Difference between revisions of "Drupal/C3/Styling-a-Page-using-Themes/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
 +
 
 
|-
 
|-
 
|00:16
 
|00:16
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ  Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ  Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:30
 
|00:30
| ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା
+
|ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା
 +
 
 
|-
 
|-
 
|00:36
 
|00:36
| ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି
+
|ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି
 +
 
 
|-
 
|-
 
|00:42
 
|00:42
| ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ
+
|ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ
 +
 
 
|-
 
|-
 
|00:45
 
|00:45
| ଏହା, Theme ଉପରେ ପର୍ଯ୍ୟବେସିତ
+
|ଏହା, Theme ଉପରେ ପର୍ଯ୍ୟବେସିତ
 +
 
 
|-
 
|-
 
|00:48
 
|00:48
| Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ
+
|Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ
 +
 
 
|-
 
|-
 
|00:51
 
|00:51
| Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା
+
|Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା
 +
 
 
|-
 
|-
 
|00:55
 
|00:55
| ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ  କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
+
|ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ  କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
 +
 
 
|-
 
|-
 
|01:11
 
|01:11
| କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ
+
|କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ
 +
 
 
|-
 
|-
 
|01:19
 
|01:19
| drupal.org/project/themesରେ Contributed Themes ମିଳିଥାଏ
+
|drupal.org/project/themesରେ Contributed Themes ମିଳିଥାଏ
 +
 
 
|-
 
|-
 
|01:26
 
|01:26
| Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
+
|Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
 +
 
 
|-
 
|-
 
|01:29
 
|01:29
| ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ
+
|ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ
 +
 
 
|-
 
|-
 
|01:36
 
|01:36
| ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ
+
|ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ
 +
 
 
|-
 
|-
 
|01:42
 
|01:42
| ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା
+
|ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା
 +
 
 
|-
 
|-
 
|01:46
 
|01:46
| drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା
+
|drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା
 +
 
 
|-
 
|-
 
|01:51
 
|01:51
| drupal.org/projects/themesକୁ ଯାଆନ୍ତୁ
+
|drupal.org/projects/themesକୁ ଯାଆନ୍ତୁ
 +
 
 
|-
 
|-
 
|01:56
 
|01:56
| Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା
+
|Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା
 +
 
 
|-
 
|-
 
|02:01
 
|02:01
| ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ.  ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ
+
|ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ.  ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ
 +
 
 
|-
 
|-
 
|02:10
 
|02:10
| ଏଠାରେ 2205 Themes ଅଛି.  ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ
+
|ଏଠାରେ 2205 Themes ଅଛି.  ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ
 +
 
 
|-
 
|-
 
|02:18
 
|02:18
| ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି
 +
 
 
|-
 
|-
 
|02:25
 
|02:25
| ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା
+
|ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା
 +
 
 
|-
 
|-
 
|02:30
 
|02:30
| ଏହା, Modules ସହିତ ବହୁତ ସମାନ
+
|ଏହା, Modules ସହିତ ବହୁତ ସମାନ
 +
 
 
|-
 
|-
 
|02:33
 
|02:33
| ଆମେ drupal.orgରେ ଆରମ୍ଭ କରିବା
+
|ଆମେ drupal.orgରେ ଆରମ୍ଭ କରିବା
 +
 
 
|-
 
|-
 
|02:36
 
|02:36
| ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ
+
|ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ
 +
 
 
|-
 
|-
 
|02:43
 
|02:43
| ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍
+
|ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍
 +
 
 
|-
 
|-
 
|02:46
 
|02:46
| ଓ Bootstrap ହେଉଛି ଦୁଇ ନମ୍ୱର୍
+
|ଓ Bootstrap ହେଉଛି ଦୁଇ ନମ୍ୱର୍
 +
 
 
|-
 
|-
 
|02:50
 
|02:50
| Bootstrap ଉପରେ କ୍ଲିକ୍ କରନ୍ତୁ
+
|Bootstrap ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:53
 
|02:53
| Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି?  ଏଠାରେ ବି ସେହି ଜିନିଷ
+
|Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି?  ଏଠାରେ ବି ସେହି ଜିନିଷ
 +
 
 
|-
 
|-
 
|02:59
 
|02:59
| ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ  
+
|ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ  
 +
 
 
|-
 
|-
 
|03:02
 
|03:02
| ତା’ପରେ Maintainers ଦେଖନ୍ତୁ
+
|ତା’ପରେ Maintainers ଦେଖନ୍ତୁ
 +
 
 
|-
 
|-
 
|03:05
 
|03:05
| ଆଉ, Versions ଓ Project Informations ଦେଖନ୍ତୁ
+
|ଆଉ, Versions ଓ Project Informations ଦେଖନ୍ତୁ
 +
 
 
|-
 
|-
 
|03:08
 
|03:08
| ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି
+
|ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି
 +
 
 
|-
 
|-
 
|03:16
 
|03:16
| ଓ ଗୋଟିଏ Development Version ମଧ୍ୟ ଅଛି
+
|ଓ ଗୋଟିଏ Development Version ମଧ୍ୟ ଅଛି
 +
 
 
|-
 
|-
 
|03:20
 
|03:20
| ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ
+
|ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ
 +
 
 
|-
 
|-
 
|03:27
 
|03:27
| ଗୋଟିଏ Contributed Theme ଅନେକ  ପ୍ରକାରର ମଧ୍ୟ ହୋଇପାରେ.  ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି
+
|ଗୋଟିଏ Contributed Theme ଅନେକ  ପ୍ରକାରର ମଧ୍ୟ ହୋଇପାରେ.  ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି
 +
 
 
|-
 
|-
 
|03:34
 
|03:34
| ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ
+
|ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ
 +
 
 
|-
 
|-
 
|03:40
 
|03:40
| ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା  
+
|ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା  
 +
 
 
|-
 
|-
 
|03:46
 
|03:46
| ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ
+
|ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ
 +
 
 
|-
 
|-
 
|03:52
 
|03:52
| କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ.  ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି
+
|କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ.  ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି
 +
 
 
|-
 
|-
 
|04:02
 
|04:02
| କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ
+
|କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ
 +
 
 
|-
 
|-
 
|04:05
 
|04:05
| Documentationକୁ ଦେଖନ୍ତୁ.  Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ
+
|Documentationକୁ ଦେଖନ୍ତୁ.  Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ
 +
 
 
|-
 
|-
 
|04:11
 
|04:11
| ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା
+
|ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା
 +
 
 
|-
 
|-
 
|04:13
 
|04:13
| drupal.org/projects/zirconକୁ ଯାଆନ୍ତୁ
+
|drupal.org/projects/zirconକୁ ଯାଆନ୍ତୁ
 +
 
 
|-
 
|-
 
|04:20
 
|04:20
| ତଳକୁ ସ୍କ୍ରୋଲ୍ କରନ୍ତୁ.  ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି
+
|ତଳକୁ ସ୍କ୍ରୋଲ୍ କରନ୍ତୁ.  ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି
 +
 
 
|-
 
|-
 
|04:28
 
|04:28
| ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ
+
|ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ
 +
 
 
|-
 
|-
 
|04:31
 
|04:31
| ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ
+
|ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ
 +
 
 
|-
 
|-
 
|04:37
 
|04:37
| tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ.  ଏହା, Modules ଇନଷ୍ଟଲ୍ କରିବା ସହ ସମାନ.  ଆମ ସାଇଟ୍ କୁ ଫେରିଆସନ୍ତୁ
+
|tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ.  ଏହା, Modules ଇନଷ୍ଟଲ୍ କରିବା ସହ ସମାନ.  ଆମ ସାଇଟ୍ କୁ ଫେରିଆସନ୍ତୁ
 +
 
 
|-
 
|-
 
|04:47
 
|04:47
| ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
+
|ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:52
 
|04:52
| ପୁଣିଥରେ, Modules ପରି ସମାନ ପ୍ରକ୍ରିୟା
+
|ପୁଣିଥରେ, Modules ପରି ସମାନ ପ୍ରକ୍ରିୟା
 +
 
 
|-
 
|-
 
|04:56
 
|04:56
| ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ
+
|ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:00
 
|05:00
| Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା
+
|Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା
 +
 
 
|-
 
|-
 
|05:06
 
|05:06
| Install Newly Added Themes କ୍ଲିକ୍ କରନ୍ତୁ
+
|Install Newly Added Themes କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:09
 
|05:09
| ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.
+
|ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.
 +
 
 
|-
 
|-
 
|05:12
 
|05:12
| ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
+
|ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
 +
 
 
|-
 
|-
 
|05:21
 
|05:21
| Install and set as default କ୍ଲିକ୍ କରନ୍ତୁ
+
|Install and set as default କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:25
 
|05:25
| ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ :  ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ :  ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
+
|ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ :  ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ :  ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
 +
 
 
|-
 
|-
 
|05:38
 
|05:38
| Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା
+
|Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା
 +
 
 
|-
 
|-
 
|05:42
 
|05:42
| Settings ଉପରେ କ୍ଲିକ୍ କରନ୍ତୁ
+
|Settings ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:45
 
|05:45
| Zirconରେ ସାଧାରଣ Toggle Display  
+
|Zirconରେ ସାଧାରଣ Toggle Display  
 +
 
 
|-
 
|-
 
|05:49
 
|05:49
| ଓ Shortcut ଆଇକନ୍ ଅଛି
+
|ଓ Shortcut ଆଇକନ୍ ଅଛି
 +
 
 
|-
 
|-
 
|05:51
 
|05:51
| ପୁଣିଥରେ, ଯଦି ଆପଣ, Global Settings  
+
|ପୁଣିଥରେ, ଯଦି ଆପଣ, Global Settings  
 +
 
 
|-
 
|-
 
|05:56
 
|05:56
| ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ
+
|ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ
 +
 
 
|-
 
|-
 
|05:59
 
|05:59
| Save କ୍ଲିକ୍ କରନ୍ତୁ.
+
|Save କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|06:02
 
|06:02
| ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ
+
|ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ
 +
 
 
|-
 
|-
 
|06:04
 
|06:04
| ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ
+
|ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ
 +
 
 
|-
 
|-
 
|06:11
 
|06:11
| Structure ଓ Blocksକୁ ଯାଆନ୍ତୁ
+
|Structure ଓ Blocksକୁ ଯାଆନ୍ତୁ
 +
 
 
|-
 
|-
 
|06:15
 
|06:15
| ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ
+
|ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:19
 
|06:19
| ଆମେ ଏଠାରେ, ଅନେକ Block Regions ଦେଖିବା
+
|ଆମେ ଏଠାରେ, ଅନେକ Block Regions ଦେଖିବା
 +
 
 
|-
 
|-
 
|06:22
 
|06:22
| ଗୋଟିଏ Header Region.  Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ
+
|ଗୋଟିଏ Header Region.  Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ
 +
 
 
|-
 
|-
 
|06:32
 
|06:32
| ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region  
+
|ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region  
 +
 
 
|-
 
|-
 
|06:37
 
|06:37
| ଏକ Featured block region
+
|ଏକ Featured block region
 +
 
 
|-
 
|-
 
|06:39
 
|06:39
| Help, Sidebar First, Sidebar second, Content
+
|Help, Sidebar First, Sidebar second, Content
 +
 
 
|-
 
|-
 
|06:44
 
|06:44
| Panel First Panel Second 1, 2, 3 ଓ 4  ଓ ତା’ପରେ ଏକ Footer Region ଅଛି
+
|Panel First Panel Second 1, 2, 3 ଓ 4  ଓ ତା’ପରେ ଏକ Footer Region ଅଛି
 +
 
 
|-
 
|-
 
|06:53
 
|06:53
| ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ
+
|ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ
 +
 
 
|-
 
|-
 
|07:00
 
|07:00
| ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ
+
|ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ
 +
 
 
|-
 
|-
 
|07:03
 
|07:03
| Header Regionରେ ଅନେକ ଜିନିଷ ଅଛି.  Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ
+
|Header Regionରେ ଅନେକ ଜିନିଷ ଅଛି.  Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ
 +
 
 
|-
 
|-
 
|07:14
 
|07:14
| Footerରେ ଆମେ ତାକୁ ପୁଣି ରଖିବା
+
|Footerରେ ଆମେ ତାକୁ ପୁଣି ରଖିବା
 +
 
 
|-
 
|-
 
|07:17
 
|07:17
| ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ
+
|ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ
 +
 
 
|-
 
|-
 
|07:20
 
|07:20
| Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ
+
|Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ
 +
 
 
|-
 
|-
 
|07:26
 
|07:26
| Footerରେ ପୁଣିଥରେ Footer Menu ରଖନ୍ତୁ
+
|Footerରେ ପୁଣିଥରେ Footer Menu ରଖନ୍ତୁ
 +
 
 
|-
 
|-
 
|07:30
 
|07:30
| Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା
+
|Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା
 +
 
 
|-
 
|-
 
|07:36
 
|07:36
| Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା
+
|Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା
 +
 
 
|-
 
|-
 
|07:42
 
|07:42
| Save Blocks କ୍ଲିକ୍ କରନ୍ତୁ
+
|Save Blocks କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:44
 
|07:44
| ଆମ ସାଇଟ୍ କୁ ଫେରିଯାଆନ୍ତୁ
+
|ଆମ ସାଇଟ୍ କୁ ଫେରିଯାଆନ୍ତୁ
 +
 
 
|-
 
|-
 
|07:47
 
|07:47
| ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି.  ତାହାର କାରଣ ହେଉଛି, Themeରେ Primary Menu ନାହିଁ
+
|ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି.  ତାହାର କାରଣ ହେଉଛି, Themeରେ Primary Menu ନାହିଁ
 +
 
 
|-
 
|-
 
|07:55
 
|07:55
| ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା
+
|ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା
 +
 
 
|-
 
|-
 
|08:01
 
|08:01
| ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା
+
|ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା
 +
 
 
|-
 
|-
 
|08:05
 
|08:05
| ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି
+
|ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି
 +
 
 
|-
 
|-
 
|08:09
 
|08:09
| ତାକୁ Helpରେ ରଖନ୍ତୁ
+
|ତାକୁ Helpରେ ରଖନ୍ତୁ
 +
 
 
|-
 
|-
 
|08:12
 
|08:12
| Page Title, Primary Admin Actions ଓ Page Tabs ଠିକ୍ ଅଛି
+
|Page Title, Primary Admin Actions ଓ Page Tabs ଠିକ୍ ଅଛି
 +
 
 
|-
 
|-
 
|08:18
 
|08:18
| Sidebar First, Welcome to Drupalville, Book Navigation, Recent Events Added ଓ Tools
+
|Sidebar First, Welcome to Drupalville, Book Navigation, Recent Events Added ଓ Tools
 +
 
 
|-
 
|-
 
|08:26
 
|08:26
| Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ  
+
|Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ  
 +
 
 
|-
 
|-
 
|08:34
 
|08:34
| ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା
+
|ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା
 +
 
 
|-
 
|-
 
|08:39
 
|08:39
| ଏବେ, Save କ୍ଲିକ୍ କରନ୍ତୁ
+
|ଏବେ, Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:41
 
|08:41
| ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା
+
|ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା
 +
 
 
|-
 
|-
 
|08:44
 
|08:44
| ଏବେ ଏହା ବହୁତ ବଢ଼ିଆ ହେଲା
+
|ଏବେ ଏହା ବହୁତ ବଢ଼ିଆ ହେଲା
 +
 
 
|-
 
|-
 
|08:47
 
|08:47
| ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
+
|ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
 +
 
 
|-
 
|-
 
|08:58
 
|08:58
| BOOK NAVIGATION, RECENTLY ADDED EVENTS ବାମପଟେ ଅଛି
+
|BOOK NAVIGATION, RECENTLY ADDED EVENTS ବାମପଟେ ଅଛି
 +
 
 
|-
 
|-
 
|09:03
 
|09:03
| ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second
+
|ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second
 +
 
 
|-
 
|-
 
|09:10
 
|09:10
| ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି
+
|ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି
 +
 
 
|-
 
|-
 
|09:12
 
|09:12
| ଏଠାରେ କିଛି ଜିନିଷ କହିବାର ଅଛି
+
|ଏଠାରେ କିଛି ଜିନିଷ କହିବାର ଅଛି
 +
 
 
|-
 
|-
 
|09:15
 
|09:15
| ଆମେ, ଆମର Themes ବଦଳାଇଛେ.  ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି
+
|ଆମେ, ଆମର Themes ବଦଳାଇଛେ.  ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି
 +
 
 
|-
 
|-
 
|09:20
 
|09:20
| ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ
+
|ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ
 +
 
 
|-
 
|-
 
|09:31
 
|09:31
| କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout
+
|କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout
 +
 
 
|-
 
|-
 
|09:37
 
|09:37
| ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
+
|ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
 +
 
 
|-
 
|-
 
|09:48
 
|09:48
| Themes ହେଉଛି ବହୁତ ବଢ଼ିଆ.  ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
+
|Themes ହେଉଛି ବହୁତ ବଢ଼ିଆ.  ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
 +
 
 
|-
 
|-
 
|09:58
 
|09:58
| ଆପଣ, drupal.org/projects/themesକୁ ଆସିପାରନ୍ତି.  ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ
+
|ଆପଣ, drupal.org/projects/themesକୁ ଆସିପାରନ୍ତି.  ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ
 +
 
 
|-
 
|-
 
|10:08
 
|10:08
| ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ  
+
|ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ  
 +
 
 
|-
 
|-
 
|10:13
 
|10:13
| ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ.  ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ
+
|ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ.  ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ
 +
 
 
|-
 
|-
 
|10:21
 
|10:21
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
 +
 
 
|-
 
|-
 
|10:24
 
|10:24
| ସଂକ୍ଷିପ୍ତରେ | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
+
|ସଂକ୍ଷିପ୍ତରେ | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା  
 +
 
 
|-
 
|-
 
|10:45
 
|10:45
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|10:54
 
|10:54
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|11:00
 
|11:00
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|11:08
 
|11:08
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
|11: 19
+
|11:19
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 14:47, 4 April 2017

Time Narration
00:01 Styling a Page Using Themes ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Themesର ପରିଚୟ Thmes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:30 ପୂର୍ବେ ଉଲ୍ଲିଖିତ ଅନୁସାରେ, ଗୋଟିଏ Drupal Websiteକୁ ଆମେ ନିଜ ଅନୁସାରେ, ତିଆରି କରିପାରିବା
00:36 ଅନେକ Drupal ସାଇଟ୍ସରୁ ଏଠାରେ କିଛି ଭିନ୍ନ ଲୂକ୍ସ ଓ ଫୀଲ୍ସ ଅଛି
00:42 ଦେଖନ୍ତୁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ
00:45 ଏହା, Theme ଉପରେ ପର୍ଯ୍ୟବେସିତ
00:48 Themes, ଆପଣଙ୍କ ଅନୁସାରେ ଆପଣଙ୍କର ୱେବ୍ ସାଇଟ୍ କୁ ତିଆରି କରିପାରିବ
00:51 Themes ବିଷୟରେ ମନେରଖିବାକୁ ଏଠାରେ କିଛି ଜିନିଷ ଦିଆଗଲା
00:55 ଆମେ Themesକୁ ବିଭିନ୍ନ ସ୍ଥାନରୁ ନେଇପାରିବା. drupal.orgରେ ମାଗଣା Themes ଅଛି, ଯାହାକୁ Contributed Themes କୁହାଯାଏ କିମ୍ୱା ଆମେ ଅନେକ ଭିନ୍ନ ଭିନ୍ନ ଭେଣ୍ଡରମାନଙ୍କଠାରୁ ମଧ୍ୟ ଗୋଟିଏ Theme କିଣିପାରିବା
01:11 କିମ୍ୱା ଆମେ Artisteer.comରୁ Artisteer ପରି ନିଜର Theme କ୍ରିଏଟ୍ କରିପାରିବା, ଯେପରି ସ୍କ୍ରାଚ୍ ରୁ ତିଆରି କରନ୍ତୁ
01:19 drupal.org/project/themesରେ Contributed Themes ମିଳିଥାଏ
01:26 Block Regions, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
01:29 ତେଣୁ, ଆମ ୱେବ୍ ସାଇଟ୍ ରେ Blocksକୁ କେଉଁଠାରେ ରଖିବା, ହେଉଛି ଥିମିଙ୍ଗ୍ ପ୍ରକ୍ରିୟାର ଅଂଶ
01:36 ଯଦି ଆମ ପାଖରେ ଠିକ୍ Region ନାହିଁ, ତେବେ ତାହା ଏକ Theme ସମସ୍ୟା, Block ସମସ୍ୟା ନୁହେଁ
01:42 ଏବେ ଚାଲନ୍ତୁ, Themesକୁ ଆଉ ଟିକିଏ ଅଧିକକରି ବୁଝିବା
01:46 drupal.orgରେ ଆମେ କିଛି ଚମତ୍କାର Themes ପାଇପାରିବା
01:51 drupal.org/projects/themesକୁ ଯାଆନ୍ତୁ
01:56 Drupal ପାଇଁ ଉପଲବ୍ଧ ଥିବା କେତେକ Themesକୁ ଚାଲନ୍ତୁ ଦେଖିବା
02:01 ଆମର Modules ଟ୍ୟୁଟୋରିଆଲ୍ ରୁ ମନେପକାନ୍ତୁ. ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଦ୍ୱାରା ଆମକୁ ଫିଲ୍ଟର୍ କରିବାକୁ ହେବ
02:10 ଏଠାରେ 2205 Themes ଅଛି. ଆମେ ଯେତେବେଳେ Drupal 8ରେ କ୍ଲିକ୍ କରେ, ଏହା ଅଳ୍ପ ସଂଖ୍ୟାକୁ ଚାଲିଆସେ
02:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ ହେବା ପରେ, ନୂଆ Themes ଯୋଡ଼ାହେବା ସହିତ ଆପଣ ଏବେ ଅଧିକ ସଂଖ୍ୟା ଦେଖିପାରନ୍ତି
02:25 ଏବେ ଚାଲନ୍ତୁ, Themesକୁ କିପରି ଖୋଜି ମୂଲ୍ୟାଙ୍କନ କରାଯାଏ, ଜାଣିବା
02:30 ଏହା, Modules ସହିତ ବହୁତ ସମାନ
02:33 ଆମେ drupal.orgରେ ଆରମ୍ଭ କରିବା
02:36 ଏବେ, ଯେତେବେଳେ ଆମେ Core Compatibility ଦ୍ୱାରା ଫିଲ୍ଟର୍ କରେ, ସେଗୁଡ଼ିକ ଆପେ ଆପେ Most Installed ଦ୍ୱାରା ସର୍ଟ ହୋଇଥାଏ
02:43 ଏହି ସ୍ଥାନରେ Adaptive Theme ହେଉଛି ଏକ ନମ୍ୱର୍
02:46 ଓ Bootstrap ହେଉଛି ଦୁଇ ନମ୍ୱର୍
02:50 Bootstrap ଉପରେ କ୍ଲିକ୍ କରନ୍ତୁ
02:53 Module ଟ୍ୟୁଟୋରିଆଲ୍ ରୁ ଆମର DMV ଉଦାହରଣ ମନେପଡୁଛି? ଏଠାରେ ବି ସେହି ଜିନିଷ
02:59 ଆପଣଙ୍କୁ ପ୍ରଥମେ Documentation ପଢ଼ିବାକୁ ହେବ
03:02 ତା’ପରେ Maintainers ଦେଖନ୍ତୁ
03:05 ଆଉ, Versions ଓ Project Informations ଦେଖନ୍ତୁ
03:08 ରେକର୍ଡିଙ୍ଗ୍ ସମୟରେ, ଏହି ନିର୍ଦ୍ଦିଷ୍ଟ Theme, Drupal 8 x 3.0 Alpha 1 Versionରେ ଅଛି
03:16 ଓ ଗୋଟିଏ Development Version ମଧ୍ୟ ଅଛି
03:20 ପରେ, ଏଠାରେ, ସବୁଜଠାରେ, ଏହି Themeର ଏକ Drupal 8 ଭର୍ସନ୍ ହେବ
03:27 ଗୋଟିଏ Contributed Theme ଅନେକ ପ୍ରକାରର ମଧ୍ୟ ହୋଇପାରେ. ଏଥିରେ, Themesର 3ଟି ଭିନ୍ନ ପ୍ରକାର ଅଛି
03:34 ଆମେ, ବହୁତ ସରଳ Contributed Theme ରଖିପାରିବା, ଯାହାକୁ ଆପଣ ଗୋଟିଏ ପଏଣ୍ଟକୁ କନଫିଗର୍ କରିପାରିବେ
03:40 ଆମେ, Bootstrap କିମ୍ୱା Zen ପରି Starter Themes ରଖିପାରିବା
03:46 ନିଜସ୍ୱ CSS ରଖିବା ପାଇଁ ଏହା ଆପଣଙ୍କୁ କେବଳ ଗୋଟିଏ ଖାଲି ସ୍କ୍ରୀନ୍ ଓ ଛୋଟ Framework ଦେବ
03:52 କିମ୍ୱା ଆପଣ ଗୋଟିଏ Base Theme ରଖିପାରିବେ. ଏହା, ତାହା ଉପରେ ରଖାଯାଇଥିବା ଅନ୍ୟ Sub-Themes, ଯେପରି Adaptive Theme, ରଖିବା ପାଇଁ ଡିଜାଇନ୍ କରାଯାଇଛି
04:02 କିନ୍ତୁ, ଏଠାରେ ସମସ୍ତ ନିୟମ ସମାନ
04:05 Documentationକୁ ଦେଖନ୍ତୁ. Maintainersକୁ ଦେଖନ୍ତୁ ଓ Versionsକୁ ଦେଖନ୍ତୁ
04:11 ଆମେ ଏବେ, ଏକ Contributed Theme ଇନଷ୍ଟଲ୍ କରିବା
04:13 drupal.org/projects/zirconକୁ ଯାଆନ୍ତୁ
04:20 ତଳକୁ ସ୍କ୍ରୋଲ୍ କରନ୍ତୁ. ଏହା ଏକ ବଢ଼ିଆ Theme, ଯାହା ବିଶେଷକରି Drupal 7 ଓ 8 ପାଇଁ ବିକଶିତ କରାଯାଇଛି
04:28 ଏହା ଅନେକ ସାଇଟ୍ ରେ ବ୍ୟବହୃତ ହୁଏନାହିଁ
04:31 ଆମେ, ଏହି Theme ବ୍ୟବହାର କରିବା, କାରଣ ଏହା ଏବେ Drupal 8 ପାଇଁ ପ୍ରସ୍ତୁତ
04:37 tar,gz ଉପରେ କ୍ଲିକ୍ କରି ସେହି ଲିଙ୍କ୍ କୁ କପୀ କରନ୍ତୁ. ଏହା, Modules ଇନଷ୍ଟଲ୍ କରିବା ସହ ସମାନ. ଆମ ସାଇଟ୍ କୁ ଫେରିଆସନ୍ତୁ
04:47 ଏଥରକ Appearance ଓ Install New Theme ଉପରେ କ୍ଲିକ୍ କରନ୍ତୁ
04:52 ପୁଣିଥରେ, Modules ପରି ସମାନ ପ୍ରକ୍ରିୟା
04:56 ସେହି URLକୁ ପେଷ୍ଟ କରି Install କ୍ଲିକ୍ କରନ୍ତୁ
05:00 Themeଟି, ଆମ Web Serverକୁ ଡାଉନଲୋଡ୍ ହେଲା, ଆଉ ଆମେ ଏହାକୁ ON କରିପାରିବା
05:06 Install Newly Added Themes କ୍ଲିକ୍ କରନ୍ତୁ
05:09 ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ.
05:12 ଆଉ ଆପଣ Zircon ଦେଖିବେ. A flexible, recolorable theme with many regions and a responsive mobile first layout
05:21 Install and set as default କ୍ଲିକ୍ କରନ୍ତୁ
05:25 ଏବେ, ଯେପରି ଆମେ ଇଣ୍ଟ୍ରୋ ଭିଡିଓରେ ଶିଖିଲେ- ନମ୍ୱର୍ ଏକ : ନୂଆ Themes ଇନଷ୍ଟଲ୍ କଲେ କଣ୍ଟେଣ୍ଟ ବଦଳେ ନାହିଁ, ଆଉ ନମ୍ୱର୍ ଦୁଇ : ଆମକୁ, ଆମର Blocksର ସ୍ଥାନ ବଦଳାଇବାକୁ ପଡ଼ିପାରେ
05:38 Settings ଉପରେ ଚାଲନ୍ତୁ ଏବେ ନଜର ପକାଇବା
05:42 Settings ଉପରେ କ୍ଲିକ୍ କରନ୍ତୁ
05:45 Zirconରେ ସାଧାରଣ Toggle Display
05:49 ଓ Shortcut ଆଇକନ୍ ଅଛି
05:51 ପୁଣିଥରେ, ଯଦି ଆପଣ, Global Settings
05:56 ଓ LOGO IMAGE SETTINGS ଅନ୍ତର୍ଗତ ଥିବା ଲୋଗୋକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ
05:59 Save କ୍ଲିକ୍ କରନ୍ତୁ.
06:02 ଓ ତା’ପରେ ଆମର ସାଇଟ୍ କୁ ଯାଆନ୍ତୁ
06:04 ଏହା ହେଉଛି Zircon, ଯାହା Drupal ପାଇଁ ସମ୍ପୂର୍ଣ୍ଣ ନମନୀୟ, ସୁଦୃଢ ଓ ବୈଶ୍ୱିକ ଅନୁକୂଳ Theme ଅଟେ
06:11 Structure ଓ Blocksକୁ ଯାଆନ୍ତୁ
06:15 ଆଉ Demonstrate block regions for Zircon ଉପରେ କ୍ଲିକ୍ କରନ୍ତୁ
06:19 ଆମେ ଏଠାରେ, ଅନେକ Block Regions ଦେଖିବା
06:22 ଗୋଟିଏ Header Region. Main Menu, Main Menu Block Regionମ ଭିତରକୁ ଯିବା ଦରକାର, କାରଣ ତାହାପରେ ଏହା ସଠିକ୍ ଫର୍ମାଟିଙ୍ଗ୍ ପାଇବ
06:32 ଯଦି ଆପଣ, View Slideshow ପରି କିଛି ବ୍ୟବହାର କରୁଥା’ନ୍ତି, ତେବେ ତା’ପାଇଁ ଏକ Slideshow Region
06:37 ଏକ Featured block region
06:39 Help, Sidebar First, Sidebar second, Content
06:44 Panel First Panel Second 1, 2, 3 ଓ 4 ଓ ତା’ପରେ ଏକ Footer Region ଅଛି
06:53 ଧ୍ୟାନଦିଅନ୍ତୁ ଯେ, ଆମର ଡିଫଲ୍ଟ Themeରେ ଥିବା କିଛି Regions, ଆଉ ଉପଲବ୍ଧ ନାହିଁ
07:00 ଚାଲନ୍ତୁ ଦେଖିବା, ଆମକୁ ଏଠାରେ କ’ଣ କରିବା ଦରକାର ହେବ
07:03 Header Regionରେ ଅନେକ ଜିନିଷ ଅଛି. Footer Region, ଯାହାକୁ ଆମେ Powered By Drupal ଆସାଇନ୍ କରିଛେ, ଆଉ ଉପସ୍ଥିତ ନାହିଁ
07:14 Footerରେ ଆମେ ତାକୁ ପୁଣି ରଖିବା
07:17 ତାହା, Headerରୁ ତୁରନ୍ତ ଉଭାନ୍ ହୋଇଯିବ
07:20 Headerରୁ Status Message କାଢ଼ିଦିଅନ୍ତୁ ଓ ମେସେଜେସ୍ ରେ ରଖନ୍ତୁ
07:26 Footerରେ ପୁଣିଥରେ Footer Menu ରଖନ୍ତୁ
07:30 Search, Site Branding ଓ User Account Menuକୁ ଆମେ, ସେଗୁଡ଼ିକ ଯେଉଁଠାରେ ଅଛନ୍ତି, ସେହିଠାରେ ଛାଡ଼ିଦେବା
07:36 Primary Menu ଭୁଲ୍ ଜାଗାରେ ଅଛି, କିନ୍ତୁ ଚାଲନ୍ତୁ ତା’ ଉପରେ ନଜର ପକାଇବା
07:42 Save Blocks କ୍ଲିକ୍ କରନ୍ତୁ
07:44 ଆମ ସାଇଟ୍ କୁ ଫେରିଯାଆନ୍ତୁ
07:47 ଆଉ ଦେଖନ୍ତୁ, Main Menu କୋଉଠି ଦେଖାଯାଉନି. ତାହାର କାରଣ ହେଉଛି, Themeରେ Primary Menu ନାହିଁ
07:55 ତେଣୁ, ଆମେ ଆମର Main Navigation ନେବା ଓ ତାକୁ Main Menuରେ ବଦଳାଇଦେବା
08:01 ତଳକୁ ସ୍କ୍ରୋଲ୍ କରନ୍ତୁ...ଚାଲନ୍ତୁ ନଜର ପକାଇବା
08:05 ଆମର କଣ୍ଟେଣ୍ଟ ଏରିଆରେ, Help Block ଅଛି
08:09 ତାକୁ Helpରେ ରଖନ୍ତୁ
08:12 Page Title, Primary Admin Actions ଓ Page Tabs ଠିକ୍ ଅଛି
08:18 Sidebar First, Welcome to Drupalville, Book Navigation, Recent Events Added ଓ Tools
08:26 Tools Menuକୁ ନେଇ Sidebar Second ଭିତରେ ରଖିବା. ଏହାକୁ ଆମେ ପୂର୍ବରୁ କରିନାହେଁ
08:34 ଏଠାରେ ଚାରୋଟି Panel Regions ଅଛି, ଯେଉଁଥିରେ ଆମେ ଯାହା ଚାହିଁବା ରଖିପାରିବା
08:39 ଏବେ, Save କ୍ଲିକ୍ କରନ୍ତୁ
08:41 ଆଉ ଆମେ ଯାହା କଲେ, ଚାଲନ୍ତୁ ତାହା ଉପରେ ନଜର ପକାଇବା
08:44 ଏବେ ଏହା ବହୁତ ବଢ଼ିଆ ହେଲା
08:47 ଆମର Menu, Main Menu Block Regionରେ ଠିକ୍ ଭାବେ ସ୍ଥାପିତ ହୋଇଗଲା. କିଛି Shading ଓ କିଛି Colouring ସହିତ ଏକ ଭଲ In-Line Menu ତିଆରି କରିବା ପାଇଁ CSS ନିଆଗଲା
08:58 BOOK NAVIGATION, RECENTLY ADDED EVENTS ବାମପଟେ ଅଛି
09:03 ଆଉ Tools ଡାହାଣପଟେ. ପୁଣିଥରେ Sidebar First ଓ Sidebar Second
09:10 ଓ ସମସ୍ତ କଣ୍ଟେଣ୍ଟ ମଝିରେ ରହିଛି
09:12 ଏଠାରେ କିଛି ଜିନିଷ କହିବାର ଅଛି
09:15 ଆମେ, ଆମର Themes ବଦଳାଇଛେ. ଆମର କଣ୍ଟେଣ୍ଟ ବ୍ୟତୀତ ସବୁକିଛି ବଦଳିଯାଇଛି
09:20 ଆମେ, ନୂଆ Fonts, ନୂଆ Font Style, ନୂଆ H3 Tags, ନୂଆ Block Regions, Layouts ଓ ନୂଆ Footer Area ପାଇଛେ
09:31 କିନ୍ତୁ, ଯାହା ବଦଳିନାହିଁ, ତାହା ହେଉଛି ଆମର Content ଓ ଆମ କଣ୍ଟେଣ୍ଟର ପ୍ରକୃତ Layout
09:37 ସେଗୁଡ଼ିକ ବଦଳାଇବା ପାଇଁ, ଆମକୁ Panels କିମ୍ୱା Display Field ବଦଳାଇବାକୁ ପଡ଼ିବ. ସେଗୁଡ଼ିକ ହେଉଛି Add-On Modules, ଯାହାକୁ ଆମେ drupal.orgରୁ ପାଇପାରିବା
09:48 Themes ହେଉଛି ବହୁତ ବଢ଼ିଆ. ଏବେ, ଏହା ହେଉଛି ପ୍ରକୃତରେ ସରଳ Theme.ଆହୁରି କିଛି ବହୁତ ଜଟିଳ Themes ମଧ୍ୟ ଅଛି, ଯାହାକୁ ଆମେ Drupal ପାଇଁ ଆଣିପାରିବା
09:58 ଆପଣ, drupal.org/projects/themesକୁ ଆସିପାରନ୍ତି. ଉପଲବ୍ଧ ଥିବା କିଛି Drupal 8 Themes ଉପରେ ନଜର ପକାନ୍ତୁ
10:08 ଆପଣଙ୍କ ପସନ୍ଦାନୁସାରେ Themes ଆଣି ଇନଷ୍ଟଲ୍ କରନ୍ତୁ ଓ କାମ କରନ୍ତୁ
10:13 ଆପଣଙ୍କ ସାଇଟ୍ ରେ Themes କିପରି ପ୍ରଭାବ ପକାଏ, ତାହା ଜାଣିବା ପାଇଁ ଏହା ହେଉଛି ଏକ ଉତ୍ତମ ମାର୍ଗ. ଆପଣଙ୍କ ଇଚ୍ଛାନୁସାରେ ଆପଣ ଡିଜାଇନ୍ ପାଇପାରିବେ
10:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
10:24 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Themesର ପରିଚୟ, Themes ଖୋଜିବା ଓ ଏକ ବେସିକ୍ Theme ଇନଷ୍ଟଲ୍ କରିବା
10:45 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:54 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
11:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep