Difference between revisions of "Drupal/C3/Controlling-Display-of-Images/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 5: Line 5:
 
|-
 
|-
 
|00:01
 
|00:01
| Controlling Display of Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Controlling Display of Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲରେ ଆମେ, Image Style ଓ Photo Gallery View ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲରେ ଆମେ, Image Style ଓ Photo Gallery View ବିଷୟରେ ଶିଖିବା
 +
 
 
|-
 
|-
 
|00:12
 
|00:12
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍
ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
 
Drupal 8 ଓ
+
Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:21
 
|00:21
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:25
 
|00:25
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-
 
|-
 
|00:29
 
|00:29
| Drupalରେ, ସାଇଟ୍ ର ଭିନ୍ନ ଭିନ୍ନ ଆବଶ୍ୟକତା ସହ ଖାପ ଖାଇବା ପାଇଁ ଆମେ ଗୋଟିଏ ଇମେଜର ସାଇଜ୍ ଓ ସ୍କେଲ୍ ବଦଳାଇପାରିବା
+
|Drupalରେ, ସାଇଟ୍ ର ଭିନ୍ନ ଭିନ୍ନ ଆବଶ୍ୟକତା ସହ ଖାପ ଖାଇବା ପାଇଁ ଆମେ ଗୋଟିଏ ଇମେଜର ସାଇଜ୍ ଓ ସ୍କେଲ୍ ବଦଳାଇପାରିବା
 +
 
 
|-
 
|-
 
|00:37
 
|00:37
| Drupal, ମୂଳ ଇମେଜକୁ ନେଇ, ଆମେ ଚାହୁଁଥିବା ସାଇଜ୍ ଓ ସ୍କେଲ୍ ବଦଳାଇଥାଏ
+
|Drupal, ମୂଳ ଇମେଜକୁ ନେଇ, ଆମେ ଚାହୁଁଥିବା ସାଇଜ୍ ଓ ସ୍କେଲ୍ ବଦଳାଇଥାଏ
 +
 
 
|-
 
|-
 
|00:43
 
|00:43
| ତା’ପରେ ଏହା, ଫାଇଲ୍ ର ସେହି ଭର୍ସନ୍ କୁ ସେଭ୍ କରିଥାଏ
+
|ତା’ପରେ ଏହା, ଫାଇଲ୍ ର ସେହି ଭର୍ସନ୍ କୁ ସେଭ୍ କରିଥାଏ
 +
 
 
|-
 
|-
 
|00:46
 
|00:46
| Configuration ଉପରେ କ୍ଲିକ୍ କରନ୍ତୁ
+
|Configuration ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|00:48
 
|00:48
| ଆମେ ଏଠାରେ, 2ଟି Image Style କ୍ରିଏଟ୍ କରିବାକୁ ଯାଉଛେ
+
|ଆମେ ଏଠାରେ, 2ଟି Image Style କ୍ରିଏଟ୍ କରିବାକୁ ଯାଉଛେ
 +
 
 
|-
 
|-
 
|00:51
 
|00:51
| Media ଟାବ୍ କୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
+
|Media ଟାବ୍ କୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
 +
 
 
|-
 
|-
 
|00:54
 
|00:54
| ଏଠାରେ ଆମେ Image Style ଦେଖିପାରିବା.  ତାହା ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ ଆମେ Image Style ଦେଖିପାରିବା.  ତାହା ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|00:58
 
|00:58
| ଆମେ ସେଟ୍ କରିଥିବା Table ପାଇଁ ଏକ Image Style କ୍ରିଏଟ୍ କରିବା
+
|ଆମେ ସେଟ୍ କରିଥିବା Table ପାଇଁ ଏକ Image Style କ୍ରିଏଟ୍ କରିବା
 +
 
 
|-
 
|-
 
|01:03
 
|01:03
| ଆଉ ପରବର୍ତ୍ତୀ ଭ୍ୟୁ ପାଇଁ ମଧ୍ୟ, ଯାହା ଆମେ କ୍ରିଏଟ୍ କରିବାକୁ ଯାଉଛେ, ଯାହା ହେଉଛି Logosର ଏକ ଗ୍ରିଡ୍  
+
|ଆଉ ପରବର୍ତ୍ତୀ ଭ୍ୟୁ ପାଇଁ ମଧ୍ୟ, ଯାହା ଆମେ କ୍ରିଏଟ୍ କରିବାକୁ ଯାଉଛେ, ଯାହା ହେଉଛି Logosର ଏକ ଗ୍ରିଡ୍  
 +
 
 
|-
 
|-
 
|01:09
 
|01:09
| Add image styles ଉପରେ କ୍ଲିକ୍ କରନ୍ତୁ
+
|Add image styles ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:12
 
|01:12
| Image Style Nameରେ ଆମେ, Upcoming Events 150 x 150 ଟାଇପ୍ କରିବା
+
|Image Style Nameରେ ଆମେ, Upcoming Events 150 x 150 ଟାଇପ୍ କରିବା
 +
 
 
|-
 
|-
 
|01:19
 
|01:19
| ଧ୍ୟାନଦିଅନ୍ତୁ ଯେ, Drupal, ଆମ ପାଇଁ ମେସିନ୍ ନାମ ପୂରଣ କରେ
+
|ଧ୍ୟାନଦିଅନ୍ତୁ ଯେ, Drupal, ଆମ ପାଇଁ ମେସିନ୍ ନାମ ପୂରଣ କରେ
 +
 
 
|-
 
|-
 
|01:23
 
|01:23
| ଏହା ହେଉଛି ଆମର Image Style Name
+
|ଏହା ହେଉଛି ଆମର Image Style Name
 +
 
 
|-
 
|-
 
|01:26
 
|01:26
| ଏବେ, Create New Style ଉପରେ କ୍ଲିକ୍ କରନ୍ତୁ
+
|ଏବେ, Create New Style ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:29
 
|01:29
| ବାମପଟେ, 600 by 800 ପିକ୍ସେଲ୍ସର ମୂଳ ଇମେଜ୍ ଓ ଡାହାଣପଟେ ଇମେଜ୍ ର ଏଡିଟେଡ୍ ଭର୍ସନ୍ ଅଛି  
+
|ବାମପଟେ, 600 by 800 ପିକ୍ସେଲ୍ସର ମୂଳ ଇମେଜ୍ ଓ ଡାହାଣପଟେ ଇମେଜ୍ ର ଏଡିଟେଡ୍ ଭର୍ସନ୍ ଅଛି  
 +
 
 
|-
 
|-
 
|01:38
 
|01:38
| Effectରେ ଥିବା Select a New Effect ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
+
|Effectରେ ଥିବା Select a New Effect ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:42
 
|01:42
| ଏହି ତାଲିକାରେ ଅନେକ ଅପ୍ସନ୍ସ ପ୍ରଦର୍ଶିତ ହୋଇଛି.  ଏହି ଅପ୍ସନଗୁଡ଼ିକ ମଧ୍ୟରୁ ମୁଁ, Scale and Crop ଇଫେକ୍ଟ ବାଛିବି
+
|ଏହି ତାଲିକାରେ ଅନେକ ଅପ୍ସନ୍ସ ପ୍ରଦର୍ଶିତ ହୋଇଛି.  ଏହି ଅପ୍ସନଗୁଡ଼ିକ ମଧ୍ୟରୁ ମୁଁ, Scale and Crop ଇଫେକ୍ଟ ବାଛିବି
 +
 
 
|-
 
|-
 
|01:49
 
|01:49
| ଆପଣ, ନିଜ ଇଚ୍ଛାରେ ଯେକୌଣସି ଅପ୍ସନ୍ ବାଛିପାରିବେ.  ଉଦାହରଣସ୍ୱରୂପ:  Rotate, Resize କିମ୍ୱା ଅନ୍ୟ କୌଣସି
+
|ଆପଣ, ନିଜ ଇଚ୍ଛାରେ ଯେକୌଣସି ଅପ୍ସନ୍ ବାଛିପାରିବେ.  ଉଦାହରଣସ୍ୱରୂପ:  Rotate, Resize କିମ୍ୱା ଅନ୍ୟ କୌଣସି
 +
 
 
|-
 
|-
 
|01:56
 
|01:56
| Add ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|Add ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:58
 
|01:58
| Widthକୁ 150 ଓ Hightକୁ 150 ଭାବେ ଏଣ୍ଟର୍ କରନ୍ତୁ
+
|Widthକୁ 150 ଓ Hightକୁ 150 ଭାବେ ଏଣ୍ଟର୍ କରନ୍ତୁ
 +
 
 
|-
 
|-
 
|02:02
 
|02:02
| ମନେରଖନ୍ତୁ, କେବେବି Width ଓ Hightକୁ ମୂଳ ଇମେଜଠାରୁ ବଡ଼ କରିବେ ନାହିଁ
+
|ମନେରଖନ୍ତୁ, କେବେବି Width ଓ Hightକୁ ମୂଳ ଇମେଜଠାରୁ ବଡ଼ କରିବେ ନାହିଁ
 +
 
 
|-
 
|-
 
|02:07
 
|02:07
| ଏପରି କଲେ, ଇମେଜ୍ ପିକ୍ସେଲେଟ୍ ହୋଇଯିବ
+
|ଏପରି କଲେ, ଇମେଜ୍ ପିକ୍ସେଲେଟ୍ ହୋଇଯିବ
 +
 
 
|-
 
|-
 
|02:11
 
|02:11
| Add effect କ୍ଲିକ୍ କରନ୍ତୁ
+
|Add effect କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:13
 
|02:13
| ଏହା ହେଉଛି ଆମର ନୂଆ Image Style.  ଡାହାଣପଟ ଇମେଜରେ, ଆମେ ଦେଖିପାରୁଛେ ଯେ, ଏହା ଏବେ ସ୍କେଲ୍ ଓ କ୍ରପ୍ ହୋଇଛି
+
|ଏହା ହେଉଛି ଆମର ନୂଆ Image Style.  ଡାହାଣପଟ ଇମେଜରେ, ଆମେ ଦେଖିପାରୁଛେ ଯେ, ଏହା ଏବେ ସ୍କେଲ୍ ଓ କ୍ରପ୍ ହୋଇଛି
 +
 
 
|-
 
|-
 
|02:22
 
|02:22
| ଚାଲନ୍ତୁ, ଆଉ ଗୋଟିଏ କ୍ରିଏଟ୍ କରିବା.  Image Style ଉପରେ ଓ ତା’ପରେ Add Image Style ଉପରେ କ୍ଲିକ୍ କରନ୍ତୁ  
+
|ଚାଲନ୍ତୁ, ଆଉ ଗୋଟିଏ କ୍ରିଏଟ୍ କରିବା.  Image Style ଉପରେ ଓ ତା’ପରେ Add Image Style ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|02:29
 
|02:29
| ଏଥରକ, Image Style Nameରେ ଆମେ ଟାଇପ୍ କରିବା:  photo gallery of logos
+
|ଏଥରକ, Image Style Nameରେ ଆମେ ଟାଇପ୍ କରିବା:  photo gallery of logos
 +
 
 
|-
 
|-
 
|02:35
 
|02:35
| Create New Style ଉପରେ କ୍ଲିକ୍ କରନ୍ତୁ
+
|Create New Style ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:38
 
|02:38
| ଆପଣ ମେସିନ୍ ରେ ଥିବା Photo Galleryର ଏହା ଯେକୌଣସି ଫୋଟୋ ହୋଇପାରେ
+
|ଆପଣ ମେସିନ୍ ରେ ଥିବା Photo Galleryର ଏହା ଯେକୌଣସି ଫୋଟୋ ହୋଇପାରେ
 +
 
 
|-
 
|-
 
|02:42
 
|02:42
| ଯେକୌଣସି Field ଓ କଣ୍ଟେଣ୍ଟରେ ଯେକୌଣସି ଇମେଜ୍ ପାଇଁ ଆପଣ ଏହା କରିପାରିବେ
+
|ଯେକୌଣସି Field ଓ କଣ୍ଟେଣ୍ଟରେ ଯେକୌଣସି ଇମେଜ୍ ପାଇଁ ଆପଣ ଏହା କରିପାରିବେ
 +
 
 
|-
 
|-
 
|02:47
 
|02:47
| ପୁଣିଥରେ, Select a New Effect କ୍ଲିକ୍ କରିବା ପରେ Scale and Crop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
+
|ପୁଣିଥରେ, Select a New Effect କ୍ଲିକ୍ କରିବା ପରେ Scale and Crop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:53
 
|02:53
| Add ବଟନ୍ ଉପରେ କ୍ଲିକ୍ କରନ୍ତୁ.  Widthକୁ 300 ଓ Hightକୁ 300 ଭାବେ ଏଣ୍ଟର୍ କରନ୍ତୁ
+
|Add ବଟନ୍ ଉପରେ କ୍ଲିକ୍ କରନ୍ତୁ.  Widthକୁ 300 ଓ Hightକୁ 300 ଭାବେ ଏଣ୍ଟର୍ କରନ୍ତୁ
 +
 
 
|-
 
|-
 
|03:00
 
|03:00
| ଓ ତା’ପରେ Add Effect ବଟନ୍ ରେ କ୍ଲିକ୍ କରନ୍ତୁ
+
|ଓ ତା’ପରେ Add Effect ବଟନ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:03
 
|03:03
| ଧ୍ୟାନଦିଅନ୍ତୁ ଯେ, ଡାହାଣପଟ ଇମେଜ୍ ଏବେ 300 by 300 ନୂଆ ଡାଇମେନ୍ସନ୍ ରେ ଅଛି
+
|ଧ୍ୟାନଦିଅନ୍ତୁ ଯେ, ଡାହାଣପଟ ଇମେଜ୍ ଏବେ 300 by 300 ନୂଆ ଡାଇମେନ୍ସନ୍ ରେ ଅଛି
 +
 
 
|-
 
|-
 
|03:09
 
|03:09
| ଏହା ଦେଖାଏ ଯେ, Drupal, ପ୍ରତ୍ୟେକ Image Style ପାଇଁ ଇମେଜଗୁଡ଼ିକର ଭର୍ସନ୍ସ କ୍ରିଏଟ୍ କରି ସେଗୁଡ଼ିକୁ ସାଇଟ୍ ରେ ଷ୍ଟୋର୍ କରେ  
+
|ଏହା ଦେଖାଏ ଯେ, Drupal, ପ୍ରତ୍ୟେକ Image Style ପାଇଁ ଇମେଜଗୁଡ଼ିକର ଭର୍ସନ୍ସ କ୍ରିଏଟ୍ କରି ସେଗୁଡ଼ିକୁ ସାଇଟ୍ ରେ ଷ୍ଟୋର୍ କରେ  
 +
 
 
|-
 
|-
 
|03:18
 
|03:18
| Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
+
|Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:21
 
|03:21
| ଏବେ, Edit କ୍ଲିକ୍ କରି ଆମର Upcoming Events View ଅପଡେଟ୍ କରିବା
+
|ଏବେ, Edit କ୍ଲିକ୍ କରି ଆମର Upcoming Events View ଅପଡେଟ୍ କରିବା
 +
 
 
|-
 
|-
 
|03:27
 
|03:27
| Event Logo ଉପରେ କ୍ଲିକ୍ କରି Image Styleକୁ Upcoming Eventsରେ ବଦଳାନ୍ତୁ  
+
|Event Logo ଉପରେ କ୍ଲିକ୍ କରି Image Styleକୁ Upcoming Eventsରେ ବଦଳାନ୍ତୁ  
 +
 
 
|-
 
|-
 
|03:33
 
|03:33
| ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:36
 
|03:36
| ପ୍ରିଭ୍ୟୁ ସେକ୍ସନ୍ କୁ ସ୍କ୍ରୋଲ୍ ଡାଉନ୍ କରି ଦେଖନ୍ତୁ ଯେ, ଆମର ସବୁ ଲୋଗୋଗୁଡ଼ିକ ସମାନ ଅଛି  
+
|ପ୍ରିଭ୍ୟୁ ସେକ୍ସନ୍ କୁ ସ୍କ୍ରୋଲ୍ ଡାଉନ୍ କରି ଦେଖନ୍ତୁ ଯେ, ଆମର ସବୁ ଲୋଗୋଗୁଡ଼ିକ ସମାନ ଅଛି  
 +
 
 
|-
 
|-
 
|03:42
 
|03:42
| ଏବେ Save ଉପରେ କ୍ଲିକ୍ କରନ୍ତୁ
+
|ଏବେ Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:45
 
|03:45
| Back to Site ଉପରେ କ୍ଲିକ୍ କରନ୍ତୁ.  ଏହା ହେଉଛି ଆମ ୱେବ୍ ସାଇଟ୍ ରେ ଆମର ଭ୍ୟୁ
+
|Back to Site ଉପରେ କ୍ଲିକ୍ କରନ୍ତୁ.  ଏହା ହେଉଛି ଆମ ୱେବ୍ ସାଇଟ୍ ରେ ଆମର ଭ୍ୟୁ
 +
 
 
|-
 
|-
 
|03:50
 
|03:50
| ଏହି ପ୍ରକାରେ Image Styles କାମ କରେ
+
|ଏହି ପ୍ରକାରେ Image Styles କାମ କରେ
 +
 
 
|-
 
|-
 
|03:53
 
|03:53
| ଏହି ସବୁ Events ପାଇଁ ଏକ ଗ୍ରିଡ୍ ଲେଆଉଟ୍ ଭାବେ ଚାଲନ୍ତୁ ଏବେ ଏକ ନୂଆ View କ୍ରିଏଟ୍ କରିବା
+
|ଏହି ସବୁ Events ପାଇଁ ଏକ ଗ୍ରିଡ୍ ଲେଆଉଟ୍ ଭାବେ ଚାଲନ୍ତୁ ଏବେ ଏକ ନୂଆ View କ୍ରିଏଟ୍ କରିବା
 +
 
 
|-
 
|-
 
|03:59
 
|03:59
| ଏହା କରିବାକୁ, Structure, Views ଓ Add New View ଉପରେ କ୍ଲିକ୍ କରନ୍ତୁ
+
|ଏହା କରିବାକୁ, Structure, Views ଓ Add New View ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:05
 
|04:05
| ଏହାକୁ ଆମେ Photo Gallery ନାମ ଦେବା.
+
|ଏହାକୁ ଆମେ Photo Gallery ନାମ ଦେବା.
 +
 
 
|-
 
|-
 
|04:09
 
|04:09
| View Settingକୁ Content of Type Events ଭାବେ ସେଟ୍ କରନ୍ତୁ
+
|View Settingକୁ Content of Type Events ଭାବେ ସେଟ୍ କରନ୍ତୁ
 +
 
 
|-
 
|-
 
|04:14
 
|04:14
| ଏହି ନିର୍ଦ୍ଦିଷ୍ଟ View, ଯେକୌଣସି ଇଭେଣ୍ଟ ପାଇଁ Photo of the Day କିମ୍ୱା Gallery of Images ଭାବେ ବ୍ୟବହୃତ ହୋଇପାରେ
+
|ଏହି ନିର୍ଦ୍ଦିଷ୍ଟ View, ଯେକୌଣସି ଇଭେଣ୍ଟ ପାଇଁ Photo of the Day କିମ୍ୱା Gallery of Images ଭାବେ ବ୍ୟବହୃତ ହୋଇପାରେ
 +
 
 
|-
 
|-
 
|04:22
 
|04:22
| Create a Page କ୍ଲିକ୍ କରନ୍ତୁ.
+
|Create a Page କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:25
 
|04:25
| ସ୍କ୍ରୋଲ୍ ଡାଉନ୍ କରି Fieldsର Grid ସିଲେକ୍ଟ କରନ୍ତୁ
+
|ସ୍କ୍ରୋଲ୍ ଡାଉନ୍ କରି Fieldsର Grid ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|04:29
 
|04:29
| ଦୟାକରି ଧ୍ୟାନଦିଅନ୍ତୁ: ଆମେ, Drupal ଦ୍ୱାରା ଡ୍ରପ୍-ଡାଉନ୍ ରେ ପ୍ରଦାନ କରାଯାଇଥିବା ଅନ୍ୟ ଯେକୌଣସି ଅପ୍ସନ୍ ମଧ୍ୟ ବାଛିପାରିବା  
+
|ଦୟାକରି ଧ୍ୟାନଦିଅନ୍ତୁ: ଆମେ, Drupal ଦ୍ୱାରା ଡ୍ରପ୍-ଡାଉନ୍ ରେ ପ୍ରଦାନ କରାଯାଇଥିବା ଅନ୍ୟ ଯେକୌଣସି ଅପ୍ସନ୍ ମଧ୍ୟ ବାଛିପାରିବା  
 +
 
 
|-
 
|-
 
|04:36
 
|04:36
| Items to Display ଫିଳ୍ଡରେ, 9 ଚୟନ କରନ୍ତୁ, ଯେହେତୁ ଏହା ଏକ 3 by 3 ଗ୍ରିଡ୍ ଦେଇଥାଏ
+
|Items to Display ଫିଳ୍ଡରେ, 9 ଚୟନ କରନ୍ତୁ, ଯେହେତୁ ଏହା ଏକ 3 by 3 ଗ୍ରିଡ୍ ଦେଇଥାଏ
 +
 
 
|-
 
|-
 
|04:42
 
|04:42
| Create a Menu Link ମଧ୍ୟ ଯାଞ୍ଚ କରନ୍ତୁ
+
|Create a Menu Link ମଧ୍ୟ ଯାଞ୍ଚ କରନ୍ତୁ
 +
 
 
|-
 
|-
 
|04:46
 
|04:46
| Menu ଡ୍ରପ୍-ଡାଉନ୍ ରେ ଥିବା Main Navigation ଚୟନ କରନ୍ତୁ
+
|Menu ଡ୍ରପ୍-ଡାଉନ୍ ରେ ଥିବା Main Navigation ଚୟନ କରନ୍ତୁ
 +
 
 
|-
 
|-
 
|04:51
 
|04:51
| Save and Editରେ କ୍ଲିକ୍ କରନ୍ତୁ.
+
|Save and Editରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|04:54
 
|04:54
| ଆମର 5ଟି ମାନଦଣ୍ଡକୁ ପୁଣିଥରେ ଯାଞ୍ଚ କରନ୍ତୁ:  Display ହେଉଛି ଗୋଟିଏ ପେଜ୍,  
+
|ଆମର 5ଟି ମାନଦଣ୍ଡକୁ ପୁଣିଥରେ ଯାଞ୍ଚ କରନ୍ତୁ:  Display ହେଉଛି ଗୋଟିଏ ପେଜ୍,  
 +
 
 
|-
 
|-
 
|04:59
 
|04:59
| Format ହେଉଛି ଗୋଟିଏ Grid
+
|Format ହେଉଛି ଗୋଟିଏ Grid
 +
 
 
|-
 
|-
 
|05:01
 
|05:01
| Title ନାମରେ କେବଳ ଗୋଟିଏ ଫିଲ୍ଡ ଅଛି,  
+
|Title ନାମରେ କେବଳ ଗୋଟିଏ ଫିଲ୍ଡ ଅଛି,  
 +
 
 
|-
 
|-
 
|05:04
 
|05:04
| ଓ ଶେଷରେ Filter ଓ  Sort Criteria
+
|ଓ ଶେଷରେ Filter ଓ  Sort Criteria
 +
 
 
|-
 
|-
 
|05:08
 
|05:08
| ଏବେ ପାଇଁ ଆମେ, ସେଗୁଡ଼ିକ ଯେପରି ଅଛି ସେହିପରି ଛାଡ଼ିଦେବା
+
|ଏବେ ପାଇଁ ଆମେ, ସେଗୁଡ଼ିକ ଯେପରି ଅଛି ସେହିପରି ଛାଡ଼ିଦେବା
 +
 
 
|-
 
|-
 
|05:12
 
|05:12
| ତଳକୁ ସ୍କ୍ରୋଲ୍ କରନ୍ତୁ.  ଏଠାରେ,  ଆମ ପାଖରେ 4ଟି Columns ଓ 9ଟି Events ଅଛି
+
|ତଳକୁ ସ୍କ୍ରୋଲ୍ କରନ୍ତୁ.  ଏଠାରେ,  ଆମ ପାଖରେ 4ଟି Columns ଓ 9ଟି Events ଅଛି
 +
 
 
|-
 
|-
 
|05:17
 
|05:17
| କଲମ୍ ସଂଖ୍ୟାରେ ପରିବର୍ତ୍ତନ କରିବା ପାଇଁ, Formatରେ ଥିବା Setting ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
+
|କଲମ୍ ସଂଖ୍ୟାରେ ପରିବର୍ତ୍ତନ କରିବା ପାଇଁ, Formatରେ ଥିବା Setting ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:22
 
|05:22
| ତା’ପରେ, କଲମ୍ ର ସଂଖ୍ୟା 3କୁ ବଦଳାଇ Apply ଉପରେ କ୍ଲିକ୍ କରନ୍ତୁ
+
|ତା’ପରେ, କଲମ୍ ର ସଂଖ୍ୟା 3କୁ ବଦଳାଇ Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:28
 
|05:28
| ତାହା ଆମକୁ ଏକ 3 by 3 ଗ୍ରିଡ୍ ଦେବ
+
|ତାହା ଆମକୁ ଏକ 3 by 3 ଗ୍ରିଡ୍ ଦେବ
 +
 
 
|-
 
|-
 
|05:31
 
|05:31
| Fieldsରେ ଥିବା Add ଉପରେ କ୍ଲିକ୍ କରନ୍ତୁ  
+
|Fieldsରେ ଥିବା Add ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|05:34
 
|05:34
| Event Logoକୁ ଯାଆନ୍ତୁ ଓ ସେଥିରେ ଏକ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
+
|Event Logoକୁ ଯାଆନ୍ତୁ ଓ ସେଥିରେ ଏକ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:40
 
|05:40
| ଏଥରକ, Image Style ଭାବରେ Photo Gallery of Logos ଚୟନ କରନ୍ତୁ
+
|ଏଥରକ, Image Style ଭାବରେ Photo Gallery of Logos ଚୟନ କରନ୍ତୁ
 +
 
 
|-
 
|-
 
|05:45
 
|05:45
| Link Image Toରେ, Content ଚୟନ କରି Apply କ୍ଲିକ୍ କରନ୍ତୁ
+
|Link Image Toରେ, Content ଚୟନ କରି Apply କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:50
 
|05:50
| ତୁରନ୍ତ ହିଁ, ତଳେ ଥିବା Preview ସେକ୍ସନ୍ ରେ, ଗ୍ରିଡ୍ ପ୍ରଦର୍ଶିତ ହୋଇଥାଏ
+
|ତୁରନ୍ତ ହିଁ, ତଳେ ଥିବା Preview ସେକ୍ସନ୍ ରେ, ଗ୍ରିଡ୍ ପ୍ରଦର୍ଶିତ ହୋଇଥାଏ
 +
 
 
|-
 
|-
 
|05:55
 
|05:55
| ତେଣୁ, ଏକ ଗ୍ରିଡ୍ ଲେଆଉଟ୍, Tableଠାରୁ ଭିନ୍ନ ଅଟେ
+
|ତେଣୁ, ଏକ ଗ୍ରିଡ୍ ଲେଆଉଟ୍, Tableଠାରୁ ଭିନ୍ନ ଅଟେ
 +
 
 
|-
 
|-
 
|06:00
 
|06:00
| Nodeରୁ ଆପଣ ଚୟନ କରିଥିବା ସମସ୍ତ Fieldଗୁଡ଼ିକ ଗୋଟିଏ ସେଲ୍ ରେ ଅଛି
+
|Nodeରୁ ଆପଣ ଚୟନ କରିଥିବା ସମସ୍ତ Fieldଗୁଡ଼ିକ ଗୋଟିଏ ସେଲ୍ ରେ ଅଛି
 +
 
 
|-
 
|-
 
|06:05
 
|06:05
| ଆଉ, ଆମେ କେତୋଟି ସେଲ୍ସ ଆମେ ପ୍ରଦର୍ଶିତ କରିବାକୁ ଚାହୁଁଛେ, ନିର୍ଦ୍ଧାରଣ କରିପାରିବା
+
|ଆଉ, ଆମେ କେତୋଟି ସେଲ୍ସ ଆମେ ପ୍ରଦର୍ଶିତ କରିବାକୁ ଚାହୁଁଛେ, ନିର୍ଦ୍ଧାରଣ କରିପାରିବା
 +
 
 
|-
 
|-
 
|06:09
 
|06:09
| ଏବେ, Save ଉପରେ କ୍ଲିକ୍ କରନ୍ତୁ  
+
|ଏବେ, Save ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|06:12
 
|06:12
| Back to Site ବଟନ୍ ଉପରେ କ୍ଲିକ୍ କରି Photo Gallery ଉପରେ କ୍ଲିକ୍ କରନ୍ତୁ
+
|Back to Site ବଟନ୍ ଉପରେ କ୍ଲିକ୍ କରି Photo Gallery ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:17
 
|06:17
| ଏହା ବହୁତ ବଢିଆ ଦେଖାଯାଉଛି
+
|ଏହା ବହୁତ ବଢିଆ ଦେଖାଯାଉଛି
 +
 
 
|-
 
|-
 
|06:19
 
|06:19
| ମୋବାଇଲ୍ ଭଳି ଛୋଟ ଡିଭାଇସ୍ ରେ, ନିଜର 3 by 3 ଗ୍ରିଡ୍ ବଜାୟ ରଖିବା ପାଇଁ ସବୁ ଇମେଜର ସ୍କେଲ୍ କମ୍ ହୋଇଯାଇଥାଏ
+
|ମୋବାଇଲ୍ ଭଳି ଛୋଟ ଡିଭାଇସ୍ ରେ, ନିଜର 3 by 3 ଗ୍ରିଡ୍ ବଜାୟ ରଖିବା ପାଇଁ ସବୁ ଇମେଜର ସ୍କେଲ୍ କମ୍ ହୋଇଯାଇଥାଏ
 +
 
 
|-
 
|-
 
|06:26
 
|06:26
| ଆଉ Drupal, ଗୋଟିଏ ଗ୍ରିଡ୍ ସହିତ ଏହା କରିଥାଏ
+
|ଆଉ Drupal, ଗୋଟିଏ ଗ୍ରିଡ୍ ସହିତ ଏହା କରିଥାଏ
 +
 
 
|-
 
|-
 
|06:29
 
|06:29
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  ସଂକ୍ଷିପ୍ତରେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  ସଂକ୍ଷିପ୍ତରେ
 +
 
 
|-
 
|-
 
|06:34
 
|06:34
| ଏହି ଟ୍ୟୁଟୋରିଆଲରେ ଆମେ, Image Styles ଓ Photo Gallery View ବିଷୟରେ ଶିଖିଲେ
+
|ଏହି ଟ୍ୟୁଟୋରିଆଲରେ ଆମେ, Image Styles ଓ Photo Gallery View ବିଷୟରେ ଶିଖିଲେ
 +
 
 
|-
 
|-
 
|06:44
 
|06:44
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|06:53
 
|06:53
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|07:00
 
|07:00
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|07:08
 
|07:08
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ
+
 
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
|-
 
|-
 
|07:19
 
|07:19
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 12:41, 4 April 2017

Time Narration
00:01 Controlling Display of Images ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Image Style ଓ Photo Gallery View ବିଷୟରେ ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍
00:21 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:25 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:29 Drupalରେ, ସାଇଟ୍ ର ଭିନ୍ନ ଭିନ୍ନ ଆବଶ୍ୟକତା ସହ ଖାପ ଖାଇବା ପାଇଁ ଆମେ ଗୋଟିଏ ଇମେଜର ସାଇଜ୍ ଓ ସ୍କେଲ୍ ବଦଳାଇପାରିବା
00:37 Drupal, ମୂଳ ଇମେଜକୁ ନେଇ, ଆମେ ଚାହୁଁଥିବା ସାଇଜ୍ ଓ ସ୍କେଲ୍ ବଦଳାଇଥାଏ
00:43 ତା’ପରେ ଏହା, ଫାଇଲ୍ ର ସେହି ଭର୍ସନ୍ କୁ ସେଭ୍ କରିଥାଏ
00:46 Configuration ଉପରେ କ୍ଲିକ୍ କରନ୍ତୁ
00:48 ଆମେ ଏଠାରେ, 2ଟି Image Style କ୍ରିଏଟ୍ କରିବାକୁ ଯାଉଛେ
00:51 Media ଟାବ୍ କୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
00:54 ଏଠାରେ ଆମେ Image Style ଦେଖିପାରିବା. ତାହା ଉପରେ କ୍ଲିକ୍ କରନ୍ତୁ
00:58 ଆମେ ସେଟ୍ କରିଥିବା Table ପାଇଁ ଏକ Image Style କ୍ରିଏଟ୍ କରିବା
01:03 ଆଉ ପରବର୍ତ୍ତୀ ଭ୍ୟୁ ପାଇଁ ମଧ୍ୟ, ଯାହା ଆମେ କ୍ରିଏଟ୍ କରିବାକୁ ଯାଉଛେ, ଯାହା ହେଉଛି Logosର ଏକ ଗ୍ରିଡ୍
01:09 Add image styles ଉପରେ କ୍ଲିକ୍ କରନ୍ତୁ
01:12 Image Style Nameରେ ଆମେ, Upcoming Events 150 x 150 ଟାଇପ୍ କରିବା
01:19 ଧ୍ୟାନଦିଅନ୍ତୁ ଯେ, Drupal, ଆମ ପାଇଁ ମେସିନ୍ ନାମ ପୂରଣ କରେ
01:23 ଏହା ହେଉଛି ଆମର Image Style Name
01:26 ଏବେ, Create New Style ଉପରେ କ୍ଲିକ୍ କରନ୍ତୁ
01:29 ବାମପଟେ, 600 by 800 ପିକ୍ସେଲ୍ସର ମୂଳ ଇମେଜ୍ ଓ ଡାହାଣପଟେ ଇମେଜ୍ ର ଏଡିଟେଡ୍ ଭର୍ସନ୍ ଅଛି
01:38 Effectରେ ଥିବା Select a New Effect ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
01:42 ଏହି ତାଲିକାରେ ଅନେକ ଅପ୍ସନ୍ସ ପ୍ରଦର୍ଶିତ ହୋଇଛି. ଏହି ଅପ୍ସନଗୁଡ଼ିକ ମଧ୍ୟରୁ ମୁଁ, Scale and Crop ଇଫେକ୍ଟ ବାଛିବି
01:49 ଆପଣ, ନିଜ ଇଚ୍ଛାରେ ଯେକୌଣସି ଅପ୍ସନ୍ ବାଛିପାରିବେ. ଉଦାହରଣସ୍ୱରୂପ: Rotate, Resize କିମ୍ୱା ଅନ୍ୟ କୌଣସି
01:56 Add ବଟନ୍ ଉପରେ କ୍ଲିକ୍ କରନ୍ତୁ
01:58 Widthକୁ 150 ଓ Hightକୁ 150 ଭାବେ ଏଣ୍ଟର୍ କରନ୍ତୁ
02:02 ମନେରଖନ୍ତୁ, କେବେବି Width ଓ Hightକୁ ମୂଳ ଇମେଜଠାରୁ ବଡ଼ କରିବେ ନାହିଁ
02:07 ଏପରି କଲେ, ଇମେଜ୍ ପିକ୍ସେଲେଟ୍ ହୋଇଯିବ
02:11 Add effect କ୍ଲିକ୍ କରନ୍ତୁ
02:13 ଏହା ହେଉଛି ଆମର ନୂଆ Image Style. ଡାହାଣପଟ ଇମେଜରେ, ଆମେ ଦେଖିପାରୁଛେ ଯେ, ଏହା ଏବେ ସ୍କେଲ୍ ଓ କ୍ରପ୍ ହୋଇଛି
02:22 ଚାଲନ୍ତୁ, ଆଉ ଗୋଟିଏ କ୍ରିଏଟ୍ କରିବା. Image Style ଉପରେ ଓ ତା’ପରେ Add Image Style ଉପରେ କ୍ଲିକ୍ କରନ୍ତୁ
02:29 ଏଥରକ, Image Style Nameରେ ଆମେ ଟାଇପ୍ କରିବା: photo gallery of logos
02:35 Create New Style ଉପରେ କ୍ଲିକ୍ କରନ୍ତୁ
02:38 ଆପଣ ମେସିନ୍ ରେ ଥିବା Photo Galleryର ଏହା ଯେକୌଣସି ଫୋଟୋ ହୋଇପାରେ
02:42 ଯେକୌଣସି Field ଓ କଣ୍ଟେଣ୍ଟରେ ଯେକୌଣସି ଇମେଜ୍ ପାଇଁ ଆପଣ ଏହା କରିପାରିବେ
02:47 ପୁଣିଥରେ, Select a New Effect କ୍ଲିକ୍ କରିବା ପରେ Scale and Crop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
02:53 Add ବଟନ୍ ଉପରେ କ୍ଲିକ୍ କରନ୍ତୁ. Widthକୁ 300 ଓ Hightକୁ 300 ଭାବେ ଏଣ୍ଟର୍ କରନ୍ତୁ
03:00 ଓ ତା’ପରେ Add Effect ବଟନ୍ ରେ କ୍ଲିକ୍ କରନ୍ତୁ
03:03 ଧ୍ୟାନଦିଅନ୍ତୁ ଯେ, ଡାହାଣପଟ ଇମେଜ୍ ଏବେ 300 by 300 ନୂଆ ଡାଇମେନ୍ସନ୍ ରେ ଅଛି
03:09 ଏହା ଦେଖାଏ ଯେ, Drupal, ପ୍ରତ୍ୟେକ Image Style ପାଇଁ ଇମେଜଗୁଡ଼ିକର ଭର୍ସନ୍ସ କ୍ରିଏଟ୍ କରି ସେଗୁଡ଼ିକୁ ସାଇଟ୍ ରେ ଷ୍ଟୋର୍ କରେ
03:18 Structure ଉପରେ କ୍ଲିକ୍ କରି Views ଉପରେ କ୍ଲିକ୍ କରନ୍ତୁ
03:21 ଏବେ, Edit କ୍ଲିକ୍ କରି ଆମର Upcoming Events View ଅପଡେଟ୍ କରିବା
03:27 Event Logo ଉପରେ କ୍ଲିକ୍ କରି Image Styleକୁ Upcoming Eventsରେ ବଦଳାନ୍ତୁ
03:33 ତା’ପରେ Apply ଉପରେ କ୍ଲିକ୍ କରନ୍ତୁ
03:36 ପ୍ରିଭ୍ୟୁ ସେକ୍ସନ୍ କୁ ସ୍କ୍ରୋଲ୍ ଡାଉନ୍ କରି ଦେଖନ୍ତୁ ଯେ, ଆମର ସବୁ ଲୋଗୋଗୁଡ଼ିକ ସମାନ ଅଛି
03:42 ଏବେ Save ଉପରେ କ୍ଲିକ୍ କରନ୍ତୁ
03:45 Back to Site ଉପରେ କ୍ଲିକ୍ କରନ୍ତୁ. ଏହା ହେଉଛି ଆମ ୱେବ୍ ସାଇଟ୍ ରେ ଆମର ଭ୍ୟୁ
03:50 ଏହି ପ୍ରକାରେ Image Styles କାମ କରେ
03:53 ଏହି ସବୁ Events ପାଇଁ ଏକ ଗ୍ରିଡ୍ ଲେଆଉଟ୍ ଭାବେ ଚାଲନ୍ତୁ ଏବେ ଏକ ନୂଆ View କ୍ରିଏଟ୍ କରିବା
03:59 ଏହା କରିବାକୁ, Structure, Views ଓ Add New View ଉପରେ କ୍ଲିକ୍ କରନ୍ତୁ
04:05 ଏହାକୁ ଆମେ Photo Gallery ନାମ ଦେବା.
04:09 View Settingକୁ Content of Type Events ଭାବେ ସେଟ୍ କରନ୍ତୁ
04:14 ଏହି ନିର୍ଦ୍ଦିଷ୍ଟ View, ଯେକୌଣସି ଇଭେଣ୍ଟ ପାଇଁ Photo of the Day କିମ୍ୱା Gallery of Images ଭାବେ ବ୍ୟବହୃତ ହୋଇପାରେ
04:22 Create a Page କ୍ଲିକ୍ କରନ୍ତୁ.
04:25 ସ୍କ୍ରୋଲ୍ ଡାଉନ୍ କରି Fieldsର Grid ସିଲେକ୍ଟ କରନ୍ତୁ
04:29 ଦୟାକରି ଧ୍ୟାନଦିଅନ୍ତୁ: ଆମେ, Drupal ଦ୍ୱାରା ଡ୍ରପ୍-ଡାଉନ୍ ରେ ପ୍ରଦାନ କରାଯାଇଥିବା ଅନ୍ୟ ଯେକୌଣସି ଅପ୍ସନ୍ ମଧ୍ୟ ବାଛିପାରିବା
04:36 Items to Display ଫିଳ୍ଡରେ, 9 ଚୟନ କରନ୍ତୁ, ଯେହେତୁ ଏହା ଏକ 3 by 3 ଗ୍ରିଡ୍ ଦେଇଥାଏ
04:42 Create a Menu Link ମଧ୍ୟ ଯାଞ୍ଚ କରନ୍ତୁ
04:46 Menu ଡ୍ରପ୍-ଡାଉନ୍ ରେ ଥିବା Main Navigation ଚୟନ କରନ୍ତୁ
04:51 Save and Editରେ କ୍ଲିକ୍ କରନ୍ତୁ.
04:54 ଆମର 5ଟି ମାନଦଣ୍ଡକୁ ପୁଣିଥରେ ଯାଞ୍ଚ କରନ୍ତୁ: Display ହେଉଛି ଗୋଟିଏ ପେଜ୍,
04:59 Format ହେଉଛି ଗୋଟିଏ Grid
05:01 Title ନାମରେ କେବଳ ଗୋଟିଏ ଫିଲ୍ଡ ଅଛି,
05:04 ଓ ଶେଷରେ Filter ଓ Sort Criteria
05:08 ଏବେ ପାଇଁ ଆମେ, ସେଗୁଡ଼ିକ ଯେପରି ଅଛି ସେହିପରି ଛାଡ଼ିଦେବା
05:12 ତଳକୁ ସ୍କ୍ରୋଲ୍ କରନ୍ତୁ. ଏଠାରେ, ଆମ ପାଖରେ 4ଟି Columns ଓ 9ଟି Events ଅଛି
05:17 କଲମ୍ ସଂଖ୍ୟାରେ ପରିବର୍ତ୍ତନ କରିବା ପାଇଁ, Formatରେ ଥିବା Setting ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
05:22 ତା’ପରେ, କଲମ୍ ର ସଂଖ୍ୟା 3କୁ ବଦଳାଇ Apply ଉପରେ କ୍ଲିକ୍ କରନ୍ତୁ
05:28 ତାହା ଆମକୁ ଏକ 3 by 3 ଗ୍ରିଡ୍ ଦେବ
05:31 Fieldsରେ ଥିବା Add ଉପରେ କ୍ଲିକ୍ କରନ୍ତୁ
05:34 Event Logoକୁ ଯାଆନ୍ତୁ ଓ ସେଥିରେ ଏକ ଚେକ୍ ମାର୍କ ଦେଇ Apply ଉପରେ କ୍ଲିକ୍ କରନ୍ତୁ
05:40 ଏଥରକ, Image Style ଭାବରେ Photo Gallery of Logos ଚୟନ କରନ୍ତୁ
05:45 Link Image Toରେ, Content ଚୟନ କରି Apply କ୍ଲିକ୍ କରନ୍ତୁ
05:50 ତୁରନ୍ତ ହିଁ, ତଳେ ଥିବା Preview ସେକ୍ସନ୍ ରେ, ଗ୍ରିଡ୍ ପ୍ରଦର୍ଶିତ ହୋଇଥାଏ
05:55 ତେଣୁ, ଏକ ଗ୍ରିଡ୍ ଲେଆଉଟ୍, Tableଠାରୁ ଭିନ୍ନ ଅଟେ
06:00 Nodeରୁ ଆପଣ ଚୟନ କରିଥିବା ସମସ୍ତ Fieldଗୁଡ଼ିକ ଗୋଟିଏ ସେଲ୍ ରେ ଅଛି
06:05 ଆଉ, ଆମେ କେତୋଟି ସେଲ୍ସ ଆମେ ପ୍ରଦର୍ଶିତ କରିବାକୁ ଚାହୁଁଛେ, ନିର୍ଦ୍ଧାରଣ କରିପାରିବା
06:09 ଏବେ, Save ଉପରେ କ୍ଲିକ୍ କରନ୍ତୁ
06:12 Back to Site ବଟନ୍ ଉପରେ କ୍ଲିକ୍ କରି Photo Gallery ଉପରେ କ୍ଲିକ୍ କରନ୍ତୁ
06:17 ଏହା ବହୁତ ବଢିଆ ଦେଖାଯାଉଛି
06:19 ମୋବାଇଲ୍ ଭଳି ଛୋଟ ଡିଭାଇସ୍ ରେ, ନିଜର 3 by 3 ଗ୍ରିଡ୍ ବଜାୟ ରଖିବା ପାଇଁ ସବୁ ଇମେଜର ସ୍କେଲ୍ କମ୍ ହୋଇଯାଇଥାଏ
06:26 ଆଉ Drupal, ଗୋଟିଏ ଗ୍ରିଡ୍ ସହିତ ଏହା କରିଥାଏ
06:29 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ ସଂକ୍ଷିପ୍ତରେ
06:34 ଏହି ଟ୍ୟୁଟୋରିଆଲରେ ଆମେ, Image Styles ଓ Photo Gallery View ବିଷୟରେ ଶିଖିଲେ
06:44 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:53 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
07:19 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep