|06:16
| ସ୍କ୍ରୋଲ୍ ଡାଉନ୍ କରି ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ସ୍କ୍ରୋଲ୍ ଡାଉନ୍ କରି ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:21
 
|06:21
| ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
+
|ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:25
 
|06:25
| ଆପଣଙ୍କର Downloads ଫୋଲ୍ଡର୍ କୁ ଯାଆନ୍ତୁ ଓ drupal-8.1.0.sql.gz ବ୍ୟାକ୍-ଅପ୍ ଫାଇଲ୍ ଦେଖନ୍ତୁ
+
|ଆପଣଙ୍କର Downloads ଫୋଲ୍ଡର୍ କୁ ଯାଆନ୍ତୁ ଓ drupal-8.1.0.sql.gz ବ୍ୟାକ୍-ଅପ୍ ଫାଇଲ୍ ଦେଖନ୍ତୁ
 +
 
 
|-
 
|-
 
|06:36
 
|06:36
| ପଦାଙ୍କ 3: ସମସ୍ତ ସର୍ଭର୍ କୁ ବନ୍ଦ କରିଦିଅନ୍ତୁ
+
|ପଦାଙ୍କ 3: ସମସ୍ତ ସର୍ଭର୍ କୁ ବନ୍ଦ କରିଦିଅନ୍ତୁ
 +
 
 
|-
 
|-
 
|06:42
 
|06:42
| ସମସ୍ତ ଚାଲୁଥିବା ସର୍ଭରକୁ ବନ୍ଦ କରିବା ପାଇଁ, Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
+
|ସମସ୍ତ ଚାଲୁଥିବା ସର୍ଭରକୁ ବନ୍ଦ କରିବା ପାଇଁ, Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
 +
 
 
|-
 
|-
 
|06:49
 
|06:49
| Manage Servers ଟାବ୍ କ୍ଲିକ୍ କରି Stop All ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Manage Servers ଟାବ୍ କ୍ଲିକ୍ କରି Stop All ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:56
 
|06:56
| ପଦାଙ୍କ 4: Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Open Application Folder ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ପଦାଙ୍କ 4: Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Open Application Folder ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:04
 
|07:04
| ଏହା File Browser ଖୋଲିବ
+
|ଏହା File Browser ଖୋଲିବ
 +
 
 
|-
 
|-
 
|07:07
 
|07:07
| ପ୍ରଥମେ ଫୋଲ୍ଡର୍ Apps, ତା’ପରେ Drupal ଓ ଶେଷରେ htdocs ନେଭିଗେଟ୍ କରନ୍ତୁ
+
|ପ୍ରଥମେ ଫୋଲ୍ଡର୍ Apps, ତା’ପରେ Drupal ଓ ଶେଷରେ htdocs ନେଭିଗେଟ୍ କରନ୍ତୁ
 +
 
 
|-
 
|-
 
|07:15
 
|07:15
| ପଦାଙ୍କ 5: Drupalର ସାମ୍ପ୍ରତିକ ଭର୍ସନ୍ ପାଇଁ କୋଡ୍ ବ୍ୟାକ୍ଅପ୍ କରିବାକୁ ଆମକୁ ଏକ ଫୋଲ୍ଡର୍ କ୍ରିଏଟ୍ କରିବାକୁ ହେବ
+
|ପଦାଙ୍କ 5: Drupalର ସାମ୍ପ୍ରତିକ ଭର୍ସନ୍ ପାଇଁ କୋଡ୍ ବ୍ୟାକ୍ଅପ୍ କରିବାକୁ ଆମକୁ ଏକ ଫୋଲ୍ଡର୍ କ୍ରିଏଟ୍ କରିବାକୁ ହେବ
 +
 
 
|-
 
|-
 
|07:24
 
|07:24
| ସାମ୍ପ୍ରତିକ ଭର୍ସନ୍ ସଂଖ୍ୟା ସହିତ ଏହି ଫୋଲ୍ଡର୍ ର ନାମ ଦିଅନ୍ତୁ
+
|ସାମ୍ପ୍ରତିକ ଭର୍ସନ୍ ସଂଖ୍ୟା ସହିତ ଏହି ଫୋଲ୍ଡର୍ ର ନାମ ଦିଅନ୍ତୁ
 +
 
 
|-
 
|-
 
|07:29
 
|07:29
| ଏହାପରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ କୁ drupal-8.1.0 ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
+
|ଏହାପରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ କୁ drupal-8.1.0 ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
 +
 
 
|-
 
|-
 
|07:36
 
|07:36
| ପଦାଙ୍କ 6: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
+
|ପଦାଙ୍କ 6: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
 +
 
 
|-
 
|-
 
|07:42
 
|07:42
| ତା’ପରେ, drupal-8.1.0 ଫୋଲ୍ଡର୍ ରେ Core ଓ Vendor ସମେତ ଅନ୍ୟ ସମସ୍ତ ଫାଇଲ୍ସକୁ କଟ୍ ଓ ପେଷ୍ଟ କରନ୍ତୁ  
+
|ତା’ପରେ, drupal-8.1.0 ଫୋଲ୍ଡର୍ ରେ Core ଓ Vendor ସମେତ ଅନ୍ୟ ସମସ୍ତ ଫାଇଲ୍ସକୁ କଟ୍ ଓ ପେଷ୍ଟ କରନ୍ତୁ  
 +
 
 
|-
 
|-
 
|07:55
 
|07:55
| ଏହା, ଉଭୟ ଡେଟାବେସ୍ ଓ କୋଡ୍ କୁ ଗୋଟିଏ ସ୍ଥାନରେ ରଖିବ
+
|ଏହା, ଉଭୟ ଡେଟାବେସ୍ ଓ କୋଡ୍ କୁ ଗୋଟିଏ ସ୍ଥାନରେ ରଖିବ
 +
 
 
|-
 
|-
 
|08:00
 
|08:00
| ଆପଣଙ୍କୁ ପୁନଃପ୍ରାପ୍ତ କରିବା କ୍ଷେତ୍ରରେ ଏହା ହେଉଛି Coreର ପୁରୁଣା ଭର୍ସନ୍ ର ଏକ ବ୍ୟାକ୍ଅପ୍ କପୀ
+
|ଆପଣଙ୍କୁ ପୁନଃପ୍ରାପ୍ତ କରିବା କ୍ଷେତ୍ରରେ ଏହା ହେଉଛି Coreର ପୁରୁଣା ଭର୍ସନ୍ ର ଏକ ବ୍ୟାକ୍ଅପ୍ କପୀ
 +
 
 
|-
 
|-
 
|08:07
 
|08:07
| ପଦାଙ୍କ 7: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
+
|ପଦାଙ୍କ 7: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
 +
 
 
|-
 
|-
 
|08:13
 
|08:13
| ଏହାପରେ ଆମକୁ Drupalର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରିବାକୁ ପଡ଼ିବ
+
|ଏହାପରେ ଆମକୁ Drupalର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରିବାକୁ ପଡ଼ିବ
 +
 
 
|-
 
|-
 
|08:18
 
|08:18
| ନିଜ ୱେବ୍ ବ୍ରାଉଜର୍ ଖୋଲନ୍ତୁ ଓ ପ୍ରଦର୍ଶିତ ଲିଙ୍କ୍ କୁ ଯାଆନ୍ତୁ:  https://www.drupal.org/project/drupal
+
|ନିଜ ୱେବ୍ ବ୍ରାଉଜର୍ ଖୋଲନ୍ତୁ ଓ ପ୍ରଦର୍ଶିତ ଲିଙ୍କ୍ କୁ ଯାଆନ୍ତୁ:  https://www.drupal.org/project/drupal
 +
 
 
|-
 
|-
 
|08:24
 
|08:24
| Drupal 8ର ସୁପାରିସକୃତ ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରନ୍ତୁ  
+
|Drupal 8ର ସୁପାରିସକୃତ ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରନ୍ତୁ  
 +
 
 
|-
 
|-
 
|08:28
 
|08:28
| ଏହି ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି Drupal Core 8.1.6
+
|ଏହି ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି Drupal Core 8.1.6
 +
 
 
|-
 
|-
 
|08:35
 
|08:35
| ଆପଣ ଦେଖୁଥିବା ସମୟରେ ଏହି ଭର୍ସନ୍ ଭିନ୍ନ ହୋଇଥାଇପାରେ
+
|ଆପଣ ଦେଖୁଥିବା ସମୟରେ ଏହି ଭର୍ସନ୍ ଭିନ୍ନ ହୋଇଥାଇପାରେ
 +
 
 
|-
 
|-
 
|08:40
 
|08:40
| ଏହାକୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
+
|ଏହାକୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:43
 
|08:43
| ଡାଉନଲୋଡ୍ କରିବା ପାଇଁ tar.gz କିମ୍ୱା zip ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
+
|ଡାଉନଲୋଡ୍ କରିବା ପାଇଁ tar.gz କିମ୍ୱା zip ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:49
 
|08:49
| ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
+
|ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:53
 
|08:53
| ଏବେ, ଆପଣଙ୍କର Download ଫୋଲ୍ଡର୍ କୁ ଯାଆନ୍ତୁ ଓ drupal zip ଫାଇଲ୍ କୁ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
+
|ଏବେ, ଆପଣଙ୍କର Download ଫୋଲ୍ଡର୍ କୁ ଯାଆନ୍ତୁ ଓ drupal zip ଫାଇଲ୍ କୁ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
 +
 
 
|-
 
|-
 
|09:01
 
|09:01
| ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ drupal-8.1.6 ଫାଇଲ୍ ପ୍ରଦାନ କରାଯାଇଛି
+
|ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ drupal-8.1.6 ଫାଇଲ୍ ପ୍ରଦାନ କରାଯାଇଛି
 +
 
 
|-
 
|-
 
|09:11
 
|09:11
| ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ୍ ନଥିଲେ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
+
|ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ୍ ନଥିଲେ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
 +
 
 
|-
 
|-
 
|09:18
 
|09:18
| ପଦାଙ୍କ 8: ଫାଇଲ୍ କୁ Unzip କରନ୍ତୁ.  ଏହା, htdocs ଫୋଲ୍ଡର୍ ରେ drupal-8.1.6 ଫୋଲ୍ଡର୍ କ୍ରିଏଟ୍ କରିବ
+
|ପଦାଙ୍କ 8: ଫାଇଲ୍ କୁ Unzip କରନ୍ତୁ.  ଏହା, htdocs ଫୋଲ୍ଡର୍ ରେ drupal-8.1.6 ଫୋଲ୍ଡର୍ କ୍ରିଏଟ୍ କରିବ
 +
 
 
|-
 
|-
 
|09:30
 
|09:30
| ତାକୁ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ  
+
|ତାକୁ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|09:34
 
|09:34
| ନୂଆ Drupal ଫୋଲ୍ଡର୍ ରୁ, Core ଓ Vendor ତଥା ଅନ୍ୟ ସମସ୍ତ ନିୟମିତ ଫାଇଲ୍ସ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ  
+
|ନୂଆ Drupal ଫୋଲ୍ଡର୍ ରୁ, Core ଓ Vendor ତଥା ଅନ୍ୟ ସମସ୍ତ ନିୟମିତ ଫାଇଲ୍ସ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ  
 +
 
 
|-
 
|-
 
|09:44
 
|09:44
| ପଦାଙ୍କ 9: Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
+
|ପଦାଙ୍କ 9: Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
 +
 
 
|-
 
|-
 
|09:51
 
|09:51
| ଏବେ, Manage Servers ଟାବ୍ କୁ ଯାଆନ୍ତୁ ଓ Start All ବଟନ୍ କ୍ଲିକ୍ କରି ସମସ୍ତ ସର୍ଭର୍ସ ଷ୍ଟାର୍ଟ କରନ୍ତୁ
+
|ଏବେ, Manage Servers ଟାବ୍ କୁ ଯାଆନ୍ତୁ ଓ Start All ବଟନ୍ କ୍ଲିକ୍ କରି ସମସ୍ତ ସର୍ଭର୍ସ ଷ୍ଟାର୍ଟ କରନ୍ତୁ
 +
 
 
|-
 
|-
 
|10:00
 
|10:00
| ପଦାଙ୍କ 10: Go To Application ବଟନ୍ ଓ Access Drupal Linkକୁ ଯାଇ Welcome ଟାବ୍ ଉପରେ କ୍ଲିକ୍ କରି ଆମ ସାଇଟ୍ କୁ ଯାଆନ୍ତୁ
+
|ପଦାଙ୍କ 10: Go To Application ବଟନ୍ ଓ Access Drupal Linkକୁ ଯାଇ Welcome ଟାବ୍ ଉପରେ କ୍ଲିକ୍ କରି ଆମ ସାଇଟ୍ କୁ ଯାଆନ୍ତୁ
 +
 
 
|-
 
|-
 
|10:12
 
|10:12
| Reports ଓ Status Reportକୁ ଯାଆନ୍ତୁ
+
|Reports ଓ Status Reportକୁ ଯାଆନ୍ତୁ
 +
 
 
|-
 
|-
 
|10:17
 
|10:17
| ଏଠାରେ ଆମେ, Drupal ଭର୍ସନ୍ ନମ୍ୱର୍ କୁ ସୁନିଶ୍ଚିତ କରିପାରିବା ଓ ତାହା ହେଉଛି ଲାଟେଷ୍ଟ  
+
|ଏଠାରେ ଆମେ, Drupal ଭର୍ସନ୍ ନମ୍ୱର୍ କୁ ସୁନିଶ୍ଚିତ କରିପାରିବା ଓ ତାହା ହେଉଛି ଲାଟେଷ୍ଟ  
 +
 
 
|-
 
|-
 
|10:24
 
|10:24
| ହେଲେ ଆମର ଡେଟାବେସ୍ ପୁରୁଣା ଅଟେ
+
|ହେଲେ ଆମର ଡେଟାବେସ୍ ପୁରୁଣା ଅଟେ
 +
 
 
|-
 
|-
 
|10:27
 
|10:27
| ପ୍ରତ୍ୟେକଥର, ଯେତେବେଳେ Core, Module କିମ୍ୱା ଏକ Theme ଅପଡେଟ୍ ହୁଏ, ଡେଟାବେସ୍ ମଧ୍ୟ ଅପଡେଟ୍ ହେବା ଦରକାର
+
|ପ୍ରତ୍ୟେକଥର, ଯେତେବେଳେ Core, Module କିମ୍ୱା ଏକ Theme ଅପଡେଟ୍ ହୁଏ, ଡେଟାବେସ୍ ମଧ୍ୟ ଅପଡେଟ୍ ହେବା ଦରକାର
 +
 
 
|-
 
|-
 
|10:36
 
|10:36
| ପଦାଙ୍କ 11: ଡେଟାବେସ୍ ଅପଡେଟ୍ ବିଷୟରେ ଶିଖିବା
+
|ପଦାଙ୍କ 11: ଡେଟାବେସ୍ ଅପଡେଟ୍ ବିଷୟରେ ଶିଖିବା
 +
 
 
|-
 
|-
 
|10:42
 
|10:42
| Extend ମେନୁକୁ ଯାଇ Update Script ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|Extend ମେନୁକୁ ଯାଇ Update Script ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:47  
 
|10:47  
| Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:51
 
|10:51
| ଏହା କୁହେ ଯେ, ଆମର କିଛି ଅପଡେଟ୍ସ ବାକି ଅଛି.  ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ
+
|ଏହା କୁହେ ଯେ, ଆମର କିଛି ଅପଡେଟ୍ସ ବାକି ଅଛି.  ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ
 +
 
 
|-
 
|-
 
|10:58
 
|10:58
| Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:04
 
|11:04
| ଏବେ, Administration Pages ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.
+
|ଏବେ, Administration Pages ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|11:08
 
|11:08
| ଯଦି ସେଥିରେ କୌଣସି ଏରର୍ ନଥାଏ, ଆମେ ସଫଳତାପୂର୍ବକ Coreକୁ ଅପଡେଟ୍ କଲେ
+
|ଯଦି ସେଥିରେ କୌଣସି ଏରର୍ ନଥାଏ, ଆମେ ସଫଳତାପୂର୍ବକ Coreକୁ ଅପଡେଟ୍ କଲେ
 +
 
 
|-
 
|-
 
|11:14
 
|11:14
| ପଦାଙ୍କ 12: Go Online ଲିଙ୍କ୍ କ୍ଲିକ୍ କରନ୍ତୁ
+
|ପଦାଙ୍କ 12: Go Online ଲିଙ୍କ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:18
 
|11:18
| Put site into maintenance mode ଅପ୍ସନ୍ ରୁ ଚେକ୍ ମାର୍କ କାଢ଼ିଦିଅନ୍ତୁ
+
|Put site into maintenance mode ଅପ୍ସନ୍ ରୁ ଚେକ୍ ମାର୍କ କାଢ଼ିଦିଅନ୍ତୁ
 +
 
 
|-
 
|-
 
|11:25
 
|11:25
| Save Configuration ବଟନ୍ କ୍ଲିକ୍ କରନ୍ତୁ
+
|Save Configuration ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:29
 
|11:29
| ଏହା, ସମସ୍ତ ୟୁଜର୍ ମାନଙ୍କ ପାଇଁ ସାଇଟ୍ କୁ ଅନଲାଇନ୍ ମୋଡ୍ କୁ ଫେରାଇଆଣିବ
+
|ଏହା, ସମସ୍ତ ୟୁଜର୍ ମାନଙ୍କ ପାଇଁ ସାଇଟ୍ କୁ ଅନଲାଇନ୍ ମୋଡ୍ କୁ ଫେରାଇଆଣିବ
 +
 
 
|-
 
|-
 
|11:34
 
|11:34
| ଏପର୍ଯ୍ୟନ୍ତ ଆଲୋଚନା କରାଯାଇଥିବା ପଦାଙ୍କଗୁଡ଼ିକ Bitnami ଇନଷ୍ଟଲେଶନ୍ ପାଇଁ କାମ କରେ
+
|ଏପର୍ଯ୍ୟନ୍ତ ଆଲୋଚନା କରାଯାଇଥିବା ପଦାଙ୍କଗୁଡ଼ିକ Bitnami ଇନଷ୍ଟଲେଶନ୍ ପାଇଁ କାମ କରେ
 +
 
 
|-
 
|-
 
|11:40
 
|11:40
| ଯଦି ଆପଣ ଅନ୍ୟ ପଦ୍ଧତି ବ୍ୟବହାର କରନ୍ତି, ତେବେ Bitnami ସେକ୍ସନ୍ସ ବ୍ୟତୀତ ଅଧିକାଂଶ ପଦାଙ୍କ ସମାନ ଅଟେ
+
|ଯଦି ଆପଣ ଅନ୍ୟ ପଦ୍ଧତି ବ୍ୟବହାର କରନ୍ତି, ତେବେ Bitnami ସେକ୍ସନ୍ସ ବ୍ୟତୀତ ଅଧିକାଂଶ ପଦାଙ୍କ ସମାନ ଅଟେ
 +
 
 
|-
 
|-
 
|11:48
 
|11:48
| ଏବେ ଚାଲନ୍ତୁ, Themes ଓ Modules ଅପଡେଟ୍ କରିବା ବିଷୟରେ ଶିଖିବା
+
|ଏବେ ଚାଲନ୍ତୁ, Themes ଓ Modules ଅପଡେଟ୍ କରିବା ବିଷୟରେ ଶିଖିବା
 +
 
 
|-
 
|-
 
|11:53
 
|11:53
| Core ଅପଡେଟ୍ ତୁଳନାରେ ଏହା ହେଉଛି ସହଜ, କାରଣ ଗୋଟିଏ ବଟନ୍ କ୍ଲିକ୍ ରେ Drupal ଏହା କରିବ
+
|Core ଅପଡେଟ୍ ତୁଳନାରେ ଏହା ହେଉଛି ସହଜ, କାରଣ ଗୋଟିଏ ବଟନ୍ କ୍ଲିକ୍ ରେ Drupal ଏହା କରିବ
 +
 
 
|-
 
|-
 
|12:01
 
|12:01
| ବେଳେବେଳେ, କୌଣସି Core Update ବିନା ଆମ ପାଖରେ କେବଳ Modules କିମ୍ୱା Themes ଅପଡେଟ୍ସ ଥାଏ
+
|ବେଳେବେଳେ, କୌଣସି Core Update ବିନା ଆମ ପାଖରେ କେବଳ Modules କିମ୍ୱା Themes ଅପଡେଟ୍ସ ଥାଏ
 +
 
 
|-
 
|-
 
|12:09
 
|12:09
| ପଦାଙ୍କ 1: Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
+
|ପଦାଙ୍କ 1: Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:15
 
|12:15
| Update ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|Update ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:19
 
|12:19
| ଏଠାରେ, ଆମେ ଦେଖିପାରୁଛେ ଯେ, ଆମକୁ କିଛି Themes ଓ Modules ଅପଡେଟ୍ କରିବାକୁ ହେବ  
+
|ଏଠାରେ, ଆମେ ଦେଖିପାରୁଛେ ଯେ, ଆମକୁ କିଛି Themes ଓ Modules ଅପଡେଟ୍ କରିବାକୁ ହେବ  
 +
 
 
|-
 
|-
 
|12:25
 
|12:25
| ସେସବୁକୁ ସିଲେକ୍ଟ କରନ୍ତୁ
+
|ସେସବୁକୁ ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|12:28
 
|12:28
| ତା’ପରେ Download These Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ Download These Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:33
 
|12:33
| Performing Updates in Maintenance Mode ପାଇଁ ଚେକ୍ ବକ୍ସ ON ଥିବାର ସୁନିଶ୍ଚିତ କରନ୍ତୁ  
+
|Performing Updates in Maintenance Mode ପାଇଁ ଚେକ୍ ବକ୍ସ ON ଥିବାର ସୁନିଶ୍ଚିତ କରନ୍ତୁ  
 +
 
 
|-
 
|-
 
|12:39
 
|12:39
| Updates ଲାଗୁ କରିବା ପାଇଁ Continue ବଟନ୍ କ୍ଲିକ୍ କରନ୍ତୁ
+
|Updates ଲାଗୁ କରିବା ପାଇଁ Continue ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:43
 
|12:43
| ଏହା, କୋଡ୍ କୁ ଅପଡେଟ୍ କରିବ ଓ ସାଇଟ୍ କୁ Online Modeକୁ ନେଇଆସିବ
+
|ଏହା, କୋଡ୍ କୁ ଅପଡେଟ୍ କରିବ ଓ ସାଇଟ୍ କୁ Online Modeକୁ ନେଇଆସିବ
 +
 
 
|-
 
|-
 
|12:49
 
|12:49
| ପଦାଙ୍କ 2: Run Database Updates ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
+
|ପଦାଙ୍କ 2: Run Database Updates ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|12:55
 
|12:55
| ଯଦି ଆପଣ ଡେଟାବେସ୍ ବ୍ୟାକ୍ଅପ୍ କରିନାହାଁନ୍ତି, ତେବେ ପୂର୍ବ ଅନୁସାରେ କରନ୍ତୁ  
+
|ଯଦି ଆପଣ ଡେଟାବେସ୍ ବ୍ୟାକ୍ଅପ୍ କରିନାହାଁନ୍ତି, ତେବେ ପୂର୍ବ ଅନୁସାରେ କରନ୍ତୁ  
 +
 
 
|-
 
|-
 
|13:01
 
|13:01
| Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|13:04
 
|13:04
| Core Update ପରି, ଏହା ଡେଟାବେସ୍ କୁ ସେହିପରି ଅପଡେଟ୍ କରିବ  
+
|Core Update ପରି, ଏହା ଡେଟାବେସ୍ କୁ ସେହିପରି ଅପଡେଟ୍ କରିବ  
 +
 
 
|-
 
|-
 
|13:09
 
|13:09
| Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|13:14
 
|13:14
| Administration Pages ଲିଙ୍କ୍ କ୍ଲିକ୍ କରନ୍ତୁ
+
|Administration Pages ଲିଙ୍କ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|13:18
 
|13:18
| Drupal, ସାଧାରଣ ଭାବେ ସାଇଟ୍ କୁ Online Modeକୁ ନେଇଆସିବ
+
|Drupal, ସାଧାରଣ ଭାବେ ସାଇଟ୍ କୁ Online Modeକୁ ନେଇଆସିବ
 +
 
 
|-
 
|-
 
|13:24
 
|13:24
| ଯଦି ଏପରି ହୁଏ ନାହିଁ, ତେବେ Go Online ପାଇଁ ପେଜ୍ ର ଉପରେ ଆପଣ ଏକ ଅପ୍ସନ୍ ଦେଖିବେ
+
|ଯଦି ଏପରି ହୁଏ ନାହିଁ, ତେବେ Go Online ପାଇଁ ପେଜ୍ ର ଉପରେ ଆପଣ ଏକ ଅପ୍ସନ୍ ଦେଖିବେ
 +
 
 
|-
 
|-
 
|13:33
 
|13:33
| ପଦାଙ୍କ 3: ଶେଷରେ, ସବୁକିଛି ଅପ୍-ଟୁ-ଡେଟ୍ ଅଛି ବୋଲି ଯାଞ୍ଚ କରିବା  
+
|ପଦାଙ୍କ 3: ଶେଷରେ, ସବୁକିଛି ଅପ୍-ଟୁ-ଡେଟ୍ ଅଛି ବୋଲି ଯାଞ୍ଚ କରିବା  
 +
 
 
|-
 
|-
 
|13:39
 
|13:39
| Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
+
|Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
 +
 
 
|-
 
|-
 
|13:44
 
|13:44
| ଏଠାରେ ଆମେ ଦେଖିପାରୁଛେ ଯେ, Drupal Core, Modules ଓ Themes ସବୁକିଛି ଅପ୍-ଟୁ-ଡେଟ୍ ଅଛି
+
|ଏଠାରେ ଆମେ ଦେଖିପାରୁଛେ ଯେ, Drupal Core, Modules ଓ Themes ସବୁକିଛି ଅପ୍-ଟୁ-ଡେଟ୍ ଅଛି
 +
 
 
|-
 
|-
 
|13:51
 
|13:51
| ଏହାପରେ ଆମେ, ପୁରୁଣା ଭର୍ସନ୍ କୁ କିପରି ଫେରାଯାଏ, ଶିଖିବା
+
|ଏହାପରେ ଆମେ, ପୁରୁଣା ଭର୍ସନ୍ କୁ କିପରି ଫେରାଯାଏ, ଶିଖିବା
 +
 
 
|-
 
|-
 
|13:56
 
|13:56
| ଆମର ଅପଡେଟ୍ ବିଫଳ ହେବା କ୍ଷେତ୍ରରେ, କାରଣ କ’ଣ ଆପଣ ଜାଣିନାହାଁନ୍ତି, ଆମେ ଆମର ପୂର୍ବ ଭର୍ସନ୍ କୁ ଫେରିଯାଇପାରିବା
+
|ଆମର ଅପଡେଟ୍ ବିଫଳ ହେବା କ୍ଷେତ୍ରରେ, କାରଣ କ’ଣ ଆପଣ ଜାଣିନାହାଁନ୍ତି, ଆମେ ଆମର ପୂର୍ବ ଭର୍ସନ୍ କୁ ଫେରିଯାଇପାରିବା
 +
 
 
|-
 
|-
 
|14:05
 
|14:05
| ଏଥିପାଇଁ ଆମକୁ, ପୁରୁଣା Core ଓ Databaseକୁ ରିଷ୍ଟୋର୍ କରିବାକୁ ହେବ
+
|ଏଥିପାଇଁ ଆମକୁ, ପୁରୁଣା Core ଓ Databaseକୁ ରିଷ୍ଟୋର୍ କରିବାକୁ ହେବ
 +
 
 
|-
 
|-
 
|14:10
 
|14:10
| ପଦାଙ୍କ 1: ସାଇଟ୍ କୁ Maintenance Modeରେ ରଖନ୍ତୁ  
+
|ପଦାଙ୍କ 1: ସାଇଟ୍ କୁ Maintenance Modeରେ ରଖନ୍ତୁ  
 +
 
 
|-
 
|-
 
|14:17
 
|14:17
| ପଦାଙ୍କ 2: Drupal Stack Control ୱିଣ୍ଡୋରୁ ସମସ୍ତ ସର୍ଭର୍ କୁ ବନ୍ଦ କରନ୍ତୁ  
+
|ପଦାଙ୍କ 2: Drupal Stack Control ୱିଣ୍ଡୋରୁ ସମସ୍ତ ସର୍ଭର୍ କୁ ବନ୍ଦ କରନ୍ତୁ  
 +
 
 
|-
 
|-
 
|14:25
 
|14:25
| ପଦାଙ୍କ 3: htdocs ଫୋଲ୍ଡର୍ ଖୋଲନ୍ତୁ
+
|ପଦାଙ୍କ 3: htdocs ଫୋଲ୍ଡର୍ ଖୋଲନ୍ତୁ
 +
 
 
|-
 
|-
 
|14:30
 
|14:30
| drupal-8.1.6 ଫୋଲ୍ଡର୍ କୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସ ନିଅନ୍ତୁ
+
|drupal-8.1.6 ଫୋଲ୍ଡର୍ କୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସ ନିଅନ୍ତୁ
 +
 
 
|-
 
|-
 
|14:40
 
|14:40
| htdocs ଫୋଲ୍ଡର୍ କୁ ଫେରିଯାଇ ପୂର୍ବବର୍ତ୍ତୀ ଭର୍ସନ୍ ଫୋଲ୍ଡର୍ ଖୋଲନ୍ତୁ
+
|htdocs ଫୋଲ୍ଡର୍ କୁ ଫେରିଯାଇ ପୂର୍ବବର୍ତ୍ତୀ ଭର୍ସନ୍ ଫୋଲ୍ଡର୍ ଖୋଲନ୍ତୁ
 +
 
 
|-
 
|-
 
|14:44
 
|14:44
| ତା’ପରେ drupal-8.1.6 ଫୋଲ୍ଡର୍ ରୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସକୁ htdocs ଫୋଲ୍ଡର୍ କୁ ନିଅନ୍ତୁ
+
|ତା’ପରେ drupal-8.1.6 ଫୋଲ୍ଡର୍ ରୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସକୁ htdocs ଫୋଲ୍ଡର୍ କୁ ନିଅନ୍ତୁ
 +
 
 
|-
 
|-
 
|15:00
 
|15:00
| ପଦାଙ୍କ 4: Drupal Stack Control ୱିଣ୍ଡୋରୁ Apache ଓ MySQL Servers ଆରମ୍ଭ କରନ୍ତୁ  
+
|ପଦାଙ୍କ 4: Drupal Stack Control ୱିଣ୍ଡୋରୁ Apache ଓ MySQL Servers ଆରମ୍ଭ କରନ୍ତୁ  
 +
 
 
|-
 
|-
 
|15:11
 
|15:11
| ପଦାଙ୍କ 5: ପୁରୁଣା ଡେଟାବେସ୍ ରିଷ୍ଟୋର୍ ହେଉଛି
+
|ପଦାଙ୍କ 5: ପୁରୁଣା ଡେଟାବେସ୍ ରିଷ୍ଟୋର୍ ହେଉଛି
 +
 
 
|-
 
|-
|05:15
+
|15:15
| Drupal Stack Control ୱିଣ୍ଡୋରୁ PhpMyAdmin ପେଜ୍ ଖୋଲନ୍ତୁ
+
|Drupal Stack Control ୱିଣ୍ଡୋରୁ PhpMyAdmin ପେଜ୍ ଖୋଲନ୍ତୁ
 +
 
 
|-
 
|-
 
|15:23
 
|15:23
| ଉପର ପାନେଲ୍ ରୁ Import ବଟନ୍ କ୍ଲିକ୍ କରନ୍ତୁ
+
|ଉପର ପାନେଲ୍ ରୁ Import ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|15:27
 
|15:27
| Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|15:30
 
|15:30
| ଏଠାରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ ଚୟନ କରନ୍ତୁ
+
|ଏଠାରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ ଚୟନ କରନ୍ତୁ
 +
 
 
|-
 
|-
 
|15:34
 
|15:34
| ତା’ପରେ ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|15:38
 
|15:38
| ପଦାଙ୍କ 6: ଶେଷ ପଦାଙ୍କ ହେଉଛି, ପୁରୁଣା ଭର୍ସନ୍ କୁ ଆମେ ଫେରିଛେ କି ନାହିଁ ଯାଞ୍ଚ କରିବା
+
|ପଦାଙ୍କ 6: ଶେଷ ପଦାଙ୍କ ହେଉଛି, ପୁରୁଣା ଭର୍ସନ୍ କୁ ଆମେ ଫେରିଛେ କି ନାହିଁ ଯାଞ୍ଚ କରିବା
 +
 
 
|-
 
|-
 
|15:45
 
|15:45
| ଆମର Drupal ସାଇଟ୍ କୁ ଯାଆନ୍ତୁ
+
|ଆମର Drupal ସାଇଟ୍ କୁ ଯାଆନ୍ତୁ
 +
 
 
|-
 
|-
 
|15:49
 
|15:49
| Reports Menuରେ କ୍ଲିକ୍ କରି Status Report କ୍ଲିକ୍ କରନ୍ତୁ
+
|Reports Menuରେ କ୍ଲିକ୍ କରି Status Report କ୍ଲିକ୍ କରନ୍ତୁ
 +
 
 
|-
 
|-
 
|15:52
 
|15:52
| ଏଠାରେ ଆପଣ ଦେଖିପାରିବେ ଯେ, ଆମର Drupal ଭର୍ସନ୍ ହେଉଛି 8.1.0
+
|ଏଠାରେ ଆପଣ ଦେଖିପାରିବେ ଯେ, ଆମର Drupal ଭର୍ସନ୍ ହେଉଛି 8.1.0
 +
 
 
|-
 
|-
 
|15:59
 
|15:59
| ଧ୍ୟାନଦିଅନ୍ତୁ ଯେ, ଆମେ କେବଳ Core ଓ Databaseକୁ ହିଁ ପୁରୁଣା ଭର୍ସନ୍ କୁ ଫେରାଇପାରିବା
+
|ଧ୍ୟାନଦିଅନ୍ତୁ ଯେ, ଆମେ କେବଳ Core ଓ Databaseକୁ ହିଁ ପୁରୁଣା ଭର୍ସନ୍ କୁ ଫେରାଇପାରିବା
 +
 
 
|-
 
|-
 
|16:05
 
|16:05
| Drupal ଦ୍ୱାରା Modules ଓ Themes ଅପଡେଟ୍ କରାଗଲା
+
|Drupal ଦ୍ୱାରା Modules ଓ Themes ଅପଡେଟ୍ କରାଗଲା
 +
 
 
|-
 
|-
 
|16:10
 
|16:10
| ପଦାଙ୍କ 6ରେ ଆମେ ଏହାର କପୀ କରିନାହେଁ, ତେଣୁ ଆମେ ଏଠାରେ ପୁରୁଣା ଭର୍ସନ୍ ଦେଖିବା ନାହିଁ
+
|ପଦାଙ୍କ 6ରେ ଆମେ ଏହାର କପୀ କରିନାହେଁ, ତେଣୁ ଆମେ ଏଠାରେ ପୁରୁଣା ଭର୍ସନ୍ ଦେଖିବା ନାହିଁ
 +
 
 
|-
 
|-
 
|16:18
 
|16:18
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 +
 
 
|-
 
|-
 
|16:22
 
|16:22
| ସଂକ୍ଷିପ୍ତରେ,  
+
|ସଂକ୍ଷିପ୍ତରେ,  
 +
 
 
|-
 
|-
 
|16:25
 
|16:25
| ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଗୁଡ଼ିକର ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଶିଖିଲେ, Site Management Reports ଦେଖିବା ଓ ବିଶ୍ଳେଷଣ କରିବା Database ଓ Code ବ୍ୟାକ୍ଅପ୍ କରିବା
+
|ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଗୁଡ଼ିକର ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଶିଖିଲେ, Site Management Reports ଦେଖିବା ଓ ବିଶ୍ଳେଷଣ କରିବା Database ଓ Code ବ୍ୟାକ୍ଅପ୍ କରିବା
 +
 
 
|-
 
|-
 
|16:39
 
|16:39
 
|Drupal Core ଅପଡେଟ୍ କରିବା Modules ଓ Themes ଅପଡେଟ୍ କରିବା ଓ  ଏକ ବ୍ୟାକ୍ଅପ୍ କରାଯାଇଥିବା ଭର୍ସନ୍ କୁ ରିଷ୍ଟୋର୍ କରିବା
 
|Drupal Core ଅପଡେଟ୍ କରିବା Modules ଓ Themes ଅପଡେଟ୍ କରିବା ଓ  ଏକ ବ୍ୟାକ୍ଅପ୍ କରାଯାଇଥିବା ଭର୍ସନ୍ କୁ ରିଷ୍ଟୋର୍ କରିବା
 +
 
|-
 
|-
 
|16:49
 
|16:49
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
 +
 
 
|-
 
|-
 
|16:54
 
|16:54
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|16:58
 
|16:58
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
 +
 
 
|-
 
|-
 
|17:03
 
|17:03
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|17:06
 
|17:06
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|17:22
 
|17:22
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:15, 4 April 2017

Time Narration
00:01 Drupal Site Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ରିପୋର୍ଟ୍ସ ଦେଖିବା , Drupal ଅପଡେଟ୍ କରିବା , Modules ଓ Themes ଅପଡେଟ୍ କରିବା ଓ ଏକ ପୁରୁଣା ଭର୍ସନ୍ ରିଷ୍ଟୋର୍ କରିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:33 Site Management କ’ଣ? Site Management ହେଉଛି: Drupal ପଛରେ କୋଡ୍ ଅପଡେଟ୍ କରିବା, ଯାହା Core,Modules ଓ Themes
00:44 Errors ଦେଖିବା ଓ ଫିକ୍ସ କରିବା ୟୁଜରମାନଙ୍କର ବ୍ୟବହାର ପଢ଼ିବା ଆଦି ବିଷୟକ
00:51 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
00:56 Site Managementର ଆରମ୍ଭ ହେଉଛି Reportsମେନୁ. ଯଦି ଆପଣଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ଆପଣ Help ମେନୁ ମଧ୍ୟ ଦେଖିପାରିବେ
01:07 Reports ଉପରେ କ୍ଲିକ୍ କରନ୍ତୁ. ଆମେ, ରିପୋର୍ଟ୍ସରେ ଏକ ତାଲିକା ଦେଖିବା, ଯାହାକୁ ଆମର Drupal ସାଇଟ୍ ରେ ପାଇପାରିବା
01:14 Available Updates ଉପରେ କ୍ଲିକ୍ କରନ୍ତୁ.
01:17 ଯଦି କିଛି ନାଲି ବ୍ୟାକଗ୍ରାଉଣ୍ଡରେ ଥାଏ, ତାହାର ଅର୍ଥ ହେଉଛି ସେଥିରେ ଏକ Security Update ଅଛି ଓ ତାହା ଶୀଘ୍ର ଅପଡେଟ୍ ହେବା ଉଚିତ
01:25 ଯଦି ତାହା ହଳଦିଆରେ ଥାଏ, ତେବେ ଏହା Security Update ନୁହେଁ, କିନ୍ତୁ ତାହାର ଏକ ଉନ୍ନତ ଭର୍ସନ୍ ଉପଲବ୍ଧ ଅଛି
01:33 Settings ଟାବ୍ ରେ, ଆମେ Drupalକୁ କହିପାରିବା ଯେ, କେବେ ସେ Update ପାଇଁ ଯାଞ୍ଚ କରିବ
01:40 ଯଦି କୌଣସି Updates ଉପଲବ୍ଧ ଥାଏ, ତେବେ ଆମକୁ ଇମେଲ୍ କରିବାକୁ ମଧ୍ୟ ଆମେ ତାକୁ କହିପାରିବା. ଏହା କରିବାକୁ ସୁପାରିସ କରାଯାଉଛି
01:50 Drupal ପାଇଥିବା Errorଗୁଡ଼ିକର ଏକ ସୂଚୀ ଆମକୁ Reports ତଳେ ଥିବା Recent Log Message ଦେଇଥାଏ. କିଛି ସମୟରେ ଆମେ ସେଗୁଡ଼ିକୁ ଦେଖିବା
02:01 Drupal ଦ୍ୱାରା ଚିହ୍ନଟ କରାଯାଇଥିବା ଇନଷ୍ଟଲେଶନ୍ କିମ୍ୱା କନଫିଗରେଶନ୍ ସମସ୍ୟାକୁ Reports ତଳେ ଥିବା Status Report ଦେଖାଇଥାଏ
02:10 ଉଦାହରଣସ୍ୱରୂପ - ମୁଁ, MySQL 5.6.30ରେ ଅଛି ମୋର Drupal Core Status ଅପ୍-ଟୁ-ଡେଟ୍ ନାହିଁ, ମୋର Database ଅପ୍-ଟୁ-ଡେଟ୍ ଅଛି ଇତ୍ୟାଦି
02:25 Reports ତଳେ ଥିବା Top 'Access Denied' Errors ଓ Top 'Page Not Found' Errors ମଧ୍ୟ ମହତ୍ୱପୂର୍ଣ୍ଣ
02:34 ଏହିସବୁ ସରଳ ମାର୍ଗ ନିଶ୍ଚିତ କରେକି ଆମର ସାଇଟ୍, ତା’ ସାଧ୍ୟ ଅନୁସାରେ ପ୍ରଦର୍ଶନ କରୁଛି
02:41 Top Search Phrases, ଆପଣଙ୍କ ସାଇଟ୍ ର ସର୍ଚ ଫର୍ମ୍ସରେ ବାରମ୍ୱାର ବ୍ୟବହୃତ ଶବ୍ଦଗୁଡ଼ିକ ପ୍ରଦାନ କରିଥାଏ
02:49 ଆମ ସାଇଟ୍ ର ରକ୍ଷଣା-ବେକ୍ଷଣରେ, ଆମ Drupal ୱେବ୍ ସାଇଟ୍ ର ରିପୋର୍ଟିଙ୍ଗ୍ ସେକ୍ସନ୍ କୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ
02:57 ଏହାପରେ ଆମେ, Drupal ଅପଡେଟ୍ କରିବା ବିଷୟରେ ଶିଖିବା
03:01 Available Updates ଉପରେ କ୍ଲିକ୍ କରନ୍ତୁ.
03:04 ଆମେ ଦେଖୁଛେ ଯେ, Drupal Coreର ସାମ୍ପ୍ରତିକ ଭର୍ସନ୍ ହେଉଛି 8.1.0, ଆଉ ସୁପାରିସକୃତ ଭର୍ସନ୍ ହେଉଛି 8.1.6
03:15 ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି ଷ୍ଟାଟସ୍
03:20 ଆପଣ, ଏଠାରେ ଏକ ଭିନ୍ନ ସୁପାରିସକୃତ ଭର୍ସନ୍ ଦେଖିପାରନ୍ତି
03:24 ଧ୍ୟାନଦିଅନ୍ତୁ ଯେ, Drupal, ସାମ୍ପ୍ରତିକ ସୁପାରିସକୃତ ଭର୍ସନ୍ ଖୋଜିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ୍ କନେକ୍ସନ୍ ଦରକାର
03:32 Drupal Core ଅପଡେଟ୍ କରିବା, କୋଡ୍ ଫାଇଲ୍ସ ଓ ଆପଣଙ୍କ ସାଇଟ୍ ରେ ଲାଗୁ କରିବା ପାଇଁ ମାନୁଆଲ୍ ଡାଉନଲୋଡିଙ୍ଗ୍ ଆବଶ୍ୟକ କରେ
03:40 ଅପଗ୍ରେଡିଙ୍ଗ୍ ପ୍ରକ୍ରିୟାକୁ ଆମେ ଗୋଟିଏ ଗୋଟିଏ ପଦାଙ୍କ କରି ଦେଖିବା
03:45 Bitnami Drupal Stack ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ପ୍ରଯୁଜ୍ୟ
03:50 କିନ୍ତୁ, ଅଧିକାଂଶ ପଦାଙ୍କ ଅନ୍ୟ କୌଣସି Drupal Installation ପାଇଁ ମଧ୍ୟ ପ୍ରଯୁଜ୍ୟ
03:57 ପଦାଙ୍କ 1: ପ୍ରଥମେ, ଆପଣଙ୍କ ସାଇଟ୍ କୁ Maintenance Modeରେ ରଖନ୍ତୁ
04:03 ସେଥିପାଇଁ, Configurationକୁ ଯାଆନ୍ତୁ ଓ Developmentରେ ଥିବା Maintenance Modeରେ କ୍ଲିକ୍ କରନ୍ତୁ
04:11 Put site into maintenance mode ଅପ୍ସନ୍ କୁ ଚେକ୍ କରନ୍ତୁ
04:16 Save Configuration ବଟନ୍ କ୍ଲିକ୍ କରନ୍ତୁ
04:19 Maintenance Mode ସକ୍ରିୟ ହେଲେ, କେବଳ Administrator ଲଗ୍-ଇନ୍ କରିପାରିବ
04:26 ଯଦି ଭୁଲବଶତଃ, Adminରୁ ଆପଣ ଲଗ୍-ଆଉଟ୍ କରିଯାଆନ୍ତି, ତେବେ ଆପଣ /user ଥିବା ଆପଣଙ୍କ Homepageର URLରେ ଲଗ୍-ଇନ୍ କରିପାରିବେ
04:37 ଅନ୍ୟମାନେ, ସାଇଟ୍ ଟି Under Maintenace ମେସେଜ୍ ଦେଖିବେ
04:42 ପଦାଙ୍କ 2: ସାଂପ୍ରତିକ ଭର୍ସନ୍ ର ଡେଟାବେସ୍ କୁ ବ୍ୟାକ୍-ଅପ୍ କରନ୍ତୁ
04:47 ନିଜର Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲନ୍ତୁ
04:52 ଏହି କଣ୍ଟ୍ରୋଲ୍ ୱିଣ୍ଡୋକୁ କିପରି ଖୋଲାଯାଏ, ତାହା ମନେପକାଇବା ପାଇଁ Installation of Drupal ଟ୍ୟୁଟୋରିଆଲ୍ ଦେଖନ୍ତୁ
05:00 Open PhpMyAdmin ବଟନ୍ ଉପରେ କ୍ଲିକ୍ କରନ୍ତୁ
05:05 PhpMyAdmin ପେଜ୍ କୁ ଆମେ ରିଡାଇରେକ୍ଟ ହେବା
05:10 ଡିଫଲ୍ଟ ୟୁଜର୍ ନେମ୍ ହେଉଛି root
05:13 Drupal Admin ପାସୱର୍ଡ ଓ PhpMyAdmin ପାସୱର୍ଡ, ଉଭୟ ସମାନ
05:20 ତେଣୁ, ୟୁଜର୍ ନେମ୍ ଭାବେ root ଟାଇପ୍ କରନ୍ତୁ ଓ ନିଜର Drupal Admin Password ଟାଇପ୍ କରି Go ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ଏକ ବ୍ୟାକ୍-ଅପ୍ ନେବା ପାଇଁ, ଉପର ପ୍ୟାନେଲ୍ ରେ ଥିବା Export ବଟନ୍ କ୍ଲିକ୍ କରନ୍ତୁ
05:36 ତା’ପରେ, Export Methodକୁ Custom ଭାବେ ଚୟନ କରନ୍ତୁ
05:40 Database ତାଲିକାରେ ଥିବା bitnami_drupal8 ସିଲେକ୍ଟ କରନ୍ତୁ
05:45 Output ସେକ୍ସନ୍ ଅନ୍ତର୍ଗତ, Filename Templetକୁ drupal-8.1.0 ନାମ ଦେଇ Compressionକୁ gzipped ସେଟ୍ କରନ୍ତୁ
05:58 ଆପଣଙ୍କର ସାମ୍ପ୍ରତିକ ଭର୍ସନ୍ କୁ ଭିତ୍ତିକରି Filename ଭିନ୍ନ ହୋଇପାରେ
06:03 Object Creation Options ଅନ୍ତର୍ଗତ ଥିବା Add DROP DATABASE Statement ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
06:12 Add DROP TABLE ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
06:16 ସ୍କ୍ରୋଲ୍ ଡାଉନ୍ କରି ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
06:21 ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
06:25 ଆପଣଙ୍କର Downloads ଫୋଲ୍ଡର୍ କୁ ଯାଆନ୍ତୁ ଓ drupal-8.1.0.sql.gz ବ୍ୟାକ୍-ଅପ୍ ଫାଇଲ୍ ଦେଖନ୍ତୁ
06:36 ପଦାଙ୍କ 3: ସମସ୍ତ ସର୍ଭର୍ କୁ ବନ୍ଦ କରିଦିଅନ୍ତୁ
06:42 ସମସ୍ତ ଚାଲୁଥିବା ସର୍ଭରକୁ ବନ୍ଦ କରିବା ପାଇଁ, Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
06:49 Manage Servers ଟାବ୍ କ୍ଲିକ୍ କରି Stop All ବଟନ୍ ଉପରେ କ୍ଲିକ୍ କରନ୍ତୁ
06:56 ପଦାଙ୍କ 4: Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Open Application Folder ବଟନ୍ ଉପରେ କ୍ଲିକ୍ କରନ୍ତୁ
07:04 ଏହା File Browser ଖୋଲିବ
07:07 ପ୍ରଥମେ ଫୋଲ୍ଡର୍ Apps, ତା’ପରେ Drupal ଓ ଶେଷରେ htdocs ନେଭିଗେଟ୍ କରନ୍ତୁ
07:15 ପଦାଙ୍କ 5: Drupalର ସାମ୍ପ୍ରତିକ ଭର୍ସନ୍ ପାଇଁ କୋଡ୍ ବ୍ୟାକ୍ଅପ୍ କରିବାକୁ ଆମକୁ ଏକ ଫୋଲ୍ଡର୍ କ୍ରିଏଟ୍ କରିବାକୁ ହେବ
07:24 ସାମ୍ପ୍ରତିକ ଭର୍ସନ୍ ସଂଖ୍ୟା ସହିତ ଏହି ଫୋଲ୍ଡର୍ ର ନାମ ଦିଅନ୍ତୁ
07:29 ଏହାପରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ କୁ drupal-8.1.0 ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
07:36 ପଦାଙ୍କ 6: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
07:42 ତା’ପରେ, drupal-8.1.0 ଫୋଲ୍ଡର୍ ରେ Core ଓ Vendor ସମେତ ଅନ୍ୟ ସମସ୍ତ ଫାଇଲ୍ସକୁ କଟ୍ ଓ ପେଷ୍ଟ କରନ୍ତୁ
07:55 ଏହା, ଉଭୟ ଡେଟାବେସ୍ ଓ କୋଡ୍ କୁ ଗୋଟିଏ ସ୍ଥାନରେ ରଖିବ
08:00 ଆପଣଙ୍କୁ ପୁନଃପ୍ରାପ୍ତ କରିବା କ୍ଷେତ୍ରରେ ଏହା ହେଉଛି Coreର ପୁରୁଣା ଭର୍ସନ୍ ର ଏକ ବ୍ୟାକ୍ଅପ୍ କପୀ
08:07 ପଦାଙ୍କ 7: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
08:13 ଏହାପରେ ଆମକୁ Drupalର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରିବାକୁ ପଡ଼ିବ
08:18 ନିଜ ୱେବ୍ ବ୍ରାଉଜର୍ ଖୋଲନ୍ତୁ ଓ ପ୍ରଦର୍ଶିତ ଲିଙ୍କ୍ କୁ ଯାଆନ୍ତୁ: https://www.drupal.org/project/drupal
08:24 Drupal 8ର ସୁପାରିସକୃତ ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରନ୍ତୁ
08:28 ଏହି ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି Drupal Core 8.1.6
08:35 ଆପଣ ଦେଖୁଥିବା ସମୟରେ ଏହି ଭର୍ସନ୍ ଭିନ୍ନ ହୋଇଥାଇପାରେ
08:40 ଏହାକୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
08:43 ଡାଉନଲୋଡ୍ କରିବା ପାଇଁ tar.gz କିମ୍ୱା zip ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
08:49 ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
08:53 ଏବେ, ଆପଣଙ୍କର Download ଫୋଲ୍ଡର୍ କୁ ଯାଆନ୍ତୁ ଓ drupal zip ଫାଇଲ୍ କୁ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
09:01 ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ drupal-8.1.6 ଫାଇଲ୍ ପ୍ରଦାନ କରାଯାଇଛି
09:11 ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ୍ ନଥିଲେ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
09:18 ପଦାଙ୍କ 8: ଫାଇଲ୍ କୁ Unzip କରନ୍ତୁ. ଏହା, htdocs ଫୋଲ୍ଡର୍ ରେ drupal-8.1.6 ଫୋଲ୍ଡର୍ କ୍ରିଏଟ୍ କରିବ
09:30 ତାକୁ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
09:34 ନୂଆ Drupal ଫୋଲ୍ଡର୍ ରୁ, Core ଓ Vendor ତଥା ଅନ୍ୟ ସମସ୍ତ ନିୟମିତ ଫାଇଲ୍ସ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
09:44 ପଦାଙ୍କ 9: Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
09:51 ଏବେ, Manage Servers ଟାବ୍ କୁ ଯାଆନ୍ତୁ ଓ Start All ବଟନ୍ କ୍ଲିକ୍ କରି ସମସ୍ତ ସର୍ଭର୍ସ ଷ୍ଟାର୍ଟ କରନ୍ତୁ
10:00 ପଦାଙ୍କ 10: Go To Application ବଟନ୍ ଓ Access Drupal Linkକୁ ଯାଇ Welcome ଟାବ୍ ଉପରେ କ୍ଲିକ୍ କରି ଆମ ସାଇଟ୍ କୁ ଯାଆନ୍ତୁ
10:12 Reports ଓ Status Reportକୁ ଯାଆନ୍ତୁ
10:17 ଏଠାରେ ଆମେ, Drupal ଭର୍ସନ୍ ନମ୍ୱର୍ କୁ ସୁନିଶ୍ଚିତ କରିପାରିବା ଓ ତାହା ହେଉଛି ଲାଟେଷ୍ଟ
10:24 ହେଲେ ଆମର ଡେଟାବେସ୍ ପୁରୁଣା ଅଟେ
10:27 ପ୍ରତ୍ୟେକଥର, ଯେତେବେଳେ Core, Module କିମ୍ୱା ଏକ Theme ଅପଡେଟ୍ ହୁଏ, ଡେଟାବେସ୍ ମଧ୍ୟ ଅପଡେଟ୍ ହେବା ଦରକାର
10:36 ପଦାଙ୍କ 11: ଡେଟାବେସ୍ ଅପଡେଟ୍ ବିଷୟରେ ଶିଖିବା
10:42 Extend ମେନୁକୁ ଯାଇ Update Script ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
10:47 Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
10:51 ଏହା କୁହେ ଯେ, ଆମର କିଛି ଅପଡେଟ୍ସ ବାକି ଅଛି. ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ
10:58 Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
11:04 ଏବେ, Administration Pages ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.
11:08 ଯଦି ସେଥିରେ କୌଣସି ଏରର୍ ନଥାଏ, ଆମେ ସଫଳତାପୂର୍ବକ Coreକୁ ଅପଡେଟ୍ କଲେ
11:14 ପଦାଙ୍କ 12: Go Online ଲିଙ୍କ୍ କ୍ଲିକ୍ କରନ୍ତୁ
11:18 Put site into maintenance mode ଅପ୍ସନ୍ ରୁ ଚେକ୍ ମାର୍କ କାଢ଼ିଦିଅନ୍ତୁ
11:25 Save Configuration ବଟନ୍ କ୍ଲିକ୍ କରନ୍ତୁ
11:29 ଏହା, ସମସ୍ତ ୟୁଜର୍ ମାନଙ୍କ ପାଇଁ ସାଇଟ୍ କୁ ଅନଲାଇନ୍ ମୋଡ୍ କୁ ଫେରାଇଆଣିବ
11:34 ଏପର୍ଯ୍ୟନ୍ତ ଆଲୋଚନା କରାଯାଇଥିବା ପଦାଙ୍କଗୁଡ଼ିକ Bitnami ଇନଷ୍ଟଲେଶନ୍ ପାଇଁ କାମ କରେ
11:40 ଯଦି ଆପଣ ଅନ୍ୟ ପଦ୍ଧତି ବ୍ୟବହାର କରନ୍ତି, ତେବେ Bitnami ସେକ୍ସନ୍ସ ବ୍ୟତୀତ ଅଧିକାଂଶ ପଦାଙ୍କ ସମାନ ଅଟେ
11:48 ଏବେ ଚାଲନ୍ତୁ, Themes ଓ Modules ଅପଡେଟ୍ କରିବା ବିଷୟରେ ଶିଖିବା
11:53 Core ଅପଡେଟ୍ ତୁଳନାରେ ଏହା ହେଉଛି ସହଜ, କାରଣ ଗୋଟିଏ ବଟନ୍ କ୍ଲିକ୍ ରେ Drupal ଏହା କରିବ
12:01 ବେଳେବେଳେ, କୌଣସି Core Update ବିନା ଆମ ପାଖରେ କେବଳ Modules କିମ୍ୱା Themes ଅପଡେଟ୍ସ ଥାଏ
12:09 ପଦାଙ୍କ 1: Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
12:15 Update ଟାବ୍ ଉପରେ କ୍ଲିକ୍ କରନ୍ତୁ
12:19 ଏଠାରେ, ଆମେ ଦେଖିପାରୁଛେ ଯେ, ଆମକୁ କିଛି Themes ଓ Modules ଅପଡେଟ୍ କରିବାକୁ ହେବ
12:25 ସେସବୁକୁ ସିଲେକ୍ଟ କରନ୍ତୁ
12:28 ତା’ପରେ Download These Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
12:33 Performing Updates in Maintenance Mode ପାଇଁ ଚେକ୍ ବକ୍ସ ON ଥିବାର ସୁନିଶ୍ଚିତ କରନ୍ତୁ
12:39 Updates ଲାଗୁ କରିବା ପାଇଁ Continue ବଟନ୍ କ୍ଲିକ୍ କରନ୍ତୁ
12:43 ଏହା, କୋଡ୍ କୁ ଅପଡେଟ୍ କରିବ ଓ ସାଇଟ୍ କୁ Online Modeକୁ ନେଇଆସିବ
12:49 ପଦାଙ୍କ 2: Run Database Updates ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
12:55 ଯଦି ଆପଣ ଡେଟାବେସ୍ ବ୍ୟାକ୍ଅପ୍ କରିନାହାଁନ୍ତି, ତେବେ ପୂର୍ବ ଅନୁସାରେ କରନ୍ତୁ
13:01 Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
13:04 Core Update ପରି, ଏହା ଡେଟାବେସ୍ କୁ ସେହିପରି ଅପଡେଟ୍ କରିବ
13:09 Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
13:14 Administration Pages ଲିଙ୍କ୍ କ୍ଲିକ୍ କରନ୍ତୁ
13:18 Drupal, ସାଧାରଣ ଭାବେ ସାଇଟ୍ କୁ Online Modeକୁ ନେଇଆସିବ
13:24 ଯଦି ଏପରି ହୁଏ ନାହିଁ, ତେବେ Go Online ପାଇଁ ପେଜ୍ ର ଉପରେ ଆପଣ ଏକ ଅପ୍ସନ୍ ଦେଖିବେ
13:33 ପଦାଙ୍କ 3: ଶେଷରେ, ସବୁକିଛି ଅପ୍-ଟୁ-ଡେଟ୍ ଅଛି ବୋଲି ଯାଞ୍ଚ କରିବା
13:39 Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
13:44 ଏଠାରେ ଆମେ ଦେଖିପାରୁଛେ ଯେ, Drupal Core, Modules ଓ Themes ସବୁକିଛି ଅପ୍-ଟୁ-ଡେଟ୍ ଅଛି
13:51 ଏହାପରେ ଆମେ, ପୁରୁଣା ଭର୍ସନ୍ କୁ କିପରି ଫେରାଯାଏ, ଶିଖିବା
13:56 ଆମର ଅପଡେଟ୍ ବିଫଳ ହେବା କ୍ଷେତ୍ରରେ, କାରଣ କ’ଣ ଆପଣ ଜାଣିନାହାଁନ୍ତି, ଆମେ ଆମର ପୂର୍ବ ଭର୍ସନ୍ କୁ ଫେରିଯାଇପାରିବା
14:05 ଏଥିପାଇଁ ଆମକୁ, ପୁରୁଣା Core ଓ Databaseକୁ ରିଷ୍ଟୋର୍ କରିବାକୁ ହେବ
14:10 ପଦାଙ୍କ 1: ସାଇଟ୍ କୁ Maintenance Modeରେ ରଖନ୍ତୁ
14:17 ପଦାଙ୍କ 2: Drupal Stack Control ୱିଣ୍ଡୋରୁ ସମସ୍ତ ସର୍ଭର୍ କୁ ବନ୍ଦ କରନ୍ତୁ
14:25 ପଦାଙ୍କ 3: htdocs ଫୋଲ୍ଡର୍ ଖୋଲନ୍ତୁ
14:30 drupal-8.1.6 ଫୋଲ୍ଡର୍ କୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସ ନିଅନ୍ତୁ
14:40 htdocs ଫୋଲ୍ଡର୍ କୁ ଫେରିଯାଇ ପୂର୍ବବର୍ତ୍ତୀ ଭର୍ସନ୍ ଫୋଲ୍ଡର୍ ଖୋଲନ୍ତୁ
14:44 ତା’ପରେ drupal-8.1.6 ଫୋଲ୍ଡର୍ ରୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସକୁ htdocs ଫୋଲ୍ଡର୍ କୁ ନିଅନ୍ତୁ
15:00 ପଦାଙ୍କ 4: Drupal Stack Control ୱିଣ୍ଡୋରୁ Apache ଓ MySQL Servers ଆରମ୍ଭ କରନ୍ତୁ
15:11 ପଦାଙ୍କ 5: ପୁରୁଣା ଡେଟାବେସ୍ ରିଷ୍ଟୋର୍ ହେଉଛି
15:15 Drupal Stack Control ୱିଣ୍ଡୋରୁ PhpMyAdmin ପେଜ୍ ଖୋଲନ୍ତୁ
15:23 ଉପର ପାନେଲ୍ ରୁ Import ବଟନ୍ କ୍ଲିକ୍ କରନ୍ତୁ
15:27 Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
15:30 ଏଠାରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ ଚୟନ କରନ୍ତୁ
15:34 ତା’ପରେ ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
15:38 ପଦାଙ୍କ 6: ଶେଷ ପଦାଙ୍କ ହେଉଛି, ପୁରୁଣା ଭର୍ସନ୍ କୁ ଆମେ ଫେରିଛେ କି ନାହିଁ ଯାଞ୍ଚ କରିବା
15:45 ଆମର Drupal ସାଇଟ୍ କୁ ଯାଆନ୍ତୁ
15:49 Reports Menuରେ କ୍ଲିକ୍ କରି Status Report କ୍ଲିକ୍ କରନ୍ତୁ
15:52 ଏଠାରେ ଆପଣ ଦେଖିପାରିବେ ଯେ, ଆମର Drupal ଭର୍ସନ୍ ହେଉଛି 8.1.0
15:59 ଧ୍ୟାନଦିଅନ୍ତୁ ଯେ, ଆମେ କେବଳ Core ଓ Databaseକୁ ହିଁ ପୁରୁଣା ଭର୍ସନ୍ କୁ ଫେରାଇପାରିବା
16:05 Drupal ଦ୍ୱାରା Modules ଓ Themes ଅପଡେଟ୍ କରାଗଲା
16:10 ପଦାଙ୍କ 6ରେ ଆମେ ଏହାର କପୀ କରିନାହେଁ, ତେଣୁ ଆମେ ଏଠାରେ ପୁରୁଣା ଭର୍ସନ୍ ଦେଖିବା ନାହିଁ
16:18 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
16:22 ସଂକ୍ଷିପ୍ତରେ,
16:25 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଗୁଡ଼ିକର ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଶିଖିଲେ, Site Management Reports ଦେଖିବା ଓ ବିଶ୍ଳେଷଣ କରିବା Database ଓ Code ବ୍ୟାକ୍ଅପ୍ କରିବା
16:39 Drupal Core ଅପଡେଟ୍ କରିବା Modules ଓ Themes ଅପଡେଟ୍ କରିବା ଓ ଏକ ବ୍ୟାକ୍ଅପ୍ କରାଯାଇଥିବା ଭର୍ସନ୍ କୁ ରିଷ୍ଟୋର୍ କରିବା
16:49 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
16:54 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
16:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
17:03 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
17:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
17:22 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble